2 Timothy

1:1 ଖ୍ରୀଷ୍ଟଯୀଶୁଙ୍କ ଜେଣ ପ୍ େରରିତ, ପାଉଲଙ୍କଠାରୁ ନମସ୍କାର। ପରେମଶ୍ବରଙ୍କ ଇଚ୍ଛାନୁଯାଯୀ ମୁଁ ପ୍ େରରିତ େହାଇଛି। ଖ୍ରୀଷ୍ଟଯୀଶୁଙ୍କଠା େର ଥିବା ଜୀବନର ପ୍ରତିଜ୍ଞା ବିଷୟ େର େଲାକମାନଙ୍କୁ କହିବା ପାଇଁ ପରେମଶ୍ବର େମାେତ ପଠାଇେଲ। 2 ଏହି ପତ୍ର ତୀମଥିଙ୍କ ପାଇଁ। ତୁମ୍େଭ େମା ପାଇଁ େମା ପ୍ରିୟ ପୁତ୍ର ଭଳି। ପରମପିତା ପରେମଶ୍ବରଙ୍କଠାରୁ ଓ ଆମ୍ଭ ପ୍ରଭୁ ଖ୍ରୀଷ୍ଟଯୀଶୁଙ୍କଠାରୁ ତୁମ୍ଭକୁ ଅନୁଗ୍ରହ, ଦୟା ଓ ଶାନ୍ତି ମିଳୁ। 3 ମୁଁ ସବୁେବେଳ ଦିନରାତି େମା ପ୍ରାର୍ଥନା େର ତୁମ୍ଭକୁ ମେନପକାଉଛି। େସହି ପ୍ରାର୍ଥନା େର ମୁଁ ତୁମ୍ଭ ପାଇଁ ପରେମଶ୍ବରଙ୍କୁ ଧନ୍ଯବାଦ ଜଣାଉଛି। େମାର ପୂର୍ବଜମାେନ େସହି ପରେମଶ୍ବରଙ୍କୁ େସବା କରିଥିେଲ। ମୁଁ ଯାହା ଠିକ୍ େବାଲି ଜାେଣ ତାହା କରି ସର୍ବଦା ତାହାଙ୍କର େସବା କରିଛି। 4 ତୁମ୍େଭ େମା ପାଇଁ କାନ୍ଦିଛ େବାଲି ମୁଁ ମେନ ରଖିଛି। ମୁଁ ତୁମ୍ଭକୁ େଦଖି ଆନନ୍ଦ ପାଇବା ପାଇଁ ଅତି ଇଚ୍ଛୁକ। ତୁମ୍ଭର ଦୃଢ଼ ବିଶ୍ବାସ ମୁଁ ମେନପକାଏ। 5 ପ୍ରଥମ େର େସହି ବିଶ୍ବାସ ତୁମ୍ଭର ମାତାମହୀ ଲୋଯି ଓ ମାତା ଇଉନୀକୀଙ୍କଠା େର ଥିଲା। 6 ମୁଁ ଜାେଣ େଯ ତୁମ୍ଭଠା େର େସହି ସମାନ ବିଶ୍ବାସ ଅଛି। େସଥିପାଇଁ ମୁଁ କୁ େହ େଯ ପରେମଶ୍ବର ତୁମ୍ଭକୁ େଦଇଥିବା ଅନୁଗ୍ରହ ଦାନକୁ ମେନ ପକାଅ। େଯେତେବେଳ ମୁଁ େମାର ହାତଦ୍ବୟ ତୁମ୍ଭ ଉପେର ରଖିଲି, େସେତେବେଳ ପରେମଶ୍ବର େସହି ଅନୁଗ୍ରହଦାନ ତୁମ୍ଭକୁ େଦଇଥିେଲ। ମୁଁ ଚା େହଁ େଯ ତୁମ୍େଭ େସହି ଅନୁଗ୍ରହ ଦାନକୁ ବ୍ଯବହାର କର ଓ ତାହା ଅଧିକରୁ ଅଧିକ ବୃଦ୍ଧି ପାଉ େଯପରି ସାନ ଅଗ୍ନି ଶିଖା ଏକ ଜ୍ବାଳା େର ପରିବର୍ତ୍ତିତ ହୁଏ। 7 ପରେମଶ୍ବର ଆମ୍ଭକୁ ଭୟର ଆତ୍ମା େଦଇ ନାହାଁନ୍ତି। େସ ଆମ୍ଭକୁ ଶକ୍ତି, ପ୍ େରମ ଓ ଆତ୍ମସଂୟମର ଆତ୍ମା ପ୍ରଦାନ କରିଛନ୍ତି। 8 ଅତଏବ େଲାକମାନଙ୍କୁ ଆମ୍ଭ ପ୍ରଭୁ ଯୀଶୁଙ୍କ ବିଷୟ େର କହିବା ପାଇଁ ଲଜ୍ଜାବୋଧ କର ନାହିଁ। ମୁଁ ପ୍ରଭୁଙ୍କ ପାଇଁ ବନ୍ଦୀ େହାଇ ରହିଛି େମା ପାଇଁ ମଧ୍ଯ ଲଜ୍ଜା େବାଧ କେର ନାହିଁ। କିନ୍ତୁ େମା ସହିତ ସୁସମାଚାର ପାଇଁ କଷ୍ଟ ସହ୍ଯ କର। ତାହା କରିବା ପାଇଁ ପରେମଶ୍ବର ଆମ୍ଭକୁ ଶକ୍ତି ଦିଅନ୍ତି। 9 ପରେମଶ୍ବର ଆମ୍ଭକୁ ଉଦ୍ଧାର କରି ନିଜର ପବିତ୍ର େଲାକ କରିଛନ୍ତି। ଆମ୍ଭମାନଙ୍କର ନିଜ ବଳ େର ତାହା େହାଇ ନାହିଁ। ବରଂ ପରେମଶ୍ବର ନିେଜ ଇଚ୍ଛାକରି ଓ ନିଜର ଅନୁଗ୍ରହ ଦ୍ବାରା ଆମ୍ଭମାନଙ୍କୁ ଉଦ୍ଧାର କରିଛନ୍ତି ଓ ନିଜ େଲାକ କରିଛନ୍ତି। େସହି ଅନୁଗ୍ରହ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ଯମ େର ଆମ୍ଭକୁ ଅନାଦି କାଳରୁ ମିଳିଛି। 10 େସହି ଅନୁଗ୍ରହ ବର୍ତ୍ତମାନ ସମୟ ପର୍ୟ୍ଯନ୍ତ ଆମ୍ଭକୁ େଦଖାଯାଉ ନ ଥିଲା। ଆମ୍ଭର ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କ ଆସିବା ପେର ତାହା ଆମ୍ଭଠା େର ପ୍ରକାଶିତ େହଲା। ଖ୍ରୀଷ୍ଟ ଯୀଶୁ ମୃତ୍ଯୁକୁ ନଷ୍ଟ କେଲ ଓ ଆମ୍ଭକୁ ଜୀବନ ପାଇବାର ପଥ େଦଖାଇେଲ। ସୁସମାଚାର ମାଧ୍ଯମ େର େସ ଆମ୍ଭକୁ ଅନନ୍ତ ଜୀବନ ପାଇବା ପାଇଁ ମାର୍ଗ େଦଖାଇେଲ। 11 େସହି ସୁସମାଚାର କହିବା ପାଇଁ ମୁଁ ମେନାନୀତ େହଲି। ମୁଁ ସୁସମାଚାର ପାଇଁ ପ୍ରଚାରକ, ପ୍ େରରିତ ଓ ଶିକ୍ଷକ ଭାେବ ମେନାନୀତ େହଲି। 12 େସହି ସୁସମାଚାର କହିଥିବାରୁ ଏେବ ମୁଁ କଷ୍ଟ ପାଉଛି। କିନ୍ତୁ ମୁଁ ଲଜ୍ଜିତ ନୁେହଁ। ମୁଁ ଯାହାଙ୍କୁ ବିଶ୍ବାସ କରିଛି, ତାହାଙ୍କୁ ମୁଁ ଜାେଣ। େମାର ପୂର୍ଣ୍ଣ ଆଶା ଅଛି େଯ, େସ େସହି ବିଷୟଗୁଡ଼ିକ େସହିଦିନ296 ପର୍ୟ୍ଯନ୍ତ ରକ୍ଷା କରିେବ, େଯଉଁଗୁଡ଼ିକର ଦାଯିତ୍ବ େସ େମା ଉପେର ନ୍ଯସ୍ତ କରିଥିେଲ। 13 େମାଠାରୁ ଶୁଣିଥିବା ସତ୍ ଶିକ୍ଷାଗୁଡ଼ିକୁ ପାଳନ କର। େସହି ଶିକ୍ଷାଗୁଡ଼ିକ ଖ୍ରୀଷ୍ଟ ଯୀଶୁଙ୍କଠା େର ଥିବା ଆମ୍ଭର ବିଶ୍ବାସ ଓ ପ୍ େରମ। େସହି ଉପେଦଶଗୁଡ଼ିକ ଉଦାହରଣ ସ୍ବରୂପ ଅେଟ ଓ ତାହା ଦର୍ଶାଏ େଯ, ତୁମ୍େଭ କିପରି ଉପେଦଶ େଦବା ଉଚିତ। 14 ତୁମ୍ଭକୁ େଯଉଁ ସତ୍ଯ ପ୍ରଦାନ କରାଯାଇଛି, ତାହାକୁ ରକ୍ଷା କର। ପବିତ୍ର ଆତ୍ମାର ସାହାୟ୍ଯ େର େସଗୁଡ଼ିକୁ ରକ୍ଷା କର। େସହି ପବିତ୍ର ଆତ୍ମା ଆମ୍ଭ ଭିତ େର ରହନ୍ତି। 15 ତୁମ୍େଭ ଜାଣ େଯ ଏସିଆ 297 ପ୍ରେଦଶର ପ୍ରେତ୍ୟକକ େଲାକ େମାେତ ପରିତ୍ଯାଗ କରିଛନ୍ତି। ଏପରିକି ଫୁଗେଇ ଓ ହର୍ମଗେନା ମଧ୍ଯ େମାେତ ଛାଡ଼ିଗେଲ। ମୁଁ ପ୍ରାର୍ଥନା କେର େଯ, ଅନୀସିଫରଙ୍କ ପରିବାରକୁ ପ୍ରଭୁ ଦୟା େଦଖାନ୍ତୁ। ଅନୀସିଫର େମାେତ ଅନେକ ଥର ସାହାୟ୍ଯ କରିଛନ୍ତି। 16 ମୁଁ ଜେଲ େର ରହିବା ଦ୍ବାରା େସ ଲଜ୍ଜିତ େହାଇ ନାହାଁନ୍ତି। 17 େସ େରାମକୁ େଯେତେବେଳ ଆସିେଲ, େମାେତ ପାଇବା ପର୍ୟ୍ଯନ୍ତ େସ ଅତି ଯତ୍ନ ସହକା େର େମାେତ େଖାଜି ଥିେଲ। 18 ମୁଁ ପ୍ରଭୁଙ୍କଠା େର ପ୍ରାର୍ଥନା କେର େଯ େସ େସହି ମହାଦିନ େର ଅନୀସିଫରକୁ ଦୟା ଦାନ କରନ୍ତୁ। ଅନ୍ୟ ସମସ୍ତଙ୍କ ଅପେକ୍ଷା ତୁମ୍େଭ ଭଲ ଭାବେର ଜାଣ େଯ ଏଫିସଠା େର ଅନେକ ପ୍ରକାର େର େସ େମାେତ ସାହାୟ୍ଯ କରିଛନ୍ତି।

2:1 ତୀମଥି, ତୁମ୍େଭ େମାର ଜେଣ ପୁତ୍ର ଭଳି। ଖ୍ରୀଷ୍ଟ ଯୀଶୁଙ୍କଠା େର ଆମ୍ଭକୁ ମିଳିଥିବା ଅନୁଗ୍ରହ େର ଶକ୍ତିଶାଳୀ ହୁଅ। 2 ମୁଁ ଶିକ୍ଷା େଦଇଥିବା କଥାସବୁ ତୁମ୍େଭ ଶୁଣିଛ। ଅନେକ ଅନ୍ୟ େଲାକ ମଧ୍ଯ େସହି କଥା ଶୁଣିଛନ୍ତି। ତୁମ୍େଭ େସହି ବିଷୟଗୁଡ଼ିକ ଶିକ୍ଷାେଦବା ଉଚିତ। େଯଉଁ େକେତକଙ୍କୁ ତୁମ୍େଭ ବିଶ୍ବାସ କରିପାରିବ, େସମାନଙ୍କୁ େସହି ଉପେଦଶଗୁଡ଼ିକ ଦିଅ। ତା' େହେଲ େସମାେନ ଅନ୍ଯେଲାକମାନଙ୍କୁ େସହି ଉପେଦଶଗୁଡ଼ିକ େଦଇପାରିେବ। 3 ଆମ୍ଭ ସମସ୍ତଙ୍କ କଷ୍ଟ େର ଭାଗୀ ହୁଅ। ଖ୍ରୀଷ୍ଟଯୀଶୁଙ୍କ ଜେଣ ଅନୁଗତ ଓ ପ୍ରକୃତ ସୈନିକ ଭାବେର େସହି କଷ୍ଟଗୁଡ଼ିକ ସହିଯାଅ। 4 ଜେଣ ସୈନିକ ତାର ନାୟକକୁ ଖୁସି କରିବାକୁ େଚଷ୍ଟା କେର। ଅତଏବ ଦୈନିକ ଜୀବନର ଘଟଣା େର େସ ନିଜର ସମୟ ଅତିବାହିତ କେର ନାହିଁ। 5 ଜେଣ ଖେଳାଳୀ ପୁରସ୍କାର ଜିଣିବା ପାଇଁ ଦୌଡ଼ର ସମସ୍ତ ନିୟମପାଳନ କରିବା ଦରକାର। 6 ଜେଣ ଚାଷୀ ନିଜର କଠିନ ପରିଶ୍ରମ କରି େଯଉଁ ଶସ୍ଯ ଉତ୍ପାଦନ କରିଛି, େସ ପ୍ରଥମ େର େସହି ଉତ୍ପାଦନରୁ ଖାଦ୍ୟ ପାଇବା ଉଚିତ। 7 ମୁଁ େଯଉଁ କଥା କହୁଛି, ତାହା ବିଷୟ େର ଚିନ୍ତା କର। ପ୍ରଭୁ ତୁମ୍ଭକୁ ଏହି ସମସ୍ତ କଥାଗୁଡ଼ିକ ବୁଝିବା ପାଇଁ ଶକ୍ତି େଦେବ। 8 ଯୀଶୁଖ୍ରୀଷ୍ଟଙ୍କୁ ମେନ ପକାଅ। େସ ଦାଉଦ298 ଙ୍କ ପରିବାରର ଅଟନ୍ତି। ଯୀଶୁ ମୃତ୍ଯୁପେର ପୁନଃ ଜୀବିତ େହାଇଉଠିେଲ। 9 ଏହି ସୁସମାଚାର ମୁଁ େଲାକଙ୍କୁ ଶୁଣାଏ। େସହି ସୁସମାଚାର କହିଥିବାରୁ ମୁଁ ଯାତନା େଭାଗ କରୁଛି। ଏପରିକି ଜେଣ ଅପରାଧୀ ଭଳି ମୁଁ ଶିକୁଳି େର ବନ୍ଧା ମଧ୍ଯ େହାଇଛି। 10 ଅତଏବ ମୁଁ ର୍ଧୈୟ୍ଯପୂର୍ବକ ଉକ୍ତ କଷ୍ଟଗୁଡ଼ିକୁ ସହି ନେଉଛି। ପରେମଶ୍ବର େଯେତ େଲାକଙ୍କୁ ବାଛିଛନ୍ତି, େସମାନଙ୍କୁ ସାହାୟ୍ଯ କରିବା ପାଇଁ ମୁଁ ଏପରି କରୁଛି। ମୁଁ ଏଗୁଡ଼ିକ ସହି ନେବାର କାରଣ େଯ, େସହି େଲାକମାେନ ଖ୍ରୀଷ୍ଟ ଯୀଶୁଙ୍କଠା େର ଥିବା ପରିତ୍ରାଣ ପାଇ ପାରିେବ। େସହି ପରିତ୍ରାଣ େଗାଟିଏ ଅସୀମ ମହିମା ସହିତ ଆ େସ। 11 ଏହି ଶିକ୍ଷା ସତ୍ଯ ଅେଟ : ଯଦି ଆମ୍େଭ ତାହାଙ୍କ ସହିତ ମରୁ, ତା' େହେଲ ଆେମ ତାହାଙ୍କ ସହିତ ବଞ୍ଚିବା। 12 ଯଦି ଆମ୍େଭ ଯାତନା ସହିବା, ତା' େହେଲ ଆମ୍େଭ ତାଙ୍କ ସହିତ ଶାସନ କରିବା। ଯଦି ଆମ୍େଭ ତାଙ୍କୁ ଗ୍ରହଣ କରିବା ପାଇଁ ମନା କରିବା, ତା' େହେଲ େସ ଆମ୍ଭକୁ ଗ୍ରହଣ କରିବା ପାଇଁ ମନା କରିେବ। 13 ଯଦି ଆମ୍େଭ ବିଶ୍ବସ୍ତ ନ େହଉ, ତଥାପି େସ ବିଶ୍ବସ୍ତ େହାଇ ରହିେବ। କାରଣ େସ ନିଜ ପାଇଁ ଅସତ୍ େହାଇପାରିେବ ନାହିଁ। 14 ଉକ୍ତ କଥାଗୁଡ଼ିକୁ େଲାକମାନଙ୍କୁ ସର୍ବଦା କୁହ। ପରେମଶ୍ବରଙ୍କ ଆଗ େର ସତର୍କ କରିଦିଅ େଯ, େସମାେନ ଅଯଥା ବାଦାନୁବାଦ କରନ୍ତୁ ନାହିଁ। ୟୁକ୍ତିତର୍କ କରିବା ଦ୍ବାରା କାହାରିକୁ ଲାଭ ହୁଏ ନାହିଁ। େଯଉଁମାେନ ଏହା ଶୁଣନ୍ତି, େସମାନଙ୍କୁ ତାହା ନଷ୍ଟ କରିଦିଏ। 15 ପରେମଶ୍ବରଙ୍କ ସୁଗ୍ରାହ୍ଯ ବ୍ଯକ୍ତି େହବା ଲାଗି ଯଥାସାଧ୍ଯ େଚଷ୍ଟା କର। ନିଜକୁ ତାହାଙ୍କଠା େର ସମର୍ପଣ କର। ତାହାଙ୍କ କାମ ପାଇଁ େକୗଣସି ପ୍ରକାର ଲଜ୍ଜାବୋଧ ନ କରି ଏପରି େସବକ ହୁଅ ୟିଏ ସତ୍ ଶିକ୍ଷା ଠିକ୍ ଭାବେର କାମ େର ଲଗାଉଛି। 16 ପରେମଶ୍ବରଙ୍କଠାରୁ ଆସି ନ ଥିବା ନିରର୍ଥକ କଥାଗୁଡ଼ିକ କହୁଥିବା େଲାକଙ୍କଠାରୁ ଦୂର େର ରୁହ। େସଭଳି କଥା ପରେମଶ୍ବରଙ୍କଠାରୁ ଅଧିକରୁ ଅଧିକ ଦୂ େରଇ ନେବ। 17 ଶରୀର ଭିତ େର େରାଗ ବ୍ଯାପିଲା ଭଳି େସମାନଙ୍କର ମନ୍ଦ ଶିକ୍ଷା ବ୍ଯାପି ୟିବ। ହୁମନାୟ ଓ ଫିଲୀତ େହଉଛନ୍ତି େସହିଭଳି େଲାକ। 18 େସମାେନ ସତ୍ ଶିକ୍ଷା ତ୍ଯାଗ କରିଛନ୍ତି। େସମାେନ କୁହନ୍ତି େଯ ମୃତ୍ଯୁରୁ ସମସ୍ତଙ୍କ ଉଠି ଆସିବା ଘଟଣା ଘଟିସାରିଛି। େସହି ଦୁଇଜଣ େଲାକ କିଛି େଲାକଙ୍କର ବିଶ୍ବାସ ନଷ୍ଟ କରୁଛନ୍ତି। କିନ୍ତୁ ପରେମଶ୍ବରଙ୍କ ଦୃଢ଼ ମୂଳଦୁଆ େସହିଭଳି ରହିଛି। 19 େସହି ବାକ୍ଯଗୁଡ଼ିକ େସହି ମୂଳଦୁଆ ଉପେର ଲେଖା େହାଇଛି : " େଯଉଁମାେନ ପ୍ରଭୁଙ୍କର େଲାକ, େସମାନଙ୍କୁ ପ୍ରଭୁ ଜାଣନ୍ତି।" ନିମ୍ନ ଲିଖିତ ଶଦ୍ଦଗୁଡିକ ମଧ୍ଯ ମୂଳ ଦୁଆ ଉପେର ଲେଖାଯାଇଛି: " େଯଉଁ େଲାକ ଦାବୀ କେର େଯ େସ ପ୍ରଭୁଙ୍କୁ ବିଶ୍ବାସ କେର, େସ ମନ୍ଦ କାମ ନ କରୁ।" 20 େଗାଟିଏ ବଡ଼ ଘ େର ସୁନା ଓ ରୂପାଜିନିଷ ସହିତ ମାଟି ଓ କାଠର ଜିନିଷ ମଧ୍ଯ ଥାଏ। େକେତକ ଜିନିଷ ବିଶେଷ ଉଦ୍ଦେଶ୍ଯ ପାଇଁ ବ୍ଯବହାର ହୁଏ। େକେତକ ଜିନିଷ ନୀଚ କାର୍ୟ୍ଯ ପାଇଁ ବ୍ଯବହାର ହୁଏ। 21 ଯଦି ଜେଣ ନିଜକୁ ସମସ୍ତ ମନ୍ଦ ଜିନିଷରୁ ଅଲଗା କରି ପରିଷ୍କାର ହୁଏ, ତା େହେଲ େସ ମୂଲ୍ଯବାନ କାମ ପାଇଁ ବିଶେଷ ଉପେଯାଗୀ େହବ। େସ େଲାକ ପବିତ୍ର େହବ। ମୁନିବ ତାହାକୁ ବ୍ଯବହାର କରିପାରିେବ। େସ େଯେକୗଣସି ଭଲ କାମ ପାଇଁ ପ୍ରସ୍ତୁତ ରହିବ। 22 ୟୁବକମାେନ େଯଉଁ ସବୁ ମନ୍ଦ କାମ କରିବାକୁ ଇଚ୍ଛା କରନ୍ତି, େସଗୁଡ଼ିକରୁ ଦୂର େର ରୁହ। ଧାର୍ମିକ ଭାବେର ବଞ୍ଚିବା ପାଇଁ କଠିନ ପରିଶ୍ରମ କର। ବିଶ୍ବାସ, ପ୍ େରମ ଓ ଶାନ୍ତି ପାଇବା ପାଇଁ େଚଷ୍ଟା କର। େଯଉଁ େଲାକମାେନ ପ୍ରଭୁଙ୍କୁ ବିଶ୍ବାସ କରନ୍ତି ଓ େଯଉଁମାନଙ୍କର ଶୁଦ୍ଧ ହୃଦୟ, େସମାନଙ୍କ ସହିତ ମିଶି ଉକ୍ତ ଆଚରଣ କର। 23 ମୂର୍ଖ ଓ ଅର୍ଥହୀନ ତର୍କବିତର୍କରୁ ଦୂର େର ରୁହ। ତୁମ୍େଭ ଜାଣ େଯ େସହି ୟୁକ୍ତିତର୍କଗୁଡ଼ିକ ବଢ଼ିଯାଇ ବଡ଼ ବିବାଦ ସୃଷ୍ଟି କେର। 24 ପ୍ରଭୁଙ୍କର େସବକ ୟୁକ୍ତି କରିବା ଉଚିତ ନୁେହଁ। େସ ସବୁ େଲାକଙ୍କ ପ୍ରତି ଦୟାଳୁ େହବା ଉଚିତ। େସ ଜେଣ ଭଲ ଶିକ୍ଷକ େହବା ଉଚିତ। େସ ସହନଶୀଳ େହଉ। 25 େଯଉଁମାେନ ତାଙ୍କୁ ବି େରାଧ କରନ୍ତି, େସମାନଙ୍କୁ ଭଦ୍ର ଭାବେର ଶିଖାଇବା ଉଚିତ। ହୁଏତ ପରେମଶ୍ବର େସମାନଙ୍କ ହୃଦୟ େର େଗାଟିଏ ପରିବର୍ତ୍ତନ ପ୍ରଦାନ କେରବେ, ଯାହାଦ୍ବାରା େସମାେନ ସତ୍ଯକୁ ଗ୍ରହଣ କରିେବ। 26 ଶୟତାନ େସମାନଙ୍କୁ ଫାନ୍ଦ େର ପକାଇଛି ଓ ତା ଇଚ୍ଛା ଅନୁସାେର କାମ କରାଉଛି। େହାଇପା େର େଯ େସମାେନ ସଜାଗ େହେବ ଓ ଶୟତାନର େସହି କାର୍ୟ୍ଯ େଦଖିେବ। ତା'ପେର େସମାେନ ଶୟତାନର ଫାନ୍ଦରୁ ମୁକ୍ତ େହେବ।

3:1 ଏହା ମେନରଖ େଯ ଶେଷ ଦିନଗୁଡ଼ିକେର ଅନେକ କଷ୍ଟକର ପରିସ୍ଥିତି ଆସିବ। 2 େସହି ସମୟେର େଲାେକ କେବଳ ନିଜ ନିଜକୁ ଓ ଧନକୁ ଭଲ ପାଇେବ। େସମାେନ ଅହଂକାରୀ ଓ ଉଦ୍ଧତ େହେବ। ଅନ୍ୟ େଲାକଙ୍କ ବିରୁଦ୍ଧ େର ନିନ୍ଦାକଥା କହିେବ। ମାତାପିତାଙ୍କୁ ମାନିବେ ନାହିଁ। େସମାେନ ବିଶ୍ବାସଘାତକ େହେବ। ପରେମଶ୍ବରଙ୍କ ଇଚ୍ଛାନୁଯାଯୀ ଜୀବନଯାପନ କରିେବ ନାହିଁ। 3 ଅନ୍ୟମାନଙ୍କ ଲାଗି ପ୍ େରମଭାବ ରଖିବେ ନାହିଁ। େସମାେନ େଲାକମାନଙ୍କୁ କ୍ଷମା େଦବା ପାଇଁ ମନା କରିେବ ଓ ଅନ୍ୟମାନଙ୍କ ବିଷୟ େର ଖରାପ କଥା କହିେବ। ଆତ୍ମସଂୟମୀ େହେବ ନାହିଁ। େସମାେନ େକାରଧୀ ଓ ହୀନମନା େହେବ ଓ ଉତ୍ତମ ବିଷୟଗୁଡ଼ିକୁ ଘୃଣା କରିେବ। 4 ଶେଷ ଦିନ େର େଲାେକ ନିଜ ସାଙ୍ଗମାନଙ୍କ ବି େରାଧ େର ଯିେବ। ବିଚାର ନ କରି ମୂର୍ଖତାପୂର୍ଣ୍ଣ କାର୍ୟ୍ଯମାନ କରିେବ। ଆତ୍ମବଡ଼ିମା କରିେବ ଓ ଗର୍ବୀ େହେବ। େଲାେକ ପରେମଶ୍ବରଙ୍କୁ େଯେତ ଭଲ ପାଆନ୍ତି, ତା'ଠାରୁ ଅଧିକ ଆେମାଦ ପ୍ରେମାଦକୁ ଭଲ ପାଇେବ। 5 େସମାେନ ପରେମଶ୍ବରଙ୍କ େସବକ େହବାର ଛଳନା କରିେବ। କିନ୍ତୁ ତାଙ୍କ ଜୀବନପଦ୍ଧତି ଦ୍ବାରା ଜଣାପଡ଼ିବ େଯ େସମାେନ ପ୍ରକୃତ େର ପରେମଶ୍ବରଙ୍କ େସବା କରୁନାହାଁନ୍ତି। ତୀମଥି, ତୁମ୍େଭ େସହି େଲାକମାନଙ୍କଠାରୁ ଦୂର େର ରୁହ। 6 ଏମାନଙ୍କ ଭିତରୁ େକେତଜଣ ଘରକୁ ଘର ଯାଇ ଦୁର୍ବଳମନା ସ୍ତ୍ରୀମାନଙ୍କୁ ବଶୀଭୂତ କରିେବ। େସହି ସ୍ତ୍ରୀ େଲାକମାେନ ପାପେର ପୂର୍ଣ୍ଣ। ସମସ୍ତ ପ୍ରକାର ମନ୍ଦ ଇଚ୍ଛା ଦ୍ବାରା ପରିଚାଳିତ େହଉଥିବା ୟୋଗୁ ଏହି ସ୍ତ୍ରୀ େଲାକମାେନ ପାପେର ପଡ଼ନ୍ତି। 7 େସହି ସ୍ତ୍ରୀମାେନ ନୂତନ ଶିକ୍ଷାଗୁଡ଼ିକୁ ଶିଖିବାକୁ ସର୍ବଦା େଚଷ୍ଟା କରନ୍ତି, କିନ୍ତୁ େସମାେନ େକେବ େହେଲ ସତ୍ଯକୁ ପୂର୍ଣ୍ଣ ଭାବେର ବୁଝି ପାରନ୍ତି ନାହିଁ। ୟନ୍ନୀସ୍ ଓ ୟମ୍ବୀସ୍ କଥା ମେନପକାଅ। 8 େସମାେନ େମାଶାଙ୍କୁ ବି େରାଧ କରିଥିେଲ। େସହିଭଳି ଏହି େଲାକମାେନ ମଧ୍ଯ ସତ୍ଯର ବିେରାଧ କରନ୍ତି, େସମାନଙ୍କର ମନ ବିପଥଗାମୀ। ଈଶ୍ବର ବିଶ୍ବାସର ଅନୁସରଣ କରିବା େର ଏମାେନ ବିଫଳ େହାଇଛନ୍ତି। 9 କିନ୍ତୁ ନିଜ କର୍ମ େର େସମାେନ ସଫଳକାମ େହେବ ନାହିଁ। ସମସ୍େତ େଦଖିେବ େଯ େସମାନଙ୍କର ମୂର୍ଖତା ପ୍ରକାଶିତ େହାଇଛି। ୟନ୍ନୀସ୍ ଓ ୟମ୍ବୀସ୍ ସହିତ ମଧ୍ଯ ଏହା ଘଟିଥିଲା। 10 କିନ୍ତୁ ତୁମ୍େଭ ସମସ୍େତ େମାେତ ଜାଣିଛ। ଏହା ମଧ୍ଯ ଜାଣିଛ େଯ ମୁଁ କ'ଣ ଶିକ୍ଷା (ଉପେଦଶ) ଦିଏ ଓ କିପରି ରୁ େହ। େମା ଜୀବନର ଉଦ୍ଦେଶ୍ଯ ବିଷୟ େର ମଧ୍ଯ ତୁମ୍େଭ ଜାଣିଛ। ତୁମ୍େଭ େମାର ବିଶ୍ବାସ, ର୍ଧୈୟ୍ଯ, ପ୍ େରମ ବିଷୟ େର ଜାଣିଛ ଓ ଏହା ମଧ୍ଯ ଜାଣିଛ େଯ ମୁଁ େକେବ େହେଲ େଚଷ୍ଟା କରିବାରୁ ବିରତ ହୁଏ ନାହିଁ। 11 ତୁମ୍େଭମାେନ େମା ପ୍ରତି ନିର୍ୟ୍ଯାତନାଗୁଡ଼ିକ ଓ େମାରଦୁଃଖଗୁଡ଼ିକ ବିଷୟ େର ଜାଣିଛ। ଆନ୍ତିୟଖିଆ, ଇକନିୟ ଓ ଲୁସ୍ତ୍ରା େର େମା ପ୍ରତି ଯାହା ସବୁ ଘଟିଲା, ତୁମ୍େଭ ତାହା ଜାଣିଛ। େସହି ସ୍ଥାନଗୁଡ଼ିକେର ମୁଁ କିପରି ନିର୍ୟ୍ଯାତନା େଭାଗ କଲି, ତାହା ତୁମ୍େଭ ଜାଣିଛ। କିନ୍ତୁ େସହିସବୁ କଷ୍ଟରୁ ପରେମଶ୍ବର େମାେତ ରକ୍ଷା କେଲ। 12 ପରେମଶ୍ବରଙ୍କ ଇଚ୍ଛାନୁଯାଯୀ ଖ୍ରୀଷ୍ଟ ଯୀଶୁଙ୍କଠା େର ବିଶ୍ବାସପୂର୍ବକ ଜୀବନ ଅତିବାହିତ କରିବାକୁ ଚାହୁଁଥିବା ପ୍ରେତ୍ୟକକ େଲାକ ନିର୍ୟ୍ଯାତିତ େହେବ। ମନ୍ଦ େଲାେକ ଓ ଅନ୍ୟମାନଙ୍କୁ ଠକୁଥିବା େଲାେକ ମନ୍ଦରୁ ମନ୍ଦ େହାଇଯିେବ। 13 େସମାେନ ଅନ୍ୟମାନଙ୍କୁ ଭ୍ରାନ୍ତ କରାଇବେ ଓ ନିେଜ ଭ୍ରାନ୍ତ େହେବ। 14 କିନ୍ତୁ ତୁମ୍େଭ େଯଉଁ ଉପେଦଶ ଶିଖିଛ, େସଗୁଡ଼ିକୁ ପାଳନ କରି ଚାଲ। ତୁମ୍େଭ ଜାଣ େଯ େସହି ଶିକ୍ଷାଗୁଡ଼ିକ ସତ୍ଯ। େଯଉଁମାେନ େସହି ଶିକ୍ଷାଗୁଡ଼ିକ ପ୍ରଦାନ କେଲ ତାହାଙ୍କୁ ତୁମ୍େଭ ବିଶ୍ବାସ କରିପାରିବ। 15 ପିଲାବେଳୁ ତୁମ୍େଭ ପବିତ୍ର ଶାସ୍ତ୍ରଗୁଡ଼ିକୁ ଜାଣିଛ। େସହି ଶାସ୍ତ୍ରଗୁଡ଼ିକ ତୁମ୍ଭକୁ ଜ୍ଞାନୀ କରିପାରିବ ଓ େସହି ଜ୍ଞାନ ଖ୍ରୀଷ୍ଟ ଯୀଶୁଙ୍କ ପ୍ରତି ବିଶ୍ବାସ ମାଧ୍ଯମ େର ମୁକ୍ତି ଆଡ଼କୁ ଆେଗଇନେବ। 16 ସବୁ ଶାସ୍ତ୍ର ପରେମଶ୍ବରଙ୍କ ଦ୍ବାରା ଦିଆଯାଇଛି। ଏବଂ ତୃଟି ପ୍ରକାଶ କରିବା ପାଇଁ, ଭୁଲ୍ ସଂଶୋଧନ କରିବା ପାଇଁ, ଠିକ୍ ଭାବେର ଜୀବନ ଧାରଣ କରିବାକୁ ଶିଖାଇବା ପାଇଁ ଏହା ଉପ େଯାଗୀ ଅେଟ। 17 ପରେମଶ୍ବରଙ୍କ େସବକ, ଶାସ୍ତ୍ରଗୁଡ଼ିକର ବ୍ଯବହାର ଦ୍ବାରା ସମସ୍ତ ଉତ୍ତମ କାର୍ୟ୍ଯ କରିବା ନିମନ୍େତ ସକ୍ଷମ େହବ ଓ ତା'ର ପ୍ରେତ୍ୟକକ ଆବଶ୍ଯକ ବିଷୟ ପାଇବ।

4:1 ପରେମଶ୍ବର ଓ ଖ୍ରୀଷ୍ଟ ଯୀଶୁଙ୍କ ଆଗ େର ମୁଁ ତୁମ୍ଭକୁ େଗାଟିଏ ଆେଦଶ େଦଉଛି। ଖ୍ରୀଷ୍ଟ ଯୀଶୁ ଜୀବିତ ଓ ମୃତଉଭୟ େଲାକମାନଙ୍କର ବିଚାର କରିେବ। ଯୀଶୁଙ୍କର େଗାଟିଏ ରାଜ୍ଯ ଅଛି ଓ େସ ଆଉଥେର ଆସୁଛନ୍ତି। ଅତଏବ ମୁଁ ତୁମ୍ଭକୁ ଏହି ଆେଦଶ େଦଉଛି। 2 େଲାକମାନଙ୍କୁ ସୁସମାଚାର ପ୍ରଚାର କର। ସବୁେବେଳ ପ୍ରସ୍ତୁତ ରୁହ। େଲାକମାନଙ୍କୁ କୁହ େଯ େସମାେନ କ'ଣ କରିବା ଉଚିତ, େସମାେନ ଭୁଲ କଲା େବେଳ େସମାନଙ୍କୁ ଅନୁୟୋଗ କର ଓ େସମାନଙ୍କୁ ଉତ୍ସାହ ଦିଅ। ଅତି ର୍ଧୈୟ୍ଯ ସହକା େର ଓ ଯତ୍ନପୂର୍ବକ ଶିକ୍ଷା ଦ୍ବାରା ଏହି ସମସ୍ତ ବିଷୟ କର। 3 ସମୟ ଆସୁଛି, େଯେତେବେଳ େଲାେକ ସତ୍ ଶିକ୍ଷା ଶୁଣିେବ ନାହିଁ। କିନ୍ତୁ େଲାେକ ଅଧିକରୁ ଅଧିକ ନଜ ମନପସନ୍ଦ ଶିକ୍ଷା େସମାନଙ୍କଠାରୁ ସଂଗ୍ରହ କରିେବ, େଯଉଁମାେନ େସମାନଙ୍କୁ ସନ୍ତୁଷ୍ଟ କଲାଭଳି କଥା କହିେବ। 4 େଲାକେ ସତକଥା ଶୁଣିବା ବନ୍ଦ କରି େଦେବ। ମଥ୍ଯା କାହାଣୀର ଶିକ୍ଷାଗୁଡ଼ିକ ଅନୁସରଣ କର। ସୁସମାଚାର ପ୍ରଚାର କାମ କରି ଚାଲିଥାଅ। ପରେମଶ୍ବରଙ୍କ ଜେଣ େସବକ ଭାବେର ସମସ୍ତ କର୍ତ୍ତବ୍ଯ କରିବାକୁ େସମାେନ ଆରମ୍ଭ କରିେବ। 5 କିନ୍ତୁ ତୁମ୍େଭ ସର୍ବଦା ନିଜକୁ ସଂୟମ କର। କ୍ଲେଶ ଆସିେଲ େସଗୁଡିକୁ ଗ୍ରହଣ କର। ସୁସମାଗ୍ଭର ପ୍ରଗ୍ଭର କାମ କରି ଗ୍ଭଲିଥାଅ। ପରେମଶ୍ବରଙ୍କ ଜେଣ େସବକ ଭାବେର ସମସ୍ତ କର୍ତ୍ତବ୍ଯ କରୁଥାଅ। 6 େମା ଜୀବନ ମୁଁ ପରେମଶ୍ବରଙ୍କୁ ଉତ୍ସର୍ଗ କରିେଦଇଛି। େମା ପାଇଁ ଏ ସଂସାର ଛାଡ଼ିବାର ସମୟ ଆସିଯାଇଛି। ମୁଁ ଉତ୍ତମ ୟୁଦ୍ଧ ଲଢ଼ିଛି। 7 ମୁଁ ଦୌଡ଼ ପୂର୍ଣ୍ଣ କରିସାରିଛି। ମୁଁ ବିଶ୍ବାସ ବଜାୟ ରଖିଛି। 8 ଏେବ ବିଜୟ ମୁକୁଟ େମା ଅପେକ୍ଷା େର ଅଛି। ପରେମଶ୍ବରଙ୍କ ସହିତ ଧାର୍ମିକ େହାଇଥିବାରୁ ମୁଁ େସହି ମୁକୁଟଟି ପାଇବି। ପ୍ରଭୁ ନ୍ଯାୟପୂର୍ଣ୍ଣ ଭାବେର ବିଚାର କରନ୍ତି। େସହି ମହାଦିନ େର299 େସ େମାେତ ବିଜୟ ମୁକୁଟ ପିନ୍ଧାଇବେ। କେବଳ େମାେତ ନୁେହଁ, େଯଉଁମାେନ ତାହାଙ୍କର ଆଗମନ ଓ ତାହାଙ୍କୁ ଅପେକ୍ଷା କରୁଛନ୍ତି, ସମସ୍ତଙ୍କୁ େସ ବିଜୟ ମୁକୁଟ ପିନ୍ଧାଇବେ। 9 େଯେତଶୀଘ୍ର ସମ୍ଭବ େମା ସହିତ େଦଖା କରିବାକୁ ଆସିବା ପାଇଁ େଚଷ୍ଟା କର। 10 ଦୀମା ଏହି ସଂସାରକୁ ଅଧିକ ଭଲ ପାଉଥିବାରୁ େମାେତ ଛାଡ଼ି ଚାଲିଗେଲ। େସ ଥେସଲନୀକୀକୁ ଯାଇଛନ୍ତି। କ୍ େରସକେନ୍ସ୍ ଗାଲାତୀଆକୁ, ତିତସ୍ ଦଲ୍ଲତିଆକୁ ଯାଇଛନ୍ତି। 11 ଏେବ େମା ସହିତ କେବଳ ଲୂକ ଅଛନ୍ତି। ତୁମ୍େଭ ଆସିଲା େବେଳ ମାର୍କଙ୍କୁ ତୁମ୍ଭ ସହିତ େନଇ ଆସିବ। େସ ଏଠା େର େମା କାମ େର ଅତ୍ଯନ୍ତ ଆବଶ୍ଯକୀୟ େହାଇପାରିେବ। 12 ତୁଖିକଙ୍କୁ ମୁଁ ଏଫିସ ନଗରକୁ ପଠାଇଅଛି। 13 ମୁଁ େଯେତେବେଳ ତ୍ରୋଯା େର ଥିଲି, ମୁଁ କାର୍ପଙ୍କ ପାଖ େର େମାର ଏକ ଭଲ ଜାମା ଛାଡ଼ି ଆସିଥିଲି। ଅତଏବ ତୁମ୍େଭ େଯେତେବେଳ ଆସିବ, ତାହା େମା ପାଇଁ େନଇ ଆସିବ। େମା ବହିଗୁଡ଼ିକୁ ମଧ୍ଯ ଆଣିବ। ଚର୍ମପତ୍ର 300 ଉପେର ଲିଖିତ ବହିଗୁଡ଼ିକ ବିଶେଷଭାବେର େମାର ଦରକାର। 14 କ'ଣ ଆଲେକଜାଣ୍ଡର େମାର ବହୁତ ଅନିଷ୍ଟ କରିଛି। ପ୍ରଭୁ ତାହାକୁ ଏହି କାର୍ୟ୍ଯଗୁଡ଼ିକ ଲାଗି ଦଣ୍ଡ େଦେବ। 15 ତୁମ୍େଭ ମଧ୍ଯ ସତର୍କ ରୁହ, େଯପରି େସ ତୁମ୍ଭର କ୍ଷତି ନ କେର। େସ ଆମ୍ଭ ଶିକ୍ଷାଗୁଡ଼ିକର େଘାର ପ୍ରତିରୋଧ କରିଥିଲା। 16 ପ୍ରଥମଥର ନିଜକୁ ରକ୍ଷା କରିବା ପାଇଁ ମୁଁ ଅଦାଲତ େର ଠିଆ େହଲା େବେଳ େକୗଣସି େଲାକ େମାେତ ସମର୍ଥନ କରିବାକୁ ଆେଗଇ ଆସି ନ ଥିଲା। ସମସ୍େତ େମାେତ ଛାଡ଼ି ଚାଲିଗେଲ। ମୁଁ ପ୍ରାର୍ଥନା କେର େଯ, ପ୍ରଭୁ ପରେମଶ୍ବର େସମାନଙ୍କୁ କ୍ଷମା କରନ୍ତୁ। କିନ୍ତୁ ପ୍ରଭୁ େମା ସହିତ ଥିେଲ। 17 ଅଣୟହଦୂଦୀମାନଙ୍କୁ ସୁସମାଚାର ପୂର୍ଣ୍ଣ ଭାବେର ପ୍ରଚାର କରିବା େବେଳ ପ୍ରଭୁ େମାେତ ଶକ୍ତି ପ୍ରଦାନ କେଲ। ସମସ୍ତ ଅଣଯିହୂଦୀ େଲାେକ ସୁସମାଚାର ଶୁଣନ୍ତୁ େବାଲି ପ୍ରଭୁ ଚାହିଁଥିେଲ। ମୁଁ ସିଂହ ମୁଖରୁ ରକ୍ଷା ପାଇଲି। 18 େଯେତେବେଳ େକୗଣସି େଲାକ େମାରକ୍ଷତି କରିବା ପାଇଁ େଚଷ୍ଟା କରିବ, ପ୍ରଭୁ େମାେତ ରକ୍ଷା କରିେବ। େସ େମାେତ ନିରାପଦ େର ତାହାଙ୍କର ସ୍ବର୍ଗରାଜ୍ଯକୁ େନଇଯିେବ। ପ୍ରଭୁଙ୍କର ମହିମା ସଦାସର୍ବଦା ପାଇଁ ରହିଥାଉ। 19 ପ୍ରୀସ୍କା ଓ ଆକ୍ବିଲାଙ୍କୁ ତଥା ଅନୀସିଫରଙ୍କ ପରିବାର େଲାକମାନଙ୍କୁ େମାର ନମସ୍କାର ଜଣାଇବ। 20 ଏରାଷ୍ଟ କରିନ୍ଥ ନଗରଠା େର ରହିଛନ୍ତି ଏବଂ ତ୍ରଫିମଙ୍କୁ ମୁଁ ମୀଲୀତଠା େର ଛାଡ଼ି ଆସିଛି କାରଣ େସ ଅସୁସ୍ଥ ଥିେଲ। 21 ଶୀତଦିନ ପୂର୍ବରୁ େମା ପାଖକୁ ଆସିବା ପାଇଁ ପୂର୍ଣ୍ଣ େଚଷ୍ଟା କର। 22 ତୁମ୍ଭର ଆତ୍ମା ସହିତ ପ୍ରଭୁ ରୁହନ୍ତୁ। ତୁମ୍ଭ ସମସ୍ତଙ୍କ ଉପେର ତାହାଙ୍କର ଅନୁଗ୍ରହ ରହୁ।