3 John

1:1 2 ପ୍ରିୟ ବନ୍ଧୁ, ମୁଁ ଜାେଣ, ତୁମ୍ଭର ଆତ୍ମା କୁଶଳ େର ଅଛି। େତଣୁ ମୁଁ ପ୍ରାର୍ଥନା କେର, ତୁମ୍େଭ ସବୁ ଦୃଷ୍ଟିରୁ ଭଲ େର ଥିବ। ତୁମ୍ଭର ଉତ୍ତମ ସ୍ବାସ୍ଥ୍ଯ ପାଇଁ ମୁଁ ପ୍ରାର୍ଥନା କରୁଛି। 3 ଖ୍ରୀଷ୍ଟ େର େକେତକ ଭାଇମାେନ ଏଠାକୁ ଆସିେଲ ଓ ସତ୍ଯ ପ୍ରତି ତୁମ୍ଭର ବିଶ୍ବସ୍ତତା ସମ୍ପର୍କ େର କହିେଲ। େସମାେନ େମାତ କହିେଲ େଯ ତୁମ୍େଭ ଅବିରତ ସତ୍ଯ ପଥ ଅନୁସରଣ କରୁଛ। ଏହା ଶୁଣି ମୁଁ ଅତ୍ଯନ୍ତ ଆନନ୍ଦିତ େହଲି। 4 ମୁଁ େଯେତେବେଳ ଶୁେଣ େଯ େମାର ପିଲାମାେନ ସତ୍ଯର ମାର୍ଗ ଅନୁସରଣ କରୁଛନ୍ତି, ତାହା େମାେତ ବିଶେଷ ଆନନ୍ଦ ଦିଏ। 5 େମାର ପ୍ରିୟ ବନ୍ଧୁ, ଏହା ଉତ୍ତମ େଯ ତୁମ୍େଭ ଖ୍ରୀଷ୍ଟ େର ଥିବା ଭାଇମାନଙ୍କୁ ସାହାୟ୍ଯ କରୁଛ। ତୁମ୍େଭ ଅପରିଚିତ ଭାଇମାନଙ୍କୁ ମଧ୍ଯ ସାହାୟ୍ଯ କରୁଛ। 6 େସହି ଭାଇମାେନ, ତୁମ୍ଭର ପ୍ େରମ ସମ୍ବନ୍ଧ େର ମଣ୍ଡଳୀକୁ କହିଛନ୍ତି। ଦୟାକରି ତୁମ୍େଭ େସମାନଙ୍କୁ େସମାନଙ୍କର ଯାତ୍ରା େର ସାହାୟ୍ଯ କର। ତୁମ୍େଭ େସମାନଙ୍କୁ ଏପରି ସାହାୟ୍ଯ କର, େଯପରି ତାହା ପରେମଶ୍ବରଙ୍କୁ ସନ୍ତୁଷ୍ଟ କରିବ। 7 େସହି ଭାଇମାେନ ଖ୍ରୀଷ୍ଟଙ୍କର େସବା ପାଇଁ ଭ୍ରମଣ କରନ୍ତି। େସମାେନ ବିଶ୍ବାସ ନ କରୁଥିବା େଲାକମାନଙ୍କଠାରୁ କିଛି ଗ୍ରହଣ କରନ୍ତି ନାହିଁ। 8 େତଣୁ ଆମ୍େଭ େସହି ଭାଇମାନଙ୍କୁ ସାହାୟ୍ଯ କରିବା ଉଚିତ। ଆମ୍େଭ ତାହାଙ୍କୁ ସାହାୟ୍ଯ କରିବା ଦ୍ବାରା ଆମ୍େଭ ସତ୍ଯ ନିମନ୍େତ େସମାନଙ୍କର କାର୍ୟ୍ଯ େର ଭାଗୀଦାର େହାଇପାରିବା। 9 ମୁଁ ମଣ୍ଡଳୀକୁ େଗାଟିଏ ପତ୍ର ଲେଖିଥିଲି। କିନ୍ତୁ ଦିୟତ୍ରଫା ଆମ୍ଭ କଥା ଶୁଣିବା ପାଇଁ ରାଜି ନୁେହଁ। େସ ସର୍ବଦା େସଠାେର େନତା େହାଇ ରହିବା ପାଇଁ ଚା େହଁ। 10 ମୁଁ େସଠାରୁ ଆସିେଲ, ଦିୟତ୍ରିଫାର କାର୍ୟ୍ଯ ବିଷୟ େର କଥାବାର୍ତ୍ତା କରିବି। େସ ଆମ୍ଭମାନଙ୍କ ବିଷୟ େର ମିଥ୍ଯା ଓ ମନ୍ଦ କଥାମାନ କହୁଛି। ଏହାଛଡ଼ା, େସ ଖ୍ରୀଷ୍ଟଙ୍କ ପାଇଁ େସବା କରୁଥିବା ଭାଇମାନଙ୍କୁ ମଧ୍ଯ ସାହାୟ୍ଯ କରୁ ନାହିଁ। େଯଉଁମାେନ େସହି ଭାଇମାନଙ୍କୁ ସାହାୟ୍ଯ କରିବାକୁ ଚାହାଁନ୍ତି, େସମାନଙ୍କୁ ମଧ୍ଯ େସ ମନା କରୁଛି। େସ େସମାନଙ୍କୁ ମଣ୍ଡଳୀରୁ ବାହାର କରିଦିଏ। 11 େମାର ପ୍ରିୟ ବନ୍ଧୁ, ମନ୍ଦ ବିଷୟକୁ ଅନୁସରଣ କର ନାହିଁ, କିନ୍ତୁ ଉତ୍ତମ ବିଷୟର ଅନୁଗାମୀ ହୁଅ। ଉତ୍ତମ କାର୍ୟ୍ଯ କରୁଥିବା ବ୍ଯକ୍ତି ପରେମଶ୍ବରଙ୍କ ପାଖରୁ ଆସିଥାଏ। କିନ୍ତୁ ମନ୍ଦ କାର୍ୟ୍ଯ କରୁଥିବା ବ୍ଯକ୍ତି ପରେମଶ୍ବରଙ୍କୁ େକେବ େଦଖି ନାହିଁ। 12 ଦୀମୀତ୍ରିୟଙ୍କ ବିଷୟ େର ସମସ୍େତ ଭଲକଥା କହନ୍ତି। େସମାେନ ଯାହା କହନ୍ତି, ସତ୍ଯ ଏଥିର ସାକ୍ଷ୍ଯ ଦିଏ। ଆମ୍େଭ ମଧ୍ଯ ତାହା ବିଷୟ େର ଭଲକଥା କହୁ, ଏବଂ ତୁମ୍େଭ ଜାଣ େଯ ଆମ୍ଭର ସାକ୍ଷ୍ଯ ସତ୍ଯ ଅେଟ। 13 େମାର ତୁମ୍ଭକୁ କହିବା ପାଇଁ ବହୁତ ବିଷୟ ଅଛି। କିନ୍ତୁ ମୁଁ ତାହା କାଳି ଏବଂ କଲମ େର ଲେଖିବା ପାଇଁ ଚାହୁଁ ନାହିଁ। 14 େମାର ତୁମ୍ଭ ସହିତ ଶୀଘ୍ର େଦଖା େହବ େବାଲି ଆଶା କରୁଛି। େସେତେବେଳ ଆମ୍େଭ ଏକାଠି େହାଇ କଥା େହବା। 15 ତୁମ୍ଭ ପ୍ରତି ଶାନ୍ତି େହଉ। େମାର ଏଠା େର ଥିବା ବନ୍ଧୁମାେନ ତୁମ୍ଭ ପାଖକୁ େସମାନଙ୍କର ପ୍ େରମ ଜଣାଉଛନ୍ତି। ଦୟାକରି ଆମ୍ଭର ପ୍ େରମ େସଠାେର ଥିବା ପ୍ରେତ୍ୟକକ ବନ୍ଧୁଙ୍କୁ ଜଣାଇବ।