1 John

1:1 ଆମ୍େଭମାେନ ତୁମ୍ଭମାନଙ୍କୁ ବର୍ତ୍ତମାନ େଯଉଁ ବିଷୟ େର କହିବାକୁ ଯାଉଛୁ, ତାହା ସୃଷ୍ଟିର ଆରମ୍ଭରୁ ଥିଲା। 2 େସହି ଜୀବନ ଆମ୍ଭ ନିକଟେର ପ୍ରକାଶିତ େହଲା। ଆମ୍େଭ ତାହା େଦଖିଲୁ। ଆମ୍େଭ ଏ ସମ୍ପର୍କ େର ପ୍ରମାଣ େଦଇପାରୁ। ବର୍ତ୍ତମାନ ଆମ୍େଭ େସହି ଜୀବନ ସମ୍ପର୍କ େର ତୁମ୍ଭକୁ କହୁଛୁ। ଏହି ଜୀବନ ସଦାକାଳ ରହିଛନ୍ତି। ପୂର୍ବରୁ ଏହା ପିତା ପରେମଶ୍ବରଙ୍କ ସହିତ ଥିଲା। ପରେମଶ୍ବର େସହି ଜୀବନ ଆମ୍ଭକୁ ପ୍ରକାଶିତ କେଲ। 3 ବର୍ତ୍ତମାନ ତୁମ୍ଭମାନଙ୍କୁ େସହି ସମ୍ବନ୍ଧ େର କହିବୁ ଯାହା ଆମ୍େଭମାେନ େଦଖିଛୁ ଓ ଶୁଣିଛୁ। କାରଣ ଏହା ଦ୍ବାରା ତୁମ୍େଭମାେନ ଆମ୍ଭର ସହଭାଗୀ େହାଇପାରିବ। ପରମପିତା ଓ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ସହ ଆମ୍େଭ ମଧ୍ଯ ସହଭାଗୀ। 4 ଆମ୍ଭମାନଙ୍କର ଆନନ୍ଦର ପରିପୂର୍ଣ୍ଣତା ପାଇଁ ଆମ୍େଭ ଏସବୁ ତୁମ୍ଭମାନଙ୍କୁ ଲେଖୁଛୁ। 5 ଆମ୍େଭ ପରେମଶ୍ବରଙ୍କଠାରୁ େଯଉଁ ସତ୍ଯଶିକ୍ଷା ଶୁଣିଅଛୁ, ତାହା ତୁମ୍ଭମାନଙ୍କୁ କହୁଅଛୁ। ପରେମଶ୍ବର ଜ୍ଯୋତିଃସ୍ବରୂପ। ଆଉ ତାହାଙ୍କଠା େର ଆଦୌ ଅନ୍ଧକାର ନାହିଁ। 6 ଯଦି ଆମ୍େଭ କହୁ, ଆମ୍ଭର ପରେମଶ୍ବରଙ୍କ ସହିତ ସହଭାଗିତା ଅଛି, କିନ୍ତୁ ଅବିରତ ଅନ୍ଧକାର େର ଜୀବନଯାପନ କରୁ, ତାହାେହେଲ ଆମ୍େଭ ମିଥ୍ଯାବାଦୀ ଓ ସତ୍ଯର ଅନୁସରଣ କରୁ ନାହୁଁ। 7 ପରେମଶ୍ବର ଆେଲାକେର ବାସ କରନ୍ତି, େତଣୁ ଆମ୍େଭ ମଧ୍ଯ ଆେଲାକେର ବାସ କରିବା ଉଚିତ। ଯଦି ଆମ୍େଭ ଆେଲାକେର ଜୀବନଯାପନ କରୁ, େତେବ ଆମ୍େଭ ପରସ୍ପର ସହଭାଗୀ େହାଇପାରିବା। ଯଦି ଆମ୍େଭମାେନ ଆେଲାକେର ରହୁ, େତେବ ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ଆମ୍ଭର ସମସ୍ତ ପାପ ଧୋଇଦିଏ। 8 ଯଦି ଆମ୍େଭ କହୁ, ଆମ୍ଭମାନଙ୍କର କିଛି ପାପ ନାହିଁ, େତେବ ଆମ୍େଭ ନିେଜ ନିଜକୁ ଠକୁଛୁ ଏବଂ ଆମ୍ଭଠା େର ସତ୍ଯ ନାହିଁ। 9 ଯଦି ଆମ୍େଭ ନିଜ ନିଜର ପାପ ସ୍ବୀକାର କରୁ େତେବ ପରେମଶ୍ବର ଆମ୍ଭକୁ ପାପରୁ କ୍ଷମା କରିେବ। କାରଣ େସ ବିଶ୍ବସ୍ତ ଓ ନ୍ଯାୟବାନ ଅଟନ୍ତି। େସ ଆମ୍ଭକୁ ସମସ୍ତ ଅଧର୍ମରୁ ପରିଷ୍କାର କରିେବ। 10 ଆମ୍େଭ ଯଦି କହୁ େଯ ଆମ୍େଭ କିଛି ପାପ କରି ନାହୁଁ, େତେବ ଆମ୍େଭ ପରେମଶ୍ବରଙ୍କୁ ମିଥ୍ଯାବାଦୀ କରୁ ଏବଂ ତାହାଙ୍କ ସତ୍ଯଶିକ୍ଷା ଆମ୍େଭମାେନ ଗ୍ରହଣ କରି ନାହୁଁ।

2:1 େମାରପ୍ରିୟ ପିଲାମାେନ, ମୁଁ ଏହିସବୁ ତୁମ୍ଭମାନଙ୍କୁ ଲେଖୁଅଛି େଯପରି, ତୁମ୍େଭମାେନ ପାପ ନ କର। କିନ୍ତୁ ଯଦି େକହି ପାପ କେର, ଆମ୍ଭର ଯୀଶୁ ଖ୍ରୀଷ୍ଟ ୟିଏ କି ଧାର୍ମିକ ଓ ୟିଏ ପିତାଙ୍କ ଛାମୁ େର ଆମ୍ଭମାନଙ୍କର ସପକ୍ଷବାଦୀ ; େସ ଆମ୍ଭମାନଙ୍କୁ ସାହାୟ୍ଯ କରିେବ। 2 ଯୀଶୁ େହଉଛନ୍ତି ପଥ ଓ ଆମ୍ଭର ସବୁ ପାପ ବହିନିଅନ୍ତି। କେବଳ ଆମ୍ଭମାନଙ୍କ ନୁେହଁ, ମାତ୍ର ସମସ୍ତ ଜଗତର ପାପ ମଧ୍ଯ େସ ବହିନିଅନ୍ତି। 3 ଆମ୍େଭ ଯଦି ପରେମଶ୍ବରଙ୍କର ଆଜ୍ଞା ପାଳନ କରୁ, େତେବ ଆମ୍େଭମାେନ ସୁନିଶ୍ଚିତ େଯ, ଆମ୍େଭ ପ୍ରକୃତ େର ତାହାଙ୍କୁ ଜାଣିଛୁ। 4 ଯଦି କିଏ କୁ େହ, "ମୁଁ ପରେମଶ୍ବରଙ୍କୁ ଜାେଣ," କିନ୍ତୁ ତାହାଙ୍କ ଆଜ୍ଞା ପାଳନ କେର ନାହିଁ, େତେବ େସ ଜେଣ ମିଥ୍ଯାବାଦୀ। ତାହାଙ୍କଠା େର ସତ୍ଯ ନାହିଁ। 5 େଯଉଁ ବ୍ଯକ୍ତି ପରେମଶ୍ବରଙ୍କ ଶିକ୍ଷା ପାଳନ କେର, ତା'ଠା େର ପରେମଶ୍ବରଙ୍କ ପ୍ େରମର ଉଦ୍ଦେଶ୍ଯ ସାଧିତ େହାଇଛି। ଏହିଭଳି ଭାେବ ଆମ୍େଭମାେନ ପରେମଶ୍ବରଙ୍କର ଅନୁଗମନ କରୁଛୁ େବାଲି ଜାଣିପାରିବା। 6 ପରେମଶ୍ବରଙ୍କ ସହ ଜୀବନଯାପନ କରୁଛୁ େବାଲି ଦାବି କରୁଥିବା ବ୍ଯକ୍ତି ଯୀଶୁଙ୍କ ଭଳି ଜୀବନଯାପନ କରିବା ଉଚିତ। 7 ପ୍ରିୟ ବନ୍ଧୁଗଣ !ମୁଁ ତୁମ୍ଭମାନଙ୍କ ନିକଟକୁ େକୗଣସି ନୂତନ ଆଜ୍ଞା ବିଷୟ େର ଲେଖୁ ନାହିଁ, ମାତ୍ର ଏହା େସହି ପୁରାତନ ଆଜ୍ଞା, ଯାହା ଆରମ୍ଭରୁ ତୁମ୍େଭମାେନ ପାଇଅଛ। େଯଉଁ ଶିକ୍ଷା ତୁମ୍େଭମାେନ ଶୁଣିଅଛ, ତାହାହିଁ େସହି ଆଜ୍ଞା। 8 ପୁନଶ୍ଚ ମୁଁ ତୁମ୍ଭମାନଙ୍କୁ ଆଉ େଗାଟିଏ ନୂତନ ଆଜ୍ଞା ବିଷୟ େର ଲେଖୁଛି, ଏହାର ସତ୍ଯତା ଯୀଶୁଙ୍କଠା େର ଓ ତୁମ୍ଭମାନଙ୍କ ଜୀବନ େର ମଧ୍ଯ େଦଖିପାରିବ। କାରଣ ଅନ୍ଧକାର ଘୁଞ୍ଚି ଯାଉଅଛି ଓ ସତ୍ଯ ଜ୍ଯୋତିଃ ପ୍ରକାଶିତ େହଲାଣି। 9 େଯଉଁ େଲାକ ଆେଲାକେର ଅଛି େବାଲି କୁ େହ କିନ୍ତୁ ନିଜ ଭାଇକୁ ଘୃଣା କେର, େତେବ େସ ଏପର୍ୟ୍ଯନ୍ତ ଅନ୍ଧକାର େର ରହିଛି। 10 ନିଜ ଭାଇକୁ ପ୍ େରମ କରୁଥିବା ବ୍ଯକ୍ତି ଆେଲାକେର ବାସ କରୁଥାଏ ଏବଂ ତା'ଠା େର ଭୁଲ କାମ କରିବାର େକୗଣସି କାରଣ ନ ଥାଏ। 11 କିନ୍ତୁ ନିଜ ଭାଇକୁ ଘୃଣା କରୁଥିବା ବ୍ଯକ୍ତି ଅନ୍ଧକାର େର ଥାଏ। େସ ଅନ୍ଧକାର େର ବାସ କେର। େସ କେଉଁଆଡ଼େ ଯାଏ, ନିେଜ ଜାଣିପା େର ନାହିଁ ; କାରଣ ଅନ୍ଧକାର ତାକୁ ଅନ୍ଧ କେରେଦଇଥାଏ। 12 ପ୍ରିୟ ପିଲାମାେନ, ତୁମ୍ଭମାନଙ୍କ ପାପ ଖ୍ରୀଷ୍ଟଙ୍କ ଦ୍ବାରା କ୍ଷମା କରାଯାଇଥିବା କାରଣରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି। 13 ପିତାମାେନ ! େଯ ଆଦ୍ଯରୁ ଅଛନ୍ତି, ତୁମ୍େଭମାେନ ତାହାଙ୍କୁ ଆରମ୍ଭରୁ ଜାଣିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି। ୟୁବକମାେନ ! ତୁମ୍େଭମାେନ ପାପାତ୍ମାକୁ ପରାଜିତ କରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି। 14 ପିଲାମାେନ ! ତୁମ୍େଭମାେନ ପରମ ପିତାଙ୍କୁ ଚିହ୍ନିସାରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି। ପିତାମାେନ ! େସ ଆଦ୍ଯରୁ ଅଛନ୍ତି େବାଲି ତୁମ୍େଭମାେନ ଜାଣିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି। ୟୁବକମାେନ ! ତୁମ୍େଭମାେନ ବଳବାନ ଏବଂ ପରେମଶ୍ବରଙ୍କ ବାକ୍ଯ ତୁମ୍ଭମାନଙ୍କଠା େର ଅଛି, ଓ ତୁମ୍େଭମାେନ େସହି ପାପାତ୍ମାକୁ ପରାଜିତ କରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି। 15 ତୁମ୍େଭମାେନ ସଂସାରକୁ ବା େସଥି େର ଥିବା ବିଷୟଗୁଡ଼ିକୁ ଭଲ ପାଅ ନାହିଁ। ଯଦି େକହି ସଂସାରକୁ ଭଲ ପାଏ, େତେବ ପିତାଙ୍କ ପ୍ େରମ ତାହାଠା େର ନାହିଁ। 16 ସଂସାରର ଏହି ବିଷୟଗୁଡ଼ିକ ମନ୍ଦ ଅେଟ। ଯଥା : 17 ସଂସାର କ୍ଷୟ ପାଉଅଛି। ଏଥିସହିତ ସଂସାର େର ଥିବା ବିଷୟଗୁଡ଼ିକ ମଧ୍ଯ କ୍ଷୟ ପାଉଅଛି। ମାତ୍ର େଯ େକହି ପରେମଶ୍ବରଙ୍କ ଇଚ୍ଛା ପାଳନ କେର, େସ ଅନନ୍ତକାଳ ଜୀବିତ େହାଇ ରହିବ। 18 ପିଲାମାେନ ! ବର୍ତ୍ତମାନ ଶେଷକାଳ ଆସି ପହଞ୍ଚିଲାଣି। ତୁମ୍େଭ େଯପରି ଶୁଣିଥିଲ, ଖ୍ରୀଷ୍ଟଙ୍କ ଶତ୍ରୁ ଆସୁଛନ୍ତି, ଏେବ େସହିପରି ଅନେକ ସଂଖ୍ଯା େର ଖ୍ରୀଷ୍ଟ ବିେରାଧୀମାେନ େଦଖା େଦେଲଣି। ଏଥିରୁ ଆମ୍େଭ ଜାଣି ପାରୁଛୁ େଯ, ପ୍ରକୃତ େର ଶେଷ କାଳ ଆସି ପହଞ୍ଚିଛି। 19 ଏହି ଖ୍ରୀଷ୍ଟଙ୍କ ଶତ୍ରୁମାେନ ଆମ୍ଭ ଦଳ େର ଥିେଲ, ମାତ୍ର ଆମ୍ଭକୁ ଛାଡ଼ି ଚାଲିଗେଲ। େସମାେନ ପ୍ରକୃତ େର ଆମ୍ଭ ନିଜର ନ ଥିେଲ। ଯଦି େସମାେନ ଆମ୍ଭ ନିଜର େହାଇଥାନ୍ତେ, େତେବ େସମାେନ ଆମ୍ଭ ସହିତ ରହିଥାନ୍ତେ। େସମାେନ ଆମ୍ଭକୁ ଛାଡ଼ି ଚାଲିଗେଲ େତଣୁ, ଏହା ସ୍ପଷ୍ଟ ରୂେପ ପ୍ରକାଶ ପାଇଲା େଯ, େସମାେନ ପ୍ରକୃତ େର ଆମ୍ଭର ନୁହଁନ୍ତି। 20 ଆଉ ତୁମ୍େଭମାେନ େସହି ପବିତ୍ର ବ୍ଯକ୍ତିଙ୍କଠାରୁ ଦାନ343 ପାଇଥିବାରୁ, ତୁମ୍େଭ ସମସ୍େତ ସତ୍ଯକୁ ଜାଣିଛ। 21 ମୁଁ ତୁମ୍ଭମାନଙ୍କ ପାଖକୁ ଲେଖିବାର କାରଣ କ'ଣ ? ତୁମ୍େଭ ସତ୍ଯକୁ ଜାଣି ନାହଁ େବାଲି କ'ଣ ମୁଁ ଏହା ଲେଖୁଛି ? ନା, ତୁମ୍େଭ ଏହି ସତ୍ଯ ଜାଣିଥିବାରୁ ମୁଁ ଏହି ପତ୍ର ଲେଖୁଅଛି। ତୁମ୍େଭ ମଧ୍ଯ ଜାଣିଛ ସତ୍ଯରୁ େକେବ େହେଲ େକୗଣସି ମିଥ୍ଯା ଉତ୍ପନ୍ନ ହୁଏ ନାହିଁ। 22 େତେବ ମିଥ୍ଯାବାଦୀ କିଏ ? ଯୀଶୁ େଯ ଖ୍ରୀଷ୍ଟ ଅଟନ୍ତି, ଏହା େଯ ଅସ୍ବୀକାର କେର, େସ େହଉଛି ମିଥ୍ଯାବାଦୀ। େସ ଖ୍ରୀଷ୍ଟଙ୍କର ଶତ୍ରୁ। େସ ପରମ ପିତା ଓ ପୁତ୍ର ଦୁହିଁଙ୍କୁ ଅସ୍ବୀକାର କେର। 23 େଯଉଁ ବ୍ଯକ୍ତି ପୁତ୍ରକୁ ବିଶ୍ବାସ କେର ନାହିଁ, ପିତା ତାହାଙ୍କଠା େର ବାସ କରନ୍ତି ନାହିଁ। େଯଉଁ ବ୍ଯକ୍ତି ପୁତ୍ରକୁ ଗ୍ରହଣ କେର, ତାହାଙ୍କଠା େର ପିତା ମଧ୍ଯ ଅଛନ୍ତି। 24 ତୁମ୍େଭମାେନ ଆରମ୍ଭରୁ ଯାହା ଶିକ୍ଷା ପାଇଛ, ତାହା ପାଳନ କର। ତୁମ୍େଭ ଯଦି େସହି ଶିକ୍ଷା ଅନୁଯାଯୀ ଜୀବନ କାଟିବ, େତେବ ତୁମ୍େଭ ପିତା ପରେମଶ୍ବର ଓ ପୁତ୍ରଙ୍କଠା େର ରହିବ। 25 ପୁତ୍ର ଆମ୍ଭମାନଙ୍କୁ ଏହି ଅନନ୍ତ ଜୀବନ େଦେବ େବାଲି ପ୍ରତିଜ୍ଞା କରିଛନ୍ତି। 26 େଯଉଁମାେନ ତୁମ୍ଭମାନଙ୍କୁ ଭୁଲ ପଥେର କଢ଼ାଇ ନେବାକୁ େଚଷ୍ଟା କରୁଛନ୍ତି, େସମାନଙ୍କ ବିଷୟ େର ମୁଁ ତୁମ୍ଭମାନଙ୍କୁ ଏହି କଥା ଲେଖୁଛି। 27 ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଏକ ବିଶେଷ ଦାନ େଦଇଛନ୍ତି, ତାହା ତୁମ୍ଭଠା େର ଏପର୍ୟ୍ଯନ୍ତ ଅଛି। ଏଥିପାଇଁ ତୁମ୍ଭର କାହାଠାରୁ ଶିକ୍ଷା ନେବା ଆବଶ୍ଯକ ନାହିଁ। ମାତ୍ର ତାହାଙ୍କଠାରୁ ପ୍ରାପ୍ତ େସହି ଦାନ ତୁମ୍ଭକୁ ସମସ୍ତ ବିଷୟ େର ଶିକ୍ଷା େଦଉଛି। େସ ତୁମ୍ଭକୁ େଦଇଥିବା େସହି ଦାନ ସତ୍ଯ ଅେଟ, ମିଥ୍ଯା ନୁେହଁ। େତଣୁ ତାହାଙ୍କର େସହି ଦାନର ଶିକ୍ଷାନୁସା େର ତୁମ୍େଭମାେନ ଖ୍ରୀଷ୍ଟଙ୍କଠା େର ଆଉ ଜୀବନଯାପନ କର। 28 ପ୍ରିୟ ପିଲାମାେନ, ତାହାଙ୍କଠା େର ରୁହ। ଏହା କେଲ, ଖ୍ରୀଷ୍ଟ େଯଉଁଦିନ ଆସିେବ ଆମ୍େଭମାେନ ଭରସାୟୁକ୍ତ େହାଇ ଭୟ କରିବା ନାହିଁ। େଯଉଁଦିନ େସ ଆସିେବ, େସହିଦିନ ଆମ୍ଭକୁ ଲଜ୍ଜିତ େହବାକୁ କିମ୍ବା ଆତ୍ମେଗାପନ କରିବାକୁ ପଡ଼ିବ ନାହିଁ। 29 େସ ଧାର୍ମିକ େବାଲି ତୁମ୍େଭ ଜାଣିଛ। େତଣୁ ତୁମ୍େଭ ଏହା ମଧ୍ଯ ଜାଣିରଖ େଯ, ଧର୍ମାଚରଣ କରୁଥିବା ସମସ୍ତ ବ୍ଯକ୍ତି ପରେମଶ୍ବରଙ୍କର ସନ୍ତାନ ଅଟନ୍ତି।

3:1 ପରମପିତା ଆମ୍ଭମାନଙ୍କୁ ଅତ୍ଯଧିକ ପ୍ େରମ କେଲ। ଆମ୍େଭ ପରେମଶ୍ବରଙ୍କର ସନ୍ତାନ ରୂେପ ନାମିତ େହବା ଦ୍ବାରା ଆମ୍ଭ ପ୍ରତି ତାଙ୍କର ମହାନ୍ ପ୍ େରମ ପ୍ରକାଶ ପାଏ। ଆମ୍େଭ ପ୍ରକୃତ େର ତାଙ୍କର ସନ୍ତାନ ଅଟୁ। କିନ୍ତୁ ଏ ଜଗତ ( େଯଉଁମାେନ ବିଶ୍ବାସ କରନ୍ତି ନାହିଁ) ପରେମଶ୍ବରଙ୍କୁ ଚିହ୍ନିପାରି ନ ଥିବାରୁ ଆମ୍ଭକୁ ମଧ୍ଯ ପରେମଶ୍ବରଙ୍କ ସନ୍ତାନ େବାଲି ଚିହ୍ନି ପାରୁ ନାହିଁ। 2 ପ୍ରିୟ ବନ୍ଧୁମାେନ, ଆମ୍େଭ ବର୍ତ୍ତମାନ ପରେମଶ୍ବରଙ୍କର ସନ୍ତାନ, କିନ୍ତୁ ଭବିଷ୍ଯତ େର ଆମ୍େଭ କ'ଣ େହବା ତାହା ଆମ୍ଭକୁ ଜଣାଇ ଦିଆଯାଇ ନାହିଁ। ଆମ୍େଭ ଏହା ଜାଣିଛୁ େଯ ଖ୍ରୀଷ୍ଟଙ୍କ ପୁନରାଗମନ ସମୟେର ଆମ୍େଭ ସବୁ ତାହାଙ୍କ ଭଳି େହାଇଯିବା। େସ େଯପରି, ଆମ୍େଭ ତାହାଙ୍କୁ େସହି ରୂେପର େଦଖିବା। 3 ଖ୍ରୀଷ୍ଟ ପବିତ୍ର। େଯ େକହି ଖ୍ରୀଷ୍ଟଙ୍କଠା େର ଆଶା ରେଖ, େସ ଖ୍ରୀଷ୍ଟଙ୍କ ଭଳି ନିଜକୁ ପବିତ୍ର ରେଖ। 4 େଯଉଁ େଲାକ ପାପ କେର, େସ ପରେମଶ୍ବରଙ୍କର ନିୟମ ଭାଙ୍ଗେ। କାରଣ ନିୟମର ଲଙ୍ଘନ େହଉଛି ପାପ। 5 ତୁମ୍େଭ ତ ଜାଣିଛ, େଲାକମାନଙ୍କର ପାପ ଦୂର କରିବା ପାଇଁ ଖ୍ରୀଷ୍ଟ ସଂସାରକୁ ଆସିଥିେଲ। ତାହାଙ୍କ ଭିତ େର େକୗଣସି ପାପ ନାହିଁ। 6 ତାହାଙ୍କଠା େର ରହୁଥିବା େଲାକ ପାପ କେର ନାହିଁ। ପାପ କରୁଥିବା େଲାକ ଖ୍ରୀଷ୍ଟଙ୍କୁ କଦାପି ଜାଣି ନାହିଁ କି ବୁଝି ପାରି ନାହିଁ। 7 ପ୍ରିୟ ପିଲାମାେନ, େକହି ତୁମ୍ଭମାନଙ୍କୁ ମନ୍ଦ ପଥେର ୟିବା ପାଇଁ ନ ଭୁଲାଉ। ଖ୍ରୀଷ୍ଟ ଧାର୍ମିକ ଅଟନ୍ତି। େତଣୁ େଯେକହି ଖ୍ରୀଷ୍ଟଙ୍କ ପରି ଉତ୍ତମ େହବାକୁ ଇଚ୍ଛା କେର, େସ ଉଚିତ କର୍ମ କରୁ। 8 ଶୟତାନ ଆରମ୍ଭରୁ ପାପ କରି ଆସୁଅଛି। େଯଉଁ େଲାକ ପାପ କେର, େସ ଶୟତାନର ଅେଟ। େତଣୁ ଶୟତାନର ପାପ କାମକୁ ଧ୍ବଂସ କରିବା ପାଇଁ ପରେମଶ୍ବରଙ୍କର ପୁତ୍ର ଏହି ସଂସାରକୁ ଆସିଛନ୍ତି। 9 ପରେମଶ୍ବରଙ୍କର ସନ୍ତାନ େହବା େଲାକ ଆଉ ପାପ କେର ନାହିଁ, କାରଣ େଯଉଁ ନୂଆ ଜୀବନ ପରେମଶ୍ବର େସହି େଲାକକୁ ଦିଅନ୍ତି, ତାହା ତା'ଠା େର ଥାଏ। େତଣୁ େସ ଆଉ ପାପ କରିପା େର ନାହିଁ େଯ େହତୁ େସ ପରେମଶ୍ବରଙ୍କର ସନ୍ତାନ େହାଇସାରିଥାଏ। 10 େତଣୁ କେଉଁମାେନ ପରେମଶ୍ବର ସନ୍ତାନ ଓ କେଉଁମାେନ ଶୟତାନର ସନ୍ତାନ, ତାହା ତୁମ୍େଭମାେନ ଜାଣି ପାରିବ। େଯଉଁମାେନ ସତ୍କର୍ମ କରନ୍ତି ନାହିଁ, େସମାେନ ପରେମଶ୍ବରଙ୍କର ସନ୍ତାନ ନୁହଁନ୍ତି, େଯ େକହି ନିଜ ଭାଇକୁ ପ୍ େରମ କେର ନାହିଁ, େସ ମଧ୍ଯ ଈଶ୍ବରଙ୍କର ସନ୍ତାନ ନୁେହଁ। 11 ତୁମ୍େଭମାେନ ଆରମ୍ଭରୁ ଏହି ଶିକ୍ଷା ଶୁଣିଛ, ଆମ୍ଭର ପରସ୍ପରକୁ ନିଶ୍ଚୟ ପ୍ େରମ କରିବା ଉଚିତ। 12 ଆମ୍େଭ କଯିନ344 ଭଳି େହବା ଉଚିତ ନୁେହଁ। କାରଣ ତାହାଙ୍କଠା େର ପାପାତ୍ମା ଥିଲା। େସ ନିଜ ଭାଇ େହବଲକୁ ହତ୍ଯା କଲା। େସ ତା'ର ଭାଇକୁ କାହିଁକି ହତ୍ଯା କଲା ? େସ ଏପରି କଲା, କାରଣ ତା'ର କାର୍ୟ୍ଯଗୁଡ଼ିକ ମନ୍ଦ ଥିଲା ଓ ତା' ଭାଇର କର୍ମଗୁଡ଼ିକ ଭଲ ଥିଲା। 13 ଭାଇ ଓ ଭଉଣୀମାେନ, ଯଦି ଜଗତ ତୁମ୍ଭକୁ ଘୃଣା କେର, େତେବ ଆଶ୍ଚର୍ୟ୍ଯ ହୁଅ ନାହିଁ। 14 ଆମ୍େଭ ଜାଣୁ େଯ, ଆମ୍େଭ ମୃତ୍ଯୁର ସୀମା ପାରି େହାଇ ଜୀବନ େର ପ୍ରେବଶ କରିଛୁ, କାରଣ ଆମ୍େଭ ନିଜ ଭାଇ ଓ ଭଉଣୀମାନଙ୍କୁ ପ୍ େରମ କରୁ। େଯଉଁ େଲାକ ପ୍ େରମ କେର ନାହିଁ, େସ ମୃତ୍ଯୁ ସୀମା ମଧିଅେର ଥାଏ। 15 ନିଜ ଭାଇକୁ ଘୃଣା କରୁଥିବା ପ୍ରେତ୍ୟକକ େଲାକ ନିେଜ ହତ୍ଯାକାରୀ ଅେଟ। ତୁମ୍େଭ ତ ଜାଣିଛ େଯ, େକୗଣସି ହତ୍ଯାକାରୀଠା େର ଅନନ୍ତ ଜୀବନ ନାହିଁ। 16 ଯୀଶୁ ଆମ୍ଭମାନଙ୍କ ପାଇଁ ନିଜ ଜୀବନ େଦଇଛନ୍ତି। ଏଥିରୁ ପ୍ରକୃତ ପ୍ େରମ କ'ଣ, ତାହା ଆମ୍େଭ ଜାଣିଛୁ। ଆମ୍େଭ ମଧ୍ଯ ନିଜ ଭାଇମାନଙ୍କ ପାଇଁ ଜୀବନ ଦାନ କରିବା ଉଚିତ। 17 େଯଉଁ ବିଶ୍ବାସୀ ଜଗତର ସମସ୍ତ ଧନ େର ଧନୀ, କିନ୍ତୁ ନିଜ ଭାଇକୁ ଅଭାବ ଅବସ୍ଥା େର େଦଖି ମଧ୍ଯ ତାହାକୁ ସାହାୟ୍ଯ କେର ନାହିଁ, ତା' ହୃଦୟ େର ପରେମଶ୍ବରଙ୍କର ପ୍ େରମ ନାହିଁ। 18 ପ୍ରିୟ ପିଲାମାେନ, ଆମ୍ଭର ପ୍ େରମ କେବଳ ଶବ୍ଦ ଓ କଥା ମଧିଅେର ସୀମିତ ରହିବା ଉଚିତ ନୁେହଁ। ମାତ୍ର ଏହା ସତ୍ଯପ୍ େରମ େହବା ଆବଶ୍ଯକ ଓ ଆଚରଣ େର ଆମ୍େଭ ଏହା େଦଖାଇବା ଉଚିତ। 19 , 20 ଏହିପରି ଭାବେର ଆମ୍େଭ ସତ୍ଯମାର୍ଗ େର ଅଛୁ େବାଲି ଜାଣିପାରିବା। ପୁଣି ଯଦି େକୗଣସି ବିଷୟ େର ଆମ୍ଭମାନଙ୍କ ହୃଦୟ ଆମ୍ଭମାନଙ୍କୁ େଦାଷୀ କେର, େତେବ ମଧ୍ଯ ଆମ୍େଭମାେନ ପରେମଶ୍ବରଙ୍କ ଛାମୁ େର ଶାନ୍ତ ରହିପାରିବା, କାରଣ ପରେମଶ୍ବର ଆମ୍ଭମାନଙ୍କ ହୃଦୟଠାରୁ ମହାନ ଓ େସ ସବୁ ଜାଣନ୍ତି। 21 ପ୍ରିୟ ବନ୍ଧୁମାେନ, ଆମ୍ଭମାନଙ୍କ ହୃଦୟ ଯଦି ଆମ୍ଭମାନଙ୍କୁ େଦାଷୀ ନ କେର, ତାହାେହେଲ ପରେମଶ୍ବରଙ୍କ ଛାମୁ େର ଆମ୍ଭମାନଙ୍କର ସମ୍ପୂର୍ଣ୍ଣ ଭରସା ଅଛି। 22 ଆମ୍େଭ ଯାହା ତାହାଙ୍କଠାରୁ ମାଗୁ, ଆମ୍େଭ ତାହାଙ୍କଠାରୁ ପାଇଥାଉ। ଆମ୍େଭ ତାଙ୍କ ଆେଦଶ ପାଳନ କରୁ ଏବଂ ଆମ୍େଭ େସହି କାମଗୁଡ଼ିକ କରୁ, ଯାହା ତାହାଙ୍କୁ ସନ୍ତୁଷ୍ଟ କେର। 23 ପରେମଶ୍ବରଙ୍କର ଏହା ଆେଦଶ : ତାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ନାମ େର ଆମ୍େଭମାେନ ବିଶ୍ବାସ କରିବା ଓ ପରସ୍ପରକୁ ଭଲ ପାଇବା। 24 େଯଉଁ େଲାକ ତାହାଙ୍କ ଆେଦଶଗୁଡ଼ିକ ପାଳନ କେର, େସ ପରେମଶ୍ବରଙ୍କଠା େର ରୁ େହ ଓ ପରେମଶ୍ବର େସହି େଲାକଠା େର ରୁହନ୍ତି। ପରେମଶ୍ବର େଯ ଆମ୍ଭମାନଙ୍କଠା େର ବାସ କରନ୍ତି, ତାହା ଆମ୍େଭମାେନ କିପରି ଜାଣିବା ? ପରେମଶ୍ବରଙ୍କ ଦତ୍ତ ପବିତ୍ର ଆତ୍ମାଙ୍କ ଦ୍ବାରା ଆମ୍େଭମାେନ ତାହା ଜାଣିପାରିବା।

4:1 ପ୍ରିୟ ବନ୍ଧୁମାେନ, ଏ ଜଗତର ଚାରିଆଡ଼େ ବହୁତ ଭଣ୍ଡ ଭାବବାନୀ ବର୍ତ୍ତମାନ ଅଛନ୍ତି। େତଣୁ ପ୍ରେତ୍ୟକକ ଆତ୍ମାକୁ ବିଶ୍ବାସ କର ନାହିଁ, ବରଂ େସମାେନ ପରେମଶ୍ବରଙ୍କଠାରୁ ଆଗତ କି ନା, ଏହା ପରୀକ୍ଷା କରି େଦଖ। 2 ଏହି ପ୍ରକା େର ତୁମ୍େଭମାେନ ପରେମଶ୍ବରଙ୍କର ଆତ୍ମାକୁ ଚିହ୍ନିପାରିବ : ଏକ ଆତ୍ମା କହିବ େଯ, "ମୁଁ ବିଶ୍ବାସ କେର େଯ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି ଓ େସ ଏ ଜଗତକୁ ମନୁଷ୍ଯ ରୂପ ଧାରଣ କରି ଆସିଥିେଲ," େସହି ଆତ୍ମା ପରେମଶ୍ବରଙ୍କଠାରୁ ଆଗତ। 3 ଅନ୍ୟ ଆତ୍ମା ଯୀଶୁଙ୍କ ବିଷୟ େର ଏପରି ସାକ୍ଷ୍ଯ ଦିଅନ୍ତି ନାହିଁ, େସହି ଆତ୍ମା ପରେମଶ୍ବରଙ୍କଠାରୁ ଆସି ନାହିଁ, େସମାେନ ଖ୍ରୀଷ୍ଟଙ୍କର ଶତ୍ରୁ। ଖ୍ରୀଷ୍ଟଙ୍କ ଶତ୍ରୁ ଆସିବା ସମ୍ବନ୍ଧ େର ତୁମ୍େଭମାେନ ଶୁଣିଛ ଏବଂ େସ ବର୍ତ୍ତମାନ ଏହି ସଂସାର ଭିତ େର ରହିଛି। 4 ପିଲାମାେନ !ତୁମ୍େଭମାେନ ପରେମଶ୍ବରଙ୍କର ଅଟ। େସଥିପାଇଁ ତୁମ୍େଭମାେନ େସମାନଙ୍କୁ (ଭଣ୍ଡ ଶିକ୍ଷକମାନଙ୍କୁ) ପରାସ୍ତ କରିଛ କାରଣ ତୁମ୍ଭ ମଧିଅେର େଯ ଅଛନ୍ତି, େସ ଜାଗତିକ େଲାକମାନଙ୍କଠା େର ଥିବା ଶୟତାନଠାରୁ ମଧ୍ଯ ମହାନ୍। 5 େସହି େଲାକମାେନ ଜଗତର ଅଟନ୍ତି। େସଥିପାଇଁ େସମାନଙ୍କର କଥାଗୁଡ଼ିକ ଜାଗତିକ ଅେଟ। ଏବଂ ଜଗତ େସମାନଙ୍କ କଥା ଶୁେଣ। 6 କିନ୍ତୁ ଆମ୍େଭସବୁ ପରେମଶ୍ବରଙ୍କର। େତଣୁ ପରେମଶ୍ବରଙ୍କୁ ଜାଣିଥିବା େଲାକ ଆମ୍ଭ କଥା ଶୁେଣ। େଯଉଁ େଲାକ ପରେମଶ୍ବରଙ୍କର ନୁେହଁ, େସ ଆମ୍ଭ କଥା ଶୁେଣ ନାହିଁ। ଏହିପରି ଭାବେର ଆମ୍େଭ ସତ୍ଯମୟ ଆତ୍ମା ଓ େଲାକମାନଙ୍କୁ ବିଭ୍ରାନ୍ତ କରୁଥିବା ଆତ୍ମାକୁ ଚିହ୍ନି ପାରିବା। 7 ପ୍ରିୟ ବନ୍ଧୁମାେନ, ଆମ୍େଭସବୁ ପରସ୍ପରକୁ ଭଲ ପାଇବା ଉଚିତ, କାରଣ ପ୍ େରମ ପରେମଶ୍ବରଙ୍କଠାରୁ ଆ େସ। େଯଉଁ େଲାକ ପ୍ େରମ କେର, େସ ପରେମଶ୍ବରଙ୍କର ସନ୍ତାନ ହୁଏ ଓ ତାହାଙ୍କୁ ଜାଣିପା େର। 8 େଯଉଁ େଲାକ ପ୍ େରମ କେର ନାହିଁ, େସ ପରେମଶ୍ବରଙ୍କୁ ଜାେଣ ନାହିଁ, କାରଣ ପରେମଶ୍ବର ତ ପ୍ େରମ। 9 ଏହିପରି ଭାବେର ପରେମଶ୍ବର ଆମ୍ଭକୁ ତାହାଙ୍କ ପ୍ େରମ େଦଖାଇଛନ୍ତି। େସ ତାହାଙ୍କର ଏକମାତ୍ର ପୁତ୍ରକୁ ଏ ଜଗତକୁ ପଠାଇଛନ୍ତି। େଯପରି ଆମ୍େଭ ତାହାଙ୍କ ମାଧ୍ଯମ େର ଜୀବନ ପାଇପାରିବା। 10 ଆମ୍େଭମାେନ େଯ ପରେମଶ୍ବରଙ୍କୁ ପ୍ େରମ କଲୁ, ତାହା ନୁେହଁ, ମାତ୍ର େସ ଆମ୍ଭମାନଙ୍କୁ ପ୍ େରମ କେଲ, ଏହା େହଉଛି ପ୍ରକୃତ ପ୍ େରମ। ପୁଣି ଆପଣା ପୁତ୍ରଙ୍କୁ ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ୍ତ ସ୍ବରୂପ କରି ପଠାଇେଲ : 11 ଏହାଦ୍ବାରା ଆମ୍ଭପ୍ରତି ପରେମଶ୍ବରଙ୍କ ମହାନ୍ ପ୍ େରମ ପ୍ରକାଶ ପାଏ। େତଣୁ ପ୍ରିୟ ବନ୍ଧୁମାେନ, ଆମ୍େଭମାେନ ମଧ୍ଯ ପରସ୍ପରକୁ ନିଶ୍ଚୟ ପ୍ େରମ କରିବା। 12 େକହି େକେବ ପରେମଶ୍ବରଙ୍କୁ େଦଖି ନାହିଁ। କିନ୍ତୁ ଯଦି ଆମ୍େଭ ପରସ୍ପରକୁ ପ୍ େରମ କରିବା, େତେବ ପରେମଶ୍ବର ଆମ୍ଭମାନଙ୍କ ମଧିଅେର ବାସ କରିେବ ଓ ତାହାଙ୍କର ପ୍ େରମ ଆମ୍ଭଠା େର ସିଦ୍ଧ େହବ। 13 ଆମ୍େଭ ଜାଣୁ େଯ, ଆମ୍େଭ ସବୁ ପରେମଶ୍ବରଙ୍କଠା େର ରହିଛୁ ଓ େସ ଆମ୍ଭଠା େର ଅଛନ୍ତି। ଆମ୍େଭ ଏହା ଜାଣୁ, କାରଣ ପରେମଶ୍ବର ଆମ୍ଭମାନଙ୍କୁ ତାଙ୍କର ପବିତ୍ର ଆତ୍ମାଙ୍କୁ େଦଇଛନ୍ତି। 14 ଆମ୍େଭମାେନ େଦଖିଅଛୁ େଯ ପରେମଶ୍ବର ଜଗତର ଉଦ୍ଧାର ପାଇଁ େଯ ନିଜର ପୁତ୍ରଙ୍କୁ ପଠାଇଛନ୍ତି, ଆମ୍େଭମାେନ ଏଥିର ସାକ୍ଷୀ। ବର୍ତ୍ତମାନ ମଧ୍ଯ ଆମ୍େଭ େସହି ସାକ୍ଷ୍ଯ ଦେଉଅଛୁ। 15 ଯଦି େକହି ବିଶ୍ବାସ କେର େଯ, "ଯୀଶୁ ପରେମଶ୍ବରଙ୍କର ପୁତ୍ର ଅଟନ୍ତି," େତେବ ପରେମଶ୍ବର ତାଠା େର ରହନ୍ତି ଓ େସ ମଧ୍ଯ ପରେମଶ୍ବରଙ୍କଠା େର ରେହ। 16 େତଣୁ ଆମ୍େଭ ପରେମଶ୍ବରଙ୍କ ପ୍ େରମକୁ ଜାଣିଛୁ ଓ ତହିଁେର ଭରସା ରଖିଛୁ। 17 ଯଦି ଆମ୍େଭ ପରେମଶ୍ବରଙ୍କ ପ୍ େରମ େର ସ୍ଥିର େହାଇ ରହୁ, େତେବ ତାହାର ବିଚାର ଦିନ େର ଆମ୍େଭମାେନ ଭରସାୟୁକ୍ତ େହାଇ ନିର୍ଭୟ େର ରହିପାରିବା। ଏହି ଜଗତ େର ଆମ୍େଭମାେନ ତାହାଙ୍କ (ଖ୍ରୀଷ୍ଟଙ୍କ) ଭଳି େହାଇଥିବାରୁ, ନିର୍ଭୟ େର ରହିପାରିବା। 18 ପ୍ େରମ େର ଭୟ ନ ଥାଏ। ବରଂ ପରେମଶ୍ବର ଦତ୍ତ ସିଦ୍ଧ ପ୍ େରମ ଭୟକୁ ଦୂର କରିଦିଏ। ଭୟ ସହିତ ଦଣ୍ଡର ସମ୍ପର୍କ ଥାଏ। େତଣୁ ଯାହାର ଭୟ ଅଛି, ଈଶ୍ବରଙ୍କ ପ୍ େରମ ତାହାଠା େର ସିଦ୍ଧ େହାଇ ନାହିଁ। 19 ପରେମଶ୍ବର ଆମ୍ଭକୁ ପ୍ରଥମେ ପ୍ େରମ କରିବାରୁ ଆମ୍େଭମାେନ ତାହାଙ୍କୁ ପ୍ େରମ କରିଲୁା 20 ଯଦି େକହି କ େହ "ମୁଁ ପରେମଶ୍ବରଙ୍କୁ ପ୍ େରମ କେର," କିନ୍ତୁ ନିଜ ଭାଇକୁ ଘୃଣା କେର, େତେବ େସ େହଉଛି ମିଥ୍ଯାବାଦୀ, କାରଣ େଯଉଁ େଲାକ ତାହାର େଦଖିଥିବା ଭାଇକୁ ଭଲ ପାଏ ନାହିଁ, େତେବ େଯଉଁ ପରେମଶ୍ବରଙ୍କୁ େସ େକେବ େଦଖି ନାହିଁ, ତାହାଙ୍କୁ ପ୍ େରମ କରି ପାରିବ ନାହିଁ। 21 ଏହି ଆଜ୍ଞା ଆମ୍େଭ ପରେମଶ୍ବରଙ୍କଠାରୁ ପାଇଛୁ େଯ େଯେକହି ପରେମଶ୍ବରଙ୍କୁ ପ୍ େରମ କେର, େସ ନିଜ ଭାଇକୁ ମଧ୍ଯ ପ୍ େରମ କେର।

5:1 ଯୀଶୁ େହଉଛନ୍ତି ଖ୍ରୀଷ୍ଟ େବାଲି େଯଉଁମାେନ ବିଶ୍ବାସ କରନ୍ତି, େସମାେନ ପରେମଶ୍ବରଙ୍କର ସନ୍ତାନ ଅଟନ୍ତି। ପରମ ପିତାଙ୍କୁ ପ୍ େରମ କରୁଥିବା ବ୍ଯକ୍ତି ତାହାଙ୍କର ସନ୍ତାନମାନଙ୍କୁ ମଧ୍ଯ ପ୍ େରମ କେର। 2 ଆମ୍େଭ ପରେମଶ୍ବରଙ୍କ ସନ୍ତାନମାନଙ୍କୁ ପ୍ େରମ କରୁ େବାଲି କିପରି ଜାଣିପାରୁ? ଆମ୍େଭ ପରେମଶ୍ବରଙ୍କୁ ପ୍ େରମ କରୁ ଓ ତାହାଙ୍କର ଆଜ୍ଞା ପାଳନ କରୁଥିବାରୁ ଜାଣିପାରୁ େଯ, ଆମ୍େଭ ପରେମଶ୍ବରଙ୍କ ସନ୍ତାନ ଅଟୁ। 3 କାରଣ ପରେମଶ୍ବରଙ୍କୁ ପ୍ େରମ କରିବାର ଅର୍ଥ, ତାହାଙ୍କ ଆଜ୍ଞା ପାଳନ କରିବା। ଆଉ ତାହାଙ୍କ ଆଜ୍ଞା ସବୁ ଅତିଶୟ କଠିନ ନୁେହଁ। 4 େଯଉଁ ବ୍ଯକ୍ତି ପରେମଶ୍ବରଙ୍କ ସନ୍ତାନ, ଜଗତକୁ ଜୟ କରିବା ନିମନ୍େତ ତାହାର କ୍ଷମତା ଅଛି। 5 ଆମ୍ଭର ବିଶ୍ବାସ ଦ୍ବାରା ଆମ୍େଭ ଜଗତକୁ ଜିତିଛୁ। ଆମ୍ଭର ବିଶ୍ବାସ ଜଗତକୁ ଜୟ କେର। େଯଉଁ େଲାକ ବିଶ୍ବାସ କେର େଯ ଯୀଶୁ ପରେମଶ୍ବରଙ୍କ ପୁତ୍ର, େସ ଜଗତ େର ବିଜଯୀ ହୁଏ। 6 ୟିଏ ଏ ସଂସାରକୁ ଆସିେଲ, େସ େହଉଛନ୍ତି ଯୀଶୁଖ୍ରୀଷ୍ଟ। ଯୀଶୁଖ୍ରୀଷ୍ଟ ଆମ୍ଭ ପାଖକୁ ଜଳ ଓ ରକ୍ତ345 ସହିତ ଆସିଥିେଲ। କେବଳ ଜଳ ନୁେହଁ, ମାତ୍ର ଜଳ ଓ ରକ୍ତ ଉଭୟ ସହିତ ଯୀଶୁ ଆସିଥିେଲ। େସହି ଆତ୍ମା ଆମ୍ଭମାନଙ୍କ ନିକଟେର ଏହି ସତ୍ଯ ସାକ୍ଷ୍ଯ େଦେଲ। ଆତ୍ମା ହିଁ ସତ୍ଯ। 7 ଯୀଶୁଙ୍କ ବିଷୟ େର ଆମ୍ଭକୁ ତିନିଜଣ ସାକ୍ଷ୍ଯ ଦିଅନ୍ତି ; 8 ପବିତ୍ର ଆତ୍ମା, ଜଳ ଓ ରକ୍ତ। ଏହି ତିନିଜଣଙ୍କ ସାକ୍ଷ୍ଯ ଏକ ଅେଟ। 9 େଯ େତେବଳ େଲାକମାେନ ସତ୍ଯକଥା କହନ୍ତି, ଆମ୍େଭ ତାହା ବିଶ୍ବାସ କରିଥାଉ। କିନ୍ତୁ ପରେମଶ୍ବର ଯାହା କହନ୍ତି, ତାହା ତ ଅଧିକ ବିଶ୍ବାସ ୟୋଗ୍ଯ। ପରେମଶ୍ବର ତାହାଙ୍କ ପୁତ୍ରଙ୍କ ବିଷୟ େର ସତ୍ଯ ସାକ୍ଷ୍ଯ ଦିଅନ୍ତି। 10 ପରେମଶ୍ବଙ୍କର ପୁତ୍ରଙ୍କୁ ବିଶ୍ବାସ କରୁଥିବା ବ୍ଯକ୍ତି ନିଜ ହୃଦୟ େର େସହି ବାକ୍ଯ ସାକ୍ଷ୍ଯ ପାଇଅଛି। ପରେମଶ୍ବରଙ୍କଠା େର ବିଶ୍ବାସ କରୁ ନ ଥିବା ବ୍ଯକ୍ତି ପରେମଶ୍ବରଙ୍କୁ ମିଥ୍ଯାବାଦୀ କରିଦିଏ, କାରଣ ଈଶ୍ବର ଆପଣା ପୁତ୍ରଙ୍କ ସମ୍ବନ୍ଧ େର ଯାହା କହିଛନ୍ତି, େସ ତାହା ବିଶ୍ବାସ କେର ନାହିଁ। 11 ପରେମଶ୍ବର ଏହା କହନ୍ତି : ପରେମଶ୍ବର ଆମ୍ଭମାନଙ୍କୁ ଅନନ୍ତ ଜୀବନ େଦଇଛନ୍ତି ଓ େସ ଜୀବନ ତାହାଙ୍କ ପୁତ୍ରଙ୍କଠା େର ଅଛି। 12 ୟିଏ ପୁତ୍ରଙ୍କୁ ପାଇଅଛି େସ ଜୀବନ ପାଇଅଛି। କିନ୍ତୁ େଯ ପରେମଶ୍ବରଙ୍କ ପୁତ୍ରଙ୍କୁ ପାଇ ନାହିଁ, େସ ଜୀବନ ପାଇ ନାହିଁ। 13 େହ ପରେମଶ୍ବରଙ୍କ ପୁତ୍ରଙ୍କ ନାମ େର ବିଶ୍ବାସ କରୁଥିବା େଲାକମାେନ, ତୁମ୍େଭମାେନ େଯପରି ଜାଣ େଯ, ତୁମ୍େଭମାେନ ଅନନ୍ତ ଜୀବନ ପାଇଅଛ, ଏଥିନିମନ୍େତ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି। 14 ଆମ୍େଭ ନିଃସନ୍ଦେହ େର ତାହାଙ୍କ ନିକଟକୁ ଆସିବା କାରଣ ତାହାଙ୍କଠା େର ଆମ୍ଭର ଏହି ଭରସା ଅଛି େଯ େଯେତେବେଳ ଆମ୍େଭ ତାହାଙ୍କ ଇଚ୍ଛା ଅନୁଯାଯୀ ତାହାଙ୍କ େକୗଣସି ବିଷୟ ମାଗୁ େସ ଆମ୍ଭର ପ୍ରାର୍ଥନା ଶୁଣନ୍ତି। 15 ପ୍ରେତ୍ୟକକ ସମୟେର େସ ଆମ୍ଭର ମାଗୁଣି ଶୁଣନ୍ତି। େତଣୁ ଆମ୍େଭ ତାହାଙ୍କୁ ଯାହା ମାଗୁ, ତାହା େସ େଦେବ େବାଲି ଜାଣୁ। 16 ଯଦି େକହି ନିଜ ଭାଇକୁ କିମ୍ବା ଭଉଣୀକୁ ଏଭଳି ପାପ କରୁଥିବାର େଦଖେ ଆଉ େସହି ପାପ ମୃତ୍ଯୁଜନକ, େତେବ େସ ପାପ କରୁଥିବା ନିଜ ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ରାର୍ଥନା କରିବା ଉଚିତ। ତହିଁେର ପରେମଶ୍ବର େସମାନଙ୍କୁ ଜୀବନ ପ୍ରଦାନ କରିେବ। ମୁଁ ଏପରି େଲାକମାନଙ୍କ ବିଷୟ େର କହୁଛି, େଯଉଁମାେନ ଏପରି ପାପେର ଲିପ୍ତ ଅଛନ୍ତି ଯାହା େସମାନଙ୍କୁ ଅନନ୍ତ ମୃତ୍ଯୁ ପାଖକୁ େନଇ ଯାଇପାରିବ ନାହିଁ। ଏପରି ପାପ ମଧ୍ଯ ଅଛି, ଯାହାର ପରିଣାମ ମୃତ୍ଯୁ ଅେଟ। ମୁଁ ତୁମ୍ଭମାନଙ୍କୁ େସପରି ପାପ ବିଷୟ େର ପ୍ରାର୍ଥନା କରିବା ପାଇଁ କହୁ ନାହିଁ। 17 ସମସ୍ତ ମନ୍ଦ କାମ ପାପ ଅେଟ। କିନ୍ତୁ ଏପରି ପାପ କାମ ମଧ୍ଯ ଅଛି ଯାହା ଅନନ୍ତ ମୃତ୍ଯୁ ଆଡ଼କୁ େନଇଯାଏ ନାହିଁ। 18 ଆମ୍େଭ ଜାଣୁ େଯ, ପରେମଶ୍ବରଙ୍କର ସନ୍ତାନ େହାଇଥିବା ବ୍ଯକ୍ତି ଆଉ ପାପେର ଲିପ୍ତ ରେହ ନାହିଁ। ବରଂ ପରେମଶ୍ବରଙ୍କ ପୁତ୍ର ତାହାକୁ ରକ୍ଷା କରନ୍ତି ଏବଂ ପାପାତ୍ମା ତା'ର କିଛି କ୍ଷତି କରିପା େର ନାହିଁ। 19 ଆମ୍େଭ ଜାଣୁ, େଯ ଆମ୍େଭ ପରେମଶ୍ବରଙ୍କର ଅଟୁ ମାତ୍ର ସମଗ୍ର ଜଗତ ଶୟତାନର ନିୟନ୍ତ୍ରଣ େର ଅଛି। 20 ଆମ୍େଭ ଏହା ମଧ୍ଯ ଜାଣୁ େଯ, ପରେମଶ୍ବରଙ୍କ ପୁତ୍ର ଆସି ଅଛନ୍ତି ଓ େସ ଆମ୍ଭମାନଙ୍କୁ ବୁଝିବା ଶକ୍ତି ପ୍ରଦାନ କରିଛନ୍ତି। େତଣୁ ବର୍ତ୍ତମାନ ଆମ୍େଭ ପରେମଶ୍ବରଙ୍କୁ ଜାଣିପାରୁ। େସହି ପରେମଶ୍ବର ସତ୍ଯ ଅଟନ୍ତି। େସହି ସତ୍ଯମୟ ପରେମଶ୍ବର ଓ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କଠା େର ଆମ୍ଭମାନଙ୍କର ଜୀବନ ଅଛି। 21 େତଣୁ ପ୍ରିୟ ପିଲାମାେନ, ତୁମ୍େଭମାେନ ସବୁ ନିଜ ନିଜକୁ ଭଣ୍ଡ େଦବତାମାନଙ୍କଠାରୁ ଦୂର େର ରଖ।