2 Thessalonians

1:1 ପାଉଲ, ସିଲ୍ବାନ୍ ଓ ତୀମଥିଙ୍କଠାରୁ ଥେସଲନୀକୀୟ ମଣ୍ଡଳୀ ନିକଟକୁ ଏହି ପତ୍ର। ତୁମ୍େଭମାେନ ସମସ୍େତ ପିତା ପରେମଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠା େର ରହିଛ। 2 ପରମପିତା ପରେମଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କଠା େର ରହିଥାଉ। 3 ଆମ୍େଭ ସର୍ବଦା ତୁମ୍ଭମାନଙ୍କ ପାଇଁ ପରେମଶ୍ବରଙ୍କୁ ଧନ୍ଯବାଦ ଜଣାଇଛୁ। ଆମ୍ଭ ପାଇଁ ଏଭଳି କରିବା ଠିକ୍ େବାଲି ଆମ୍େଭ ଉଚିତ ମେନ କରୁଛୁ। ତୁମ୍ଭମାନଙ୍କ ବିଶ୍ବାସ େଯ େହତୁ ଅଧିକରୁ ଅଧିକ ବୃଦ୍ଧି ପାଇଛି, ଏହା ଠିକ୍ େବାଲି ପ୍ରମାଣିତ େହଉଛି। 4 ତୁମ୍ଭମାନଙ୍କଠା େର ପରସ୍ପର ପ୍ରତି ଥିବା ପ୍ େରମ ଭାବ ମଧ୍ଯ ବୃଦ୍ଧି ପାଉଛି। ଅତଏବ, ପରେମଶ୍ବରଙ୍କର ଅନ୍ୟ ମଣ୍ଡଳୀମାନଙ୍କଠା େର ଆମ୍େଭ ତୁମ୍ଭମାନଙ୍କ ପାଇଁ ଗର୍ବ ଅନୁଭବ କରୁ। େଯପ୍ରକା େର ତୁମ୍େଭମାେନ ଦୃଢ଼ ରହିଛ ଏବଂ ତୁମ୍ଭର ବିଶ୍ବାସ ରହିଛି, ଆମ୍େଭ ଏହା ବିଷୟ େର ପରେମଶ୍ବରଙ୍କ ଅନ୍ୟ ମଣ୍ଡଳୀଗୁଡ଼ିକେର କହୁ। ତୁମ୍େଭମାେନ ଦୁଃଖ କଷ୍ଟ ଓ ଅନେକ ଅସୁବିଧାର ସମ୍ମୁଖୀନ େହଉଛ ; କିନ୍ତୁ ତୁମ୍େଭମାେନ ନିଜର ଦୃଢ଼ତା ଓ ବିଶ୍ବାସ ଆଦୌ ନ ହରାଇ ଆେଗଇ ଚାଲିଛ। 5 ପରେମଶ୍ବର ତାହାଙ୍କର ବିଚାର େର ଠିକ୍ େବାଲି ଏହା ପ୍ରମାଣିତ କେର। ପରେମଶ୍ବର ଚାହାଁନ୍ତି େଯ, ତୁମ୍େଭ ତାହାଙ୍କ ରାଜ୍ଯ େର ପ୍ରେବଶ ପାଇଁ େଯାଗ୍ଯ ହୁଅ, େଯଉଁଥିପାଇଁ ତୁମ୍େଭମାେନ ଏହିସବୁ ଯାତନାର ସମ୍ମୁଖୀନ େହଉଛ। 6 ଯାହା ଠିକ୍ ପରେମଶ୍ବର ତାହା କରିେବ। େଯଉଁ େଲାକମାେନ ତୁମ୍ଭମାନଙ୍କୁ କଷ୍ଟ ଦିଅନ୍ତି, ପରେମଶ୍ବର େସମାନଙ୍କୁ କଷ୍ଟ େଦେବ। 7 ଦୁଃଖ ପାଇଥିବା ତୁମ୍ଭ ସମସ୍ତଙ୍କୁ ପରେମଶ୍ବର ଶାନ୍ତି ପ୍ରଦାନ କରିେବ। େସ ଆମ୍ଭକୁ ମଧ୍ଯ ଶାନ୍ତି େଦେବ। େଯେତେବେଳ ପ୍ରଭୁ ଯୀଶୁ ନିଜର ଶକ୍ତିଶାଳୀ ସ୍ବର୍ଗଦୂତମାନଙ୍କ ସହିତ ସ୍ବର୍ଗରୁ ଆସିେବ, େସେତେବେଳ ପରେମଶ୍ବର ଆମ୍ଭର ଦୁଃଖ ଉପଶମ କରି େଦେବ। 8 େଯଉଁମାେନ ପରେମଶ୍ବରଙ୍କୁ ଜାଣନ୍ତି ନାହିଁ ଓ ଆମ୍ଭ ପ୍ରଭୁ ଯୀଶୁଙ୍କର ସୁସମାଚାରକୁ ମାନନ୍ତି ନାହିଁ, େସମାନଙ୍କୁ ଦଣ୍ଡ େଦବା ଲାଗି େସ ଜ୍ବଳନ୍ତ ଅଗ୍ନି ଶିଖା ସହିତ ଆସିେବ। 9 େସହି େଲାକମାେନ ଅନନ୍ତ ବିନାଶ ଦ୍ବାରା ଦଣ୍ଡିତ େହେବ। େସମାନଙ୍କୁ ପ୍ରଭୁଙ୍କ ସହିତ ରହିବାକୁ ଦିଆୟିବ ନାହିଁ। ପ୍ରଭୁଙ୍କର ମହାନଶକ୍ତିଠାରୁ େସମାନଙ୍କୁ ଦୂର େର ରଖାୟିବ। 10 ପ୍ରଭୁ ଯୀଶୁଙ୍କ ଆସିବା ଦିନର ଏହି ଘଟଣା ଘଟିବ। ନିଜ ପବିତ୍ର େଲାକଙ୍କ ଗହଣ େର ମହିମା ମଣ୍ଡିତ େହବା ପାଇଁ ଯୀଶୁ ଆସିେବ। େଯଉଁମାେନ ସମସ୍େତ ବିଶ୍ବାସ କରିଛନ୍ତି, େସମାେନ ଯୀଶୁଙ୍କୁ େଦଖି ବିସ୍ମିତ େହେବ। େଯ େହତୁ ତୁମ୍େଭମାେନ ଆମ୍େଭ କହିଥିବା କଥାଗୁଡ଼ିକୁ ବିଶ୍ବାସ କରିଛ, େସଥିପାଇଁ େସହି ବିଶ୍ବାସୀ ମଣ୍ଡଳୀ େର ତୁମ୍େଭମାେନ ମଧ୍ଯ ଥିବ। 11 େସଥିପାଇଁ ଆମ୍େଭ ତୁମ୍ଭମାନଙ୍କ ପାଇଁ ସର୍ବଦା ପ୍ରାର୍ଥନା କରୁଛୁ। ପରେମଶ୍ବର େଯପରି ତୁମ୍ଭମାନଙ୍କୁ ଆପଣା ଆହ୍ବାନର େଯାଗ୍ଯ େବାଲି ଭାବିବେ, େସଭଳି ଧାର୍ମିକ ଭାବେର ଜୀବନଯାପନ କରିବା ପାଇଁ ଓ ସାହାୟ୍ଯ କରିବା ପାଇଁ, ଆମ୍େଭ ଆମ୍ଭ ପରେମଶ୍ବରଙ୍କୁ ପ୍ରାର୍ଥନା କରୁଛୁ। ତୁମ୍ଭମାନଙ୍କଠା େର ଥିବା ଭଲ ବିଷୟ ତୁମ୍ଭକୁ ଭଲ କାମ ପରିବା ପାଇଁ ଇଚ୍ଛୁକ କରୁ। ତୁମ୍ଭମାନଙ୍କଠା େର ଥିବା ବିଶ୍ବାସ ଦ୍ବାରା ତୁମ୍େଭମାେନ କାମ କର। ଉକ୍ତ କାମଗୁଡ଼ିକ ତୁମ୍େଭ ଅଧିକରୁ ଅଧିକ କର େବାଲି ପରେମଶ୍ବର ନିଜ ଶକ୍ତି ଦ୍ବାରା ତୁମ୍ଭମାନଙ୍କୁ ସାହାୟ୍ଯ କରନ୍ତୁ େବାଲି ଆମ୍େଭ ପ୍ରାଥର୍ନା କରୁ। 12 ପ୍ରଭୁ ଯୀଶୁଙ୍କ ନାମ ତୁମ୍ଭମାନଙ୍କ ମାଧ୍ଯମ େର ମହିମାବାନ୍ େହଉ। ଏହା ଆମ୍େଭ ପ୍ରାର୍ଥନା କରୁ। ତୁମ୍େଭମାେନ ମଧ୍ଯ ତାହାଙ୍କଠା େର ମହିମାବାନ େହାଇପାରିବ। ଆମ୍ଭ ପରେମଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦୟାରୁ େସହି ମହିମା ପ୍ରାପ୍ତ ହୁଏ।

2:1 ଭାଇ ଓ ଭଉଣୀମାେନ ! ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆସିବା ବିଷୟ େର ଆମ୍ଭର କିଛି କହିବାକୁ ଅଛି। େଯେତେବେଳ ଆମ୍େଭ ସମସ୍େତ ମିଶି ତାହାଙ୍କୁ ଭେଟିବା, େସହି ସମୟ ବିଷୟ େର ଆମ୍େଭ ତୁମ୍ଭକୁ କହିବାକୁ ଚାହୁଁ। 2 ଯଦି ତୁମ୍େଭମାେନ ଶୁଣ େଯ, ପ୍ରଭୁଙ୍କର େସହି ଦିନଟି ଆସିଗଲାଣି, ତୁମ୍େଭମାେନ ଚିନ୍ତା େର ସହଜ େର ବିବ୍ରତ େହାଇ ଯାଅ ନାହିଁ କି ଭୟ କର ନାହିଁ। େକେତଜଣ ଏହାକୁ େକୗଣସି ଭବିଷ୍ଯତ୍ ବାଣୀ ବା େକୗଣସି ସମ୍ବାଦ େବାଲି କହି ପାରନ୍ତି, କିମ୍ବା େକେତକ େଲାକ ଏହାକୁ ଆମ୍ଭର ଏକ ଚିଠି େବାଲି କହି ପାରନ୍ତି ଓ ଦାବି କରିପାରନ୍ତି େଯ, ଆମ୍ଭମାନଙ୍କ ଦ୍ବାରା ଏହି ପତ୍ର ଲେଖାଯାଇଅଛି। 3 ଏପରି ଭାବେର, େକୗଣସି େଲାକକୁ େକୗଣସି ପ୍ରକା େର ତୁମ୍ଭମାନଙ୍କୁ ଠକିବାକୁ ଦିଅ ନାହିଁ। ପରେମଶ୍ବରଙ୍କ ବିରୁଦ୍ଧ େର ବିଦ୍େରାହ ସଂଘଟିତ ନ େହଲା ପର୍ୟ୍ଯନ୍ତ ପ୍ରଭୁଙ୍କର େସହି ଦିନଟି ଆସିବ ନାହିଁ। ମନ୍ଦ ବ୍ଯକ୍ତିର େଦଖା ନ େଦବା ପର୍ୟ୍ଯନ୍ତ େସହି ଦିନଟି ଆସିବ ନାହିଁ। େସହି ମନ୍ଦ ବ୍ଯକ୍ତି ନରକର ଅେଟ। 4 େସହି ମନ୍ଦ ବ୍ଯକ୍ତି, ପରେମଶ୍ବରଙ୍କ କିମ୍ବା ଏପରି କିଛି ଯାହା େଲାକଙ୍କ ଦ୍ବାରା ଉପାସିତ, ଏହିପରି ପ୍ରେତ୍ୟକକ ବିଷୟର ବିେରାଧୀ କେର। େସ ନିଜକୁ ପ୍ରେତ୍ୟକକଠାରୁ ଉଚ୍ଚ େବାଲି େଦଖାଏ, ଈଶ୍ବରଙ୍କ ନାମ େର ଖ୍ଯାତ ଓ ପୂଜା ପାଉଥିବା ସମସ୍ତଙ୍କର େସ ବି େରାଧ କେର। େସ େଲାକ ପରେମଶ୍ବରଙ୍କ ମନ୍ଦିରକୁ ଯାଇ, ସିଂହାସନ େର ବସି ନିଜକୁ ପରେମଶ୍ବର େବାଲି େଘାଷଣା କେର। 5 ମୁଁ ପୂର୍ବରୁ କହିଥିଲି େଯ ଏହି ଘଟଣାଗୁଡ଼ିକ ଘଟିବ। 6 ମେନ ଅଛି କି ? ଏେବ ମନ୍ଦବ୍ଯକ୍ତିକୁ କିଏ ଅଟକାଇ ରଖିଛି, ଏହା ତୁମ୍େଭମାେନ ଜାଣିଛ। େଯେତେବେଳ ଉଚିତ ସମୟ ଆସିବ, େସ ନିଜକୁ ପ୍ରକାଶ କରିବ େବାଲି ତାହାକୁ ବର୍ତ୍ତମାନ ଅଟକାଇ ରଖାଯାଇଛି। 7 ସଂସାର େର ଏେବ ମନ୍ଦ ବ୍ଯକ୍ତିର ଗୁପ୍ତ ଶକ୍ତି କାମ କରୁଛି। କିନ୍ତୁ ଜେଣ ମାତ୍ର ଅଛନ୍ତି ୟିଏ, ମନ୍ଦ ବ୍ଯକ୍ତିର ଗୁପ୍ତ ଶକ୍ତିକୁ ଅଟକାଉଛନ୍ତି। େସ ଦୃଶ୍ଯପଟରୁ ଦୂ େରଇ ନ ୟିବା ପର୍ୟ୍ଯନ୍ତ େସହି ଶକ୍ତିକୁ ପ୍ରତିରୋଧ କରୁଥିେବ, 8 ତା'ପେର ଯାଇ ମନ୍ଦ ବ୍ଯକ୍ତି ପ୍ରକାଶିତ େହବ। ପ୍ରଭୁଯୀଶୁ େସହି ମନ୍ଦ ବ୍ଯକ୍ତିକୁ, ତାହାଙ୍କର ମୁହଁରୁ ନିର୍ଗତ େହଉଥିବା ନିଶ୍ବାସ ଦ୍ବାରା ନଷ୍ଟ କରି େଦେବ। ପ୍ରଭୁ ଯୀଶୁ ନିଜର ମହିମାମୟ ଆଗମନ ଦ୍ବାରା ତାହାକୁ ବିନଷ୍ଟ କରି େଦେବ। ମନ୍ଦ ବ୍ଯକ୍ତି ଶୟତାନର ଶକ୍ତି େନଇ ଆସିବ। 9 ତା'ର ମହାନ ଶକ୍ତି ଥିବ ଓ େସ ଅସତ୍ଯ ଆଧାରିତ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ, ଚିହ୍ନ ଓ ଅଦ୍ଭୁତ କାର୍ୟ୍ଯମାନ ଘଟାଇବ। 10 େଯଉଁ େଲାକମାେନ ହଜିଯାଇଛନ୍ତି, େସମାନଙ୍କୁ ଠକିବାକୁ ଏହି ମନ୍ଦବ୍ଯକ୍ତି ପ୍ରେତ୍ୟକକ ପ୍ରକାରର ମନ୍ଦ ଫାନ୍ଦ ସୃଷ୍ଟି କରିବ। କାରଣ େସମାେନ ସତ୍ଯକୁ ଭଲ ପାଇବା ପାଇଁ ଅସ୍ବୀକାର କେଲ, ଯାହା ଦ୍ବାର େସମାେନ ଉଦ୍ଧାର ପାଇଥାନ୍ତେ। 11 ସତ୍ଯକୁ ଭଲ ପାଇବା ପାଇଁ େସମାେନ ମନା କରିବାରୁ, ପରେମଶ୍ବର ମଧ୍ଯ େସମାନଙ୍କ ପାଖକୁ ସତ୍ଯ ଠାରୁ ଦୂ େରଇ େନଇ ୟିବା ଭଳି ଏକ ଶକ୍ତିକୁ ପଠାନ୍ତି। ଅସତ୍ଯକୁ ବିଶ୍ବାସ କରିବା ଲାଗି ପରେମଶ୍ବର େସମାନଙ୍କ ପାଖକୁ େସହି ଶକ୍ତି ପଠାନ୍ତି। 12 ଅତଏବ େଯଉଁମାେନ ସତ୍ଯକୁ ବିଶ୍ବାସ କରୁ ନାହାଁନ୍ତି, େସମାେନ େଦାଷୀ େବାଲି ବିଚାରିତ େହେବ। େସମାେନ ସତ୍ଯକୁ ମାନି ନାହାଁନ୍ତି ଓ ମନ୍ଦ କର୍ମ କରିବା େର ଆନନ୍ଦ ପାଇଛନ୍ତି। 13 ଭାଇ ଓ ଭଉଣୀମାେନ ! ପ୍ରଭୁ ତୁମ୍ଭମାନଙ୍କୁ ପ୍ େରମ କରନ୍ତି। େସ ତୁମ୍ଭମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଥମରୁ ବାଛିଛନ୍ତି। ଅତଏବ ଆମ୍େଭ ତୁମ୍ଭମାନଙ୍କ ପାଇଁ ସର୍ବଦା ପରେମଶ୍ବରଙ୍କୁ ଧନ୍ଯବାଦ େଦବା ଉଚିତ। ଆତ୍ମା ତୁମ୍ଭକୁ ପବିତ୍ର କରିବା େଯାଗୁଁ ଓ ସତ୍ଯ େର ତୁମ୍ଭମାନଙ୍କର ବିଶ୍ବାସ ଥିବା େଯାଗୁଁ ତୁମ୍େଭମାେନ ଉଦ୍ଧାର ପାଇଛ। 14 ପରେମଶ୍ବର େସହି ମୁକ୍ତି େଦବା ଲାଗି ତୁମ୍ଭମାନଙ୍କୁ ଡାକିେଲ। ଆମ୍ଭ ଦ୍ବାରା ପ୍ରଚାରିତ ସୁସମାଚାର ମାଧ୍ଯମ େର େସ ତୁମ୍ଭମାନଙ୍କୁ ଡାକିେଲ। ଆମ୍ଭମାନଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମହିମା େର ଅଂଶ ଗ୍ରହଣ କରିବା ପାଇଁ େସ ତୁମ୍ଭମାନଙ୍କୁ ଡାକିେଲ। 15 ଅତଏବ, ଭାଇ ଓ ଭଉଣୀମାେନ ଦୃଢ଼ ଭାବେର ଠିଆ ହୁଅ ଓ ଆମ୍ଭ ଦ୍ବାରା ଦିଆ ଯାଇଥିବା ଶିକ୍ଷାଗୁଡ଼ିକୁ ଅବିରତ ବିଶ୍ବାସ କର। ଆମ୍େଭ ଏହି ଶିକ୍ଷାଗୁଡ଼ିକୁ କହି ଓ ଚିଠି ମାଧ୍ଯମ େର ଲେଖି, ତୁମ୍ଭମାନଙ୍କୁ ଶିଖାଇଛୁ। 16 ତୁମ୍ଭମାନଙ୍କ ପାଇଁ ପ୍ରେତ୍ୟକକ ଉତ୍ତମ କାର୍ୟ୍ଯ କରିବାକୁ ଓ ପ୍ରେତ୍ୟକକ ଉତ୍ତମ କଥା କହିବା ପାଇଁ ସକ୍ଷମ େହବ। େସଥିପାଇଁ ଆମ୍ଭର ପ୍ରଭୁ ଯୀଶୁଖ୍ରୀଷ୍ଟ ନିେଜ ଓ ଆମ୍ଭର ପରମପିତା ଓ ପରେମଶ୍ବର ତୁମ୍ଭମାନଙ୍କୁ ଉତ୍ସାହ ଓ ଶକ୍ତି ପ୍ରଦାନ କରନ୍ତୁ ଓ ସାନ୍ତ୍ବନା ଦିଅନ୍ତୁ, େବାଲି ଆମ୍େଭ ପ୍ରାର୍ଥନା କରୁଛୁ। ପରେମଶ୍ବର ଆମ୍ଭକୁ ପ୍ େରମ କରନ୍ତି। ନିଜ ଅନୁଗ୍ରହ ମାଧ୍ଯମ େର େସ ଆମ୍ଭକୁ ଅନନ୍ତକାଳସ୍ଥାଯୀ ଉତ୍ସାହ ଓ ଉତ୍ତମ ଭରସା େଦଇଛନ୍ତି। 17

3:1 ଭାଇ ଓ ଭଉଣୀମାେନ ! ଏେବ ଆମ୍ଭ ପାଇଁ ପ୍ରାର୍ଥନା କର। ପ୍ରାର୍ଥନା କର, େଯ ପ୍ରଭୁଙ୍କ ଶିକ୍ଷାଗୁଡ଼ିକ ଶୀଘ୍ର ପ୍ରସାରିତ େହବ। ପ୍ରାର୍ଥନା କର, ତୁମ୍େଭମାେନ େଯଉଁଭଳି େସହି ଶିକ୍ଷାକୁ ସମ୍ମାନ ଦେଲ, ଠିକ୍ େସହିଭଳି େଲାେକ େସହି ଶିକ୍ଷାକୁ ସମ୍ମାନ େଦେବ। 2 ଆହୁରି ମଧ୍ଯ ପ୍ରାର୍ଥନା କର, େଯ ଆମ୍େଭ ଭ୍ରଷ୍ଟ ଓ ମନ୍ଦ େଲାକମାନଙ୍କଠାରୁ େଯପରି ସୁରକ୍ଷିତ ରହୁ। (କାରଣ ସମସ୍ତଙ୍କର ତ ପ୍ରଭୁଙ୍କଠା େର ବିଶ୍ବାସ ନ ଥାଏ।) 3 ପରେମଶ୍ବର େହଉଛନ୍ତି ବିଶ୍ବସନୀୟ। େସ ତୁମ୍ଭମାନଙ୍କୁ ଶକ୍ତି ପ୍ରଦାନ କରିେବ ଓ େସହି ଦୁଷ୍ଟାତ୍ମାଠାରୁ ରକ୍ଷା କରିେବ। 4 ତୁମ୍ଭମାନଙ୍କୁ କୁହାୟାଇଥିବା କାମସବୁ ତୁମ୍େଭମାେନ କରୁଛ େବାଲି ପରେମଶ୍ବର ଆମ୍ଭକୁ ନିଶ୍ଚିତ ଭାେବ ଉପଲବଧି କରାଇଛନ୍ତି। ଆମ୍େଭ ଜାଣିଛୁ େଯ, ତୁମ୍େଭମାେନ ଏହି କାମ ସବୁ କରି ଚାଲିଥିବ। 5 ଖ୍ରୀଷ୍ଟଙ୍କର ର୍ଧୈୟ୍ଯ ଓ ପରେମଶ୍ବରଙ୍କ ପ୍ େରମ ପଥେର ତୁମ୍ଭମାନଙ୍କ ହୃଦୟ ଅଗ୍ରସର େହବା ନିମନ୍େତ େସ ତୁମ୍ଭମାନଙ୍କୁ ପରିଚାଳିତ କରିେବ େବାଲି ଆମ୍େଭ ପ୍ରାର୍ଥନା କରୁଛୁ। 6 ଭାଇ ଓ ଭଉଣୀମାେନ ! ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରୁ ମିଳିଥିବା ଅଧିକାର ବଳ େର, କାମ କରିବାକୁ ମନା କରୁଥିବା ବିଶ୍ବାସୀ ଭାଇମାନଙ୍କଠାରୁ ଦୂର େର ରହିବା ପାଇଁ ଆମ୍େଭ ତୁମ୍ଭମାନଙ୍କୁ ଆେଦଶ ଦେଉଛୁ। େକୗଣସି କାମ କରିବା ପାଇଁ ଚାହୁଁ ନ ଥିବା େଲାକମାେନ ଆମ୍ଭଠାରୁ ଗ୍ରହଣ କରିଥିବା ଶିକ୍ଷାଗୁଡ଼ିକୁ ମାନୁ ନାହାଁନ୍ତି। 7 ତୁମ୍େଭମାେନ ଜାଣିଛ େଯ, ଆମ୍ଭ ପରି ତୁମ୍େଭମାେନ ରହିବା ଉଚିତ। ତୁମ୍ଭମାନଙ୍କ ସହିତ ଥିଲା େବେଳ ଆମ୍େଭ େକେବ େହେଲ କାମ କରିବା ପାଇଁ ମନା କରି ନ ଥିଲୁ। 8 ମୂଲ୍ଯ ନ େଦଇ ଆମ୍େଭ କାହାରି ଘ େର ଭୋଜନ ଗ୍ରହଣ କରି ନାହୁଁ। ଆମ୍େଭମାେନ କାହାରି ଉପେର ଭାର ସ୍ବରୂପ ନ େହବୁ େବାଲି ସର୍ବଦା କର୍ମରତ ରହୁଥିଲୁ। 9 ଆମ୍େଭ ଦିନ ରାତି କାମ କରୁଥିଲୁ। ତୁମ୍ଭମାନଙ୍କୁ ସାହାୟ୍ଯ ମାଗିବା ନିମନ୍େତ ଆମ୍ଭର ଅଧିକାର ଥିଲା। କିନ୍ତୁ ଆମ୍େଭ ନିଜର ଯତ୍ନ ନିେଜ ନେବା ପାଇଁ କାମ କରୁଥିଲୁ। ତୁମ୍ଭମାନଙ୍କ ସମ୍ମୁଖ େର େଗାଟିଏ ଆଦର୍ଶ ପ୍ରସ୍ତୁତ କରିବା ଉଦ୍ଦେଶ୍ଯ େର ଆମ୍େଭ ଏପରି କରିଥିଲୁ। 10 ତୁମ୍ଭମାନଙ୍କ ସହିତ ଥିଲା େବେଳ ଆମ୍େଭ ତୁମ୍ଭମାନଙ୍କୁ େଗାଟିଏ ନିୟମ ଶିଖାଇଥିଲୁ : "ଯଦି ଜେଣ କାମ ନ କରିବ, ତା' େହେଲ େସ ଖାଇବ ନାହିଁ।" 11 ତୁମ୍ଭମାନଙ୍କ ଦଳ େର େକେତ ଜଣ କାମ କରିବା ପାଇଁ ମନା କରୁଛନ୍ତି େବାଲି ଆମ୍େଭ ଶୁଣିଲୁ। େସମାେନ କିଛି କରୁ ନାହାଁନ୍ତି। େସମାେନ ଅନ୍ୟମାନଙ୍କ ଜୀବନ େର ହସ୍ତକ୍ଷେପ କରିବା େର ସମୟ ଅତିବାହିତ କରନ୍ତି। 12 ଆମ୍େଭ େସମାନଙ୍କୁ ଆେଦଶ ଦେଉଛୁ େଯ, େସମାେନ ଅନ୍ୟମାନଙ୍କ ବିଷୟ େର ଚିନ୍ତା କରିବା ଛାଡ଼ି ଦିଅନ୍ତୁ। େସମାେନ କର୍ମ କରି ନିଜର ଖାଦ୍ୟ ପାଇଁ ଉପାର୍ଜନ କରନ୍ତୁ। ଏଭଳି େଲାକମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମ େର ଆମ୍େଭ ଅନୁ େରାଧ କରୁଛୁ େଯ, େସମାେନ ଏପରି କରନ୍ତୁ। 13 ଭାଇ ଓ ଭଉଣୀମାେନ ! ଭଲ କାମ କରିବା ପାଇଁ େକେବ େହେଲ କ୍ଲାନ୍ତ ହୁଅ ନାହିଁ। 14 ଆମ୍େଭ ଏହି ପତ୍ର େର ତୁମ୍ଭମାନଙ୍କୁ ଯାହା କହିଛୁ, ଯଦି େକୗଣସି େଲାକ ତାହା ପାଳନ କେର ନାହିଁ, ତା' େହେଲ େସହି େଲାକଠାରୁ ସତର୍କ ରୁହ। ତା'ସହିତ ସମ୍ପର୍କ ରଖ ନାହିଁ। ତାହାେହେଲ େସ ଲଜ୍ଜିତ େହବ। 15 କିନ୍ତୁ ତାକୁ ଶତୃ ଭଳି ବ୍ଯବହାର ନ କରି, ଭାଇ ଭଳି ଚେତେଇ ଦିଅ। 16 ଆମ୍େଭ ପ୍ରାର୍ଥନା କରୁ େଯ, ଶାନ୍ତିର ପ୍ରଭୁ ତୁମ୍ଭମାନଙ୍କୁ ଶାନ୍ତି ପ୍ରଦାନ କରନ୍ତୁ। ଆମ୍େଭ ପ୍ରାର୍ଥନା କରୁ େଯ, େସ ତୁମ୍ଭମାନଙ୍କୁ ସବୁେବେଳ ଓ ପ୍ରେତ୍ୟକକ କ୍ଷେତ୍ର େର ଶାନ୍ତି ପ୍ରଦାନ କରନ୍ତୁ। ପ୍ରଭୁ ତୁମ୍ଭମାନଙ୍କ ସମସ୍ତଙ୍କ ସହିତ ଥାଆନ୍ତୁ। 17 ମୁଁ (ପାଉଲ), େସ ନିଜ ହାତ େର ଲେଖିଥିବା ଏହି ପତ୍ର େମା ଦସ୍ତଖତ କରି ସମାପ୍ତ କରୁଛି। ପତ୍ରଗୁଡ଼ିକ େମାର େବାଲି ଜଣାଇ େଦବା ପାଇଁ ମୁଁ େମାର ସମସ୍ତ ପତ୍ର େର ଦସ୍ତଖତ କରିଛି। େମା ଲେଖିବାର ଢ଼ଙ୍ଗ ଏହିପରି। 18 ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହିତ ରହିଥାଉ।