Colossians

1:1 ଈଶ୍ବରଙ୍କ ଇଚ୍ଛା େର ଖ୍ରୀଷ୍ଟ ଯୀଶୁଙ୍କ ଜେଣ ପ୍ େରରିତ ମୁଁ ପାଉଲ ଓ ଆମ୍ଭ ଭାଇ ତୀମଥିଙ୍କଠାରୁ 2 କଲସୀ େର ରହୁଥିବା ଖ୍ରୀଷ୍ଟଙ୍କଠା େର ପବିତ୍ର ଓ ବିଶ୍ବସ୍ତ ଭାଇ ଓ ଭଉଣୀମାନଙ୍କୁ ଲେଖୁଛି : ଆମର ପିତା ପରେମଶ୍ବରଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ସହିତ ରହୁ। 3 ଆମ୍ଭ ପ୍ରାର୍ଥନା େର ଆମ୍େଭ ସବୁେବେଳ ତୁମ୍ଭ ପାଇଁ ପରେମଶ୍ବରଙ୍କୁ ଧନ୍ଯବାଦ ଜଣାଉଛୁ। 4 ପରେମଶ୍ବର ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ଅଟନ୍ତି। ତୁମ୍ଭମାନଙ୍କର ଯୀଶୁଙ୍କଠା େର ବିଶ୍ବାସ ଓ ପରେମଶ୍ବରଙ୍କ ସମସ୍ତ େଲାକମାନଙ୍କ ପାଇଁ ତୁମ୍ଭଠା େର ଥିବା ପ୍ େରମ ବିଷୟ େର ଶୁଣି ଆମ୍େଭ ପରେମଶ୍ବରଙ୍କୁ ଧନ୍ଯବାଦ ଜଣାଉଛୁ। 5 ତୁମ୍ଭମାନଙ୍କର ଭରସା େହତୁ ତୁମ୍େଭମାେନ ଖ୍ରୀଷ୍ଟଙ୍କୁ ବିଶ୍ବାସ ଓ ସାଧୁମାନଙ୍କୁ ପ୍ େରମ କରୁଛ। ତୁମ୍େଭ େଯଉଁ ବିଷୟଗୁଡ଼ିକ ପାଇଁ ଭରସା କରୁଛ, ତାହା ସ୍ବର୍ଗ େର ତୁମ୍ଭ ପାଇଁ ସୁରକ୍ଷିତ ଅଛି। ତୁମ୍େଭମାେନ େଯେତେବେଳ ସତ୍ଶିକ୍ଷା ବା ସୁସମାଚାର ଶୁଣିଥିଲ, େସେତେବେଳ ଏହି ଭରସା ବିଷୟ େର ଜାଣିଥିଲ। 6 ବିଶ୍ବ େର ସର୍ବତ୍ର ସୁସମାଚାର ଆଶୀର୍ବାଦ ଆଣୁଛି ଓ ବୃଦ୍ଧି ଲାଭ କରୁଛି। େଯଉଁ ଦିନଠାରୁ ତୁମ୍େଭମାେନ ସୁସମାଚାର ଶୁଣିଲ ଓ ପରେମଶ୍ବରଙ୍କ ଅନୁଗ୍ରହର ସତ୍ଯ ବୁଝିଲ, େସହି ଦିନଠାରୁ ତୁମ୍େଭମାେନ ମଧ୍ଯ ଆଶୀର୍ବାଦ ଲାଭ କରୁଛ। 7 ତୁମ୍େଭମାେନ ପରେମଶ୍ବରଙ୍କ ଅନୁଗ୍ରହ ବିଷୟ େର ଏପାଫ୍ରାଙ୍କଠାରୁ ଜାଣିଲ। ଏପାଫ୍ରା ଆମ୍ଭ ସହିତ କାମ କରନ୍ତି ଓ ଆମ୍େଭମାେନ ତାହାଙ୍କୁ ଭଲ ପାଉ। େସ ଖ୍ରୀଷ୍ଟଙ୍କର ଜେଣ ବିଶ୍ବାସୀ େସବକ। 8 ଏପାଫ୍ରା, ପବିତ୍ର ଆତ୍ମାଙ୍କଠାରୁ ପ୍ରାପ୍ତ ତୁମ୍ଭମାନଙ୍କର ପ୍ େରମ ବିଷୟ େର ଆମ୍ଭକୁ କହିଛନ୍ତି। 9 େସଥିପାଇଁ େଯଉଁଦିନଠାରୁ ଆମ୍େଭ ତୁମ୍ଭମାନଙ୍କ ବିଷୟ େର ଏହି କଥା ଶୁଣିଲୁ, ଆମ୍େଭ ତୁମ୍ଭମାନଙ୍କ ପାଇଁ ନିରନ୍ତର ପ୍ରାର୍ଥନା କରୁଛୁ। ଆମ୍େଭ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରୁଛୁ : 10 େଯପରି ତୁମ୍େଭମାେନ ପ୍ରଭୁଙ୍କୁ ଗୌରବ ଆରିଲା ଭଳି ଓ ପ୍ରେତ୍ୟକକ ଢ଼ଙ୍ଗ େର ତାହାଙ୍କୁ ପ୍ରସନ୍ନ କଲା ଭଳି ଏହି ବିଷୟଗୁଡ଼ିକ ବ୍ଯବହାର କରି ଜୀବନ-ଯାପନ କରିବ ; େଯପରି ତୁମ୍େଭମାେନ ସମସ୍ତ ପ୍ରକାରର ଭଲ କାମ କରିବ ଓ ପରେମଶ୍ବର ବିଷୟକ ଜ୍ଞାନ େର ବିକାଶ ଲାଭ କରିବ ; 11 େଯପରି ପରେମଶ୍ବର ତାହାଙ୍କ ମହାନ୍ ଶକ୍ତି ଦ୍ବାରା ତୁମ୍ଭମାନଙ୍କୁ ଶକ୍ତିଶାଳୀ କରନ୍ତୁ ; େଯ ତୁମ୍େଭମାେନ ର୍ଧୈୟ୍ଯବାନ େହବ ଓ କଷ୍ଟ ପଡ଼ିେଲ, ପଳାୟନ କରିବ ନାହିଁ, େସଥିପାଇଁ ପରେମଶ୍ବର ତୁମ୍ଭମାନଙ୍କୁ ଶକ୍ତି ଦିଅନ୍ତୁ। 12 ତା େହେଲ ଯାଇ ତୁମ୍େଭ ପ୍ରସନ୍ନ େହବ ଓ ପିତାଙ୍କୁ ଧନ୍ଯବାଦ ଦେବ। େସ େଯଉଁ ବିଷୟଗୁଡ଼ିକ ତୁମ୍ଭ ପାଇଁ ପ୍ରସ୍ତୁତ କରିଛନ୍ତି, େସଗୁଡ଼ିକ ପାଇବା ପାଇଁ େସ ତୁମ୍ଭମାନଙ୍କୁ ଉପୟୁକ୍ତ କରି ଗଢ଼ିଛନ୍ତି। େଯଉଁ ସାଧୁମାେନ ଆଲୁଅ େର ବାସ କରନ୍ତି, େସମାନଙ୍କ ଲାଗି େସ ଏହି ବିଷୟଗୁଡ଼ିକ ସୃଷ୍ଟି କରିଛନ୍ତି 13 ଅନ୍ଧକାରର ଶକ୍ତିରୁ ପରେମଶ୍ବର ଆମ୍ଭକୁ ସ୍ବାଧୀନ କରିଛନ୍ତି। େସ ଆମ୍ଭକୁ ତାଙ୍କ ପ୍ରିୟ ପୁତ୍ରଙ୍କର ରାଜ୍ଯ ମଧ୍ଯକୁ ଆଣିଛନ୍ତି। 14 େସହି ପୁତ୍ର ଆମ୍ଭକୁ ମୁକ୍ତ କରିବା ଲାଗି ମୂଲ୍ଯ ପ୍ରଦାନ କରିଛନ୍ତି। ତାହାଙ୍କ ଦ୍ବାରା ଆମ୍ଭ ପାପରୁ ଆମ୍ଭକୁ କ୍ଷମା ମିଳିଛି। 15 େକୗଣସି େଲାକ ପରେମଶ୍ବରଙ୍କୁ େଦଖି ପା େର ନାହିଁ। କିନ୍ତୁ ଖ୍ରୀଷ୍ଟ ଠିକ ପରେମଶ୍ବରଙ୍କ ଭଳି। ଖ୍ରୀଷ୍ଟ ସମସ୍ତ ସୃଷ୍ଟ ବିଷୟଗୁଡ଼ିକର ଶାସକ ଅଟନ୍ତି। 16 ତାହାଙ୍କର ଶକ୍ତି େର ସମସ୍ତ ବିଷୟଗୁଡ଼ିକର ଉତ୍ପତ୍ତି ସ୍ବର୍ଗର ଓ ପୃଥିବୀର ବିଷୟ, ଦୃଶ୍ଯ ଓ ଅଦୃଶ୍ଯ ବିଷୟ ସବୁ, ସମସ୍ତ ଆଧ୍ଯାତ୍ମିକ ଶକ୍ତି, ଅଧିକାରୀଗଣ, ପ୍ରଭୁଗଣ ଓ ଶାସକଗଣ। 17 ସବୁ ବିଷୟଗୁଡ଼ିକ ଖ୍ରୀଷ୍ଟଙ୍କ ମାଧ୍ଯମ େର ଓ ତାହାଙ୍କ ପାଇଁ ନିର୍ମିତ। ସମସ୍ତ ବିଷୟ ସୃଷ୍ଟି େହବା ପୂର୍ବରୁ ଖ୍ରୀଷ୍ଟ ଥିେଲ। ସମସ୍ତ ବିଷୟର ଆସ୍ତିତ୍ବ, ତାହାଙ୍କ େହତୁ ରହିଛି। 18 ଖ୍ରୀଷ୍ଟ ମଣ୍ଡଳୀରୂପ ଶରୀରର ମୁଖ୍ଯ ଅଟନ୍ତି। ପ୍ରେତ୍ୟକକ ବିଷୟ ତାହାଙ୍କଠାରୁ ଆସିଥାଏ। େସ ମୃତ୍ଯୁରୁ ପୁର୍ନରୁଥିତ ଏକମାତ୍ର ପୁର୍ନରୁଥିତ ଈଶ୍ବର େହାଇଥିବା ପ୍ରଭୁ। ଅତଏବ ପ୍ରେତ୍ୟକକ ବିଷୟ େର ଖ୍ରୀଷ୍ଟ ସର୍ବାପେକ୍ଷା ମହତ୍ତ୍ବପୂର୍ଣ୍ଣ ଅଟନ୍ତି। 19 ପରେମଶ୍ବର ଖ୍ରୀଷ୍ଟଙ୍କଠା େର ବାସ କରିବାକୁ ପସନ୍ଦ କେଲ। 20 ଖ୍ରୀଷ୍ଟଙ୍କ ମାଧ୍ଯମ େର ପରେମଶ୍ବର ପୁଣି ଥେର ସମସ୍ତ ପୃଥିବୀର ବିଷୟ େହଉ ବା ସ୍ବର୍ଗର ବିଷୟ େହଉ ନିଜ ସହିତ ମିଳିତ କରିବାକୁ ପସନ୍ଦ କେଲ। ଖ୍ରୀଷ୍ଟଙ୍କ କ୍ରୁଶର ରକ୍ତ ଦ୍ବାରା ପରେମଶ୍ବର ଶାନ୍ତି ଆଣିେଲ। 21 ପୂର୍ବରୁ ତୁମ୍େଭ ମନ୍ଦ କାମ କରିଥିବା କାରଣରୁ ପରେମଶ୍ବରଙ୍କ ବିେରାଧୀ ଥିଲ। ତୁମ୍େଭମାେନ ମନ େର ପରେମଶ୍ବରଙ୍କ ଶତୃ ଥିଲ। େସଥିପାଇଁ ପରେମଶ୍ବରଙ୍କଠାରୁ ଦୂ େରଇ ଯାଉଥିଲ। 22 କିନ୍ତୁ ଖ୍ରୀଷ୍ଟ ପୁଣି ଥେର ତୁମ୍ଭମାନଙ୍କୁ ପରେମଶ୍ବରଙ୍କ ମିତ୍ର କରି େଦଇଛନ୍ତି। ତାଙ୍କ ମାଂସମୟ ଶରୀର େର, ନିଜ ମୃତ୍ଯୁ ଦ୍ବାରା େସ ଏହା କରିଛନ୍ତି। ନିଷ୍କଳଙ୍କ ଓ ନିର୍ଦ୍ େଦାଷ ଭାବେର ତୁମ୍ଭମାନଙ୍କୁ ପରେମଶ୍ବରଙ୍କ ଆଗକୁ ଆଣିବା ପାଇଁ େସ ଏହା କେଲ। 23 ତୁମ୍େଭମାେନ ଶୁଣିଥିବା ସୁସମାଚାର ଉପେର ବିଶ୍ବାସ ରଖି ପାରିେଲ ଖ୍ରୀଷ୍ଟ ଏହି କାମ କରି ଚାଲିବେ। ତୁମ୍େଭମାେନ ନିଜ ବିଶ୍ବାସ େର ଦୃଢତା ଓ ନିଶ୍ଚିତ େବାଧ ରଖିଥିବ। ସୁସମାଚାର ତୁମ୍ଭମାନଙ୍କୁ େଯଉଁ ଭରସା େଦଇଛି େସଥିରୁ ବିଚଳିତ େହବ ନାହିଁ। େସହି ସମାନ ସୁସମାଚାର ସମଗ୍ର ବିଶ୍ବ େର ସମସ୍ତଙ୍କୁ କୁହାୟାଇଛି। ମୁଁ ପାଉଲ, େସହି ସୁସମାଚାର କହିବା େର ସାହାୟ୍ଯ କରିଛି। 24 ତୁମ୍ଭମାନଙ୍କ ପାଇଁ ମୁଁ େଯଉଁ କଷ୍ଟ ପାଇଛି, େସଥିପାଇଁ େମାେତ ଆନନ୍ଦ ମିଳୁଛି। ଖ୍ରୀଷ୍ଟଙ୍କ ପାଇଁ ତାଙ୍କ ଦେହ ସ୍ବରୂପ ମଣ୍ଡଳୀ ମାଧ୍ଯମ େର େକେତକ କଷ୍ଟ େଭାଗିବା ବାକି ଥିଲା। େସଗୁଡ଼ିକରୁ ଦୁଃଖ େଭାଗ କରିବା ପାଇଁ ଥିବା େମାରଅଂଶ ମୁଁ େମା ଦେହ େର ଗ୍ରହଣ କରୁଛି। 25 ପରେମଶ୍ବର େମାେତ ମଣ୍ଡଳୀର ଜେଣ େସବକ େହବା ପାଇଁ ଏକ ବିଶେଷ କାମ େଦଇଛନ୍ତି। ଏହି କାମ ତୁମ୍ଭମାନଙ୍କୁ ସାହାୟ୍ଯ କରୁଛି। େମା କାମ େହଉଛି ତୁମ୍ଭମାନଙ୍କୁ ପୂର୍ଣ୍ଣଭାବେର ପରେମଶ୍ବରଙ୍କ ଶିକ୍ଷା ପ୍ରଦାନ କରିବା। 26 ସୃଷ୍ଟିର ଆରମ୍ଭରୁ ଏହି ଗୁପ୍ତ ସତ୍ଯଟି ସମସ୍ତ େଲାକମାନଙ୍କ ପାଇଁ େଗାପନୀୟ ଥିଲା। କିନ୍ତୁ ଏେବ େସହି ଗୁପ୍ତ ସତ୍ଯ ପରେମଶ୍ବରଙ୍କ ପବିତ୍ର େଲାକମାନଙ୍କୁ ଜଣାଇ ଦିଆଗଲା। 27 ଏହି ମହାନ୍ ସତ୍ଯଟି ସମସ୍ତଙ୍କ ପାଇଁ ଅେଟ। ପରେମଶ୍ବର ଏହି ମହାନ୍ ଓ ବୈଭବପୂର୍ଣ୍ଣ ସତ୍ଯକୁ ନିଜ େଲାକଙ୍କୁ ଜଣାଇ େଦବା ପାଇଁ ସ୍ଥିର କେଲ। ଏହି ସତ୍ଯ ସ୍ବଯଂ ତୁମ୍ଭମାନଙ୍କ ଭିତ େର ଥିବା ଖ୍ରୀଷ୍ଟ ନିେଜ ଅଟନ୍ତି। ପରେମଶ୍ବରଙ୍କ ମହିମା ପ୍ରାପ୍ତ କରିବା ପାଇଁ, େସ େହଉଛନ୍ତି ଆମ୍ଭର ଏକମାତ୍ର ଭରସା। 28 ଅତଏବ ଆମ୍େଭ ଖ୍ରୀଷ୍ଟଙ୍କ ବିଷୟ େର େଲାକଙ୍କୁ କହି ଚାଲିଛୁ। ଆମ୍େଭ ପ୍ରେତ୍ୟକକ େଲାକଙ୍କୁ ଶିକ୍ଷା େଦବା ଓ ଶକ୍ତିଶାଳୀ କରିବା ପାଇଁ ଆମ୍ଭର ସମସ୍ତ ଜ୍ଞାନ ଖଟାଇଛୁ। ଏପରି କରି ଆମ୍େଭ ଖ୍ରୀଷ୍ଟଙ୍କଠା େର ଆଧ୍ଯାତ୍ମିକ ଭାବେର ପରିପୂର୍ଣ୍ଣ େହାଇ ପରେମଶ୍ବରଙ୍କ ଆଗ େର ସମସ୍ତଙ୍କୁ ଉପସ୍ଥିତ କରି ପାଇବାକୁ େଚଷ୍ଟା କରୁଛୁ। 29 ଖ୍ରୀଷ୍ଟ େମାେତ େଦଇଥିବା ମହାନ୍ ଶକ୍ତି ବଳ େର ସଂଘର୍ଷ କରି ମୁଁ ଏହି କାମଟି କରୁଛି। ଏହି ଶକ୍ତି େମା ଜୀବନ େର କାମ କରୁଛି।

2:1 ମୁଁ ଚା େହଁ ତୁମ୍େଭମାେନ ଜାଣିରଖ େଯ ତୁମ୍ଭମାନଙ୍କୁ ସାହାୟ୍ଯ କରିବା ପାଇଁ ମୁଁ କଠିନ ପରିଶ୍ରମ କରୁଛି। ଏବଂ ଲାଅଦକୀଆ େର ଥିବା େଲାକମାନଙ୍କୁ ଓ େମାେତ େଦଖି ନ ଥିବା ଅନ୍ୟ େଲାକମାନଙ୍କୁ ମଧ୍ଯ ମୁଁ ସାହାୟ୍ଯ କରିବାକୁ େଚଷ୍ଟା କରୁଛି। 2 ମୁଁ ଇଚ୍ଛା କେର େଯ େସମାେନ ପ୍ େରମ େର ବାନ୍ଧି େହାଇ ଶକ୍ତିଶାଳୀ ହୁଅନ୍ତୁ। ମୁଁ ଏହା ମଧ୍ଯ ଇଚ୍ଛା କେର େଯ େସମାେନ ବୋଧଶକ୍ତି ଦ୍ବାରା ପ୍ରାପ୍ତ ଦୃଢ଼ ବିଶ୍ବାସ େର ଧନୀ ହୁଅନ୍ତୁ। େମାରଇଚ୍ଛା େଯ ତୁମ୍େଭମାେନ ପରେମଶ୍ବରଙ୍କ ଦ୍ବାରା ଜ୍ଞାତ କରାଯାଇଥିବା ଗୁପ୍ତ ସତ୍ଯ ଅର୍ଥାତ୍ ଖ୍ରୀଷ୍ଟଙ୍କୁ ପୂର୍ଣ୍ଣ ଭାବେର ଜାଣ। 3 ଖ୍ରୀଷ୍ଟଙ୍କଠା େର ଜ୍ଞାନ ଓ ବିଜ୍ଞତାର ଭଣ୍ଡାର ସୁରକ୍ଷିତ ରଖା େହାଇଛି। 4 େମାର ଏପରି କହିବା ଉଦ୍ଦେଶ୍ଯ େଯ ତୁମ୍ଭମାନଙ୍କୁ େଯପରି େକହି ଭଲ େବାଲି ଜଣା ପଡ଼ୁଥିବା ଅସତ୍ଯ ଶିକ୍ଷା ଦ୍ବାରା ବିଭ୍ରାନ୍ତ କରି ନ ଦେଉ। 5 ମୁଁ େମା ଶରୀର େର ତୁମ୍ଭ ସହିତ େସଠାେର ନାହିଁ, କିନ୍ତୁ େମାରଆତ୍ମା େସଠାେର ଅଛି। ମୁଁ ତୁମ୍ଭମାନଙ୍କ ଉତ୍ତମ ଜୀବନ ଓ ତୁମ୍ଭମାନଙ୍କର ଖ୍ରୀଷ୍ଟଙ୍କଠା େର ବଳିଷ୍ଠ ବିଶ୍ବାସ େଦଖି ପ୍ରସନ୍ନ ଅେଟ। 6 ତୁମ୍େଭ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କୁ ଗ୍ରହଣ କରିଛ। ଅତଏବ େକୗଣସି ଅସ୍ଥିରଚିତ୍ତ ନ େହାଇ ତାହାଙ୍କୁ ଅନୁସରଣ କରିଚାଲ। 7 ତୁମ୍େଭ କେବଳ ତାଙ୍କ ଉପେର ନିର୍ଭର କର। ଜୀବନ ଓ ଶକ୍ତି ତାଙ୍କଠାରୁ ଆ େସ। ତୁମ୍ଭକୁ ସତ୍ଯର ଶିକ୍ଷା ଦିଆ ଯାଇଛି। େସହି ସତ୍ଯ ଶିକ୍ଷା ଉପେର ତୁମ୍ଭର ଦୃଢ଼ ଆସ୍ଥା ରହିଥିବା ଉଚିତ୍। ପରେମଶ୍ବରଙ୍କୁ ସବୁେବେଳ ଧନ୍ଯବାଦ ଦେଉଥାଅ। 8 ସାବଧାନ ରୁହ, େଯପରି େକହି ତୁମ୍ଭକୁ ଅନର୍ଥକ, ଅସତ୍ଯ ଚିନ୍ତାଧାରା ଓ ବାକ୍ଯ ଦ୍ବାରା ଭ୍ରାନ୍ତ ନ କରୁ। ଏହିଭଳି ଧାରଣାସବୁ ଖ୍ରୀଷ୍ଟଙ୍କଠାରୁ ନୁେହଁ, ମନୁଷ୍ଯଠାରୁ ଉତ୍ପନ୍ନ ହୁଏ। ଏହି ଧାରଣାଗୁଡ଼ିକ େହଉଛି ସଂସାରର େଲାକମାନଙ୍କର ମୂଲ୍ଯହୀନ ଧାରଣା। 9 ପରେମଶ୍ବର ଖ୍ରୀଷ୍ଟଙ୍କଠା େର ପାର୍ଥିବ ଶରୀର ଧାରଣ କରି ବାସ କେଲ। 10 ଖ୍ରୀଷ୍ଟଙ୍କଠା େର ତୁମ୍େଭ ସମ୍ପୂର୍ଣ୍ଣ ଅଟ। ତୁମ୍ଭର ଆଉ କିଛି ଦରକାର ନାହିଁ। େସ େହଉଛନ୍ତି ଶାସକମାନଙ୍କର ଓ ଶକ୍ତିଗୁଡ଼ିକର ଶାସକ ବା ପ୍ରଧାନ। 11 ଖ୍ରୀଷ୍ଟଙ୍କଠା େର ତୁମ୍େଭମାେନ ଏକ ଭିନ୍ନ ପ୍ରକାରର ସୁନ୍ନତ େହାଇଛ। ଏହି ସୁନ୍ନତ େକୗଣସି ମଣିଷର ହାତ କରି ନାହିଁ। ଅର୍ଥାତ୍ ତୁମ୍ଭମାନଙ୍କୁ ତୁମ୍ଭର ପାପପୂର୍ଣ୍ଣ ଶକ୍ତିରୁ ମୁକ୍ତ କରାଯାଇଛି। ଖ୍ରୀଷ୍ଟ ଏହିଭଳି ସୁନ୍ନତ କରନ୍ତି। 12 ତୁମ୍େଭ େଯେତେବେଳ ବାପ୍ତିଜିତ େହାଇଥିଲ, ତୁମ୍ଭର ପୁରୁଣା ସ୍ବଭାବର ମୃତ୍ଯୁ େହଲା ଓ ତୁମ୍େଭ ଖ୍ରୀଷ୍ଟଙ୍କଠା େର କବର ପ୍ରାପ୍ତ େହଲ। େସହି ବାପ୍ତିସ୍ମ େର ପରେମଶ୍ବରଙ୍କ ଶକ୍ତି େର ତୁମ୍େଭ ବିଶ୍ବାସ କରିଥିବା େହତୁ ତୁମ୍େଭ ଖ୍ରୀଷ୍ଟଙ୍କ ସହିତ ପୁଣି ପୁନରୁଥିତ େହଲ। େଯେତେବେଳ ଖ୍ରୀଷ୍ଟ ମୃତ୍ଯୁରୁ ପୁନର୍ଜୀବିତ େହେଲ, େସେତେବେଳ ପରେମଶ୍ବରଙ୍କ ଶକ୍ତି େଦଖା ଯାଇଥିଲା। 13 ତୁମ୍େଭ ନିଜର ପାପ େହତୁରୁ ଏବଂ ତୁମ୍ଭର ପାପ ସ୍ବଭାବ େହତୁ ସ୍ବାଧୀନ ନ ଥିବାରୁ ଆତ୍ମିକ ଭାବେର ମୃତ ଥିଲ। କିନ୍ତୁ ପରେମଶ୍ବର ତୁମ୍ଭକୁ ଖ୍ରୀଷ୍ଟଙ୍କ ସହିତ ପୁନର୍ଜୀବିତ କେଲ। ଏହା ସହିତ ପରେମଶ୍ବର ଆମ୍ଭର ସମସ୍ତ ପାପଗୁଡ଼ିକୁ କ୍ଷମା ମଧ୍ଯ କେଲ। 14 ନିୟମଗୁଡ଼ିକ ପାଳନ ନ କରି ପାରିବା ଦ୍ବାରା, ଆମ୍ଭ ବିରୁଦ୍ଧ େର ଲେଖା ଯାଇଥିବା ଚିଠାଟିକୁ ପରେମଶ୍ବର ବ୍ଯର୍ଥ େବାଲି ପ୍ରମାଣିତ କରି, ଆମ୍ଭକୁ କ୍ଷମା କେଲ। ଆମ୍ଭର ବିରୁଦ୍ଧାତ୍ମକ େସହି ଚିଠାକୁ ପରେମଶ୍ବର େନଇଗେଲ ଓ କ୍ରୁଶ ଉପେର ଟଙ୍ଗାଇ େଦେଲ। 15 ପରେମଶ୍ବର ଆତ୍ମିକ ଶାସକ ଓ ଶକ୍ତିଗୁଡ଼ିକୁ ପରାଜିତ କେଲ। କ୍ରୁଶ ଦ୍ବାରା େସ ଏମାନଙ୍କୁ ପରାଜିତ କେଲ ଓ ନିେଜ ବିଜଯୀ େହେଲ। ପରେମଶ୍ବର ସଂସାରକୁ େଦଖାଇ େଦେଲ େଯ େସମାେନ ଶକ୍ତିହୀନ ଅଟନ୍ତି। 16 େତଣୁ ୟିହୁଦୀମାନଙ୍କର ଖାଇବା ଓ ପିଇବା କିଅବା ବିଧିବିଧାନ, (ଅର୍ଥାତ୍ ଉତ୍ସବଗୁଡ଼ିକ ମାସର ପ୍ରତିପଦାଗୁଡ଼ିକ, ବା ବିଶ୍ରାମବାରଗୁଡ଼ିକ)289 ବିଷୟ େର େକୗଣସି େଲାକ େଯପରି ନିୟମ ତିଆରି ନ କରୁ। 17 ପୂର୍ବ କାଳ େର ଏଗୁଡ଼ିକ ଭବିଷ୍ଯତ େର ଘଟିବାକୁ ଯାଉଥିବା ଘଟଣାଗୁଡ଼ିକର ଛାଯା ମାତ୍ର ଥିଲା। କିନ୍ତୁ ଯାହା ସବୁ ଘଟିବାକୁ ଥିଲା, େସଗୁଡ଼ିକର ବାସ୍ତବରୂପ େହଉଛନ୍ତି ଖ୍ରୀଷ୍ଟ। 18 େକେତକ େଲାକ, ନିଜକୁ ନମ୍ର େବାଲି େଦଖାନ୍ତି ଓ ସ୍ବର୍ଗଦୂତମାନଙ୍କୁ ପୂଜା କରିବାକୁ ଭଲ ପାଆନ୍ତି। େସମାେନ ସବୁେବେଳ େଦଖିଥିବା ଦର୍ଶନ ବିଷୟ େର କଥାବାର୍ତ୍ତା କରନ୍ତି। ଏଭଳି େଲାକଙ୍କୁ କହିବାକୁ ପ୍ରଶ୍ରୟ ଦିଅ ନାହିଁ େଯ, "ତୁମ୍େଭମାେନ ଦର୍ଶନ କରୁ ନାହଁ, ସ୍ବର୍ଗଦୂତମାନଙ୍କ ପୂଜା କରୁ ନାହଁ, େସଥିପାଇଁ ତୁମ୍େଭ ଭୁଲ୍ ।" ଏହି େଲାକ ପ୍ରକୃତ େର କେବଳ ମନୁଷ୍ଯମାନଙ୍କ ବିଚାର େର ବୁଡ଼ି ରହିଥିବାରୁ ଓ ପରେମଶ୍ବରଙ୍କ କଥା ବିଚାର ନ କରୁଥିବାରୁ ବୃଥା େର ଗର୍ବ କରନ୍ତି। 19 େସମାେନ ନିଜକୁ ମସ୍ତକ ରୂପ ଖ୍ରୀଷ୍ଟଙ୍କ ଅଧୀନ େର ରଖନ୍ତି ନାହିଁ। ସଂମ୍ପୂର୍ଣ୍ଣ ଶରୀର, ଖ୍ରୀଷ୍ଟଙ୍କ ଉପେର ନିର୍ଭରଶୀଳ। ଖ୍ରୀଷ୍ଟଙ୍କ ପାଇଁ ଶରୀରର ସମସ୍ତ ସଦସ୍ଯ ପରସ୍ପରକୁ ସାହାୟ୍ଯ କରନ୍ତି ଓ ପରସ୍ପରର ଯତ୍ନ ନିଅନ୍ତି। ଏହା ଶରୀରର ସମସ୍ତ ଅଙ୍ଗଗୁଡ଼ିକୁ ଏକାଠି ଧରି ରେଖ ଓ ଶକ୍ତି ପ୍ରଦାନ କେର। ଅତଏବ ପରେମଶ୍ବରଙ୍କ ଇଚ୍ଛାନୁସା େର ଶରୀର ବୃଦ୍ଧି ପାଏ। 20 ତୁମ୍େଭ ଖ୍ରୀଷ୍ଟଙ୍କ ସହିତ ମୃତ୍ଯୁ ବରଣ କରିଛ ଓ ଜଗତର ଅସାର ନିୟମଗୁଡ଼ିକରୁ ମୁକ୍ତ କରାଯାଇଛ। ତଥାପି ତୁମ୍େଭ ନିଜକୁ ଜଗତର େଲାକ େବାଲି ଭାବି କାହିଁକି ଏେବ ମଧ୍ଯ ଏପରି ବ୍ଯବହାର କରୁଛ ? ତୁମ୍େଭ ନିମ୍ନ ନିୟମଗୁଡ଼ିକ କ'ଣ ପାଇଁ ପାଳନ କରୁଛ : 21 "ଏହା ଖାଅ ନାହିଁ।", "ତାହା ଚାଖ ନାହିଁ।", " େସ ଜିନିଷକୁ ଛୁଅଁ ନାହିଁ।" 22 ଏହି ଜାଗତିକ ନିୟମଗୁଡ଼ିକ େସହିସବୁ ବିଷୟ େର ଅେଟ, ଯାହା କି ବ୍ଯବହାର େହବା ପେର ନଷ୍ଟ େହାଇଯାଆନ୍ତି। େସହି ଆେଦଶ ଓ ଶିକ୍ଷାଗୁଡ଼ିକ ମନୁଷ୍ଯମାନଙ୍କଠାରୁ, ପରେମଶ୍ବରଙ୍କଠାରୁ ନୁେହଁ। 23 ଏହି ବ୍ଯବସ୍ଥାଗୁଡ଼ିକ ଜ୍ଞାନପୂର୍ଣ୍ଣ ଜଣା ପଡ଼ୁଥିେଲ ମଧ୍ଯ ମନୁଷ୍ଯ ଦ୍ବାରା ଗଠନ କରାଯାଇଥିବା ଧର୍ମର େଗାଟିଏ- େଗାଟିଏ ଅଂଶ, ଯାହା ଦ୍ବାରା େଲାେକ ନମ୍ର େବାଲି ଛଳନା କରନ୍ତି ଓ ନିଜର ଶରୀରକୁ ତାଡ଼ନା କରନ୍ତି। କିନ୍ତୁ ଏହି ନିୟମଗୁଡ଼ିକ େସମାନଙ୍କୁ େସମାନଙ୍କର ପାପ ସ୍ବଭାବ ଓ ମନ୍ଦ କାର୍ୟ୍ଯରୁ ଦୂର େର ରହିବା ପାଇଁ ସାହାୟ୍ଯ କେର ନାହିଁ।

3:1 ତୁମ୍େଭମାେନ ଖ୍ରୀଷ୍ଟଙ୍କ ସହିତ ମୃତ୍ଯୁରୁ ଜୀବିତ େହାଇଛ। ଅତଏବ ସ୍ବର୍ଗ େର ଥିବା ବିଷୟଗୁଡ଼ିକ ପାଇବା ପାଇଁ ଯତ୍ନଶୀଳ ହୁଅ। େଯଉଁଠା େର ଖ୍ରୀଷ୍ଟ, ପରେମଶ୍ବରଙ୍କ ଡାହାଣ େର ବସିଛନ୍ତି। 2 ସବୁେବେଳ େସହି ସ୍ବର୍ଗର ବିଷୟଗୁଡ଼ିକ ଅନ୍ବେଷଣ କର, ମର୍ତ୍ତ୍ଯର ବିଷୟଗୁଡ଼ିକ ପାଇଁ ନୁେହଁ। 3 ତୁମ୍ଭମାନଙ୍କର ପୁରାତନ ପାପପୂର୍ଣ୍ଣ ସ୍ବଭାବର ମୃତ୍ଯୁ େହାଇଯାଇଛି ଓ ପରେମଶ୍ବରଙ୍କଠା େର ଖ୍ରୀଷ୍ଟଙ୍କ ସହିତ ତୁମ୍ଭମାନଙ୍କର ନୂତନ ଜୀବନ ସୁରକ୍ଷିତ ଅଛି। 4 ଖ୍ରୀଷ୍ଟ େହଉଛନ୍ତି ତୁମ୍ଭମାନଙ୍କର ଜୀବନ। େତଣୁ େଯେତେବେଳ େସ ଆଉ ଥେର ଆସିେବ, ତାହାଙ୍କ ମହିମା େର ତୁମ୍େଭମାେନ ଅଂଶ ପାଇବ। 5 ଅତଏବ, ୟୌନ ପାପଗୁଡ଼ିକ କରିବା, ମନ୍ଦକର୍ମ କରିବା, କାମନାର ବାଶୀଭୂତ େହବା, ମନ୍ଦ ଇଚ୍ଛା ରଖିବା ଓ ସର୍ବଦା ଲୋଭୀ େହାଇ ରହିବା, ଯାହା ଏକ ମିଥ୍ଯା େଦବତାକୁ ପୂଜା କରିବା ସଦୃଶ, େସଭିଳ ବିଷୟଗୁଡ଼ିକୁ ନିଜ ଜୀବନଠାରୁ ଦୂର େର ରଖ। ଏହିଭଳି ଇଚ୍ଛାଗୁଡ଼ଇକ ଥିବାର ଅର୍ଥ େହଲା େଯ, ଜେଣ ମିଥ୍ଯା େଦବତାର େସବା କରୁଛି। 6 ଏହି ବିଷୟଗୁଡ଼ିକ ପରେମଶ୍ବରଙ୍କୁ େକାରଧିତ କେର। 7 ତୁମ୍ଭମାନଙ୍କର ପୂର୍ବ ପାପପୂର୍ଣ୍ଣ ଜୀବନ େର ମଧ୍ଯ ତୁମ୍େଭମାେନ ଏହି କାମଗୁଡ଼ିକ କରିଥିଲ। 8 କିନ୍ତୁ ଏେବ, ଏହି ସମସ୍ତ ବିଷୟ ନିଜ ଜୀବନରୁ ବାହାର କରିଦିଅ : େକାରଧ, ଉତ୍ତେଜନା, ଅନ୍ୟ କାହାକୁ ବାଧିଲା ଭଳି କାର୍ୟ୍ଯ କରିବା ବା କଥା କହିବା, କହିଲା େବେଳ ଅପଶବ୍ଦ ବ୍ଯବହାର କରିବା। 9 ପରସ୍ପରକୁ ମିଛ କଥା କୁହ ନାହିଁ, କାରଣ ତୁମ୍େଭମାେନ ପୂର୍ବ ଜୀବନର ପାପପୂର୍ଣ୍ଣ ଆଚରଣ ଛାଡ଼ି େଦଇଛ। 10 ତୁମ୍େଭମାେନ ନୂତନ ଜୀବନ ଆରମ୍ଭ କରିଛ। ନୂତନ ଜୀବନ େର ତୁମ୍େଭମାେନ ନୂଆ େହଉଅଛ। ତୁମ୍େଭମାେନ ତୁମ୍ଭମାନଙ୍କର େସହି ସୃଷ୍ଟିକର୍ତ୍ତାଙ୍କ ଭଳି େହାଇଯାଉଛ। ଏହି ନୂତନ ଜୀବନ ଦ୍ବାରା ତୁମ୍େଭମାେନ ପରେମଶ୍ବରଙ୍କ ବିଷୟ େର ପ୍ରକୃତ ଜ୍ଞାନ ପ୍ରାପ୍ତ େହଉଛ। 11 ଏହି ନୂତନ ଜୀବନ େର ୟିହୁଦୀ ଓ ଅଣୟିହୁଦୀମାନଙ୍କ ମଧିଅେର େକୗଣସି ତଫାତ୍ ନାହିଁ। ସୁନ୍ନତ େଲାକ ବା ଅସୁନ୍ନତ େଲାକ, ବିଦେଶୀ ବା ସ୍ତଥୀୟମାନଙ୍କ ମଧିଅେର େକୗଣସି ତଫାତ୍ ନାହିଁ। କ୍ରୀତଦାସ ବା ସ୍ବାଧୀନ ଭିତ େର ମଧ୍ଯ ତଫାତ୍ ନାହିଁ। କିନ୍ତୁ ଖ୍ରୀଷ୍ଟ ସମସ୍ତଙ୍କଠା େର ଅଛନ୍ତି। ଯାହା ମହତ୍ତ୍ବପୂର୍ଣ୍ଣ, ତାହା ଖ୍ରୀଷ୍ଟ ଅଟନ୍ତି। 12 ପରେମଶ୍ବର ତୁମ୍ଭମାନଙ୍କୁ ବାଛିଛନ୍ତି ଓ ନିଜର ପବିତ୍ର େଲାକ େବାଲି ଗ୍ରହଣ କରିଛନ୍ତି। େସ ତୁମ୍ଭମାନଙ୍କୁ ପ୍ େରମ କରନ୍ତି। ଅତଏବ ତୁମ୍େଭମାେନ ସର୍ବଦା ନିମ୍ନୋକ୍ତ କାର୍ୟ୍ଯମାନ କର : େଲାକଙ୍କୁ ଦୟା କର, କରୁଣାମୟ ହୁଅ, ନମ୍ର ହୁଅ, ଭଦ୍ର ହୁଅ, ର୍ଧୈୟ୍ଯବାନ ହୁଅ। 13 ପରସ୍ପର ପ୍ରତି େକାର୍ଧ କର ନାହିଁ, ବରଂ ପରସ୍ପରକୁ କ୍ଷମା ଦିଅ। ଯଦି ଜେଣ ତୁମ୍ଭ ପ୍ରତି ଭୁଲ କାମ କେର, ତାକୁ କ୍ଷମା ଦିଅ। ପ୍ରଭୁ ତୁମ୍ଭକୁ କ୍ଷମା କରିଛନ୍ତି, େସଥିପାଇଁ ତୁମ୍େଭମାେନ ମଧ୍ଯ ଅନ୍ୟ େଲାକମାନଙ୍କୁ କ୍ଷମା ଦିଅ। 14 ଏହିସବୁ କର, କିନ୍ତୁ ସବୁଠାରୁ ମୁଖ୍ଯ ବିଷୟ େହଲା, ପରସ୍ପରକୁ ପ୍ େରମ କରିବା। ପ୍ େରମ ତୁମ୍ଭମାନଙ୍କୁ ଏକତା େର ଏକାଠି ବାନ୍ଧି ରେଖ। 15 ଖ୍ରୀଷ୍ଟଙ୍କ ଦ୍ବାରା ପ୍ରଦତ୍ତ ଶାନ୍ତି, ତୁମ୍ଭ ବିଚାରକୁ ସଂୟମ କରିବ। ତୁମ୍େଭମାେନ ଶାନ୍ତି ପାଇବା ପାଇଁ େଗାଟିଏ ଶରୀର େର ଡକା େହାଇଛ। ସବୁେବେଳ ଧନ୍ଯବାଦୀ ରୁହ। 16 ଖ୍ରୀଷ୍ଟଙ୍କ ଶିକ୍ଷା ତୁମ୍ଭଠା େର ପ୍ରଚୁର ଭାବେର ରହିଥାଉ। ପରସ୍ପରକୁ ଶିକ୍ଷା େଦବା ଓ ଶକ୍ତିଶାଳୀ କରିବା ପାଇଁ ସମସ୍ତ ଜ୍ଞାନର ବ୍ଯବହାର କର। ନିଜ ହୃଦୟ େର ପରେମଶ୍ବରଙ୍କ ପାଇଁ କୃତଜ୍ଞତାର ସଂଗୀତ, ଭଜନ, ଆଧ୍ଯାତ୍ମିକ ଗୀତମାନ ଗାଅ। 17 ତୁମ୍େଭମାେନ ଯାହା କହୁଛ, ଯାହା କିଛି ବା କରୁଛ, େସ ସବୁ ତୁମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କ ପାଇଁ କର ଏବଂ ଏହି ସମସ୍ତ କାର୍ୟ୍ଯ ମଧିଅେର ପରମପିତା ପରେମଶ୍ବରଙ୍କୁ ଯୀଶୁଙ୍କ ମାଧ୍ଯମ େର ଧନ୍ଯବାଦ ଜଣାଅ। 18 ପତ୍ନୀଗଣ ! ତୁମ୍ଭର ପତିଙ୍କ ପ୍ରତି ବଶୀଭୂତା ରୁହ। ପ୍ରଭୁଙ୍କ ଅନୁଗାମୀମାନଙ୍କ ଭଳି ଏହା କରିବା ଉଚିତ ଅେଟ। 19 ପତିଗଣ ! ତୁମ୍ଭମାନଙ୍କ ପତ୍ନୀଙ୍କୁ ପ୍ େରମ କର। େସମାନଙ୍କ ପ୍ରତି ଭଦ୍ର ବ୍ଯବହାର କର। 20 ସନ୍ତାନଗଣ ! ପ୍ରେତ୍ୟକକ କଥା େର ମାତା-ପିତାଙ୍କ ଆଜ୍ଞା ପାଳନ କର। ଏହା ପ୍ରଭୁଙ୍କୁ ପ୍ରସନ୍ନ କେର। 21 ପିତାଗଣ ! ତୁମ୍ଭମାନଙ୍କ ସନ୍ତାନମାନଙ୍କୁ ବିରକ୍ତ କର ନାହିଁ। ଯଦି ତୁମ୍େଭ ଅଧିକ ଆଶା କର, ତା' େହେଲ େସମାେନ ହତାଶ େହାଇଯିେବ। 22 େସବକଗଣ ! ଏହି ପୃଥିବୀ େର ପ୍ରେତ୍ୟକକ କଥା େର ନିଜର ମାଲିକମାନଙ୍କ ଆଜ୍ଞା ପାଳନ କର। େଯେତେବେଳ ମାଲିକ େଦଖୁ ନାହାଁନ୍ତି, େସେତେବେଳ ମଧ୍ଯ ଓ ସର୍ବଦା ତାହାଙ୍କ ଆଜ୍ଞା ପାଳନ କର। ଏପରି କରିବା ଦ୍ବାରା ତୁମ୍େଭମାେନ ପ୍ରକୃତ େର ମନୁଷ୍ଯକୁ ସନ୍ତୁଷ୍ଟ କରିବାକୁ େଚଷ୍ଟା କରୁ ନାହଁ, ବରଂ ପ୍ରଭୁଙ୍କୁ ସମ୍ମାନ ଦେଉଥିବାରୁ, ତୁମ୍େଭମାେନ ନିଷ୍ଠାପର ସହିତ ଆଜ୍ଞା ପାଳନ କର। 23 ସମସ୍ତ କାମଗୁଡ଼ିକ କଲା େବେଳ ସବୁଠାରୁ ଭଲ କରିବ ପାଇଁ େଚଷ୍ଟା କର। ପ୍ରଭୁଙ୍କର େସବା କରୁଛ, େଲାକମାନଙ୍କର ନୁେହଁ େବାଲି ଭାବି କାମ କର। 24 ମେନରଖ ! ତୁମ୍େଭମାେନ ତୁମ୍ଭମାନଙ୍କର ପୁରସ୍କାର ପ୍ରଭୁଙ୍କଠାରୁ ପାଇବ। େସ ତାଙ୍କ େଲାକଙ୍କୁ ଯାହା ପ୍ରତିଶୃତି େଦଇଛନ୍ତି, ତାହା ତୁମ୍ଭମାନଙ୍କୁ େଦେବ। ତୁମ୍େଭମାେନ ପ୍ରଭୁ ଖ୍ରୀଷ୍ଟଙ୍କ େସବା କରୁଛ। 25 ମେନରଖ ! ଭୁଲ କର୍ମ ପାଇଁ, ପ୍ରେତ୍ୟକକ େଲାକ ଦଣ୍ଡ ପାଇବ। ପ୍ରଭୁ ପ୍ରେତ୍ୟକକ େଲାକକୁ ସମାନ ଭାବେର େଦଖନ୍ତି।

4:1 ମାଲିକମାେନ ! ଯାହା ସୁନ୍ଦର ଓ ଯଥାର୍ଥ ତାହା ତୁମ୍ଭ େସବକମାନଙ୍କୁ ଦିଅ। ମେନରଖ େଯ ସ୍ବର୍ଗ େର ତୁମ୍ଭମାନଙ୍କର ମଧ୍ଯ ଜେଣ ମାଲିକ ଅଛନ୍ତି। 2 ସବୁେବେଳ ପ୍ରାର୍ଥନା କରୁଥାଅ। ପ୍ରାର୍ଥନା କଲା େବେଳ ସର୍ବଦା ପରେମଶ୍ବରଙ୍କୁ ଧନ୍ଯବାଦ ଦିଅ। 3 ଆମ୍ଭ ପାଇଁ ମଧ୍ଯ ପ୍ରାର୍ଥନା କର। ପରେମଶ୍ବରଙ୍କ ସମ୍ବାଦ େଲାକମାନଙ୍କୁ କହିବା ପାଇଁ ଆମ୍ଭକୁ ସୁେଯାଗ ପ୍ରଦାନ କରିବା ପାଇଁ ପରେମଶ୍ବରଙ୍କୁ ପ୍ରାର୍ଥନା କର। ଖ୍ରୀଷ୍ଟଙ୍କ ବିଷୟ େର ପରେମଶ୍ବର େଯଉଁ ଗୁପ୍ତ ସତ୍ଯ ପ୍ରକାଶ କରିଛନ୍ତି, ତାହାକୁ େଯପରି ଆମ୍େଭ ପ୍ରଚାର କରିପାରୁ, େସଥିପାଇଁ ପ୍ରାର୍ଥନା କର। ଏହି ସତ୍ଯ ପ୍ରଚାର କରୁଛି େବାଲି ମୁଁ କାରାଗାର େର ବନ୍ଦୀ। 4 ମୁଁ େଯପରି ଏହି ସତ୍ଯ େଲାକମାନଙ୍କ ଆଗ େର ସ୍ପଷ୍ଟ କରିପାରିବି, େସଥିପାଇଁ ପ୍ରାର୍ଥନା କର। ମୁଁ ତାହା କରିବା ଉଚିତ୍। 5 ଅବିଶ୍ବାସୀ େଲାକମାନଙ୍କ ସହିତ ବ୍ଯବହାର କଲା େବେଳ ବୁଦ୍ଧି ସହ ବ୍ଯବହାର କର। େଯେତ ଭଲ ଭାବେର ପାରିବ ନିଜର ସମୟର ସଦୁପୟୋଗ କର। 6 କଥାବାର୍ତ୍ତା କଲା େବେଳ, ସବୁେବେଳ ଦୟାଭାବ ରଖ ଓ ବିବେକୀ ହୁଅ। େତେବ ତୁମ୍େଭମାେନ ସମସ୍ତଙ୍କୁ ଉଚିତ ଉତ୍ତର େଦବାକୁ ସକ୍ଷମ େହବ। 7 ଯୀଶୁ ଖ୍ରୀଷ୍ଟଙ୍କ ପାଇଁ େମାର ପ୍ରିୟ ଭାଇ ତୁଖିକ, ଜେଣ ବିଶ୍ବାସୀ େସବକ ଓ େମା ସହିତ ପ୍ରଭୁଙ୍କର ଜେଣ େସବକ ଅଟନ୍ତି। େମା ସହିତ ଏଠା େର ଯାହା କିଛି ଘଟୁଛି, େସହି ସମସ୍ତ କଥା େସ ତୁମ୍ଭମାନଙ୍କୁ କହିେବ। 8 େସଥିପାଇଁ ମୁଁ ତାହାଙ୍କୁ ପଠାଉଛି। ମୁଁ ଇଚ୍ଛା କେର େଯ, ଆମ୍େଭମାେନ କିପରି ଅଛୁ, ତାହା ତୁମ୍େଭମାେନ ଜାଣ। 9 େସ ତୁମ୍ଭମାନଙ୍କୁ ଉତ୍ସାହିତ କରିେବ। ମୁଁ ଅନୀସିମଙ୍କ ସହିତ ତାଙ୍କୁ ପଠାଉଛି। ଅନୀସିମ ଖ୍ରୀଷ୍ଟଙ୍କଠା େର ଥିବା ଜେଣ ବିଶ୍ବାସୀ ଓ ପ୍ରିୟ ଭାଇ ଅଟନ୍ତି। େସ ତୁମ୍ଭମାନଙ୍କ ଦଳର ଅଟନ୍ତି। ତୁଖିକ ଓ ଅନୀସିମ, ଏଠା େର ଘଟିଥିବା ସମସ୍ତ ବିଷୟ ତୁମ୍ଭମାନଙ୍କୁ କହିେବ। 10 ଅରିସ୍ତାର୍ଖଙ୍କ ନମସ୍କାର ଜଣାଉଛି। େସ େମା ସହିତ ଜେଣ ସହବନ୍ଦୀ। ବର୍ଣ୍ଣବାଙ୍କ କୁଟୁମ୍ବୀୟ ଭାଇ ମାର୍କ ନମସ୍କାର କରୁଛନ୍ତି। (ମୁଁ ଆଗରୁ ତାହାଙ୍କ ବିଷୟ େର କହି ସାରିଛି। େସ ଯଦି ଆସନ୍ତି, ତାହାଙ୍କୁ ସ୍ବାଗତ କରିବ)। 11 ୟୁସ୍ତ ନାମ େର ମଧ୍ଯ ଖ୍ଯାତ, (ଯୀଶୁ) ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି। ୟିହୁଦୀ ବିଶ୍ବାସୀମାନଙ୍କ ମଧିଅେର କେବଳ ଏମାେନ ପରେମଶ୍ବରଙ୍କ ରାଜ୍ଯ ପାଇଁ େମା ସହିତ କାମ କରନ୍ତି। େସମାେନ ଏପର୍ୟ୍ଯନ୍ତ େମାରସାନ୍ତ୍ବନାର କାରଣ େହାଇଛନ୍ତି। 12 ଏପାଫ୍ରା ତୁମ୍ଭମାନଙ୍କୁ ନମସ୍କାର କରୁଛନ୍ତି। େସ ଯୀଶୁ ଖ୍ରୀଷ୍ଟଙ୍କର ଜେଣ େସବକ। େସ ତୁମ୍ଭମାନଙ୍କ ଦଳର େଲାକ। େସ ସର୍ବଦା ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରନ୍ତି। ତୁମ୍େଭମାେନ ଆଧ୍ଯାତ୍ମିକ ଭାବେର ପରିପକ୍ବ ହୁଅ, ଓ ପରେମଶ୍ବର ଯାହା କିଛି ଇଚ୍ଛା କରନ୍ତି, େସ ଭଳି ହୁଅ େବାଲି େସ ପ୍ରାର୍ଥନା କରନ୍ତି। 13 େସ ତୁମ୍ଭମାନଙ୍କ ପାଇଁ ଲାଅଦିକୀଆ ଏବଂ ହିଏରାପଲିର େଲାକମାନଙ୍କ ପାଇଁ କଠିନ ପରିଶ୍ରମ କରନ୍ତି େବାଲି ମୁଁ ଜାେଣ। 14 ଦୀମା ଓ ଆମ୍ଭର ପ୍ରିୟ ବୈଦ୍ଯ ଲୂକ ନମସ୍କାର କରୁଛନ୍ତି। 15 ଲାଅଦିକୀଆର ଭାଇ ଓ ଭଉଣୀମାନଙ୍କୁ ନମସ୍କାର ଜଣାଅ। ନୁମ୍ଫା ଓ ତାଙ୍କ ଘ େର ମିଳିତ େହଉଥିବା ମଣ୍ଡଳୀକୁ ନମସ୍କାର ଜଣାଅ। 16 ଏହି ପତ୍ରଟି ତୁମ୍ଭ ପାଖ େର ପଢ଼ା ଯାଇ ସାରିଲା ପେର, ଲାଅଦିକୀଆର ମଣ୍ଡଳୀକୁ ଏହି ପତ୍ରଟି ପଢ଼ିବାକୁ ଦିଅ। ଲାଅଦିକୀଆକୁ େଯଉଁ ପତ୍ର ମୁଁ ଲେଖୁଛି, ତାକୁ ମଧ୍ଯ ତୁମ୍େଭମାେନ ପଢ଼। 17 ଆର୍ଖିପ୍ପଙ୍କୁ କୁହ : "ପ୍ରଭୁ େଯଉଁ କାମ ତୁମ୍ଭକୁ େଦଇଛନ୍ତି, ତାହା ତୁମ୍େଭ ନିଶ୍ଚିତ େହାଇ କର।" 18 ମୁଁ ପାଉଲ, ନିଜ ହସ୍ତାକ୍ଷର େର ତୁମ୍ଭମାନଙ୍କୁ ନମସ୍କାର ଜଣାଉଛି। େମାର ବନ୍ଦୀଦଶା ସ୍ମରଣ କର। ତୁମ୍ଭମାନଙ୍କ ପ୍ରତି ପରେମଶ୍ବରଙ୍କର ଅନୁଗ୍ରହ ରହୁ। ଆେମନ୍।