1 Thessalonians

1:1 ପାଉଲ, ସିଲ୍ବାନ ଓ ତୀମଥିଙ୍କଠାରୁ ଥେସଲନୀକୀୟ ମଣ୍ଡଳୀ ନିକଟକୁ ପତ୍ର। ଏହି ମଣ୍ଡଳୀଟି ପରମପିତା ପରେମଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠା େର ଅଛି। ତୁମ୍ଭମାନଙ୍କ ପ୍ରତି ପରେମଶ୍ବରଙ୍କ ଅନୁଗ୍ରହ ଓ ଶାନ୍ତି େହଉ। 2 ପ୍ରାର୍ଥନା କଲା େବେଳ ଆମ୍େଭ ସର୍ବଦା ତୁମ୍ଭମାନଙ୍କ କଥା ମେନପକାଉ ଓ ତୁମ୍ଭମାନଙ୍କ ପାଇଁ ପରେମଶ୍ବରଙ୍କୁ ଧନ୍ଯବାଦ ଦେଉ। 3 ଆମ୍ଭମାନଙ୍କର ପରମପିତା ପରେମଶ୍ବରଙ୍କୁ ଆମ୍ଭ ପ୍ରାର୍ଥନା େର ନିବେଦନ କଲା େବେଳ ତୁମ୍େଭମାେନ ତୁମ୍ଭମାନଙ୍କର ବିଶ୍ବାସ େହତୁ ଯାହା କରିଛ, େସଥିପାଇଁ ତାଙ୍କୁ ଧନ୍ଯବାଦ ଦେଉ। ତୁମ୍େଭମାେନ ତୁମ୍ଭମାନଙ୍କର ପ୍ େରମ େହତୁ େଯଉଁ କାର୍ୟ୍ଯ କରିଛ, େସଥିପାଇଁ ତାହାଙ୍କୁ ଧନ୍ଯବାଦ ଦେଉ। ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠା େର ତୁମ୍ଭମାନଙ୍କ ଭରସା େହତୁ ତୁମ୍େଭମାେନ ଦୃଢ଼ େହାଇ ରହିଛ େବାଲି ଆମ୍େଭ ତାଙ୍କୁ ସର୍ବଦା ଧନ୍ଯବାଦ ଅର୍ପଣ କରୁଛୁ। 4 ଭାଇ ଓ ଭଉଣୀମାେନ! ପରେମଶ୍ବର ତୁମ୍ଭକୁ ପ୍ େରମ କରନ୍ତି। ଆମ୍େଭ ଏହା ମଧ୍ଯ ଜାଣୁ େଯ, େସ ତୁମ୍ଭମାନଙ୍କୁ ନିଜର େବାଲି ବାଛିଛନ୍ତି। 5 ଆମ୍େଭ ତୁମ୍ଭମାନଙ୍କୁ ସୁସମାଚାର କହିଛୁ। କିନ୍ତୁ ଆମ୍େଭ କେବଳ ଶବ୍ଦ ବ୍ଯବହାର କରି ନାହୁଁ। େସହି ସୁସମାଚାର ଆମ୍େଭ ଶକ୍ତି ଓ ପବିତ୍ର ଆତ୍ମା ସହିତ ଆଣିଛୁ। ଆମ୍େଭ ନିଶ୍ଚିତ ଭାବେର ଜାଣିଛୁ େଯ, ତାହା ସତ୍ଯ। ତୁମ୍େଭମାେନ ଜାଣିଛ େଯ, ଆମ୍େଭ ତୁମ୍ଭମାନଙ୍କ ସହିତ ଥିଲା େବେଳ କିଭଳି ଜୀବନ ବିତାଉଥିଲୁ, େସଭଳି ଜୀବନଯାପନ କରି ତୁମ୍ଭମାନଙ୍କୁ ସାହାୟ୍ଯ କରିବା ପାଇଁ ଚାହୁଁଥିଲୁ। 6 ଏେବ ତୁମ୍େଭମାେନ ମଧ୍ଯ ଆମ୍ଭ ଭଳି ଓ ପ୍ରଭୁଙ୍କ ଭଳି େହାଇଯାଇଛ। ଅତ୍ଯଧିକ କଷ୍ଟ ପାଇଲା ପେର ମଧ୍ଯ ତୁମ୍େଭମାେନ େସହି ଶିକ୍ଷାକୁ ଆନନ୍ଦ େର ଗ୍ରହଣ କରିଛ। ପବିତ୍ର ଆତ୍ମା ତୁମ୍ଭମାନଙ୍କୁ ଏହି ଆନନ୍ଦ ପ୍ରଦାନ କରିଛନ୍ତି। 7 ମାକିଦନିଆ ଓ ଆଖାଯାର ବିଶ୍ବାସୀ େଲାକମାନଙ୍କ ପାଇଁ ତୁମ୍େଭମାେନ ଆଦର୍ଶ େହାଇଥିଲ। 8 ମାକିଦନିଆ ଓ ଆଖାଯା େର ତୁମ୍ଭମାନଙ୍କ ପାଖରୁ ପ୍ରଭୁଙ୍କର ଶିକ୍ଷା ପ୍ରସାରିତ େହାଇଥିଲା। ପ୍ରେତ୍ୟକକ ସ୍ଥାନ େର ପରେମଶ୍ବରଙ୍କଠା େର ତୁମ୍ଭ ବିଶ୍ବାସ ପରିଚିତ େହାଇଛି। ଅତଏବ ତୁମ୍ଭମାନଙ୍କ ବିଶ୍ବାସ ବିଷୟ େର ଆମ୍ଭର କିଛି କହିବାର ଆବଶ୍ଯକ ନାହିଁ। 9 ଆମ୍େଭ ତୁମ୍ଭମାନଙ୍କ ସହିତ ଥିଲା େବେଳ, େଯପରି ଭଲ ଭାବେର ତୁମ୍େଭମାେନ ଆମ୍ଭମାନଙ୍କୁ ଗ୍ରହଣ କରିଥିଲ, େସ ବିଷୟ େର ସର୍ବତ୍ର େଲାକମାେନ କଥାବାର୍ତ୍ତା େହଉଛନ୍ତି। ତୁମ୍େଭମାେନ କିପରି ମୂର୍ତ୍ତିପୂଜା ବନ୍ଦ କରି, ଜୀବିତ ଓ ପ୍ରକୃତ ପରେମଶ୍ବରଙ୍କ େସବା କରିବା ପାଇଁ ପରିବର୍ତ୍ତିତ େହଲ, େସ ବିଷୟ େର େସମାେନ କହନ୍ତି। 10 ତୁମ୍େଭମାେନ ପରେମଶ୍ବରଙ୍କ ପୁତ୍ରଙ୍କର ସ୍ବର୍ଗରୁ ଆସିବା ସମୟକୁ ଅପେକ୍ଷା କରି ମୂର୍ତ୍ତିପୂଜା ବନ୍ଦ କରିଥିଲି। ପରେମଶ୍ବର ତାଙ୍କ ପୁତ୍ର ଯୀଶୁଙ୍କୁ ମୃତ୍ଯୁରୁ ପୁନରୁତ୍ଥିତ କରିଛନ୍ତି। ପରେମଶ୍ବରଙ୍କ ଆଗାମୀ େକାରଧପୂର୍ଣ୍ଣ ବିଚାରରୁ ଯୀଶୁ ଆମ୍ଭକୁ ଉଦ୍ଧାର କରନ୍ତି।

2:1 ଭାଇ ଓ ଭଉଣୀମାେନ! ତୁମ୍େଭମାେନ ଜାଣିଛ େଯ, ଆମ୍ଭମାନଙ୍କର ତୁମ୍ଭମାନଙ୍କ ପାଖକୁ ୟିବା ବୃଥା ନ ଥିଲା। 2 ତୁମ୍ଭମାନଙ୍କ ପାଖକୁ ୟିବା ପୂର୍ବରୁ ଫିଲିପ୍ପୀଠା େର ଆମ୍େଭ ଦୁଃଖ ଓ ଅପମାନ ପାଇଥିଲୁ। ଏହି ବିଷୟ େର ତୁମ୍େଭମାେନ ଜାଣିଛ। ଆମ୍େଭମାେନ େଯେତେବେଳ ତୁମ୍ଭମାନଙ୍କ ପାଖକୁ ଗଲୁ, େସେତେବେଳ ଅନେକ େଲାକ ଆମ୍ଭର ବିରୁଦ୍ଧ ଥିେଲ। କିନ୍ତୁ ପରେମଶ୍ବରଙ୍କ ସାହାୟ୍ଯରୁ ଆମ୍େଭ ସାହସୀ େହାଇ ପାରିଲୁ। ତୁମ୍ଭମାନଙ୍କୁ ତାହାଙ୍କର ସୁସମାଚାର କହିବା ପାଇଁ େସ ଆମ୍ଭକୁ ସାହାୟ୍ଯ କେଲ। 3 ଆମ୍େଭ େଲାକଙ୍କୁ ଶିକ୍ଷା ଦେଉ। େକହି ଆମ୍ଭକୁ ପ୍ରବଞ୍ଚିତ କରିନାହିଁ। ଆମ୍େଭ ମନ୍ଦ େନାହୁଁ। ଆମ୍େଭ େଲାକମାନଙ୍କୁ ଛଳନା କରି ନାହୁଁ। କିନ୍ତୁ ଏଗୁଡ଼ିକ ଆମ୍ଭର ଶିକ୍ଷାଦାନ କରିବା ଉଦ୍ଦେଶ୍ଯ ନୁେହଁ। 4 ପରେମଶ୍ବର ଆମ୍ଭକୁ ପରୀକ୍ଷା କରି ଓ ବିଶ୍ବାସ କରି ସୁସମାଚାର କହିବା ଦାଯିତ୍ବ େଦଇଥିବାରୁ ଆମ୍େଭ ସୁସମାଚାର ପ୍ରଚାର କରୁଛୁ। ଅତଏବ େଯେତେବେଳ ଆମ୍େଭ କିଛି କହୁ ମନୁଷ୍ଯକୁ ସନ୍ତୁଷ୍ଟ କଲାପରି ନୁେହଁ, ପରେମଶ୍ବରଙ୍କୁ ଖୁସି କରିବା ଆମ୍ଭର ଉଦ୍ଦେଶ୍ଯ ଅେଟ। ପରେମଶ୍ବର ଆମ୍ଭର ହୃଦୟଗୁଡ଼ିକୁ ପରୀକ୍ଷା କରନ୍ତି। 5 ତୁମ୍େଭମାେନ ଜାଣିଛ େଯ, େକେବ େହେଲ ଆମ୍େଭ ଖୋସାମଦିଆ କଥା କହି ତୁମ୍ଭକୁ ପ୍ରଭାବିତ କରିବା ପାଇଁ େଚଷ୍ଟା କରି ନାହୁଁ। ଆମ୍େଭ ତୁମ୍ଭମାନଙ୍କର ଟଙ୍କା ପାଇବା ପାଇଁ ଚାହିଁ ନାହୁଁ। ତୁମ୍ଭମାନଙ୍କଠାରୁ ଆମ୍େଭ ନିଜର େକୗଣସି ସ୍ବାର୍ଥପର ଭାବ ଗୁପ୍ତ ରଖି ନାହୁଁ। ପରେମଶ୍ବର ଜାଣନ୍ତି େଯ, ଏହା ସତ୍ଯ। 6 ଆମ୍େଭ େଲାକମାନଙ୍କର ପ୍ରଶଂସା ଚାହୁଁ ନାହୁଁ। ଆମ୍େଭ ତୁମ୍ଭମାନଙ୍କ ପାଖରୁ ବା ଅନ୍ୟମାନଙ୍କ ପାଖରୁ ପ୍ରଶଂସା ଚାହୁଁ ନାହୁଁ। 7 ଆମ୍େଭମାେନ ଯୀଶୁଖ୍ରୀଷ୍ଟଙ୍କର ପ୍ େରରିତ। ଅତଏବ ତୁମ୍ଭମାନଙ୍କ ମଧିଅେର ଥିଲା େବେଳ ଆମ୍େଭମାେନ ତୁମ୍ଭମାନଙ୍କ ଦ୍ବାରା କାମ କରାଇବା ପାଇଁ ଆମ୍ଭ ଅଧିକାର ପ୍ରଯୋଗ କରି ପାରିଥାଆନ୍ତୁ। କିନ୍ତୁ ଆମ୍େଭ ତୁମ୍ଭମାନଙ୍କ ସହିତ ଭଦ୍ର ବ୍ଯବହାର କରୁ। ଜେଣ ମାଆ ନିଜ ଶିଶୁମାନଙ୍କର େଯପରି ଯତ୍ନ ନିଏ, ଆମ୍େଭ ଠିକ୍ େସହିପରି କଲୁ। 8 ଆମ୍େଭ ତୁମ୍ଭମାନଙ୍କୁ ବହୁତ ଭଲ ପାଇଲୁ। ଅତଏବ ଆମ୍େଭ ତୁମ୍ଭମାନଙ୍କୁ କେବଳ ପରେମଶ୍ବରଙ୍କ ସୁସମାଚାରର ଅଂଶୀ କଲୁ ତାହା ନୁେହଁ, ବରଂ ନିଜର ଜୀବନ ମଧ୍ଯ ତୁମ୍ଭମାନଙ୍କ ସହିତ ବାଣ୍ଟି େଦବାକୁ ପ୍ରସ୍ତୁତ ଥିଲୁ। 9 ଭାଇ ଓ ଭଉଣୀମାେନ! ତୁମ୍େଭମାେନ ମେନ ପକାଅ େଯ, ଆମ୍େଭ େକେତ କଠିନ ପରିଶ୍ରମ କରିଛୁ। ଆମ୍େଭ ଦିନରାତି କାମ କରିଛୁ। ଆମ୍େଭମାେନ ପରେମଶ୍ବରଙ୍କ ସୁସମାଚାର ପ୍ରଚାର କଲା େବେଳ, ତୁମ୍େଭମାେନ ଆମ୍ଭକୁ କିଛି େଦଇ ଭାରାକ୍ରାନ୍ତ ହୁଅ, େସ କଥା ଆମ୍େଭ ଚାହିଁଲୁ ନାହିଁ। 10 ବିଶ୍ବାସୀ େଯ ତୁମ୍େଭମାେନ, ତୁମ୍ଭମାନଙ୍କ ଗହଣ େର ରହିଥିଲା େବେଳ, ଆମ୍େଭମାେନ ପବିତ୍ର, ଧାର୍ମିକ ଓ ତ୍ରୁଟି ରହିତ ଜୀବନଯାପନ କରିଥିଲୁ। 11 ତୁମ୍େଭମାେନ ଓ ପରେମଶ୍ବର ମଧ୍ଯ ଜାଣନ୍ତି େଯ, ଏହା ସତ୍ଯ। ପିତା ନିଜ ସନ୍ତାନମାନଙ୍କୁ ସ୍ନେହ କଲା ଭଳି ଆମ୍େଭ ତୁମ୍ଭମାନଙ୍କ ସହିତ ସ୍ନେହପୂର୍ବକ ବ୍ଯବହାର କରିଛୁ। 12 ଆମ୍େଭ ତୁମ୍ଭମାନଙ୍କୁ ଉତ୍ସାହ ପ୍ରଦାନ କରିଛୁ, ଆମ୍େଭ ତୁମ୍ଭମାନଙ୍କୁ ଆଶ୍ବାସନା ଦେଲୁ ଏବଂ ପରେମଶ୍ବରଙ୍କ ପାଇଁ ଭଲ ଜୀବନଯାପନ କରିବା ପାଇଁ କହିଛୁ। ପରେମଶ୍ବର ତୁମ୍ଭମାନଙ୍କୁ ନିଜ ରାଜ୍ଯ ଓ ମହିମା ପ୍ରାପ୍ତ କରିବା ପାଇଁ ଡ଼ାକୁଛନ୍ତି। 13 ତୁମ୍େଭମାେନ ଆମ୍ଭମାନଙ୍କଠାରୁ ଶୁଣିଥିବା ଶିକ୍ଷାଗୁଡ଼ିକୁ ମଣିଷମାନଙ୍କର ନୁେହଁ ବରଂ ପରେମଶ୍ବରଙ୍କ ବାକ୍ଯ େବାଲି ଭାବି ଗ୍ରହଣ କରିଥିବାରୁ, ଆମ୍େଭ ପରେମଶ୍ବରଙ୍କୁ ଅନବରତ ଧନ୍ଯବାଦ ଜଣାଉଛୁ। ଏହା ପ୍ରକୃତ େର ପରେମଶ୍ବରଙ୍କ ଶିକ୍ଷା। ଏହି ଶିକ୍ଷାର ପ୍ରଭାବ, ବିଶ୍ବାସୀ େଯ ତୁମ୍େଭମାେନ, ତୁମ୍ଭମାନଙ୍କ ଉପେର ପଡ଼ିଛି। 14 ଭାଇ ଓ ଭଉଣୀମାେନ! ତୁମ୍େଭମାେନ ୟିହୂଦା େର290 ଥିବା ଖ୍ରୀଷ୍ଟ ଯୀଶୁଙ୍କଠା େର ପରେମଶ୍ବରଙ୍କ ମଣ୍ଡଳୀଗୁଡ଼ିକର େଲାକମାନଙ୍କ ଭଳି େହାଇଛ। ୟିହୂଦା େର ପରେମଶ୍ବରଙ୍କ େଲାକମାେନ ଅନ୍ୟ ଯିହୂଦୀମାନଙ୍କଠାରୁ ଯାତନା େଭାଗ କରିଥିେଲ। ତୁମ୍େଭମାେନ ନିଜ େଦଶର େଲାକମାନଙ୍କଠାରୁ ମଧ୍ଯ େସହିଭଳି ଯାତନା ପାଇଛ। 15 େସ ଯିହୂଦୀମାେନ ପ୍ରଭୁ ଯୀଶୁଙ୍କୁ ମାରି େଦେଲ। େସମାେନ ଭବିଷ୍ଯଦ୍ ବକ୍ତାମାନଙ୍କୁ ମଧ୍ଯ ମାରି େଦେଲ। େସହି ଯିହୂଦୀମାେନ ଆମ୍ଭକୁ େସହି ଅଞ୍ଚଳ ଛାଡ଼ିବା ପାଇଁ ବାଧ୍ଯ କେଲ। ପରେମଶ୍ବର େସମାନଙ୍କଠା େର ସନ୍ତୁଷ୍ଟ ନୁହଁନ୍ତି। େସମାେନ ସମଗ୍ର ମାନବ ଜାତିର ବିେରାଧୀ। 16 େସମାେନ ଆମ୍ଭକୁ ଅଣଯିହୂଦୀମାନଙ୍କ ନିକଟେର ଶିକ୍ଷା େଦବା ପାଇଁ ଅଟକାଇବାକୁ େଚଷ୍ଟା କରନ୍ତି। ଅଣୟିହୁଦୀମାେନ ଉଦ୍ଧାର ହୁଅନ୍ତୁ, ଏହି ଉଦ୍ଦେଶ୍ଯ େର ଆମ୍େଭ େସମାନଙ୍କୁ ଶିକ୍ଷା ଦେଉ। କିନ୍ତୁ ଯିହୂଦୀମାେନ ପୂର୍ବରୁ କରିଥିବା ପାପଗୁଡ଼ିକର ସୂଚୀ, ବର୍ତ୍ତମାନ ମଧ୍ଯ ବଢ଼ି ଚାଲିଛି। ଏେବ ପୂର୍ଣ୍ଣଭାବେର ପରେମଶ୍ବରଙ୍କ େକାର୍ଧ େସମାନଙ୍କ ଉପେର ଆସି ପଡ଼ିଲାଣି। 17 ଭାଇ ଓ ଭଉଣୀମାେନ! ଆମ୍େଭ ଅଳ୍ପ ସମୟ ପାଇଁ ତୁମ୍ଭମାନଙ୍କ ପାଖରୁ ଦୂର େର ଥିଲୁ। ଆମ୍େଭ ଶାରୀରିକ ଭାବେର େସଠାେର ନ ଥିେଲ ମଧ୍ଯ, ଆମ୍ଭର ଚିନ୍ତାଗୁଡ଼ିକ େସଠାେର ଅଛି। ଆମ୍େଭ ତୁମ୍ଭମାନଙ୍କୁ େଦଖିବା ଲାଗି ବ୍ଯଗ୍ର ଥିଲୁ ଓ େସଥିପାଇଁ ଅଧିକ ଯତ୍ନ ମଧ୍ଯ କରିଥିଲୁ। 18 ଆମ୍େଭ ତୁମ୍ଭମାନଙ୍କ ପାଖକୁ ଆସିବାକୁ େଚଷ୍ଟା କରିଥିଲୁ। ମୁଁ ପାଉଲ ନିେଜ େକେତ ଥର ଆସିବାକୁ େଚଷ୍ଟା କରିଛି, କିନ୍ତୁ ଶୟତାନ ଆମ୍ଭକୁ ବାଧା େଦଇଛି। 19 ତୁମ୍େଭମାେନ ଆମ୍ଭର ଆଶା, ଆମ୍ଭର ଆନନ୍ଦ ଓ ଆମ୍ଭର ମୁକୁଟ। େଯେତେବେଳ ଆମ୍ଭମାନଙ୍କର ପ୍ରଭୁଯୀଶୁ ଆସିେବ, ଆମ୍େଭ ତୁମ୍ଭମାନଙ୍କ ପାଇଁ ଗର୍ବ ଅନୁଭବ କରିବୁ। 20 ପ୍ରକୃତ େର ତୁମ୍େଭମାେନ ଆମ୍ଭର ମହିମା ଓ ଆମ୍ଭର ଆନନ୍ଦ ଅଟ।

3:1 ଆମ୍େଭ ତୁମ୍ଭମାନଙ୍କ ପାଖକୁ ଆସିପାରି ନ ଥିଲୁ, କିନ୍ତୁ ଅଧିକ ଅପେକ୍ଷା କରିବା ମଧ୍ଯ ଅତ୍ଯନ୍ତ କଷ୍ଟଦାୟକ ଥିଲା। 2 ଅତଏବ ଆଥୀନୀ େର ଏକା ରହି ଯାଇ, ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇବାକୁ ଆମ୍େଭ ସ୍ଥିର କଲୁ। ତୀମଥି ଆମ୍ଭର ଭାଇ। େସ ପରେମଶ୍ବରଙ୍କ ଲାଗି େମା ସହିତ କାମ କରନ୍ତି। େଲାକମାନଙ୍କୁ ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରନ୍ତି। ତୁମ୍ଭମାନଙ୍କ ବିଶ୍ବାସ େର ଶକ୍ତି ଉତ୍ସାହ ଆଣିବା ପାଇଁ ଆମ୍େଭ ତୀମଥିଙ୍କୁ ପଠାଇଥୁଲୁ। 3 ଆମ୍େଭ ଏେବ େଯଉଁ ଅସୁବିଧା େର ଅଛୁ, େସଥି େର ତୁମ୍େଭମାେନ େକହି େଯପରି ବିବ୍ରତ ନ ହୁଅ, େସଥିପାଇଁ ଆମ୍େଭ ତୀମଥିଙ୍କୁ ପଠାଇଲୁ। ତୁମ୍େଭମାେନ ଜାଣିଥିଲ େଯ ଆମ୍େଭ ଭବିଷ୍ଯତ୍ େର ଏଭଳି କଷ୍ଟ ନିଶ୍ଚୟ ପାଇବା। 4 େଯେତେବେଳ ଆମ୍େଭ ତୁମ୍ଭମାନଙ୍କ ସହିତ ଥିଲୁ, ଆମ୍େଭ ତୁମ୍ଭମାନଙ୍କୁ କହିଥିଲୁ େଯ, ଆମ୍େଭ ଅସୁବିଧାଗୁଡ଼ିକର ସମ୍ମୁଖୀନ େହବାକୁ ବାଧ୍ଯ। ତୁମ୍େଭମାେନ ଜାଣିଛ େଯ, ଆମ୍େଭ େଯଭଳି କହିଥିଲୁ, େସହିଭଳି ସବୁ ଘଟିଛି। 5 ତୁମ୍ଭମାନଙ୍କ ବିଶ୍ବାସ ବିଷୟ େର ଜାଣି ପାରିବା ଉଦ୍ଦେଶ୍ଯ େର ମୁଁ ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଥିଲି। ଅଧିକ ଅପେକ୍ଷା କରିବାକୁ ର୍ଧୈୟ୍ଯ ନ ଥିବାରୁ, ମୁଁ ତାହାଙ୍କୁ ପଠାଇଥିଲି। େମାର ଭୟ ଥିଲା େଯ, କାଳେ ପ୍ରଲୋଭନକାରୀ ଶୟତାନ ତୁମ୍ଭମାନଙ୍କୁ ପ୍ରଲୋଭନ ଦ୍ବାରା ପରାଜିତ କରିଥିବ। ତା' େହେଲ ଆମ୍ଭର କେଠାର ପରିଶ୍ରମ ବ୍ଯର୍ଥ େହାଇଯିବ। 6 କିନ୍ତୁ ତୀମଥି ତୁମ୍ଭମାନଙ୍କ ପାଖରୁ ଆମ୍ଭମାନଙ୍କ ପାଖକୁ େଫରି ଆସିଛନ୍ତି। େସ ତୁମ୍ଭମାନଙ୍କର ବିଶ୍ବାସ ଓ ପ୍ େରମର ସୁଖବର ଆମ୍ଭକୁ େଦଇଛନ୍ତି। ତୁମ୍େଭମାେନ ଆମ୍ଭକୁ ସର୍ବଦା ମେନ ପକାଉଛ େବାଲି ତୀମଥି ଆମ୍ଭକୁ କହିେଲ। ତୁମ୍େଭମାେନ ଆମ୍ଭକୁ ଆଉଥେର େଦଖିବାକୁ ଗଭୀର ଭାବେର ଚାହଁ େବାଲି େସ ଆମ୍ଭକୁ କହିେଲ। ଆମ୍ଭର ମଧ୍ଯ େସହି ଇଚ୍ଛା। ଆମ୍େଭମାେନ ତୁମ୍ଭକୁ େଦଖିବାକୁ ପ୍ରବଳ ଆଗ୍ରହୀ। 7 ଅତଏବ ଭାଇ ଓ ଭଉଣୀମାେନ! ତୁମ୍ଭମାନଙ୍କ ବିଶ୍ବାସ େୟାଗୁ ଆମ୍େଭ ସାନ୍ତ୍ବନା ଲାଭ କଲୁ। ଆମ୍ଭର ଅନେକ କଷ୍ଟ ଓ ଯାତନା ଥିେଲ ମଧ୍ଯ, ଆମ୍େଭ ସାନ୍ତ୍ବନା ଲାଭ କରିଛୁ। 8 ତୁମ୍େଭମାେନ ପ୍ରଭୁଙ୍କଠା େର ଦୃଢ଼ ରହିେଲ, ଆମ୍ଭର ଜୀବନ ପ୍ରକୃତ େର ସଫଳ ହୁଏ। 9 ତୁମ୍ଭମାନଙ୍କ କାରଣରୁ ଆମ୍ଭ ପରେମଶ୍ବରଙ୍କ ଆଗ େର ଆମ୍ଭର ମହାନ୍ ଆନନ୍ଦ। ଅତଏବ ତୁମ୍ଭମାନଙ୍କ ଲାଗି ଆମ୍େଭ ପରେମଶ୍ବରଙ୍କୁ ଧନ୍ଯବାଦ ଅର୍ପଣ କରୁଛୁ। କିନ୍ତୁ ଆମ୍େଭ େଯେତ ଆନନ୍ଦ ଅନୁଭବ କରୁଛୁ, େସହି ଅନୁପାତ େର ଆମ୍େଭ ତାଙ୍କୁ ଧନ୍ଯବାଦ େଦଇପାରିବୁ ନାହିଁ। 10 ଦିନରାତି ଆମ୍େଭ ଅତି ଦୃଢ଼ତାର ସହିତ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରି ଚାଲିଛୁ। ତୁମ୍ଭମାନଙ୍କର ବିଶ୍ବାସକୁ ଦୃଢ଼ କରିବା ଲାଗି ଓ ତୁମ୍ଭମାନଙ୍କ ବିଶ୍ବାସ େର ଯାହାକିଛି ଅଭାବ ଅଛି, ତାହା େଯାଗଇ େଦବା ପାଇଁ ଆମ୍େଭ ତୁମ୍ଭମାନଙ୍କ ପାଖକୁ ଆସିବାକୁ ଓ େଦଖିବା ପାଇଁ ପ୍ରାର୍ଥନା କରୁଛୁ। 11 ଆମ୍ଭର ପରେମଶ୍ବର, ପରମପିତା ଓ ଆମ୍ଭର ପ୍ରଭୁଯୀଶୁ ତୁମ୍ଭମାନଙ୍କ ପାଖ େର ପହଁଞ୍ଚିବା ପାଇଁ ମାର୍ଗ ପ୍ରସ୍ତୁତ କରନ୍ତୁ େବାଲି, ଆମ୍େଭ ପ୍ରାର୍ଥନା କରୁଛୁ। 12 ତୁମ୍ଭମାନଙ୍କର ପ୍ େରମ ବୃଦ୍ଧି େହଉ େବାଲି, ଆମ୍େଭ ପ୍ରଭୁଙ୍କୁ ପ୍ରାର୍ଥନା କରୁଛୁ। ପରସ୍ପର ନିମନ୍େତ ଓ ଅନ୍ୟ ସମସ୍ତଙ୍କ ପାଇଁ େସ ତୁମ୍ଭମାନଙ୍କୁ ଅଧିକରୁ ଅଧିକ ପ୍ େରମ ପ୍ରଦାନ କରନ୍ତୁ, ଆମ୍େଭ ଏହି ପ୍ରାର୍ଥନା କରୁଛୁ। ଆମ୍େଭ େଯଭଳି ତୁମ୍ଭମାନଙ୍କୁ ଭଲ ପାଉ, େସହିଭଳି ତୁମ୍େଭମାେନ ସମସ୍ତଙ୍କୁ ଭଲ ପାଅ େବାଲି ଆମ୍େଭ ପ୍ରାର୍ଥନା କରୁଛୁ। 13 ତୁମ୍ଭମାନଙ୍କର ହୃଦୟ ଦୃଢ଼ େହଉ େବାଲି ଆମ୍େଭ ପ୍ରାର୍ଥନା କରୁ। େତେବ େଯେତେବେଳ ଆମ୍ଭ ପ୍ରଭୁଯୀଶୁ ନିଜର ସମସ୍ତ ପବିତ୍ର େଲାକଙ୍କ ଗହଣ େର ଆସିେବ, ତୁମ୍େଭମାେନ ପରମପିତା ପରେମଶ୍ବରଙ୍କ ଆଗ େର ପବିତ୍ର ଭାବେର ଓ େଦାଷରହିତ େହାଇ ଠିଆ େହାଇପାରିବ।

4:1 ଭାଇ ଓ ଭଉଣୀମାେନ! ବର୍ତ୍ତମାନ ତୁମ୍ଭମାନଙ୍କୁ େମାର େକେତକ ଅନ୍ୟ କଥାଗୁଡ଼ିକ କହିବାକୁ ଅଛି। ପରେମଶ୍ବରଙ୍କୁ ପ୍ରସନ୍ନ କରିପାରୁଥିବା ଜୀବନଯାପନ ପ୍ରଣାଳୀ ବିଷୟ େର ଆମ୍େଭମାେନ ତୁମ୍ଭମାନଙ୍କୁ ଶିଖାଇଛୁ। ତୁମ୍େଭମାେନ େସହିଭଳି ଜୀବନଯାପନ କରୁଛ। ପ୍ରଭୁଯୀଶୁଙ୍କ ପାଇଁ ଅଧିକରୁ ଅଧିକ େସହିଭଳି ଜୀବନଯାପନ କରିବା ପାଇଁ ଆମ୍େଭ ତୁମ୍ଭମାନଙ୍କୁ କହୁଛୁ ଓ ଉତ୍ସାହିତ ମଧ୍ଯ କରୁଛୁ। 2 ତୁମ୍େଭମାେନ ଜାଣିଛ େଯ, ଆମ୍େଭ ତୁମ୍ଭମାନଙ୍କୁ କ'ଣ କରିବା ପାଇଁ କହିଛୁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅଧିକାର ମାଧ୍ଯମ େର ଆମ୍େଭ ତୁମ୍ଭମାନଙ୍କୁ େସହି କଥାଗୁଡ଼ିକ କହିଛୁ। ପରେମଶ୍ବର ଇଚ୍ଛା କରନ୍ତି େଯ, ତୁମ୍େଭମାେନ ପବିତ୍ର ହୁଅ। 3 େସ ଚାହାଁନ୍ତି େଯ, ତୁମ୍େଭମାେନ ୟୌନଗତ ପାପଗୁଡ଼ିକରୁ ଦୂର େର ରୁହ। 4 "ପରେମଶ୍ବର ଚାହାଁନ୍ତି େଯ, ତୁମ୍େଭମାେନ ପ୍ରେତ୍ୟକକ ନିଜ ଶରୀରକୁ ସଂୟମ କରିବାକୁ ଶିଖ। ତୁମ୍େଭମାେନ ନିଜ ଶରୀରକୁ ଏପରି ବ୍ଯବହାର କର େଯ, ତାହା ପବିତ୍ର େହବ ଓ ପରେମଶ୍ବରଙ୍କୁ େଗୗରବ ଦେବ। ତୁମ୍ଭମାନଙ୍କ ଶରୀରକୁ କାମାସକ୍ତର ବଶବର୍ତ୍ତୀ େହବାକୁ ଦିଅ ନାହିଁ।291 5 େଯଉଁମାେନ ପରେମଶ୍ବରଙ୍କୁ ଜାଣନ୍ତି ନାହିଁ, େସମାେନ ନିଜ ଶରୀରର ଏପରି ବ୍ଯବହାର କରନ୍ତି। 6 ଖ୍ରୀଷ୍ଟଙ୍କଠା େର ତୁମ୍ଭମାନଙ୍କ ଭାଇ ବିରୁଦ୍ଧ େର େକୗଣସି ମନ୍ଦକାର୍ୟ୍ଯ କର ନାହିଁ ଓ ଏହି ବିଷୟ େର ତାହାଙ୍କୁ ଠକ ନାହିଁ। େଯଉଁମାେନ ଏଭଳି କାମ କରିେବ, େସମାନଙ୍କୁ ପରେମଶ୍ବର ଦଣ୍ଡ େଦେବ। ଆମ୍େଭ ଏ ବିଷୟ େର ଆଗରୁ ତୁମ୍ଭମାନଙ୍କୁ କହିଛୁ ଓ ସତର୍କ କରିଛୁ। 7 ପରେମଶ୍ବର ଆମ୍ଭକୁ ପବିତ୍ର େହବା ପାଇଁ ଆହ୍ବାନ କରିଛନ୍ତି। ଆମ୍େଭ ପାପେର ଜୀବନ ଯାପନ କରିବା ପାଇଁ େସ ଚାହାଁନ୍ତି ନାହିଁ। 8 ଅତଏବ େଯଉଁ େଲାକ ଏହି ଶିକ୍ଷାକୁ ଅବମାନନା କେର, େସ ପରେମଶ୍ବରଙ୍କ ଅବମାନନା କେର, ମଣିଷକୁ ନୁେହଁ। ପରେମଶ୍ବର ତାଙ୍କର ପବିତ୍ରଆତ୍ମା ତୁମ୍ଭମାନଙ୍କୁ ପ୍ରଦାନ କରି ଥାଆନ୍ତି। 9 ଖ୍ରୀଷ୍ଟଙ୍କଠା େର ତୁମ୍ଭମାନଙ୍କର ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ େରମଭାବ ବିଷୟ େର ତୁମ୍ଭମାନଙ୍କୁ ଲେଖିବାର ଆବଶ୍ଯକତା ନାହିଁ। ପରସ୍ପରକୁ ପ୍ େରମ କରିବା ପାଇଁ ପରେମଶ୍ବର ତୁମ୍ଭମାନଙ୍କୁ ଆଗରୁ ଶିଖାଇଛନ୍ତି। 10 ସମଗ୍ର ମାକିଦନିଆର ଭାଇ ଓ ଭଉଣୀମାନଙ୍କୁ ତୁମ୍େଭମାେନ ପ୍ରକୃତ େର ଭଲ ପାଅ। େହ ଭାଇଭଉଣୀମାେନ ଆମ୍େଭ ଏେବ, େସମାନଙ୍କୁ ଅଧିକରୁ ଅଧିକ ଭଲ ପାଇବାରୁ ତୁମ୍ଭମାନଙ୍କୁ ଉତ୍ସାହିତ କରୁଛୁ। 11 ଶାନ୍ତିପୂର୍ଣ୍ଣ ଜୀବନଯାପନ ପାଇଁ ଯାହା ସମ୍ଭବ, ତାହା କର। ନିଜ କାର୍ୟ୍ଯର ଯତ୍ନ ନିଅ। ନିଜ ହାତ େର କାମ କର। ଆମ୍େଭ ଏହି କଥାଗୁଡ଼ିକ କରିବା ପାଇଁ ତୁମ୍ଭମାନଙ୍କୁ ଆଗରୁ କହିଛୁ। 12 େଯଉଁମାେନ ବିଶ୍ବାସ କରନ୍ତି ନାହିଁ, େସମାେନ ମଧ୍ଯ, ଏପରି କାମ କରିବା ଓ ଜୀବନଯାପନ େଦଖି ତୁମ୍ଭମାନଙ୍କୁ ସମ୍ମାନ େଦେବ। ତୁମ୍ଭମାନଙ୍କୁ ମଧ୍ଯ ନିଜ ଆବଶ୍ଯକତାଗୁଡ଼ିକ ପାଇଁ ଅନ୍ୟ େଲାକମାନଙ୍କ ଉପେର ନିର୍ଭର କରିବାକୁ ପଡ଼ିବ ନାହିଁ। 13 ଭାଇ ଓ ଭଉଣୀମାେନ! ମୃତମାନଙ୍କ ବିଷୟ େର ତୁମ୍େଭମାେନ ଅଜ୍ଞାତ ରୁହ େବାଲି ଆମ୍େଭ ଚାହୁଁ ନାହୁଁ। ଭରସା ପାଇ ନ ଥିବା ଅନ୍ୟ େଲାକଙ୍କ ଭଳି ତୁମ୍େଭମାେନ ଦୁଃଖି ହୁଅ େବାଲି ଆମ୍େଭ ଚାହୁଁ ନାହୁଁ। 14 ଆମ୍େଭ ବିଶ୍ବାସ କରୁ େଯ, ଯୀଶୁ ମେଲ। କିନ୍ତୁ ଆମ୍େଭ ବିଶ୍ବାସ କରୁ େଯ, ଯୀଶୁ ପୁନରୁତ୍ଥିତ େହେଲ। ଅତଏବ, ଯୀଶୁଙ୍କ େହତୁ ଯୀଶୁଙ୍କ ସହିତ ମୃତ ବ୍ଯକ୍ତିମାନଙ୍କୁ ପରେମଶ୍ବର ଏକାଠି ଆଣିେବ। 15 ଆମ୍େଭ ଏେବ ତୁମ୍ଭମାନଙ୍କୁ ପ୍ରଭୁଙ୍କ ନିଜ ଶିକ୍ଷା କହୁଛୁ। ପ୍ରଭୁ ପୁନର୍ବାର ଆସିବା େବେଳ ଆମ୍ଭମାନଙ୍କ ଭିତରୁ େଯଉଁମାେନ ବର୍ତ୍ତମାନ ଜୀବିତ, େସମାେନ େସ ପର୍ୟ୍ଯନ୍ତ ଜୀବିତ ରହିଥିେବ। ଆମ୍େଭ େଯଉଁମାେନ ଜୀବିତ ଥିବୁ, ପ୍ରଭୁଙ୍କ ସହିତ ରହିବୁ ଏହା ସତ୍ଯ ; କିନ୍ତୁ େଯଉଁମାେନ ମରି ଯାଇଛନ୍ତି, େସମାେନ ଆମ୍ଭମାନଙ୍କ ପୂର୍ବରୁ ତାହାଙ୍କ ଉପସ୍ଥିତି ମଧ୍ଯକୁ ଯିେବ। 16 ସ୍ବର୍ଗରୁ ପ୍ରଭୁ ନିେଜ ଓହ୍ଲାଇ ଆସିେବ। େସେତେବେଳ ଉଚ୍ଚ ସ୍ବର େର ଏକ ଆେଦଶ େହବ। ମୁଖ୍ଯ ସ୍ବର୍ଗଦୂତଙ୍କ ସ୍ବର ଓ ପରେମଶ୍ବରଙ୍କ ତୂରୀନାଦ ମାଧ୍ଯମ େର ଏହି ଆେଦଶ ଦିଆ େହବ। େଯଉଁମାେନ ଖ୍ରୀଷ୍ଟଙ୍କଠା େର ଥାଇ ମରିଛନ୍ତି, େସମାେନ ପ୍ରଥମ େର ପୁନରୁତ୍ଥିତ େହେବ। 17 ତା'ପେର େସ ସମୟେର ଆମ୍େଭ ଜୀବିତ ଥିବା େଲାେକ ମୃତେଲାକମାନଙ୍କ ସହିତ ଏକାଠି ରୁଣ୍ଡ େହବା। ଆମ୍ଭକୁ ମେଘମାଳା ଭିତରକୁ ନିଆୟିବ ଓ େସଠାେର ବାଯୁମଣ୍ଡଳ େର ଆମ୍େଭ ପ୍ରଭୁଙ୍କୁ ସାକ୍ଷାତ କରିବୁ। 18 ଏବଂ ଆମ୍େଭ ପ୍ରଭୁଙ୍କ ସହିତ ସବୁ ଦିନ ପାଇଁ ରହିବୁ। ଅତଏବ ଏହିସବୁ କଥା କହି ପରସ୍ପରକୁ ସାନ୍ତ୍ବନା ଦିଅ।

5:1 ଭାଇ ଓ ଭଉଣୀମାେନ! ସମୟଗୁଡ଼ିକ ଓ ତାରିଖଗୁଡ଼ିକ ବିଷୟ େର ଏେବ କିଛି ଲେଖିବାର ଆବଶ୍ଯକତା ନାହିଁ। 2 କାରଣ ଏହା ତୁମ୍େଭ ଭଲ ଭାେବ ଜାଣ େଯ, ଜେଣ େଚାର ରାତି େର ଆସିବା ଭଳି, ପ୍ରଭୁଙ୍କର ପୁନରାଗମନ ଦିନଟି ଆଶ୍ଚର୍ୟ୍ଯଜନକ େହବ। 3 େଲାକେ କହିେବ : "ଆମ୍େଭ ଶାନ୍ତି ପାଇଛୁ ଓ ସୁରକ୍ଷିତ ଅଛୁ।" େସହି ସମୟେର ଗର୍ଭବତୀ ସ୍ତ୍ରୀର ପ୍ରସବ-ବେଦନା େହଲା ଭଳି, ହଠାତ୍ ତାହାଙ୍କ ପାଇଁ ବିନାଶ ଆସିବ ଓ େସମାେନ ରକ୍ଷା ପାଇପାରିେବ ନାହିଁ। 4 କିନ୍ତୁ ତୁମ୍ଭ ଭାଇ ଓ ଭଉଣୀମାନଙ୍କ ପାଇଁ େସହି ଦିନଟି େଚାର ଆସିବା ଭଳି ଆଶ୍ଚର୍ୟ୍ଯର କଥା େହବ ନାହିଁ, କାରଣ ତୁମ୍େଭମାେନ ଅନ୍ଧକାର େର ବାସ କରୁ ନାହଁ। 5 ତୁମ୍େଭ ସମସ୍େତ େହଉଛ ଆେଲାକର ସନ୍ତାନ ଓ ଦିନର ସନ୍ତାନ। ଆମ୍େଭମାେନ ରାତ୍ରି େର କିମ୍ବା ଅନ୍ଧକାର େର ନାହୁଁ। 6 ଅତଏବ ଆମ୍େଭମାେନ ଅନ୍ୟ େଲାକମାନଙ୍କ ଭଳି େଶାଇ ରହିବା ଉଚିତ୍ ନୁେହଁ। ଆମ୍େଭ ଜାଗ୍ରତ ରହିବା ଦରକାର। ନିଜ ଉପେର ଆମ୍ଭର ସଂୟମ ଥିବା ଆବଶ୍ଯକ। 7 େଯଉଁ େଲାକମାେନ ଶୁଅନ୍ତି, େସମାେନ ରାତି େର ଶୁଅନ୍ତି। େଯଉଁମାେନ ମାତାଲ ହୁଅନ୍ତି, େସମାେନ ରାତି େର ମାତାଲ ହୁଅନ୍ତି। 8 କିନ୍ତୁ ଆମ୍େଭ ଦିନର େହାଇଥିବାରୁ ନିଜକୁ ସଂୟମ କରିବା ଆବଶ୍ଯକ। ବିଶ୍ବାସ ଓ ପ୍ େରମର ସାଞ୍ଜୁ ପିନ୍ଧିବା ଓ ପରିତ୍ରାଣର ଭରସାକୁ ଶିରସ୍ତ୍ରାଣ ରୂେପ ପରିଧାନ କରିବା ଦରକାର। 9 େଯ େହତୁ ପରେମଶ୍ବର ଆମ୍ଭକୁ ତାହାଙ୍କ େକାର୍ଧର ବିଷୟ େହବା ପାଇଁ ବାଛି ନାହାଁନ୍ତି। ବରଂ ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ େର ମୁକ୍ତି ପାଇବା ପାଇଁ ପରେମଶ୍ବର ଆମ୍ଭକୁ ବାଛିଛନ୍ତି। 10 ଆମ୍େଭ ଯୀଶୁଖ୍ରୀଷ୍ଟଙ୍କ ସହିତ ରହି ପାରିବା େବାଲି, େସ ଆମ୍ଭ ପାଇଁ ମେଲ। େଯେତେବେଳ ଯୀଶୁ ଆସିେବ, େସହି ସମୟେର ଆମ୍େଭ ଜୀବିତ ରହିବା କି ମରିଯାଇଥିବା, ତାହା ମହତ୍ବପୂର୍ଣ୍ଣ ନୁେହଁ। 11 ଅତଏବ ପରସ୍ପରକୁ ସାନ୍ତ୍ବନା ଦିଅ, ଜେଣ ଅନ୍ୟ ଜଣକୁ ଆଧ୍ଯାତ୍ମିକ ଭାବେର ଗଢ଼ ଏବଂ ପରସ୍ପରଠା େର ନିଷ୍ଠା ଜନ୍ମାଅ। ତୁମ୍େଭ ଏେବ ମଧ୍ଯ େସଇଆ କରୁଛ। 12 ଭାଇ ଓ ଭଉଣୀମାେନ! େଯଉଁମାେନ ତୁମ୍ଭମାନଙ୍କ ସହିତ କେଠାର ପରିଶ୍ରମ କରୁଛନ୍ତି, ଓ ପ୍ରଭୁଙ୍କଠା େର ତୁମ୍ଭକୁ ନେତୃତ୍ବ ଦେଉଛନ୍ତି ଓ ତୁମ୍ଭକୁ ଉପେଦଶ ପ୍ରଦାନ କରୁଛନ୍ତି, େସମାନଙ୍କୁ ସମ୍ମାନ େଦବା ପାଇଁ ଆମ୍େଭ ନିବେଦନ କରୁଛୁ। 13 ତୁମ୍ଭମାନଙ୍କ ମଧିଅେର କାମ କରୁଥିବା େୟାଗୁ, େସମାନଙ୍କୁ ପ୍ େରମ କର ଓ େସମାନଙ୍କୁ ବିଶେଷ ସମ୍ମାନ େଦଖାଅ। 14 ପରସ୍ପର ଶାନ୍ତି େର ରୁହ। େଯଉଁମାେନ କାମ କରୁ ନାହାଁନ୍ତି, ଭାଇ ଓ ଭଉଣୀମାେନ, େସମାନଙ୍କୁ ସତର୍କ କରିଦିଅ। େଯଉଁମାେନ ଭୟ େର ଅଛନ୍ତି, େସମାନଙ୍କୁ ଉତ୍ସାହିତ କର। ଦୁର୍ବଳ େଲାକଙ୍କୁ ସାହାୟ୍ଯ କର। ପ୍ରେତ୍ୟକକ େଲାକ ପାଇଁ ର୍ଧୈୟ୍ଯବାନ ହୁଅ। 15 େଦଖ, େଯପରି େକହି ଅପକାର ବଦଳ େର ଅପକାର ନ କରୁ। ପରସ୍ପର ପାଇଁ ଓ ସମସ୍ତ େଲାକଙ୍କ ପାଇଁ ଉତ୍ତମ ବିଷୟ, ସବୁେବେଳ କରିବା ପାଇଁ ସର୍ବଦା େଚଷ୍ଟା କର। 16 ସଦାସର୍ବଦା ଆନନ୍ଦିତ ରୁହ। 17 କଦାପି ପ୍ରାର୍ଥନା କରିବା ବନ୍ଦ କର ନାହିଁ। 18 ସର୍ବଦା ପରେମଶ୍ବରଙ୍କୁ ଧନ୍ଯବାଦ ଜଣାଉଥାଅ। ପରେମଶ୍ବର ଖ୍ରୀଷ୍ଟଯୀଶୁଙ୍କଠା େର ତୁମ୍ଭମାନଙ୍କ ପାଇଁ ଏହା ଚାହାଁନ୍ତି। 19 କଦାପି ପବିତ୍ର ଆତ୍ମାର କାର୍ୟ୍ଯ ବନ୍ଦ କର ନାହିଁ। 20 ଭବିଷ୍ଯଦ୍ ବକ୍ତାମାନଙ୍କର କଥାଗୁଡ଼ିକୁ ତୁଚ୍ଛ େବାଲି ମେନକର ନାହିଁ। 21 କିନ୍ତୁ ପ୍ରେତ୍ୟକକ କଥାର ସତ୍ଯାସତ୍ଯ ପରୀକ୍ଷା କରି ଯାହା ଭଲ ତାହାକୁ ଧରି ରଖ। 22 ସମସ୍ତ ପ୍ରକାରର ମନ୍ଦଠାରୁ ଦୂର େର ରୁହ। 23 ପରେମଶ୍ବରଙ୍କଠା େର ଆମ୍େଭ ପ୍ରାର୍ଥନା କରୁ େଯ, େସହି ଶାନ୍ତିର ପରେମଶ୍ବର ତୁମ୍ଭମାନଙ୍କୁ ପବିତ୍ର କରନ୍ତୁ ଓ ପୂର୍ଣ୍ଣଭାବେର ତାହାଙ୍କ ନିଜର କରିନିଅନ୍ତୁ। ଆମ୍େଭ ପ୍ରାର୍ଥନା କରୁ େଯ, ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟ ଆସିଲା େବେଳ ତୁମ୍ଭମାନଙ୍କର ସମ୍ପୂର୍ଣ୍ଣ ଅସ୍ତିତ୍ବ - ଅର୍ଥାତ୍ ଆତ୍ମା, ପ୍ରାଣ ଓ ଶରୀର - ମନ୍ଦରହିତ େହାଇ ସୁରକ୍ଷିତ ରହୁ। 24 େଯଉଁ ପରେମଶ୍ବର ତୁମ୍ଭମାନଙ୍କୁ ଡ଼ାକିଛନ୍ତି, ତୁମ୍େଭମାେନ ତାହାଙ୍କ ଉପେର ଭରସା ରଖ। ୟିଏ ତୁମ୍ଭମାନଙ୍କୁ ଡ଼ାକିଛନ୍ତି, େସ ସବୁ କିଛି କରିେବ। 25 ଭାଇ ଓ ଭଉଣୀମାେନ ! ଆମ୍ଭ ପାଇଁ ପ୍ରାର୍ଥନା କର। 26 ଏକତ୍ରୀତ େହଲା େବେଳ, ସମସ୍ତ ଭାଇ ଓ ଭଉଣୀମାନଙ୍କୁ ପବିତ୍ର ଚୁମ୍ବନ େଦଇ ନମସ୍କାର କର। 27 ପ୍ରଭୁଙ୍କର କ୍ଷମତା ଦ୍ବାରା ମୁଁ ଏହି ପତ୍ରକୁ ସମସ୍ତ ଭାଇ ଓ ଭଉଣୀମାନଙ୍କୁ ପଢ଼ି ଶୁଣାଇବା ପାଇଁ କହୁଛି। 28 ଆମ୍ଭର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ୍ଭ ସହିତ ରହିଥାଉ।