2 Peter

1:1 ଯୀଶୁଖ୍ରୀଷ୍ଟଙ୍କ େସବକ ଓ ପ୍ େରରିତ,ଶିମିେଯାନ ପିତର ତୁମ୍ଭମାନଙ୍କୁ, େଯଉଁମାନଙ୍କର ବିଶ୍ବାସ ଅତି ବହୁମୂଲ୍ଯ, ଏହି ପତ୍ରଟି ଲେଖୁଅଛି। 2 ଅନୁଗ୍ରହ ଓ ଶାନ୍ତି ପ୍ରଚୁର ଭାେବ ତୁମ୍ଭକୁ ମିଳୁ। ତୁମ୍େଭମାେନ ପ୍ରକୃତ େର ପରେମଶ୍ବରଙ୍କୁ ଓ ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ଜାଣିଥିବାରୁ ତୁମ୍େଭ ଅନୁଗ୍ରହ ଓ ଶାନ୍ତି ପାଇବ। 3 ଯୀଶୁଙ୍କଠା େର ପରେମଶ୍ବରଙ୍କ ଶକ୍ତି ଅଛି। ଆମ୍ଭର ଜୀବନଯାପନ ପାଇଁ ଓ ପରେମଶ୍ବରଙ୍କୁ େସବା କରିବା ପାଇଁ ଯାହା କିଛି ଦରକାର େସ ସବୁ ଆପଣା ଶକ୍ତି େର ଆମ୍ଭକୁ େଦଇଛନ୍ତି। ଆମ୍େଭ ତାହାଙ୍କୁ ଜାଣିଛୁ େବାଲି ଏହାସବୁ ପାଇଛୁ। ଯୀଶୁ ଆପଣା ମହିମା ଓ ଉତ୍ତମତା େର ଆମ୍ଭମାନଙ୍କୁ ଡ଼ାକିଛନ୍ତି। 4 ଯୀଶୁ ନିଜ ମହିମା ଓ ଉତ୍ତମତା େହତୁ, ପ୍ରତିଜ୍ଞା କରିଥିବା ଅତି ମୂଲ୍ଯବାନ୍ ଓ ମହତ ବିଷୟଗୁଡ଼ିକ ଆମ୍ଭକୁ େଦଇଛନ୍ତି। େସହି ଦାନଗୁଡ଼ିକ ସାହାୟ୍ଯ େର ତୁମ୍େଭ ପରେମଶ୍ବରଙ୍କ ଆଚରଣର ଅଂଶ େହାଇପାରିବ। ଏହାଦ୍ବାରା ଜଗତ େର ଥିବା ମନ୍ଦ ବିଷୟଗୁଡ଼ିକ ତୁମ୍ଭକୁ ନଷ୍ଟ କରିପାରିବ ନାହିଁ। 5 େଯ େହତୁ ଏହି ଆଶୀର୍ବାଦଗୁଡ଼ିକ ତୁମ୍ଭଠା େର ଅଛି, େତଣୁ ତୁମ୍େଭ ନିଜ ଜୀବନ େର ଏଗୁଡ଼ିକ ଅଧିକ ପାଇବା ପାଇଁ ପାରୁପର୍ୟ୍ଯନ୍ତ ପରିଶ୍ରମ କରିବା ଉଚିତ। ନିଜ ବିଶ୍ବାସ େର ଉତ୍ତମ ଗୁଣ, ନିଜ ଉତ୍ତମଗୁଣ େର ଜ୍ଞାନ, 6 ଜ୍ଞାନ େର ଆତ୍ମସଂୟମତା, ଆତ୍ମସଂୟମତା େର ର୍ଧୈୟ୍ଯ ଓ ର୍ଧୈୟ୍ଯ େର ପରେମଶ୍ବରଙ୍କ େସବା, 7 ପରେମଶ୍ବରଙ୍କ େସବା େର ଖ୍ରୀଷ୍ଟ ଭାଇ ଓ ଭଉଣୀମାନଙ୍କ ପ୍ରତି ଦୟାଭାବ, ଓ ଏହି ଦୟା େର ପ୍ େରମକୁ ୟୋଗ କର। 8 ଯଦି ଏସମସ୍ତ ବିଷୟ ତୁମ୍ଭ ଭିତ େର ଅଛି ଓ ବୃଦ୍ଧି ପାଇ ଚାଲିଛି, ତା' େହେଲ ତୁମ୍େଭ େକେବ େହେଲ ଶିଥିଳ େହବ ନାହିଁ। େସଗୁଡ଼ିକ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ଜ୍ଞାନ େର ପୂର୍ଣ୍ଣତା ପାଇବା ପାଇଁ େକେବ େହେଲ ତୁମ୍ଭକୁ ମୂଲ୍ଯହୀନ େହବାକୁ ଦେବ ନାହିଁ। 9 ଯଦି େକୗଣସି େଲାକଠା େର ଏଗୁଡ଼ିକ ନାହିଁ, ତା େହେଲ େସ ସ୍ପଷ୍ଟ ଭାେବ େଦଖି ପାରିବ ନାହିଁ। େସ େଲାକ ଅନ୍ଧ। େସ ପୂର୍ବକୃତ ପାପରୁ କ୍ଷମା ପାଇଅଛି େବାଲି ଭୁଲିଯାଇଛି। 10 େମା ଭାଇ ଭଉଣୀମାେନ, ପରେମଶ୍ବର ତୁମ୍ଭକୁ ଡ଼ାକି ମେନାନୀତ କରି ନିଜର କରିଛନ୍ତି। ତୁମ୍ଭର ସର୍ବୋତ୍ତମ କାର୍ୟ୍ଯ ଦ୍ବାରା ପ୍ରମାଣିତ କରିବାକୁ େଚଷ୍ଟା କର େଯ, ତୁମ୍େଭ ପରେମଶ୍ବରଙ୍କ ଦ୍ବାରା ଡ଼କା ଯାଇଛ ଓ ବଚ୍ଛା ଯାଇଛ ଏବଂ ଏପରି କାର୍ୟ୍ଯ କେଲ ତୁମ୍େଭ େକେବ େହେଲ ଝୁଣ୍ଟିବ ନାହିଁ। 11 ଆମ୍ଭ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ରାଜ୍ଯ େର ତୁମ୍ଭକୁ ସ୍ବାଗତ କରାୟିବ। େସହି ରାଜ୍ଯ ଅନନ୍ତକାଳସ୍ଥାଯୀ ଅେଟ। 12 ତୁମ୍େଭ ଏହି କଥା ଜାଣ। ତୁମ୍ଭଠା େର ବର୍ତ୍ତମାନ ଥିବା ସତ୍ଯ େର, ତୁମ୍େଭ ଅତି ଦୃଢ଼ ଅଟ। କିନ୍ତୁ ମୁଁ ସବୁେବେଳ ଏହି କଥାଗୁଡ଼ିକ ମେନ ପକାଇବା ପାଇଁ ସାହାୟ୍ଯ କରୁଥିବି। 13 ମୁଁ ଶରୀର େର ବଞ୍ଚିଥିବା ପର୍ୟ୍ଯନ୍ତ, ଏକଥା ତୁମ୍ଭକୁ ମେନ ପକାଉଥିବା େର ସାହାୟ୍ଯ କରିବି, ଏହା ଉଚିତ େବାଲି ମୁଁ ମେନ କେର। 14 ମୁଁ ଜାେଣ େଯ, ମୁଁ ଶୀଘ୍ର େମାର ଶରୀର ତ୍ଯାଗ କରିବି। ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟ େମାେତ ତାହା େଦଖାଇଛନ୍ତି। 15 ତୁମ୍େଭମାେନ ଏହିକଥା ସର୍ବଦା ମେନରଖିବା ପାଇଁ ମୁଁ ପାରୁ ପର୍ୟ୍ଯନ୍ତ େଚଷ୍ଟା କରିବି। ମୁଁ ଚାଲିଗଲା ପେର ମଧ୍ଯ ତୁମ୍େଭ େଯପରି ଏକଥା ମେନ ରଖିବ, ଏହା ମୁଁ ଚା େହଁ। 16 ଆମ୍େଭ ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଶକ୍ତି ବିଷୟ େର ତୁମ୍ଭମାନଙ୍କୁ କହିଛୁ। ତାହାଙ୍କର ଆସିବା ବିଷୟ ତୁମ୍ଭମାନଙ୍କୁ କହିଛୁ। େସଗୁଡ଼ିକ େଲାକମାନଙ୍କ ବିଜ୍ଞାନ ପାଇଁ ମନଗଢ଼ା ଗଳ୍ପ ନୁେହଁ। ଆମ୍େଭ ନିେଜ ନିଜ ଆଖି େର ଯୀଶୁଙ୍କର ମହାନତା େଦଖିଛୁ। 17 େଯେତେବେଳ ପରମପିତା ପରେମଶ୍ବରଙ୍କ ଠାରୁ ଯୀଶୁ ସମ୍ମାନ ଓ ମହିମା ପାଇଥିେଲ, େସେତେବେଳ ଯୀଶୁ ପିତା ପରେମଶ୍ବରଙ୍କ ମହାଗୌରବୟୁକ୍ତ ବାଣୀ ଶୁଣିଥିେଲ। େସହି ସ୍ବର କହିଥିଲା : "ଏ େମାରପୁତ୍ର, ମୁଁ ତାହାକୁ ପ୍ େରମ କେର। ମୁଁ ତା' ଉପେର ଅତି ପ୍ରସନ୍ନ।" 18 ଆମ୍େଭ େସହି ବାଣୀ ଶୁଣିଛୁ। ଆମ୍େଭମାେନ ଯୀଶୁଙ୍କ ସହିତ ପବିତ୍ର ପର୍ବତ େର ଥିଲା େବେଳ ଏହି ବାଣୀ ଆକାଶରୁ ଆସିଥିଲା। 19 ଭବିଷ୍ଯଦ୍ ବକ୍ତା କହିଥିବା କଥାଗୁଡ଼ିକ ବିଷୟ େର ସୁନିଶ୍ଚିତ େହବା ପାଇଁ ଏହା ଅଧିକ ସାହାୟ୍ଯ କେର। ଭବିଷ୍ଯଦ୍ ବକ୍ତାମାେନ ଯାହା ଯାହା କହିଛନ୍ତି, େସଗୁଡ଼ିକୁ ଯଥାସମ୍ଭବ କାର୍ୟ୍ଯକାରୀ କରିବା ତୁମ୍ଭ ପାଇଁ ଭଲ। େସମାେନ ଯାହା କହିଛନ୍ତି ତାହା ଅନ୍ଧକାର େର ଜ୍ଯୋତିଃ ତୁଲ୍ଯ ପ୍ରକାଶିତ େହଲା। ସକାଳ େହବା ପର୍ୟ୍ଯନ୍ତ ଓ ପ୍ରଭାତୀ ତାରା ତୁମ୍ଭ ମନ େର ନୂତନ ଜ୍ଯୋତିଃ ନ ଆଣିବା ପର୍ୟ୍ଯନ୍ତ, ତୁମ୍ଭ ପାଖ େର େସହି ଜ୍ଯୋତିଃ ଅଛି। 20 ଶାସ୍ତ୍ରର େକୗଣସି ଭାବବାଣୀ ମନୁଷ୍ଯର ନିଜର ବ୍ଯାଖ୍ଯା ନୁେହଁ। 21 େକୗଣସି ଭବିଷ୍ଯତ୍ ବାଣୀ, ମନୁଷ୍ଯର ନିଜର ଇଚ୍ଛାରୁ ଜାତ େହାଇ ନାହିଁ। କିନ୍ତୁ େଲାକମାେନ ପବିତ୍ର ଆତ୍ମା ଦ୍ବାରା ଚାଳିତ େହାଇ, ପରେମଶ୍ବରଙ୍କଠାରୁ ପ୍ରାପ୍ତ କଥା କହି ଅଛନ୍ତି।

2:1 ଅତୀତକାଳ େର ପରେମଶ୍ବରଙ୍କ େଲାକମାନଙ୍କ ମଧିଅେର ମିଥ୍ଯା ଭବିଷ୍ଯଦ୍ ବକ୍ତା ଥିେଲ। ଏେବ ମଧ୍ଯ େସହଭଳି ଅଛନ୍ତି। ତୁମ୍ଭ ଦଳ େର େକେତ ଜଣ ଭଣ୍ଡ ଶିକ୍ଷକ ରହିେବ। େସମାେନ ଏପରି ଭୁଲ ଶିକ୍ଷା େଦେବ େଯ, େଲାେକ ନିଜକୁ ହଜାଇ େଦେବ। େସମାେନ ଏଭଳି ଭାବେର ଶିକ୍ଷା େଦେବ େଯ େସମାେନ େଯ ଭୁଲ କରୁଛନ୍ତି, ତାହା ତୁମ୍େଭ ଜାଣିବା କଠିନ େହବ। େସମାେନ ମୁକ୍ତିଦାତା ଯୀଶୁଙ୍କୁ ଗ୍ରହଣ କରିବାକୁ ମଧ୍ଯ ମନା କରିେବ। େସପ୍ରକା େର େସମାେନ ନିଜକୁ ଶୀଘ୍ର ନଷ୍ଟ କରି େଦେବ। 2 େସମାେନ କହୁଥିବା ମନ୍ଦ କାମକୁ ଅନେକ େଲାକ ଅନୁସରଣ କରିେବ। େସମାନଙ୍କ େହତୁରୁ ଅନ୍ୟ େଲାେକ ମଧ୍ଯ ସତ୍ଯର ମାର୍ଗ ବିଷୟ େର ସମାେଲାଚନା କରିେବ। 3 େସହି ଭଣ୍ଡ ଶିକ୍ଷକମାେନ କେବଳ ତୁମ୍ଭର ଧନ ଚାହାଁନ୍ତି। େସମାେନ ଖାଲି ମିଛ କଥା କହି ତୁମ୍ଭର ମନ େନେବ। ଏହି ଭଣ୍ଡ ଶିକ୍ଷକଙ୍କର ନ୍ଯାୟ ବିଚାର ବହୁ ପୂର୍ବରୁ ପ୍ରସ୍ତୁତ େହାଇ ରହିଛି। ପରେମଶ୍ବର େସମାନଙ୍କୁ ନଷ୍ଟ କରି େଦେବ। େସମାେନ ତାହାଙ୍କଠାରୁ ରକ୍ଷା ପାଇେବ ନାହିଁ। 4 େଯେତେବେଳ ସ୍ବର୍ଗଦୂତମାେନ ପାପ କେଲ, ପରେମଶ୍ବର େସମାନଙ୍କୁ ଦଣ୍ଡ ନ େଦଇ ଛାଡ଼ିଲେ ନାହିଁ। ପରେମଶ୍ବର େସହି ଦୂତମାନଙ୍କୁ ନରକକୁ ପଠାଇ େଦେଲ। େସ େସମାନଙ୍କୁ ଅନ୍ଧକାରର ଗୁମ୍ଫାମାନଙ୍କ େର ପକାଇ ରଖିେଲ। ବିଚାର ଦିନ ପର୍ୟ୍ଯନ୍ତ େସମାେନ େସଠାେର ପଡ଼ିଥିେବ। 5 ଅତି ପୂର୍ବକାଳ େର ରହୁଥିବା ମନ୍ଦ େଲାକଙ୍କୁ ପରେମଶ୍ବର ଦଣ୍ଡ େଦଇଥିେଲ। ପରେମଶ୍ବର ଆପଣା ବିେରାଧୀ େଲାକମାନଙ୍କ ପାଇଁ ଏକ ପ୍ରଳୟଙ୍କାରୀ ବନ୍ଯା ଆଣିଥିେଲ। କିନ୍ତୁ ପରେମଶ୍ବର େନାହ ଓ ତାହାଙ୍କ ସହ୍ଯ ଅନ୍ୟ ସାତଜଣଙ୍କୁ େସହି ପ୍ରଳୟଙ୍କାରୀ ବନ୍ଯାରୁ ରକ୍ଷା କରିଥିେଲ। େଲାକମାନଙ୍କୁ େନାହ ଉତ୍ତମ ଜୀବନ କାଟିବାକୁ ଉପେଦଶ ଦେଉଥିେଲ। 6 ପରେମଶ୍ବର ଦଣ୍ଡ ସ୍ବରୂେପ ଦୁଷ୍ଟ ନଗରୀ େସଦାମ ଓ ଗ େମାରାକୁ େପାଡ଼ି ପାଉଁଶ କରି େଦଇଥିେଲ। େଯଉଁମାେନ ପରେମଶ୍ବରଙ୍କ ବିେରାଧୀ, େସମାନଙ୍କ ପ୍ରତି କ'ଣ ଘଟିବ, ଏହି ନଗରଗୁଡ଼ିକ ତାହାର ଉଦାହରଣ ସ୍ବରୂପ ଅେଟ। 7 କିନ୍ତୁ େସହି ନଗର ମଧ୍ଯରୁ ପରେମଶ୍ବର େଲାଟକୁ ରକ୍ଷା କେଲ। େସ ଜେଣ ଅତି ଭଲେଲାକ ଥିେଲ। େଲାକମାନଙ୍କର ଦୁଷ୍ଟାଚରଣ େହତୁ େସ ଦୁଃଖ ପାଉଥିେଲ। 8 େଲାଟ ଜେଣ ଭଲ େଲାକ ଥିେଲ। କିନ୍ତୁ ପ୍ରତିଦିନ େସହି ମନ୍ େଦଲାକଙ୍କ ମଧିଅେର ବାସ କରୁଥିେଲ। େସମାନଙ୍କର ମନ୍ଦ ବିଷୟଗୁଡ଼ିକ େଦଖି ଓ ଶୁଣି େସ ହୃଦୟ େର ଆଘାତ ପାଉଥିେଲ। 9 ପରେମଶ୍ବର ଏହି ସମସ୍ତ କାର୍ୟ୍ଯ କେଲ। ଅତଏବ େଯଉଁମାେନ ତାହାଙ୍କୁ େସବା କରୁଛନ୍ତି, ପ୍ରଭୁ ସର୍ବଦା େସମାନଙ୍କୁ ରକ୍ଷା କରିେବ। ସମସ୍ଯା େର ପଡ଼ିଥିଲା େବେଳ େସ େସମାନଙ୍କୁ ରକ୍ଷା କରିେବ। ଏହା ସହିତ, ପ୍ରଭୁ ମନ୍ଦ େଲାକମାନଙ୍କୁ ବିଚାର ଦିନ େର ଦଣ୍ଡ େଦେବ। 10 େଯଉଁମାେନ ନିଜର ପାପପୂର୍ଣ୍ଣ ପ୍ରକୃତିଗୁଡ଼ିକର ଇଚ୍ଛା ପୂରଣ ପାଇଁ ମନ୍ଦକାର୍ୟ୍ଯ କରିବ ଜୀବିତ ରହିଛନ୍ତି ଓ ପ୍ରଭୁଙ୍କର କତ୍ତୃର୍ତ୍ବକୁ ଅବମାନନା କରନ୍ତି, େସମାେନ ଏଭଳି ଦଣ୍ଡର େଯାଗ୍ଯ। 11 ଏହି ଭଣ୍ଡ ଶିକ୍ଷକମାନଙ୍କ ତୁଳନା େର ସ୍ବର୍ଗଦୂତମାେନ ଅତ୍ଯଧିକ ଶକ୍ତିଶାଳୀ ଓ ବଳବାନ। କିନ୍ତୁ େସମାେନ େକେବ େହେଲ ଏହି ଭଣ୍ଡ ଶିକ୍ଷକମାନଙ୍କୁ େଦାଷୀ ସାବ୍ଯସ୍ତ କରନ୍ତି ନାହିଁ ବା େସମାନଙ୍କ ବିରୁଦ୍ଧ େର ମନ୍ଦ କଥା ପ୍ରଭୁଙ୍କୁ କହନ୍ତି ନାହିଁ। 12 କିନ୍ତୁ ଏହି ଭଣ୍ଡ ଶିକ୍ଷକମାନ ନିେଜ ବୁଝି ନ ଥିବା ବିଷୟଗୁଡ଼ିକ ସମ୍ବନ୍ଧ େର ମନ୍ଦକଥା କୁହନ୍ତି। ଏହି ଭଣ୍ଡ ଶିକ୍ଷକମାେନ ଚିନ୍ତା କରିବାର ଶକ୍ତି ନ ଥିବା ପଶୁ ଭଳି ଆଚରଣ କରନ୍ତି, ପୁଣି ବନ୍ଯ ପଶୁମାନଙ୍କ ପରି ଧରାଯାଇ ମରା ୟିବା ନିମନ୍େତ ଜନ୍ମ େହାଇଛନ୍ତି। େସହି ପଶୁମାନଙ୍କ ଭଳି ଏହି ଭଣ୍ଡଶିକ୍ଷକମାେନ ମଧ୍ଯ ନଷ୍ଟ େହେବ। 13 ଏହି ଭଣ୍ଡ ଶିକ୍ଷକମାେନ ଅନେକ େଲାକଙ୍କୁ ଦୁଃଖ େଦଇଛନ୍ତି। ଅତଏବ େସମାେନ ନିେଜ ଦୁଃଖ ପାଇେବ। େସମାେନ କରିଥିବା କାମର ଏହା େହଉଛି ପ୍ରତିଦାନ। ଏହି ଭଣ୍ଡ ଶିକ୍ଷକମାେନ ଭାବନ୍ତି େଯ ସମସ୍ତଙ୍କ ଆଗ େର େଖାଲାେଖାଲି ଭାେବ ମନ୍ଦ କାମ କରିବା େଗାଟିଏ ଆନନ୍ଦର ବିଷୟ ଅେଟ। ମନ୍ଦ କାମ କରି େସମାେନ ଆନନ୍ଦ ଉପେଭାଗ କରନ୍ତି। ତୁମ୍ଭମାନଙ୍କ ସହିତ େଭାଜିଉତ୍ସବ େର ସମ୍ମିଳିତ େହବା େବେଳ, େସମାେନ ତୁମ୍ଭ ନିମନ୍େତ ମଇଳା ଦାଗ ଓ କଳଙ୍କି ଦାଗ ଭଳି ଲଜ୍ଜାର କାରଣ ସ୍ବରୂପ ଅଟନ୍ତି। 14 ପ୍ରେତ୍ୟକକ ଥର େକୗଣସି ସ୍ତ୍ରୀେଲାକକୁ େଦଖିେଲ, େସମାେନ ବ୍ଯଭିଚାର କରିବା ପାଇଁ ଚାହାଁନ୍ତି। ଏହିଭଳି ଭାବେର େସମାେନ ସବୁେବେଳ ପାପ କରୁଥାନ୍ତି। େସମାେନ ଦୁର୍ବଳ େଲାକମାନଙ୍କୁ ପାପର ଫାନ୍ଦ େର ପକାଇ ଦିଅନ୍ତି। େସମାନଙ୍କ ହୃଦୟଗୁଡ଼ିକ ସ୍ବାର୍ଥପରତା େର ପରିପୂର୍ଣ୍ଣ। େସମାେନ ଅଭିଶପ୍ତ। 15 ଏହି ଭଣ୍ଡ ଶିକ୍ଷକମାେନ ଉତ୍ତମ ପଥ ଛାଡ଼ି େଦଇଛନ୍ତି ଓ ବିଯୋରର ପୁତ୍ର ବିଲିଯାମର ଭୁଲ ମାର୍ଗ ଅନୁସରଣ କରିଛନ୍ତି। େସ ମନ୍ଦ କାମ କରି ଧନ ପାଇବାକୁ ଭଲ ପାଉଥିଲା। 16 କିନ୍ତୁ େଗାଟିଏ ଗଧ ତାହାକୁ କହିଲା େଯ େସ ଭୁଲ କରୁଛି। ଗଧ ସାଧାରଣ ଭାବେର କଥା କହିପା େର ନାହିଁ, କିନ୍ତୁ େସହି ଗଧଟି ମଣିଷର ଭାଷା େର କଥା କହିଲା ଓ ବିଲିଯାମର ବିକୃତ ଚିନ୍ତାଧାରାରୁ ତାହାକୁ ବିରତ କଲା। 17 ଏହି ଭଣ୍ଡ ଶିକ୍ଷକମାେନ ପାଣି ନ ଥିବା ନଈ ଭଳି, େସମାେନ ପ୍ରଚଣ୍ଡ ଝଡ଼ େର ଉଡ଼ୁଥିବା ମେଘଗୁଡ଼ାକ ଭଳି, େସମାନଙ୍କ ନିମନ୍େତ େଘାର ଅନ୍ଧକାର ସ୍ଥାନ ରଖା ଯାଇଅଛି। 18 େସହି ଭଣ୍ଡ ଶିକ୍ଷକମାେନ ନିରର୍ଥକ କଥାଗୁଡ଼ିକ ପାଇଁ ଗର୍ବ କରନ୍ତି। େସମାେନ େଲାକମାନଙ୍କୁ ପାପ ରାସ୍ତା େର କଢ଼ାଇ ନିଅନ୍ତି। ମନ୍ଦ ଭାବେର ରହୁଥିବା େଲାକଙ୍କଠାରୁ ବାହାରି ଆସି ଭଲ ମାର୍ଗ େର ୟିବାକୁ ଆରମ୍ଭ କରିଥିବା େଲାକଙ୍କୁ ଏମାେନ ଆକର୍ଷିତ କରନ୍ତି। ପାପପୂର୍ଣ୍ଣ ଆତ୍ମା େର ମନ୍ଦ ଇଚ୍ଛାଗୁଡ଼ିକୁ ଜାଗତ୍ର କରାଇ ଭଣ୍ଡ ଶିକ୍ଷକମାେନ ଏପରି କରନ୍ତି। 19 ଏହି ଭଣ୍ଡ ଶିକ୍ଷକମାେନ େସହି େଲାକମାନଙ୍କୁ ମୁକ୍ତିର ପ୍ରତିଜ୍ଞା ଦିଅନ୍ତି। ମାତ୍ର ଏହି ଭଣ୍ଡ ଶିକ୍ଷକମାେନ ନିେଜ ମୁକ୍ତି ପାଇ ନାହାଁନ୍ତି। େସମାେନ ନିେଜ ବିନଷ୍ଟ ବିଷୟର ଦାସ ଅଟନ୍ତି। ଜେଣ ବ୍ଯକ୍ତି ଯାହା ଦ୍ବାରା ନିୟନ୍ତ୍ରିତ ହୁଏ, େସ େସଥିର ଦାସ ଅେଟ। 20 େସହି େଲାକମାନଙ୍କୁ ସଂସାରର ମନ୍ଦ ବିଷୟରୁ ମୁକ୍ତ କରାଯାଇଥିଲା। ଆମ୍ଭର ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଦ୍ବାରା େସମାେନ ମୁକ୍ତି ପାଇଥିେଲ। କିନ୍ତୁ ଯଦି େସମାେନ ପୁନର୍ବାର ମନ୍ଦ ବିଷୟଗୁଡ଼ିକ ପ୍ରତି ଆକର୍ଷିତ େହାଇ ତାହାର ବନ୍ଧନ େର ବାନ୍ଧି େହାଇଯିେବ, େତେବ େସମାନଙ୍କ ପୂର୍ବ ଅବସ୍ଥାଠାରୁ ବର୍ତ୍ତମାନର ଅବସ୍ଥା ଆହୁରି ଅଧିକ ଖରାପ େହବ। 21 ଯଦି େସମାେନ ମୂଳରୁ ଠିକ ରାସ୍ତା ଜାଣି ନ ଥାନ୍ତେ, େସମାନଙ୍କ ପକ୍ଷେ ଭଲ େହାଇଥାନ୍ତା। ଉତ୍ତମ ମାର୍ଗ ଜାଣି, ପବିତ୍ର ଶାସ୍ତ୍ରର ଶିକ୍ଷାରୁ ବିମୁଖ େହବା ଅପେକ୍ଷା ତାହା ନ ଜାଣିଥିେଲ, ଅଧିକ ଭଲ େହାଇଥାନ୍ତା। 22 େସହି େଲାକମାନଙ୍କ ପ୍ରତି ଯାହା ଘଟିଲା, ତାହା ନିମ୍ନ ସତ୍ଯ ପ୍ରବାଦ ଭଳି : "କୁକୁର ବାନ୍ତି କଲା ପେର ପୁନର୍ବାର ତା' ବାନ୍ତି ଖାଇବାକୁକ ଆ େସ"341 ଓ "ଘୁଷୁରୀଟିକୁ ଧୋଇ ପରିଷ୍କାର କଲା ପେର େସ ପୁନର୍ବାର ଯାଇ ପଙ୍କ େର ଗଡ଼େ।"

3:1 େମା ମିତ୍ରଗଣ, ଏହି ଦ୍ବିତୀୟ ପତ୍ର ମୁଁ ତୁମ୍ଭକୁ ଲେଖୁଅଛି। ତୁମ୍ଭକୁ େକେତଗୁଡ଼ିଏ ବିଷୟ ମେନ ପକାଇ େଦବା ଲାଗି ମୁଁ ଦୁଇଟି ପତ୍ର ଲେଖିଛି। 2 ପବିତ୍ର ଭବିଷ୍ଯଦ୍ ବକ୍ତାମାେନ ଅତୀତ େର ଯାହା କିଛି କହି ଯାଇଛନ୍ତି ମୁଁ ଚା େହଁ େଯ, େସଗୁଡ଼ିକୁ ତୁମ୍େଭମାେନ ମେନ ପକାଅ। ଆମ୍ଭର ପ୍ରଭୁ ଓ ତ୍ରାଣକର୍ତ୍ତା େଯଉଁ ଆଜ୍ଞା େଦଇଛନ୍ତି, େସଗୁଡ଼ିକୁ ମଧ୍ଯ ମେନ ପକାଅ। ତୁମ୍ଭମାନଙ୍କ ପ୍ େରରିତମାନଙ୍କ ମାଧ୍ଯମ େର େସ ଆମ୍ଭକୁ ଏହି ଆଜ୍ଞା େଦଇଥିେଲ। 3 ପ୍ରଥମେ, ଶେଷ ଦିନଗୁଡ଼ିକେର କ'ଣ କ'ଣ ଘଟିବ, େସଗୁଡ଼ିକ ବୁଝିବା ତୁମ୍ଭର ଦରକାର। େଲାେକ ତୁମ୍ଭକୁ ପରିହାସ କରିେବ। େସମାେନ ନିଜ ଇଚ୍ଛା େର ମନ୍ଦ କାର୍ୟ୍ଯ କରି ଜୀବନଧାରଣ କରିେବ। 4 େସମାେନ କହିେବ, "ଯୀଶୁ ପୁନର୍ବାର ଆସିବା ପାଇଁ କହିଥିେଲ। େସ କାହାନ୍ତି ? ଆମ୍ଭର ପିତାମାେନ ମରିଛନ୍ତି। କିନ୍ତୁ ଜଗତ ସୃଷ୍ଟି େହଲା ବେଳୁ େସହିପରି ଭାବେର ଚାଲିଛି।" 5 ସୁଦୂର ଅତୀତ େର କ'ଣ ଘଟିଥିଲା, େସମାେନ ତାହା ମେନ ପକାଇବା ପାଇଁ ଇଚ୍ଛା କରନ୍ତି ନାହିଁ। ଆକାଶମଣ୍ଡଳ ଥିଲା, ପରେମଶ୍ବର ପାଣିରୁ ଓ ପାଣି ଦ୍ବାରା ଜଗତକୁ ସୃଷ୍ଟି କେଲ। ପରେମଶ୍ବରଙ୍କ ବାକ୍ଯ ଦ୍ବାରା ଏହା ସାଧିତ େହଲା। 6 ତାହା ପେର େସହି ସଂସାର ପ୍ରଳୟଙ୍କାରୀ ବନ୍ଯା ଜଳ ଦ୍ବାରା ନଷ୍ଟ େହାଇଗଲା। 7 ମାତ୍ର ପରେମଶ୍ବରଙ୍କ େସହି ବାକ୍ଯ ଦ୍ବାରା ଆକାଶମଣ୍ଡଳ ଓ ବର୍ତ୍ତମାନର ଜଗତ ରହିଅଛି। ଆକାଶମଣ୍ଡଳ ଓ ପୃଥିବୀ ଅଗ୍ନି ଦ୍ବାରା ବିନଷ୍ଟ େହବା ନିମନ୍େତ ରକ୍ଷିତ ଅଛି। ପରେମଶ୍ବରଙ୍କ ସମସ୍ତ ବିେରାଧୀ େଲାକମାେନ ପୁଣି ଆକାଶମଣ୍ଡଳ ଓ ପୃଥିବୀ ନଷ୍ଟ େହବା ନିମନ୍େତ ବିଚାର ଦିନ ପର୍ୟ୍ଯନ୍ତ ସୁରକ୍ଷିତ ଥିେବ। 8 ପ୍ରିୟ ମିତ୍ରଗଣ, କିନ୍ତୁ ଏହି ବିଶେଷ କଥା ଭୁଲ ନାହିଁ, ପରେମଶ୍ବରଙ୍କ ଲାଗି େଗାଟିଏ ଦିନ ହଜାର ବର୍ଷ ଭଳି ଓ ହଜାର ବର୍ଷ େଗାଟିଏ ଦିନ ଭଳି ଅେଟ। 9 ଯଦିଓ କିଛି େଲାେକ ଏହାକୁ ଡେରି େବାଲି ଭାବୁଛନ୍ତି, ତଥାପି ପରେମଶ୍ବର ନିଜ ପ୍ରତିଜ୍ଞା ପୂରଣ କରିବା େର ଡ଼େରି କରିେବ ନାହିଁ। ବରଂ ପରେମଶ୍ବର ତୁମ୍ଭ ପ୍ରତି ର୍ଧୈୟ୍ଯବାନ େହଉଛନ୍ତି। ପରେମଶ୍ବର େକୗଣସି େଲାକ ନଷ୍ଟ େହଉ େବାଲି ଚାହାଁନ୍ତି ନାହିଁ। ପରେମଶ୍ବର ଚାହାଁନ୍ତି େଯ ପ୍ରେତ୍ୟକକ େଲାକ ନିଜର ହୃଦୟ ପରିବର୍ତ୍ତନ କରୁ ଓ ପାପ କରିବାକୁ କ୍ଷାନ୍ତ େହଉ। 10 କିନ୍ତୁ ଚୋର ଆସିବା ଦିନପରି, ପ୍ରଭୁଙ୍କ ଆସିବା ଦିନଟି ପ୍ରେତ୍ୟକକଙ୍କୁ ଆଶ୍ଚର୍ୟ୍ଯ କରିବ। ଭୟଙ୍କର ଗର୍ଜନ ସହିତ ଆକାଶମଣ୍ଡଳ ଅଦୃଶ୍ଯ େହାଇୟିବ। ଆକାଶମଣ୍ଡଳର ସମସ୍ତ ବସ୍ତୁ ଅଗ୍ନି େର ଧ୍ବଂସ େହାଇଯିବ। ଜଗତ ଏହାର ସମସ୍ତ ବିଷୟ ସହିତ ଜଳି ୟିବ। 11 ମୁଁ କହିଲା ଭଳି, ଏପରି ଭାବେର ସବୁ କିଛି ନଷ୍ଟ େହାଇଯିବ। ଅତଏବ, ତୁମ୍େଭ କିପରି େଲାକ େହବା ଉଚିତ ? ତୁମ୍େଭ ପବିତ୍ର ଜୀବନଯାପନ କରି ପରେମଶ୍ବରଙ୍କ େସବା କରିବା ଉଚିତ। 12 ପ୍ରଭୁଙ୍କ ଦିନଟି ଆସିବା ପାଇଁ ତୁମ୍େଭ ଅପେକ୍ଷା େର ରହିବା ଉଚିତ। େସହି ଦିନ ଆସିେଲ ଅଗ୍ନି ଦ୍ବାରା ଆକାଶ ନଷ୍ଟ େହାଇ ୟିବ ଓ ଆକାଶ େର ଥିବା ସବୁ ମୌଳିକ ବସ୍ତୁଗୁଡ଼ିକ ଉତ୍ତାପେର ତରଳି ୟିବ। 13 କିନ୍ତୁ ପରେମଶ୍ବର ଆମ୍ଭକୁ େଗାଟିଏ ପ୍ରତିଶ୍ରୁତି େଦଇଛନ୍ତି। ଆମ୍େଭମାେନ ତାହାଙ୍କ ପ୍ରତିଜ୍ଞାନୁସା େର ଏକ ନୂତନ ଆକାଶମଣ୍ଡଳ ଓ ନୂତନ ଜଗତର ଅପେକ୍ଷା େର ଅଛୁ। ତାହା ଧାର୍ମିକତାର ବାସସ୍ଥଳୀ େହବ। 14 ପ୍ରିୟ ମିତ୍ରଗଣ, ଏହି ଘଟଣା ଘଟିବା ପାଇଁ ଆମ୍େଭ ଅପେକ୍ଷା େର ଅଛୁ। ଅତଏବ ପାପ ଓ େଦାଷ ନ କରିବା ପାଇଁ କେଠାର ପରିଶ୍ରମ କର। ପରେମଶ୍ବରଙ୍କ ସହିତ ଶାନ୍ତି େର ରହିବାକୁ େଚଷ୍ଟା କର। 15 ପ୍ରଭୁ ର୍ଧୈୟ୍ଯବାନ େବାଲି ଆମ୍େଭ ରକ୍ଷା ପାଇଛୁ, ଏହା ମେନରଖ। ପରେମଶ୍ବରଙ୍କ ପ୍ରଦତ୍ତ ଜ୍ଞାନ ବଳ େର ଆମ୍ଭର ପ୍ରିୟ ଭାଇ ପାଉଲ ତୁମ୍ଭକୁ ଲେଖିଲା େବେଳ େସ େସହି କଥା କହିଥିେଲ। 16 ନିଜର ସମସ୍ତ ପତ୍ରଗୁଡ଼ିକେର ପାଉଲ ଏହିକଥା ଲେଖନ୍ତି। େ େବେଳବେଳ ପାଉଲଙ୍କ ପତ୍ର େର େକେତକ କଥା ବୁଝିବା ପାଇଁ କଷ୍ଟକର ହୁଏ। େେକେତଲାକ େସହି କଥାଗୁଡ଼ିକୁ ଭୁଲ ଭାବେର ବ୍ଯାଖ୍ଯା କରନ୍ତି। େସମାେନ ମୂର୍ଖ ଓ ବିଶ୍ବାସ େର ଦୁର୍ବଳ। େସହି େଲାକମାେନ ଅନ୍ୟ ଶାସ୍ତ୍ରଗୁଡ଼ିକୁ342 ମଧ୍ଯ ଭୁଲଭାେବ ବୁଝାଇଥାନ୍ତି। କିନ୍ତୁ ଏପରି କରିବା ଦ୍ବାରା େସମାେନ ନିଜର ଅନିଷ୍ଟ କରୁଛନ୍ତି। 17 ପ୍ରିୟ ମିତ୍ରଗଣ, ତୁମ୍େଭ ଏହି ବିଷୟ େର ଆଗରୁ ଜାଣ। ଅତଏବ ସାବଧାନ ରୁହ। େସହି ମନ୍ଦ େଲାକମାେନ କରୁଥିବା ମନ୍ଦକାର୍ୟ୍ଯ ଦ୍ବାରା ତୁମ୍େଭ ନିଜକୁ ପ୍ରଭାବିତ େହବାକୁ ଦିଅ ନାହିଁ। ନିଜ ଦୃଢ଼ ବିଶ୍ବାସରୁ ବିଚଳିତ ନ େହବା ପାଇଁ ସାବଧାନ ରୁହ। 18 କିନ୍ତୁ ଆମ୍ଭ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ଜ୍ଞାନ ଓ ଅନୁଗ୍ରହ େର ବୃଦ୍ଧି ପାଅ। ତାହାଙ୍କର ମହିମା ବର୍ତ୍ତମାନ ଓ ସଦାସର୍ବଦା ରହିଥାଉ। ଆେମନ୍।