2 John

1:1 ପ୍ରାଚୀନ େଯ ମୁଁ, ପରେମଶ୍ବରଙ୍କ ଦ୍ବାରା ମେନାନୀତା ମହିଳା ଓ ତାହାଙ୍କର ସନ୍ତାନମାନଙ୍କ ନିକଟକୁ ଏହି ପତ୍ର ଲେଖୁଛି : 2 ଆମ୍ଭ ଅନ୍ତର େର େଯଉଁ ସତ୍ଯ ରହିଛି, େସଥିପାଇଁ ଆମ୍େଭ ତୁମ୍ଭମାନଙ୍କୁ ପ୍ େରମ କରୁଛୁ। ଏହି ସତ୍ଯ ଆମ୍ଭ ପାଖ େର ସବୁଦିନ ପାଇଁ ରହିବ। 3 ପରମପିତା ପରେମଶ୍ବର ଓ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରୁ ଦୟା, ଅନୁଗ୍ରହ ଓ ଶାନ୍ତି ଆମ୍ଭ ସହିତ ରହିବ। ଆମ୍େଭ ସତ୍ଯ ଓ ପ୍ େରମ ଦ୍ବାରା ତାହାଙ୍କଠାରୁ ଏହି ଆଶୀର୍ବାଦ ଲାଭ କରୁ। 4 ମୁଁ ତୁମ୍ଭର େକେତକ ସନ୍ତାନମାନଙ୍କ ବିଷୟ େର ଶୁଣି ଖୁସି େହଲି। ମୁଁ ଅତିଶୟ ଆନନ୍ଦିତ େଯ, ପିତାଙ୍କ ଆଜ୍ଞାନୁସା େର େସମାେନ ସତ୍ଯପଥ ଅନୁସରଣ କରୁଛନ୍ତି। 5 ପ୍ରିୟ ମହାଶଯା। ମୁଁ ତୁମ୍ଭକୁ କହୁଛି : ଆମ୍େଭ ସମସ୍େତ ପରସ୍ପରକୁ ପ୍ େରମ କରିବା ଉଚିତ। ଏହା ଏକ ନୂତନ ଆଜ୍ଞା ନୁେହଁ। ଏହା େସହି ଆଜ୍ଞା, ଯାହା ଆମ୍ଭମାନଙ୍କ ନିକଟେର ଆରମ୍ଭରୁ ଅଛି। 6 ପ୍ େରମର ଅର୍ଥ େହଉଛି, ତାହାଙ୍କର ଆଜ୍ଞା ଅନୁସାେର ଜୀବନଯାପନ କରିବା। ପରେମଶ୍ବରଙ୍କ ଆଜ୍ଞା ଏହି : ତୁମ୍େଭ ଏକ ପ୍ େରମର ଜୀବନ ବିତାଅ। ତୁମ୍େଭ ଏହି ଆଜ୍ଞା ଆରମ୍ଭରୁ ଶୁଣିଛ। 7 ଏ ଜଗତ େର ବର୍ତ୍ତମାନ ଅନେକ ଭଣ୍ଡ ଶିକ୍ଷକ ବାହାରିଲେଣି। ଯୀଶୁଖ୍ରୀଷ୍ଟ ଏହି ଜଗତକୁ ଆସିଛନ୍ତି, ଏହା େସମାେନ ଅସ୍ବୀକାର କରନ୍ତି। ଏହି ସତ୍ଯକୁ ଅସ୍ବୀକାର କରୁଥିବା ପ୍ରେତ୍ୟକକ ବ୍ଯକ୍ତି ଜେଣ ଜେଣ ଭଣ୍ଡ ଶିକ୍ଷକ ଓ ଖ୍ରୀଷ୍ଟଙ୍କର ଶତ୍ରୁ। 8 ସାବଧାନ ରୁହ, େଯପରି ତୁମ୍ଭ କାର୍ୟ୍ଯର ପୁରସ୍କାର ହରାଇ ନ ଦିଅ। େଯପରି ତୁମ୍େଭ ତୁମ୍ଭର ସମସ୍ତ ପୁରସ୍କାର ପାଇବ, େସଥିପାଇଁ ଯତ୍ନବାନ ହୁଅ। 9 ପ୍ରେତ୍ୟକକ େଲାକ ଖ୍ରୀଷ୍ଟଙ୍କର ଶିକ୍ଷାକୁ କେବଳ ଅନୁସରଣ କରିବା ଉଚିତ। ଯଦି େକହି ଖ୍ରୀଷ୍ଟଙ୍କ ଶିକ୍ଷାକୁ ପରିବର୍ତ୍ତନ କେର, େତେବ େସହି େଲାକ ପାଖ େର ପରେମଶ୍ବର ନାହାଁନ୍ତି। ଯଦି େକୗଣସି ବ୍ଯକ୍ତି ଖ୍ରୀଷ୍ଟଙ୍କ ଶିକ୍ଷା ଅନୁସରଣ କେର, େତେବ େସହି େଲାକ ପାଖ େର ଉଭୟ ପରମପିତା ଏବଂ ପୁତ୍ର ଅଛନ୍ତି। 10 ଯଦି ତୁମ୍ଭ ପାଖକୁ େକହି ଆ େସ କିନ୍ତୁ ଏହି ଶିକ୍ଷା ନ ଦିଏ, େତେବ ତାହାକୁ ଗୃହ େର ସ୍ବାଗତ ଓ ଗ୍ରହଣ କର ନାହିଁ। 11 ତୁମ୍େଭ ତାହାକୁ ଯଦି ଗ୍ରହଣ କର, େତେବ ତାହାକୁ ମନ୍ଦକର୍ମ କରିବା େର ସାହାୟ୍ଯ କରୁଛ। 12 େମାର ତୁମ୍ଭକୁ କହିବା ପାଇଁ ବହୁତ କଥା ଅଛି। କିନ୍ତୁ ମୁଁ କାଗଜ ଏବଂ କଲମ େର ତାହା ଲେଖୁନାହିଁ। ତାହା ବଦଳ େର ମୁଁ ତୁମ୍ଭକୁ ସାକ୍ଷାତ କରିବାକୁ ଆଶା କରୁଛି, େତେବ ଆମ୍େଭ ମୁହାମୁହିଁ େହାଇ କଥାବାର୍ତ୍ତା େହାଇପାରିବା। ତାହା ଆମ୍ଭକୁ ଅତିଶୟ ଆନନ୍ଦିତ କରିବ। 13 ପରେମଶ୍ବରଙ୍କ ଦ୍ବାରା ମ େନାନୀତା ତୁମ୍ଭମାନଙ୍କର ଭଉଣୀଙ୍କ ସନ୍ତାନମାେନ ତୁମ୍ଭମାନଙ୍କୁ େସମାନଙ୍କର ନମସ୍କାର ଜଣାଇଛନ୍ତି। 14 15