1 Timothy

1:1 ଖ୍ରୀଷ୍ଟ ଯୀଶୁଙ୍କ ପ୍ େରରିତ, ପାଉଲଙ୍କଠାରୁ ନମସ୍କାର। ଆମ୍ଭର ଉଦ୍ଧାରକର୍ତ୍ତା ପରେମଶ୍ବରଙ୍କ ଆେଦଶ ଦ୍ବାରା ପ୍ େରରିତ ଏବଂ ଆମ୍ଭମାନଙ୍କର ଭରସା ଖ୍ରୀଷ୍ଟ ଯୀଶୁ। 2 ଏହି ପତ୍ର ତୀମଥିଙ୍କ ପାଇଁ। ତୁମ୍େଭ ବିଶ୍ବାସ କରୁଥିବାରୁ େମାର ପ୍ରକୃତ ପୁତ୍ର ଅଟ। 3 ମୁଁ ଚା େହଁ େଯ ତୁମ୍େଭ ଏଫିସଠା େର ରୁହ। ମାକିଦନିଆ ୟିବା େବେଳ ମୁଁ ତୁମ୍ଭକୁ ତାହା କରିବା ପାଇଁ ଅନୁ େରାଧ କରି କହିଥିଲି। ଏଫିସଠା େର େକେତ େଲାକ ଭ୍ରାନ୍ତ ଶିକ୍ଷାଗୁଡ଼ିକ ଦେଉଛନ୍ତି। ଏଫିସଠା େର ରହି ତୁମ୍େଭ େସମାନଙ୍କୁ ଭ୍ରାନ୍ତ ଶିକ୍ଷା ନ େଦବା ପାଇଁ ଆେଦଶ େଦଇ ପାରିବ। 4 େସମାନଙ୍କୁ କୁହ େଯ, େସମାେନ ଅସତ୍ଯ କଥାଗୁଡ଼ିକ କହି ଓ ବଂଶାବଳୀର ଲମ୍ବା ନାମସୂଚୀଗୁଡ଼ିକ େଦଇ ସମୟ ନଷ୍ଟ କରନ୍ତୁ ନାହିଁ। କାରଣ େସଗୁଡ଼ିକ ଦ୍ବାରା କେବଳ ତର୍କବିତର୍କ ହୁଏ। େସଗୁଡ଼ିକ ପରେମଶ୍ବରଙ୍କ କାମ ପାଇଁ ସାହାୟ୍ଯ କେର ନାହିଁ। 5 ଏହି ପ୍ େରମ ପାଇବା ଲାଗି େଲାକଙ୍କର ପବିତ୍ର ହୃଦୟ ଥିବା ଆବଶ୍ଯକ ଓ େସମାେନ ଯାହା ଠିକ୍ େବାଲି ଜାଣନ୍ତି ତାହା ନିଶ୍ଚୟ କରିବା ଦରକାର ଏବଂ େସମାନଙ୍କ ସତ୍ଯ ବିଶ୍ବାସ ତାହାଙ୍କଠା େର ଥିବା ଦରକାର। 6 େକେତ େଲାକ ଏହି ବିଷୟଗୁଡ଼ିକ ପ୍ରତି ଧ୍ଯାନ ନ େଦଇ, ପଥଭ୍ରଷ୍ଟ େହାଇଛନ୍ତି। େସମାେନ ଏେବ ମୂଲ୍ଯହୀନ କଥାଗୁଡ଼ିକ କୁହନ୍ତି। 7 େସହି େଲାକମାେନ ବ୍ଯବସ୍ଥାର292 ଶିକ୍ଷାଦାତା େହବାକୁ ଚାହାଁନ୍ତି। କିନ୍ତୁ େସମାେନ କ'ଣ କହୁଛନ୍ତି, ତାହା ଜାଣନ୍ତି ନାହିଁ। େସମାେନ େଯଉଁ ବିଷୟଗୁଡ଼ିକୁ ନିଶ୍ଚତ ଭାେବ ଜାଣିବା ଭଳି େଜାର େଦଇ କହୁଛନ୍ତି, େସହି ଶିକ୍ଷାଗୁଡ଼ିକୁ େସମାେନ ନିେଜ ମଧ୍ଯ ବୁଝି ନ ଥାନ୍ତି। 8 ଆମ୍େଭ ଜାଣୁ େଯ, ବ୍ଯବସ୍ଥା ଭଲ, ଯଦି େଲାେକ ଠିକ୍ ଭାବେର ଏହାକୁ ବ୍ଯବହାର କରନ୍ତି। 9 ଆମ୍େଭ ଏହା ମଧ୍ଯ ଜାଣିଛୁ େଯ, ଭଲ େଲାକଙ୍କ ଲାଗି ବ୍ଯବସ୍ଥାର ଆବଶ୍ଯକତା ନାହିଁ। େଯଉଁ େଲାକମାେନ ବ୍ଯବସ୍ଥା ବିେରାଧୀ ଓ ଆଜ୍ଞାଧୀନ ନୁହଁନ୍ତି, େସହିମାନଙ୍କ ଲାଗି ବ୍ଯବସ୍ଥା ନିର୍ମିତ େହାଇଛି। େଯଉଁମାେନ ପରେମଶ୍ବରଙ୍କ ବିେରାଧୀ ଏବଂ ପାପୀ, ଅପବିତ୍ର, ଧର୍ମବିହୀନ, ମାତାପିତାଙ୍କ ହତ୍ଯାକାରୀ ତଥା ନରହତ୍ଯାକାରୀ, 10 ୟୌନ ପାପାଚରଣ କରୁଥିବା େଲାେକ, ସମଲିଙ୍ଗୀ ୟୌନ ଅଭିଳାଷୀ, ଦାସମାନଙ୍କ ବିକ୍ େରତା, ମିଥ୍ଯାବାଦୀ, ମିଥ୍ଯା ଶପଥ ନେଉଥିବା େଲାେକ ଓ ପରେମଶ୍ବରଙ୍କ ସତ୍ଶିକ୍ଷାର ବିେରାଧାଚରଣ କରୁଥିବା େଯ େକୗଣସି ବ୍ଯକ୍ତି ପାଇଁ ବ୍ଯବସ୍ଥା ଆବଶ୍ଯକ। 11 ଏହି ଉପେଦଶ ପରେମଶ୍ବର େମାେତ ପ୍ରଚାର କରିବାକୁ େଦଇଥିବା ସୁସମାଚାରର ଅଂଶବିଶେଷ। ଏହି ମହିମାମୟ ସୁସମାଚାର ପରମଧନ୍ଯ ପରେମଶ୍ବରଙ୍କଠାରୁ ଆସିଛି। 12 େମା ପ୍ରତି ଭରସା ରଖି ଏହି େସବା କାର୍ୟ୍ଯ େର ନିୟୁକ୍ତ କରିଥିବାରୁ ମୁଁ ଆମ୍ଭ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କୁ ଧନ୍ଯବାଦ ଦିଏ। େସ େମାେତ ଶକ୍ତି ପ୍ରଦାନ କରନ୍ତି। 13 ଅତୀତ େର ମୁଁ ଯୀଶୁଙ୍କ ବିରୁଦ୍ଧ େର କହିଛି, ତାହାଙ୍କୁ ତାଡ଼ନା େଦଇଛି ଓ ତାହାଙ୍କୁ ଆଘାତ େଦବା ଭଳି କାର୍ୟ୍ଯମାନ କରିଛି। କିନ୍ତୁ ମୁଁ କ'ଣ କରୁଛି େବାଲି ଜାଣି ନ ଥିବାରୁ, ପରେମଶ୍ବର େମାେତ ଦୟା କେଲ। ଅବିଶ୍ବାସୀ ଥିଲା େବେଳ ମୁଁ େସପରି କରିଥିଲି। 14 କିନ୍ତୁ ପ୍ରଭୁଙ୍କର ଅନଗ୍ରହ େମାେତ ସମ୍ପୂର୍ଣ୍ଣ ଭାେବ ମିଳିଲା। େସହି ଅନୁଗ୍ରହ ସହିତ ଖ୍ରୀଷ୍ଟ ଯୀଶୁଙ୍କଠା େର ଥିବା ବିଶ୍ବାସ ଓ ପ୍ େରମ ମଧ୍ଯ େମାେତ ମିଳିଲା। 15 ମୁଁ ଯାହା କହୁଛି ତାହା ସତ୍ଯ ଓ ତୁମ୍େଭ ଏହାକୁ ପୂର୍ଣ୍ଣ ଭାବେର ଗ୍ରହଣ କରିବା ଉଚିତ େଯ ପାପୀମାନଙ୍କୁ ଉଦ୍ଧାର କରିବା ପାଇଁ ଖ୍ରୀଷ୍ଟ ଯୀଶୁ ଜଗତକୁ ଆସିଥିେଲ। ମୁଁ େସମାନଙ୍କ ମଧିଅେର ସବୁଠାରୁ ଜଘନ୍ଯ ପାପୀ। 16 କିନ୍ତୁ େମାତ ଅନୁଗ୍ରହ ମିଳିଲା। େମାେତ ଅନୁଗ୍ରହ ଦିଆଗଲା, ଯାହା ଦ୍ବାରା ଖ୍ରୀଷ୍ଟ ଯୀଶୁ ପ୍ରମାଣିତ କେଲ େଯ େସ େମା ପ୍ରତି ଅସୀମ ର୍ଧୈୟ୍ଯ େଦଖାଇଛନ୍ତି। େମା ଭଳି ବଡ଼ ପାପୀ ପ୍ରତି େସ ର୍ଧୈୟ୍ଯଶୀଳତା େଦଖାଇେଲ। େଯଉଁମାେନ ତାହାଙ୍କୁ ବିଶ୍ବାସ କରିେବ, ଅନନ୍ତ ଜୀବନ ଲାଭ କରିେବ। େସମାନଙ୍କ ପାଇଁ ମୁଁ େଯପରି ଆଦର୍ଶ ସ୍ବରୂପ ହୁଏ, େସଥିପାଇଁ ଖ୍ରୀଷ୍ଟ ଯୀଶୁ ଚାହିଁେଲ। 17 େସହି ଅନନ୍ତକାଳୀନ ରାଜାଙ୍କର େଗୗରବ ଓ ସମ୍ଭ୍ରମ େହଉ। େସ ଅଦୃଶ୍ଯ ଓ ଅକ୍ଷୟ। େଗୗରବ ଓ ସମ୍ଭ୍ରମ ୟୁଗେ ୟୁଗେ କେବଳ ପରେମଶ୍ବରଙ୍କର। ଆେମନ୍। 18 ତୀମଥି ! ତୁମ୍େଭ େମା ପୁତ୍ର ଭଳି। ମୁଁ ତୁମ୍ଭକୁ ଏହି ଆେଦଶ େଦଉଛି। ଅତୀତ େର ତୁମ୍ଭ ବିଷୟ େର ଯାହା ସବୁ ଭବିଷ୍ଯଦ୍ ବାଣୀ କୁହା ଯାଇଥିଲା, ତା'ସହିତ ଏହି ଆେଦଶଟି ଏକମତ ଅେଟ। ମୁଁ ତୁମ୍ଭକୁ ଏଗୁଡ଼ିକ କହୁଛି, େଯପରି ତୁମ୍େଭ େସହି ଭବିଷ୍ଯଦ୍ ବାଣୀର ଅନୁସରଣ କରିବ ଓ ବିଶ୍ବାସର ଉତ୍ତମ ଲଢ଼େଇ ଲଢ଼ି ପାରିବ। 19 ବିଶ୍ବାସ ଜାରି ରଖ। ଯାହା ଠିକ୍ େବାଲି ଭାବୁଛ, ତାହା କର। େକେତ େଲାକ ଏହା କରି ନାହାଁନ୍ତି। େତଣୁ େସମାନଙ୍କର ବିଶ୍ବାସ ନଷ୍ଟ େହାଇଛି। 20 ହୁମନାୟ ଓ ଆଲେକ୍ଜାଣ୍ଡର େସମାନଙ୍କ ମଧ୍ଯରୁ େକେତକ ଅଟନ୍ତି। ମୁଁ େସମାନଙ୍କୁ ଶୟତାନ ହାତ େର େଦଇଛି, ଯାହା ଫଳ େର େସମାେନ ପରେମଶ୍ବରଙ୍କ ବିରୁଦ୍ଧ େର ଆଉ ନ କହିବାକୁ ଶିକ୍ଷା ଲାଭ କରିେବ।

2:1 ସର୍ବପ୍ରଥମେ ସବୁ େଲାକଙ୍କ ପାଇଁ ପ୍ରାର୍ଥନା କରିବାକୁ ମୁଁ ତୁମ୍ଭକୁ କହୁଛି। ସମସ୍ତଙ୍କ ପାଇଁ ପରେମଶ୍ବରଙ୍କୁ କୁହ। େଲାକମାନଙ୍କର ଆବଶ୍ଯକତା ପାଇଁ ତାହାଙ୍କୁ କୁହ ଓ ଧନ୍ଯବାଦ ଦିଅ। 2 ତୁମ୍େଭ ରାଜା ଓ ଅଧିକାରୀମାନଙ୍କ ଲାଗି ପ୍ରାର୍ଥନା କରିବା ଉଚିତ। େତେବ ଆମ୍େଭ ଏକ ଶାନ୍ତିପୂର୍ଣ୍ଣ, ସ୍ଥିର ଜୀବନ ପରେମଶ୍ବରଙ୍କ ପାଇଁ ସମ୍ମାନ ଓ ଭକ୍ତି ଭରା ଜୀବନ ବିତେଇ ପାରିବା। 3 ଏହା ଉତ୍ତମ ଓ ଏହା ଆମ୍ଭର ତ୍ରାଣକର୍ତ୍ତା ପରେମଶ୍ବରଙ୍କୁ ସନ୍ତୁଷ୍ଟ କେର। 4 ପରେମଶ୍ବର ଚାହାଁନ୍ତି େଯ ସମସ୍େତ ଉଦ୍ଧାର ପାଆନ୍ତୁ ଓ ସତ୍ଯକୁ ଜାଣନ୍ତୁ। 5 କେବଳ ଜେଣ ମାତ୍ର ପରେମଶ୍ବର ଅଛନ୍ତି। ମଣିଷ ପାଇଁ ପରେମଶ୍ବରଙ୍କ ନିକଟେର ପହଞ୍ଚିବା ନିମନ୍େତ ଜେଣ ମାତ୍ର ମଧ୍ଯସ୍ଥ ଅଛନ୍ତି। େସହି ମଧ୍ଯସ୍ଥ ଯୀଶୁଖ୍ରୀଷ୍ଟ ଅଟନ୍ତି। େସ ଜେଣ ମଣିଷ। 6 ଯୀଶୁ ସବୁ େଲାକଙ୍କ ପାପ ଲାଗି ନିଜକୁ ଦାନ କରି େଦଇଥିେଲ। ଯୀଶୁ ନିେଜ େହଉଛନ୍ତି ଏହାର ପ୍ରମାଣ େଯ, ପରେମଶ୍ବର ସମସ୍ତ େଲାକଙ୍କର ଉଦ୍ଧାର ଚାହାଁନ୍ତି। 7 େସ ଠିକ୍ ସମୟେର ଆସିଥିେଲ। େସଥିପାଇଁ ସୁସମାଚାର କହିବା ପାଇଁ ମୁଁ ମେନାନୀତ େହାଇଥିଲି। ମୁଁ ପ୍ େରରିତ ରୂେପ ମଧ୍ଯ େସଥିପାଇଁ ମେନାନୀତ େହାଇଥିଲି। ମୁଁ ମିଛ କହୁ ନାହିଁ, ମୁଁ ସତ୍ଯ କହୁଛି। ମୁଁ ଅଣଯିହୂଦୀମାନଙ୍କର ଶିକ୍ଷକ େହବା ପାଇଁ ମେନାନୀତ େହାଇଥିଲି। ବିଶ୍ବାସ କରିବା ଓ ସତ୍ଯକୁ ଜାଣିବା ପାଇଁ ମୁଁ େସମାନଙ୍କୁ ଶିକ୍ଷା ଦିଏ। 8 ମୁଁ ଚା େହଁ େଯ ସର୍ବତ୍ର େଲାେକ ପ୍ରାର୍ଥନା କରନ୍ତୁ। େଯଉଁ େଲାକମାେନ ପ୍ରାର୍ଥନା ପାଇଁ ହାତ ଉେଠଇବେ, େସମାେନ ପବିତ୍ର େହାଇଥିବା ଆବଶ୍ଯକ। େସମାେନ ରାଗି ୟିବା ଉଚିତ୍ ନୁେହଁ ଓ ୟୁକ୍ତିତର୍କ େର ପ୍ରବୃତ୍ତ େହବା ଉଚିତ ନୁେହଁ। 9 ମୁଁ ଏହା ମଧ୍ଯ ଚା େହଁ େଯ ସ୍ତ୍ରୀ େଲାକମାେନ ଏପରି େପାଷାକ ପିନ୍ଧନ୍ତୁ, ଯାହା େସମାନଙ୍କ ପାଇଁ ଉପୟୁକ୍ତ। ଉତ୍ତମ ମେନାଭାବ ସହିତ ସମ୍ମାନନୀୟ ଭାବେର ନିଜକୁ ସଜାନ୍ତୁ। ନିଜକୁ ସୁନ୍ଦର େଦଖାଇବା ଲାଗି ବେଶୀ ବାନ୍ଧନ୍ତୁ ନାହିଁ, ସୁନା, ରତ୍ନ ଓ ଦାମିକା ଲୁଗାର ବ୍ଯବହାର କରନ୍ତୁ ନାହିଁ। 10 ଭଲ କାମ କରିବା ଦ୍ବାରା ନିଜକୁ ସୁନ୍ଦର ଭାେବ ସୁେଶାଭିତ କରନ୍ତୁ। ପରେମଶ୍ବରଙ୍କ ଉପାସନା କରୁଛୁ େବାଲି କହୁଥିବା ସ୍ତ୍ରୀେଲାକେ ନିଜକୁ ଏହି ରୂେପର ସୁନ୍ଦର ଭାେବ ସଜାଇବା ଆବଶ୍ଯକ। 11 ଜେଣ ସ୍ତ୍ରୀେଲାକ ନୀରବ ଭାବେର ଶୁଣି ଶିକ୍ଷା ଗ୍ରହଣ କରୁ ଓ ତାହାର ବାଧ୍ଯ େହଉ। 12 ଜେଣ ସ୍ତ୍ରୀ ଜେଣ ପୁରୁଷକୁ ଉପେଦଶ େଦବା ପାଇଁ ମୁଁ ଅନୁମତି ଦିଏ ନାହିଁ। ଜେଣ ସ୍ତ୍ରୀ ଜେଣ ପୁରୁଷ ଉପେର କତ୍ତୃର୍ତ୍ବ କରୁ, ଏହା ମୁଁ ଅନୁମତି ଦିଏ ନାହିଁ। ଜେଣ ସ୍ତ୍ରୀ େଲାକ ନୀରବ େହାଇ ରହିବା ଦରକାର। 13 କାରଣ ଆଦମ ପ୍ରଥମ େର ସୃଷ୍ଟି େହେଲ। ହବା ପେର ସୃଷ୍ଟି େହେଲ। 14 ଆହୁରି ଶୟତାନ ପ୍ରଥମେ ଆଦମକୁ ପ୍ରତାରଣା କରି ନ ଥିଲା। ହବା ପ୍ରତାରିତ େହାଇଥିଲା। ଏବଂ େସ ଜେଣ ପାପିନୀ େହାଇଥିଲା। 15 କିନ୍ତୁ ସ୍ତ୍ରୀମାେନ ସନ୍ତନା ପ୍ରସବ କରିବା ଦ୍ବାରା ପରିତ୍ରାଣ ପାଇେବ। େସମାେନ ନିରନ୍ତର ବିଶ୍ବାସ, ପ୍ େରମ, ପବିତ୍ରତା ଓ ଆତ୍ମସଂୟମ ସହିତ ଜୀବନଯାପନ କେଲ, ମୁକ୍ତି ପାଇେବ।

3:1 ମୁଁ ଯାହା କହୁଛି ତାହା ସତ୍ଯ : ଯଦି େକହି ଅଧ୍ଯକ୍ଷ293 େହବା ପାଇଁ େଚଷ୍ଟା କେର, େତେବ େସ ଭଲ କାର୍ୟ୍ଯ ଚାହୁଁଛନ୍ତି। 2 ଅଧ୍ଯକ୍ଷ ବ୍ଯକ୍ତି ଜଣଙ୍କ ଏେତ ଭଲ େହବା ଦରକାର େଯ େଲାେକ ପ୍ରକୃତ େର ତାହାଙ୍କୁ ସମାେଲାଚନା କରିବାକୁ ଅସମର୍ଥ େହେବ। ତାହାଙ୍କର ନିଶ୍ଚୟ େଗାଟିଏ ମାତ୍ର ପତ୍ନୀ ଥିବା ଉଚିତ। ତାହାଙ୍କର ଆତ୍ମସଂୟମ ଥିବା ଦରକାର ଓ େସ ବୁଦ୍ଧିମାନ େହବା ଦରକାର। େସ ଅନ୍ୟମାନଙ୍କ ଦ୍ବାରା ସମ୍ମାନ ପାଉଥିବା ଦରକାର। ନିଜ ଘ େର ସ୍ବାଗତ କରି େଲାକମାନଙ୍କୁ େସ ସାହାୟ୍ଯ କରିବା ପାଇଁ ପ୍ରସ୍ତୁତ ଥିବା ଦରକାର। େସ ଜେଣ ଭଲ ଶିକ୍ଷାଦାତା େହାଇଥିବା ଦରକାର। 3 େସ ଅତ୍ଯଧିକ ମଦ୍ଯପାନ କରିବା ଉଚିତ ନୁେହଁ। େସ କଳହ ମନୋବୃତ୍ତିର େଲାକ ନ େହାଇଥିବା କଥା। େସ ନମ୍ର ଓ ଶାନ୍ତ େହବା ଦରକାର। 4 େସ ଧନ େଲାଭୀ େହାଇ ନ ଥିେବ, େସ ନିଜ ପରିବାରକୁ ଉପୟୁକ୍ତ ଭାବେର ନେତୃତ୍ବ େଦଇପାରୁଥିେବ। ତା'ର ଅର୍ଥ େଯ ତାହାଙ୍କର ପିଲାମାେନ ତାହାଙ୍କୁ ପୂର୍ଣ୍ଣ ସମ୍ମାନ ସହିତ ତାହାଙ୍କର ବାଧ୍ଯ େହଉଥିେବ। 5 (ଯଦି ଜେଣ ପରିବାରର ନେତୃତ୍ବ େଦଇ ଜାଣି ନାହିଁ, େସ ପରେମଶ୍ବରଙ୍କ ମଣ୍ଡଳୀର ଯତ୍ନ େନଇ ପାରିବ ନାହିଁ।) 6 କିନ୍ତୁ ଜେଣ ଅଧ୍ଯକ୍ଷ ନୂତନ ଶିଷ୍ଯ େହାଇ ନ ଥିେବ। ନୂତନ ବିଶ୍ବାସୀଙ୍କୁ ଅଧ୍ଯକ୍ଷ କରାଗେଲ, ତାହା ତାହାଙ୍କୁ ଅତିଶୟ ଗର୍ବୀ କରିପା େର। ଏଭଳି ପରିସ୍ଥିତି େର ତା'ର ଗର୍ବ ଲାଗି େସ ଶୟତାନ ଭଳି େଦାଷୀ େହାଇ ଦଣ୍ଡିତ େହବ। 7 େଯଉଁମାେନ ମଣ୍ଡଳୀର ସଦସ୍ଯ ନୁହଁନ୍ତି, ବାହାରର େସହି େଲାକମାନଙ୍କର ମଧ୍ଯ, ଅଧ୍ଯକ୍ଷଙ୍କ ନିମନ୍େତ ସମ୍ମାନ ଭାବ ଥିବା ଆବଶ୍ଯକ। ତହିଁେର େସ ଅନ୍ୟମାନଙ୍କ ଦ୍ବାରା ସମାଲୋଚିତ େହେବ ନାହିଁ କି ଶୟତାନର ଫାନ୍ଦ େର ପଡ଼ିେବ ନାହିଁ। 8 େସହିପରି ମଣ୍ଡଳୀ େର ନିୟୁକ୍ତି ପାଇଥିବା ସ୍ବତନ୍ତ୍ର େସବକଗଣ ଏଭଳି େଲାକ େହାଇଥିବା କଥା, େଯଉଁମାନଙ୍କୁ େଲାେକ ସମ୍ମାନ କରୁଥିେବ। େସମାେନ ଯାହା କହନ୍ତି, ତାହା ବିଶ୍ବାସ େଯାଗ୍ଯ େହବା ଉଚିତ। ଅଧିକ ଦ୍ରାକ୍ଷାରସ ପିଇବା େର ନିଜ ସମୟ କାଟିବା ଉଚିତ ନୁେହଁ। ସବୁେବେଳ ଅନ୍ୟମାନଙ୍କୁ ଠକି ଧନୀ େହବାକୁ େଚଷ୍ଟା କରୁଥିବା େଲାକମାନଙ୍କ ପରି େସମାେନ େହାଇ ନ ଥିେବ। 9 େସମାେନ ପରେମଶ୍ବରଙ୍କ ଦ୍ବାରା ଆମ୍ଭକୁ ଜ୍ଞାତ କରାଯାଇଥିବା ସତ୍ଯର ଅନୁସରଣ କରୁଥିେବ ଓ ଯାହା ଠିକ୍ ଭାବନ୍ତି, ତାହା କରୁଥିେବ। 10 ତୁମ୍େଭମାେନ ପ୍ରଥମେ େସମାନଙ୍କୁ ପରୀକ୍ଷା କରିବ। ଯଦି େସମାନଙ୍କ ଭିତ େର େକୗଣସି ଦୁଗୁର୍ଣ ନାହିଁ, ତା େହେଲ େସମାେନ ବିଶେଷ େସବକ ଭାେବ େସବା କରି ପାରିେବ। 11 େସହିପରି ବିଶେଷ େସବିକା େହବା ପାଇଁ ନିୟୁକ୍ତ ସ୍ତ୍ରୀମାନଙ୍କର ପ୍ରତି ଅନ୍ୟ େଲାକମାନଙ୍କର ସମ୍ମାନ ଭାବ ଥିବା ଦରକାର। େସମାେନ ଅନ୍ୟମାନଙ୍କ ବିଷୟ େର ମନ୍ଦ କଥା ଆଦୌ କହୁ ନ ଥିେବ। େସମାନଙ୍କର ଆତ୍ମା ସଂୟମ ଥିବା ପ୍ରେୟାଜନ ଓ ପ୍ରେତ୍ୟକକ କଥା େର େଯପରି େସମାନଙ୍କୁ ବିଶ୍ବାସ କରାଯାଇ ପାରୁଥିବ। 12 େଯଉଁମାେନ ବିଶେଷ େସବକ େହେବ, େସମାନଙ୍କର କେବଳ େଗାଟିଏ ପତ୍ନୀ ଥିବ। େସମାେନ ନିଜ ସନ୍ତାନସନ୍ତତି ଓ ପରିବାରକୁ ଭଲ ନେତୃତ୍ବ େଦଇପାରୁଥିେବ। 13 େଯଉଁ େଲାକମାେନ ଭଲ ଭାବେର େସବା କରନ୍ତି, େସମାେନ ନିଜ ପାଇଁ ସମ୍ମାନଜନକ ସ୍ଥାନ ଅଧିକାର କରନ୍ତି ଏବଂ େସମାେନ ଖ୍ରୀଷ୍ଟ ଯୀଶୁଙ୍କଠା େର ତାହାଙ୍କ ବିଶ୍ବାସ ସଂପର୍କ େର ଦୃଢ଼ ନିଶ୍ଚୟତା ବୋଧ ପାଆନ୍ତି। 14 ମୁଁ ତୁମ୍ଭ ପାଖକୁ ଶୀଘ୍ର ୟିବି େବାଲି ଆଶା କେର। 15 କିନ୍ତୁ ମୁଁ ଏେବ ଏହି କଥାଗୁଡ଼ିକ ତୁମ୍ଭକୁ ଲେଖୁଛି। ଯଦି ମୁଁ ଶୀଘ୍ର ନ ଯାଏ, େତେବ ମଧ୍ଯ ତୁମ୍େଭମାେନ ଜାଣି ପାରିବ େଯ ପରେମଶ୍ବରଙ୍କ ପରିବାର େର େଲାକମାେନ କ'ଣ କ'ଣ କରିବା ଅବଶ୍ଯକ। େସହି ପରିବାର ଜୀବିତ ପରେମଶ୍ବରଙ୍କର ମଣ୍ଡଳୀ ଅେଟ। ପରେମଶ୍ବରଙ୍କ ମଣ୍ଡଳୀ ସତ୍ଯର ଅବଲମ୍ବନ କେର ଓ ମୂଳଦୁଆ ଅେଟ। 16 ଏଥି େର ସନ୍ଦେହ ନାହିଁ େଯ ଆମ୍ଭ ଧର୍ମର ମହାନ ଗୁପ୍ତ ସତ୍ଯ ଏହା େଯ,

4:1 ପବିତ୍ର ଆତ୍ମା ସ୍ପଷ୍ଟ ଭାବେର କୁହନ୍ତି େଯ ପରବର୍ତ୍ତୀ କାଳ େର େକେତ େଲାକ ସତ୍ଯ ବିଶ୍ବାସକୁ ପରିତ୍ଯାଗ କରିେବ। େସମାେନ େସମାନଙ୍କୁ ପ୍ରତାରଣା କରୁଥିବା ଦୁଷ୍ଟାତ୍ମାମାନଙ୍କ ଉପେଦଶଗୁଡ଼ିକୁ ମାନିବେ। 2 ପ୍ରବଞ୍ଚକ ଆତ୍ମାମାନଙ୍କର ଶିକ୍ଷାଗୁଡ଼ିକୁ ପାଳନ କରିେବ। େସହି ଶିକ୍ଷାଗୁଡ଼ିକ ପ୍ରତାରକ ଓ ମିଥ୍ଯାବାଦୀ େଲାକମାନଙ୍କ ଦ୍ବାରା ଆ େସ। େସମାେନ କ'ଣ ଭଲ ଓ କ'ଣ ମନ୍ଦ, ତାହା ଜାଣି ପାରନ୍ତି ନାହିଁ। ତାହାଙ୍କର େବାଧ ଶକ୍ତି ନଷ୍ଟ େହାଇଯାଇଥାଏ। 3 େସମାେନ େଲାକମାନଙ୍କୁ ବିବାହ କରିବା ଅନୁଚିତ େବାଲି କହନ୍ତି। େସମାେନ େଲାକମାନଙ୍କୁ ଏ କଥା ମଧ୍ଯ କୁହନ୍ତି େଯ େକେତକ ଖାଦ୍ୟ ଅଛି, ଯାହାକୁ ଆଦୌ ଖାଇବା ଉଚିତ ନୁେହଁ। କିନ୍ତୁ େସ ଖାଦ୍ୟଗୁଡ଼ିକୁ ପରେମଶ୍ବର ସୃଷ୍ଟି କରିଛନ୍ତି। ଅତଏବ େଯଉଁମାେନ ବିଶ୍ବାସୀ ଏବଂ ସତ୍ଯକୁ ଜାଣନ୍ତି, େସମାେନ ପରେମଶ୍ବରଙ୍କୁ ଧନ୍ଯବାଦ େଦଇ େସହି ଖାଦ୍ୟ ଖାଇ ପାରିେବ। 4 ପରେମଶ୍ବର ଯାହା ସବୁ ସୃଷ୍ଟି କରିଛନ୍ତି, େସ ସବୁ ଉତ୍ତମ ଅେଟ। ପରେମଶ୍ବରଙ୍କୁ ଧନ୍ଯବାଦ େଦଲା ପେର, ତାହାଙ୍କ ସୃଷ୍ଟ େକୗଣସି ବିଷୟ ଗ୍ରହଣ କରିବା ପାଇଁ ମନା କରିବା ଉଚିତ ନୁେହଁ। 5 ପରେମଶ୍ବରଙ୍କ ଦ୍ବାରା ସୃଷ୍ଟ ପ୍ରେତ୍ୟକକ ବିଷୟ ପରେମଶ୍ବର କହିଥିବା କଥା ଦ୍ବାରା ଓ ପ୍ରାର୍ଥନା ଦ୍ବାରା ପବିତ୍ର େହାଇଥାଏ। 6 େସଠାେର ଥିବା ଭାଇ ଓ ଭଉଣୀମାନଙ୍କୁ ଏ କଥା କୁହ। ଏପରି କରିବା ଦ୍ବାରା ତୁମ୍େଭ ଖ୍ରୀଷ୍ଟ ଯୀଶୁଙ୍କର ଭଲ େସବକ େବାଲି ପ୍ରମାଣିତ େହବ। ତୁମ୍େଭ ପ୍ରମାଣ କରିବ େଯ ତୁମ୍େଭ ଅନୁସରଣ କରିଥିବା ବିଶ୍ବାସର ଶିକ୍ଷାଗୁଡ଼ିକ ଦ୍ବାରା ଶକ୍ତିଶାଳୀ େହାଇଛ। 7 ପରେମଶ୍ବରଙ୍କ ସତ୍ଯ ସହିତ ମେଳ ନ ଖାଉଥିବା ନିର୍େବାଧ କାହାଣୀମାନ େଲାେକ କୁହନ୍ତି। ଏଭଳି କାହାଣୀଗୁଡ଼ିକୁ ପାଳନ କର ନାହିଁ। କିନ୍ତୁ ତୁମ୍େଭ ପ୍ରକୃତ ଭାବେର ପରେମଶ୍ବରଙ୍କୁ େସବା କରିବା ଲାଗି ନିଜକୁ ଶିକ୍ଷିତ କର। 8 ନିଜ ଶରୀର ସାଧନା ଅନେକାଂଶ େର ତୁମ୍ଭକୁ ସାହାୟ୍ଯ କେର। କିନ୍ତୁ ପରେମଶ୍ବରଙ୍କ ଉପାସନା କରିବା ଦ୍ବାରା ତାହା ସମସ୍ତ ବିଷୟ େର ତୁମ୍ଭକୁ ସାହାୟ୍ଯ କେର। ଏହା ବର୍ତ୍ତମାନର ଜୀବନ େର ଓ ଭବିଷ୍ଯତ େର ଜୀବନ େର ମଧ୍ଯ ତୁମ୍ଭ ପାଇଁ ଆଶୀର୍ବାଦ ଆେଣ। 9 ମୁଁ ଯାହା କହୁଛି ତାହା ସତ୍ଯ, ଓ ତୁମ୍େଭ ଏହାକୁ ପୂର୍ଣ୍ଣ ଭାବେର ଗ୍ରହଣ କରିବା ଉଚିତ। 10 ଏଥିପାଇଁ ଆମ୍େଭ କାମ ଓ ସଂଘର୍ଷ କରୁଛୁ ; ଆମ୍େଭ ଜୀବିତ ପରେମଶ୍ବରଙ୍କଠା େର ଭରସା ରଖିଥାଉ। େସ ସମସ୍ତ େଲାକଙ୍କର ଏବଂ ବିଶେଷ ଭାବେର, େଯଉଁ େଲାକମାେନ ତାହାଙ୍କୁ ବିଶ୍ବାସ କରନ୍ତି େସମାନଙ୍କର ତ୍ରାଣକର୍ତ୍ତା। 11 ଏହି କଥାଗୁଡ଼ିକ ଶିକ୍ଷା ଦିଅ। 12 ତୁମ୍େଭ ୟୁବକ, କିନ୍ତୁ େକହି ତୁମ୍ଭକୁ େଯପରି ତୁଚ୍ଛ େବାଲି ଭାବି ତୁମ୍ଭ ସହିତ କୁବ୍ଯବହାର ନ କେର। ବିଶ୍ବାସୀମାନଙ୍କ ପାଇଁ, େସମାେନ କିପରି ରହିବା କଥା ତାହା େଦଖାଇବାକୁ ତୁମ୍େଭ ଆଦର୍ଶବାନ ହୁଅ। ତୁମ୍ଭର କଥା ଓ ଜୀବନ ପ୍ରଣାଳୀ ପ୍ େରମ, ବିଶ୍ବାସ, ପବିତ୍ର ଜୀବନ ଦ୍ବାରା ତୁମ୍େଭ େସମାନଙ୍କୁ ତାହା େଦଖାଇ ଦିଅ। 13 େଲାକମାନଙ୍କ ନିକଟେର ଶାସ୍ତ୍ର ପଢ଼ି ଶୁଣାଇବା ଜାରି ରଖ। ବଳ (ଆତ୍ମିକ) ଓ ବୃଦ୍ଧି ପାଇବାକୁ େସମାନଙ୍କୁ ସାହାୟ୍ଯ କର। େସମାନଙ୍କୁ ଉପେଦଶ େଦବା କାର୍ୟ୍ଯ ଜାରି ରଖ ଏବଂ ମୁଁ ଆସିବା ପର୍ୟ୍ଯନ୍ତ ଏପରି କରୁଥାଅ। 14 ତୁମ୍ଭ ଭିତ େର େଯଉଁ ଅନୁଗ୍ରହ ଦାନଟି ଅଛି, ତାହାକୁ ବ୍ଯବହାର କରିବା େର ଅବ େହଳା କର ନାହିଁ। ଭବିଷ୍ଯଦ୍ ବାଣୀ ମାଧ୍ଯମ େର େଯେତେବେଳ ପ୍ରାଚୀନମାନଙ୍କର ଦଳ ତୁମ୍ଭ ଉପେର ହାତ ରଖିେଲ, େସେତେବେଳ େସହି ଅନୁଗ୍ରହ ଦାନ ତୁମ୍ଭକୁ ଦିଆ ଯାଇଥିଲା। 15 େସଗୁଡ଼ିକ କରୁଥାଅ। ଉକ୍ତ କାମଗୁଡ଼ିକୁ କରିବା ପାଇଁ ଜୀବନକୁ ଉତ୍ସର୍ଗ କର। ତହିଁେର ସବୁ େଲାେକ େଦଖିେବ େଯ, ତୁମ୍ଭ୍ କାମ େର ଉନ୍ନତି େହଉଛି ଓ ଚାଲିଛି। 16 ତୁମ୍ଭ ନିଜ ଜୀବନ ସମ୍ବନ୍ଧ େର ଓ ତୁମ୍ଭ ବିଷୟ େର ସତର୍କ ରୁହ। ଉତ୍ତମ ଜୀବନଯାପନ ଓ ଶିକ୍ଷା ପ୍ରଦାନ କର। ତା େହେଲ ତୁମ୍େଭ ତୁମ୍ଭର ଶିକ୍ଷା ଶୁଣୁଥିବା େଲାକଙ୍କୁ ଓ ନିଜକୁ ରକ୍ଷା କରିପାରିବ।

5:1 ତୁମ୍େଭ ଜେଣ ବୟସ୍କ େଲାକ ସହିତ ରାଗ େର କଥାବାର୍ତ୍ତା କର ନାହିଁ। ନିଜ ପିତା େବାଲି ଭାବି ତାହାଙ୍କ ସହିତ କଥା କୁହ। ସାନମାନଙ୍କ ପ୍ରତି ନିଜ ଭାଇ ଭଳି ଆଚରଣ କର। 2 ବୟସ୍କା ସ୍ତ୍ରୀେଲାକମାନଙ୍କୁ ମାଁ ଭଳି ଓ ୟୁବତୀ ସ୍ତ୍ରୀେଲାକମାନଙ୍କୁ ଭଉଣୀ ଭଳି ଆଚରଣ କର। ସର୍ବଦା େସମାନଙ୍କ ପ୍ରତି ପବିତ୍ରତାର ସହିତ ଆଚରଣ କର। 3 ପ୍ରକୃତ େର ଏକୁଟିଆଥିବା ବିଧବାମାନଙ୍କର ଯତ୍ନ ନିଅ। 4 କିନ୍ତୁ ଯଦି ଜେଣ ବିଧବାର ପୁଅଝିଅ ବା ନାତିନାତୁଣୀ ଥାଏ, େସମାେନ ପ୍ରଥମ େର ନିଜ ପରିବାର ପ୍ରତି ସମ୍ମାନଭାବ େଦଖାଇବା ଉଚିତ। େସମାେନ ତାଙ୍କର ମାତାପିତାଙ୍କୁ ସାହାୟ୍ଯ କରିବା ଉଚିତ। ଏପରି କରିବା ଦ୍ବାରା େସମାେନ ନିଜର ମାତାପିତା ଓ ପିତାମହ ଓ ମାତାମହୀଙ୍କୁ ପ୍ରତିଦାନ କରି ଥାଆନ୍ତି। ତାହା ପରେମଶ୍ବରଙ୍କୁ ପ୍ରସନ୍ନ କେର। 5 ଯଦି ଜେଣ ବିଧବା ପ୍ରକୃତ େର ଏକୁଟିଆ ଓ ନିରାଶା େର ରହିଥାଏ, ତା' େହେଲ େସ ତା' ପ୍ରତି ପରେମଶ୍ବରଙ୍କର ସାହାୟ୍ଯ ଉପେର ଭରସା କେର। େସହି ବିଧବାଟି ରାତିଦିନ ପରେମଶ୍ବରଙ୍କୁ ପ୍ରାର୍ଥନା କେର, ତାହାଙ୍କ ସାହାୟ୍ଯ ପାଇଁ ଅନୁ େରାଧ କେର। 6 କିନ୍ତୁ ଏଭଳି ବିଧବା ଯାହାର ଜୀବନର ଲକ୍ଷ୍ଯ କେବଳ ନିଜକୁ ସନ୍ତୁଷ୍ଟ କରିବା, େସ ବଞ୍ଚି ଥାଉଥାଉ ମଧ୍ଯ ପ୍ରକୃତ େର ମୃତ। 7 େସଠାେର ଥିବା ସମସ୍ତ ବିଶ୍ବାସୀ େଲାକଙ୍କୁ ଏହି କାମଗୁଡ଼ିକ କରିବା ପାଇଁ କୁହ, ତା' େହେଲ େକହି କହିେବ ନାହିଁ େଯ େସମାେନ ଭୁଲ୍ କରୁଛନ୍ତି। 8 ନିଜର ଆତ୍ମୀୟ ସମସ୍ତଙ୍କର ଯତ୍ନ ନେବା ଜେଣ େଲାକର କର୍ତ୍ତବ୍ଯ ଅେଟ। ଏପରିକି ଆଉ ମଧ୍ଯ େସ ନିଜ ପରିବାରର ଯତ୍ନ ନେବା ଅଧିକ ଗୁରୁତ୍ବପୂର୍ଣ୍ଣ। ଯଦି ଜେଣ େଲାକ େସପରି କରୁ ନାହିଁ, ତା େହେଲ େସ େଲାକ ସତ୍ଯ ବିଶ୍ବାସକୁ ଅନୁସରଣ କରୁ ନାହିଁ। େସହି େଲାକ ଜେଣ ଅବିଶ୍ବାସୀଠାରୁ ମଧ୍ଯ ଖରାପ। 9 ବିଧବା ତାଲିକା ( େସବାକାର୍ୟ୍ଯ) େର ଆହୁରି ମଧ୍ଯ େଯାଗ କରାଯାଇପା େର େଯ େସ ନିଶ୍ଚିତରୂେପ ଷାଠିଏ ବର୍ଷ ବା ତାଠାରୁ ଅଧିକ ବୟସର େହାଇଥିେବ। େସ କେବଳ ସ୍ବାମୀର ବିଶ୍ବସ୍ତ େହାଇଥିେବ। 10 େସ ଜୀବନ େର ଭଲ କାମ କରିଥିେବ। େଯପରି ପିଲାମାନଙ୍କୁ ବୃଦ୍ଧି କରିବା, ଘ େର ଅତିଥିମାନଙ୍କୁ ସତ୍କାର କରିବା, ପରେମଶ୍ବରଙ୍କ େଲାକମାନଙ୍କର ଗୋଡ଼ େଧାଇବ, କଷ୍ଟ େର ପଡ଼ିଥିବା େଲାକଙ୍କୁ ସାହାୟ୍ଯ କରିବା ଓ ନିଜ ଜୀବନ େର ସମସ୍ତ ପ୍ରକାରର ଭଲ କାମ କରିବା। 11 କିନ୍ତୁ ୟୁବତୀ ବିଧବାମାନଙ୍କୁ େସହି ତାଲିକାଭୁକ୍ତ କର ନାହିଁ। େସମାେନ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ସମର୍ପିତ େହବା ପେର ମଧ୍ଯ ନିଜର ପ୍ରବଳ କାମାଭିଳାଷ େୟାଗୁ ତାହାଙ୍କଠାରୁ ଦୂରକୁ ଆକର୍ଷିତ େହାଇ ପାରନ୍ତି। ତା'ପେର େସମାେନ ପୁଣିଥେର ବିବାହ କରିବାକୁ ଇଚ୍ଛା କରନ୍ତି। 12 େସଥିପାଇଁ େସମାନଙ୍କର ବିଚାର େହବ। ତାହାଙ୍କର ପ୍ରଥମ ପ୍ରତିଜ୍ଞା ଅନୁସାେର, କାମ ନ କରିବା େୟାଗୁ େସମାେନ ବଚାରିତ େହେବ। 13 େସହି ୟୁବତୀ ବିଧବାମାେନ ଘରକୁ ଘର ଅଯଥା େର ବୁଲାବୁଲି କରି ସମୟ ନଷ୍ଟ କରିବା ଶିଖନ୍ତି। େସମାେନ ବଚସା କରିବା ଓ ଅନ୍ଯେଲାକଙ୍କ ଜୀବନ ବିଷୟ େର ଚର୍ଚ୍ଚା କରିବା ଆରମ୍ଭ କରନ୍ତି। ଅନୁଚିତ କଥାଗୁଡ଼ିକ କୁହନ୍ତି। 14 ଅତଏବ ୟୁବତୀମାେନ ବିବାହ କରନ୍ତୁ େସମାନଙ୍କର ପିଲା-ଛୁଆ ହୁଅନ୍ତୁ ଏବଂ େସମାେନ ନିଜ ଘରର ଯତ୍ନ ନିଅନ୍ତୁ, ମୁଁ ଏହା ଚା େହଁ। ଯଦି େସମାେନ ଏପରି କରିେବ, ତା େହେଲ ଆମ୍ଭ ଶତୃମାେନ େସମାନଙ୍କୁ ସମାେଲାଚନା କରିବା ପାଇଁ େକୗଣସି କାରଣ ପାଇେବ ନାହିଁ। 15 ଏଥିପୂର୍ବରୁ େକେତ ଜଣ ୟୁବତୀ ବିଧବା ଶୟତାନର ପଥେର ଯାଇଛନ୍ତି। 16 ଯଦି ଜେଣ ବିଶ୍ବାସୀ ସ୍ତ୍ରୀ େଲାକର ପରିବାର େର ବିଧବାମାେନ ଅଛନ୍ତି, ତା େହେଲ େସମାନଙ୍କର େସ ନିେଜ ଯତ୍ନ ନେବା ଦରକାର ମଣ୍ଡଳୀକୁ ଏଥିପାଇଁ ଭାରଗ୍ରସ୍ତ କରିବା ଉଚିତ ନୁେହଁ। ତା'ପେର ମଣ୍ଡଳୀ କେବଳ ପରିବାର ବିହୀନ ବିଧବାମାନଙ୍କର ଯତ୍ନ ନେବା େର ସକ୍ଷମ େହବ। 17 ମଣ୍ଡଳୀକୁ ଉତ୍ତମରୂେପ ଆେଗଇ େନଇ ଯାଉଥିବା ପ୍ରାଚୀନମାେନ ଅତ୍ଯଧିକ ସମ୍ମାନ ପାଇବା ଉଚିତ। େଯଉଁ ପ୍ରାଚୀନମାେନ ପ୍ରଚାର ଓ ଉପେଦଶ ପ୍ରଦାନ କରୁଛନ୍ତି, େସମାେନ ଅତ୍ଯଧିକ ସମ୍ମାନର ଅଧିକାରୀ ଅଟନ୍ତି। 18 କାରଣ ଶାସ୍ତ୍ର କୁ େହ : " େଯେତେବେଳ ବଳଦ ଅମଳ ପାଇଁ ଘୁରୁଥାଏ, େସେତେବେଳ ତା'ର ମୁହଁ ବାନ୍ଧ ନାହିଁ ଓ ତାକୁ ଶସ୍ଯ ଖାଇବା ପାଇଁ ଅଟକାଅ ନାହିଁ।"294 ଶାସ୍ତ୍ର ଏପରି ମଧ୍ଯ କୁ େହ : "ଜେଣ କାମ କରୁଥିବା େଲାକ ତା'ର ଦରମା ପାଇବା ଉଚିତ।"295 19 େଯଉଁ େଲାକ ଜେଣ ପ୍ରାଚୀନ ବିରୁଦ୍ଧ େର ନିନ୍ଦା କେର, ଓ ତା' ସହିତ ଯଦି ଅନ୍ୟ ଦୁଇ ବା ତିନି ଜଣ େଲାକ ମଧ୍ଯ ପ୍ରାଚୀନ େଲାକ ଭୁଲ୍ କରିଛନ୍ତି େବାଲି କୁହନ୍ତି, ତା' େହେଲ ଯାଇ େସ େଲାକର କଥା ତୁମ୍େଭ ଶୁଣିବ। 20 େଯଉଁମାେନ ପାପ କରନ୍ତି, େସମାନଙ୍କୁ େସମାନଙ୍କର ଭୁଲ େଦଖାଇଦିଅ। ମଣ୍ଡଳୀର େଲାକମାନଙ୍କ ସମ୍ମୁଖ େର ଏହା କର। େସପରି କେଲ, ଅନ୍ୟମାେନ ସତର୍କ େହେବ। 21 ପରେମଶ୍ବର, ଖ୍ରୀଷ୍ଟ ଯୀଶୁ ଏବଂ ମେନାନୀତ ସ୍ବର୍ଗଦୂତଙ୍କ ଆଗ େର ଏଗୁଡ଼ିକ କରିବା ପାଇଁ ମୁଁ ତୁମ୍ଭକୁ ଆେଦଶ େଦଉଛି। ସତ୍ଯ ଜାଣିବା ପୂର୍ବରୁ େଲାକମାନଙ୍କର ବିଚାର କର ନାହିଁ। ସମସ୍ତଙ୍କ ପାଇଁ ସମାନ ଭାବ େଦଖାଅ। 22 ଜେଣ େଲାକକୁ ମଣ୍ଡଳୀର ପ୍ରାଚୀନ ଭାେବ ତା'ଉପେର ହାତ ଥୋଇବା ସମୟେର ଖୁବ୍ ସତର୍କ ଭାେବ ଚିନ୍ତା କର। ଅନ୍ୟ େଲାକମାନଙ୍କ ପାପେର ଅଂଶ ଗ୍ରହଣ କର ନାହିଁ। ନିଜକୁ ସର୍ବଦା ପବିତ୍ର ରଖ। 23 ତୀମଥି, ତୁମ୍େଭ କେବଳ ପାଣି ପିଉଛ। ତାହା ବନ୍ଦ କରି କିଛି ଦ୍ରାକ୍ଷାରସ ମଧ୍ଯ ପିଅ। ଏହା ତୁମ୍ଭ ପେଟ ପାଇଁ ଦରକାର, ଓ ତୁମ୍େଭ ବାରମ୍ବାର ବେମାର ପଡ଼ିବ ନାହିଁ। 24 େକେତ ଜଣଙ୍କ ପାପ ସବୁ ସ୍ପଷ୍ଟ େହାଇ େଦଖାଯାଏ କାରଣ େସମାନଙ୍କର ବିଚାର େହବ େବାଲି େସମାନଙ୍କର ପାପଗୁଡ଼ିକ ଆଗତୁରା େଦଖାଯାଏ। କିନ୍ତୁ ଅନ୍ୟ େକେତ ଜଣଙ୍କ ପାପ ପେର ଜଣାପଡ଼େ। 25 େଲାକମାନଙ୍କ କ୍ଷେତ୍ର େର ମଧ୍ଯ ଏହା ସତ। େଲାକଙ୍କ ଭଲ କାମ ସହଜ େର େଦଖାଯାଏ। କିନ୍ତୁ େଯେତେବେଳ େସହି ଭଲ କାମଗୁଡ଼ିକ େଦଖାଯାଏ ନାହିଁ, େସଗୁଡ଼ିକ ଲୁଚି ରେହ ନାହିଁ।

6:1 କ୍ରୀତଦାସମାେନ ନିଜ ମାଲିକକୁ ପୂର୍ଣ୍ଣ ସମ୍ମାନ େଦବା ଉଚିତ। େସମାେନ େସପରି କେଲ ପରେମଶ୍ବରଙ୍କ ନାମ ଏବଂ ଖ୍ରୀଷ୍ଟିଯାନ ଉପେଦଶଗୁଡ଼ିକ ସମାଲୋଚିତ େହବ ନାହିଁ। 2 େକେତକ କ୍ରୀତଦାସମାନଙ୍କ ମାଲିକମାେନ ବିଶ୍ବାସୀ ଅଟନ୍ତି। ଅତଏବ େସହି ଦାସମାେନ େସହି ମାଲିକମାନଙ୍କୁ ଭାଇ େବାଲି ଭାବି େସମାନଙ୍କୁ କମ୍ ସମ୍ମାନ େଦଖାଇବା ଉଚିତ ନୁେହଁ। ଏପରିକି େସହି ଦାସମାେନ ନିଜ ମାଲିକମାନଙ୍କର ଅଧିକ ଭଲ େର େସବା କରିବା ଉଚିତ। କାରଣ େସପରି କରିବା ଦ୍ବାରା େସମାେନ ଭଲ ପାଉଥିବା ବିଶ୍ବାସୀ େଲାକମାନଙ୍କୁ ସାହାୟ୍ଯ କରୁଛନ୍ତି। 3 ତୁମ୍େଭ େଲାକମାନଙ୍କୁ ଏହି ବିଷୟଗୁଡ଼ିକ କରିବା ପାଇଁ ଶିକ୍ଷା େଦବା ଓ କହିବା ଉଚିତ। େକେତ େଲାକ ଭଣ୍ଡ ଶିକ୍ଷା େଦେବ। େସମାେନ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସତ୍ଯ ଶିକ୍ଷା ସହିତ ଏକମତ ହୁଅନ୍ତି ନାହିଁ। ପରେମଶ୍ବରଙ୍କ େସବା କରିବାର ସତମାର୍ଗ ସହିତ ମିଳି ଯାଉଥିବା ଶିକ୍ଷା େସମାେନ ଗ୍ରହଣ କରନ୍ତି ନାହିଁ ; 4 େଯଉଁ େଲାକ ଭଣ୍ଡ ଶିକ୍ଷା ଦିଏ, େସ ଗର୍ବୀ ଓ କିଛି ବୁଝି ନ ଥାଏ। େସହି େଲାକ ଶବ୍ଦର ଅର୍ଥକୁ େନଇ ୟୁକ୍ତି ତର୍କ କରିବା ପାଇଁ ଅତ୍ଯଧିକ ଆଗ୍ରହୀ େହାଇଥାଏ ଓ େସ ବାଗ୍ୟୁଦ୍ଧ କେର। ଏଗୁଡ଼ିକ ଦ୍ବାରା କଳି, ଇର୍ଷା, ଅପମାନ ଓ ସନ୍ଦେହ ଆସିଥାଏ। 5 ତାହା ମନ୍ଦ ମନ ଥିବା େଲାକମାନଙ୍କ ମାଧ୍ଯମ େର ସୀମାହୀନ ୟୁକ୍ତିତର୍କ ଆରମ୍ଭ କେର। କୁତର୍କକୁ ମଧ୍ଯ ତାହା ଆମନ୍ତ୍ରିତ କେର। େସହି େଲାକମାେନ ସତ୍ଯକୁ ହରାଇ ବସିଛନ୍ତି। େସମାେନ ଭାବନ୍ତି େଯ ପରେମଶ୍ବରଙ୍କ େସବା କରିବା େହଉଛି ଧନୀ େହବାର ଏକ ଉପାୟ। 6 ଯଦି ଜେଣ େଲାକ ତା ପାଖ େର ଯାହା ଅଛି, େସତିକି େର ସନ୍ତୁଷ୍ଟ ରେହ, ତା େହେଲ ପ୍ରକୃତ େର ପରେମଶ୍ବରଙ୍କ େସବା ଦ୍ବାରା େସହି େଲାକ ବହୁତ ଧନୀ େହାଇଯାଏ। 7 ପୃଥିବୀକୁ ଆସିଲା େବେଳ ଆମ୍େଭ କିଛି ଆଣି ନ ଥିଲୁ ଓ େଯେତେବେଳ ଆମ୍େଭ ମରିୟିବା ଏଠାରୁ କିଛି େନଇ ଯାଇ ପାରିବା ନାହିଁ। 8 ଅତଏବ ଯଦି ଆମ୍ଭର ଖାଇବା ଓ ପିନ୍ଧିବା ଜିନିଷ ଅଛି, ଆମ୍େଭ େସଥି େର ସନ୍ତୁଷ୍ଟ ରହିବା। 9 େଯଉଁମାେନ ଧନୀ େହବାକୁ ଚାହୁଁଛନ୍ତି, େସମାେନ ପ୍ରଲୋଭନ ଫାନ୍ଦ େର ପଡ଼ି ଯାଆନ୍ତି। ଅନେକ ମୂର୍ଖତାପୂର୍ଣ୍ଣ ଓ ଦୁଃଖ ଦେଉଥିବା ବିଷୟଗୁଡ଼ିକ ପାଇଁ େସମାେନ ଇଚ୍ଛା ପୋଷଣ କରନ୍ତି। େସଗୁଡ଼ିକ େଲାକମାନଙ୍କୁ ନଷ୍ଟ କରି ତଳିତଳାନ୍ତ କରିଦିଏ। 10 ଧନର ଲୋଭ ସମସ୍ତ ପ୍ରକାର ମନ୍ଦର କାରଣ। ଅଧିକରୁ ଅଧିକ ଧନ ପାଇବା ଲୋଭ େର େକେତ େଲାକ ସତ୍ଯ ବିଶ୍ବାସକୁ ଛାଡ଼ି େଦଇଛନ୍ତି। କିନ୍ତୁ େସପରି କରିବା ଦ୍ବାରା େସମାେନ ନିଜ ଉପରକୁ ଅନେକ ଦୁଃଖ ଟାଣି ଆଣିଛନ୍ତି। 11 କିନ୍ତୁ ତୁମ୍େଭ ଜେଣ ପରେମଶ୍ବରଙ୍କର େଲାକ। ଅତଏବ ତୁମ୍େଭ େସହି ସବୁ ବିଷୟଠାରୁ ଦୂର େର ରହିବା କଥା। ଧାର୍ମିକ ଭାବେର ରହିବା ପାଇଁ େଚଷ୍ଟା କର, ପରେମଶ୍ବରଙ୍କ ଉପାସନା କର। ତୁମ୍ଭ୍ ଜୀବନ େର ବିଶ୍ବାସ, ପ୍ େରମ, ର୍ଧୈୟ୍ଯ, ଭଦ୍ର ଆଚରଣ କରିବା ପାଇଁ େଚଷ୍ଟା କର। 12 ବିଶ୍ବାସକୁ ଧରି ରଖିବା େଗାଟିଏ ଦୌଡ଼ ପ୍ରତିୟୋଗିତା ଭଳି। େକୗଣସି ମେତ େସହି ପ୍ରତିୟୋଗିତା ଜିତିବାକୁ େଚଷ୍ଟା କର। ଅନନ୍ତଜୀବନ ଧାରଣ କର। ତୁମ୍ଭକୁ େସଥିପାଇଁ ଡ଼କା ଯାଇଛି। ଅନେକ େଲାକଙ୍କ ଆଗ େର ତୁମ୍େଭ ଯୀଶୁ ଖ୍ରୀଷ୍ଟଙ୍କ ବିଷୟ େର ମହାନ୍ ସତ୍ଯକୁ ସ୍ବୀକାର କରିଛ। 13 ପରେମଶ୍ବର ଓ ଖ୍ରୀଷ୍ଟ ଯୀଶୁଙ୍କ ଆଗ େର ମୁଁ ତୁମ୍ଭକୁ ଏହି ଆେଦଶ େଦଉଛି। ପନ୍ତିୟ ପୀଲାତଙ୍କ ଆଗ େର ଠିଆ େହାଇଥିବା େବେଳ ଖ୍ରୀଷ୍ଟ ଯୀଶୁ େସହି ଏକା ମହାନ୍ ସତ୍ଯଟିକୁ ସ୍ବୀକାର କରିଥିେଲ। ଏକମାତ୍ର ପରେମଶ୍ବର ପ୍ରେତ୍ୟକକ ବିଷୟକୁ ଜୀବନ ପ୍ରଦାନ କରନ୍ତି। 14 ଏେବ ମୁଁ ତୁମ୍ଭକୁ କହୁଛି : ତୁମ୍ଭକୁ ଦିଆ ଯାଇଥିବା ଆେଦଶଗୁଡ଼ିକ ପାଳନ କର। ଯୀଶୁ ଖ୍ରୀଷ୍ଟଙ୍କର ପୁନରାଗମନ ପର୍ୟ୍ଯନ୍ତ େସହି କାମଗୁଡ଼ିକ ନିଭୁର୍ଲ ଭାବେର ଓ ଅନିନ୍ଦନୀୟ ଭାବେର କର। 15 ପରେମଶ୍ବର ଉପୟୁକ୍ତ ସମୟ ଆସିେଲ, ତାହା ସାଧନ କରିେବ। ପରେମଶ୍ବର ଏକମାତ୍ର ପରମଧନ୍ଯ ସମ୍ରାଟ୍। େସ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ। 16 ପରେମଶ୍ବର ଅମର ଅଟନ୍ତି। ପରେମଶ୍ବର ଏେତ ଉଜ୍ଜ୍ବଳ ପ୍ରକାଶ ମଧିଅେର ବାସ କରନ୍ତି େଯ େଲାେକ ତାହା ପାଖକୁ ଯାଇ ପାରନ୍ତି ନାହିଁ। େକହି େକେବ େହେଲ ପରେମଶ୍ବରଙ୍କୁ େଦଖି ନାହିଁ। େକହି େକେବ େହେଲ ପରେମଶ୍ବରଙ୍କୁ େଦଖି ନାହିଁ। େକହି େକେବ ପରେମଶ୍ବରଙ୍କୁ ମଧ୍ଯ େଦଖି ପାରିେବ ନାହିଁ। ପରେମଶ୍ବରଙ୍କ େଗୗରବ ଓ ଶକ୍ତି ଅନନ୍ତକାଳ ପର୍ୟ୍ଯନ୍ତ ପ୍ରକାଶ ପାଉ। ଆେମନ୍। 17 ଏହି ଆେଦଶ େସହିମାନଙ୍କୁ ଦିଅ, େଯଉଁମାେନ ଏ ପୃଥିବୀ େର ଧନୀ ଅଟନ୍ତି। େସମାନଙ୍କୁ ଗର୍ବ ନ କରିବା ପାଇଁ କୁହ। େସମାନଙ୍କୁ କୁହ େଯ େସମାେନ ନିଜ ଧନର ନୁେହଁ, ମାତ୍ର ପରେମଶ୍ବରଙ୍କର ଆଶ୍ରୟ ନେବା ଉଚିତ। ଧନ ଉପେର ଆସ୍ଥା ରଖ ନାହିଁ। କିନ୍ତୁ ପରେମଶ୍ବର ପ୍ରେତ୍ୟକକ ବସ୍ତୁ ୟଥେଷ୍ଟ ପରିମାଣ େର ଆମ୍ଭକୁ ପ୍ରଦାନ କରନ୍ତି। େସ େଭାଗ କରିବା ପାଇଁ ଆମ୍ଭକୁ ପ୍ରେତ୍ୟକକ ଜିନିଷ ଦିଅନ୍ତି। 18 ଧନୀ େଲାକମାନଙ୍କୁ କୁହ େଯ େସମାେନ ଭଲ କାମ କରନ୍ତୁ। େସମାନଙ୍କୁ କୁହ େଯ, ଭଲ କାମ କରିବା େର େସମାେନ ଧନୀ ହୁଅନ୍ତୁ। 19 େସପରି କରି େସମାେନ ସ୍ବର୍ଗ େର ନିଜ ପାଇଁ ସମ୍ପତ୍ତି ଜମା ରଖିବେ। େସହି ସମ୍ପତ୍ତି େହଉଛି ଦୃଢ଼ ମୂଳଦୁଆ ଯାହା ଉପେର େସମାନଙ୍କର ଭବିଷ୍ଯତ୍ ଜୀବନ ଠିଆ େହାଇପାରିବ। ତା' େହେଲ େସମାେନ ପ୍ରକୃତ ଜୀବନର ଅଧିକାରୀ େହାଇ ପାରିେବ। 20 ତୀମଥି, ପରେମଶ୍ବର ତୁମ୍ଭ ଉପେର ଅନେକ ବିଷୟର ଭାର େଦଇଛନ୍ତି। େସଗୁଡ଼ିକୁ ସୁରକ୍ଷିତ ରଖିଥାଅ। ପରେମଶ୍ବରଙ୍କ ନିକଟକୁ ଆସି ନ ଥିବା ଅସାର କଥା କହୁଥିବା େଲାକମାନଙ୍କଠାରୁ ଦୂର େର ରୁହ। ସତ୍ଯ ବିରୁଦ୍ଧ େର ୟୁକ୍ତିତର୍କ କରୁଥିବା େଲାକମାନଙ୍କଠାରୁ ଦୂର େର ରୁହ। ଏହାକୁ େସମାେନ ମିଛ େର "ଜ୍ଞାନ" େବାଲି କହିଥାନ୍ତି। କିନ୍ତୁ ଏହା ପ୍ରକୃତ ଜ୍ଞାନ ନୁେହଁ। 21 େକେତ େଲାକ କୁହନ୍ତି େଯ େସମାନଙ୍କର େସହି "ଜ୍ଞାନ" ଅଛି। େସମାେନ ସତ୍ଯ ବିଶ୍ବାସକୁ ତ୍ଯାଗ କରି ସାରିଛନ୍ତି।