Amos

1:1 ଆେମାଷଙ୍କ ବାର୍ତ୍ତା: ତକୋଯ ନଗରର େମଷପାଳକମାନଙ୍କ ମଧ୍ଯରୁ ଆେମାଷ ଥିେଲ ଅନ୍ୟତମ। 2 ଆ େମଷ କହିେଲ: ସିେୟାନ େର ସଦାପ୍ରଭୁ ସିଂହ ପରି ଗର୍ଜ୍ଜନ କରିେବ। ତାଙ୍କର ଉଚ୍ଚସ୍ବର ୟିରୁଶାଲେମରୁ ଗର୍ଜି ଉଠିବ। ଫଳ େର, ସବୁଜ ଗ୍ଭରଣ ଭୂମି ମଳିନ େଦଖାୟିବ ଏବଂ ଶୁଖିୟିବ। ଏପରିକି କର୍ମିଲ ଶୃଙ୍ଗର ଶିଖର େଦଶ ଶୁଷ୍କ େହବ। 3 ସଦାପ୍ରଭୁ ଏହି କଥା କହନ୍ତି: "ଦମ୍ମେଶକର େଲାକମାେନ କରିଥିବା େଦାଷାବହ କାର୍ୟ୍ଯ ପାଇଁ ଆମ୍େଭ ନିଶ୍ଚିତ ଭାବେର େସମାନଙ୍କୁ ଦଣ୍ତ େଦବା। କାରଣ େସମାେନ ଶସ୍ଯ ଦଳନ େଲୗହ ୟନ୍ତ୍ର େର ଗିଲିଯଦର େଲାକମାନଙ୍କୁ ଦଳନ କରିଥିେଲ। 4 େତଣୁ ଆମ୍େଭ ହସାଯେଲଙ୍କ ଗୃହ ନିକଟକୁ ଅଗ୍ନି ପ୍ େରରଣ କରିବା। ଏବଂ େସହି ଅଗ୍ନି ବିନହଦଦଙ୍କ ବିରାଟ ଅଟ୍ଟାଳିକାକୁ ଧ୍ବଂସ କରିବ। 5 ଆମ୍େଭ ମଧ୍ଯ ଦମ୍ମେଶକର ସମସ୍ତ ଫାଟକକୁ ଭାଙ୍ଗି େଦବା। ଆବନର ଉପତ୍ୟକାର ସିଂହାସନ ଉପ େର ବସିଥିବା ବ୍ଯକ୍ତିକୁ ବିତାଡିତ କରିବା। ଏଦନ ବଂଶରୁ ସମସ୍ତ କ୍ଷମତାର ସଙ୍କେତକୁ ମଧ୍ଯ ନିଶ୍ଚିହ୍ନ କରି େଦବି। ଆଉ ମଧ୍ଯ ଅରାମର େଲାକମାେନ ପରାଜିତ େହେବ ଓ କୀରକୁ ଯିେବ। ସଦାପ୍ରଭୁ ଏହାହିଁ କହନ୍ତି।" 6 ସଦାପ୍ରଭୁ ଏହାହିଁ କହନ୍ତି: "ଘସାର େଲାକମାନଙ୍କୁ ଆମ୍େଭ େସମାନଙ୍କର ବହୁ ଅପରାଧ ପାଇଁ ନିଶ୍ଚଯ ଦଣ୍ତ େଦବି, କାରଣ େସମାେନ ସମଗ୍ର ଜାତିମାନଙ୍କୁ େନଇୟାଇ ଇେଦାମକୁ କ୍ରୀତଦାସରୂେପ େଦଇଥିେଲ। 7 େତଣୁ ଆମ୍େଭ ଘସାର କାନ୍ଥ ନିକଟକୁ ଅଗ୍ନି ପ୍ େରରଣ କରିବା। େସହି ଅଗ୍ନି ଘସାର ଉଚ୍ଚ ଅଟ୍ଟାଳିକାକୁ ଧ୍ବଂସ କରିବ। 8 ଆଉ ମଧ୍ଯ ଅସ୍ଦୋଦର ସିଂହାସନ େର ବସିଥିବା େଲାକଟିକୁ ଧ୍ବଂସ କରିବା। ଆମ୍େଭ ଆସ୍କିଲୋନର ରାଜଦଣ୍ତଧାରୀକୁ ମଧ୍ଯ ବିନାଶ କରିବା। ଇକ୍ରୋଣ୍ର େଲାକମାନଙ୍କୁ ମଧ୍ଯ ଆମ୍େଭ ଦଣ୍ତ େଦବା। ତା'ପ େର େଯଉଁ ପେଲଷ୍ଟୀୟମାେନ ବଞ୍ଚିଥିେବ, େସମାେନ ମଧ୍ଯ ମୃତ୍ଯୁବରଣ କରିେବ।" ସଦାପ୍ରଭୁ ପରେମଶ୍ବର ଏହିସବୁ କହିଥିେଲ। 9 ସଦାପ୍ରଭୁ ଏହିକଥା କୁହନ୍ତି: "ଆମ୍େଭ ନିଶ୍ଚିତ ସୋରର େଲାକମାନଙ୍କୁ ଦଣ୍ତ େଦବା କାରଣ େସମାେନ ବହୁ ଅପରାଧ କରିଥିେଲ। ଆଉ ମଧ୍ଯ େସମାେନ ସମଗ୍ର ଜାତିକୁ େନଇଗେଲଏବଂ େସମାନଙ୍କୁ କ୍ରୀତଦାସ ରୂେପ ଇେଦାମକୁ ପ୍ େରରଣ କରିଥିେଲ। େସମାେନ ଇଶ୍ରାେୟଲୀୟମାନଙ୍କ ସହିତ ବନ୍ଧୁତ୍ବ ଚୁକ୍ତିକୁ ମେନ ପକାଇ ନଥିେଲ। 10 େତଣୁ ଆମ୍େଭ ସୋରର ଅଟ୍ଟାଳିକା ନିକଟକୁ ଅଗ୍ନି ପ୍ େରରଣ କରିବା। େସହି ଅଗ୍ନି ସୋରର ଉଚ୍ଚ ଅଟ୍ଟାଳିକାଗୁଡିକୁ ଧ୍ବଂସ କରିଦେବ।" 11 ସଦାପ୍ରଭୁ ଏହିକଥା କୁହନ୍ତି: "ଆମ୍େଭ ଇେଦାମର େଲାକମାନଙ୍କୁ ନିଶ୍ଚିତ ଦଣ୍ତ େଦବା କାରଣ େସମାେନ ବହୁ ଅପରାଧ େର ଲିପ୍ତ ଥିେଲ। େସମାେନ ମଧ୍ଯ େସମାନଙ୍କର ଭାଇମାନଙ୍କୁ ଖଡ୍ଗଧରି େଗାଡାଇେଲ। ଏବଂ ଟିକିଏ େହେଲ ଦୟା େଦଖାଇ ନଥିେଲ। ଇେଦାମ ନିଜର େକାରଧ ଚିରଦିନ ପାଇଁ ରଖିେଲ ଏବଂ ନିଜର େକାର୍ଧ ବନ୍ଦ କେଲ ନାହିଁ। ଇଶ୍ରାେୟଲୀୟମାଙ୍କୁ େସମାେନ ବନ୍ଯପ୍ରାଣୀ ସଦୃଶ ବିଦୀର୍ଣ୍ଣ କେଲ। 12 େତଣୁ ଆମ୍େଭ ତୈମନ୍ ଉପ େର ଅଗ୍ନି ବୃଷ୍ଟି କରିବା। େସହି ଅଗ୍ନି ବର୍ଷାର ଉଚ୍ଚ ଅଟ୍ଟାଳିକା ଧ୍ବଂସ କରି ପକାଇବ।" 13 ସଦାପ୍ରଭୁ ଏହିକଥା କୁହନ୍ତି: "ଆମ୍େଭ ଅମ୍େମାନର େଲାକମାନଙ୍କୁ ଦଣ୍ତ େଦବା, େଯଉଁମାେନ ଅନେକ ଅପରାଧ କରିଛନ୍ତି, କାହିଁକି? କାରଣ େସମାେନ ଗିଲିଯଦ େର ଗର୍ଭବତୀ ନାରୀମାନଙ୍କୁ ହତ୍ଯା କରିଅଛନ୍ତି। ଅମ୍େମାନର େଲାକମାେନ ଏହିପରି କାର୍ୟ୍ଯ କେଲ, େଯଟରୁ େସମାନଙ୍କର ସୀମା ଅଧିକ ଜାଗା ବଢାଇବାକୁ। 14 କିନ୍ତୁ ଆମ୍େଭ ରଦ୍ଦାର ପ୍ରାଚୀର ଉପ େର ଅଗ୍ନି ପକାଇବା ଏବଂ ଏହା େସଠାକାର ସମସ୍ତ ପ୍ରାସାଦ ଓ େସହି ଅଗ୍ନି େଦଶକୁ ଧ୍ବଂସ କରିଦେବ ଏବଂ େସଠା େର ୟୁଦ୍ଧ ବିଭୀଷିକା ଘୂର୍ଣ୍ଣିବାଯୁ ଆସିବ। 15 ତା'ପ େର େସମାନଙ୍କର ରାଜା ଓ ପ୍ରାଚୀନମାେନ ଏବଂ େସମାେନ ସମସ୍େତ ନିର୍ବାସିତ େହେବ।" ସଦାପ୍ରଭୁ ଏହି ବାକ୍ଯ କହିଥିେଲ।

2:1 ସଦାପ୍ରଭୁ ଏହାହିଁ କହନ୍ତି: "ବହୁ ଅପରାଧ କରିଥିବା େମାୟାବର େଲାକମାନଙ୍କୁ ଆମ୍େଭ ନିଶ୍ଚଯ ଦଣ୍ତ େଦବା। କାରଣ େମାୟାବ ଇେଦାମର ରାଜାଙ୍କର ଅସ୍ଥିକୁ େପାଡି଼ ଚୂର୍ଣ୍ଣ େର ପରିଣତ କରିଥିେଲ। 2 େତଣୁ ଆମ୍େଭ େମାୟାବ େର ଅଗ୍ନି ସଂୟୋଗ କରିବା। େସହି ଅଗ୍ନି ଶିଖା କରିଯୋଥର ପ୍ରାସାଦଗୁଡିକ ଧ୍ବଂସ କରିଦେବ। େସଠା େର େକାଳାହଳ ଓ ତୂରୀର ଶଦ୍ଦ େହବ ଏବଂ େମାଯାବ ଧ୍ବଂସ େହବ। 3 ମାତ୍ର ଆମ୍େଭ େମାୟାବର ରାଜାମାନଙ୍କୁ ହତ୍ଯା କରିବା ଏବଂ େମାୟାବର ସମସ୍ତ େନତାମାନଙ୍କର ଧ୍ବଂସ କରି ପତନ ଘଟାଇବା।" ସଦାପ୍ରଭୁ ଏହାହିଁ କହନ୍ତି। 4 ସଦାପ୍ରଭୁ ଏହା କହନ୍ତି: "ଆମ୍େଭ ବହୁ ଅପରାଧ କରିଥିବା ଯିହୁଦା ନିବାସୀମାନଙ୍କୁ ଦଣ୍ତ େଦବା। କାରଣ େସମାେନ ସଦାପ୍ରଭୁଙ୍କର ଆେଦଶକୁ ମାନିବାକୁ ମନା କେଲ। େସମାେନ ତାଙ୍କର ଆେଦଶ ରଖିେଲ ନାହିଁ। େସମାନଙ୍କର ପୂର୍ବପୁରୁଷଗଣ େଯଉଁ ମିଥ୍ଯାକୁ ବିଶ୍ବାସ କରୁଥିେଲ, େସମାେନ ମଧ୍ଯ ତାହା ବିଶ୍ବାସ କେଲ। 5 େତଣୁ ଆମ୍େଭ ଯିହୁଦା େର ଅଗ୍ନି ସଂୟୋଗ କରିବା ଏବଂ େସହି ଅଗ୍ନି ୟିରୁଶାଲମର ସମସ୍ତ ଉଚ୍ଚ ଅଟ୍ଟାଳିକା ଧ୍ବଂସ କରିଦେବ।" 6 ସଦାପ୍ରଭୁ ଏହା କହନ୍ତି: "ଆମ୍େଭ ବହୁ ଅପରାଧ କରିଥିବା ଇଶ୍ରାେୟଲ େଲାକଙ୍କୁ ଦଣ୍ତ େଦବା। କାରଣ େସମାେନ େର ୗପ୍ୟ ବଦଳ େର ଉତ୍ତମ ଓ ନିରୀହ େଲାକଙ୍କୁ ବୀକ୍ରି କରିଥିେଲ। େସମାେନ ଏକହଳ ୟୋତା ପାଇଁ ଦରିଦ୍ର େଲାକଙ୍କୁ ବୀକ୍ରି କରିଥିେଲ। 7 େସମାେନ ଦରିଦ୍ର େଲାକମାନଙ୍କର ମୁଖମଣ୍ତଳକୁ ଭୂମିେର ମାଡି ଦଣ୍ତ ଦେଉଥିେଲ ଓ େସମାନଙ୍କୁ ପଦାଘାତ କରୁଥିେଲ। େସମାେନ ଅସହାୟ େଲାକମାନଙ୍କର ଦୁଃଖ ଓ ଦୁର୍ଦ୍ଦଶା ଶୁଣୁ ନଥିେଲ। େମାର ପବିତ୍ର ନାମକୁ କଳୁଷିତ କରିବାକୁ ୟାଇ ଜେଣ ବ୍ଯକ୍ତି ଓ ତା'ର ପିତା, ଜେଣ ରମଣୀ ସହ ୟୌନ ସଂପର୍କ ରଖିଥିେଲ। 8 େସମାେନ ଦରିଦ୍ର େଲାକମାନଙ୍କର ବସ୍ତ୍ର ନିଅନ୍ତି ଏବଂ େସହି ବସ୍ତ୍ର ଉପ େର ବସି ୟଜ୍ଞବେଦୀ ନିକଟେର ପୂଜା କରନ୍ତି। େସମାେନ ଦରିଦ୍ର େଲାକମାନଙ୍କୁ ଅର୍ଥ ଋଣ ଆକାର େର ଧାର ଦିଅନ୍ତି ଏବଂ ଆନୁଷଙ୍ଗିକ ପରି େସମାେନ ବସ୍ତ୍ରଗୁଡିକ େନଇୟାଆନ୍ତି। େସମାେନ େସହି ଦରିଦ୍ରମାନଙ୍କ ଉପ େର ଅର୍ଥ ଦଣ୍ତ କରନ୍ତି ଏବଂ େସହି ଅର୍ଥ େର ଦ୍ରାକ୍ଷାରସ କିଣି େସମାନଙ୍କର ପରେମଶ୍ବରଙ୍କ ମନ୍ଦିର େର େସବନ କରନ୍ତି। 9 "କିନ୍ତୁ ଆମ୍େଭ ୟିଏକି ଜେଣ ଥିଲୁ, ଇ େମାରୀଯକୁ େସମାନଙ୍କ ସମ୍ମୁଖ େର ଧ୍ବଂସ କଲୁ। ଇ େମାରୀଯ ଏରସ ବୃକ୍ଷ ସଦୃଶ ଉଚ୍ଚ ଓ ଆେଲାକ ଗଛ ସଦୃଶ ଶକ୍ତ ଥିଲା। ଆମ୍େଭ େସମାନଙ୍କର ଉର୍ଦ୍ଦ୍ବ ଭାଗ େର ଥିବା ଫଳ ଓ ନିମ୍ନ ଭାଗ େର ଥିବା ମୂଳକୁ ନଷ୍ଟ କଲୁ। 10 "ଆମ୍େଭ ତୁମ୍ଭମାନଙ୍କୁ ମିଶରରୁ ଆଣିଲୁ ଏବଂ ଗ୍ଭଳିଶବର୍ଷ ପର୍ୟ୍ଯନ୍ତ ମରୁଭୂମିେର ଆେଗଇ ନେଲୁ। ଆମ୍େଭ ମଧ୍ଯ ଇ େମାରୀଯମାନଙ୍କର ଭୂମିକୁ ଅଧିକାର କରିବାକୁ ତୁମ୍ଭମାନଙ୍କୁ ସାହାୟ୍ଯ କଲୁ। 11 ତୁମ୍ଭମାନଙ୍କର ପୁତ୍ରମାନଙ୍କ ମଧ୍ଯରୁ େକେତକଙ୍କୁ ଭବିଷ୍ଯତବକ୍ତା କରାଇଲୁ ଏବଂ ତୁମ୍ଭର େକେତକ ୟୁବକ ପୁରୁଷମାନଙ୍କୁ ନାସରୀଯ କରାଇଲୁ। େହ ଇଶ୍ରାେୟଲୀୟ, ଏହା ସତ୍ଯ" ଏବଂ ସଦାପ୍ରଭୁ ଏହାହିଁ କହିଥିେଲ। 12 କିନ୍ତୁ ତୁମ୍େଭମାେନ ନାସରୀଯ େଲାକମାନଙ୍କୁ ଦ୍ରାକ୍ଷାରସ େସବନ କରାଇଲା। ତୁମ୍ଭ େସହି ଭବିଷ୍ଯଦ୍ବକ୍ତାମାନଙ୍କୁ ଭବିଷ୍ଯତବାକ୍ଯ ପ୍ରଗ୍ଭର ନକରିବାକୁ କହିଲ। 13 ତୁମ୍େଭମାେନ ଆମ୍ଭ ପାଇଁ ଭୟଙ୍କର ଗ୍ଭପ ସଦୃଶ। ଆମ୍େଭ ତୁମ୍ଭକୁ ତଳକୁ ଗ୍ଭପ େଦବା। ଆମ୍େଭ ତୁମ୍ଭକୁ ନଡା େର ବୋଝେଇ ଶଗଡ ପରି ବଙ୍କା କରିେଦବା। 14 େକୗଣସି େଲାକ ରକ୍ଷା ପାଇବ ନାହିଁ, ଏପରିକି ଦ୍ରୁତତମ ଦୌଡାଳି ମଧ୍ଯ ରକ୍ଷା ପାଇବ ନାହିଁ। ଶକ୍ତିଶାଳୀ େଲାକର ମଧ୍ଯ ବଳ ନଥିବ। ସୈନ୍ଯମାେନ ନିଜକୁ ରକ୍ଷା କରିପାରିେବ ନାହିଁ। 15 ଧନୁର୍ଦ୍ଧାରୀମାେନ ମଧ୍ଯ ଆପଣାକୁ ରକ୍ଷା କରିପାରିେବ ନାହିଁ। ଦ୍ରୁତତମ ଦୌଡାଳି ମଧ୍ଯ ଆପଣାକୁ ରକ୍ଷା କରିପାରିେବ ନାହିଁ। ଅଶ୍ବାେରାହୀମାେନ ନିଜ ନିଜକୁ ରକ୍ଷା କରିପାରିେବ ନାହିଁ। 16 େସହି ସମୟେର ସାହାସୀ ସୈନ୍ଯମାେନ ଉଲଗ୍ନ େଦୗଡି ପଳାଇବେ।" ସଦାପ୍ରଭୁ ଏହି କଥା କୁହନ୍ତି।

3:1 େହ ଇଶ୍ରାେୟଲର େଲାକମାେନ, ଏହି ବାର୍ତ୍ତା ଶୁଣ। ଇଶ୍ରାେୟଲ ବିଷଯ େର ଏହି କଥା କହିେଲ। ମିଶରରୁ ଅଣାଇଥିବା ସମସ୍ତ ଇଶ୍ରାେୟଲୀୟ ପରିବାର ବିଷଯ େର ଏହା ବାର୍ତ୍ତା ଥିଲା। 2 "ଏହି ପୃଥିବୀ େର ବହୁ ପରିବାର ଅଛନ୍ତି। କିନ୍ତୁ ତୁମ୍େଭମାେନ ଏପରି ଏକ େଗାଷ୍ଠୀ ସ୍ବତନ୍ତ୍ର ଭାବେର ଜାଣିବାକୁ ତୁମ୍ଭମାନଙ୍କୁ ବାଛିଥିଲୁ। ମାତ୍ର ତୁମ୍େଭମାେନ ଆମ୍ଭ ବିରୁଦ୍ଧ େର ଗଲ। େତଣୁ ତୁମ୍ଭମାନଙ୍କର ପାପ ପାଇଁ ଆମ୍େଭ ତୁମ୍ଭମାନଙ୍କୁ ଦଣ୍ତ େଦବା।" 3 ଏକମତ ନ େହେଲ ଦୁଇଜଣ ଏକତ୍ର ଗମନ କରିେବ ନାହିଁ। 4 ସିଂହଟି ଗର୍ଜ୍ଜନ କେର ଯଦି ତାକୁ ଶିକାର ଦୃଶ୍ଯମାନ ହୁଏ। ଯଦି େଗାଟିଏ ୟୁବା ସିଂହ ତା'ର ଗୁମ୍ଫା େର ଗର୍ଜ୍ଜନ କରୁଛି େତେବ ଜାଣିବ େସ କିଛି େଗାଟିଏ ଶିକାର ଧରିଛି। 5 ଯଦି ଫାଶ େର କିଛି ଖାଦ୍ୟ ନାହିଁ, େତେବ ପକ୍ଷୀଟିଏ ତା' ମଧ୍ଯକୁ ପ୍ରେବଶ କରିବ ନାହିଁ। ପକ୍ଷୀକୁ କବଳିତ କରିବା ପାଇଁ ଫାଶ ଭିତ େର ଥୋପ ନଥିେଲ ଫାଶ ବସାୟାଏ ନାହିଁ। 6 ଯଦି ନଗର େର ତୂରୀ ବାଜି ଉଠିବ େତେବ େଲାକମାେନ ଭୟ େର ଥରହର େହେବ। ସଦାପ୍ରଭୁ ନ ଗ୍ଭହିଁଲା ପର୍ୟ୍ଯନ୍ତ ନଗର ମଧିଅେର େକୗଣସି ଅସୁବିଧା ଘଟିବ ନାହିଁ। 7 ସଦାପ୍ରଭୁ େମାରପ୍ରଭୁ, େକୗଣସି େଯାଜନା ତାଙ୍କର େସବକର ଅଗୋଚର େର କରନ୍ତି ନାହିଁ। 8 ୟହି ସିଂହ ଗର୍ଜ୍ଜନ କେର, େତେବ େଲାକମାେନ ଭୟଭୀତ େହେବ। ଯଦି ସଦାପ୍ରଭୁ କହନ୍ତି, ଭବିଷ୍ଯଦବାଣୀ ପ୍ରଚାର କରିବାକୁ, କିଏ େସହି ଭବିଷ୍ଯବାଣୀ ପ୍ରଚାର ନ କରିବ। 9 ତୁମ୍େଭ ଅସ୍ଦୋଦର ଓ ମିଶର ରାଜପ୍ରାସାଦ େର ଏହି ବାର୍ତ୍ତା େଘାଷଣା କର, "ଶମରିଯାର ପର୍ବତମାଳା ଶିଖରକୁ ଆସ ଏବଂ େସଠାକାର େକାଳାହଳ ଓ ଦଙ୍ଗାକୁ େଦଖ। େସମାେନ ଅନ୍ୟ େଲାକମାନଙ୍କ ପ୍ରତି ବହୁତ ନିଷ୍ଠୁର ଅଟନ୍ତି। 10 େଲାକମାେନ େସଠା େର କିପରି ସାଧୁତ୍ବଭାବେର ଜୀବନଧାରଣ କରିବାକୁ ହୁଏ, ଜାଣନ୍ତି ନାହିଁ। କାରଣ େସମାନଙ୍କର ଗୋଦାମ ଘର ୟୁଦ୍ଧରୁ ଲୁଟିଥିବା ସମ୍ପତ୍ତି େର ପୁରିୟାଇଛି।" 11 େତଣୁ ସଦାପ୍ରଭୁ େମାର ପ୍ରଭୁ କୁହନ୍ତି: "ଜେଣ ଶତୃ ତୁମ୍ଭ ଭୂମିକୁ ବେଷ୍ଟନ କରିବ। େସ ତୁମ୍ଭର ସମସ୍ତ ଶକ୍ତି ଅପହରଣ କରିବ। ତୁମ୍େଭ େଯଉଁସବୁ ଜିନିଷକୁ ପ୍ରାସାଦ େର ଲୁଗ୍ଭଇଛ, ସବୁତକ ତାଙ୍କ ଦ୍ବାରା ଲୁଣ୍ଠିତ େହବ।" 12 ସଦାପ୍ରଭୁ ଏହା କୁହନ୍ତି: "େଯେତେବେଳ େଗାଟିଏ ସିଂହ ମେଣ୍ତା ଛୁଆକୁ ଆକ୍ରମଣ କେର ଏବଂ ତା'ପ େର ଯଦି େମଷପାଳକ ମେଣ୍ତା ଛୁଆକୁ ରକ୍ଷା କରିବାକୁ ୟାଏ, େସ କେବଳ ସିଂହ ମୁହଁରୁ ଦୁଇଟି େଗାଡ କି କାନର କିଛି ଅଂଶ ପାଇବାକୁ ସକ୍ଷମ େହାଇପା େର। େସହିପରି, ଆମ୍େଭ ଇଶ୍ରାେୟଲୀୟମାନଙ୍କୁ ରକ୍ଷା କରିବା, େଯଉଁମାେନ ଶମରିଯା େର ବସବାସ କରନ୍ତି ଏବଂ େସମାନଙ୍କର ବିଛଣାର ଏକ କଣ େର କି ପଲଙ୍କର ସୋଫା େର ବସିବାକୁ ଭଲପାନ୍ତି" 13 େମାର ପ୍ରଭୁ ସଦାପ୍ରଭୁ ପରେମଶ୍ବର ସର୍ବଶକ୍ତିମାନ େସ ଏହିକଥା କୁହନ୍ତି: "ଯାକୁବ ପରିବାର େଲାକଙ୍କୁ ସତର୍କ କରିଦିଅ। 14 ଇଶ୍ରାେୟଲ ପାପ କରିଛି ଏବଂ େସ ପାପ ଲାଗି ଆମ୍େଭ େସମାନଙ୍କୁ ଦଣ୍ତ େଦବା। େସହିଦିନ ଆମ୍େଭ ମଧ୍ଯ ବୈଥେଲର ସମସ୍ତ ୟଜ୍ଞବେଦୀକୁ ଧ୍ବଂସ କରିବା। େସହି ୟଜ୍ଞବେଦୀର ତୂରୀସବୁ ଖଣ୍ତ ଖଣ୍ତ େହବ ଓ ଭୂମିେର ପକାୟିବ। 15 ଆମ୍େଭ ଆମ୍ଭ ଶୀତକାଳୀନ ଗୃହ ଓ ଗ୍ରୀଷ୍ମକାଳୀନ ଗୃହକୁ ଧ୍ବଂସ କରିବା। ହାତୀ ଦାନ୍ତ େର ନିର୍ମିତ ଗୃହ ମଧ୍ଯ ଧ୍ବଂସ ପାଇବ। ବହୁ ଘର ଏହିପରି ଧ୍ବଂସ ଲାଭ କରିବ।" ସଦାପ୍ରଭୁ ଏହିସବୁ କୁହନ୍ତି।

4:1 େହ ଶମରିଯାର ପର୍ବତବାସିନୀ, ବାଶନର ରମଣୀମାେନ, ତୁମ୍େଭମାେନ େମାର ଏହି ବାକ୍ଯ ଶୁଣ। ତୁମ୍େଭମାେନ ଦରିଦ୍ର େଲାକଙ୍କୁ ଆଘାତ େଦଇ ଦରିଦ୍ରମାନଙ୍କୁ ଦଳି େଦଇଛ ଆଉ ମଧ୍ଯ ତୁମ୍ଭର ସ୍ବାମୀମାନଙ୍କୁ କହିଛ, "ଆମ୍ଭମାନଙ୍କୁ କିଛି ପାନ କରିବାକୁ ଦିଅ।" 2 େମାରପ୍ରଭୁ ସଦାପ୍ରଭୁ, ତାଙ୍କର ପବିତ୍ରତା ଦ୍ବାରା ଶପଥ େନେଲ ଏବଂ କହିେଲ, ଭବିଷ୍ଯତ େର େଲାକମାେନ ତେଣ୍ଟା ବ୍ଯବାହାର କରିେବ ଏବଂ ତୁମ୍ଭମାନଙ୍କୁ ବନ୍ଦୀ ପରି େନଇଯିେବ। େସମାେନ ବନଶି କଣ୍ଟା ବ୍ଯବହାର କରି ତୁମ୍ଭମାନଙ୍କ ମଧ୍ଯରୁ ପ୍ରେତ୍ୟକକକୁ େନଇଯିେବ। 3 ସ୍ତ୍ରୀ େଲାକମାେନ କାନ୍ଥଗୁଡିକ ଭାଙ୍ଗି ବାହାରି ଆସିେବ ଏବଂ େସମାେନ ହର୍ମୋଣ ଭିତରକୁ ନିକ୍ଷେପ େହେବ। 4 "ବୈଥେଲକୁ ୟାଅ ଏବଂ େସଠା େର ପାପ କର। ଗିଲ୍ଗଲକୁ ୟାଅ େସଠା େର ଅଧିକ ପାପ କର। ପ୍ରଭାତ େର ତୁମ୍ଭର ବଳିଦାନ ଉତ୍ସର୍ଗ କର। ତିନି ଦିନ େର ଥେର ଏକ ଦଶମାଂଶ ଶସ୍ଯ ଆଣ। 5 ଆଉ ମଧ୍ଯ ଦ୍ରାକ୍ଷାରସର ଫେଣର ନୈବେଦ୍ଯ ପାଇଁ ଧନ୍ଯବାଦ ଦିଅ। ଏହି ସ୍ବେଚ୍ଛାଦତ୍ତ ନୈବେଦ୍ଯ ବିଷଯ େର ପ୍ରେତ୍ୟକକଙ୍କୁ ଜଣାଅ। େହ ଇଶ୍ରାେୟଲୀୟ, ତୁମ୍େଭ ଏହିସବୁ କାର୍ୟ୍ଯ କରିବାକୁ ଭଲ ପାଉଛ।" ସଦାପ୍ରଭୁ ଏହାହିଁ କହିେଲ। 6 ଏଗୁଡିକ କରିବା ଦ୍ବାରା ଆମ୍େଭ ତୁମ୍ଭମାନଙ୍କୁ ବାରଣ କରି ଆମ୍ଭ ପାଖକୁ ଫେରାଇ ଆଣିବାକୁ େଚଷ୍ଟା କଲୁ। "ଆମ୍େଭ ତୁମ୍ଭମାନଙ୍କୁ େକୗଣସି ଖାଦ୍ୟ ଖାଇବାକୁ ଦେଲୁ ନାହିଁ। ତୁମ୍ଭର ନଗରୀଗୁଡିକେର େକୗଣସି ଖାଦ୍ୟ ନଥିଲା। ତଥାପି ତୁମ୍େଭମାେନ ଆମ୍ଭ ନିକଟକୁ ଆସିଲ ନାହିଁ।" ସଦାପ୍ରଭୁ ଏହା କହନ୍ତି। 7 "ଆମ୍େଭ ଶସ୍ଯ ଅମଳର ତିନିମାସ ପୂର୍ବରୁ ବର୍ଷା ବନ୍ଦ କଲୁ। ଆମ୍େଭ େଗାଟିଏ ନଗର େର ବର୍ଷା କରାଇଲୁ କିନ୍ତୁ ଅନ୍ୟ ଏକ ନଗର େର ବର୍ଷା େହଲା ନାହିଁ। େଦଶର େଗାଟିଏ ଅଂଶ େର ଓଦା େହଉଥିଲା େବେଳ ଅନ୍ୟ ଅଂଶ ଶୁଷ୍କ ରହିଥିଲା। 8 େତଣୁ ଅନାବୃଷ୍ଟି େଯାଗୁ ଦୁଇ ତିନିଟି ନଗର େର େଲାକ ବୃଷ୍ଟି ବହୁଳ ଅଞ୍ଚଳକୁ ଝଳପାନ କରିବାକୁ ଧାଇଁଲେ। କିନ୍ତୁ େସଠା େର ସବୁ େଲାକଙ୍କ ପାଇଁ ପ୍ରଚୁର ଜଳ ନଥିଲା। ତଥାପି ତୁମ୍େଭମାେନ ଆମ୍ଭ ନିକଟକୁ ଆସିଲ ନାହିଁ।" ସଦାପ୍ରଭୁ ଏହାହିଁ କହିେଲ। 9 "ଉତ୍ତାପ ଓ େରାଗଦ୍ବାରା ତୁମ୍ଭର ଶସ୍ଯସବୁ ନଷ୍ଟ କଲୁ। ଆମ୍େଭ ତୁମ୍ଭର ବଗିଗ୍ଭ ଓ ଦ୍ରାକ୍ଷା କ୍ଷେତକୁ ଧ୍ବଂସ କଲୁ। ଫଙ୍ଗପାଳ ତୁମ୍ଭର ଡିମିରି ଓ ଅଲିଭ ବୃକ୍ଷକୁ ଖାଇ ଧ୍ବଂସ କେଲ। ତଥାପି ତୁମ୍େଭମାେନ ଆମ୍ଭ ନିକଟକୁ ସାହାୟ୍ଯ ପାଇଁ ଆସିଲ ନାହିଁ।" ସଦାପ୍ରଭୁ ଏହିସବୁ କହିଥିେଲ। 10 "ମିଶର େର କଲାପରି ଆମ୍େଭ ତୁମ୍ଭମାନଙ୍କ ବିରୁଦ୍ଧ େର େରାଗଗୁଡିକୁ ପ୍ େରରଣ କଲୁ। ଖଡ୍ଗ େର ଆମ୍େଭ ତୁମ୍ଭର ୟୁବକମାନଙ୍କୁ ହତ୍ଯା କଲୁ। ତୁମ୍ଭମାନଙ୍କର ଘୋଡାଗୁଡିକୁ େନଇଗଲୁ। ତୁମ୍ଭର ଶିବରଗୁଡିକୁ ମୃତଶବର ଦୁର୍ଗନ୍ଧ େର ପରିପୂର୍ଣ୍ଣ କଲୁ। ତଥାପି ତୁମ୍େଭମାେନ ଆମ୍ଭ ସାହାୟ୍ଯ ଭିକ୍ଷା ପାଇଁ ଆସିଲ ନାହିଁ।" ସଦାପ୍ରଭୁ ଏହିସବୁ କହିଥିେଲ। 11 "େସଦାମ ଓ ହ େମାରା ସହରଗୁଡିକ ଧ୍ବଂସ କଲାପରି ଆମ୍େଭ ତୁମ୍ଭମାନଙ୍କୁ ଧ୍ବଂସ କଲୁ। େସହି ନଗରଗୁଡିକ ସମ୍ପୂର୍ଣ୍ଣ ନଷ୍ଟ େହାଇଥିଲା। ତୁମ୍େଭମାେନ େଗାଟିଏ େପାଡା ବାଡି ଅଗ୍ନିରୁ ଟଣା େହଲା ସଦୃଶ ଥିଲ। ତଥାପି ତୁମ୍େଭମାେନ ଆମ୍ଭ ପାଖକୁ େଫରି ଆସିଲ ନାହିଁ।" ସଦାପ୍ରଭୁ ଏହିସବୁ କହିଥିେଲ। 12 " େତଣୁ େହ ଇଶ୍ରାେୟଲୀୟ, ଆମ୍େଭ ତୁମ୍ଭକୁ ଏହି ଜିନିଷଗୁଡିକ କହିବା। େହ ଇଶ୍ରାେୟଲୀୟ! ତୁମ୍େଭ ପରେମଶ୍ବରଙ୍କ ସମ୍ମୁଖୀନ େହବା ପାଇଁ ପ୍ରସ୍ତୁତ ହୁଅ। 13ଆମ୍େଭ କିଏ? ଆମ୍େଭ େହଉଛୁ ପର୍ବତର ନିର୍ମାଣକର୍ତ୍ତା, ଆମ୍େଭ ତୁମ୍ଭ ମନର ସୃଷ୍ଟିକର୍ତ୍ତା। ଆମ୍େଭ େଲାକମାନଙ୍କୁ କଥା କହିବା ଶିଖାଇ ଥିଲୁ। ଆଉ ମଧ୍ଯ ଅନ୍ଧକାରକୁ ସକାଳ େର ପରିଣତ କରିଥିଲୁ। ଆମ୍େଭ ପର୍ବତ ଓ ପୃଥିବୀ ଉପ େର ୟାତାଯାତ କରୁ। ତାହା େହେଲ ଆମ୍େଭ କିଏ? ଆମ୍େଭ େହଉଛୁ େସହି ସଦାପ୍ରଭୁ ସୈନ୍ଯାଧିପତି, ସ୍ବଯମ୍ଭୁ ପରେମଶ୍ବର ଆମ୍ଭର ନାମ।" 13

5:1 େହ ଇଶ୍ରାେୟଲୀୟବାସୀ, ଏହି ବାର୍ତ୍ତା ଶୁଣ। ତୁମ୍ଭମାନଙ୍କ ବିଷଯ େର ଏହା େହଉଛି ବିଳାପର ସଙ୍ଗୀତ। 2 ଇଶ୍ରାେୟଲର କୁମାରୀ ପଡିୟାଇଛି ଏବଂ େସ ଆଉ ଉଠିପାରିବ ନାହିଁ। େସ ଏକାକିନୀ ପଡି ରହିଛି। େସହି ମଇଳାରୁ ତାକୁ ଉଠାଇବାକୁ େକହି ନାହିଁ। 3 ସଦାପ୍ରଭୁ େମାର ପ୍ରଭୁ ଏହି ବାକ୍ଯ କୁହନ୍ତି: "ସହରରୁ ବାହାରକୁ ୟାଇଥିବା ଏକ ହଜାର ମଧ୍ଯରୁ ଏକଶହ ଅବଶିଷ୍ଟ ରହିେବ, ଏବଂ ଏକଶହ ବାହାରିଥିବା ମଧ୍ଯରୁ ମାତ୍ର ଦଶଜଣ ପ୍ରତ୍ଯାବର୍ତ୍ତନ କରିେବ। 4 ଇଶ୍ରାେୟଲକୁ ସଦାପ୍ରଭୁ ଏହାହିଁ କୁହନ୍ତି: "ଆସ, ଆମ୍ଭର ଅନୁସନ୍ଧାନ କର ଏବଂ ବଞ୍ଚ। 5 ମାତ୍ର ବୈଥଲକୁ େଖାଜ ନାହିଁ। ଗିଲ୍ଗଲକୁ ୟାଅ ନାହିଁ। ସୀମା ଅତିକ୍ରମ କରି ବେର୍ଶେବାକୁ ୟାଅ ନାହିଁ। ଗିଲ୍ଗଲ୍ର େଲାକମାନଙ୍କୁ ବନ୍ଦୀରୂେପ ନିଆୟିବ ଏବଂ ବୈଥଲ ଧ୍ବଂସ େହବ। 6 ସଦାପ୍ରଭୁଙ୍କ ଅନ୍ବେଷଣ କର ଓ ବଞ୍ଚି ରୁହ। ତୁମ୍େଭ ଯଦି ସଦାପ୍ରଭୁଙ୍କ ନିକଟକୁ ନ ୟିବ ତାହା େହେଲ େଗାଟିଏ ଅଗ୍ନି ସଞ୍ଚାର େହବ ଏବଂ େସହି ଅଗ୍ନି େଯାେଷଫଙ୍କ ଗୃହକୁ ଧ୍ବଂସ କରିବ ଏବଂ େକୗଣସି ବ୍ଯକ୍ତି ବୈଥଲ େର େସ ଅଗ୍ନିକୁ ଲିଭାଇ କରିପାରିେବ ନାହିଁ। 7 ପରେମଶ୍ବର କୃତ୍ତିକାକାର ଓ ମୃଗଶୀର୍ଷ ସୃଷ୍ଟି କେଲ। େସ ଅନ୍ଧକାରକୁ ପ୍ରଭାତ ଆେଲାକେର ପରିଣତ କେଲ। େସ ମଧ୍ଯ ଦିନକୁ ରାତ୍ରି େର ପରିଣତ କେଲ। େସ ସାଗର ଜଳକୁ ଆହ୍ବାନ କରନ୍ତି ଓ ପୃଥିବୀ ଉପ େର ଢାଳନ୍ତି। ତାଙ୍କର ନାମ ଯିେହାବାଃ। େସ େକୗଣସି ଶକ୍ତିଶାଳୀ ନଗରକୁ ବା ଦୁର୍ଗକୁ ଧ୍ବଂସ କରି ପାରନ୍ତି।" 8 9 10 ସହରର ଫାଟକେର ତୁମ୍େଭ ଭବିଷ୍ଯତବକ୍ତା ଦ୍ବାରା ଉଚ୍ଛନ୍ନ େହବାକୁ ଘୃଣା କର। ତୁମ୍େଭ ସଚ୍େଚାଟ ବାକ୍ଯକୁ ମଧ୍ଯ ଘୃଣା କର। 11 ତୁମ୍େଭମାେନ ଦରିଦ୍ରମାନଙ୍କଠାରୁ ଅସାଧୁ ଉପାଯ େର କର ନେଉଅଛ ଏବଂ େସମାନଙ୍କର ଗହମ ବଳପୂର୍ବକ ନେଉଅଛ। ତୁମ୍େଭମାେନ କାରୁକାର୍ୟ୍ଯ ପଥର େର ସୁନ୍ଦର ଘର ନିର୍ମାଣ କରିଛ, କିନ୍ତୁ ତୁମ୍େଭମାେନ େସହି ଘ େର ରହିପାରିବ ନାହିଁ। ତୁମ୍େଭମାେନ ସୁନ୍ଦର ଦ୍ରାକ୍ଷାଗଛ କ୍ଷେତ୍ର େର ଲଗାଇଛ କିନ୍ତୁ େସ ଦ୍ରାକ୍ଷାରସ ପାନ କରିପାରିବ ନାହିଁ। 12 ଆମ୍େଭ ତୁମ୍ଭମାନଙ୍କର ଅନେକ ଜଘନ୍ଯ ପାପ ଜାଣୁ। ତୁମ୍େଭମାେନ ଧାର୍ମିକ େଲାକଙ୍କୁ କଷ୍ଟ ଦେଲ। ତୁମ୍େଭ ଲାଞ୍ଚ େନଇଛ ଏବଂ ଦରିଦ୍ର େଲାକଙ୍କ ପ୍ରତି ନ୍ଯାଯଳଯ େର ଅନ୍ଯାଯ ଆଚରଣ କରିଅଛ। 13 େସେତେବେଳ ଜ୍ଞାନୀ ବ୍ଯକ୍ତିମାେନ ନୀରବ ରହିେବ କାରଣ ସମୟ ଅତି ମନ୍ଦ ଅେଟ। 14 ତୁମ୍େଭ କୁହ, ପରେମଶ୍ବର ତୁମ୍ଭମାନଙ୍କ ସହିତ ଅଛନ୍ତି। େତଣୁ ତୁମ୍େଭ ଉତ୍ତମ କାର୍ୟ୍ଯ କର। ମନ୍ଦଠାରୁ ଦୂ େରଇ ରୁହ। ତାହା େହେଲ ସଦାପ୍ରଭୁ ପରେମଶ୍ବର ସର୍ବଶକ୍ତିମାନ ପ୍ରକୃତ େର ତୁମ୍ଭର ସହବର୍ତ୍ତା େହେବ। 15 ମନ୍ଦକୁ ଘୃଣା କର, ଭଲକୁ ଆଦର କର। ନ୍ଯାଯ ବିଗ୍ଭର କର। ସଦାପ୍ରଭୁ ପରେମଶ୍ବର ସର୍ବଶକ୍ତିମାନ ହୁଏତ େଯାେଷଫଙ୍କ ଅବଶିଷ୍ଟାଂଶ ପରିବାର ପ୍ରତି କୃପାମଯ େହାଇପାରନ୍ତି। 16 େମାର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ପରେମଶ୍ବର କୁହନ୍ତି, "େଲାକମାେନ ସର୍ବଶକ୍ତିମାନ ସ୍ଥାନ େର କ୍ରନ୍ଦନ କରିେବ। ପ୍ରେତ୍ୟକକ ରାସ୍ତା େର େସମାେନ କହିେବ ହାୟ! ହାୟ! େସମାେନ କୃଷକମାନଙ୍କୁ ଶୋକେର ୟୋଗେଦବା ପାଇଁ ନିମନ୍ତ୍ରଣ କରିେବ ଓ ପେଷାଦାର େଶାକକାରୀମାନଙ୍କୁ େଶାକ କରିବାକୁ ଭଡା େର ଆଣିେବ। 17 ସଦାପ୍ରଭୁ ଏହା ମଧ୍ଯ କହନ୍ତି: େଲାକମାେନ ଦ୍ରାକ୍ଷାକ୍ଷେତ୍ର େର କ୍ରନ୍ଦନ କରିେବ। େଯେତେବେଳ ଆମ୍େଭ ତୁମ୍ଭମାନଙ୍କ ମଧିଅେର ଅତିକ୍ରମ କରିବା ଏବଂ ତୁମ୍ଭଙ୍କୁ ଦଣ୍ତ େଦବା।" 18 ତୁମ୍ଭମାନଙ୍କ ମଧ୍ଯରୁ େକେତକ ସଦାପ୍ରଭୁଙ୍କର ବିଶେଷଦିନ ପାଇଁ ଅପେକ୍ଷା କରିଛ। କିନ୍ତୁ ତୁମ୍େଭ ଅପେକ୍ଷା କରିବା ଉଚିତ୍ ନୁହଁ। ସଦାପ୍ରଭୁଙ୍କର େସହି ବିଶେଷଦିବସଟି କେବଳ ଗ୍ଭରିଆଡୁ ଅନ୍ଧକାର ଆଣିବ, ତୁମ୍େଭ ଆଶା କରିଥିବା ଆେଲାକକୁ ନୁେହଁ। 19 ସଦାପ୍ରଭୁଙ୍କର ଦିନଟି ଏପରି ସମୟ େହବ, େଯେବ େତେବଳେ ଜେଣ ବ୍ଯକ୍ତି ସିଂହ ମୁହଁରୁ ରକ୍ଷା ପାଇ ଭାଲୁ ଦ୍ବାରା ଆକ୍ରମିତ ହୁଏ କି ନିଜ ଘରର କାନ୍ଥ େର ହାତ ରଖି ବିଶ୍ରାମ ନେବା ସମୟେର ଦନ୍ତଘାତ ହୁଏ। 20 ସଦାପ୍ରଭୁଙ୍କର ବିଶେଷଦିନଟି ଆନନ୍ଦର ଦିନ ନ େହାଇ ଦୁଃଖମଯ େହବ। ଏହା ଆେଲାକିତ ନ େହାଇ ଅନ୍ଧକାର ପୂର୍ଣ୍ଣ େହବ। 21 "ଆମ୍େଭ ତୁମ୍ଭମାନଙ୍କର ପର୍ବ ଦିନକୁ ଘୃଣା କରୁ। ଆମ୍େଭ ମଧ୍ଯ ତୁମ୍ଭମାନଙ୍କ ଧାର୍ମିକ ମହାସଭାକୁ ଗ୍ରହଣ କରୁ ନାହୁଁ। 22 ଏପରିକି ତୁମ୍େଭ େହାମବଳି ଓ ଭୈକ୍ଷ୍ଯ ନୈବେଦ୍ଯ ଅର୍ପଣ କେଲ େହଁ ଆମ୍େଭ େସଗୁଡିକୁ ଗ୍ରହଣ କରିବା ନାହିଁ। ଆଉ ମଧ୍ଯ ମଙ୍ଗଳ ବିଧାନ ପାଇଁ ବଳି େଯାଗ୍ଯ ପୁଷ୍ଟ ପଶୁଗଣ ପ୍ରତି ଆମ୍େଭ ଦୃଷ୍ଟି େଦବା ନାହିଁ। 23 ତୁମ୍ଭମାନଙ୍କର େସହି ଉଚ୍ଚସ୍ବର ସଙ୍ଗୀତ ବନ୍ଦ କର। କାରଣ ଆମ୍େଭ େସଗୁଡିକୁ ଶୁଣିବାକୁ ଗ୍ଭହୁଁ ଓ ତୁମ୍ଭର ବୀଣାବାଦନଗୁଡିକ ଦୁର କର। 24 ତୁମ୍ଭର ନ୍ଯାଯ ବିଗ୍ଭରଧାରା ପ୍ରବାହିତ ଜଳ ସଦୃଶ େହବା ଉଚିତ୍ ଏବଂ ଧାର୍ମିକତା େଗାଟିଏ ଝରଣା ପରି େହବା ଉଚିତ୍। ଯାହା େକେବ ଶୁଖେ ନାହିଁ। 25 େହ ଇଶ୍ରାେୟଲୀୟମାେନ, ତୁମ୍େଭମାେନ ଦୀର୍ଘ ଗ୍ଭଳିଶ ବର୍ଷ ମରୁଭୂମିେର ଥିଲା େବେଳ ତୁମ୍ଭର େସବା ଓ ବଳିଦାନ ଆମ୍ଭକୁ େଦଇଥିଲ କି? 26 ତୁମ୍େଭ ସିକୂତକୁ ତୁମ୍ଭର ରାଜା ରୂେପ ଏବଂ କାଯନଙ୍କୁ ତୁମ୍ଭର 'ତାରକା ସଦାପ୍ରଭୁ' ରୂେପ ତୁମ୍େଭ ନିେଜ ତିଆରି କରିଛ। 27 େତଣୁ ଆମ୍େଭ ତୁମ୍ଭମାନଙ୍କୁ ଦମ୍ମେଶକ ସହରର ବହୁତ ଦୂରକୁ ବନ୍ଦୀକରି ନିର୍ବାସିତ କରାଇବା।" ସର୍ବଶକ୍ତିମାନ ପରେମଶ୍ବର ଏହି କଥା କହିେଲ।

6:1 େହ ସିଯୋନର େଲାକମାେନ, େଯଉଁମାେନ ତୁମ୍ଭର ଦୁଃଖ ନାହିଁ େବାଲି କହୁଛ ଏବଂ ଶମରିଯା ପର୍ବତ ଉପ େର ଥିବା ନିବାସୀ େଯଉଁମାେନ ନିଜକୁ ନିରାପଦ ମେନ କରୁଛ, ତୁମ୍ଭମାନଙ୍କ ପାଇଁ ଏହା ଅତି ମନ୍ଦ େହବ। ତୁମ୍େଭମାେନ ମହାନ୍ େଦଶର "ପ୍ରଧାନ" ଗଣ। "ଇଶ୍ରାେୟଲର ଗୃହ" ତୁମ୍ଭମାନଙ୍କର ଉପେଦଶ ପାଇଁ ତୁମ୍ଭମାନଙ୍କ ପାଖକୁ ଆସୁଛି। 2 ୟାଅ କଲନୀକୁ େଦଖ, େସହି ସ୍ଥାନରୁ ମହାନ୍ ନଗର ହମାତକୁ ୟାଅ। ତା'ପ େର ପେଲଷ୍ଟୀୟମାନଙ୍କର ଗାଥ୍ ନଗରକୁ ୟାଅ। େସହିସବୁ କି ଏହି ରାଜ୍ଯଗୁଡିକ ଅପେକ୍ଷା ଭଲ? ଅବା େସମାନଙ୍କର ସୀମା କି ତୁମ୍ଭମାନଙ୍କର ରାଜ୍ଯ ଅପେକ୍ଷା ବଡ। 3 ତୁମ୍େଭମାେନ ଭାବୁଛ ଦଣ୍ତ ପାଇବାର ଦିନ ବହୁତ ଦୂର େର ଅଛି, େସଥିପାଇଁ ତୁମ୍େଭ ହିଂସାର ସହିତ ଶାସନ କରୁଛ। 4 ତୁମ୍େଭ ଗଜଦନ୍ତ ଶୟ୍ଯା ଉପ େର ଶଯନ କରୁଛ ଓ ଖଟ ଉପ େର ନିଜର ଶରୀରକୁ ଲମ୍ବାଇ ଦେଉଛ। ତୁମ୍େଭମାେନ ତୁମ୍ଭର େମଷ ପଲରୁ େମଷଶାବକର େକାମଳ ମାଂସ ଖାଉଛ ଏବଂ େସମାନଙ୍କ ଗୁବାଳରୁ ବାଛୁରୀମାନଙ୍କୁ ଆଣୁଛ ଏବଂ େସମାନଙ୍କୁ ଖାଉଛ। ଏହା ତୁମ୍ଭମାନଙ୍କ ପାଇଁ ବହୁତ ଖରାପ େହବ। 5 ତୁମ୍େଭ ବୀଣାବାଦନ କରୁଛ ଏବଂ ଦାଉଦଙ୍କ ପରି ତୁମ୍ଭର ବାଦ୍ଯୟନ୍ତ୍ରଗୁଡିକେର ଅଭ୍ଯାସ କରୁଛ। 6 ତୁମ୍େଭ ଦ୍ରାକ୍ଷାରସ ସୁନ୍ଦର ପାତ୍ର େର ପାନ କରୁଛ। ଆଉ ମଧ୍ଯ ସୁନ୍ଦର ସୁବାସିତ ପଦାର୍ଥ ବ୍ଯବହାର କରୁଛ। କିନ୍ତୁ େଯାେଷଫର ପରିବାର ଧ୍ବଂସ ପାଉଛନ୍ତି େସଥିପାଇଁ ଟିକିଏ େହେଲ ଦୁଃଖ କରୁନାହିଁ। 7 େସହି େଲାକମାେନ େସମାନଙ୍କର ଖଟ ଉପ େର ଲମ୍ବି େଶାଇଛନ୍ତି। କିନ୍ତୁ େସମାନଙ୍କର ସୁଖର ଦିନ ଶେଷ େହାଇଛି। େସମାନଙ୍କୁ ଅନ୍ୟ ରାଜ୍ଯକୁ ବନ୍ଦୀରୂେପ ନିଆୟିବ। େସମାେନ ବନ୍ଦୀ େହାଇ ୟିବାର ପ୍ରଥମ ବ୍ଯକ୍ତି େହେବ। 8 େମାର ପ୍ରଭୁ ସଦାପ୍ରଭୁ ନିଜର ପବିତ୍ର ନାମକୁ ବ୍ଯବହାର କେଲ ଓ ଶପଥ େନେଲ। ସଦାପ୍ରଭୁ ସର୍ବଶକ୍ତିମାନ ପରେମଶ୍ବର ଏହା ପ୍ରତିଜ୍ଞା କେଲ, 9 େସହି ସମୟେର ଯଦି େଗାଟିଏ ଘ େର କେବଳ ଦଶଜଣ ଅଛନ୍ତି, େସମାେନ ସମସ୍େତ ମରିେବ। 10 େଯେତେବେଳ ଜେଣ େଲାକ ମରିବ, ଜେଣ ସମ୍ପକୀଯ ମୃତ ଶରୀରକୁ େନଇ ଦାହ େଦବା ପାଇଁ ଆସିବ। ଏବଂ " େସ ଘର ମଧିଅେର ଅନ୍ୟ କିଏ ଅଛି େବାଲି ପଗ୍ଭରିବ।" ଘର ଭିତ େର ଥିବା େଲାକଟି ଉତ୍ତର କରିବ, "ନା", 11 ସଦାପ୍ରଭୁ ପରେମଶ୍ବର ଆେଦଶ େଦେବ, େଦଖ ବଡ ଗୃହଗୁଡିକ ଖଣ୍ତ ବିଖଣ୍ତିତ େହବ ଏବଂ କ୍ଷୁଦ୍ର ଗୃହଗୁଡିକ େଛାଟ େଛାଟ ଖଣ୍ତ େର ପରିଣତ େହବ। 12 ଅଶ୍ବମାେନ ଢେଲା ପଥରଗୁଡିକ ଉପ େର େଦୗଡିେବ କି? ଆଉ ମଧ୍ଯ େକୗଣସି େଲାକ ବଳଦମାନଙ୍କୁ ସମୁଦ୍ର େର ହଳ କରିବା େର ବ୍ଯବହାର କରନ୍ତି?କିନ୍ତୁ ତୁମ୍େଭ ସବୁ ଜିନିଷ ତଳ ଉପର ପରିବର୍ତ୍ତନ କରିଛ। ତୁମ୍େଭ ଧାର୍ମିକକୁ ନାଗ ବିଷ େର ପରିଣତ କରିଛ ଏବଂ ଆଉ ଅତି ଉତ୍ତମ ନ୍ଯାଯକୁ ତୀବ୍ର ହଳାହଳ େର ପରିଣତ କରିଛ। 13 ତୁମ୍େଭମାେନ ତୁଚ୍ଛା େର ଆନନ୍ଦ କରୁଛ। ଆଉ ତୁମ୍େଭମାେନ କହୁଛ, "ଆମ୍େଭ ନିଜ ତୁଚ୍ଛା େର ଆନନ୍ଦ ଶିଙ୍ଗ ଲାଭ କରିଅଛୁ।" 14 "କିନ୍ତୁ େହ ଇଶ୍ରାେୟଲବାସୀ, ତୁମ୍ଭ େଦଶ ବିରୁଦ୍ଧ େର ଆମ୍େଭ େଗାଟିଏ େଗାଷ୍ଠୀ ଜାଗ୍ରତ କରିବା। େସହି େଗାଷ୍ଠୀ ତୁମ୍ଭ ସମଗ୍ର ରାଜ୍ଯ ଉପ େର ଦୁଃଖ କ୍ଲେଶ ଆଣିବ। ଏହି କ୍ଲେଶ ହମାତଠାରୁ ଅରାବା ମାର୍ଗ ପର୍ୟ୍ଯନ୍ତ ଲାଗି ରହିବ।" ସଦାପ୍ରଭୁ ସର୍ବଶକ୍ତିମାନ ପରେମଶ୍ବର ଏହା କୁହନ୍ତି।

7:1 ସଦାପ୍ରଭୁ େମାେତ ଏହା େଦଖାଇେଲ। ଦ୍ବିତୀୟବାର ଶସ୍ଯ ଉତ୍ପାଦନ ଆରମ୍ଭ େହବା ସମୟେର େସ ପଙ୍ଗପାଳ ସୃଷ୍ଟି କେଲ। ରାଜା ପ୍ରଥମବାର ଶସ୍ଯ ଅମଳ କଲାପ େର ଏହା ଦ୍ବିତୀୟବାର ଶସ୍ଯ ଥିଲା। 2 ପଙ୍ଗପାଳ ଦଳ ରାଜ୍ଯର ସମସ୍ତ ତୃଣ ଖାଇଗେଲ। ତା'ପ େର ମୁଁ କହିଲି, " େହ େମାର ପ୍ରଭୁ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରାର୍ଥନା କରୁଛି। ଆମ୍ଭମାନଙ୍କୁ କ୍ଷମା କର। ଯାକୁବ େକେବ ତିଷ୍ଠିବ ନାହିଁ। କାରଣ େସ ଅତି କ୍ଷୁଦ୍ର।" 3 ତା'ପ େର ସଦାପ୍ରଭୁ ତାଙ୍କର ମନ ପରିବର୍ତ୍ତନ କେଲ ଏବଂ କହିେଲ, "ଏହା ଘଟିବ ନାହିଁ।" 4 େମାରପ୍ରଭୁ ସଦାପ୍ରଭୁ େମାେତ ଏହିସବୁ େଦଖାଇେଲ। ମୁଁ େଦଖିଲି ପ୍ରଭୁ ସଦାପ୍ରଭୁ ବିଗ୍ଭର ପାଇଁ ଅଗ୍ନିକୁ ଡକାଇେଲ। େସହି ଅଗ୍ନି ମହାସାଗରକୁ ଧ୍ବଂସ କଲା। େସ ପୃଥିବୀକୁ ମଧ୍ଯ ଶେଷ କରିବାକୁ ଆରମ୍ଭ କଲା। 5 କିନ୍ତୁ ମୁଁ ପ୍ରାର୍ଥନା କଲି ଓ କହିଲି, " େହ େମାର ସଦାପ୍ରଭୁ ପରେମଶ୍ବର, ମୁଁ ପ୍ରାର୍ଥନା କରୁଛି ବନ୍ଦ କର। ଯାକୁବ ବଞ୍ଚିବ ନାହିଁ। େସ ଅତି କ୍ଷୁଦ୍ର।" 6 ତା'ପ େର ସଦାପ୍ରଭୁ ଏବିଷଯ େର ତାଙ୍କର ମନ ପରିବର୍ତ୍ତନ କେଲ। ସଦାପ୍ରଭୁ ପରେମଶ୍ବର କହିେଲ, "ତାହା ଘଟିବ ନାହିଁ।" 7 ସଦାପ୍ରଭୁ ଏହି ଜିନିଷ େମାେତ େଦଖାଇେଲ: ସଦାପ୍ରଭୁ େଗାଟିଏ କାନ୍ଥ ନିକଟେର ଓଳମ ଧରି ଛିଡା େହେଲ। କାନ୍ଥ ଓଳମ ଦ୍ବାରା ସଳଖ କରାୟାଏ। 8 ସଦାପ୍ରଭୁ େମାେତ କହିେଲ, " େହ ଆେମାଷ କ'ଣ େଦଖୁଛ?" 9 ଇସ୍ହାକର ଉଚ୍ଚସ୍ଥାନ ଧ୍ବଂସ େହବ। ଇଶ୍ରାେୟଲର ପବିତ୍ର ସ୍ଥାନଗୁଡିକ ପଥର େର ପରିଣତ େହବ। ଆମ୍େଭ ଖଡ୍ଗ ଦ୍ବାରା ୟାରବିଯାମର ପରିବାରକୁ ଆକ୍ରମଣ କରିବା ଏବଂ େସମାନଙ୍କୁ ହତ୍ଯା କରିବା। " 10 ବୈଥେଲର ଯାଜକ ଅମତ୍ସିଯ ଏହି ବାର୍ତ୍ତା ଇଶ୍ରାେୟଲର ରାଜା ୟାରବିଯାମଙ୍କୁ ପଠାଇେଲ, "ଆେମାଷ ତୁମ୍ଭ ବିରୁଦ୍ଧ େର ଇଶ୍ରାେୟଲୀୟମାନଙ୍କ ମଧିଅେର ଚକ୍ରାନ୍ତ କରୁଛନ୍ତି। େସ ଏେତ ଅଧିକ କହୁଛନ୍ତି େଯ େଦଶ ତାହା ସହି ପାରୁନାହିଁ। 11 ଆେମାଷ କହୁଛନ୍ତି, 'ୟାରବିଯାମ୍ ଖଡ୍ଗ େର ନିହତ େହେବ ଏବଂ ଇଶ୍ରାେୟଲର େଲାକମାନଙ୍କୁ େଦଶ ବାହାରକୁ ବନ୍ଦୀରୂେପ ନିଆୟିବ।"' 12 ଅମତସିଯ ମଧ୍ଯ ଆେମାଷକୁ କହିଥିେଲ, " େହ ଦର୍ଶକ ଯିହୁଦାକୁ ୟାଅ ଓ େସଠା େର େରାଟୀ ଉପାର୍ଜନ କର ଏବଂ ତୁମ୍ଭର ଉପେଦଶ ପ୍ରଗ୍ଭର କର। 13 କିନ୍ତୁ ଆଉ ବୈଥେଲ େର ପ୍ରଗ୍ଭର କରନାହିଁ। ଏହା ୟାରବିଯାମ୍ଙ୍କ ପବିତ୍ର ସ୍ଥାନ। ଏହା ଇଶ୍ରାେୟଲର ମନ୍ଦିର।" 14 ତା'ପ େର ଆେମାଷ ଅମତ୍ସିଯଙ୍କୁ ଉତ୍ତର େଦେଲ, "ମୁଁ ଜେଣ ପେଷାଦାର ଭବିଷ୍ଯତବକ୍ତା ନୁେହଁ। ଆଉ ମଧ୍ଯ ମୁଁ ଭବିଷ୍ଯତବକ୍ତାର ପରିବାରରୁ ଆସିନାହିଁ। ମୁଁ କେବଳ େମଷପାଳନ କେର ଓ ଡିମିରି ବୃକ୍ଷର ଯତ୍ନ ନିଏ। 15 ମୁଁ ଜେଣ େମଷପାଳକ ଥିଲି ଓ ସଦାପ୍ରଭୁ େମାେତ ଆଣି କହିେଲ, 'ୟାଅ ଓ ଇଶ୍ରାେୟଲର େଲାକମାନଙ୍କ ମଧିଅେର ଭବିଷ୍ଯତବାଣୀ ପ୍ରଗ୍ଭର କର।' 16 େତଣୁ ସଦାପ୍ରଭୁଙ୍କ ବାର୍ତ୍ତା ଶୁଣ। ତୁମ୍େଭ େମାେତ କହୁଛ, 'ଇଶ୍ରାେୟଲ ବିରୁଦ୍ଧ େର ଭବିଷ୍ଯତ ବାକ୍ଯ ପ୍ରଗ୍ଭର କରନାହିଁ। ଇସ୍ହାକ ପରିବାର ବିରୁଦ୍ଧ େର ମଧ୍ଯ ପ୍ରଗ୍ଭର କରନାହିଁ।' 17 କିନ୍ତୁ ସଦାପ୍ରଭୁ କୁହନ୍ତି, 'ତୁମ୍ଭର ସ୍ତ୍ରୀ ନଗର ମଧିଅେର ଜେଣ ଗଣିକା େହବ। ତୁମ୍ଭର ପୁତ୍ରକନ୍ଯାଗଣ ଖଡ୍ଗ େର ନିହତ େହେବ। ଅନ୍ୟ େଲାକମାନଙ୍କୁ ତୁମ୍ଭ ରାଜ୍ଯରୁ ନିଆୟିବ ଏବଂ େସମାନଙ୍କ ନିଜ ନିଜ ମଧିଅେର ବିଭାଗ କରାୟିବ। ଆଉ ମଧ୍ଯ ତୁମ୍େଭ ବିେଦଶ େର ମୃତ୍ଯୁବରଣ କରିବ। ଇଶ୍ରାେୟଲର େଲାକମାେନ ନିଶ୍ଚିତ ଏେଦଶରୁ ବନ୍ଦୀରୂେପ ବିତାଡିତ େହେବ।"'

8:1 ସଦାପ୍ରଭୁ େମାେତ ଏହା େଦଖାଇେଲ, ମୁଁ ଏକଡାଲା ଗ୍ରୀଷ୍ମକାଳୀନ ଫଳ େଦଖିଲି। 2 ସଦାପ୍ରଭୁ େମାେତ ପଚାରିେଲ, " େହ ଆେମାଷ, ତୁମ୍େଭ କ'ଣ େଦଖୁଛ?" 3 ପୁଣି ମନ୍ଦିର ଗୀତ ଦୁଃଖପୂର୍ଣ୍ଣ ମୃତ୍ଯୁକାଳୀନ ସଙ୍ଗୀତ େର ପରିଣତ େହବ। ସଦାପ୍ରଭୁ, େମାର ପ୍ରଭୁ ଏହା କହିେଲ: ସବୁ ସ୍ଥାନ େର ମୃତ ଶରୀର ପଡିରହିବ। ନୀରବ େର େଲାକମାେନ େସହି ଶବଗୁଡିକୁ େନଇ ଏକ ସ୍ଥାନ େର ପକାଇେବ।" 4 େମା କଥା ଶୁଣ! େହ େଦଶର ଦରିଦ୍ରମାନଙ୍କୁ ବିନଷ୍ଟ କରୁଥିବା ଓ ଅସହାୟମାନଙ୍କୁ ଦଳି ଦେଉଥିବା େଲାକମାେନ, 5 ତୁମ୍େଭ ବ୍ଯବସାଯୀଗଣ କହୁଛ, "େକେତେବେଳ ଅମାବାସ୍ଯା ଗତ େହବ ଓ ଆମ୍େଭମାେନ ଆମ୍ଭର ଶସ୍ଯ ବୀକ୍ରି କରିବୁ? ପୁଣି େକେତେବେଳ ବିଶ୍ରାମଦିନ ଗତ େହବ, ଆମ୍େଭ ଆମ୍ଭର ଗହମ ବୀକ୍ରିପାଇଁ ଆଣିବୁ? ଆମ୍େଭମାେନ ଓଜନର ମାପ କମାଇବୁ ଏବଂ ଜିନିଷର ମୂଲ୍ଯ ବୃଦ୍ଧି କରିବୁ। ଆମ୍େଭମାେନ ତରାଜୁକୁ କମ୍ ବେଶୀକରି େଲାକମାନଙ୍କୁ ଠକିବୁ। 6 ଆଉ ଦରିଦ୍ର େଲାକମାେନ େସମାନଙ୍କର ଋଣ ପରିେଶାଧ କରିପାରିେବ ନାହିଁ, େତଣୁ ଆମ୍େଭ େସମାନଙ୍କୁ କ୍ରୀତଦାସ ରୂେପ କିଣିବୁ। େସହି ଅସହାୟ େଲାକମାନଙ୍କୁ ଏକହଳ ପାଦୁକା ବଦଳ େର କିଣି ପାରିବୁ। ହାୟ! ପରିତ୍ଯକ୍ତ ଗହମ ପରି େସହି ଦରିଦ୍ର ବ୍ଯକ୍ତିମାନଙ୍କୁ ବୀକ୍ରି କରିବୁ।" 7 ସଦାପ୍ରଭୁ ଯାକୁବର ଗର୍ବକୁ େନଇ ଶପଥ କରି କହିେଲ, " େସହି େଲାକମାେନ ଯାହା କେଲ ଆମ୍େଭ େକେବ ତାହା ପାଶୋରି ପାରିବା ନାହିଁ। 8 େସହି େୟାଗୁ ସମଗ୍ରେଦଶ ଥରିବ। େସହି ରାଜ୍ଯ େର ବାସ କରୁଥିବା ପ୍ରେତ୍ୟକକ େଲାକ ମୃତ େଲାକଙ୍କ ପାଇଁ ବିଳାପ କରିେବ। ମିଶର ନୀଳନଦୀ ପରି ସମଗ୍ର େଦଶଟିର ଉତ୍ଥାନ ପତନ ଘଟିବ। ଆଉ େଦଶଟି ଆନ୍ଦୋଳିତ େହବ।" 9 ସଦାପ୍ରଭୁ ଏହା କହିଥିେଲ: " େସଦିନ ମଧ୍ଯାହ୍ନ େର ସୂର୍ୟ୍ଯଙ୍କୁ ଅସ୍ତ କରାଇବା ଓ ଏକ ନିର୍ମଳ ଦିନ େର ପୃଥିବୀକୁ ଅନ୍ଧକାରମଯ କରାଇବା। 10 ତୁମ୍ଭର ଅବସର ଦିନକୁ ମୃତ େଲାକର ଶୋକ ଦିବସ େର ପରିଣତ କରାଇବା ଏବଂ ତୁମ୍ଭର ସମସ୍ତ ସଙ୍ଗୀତ ମୃତ େଲାକଙ୍କ ବିଳାପ େର ପରିଣତ େହବ। ଆମ୍େଭ ସମସ୍ତଙ୍କୁ ଦୁଃଖ ବସ୍ତ୍ର ପରିଧାନ କରାଇବା ଓ ସମସ୍ତଙ୍କର ମସ୍ତକକୁ ଲଣ୍ତା କରାଇବା। େଗାଟିଏ େଲାକର ଏକମାତ୍ର ସନ୍ତାନର ମୃତ୍ଯୁ େର େଯପରି ଆକୁଳ କ୍ରନ୍ଦନ କରାୟାଏ େସହିପରି କରୁଣ ବିଳାପ କରାଇବା। ଏହା ଅତି ଦୁଃଖର ଅନ୍ତିମ ପରିଣତି େହବ।" 11 ସଦାପ୍ରଭୁ କୁହନ୍ତି: 12 େଲାକମାେନ େଗାଟିଏ ସମୁଦ୍ରରୁ ଅନ୍ୟ େଗାଟିଏ ସମୁଦ୍ର ପର୍ୟ୍ଯନ୍ତ ଏବଂ ଉତ୍ତର ଦିଗରୁ ପୂର୍ବ ଦିଗକୁ ଭ୍ରମଣ କରିେବ। େସମାେନ ସଦାପ୍ରଭୁଙ୍କର ବାର୍ତ୍ତା ଏଣେତେଣେ େଖାଜି ବୁଲିବେ, ମାତ୍ର ତାହା ପାଇେବ ନାହିଁ। 13 େସେତେବେଳ ସୁନ୍ଦର ୟୁବକଗଣ ଓ ସୁନ୍ଦରୀ ରମଣୀମାେନ ତୃଷା େର ଦୁର୍ବଳ େହାଇ ପଡିବେ। ଶମରିଯାର ପାପ ପାଇଁ େସମାେନ ଶପଥ େନଇ କହିେବ, ' େହ ଦାନ୍ େଯପରି ତୁମ୍ଭର ପରେମଶ୍ବର ନିଶ୍ଚିତ ଜୀବିତ' ଓ 'ବେର୍ଶେବାର ପ୍ରଭୁ ନିଶ୍ଚିତ ଜୀବିତ, େସମାନଙ୍କର ନିଶ୍ଚିତ ପତନ ଘଟିବ ଓ େସମାେନ େକେବ ଉଠି ପାରିେବ ନାହିଁ।" 14

9:1 େସ କହିେଲ, ମୁଁ େମାର ପ୍ରଭୁଙ୍କୁ ୟଜ୍ଞବେଦୀ ଉପ େର ଦଣ୍ତାଯମାନ େହବାର େଦଖିଲି। େସ କହିେଲ, "ସ୍ତମ୍ଭର ଅଗ୍ରଭାଗକୁ ଆଘାତ କର େଯପରିକି ଅଟ୍ଟାଳିକାର ଦ୍ବାର େଦଶ ଥରି ଉଠିବ। ସ୍ତମ୍ଭଟିକୁ େଲାକମାନଙ୍କ ମୁଣ୍ତ ଉପ େର ପକାଅ। ଯଦି ଏଥିରୁ େକହି ବଞ୍ଚିବ ଆମ୍େଭ ତାକୁ ଖଡ୍ଗ େର ଚ୍ଛେଦନ କରିବା। େଦୗଡି ୟାଇଥିବା େଲାକ ମଧ୍ଯ ରକ୍ଷା ପାଇବ ନାହିଁ। ଜେଣ େହେଲ ବଞ୍ଚିବେ ନାହିଁ। 2 ଯଦି େସମାେନ ଭୂମି େଖାଳି ପାତାଳକୁ ଯିେବ, େସଠାରୁ ମଧ୍ଯ ଆମ୍େଭ େସମାନଙ୍କୁ ଟାଣି ଆଣିବା। ଯଦି େସମାେନ ସ୍ବର୍ଗକୁ ୟାଆନ୍ତି, ଆମ୍େଭ େସମାନଙ୍କୁ େସହି ସ୍ଥାନରୁ ମଧ୍ଯ ତଳକୁ ଖସାଇ ଆଣିବା। 3 ଯଦି େସମାେନ ନିଜକୁ କର୍ମିଲ ଶୃଙ୍ଗ େର ଲୁଗ୍ଭନ୍ତି, ଆମ୍େଭ େସମାନଙ୍କୁ େଖାଜି େସଠାରୁ ମଧ୍ଯ ଧରି ଆଣିବା। ଯଦି େସମାେନ ସମୁଦ୍ରର ନିମ୍ନ ଭାଗ େର ଲୁଚି ରହନ୍ତି, େତେବ ଆମ୍େଭ ସର୍ପକୁ ଆେଦଶ େଦବା ଓ େସହି ସର୍ପ େସମାନଙ୍କୁ ଦଂଶନ କରିବ। 4 ଯଦି େସମାେନ ଧରା େହାଇ ଶତୃମାନଙ୍କ ଦ୍ବାରା ବନ୍ଦୀ େହେବ ତଥାପି ଖଡ୍ଗକୁ ଆେଦଶ େଦବା, େସ େସମାନଙ୍କୁ ହତ୍ଯା କରିବ। ଆମ୍େଭ େସମାନଙ୍କ ଉପ େର ଦୃଷ୍ଟି ରଖିବା କିନ୍ତୁ ଆମ୍େଭ େସମାନଙ୍କୁ ଦୁଃଖ େଦବା ପାଇଁ ଲକ୍ଷ୍ଯ ରଖିବା। େସମାନଙ୍କୁ ଉତ୍ତମ ଜିନିଷ େଦବାପାଇଁ ଲକ୍ଷ୍ଯ ରଖିବା ନାହିଁ।" 5 େମାରପ୍ରଭୁ ସଦାପ୍ରଭୁ ସର୍ବଶକ୍ତିମାନ ପୃଥିବୀକୁ ସ୍ପର୍ଶ କରିେବ ଏବଂ ତାହା ତରଳି ୟିବ। ତତ୍ପ େର େସଠା େର ବାସ କରୁଥିବା ସମସ୍ତ େଲାକ ମୃତ େଲାକଙ୍କ ପାଇଁ ବିଳାପ କରିେବ। ମିଶରର ନୀଳନଦୀ ପରି େସହି ଭୂମିର ଉତ୍ଥାନ ପତନ ଘଟିବ। 6 ସଦାପ୍ରଭୁ ଆକାଶର ଉର୍ଦ୍ଧ େର ତାଙ୍କର ପ୍ରାସାଦ ନିର୍ମାଣ କରିଛନ୍ତି। େସ ପୃଥିବୀ ଉପ େର ଗୋଦାମ ଘର ନିର୍ମାଣ କରିଛନ୍ତି। େସ ସମୁଦ୍ରକୁ ଡାକନ୍ତି ଏବଂ ପାଣି ପୃଥିବୀ ଉପ େର ଢାଳନ୍ତି। ତାଙ୍କର ନାମ ୟିହୋବାଃ 7 ସଦାପ୍ରଭୁ ଏହା କୁହନ୍ତି, " େହ ଇଶ୍ରାେୟଲ ସନ୍ତାନମାେନ, ତୁମ୍େଭମାେନ ଆମ୍ଭ ନିକଟେର କୂଶୀଯ ସନ୍ତାନମାନଙ୍କ ତୁଲ୍ଯ। ଆମ୍େଭ ମିଶରରୁ ଇଶ୍ରାେୟଲକୁ, କପ୍ତୋରରୁ ପେଲଷ୍ଟୀୟକୁ ଓ ବୀରେଦଶରୁ ଅରାମୀଯମାନଙ୍କୁ ଆଣିଅଛୁ।" 8 ସଦାପ୍ରଭୁ, େମାର ପ୍ରଭୁ ପାପପୂର୍ଣ୍ଣ ରାଜ୍ଯ ଇଶ୍ରାେୟଲ ଉପ େର ଦୃଷ୍ଟି ରଖିଛନ୍ତି। ସଦାପ୍ରଭୁ କହିେଲ, "ଆମ୍େଭ ପୃଥିବୀରୁ ଇଶ୍ରାେୟଲକୁ ମୂଳପୋଛ କରିେଦବା। କିନ୍ତୁ େକେବ ଯାକୁବ ପରିବାରକୁ ସମ୍ପୂର୍ଣ୍ଣ ଭାବେର ଧ୍ବଂସ କରିବା ନାହିଁ। 9 ଆମ୍େଭ ଇଶ୍ରାେୟଲର ଧ୍ବଂସ ପାଇଁ ଆେଦଶ େଦବା। ଆମ୍େଭ ଇଶ୍ରାେୟଲବାସୀଙ୍କୁ ସମଗ୍ର େଦଶଗୁଡିକେର ବିକ୍ଷିପ୍ତ ଭାବେର ବିଚ୍ଛୁରିତ କରିବା। ଏହା ଗ୍ଭଲୁଣି େର ଅଟା ଚଲାଇଲା ପରି େହବ। ଫସଲର ଏକ କଣିକା ଧରିତ୍ରୀ ଉପ େର ପଡିବ ନାହିଁ। ଯାକୁବଙ୍କର ପରିବାର େସହିପରି ଭାବେର େସବା କରିେବ। 10 ଆମ୍ଭ େଲାକମାନଙ୍କ ମଧିଅେର ପାପୀଗଣ କହିେବ, 'ଆମ୍ଭ ପ୍ରତି କିଛି ମନ୍ଦ ଘଟିବ ନାହିଁ।' କିନ୍ତୁ େସ ସମସ୍ତ େଲାକ ଖଡ୍ଗ େର ନିହତ େହେବ।" 11 "ଦାଉଦଙ୍କର ପତିତ ତମ୍ବୁକୁ ଆମ୍େଭ ପୁନର୍ବାର ଉଠାଇବା। ଆମ୍େଭ କାନ୍ଥ େର ଥିବା କଣାସବୁ ବନ୍ଦ କରିବା। ଆମ୍େଭ ବିଧ୍ବସ୍ତ େହାଇଥିବା ଅଟ୍ଟାଳିକାଗୁଡିକୁ ପୁନର୍ବାର ନିର୍ମାଣ କରିବା ଓ େସ ଗୁଡିକ ପୂର୍ବପରି ତମ୍ବୁ ନିର୍ମିତ େହବ। 12 ତା'ପ େର ଇେଦାମର ଯାହାସବୁ ଛଡା େହାଇଥିବ, ଆମ୍ଭ େଲାକମାେନ ଅଧିକାର କରିେବ ଏବଂ ସମସ୍ତ ଜାତିଗୁଡିକ ଆମ୍ଭ ନାମ େନେବ।" ସଦାପ୍ରଭୁ ଏହା କହିେବ ଓ େସହି ସମସ୍ତ ଘଟାଇବେ। 13 ସଦାପ୍ରଭୁ ପୁଣି କୁହନ୍ତି, "ସମୟ ଆସୁଛି େଯେତେବେଳ ପ୍ରଚୁର ଅମଳ େହବ ଏବଂ ତାହା ଶସ୍ଯ ଲଗାଇବା ସମୟ ପର୍ୟ୍ଯନ୍ତ ମଧ୍ଯ କ୍ଷେତ୍ର େର ଥିବ। ଏେତ ଦ୍ରାକ୍ଷାଫଳ େହବ େଯ, ନୂତନ ଦ୍ରାକ୍ଷାଲତା ଲଗାଇବା ସମୟ ପୂର୍ବରୁ ତଥାପି ଦ୍ରାକ୍ଷାରସ ପ୍ରସ୍ତୁତ େହାଇ ପାରିବ ନାହିଁ। ଏବଂ ମଧୁର ଦ୍ରାକ୍ଷାରସ ପର୍ବତରୁ ବହିବ। 14 ଆମ୍େଭ ଇଶ୍ରାେୟଲକୁ ବନ୍ଦୀରୁ ମୁକ୍ତ କରିବା ଏବଂ େସମାନଙ୍କୁ େସମାଙ୍କର ଭୂମିକୁ ଫେରାଇ ଆଣିବା। େସମାେନ ଧ୍ବଂସ ବିଧ୍ବଂସ ନଗରଗୁଡିକୁ ପୁନଃନିର୍ମାଣ କରିେବ ଏବଂ େସହି ନଗରୀ େର ବାସ କରିେବ। େସମାେନ ଦ୍ରାକ୍ଷାବୃକ୍ଷ କ୍ଷେତ େର ରୋପଣ କରିେବ ଏବଂ ଦ୍ରାକ୍ଷାରସ ପିଇବେ, ଯାହା େସଠାକାର ଦ୍ରାକ୍ଷାଫଳରୁ ପ୍ରସ୍ତୁତ ହୁଏ। େସମାେନ ମଧ୍ଯ ଗ୍ଭଷ କରିେବ ଓ ଉତ୍ପାଦିତ ଶସ୍ଯକୁ ଭକ୍ଷଣ କରିେବ। 15 ଆମ୍େଭ ଆପଣା େଲାକମାନଙ୍କୁ ତାଙ୍କ ନିଜ ଭୂମିେର ସ୍ଥାପନ କରିବା। ଆମ୍େଭ େଯଉଁ ଭୂମି େସମାନଙ୍କୁ େଦଇଛୁ, େସମାେନ େଯପରି ତାଙ୍କ ଭୂମିରୁ େକେବ ବିତାଡିତ େହେବ ନାହିଁ।" ସଦାପ୍ରଭୁ ତୁମ୍ଭମାନଙ୍କର ପରେମଶ୍ବର ଏହା କୁହନ୍ତି।