1 Peter

1:1 ଯୀଶୁଖ୍ରୀଷ୍ଟଙ୍କର ଜେଣ ପ୍ େରରିତ ପିତରଙ୍କଠାରୁ ପନ୍ତ, ଗାଲାତିଆ, କା'ାଦକିଆ, ଆସିଆ ଓ ବୀଥୂନିଆ ଅଞ୍ଚଳ େର ସର୍ବତ୍ର ଛିନ୍ନଭିନ୍ନ େହାଇଥିବା ପରେମଶ୍ବରଙ୍କ ମେନାନୀତ େଲାକମାନଙ୍କୁ ପତ୍ର। 2 ପରେମଶ୍ବର ଖୁବ୍ ଆଗରୁ ତାଙ୍କର ପବିତ୍ର େଲାକ େହବା ପାଇଁ ତୁମ୍ଭମାନଙ୍କୁ ମନୋନୀତ କରିବାକୁ େଯାଜନା କରିଥିେଲ। ତୁମ୍ଭକୁ ପବିତ୍ର କରିବା ଆତ୍ମାଙ୍କର କାମ ଅେଟ। ଯୀଶୁଖ୍ରୀଷ୍ଟଙ୍କ ରକ୍ତ ଦ୍ବାରା ପବିତ୍ର େହାଇ ତୁମ୍େଭ େଯପରି ପରେମଶ୍ବରଙ୍କ ଆଜ୍ଞା ପାଳନ କରିବ, ଏହା େସ ଚାହିଁଥିେଲ। ଈଶ୍ବରଙ୍କ ଅନୁଗ୍ରହ ଓ ଶାନ୍ତି ଅଧିକରୁ ଅଧିକ ତୁମ୍ଭ ଉପେର ବତ୍ତୁର୍। 3 ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପିତା ଓ ପରେମଶ୍ବର ଧନ୍ଯ େହଉନ୍ତୁ। ପରେମଶ୍ବରଙ୍କ କରୁଣା ଅପାର, ଓ ଏହି କରୁଣା (କୃପା) ଦ୍ବାରା େସ ଆମ୍ଭକୁ େଗାଟିଏ ନୂତନ ଜୀବନ େଦଇଛନ୍ତି। ଯୀଶୁଖ୍ରୀଷ୍ଟ ମୃତ୍ଯୁରୁ ପୁନର୍ଜୀବିତ େହବା ଦ୍ବାରା ଏହି ନୂତନ ଜୀବନ ଆମ୍ଭକୁ େଗାଟିଏ ଜୀବନ୍ତ ଭରସା େଦଇଛି। 4 ପରେମଶ୍ବର ଆପଣା ସନ୍ତାନମାନଙ୍କ ପାଇଁ ରଖିଥିବା ଆଶୀର୍ବାଦ ଆମ୍େଭ ଏେବ ପାଇବାକୁ ଭରସା କରୁ। େସହି ଆଶୀର୍ବାଦଗୁଡ଼ିକ ସ୍ବର୍ଗ େର ତୁମ୍ଭ ପାଇଁ ସୁରକ୍ଷିତ। େସହି ଆଶୀର୍ବାଦଗୁଡ଼ିକ କଦାପି ନଷ୍ଟ େହବ ନାହିଁ, ବା ଧ୍ବଂସ ପାଇବ ନାହିଁ କିଅବା େସଗୁଡ଼ିକ େସମାନଙ୍କର ସୌନ୍ଦର୍ୟ୍ଯ ହରାଇବେ ନାହିଁ। 5 ତୁମ୍ଭର ପରିତ୍ରାଣର ସମୟ ନ ଆସିବା ପର୍ୟ୍ଯନ୍ତ ତୁମ୍ଭ ବିଶ୍ବାସ ମାଧ୍ଯମ େର ପରେମଶ୍ବରଙ୍କ ଶକ୍ତି ତୁମ୍ଭକୁ ରକ୍ଷା କରିବ। େସହି ପରିତ୍ରାଣ ତୁମ୍ଭ ପାଇଁ ପ୍ରସ୍ତୁତ େହାଇ ରହିଛି ଏବଂ ୟୁଗର ଶେଷ େର ତୁମ୍େଭ ଏହା ପାଇବ। 6 େତଣୁ ତୁମ୍େଭ ଆନନ୍ଦିତ ହୁଅ। କିନ୍ତୁ ଏେବ ଅଳ୍ପ ସମୟ ପାଇଁ ଅନେକ ପ୍ରକାରର ସମସ୍ଯା ତୁମ୍ଭକୁ ଦୁଃଖୀ କରୁଥାଇପା େର। 7 ଏହି ସମସ୍ଯାଗୁଡ଼ିକ କାହିଁକି ହୁଏ ? କେବଳ ତୁମ୍ଭର ବିଶ୍ବାସର ସତ୍ଯତା ପ୍ରମାଣିତ କରିବା ଲାଗି ଏପରି ଘେଟ। ଏହି ବିଶ୍ବାସର ପ୍ରମାଣ ସୁନାଠାରୁ ଅଧିକ ମୂଲ୍ଯବାନ। ସୁନାର ବିଶୁଦ୍ଧତା ଅଗ୍ନି ଦ୍ବାରା ପରୀକ୍ଷିତ ହୁଏ, କିନ୍ତୁ ତାହା ନଷ୍ଟଶୀଳ। ଯୀଶୁ ପୁନଃ ଆସିବା େବେଳ, ତୁମ୍ଭ ବିଶ୍ବାସର ପବିତ୍ରତା େହତୁ ତୁମ୍େଭ ପ୍ରଶଂସା, ମହିମା ଓ ସମ୍ମାନ ପାଇବ। 8 ତୁମ୍େଭ ଯୀଶୁଖ୍ରୀଷ୍ଟଙ୍କୁ ନ େଦଖି ମଧ୍ଯ ପ୍ େରମ କରୁଛ। ଏେବ ତୁମ୍େଭ ତାହାଙ୍କୁ ନ େଦଖି ମଧ୍ଯ ବିଶ୍ବାସ କରୁଛ। ତୁମ୍େଭ ଅତୁଳନୀୟ ଆନନ୍ଦ ପାଉଛ। େସହି ଆନନ୍ଦ ମହିମା େର ପରିପୂର୍ଣ୍ଣ। 9 ତୁମ୍ଭ ବିଶ୍ବାସର େଗାଟିଏ ଲକ୍ଷ୍ଯ ଅଛି। ତାହା େହେଲ ଆତ୍ମାର ଉଦ୍ଧାର। ତୁମ୍େଭ େସହି ଲକ୍ଷ୍ଯ ଅର୍ଥାତ୍ ଉଦ୍ଧାର ପାଉଛ। 10 ଭବିଷ୍ଯଦ୍ ବକ୍ତାମାେନ ମନୋୟୋଗ ସହକା େର ଅଧ୍ଯୟନ କରି ଏହି ଉଦ୍ଧାର ବିଷୟ େର ଜାଣିବା ପାଇଁ େଚଷ୍ଟା କେଲ। େସହି ଭବିଷ୍ଯଦ୍ ବକ୍ତାମାେନ ତୁମ୍ଭ ପ୍ରତି ଆଗତ ଅନୁଗ୍ରହ ବିଷୟ େର କହିଥିେଲ। 11 ଖ୍ରୀଷ୍ଟଙ୍କ ଆତ୍ମା େସହି ଭବିଷୃଦ୍ ବକ୍ତାମାନଙ୍କ ଅନ୍ତର େର ଥିଲା। ଖ୍ରୀଷ୍ଟଙ୍କୁ କିପରି କଷ୍ଟ େଭାଗିବାକୁ େହବ ଓ ତା'ପେର କିପରି ମହିମା ପ୍ରକାଶିତ େହବ, େସହି ବିଷୟ େର 'ଆତ୍ମା' କଥା କହୁଥିେଲ। େସହି ଆତ୍ମା ଯାହା େଦଖାଉଥିେଲ, େସହି ଭବିଷ୍ଯଦ୍ ବକ୍ତାମାେନ ତାହା ଶିଖିବାକୁ େଚଷ୍ଟା କେଲ। େସମାେନ ଜାଣିବାକୁ େଚଷ୍ଟା କେଲ େଯ େକେତେବେଳ ଏହିସବୁ ଘଟଣାମାନ ଘଟିବ ଏବଂ େସେତେବେଳ ଜଗତର ଅବସ୍ଥା କିପରି େହାଇଥିବ। 12 େସହି ଭବିଷ୍ଯଦ୍ ବକ୍ତାମାନଙ୍କ େସବାକାର୍ୟ୍ଯ େସମାନଙ୍କ ନିଜ ପାଇଁ ନୁେହଁ େବାଲି େସମାନଙ୍କୁ େଦଖାଇ ଦିଆ େହଲା। ଭବିଷ୍ଯଦ୍ ବକ୍ତାମାେନ ତୁମ୍ଭର େସବା କରୁଥିେଲ। େସମାେନ େସବା କଲା େବେଳ ଯାହା କହିଥିେଲ ତୁମ୍େଭ ତାହା ଶୁଣିଛ। େଯଉଁ େଲାକମାେନ ତୁମ୍ଭକୁ େସହି ସୁସମାଚାର କହିେଲ, େସମାେନ ହିଁ ତାହା କହିଥିେଲ। ସ୍ବର୍ଗରୁ ପଠାଯାଇଥିବା ପବିତ୍ର ଆତ୍ମା ସାହାୟ୍ଯ େର େସମାେନ କହିଥିେଲ। େଯଉଁ କଥାଗୁଡ଼ିକ ତୁମ୍ଭକୁ କୁହାୟାଇଛି, େସଗୁଡ଼ିକୁ ସ୍ବର୍ଗଦୂତମାେନ ମଧ୍ଯ ଜାଣିବା ପାଇଁ ବହୁତ ଆଗ୍ରହୀ। 13 ଆତ୍ମସଂୟମୀ ହୁଅ ଓ ନିଜ ମନକୁ େସବାକାର୍ୟ୍ଯ ପାଇଁ ପ୍ରସ୍ତୁତ କର। ଯୀଶୁଖ୍ରୀଷ୍ଟ ଆସିବା େବେଳ, େଯଉଁ ଅନୁଗ୍ରହ ତୁମ୍ଭ୍ ପ୍ରତି ବର୍ତ୍ତିବ, େସଥି େର ତୁମ୍ଭର ପୂର୍ଣ୍ଣ ଭରସା ରହିବା ଉଚିତ। 14 ଅତୀତ େର ତୁମ୍େଭ ଏହି କଥା ବୁଝି ନ ପାରି, ନିଜ ଇଚ୍ଛା େର େସହି ସବୁ ମନ୍ଦ କାମ କରିଥିଲ କିନ୍ତୁ ଏେବ ତୁମ୍େଭ ପରେମଶ୍ବରଙ୍କ ଆଜ୍ଞାକାରୀ ସନ୍ତାନ ଅଟ। ଅତଏବ ଅତୀତର ମନ୍ଦ ଜୀବନଯାପନ କର ନାହିଁ। 15 ନିେଜ କରୁଥିବା ସମସ୍ତ କାମ େର, ପରେମଶ୍ବର େଯପରି ପବିତ୍ର, େସହିପରି ପବିତ୍ର ହୁଅ। ପରେମଶ୍ବର ହିଁ ତୁମ୍ଭକୁ ଆହ୍ବାନ କରିଥିେଲ। 16 ଶାସ୍ତ୍ର େର ଲେଖାଅଛି : "ପବିତ୍ର ହୁଅ, କାରଣ ମୁଁ େହଉଛି ପବିତ୍ର।"338 17 ତୁମ୍େଭ ପରେମଶ୍ବରଙ୍କୁ ପ୍ରାର୍ଥନା କରୁଛ ଓ ପିତା େବାଲି ଡ଼ାକୁଛ। ପରେମଶ୍ବର ପ୍ରେତ୍ୟକକ େଲାକଙ୍କୁ ତାହାର କାର୍ୟ୍ଯ ଅନୁସାେର ସମାନ ଭାବେର ବିଚାର କରନ୍ତି। େତଣୁ ତୁମ୍େଭ େଯ ପର୍ୟ୍ଯନ୍ତ ପୃଥିବୀ େର ବଞ୍ଚି ରହିଛ, ତୁମ୍େଭ ପରେମଶ୍ବରଙ୍କ ପ୍ରତି ଭୟ ରଖି ବଞ୍ଚିବା ଉଚିତ୍। 18 ତୁମ୍େଭ ଜାଣିଛ େଯ ଅତୀତ େର ତୁମ୍େଭ ନିରର୍ଥକ ଜୀବନଯାପନ କରୁଥିଲ। ତୁମ୍ଭ ପୂର୍ବ ବଂଶଧରମାନଙ୍କଠାରୁ ତୁମ୍େଭ େସହିପରି ଜୀବନ କାଟିବାକୁ ଶିଖିଥିଲ। କିନ୍ତୁ ତୁମ୍େଭ ବର୍ତ୍ତମାନ େସପରି ଜୀବନ କାଟିବାରୁ ରକ୍ଷା ପାଇଛ। ସୁନା ଓ ରୂପା ଭଳି କ୍ଷଣସ୍ଥାଯୀ ଜିନିଷ ବଦଳ େର ନୁେହଁ, 19 ବରଂ ନିର୍ଦ୍ େଦାଷ ପବିତ୍ର େମଷଶାବକ ଖ୍ରୀଷ୍ଟଙ୍କର ବହୁମୂଲ୍ଯ ରକ୍ତ ଦ୍ବାରା ତୁମ୍େଭ କିଣା େହାଇଅଛ। 20 ଜଗତ ଆରମ୍ଭ େହବା ପୂର୍ବରୁ ଖ୍ରୀଷ୍ଟ ମେନାନୀତ େହାଇଥିେଲ। କିନ୍ତୁ ଏହି ଶେଷ ସମୟେର ତୁମ୍ଭ ନିମନ୍େତ େସ ଜଗତ େର ପ୍ରକାଶିତ େହେଲ। 21 ତୁମ୍େଭ ଖ୍ରୀଷ୍ଟଙ୍କ ମାଧ୍ଯମ େର ପରେମଶ୍ବରଙ୍କୁ ବିଶ୍ବାସ କର। ପରେମଶ୍ବର ଖ୍ରୀଷ୍ଟଙ୍କୁ ମୃତ୍ଯୁରୁ ପୁନର୍ଜୀବିତ କେଲ। ତା'ପେର େସ ତାହାଙ୍କୁ ମହିମା ପ୍ରଦାନ କେଲ। େତଣୁ ତୁମ୍ଭର ବିଶ୍ବାସ ଓ ଭରସା ପରେମଶ୍ବରଙ୍କ ଠା େର ଅଛି। 22 ଏେବ, ସତ୍ଯ ପାଳନ ଦ୍ବାରା ତୁମ୍େଭମାେନ ନିଜ ନିଜକୁ ପବିତ୍ର କରିଛ। ତୁମ୍େଭମାେନ ତୁମ୍ଭମାନଙ୍କର ଭାଇ ଓ ଭଉଣୀମାନଙ୍କ ପାଇଁ ସତ୍ଯ ପ୍ େରମ େଦଖାଇ ପାରିବ। ଅତଏବ, ପୂର୍ଣ୍ଣ ହୃଦୟ ସହିତ ଗଭୀର ଭାବେର ପରସ୍ପରକୁ ପ୍ େରମ କର। 23 ତୁମ୍େଭ ପୁନର୍ଜନ୍ମ ଗ୍ରହଣ କରିଛ। ଏହି ନୂତନ ଜୀବନ ମରଣଶୀଳ ବିଷୟରୁ ଆସି ନାହିଁ କିନ୍ତୁ ଯାହା କିଛି େକେବ ମ େର ନାହିଁ, େସଠାରୁ ଆସିଛି। ଯାହା ସବୁଦିନ ପାଇଁ ରୁ େହ, ପରେମଶ୍ବରଙ୍କ େସହି ଜୀବନ୍ତ ସୁସମାଚାର େଯାଗୁଁ ତୁମ୍େଭ ଆଉ ଥେର ଜନ୍ମ ଗ୍ରହଣ କରିଛ। 24 ଶାସ୍ତ୍ର କୁ େହ : 25 କିନ୍ତୁ ପରେମଶ୍ବରଙ୍କ ବାକ୍ଯ ଅନନ୍ତକାଳସ୍ଥାଯୀ ଏବଂ ଏହି ଶିକ୍ଷା ତୁମ୍ଭକୁ ଦିଆ ଯାଇଥିଲା।" ୟିଶାଇୟ 40:6-8

2:1 ଅନ୍ୟ େଲାକମାନଙ୍କୁ ଆଘାତ କଲାଭଳି େକୗଣସି କାମ କର ନାହିଁ। ମିଛ କୁହ ନାହିଁ, େଲାକଙ୍କୁ ଠକ ନାହିଁ, ଈର୍ଷାନ୍ବିତ ହୁଅ ନାହିଁ, େଲାକମାନଙ୍କର ନିନ୍ଦା କର ନାହିଁ। ନିଜ ଜୀବନରୁ ଏଗୁଡ଼ିକୁ ଦୂର କର। 2 ନୂତନ ଜନ୍ମଲାଭ କରିଥିବା ଶିଶୁ ଭଳି ହୁଅ। ତୁମ୍ଭ ଆତ୍ମାକୁ ପରିତୃପ୍ତ କରୁଥିବା ବିଶୁଦ୍ଧ ଦୁ' ପାନ ପାଇଁ ତୁମ୍େଭ ଲାଳାଯିତ ହୁଅ। ଏହାକୁ ପାନ କରିବା ଦ୍ବାରା ତୁମ୍େଭ ବୃଦ୍ଧି ପାଇବ ଓ ଉଦ୍ଧାର ପାଇବ। 3 ପ୍ରଭୁଙ୍କର ଉତ୍ତମତାର ସ୍ବାଦ ତୁମ୍େଭ ଚାଖି ସାରିଛ। 4 ପ୍ରଭୁ ଯୀଶୁ େହଉଛନ୍ତି ଜୀବନ୍ତ "ପଥର"। ଜଗତର େଲାକମାେନ େସହି ପଥରଟି ଅଗ୍ରାହ୍ଯ କେଲ। କିନ୍ତୁ ପରେମଶ୍ବର େସହି ପଥରଟିକୁ ମେନାନୀତ କରିଛନ୍ତି। ପରେମଶ୍ବରଙ୍କ ପାଇଁ ତାହାଙ୍କ ମୂଲ୍ଯ ଅଧିକ। 5 ଅତଏବ ତାହାଙ୍କ ପାଖକୁ ଆସ। ତୁମ୍େଭମାେନ ମଧ୍ଯ ଜୀବନ୍ତ ପଥର ଭଳି। ପରେମଶ୍ବର େଗାଟିଏ ଆଧ୍ଯାତ୍ମିକ ମନ୍ଦିର ନିର୍ମାଣ କରୁଛନ୍ତି। େସହି ମନ୍ଦିର େର ପରେମଶ୍ବରଙ୍କ ଦ୍ବାରା ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ େର ଗୃହୀତ େହବା ଭଳି ଆଧ୍ଯାତ୍ମିକ ବଳିଦାନ ଉତ୍ସର୍ଗ କରି ପବିତ୍ର ଯାଜକ େହବା ପାଇଁ, ନିଜକୁ ନିଯୋଜିତ କର। 6 ଶାସ୍ତ୍ର କୁ େହ : 7 ତୁମ୍ଭ୍ ଭଳି ବିଶ୍ବାସୀମାନଙ୍କ ଲାଗି େସ ପଥରଟି (ଯୀଶୁ) ଅତି ମୂଲ୍ଯବାନ। କିନ୍ତୁ ଯୀଶୁ ଅବିଶ୍ବାସୀମାନଙ୍କ ଲାଗି : 8 େଯଉଁମାେନ ବିଶ୍ବାସ କରନ୍ତି ନାହିଁ େସମାନଙ୍କ ଲାଗି : 9 କିନ୍ତୁ ତୁମ୍େଭମାେନ ମେନାନୀତ େଲାକ ଅଟ। ତୁମ୍େଭମାେନ ରାଜାଙ୍କର ଯାଜକ। ତୁମ୍େଭମାେନ ପବିତ୍ର ଜାତି ଅଟ। ତୁମ୍େଭମାେନ ପରେମଶ୍ବରଙ୍କ େଲାକ। ପରେମଶ୍ବର କରିଥିବା ଆଶ୍ଚର୍ୟ୍ଯ ଘଟଣାମାନ କହିବା ପାଇଁ ପରେମଶ୍ବର ତୁମ୍ଭକୁ ମନୋନୀତ କରିଛନ୍ତି। େସ ଅନ୍ଧକାରରୁ ତୁମ୍ଭମାନଙ୍କୁ ତାହାଙ୍କର ଆଶ୍ଚର୍ୟ୍ଯ ଜନକ ଆେଲାକକୁ ଆଣିଛନ୍ତି। 10 ଅତୀତ େର ତୁମ୍େଭ ପରେମଶ୍ବରଙ୍କ େଲାକ ନ ଥିଲ। କିନ୍ତୁ ଏେବ ତୁମ୍େଭ ପରେମଶ୍ବରଙ୍କ େଲାକ ଅଟ। ଅତୀତ େର ତୁମ୍େଭ ଅନୁଗ୍ରହ ପାଇ ନ ଥିଲ। କିନ୍ତୁ ଏେବ ତୁମ୍େଭମାେନ ପରେମଶ୍ବରଙ୍କଠାରୁ ଅନୁଗ୍ରହ ଲାଭ କରିଛ। 11 ପ୍ରିୟ ମିତ୍ରଗଣ, ତୁମ୍େଭମାେନ ଏହି ଜଗତ େର ବିଦେଶୀ ଓ ପ୍ରବାସୀ େଲାକ ଭାବେର ଅଛ। ଅତଏବ ତୁମ୍ଭମାନଙ୍କର ଶରୀର ଇଚ୍ଛା କରୁଥିବା ମନ୍ଦ କାମଗୁଡ଼ିକରୁ ଦୂର େର ରୁହ। ଏହି କାମଗୁଡ଼ିକ ତୁମ୍ଭ ଆତ୍ମା ବିରୁଦ୍ଧ େର ସଂଘର୍ଷ କରନ୍ତି। 12 ଅବିଶ୍ବାସୀ େଲାକମାେନ ତୁମ୍ଭ ଚାରିପଟେ ଅଛନ୍ତି। େସମାେନ କହି ପାରନ୍ତି େଯ ତୁମ୍େଭ ଖରାପ କାର୍ୟ୍ଯ କରୁଛ। ଅତଏବ ଉତ୍ତମ ଜୀବନଯାପନ କର। ତା େହେଲ ତୁମ୍େଭମାେନ କରୁଥିବା ଭଲ କାମଗୁଡ଼ିକୁ େସମାେନ େଦଖିେବ ଓ ପରେମଶ୍ବରଙ୍କ ଆସିବା ଦିନ େସମାନ ତାହାଙ୍କୁ ମହିମା େଦେବ। 13 ଏହି ଜଗତ େର କ୍ଷମତାପ୍ରାପ୍ତ େଲାକଙ୍କ ଆଜ୍ଞା ପାଳନ କର। ପ୍ରଭୁଙ୍କ ଲାଗି ଏହା କର। ସର୍ବୋଚ୍ଚ ଶାସନକର୍ତ୍ତା ରାଜାଙ୍କ ଆଜ୍ଞା ପାଳନ କର। 14 ରାଜାଙ୍କ ଦ୍ବାରା ପ୍ େରରିତ େନତାମାନଙ୍କର ଆଜ୍ଞା ପାଳନ କର। ମନ୍ଦ କାମ କରୁଥିବା େଲାକଙ୍କୁ ଦଣ୍ଡ େଦବା ଓ ଭଲ କାମ କରୁଥିବା େଲାକଙ୍କୁ ପ୍ରଶଂସା କରିବା ଲାଗି େସମାନଙ୍କୁ ପଠାଯାଇଥାଏ। 15 ଅତଏବ ଭଲ କାମ କରିବା ଦ୍ବାରା, େଯଉଁମାେନ ତୁମ୍ଭ ବିଷୟ େର ନିର୍େବାଧ କଥାଗୁଡ଼ିକ କୁହନ୍ତି, େସମାନଙ୍କ ମୁହଁ ବନ୍ଦ େହାଇଯିବ। 16 ପରେମଶ୍ବର ଏହା ଚାହାଁନ୍ତି। ସ୍ବାଧୀନ େଲାକ ଭଳି ବିଚରଣ କର। କିନ୍ତୁ ମନ୍ଦ କର୍ମ କରିବା ପାଇଁ ଏହି ସ୍ବାଧୀନତାର ଅପବ୍ଯବହାର କର ନାହିଁ। ପରେମଶ୍ବରଙ୍କ େସବା େର ଜୀବନ କାଟ। 17 ସମସ୍ତଙ୍କୁ ସମ୍ମାନ ଦିଅ। ପରେମଶ୍ବରଙ୍କ ପରିବାରର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଭଲ ପାଅ। ପରେମଶ୍ବରଙ୍କୁ ଭୟ କର ଓ ରାଜାଙ୍କୁ ସମ୍ମାନ ଦିଅ। 18 େହ କ୍ରୀତଦାସଗଣ ! ତୁମ୍ଭ ମାଲିକର ଶାସନକୁ ସମ୍ମାନର ସହିତ ଗ୍ରହଣ କର। ତୁମ୍େଭମାେନ ଭଲ ଓ ଭଦ୍ର ମାଲିକ ଏବଂ ମନ୍ଦ ମାଲିକର ମଧ୍ଯ ଆଜ୍ଞା ପାଳନ କରିବା ଉଚିତ। 19 ଜେଣ େଲାକ ଭୁଲ ନ କରିଥିେଲ ମଧ୍ଯ େସ ଦୁଃଖ ପାଇ ପା େର। ଯଦି େସ େଲାକ ପରେମଶ୍ବରଙ୍କ କଥା ଚିନ୍ତା କେର ଓ କଷ୍ଟକୁ ସହି ଯାଏ ତା େହେଲ ପରେମଶ୍ବର ପ୍ରସନ୍ନ ହୁଅନ୍ତି। 20 କିନ୍ତୁ ଯଦି ତୁମ୍େଭ ଭୁଲ କରିଥିବାରୁ ଦଣ୍ଡିତ ହୁଅ, ତା' େହେଲ େସହି ଦଣ୍ଡ ସହିଥିଲ େବାଲି ତୁମ୍େଭ ପ୍ରଶଂସା ପାଇବାର େକୗଣସି କାରଣ ନାହିଁ। କିନ୍ତୁ ତୁମ୍େଭ ଯଦି ଭଲ କାମ କରି, ଯାତନା ସହି ର୍ଧୈୟ୍ଯବାନ ରୁହ, ତାହା ପରେମଶ୍ବରଙ୍କୁ ପ୍ରସନ୍ନ କେର। 21 ଏହା କରିବାକୁ ତୁମ୍େଭ ଆହ୍ବାନ ପାଇଛ। ତୁମ୍େଭ ଅନୁସରଣ କରିବା ପାଇଁ ଖ୍ରୀଷ୍ଟ ଏକ ଉଦାହରଣ େଦଖାଇ େଦଇଯାଇଛନ୍ତି। େସ ଯାହା କରିଥିେଲ, ତୁମ୍େଭ ତାହା କରିବା ଉଚିତ୍। େସ ତୁମ୍ଭ ପାଇଁ ଯାତନା ସହି ଥିବାରୁ, ତୁମ୍େଭ ମଧ୍ଯ କଷ୍ଟ େଭାଗିଲା େବେଳ ର୍ଧୈୟ୍ଯଶୀଳ େହବା ଉଚିତ। 22 " େସ େକୗଣସି ପାପ କରି ନ ଥିେଲ ଓ େକୗଣସି ମିଛ କଥା ମୁହଁ େର ଉଚ୍ଚାରଣ କରି ନ ଥିେଲ।" ୟିଶାଇୟ 53:9 23 େଲାକେ ଖ୍ରୀଷ୍ଟଙ୍କୁ ମନ୍ଦ କଥା କହିେଲ, କିନ୍ତୁ ଯୀଶୁ େସମାନଙ୍କୁ ମନ୍ଦ କଥା କହି ନାହାଁନ୍ତି। ଯୀଶୁ ଯାତନା ସହିଲେ, କିନ୍ତୁ େସ େଲାକଙ୍କୁ ଧମକ େଦଇ କିଛି କହି ନ ଥିେଲ। ଯୀଶୁ ତାହାଙ୍କ ଯତ୍ନ ନେବା ପାଇଁ ପରେମଶ୍ବରଙ୍କ ଠା େର ନିର୍ଭରଶୀଳ େହେଲ। 24 ପରେମଶ୍ବର ନ୍ଯାୟ ବିଚାର କରନ୍ତି। କୃଶ ଉପେର ଯୀଶୁ ଆମ୍ଭ ପାପଗୁଡ଼ିକୁ ସ୍ବଦେହ େର ବହନ କେଲ। େସ ଏହା କେଲ, େଯପରି ଆମ୍େଭ ପାପ ପାଇଁ ମୃତ େହଉ, ଯାହା ସତ୍ଯ ତାହା ପାଇଁ ଜୀବିତ ରହିବା। ଯୀଶୁଙ୍କ କ୍ଷତଗୁଡ଼ିକ ଦ୍ବାରା ତୁମ୍େଭମାେନ ସୁସ୍ଥ େହାଇଛ। 25 ମେଣ୍ଢା ଭଳି ତୁମ୍େଭମାେନ ଭୁଲ ରାସ୍ତା େର ଚାଲି ଯାଇଥିଲ। କିନ୍ତୁ ଏେବ ତୁମ୍ଭମାନଙ୍କର ଆତ୍ମାର େମଷପାଳକ ଓ ରକ୍ଷକଙ୍କ ପାଖକୁ େଫରି ଆସିଛ।

3:1 ଠିକ୍ େସହି ଭଳି ପତ୍ନୀମାେନ ନିଜ ନିଜର ପତିମାନଙ୍କର ଅଧିକାର ମାନିବା ଉଚିତ୍। ତା' େହେଲ, ଯଦି ପତିମାନଙ୍କ ମଧ୍ଯରୁ େକେତଜଣ ପରେମଶ୍ବରଙ୍କ ଶିକ୍ଷା ମାନୁ ନାହାଁନ୍ତି, େସମାନଙ୍କୁ ବିଶ୍ବାସ କରିବା ପାଇଁ ମନାଇପାରିବ। ତୁମ୍େଭ କିଛି କହିବା ଦରକାର େହବ ନାହିଁ। େସମାେନ େସମାନଙ୍କର ପତ୍ନୀଙ୍କ ଜୀବନ େଦଖି ପ୍ରଭାବିତ େହେବ। 2 ତୁମ୍ଭ ପତି େଦଖିେବ େଯ ତୁମ୍େଭ ପବିତ୍ର ଜୀବନ ଯାପନ କରୁଛ, ପରେମଶ୍ବରଙ୍କୁ ସମ୍ମାନ ଦେଉଛ। 3 ତୁମ୍ଭର କେଶ, ସୁନା ଅଳଙ୍କାର ବା ସୁନ୍ଦର ବସ୍ତ୍ର ଉପେର ତୁମ୍ଭର ସୌନ୍ଦର୍ୟ୍ଯ ନିର୍ଭର କେର ନାହିଁ। 4 ତୁମ୍ଭର ସୌନ୍ଦର୍ୟ୍ଯ ଅନ୍ତରରୁ ବାହାରି ନମ୍ର ଓ ଶାନ୍ତ ଗୁଣର ପରିଚୟ େଦବା ଉଚିତ। ଏହି ସୌନ୍ଦର୍ୟ୍ଯ େକେବ େହେଲ ସମାପ୍ତ େହବ ନାହିଁ। ପରେମଶ୍ବର ଏହାକୁ ସବୁଠାରୁ ମୂଲ୍ଯବାନ୍ ମେନ କରନ୍ତି। 5 ବହୁ ପୂର୍ବରୁ ପରେମଶ୍ବରଙ୍କୁ ଅନୁସରଣ କରୁଥିବା ପବିତ୍ର ମହିଳାମାନଙ୍କ ପ୍ରତି ଏହା ହିଁ ଘଟିଥିଲା। ଏହିପରି ଭାବେର େସମାେନ ନିଜକୁ ସୁନ୍ଦର କରି ଗଢ଼ିଥିେଲ। େସମାେନ ନିଜ ପତିମାନଙ୍କ ଅଧୀନ େର ଥିେଲ। 6 ମୁଁ 'ସାରା' ଭଳି ସ୍ତ୍ରୀ େଲାକମାନଙ୍କ କଥା କହୁଛି। େସ ନିଜ ପତି ଅବ୍ରହାମଙ୍କୁ ମାନିଲେ ଓ ତାହାଙ୍କୁ ମାଲିକ େବାଲି ଡାକିେଲ। ତୁମ୍େଭ ସମସ୍ତ ସ୍ତ୍ରୀେଲାକମାେନ, ଯଦି ଧାର୍ମିକ କାମ କର ଓ ନିର୍ଭୟ ରୁହ, ତା େହେଲ ସାରାର ପ୍ରକୃତ ସନ୍ତାନ ଅଟ। 7 ଠିକ୍ େସହିଭଳି ତୁମ୍େଭ ପତିମାେନ ! ତୁମ୍ଭ ପତ୍ନୀମାନଙ୍କ ସହିତ ଭଲ ବୁଝାମଣା େର ଜୀବନଯାପନ କର। ତୁମ୍େଭମାେନ ନିଜ ପତ୍ନୀକୁ ସମ୍ମାନ େଦଖାଇବା ଉଚିତ। େସମାେନ ତୁମ୍ଭଠାରୁ ଦୁର୍ବଳ। କିନ୍ତୁ ପରେମଶ୍ବର, ତୁମ୍ଭ ଭଳି େସମାନଙ୍କୁ ମଧ୍ଯ ଆଶୀର୍ବାଦ ଦାନ କରନ୍ତି, ଯାହାକି ପ୍ରକୃତ ଜୀବନ ଦାନ କେର। ତୁମ୍ଭ ପ୍ରାର୍ଥନା େର େକୗଣସି ଅସୁବିଧା ନ ଘଟିବା ଲାଗି ଏହାସବୁ କର। 8 ଅତଏବ ସମସ୍େତ ମିଳିମିଶି ଶାନ୍ତି େର ରହିବା ଉଚିତ। ପରସ୍ପରକୁ ବୁଝିବା ପାଇଁ େଚଷ୍ଟା କର। ପରସ୍ପରକୁ ଭାଇ ଭଉଣୀ ଭଳି ଭଲ ପାଅ। ସଦୟ ଓ ନମ୍ର ହୁଅ। 9 ତୁମ୍ଭ ପ୍ରତି ମନ୍ଦ କାମ କରିଥିବା େଲାକକୁ ଆକ୍ରମଣ କରିବା ଉଦ୍ଦେଶ୍ଯ େର େକୗଣସି େଲାକ ପ୍ରତି ମନ୍ଦ କାମ କର ନାହିଁ। ବା ତୁମ୍ଭକୁ ଖରାପ ପଥା କହିଥିବା େଯାଗୁ େକୗଣସି େଲାକକୁ ତା' ବଦଳ େର ମନ୍ଦ କଥା କୁହ ନାହିଁ। ତା' ବଦଳ େର ପରେମଶ୍ବରଙ୍କଠା େର ପ୍ରାର୍ଥନା କର େଯ, େସ ତା'କୁ ଆଶୀର୍ବାଦ କରିେବ। ତୁମ୍େଭ ନିେଜ ଆଶୀର୍ବାଦ ଗ୍ରହଣ କରିବା ପାଇଁ ଆହ୍ବାନ ପାଇଥିବାରୁ ଏପରି କର। 10 ଶାସ୍ତ୍ର କୁ େହ : 11 େସ ମନ୍ଦ କାର୍ୟ୍ଯ ନିଶ୍ଚୟ ବନ୍ଦ କରୁ ଓ ଭଲ କାମ କରୁ। େସ ଶାନ୍ତି ପାଇବା ପାଇଁ ଲକ୍ଷ୍ଯ ରଖି େଚଷ୍ଟା କରିବା ଉଚିତ। 12 ଭଲ େଲାକମାନଙ୍କୁ ପ୍ରଭୁ େଦଖନ୍ତି, େସମାନଙ୍କର ପ୍ରାର୍ଥନା ସବୁ େସ ଶୁଣନ୍ତି। କିନ୍ତୁ ମନ୍ଦ କାମ କରୁଥିବା େଲାକଙ୍କର େସ ବିେରାଧୀ ଅଟନ୍ତି।" ଗୀତସଂହିତା 34:12-16 13 ଯଦି ତୁମ୍େଭ ସବୁେବେଳ ଭଲ କରିବା ପାଇଁ େଚଷ୍ଟା କରୁଥାଅ, ତା େହେଲ େକୗଣସି େଲାକ ତୁମ୍ଭକୁ ଆଘାତ କରି ପାରିବ ନାହିଁ। 14 କିନ୍ତୁ ତୁମ୍େଭ ଭଲ କାମ ପାଇଁ ଦୁଃଖ େଭାଗିପାର। ଯଦି ଏପରି ଘେଟ, ତା େହେଲ ତୁମ୍େଭ େହଉଛ ଆଶୀର୍ବାଦର ପାତ୍ର। " େଯଉଁ େଲାକମାେନ ତୁମ୍ଭକୁ ଯାତନା ଦିଅନ୍ତି େସମାନଙ୍କୁ ଭୟ କର ନାହିଁ, କିଅବା ଚିନ୍ତିତ ହୁଅ ନାହିଁ।"339 15 କିନ୍ତୁ ତୁମ୍େଭ ପବିତ୍ର ଭାବେର ପ୍ରଭୁ ଖ୍ରୀଷ୍ଟଙ୍କୁ ନିଜ ହୃଦୟ େର ଧରି ରଖ। ତୁମ୍ଭର ଭରସାର କାରଣ ବିଷୟ େର େକହି ତୁମ୍ଭକୁ ପ୍ରଶ୍ନ କେଲ ତାହାକୁ ବୁଝାଇବା ପାଇଁ ସର୍ବଦା ପ୍ରସ୍ତୁତ ରହିଥାଅ। 16 କିନ୍ତୁ ତୁମ୍େଭ େସମାନଙ୍କୁ ଭଦ୍ର ଭାବେର ଓ ନମ୍ର ଭାବେର ବୁଝାଅ। ତୁମ୍େଭ ସବୁେବେଳ ଅନୁଭବ କରିବା ଉଚିତ େଯ, ତୁମ୍େଭ ଠିକ କାମ କରୁଛ। ଏପରି କେଲ, େଯଉଁମାେନ ତୁମ୍ଭ ବିରୁଦ୍ଧ େର ମନ୍ଦ କଥା କହୁଛନ୍ତି, େସମାେନ ଲଜ୍ଜିତ େହେବ। ତୁମ୍େଭ ଖ୍ରୀଷ୍ଟଙ୍କଠା େର ଥାଇ ଉତ୍ତମ ଜୀବନ କାଟୁଥିବାରୁ େସମାେନ ମନ୍ଦ କଥାଗୁଡ଼ିକ କୁହନ୍ତି। େସମାେନ ତୁମ୍ଭ ବିଷୟ େର ମନ୍ଦ କଥା କହିଥିବା େହତୁ ଲଜ୍ଜିତ େହେବ। 17 ଭଲ କାମ କରି ଯାତନା ସହିବା ମନ୍ଦ କାମ କରିବାଠାରୁ ଉତ୍ତମ। ଏହା ଯଦି ପରେମଶ୍ବରଙ୍କର ଇଚ୍ଛା, େତେବ ଏହାହିଁ ଭଲ। 18 ଖ୍ରୀଷ୍ଟ ନିେଜ ତୁମ୍ଭ ପାଇଁ ମେଲ। େସହି ମୂଲ୍ଯ ତୁମ୍ଭର ପାପ ପାଇଁ ମୂଲ୍ଯ େଦଲା। େସ ନିେଜ େଦାଷୀ ନ ଥିେଲ କିନ୍ତୁ େଦାଷୀ େଲାକଙ୍କ ଲାଗି ମୃତ୍ଯୁ ବରଣ କେଲ। େସ ତୁମ୍ଭ ସମସ୍ତଙ୍କୁ ପରେମଶ୍ବରଙ୍କ ପାଖକୁ ଆଣିବା ପାଇଁ ଏପରି କେଲ। ତାହାଙ୍କର ଶରୀରକୁ ବଧ କରାଗଲା, କିନ୍ତୁ ଆତ୍ମା େର େସ ପୁନର୍ଜୀବିତ େହେଲ, 19 ଏବଂ ଆତ୍ମା େର େସ ଗେଲ ଓ ବନ୍ଦୀ ଆତ୍ମାମାନଙ୍କୁ ଉପେଦଶ ପ୍ରଦାନ କେଲ। 20 ବହୁ ପୂର୍ବରୁ େନାହଙ୍କ ସମୟେର ଏହି ଆତ୍ମାଗୁଡ଼ିକ ପରେମଶ୍ବରଙ୍କ ଅବାଧ୍ଯ େହାଇଥିେଲ। େନାହ ତାହାଙ୍କ ଜାହାଜ ତିଆରି କଲା ପର୍ୟ୍ଯନ୍ତ ପରେମଶ୍ବର ର୍ଧୈୟ୍ଯ ସହିତ ଅପେକ୍ଷା କରୁଥିେଲ। େସହି ଜାହାଜ େର ଅଳ୍ପ େକେତ ଜଣ, ମାତ୍ର ଆଠ ଜଣ ଜଳରୁ ରକ୍ଷା ପାଇପାରିେଲ। 21 େସହି ଜଳ ବାପ୍ତିସ୍ମ ସଦୃଶ ତୁମ୍ଭକୁ ଏେବ ରକ୍ଷା କରୁଛି। ଶରୀରର ମଇଳା ସଫା କରିବା ବାପ୍ତସ୍ମ ନୁେହଁ। ମାତ୍ର ବାପ୍ତସ୍ମ େହଉଛି, ପରେମଶ୍ବରଙ୍କୁ ଏକ ହୃଦୟ ମାଗିବା। ଯୀଶୁ ମୃତ୍ଯୁରୁ ଜୀବିତ େହାଇଥିବାରୁ ଏହା ତୁମ୍ଭକୁ ରକ୍ଷା କରୁଛି। 22 ଏେବ ଯୀଶୁ ସ୍ବର୍ଗକୁ ଗେଲଣି। େସ ପରେମଶ୍ବରଙ୍କ ଡାହାଣ େର ବିରାଜମାନ। େସ େସଠାେର ସ୍ବର୍ଗଦୂତ, ସମସ୍ତ କ୍ଷମତା ଓ ଶକ୍ତିଗୁଡ଼ିକର ଶାସକ ଅଟନ୍ତି।

4:1 ଖ୍ରୀଷ୍ଟ ନିଜ ଶରୀର େର ଥିଲା େବେଳ ଯାତନା ପାଇେଲ। ଅତଏବ ତାହାଙ୍କର େଯଭଳି ଚିନ୍ତାଧାରା ଥିଲା, ତାହା ଦ୍ବାରା ତୁମ୍େଭ ଆପଣାକୁ ଶକ୍ତିୟୁକ୍ତ କର। େଯଉଁ େଲାକ ନିଜ ଶରୀର େର ଯାତନ େଭାଗ କଲା ; େସ ପାପରୁ ନିବୃତ୍ତ େହାଇଛି। 2 ତୁମ୍େଭ ଏପରି ଭାବେର ନିଜକୁ ଶକ୍ତିଶାଳୀ କର, େଯପରି ତୁମ୍େଭ ପରମଶ୍ବରଙ୍କ ଇଚ୍ଛାନୁସା େର ଜୀବନଯାପନ କରିବ, େଲାକମାନଙ୍କ ଇଚ୍ଛା େର, ମନ୍ଦକାର୍ୟ୍ଯ କରି ଜୀବନଯାପନ କରିବ ନାହିଁ। 3 ଅତୀତ େର ଅବିଶ୍ବାସୀ େଲାକଙ୍କ କଥା େର କାମ କରି ତୁମ୍େଭ ଅନେକ ସମୟ ନଷ୍ଟ କରିସାରିଛ। ତୁମ୍େଭ ୟୌନପାପ କରୁଥିଲ। ନିଜ ଇଚ୍ଛାନୁସା େର ମନ୍ଦକାମ କରୁଥିଲ। ତୁମ୍େଭ ମାତାଲ େହଉଥିଲ, ନାନାଦି ହିଂସ୍ରକ ଓ ଧ୍ବଂସର କାର୍ୟ୍ଯ କରୁଥିଲ, ମଦ୍ଯପାନ ଦଳ େର େଯାଗ ଦେଉଥିଲ, ଓ ମୂର୍ତ୍ତିମାନଙ୍କୁ ଉପାସନା କରି ମନ୍ଦକାମ କରୁଥିଲ। 4 େସହି ଅବିଶ୍ବାସୀମାେନ ଆଶ୍ଚର୍ୟ୍ଯ େହଉଛନ୍ତି େଯ ବର୍ତ୍ତମାନ ତୁମ୍େଭ େସମାନଙ୍କ ଭଳି ହିଂସ୍ରକ ଓ ଧ୍ବଂସାକରୀ କାମମାନ କରୁ ନାହଁ। 5 ଅତଏବ େସମାେନ ତୁମ୍ଭ ବିଷୟ େର ମନ୍ଦକଥା କହୁଛନ୍ତି। କିନ୍ତୁ େସମାନଙ୍କୁ େସମାନଙ୍କ କୃତ କର୍ମ ଲାଗି ଉତ୍ତର େଦବାକୁ େହବ। େଯଉଁ ଖ୍ରୀଷ୍ଟ ମୃତ ଓ ଜୀବନ ଉଭୟର ବିଚାର କରିବାକୁ ପ୍ରସ୍ତୁତ, ତାହାଙ୍କ ନିକଟେର େସମାନଙ୍କୁ ସମସ୍ତ କର୍ମର ହିସାବ େଦବାକୁ େହବ। 6 େଯଉଁ େଲାକମାେନ ବର୍ତ୍ତମାନ ମୃତ, େସମାନଙ୍କୁ ସୁସମାଚାର କୁହାୟାଇଥିଲା, କାରଣ ସବୁ େଲାକଙ୍କର ବିଚାର େହବା ଭଳି େସମାନଙ୍କର ମଧ୍ଯ ବିଚାର େହବ। େସମାେନ ଜୀବିତ ଥିଲା େବେଳ ଯାହା କିଛି କରିଥିେଲ, େସହି ଅନୁସାେର ବିଚାରିତ େହେବ। କିନ୍ତୁ େସମାେନ େଯପରି ପରେମଶ୍ବରଙ୍କ ଭଳି ଆତ୍ମା େର ଜୀବିତ େହେବ, ଏଥିପାଇଁ େସମାନଙ୍କ ନିକଟେର ସୁସମାଚାର ପ୍ରଚାରିତ େହାଇଥିଲା। 7 ସବୁ ବିଷୟ ସମାପ୍ତ େହବାର ସମୟ ନିକଟତର େହଲାଣି। ଅତଏବ ନିଜର ମନକୁ ଶୁଚି ରଖ ଏବଂ ନିଜକୁ ସଂୟତ କର। ଏହା ତୁମ୍ଭକୁ ପ୍ରାର୍ଥନା କରିବା େର ସାହାୟ୍ଯ କରିବ। 8 ସବୁଠାରୁ ବଡ଼ କଥା େହଲା େଯ, ପରସ୍ପରକୁ ନିବିଡ଼ ଭାେବ ପ୍ େରମ କର। 9 ପ୍ େରମ ଅନେକ ପାପ ଆଚ୍ଛାଦିତ କେର। େକୗଣସି ପ୍ରକାରର ଆପତ୍ତି ନ ଉଠାଇ ପରସ୍ପରକୁ ନିଜ ଘରକୁ ସ୍ବାଗତ ଜଣାଅ। 10 ତୁମ୍ଭ ମଧ୍ଯରୁ ପ୍ରେତ୍ୟକକେ େଗାଟିଏ େଗାଟିଏ ଆଧ୍ଯାତ୍ମିକ ଦାନ ପରେମଶ୍ବରଙ୍କଠାରୁ ପାଇଛ। ପରେମଶ୍ବର ଅନେକ ପ୍ରକା େର ତାହାଙ୍କର ଅନୁଗ୍ରହ ତୁମ୍ଭକୁ େଦଖାଇଛନ୍ତି। ତୁମ୍େଭ ତାହାଙ୍କର ଦାନଗୁଡ଼ିକୁ ଦାଯିତ୍ବପୂର୍ଣ୍ଣ ସହିତ ପରେମଶ୍ବରଙ୍କ େସବକ ଭଳି ବ୍ଯବହାର କର। ଅତଏବ ଭଲ େସବକ େହାଇ ପରସ୍ପରର େସବା େର େସଗୁଡ଼ିକୁ ଲଗାଅ। 11 େଯଉଁ େଲାକ କହିବାକୁ ଚା େହଁ, େସ ପରେମଶ୍ବରଙ୍କ ବାକ୍ଯରୁ କଥା କହୁ। େଯଉଁ େଲାକ େସବା କରିବ, େସ ପରେମଶ୍ବରଙ୍କ ପ୍ରଦତ୍ତ ଶକ୍ତି ସାହାୟ୍ଯ େର େସବା କରୁ। ତୁମ୍େଭ ଏହି ସବୁ କାମ ଏପରି ଭାବେର କରିବା ଉଚିତ େଯ, ଖ୍ରୀଷ୍ଟଙ୍କ ମାଧ୍ଯମ େର େଯପରି ପରେମଶ୍ବର ସମସ୍ତ ବିଷୟ େର ପ୍ରଶଂସା ପାଇେବ। କ୍ଷମତା ଓ ମହିମା ସଦାସର୍ବଦା ପାଇଁ ତାହାଙ୍କର ଅେଟ। ଆେମନ୍। 12 େମା ମିତ୍ରଗଣ, ତୁମ୍େଭମାେନ ବର୍ତ୍ତମାନର ଦୁଃଖ ସହୁଥିବାରୁ ଆଶ୍ଚର୍ୟ୍ଯ ମେନକର ନାହିଁ। ଏହି ଦୁଃଖ େଭାଗ ତୁମ୍ଭମାନଙ୍କର ବିଶ୍ବାସ ପରୀକ୍ଷା କରୁଛି। ଭାବ ନାହିଁ େଯ ତୁମ୍ଭ ପ୍ରତି କିଛି ଆଶ୍ଚର୍ୟ୍ଯ କଥା ଘଟୁଛି। 13 ବରଂ ତୁମ୍େଭ ଖୁସି େହବା ଉଚତ େଯ, ତୁମ୍େଭ ଖ୍ରୀଷ୍ଟଙ୍କର ଯାତନାର ସହଭାଗୀ େହାଇଛ। ଖ୍ରୀଷ୍ଟ ନିଜର ମହିମା ପ୍ରକାଶ କଲା େବେଳ ତୁମ୍େଭ ଖୁସି େହବ ଓ ଆନନ୍ଦ େର ପୂର୍ଣ୍ଣ େହବ। 14 ଖ୍ରୀଷ୍ଟଙ୍କୁ ଅନୁସରଣ କରୁଛ େବାଲି େଲାେକ ତୁମ୍ଭକୁ ମନ୍ଦକଥା କହିେଲ, ତୁମ୍େଭ ଧନ୍ଯ େବାଲି ଜାଣିବ। ତୁମ୍ଭ ଭିତ େର େଗୗରବମୟ ଆତ୍ମା ଅଛନ୍ତି େବାଲି ତୁମ୍େଭ ଧନ୍ଯ। ତାହା ହିଁ େହଉଛି ପରେମଶ୍ବରଙ୍କ ଆତ୍ମା। 15 ତୁମ୍ଭମାନଙ୍କ ଭିତରୁ େକହି ହତ୍ଯାକାରୀ ବା େଚାର ବା ଦୁଷ୍କର୍ମକାରୀ ବା ଅନ୍ୟମାନଙ୍କ କାରବାର େର ମୁଣ୍ଡ ଖେଳାଇଲା ଭଳି େଲାକ ନ ଥାଉ। େସହି ଭଳି କାମ କେଲ, ଜେଣ ଦୁଃଖ େଭାଗିବ। ତୁମ୍ଭ ଭିତରୁ େକହି ଏପରି କାର୍ୟ୍ଯ କରି ଯାତନା ନ େଭାଗୁ। କିନ୍ତୁ ଜେଣ େକହି ଖ୍ରୀଷ୍ଟିଯାନ େହବାରୁ ଯାତନା ପାଇେଲ, ଲଜ୍ଜିତ ନ େହଉ। 16 ତୁମ୍େଭ େସହି ଖ୍ରୀଷ୍ଟିଯାନ ନାମଟି ପାଇଁ ପରେମଶ୍ବରଙ୍କୁ ଧନ୍ଯବାଦ ଦିଅ। 17 ଏେବ ବିଚାରର ସମୟ ଆସିଛି। ତାହା ପରେମଶ୍ବରଙ୍କ ପରିବାରଠାରୁ ଆରମ୍ଭ େହବ। ଯଦି େସହି ବିଚାର ଆମ୍ଭଠାରୁ ଆରମ୍ଭ ହୁଏ, ତାହାେହେଲ େଯଉଁମାେନ ପରେମଶ୍ବରଙ୍କ ସୁସମାଚାର ଗ୍ରହଣ କରି ନାହାଁନ୍ତି, େସମାନଙ୍କର କି ଅବସ୍ଥା େହବ ? 18 "ଉତ୍ତମ େଲାକ ରକ୍ଷା ପାଇବା ବଡ଼ କଠିନ। ତା େହେଲ େଯଉଁମାେନ ପରେମଶ୍ବରଙ୍କ ବିେରାଧୀ ଓ ପାପେର ପୂର୍ଣ୍ଣ େସମାନଙ୍କର କ'ଣ େହବ ?"340 19 ଅତଏବ େଯଉଁ େଲାକମାେନ ପରେମଶ୍ବରଙ୍କ ଇଚ୍ଛାନୁସା େର ଯାତନା େଭାଗ କରୁଛନ୍ତି, େସମାେନ ତାହାଙ୍କୁ େସମାନଙ୍କର ଆତ୍ମା ବିଶ୍ବାସପୂର୍ବକ ସମର୍ପଣ କରିେଦବା ଉଚିତ୍। ପରେମଶ୍ବର େସମାନଙ୍କୁ ଗଠନ କରିଛନ୍ତି ଓ େତଣୁ େସମାେନ ତାହାଙ୍କୁ ବିଶ୍ବାସ କରିପାରିେବ। ଅତଏବ େସମାେନ ଭଲ କାମ କରିଚାଲିବା ଉଚିତ।

5:1 ତୁମ୍ଭ ଦଳ େର ଥିବା ପ୍ରାଚୀନମାନଙ୍କୁ ଏେବ େମାର କିଛି କହିବାର ଅଛି। ମୁଁ ମଧ୍ଯ ଜେଣ ପ୍ରାଚୀନ। ମୁଁ ଖ୍ରୀଷ୍ଟଙ୍କର ୟନ୍ତ୍ରଣା ନିଜ ଆଖି େର େଦଖିଛିା ଆମ୍ଭକୁ େଯଉଁ ମହିମା ଭବିଷ୍ଯତ େର େଦଖାଇ ଦିଆୟିବ, େସଥି େର ମଧ୍ଯ ମୁଁ ଭାଗ ନେବି। 2 ମୁଁ ତୁମ୍ଭକୁ ଅନୁ େରାଧ କେର େଯ, ପରେମଶ୍ବରଙ୍କ େଯଉଁ େମଷଗଣର ଦାଯିତ୍ବ େର ତୁମ୍େଭ ରହିଛ, େସହି େମଷ ସମୂହର ତୁମ୍େଭ ଯତ୍ନ ନେବା ଉଚିତ। େସମାେନ ପରେମଶ୍ବରଙ୍କ େମଷପଲ। ତୁମ୍େଭ ବାଧ୍ଯବାଧକତା େର ନୁେହଁ, ମାତ୍ର ସ୍ବଇଚ୍ଛା େର ପ୍ରତିପାଳନ କର। ପରେମଶ୍ବର ତାହାହିଁ ଚାହାଁନ୍ତି। ତୁମ୍େଭ େସବା କରିବା େର ଆନନ୍ଦ ପାଉଛ େବାଲି େସପରି କର, ଧନ ଲୋଭ େର ତାହା କର ନାହିଁ। 3 େଯଉଁମାନଙ୍କର ଦାଯିତ୍ବ ତୁମ୍େଭ େନଇଛ, େସମାନଙ୍କ ପ୍ରତି ନିଷ୍ଠୁର ହୁଅ ନାହିଁ। କିନ୍ତୁ େସମାନଙ୍କ ନିକଟେର ଆଦର୍ଶ ସ୍ବରୂପ ହୁଅ। 4 େଯେତେବେଳ ମୁଖ୍ଯ େମଷପାଳକ ଆସିେବ, େସେତେବେଳ ତୁମ୍େଭ ମୁକୁଟ ପାଇବ। େସହି ମୁକୁଟଟି ଅତ୍ଯନ୍ତ େଗୗରବମୟ େହାଇଥିବ ଓ ଏହା େକେବ େହେଲ ନିଜର ସୌନ୍ଦର୍ୟ୍ଯ ହରାଇବ ନାହିଁ। 5 ୟୁବକଗଣ, ତୁମ୍ଭମାନଙ୍କୁ େମାର କିଛି କଥା ମଧ୍ଯ କହିବାକୁ ଅଛି। ତୁମ୍େଭ ବଯୋେଜଷ୍ଠମାନଙ୍କ କଥା ମାନିବା ଉଚିତ। ପରସ୍ପର ପ୍ରତି ବିନମ୍ର ଭାବ ରଖିବା ଉଚିତ। 6 ଅତଏବ ପରେମଶ୍ବରଙ୍କ ବଳିଷ୍ଠ ହାତ ତେଳ ନିଜକୁ ନମ୍ର କର। ତା େହେଲ ଠିକ୍ ସମୟ ଉପସ୍ଥିତ େହେଲ େସ ତୁମ୍ଭକୁ ଉନ୍ନତ କରିେବ। 7 ତୁମ୍ଭର ସମସ୍ତ ଚିନ୍ତା ତାହାଙ୍କ ଉପେର ରଖ, କାରଣ େସ ତୁମ୍ଭର ଯତ୍ନ ନିଅନ୍ତି। 8 ନିଜକୁ ସଂୟଜ କର ଓ ସାବଧାନ ରୁହ। ଶୟତାନ େହଉଛି ତୁମ୍ଭର ଶତ୍ରୁ। େସ ଗର୍ଜନ କରୁଥିବା ସିଂହ ଭଳି କାହାକୁ ମାରି ଖାଇବା ପାଇଁ ଚାରିଆେଡ଼ େଖାଜି ବୁଲୁଛି। 9 ଶୟତାନର ଅନୁସରଣ କର ନାହିଁ। ନିଜ ବିଶ୍ବାସ େର ଦୃଢ଼ େହାଇ ରୁହ। ସମଗ୍ର ବିଶ୍ବ େର ସର୍ବତ୍ର ତୁମ୍ଭ ଭାଇ ଓ ଭଉଣୀମାେନ ସମାନ ଭାବେର ତୁମ୍ଭ ଭଳି ଯାତନା ପାଉଛନ୍ତି, ଏ କଥା ତୁମ୍େଭ ଜାଣ। 10 ତୁମ୍େଭ ଅଳ୍ପ ସମୟ ପାଇଁ ଯାତନା ପାଇବ। କିନ୍ତୁ ତା'ପେର ପରେମଶ୍ବର ସବୁ ଠିକ୍ କରି େଦେବ। େସ ତୁମ୍ଭକୁ ଶକ୍ତିଶାଳୀ କରିେବ। େସ ତୁମ୍ଭର ଭାର ବହନ କରିେବ ଓ ପଡ଼ିବା େବେଳ ତୁମ୍ଭକୁ ଉଠାଇବେ। େସଇ ପରେମଶ୍ବର ତୁମ୍ଭକୁ ସମସ୍ତ ଅନୁଗ୍ରହ ଦିଅନ୍ତି। ଖ୍ରୀଷ୍ଟ ଯୀଶୁଙ୍କଠା େର ତାହାଙ୍କ ମହିମା େର ଅଂଶୀଦାର େହବା ଲାଗି େସ ତୁମ୍ଭକୁ ଡ଼ାକି ଅଛନ୍ତି। େସହି ମହିମା ଅନନ୍ତ କାଳ ଧରି ରହିବ। 11 ସଦାସର୍ବଦା ପାଇଁ ସମସ୍ତ କ୍ଷମତା ତାହାଙ୍କର ଅେଟ, ଆେମନ୍। 12 ସିଲାନ୍ ସାହାୟ୍ଯ େର ମୁଁ ଏହି େଛାଟ ପତ୍ରଟି ଲେଖିଲି। େସ ଖ୍ରୀଷ୍ଟ େର ଜେଣ ବିଶ୍ବସ୍ତ ଭ୍ରାତା େବାଲି ମୁଁ ଜାେଣ। ଏହା ତୁମ୍ଭକୁ ସାନ୍ତ୍ବନା େଦବା ଓ ଉତ୍ସାହିତ କରିବା ପାଇଁ ମୁଁ ଲେଖିଥିଲି। ମୁଁ ତୁମ୍ଭକୁ କହିବାକୁ ଚାହିଁଥିଲି େଯ ଏହା େହଉଛି ପରେମଶ୍ବରଙ୍କ ଅନୁଗ୍ରହ। େସହି ଅନୁଗ୍ରହ େର ଦୃଢ଼ େହାଇ ରୁହ। 13 ବାବିେଲାନ ମଣ୍ଡଳୀ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି। ତୁମ୍ଭ ଭଳି େସମାେନ ମଧ୍ଯ ମେନାନୀତ। ଯୀଶୁଖ୍ରୀଷ୍ଟଙ୍କ ବିଶ୍ବାସୀ େମା ପୁତ୍ର ମାର୍କ ନମସ୍କାର ଜଣାଉଛନ୍ତି। 14 େଯେତେବେଳ େଦଖା ସାକ୍ଷାତ େହଉଛି, ପରସ୍ପରକୁ ପ୍ େରମ ଚୁମ୍ବନ ଦ୍ବାରା ନମସ୍କାର କର।