2 Corinthians

1:1 ଯୀଶୁ ଖ୍ରୀଷ୍ଟଙ୍କ ଜେଣ ପ୍ େରରିତ ପାଉଲଙ୍କର ନମସ୍କାର। ପରେମଶ୍ବରଙ୍କ ଇଚ୍ଛା େର ମୁଁ ଜେଣ ପ୍ େରରିତ େହାଇଛି। ଆମ୍ଭ ଭାଇ ତୀମଥି ମଧ୍ଯ ତୁମ୍ଭମାନଙ୍କୁ ଶୁଭେଚ୍ଛା ଜଣାନ୍ତି। କରିନ୍ଥୀଠା େର ଥିବା ପରେମଶ୍ବରଙ୍କ ମଣ୍ଡଳୀ ଓ ସମଗ୍ର ଆଖାଯା ପ୍ରେଦଶର ପରେମଶ୍ବରଙ୍କ ସମସ୍ତ ପବିତ୍ର େଲାକଙ୍କ ନିକଟକୁ ପତ୍ର। 2 ଆମ୍ଭର ପିତା ପରେମଶ୍ବର ଓ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତି ମିଳୁ। 3 ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ପରେମଶ୍ବରଙ୍କ ପ୍ରଶଂସା େହଉ। େସ ପିତା ଅଟନ୍ତି, େସ କରୁଣା େର ପରିପୂର୍ଣ୍ଣ ଓ ସମସ୍ତ ବିଷୟ େର ସାନ୍ତ୍ବନାଦାତା ପରେମଶ୍ବର। 4 ଆମ୍ଭ ଅସୁବିଧା ସମୟେର େସ ଆମ୍ଭକୁ ସର୍ବଦା ସାନ୍ତ୍ବନା ପ୍ରଦାନ କରନ୍ତି, ଏବଂ ଆମ୍େଭ ମଧ୍ଯ ଅନ୍ୟ େଲାକମାନଙ୍କର ଅସୁବିଧା ସମୟେର ସାନ୍ତ୍ବନା ପ୍ରଦାନ କରିପାରିବା। ଆମ୍ଭକୁ ପରେମଶ୍ବର େଯଉଁ ପ୍ରକାର ସାନ୍ତ୍ବନା ଦିଅନ୍ତି, ଆମ୍େଭ େସହିମାନଙ୍କୁ େସହି ପ୍ରକାର ସାନ୍ତ୍ବନା ପ୍ରଦାନ କରି ପାରିବା। 5 ଖ୍ରୀଷ୍ଟଙ୍କର ଅନେକ ଦୁଃଖ େଭାଗର ଆମ୍େଭ ସହଭାଗୀ ଅଟୁ। େସହିଭଳି ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା େଯଉଁ ସାନ୍ତ୍ବନା ଆମ୍ଭକୁ ମିଳେ ତାହାର ସୀମା ନାହିଁ। 6 ଯଦି ଆମ୍େଭ କଷ୍ଟ େର ରହିଛୁ, େସଗୁଡ଼ିକ ତୁମ୍ଭମାନଙ୍କ ସାନ୍ତ୍ବନା ଓ ପରିତ୍ରାଣ ନିମନ୍େତ ଉଦ୍ଦିଷ୍ଟ। ଯଦି ଆମ୍େଭ ସାନ୍ତ୍ବନା ପାଇଛୁ, ତାହା ତୁମ୍ଭମାନଙ୍କର ପାଇଁ ଅେଟ। ଆମ୍େଭମାେନ େଯଉଁ ଯାତନା ସହୁ, େସହି ଯାତନା ର୍ଧୈୟ୍ଯ ପୂର୍ବକ ସହିବା ପାଇଁ ପରେମଶ୍ବର ତୁମ୍ଭମାନଙ୍କୁ ସାହାୟ୍ଯ କରନ୍ତି। 7 ତୁମ୍ଭମାନଙ୍କଠା େର ଆମ୍ଭର ଦୃଢ଼ ଭରସା ଅଛି। ଆମ୍େଭ ଜାଣୁ େଯ, ତୁମ୍େଭମାେନ ଆମ୍ଭ ଯାତନା େର ଭାଗୀ। ଅତଏବ, ଆମ୍େଭ ଜାଣୁ େଯ, େସହିଭିଳ ଆମ୍ଭମାନଙ୍କର ସାନ୍ତ୍ବନା େର ମଧ୍ଯ ତୁମ୍ଭର ଅଂଶ ଅଛି। 8 ଭାଇ ଓ ଭଉଣୀମାେନ ! ଏସିଆ େଦଶ େର ଆମ୍େଭ େଯଉଁ ଯାତନା ସହିଲୁ ଆମ୍େଭ ଚାହୁଁ େଯପରି େସହି ବିଷୟ େର ତୁମ୍େଭମାେନ ମଧ୍ଯ ଜାଣ। ଆମ୍େଭମାେନ ଭାରାକ୍ରାନ୍ତ େହାଇ ପଡ଼ିଲୁ। ଏପରିକି ଏହା ଏେତ ଅଧିକ ଥିଲା େଯ, ଆମ୍େଭମାେନ ଜୀବନର ସମସ୍ତ ଆଶା ହରାଇଥିଲୁ। େସହି ଭାର ଆମ୍ଭମାନଙ୍କର ବହନ କରିବା ଶକ୍ତିଠାରୁ ଅଧିକ ଥିଲା। 9 ଆମ୍େଭ ଅନୁଭବ କରୁଥିଲୁ େଯ, ଆମ୍େଭ ମରିୟିବୁ। ଏପରି ଘଟିବାର କାରଣ େହଲା େଯ, ଆମ୍େଭ ନିଜ ଉପେର ଭରସା ନ ରଖି ମାତ୍ର େଯ େଲାକମାନଙ୍କୁ ମୃତ୍ଯୁରୁ ଉଥିତ କରନ୍ତି େସହି ପରେମଶ୍ବରଙ୍କ ଉପେର ବିଶ୍ବାସ ରଖିବା ଉଚିତ୍। 10 ପରେମଶ୍ବର ଆମ୍ଭମାନଙ୍କୁ ମୃତ୍ଯୁର ଏହି ଭୟଙ୍କର ବିପଦରୁ ଉଦ୍ଧାର କେଲ। ପରେମଶ୍ବର ସର୍ବଦା ଏପରି ଉଦ୍ଧାର କରିେବ। ଆମ୍େଭ ତାହାଙ୍କ ଉପେର, ଆଶାବାନ ଓ େସ ଆମ୍ଭମାନଙ୍କୁ ସର୍ବଦା ଉଦ୍ଧାର କରିେବ। 11 ତୁମ୍େଭମାେନ ନିଜ ପ୍ରାର୍ଥନା ଦ୍ବାରା ଆମ୍ଭକୁ ସାହାୟ୍ଯ କରିପାର। ଅନେକେ ଆମ୍ଭ ପାଇଁ ପରେମଶ୍ବରଙ୍କୁ ଧନ୍ଯବାଦ େଦେବ, େଯ େହତୁ େସମାନଙ୍କର ପ୍ରାର୍ଥନା ଦ୍ବାରା ପରେମଶ୍ବର ଆମ୍ଭକୁ ଆଶୀର୍ବାଦ ପ୍ରଦାନ କେଲ। 12 ପୁଣି ଆମ୍େଭ ସମ୍ପୂର୍ଣ୍ଣ ହୃଦୟର ସହ କହିପାରୁ େଯ, ଏହି ଜଗତ େର ଆମ୍େଭ ଯାହା କିଛି କରୁଛୁ, ତାହା ସବୁ ଆମ୍େଭ ପରେମଶ୍ବରଙ୍କଠାରୁ ପାଇଥିବା ଶୁଦ୍ଧ ଓ ଅକପଟ ହୃଦୟ େର କହୁଛୁ। ଏଥିପାଇଁ ଆମ୍େଭ ଗର୍ବିତ। ଏହା ତୁମ୍ଭମାନଙ୍କ ପାଇଁ କରା ଯାଇଥିବା କାର୍ୟ୍ଯ ଦୃଷ୍ଟିରୁ ଏହା ଅଧିକ ସତ୍ଯ। କାରଣ ଆମ୍େଭ ଏହା ଜାଗତିକ ଜ୍ଞାନ େର ନୁେହଁ ମାତ୍ର ପରେମଶ୍ବରଙ୍କ କୃପାରୁ କରୁଛୁ। 13 ତୁମ୍େଭମାେନ େଯଉଁ କଥାଗୁଡ଼ିକ ପଢ଼ି ପାରିବ ଓ ବୁଝି ପାରିବ, କେବଳ େସହି କଥାଗୁଡ଼ିକ ଆମ୍େଭ ତୁମ୍ଭମାନଙ୍କୁ ଲେଖିଛୁ। 14 େଯପରିକି ତୁମ୍େଭମାେନ ଆମ୍ଭ ବିଷୟ େର କିଛି କଥା ଆଗରୁ ବୁଝି ସାରିଛ, େସଥିପାଇଁ ଆମ୍େଭ ଆଶା କରୁ େଯ, ତୁମ୍େଭମାେନ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେର ବୁଝି ପାରିବ। ତୁମ୍େଭମାେନ ଏ କଥା ବୁଝି ପାରିବ େଯ, େଯପରି ବର୍ତ୍ତମାନ ତୁମ୍େଭ ଆମ୍ଭ ପାଇଁ ଗର୍ବ କରୁଛ, େସପରି ଆମ୍ଭ ପ୍ରଭୁ ଯୀଶୁ ଆସିବା ଦିନ, ଆମ୍େଭମାେନ ତୁମ୍ଭମାନଙ୍କ ପାଇଁ ଗର୍ବ କରି ପାରିବୁ। 15 େମାହର ଏହି ବିଶ୍ବାସ ଥିବାରୁ ମୁଁ ପ୍ରଥମ େର ତୁମ୍ଭମାନଙ୍କ ପାଖକୁ ଆସିବା ପାଇଁ ଠିକ୍ କଲି। ଏହା ଦ୍ବାରା ତୁମ୍େଭମାେନ ଦୁଇଥର ଆଶୀର୍ବାଦ ଲାଭ କରିବ। 16 ମାକିଦନିଆ ୟିବା ବାଟେର ମୁଁ ତୁମ୍ଭମାନଙ୍କୁ େଦଖିବା ପାଇଁ େଯାଜନା କଲି। ମାକିଦନିଆରୁ େଫରିଲା େବେଳ ମଧ୍ଯ ପୁନର୍ବାର ତୁମ୍ଭମାନଙ୍କ ପାଖକୁ ଆସିବି। ତୁମ୍ଭମାନଙ୍କ ସାହାୟ୍ଯ େର ଯିହୁଦା େଦଶକୁ ପ୍ରସ୍ଥାନ କରିବି। 17 ତୁମ୍େଭମାେନ କ'ଣ ଭାବୁଛ େଯ, ଏହି େଯାଜନାଗୁଡ଼ିକୁ କଲା େବେଳ ମୁଁ ପ୍ରକୃତ େର ଚିନ୍ତା କରି ନ ଥିଲି ? ବା ଜାଗତିକ ଜ୍ଞାନ େର କରିଥିଲି, େଯ ଏକା ସମୟେର "ହଁ, ହଁ" କହୁଥିବା ଓ "ନା, ନା" ମଧ୍ଯ କହୁଥିବି। 18 କିନ୍ତୁ ଯଦି ତୁମ୍େଭମାେନ ପରେମଶ୍ବରଙ୍କୁ ବିଶ୍ବାସ କରୁଛ, ତାହାେହେଲ ତୁମ୍େଭମାେନ ବିଶ୍ବାସ କରିପାର େଯ, ଆମ୍େଭ ଯାହା କହୁ ତାହାର ଉତ୍ତର "ହଁ" ଓ "ନା" ଉଭୟ େହାଇ ପାରିବ ନାହିଁ। 19 ମୁଁ ଏବଂ ସିଲ୍ବାନ୍ ଓ ତୀମଥିଙ୍କ ଦ୍ବାରା ପ୍ରଚାରିତ ପରେମଶ୍ବରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟ ଉଭୟ "ହଁ' ଓ "ନା' ଏକ ସମୟେର କହନ୍ତି ନାହିଁ। ଯୀଶୁ ଖ୍ରୀଷ୍ଟଙ୍କଠା େର ସର୍ବଦା "ହଁ" କଥା "ହଁ" ହୁଏ। 20 କାରଣ ପରେମଶ୍ବର େଯଉଁ ସମସ୍ତ ପ୍ରତିଜ୍ଞା କରିଛନ୍ତି, େସ ଖ୍ରୀଷ୍ଟଙ୍କଠା େର େସ ସବୁଗଡ଼ିକ "ହଁ" େହାଇଛି। େସଥିପାଇଁ ଆମ୍େଭ ପରେମଶ୍ବରଙ୍କ ମହିମା ନିମନ୍େତ ଖ୍ରୀଷ୍ଟଙ୍କ ନାମ େର "ଆେମନ୍" େବାଲି କହିଥାଉ। 21 କେବଳ ପରେମଶ୍ବର ତୁମ୍ଭମାନଙ୍କୁ ଓ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କଠା େର ଦୃଢ଼ କରି ପାରନ୍ତି। ପରେମଶ୍ବର ତାହାଙ୍କର ବିଶେଷ ଆଶୀର୍ବାଦ ଆମକୁ ପ୍ରଦାନ କରନ୍ତି। 22 େସ ଆମ୍ଭଠା େର ନିଜ ଅଧିକାରର େମାହର ଲଗାଇଛନ୍ତି, ଓ ଆମ୍ଭମାନଙ୍କ ହୃଦୟ େର ତାହାଙ୍କ ଆତ୍ମା ପ୍ରଦାନ କରିଛନ୍ତି। ଏହା ପ୍ରମାଣ ଦିଏ େଯ, େସ ଯାହା ପ୍ରତିଜ୍ଞା କରିଛନ୍ତି, ତାହା ନିଶ୍ଚୟ େଦେବ। 23 ମୁଁ କରିନ୍ଥୀକୁ ଆଉ ଥେର ଆସି ନ ଥିଲି କାରଣ ମୁଁ ତୁମ୍ଭମାନଙ୍କୁ ଆଘାତ େଦବାକୁ ଇଚ୍ଛା କରୁ ନ ଥିଲି। 24 ପରେମଶ୍ବର ଏଥିର ସାକ୍ଷୀ। େମା କହିବା ଉଦ୍ଦେଶ୍ଯ ନୁେହଁ େଯ, ଆମ୍େଭ ତୁମ୍ଭମାନଙ୍କ ବିଶ୍ବାସକୁ ନିୟନ୍ତ୍ରିତ କରିବାକୁ ଇଚ୍ଛା କରୁ। ତୁମ୍େଭମାେନ ବିଶ୍ବାସ େର ଦୃଢ଼ କିନ୍ତୁ ଆମ୍େଭମାେନ ତୁମ୍ଭର ଆନନ୍ଦ ପାଇଁ ତୁମ୍ଭମାନଙ୍କର ସହକର୍ମୀ।

2:1 େସଥିପାଇଁ ମୁଁ ଠିକ୍ କରିଥିଲି, ଏହିଥର ଗେଲ ମୁଁ ତୁମ୍ଭମାନଙ୍କୁ େଯପରି କଷ୍ଟ ନ ଦିଏ। 2 ମୁଁ ଯଦି ତୁମ୍ଭମାନଙ୍କୁ ଦୁଃଖିତ କେର, େତେବ କିଏ େମାେତ ସୁଖୀ କରିବ। କେବଳ ତୁମ୍େଭମାେନ େମାେତ ସୁଖ େଦଇପାରିବ େଯଉଁମାନଙ୍କୁ ମୁଁ ପୂର୍ବରୁ ଦୁଃଖ େଦଇଛି। 3 େସଥିପାଇଁ ମୁଁ ତୁମ୍ଭମାନଙ୍କୁ ପତ୍ର ଲେଖିଲି, େଯ େହତୁ ମୁଁ େଯେତେବେଳ ତୁମ୍ଭମାନଙ୍କ ପାଖକୁ ଆସିବି, େଯଉଁମାନଙ୍କ ଠାରୁ େମାେତ ଆନନ୍ଦ ମିଳିବା କଥା, େସମାନଙ୍କ ଠାରୁ େମାେତ ଦୁଃଖ ନ ମିଳୁ। ତୁମ୍ଭମାନଙ୍କଠା େର େମାର ବିଶ୍ବାସ ଅଛି େଯ, ତୁମ୍େଭମାେନ େମାର ସହିତ ଆନନ୍ଦ କରିବ। 4 ପୂର୍ବରୁ ମୁଁ େଯେତେବେଳ ତୁମ୍ଭକୁ ଲେଖିଥିଲି, େସେତେବେଳ େମା ହୃଦୟ େର ଅଧିକ ବେଦନା ଓ ଦୁଃଖ ଥିଲା। ମୁଁ ଆଖି େର ଲୁହ ଗଡ଼ାଇ ଲେଖିଥିଲି। ତୁମ୍ଭମାନଙ୍କୁ ଦୁଃଖ େଦବା େମାର ଉଦ୍ଦେଶ୍ଯ ନ ଥିଲା। ତୁମ୍ଭମାନଙ୍କ ପାଇଁ େମାର ପ୍ େରମର ମାତ୍ରା େକେତ ଅଧିକ, ଏହା େଯପରି ତୁମ୍େଭମାେନ ଜାଣିପାରିବ ଏଥିପାଇଁ ଏହା ଲେଖିଲି। 5 ଯଦି ତୁମ୍ଭମାନଙ୍କ ଭିତରୁ କିଏ ଜେଣ େମାେତ ଦୁଃଖିତ କରିଛି, େସ କେବଳ େମାେତ ଦୁଃଖିତ କରି ନାହିଁ, ବରଂ କିଛି ନା କିଛି ମାତ୍ରା େର ତୁମ୍ଭମାନଙ୍କୁ ମଧ୍ଯ କରିଛି। 6 ଏହି େଲାକକୁ ତୁମ୍େଭମାେନ ମିଶି ଯାହା ଦଣ୍ଡ େଦଇଛ, ତାହା ୟଥେଷ୍ଟ େହଲାଣି। 7 କିନ୍ତୁ ଏେବ ତୁମ୍େଭମାେନ ତାହାକୁ କ୍ଷମା େଦବା ଉଚିତ୍ ଓ ତାହାକୁ ସାନ୍ତ୍ବନା ପ୍ରଦାନ କରିବା ଉଚିତ। ଏହା ତାହାକୁ ଉତ୍ସାହିତ କରିବ ଓ େସ ଅଧିକ ଦୁଃଖ େର ଭାଙ୍ଗି ପଡ଼ିବ ନାହିଁ। 8 େସଥିପାଇଁ େମାର ଅନୁ େରାଧ େଯ, ତୁମ୍େଭମାେନ ତା'ପ୍ରତି ପୁନର୍ବାର ତୁମ୍ଭମାନଙ୍କର ପ୍ େରମଭାବ େଦଖାଅ। 9 ତୁମ୍େଭମାେନ େମାର ସମସ୍ତ କଥାର ଆଜ୍ଞାକାରୀ େହଉଛି ନା ନାହିଁ, ଏହା ପରୀକ୍ଷା କରିବାକୁ ମୁଁ ତୁମ୍ଭମାନଙ୍କୁ ଲେଖିଲି। 10 ତୁମ୍େଭମାେନ ଯଦି କାହାକୁ କ୍ଷମା କର, ମୁଁ ମଧ୍ଯ ତାହାକୁ କ୍ଷମା କରି ଥାଏ, ତାହା ମୁଁ ତୁମ୍ଭମାନଙ୍କ ପାଇଁ ଯୀଶୁ ଖ୍ରୀଷ୍ଟଙ୍କ ଉପସ୍ଥିତି େର କ୍ଷମା କରିଛି। 11 ଏପରି କରିବା ଉଦ୍ଦେଶ୍ଯ େଯ, ଶୟତାନ ଆମଠାରୁ ବିଜୟ ନ େହଉ। ଆମ୍େଭ ଶୟତାନର େଯାଜନାଗୁଡ଼ିକ ବିଷୟ େର ଅତି ଭଲ ଭାବେର ଜାଣୁ। 12 ମୁଁ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଚାର ପ୍ରଚାର କରିବା ପାଇଁ ତ୍ରୋଯା ନଗରକୁ ଯାଇଥିଲି। ପ୍ରଭୁ େସଠାେର େମାେତ ଭଲ ସୁେଯାଗଟିଏ େଦେଲ। 13 େସଠାେର େମା ଭାଇ ତିତସକୁ ନ ପାଇ ମୁଁ େମା ମନ େର ଶାନ୍ତି ହରାଇଲି। େସଥିପାଇଁ େସମାନଙ୍କଠାରୁ ବିଦାୟ େନଇ ମୁଁ ମାକିଦନିଆକୁ ଗଲି। 14 ପରେମଶ୍ବର େହଉଛନ୍ତି ଧନ୍ଯ। େସ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ଯମ େର ଆମ୍ଭ ବିଜୟ ଅଭିଯାନ େର ସର୍ବଦା ମାର୍ଗ ଦର୍ଶନ କରାନ୍ତି। ଆମ୍ଭ ମାଧ୍ଯମ େର େସ ପ୍ରେତ୍ୟକକ ସ୍ଥାନ େର ତାହାଙ୍କ ଜ୍ଞାନର ମଧୁର ସୁଗନ୍ଧି ପ୍ରସାର କରନ୍ତି। 15 ଆମ୍ଭର ଉତ୍ସର୍ଗ ବଳି ପରେମଶ୍ବରଙ୍କ ପାଇଁ େହଉଛି ଏହା : େଯଉଁ େଲାକମାେନ ଉଦ୍ଧାର ପାଇଛନ୍ତି ଏବଂ େଯଉଁମାେନ ପାଇ ନାହାଁନ୍ତି, େସମାନଙ୍କ ପାଇଁ ଆମ୍େଭମାେନ ଖ୍ରୀଷ୍ଟଙ୍କ ମଧୁର ସୁଗନ୍ଧି। 16 େଯଉଁମାେନ ନଷ୍ଟ େହାଇ ଯାଇଛନ୍ତି, େସମାନଙ୍କ ଲାଗି ଆମ୍େଭମାେନ ମୃତ୍ଯୁର ଦୁର୍ଗନ୍ଧ ସ୍ବରୂପ ଅଟୁ। କିନ୍ତୁ େଯଉଁମାେନ ଉଦ୍ଧାର ପାଇଛନ୍ତି, ଆମ୍େଭ େସମାନଙ୍କ ଲାଗି ଜୀବନର ସୁଗନ୍ଧି ଅଟୁ। ଅତଏବ ପ୍ରଶ୍ନ ଏହା େଯ, ଏହି କାମ କରିବା ପାଇଁ କିଏ ସମର୍ଥ ? 17 ଅନେକ େଯପରି କରନ୍ତି, େସପରି ଆମ୍େଭ ନିଜ ଲାଭ ପାଇଁ ପରେମଶ୍ବରଙ୍କ ବାକ୍ଯ ବିକ୍ରୀ କରୁ ନାହୁଁ, କିନ୍ତୁ ଆମ୍େଭମାେନ ପରେମଶ୍ବରଙ୍କ ସାକ୍ଷାତ େର ଖ୍ରୀଷ୍ଟଙ୍କଠା େର ଥାଇ ସତ୍ଯ କହୁ। ପରେମଶ୍ବରଙ୍କ ପ୍ େରରିତ େଲାକ ଭଳି କଥା କହୁ।

3:1 ଆମ୍େଭ କ'ଣ ପୁନର୍ବାର ନିଜ ପ୍ରଶଂସା ନିେଜ କରିବାକୁ ଆରମ୍ଭ କରିଅଛୁ ? ଆମ୍େଭ କ'ଣ ତୁମ୍ଭମାନଙ୍କଠାରୁ ବା ତୁମ୍ଭମାନଙ୍କ ପାଖକୁ ପ୍ରଶଂସା ପତ୍ର ନେବା ଦରକାର କି ? େକେତକ େଲାକ ଏପରି କରନ୍ତି। 2 ତୁମ୍େଭମାେନ ନିେଜ ଆମ୍ଭର ପ୍ରଶଂସା ପାତ୍ର ଅଟ। ଏହା ଆମ୍ଭ ହୃଦୟ େର ଲେଖି େହାଇ ରହିଛି। ଏହା ସମସ୍ତଙ୍କୁ ଜଣା ଓ ସମସ୍େତ ତାହାକୁ ପଢ଼ି ପାରିେବ। 3 ଏହା ସ୍ପଷ୍ଟ େଯ, ତୁମ୍େଭମାେନ ଆମ୍ଭ ମାଧ୍ଯମ େର ଖ୍ରୀଷ୍ଟଙ୍କ ପ୍ େରରିତ ଏକ ପତ୍ର ସ୍ବରୂପ। ଏହି ଚିଠିଟି କାଳି େର ନୁେହଁ, ମାତ୍ର ଜୀବନ୍ତ ପରେମଶ୍ବରଙ୍କ ଆତ୍ମା ଦ୍ବାରା ଲେଖା ଯାଇଛି। ଏହା ପ୍ରସ୍ତର ଫଳକ ଉପେର େଖାଦିତ ନୁେହଁ ବରଂ ମନୁଷ୍ଯର ହୃଦୟ େର ଲିଖିତ। 4 ଯୀଶୁ ଖ୍ରୀଷ୍ଟଙ୍କ େହତୁ ପରେମଶ୍ବରଙ୍କ ଠା େର ଆମ୍ଭର ନିଶ୍ଚିତ ଭରସା ଥିବାରୁ ଆମ୍େଭ ଏହା କହି ପାରୁ। 5 ଆମ୍େଭ ନିେଜ ସମସ୍ତ ଉତ୍ତମ କର୍ମ କରିପାରୁ, ତାହା ନୁେହଁ, କିନ୍ତୁ ଆମ୍ଭକୁ ଏହି ସାମର୍ଥ୍ଯ ପରେମଶ୍ବରଙ୍କଠାରୁ ପ୍ରାପ୍ତ େହାଇଛି। 6 େସ ଆମ୍ଭକୁ େଗାଟିଏ ନୂତନ ଚୁକ୍ତିର େସବକ େହବା ପାଇଁ େଯାଗ୍ଯ ବିବେଚିତ କରିଛନ୍ତି। ଏହା ଲିଖିତ ନିୟମ ନୁେହଁ, ବରଂ ଆତ୍ମାର େଗାଟିଏ ଚୁକ୍ତି ଅେଟ। ଲିଖିତ ନିୟମ ମୃତ୍ଯୁ ଆେଣ। କିନ୍ତୁ ଆତ୍ମା ଜୀବନ ପ୍ରଦାନ କେର। 7 ମୃତ୍ଯୁଦାୟକ େସବାର ବ୍ଯବସ୍ଥା ଶିଳା ଲେଖା େହାଇ ଥିଲା। ଏହା ପରେମଶ୍ବରଙ୍କ ମହିମା େର ପୂର୍ଣ୍ଣ ଥିଲା। ତଦ୍ଦ୍ବାରା େମାଶାଙ୍କ ଚେ େହରା ଏେତ ତେଜସ୍ବୀ େହଲା େଯ, ଇଶ୍ରାେୟଲର େଲାେକ ତାହାଙ୍କ ଚେ େହରାକୁ େଦଖି ମଧ୍ଯ ପାରିେଲ ନାହିଁ। ଏହି ତେଜ ପେର େଲାପ ପାଇଗଲା। 8 ତା େହେଲ ଆତ୍ମାଙ୍କର ଜୀବନଦାୟକ େସବା େକେତ ଅଧିକ ମହିମାୟୁକ୍ତ ନ େହବ ? 9 ଯାହା େଲାକମାନଙ୍କୁ େଦାଷୀ ପ୍ରମାଣିତ କେର େସଭଳି େସବା େର ଯଦି ପ୍ରଭୁଙ୍କ ମହିମା ଅଛି ; ତା' େହେଲ େଯଉଁ େସବା େଲାକମାନଙ୍କୁ ପରେମଶ୍ବରଙ୍କ ଦୃଷ୍ଟି େର ଧାର୍ମିକ ଗଣିତ କେର, ତାହାର ମହିମା ନିଶ୍ଚିତଭାେବ ଅଧିକ େହବ। 10 ପୁରାତନ େସବା େର ମହିମା ଥିଲା, କିନ୍ତୁ ଅଧିକ ମହିମାୟୁକ୍ତ ନୂତନ େସବା ସହିତ ତୁଳନା କେଲ, େସହି ପ୍ରଥମ ମହିମା କିଛି ନୁେହଁ। 11 େଯଉଁ େସବା ଅଦୃଶ୍ଯ େହଲା, ତାହା ଯଦି ମହିମା ସହିତ ଆସିଥିଲା, ତା' େହେଲ ଏହି ଅନନ୍ତ କାଳସ୍ଥାଯୀ େସବା ଅତ୍ଯଧିକ ମହିମାମୟ େହବା ସ୍ବାଭାବିକ। 12 ଆମ୍ଭମାନଙ୍କଠା େର ଏହି ପ୍ରକାରର ଭରସା ରଖିଥିବା େହତୁ ଆମ୍େଭ ଅତି ସାହସୀ। 13 ଆମ୍େଭ େମାଶାଙ୍କ ଭଳି ନୋହୁଁ। େସ ନିଜ ମୁଖ ମଣ୍ଡଳ ଉପେର େଗାଟିଏ ଆବରଣ ପକାଇଥିେଲ। ଇଶ୍ରାେୟଲର େଲାେକ େଯପରି ତାହାଙ୍କ ମୁହଁକୁ େଦଖି ନ ପାରିେବ େତଣୁ େମାଶା ମୁଖ ଆଚ୍ଛାଦନ କରିଥିେଲ। ତହିଁର ମହିମା କମି କମି ଯାଉଥିଲା, ଓ େଲାେକ ଏହି େସବାର ଅନ୍ତ େଦଖନ୍ତୁ, େମାଶା ଏହା ଇଚ୍ଛା କରୁ ନ ଥିେଲ। 14 କିନ୍ତୁ େସମାନଙ୍କର ମନଗୁଡ଼ିକ ଅବରୁଦ୍ଧ େହାଇ ଯାଇଥିଲା। ଏପରିକି ଆଜି ମଧ୍ଯ େସମାେନ େଯେତେବେଳ ପୁରାତନ ଚୁକ୍ତିକୁ ପଢ଼ନ୍ତି େସହି ଆବରଣଟି ଅର୍ଥକୁ ଲୁଚାଇ ରେଖ। େସ ଆବରଣ କଢ଼ା ଯାଇ ନାହିଁ। କେବଳ ଖ୍ରୀଷ୍ଟ ଯୀଶୁ ଏହି ଆବରଣ ଦୂର କରିଛନ୍ତି। 15 କିନ୍ତୁ ଏପରି କି ଆଜି େଯେତେବେଳ ଏହି େଲାକମାେନ େମାଶାଙ୍କ ନିୟମକୁ ପଢ଼ନ୍ତି, େସହି ଆବରଣ େହତୁ େସମାେନ ଏଥିର ଅର୍ଥ ବୁଝି ପାରନ୍ତି ନାହିଁ। 16 କିନ୍ତୁ ଜେଣ େଲାକ େଯେତେବେଳ ପରିବର୍ତ୍ତିତ ହୁଏ ଓ େସ ପ୍ରଭୁଙ୍କ ଅନୁସରଣ କେର, େସହି ଆବରଣଟି ବାହାର କରିଦିଆ ଯାଏ। 17 ପ୍ରଭୁ ଆତ୍ମା ଅଟନ୍ତି। େଯଉଁଠା େର ପ୍ରଭୁଙ୍କର ଆତ୍ମା ବିଦ୍ଯମାନ, େସହିଠା େର ସ୍ବାଧୀନତା ଅଛି। 18 ଆମ୍ଭ ଚେ େହରାଗୁଡ଼ିକ ଆଚ୍ଛାଦିତ ନୁେହଁ। ଆମ୍େଭ ସମସ୍େତ ପ୍ରଭୁଙ୍କର ମହିମା ପ୍ରତିଫଳିତ କରିପାରୁ। ଆମ୍େଭ ତାହାଙ୍କ ଭଳି େହବାକୁ ନିଜକୁ ପରିବର୍ତ୍ତିତ କରୁ। ଏହି ପରିବର୍ତ୍ତନ ଆମ୍ଭ ଭିତ େର ଅଧିକରୁ ଅଧିକ ମହିମା ଆଣିଦିଏ। ଉକ୍ତ ମହିମା ପ୍ରଭୁଙ୍କଠାରୁ ଅର୍ଥାତ୍ ଆତ୍ମାଙ୍କଠାରୁ ପ୍ରାପ୍ତ େହଉ।

4:1 ପରେମଶ୍ବର ଅନୁଗ୍ରହ କରି ଆମ୍ଭମାନଙ୍କୁ ଏହି େସବା କାର୍ୟ୍ଯ େଦଇଛନ୍ତି, େସଥିପାଇଁ ଆମ୍େଭ ଏହାକୁ ଛାଡ଼ିବା ନାହିଁ। 2 ଆମ୍େଭ ଲଜ୍ଜାପୂର୍ଣ୍ଣ ଓ ଗୁପ୍ତ କାର୍ୟ୍ଯଗୁଡ଼ିକୁ ଛାଡ଼ି େଦଇଛୁ। ଆମ୍େଭ କପଟ କରୁ ନାହୁଁ, ପରେମଶ୍ବରଙ୍କ ବାକ୍ଯ େର ପରିବର୍ତ୍ତନ କରୁ ନାହୁଁ, ବରଂ ଆମ୍େଭ ସତ୍ଯକୁ ସରଳ ଭାବେର ପ୍ରକାଶ କରୁଛୁ। ଏହାଦ୍ବାରା େଲାକମାନଙ୍କଠା େର ଆମ୍େଭ ନିଜର ବ୍ଯକ୍ତିତ୍ବ ପ୍ରତିପାଦନ କରୁଛୁ, ଯାହା ଦ୍ବାରା ସମସ୍େତ ନିଜ ହୃଦୟ େର ଜାଣି ପାରିେବ େଯ, ପରେମଶ୍ବରଙ୍କ ସମ୍ମୁଖ େର ଆମ୍େଭମାେନ ସତ୍ଯ ବାକ୍ଯ ପ୍ରଚାର କରୁଅଛୁ। 3 ସୁସମାଚାର ଯଦି ଆଚ୍ଛାଦିତ େହାଇଥାଏ, େତେବ େସହି ଆଚ୍ଛାଦନ କେବଳ େସହିମାନଙ୍କ ପାଇଁ େଯଉଁମାେନ ବିନାଶ ମାର୍ଗ େର ରହିଛନ୍ତି। 4 ଅବିଶ୍ବାସୀମାନଙ୍କ ମନକୁ ଜଗତପତି ଶୟତାନ ଅନ୍ଧ କରି େଦଇଛି। େତଣୁ େସମାେନ ଖ୍ରୀଷ୍ଟଙ୍କର ସୁସମାଚାରର ଆେଲାକ େଦଖି ପାରନ୍ତି ନାହିଁ। 5 ଯୀଶୁ ଖ୍ରୀଷ୍ଟ େହଉଛନ୍ତି ପରେମଶ୍ବରଙ୍କ ସାକ୍ଷାତ ପ୍ରତିରୂପ। ଆମ୍େଭ ନିଜର ପ୍ରଚାର କରୁ ନାହୁଁ, କିନ୍ତୁ ଯୀଶୁଖ୍ରୀଷ୍ଟଙ୍କୁ ପ୍ରଭୁ ରୂେପ ପ୍ରଚାର କରୁଛୁ। ନିଜ ବିଷୟ େର ଆମ୍େଭ କହୁ େଯ, ଯୀଶୁଙ୍କ ପାଇଁ ଆମ୍େଭ ତୁମ୍ଭମାନଙ୍କ େସବକ। 6 ଥେର ପରେମଶ୍ବର କହିେଲ : ଅନ୍ଧକାର ମଧ୍ଯରୁ ଆେଲାକ ପ୍ରକାଶିତ େହବ।" 7 ଆମ୍େଭ ପରେମଶ୍ବରଙ୍କଠାରୁ ଏହି ଧନ ପାଇଅଛୁ। ଆମ୍େଭ ମାଟିପାତ୍ର ସଦୃଶ କେବଳ ଏହି ଭଣ୍ଡାରକୁ ଧରିଛୁ। ଏହା ପ୍ରମାଣିତ କେର େଯ, ଏହି ଆଶ୍ଚର୍ୟ୍ଯ ଶକ୍ତି ଆମ୍ଭର ନୁେହଁ, ତାହା ପରେମଶ୍ବରଙ୍କର ଅେଟ। 8 ଆମ୍ଭ ଚତୁର୍ଦ୍ଦିଗରୁ ସମସ୍ଯା ଆମକୁ ଚାପି ପକାଇଛି, କିନ୍ତୁ ଆମ୍େଭ ହାରି ଯାଇ ନାହୁଁ। ଅନେକ ସମୟେର କ'ଣ କରିବାକୁ େହବ ତାହା ଆମ୍େଭ ଜାଣି ପାରୁନାହୁଁ। 9 ଆମ୍େଭ ନିର୍ୟାତିତ େହଉଛୁ, କିନ୍ତୁ ପରେମଶ୍ବର ଆମ୍ଭକୁ ଛାଡ଼ି ଦିଅନ୍ତି ନାହିଁ। ଆମ୍େଭ େକେତ ଥର ଆଘାତ ପାଇଛୁ, କିନ୍ତୁ ବିନଷ୍ଟ େହାଇ ନାହୁଁ। 10 ଯୀଶୁ ଖ୍ରୀଷ୍ଟଙ୍କ ପରି ଆମ୍ଭ ଶରୀର ସର୍ବଦା ମୃତ୍ଯୁର ସମ୍ମୁଖୀନ େଯପରିକି ତାହାଙ୍କର ଜୀବନ ମଧ୍ଯ ଆମ୍ଭ ଭିତ େର ପ୍ରକାଶିତ େହବ। 11 ଆମ୍େଭ ଜୀବିତ, କିନ୍ତୁ ଯୀଶୁଙ୍କ େହତୁ ଆମ୍େଭ ସର୍ବଦା ମୃତ୍ଯୁ ସଙ୍କଟର ସମ୍ମୁଖୀନ େହଉଛୁ। ୟଦ୍ଦ୍ବାରା ଯୀଶୁଙ୍କ ଜୀବନ ଆମ୍ଭର ମରଣଶୀଳ ଶରୀର ମଧିଅେର ସ୍ପଷ୍ଟ ଭାବେର େଦଖି ପାରିବା। 12 ଅତଏବ ଆମ୍ଭ ଭିତ େର ମୃତ୍ଯୁ ଓ ତୁମ୍ଭମାନଙ୍କ ଭିତ େର ଜୀବନ ସକ୍ରିୟ ଅେଟ। 13 ଶାସ୍ତ୍ର େର ଲେଖାଅଛି : "ମୁଁ ବିଶ୍ବାସ କଲି, ଏଣୁ ସ୍ପଷ୍ଟ କହିଲି।" ଆମ୍ଭର ବିଶ୍ବାସ ମଧ୍ଯ େସହିଭଳି ଅେଟ। ଆମ୍େଭ ବିଶ୍ବାସ କରୁ, େସଥିପାଇଁ ଆମ୍େଭ କହୁ। 14 କାରଣ ଆମ୍େଭ ଜାଣୁ େଯ, େଯଉଁ ପରେମଶ୍ବର ଯୀଶୁଙ୍କୁ ମୃତ୍ଯୁର ପୁନରୁତ୍ଥିତ କେଲ, େସ ଆମ୍ଭକୁ ମଧ୍ଯ ଯୀଶୁଙ୍କ ସହ ପୁନରୁତ୍ଥିତ କରିେବ। 15 େସ ଆମ୍ଭକୁ ମଧ୍ଯ ତୁମ୍ଭମାନଙ୍କ ସହିତ ନିଜ ସମ୍ମୁଖ େର ଠିଆ କରିେବ। ଏହି ବିଷୟକୁ ତୁମ୍ଭମାନଙ୍କ ପାଇଁ କରା ଯାଉଛି। ଏହାଦ୍ବାରା ଅନେକ େଲାକ େଯପରି ପରେମଶ୍ବରଙ୍କ ଅନୁଗ୍ରହ ପାଇ ପାରିେବ। ପରେମଶ୍ବରଙ୍କ ମହିମା ନିମନ୍େତ ତାହାଙ୍କୁ ଅଧିକରୁ ଅଧିକ ଧନ୍ଯବାଦ ଅର୍ପଣ କରାୟିବ। 16 େସଥିପାଇଁ ଆମ୍େଭ େକେବ େହେଲ ନିରାଶ ନ େହଉ, ଯଦିଓ ଆମ୍ଭର ବାହ୍ଯିକ ଶରୀର କ୍ଷୀଣ େହାଇ ଯାଉଛି, କିନ୍ତୁ ଆମ୍ଭର ଅନ୍ତଃରସ୍ଥ ଆତ୍ମା ଦିନକୁ ଦିନ ନୂତନରୁ ଅତି ନୂତନ େହାଇ ଯାଉଅଛି। 17 ବର୍ତ୍ତମାନ ଆମ୍େଭ ସମ୍ମୁଖୀନ େହଉଥିବା େଛାଟ େଛାଟ କ୍ଷଣିକ ଅସୁବିଧାଗୁଡ଼ିକ ଆମ୍ଭ ପାଇଁ ଏକ ଅତୁଳନୀୟ, ଉତ୍କୃଷ୍ଟ ଓ ଅନନ୍ତ ମହିମା ଉତ୍ପନ୍ନ କରୁଛି। ଏହି ଅତୁଳନୀୟ ମହିମା ଅସୁବିଧାଗୁଡ଼ିକ ତୁଳନା େର ଅତି ମହାନ୍। 18 ଆମ୍ଭର ଆଖି ଦୃଶ୍ଯ ବିଷୟଗୁଡ଼ିକ ଉପେର ନ ରହି, ଅଦୃଶ୍ଯ ବିଷୟ ଉପେର କେନ୍ଦ୍ରୀଭୂତ େହଉ। କାରଣ ଯାହା ଆମ୍ଭକୁ େଦଖା ଯାଉଛି, ତାହା ଅସ୍ଥାଯୀ, ଓ ଯାହା ଅଦୃଶ୍ଯ, ତାହା ସମ୍ପୂର୍ଣ୍ଣ ଚିରସ୍ଥାଯୀ।

5:1 ଆପଣ ଜାଣନ୍ତି େଯ, ଆମ୍ଭର ଶରୀରରୂପ ତମ୍ବୁ େଯଉଁଥି େର ଆମ୍େଭ ରହିଛୁ, ତାହା ନଷ୍ଟ େହବ। ଏପରି ଘଟିଲା ପେର ପରେମଶ୍ବରଙ୍କ ସହିତ ବାସ କରିବା ନିମନ୍େତ ଏକ ଗୃହ ଆମ୍ଭକୁ େଦେବ। ଏହା ମଣିଷ ଦ୍ବାରା ନିର୍ମିତ ନୁେହଁ। 2 ଏହା ସ୍ବର୍ଗ େର ସ୍ଥାପିତ ଚିରସ୍ଥାଯୀ ଗୃହ ଅେଟ। ଆମ୍େଭ ଏହି ପୃଥିବୀର ଘରଟି େର ରହି ଥକି ଯାଇଛୁ। ଆମ୍େଭ ଇଚ୍ଛା କରୁ େଯ, ପରେମଶ୍ବର ଆମ୍ଭକୁ ଆମ୍ଭର ସ୍ବର୍ଗୀୟ ଘରଟି ଦିଅନ୍ତୁ। 3 ଏହି ଘରଟି ପାଇଲା ପେର, ଏହା ଆମ୍ଭକୁ ଆବୃତ କରିବ, ଓ ଆମ୍େଭ ଉଲଗ୍ନ େଦଖା ୟିବୁ ନାହିଁ। 4 ଏହି ଶରୀରରୂପ ତମ୍ବୁ େର ରହିଲା େବେଳ ଆମ୍େଭମାେନ ଭାରାକ୍ରାନ୍ତ େହାଇ ଅଭି େଯାଗ କରୁ। େମାର କହିବା ଅର୍ଥ ନୁେହଁ େଯ, ଆମ୍େଭ ଏହି ତମ୍ବୁକୁ ଦୂର କରି େଦବା ପାଇଁ ଚାହୁଁ। କିନ୍ତୁ ଆମ୍େଭ ସ୍ବର୍ଗୀୟ ଘର ଦ୍ବାରା ଆଚ୍ଛାଦିତ େହବାକୁ ଇଚ୍ଛା କରୁ। ତା' େହେଲ ଯାଇ ଏହି ମର ଶରୀର ସମ୍ପୂର୍ଣ୍ଣ ଭାେବ ଜୀବନ ଦ୍ବାରା େଘାଡ଼ାଇ େହାଇ ପାରିବ। 5 ପରେମଶ୍ବର ଆମ୍ଭକୁ ଏଥିପାଇଁ ପ୍ରସ୍ତୁତ କରିଛନ୍ତି, ଓ େସ ଯାହା ପ୍ରତିଜ୍ଞା କରିଥିେଲ ତାହା ଆମ୍ଭକୁ ପ୍ରଦାନ କରିେବ େବାଲି ଆତ୍ମା ଏଥିର ସାକ୍ଷ୍ଯ ଦିଏ। 6 ଅତଏବ ଆମ୍ଭର ପୂର୍ଣ୍ଣ ଆଶା ଅଛି। ଆମ୍େଭ ଜାଣୁ େଯ, େଯପର୍ୟ୍ଯନ୍ତ ଆମ୍େଭ ଏହି ଦେହ େର ଅଛୁ େସପର୍ୟ୍ଯନ୍ତ ଆମ୍େଭ ପ୍ରଭୁଙ୍କ ଠାରୁ ଦୂର େର ଅଛୁ। 7 ଆମ୍େଭ ଯାହା େଦଖୁ, ତା' ସାହାୟ୍ଯ େର ନୁେହଁ, ମାତ୍ର ବିଶ୍ବାସ ଦ୍ବାରା ପରିଚାଳିତ େହଉ, େସଥିପାଇଁ ମୁଁ କୁ େହ େଯ, ଆମ୍ଭମାନଙ୍କର ଆଶା ଅଛି। 8 ଆମ୍େଭମାେନ ଏହି ଶରୀରରୁ ଦୂରକୁ ୟିବାକୁ ଓ ପ୍ରଭୁଙ୍କ ନିକଟସ୍ଥ େହବାକୁ ଅଧିକ ପସନ୍ଦ କରୁ। 9 ଆମର ଏକମାତ୍ର ଉଦ୍ଦେଶ୍ଯ ପରେମଶ୍ବରଙ୍କୁ ପ୍ରସନ୍ନ କରିବା। ଆମ୍େଭ ଏହିଠା େର ବାହ୍ଯିକ ଶରୀର ଧାରଣ କରି ରହୁ ବା େସଠାେର ପ୍ରଭୁଙ୍କ ସହିତ ରହୁ, ଆମ୍େଭ ପ୍ରଭୁଙ୍କୁ ପ୍ରସନ୍ନ କରିବାକୁ ଚାହୁଁ। 10 ଆମ୍େଭ ସମସ୍େତ ବିଚାରିତ େହବା ନିମନ୍େତ ଖ୍ରୀଷ୍ଟଙ୍କର ନ୍ଯାଯାସନ ଆଗ େର ଅବଶ୍ଯ ଠିଆ େହବୁ। ଆମ୍ଭମାନଙ୍କ ଭିତରୁ ପ୍ରେତ୍ୟକକ, ଏହି ପାର୍ଥିବ ଶରୀର ଧାରଣ କରିଥିଲା େବେଳ ଯାହା କିଛି ଭଲ ବା ମନ୍ଦ କରିଛୁ, ତା'ପାଇଁ ପ୍ରତିଦାନ ପାଇବ। 11 ଆମ୍େଭ ଜାଣୁ େଯ, ପ୍ରଭୁଙ୍କୁ ଭୟ କରିବା ଅର୍ଥ କ'ଣ ଅେଟ। େସଥିପାଇଁ େଲାକମାନଙ୍କୁ ସତ୍ଯ ଗ୍ରହଣ କରିବା ପାଇଁ ଆମ୍େଭ ବୁଝାଉଁ। ପରେମଶ୍ବର ଜାଣନ୍ତି େଯ, ଆମ୍େଭ ପ୍ରକୃତ େର କ'ଣ ଓ ମୁଁ ଆଶା କେର, ତୁମ୍େଭ ମଧ୍ଯ ଆମ୍ଭର ପ୍ରକୃତ ପରିଚୟ ପାଇପାରିବ। 12 ଆମ୍େଭ ତୁମ୍ଭମାନଙ୍କ ଆଗ େର ନିଜର ପ୍ରଶଂସା କରୁ ନାହୁଁ। ବରଂ ଆମ୍େଭ ତୁମ୍ଭମାନଙ୍କୁ ସୁେଯାଗ ଦେଉଛୁ େଯପରି ଆମ୍ଭ ପାଇଁ ତୁମ୍େଭମାେନ ଗର୍ବ ଅନୁଭବ କରି ପାରିବ। ତା' େହେଲ ପ୍ରତ୍ଯକ୍ଷ ଦିଶୁଥିବା ବିଷୟଗୁଡ଼ିକ ପାଇଁ ଗର୍ବ କରୁଥିବା େଲାକକୁ ତୁମ୍େଭମାେନ ଉତ୍ତର େଦଇ ପାରିବ। େସ େଲାକମାେନ ଜଣକର ହୃଦୟ େର କ'ଣ ଅଛି, ତହିଁ ପାଇଁ େସମାେନ ମନୋୟୋଗ କରନ୍ତି ନାହିଁ। 13 ଆମ୍େଭ ଯଦି ପାଗଳ, ତାହା ପରେମଶ୍ବରଙ୍କ ପାଇଁ। 14 ଯଦି ଆମ୍େଭ ଠିକ୍ ମନ େର ଅଛୁ ତାହା ତୁମ୍ଭମାନଙ୍କ ପାଇଁ। ଖ୍ରୀଷ୍ଟଙ୍କ ପ୍ େରମ ଆମ୍ଭକୁ ନିୟନ୍ତ୍ରିତ କେର। କାରଣ ଆମ୍େଭ ଜାଣୁ େଯ ଜେଣ ସମସ୍ତଙ୍କ ପାଇଁ ମରିଛନ୍ତି। େସଥିପାଇଁ ସମସ୍େତ ମରିଛନ୍ତି। 15 ଖ୍ରୀଷ୍ଟ ସମସ୍ତଙ୍କ ପାଇଁ ମରିବାର ଉଦ୍ଦେଶ୍ଯ େହଉଛି େଯ େଯଉଁ େଲାକମାେନ ଜୀବିତ, ଏହା ପେର େସମାେନ ନିଜ ପାଇଁ ଜୀବିତ ନ ରୁହନ୍ତି, ବରଂ ୟିଏ ମରି ଯାଇଥିେଲ ଓ ପୁନର୍ବାର େସମାନଙ୍କ ପାଇଁ ଉଥିତ େହେଲ, େସହି ଖ୍ରୀଷ୍ଟଙ୍କ ପାଇଁ ଜୀବିତ ରୁହନ୍ତୁ। 16 ଏହି ସମୟ ପେର, ଆମ୍େଭ େକୗଣସି େଲାକକୁ ଜାଗତିକ ଦୃଷ୍ଟିରୁ େଦଖିବା ନାହିଁ। ଅତୀତ େର ଆମ୍େଭ ଯୀଶୁ ଖ୍ରୀଷ୍ଟଙ୍କୁ ମଧ୍ଯ ଜାଗତିକ ଦୃଷ୍ଟି େର ବୁଝିଥିଲୁ। କିନ୍ତୁ ଏେବ ଆମ୍େଭ େସପରି ଭାବୁନାହୁଁ। 17 ଯଦି େକୗଣସି େଲାକ ଖ୍ରୀଷ୍ଟଙ୍କ ଠା େର ଅଛି, େସ ନୂତନ ଭାବେର ସୃଷ୍ଟି େହାଇ ଅଛି। ପୁରୁଣା ବିଷୟ ସମସ୍ତ ଚାଲି ଯାଇଅଛି, ଓ ପ୍ରେତ୍ୟକକ ବିଷୟ ନୂଆ େହାଇ ଯାଇଛି। 18 ଏହି ସବୁ ବିଷୟ ପରେମଶ୍ବରଙ୍କ ଠାରୁ ଆସିଛି। ଖ୍ରୀଷ୍ଟଙ୍କ ମାଧ୍ଯମ େର ପରେମଶ୍ବର ନିେଜ ଆମ୍ଭମାନଙ୍କ ସହ ଶାନ୍ତି ସ୍ଥାପନ କରିଛନ୍ତି। ଓ େଲାକମାେନ େଯପରି ପରେମଶ୍ବରଙ୍କ ସହ ଶାନ୍ତି ସ୍ଥାପନ କରିେବ, ଏହି ଦାଯିତ୍ବ ଆମ୍ଭମାନଙ୍କୁ େଦଇଛନ୍ତି। 19 େମା କହିବା କଥା େଯ, ପରେମଶ୍ବର ଖ୍ରୀଷ୍ଟଙ୍କ େହତୁ େଲାକମାନଙ୍କର ପାପଗୁଡ଼ିକୁ ଗଣନା ନ କରି, ନିଜକୁ ଜଗତର େଲାକମାନଙ୍କ ସହିତ ପୁନର୍ମିଳିତ କରୁଛନ୍ତି। କେବଳ େସତିକି ନୁେହଁ ମାତ୍ର େସ ଆମ୍ଭମାନଙ୍କୁ, େଲାକମାନଙ୍କୁ ପୁନର୍ମିଳନର ସମ୍ବାଦ କହିବା ଭାର େଦଇଛନ୍ତି। େସଥିପାଇଁ ଆମ୍େଭ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିନିଧି ଭାେବ କାମ କରୁଛୁ। 20 େସ ଆମ୍ଭ ମାଧ୍ଯମ େର ପୃଥିବୀର େଲାକମାନଙ୍କୁ ଡ଼ାକୁଛନ୍ତି। େଯେତେବେଳ ଆମ୍େଭ ତୁମ୍ଭମାନଙ୍କୁ ପରେମଶ୍ବରଙ୍କ ସହିତ ପୁନର୍ମିଳିତ େହବା ପାଇଁ ଅନୁ େରାଧ କରୁ, 21 ଆମ୍େଭ ଖ୍ରୀଷ୍ଟଙ୍କ ନିମନ୍େତ କହୁ। ଖ୍ରୀଷ୍ଟଙ୍କର କିଛି ପାପ ନ ଥିଲା। କିନ୍ତୁ ପରେମଶ୍ବର ଆମ୍ଭମାନଙ୍କ ପାଇଁ ତାହାଙ୍କୁ ପାପ ରୂେପ ଗଣ୍ଯ କେଲ, େଯପରି ତାହାଙ୍କ ମାଧ୍ଯମ େର ଆମ୍େଭ ପରେମଶ୍ବରଙ୍କ ଠା େର ଧାର୍ମିକ ଗଣିତ େହାଇପାରିବା।

6:1 ଆମ୍େଭମାେନ ପରେମଶ୍ବରଙ୍କ ସହିତ କାମ କରୁଥିବା େହତୁ ତୁମ୍ଭମାନଙ୍କୁ ବିନତି କରୁ େଯ, ପରେମଶ୍ବରଙ୍କ ଠାରୁ େଯଉଁ ଅନୁଗ୍ରହ ତୁମ୍େଭମାେନ ପାଇଛ, ତାହା େଯପରି ବ୍ଯର୍ଥ ନ ଯାଏ। 2 ପରେମଶ୍ବର କହିଛନ୍ତି : 3 ଆମ୍ଭ କାମ େର େଲାେକ ନିନ୍ଦା କରନ୍ତୁ, ଏହା ଆମ୍େଭ ଇଚ୍ଚା କରୁ ନାହୁଁ। େସଥିପାଇଁ ଆମ୍େଭ େକୗଣସି ଏପରି କାମ କରିବା ନାହିଁ ଯାହା ଅନ୍ୟମାନଙ୍କ ପାଇଁ ସମସ୍ଯା ସୃଷ୍ଟି କରିବ। 4 ବରଂ ପରେମଶ୍ବରଙ୍କ େସବକ ରୂେପର ଆମ୍େଭମାେନ ପ୍ରେତ୍ୟକକ ଭାବେର ନିଜକୁ ଭଲ ପ୍ରମାଣିତ କରୁ ଓ ଦୁଃଖ, କଷ୍ଟ ତଥା ବଡ଼ ସମସ୍ଯା ମଧିଅେର ଅନେକ କେଠାର ତଥା ର୍ଧୈୟ୍ଯପୂର୍ବକ ସହୁ। 5 ଆମ୍ଭକୁ ମାଡ଼ ଦିଆଯାଏ, କାରାଗାର େର ରଖାଯାଏ। େଲାେକ ଆମ୍ଭ ବିରୁଦ୍ଧ େର ଉଠନ୍ତି। ଆମ୍େଭ କେଠାର ପରିଶ୍ରମ କରୁ, େ େବେଳବେଳ ଆମ୍େଭ ଅନିଦ୍ରା ରହୁ, ଓ ଭୋକଉପାସ େର ରହୁ। 6 ଆମ୍ଭର ଜ୍ଞାନ, ର୍ଧୈୟ୍ଯ, ଦୟା, ପବିତ୍ରା ଆତ୍ମା ଓ ପବିତ୍ର ଜୀବନ ଧାରଣ ଦ୍ବାରା ଆମ୍େଭ ପରେମଶ୍ବରଙ୍କ େସବକ େବାଲି ପ୍ରମାଣିତ କରୁ। ଆମ୍େଭ ପବିତ୍ର ଆତ୍ମାଙ୍କ ପୂର୍ଣ୍ଣତା େର, ପ୍ରକୃତ ପ୍ େରମ ପ୍ରକାଶିବା ଦ୍ବାରା, ପୁଣି ସତ୍ଯ କଥା କହି ଓ ପରେମଶ୍ବରଙ୍କ ଶକ୍ତିର କାର୍ୟ୍ଯ କରି ଏହାର ପରିଚୟ େଦଇଥାଉ। 7 ପ୍ରେତ୍ୟକକ କଥା େର ଆମ୍େଭ ଆମ୍ଭର ଧାର୍ମିକ ଜୀବନ ପ୍ରଣାଳୀକୁ ରକ୍ଷାଢ଼ାଲ ଭାବେର ବ୍ଯବହାର କରୁ। 8 େକେତକ େଲାକ ଆମ୍ଭକୁ ସମ୍ମାନ ଦିଅନ୍ତି, କିନ୍ତୁ େକେତ େଲାକ ଆମ୍ଭକୁ ଲଜ୍ଜା ଦିଅନ୍ତି। େକେତ େଲାକ ଆମ୍ଭ ବିଷୟ େର ମନ୍ଦ କୁହନ୍ତି, େକେତ ଭଲ କଥା କୁହନ୍ତି। େକେତ େଲାକ କୁହନ୍ତି େଯ, ଆମ୍େଭ ମିଥ୍ଯାବାଦୀ ଓ ତଥାପି ଆମ୍େଭ ସତ୍ଯ କହୁ। 9 ଆମ୍େଭ ଜନପ୍ରିୟ େହାଇ ଥିେଲ ମଧ୍ଯ େକେତକଙ୍କ ପାଇଁ ଅଜଣା। ଆମ୍ଭକୁ ମୃତ ତୁଲ୍ଯ ଧରା ଯାଏ, କିନ୍ତୁ େଦଖ, ଆମ୍େଭ ଜୀବିତ ରହିଛୁ। ଆମ୍ଭକୁ ଦଣ୍ଡ ଦିଆ ଯାଏ, କିନ୍ତୁ ମାରି ଦିଆ ଯାଏ ନାହିଁ। 10 ଆମ୍ଭର ବହୁତ ଦୁଃଖ ଅଛି କିନ୍ତୁ ଆମ୍େଭ ସର୍ବଦା ପ୍ରସନ୍ନ ରହୁ। ଆମ୍େଭ ଗରିବ, କିନ୍ତୁ ଅନେକଙ୍କୁ ଧନୀ କରୁ। ଆମ୍ଭର କିଛି ନାହିଁ, କିନ୍ତୁ ଆମ୍ଭର ସବୁ କିଛି ଅଛି। 11 େହ କରିନ୍ଥୀବାସୀ! ଆମ୍େଭ ସମ୍ପୂର୍ଣ୍ଣ େଖାଲା ମନ େର ତୁମ୍ଭମାନଙ୍କ ସହିତ କଥା େହାଇଛୁ। ଆମ୍େଭ ଆମ୍ଭର ହୃଦୟ ତୁମ୍ଭମାନଙ୍କ ପାଇଁ େଖାଲି େଦଇଛୁ। 12 ତୁମ୍ଭମାନଙ୍କ ପ୍ରତି ଆମ୍ଭର ପ୍ େରମ ପ୍ରଦର୍ଶନ ଆମ୍େଭ ବନ୍ଦ କରି ନାହୁଁ। କିନ୍ତୁ ତୁମ୍େଭମାେନ ଆମ୍ଭ ପ୍ରତି ପ୍ େରମ ପ୍ରଦର୍ଶନ ବନ୍ଦ କରି େଦଇଛ। 13 େମା ନିଜର ସନ୍ତାନ େବାଲି ଭାବି ତୁମ୍ଭମାନଙ୍କୁ ମୁଁ କହୁଛି େଯ, ଉଚିତ୍ ପ୍ରତିଦାନ ସ୍ବରୂେପ ତୁମ୍େଭମାେନ ମଧ୍ଯ ନିଜର ହୃଦୟ ଆମ୍ଭ ପାଇଁ ସୂର୍ଣ୍ଣ ଭାବେର େଖାଲା ରଖିବା ଉଚିତ୍। 14 େଯଉଁମାେନ ବିଶ୍ବାସ କରନ୍ତି ନାହିଁ, ତୁମ୍େଭମାେନ ତାହାଙ୍କ ସହିତ ସମାନ ନୁହଁ। ଅତଏବ େସମାନଙ୍କ ସହିତ ୟୋଗ ଦିଅ ନାହିଁ। ଭଲ ଓ ମନ୍ଦ ଏକାଠି ରୁହନ୍ତି ନାହିଁ। ଆେଲାକ ଓ ଅନ୍ଧକାର ମଧିଅେର କି ସହଭାଗିତା ଅଛି ? 15 ଯୀଶୁ ଖ୍ରୀଷ୍ଟ ଓ ବିଲିଯାର୍ ଭିତ େର ଚୁକ୍ତି େହାଇପା େର କି ? ଜେଣ ବିଶ୍ବାସୀ ଓ ଜେଣ ଅବିଶ୍ବାସୀଙ୍କ ଭିତ େର କ'ଣ କିଛି ମେଳ େହାଇପା େର ? 16 ପରେମଶ୍ବରଙ୍କ ମନ୍ଦିର ଓ ମୂର୍ତ୍ତିଗୁଡ଼ିକ ମଧିଅେର ଚୁକ୍ତି େହାଇ ପାରିବ ନାହିଁ, କାରଣ ଆମ୍େଭ େହଉଛୁ ପରେମଶ୍ବରଙ୍କ ମନ୍ଦିର। େଯପରି ପରେମଶ୍ବର କହିଛନ୍ତି : 17 " େସଥିପାଇଁ େସ େଲାକମାନଙ୍କୁ ଛାଡ଼ି ବାହାରି ଆସ େସମାନଙ୍କଠାରୁ ନିଜକୁ ଅଲଗା କରି ରଖ, ଯାହା ଅରୁଦ୍ଧ, ତାହାକୁ ଛୁଅଁ ନାହିଁ, ତା' େହେଲ ମୁଁ ତୁମ୍ଭମାନଙ୍କୁ ଗ୍ରହଣ କରିବି।" ୟିଶାଇୟ 52:11 18 "ମୁଁ ତୁମ୍ଭମାନଙ୍କର ପିତା େହବି ଓ ତୁମ୍େଭମାେନ େମା ପୁଅ ଓ ଝିଅ େହବ ସର୍ବଶକ୍ତିମାନ ପ୍ରଭୁ ଏହା କୁହନ୍ତି।" ଦ୍ବିତୀୟ ଶାମୁଯେଲ 7:14, 7:8

7:1 ଅତଏବ, ଆସ ପରମମେଶ୍ବରଙ୍କ ପ୍ରତି ଭକ୍ତି ଥିବାରୁ ଆମ୍ଭ ଜୀବନ ଯାପନ ପ୍ରଣାଳୀ େର ନିଜକୁ ପବିତ୍ର କରିବା ଏବଂ ଆମ୍ଭ ଶରୀର ଓ ଆତ୍ମାକୁ ଅପବିତ୍ର କରୁଥିବା ପ୍ରେତ୍ୟକକ ବିଷୟକୁ ଦୂର କରିବା। 2 ନିଜ ହୃଦୟ େର ଆମ୍ଭକୁ ସ୍ଥାନ ଦିଅ। ଆମ୍େଭ କାହାରି ପ୍ରତି େକୗଣସି ଭୁଲ କରି ନାହୁଁ। ଆମ୍େଭ କାହାରି ବିଶ୍ବାସ େର ଆଞ୍ଚ ଆଣି ନାହୁଁ, କାହାକୁ େଘାଷଣା କରି ନାହୁଁ। 3 ତୁମ୍ଭମାନଙ୍କୁ ନିନ୍ଦା େଦବା ପାଇଁ ମୁଁ ଏହା କହୁ ନାହିଁ। ମୁଁ ତୁମ୍ଭମାନଙ୍କୁ ଆଗରୁ କହିଛି େଯ, ଆମ୍େଭ ତୁମ୍ଭମାନଙ୍କୁ ଏେତ ଭଲ ପାଉ େଯ, ଆମ୍େଭ ତୁମ୍ଭମାନଙ୍କ ସହିତ ମରିବା ଓ ବଞ୍ଚିବା ପାଇଁ ମଧ୍ଯ ପ୍ରସ୍ତୁତ। 4 ତୁମ୍ଭମାନଙ୍କ ବିଷୟ େର େମାର ଏହି ଦୃଢ଼ବୋଧ ଅଛି। ମୁଁ ତୁମ୍ଭ ପାଇଁ ବହୁତ ଗର୍ବିତ। ତୁମ୍େଭମାେନ େମାେତ ଅଧିକ ଉତ୍ସାହ େଦଇଥାଅ। େସଥିପାଇଁ ସମସ୍ତ ଯାତନା ଭିତ େର ମଧ୍ଯ େମାର ଆନନ୍ଦ କହିେଲ ନ ସ େର। 5 େଯେତେବେଳ ଆମ୍େଭ ମାକିଦନିଆ ଆସିଥିଲୁ, େସେତେବେଳ ଆମ୍ଭ ପାଇଁ ବିଶ୍ରାମ ମିଳି ନ ଥିଲା। ଆମ୍ଭର ଚାରି ପଟେ ଅସୁବିଧାମାନ ଘେରି ରହିଥିଲା। ବାହାରର ସଂଗ୍ରାମ ଓ ଭିତରର ଭୟ ମଧିଅେର ଆମ୍େଭ ଥିଲୁ। 6 କିନ୍ତୁ େଯଉଁ ପରେମଶ୍ବର ଭାଙ୍ଗି ପଡ଼ିଥିବା େଲାକକୁ ସାନ୍ତ୍ବନା ଦିଅନ୍ତି, େସ ତିତସଙ୍କର ଆଗମନ ଦ୍ବାରା ଆମ୍ଭମାନଙ୍କୁ ମଧ୍ଯ ସାନ୍ତ୍ବନା ପ୍ରଦାନ କେଲ। 7 େସ ଆସିବା ଦ୍ବାରା ଆମ୍େଭ ସାନ୍ତ୍ବନା ପାଇଲୁ। କିନ୍ତୁ ତୁମ୍େଭମାେନ େଦଇଥିବା ସୁଖ ଦ୍ବାରା ଆମ୍େଭ ଅଧିକ ଉତ୍ସାହ ଲାଭ କଲୁ। ତିତସ କହିେଲ େଯ ତୁମ୍େଭମାେନ େମାେତ େଦଖିବା ପାଇଁ ବ୍ଯାକୁଳ। ତୁମ୍େଭମାେନ ପୂର୍ବରୁ କରିଥିବା ବିଷୟ ପାଇଁ ଦୁଃଖିତ ଏବଂ ତୁମ୍େଭମାେନ େମାେତ ଅତି ମାତ୍ରା େର ଚାହୁଁଛ। ଏହା ଶୁଣିଲା ପେର ମୁଁ ଅଧିକ ପ୍ରସନ୍ନ େହଲି। 8 ଯଦିଓ ପତ୍ର ଲେଖି ମୁଁ ତୁମ୍ଭମାନଙ୍କ ମନ େର ଦୁଃଖ େଦଲି, କିନ୍ତୁ ମୁଁ ଏହା ଲେଖିଲି େବାଲି ମୁଁ ଦୁଃଖିତ ନୁେହଁ। ମୁଁ ଜାେଣ େଯ େସହି ପତ୍ର ତୁମ୍ଭମାନଙ୍କୁ ଦୁଃଖ େଦଲା େସଥିପାଇଁ ମୁଁ ଦୁଃଖିତ। କିନ୍ତୁ ତାହା ତୁମ୍ଭମାନଙ୍କୁ ଅଳ୍ପ ସମୟ ପାଇଁ ଦୁଃଖ େଦଲା। 9 ଏେବ ମୁଁ ଖୁସୀ ଅଛି। ତୁମ୍େଭମାେନ ଦୁଃଖୀ େହାଇଥିବା କାରଣରୁ ନୁେହଁ, ବରଂ ତୁମ୍ଭମାନଙ୍କର ଦୁଃଖ ତୁମ୍ଭମାନଙ୍କ ହୃଦୟକୁ ପରିବର୍ତ୍ତନ କରିଥିବାରୁ ମୁଁ ଖୁସି। ପରେମଶ୍ବରଙ୍କ ଇଚ୍ଛା ଅନୁଯାଯୀ ତୁମ୍େଭମାେନ ଦୁଃଖି େହଲ। ଅତଏବ ତୁମ୍େଭମାେନ ଆମ୍ଭ ଦ୍ବାରା େକୗଣସି ପ୍ରକା େର ଆଘାତ ପାଇ ନାହଁ। 10 କାରଣ ଈଶ୍ବରଙ୍କ ଇଚ୍ଛା ଅନୁସାେର େଯଉଁ ଦୁଃଖ ଦ୍ବାରା ପରିତ୍ରାଣ ପାଇଲ ଓ ମନ ପରିବର୍ତ୍ତନ କରିଲ, େସଥିପାଇଁ ଦୁଃଖିତ େହବା ଆବଶ୍ଯକ ନାହିଁ। ମାତ୍ର ଜାଗତିକ ଦୁଃଖ ମୃତ୍ଯୁ ଆଣିଥାଏ। 11 େଦଖ, ଈଶ୍ବରଙ୍କ ଇଚ୍ଛାନୁସା େର ତୁମ୍େଭମାେନ ଏହି େଯଉଁ ଦୁଃଖ ପାଇଲ ଏହା ତୁମ୍ଭମାନଙ୍କୁ ଉଦ୍ େଯାଗୀ କରିଛି। ତୁମ୍େଭମାେନ ଭୁଲ େର ନ ଥିଲ େବାଲି ଏହା ପ୍ରମାଣିତ କରିଛି। ତୁମ୍ଭମାନଙ୍କ ପାଇଁ ଏହା େକାର୍ଧ, ଭୟ ଆଣିଛି, ଏବଂ ଆମ୍ଭ ସହିତ ମିଶିବା ପାଇଁ ତୁମ୍ଭମାନଙ୍କ ଭିତ େର ଇଚ୍ଛା ଜାଗ୍ରତ କରିଛି। ଏହା ତୁମ୍ଭମାନଙ୍କୁ ଅଧିକ ସମର୍ପିତ କରିଛି, ଏହା ତୁମ୍ଭମାନଙ୍କୁ ନ୍ଯାୟ ପ୍ରଦାନ କରିଛି। ତୁମ୍େଭମାେନ ପ୍ରେତ୍ୟକକ କଥା େର ପ୍ରମାଣିତ କରି େଦଇଛି େଯ, ତୁମ୍େଭମାେନ େସହି ସମସ୍ଯାର େକୗଣସି ଅଂଶ ପାଇଁ ମଧ୍ଯ େଦାଷୀ ନ ଥିଲ। 12 ମୁଁ ଅପରାଧୀ େଲାକ ପାଇଁ, ବା ଯାହା ପ୍ରତି ଅପରାଧ େହାଇଥିଲା, ତାହା ପାଇଁ ଲେଖି ନ ଥିଲି, ବରଂ ପରେମଶ୍ବରଙ୍କ ଆଗ େର ତୁମ୍ଭମାନଙ୍କର ଆମ୍ଭ ପାଇଁ େକେତ ଚିନ୍ତା ଅଛି, ଏହା ତୁମ୍େଭମାେନ େଯପରି େଦଖିପାର, େସଥିପାଇଁ ଲେଖିଥିଲି। 13 ଏହି କାରଣରୁ ଆମ୍େଭ ଆଶ୍ବସ୍ତ ଥିଲୁ। 14 ତୁମ୍ଭମାନଙ୍କ ବିଷୟ େର ମୁଁ ତାହାଙ୍କୁ େଯଉଁ ବଡ଼ବଡ଼ କଥା କହିଥିଲି, େସଥିପାଇଁ ମୁଁ ଲଜ୍ଜା ପାଇ ନାହିଁ। ମାତ୍ର ଆମ୍େଭ େଯଉଁ ପ୍ରେତ୍ୟକକ କଥା ତୁମ୍ଭମାନଙ୍କୁ କହିଥିଲୁ ତାହା ସତ୍ଯ େବାଲି ତୁମ୍େଭମାେନ ପ୍ରମାଣିତ କଲ। ଆଉ ଆମ୍େଭ ତୁମ୍ଭମାନଙ୍କ ବିଷୟ େର ତିତସଙ୍କଠା େର କରିଥିବା ଗର୍ବୋକ୍ତିଗୁଡ଼ିକ ମଧ୍ଯ ସତ୍ଯ। 15 ତୁମ୍େଭମାେନ ତାହାଙ୍କର ଆଜ୍ଞା ପାଳନ ପାଇଁ କିପରି ପ୍ରସ୍ତୁତ ତଥା ତୁମ୍େଭମାେନ ସମସ୍େତ ସମ୍ମାନ ଓ ଭୟ ସହକା େର କିପରି ତାହାଙ୍କର ଆଜ୍ଞା ପାଳନ ପାଇଁ ବ୍ଯଗ୍ର ଥିଲ ଓ କିପରି ତାହାଙ୍କୁ ପା େଛାଟି େନଇଥିଲ, ଏସବୁ କଥା ମେନ ପକାଇ ତୁମ୍ଭମାନଙ୍କ ପାଇଁ ତାହାଙ୍କର ପ୍ େରମ ଅଧିକ େହଲା। 16 ମୁଁ ତୁମ୍ଭମାନଙ୍କ ଉପେର ପୂର୍ଣ୍ଣ ଭରସା ରଖି ପାରିବି, ଏଥିପାଇଁ ମୁଁ ଆନନ୍ଦିତ ଅେଟ।

8:1 ଭାଇ ଓ ଭଉଣୀମାେନ! ପରେମଶ୍ବର ମାକିଦନିଆର ମଣ୍ଡଳୀମାନଙ୍କ ପ୍ରତି େଯଉଁ ଅନୁଗ୍ରହ ପ୍ରକାଶ କରିଛନ୍ତି, େସହି ବିଷୟ ଆମ୍େଭ ତୁମ୍ଭମାନଙ୍କୁ ଜଣାଇବାକୁ ଇଚ୍ଛା କରୁଛୁ। 2 େସହି ବିଶ୍ବାସୀମାେନ ମହାକ୍ଲେଶ ଦୁଃଖ ଦ୍ବାରା ପରୀକ୍ଷିତ େହେଲ। ଏବଂ େସମାେନ ଅତି ଗରୀବ। କିନ୍ତୁ େସମାନଙ୍କ ମହାନନ୍ଦ େହତୁ େସମାେନ ପ୍ରଚୁର ଉଦାରତାର ଦାନ େଦଇଥିେଲ। 3 ମୁଁ କହିପା େର େଯ, େସମାେନ େଯେତ େଦଇ ପାରିବା କଥା ତାହ େଦଇଛନ୍ତି। ଏତିକି ନୁେହଁ, େସମାେନ ସ୍ବେଚ୍ଛା େର ନିଜ ସାମର୍ଥ୍ଯ ଅପେକ୍ଷା ଅଧିକ େଦଇଛନ୍ତି। େକହି ତାହାଙ୍କୁ ଏହା କରିବା ପାଇଁ କହି ନାହିଁ। 4 କିନ୍ତୁ େସମାେନ ଆଗ୍ରହ ପୂର୍ବକ, ପରେମଶ୍ବରଙ୍କ ପବିତ୍ର େଲାକମାନଙ୍କୁ ସାହାୟ୍ଯ କରିବା ନିମନ୍େତ ଏହି େସବା କାର୍ୟ୍ଯ େର ଅଂଶଗ୍ରହଣ ପାଇଁ ଆମକୁ ବାରମ୍ବାର ଅନୁନୟ କରୁଥିେଲ। 5 େସମାେନ େଯଉଁଭଳି ଭାବେର େଦେଲ ଆମ୍େଭ ତାହା େକେବ ଭାବି ନ ଥିଲୁ। େସମାେନ ତାହାଙ୍କର ଅର୍ତ େଦବା ପୂର୍ବରୁ ପ୍ରଥମେ ନିଜକୁ ପ୍ରଭୁଙ୍କଠା େର ଓ ଆମ୍ଭଠା େର ସମର୍ପଣ କେଲ। 6 ପରେମଶ୍ବର ଏହା ଇଚ୍ଛା କରନ୍ତି। େସଥିପାଇଁ ଆମ୍େଭ ତୀତସକୁ କହିଲୁ େଯ େସ ଏହି ଅନୁଗ୍ରହ କାର୍ୟ୍ଯକୁ େଯପରି ଆରମ୍ଭ କରିଥିେଲ, େସହିପରି ଏହି ବିଶେଷ ଅନୁଗ୍ରହର କାର୍ୟ୍ଯକୁ ସମାପ୍ତ କରିବା େର ତୁମ୍ଭମାନଙ୍କୁ ସାହାୟ୍ଯ ମଧ୍ଯ କରନ୍ତୁ। 7 ତୁମ୍େଭମାେନ ବିଶ୍ବାସ, ବାକ୍ଯପ୍ରଚାର, ଜ୍ଞାନ, ଉପକାର କରିବାର ଉତ୍ସାହ, ଆମ୍ଭଠାରୁ ତୁମ୍େଭମାେନ ଶିଖିଥିବା ପ୍ େରମ, ଆଜି ସବୁ ଗୁଡ଼ିକେର ଧନୀ ଅଟ। େସଥିପାଇଁ ଆମ୍େଭ ଇଚ୍ଛା କରୁ େଯ, ଏହି ଦାନ େଦବା େସବା େର ତୁମ୍େଭମାେନ ଧନୀ ହୁଅ। 8 ମୁଁ ତୁମ୍ଭମାନଙ୍କୁ ଦାନ େଦବାପାଇଁ ଆେଦଶ ଦେଉ ନାହିଁ। କିନ୍ତୁ ମୁଁ େଦଖିବାକୁ ଇଚ୍ଛା କେର େଯ, ପ୍ରକୃତ େର ତୁମ୍ଭମାନଙ୍କ ପ୍ େରମ ସତ୍ଯ ଅେଟ। ଅନ୍ୟ େଲାକମାେନ ସାହାୟ୍ଯ କରିବା ପାଇଁ େଦଖାଉଥିବା ଉତ୍ସାହ ବିଷୟ େର କହି ଏହା ମୁଁ େଦଖାଇ େଦବାକୁ ଚା େହଁ। 9 ତୁମ୍େଭମାେନ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ସହିତ ପରିଚିତ। ତୁମ୍େଭମାେନ ଜାଣ େଯ, ଖ୍ରୀଷ୍ଟ ଈଶ୍ବରଙ୍କଠା େର ଧନୀ େହାଇଥିେଲ ମଧ୍ଯ, ତୁମ୍ଭମାନଙ୍କ ପାଇଁ େସ ଗରିବ େହେଲ। ତାହାଙ୍କର ଗରିବ େହବା ଦ୍ବାରା ତୁମ୍େଭମାେନ େଯପରି ଧନୀ ହୁଅ, େସଥିପାଇଁ ଯୀଶୁଖ୍ରୀଷ୍ଟ ଏପରି କେଲ। 10 ଏହି ବିଷୟ େର ମୁଁ ତୁମ୍ଭମାନଙ୍କୁ ନିଜର ପରାମର୍ଶ େଦଉଛି। ଏହା ତୁମ୍ଭମାନଙ୍କ ପାଇଁ ସର୍ବଶ୍ େରଷ୍ଠ। ଗତ ବର୍ଷ ତୁମ୍େଭମାେନ ପ୍ରଥମେ ଦାନ େଦବାପାଇଁ ଇଚ୍ଛା କରିଥିଲ ଓ ପ୍ରକୃତ େର ପ୍ରଥମେ ଦାନ ମଧ୍ଯ େଦଇଥିଲ। ଅତଏବ େଯଉଁ କାମଟିକୁ ତୁମ୍େଭମାେନ ଆରମ୍ଭ କରିଥିଲ ତାହାକୁ ଶେଷ କର। 11 ତା' େହେଲ ଯାଇ ତୁମ୍ଭମାନଙ୍କର "କରିବା" ତୁମ୍ଭମାନଙ୍କର "ଇଚ୍ଛା କରିବା" ସହିତ ସମାନ େହବ। ତୁମ୍ଭମାନଙ୍କ ପାଖ େର ଯାହା ଅଛି ତହିଁରୁ ଦାନ କର। 12 ଯଦି ତୁମ୍ଭମାନଙ୍କର ଦାନ େଦବାର ଇଚ୍ଛା ଅଛି, ତା' େହେଲ ତୁମ୍ଭମାନଙ୍କର ଦାନ ଗ୍ରହଣୀୟ େହବ। ତୁମ୍ଭମାନଙ୍କ ପାଖ େର ଯାହା ଅଛି, େସହି ଅନୁସାେର ତୁମ୍ଭମାନଙ୍କ ଦାନ ଗ୍ରାହ୍ଯ କରାୟିବ ; ତୁମ୍ଭମାନଙ୍କ ପାଖ େର ଯାହା ନାହିଁ, େସ ଅନୁସାେର ନୁେହଁ। 13 ଅନ୍ୟମାେନ ଆରାମ େର ରହୁଥିବା େବେଳ ତୁମ୍େଭମାେନ ଦୁର୍ଦ୍ଦଶା େର ରୁହ, ଏକ କଥା ଆମ୍େଭ ଇଚ୍ଛା କରୁ ନାହୁଁ ; ବରଂ ଆମ୍େଭ ସବୁ ବିଷୟ େର ସମାନତା ଇଚ୍ଛା କରୁ। 14 ବର୍ତ୍ତମାନ ତୁମ୍ଭମାନଙ୍କ ପାଖ େର ବହୁତ ଅଛି। ଯାହା ତୁମ୍ଭମାନଙ୍କର ଅଛି, ଯଦି ଦିଅ, ତାହାେହେଲ ଅନ୍ୟମାନଙ୍କ ଆବଶ୍ଯକ ପୂରଣ େହବ। ତା'ପେର େଯେତେବେଳ େସମାନଙ୍କର ବୁଦ୍ଧି େହବ, େସମାେନ ତୁମ୍ଭମାନଙ୍କର ଆବଶ୍ଯକତା େର ସାହାୟ୍ଯ କରିେବ। 15 ଶାସ୍ତ୍ର େର ମଧ୍ଯ ଲେଖାଅଚି : 16 ମୁଁ ପରେମଶ୍ବରଙ୍କୁ ଧନ୍ଯବାଦ ଜଣାଉଛି େଯ ତିତସଙ୍କ ମନ େର େମା ଭଳି ତୁମ୍ଭମାନଙ୍କ ପ୍ରତି ପ୍ େରମ ଭାବ ରହିଛି। 17 ଆମ୍ଭର ଅନୁ େରାଧକୁ ତିତସ ଗ୍ରହଣ କରିଛନ୍ତି। େସ ମଧ୍ଯ ତୁମ୍ଭମାନଙ୍କ ପାଖକୁ ୟିବାକୁ ବ୍ଯଗ୍ର ଥିେଲ, ଓ ସ୍ବଇଚ୍ଛା େର ତୁମ୍ଭମାନଙ୍କ ପାଖକୁ ୟିବା ନିମନ୍େତ ଏଠାରୁ ଯାଉଛନ୍ତି। 18 ତାଙ୍କ ସହିତ ଆମ୍େଭ ସମସ୍ତ ମଣ୍ଡଳୀଗୁଡ଼ିକେର ସୁସମାଚାର ପ୍ରଚାର କାର୍ୟ୍ଯ େର ସୁନାମ ଥିବା ଜେଣ ଭାଇଙ୍କୁ ମଧ୍ଯ ପଠାଉଛୁ। 19 ଏହା ଛଡ଼ା ଆମ୍ଭ ସହିତ ଏହି ଦାନସମୂହ େନଇ ୟିବା କାର୍ୟ୍ଯ େର ମଣ୍ଡଳୀ ସମୂହ ତାହାଙ୍କୁ ନିୟୁକ୍ତ କରିଛନତି। ଏହି େସବା ଦ୍ବାରା ପ୍ରଭୁଙ୍କ ମହିମା େହବ ଓ ଆମ୍େଭ େଯ ପ୍ରକୃତ େର ପରୋପକାର କରିବା ପାଇଁ ଆଗ୍ରହୀ, ଏହା ପ୍ରକାଶ ପାଇବ। 20 ଏହି ବହୁ ପରିମାଣର ଧନ ଦାନକୁ ଆମ୍େଭ େଯଉଁ ଭାବେର ନେଉଛୁ, ତା'ପାଇଁ େଲାେକ େଯପରି ଆମ୍ଭର ସମାେଲାଚନା ନ କରିେବ, ଏ ବିଷୟ େର ଆମ୍େଭ ସାବଧାନ ଅଛୁ। 21 ଯାହା ଠିକ୍, ଆମ୍େଭ ତାହା କରିବା ପାଇଁ ଯତ୍ନଶୀଳ। ଯାହା ସବୁ ପ୍ରଭୁ ଠିକ୍ େବାଲି ଧରନ୍ତି, ଓ େଲାେକ ଠିକ େବାଲି ଭାବନ୍ତି, ଆମ୍େଭ ତାହା କରୁ। 22 େସମାନଙ୍କ ସହିତ ସର୍ବଦା ସାହାୟ୍ଯ କରିବା ପାଇଁ ପ୍ରସ୍ତୁତ ଥିବା ଆମ୍ଭର ଜେଣ ଭାଇଙ୍କୁ ଆମ୍େଭ ପଠାଉଛୁ। ଅନେକ ଘଟଣା େର େସ ଏହା ପ୍ରମାଣିତ କରିଛନ୍ତି। ତୁମ୍ଭମାନଙ୍କ ପ୍ରତି ତାଙ୍କ ମନ େର ଅସୀମ ବିଶ୍ବାସ ଥିବାରୁ, େସ ଅଧିକ ସାହାୟ୍ଯ କରିବା ପାଇଁ ଉତ୍ସାହିତ ଅଛନ୍ତି। 23 ତିତସଙ୍କ ସମ୍ବନ୍ଧ େର ଏହା କୁ େହ େଯ, େସ େମାର ସହକର୍ମୀ ଓ େସ େମା ସହିତ କାର୍ୟ୍ଯ କରି ତୁମ୍ଭମାନଙ୍କୁ ସାହାୟ୍ଯ କରୁଛନ୍ତି। ଅନ୍ୟ ଭାଇମାନଙ୍କ ବିଷୟ େର ଏହା କ େହ େଯ, େସମାେନ ବିଭିନ୍ନ ମଣ୍ଡଳୀଗୁଡ଼ିକରୁ ପଠା ଯାଇଛନ୍ତି, ଓ ଖ୍ରୀଷ୍ଟଙ୍କ ପାଇଁ େଗୗରବ ସ୍ବରୂପ। ତୁମ୍ଭମାନଙ୍କ ଭିତ େର େଯ ପ୍ରକୃତ େର ପ୍ େରମ ଅଛି ଏହା େଦଖାଅ ଓ ତୁମ୍ଭମାନଙ୍କ ପାଇଁ ଆମ୍େଭ କାହିଁକି ଏେତ ଗର୍ବ ଅନୁଭବ କରୁ, ତାହା େସମାନଙ୍କୁ ପ୍ରମାଣ କରି େଦଖାଅ। ତା' େହେଲ ସମଗ୍ର ମଣ୍ଡଳୀ ଏହା େଦଖି ପାରିେବ। 24

9:1 ପରେମଶ୍ବରଙ୍କ େଲାକମାନଙ୍କ ପାଇଁ ଏହି େସବା ବିଷୟ େର ଏପରି ଲେଖିବା େମା ପାଇଁ ପ୍ରକୃତ େର ଆବଶ୍ଯକ ନୁେହଁ। 2 ମୁଁ ଜାେଣ େଯ, ତୁମ୍େଭମାେନ ସାହାୟ୍ଯ କରିବା ପାଇଁ େକେତ ଆଗ୍ରହୀ। ମାକିଦନିଆର େଲାକମାନଙ୍କ ଆଗ େର ଗର୍ବ ସହିତ ମୁଁ କୁ େହ େଯ, ଆଖାଯାର େଲାେକ ଗତ ବର୍ଷ ଠାରୁ ପ୍ରସ୍ତୁତ ଅଛନ୍ତି। ତୁମ୍ଭମାନଙ୍କର ଆଗ୍ରହ େଦଖି ଏଠିକାର ଅଧିକାଂଶ େଲାକ ଉତ୍ସାହିତ େହାଇ ଦାନ େଦବା ପାଇଁ ପ୍ରସ୍ତୁତ ଅଛନ୍ତି। 3 କିନ୍ତୁ ମୁଁ ଭାଇମାନଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇବା ଉଦ୍ଦେଶ୍ଯ େହଲା, ତୁମ୍ଭମାନଙ୍କ ପାଇଁ ଏ ବିଷୟ େର ଆମ୍ଭର େଯଉଁ ଗର୍ବ ତାହା ବ୍ଯର୍ଥ ନ େହଉ। 4 େଯପରି ମୁଁ େସମାନଙ୍କୁ ସବୁେବେଳ ପ୍ରସ୍ତୁତ ରହିବାକୁ କହୁଥିଲି, ମୁଁ ଚା େହଁ ତୁମ୍େଭମାେନ ମଧ୍ଯ ପ୍ରସ୍ତୁତ ରୁହ। ଯଦି େକେତକ େଲାକ ମାକିଦନିଆରୁ େମା ସହିତ ତୁମ୍ଭମାନଙ୍କ ପାଖ େର ପହଁଞ୍ଚିବେ, ଓ ତୁମ୍ଭମାନଙ୍କୁ ପ୍ରସ୍ତୁତ ଥିବା େଦଖିେବ ନାହିଁ, ତାହାେହେଲ ତୁମ୍ଭମାନଙ୍କଠା େର ଆମ୍ଭର ବିଶ୍ବାସ ଥିବା େହତୁରୁ ଆମ୍େଭ ଲଜ୍ଜା େବାଧ କରିବୁ। ତୁମ୍େଭମାେନ ମଧ୍ଯ ଲଜ୍ଜିତ େହବ। 5 େସଥିପାଇଁ ମୁଁ ଭାବିଲି େଯ, ତୁମ୍େଭମାେନ ଆସିବା ପୂର୍ବରୁ ମୁଁ େସହି ଭାଇମାନଙ୍କୁ ତୁମ୍ଭମାନଙ୍କ ନିକଟକୁ ୟିବାପାଇଁ କହିବି। ତାହାେହେଲ ତୁମ୍େଭମାେନ େଯଉଁ ଦାନ େଦବାପାଇଁ ପ୍ରତିଶ୍ରୁତି େଦଇଥିଲ, ତାହା େସମାେନ ପ୍ରସ୍ତୁତ କରି ରଖିବେ। ଆମ୍େଭ ଆସିଲା େବେଳ େସହି ଦାନଗୁଡ଼ିକ ପ୍ରସ୍ତୁତ ଥିବ। ତୁମ୍ଭମାନଙ୍କ ଏହି ଦାନ ସ୍ବେଚ୍ଛାକୃତ େହଉ, କୃପଣମୂଳକ ନ େହଉ। 6 ଏହି କଥାଟି ମେନ ରଖ ; େଯଉଁ େଲାକ ଅଳ୍ପ ବୁଣିବ, େସ ଅଳ୍ପ କାଟିବ। େଯଉଁ େଲାକ ଅଧିକ ବୁଣିବ, େସ ଅଧିକ କାଟିବ। 7 ପ୍ରେତ୍ୟକକ େଲାକ ଆପଣା ହୃଦୟ େର ସ୍ଥିର କରିଥିବା ଅନୁସାେର ଦାନ କରୁ, ମନ େର େକୗଣସି ଦୁଃଖ ରଖି ବା ବାଧ୍ଯବାଧକତା େର ଦାନ ନ ଦେଉ, ଆନନ୍ଦିତ ମନ େର ଦାନ କରିଥିବା େଲାକକୁ ପରେମଶ୍ବର ଭଲ ପାଆନ୍ତି। 8 ପରେମଶ୍ବର ତୁମ୍ଭମାନଙ୍କର ଆବଶ୍ଯକତା ଠାରୁ ଅଧିକ ଆଶୀର୍ବାଦ େଦଇ ପାରିେବ। ତହିଁେର ତୁମ୍େଭମାେନ ସବୁେବେଳ ସବୁ ବିଷୟ ପ୍ରଚୁର ଭାେବ ପାଇବ। ପ୍ରେତ୍ୟକକ ଭଲ କାମ କରିବା ପାଇଁ ଦାନ େଦବାକୁ ତୁମ୍ଭମାନଙ୍କ ପାଖ େର ପ୍ରଚୁର ଥିବ। 9 ଶାସ୍ତ୍ର େର ଏହା ଲେଖା ଅଛି : 10 ପରେମଶ୍ବର ହିଁ ବୁଣିବା େଲାକ ପାଇଁ ବୀଜ ଓ ଖାଇବା ପାଇଁ ଖାଦ୍ୟ େଯାଗନ୍ତି। େସ ତୁମ୍ଭମାନଙ୍କୁ ବୀଜ େଯାଗାଇବେ ଓ ତାହା ବୃଦ୍ଧି କରାଇବେ। େସ ତୁମ୍ଭମାନଙ୍କ ଭଲ କାମ ଗୁଡ଼ିକ ପାଇଁ ବିପୁଳ ଫସଲ େହବାକୁ େଦେବ। 11 ପରେମଶ୍ବର ତୁମ୍ଭମାନଙ୍କୁ ପ୍ରେତ୍ୟକକ ବିଷୟ େର ଧନୀ କରିେବ, ଫଳ ସ୍ବରୂପ ତୁମ୍େଭମାେନ ସବୁେବେଳ ଉଦାର ମନ େର ଦାନ େଦଇ ପାରିବ। ଆମ୍ଭ ମାଧ୍ଯମ େର ତୁମ୍ଭମାନଙ୍କର ଦାନ ପାଇଁ ପରେମଶ୍ବରଙ୍କୁ େଲାେକ ଧନ୍ଯବାଦ େଦେବ। 12 ଏହି େସବା େଯଉଁଥି େର କି ତୁମ୍ଭମାନଙ୍କର ଏକ ଭାଗ ରହିଛି ତା'ଦ୍ବାରା କେବଳ େଯ ସାଧୁ ମାନଙ୍କର ଆବଶ୍ଯକତା ପୂରଣ ହୁଏ, ତା' ନୁେହଁ ବରଂ ପରେମଶ୍ବରଙ୍କ ପ୍ରତି ହୃଦୟ ଧନ୍ଯବାଦ େର ଉଚ୍ଛୁଳି ଉେଠ। 13 ତୁମ୍ଭମାନଙ୍କର ଏହି େସବା ତୁମ୍ଭମାନଙ୍କର ବିଶ୍ବାସର ପ୍ରମାଣ ଅେଟ। ଏହା ଦ୍ବାରା େଲାେକ ପରେମଶ୍ବରଙ୍କୁ ପ୍ରଶଂସା କରିେବ, କାରଣ ତୁମ୍େଭମାେନ େଯ କେବଳ ବିଶ୍ବାସକୁ ସ୍ବୀକାର କରୁଛ ତା ନୁେହଁ, ବରଂ ଖ୍ରୀଷ୍ଟଙ୍କର ବ୍ଯବହାରିକ ସୁସମାଚାରକୁ ଅନୁସରଣ କରୁଛ। ତୁମ୍େଭମାେନ େସମାନଙ୍କ ପାଇଁ ଓ ସମସ୍ତ େଲାକଙ୍କ ପାଇଁ ଉଦାର ଭାେବ ଦାନ କରୁଥିବାରୁ େଲାେକ ପରେମଶ୍ବରଙ୍କ ପ୍ରଶଂସା କରିେବ। 14 େଯେତେବେଳ େସମାେନ ପ୍ରାର୍ଥନା କରିେବ, େସେତେବେଳ େସମାେନ ତୁମ୍ଭମାନଙ୍କ ସହିତ ରହିବା ପାଇଁ ଇଚ୍ଛା କରିେବ। ପରେମଶ୍ବରଙ୍କର ତୁମ୍ଭମାନଙ୍କ ପ୍ରତି ଅସୀମ ଅନୁଗ୍ରହ େହତୁରୁ େସମାେନ ଏପରି ଅନୁଭବ କରିେବ। 15 ଆଶ୍ଚର୍ୟ୍ଯଜନକ ଓ ଅବର୍ଣ୍ଣନୀୟ ଏହି ଅନୁଗ୍ରହ ପାଇଁ ପରେମଶ୍ବରଙ୍କୁ ଧନ୍ଯବାଦ ଦେଉ।

10:1 ମୁଁ ପାଉଲ, ଖ୍ରୀଷ୍ଟଙ୍କ ପରି ମୁଁ ମୃଦୁଭାବେର ତୁମ୍ଭମାନଙ୍କୁ ନିବେଦନ କେର। େକେତକ େଲାକ କୁହନ୍ତି, ମୁଁ ତୁମ୍ଭ ମଧିଅେର ଥିଲା େବେଳ ନମ୍ର ଥାଏ କିନ୍ତୁ ଦୂର େର ଥିଲା େବେଳ ସାହସୀ ବା ନିର୍ଭୟ ଅେଟ। 2 ମୁଁ ତୁମ୍ଭମାନଙ୍କୁ ଅନୁନୟ କେର େଯ, େଯେତେବେଳ ମୁଁ ତୁମ୍ଭମାନଙ୍କ ସହିତ ଅଛି, େସେତେବେଳ େସଭଳି ସାହସିକତା େଦଖାଇବାକୁ େମା ଉପେର ଚାପ ପକାଇବ ନାହିଁ। େଯଉଁମାେନ ଭାବନ୍ତି େଯ ଆମ୍େଭ ଜାଗତିକ ଜୀବନଯାପନ କରୁଛୁ ମୁଁ େସମାନଙ୍କ ପ୍ରତି ସାହସୀ େହବି। 3 ଆମ୍େଭ ମଧ୍ଯ ଜଗତ େର ରହୁଛୁ। କିନ୍ତୁ ଆମ୍ଭ ଜାଗତିକ େଲାକଙ୍କ ଭଳି ସଂଗ୍ରାମ କରୁ ନାହୁଁ। 4 ଆମ୍େଭ େଯଉଁ ଅସ୍ତ୍ରଗୁଡ଼ିକ ସାହାୟ୍ଯ େର ସଂଗ୍ରାମ କରୁ େସଗୁଡ଼ିକ ଜାଗତୀକ ଅସ୍ତ୍ରଶସ୍ତ୍ର ନୁେହଁ। ଆମ୍ଭର ଅସ୍ତ୍ରଶସ୍ତ୍ର େର ପରେମଶ୍ବରଙ୍କ ଶକ୍ତି ନିହିତ ଅଛି। ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ଶତୃର ଶକ୍ତିଶାଳୀ ସ୍ଥାନ ଗୁଡ଼ିକ ନଷ୍ଟ କରି ପା େର। ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ସାହାୟ୍ଯ େର ଆମ୍େଭ େଲାକଙ୍କ ସମସ୍ତ ୟୁକ୍ତି ଓ ପରେମଶ୍ବରଙ୍କ ଜ୍ଞାନ ବିରୁଦ୍ଧ େର ଉଠୁଥିବା ପ୍ରେତ୍ୟକକ ଗର୍ବର କଥା ଖଣ୍ଡନ କରୁ। 5 ଆମ୍େଭ ପ୍ରେତ୍ୟକକ ପ୍ରକାରର ଚିନ୍ତାଧାରାକୁ ଖ୍ରୀଷ୍ଟଙ୍କ ନିୟନ୍ତ୍ରଣାଧୀନ କରୁ ଓ ତାଙ୍କର ଆଜ୍ଞାକାରୀ େହବା ପାଇଁ ବାଧ୍ଯ କରୁ। ଆମ୍େଭ ପ୍ରେତ୍ୟକକ ପ୍ରକାରର ଚିନ୍ତାଧାରାକୁ ଖ୍ରୀଷ୍ଟଙ୍କ ନିୟନ୍ତ୍ରଣାଧୀନ କରୁ ଓ ତାଙ୍କର ଆଜ୍ଞାକାରୀ େହବା ପାଇଁ ବାଧ୍ଯ କରୁ। 6 େଯଉଁ େଲାକ ପୂର୍ଣ୍ଣ ଭାବେର ଯୀଶୁଙ୍କୁ ମେନ ନାହିଁ ଆମ୍େଭ ତାହାଙ୍କୁ ଦଣ୍ଡ େଦବା ପାଇଁ ପ୍ରସ୍ତୁତ ଅଛୁ। କିନ୍ତୁ ପ୍ରଥମ େର ଆମ୍େଭ ଇଚ୍ଛା କରୁ େଯ ତୁମ୍େଭମାେନ ପୂର୍ଣ୍ଣଭାବେର ତାହାଙ୍କୁ ମାନ। 7 ତୁମ୍ଭମାନଙ୍କ ଆଗ େର ଥିବା ତଥ୍ଯ ଗୁଡ଼ିକୁ େଦଖ। ଯଦି ଜେଣ ନିଶ୍ଚିତ ଭାବେର ଅନୁଭବ କେର େଯ, େସ ଖ୍ରୀଷ୍ଟଙ୍କର ଅେଟ, ତାହାେହେଲ େସ ଏହା ମଧ୍ଯ ଜାଣି ରଖିବା ଉଚିତ େଯ ଆମ୍େଭ ମଧ୍ଯ ତାହାରି ଭଳି ସମ ଭାବେର ଖ୍ରୀଷ୍ଟଙ୍କର ଅଟୁ। 8 ଏହା ସତ୍ଯ େଯ ମୁଁ ପ୍ରଭୁଙ୍କ ଦ୍ବାରା ପ୍ରଦତ୍ତ ଅଧିକାର ବିଷୟ େର ଅତ୍ଯଧିକ ଗର୍ବର କଥା କ େହ, କିନ୍ତୁ େସ ଆମ୍ଭକୁ ଏହି ଅଧିକାର ତୁମ୍ଭମାନଙ୍କର ବିନାଶ ପାଇଁ ନୁେହଁ, ମାତ୍ର ତୁମ୍ଭମାନଙ୍କୁ ଆଧ୍ଯାତ୍ମିକ ଭାବେର ଶକ୍ତିଶାଳୀ କରିବା ପାଇଁ ପ୍ରଦାନ କରିଛନ୍ତି। 9 ଏହି ଗର୍ବୋକ୍ତି ପାଇଁ ମୁଁ ଲଜ୍ଜା େବାଧ କେର ନାହିଁ। ମୁଁ େମା ପତ୍ରଗୁଡ଼ିକ ମାଧ୍ଯମ େର ତୁମ୍ଭମାନଙ୍କୁ ଭୟଭୀତ କରିବାକୁ େଚଷ୍ଟା କରୁଛି େବାଲି ତୁମ୍େଭମାେନ ଭାବ ନାହିଁ 10 େକେତକ େଲାକ କୁହନ୍ତି "ପାଉଲଙ୍କ ପତ୍ରଗୁଡ଼ିକ ଶକ୍ତିସମ୍ପନ୍ନ ଓ ମହତ୍ବପୂର୍ଣ୍ଣ କିନ୍ତୁ େଯେତେବେଳ େସ ଆମ୍ଭ ସହିତ ଥାଆନ୍ତି େସ ଦୁର୍ବଳ ଓ ତାଙ୍କର କଥା ଗୁଡ଼ିକ ଏେତ ପ୍ରଭାବଶାଳୀ ହୁଏ ନାହିଁ।" 11 ଏଭଳି କହିବା େଲାକ ଜାଣି ରଖିବା ଉଚିତ୍ େଯ : ଆମ୍େଭ ତୁମ୍ଭମାନଙ୍କ ସହିତ ଏେବ ନାହୁଁ, ଅତଏବ ଆମ୍େଭ ଏହି କଥା ଗୁଡ଼ିକ ପତ୍ର େର ଲେଖିଛୁ। କିନ୍ତୁ େଯେତେବେଳ ଆମ୍େଭ ତୁମ୍ଭମାନଙ୍କ ପାଖକୁ ୟିବୁ ଆମ୍େଭ େଦଖାଇ ଦେବୁ େଯ, ଆମ୍ଭ ପତ୍ରଟି େଯଉଁ ଶକ୍ତି ଧାରଣ କରିଛି େସହି ସମାନ ଶକ୍ତି ଆମ୍େଭ ଧାରଣ କରିଛୁ। 12 େଯଉଁମାେନ ନିଜକୁ ବହୁତ ବଡ଼ ମେନ କରୁଛନ୍ତି, େସହି େଲାକମାନଙ୍କ ସହିତ ସମାନ ସ୍ତର େର ନିଜକୁ ସ୍ଥାପନ କରିବା ପାଇଁ ବା ତୁଳନା କରିବା ପାଇଁ ଆମ୍େଭ ସାହସ କରୁ ନାହୁଁ। େସମାେନ ନିଜକୁ ତୁଳନାର ମାନଦଣ୍ଡ ଭଳି ବ୍ଯବହାର କରି ଅନ୍ୟକୁ ନିଜ ସହ ତୁଳନା କରନ୍ତି ଓ ବିଚାର କରନ୍ତି, ଏତଦ୍ଦ୍ବାରା େସମାେନ େଯ େକେତ ମୂର୍ଖ, ଜଣାପଡ଼େ। 13 ଆମ୍ଭକୁ େଯଉଁ କାର୍ୟ୍ଯ ଦିଆଯାଇଛି, ତହିଁର ସୀମାଲଙ୍ଘନ କରି କଦାପି ଗର୍ବର କଥା କହିବୁ ନାହିଁ। ପରେମଶ୍ବରଙ୍କ ପ୍ରଦତ୍ତ କାମ ପାଇଁ ଆମ୍େଭ ନିେଜ ଗର୍ବ ଅନୁଭବ କରିବୁ। ଏହି କାମ ତୁମ୍ଭମାନଙ୍କ ସହିତ ଆମ୍ଭର କାମକୁ ମଧ୍ଯ ଅନ୍ତଭୁର୍କ୍ତ କେର। 14 ଆମ୍େଭ ଅଧିକ ଗର୍ବ କରୁ ନାହୁଁ। ଆମ୍େଭ ତୁମ୍ଭମାନଙ୍କ ପାଖକୁ ନ ଆସି ଥିେଲ ଆମ୍େଭ ମିଛଟା େର ଅତ୍ଯଧିକ ପ୍ରଶଂସା େନଇଥାନ୍ତୁ। କିନ୍ତୁ ବାସ୍ତବିକତା ଆମ୍େଭମାେନ ଖ୍ରୀଷ୍ଟଙ୍କର ସୁସମାଚାର ସହିତ ତୁମ୍ଭମାନଙ୍କ ପାଖ େର ପହଁଚିଛୁ। 15 ଆମ୍େଭ ଅନ୍ୟମାନଙ୍କ ଦ୍ବାରା କରା ଯାଇଥିବା କାମ ପାଇଁ ନୁେହଁ, କିନ୍ତୁ କେବଳ ନିେଜ କରିଥିବା କାମ ପାଇଁ ଗର୍ବ କରୁଛୁ। ଆମ୍େଭ ଆଶା କରୁ େଯ, ତୁମ୍ଭମାନଙ୍କର ବିଶ୍ବାସ ବଢ଼ିବା ସହିତ ଆମ୍ଭ କାମ ବ୍ଯାପକ ଭାବେର ବଢ଼ିବା େର ତୁମ୍େଭମାେନ ସାହାୟ୍ଯ କରିବ। 16 ଆମ୍େଭ ଇଚ୍ଛା କରୁ େଯପରି ତୁମ୍ଭମାନଙ୍କ ସହରର ସୀମା ବାହାର ସ୍ଥାନମାନଙ୍କ େର ମଧ୍ଯ ଆମ୍େଭ ସୁସମାଚାର ପ୍ରଚାର କରି ପାରିବୁ। ଅନ୍ୟ େକୗଣସି ସ୍ଥାନ େର ଆଉ କାହା ଦ୍ବାରା େଯଉଁ କାମ େହାଇ ସାରିଛି, େସହି କାମ େର ଆମ୍େଭ ଗର୍ବ କରୁ ନାହୁଁ। 17 େଯପରି ଶାସ୍ତ୍ର କୁ େହ : "ଯଦି କିଏ ଗର୍ବ କରିବାକୁ ଇଚ୍ଛା କେର, େସ କେବଳ ପ୍ରଭୁଙ୍କଠା େର ଗର୍ବ କରିବା ଉଚିତ୍।" 18 କାରଣ େଯଉଁ େଲାକ, ପ୍ରଭୁଙ୍କଦ୍ବାରା ଭଲ େବାଲି ଗୃହୀତ ହୁଏ, େସହି େଲାକ ଭଲ େବାଲି ସ୍ବୀକୃତ ହୁଏ, କିନ୍ତୁ ୟିଏ ନିେଜ ନିଜକୁ ଭଲ େବାଲି ମେନ କେର, େସ େଲାକ ଭଲ େବାଲି ସ୍ବୀକୃତ ହୁଏ ନାହିଁ।

11:1 ତୁମ୍େଭମାେନ େମାହର ଟକିଏ ମୂର୍ଖତା ସହି େନଇଥିେଲ ଭଲ େହାଇଥାନ୍ତା। କିନ୍ତୁ ତୁମ୍େଭ ସତ େର େମା ପ୍ରତି ସହିଷ୍ଣୁ ଅଛ। 2 ମୁଁ ତୁମ୍ଭ ପ୍ରତି ଇର୍ଷା କରିଲି, ଏହା ପରେମଶ୍ବରଙ୍କ ଦତ୍ତ ମେନାଭାବ। ମୁଁ ପ୍ରତିଜ୍ଞା କରିଥିଲି େଯ, ତୁମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ପବିତ୍ର ସତୀକନ୍ଯା େହବା ପାଇଁ ତାହାଙ୍କଠା େର ସମର୍ପିତ କରିବି। 3 େସ କେବଳ ତୁମ୍ଭମାନଙ୍କର ସ୍ବାମୀ େହେବ। କିନ୍ତୁ ମୁଁ ଭୟ କରୁଛି େଯ, େଯପରି ହବ୍ବା ସର୍ପର ପ୍ରବଞ୍ଚନା ଦ୍ବାରା ପ୍ରଭାବିତ େହାଇଥିଲା, େସହି ଭଳି ତୁମ୍ଭମାନଙ୍କ ମନ ମଧ୍ଯ ଖ୍ରୀଷ୍ଟଙ୍କ ପ୍ରତି ସତ୍ଯ ଓ ପବିତ୍ର ସମର୍ପଣ ଠାରୁ ଦୂରକୁ ଚାଲି ୟିବ। 4 କାରଣ ଆମ୍େଭ େଯଉଁ ଯୀଶୁଙ୍କ ପ୍ରଚାର କରିଛୁ, ତାହାଠାରୁ ଭିନ୍ନ କଥା େକହି ଯୀଶୁଙ୍କର ବିଷୟ େର ପ୍ରଚାର କେଲ, ଅଥବା ଆମ୍ଭଠାରୁ େଯଉଁ ପବିତ୍ର ଆତ୍ମା ବା ସୁସମାଚାର ବିଷୟ େର ତୁମ୍େଭମାେନ ଶୁଣିଛ, ତା'ଠାରୁ ଭିନ୍ନ ଅନ୍ୟ ଆତ୍ମା ବା ସୁସମାଚାର ବିଷୟ େର େଯେତେବେଳ େସମାେନ କୁହନ୍ତି, େସେତେବେଳ ତୁମ୍େଭମାେନ ର୍ଧୈୟ୍ଯ ପୂର୍ବକ େସମାନଙ୍କ ଠାରୁ ଶୁଣୁଛ। 5 ମୁଁ ଭାବୁ ନାହିଁ େଯ, େସହି "ମହାନ ପ୍ େରରିତମାେନ" େମା ଠାରୁ େକୗଣସି ଗୁଣ େର ଅଧିକ। 6 ଏହା ସତ୍ଯ େଯ ମୁଁ ପ୍ରଶିକ୍ଷିତ ବକ୍ତା ନୁେହଁ, କିନ୍ତୁ େମାର ଜ୍ଞାନ ଅଛି। ଆମ୍େଭ ଏହି କଥାଟିକୁ ତୁମ୍ଭମାନଙ୍କୁ ସବୁ ପ୍ରକାର େର ସୂକ୍ଷ୍ମ ଭାବେର େଦଖାଇ େଦଇଛୁ। 7 ମୁଁ ତୁମ୍ଭମାନଙ୍କୁ ବିନା ମୂଲ୍ଯ େର ପରେମଶ୍ବରଙ୍କ ସୁସମାଚାର େଦଇଛି। ତୁମ୍ଭମାନଙ୍କୁ ମହତପୂର୍ଣ୍ଣ କରିବା ପାଇଁ ମୁଁ ନମ୍ର େହାଇ ଯାଇଥିଲି। ତୁମ୍େଭମାେନ କ'ଣ ଭାବୁଛ େଯ ମୁଁ ଭୁଲ କରିଥିଲି ? 8 ମୁଁ ତୁମ୍ଭମାନଙ୍କ େସବାକାର୍ୟ୍ଯ ପାଇଁ ଅନ୍ୟ ମଣ୍ଡଳୀମାନଙ୍କ ଠାରୁ ଅର୍ଥ (ବା େସମାେନ ଦରିଦ୍ର େହେଲ ମଧ୍ଯ େସମାନଙ୍କଠାରୁ ଅର୍ଥ ଗ୍ରହଣ କରିବା) ଗ୍ରହଣ କରିଛି। 9 ତୁମ୍ଭମାନଙ୍କ ସହିତ ଥିବା େବେଳ, େମାର ଆବଶ୍ଯକତା ଗୁଡ଼ିକ ପାଇଁ ମୁଁ ତୁମ୍ଭମାନଙ୍କୁ ହଇରାଣ କରି ନାହିଁ। େଯଉଁ ଭାଇମାେନ ମାକିଦନିଆରୁ ଆସିଥିେଲ େସମାେନ େମାର ସମସ୍ତ ଆବଶ୍ଯକତା ଗୁଡ଼ିକୁ ପୂରଣ କେଲ। ମୁଁ େକୗଣସି ପ୍ରକାର ତୁମ୍ଭମାନଙ୍କ ଉପେର େବାଝ େହାଇ ନାହିଁ ଓ ଭବିଷ୍ଯତ େର ମଧ୍ଯ କଦାପି େହବି ନାହିଁ। 10 ମୁଁ ଯୀଶୁ ଖ୍ରୀଷ୍ଟଙ୍କଠା େର ଥାଇ ସତ୍ଯକହୁଛି, େସହି ବିଷୟ େର ଗର୍ବ ପୂର୍ବକ କହିବା ପାଇଁ େମାେତ ସମଗ୍ର ଆଖାଯା େର େକହି ଅଟକାଇ ପାରିବ ନାହିଁ। 11 ମୁଁ କାହିଁକି ତୁମ୍ଭମାନଙ୍କ ପାଇଁ ବୋଝ େହଉ ନାହିଁ ? ଏହା କ'ଣ ଏଥିପାଇଁ େଯ ମୁଁ ତୁମ୍ଭମାନଙ୍କୁ ଭଲ ପାଏ ନାହିଁ ? ନା, ପରେମଶ୍ବର ଜାଣନ୍ତି େଯ, ମୁଁ ତୁମ୍ଭମାନଙ୍କୁ ଭଲ ପାଏ। 12 ମୁଁ ଯାହା କରୁଛି, ତାହା କରି ଚାଲି ଥିବି। େସହି େଲାକମାନଙ୍କର ଗର୍ବ କରିବା ପାଇଁ େଯପରି େକୗଣସି କାରଣ ରହିବ ନାହିଁ, େସଥିପାଇଁ ମୁଁ ଏପରି କରିଚାଲିଥିବି। 13 େସମାେନ ସବୁେବେଳ େଦଖଇବାକୁ େଚଷ୍ଟା କରନ୍ତି େଯ, େଯଉଁ କାରଣ ପାଇଁ ଆମ୍େଭ ଗର୍ବ କରୁଛୁ, େସମାେନ ମଧ୍ଯ େସଥିପାଇଁ ଗର୍ବ କରନ୍ତି। େସମାେନ ଭଣ୍ଡ ପ୍ େରରିତ। େସମାେନ ପ୍ରତାରକ। େଲାେକ େଯପରି େସମାନଙ୍କୁ ଖ୍ରୀଷ୍ଟଙ୍କର ପ୍ େରରିତ େବାଲି ଭାବିବେ, ଏଥିପାଇଁ େସମାେନ ନିଜର ବେଶ ବଦଳାଇଥାନ୍ତି। 14 ଏହା ଆମ୍ଭକୁ ଆଶ୍ଚର୍ୟ୍ଯ ଲାଗୁ ନାହିଁ। କାରଣ ଏପରି କି ଶୟତାନ ନିେଜ ମଧ୍ଯ ତେଜସ୍ବୀ ସ୍ବର୍ଗଦୂତର ରୂପ ଧାରଣ କେର। 15 ଅତଏବ, ତା'ର େସବକମାେନ ଯଦି ଧାର୍ମିକତାର େସବକରୂପ ଧାରଣ କରନ୍ତି, ଏହା କ'ଣ ଆଶ୍ଚର୍ୟ୍ଯର କଥା ? କିନ୍ତୁ ଶେଷ େର େସମାେନ ତାଙ୍କ କର୍ମ ପାଇଁ ଅବଶ୍ଯ ଦଣ୍ଡ ପାଇେବ। 16 ମୁଁ ପୁନର୍ବାର କହୁଛି, େକହି େମାେତ ମୂର୍ଖ େବାଲି ଭାବିବା ଉଚିତ ନୁେହଁ। କିନ୍ତୁ ଯଦି ତୁମ୍େଭମାେନ େମାେତ ମୂର୍ଖ େବାଲି ଭାବ, ତା େହେଲ ମୂର୍ଖକୁ ଗ୍ରହଣ କଲାଭଳି େମାେତ ଗ୍ରହଣ କର। 17 ତା େହେଲ ମୁଁ ମଧ୍ଯ ସାମାନ୍ଯ ଗର୍ବ କରି ପାରିବି। େଯପରି ପ୍ରଭୁ କହିଥାନ୍େତ, େଯପରି ମୁଁ କହୁ ନାହିଁ। ମୁଁ ଜେଣ ମୂର୍ଖ ଭଳି ଗର୍ବ କେର। 18 ଅନେକ େଲାକ ତାହାଙ୍କର ସାଂସାରିକ ଜୀବନ ପାଇଁ ଗର୍ବ କରନ୍ତି, େସହି ଭଳି ମୁଁ ମଧ୍ଯ ଗର୍ବ କରୁଛି। 19 ତୁମ୍େଭମାେନ ଜ୍ଞାନୀ େହାଇଥିବାରୁ ଖୁସି େର ମୂର୍ଖମାନଙ୍କ ପ୍ରତି ସହନଶୀଳ ହୁଅ। 20 କାରଣ ତୁମ୍େଭମାେନ ତୁମ୍ଭକୁ ଦାସ ଭଳି ବ୍ଯବହାର କରୁଥିବା, ଫାନ୍ଦ େର ପକାଇ ଧରୁଥିବା, ନିଜକୁ ତୁମ୍ଭମାନଙ୍କଠାରୁ ବଡ଼ େବାଲି କହୁଥିବା ଓ ତୁମ୍ଭମାନଙ୍କ ଗାଲ େର ଚାପୁଡ଼ା ମାରୁଥିବା େଲାକମାନଙ୍କ ପ୍ରତି ସହନଶୀଳ େହାଇଛ। 21 ଏହା କହିବା େମା ପାଇଁ ଲଜ୍ଜାଜନକ। କିନ୍ତୁ ତୁମ୍ଭମାନଙ୍କ ପ୍ରତି ଏପରି କରିବା ଦୃଷ୍ଟିରୁ ଆମ୍େଭମାେନ ଅତି "ଦୁର୍ବଳ" େହାଇଯାଇଛୁ। 22 େସମାେନ କେବଳ କ'ଣ ଏବ୍ରୀ ? ମୁଁ ମଧ୍ଯ। 23 େସମାେନ କ'ଣ କେବଳ ଇଶ୍ରାେୟଲୀୟ ? ମୁଁ ମଧ୍ଯ। େସମାେନ କ'ଣ କେବଳ ଅବ୍ରହାମଙ୍କ ବଂଶଧାରୀ ? ମୁଁ ମଧ୍ଯ। େସମାେନ କ'ଣ କେବଳ ଖ୍ରୀଷ୍ଟଙ୍କ େସବକ ? ମୁଁ ମଧ୍ଯ ମୁଁ କ'ଣ ପାଗଳ େସଥିପାଇଁ ଏପରି ଦର୍ପ କରୁଛି ? େସମାନଙ୍କ ତୁଳନା େର ମୁଁ ଅଧିକ କେଠାର ପରିଶ୍ରମ କରିଛି। ମୁଁ ଥରକୁ ଥର କାରାବରଣ କରିଛି। େମାେତ ଥରକୁ ଥର ମାଡ଼ ମରାଯାଇଛି। ଅନେକ ଥର ମୁଁ ମୃତ୍ଯୁର ସନ୍ନିକଟ େହାଇଛି। 24 ମୁଁ ୟିହୁଦୀମାନଙ୍କ ଠାରୁ ପାଞ୍ଚ ଥର େର ଅଣଚାଳିଶି ଥର ଚାବୁକ ମାଡ଼ ଖାଇଛି। 25 ମୁଁ ତିନିଥର ବେତ ମାଡ଼ ଖାଇଛି, ଥେର ପଥର ଆଘାତ ସହିଛି। ଏହା ଛଡ଼ା ମୁଁ ତିନି ଥର ଜାହାଜ ଭାଙ୍ଗିବା େବେଳ େସଥି େର ଥିଲି, ତା'ମଧ୍ଯରୁ ଥେର ରାତି ଓ ତା ଆର ଦିନ ଯାକ ସମୁଦ୍ର େର ପଡ଼ି ରହିଥିଲି। 26 ମୁଁ ଅନେକ ଥର ଯାତ୍ରା କରିଛି। ଏହି ଯାତ୍ରା ମାନଙ୍କ େର ନଦୀ େର ଲୁଣ୍ଠନକାରୀମାନଙ୍କଠାରୁ େମାରନିଜ େଲାକମାନଙ୍କଠାରୁ, ଅଣଯିହୂଦୀ ମାନଙ୍କଠାରୁ ମୁଁ ବିପଦ େର ଥିଲି। ନଗର ମାନଙ୍କ େର, ନିର୍ଜନ ସ୍ଥାନ ଗୁଡ଼ିକେର, ଏବଂ ସମୁଦ୍ର େର, ମଧ୍ଯ ମୁଁ ବିପଦ େର ପଡ଼ିଥିଲି। େଯଉଁେଲାକମାେନ ମିଛ େର ଭାଇ ବୋଲାଉ ଥିେଲ େସମାନଙ୍କ ପାଇଁ ମୁଁ ବିପଦ େର ପଡ଼ିଥିଲି। 27 ମୁଁ କେଠାର ପରିଶ୍ରମ କରି କ୍ଲାନ୍ତିପୂର୍ଣ୍ଣ ଜୀବନ ଯାପନ କରିଛି। ଅନେକ ଥର ମୁଁ ଶୋଇ ନାହିଁ। ମୁଁ ଅନାହାର ମଧ୍ଯ େଦଇ ଗତି କରିଛି। ଅନେକ ଥର େମା ପାଖ େର ଖାଇବାକୁ କିଛି ନ ଥାଏ। ଲୁଗାପଟା ବିନା ଥଣ୍ଡା େର ମୁଁ ରହିଛି। 28 ଆହୁରି ମଧ୍ଯ ଅନେକ ଗୁଡ଼ିଏ ସମସ୍ଯା େଦଇ ମୁଁ ଗତି କରିଛି। ତହିଁ ମଧ୍ଯରୁ େଗାଟିଏ େହଲା ସମସ୍ତ ମଣ୍ଡଳୀ ମାନଙ୍କର ଚିନ୍ତା, ପ୍ରତିଦିନ େସହି ଚିନ୍ତା େର ମୁଁ ରହୁଛି। 29 ଯଦି ଜେଣ େକହି ଦୁର୍ବଳ, ମୁଁ ମଧ୍ଯ ଦୁର୍ବଳ। ଯଦି େକୗଣସି େଲାକ ପାପେର ଚାଲିବା ନିମନ୍େତ ପ୍ରବୃତ୍ତ ହୁଏ, େତେବ ମୁଁ ଅନ୍ତର ମଧ୍ଯରୁ ୟନ୍ତ୍ରଣା ଅନୁଭବ କେର। 30 ଯଦି େମାର ଦର୍ପ (ଗର୍ବ) କରିବା କଥା, ତା' େହେଲ ମୁଁ େମା ନିଜର ଦୁର୍ବଳତା ଗୁଡ଼ିକ ପାଇଁ ଗର୍ବ କରିବି। 31 ପରେମଶ୍ବର ଜାଣନ୍ତି େଯ, ମୁଁ ମିଥ୍ଯା କହୁ ନାହିଁ। େସ େହଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା। 32 େସ ସର୍ବଦା ପ୍ରଶଂସିତ େହବା କଥା। ମୁଁ େଯେତେବେଳ ଦମ୍ମେସକଠା େର ଥିଲି, ଅରିତ଼ସ୍ ରାଜାଙ୍କ ରାଜ୍ଯପାଳ ନଗରର ଚାରି ପଟେ ପ୍ରହରୀମାନଙ୍କୁ ରଖି େମାେତ ବନ୍ଦୀ କରିବା ପାଇଁ େଚଷ୍ଟା କରିଥିେଲ। 33 କିନ୍ତୁ ସହର ପାଚେରୀ େର ଥିବା େଗାଟିଏ ଝରକା ବାଟ େଦଇ, େଗାଟିଏ ବାକ୍ସ େର ବସାଇ େମାେତ େକେତକ ବନ୍ଧୁମାନଙ୍କ ଦ୍ବାରା ବାହାରକୁ ଓହ୍ଲାଇ ନିଆ ୟିବାରୁ ମୁଁ ରାଜ୍ଯପାଳଙ୍କ ହାତରୁ ରକ୍ଷା ପାଇ ଗଲି।

12:1 ମୁଁ ଗର୍ବ କରି ଚାଲି ଥିବି। ଏହା ଦ୍ବାରା କିଛି ଲାଭ ନାହିଁ, କିନ୍ତୁ ମୁଁ ପ୍ରଭୁଙ୍କ ପ୍ରଦତ୍ତ 'ଦର୍ଶନ' ଓ 'ପ୍ରତ୍ଯାେଦଶ' ବିଷୟ େର କହିବି। 2 ମୁଁ ଚଉଦ ବର୍ଷ ପୂର୍ବରୁ ଘଟି ଥିବା େଗାଟିଏ ଘଟଣା କହୁଛି। ଜେଣ ଖ୍ରୀଷ୍ଟ େର ଥିବା େଲାକକୁ ମୁଁ ଜାେଣ (ସ୍ବଦେହ େର କି ଦେହରହିତ େହାଇ, ତାହା ମୁଁ ଜାେଣ ନାହିଁ, ପରେମଶ୍ବର ଜାଣନ୍ତି) ଯାହାଙ୍କୁ ତୃତୀୟ ସ୍ବର୍ଗକୁ ନିଆଗଲା। 3 ମୁଁ ଜାେଣ ତାହାଙ୍କୁ ପାରଦୀଶକୁ ନିଆଗଲା। (ସ୍ବଦେହ େର କି ଦେହରହିତ େହାଇ, ତାହା ମୁଁ ଜାେଣ ନାହିଁ, ପରେମଶ୍ବର ଜାଣନ୍ତି)। 4 େସ ଏପରି ଶୁଣିବାକୁ ପାଇେଲ ୟହା େସ ବୁଝେଇ ପାରିେଲ ନାହିଁ। େସ କିଛି ବିଷୟ ଶୁଣିେଲ, 5 ଯାହା େକୗଣସି ବ୍ଯକ୍ତିକୁ କହିବା ପାଇଁ ଅନୁମତି ଦିଆଯାଇ ନାହିଁ। ମୁଁ ଏହିଭଳି େଲାକ ପାଇଁ ଗର୍ବ କରିବାକୁ ଇଚ୍ଛା କରୁଛି, କିନ୍ତୁ ମୁଁ ନିଜ ପାଇଁ ଗର୍ବ କରିବି ନାହିଁ, ମାତ୍ର େମାହର ଦୁର୍ବଳତା େର ରଦର୍ପ କରିବି। 6 ଯଦିଓ ମୁଁ ନିଜ ଉପେର ଗର୍ବ କରିବାକୁ ଚାହିଁଲି ତଥାପି ମୁଁ ମୂର୍ଖ ନୁେହଁ, କାରଣ ମୁଁ ସତ୍ଯକଥା କ େହ। କିନ୍ତୁ ମୁଁ ନିଜ ପାଇଁ ଗର୍ବ କରିବି ନାହିଁ କାରଣ େଲାେକ େମା ବିଷୟ େର ଯାହା େଦଖିଛନ୍ତି ଓ ଶୁଣିଛନ୍ତି ତା ଠାରୁ ଅଧିକ େବାଲି େମାେତ ଭାବନ୍ତୁ, ଏହା ମୁଁ ଇଚ୍ଛା କେର ନାହିଁ। 7 େମାେତ ଦିଆଯାଇଥିବା ଆଶ୍ଚର୍ୟ୍ଯଜନକ ପ୍ରତ୍ଯାେଦଶଗୁଡ଼ିକ ପାଇଁ କାଳେ ମୁଁ ଅତ୍ଯଧିକ ଗର୍ବ କରିବି, େସଥିପାଇଁ େମାେତ ଶରୀର େର ୟନ୍ତ୍ରଣାଦାୟକ ଏକ କଣ୍ଟକ ଦିଆ େହଲା। ଶୟତାନର ଦୂତ ସ୍ବରୂେପ ଏହା େମାେତ ଦିଆଯାଇଛି ଓ ମୁଁ େଯପରିକି ଅଧିକ ଗର୍ବ ନ କେର। େମାେତ ମାଡ଼ ମାରିବା ପାଇଁ େସଥିପାଇଁ ତାହାକୁ ପଠାଯାଇଛି। 8 ମୁଁ ପ୍ରଭୁଙ୍କୁ ତିନି ଥର ପ୍ରାର୍ଥନା କଲି େଯ େସ ଏହି କଣ୍ଟକଟିକୁ େମା ଠାରୁ ଦୂ େରଇ ଦିଅନ୍ତୁ। 9 କିନ୍ତୁ ପ୍ରଭୁ େମାେତ କହିେଲ, "ତୁମ୍ଭ ପାଇଁ େମାର ଅନୁଗ୍ରହ ୟଥେଷ୍ଟ। େଯେତେବେଳ ତୁମ୍େଭ ଦୁର୍ବଳ, େସେତେବେଳ େମାର ଶକ୍ତି ତୁମ୍ଭଠା େର ପରିପୂର୍ଣ୍ଣତା ଭାେବ େଦଖା ଦିଏ।" ଅତଏବ ମୁଁ େମାର ଦୁର୍ବଳତା ପାଇଁ ଗର୍ବ ଅନୁଭବ କରିବା େର ଆନନ୍ଦ ପାଏ। ଏହା ଦ୍ବାରା ଖ୍ରୀଷ୍ଟଙ୍କର ଶକ୍ତି େମା ଠା େର ରହିଥିବ। 10 ଅତଏବ େମା ଠା େର ଦୁର୍ବଳତା ଥିେଲ ମୁଁ ଆନନ୍ଦିତ ହୁଏ। କେବଳ ଖ୍ରୀଷ୍ଟଙ୍କ ସକାେଶ େଯେତେବେଳ ମୁଁ ଅପମାନିତ ହୁଏ, ମୁଁ କଠିନ ସମୟ େଦଇ ଗତି କେର, େଯେତେବେଳ େମାର କଷ୍ଟ ଥାଏ ବା େଯେତେବେଳ େମାର ସମସ୍ଯା ଥାଏ, େସେତେବେଳ ମୁଁ ଆନନ୍ଦ କେର। େଯେତେବେଳ ମୁଁ ଦୁର୍ବଳ, େସେତେବେଳ ମୁଁ ପ୍ରକୃତ େର ଅତି ସବଳ, ଏଥିପାଇଁ ଅତିଶୟ ଆନନ୍ଦ କେର। 11 ମୁଁ ମୂର୍ଖଙ୍କ ଭଳି କହିଚାଲି ଥିଲି। କିନ୍ତୁ ଏପରି କହିବା ପାଇଁ ତୁମ୍େଭମାେନ େମାେତ ବାଧ୍ଯ କରିଥିଲ। ତୁମ୍େଭମାେନ େହଉଛ େସହିେଲାକ, େଯଉଁମାେନ େମା ସପକ୍ଷ େର ଭଲକଥା କହିବ। ମୁଁ କିଛି ନୁେହଁ, କିନ୍ତୁ ତଥାକଥିତ େସହି "ମହାନ୍ ପ୍ େରରିତ" ମାେନ େମା ଠାରୁ ଅଧିକ ମଧ୍ଯ ନୁହଁନ୍ତି। 12 ମୁଁ ତୁମ୍ଭମାନଙ୍କ ସହିତ ଥିବା େବେଳ, ଜେଣ ପ୍ େରରିତ େବାଲି ପ୍ରମାଣିତ କରୁଥିବା କାମ ମୁଁ କରିଥିଲି - ମୁଁ ନାନାଦି ଚିହ୍ନ, ଅଦ୍ଭୂତ ଓ ଆଶ୍ଚର୍ୟ୍ଯଜନକ କାମ େଦଖାଇଥିଲି। ଏ ସବୁ ମୁଁ ଅନେକ ର୍ଧୈୟ୍ଯର ସହିତ କରିଥିଲି। 13 ଅତଏବ, ଅନ୍ୟ ମଣ୍ଡଳୀଗୁଡ଼ିକ ଯାହା ପାଇ ଥିେଲ ତା'ସବୁ ତୁମ୍େଭମାେନ ମଧ୍ଯ ପାଇଛ। କେବଳ େଗାଟିଏ କଥା ତନ୍ମଧ୍ଯରୁ ଅଲଗା : ମୁଁ ତୁମ୍ଭମାନଙ୍କ ଉପେର େକେବ େହେଲ ଭାରସ୍ବରୂପ ନ ଥିଲି। ଏଥିପାଇଁ େମାେତ କ୍ଷମା କରି ଦିଅ। 14 ମୁଁ ତୁମ୍ଭମାନଙ୍କ ପାଖକୁ ତୃତୀୟ ଥର ୟିବା ପାଇଁ ପ୍ରସ୍ତୁତ। ଓ ମୁଁ ତୁମ୍ଭମାନଙ୍କ ପାଇଁ ଭାରସ୍ବରୂପ େହବି ନାହିଁ। ତୁମ୍ଭମାନଙ୍କର ଥିବା ସମ୍ପତ୍ତିରୁ ମୁଁ କିଛି ଇଚ୍ଛା କେର ନାହିଁ। ପ୍ରତି ବଦଳ େର ମୁଁ ତୁମ୍ଭମାନଙ୍କୁ ଚା େହଁ। ସନ୍ତାନମାନଙ୍କର ନିଜ ମାତାପିତା ଲାଗି େକୗଣସି ସଞ୍ଚୟର ଆବଶ୍ଯକତା ନ ଥାଏ, କିନ୍ତୁ ସନ୍ତାନମାନଙ୍କ ଲାଗି ପିତାମାତା ସଞ୍ଚୟ କରନ୍ତି। 15 ଏଣୁ େମା ପାଖ େର ଯାହା ଅଛି, ମୁଁ ଆନନ୍ଦର ସହିତ ତୁମ୍ଭମାନଙ୍କୁ େଦବି। ତୁମ୍ଭମାନଙ୍କ ଲାଗି ମୁଁ ନିଜକୁ ମଧ୍ଯ େଦଇ େଦବି। ଯଦି ମୁଁ ତୁମ୍ଭମାନଙ୍କୁ ଅଧିକ ଭଲ ପାଏ ତା' େହେଲ ତୁମ୍େଭମାେନ କ'ଣ େମାେତ ସ୍ନେହ େର ଊଣା କରିବ ? 16 ମୁଁ ତୁମ୍ଭମାନଙ୍କ ଉପେର ଭାରସ୍ବରୂପ େହବାକୁ ଚା େହଁ ନାହିଁ କିନ୍ତୁ ଏହା ନିଶ୍ଚିତ ତୁମ୍େଭମାେନ କ'ଣ ଭାବୁଛ େଯ ମୁଁ ଛଳ ଭାବେର ମିଥ୍ଯା କହି ତୁମ୍ଭମାନଙ୍କୁ ଜାଲ େର ପକାଇବା ପାଇଁ େଚଷ୍ଟା କରିବି। 17 ମୁଁ ତୁମ୍ଭମାନଙ୍କ ପାଖକୁ ପଠାଇଥିବା େଲାକମାନଙ୍କ ମଧ୍ଯରୁ କାହାରି ମାଧ୍ଯମ େର ତୁମ୍ଭମାନଙ୍କଠାରୁ ଫାଇଦା ଉଠାଇଛି କି ? ନା, ତୁମ୍େଭମାେନ ଜାଣ େଯ, ଏସବୁ ମୁଁ କଦାପି କରି ନାହିଁ। 18 ମୁଁ ତିତସଙ୍କୁ ଓ ଆମର ଜେଣ ଭାଇଙ୍କୁ ତାହାଙ୍କ ସହିତ ପଠାଇଥିଲି। ତିତସ କ'ଣ ତୁମ୍ଭମାନଙ୍କଠାରୁ ଫାଇଦା ଉଠାଇଥିେଲ କି ? ନା! ତୁମ୍େଭମାେନ ଜାଣ େଯ ତିତସ ଓ ମୁଁ ଦୁ େହଁ ତୁମ୍ଭମାନଙ୍କ ପାଇଁ ସମାନ ଭାବେର ଓ ସମାନ ଉତ୍ସାହ େର କାମ କରିଛୁ। େସହି ପବିତ୍ରଆତ୍ମାର ପ୍ େରରଣା େର ଆମ୍େଭ ଦୁ େହଁ କାମ କରିଥିଲୁ। 19 ତୁମ୍େଭମାେନ କ'ଣ ଭାବୁଛ େଯ ଆମ୍େଭ ଏେତ ସମୟ ଧରି ଆମ୍ଭ ପକ୍ଷ େର ୟୁକ୍ତି ବାଢୁ ଥିଲୁ। ଆମ୍େଭ ଖ୍ରୀଷ୍ଟଙ୍କର ଅନୁସରଣକାରୀ ହିସାବ େର ପରେମଶ୍ବରଙ୍କ ଆଗ େର କହିଥିଲୁ। ତୁମ୍େଭମାେନ ଆମ୍ଭର ପ୍ରିୟ ମିତ୍ର। ଆମ୍େଭ ଯାହା କିଛି କହୁଛୁ ତାହା ତୁମ୍େଭମାେନ ଆଧ୍ଯାତ୍ମିକ ଭାବେର ଶକ୍ତିଶାଳୀ େହବ େବାଲି କହୁଛୁ। 20 ଏଭଳି କହିବାର ଉଦ୍ଦେଶ୍ଯ େଯ, େମାରଭୟ େହଉଛି : େଯେତେବେଳ ମୁଁ ତୁମ୍ଭମାନଙ୍କ ପାଖକୁ ୟିବି େସେତେବେଳ ମୁଁ ତୁମ୍ଭମାନଙ୍କୁ ଯାହା ଭାବିଛି, ଠିକ୍ େସହି ରୂେପର ନ ପାଇ ପା େର ଓ ତୁମ୍େଭମାେନ ମଧ୍ଯ େମାେତ ଯାହା ଭାବିଛ ଠିକ୍ େସହି ରୂେପର ପାଇ ନ ପାର। େମାରଭୟ େଯ, କାଳେ ତୁମ୍ଭମାନଙ୍କ ମଧିଅେର କଳହ, ଇର୍ଷା, େକାର୍ଧ, ସ୍ବାର୍ଥପରତା, ପରଚର୍ଚ୍ଚା, କାନ କୁହାକୋହି, ଗର୍ବ ଓ ଦ୍ବନ୍ଦ େଦଖିବାକୁ ମିଳିବ। 21 ମୁଁ ଭୟ କରୁଛି େଯ େଯେତେବେଳ ମୁଁ ତୁମ୍ଭମାନଙ୍କ ପାଖକୁ ୟିବି, େସେତେବେଳ ତୁମ୍ଭମାନଙ୍କ ଆଗ େର େମାର ପରେମଶ୍ବର େମାେତ ଲଜ୍ଜା ନ ଦିଅନ୍ତୁ। େଯ େହତୁ ତୁମ୍ଭମାନଙ୍କ ଭିତରୁ ଅନେକେ ପାପ କରିଥିବାରୁ, ମୁଁ ଦୁଃଖିତ େହବି। କାରଣ େସହି େଲାକମାେନ େସମାନଙ୍କର ପାପର ଜୀବନ ନିମନ୍େତ ଦୁଃଖିତ େହାଇ ନ ଥିବାରୁ, ଓ ଅନୁତାପ କରି ନ ଥିବାରୁ, େସମାନଙ୍କର ୟୌନଗତ ପାପ କାରଣରୁ ଏବଂ ଲଜ୍ଜାଜନକ କାର୍ୟ୍ଯ କରୁ ଥିବାରୁ, େମାେତ େଶାକ କରିବାକୁ ପଡ଼ିବ।

13:1 ମୁଁ ତୁମ୍ଭମାନଙ୍କ ପାଖକୁ ତୃତୀୟ ଥର ଆସୁଛି। ମେନ ରଖ : "ପ୍ରେତ୍ୟକକ ଅଭିେଯାଗ ପାଇଁ ଚାଲିବା ତିନି ଜଣ ସାକ୍ଷୀ େଦବା ଦରମାର େଯ େସମାେନ ତାହାର ସତ୍ଯତା ବିଷୟ େର ଜାଣିଛନ୍ତି।" 2 ମୁଁ େଯେତେବେଳ ତୁମ୍ଭମାନଙ୍କ ସହିତ ଦ୍ବିତୀୟ ଥର ପାଇଁ ଯାଇଥିଲି, ମୁଁ ପାପୀମାନଙ୍କୁ ସତର୍କ କରି େଦଇଥିଲି। ମୁଁ ଏେବ ତୁମ୍ଭମାନଙ୍କଠାରୁ ଦୂର େର ଅଛି ଓ ଅନ୍ୟ ପାପୀ େଲାକମାନଙ୍କୁ ସତର୍କ କରି େଦଉଛି େଯ େଯେତେବେଳ ମୁଁ ତୁମ୍ଭମାନଙ୍କ ପାଖକୁ ୟିବି, ତୁମ୍ଭମାନଙ୍କ ପାପ ପାଇଁ ଦଣ୍ଡ େଦବି। 3 େମା ଦ୍ବାରା ଖ୍ରୀଷ୍ଟ କହୁଛନ୍ତି କି ନାହିଁ, ଏଥିର ତୁମ୍େଭମାେନ ପ୍ରମାଣ ଚାହୁଁଛ। େମାର ପ୍ରମାଣ ଏହି େଯ, ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଦଣ୍ଡ ପ୍ରଦାନ କରିବା େର ଦୁର୍ବଳ ନୁହଁନ୍ତି। କିନ୍ତୁ େସ ତୁମ୍ଭମାନଙ୍କ ମଧିଅେର ଶକ୍ତିଶାଳୀ ଅଟନ୍ତି। 4 ଏହା ସତ୍ଯ େଯ, େଯେତେବେଳ ଖ୍ରୀଷ୍ଟ କୃଶ ଉପେର ଚଢି଼େଲ େସେତେବେଳ େସ ଦୁର୍ବଳ ଥିେଲ, କିନ୍ତୁ ଏେବ ପରେମଶ୍ବରଙ୍କ ମହାଶକ୍ତି େର େସ ଜୀବିତ। ଆମ୍େଭ ମଧ୍ଯ ଖ୍ରୀଷ୍ଟଙ୍କଠା େର ଦୁର୍ବଳ ଅଟୁ। କିନ୍ତୁ ପରେମଶ୍ବରଙ୍କ ଶକ୍ତି େର ଆମ୍େଭ ଖ୍ରୀଷ୍ଟଙ୍କ ତୁଲ୍ଯ ଜୀବିତ େହାଇ ଉଠିବା। ନିଜକୁ ତନ୍ନ ତନ୍ନ କରି େଦଖ। 5 ତୁମ୍େଭମାେନ ବିଶ୍ବାସ େର ଜୀବନ କାଟୁଛ କି ନାହିଁ ? ନିଜ ନିଜକୁ ପରୀକ୍ଷା କରି େଦଖ। ତୁମ୍େଭମାେନ ଜାର େଯ ଯୀଶୁଖ୍ରୀଷ୍ଟ ତୁମ୍ଭମାନଙ୍କ ଭିତ େର ଅଛନ୍ତି। କିନ୍ତୁ ଯଦି ତୁମ୍େଭମାେନ ପରୀକ୍ଷା େର ବିଫଳ ହୁଅ, ତାହା େହେଲ ଖ୍ରୀଷ୍ଟ ତୁମ୍ଭମାନଙ୍କ ଭିତ େର ରହୁ ନାହାଁନ୍ତି ତାହା ଜାଣ। 6 ମୁଁ ଆଶା କେର ଆମ୍େଭମାେନ ପରୀକ୍ଷା େର ବିଫଳ େହାଇ ନାହୁଁ େବାଲି ତୁମ୍େଭମାେନ େଦଖବି। 7 ଆମ୍େଭ ପରେମଶ୍ବରଙ୍କଠା େର ପ୍ରାର୍ଥନା କରୁ େଯ ତୁମ୍େଭମାେନ କିଛି ଭୁଲ କାମ କରିବ ନାହିଁ। ଆମ୍େଭ ପରୀକ୍ଷା େର ଉତ୍ତୀର୍ଣ୍ଣ େହାଇଛୁ, ଏ କଥା େଲାକମାେନ େଦଖିବା େର କିଛି ଲାଭ ନାହିଁ। ପରୀକ୍ଷା େର ଆମ୍େଭମାେନ ବିଫଳ େହାଇଛୁ େବାଲି ଯଦି େଲାକଙ୍କୁ େଦଖାଯାଏ, ତାହାେହେଲ ଯାହା ଠିକ୍ ତାହା କରିବା ଆମ୍ଭ ପକ୍ଷ େର ଅଧିକ ଗୁରୁତ୍ବପୂର୍ଣ୍ଣ। 8 ଆମ୍େଭ ସତ୍ଯର ବିପରୀତ େକୗଣସି କାମ କରିବା ନାହିଁ। ଆମ୍େଭ କେବଳ ସତ୍ଯ ପାଇଁ କିଛି କରି ପାରିବା। 9 ଯଦି ତୁମ୍େଭମାେନ ବଳବାନ ଆମ୍େଭ ଦୁର୍ବଳ େହବା େର ଆନନ୍ଦିତ। ଆମ୍େଭ ପ୍ରାର୍ଥନା କରୁ େଯ ତୁମ୍େଭମାେନ ଅଧିକରୁ ଅଧିକ ଶକ୍ତିଶାଳୀ େହାଇ ଯାଅ। 10 ମୁଁ ଏେବ ଏହି ଗୁଡ଼ିକ ତୁମ୍ଭମାନଙ୍କୁ ଲେଖୁଛି କାରଣ ମୁଁ ତୁମ୍ଭମାନଙ୍କ ସହିତ ନାହିଁ। ଅତଏବ ତାହା େହଉଛି େଯ, େଯେତେବେଳ ମୁଁ ଆ େସ, େସେତେବେଳ ଦଣ୍ଡ େଦବା ପାଇଁ େମାେତ େମା ଶକ୍ତିର ବ୍ଯବହାର କରିବାକୁ ନ ପଡ଼ୁ। ପରେମଶ୍ବର େମାେତ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରି ଗଢ଼ିବା ପାଇଁ ଶକ୍ତି ପ୍ରଦାନ କରିଛନ୍ତି, ତୁମ୍ଭମାନଙ୍କୁ ନଷ୍ଟ କରିବା ପାଇଁ ନୁେହଁ। 11 ଭାଇ ଓ ଭଉଣୀମାେନ ! ମୁଁ ଏେବ ବିଦାୟ ନେଉଛି। ସିଦ୍ଧ େହବାକୁ େଚଷ୍ଟା କର। ମୁଁ େଯପରି କହିଛି େସହିପରି କାମ କରୁଥାଅ। ସମସ୍େତ ଏକ ମନ େର ଓ ଶାନ୍ତି େର ରୁହ। େକେବ ଶାନ୍ତି ଓ ପ୍ େରମର ପରେମଶ୍ବର ତୁମ୍ଭମାନଙ୍କ ସହିତ ରହିେବ। 12 ପବିତ୍ର ଚୁମ୍ବନ ଦ୍ବାରା ପରସ୍ପରକୁ ସ୍ବାଗତ ଜଣାଅ। 13 ପରେମଶ୍ବରଙ୍କ ସମସ୍ତ େଲାକ ତୁମ୍ଭମାନଙ୍କୁ ଅଭିବାଦନ ଜଣାଉଛନ୍ତି। 14ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ, ପରେମଶ୍ବରଙ୍କ ପ୍ େରମ, ଓ ପବିତ୍ରଆତ୍ମାଙ୍କ ସହାୟତା ତୁମ୍ଭ ସମସ୍ତଙ୍କର ସହବର୍ତ୍ତୀ େହଉ। 14