Ecclesiastes

1:1 ଏହି ବାକ୍ଯଗୁଡ଼ିକ େହଉଛି ଉପେଦଶକମାନଙ୍କର। ଉପେଦଶକ େହଉଛନ୍ତି ୟିରୁଶାଲମର ରାଜା ଦାଉଦଙ୍କର ପୁତ୍ର, 2 ସମସ୍ତ ମୂଲ୍ଯହୀନ ଅେଟ, ଉପେଦଶକ କହନ୍ତି, ପୁରାପୁରି ମୂଲ୍ଯହୀନ, ସମସ୍ତ ମୂଲ୍ଯହୀନ ଅେଟ। 3 ମନୁଷ୍ଯ ସୂର୍ୟ୍ଯ ତେଳ, ଯାହା କିଛି ପରିଶ୍ରମ କେର େସଥିରୁ େସ କ'ଣ ଲାଭ ପାଏ? 4 େଲାକମାେନ ମରୁଛନ୍ତି ଏବଂ ନୂତନ େଲାକମାେନ ଜନ୍ମ ନେଉଛନ୍ତି। କିନ୍ତୁ ପୃଥିବୀ ଚିରକାଳସ୍ଥାଯୀ। 5 ସୂର୍ୟ୍ଯ ଉଦଯ ହୁଅନ୍ତି, ସୂର୍ୟ୍ଯ ଅସ୍ତ ୟାନ୍ତି। ପୁଣି ଆପଣା ଉଦଯ ସ୍ଥାନକୁ ୟିବା ପାଇଁ ସତ୍ବର ହୁଅନ୍ତି। 6 ପବନ ଦକ୍ଷିଣ ଦିଗକୁ ବ େହ, ପବନ ଉତ୍ତର ଦିଗକୁ ବ େହ। ପବନ ନିଜ ପଥେର ଘୁ େର ଓ ପବନ ଆପଣା ଚକ୍ରକୁ ପୁନର୍ବାର ଫେ େର। 7 ନଦୀ ସବୁ ସମୁଦ୍ରକୁ ବହିୟାନ୍ତି। ତଥାପି ସମୁଦ୍ର ପୂର୍ଣ୍ଣ ହୁଏ ନାହିଁ। ନଦୀସବୁ ନିଜ ନିଜ ଗମନ ସ୍ଥାନକୁ ପୁନର୍ବାର ଗମନ କେର। 8 ସମଗ୍ର ବିଷଯ କ୍ଲାନ୍ତିପୂର୍ଣ୍ଣ ମନୁଷ୍ଯ ତାହା ବର୍ଣ୍ଣନା କରିପା େର ନାହିଁ। େତଣୁ ଦର୍ଶନ େର ତୃପ୍ତ ନୁେହଁ କିଅବା କର୍ଣ୍ଣ ଶ୍ରବଣ େର ତୃପ୍ତି ନୁେହଁ। 9 ଯାହା େହାଇଅଛି, ତାହାହିଁ େହବ ଓ ଯାହା କରାୟାଇ ଅଛି, ତାହା ହିଁ କରାୟିବ। ସୂର୍ୟ୍ଯ ତେଳ େକୗଣସି ବିଷଯ ନୂତନ ନୁେହଁ। 10 ଜେଣ େଲାକ କ େହ, " େଦଖ, ଏହା ନୂଆ।" କିନ୍ତୁ ଏହି ବସ୍ତୁ ପୂର୍ବରୁ ରହି ଆସିଛି। ଆମ୍ଭମାନଙ୍କ ପୂର୍ବରୁ ଏହା ଥିଲା। 11 ପୂର୍ବକାଳିନ େଲାକମାନଙ୍କ ବିଷଯ େର କିଛି ସ୍ମରଣ ନ ଥାଏ, କିଅବା ଭବିଷ୍ଯତକାଳ େର େଯଉଁମାେନ ଉତ୍ପନ୍ନ େହେବ େସମାନଙ୍କ ସ୍ମରଣ ହିଁ ଉତ୍ତରକାଳୀନ ଭବିଷ୍ଯତ େଲାକମାନଙ୍କ ମଧିଅେର ନ ଥିବ। 12 ମୁଁ ଉପେଦଶକ ୟିରୁଶାଲମ େର ଇଶ୍ରାେୟଲର ଉପ େର ରାଜା ଥିଲି। 13 ମୁଁ ମନ େଯାଗ କରି ଅଧ୍ଯଯନ ପାଇଁ ଏବଂ ଜ୍ଞାନ ଦ୍ବାରା ସବୁକିଛି ବୁଝିବା ପାଇଁ ଯାହା ସ୍ବର୍ଗତେଳ ହୁଏ। ଏହି କାର୍ୟ୍ଯ, ଯାହା ପରେମଶ୍ବର ମନୁଷ୍ଯମାନଙ୍କୁ େଦଇଛନ୍ତି ବ୍ଯସ୍ତ ରହିବାକୁ ଅତି ଅପ୍ରିତିକର ଅେଟ। 14 ସୂର୍ୟ୍ଯ ତେଳ ଘଟୁଥିବା ସମସ୍ତ କାର୍ୟ୍ଯ ମୁଁ ନୀରିକ୍ଷଣ କରିଅଛି। ଆଉ େଦଖ ସବୁ ଅସାର, ପବନକୁ ଧରିବା ପରି। 15 ତୁମ୍େଭ ଏସବୁ ପରିବର୍ତ୍ତନ କରିପାରିବ ନାହିଁ। ଯାହା ବଙ୍କା ତାହା ସଳଖ କରାୟାଇ ନ ପା େର। ଯାହା େସଠା େର ନାହିଁ ତୁମ୍େଭମାେନ ତାହା ଗଣିପାରିବ ନାହିଁ। 16 ମୁଁ ନିଜକୁ ନିେଜ କ େହ, "ମୁଁ ବଡ଼ ଜ୍ଞାନୀ ୟିରୁଶାଲମ େର େମା ପୂର୍ବରୁ େଯଉଁ ରାଜା ଥିେଲ, ମୁଁ େସମାନଙ୍କଠାରୁ ଜ୍ଞାନବାନ୍। ମୁଁ ବହୁତ ଜ୍ଞାନ ପ୍ରାପ୍ତ େହାଇଅଛି। େମାର ହୃଦଯ ଜ୍ଞାନ ଓ ବିଦ୍ଯା େର ମହାନୁଭବୀ େହାଇଅଛି?" 17 ତା'ପ େର ମୁଁ ଜ୍ଞାନ ଓ ବୁଦ୍ଧି, ପାଗଳାମି ଓ ବୋକାମି ବିଷଯ େର ଅଭିଜ୍ଞତା ହାସଲ କରିବା ପାଇଁ ନିଷ୍ପତ୍ତି ନେଲି। ଏବଂ ଏହାହିଁ ପବନର ପଶ୍ଚାତ୍ଧାବନ େବାଲି ମୁଁ ଜାଣିଲି। 18 ବହୁତ ଜ୍ଞାନ େର ବହୁତ କ୍ଲେଶ ଥାଏ। େଯ ବିଦ୍ଯା ବୃଦ୍ଧି କେର େସ ଦୁଃଖ ବୃଦ୍ଧି କେର।

2:1 ମୁଁ ନିଜକୁ ନିେଜ କହିଲି, " େମାେତ ଉପେଭାଗ ପାଇଁ େଚଷ୍ଟା କରିବାକୁ ଦିଅ। ଆନନ୍ଦ େମାେତ କଣ େଦଇ ପାରିବ, େମାେତ େଦଖିବାକୁ ଦିଅ।" କିନ୍ତୁ ମୁଁ ଯାହା ଶିକ୍ଷା କଲି ତାହା ଅର୍ଥହୀନ। 2 ସର୍ବଦା ହସିବା ମୂର୍ଖାମି ଅେଟ। ଖୁସି ରହି କ'ଣ ଲାଭ ? 3 ଜେଣ ମୂର୍ଖ ପରି ମାତାଲ୍ େହବା ପର୍ୟ୍ଯନ୍ତ ମୁଁ ସ୍ଥିର କଲି ଦ୍ରାକ୍ଷାରସ ପିଇବା ପାଇଁ େଚଷ୍ଟା କରିବି। ଯଦିଓ ସବୁେବେଳ େମାର ମନ ବୁଦ୍ଧିର ସହିତ େମାେତ ପରିଚାଳନା କରୁଛି। ମୁଁ େଦଖିବା ପାଇଁ ଚାହିଁଲି। ଏହା କରିବା କ'ଣ ପୃଥିବୀର େଲାକମାନଙ୍କ ପାଇଁ ମୂଲ୍ଯହୀନ। 4 ଏହାପ େର ମୁଁ ଆପଣା ନିମନ୍େତ ମହତ ମହତ କର୍ମମାନ କଲି। ମୁଁ ଗୃହମାନ ନିର୍ମାଣ କଲି, ମୁଁ ଅନେକ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କଲି। 5 ମୁଁ ଆପଣା ନିମନ୍େତ ଉଦ୍ୟାନ ଓ ଉପବନ ପ୍ରସ୍ତୁତ କରି ତହିଁ ମଧିଅେର ସର୍ବପ୍ରକାର ଫଳ ବୃକ୍ଷ େରାପଣ କଲି। 6 ମୁଁ ହରିତ୍ ବୃକ୍ଷର ବନ େର ଜଳ େସଚନ ପାଇଁ ପୁଷ୍କରିଣୀମାନ ଖୋଳାଇଲି। 7 ମୁଁ ଦାସଦାସୀ ମାନଙ୍କୁ କ୍ରଯ କଲି ଓ େମାରଦାସଗଣ ଥିେଲ, େଯଉଁମାେନ େମା ଘ େର ଜନ୍ମ େହାଇଥିେଲ ଓ ଆହୁରି େମା ପୂର୍ବେ ୟିରୁଶାଲମସ୍ଥିତ ସମସ୍ତଙ୍କ ଅପେକ୍ଷା େମାର େଗାେମଷାଦି ପଲ ଅଧିକ ଥିଲା। 8 ମୁଁ ରୂପା ଓ ସୁନା ଏବଂ ନାନା ରାଜାର ଓ ନାନା ପ୍ରେଦଶର ବହୁତ ସମ୍ପତ୍ତି ସଂଗ୍ରହ କଲି, ମୁଁ ଗାଯକ ଓ ଗାଯିକା ଆଉ ମନୁଷ୍ଯ ତୁଷ୍ଟିକାରିଣୀ ଅନେକ ଉପପତ୍ନୀ ପାଇଲି। 9 ଏହିପରି େମା ପୂର୍ବେ ୟିରୁଶାଲମ େର େଯଉଁମାେନ ଥିେଲ, େସ ସମସ୍ତଙ୍କ ଅପେକ୍ଷା ଶକ୍ତିଶାଳୀ ଧନୀ େହଲି। େମାରଜ୍ଞାନ ଏହି ସବୁ େର େମାେତ ସାହାୟ୍ଯ କଲା। 10 େମାର ଆଖି ଯାହା େଦଖିଲା, ମୁଁ ତାହାକୁ ସ୍ମରଣ କଲି। ମୁଁ ଆପଣା ହୃଦଯକୁ େକୗଣସି ସୁଖ େଭାଗରୁ ଅଭାବ କଲି ନାହିଁ। କାରଣ େମାହର ସମସ୍ତ ପରିଶ୍ରମ ସକାଶୁଁ େମାହର ହୃଦଯ ଆନନ୍ଦ କଲା। େମାହର ସକଳ ପରିଶ୍ରମରୁ ଏହା େମାହର ଅଂଶ ଥିଲା। 11 ତହୁଁ େମାହର ହସ୍ତ େଯଉଁ ସମସ୍ତ କାର୍ୟ୍ଯ କରିଥିଲା ଓ େଯଉଁ ପରିଶ୍ରମ ମୁଁ କରିଥିଲି, ତହିଁ ପ୍ରତି ମୁଁ ଦୃଷ୍ଟିପାତ କଲି ଏବଂ େଦଖିଲି େଯ, ସବୁ ଅସାର ଓ ପବନକୁ ଧରିବା ପାଇଁ େଚଷ୍ଟା କରିବା ପରି ଏବଂ ସୂର୍ୟ୍ଯ ତେଳ େକୗଣସି ଲାଭ ନ ଥିଲା। 12 ରାଜା ଯାହା କରିପାରିବ ଅନ୍ୟ େକହି ଏପରି କରିପାରିବ ନାହିଁ। ତୁମ୍େଭ ଯାହା କରିବା ପାଇଁ ଚାହୁଁଛ ବହୁତ ରାଜା ତାହା କରିସାରିଛନ୍ତି। ତା'ପ େର ମୁଁ ଆଉଥେର ଜ୍ଞାନ, ପାଗଳାମି ଓ ଅଜ୍ଞାନତା ବିଷଯ େର ଭାବିବାକୁ ଲାଗିଲି। 13 େତଣୁ ମୁଁ େଦଖିଲି, େଯପରି ଅନ୍ଧାର ଅପେକ୍ଷା ଆେଲାକ ଉତ୍ତମ, େସହିପରି ଜ୍ଞାନ ଅଜ୍ଞାନତାଠାରୁ ଭଲ। 14 ଜ୍ଞାନବାନ ବ୍ଯକ୍ତି ଆେଲାକେର ଗମନ କେର, ମାତ୍ର ମୂର୍ଖ ବ୍ଯକ୍ତି ଅନ୍ଧକାର େର ଗମନ କେର। କିନ୍ତୁ ମୁଁ େଦଖିଲି ଏକପ୍ରକାର ଘଟଣା ଉଭୟ ଜ୍ଞାନୀମାନଙ୍କ ଓ ମୂର୍ଖମାନଙ୍କ ପାଇଁ ଘଟୁଛି। ଶେଷ େର ଉଭୟ ମୃତ୍ଯୁବରଣ କରନ୍ତି। 15 େତଣୁ ମୁଁ ଆପଣା ମେନ ମେନ କହିଲି,"ମୂର୍ଖ ପ୍ରତି େଯପରି ଘେଟ, େମା ପ୍ରତି ହିଁ େସହିପରି ଘଟିବ। େତେବ ମୁଁ କାହିଁକି ଅଧିକ ଜ୍ଞାନବାନ େହଲି।" େତଣୁ ମୁଁ ଭାବିଲି, "ଏହା ମଧ୍ଯ ଅସାର।'3 16 େଯପରି ମୂର୍ଖର, େସହିପରି ଜ୍ଞାନବାନ େଲାକର ସ୍ମରଣ ସର୍ବଦା ନ ଥାଏ। କାରର ଭବିଷ୍ଯତ େର, ସମସ୍େତ ବିସ୍ମୃତ େହାଇ ୟାଇଥିେବ। କଣେ ଜ୍ଞାନୀ େଲାକକୁ କିପରି ମୂର୍ଖ େଲାକ ପରି ମରିବା ପାଇଁ ଅନୁମତି ଦିଆୟିବ? 17 େସଥିପାଇଁ ମୁଁ ଜୀବନକୁ ଘୃଣା କଲି। େସଥି ନିମନ୍େତ ମୁଁ ଅନୁଭବ କଲି, ସୂର୍ୟ୍ଯତେଳ ସମସ୍ତ ବିଷଯ ମନ୍ଦ। କାରଣ ଅର୍ଥହୀନ ଏବଂ ପବନକୁ ଧରିବା ପାଇଁ େଚଷ୍ଟା କରିବା ପରି। 18 ସୂର୍ୟ୍ଯତେଳ ମୁଁ ୟହିଁ େର ପରିଶ୍ରାନ୍ତ େହଲି, େମାହର େସସବୁ ପରିଶ୍ରମକୁ ମୁଁ ଘୃଣା କଲି, କାରଣ େମାରଉତ୍ତରାଧିକାରୀ ପାଇଁ ତାହା ସବୁ ଛାଡ଼ି ୟିବାକୁ େହବ। 19 େକହି ଜେଣ ସବୁକିଛି ନିଯନ୍ତ୍ରଣ କରିବ, ଯାହା ପାଇଁ ମୁଁ ପରିଶ୍ରମ କରିଛି। ଏଇ ଜୀବନ େର ମୁଁ ଜ୍ଞାନ ବଳ େର ସବୁକିଛି ପାଇଛି। େସ େଲାକ ଜ୍ଞାନୀ କିଅବା ମୂର୍ଖ େହବ, ଏହା ମୁଁ ଜାେଣ ନାହିଁ। ଏହା ମଧ୍ଯ ଅସାର ଅେଟ। 20 େତଣୁ ସୂର୍ୟ୍ଯ ତେଳ ମୁଁ େଯଉଁ ପରିଶଯମ େର ପରିଶ୍ରାନ୍ତ େହଲି, େସ ସବୁ ବିଷଯ େର ଆପଣା ଅନ୍ତକରଣକୁ ନିରାଶ କରାଇବାକୁ ପ୍ରବୃତ୍ତ େହଲି। 21 କାରଣ ଜେଣ ବ୍ଯକ୍ତି ଜ୍ଞାନ, ବିଦ୍ଯା ଓ ଦକ୍ଷତା ସହିତ ପରିଶ୍ରମ କେର, ତଥାପି େଯଉଁ ବ୍ଯକ୍ତି ପରିଶ୍ରମ କରି ନାହିଁ, ତାହାର ଅଧିକାର ନିମନ୍େତ େସ ତାହା ଛାଡ଼ି ୟିବ। ଏ ମଧ୍ଯ ଅସାର ଏବଂ ପବନକୁ ଧରିବା ପରି। 22 ସୂର୍ୟ୍ଯ ତେଳ ଜେଣ ମନୁଷ୍ଯ ପରିଶ୍ରମ କରି ଓ ହୃଦଯକୁ ଦୁଃଖ େଦଇ କ'ଣ ପାଏ ? 23 କାରଣ ତାହାର ଦିନସବୁ କେବଳ ଦୁଃଖମଯ ଓ ତାହାର ଆଯାସ ମନସ୍ତାପ ଜନକ ଅେଟ। ରାତ୍ରି େର ହିଁ ତା'ର ହୃଦଯ ବିଶ୍ରାମ ପାଏ ନାହିଁ। ଏହା ମଧ୍ଯ ଅସାର। 24 ଏପରି େକହି େଲାକ ଅଛି କି େଯ େକହି େମାଠାରୁ ସୁଖୀ େହବା ପାଇଁ ଅଧିକ େଚଷ୍ଟା କରିଛି। ଏବଂ ଏହା ଯାହା ମୁଁ ଶିକ୍ଷା କରିଛି, ଏହା େହଉଛି ସବୁଠାରୁ ଭଲକଥା ଖାଇବା ପିଇବା, ଏବଂ କରିଥିବା କାର୍ୟ୍ଯକୁ ଉପେଭାଗ କରିବା। ମୁଁ େଦଖୁଛି େଯ, ଏହା ପରେମଶ୍ବରଙ୍କଠାରୁ ଆ େସ। 25 26 ପରେମଶ୍ବର ଯାହା ପ୍ରତି ତୁଷ୍ଟ ହୁଅନ୍ତି, ପରେମଶ୍ବର ତାହାକୁ ଜ୍ଞାନ, ବିଦ୍ଯା ଓ ଆନନ୍ଦ ଦିଅନ୍ତି। ମାତ୍ର ପାପୀକୁ ପରେମଶ୍ବର ସଂଗ୍ରହ କରିବାର ଓ ଗଚ୍ଛିତ କରିବାର ଦାଯିତ୍ବ ଦିଅନ୍ତି, େଯଉଁସବୁକୁ େସ ପ୍ରସନ୍ନ ଥିବା େଲାକମାନଙ୍କୁ ହିଁ ଦିଅନ୍ତି। ଏହା ହିଁ ଅସାର ଓ ଏହା ବାଯୁକୁ ଧରିବା ପରି।

3:1 ପ୍ରେତ୍ୟକକ ଜିନିଷ ପାଇଁ ଏକ ଉଚିତ୍ ସମୟ ଅଛି ଏବଂ ସ୍ବର୍ଗ ତେଳ ପ୍ରେତ୍ୟକକ େଯାଜନା ଠିକ୍ ସମୟେର ଘଟିବ। 2 ଜନ୍ମ େହବାର ଏକ ସମୟ ଅଛି, ଏବଂ ମରିବ ପାଇଁ ମଧ୍ଯ ଏକ ସମୟ ଅଛି। ବୃକ୍ଷ େରାପଣ ପାଇଁ ସମୟ ଅଛି। ବୃକ୍ଷ ଉପାଡ଼ିବା ପାଇଁ ମଧ୍ଯ ଏକ ସମୟ ଅଛି। 3 ବଧ କରିବାର ସମୟ ଅଛି ଓ ଆେରାଗ୍ୟ କରିବାର ମଧ୍ଯ ସମୟ ଅଛି। ଧ୍ବଂସ କରିବାର ସମୟ ଅଛି ଓ ଗଢ଼ିବା ପାଇଁ ମଧ୍ଯ ସମୟ ଅଛି। 4 କାନ୍ଦିବା ପାଇଁ ଏକ ସମୟ ଅଛି ଓ ହସିବା ପାଇଁ ମଧ୍ଯ ଏକ ସମୟ ଅଛି। ବିଳାପ ପାଇଁ ସମୟ ଅଛି ଓ ଖୁସି େର ନୃତ୍ଯ କରିବାର ପାଇଁ ମଧ୍ଯ ସମୟ ଅଛି। 5 ପ୍ରସ୍ତର ପକାଇବାର ସମୟ ଅଛି ଓ ପ୍ରସ୍ତର ସଂଗ୍ରହ କରିବାର ମଧ୍ଯ ସମୟ ଅଛି। ଆଲିଙ୍ଗନ ପାଇଁ ସମୟ ଅଛି ଓ ଆଲିଙ୍ଗନରୁ ନିବୃତ୍ତ େହବାର ମଧ୍ଯ ସମୟ ଅଛି। 6 ଅନ୍ବେଷଣ କରିବାର ସମୟ ଅଛି ଓ ହଜାଇବାର ମଧ୍ଯ ସମୟ ଅଛି। ରହିବାର ସମୟ ଅଛି ଓ ହଜାଇବାର ମଧ୍ଯ ସମୟ ଅଛି।ରଖିବାର ସମୟ ଅଛି ଓ ପକାଇବାର ମଧ୍ଯ ସମୟ ଅଛି। 7 ଚିରିବାର ସମୟ ଅଛି ଓ ସିଲେଇ କରିବାର ମଧ୍ଯ ସମୟ ଅଛି। ନୀରବ ରହିବାର ସମୟ ଅଛି ଓ କଥା କହିବାର ମଧ୍ଯ ସମୟ ଅଛି। 8 ପ୍ େରମ କରିବାର ସମୟ ଅଛି ଓ ଘୃଣା କରିବାର ମଧ୍ଯ ସମୟ ଅଛି। ୟୁଦ୍ଧର ସମୟ ଅଛି ଓ ଶାନ୍ତିର ମଧ୍ଯ ସମୟ ଅଛି। 9 ଜେଣ ବ୍ଯକ୍ତି ତା'ର ସମସ୍ତ ପରିଶ୍ରମରୁ କ'ଣ ଲାଭ ପାଏ? 10 ମୁଁ େଦଖିଲି, ସମସ୍ତ କଠିନ କାର୍ୟ୍ଯ ପରେମଶ୍ବର ଆମ୍ଭମାନଙ୍କୁ କରିବାକୁ େଦଇଥିେଲ। 11 ପରେମଶ୍ବର ଏହା ଠିକ୍ ସମୟେର ପ୍ରେତ୍ୟକକ ଜିନିଷ ସୁନ୍ଦର କରନ୍ତି। େସ ମଧ୍ଯ େଲାକମାନଙ୍କ ମନ େର ଅନନ୍ତକାଳର ଧାରଣା ରଖନ୍ତି, କିନ୍ତୁ େସମାେନ େକେବ େହେଲ ପୁରାପୁରି ବୁଝିପାରନ୍ତି ନାହିଁ େଯ, ପ୍ରେତ୍ୟକକ ଜିନିଷ ପରେମଶ୍ବର କରିଅଛନ୍ତି। 12 େତଣୁ ମୁଁ ଅନୁଭବ କଲି େଯ ବଞ୍ଚିଥିବା ପର୍ୟ୍ଯନ୍ତ େସମାେନ ଖୁସି ରହିବା ଓ େସମାେନ ନିଜକୁ ଉପ େଭାଗ କରିବା ଛଡ଼ା ଅନ୍ୟ କିଛି େଲାକମାନଙ୍କ ପାଇଁ ଅଧିକ ଉତ୍ତମ ନୁେହଁ। 13 ଯଦି ଜେଣ ବ୍ଯକ୍ତି ଖାଦ୍ୟ, ପାନୀଯ ଓ ଉତ୍ତମ ଦ୍ରବ୍ଯ ତା ପରିଶ୍ରମ ବଳ େର ଉପ େଭାଗ କରିପାରିଲା, େତେବ ତାହା ପରେମଶ୍ବରଙ୍କଠାରୁ ଉପହାର। 14 ମୁଁ ଜାେଣ େଯ, ପରେମଶ୍ବର ଯାହା କିଛି କରନ୍ତି, ତାହା ଅନନ୍ତକାଳସ୍ଥାଯୀ, ତାହା ବୃଦ୍ଧି ବା ହ୍ରାସ କରାୟାଇ ନ ପା େର। ପରେମଶ୍ବର ତାହା କରିଛନ୍ତି, େଯପରି େଲାକମାେନ ତାକୁ ସମ୍ମାନ େଦେବ। 15 ଯାହାସବୁ ଏଠା େର ଆଉଥେର ଘଟିବା ଅଛି, ଯାହାସବୁ ଘଟିବାକୁ ଯାଉଛି, ତାହା ଘଟି ସାରିଛି। ପରେମଶ୍ବର େସସବୁ ଜିନିଷ େଖାଜନ୍ତି ତାହା ଅତୀତ େହାଇଛି। 16 ପୁଣି ଥେର ମୁଁ ସୂର୍ୟ୍ଯ ତେଳ ଆଉ େଗାଟିଏ ଜିନିଷ େଦଖିଲି: ନ୍ଯାଯ ସ୍ଥାନ େର, ଦୁଷ୍ଟତା େସଠା େର ଥିଲା, ଏବଂ େଯଉଁଠା େର ଧାର୍ମିକତା ରହିବା ଉଚିତ୍ ଥିଲା, େସଠା େର ଜେଣ ଦୁରାଚାର ଥିଲା। 17 ମୁଁ ମେନ ମେନ କହିଲି: "ପରେମଶ୍ବର ଧାର୍ମିକ ଓ ଦୁଷ୍ଟର ବିଚାର କରିେବ। କାରଣ ପ୍ରେତ୍ୟକକ କାର୍ୟ୍ଯ ପାଇଁ ସମୟ ଅଛି।" 18 ମୁଁ ନିେଜ ମେନ ମେନ େଲାକମାନଙ୍କ ବିଷଯ େର ଭାବିଲି, ମୁଁ ନିଜକୁ ନିେଜ ଚିନ୍ତା କଲି, "ପରେମଶ୍ବର େସମାନଙ୍କୁ େଦଖାଇ େଦବାକୁ ଚାହାନ୍ତି େଯ, େସମାେନ ପଶୁ ତୁଲ୍ଯ।" 19 ଜେଣ ମନୁଷ୍ଯ ପଶୁଠାରୁ କ'ଣ ଉତ୍ତମ? ନାଁ ! କାହିଁକି? କାରଣ ମନୁଷ୍ଯ ଓ ପଶୁମାନଙ୍କ ପାଇଁ ଏକାପରି ଘେଟ, ପଶୁମାେନ ଜନ୍ମନ୍ତି ଓ ମରନ୍ତି। େଲାକମାେନ ମଧ୍ଯ ଜନ୍ମନ୍ତି ଓ ମରନ୍ତି, ସମସ୍ତଙ୍କର "ପ୍ରାଣ ବାଯୁ" ଏକାପରି। କ'ଣ ଜେଣ ମୃତ ପଶୁ ଏକ ମୃତ ମନୁଷ୍ଯ ମଧିଅେର େକୗଣସି ଉନ୍ନତି ଅଛି କି ? ପ୍ରେତ୍ୟକକ ଜିନିଷ ଅବଶ୍ଯ ଅର୍ଥହୀନ। 20 ମୃତ ମନୁଷ୍ଯ ଓ ପଶୁର ଶରୀର ଏକା ପ୍ରକାର େର ବିନାଶ ହୁଏ। େସମାେନ ଏହି ପୃଥିବୀରୁ ଆସିଥିେଲ ଓ ଏହି ପୃଥିବୀ େର ମିଶିଗେଲ। 21 ମନୁଷ୍ଯର ଆତ୍ମା ସ୍ବର୍ଗଗାମୀ ଓ ପଶୁର ଆତ୍ମା ନର୍କଗାମୀ ହୁଏ, କିଏ ଏ ବିଷଯ େର କହି ପାରିବ। 22 େସଥିପାଇଁ ମୁଁ େଦଖିଲି େଯ, କେବଳ ନିଜ ସ୍ବକର୍ମ େର ଆନନ୍ଦ କରିବା ବ୍ଯତୀତ ମନୁଷ୍ଯ ନିମନ୍େତ ଅନ୍ୟ କିଛି ଭଲ ନୁେହଁ। କାରଣ ଏହାହିଁ ତା'ର ଅଧିକାର। ଆଉ ଏହାପ େର ଯାହା ଘଟିବ ତାହାକୁ େଦଖିବା ପାଇଁ ତାହାକୁ କିଏ ଫେରାଇ ଆଣିପାରିବ?

4:1 ପୁନରାଯ ବହୁତ େଲାକ ଅତ୍ଯାଚାରିତ େହଉଥିବାର ଓ କାନ୍ଦୁଥିବାର ମୁଁ େଦଖିଲି। ମୁଁ େଦଖିଲି େଯ, େସମାନଙ୍କୁ ସାନ୍ତ୍ବନା େଦବା ପାଇଁ େକହି ମଧ୍ଯ ନ ଥିେଲ। ମୁଁ କଷ୍ଟ େଭାଗ କରୁଥିବା େଲାକମାନଙ୍କୁ ମୁଁ େଦଖିଲି ଓ ଶାସନ େର ଥିବା େଲାକମାନଙ୍କର ନିଷ୍ଠୁରତା ମଧ୍ଯ ମୁଁ େଦଖିଲି। େସମାନଙ୍କ ଦ୍ବାରା ଆହତ େଲାକମାନଙ୍କୁ େକହି ସାନ୍ତ୍ବନା େଦବାକୁ ନ ଥିେଲ। 2 ମୁଁ ନିଷ୍ପତ୍ତି ନେଲି, େଯ ଜୀବିତ େଲାକମାନଙ୍କ ଅପେକ୍ଷା ମୃତ େଲାକମାେନ ଅଧିକ ଭାଗ୍ଯବାନ୍। 3 ଏବଂ ୟିଏ ଆଜି ପର୍ୟ୍ଯନ୍ତ ଜନ୍ମ େହାଇନାହିଁ, େସ ଅନ୍ୟତର େସମାନଙ୍କଠାରୁ ଭଲ େର ଅଛି, େଯ େହତୁ େସ ସୂର୍ୟ୍ଯତେଳ େଯଉଁ ସମସ୍ତ ଅମଙ୍ଗଳ ଘଟିଛି, ତାହା େଦଖି ନାହିଁ। 4 ଏହାପ େର ମୁଁ ଭାବିଲି, "କାହିଁକି େଲାକମାେନ କଠିନ ପରିଶ୍ରମ କରନ୍ତି।" ମୁଁ େଦଖିଲି େଲାକମାେନ ଜୀବନ େର ଉପରକୁ ଉଠିବା ପାଇଁ ଓ ଅନ୍ୟମାନଙ୍କଠାରୁ ଭଲ ରହିବା ପାଇଁ କଠିନ ପରିଶ୍ରମ କରନ୍ତି। କାରଣ, େଲାକମାେନ ଈର୍ଷାଳୁ ଅଟନ୍ତି ଏବଂ େସମାେନ େକେବ ଚାହାଁନ୍ତି ନାହିଁ େଯ, ଅନ୍ୟମାେନ ତା'ଠାରୁ ଅଧିକ ପାଆନ୍ତୁ। ଏହା ଅସାର ଅେଟ। ଏହା ପବନକୁ ଧରିବା ପାଇଁ େଚଷ୍ଟା କରିବା ତୁଲ୍ଯ ଅେଟ। 5 କିଛି େଲାକ କହନ୍ତି, "ମୂର୍ଖମାେନ ହସ୍ତ ବାନ୍ଧି ବସନ୍ତି। ଯଦି ତୁମ୍େଭ ପରିଶ୍ରମ ନ କର, େତେବ ତୁମ୍କେ ଉପବାସ େର ମୃତ୍ଯୁ େଭାଗ କରିବ।" 6 ସଂଘର୍ଷ କରି ଦୁଇହାତ ପୂର୍ଣ୍ଣ କର। ପବନକୁ ଧରିବାକୁ େଚଷ୍ଟା କରିବାଠାରୁ ମନର ଶାନ୍ତି, ସୁଖ ପାଇଁ େଗାଟିଏ ହାତ ମୁଠି ଭଲ। 7 ଏହାପ େର ମୁଁ ପୁନରାଯ ସୂର୍ୟ୍ଯ ତେଳ ଅସାର େଦଖିଲି। 8 ଯଦି େକୗଣସି େଲାକ ଏକାକି ଥାଏ ଓ ତାହାର ଦ୍ବିତୀୟ େକହି ନାହିଁ, ତା'ର ପୁତ୍ର ଏବଂ ଭ୍ରାତା େକହି ନାହିଁ। ତଥାପି ତାହାର ପରିଶ୍ରମର ସୀମା ନାହିଁ, ତା'ର ଚକ୍ଷୁ କିଅବା ତା'ର ଧନ େର ତୃପ୍ତ ନୁେହଁ। କିନ୍ତୁ େସ ନିଜକୁ ପଚା େର ନାହିଁ େଯ, "କାହିଁକି ମୁଁ ଏେତ କଠିନ କାର୍ୟ୍ଯ କରୁଛି ? କାହିଁକି ମୁଁ େମାର ଜୀବନକୁ ଉପ େଭାଗ କରିବି ନାହିଁ ?" ଏହା ମଧ୍ଯ ଅସାର ଓ ଅତ୍ଯନ୍ତ କ୍ଲେଶ ଜନକ। 9 ଏକ ଜଣରୁ ଦୁଇଜଣ ଭଲ। କାରଣ େସମାେନ ଆପଣା ଆପଣା ପରିଶ୍ରମର ଉତ୍ତମ ଫଳ ପ୍ରାପ୍ତ ହୁଅନ୍ତି। 10 ଯଦି ଜେଣ ବ୍ଯକ୍ତି ପଡ଼ିୟାଏ, େତେବ ତା'ର ସାଙ୍ଗ ତାକୁ ଉଠାଇବାକୁ ସାହାୟ୍ଯ କରିବ। ମାତ୍ର େଯ ପଡ଼ିବା େବେଳ ଏକାକୀ ଥାଏ, ତାକୁ ଉଠାଇବା ପାଇଁ ଅନ୍ୟ େକହି େସଠା େର ନ ଥାଏ। 11 ଆହୁରି ଦୁଇଜଣ ଏକତ୍ର ଶଯନ କେଲ ଉଷ୍ମ ହୁଅନ୍ତି ମାତ୍ର ଜେଣ କିରୂେପ ଉଷ୍ମ େହାଇପାରିବ। 12 େଯେକହି ଏକାକୀ ଥିବା େଲାକକୁ ପରାସ୍ତ କେର, େତେବ ଦୁଇଜଣ ତାହାର ପ୍ରତିବାଦ କରିେବ। ପୁଣି ତ୍ରିଗୁଣ ରଜ୍ଜୁ ଶୀଘ୍ର ଛିଣ୍ଡିୟାଏ ନାହିଁ। 13 େଯଉଁ ବୃଦ୍ଧ ଓ ନିର୍ େବାଧ ରାଜା ଆଉ େକୗଣସି ପରାମର୍ଶ ଗ୍ରହଣ ନ କରିବାକୁ ଚା େହଁ। ତାହା ଅପେକ୍ଷା ଦରିଦ୍ର ଓ ଜ୍ଞାନବାନ୍ ୟୁବା େଲାକ ଭଲ। 14 କାରଣ େସ ରାଜା େହବା ପାଇଁ କାରାଗାରରୁ ବାହାର େହାଇ ଆସିଲା। ଆହୁରି େସ ତାହାର ରାଜ୍ଯ େର ଦରିଦ୍ର େହାଇ ଜନ୍ମିଥିଲା। 15 ମୁଁ େଦଖିପାରୁଛି େଯ, ପୃଥିବୀ େର ସୂର୍ୟ୍ଯତେଳ େଯଉଁ ସମସ୍ତ େଲାକମାେନ ବାସ କରୁଛନ୍ତି ଓ ୟାତାଯତ କରୁଛନ୍ତି, େସମାେନ ପରବର୍ତ୍ତୀ ୟୁବକକୁ ଅନୁସରଣ କେଲ, ୟିଏକି ତା'ର ସାଙ୍ଗ, ତାଙ୍କର ସ୍ଥାନ େନେବ। 16 ଅସଂଖ୍ଯ େଲାକ ଉତ୍ତରାଧିକାରୀଙ୍କୁ ଅନୁସରଣ କରିେବ ଏବଂ େଯଉଁ େଲାକମାେନ ପ େର ଆସିେବ େସମାେନ େସହି ପ୍ରଥମ ଜ୍ଞାନୀ ୟୁବକକୁ ପ୍ରଶଂସା କରିେବ ନାହିଁ। ଏହା ମଧ୍ଯ ଅସାର ଓ ପବନର ପଶ୍ଚାତ୍ ଗମନ କଲା ପରି।

5:1 େଯେତେବେଳ ତୁମ୍େଭମାେନ ପରେମଶ୍ବରଙ୍କୁ ଉପାସନା କରିବାକୁ ୟାଅ, ବହୁତ ସାବଧାନ ହୁଅ। ମୂର୍ଖମାନଙ୍କ ପରି ବଳିେଦବା ଅପେକ୍ଷା ପରେମଶ୍ବରଙ୍କୁ ମାନିବା ଅଧିକ ଉତ୍ତମ। ମୂର୍ଖମାେନ ଜାଣନ୍ତି ମଧ୍ଯ ନାହିଁ, େଯେତେବେଳ େସମାେନ ମନ୍ଦକର୍ମ କରନ୍ତି। 2 ପରେମଶ୍ବରଙ୍କଠା େର ପ୍ରତିଜ୍ଞା କରିବା ସମୟେର ସାବଧାନ ହୁଅ। ପରେମଶ୍ବରଙ୍କ ଆଗ େର େକୗଣସି କଥା କହିବା ପାଇଁ ତୁମ୍ଭର ଚିତ୍ତ ଚଞ୍ଚଳ ନ େହଉ। କାରଣ ପରେମଶ୍ବର ସ୍ବର୍ଗ େର ଅଛନ୍ତି ଓ ତୁମ୍େଭ ପୃଥିବୀ େର ଅଛ। ଏଣୁ ତୁମ୍ଭର କଥା ଅଳ୍ପ େହଉ। 3 ବହୁତ ଦୁଃଖରୁ ଅନେକ ଦୁସ୍ବପ୍ନ ଆ େସ ଏବଂ ଜେଣ ମୂର୍ଖ ବହୁତ କ େହ। 4 ତୁମ୍େଭ ପରେମଶ୍ବରଙ୍କଠା େର ପ୍ରତିଜ୍ଞା କେଲ ତାହା ପରିେଶାଧ କରିବାକୁ ବିଳମ୍ବ କର ନାହିଁ। କାରଣ ମୂର୍ଖମାନଙ୍କଠା େର ତାଙ୍କର ସନ୍େତାଷ ନାହିଁ। ତୁମ୍େଭ ଯାହା ପ୍ରତିଜ୍ଞା କର, ତାହା ପରିେଶାଧ କର। 5 ପ୍ରତିଜ୍ଞା କରି ପରିେଶାଧ ନ କରିବା ଅପେକ୍ଷା ତୁମ୍େଭ ପ୍ରତିଜ୍ଞା ନ କରିବା ଭଲ। 6 ତୁମ୍ଭ ମୁଖକୁ ତୁମ୍ଭ ପାଇଁ ପାପର କାରଣ େହବାକୁ ଦିଅ ନାହିଁ, କିଅବା ଏହା ଭୁଲ୍ େହଲା େବାଲି ଦୃଢ଼ ସାକ୍ଷାତ େର କୁହ ନାହିଁ। ପରେମଶ୍ବର ତୁମ୍ଭ ଉପ େର କାହିଁକି େକାରଧ େହେବ ଓ ତୁମ୍ଭର କଠିନ ପରିଶ୍ରମକୁ ବିନାଶ କରିେବ। 7 ଅନେକ ଫାମ୍ପା ସ୍ବପ୍ନ ଏବଂ ଅନେକ ବାଚାଳତା େଯାଗୁଁ ଏସବୁ ଘେଟ। ମାତ୍ର ତୁମ୍େଭ ପରେମଶ୍ବରଙ୍କୁ ନିଶ୍ଚଯ ଭୟ କର। 8 େକେତକ େଦଶ େର ଯଦି ତୁମ୍େଭମାେନ େଦଖ େଯ, େଲାକମାେନ ଅତ୍ଯାଚାର କେଲ ଓ ନ୍ଯାଯ ବିଚାରକୁ ଅସ୍ବୀକାର କେଲ, ଏଥି େର ଆଶ୍ଚର୍ୟ୍ଯ ହୁଅ ନାହିଁ ! ଅଧିକାରୀଗଣ େଯଉଁମାେନ େଲାକମାନଙ୍କୁ ଅତ୍ଯାଚାର କରନ୍ତି, େସମାନଙ୍କ ଉପ େର ଅନ୍ୟ ଅଧିକାରୀଗଣ ଅଛନ୍ତି। ଉଭୟ ଅଧିକାରୀଙ୍କ ଉପ େର ଅନ୍ୟଜେଣ ଅଧିକାରୀ ଅଛନ୍ତି। 9 ଏହିସବୁ ପଛ େର ଭୂମିରୁ ପାଇଥିବା ଲାଭ ଅଛି। ଏପରିକି କ୍ଷେତ୍ର ଦ୍ବାରା ରାଜା ମଧ୍ଯ େସବିତ ହୁଅନ୍ତି। 10 ସମ୍ପତ୍ତି ସୁଖ କିଣିପା େର ନାହିଁ। େଯଉଁ େଲାକ ଟଙ୍କାକୁ ଭଲପାଏ େସ େକେବ ତା'ର ନିକଟେର ଥିବା ଟଙ୍କା େର ସନ୍ତୁଷ୍ଟ େହବ ନାହିଁ। େଯଉଁ େଲାକ ସମ୍ପତ୍ତିକୁ ଭଲ ପାଏ। େସ େଯେତ ସତ୍ତିର ଅଧିକାରୀ େହେଲ ମଧ୍ଯ େସ ସନ୍ତୁଷ୍ଟ େହବ ନାହିଁ, ଏହା ମଧ୍ଯ ଅସାର ଅେଟ। 11 ଜେଣ ବ୍ଯକ୍ତିର େଯେତ ଅଧିକ ସମ୍ପତ୍ତି ଅଛି, ତାହାର େେସତ "ବନ୍ଧୁ" ତା'ର ସମ୍ପତ୍ତି ଖର୍ଚ୍ଚ କରିବାକୁ ସାହାୟ୍ଯ କରନ୍ତି। େତଣୁ େସହି ଧନୀ ବ୍ଯକ୍ତିଟି ପ୍ରକୃତ େର କିଛି ଲାଭ ପାଏ ନାହିଁ। କେବଳ େସ ନିଜ ସମ୍ପତ୍ତିକୁ େଦଖେ। 12 ଶ୍ରମଜିବୀ େଲାେକ ଅଳ୍ପ ବା ବହୁତ ଖାଇେଲ େହଁ ତାହାର ନିଦ୍ରା ସୁଖକର ହୁଏ, ମାତ୍ର ଧନବାନର ପୂର୍ଣ୍ଣତା ତାହାକୁ ନିଦ୍ରା ୟିବାକୁ ଦେବ ନାହିଁ। 13 ମୁଁ ଏହା େଦଖିଛି େଯ ଏହା ଏକ ଅତ୍ଯନ୍ତ ଦୁଃଖର ବିଷଯ ଯାହା ଜୀବନ େର ଘଟିଛି। ମନୁଷ୍ଯମାେନ େସମାନଙ୍କର ପାଇଁ ଅର୍ଥ ଜମା ରଖନ୍ତି। 14 ଦୁର୍ଘଟଣା ବଶତଃ େସହିସବୁ ଧନ କ୍ଷଯ ପାଏ। େଯେତେବେଳ ତା'ର ପୁତ୍ର ଜନ୍ମ ହୁଏ, ତାକୁ େଦବାପାଇଁ ତା'ର କିଛି ନ ଥାଏ। 15 େସ ଆପଣା ମାତୃ ଗର୍ଭରୁ େଯପରି ଆସିଥିଲା, େସପରି ଉଲଗ୍ନ େହାଇ େଫରିୟିବ। ଆଉ େସ ଆପଣା ପରିଶ୍ରମ ପାଇଁ ସ୍ବହସ୍ତ େର ଯାହା େନଇୟାଇ ପାରିବ ନାହିଁ, ଏପରି କିଛି ସଙ୍େଗ ନେବ ନାହିଁ। 16 ତାହା ଅତ୍ଯନ୍ତ ଦୁଃଖ ଦାୟକ। େସ ପୃଥିବୀରୁ େଫରିବ ଠିକ୍ େଯପରି ଆସିଥିଲା। "ଏବଂ େସ କଠିନ ପରିଶ୍ରମ କରି ପବନକୁ ଧରିବା ପାଇଁ େଚଷ୍ଟା କରି କ'ଣ ପାଇଛି ?" 17 େସ ବିଷାଦ େର ତା'ର ଜୀବନ କଟାଇ ଦିଏ। ପୁଣି େସ ଅତିଶଯ ବିରକ୍ତ ହୁଏ। ଆଉ ପିଡ଼ୀତ ଓ କ୍ରୋଧିତ ହୁଏ। 18 ମୁଁ େଦଖିଛି େଯ, ଏହି ସର୍ବୋତ୍ତମ ଜେଣ ବ୍ଯକ୍ତି ଏହା କରିପାରିବ। ଏହି ପୃଥିବୀ େର ତା'ର ଅଳ୍ପ ଜୀବନ କାଳ ମଧିଅେର ଜେଣ ବ୍ଯକ୍ତି ଯାହା କାର୍ୟ୍ଯ କେର, େସ ଖାଇ ପିଇ ଉପେଭାଗ କରିବା ଉଚିତ୍। ପରେମଶ୍ବର ତାହାଙ୍କୁ ଏହି ଅଳ୍ପକାଳ ଜୀବନ େଦଇଛନ୍ତି ଏବଂ ତାହାହିଁ ତା'ର ସବୁକିଛି। 19 ଆହୁରି ପରେମଶ୍ବର େକୗଣସି ବ୍ଯକ୍ତିକୁ ଧନସମ୍ପତ୍ତି ଦାନ କରି ତାହା େଭାଗ କରିବାକୁ ଓ ଆପଣା ଅଂଶ ଗ୍ରହଣ କରିବାକୁ ଓ ଆପଣା ପରିଶ୍ରମ େର ଆନନ୍ଦ କରିବାକୁ କ୍ଷମତା େଦେଲ। ଏହା ହିଁ ପରେମଶ୍ବରଙ୍କର ଦାନ ଅେଟ। 20 ସତ୍ଯ େର, ଜେଣ ବ୍ଯକ୍ତି ତା'ର ଜୀବନ ବିଷଯ େର ବେଶୀ ଚିନ୍ତା କେର ନାହିଁ, କାରଣ ପରେମଶ୍ବର ତାକୁ ନିଜକୁ ଉପ େଭାଗ କରିବା େର ବ୍ଯସ୍ତ ରଖିଛନ୍ତି।

6:1 ମୁଁ ସୂର୍ୟ୍ଯ ତେଳ ଏକ ଦୁଃଖର ବିଷଯ େଦଖିଅଛି ଏବଂ ଏହା େଲାକମାନଙ୍କ ଉପ େର କଠିନ ଚାପ ପକାଏ। 2 ପରେମଶ୍ବର େକେତକଙ୍କୁ ଧନ, ସମ୍ପତ୍ତି ଓ ସମ୍ମାନ ଦିଅନ୍ତି, େସହି ବ୍ଯକ୍ତି ଅନ୍ୟ କିଛି ଆଶା କରିବା ପାଇଁ ତା'ର କିଛି ଅଭାବ ନ ଥାଏ। କିନ୍ତୁ ପରେମଶ୍ବର େସହି ବ୍ଯକ୍ତିକୁ ଏସବୁ ଉପ େଭାଗ କରିବା ପାଇଁ ଅନୁମତି ଦିଅନ୍ତି ନାହିଁ। ତା ବଦଳ େର ଅନ୍ୟ ଜେଣ ଏହା ଉପ େଭାଗ କେଲ। ଏହା ଅସାର ଅେଟ ଓ ଏକ ମନ୍ଦ ବ୍ଯାଧି ସ୍ବରୂପ ଅେଟ। 3 ଜେଣ େଲାକ ଏକ ଦୀର୍ଘ ଜୀବନୟାପନ କେଲ। ଏବଂ େସ ଶ େହ ସନ୍ତାନ ଜନ୍ମ େଦଇପା େର। କିନ୍ତୁ ଯଦି େସ େସମାନଙ୍କ ଉପ େର ସନ୍ତୁଷ୍ଟ ନ ହୁଏ ଏବଂ ଯଦି ମୃତ୍ଯୁ ପ େର ତାକୁ େକହି ସ୍ମରଣ ନ କେର, ତା େହେଲ େସହି େଲାକ ଅପେକ୍ଷା ଜନ୍ମ େହବା ସମୟେର ମୃତ୍ଯୁବରଣ କରିଥିବା େସହି ଶିଶୁଟି ଉତ୍ତମ ଅେଟ। 4 େସହିପରି ଶିଶୁଟି ଘନ କୁହୁଡ଼ି େର ଆଚ୍ଛାଦନ େହାଇ ଆ େସ ଏବଂ ଅନ୍ଧାର େର ଏଇ ପୃଥିବୀରୁ ଚାଲିୟାଏ, ଏବଂ େସହି ଅନ୍ଧାର ଏହାର ନାମକୁ ମଧ୍ଯ ଲୁଚାଇ ଦିଏ। 5 େସ ସୂର୍ୟ୍ଯ େଦଖି ନାହିଁ କି େସ ବିଷଯ େର ଜାଣି ନାହିଁ। େସ େଲାକ ଅପେକ୍ଷା ବରଂ ଏ ଶିଶୁଟି ଅଧିକ ବିଶ୍ରାମ ପାଏ। 6 ପୁଣି େସ ମନୁଷ୍ଯ େକୗଣସି ମଙ୍ଗଳ େଭାଗ ନ କରି 200 ବର୍ଷ ବଞ୍ଚିେଲ େହଁ ସମସ୍େତ କି ଏକ ସ୍ଥାନକୁ ନ ୟାଆନ୍ତି? 7 ମନୁଷ୍ଯ ତା'ର ନିଜ ପେଟ ପାଇଁ ପରିଶ୍ରମ କେର। କିନ୍ତୁ େସ େସଥି େର ସନ୍ତୁଷ୍ଟ ହୁଏ ନାହିଁ, କାହିଁକି? 8 ଏହି ପ୍ରକାରର ଜେଣ ଜ୍ଞାନୀ ଜେଣ ମୂର୍ଖଠାରୁ କେଉଁ ଗୁଣ େର ଭଲ? ଜେଣ ଗରିବ େଲାକ ଅନ୍ୟମାନଙ୍କୁ କିପରି ବ୍ଯବହାର କରିବାକୁ େହବ, ତାହା ଯଦି ଜାେଣ, ଉତ୍ତମତା କଣ? 9 ଏହା ନିତାନ୍ତ ଖୁସିର କଥା େଯ ତୁମ୍ଭର ଯାହା ଅଛି ଅଧିକ ଆଶା କରିବା ଅପେକ୍ଷା େସଥି େର ସନ୍ତୁଷ୍ଟ େହବା ଭଲ। ଏହା ମଧ୍ଯ ଅସାର ଅେଟ। ଏହା ବାଯୁକୁ ଧରିବା ତୁଲ୍ଯ େହବ। 10 ଯାହା େହଉଛି ତାହା ଆଗରୁ ନିର୍ଦ୍ଧାରିତ େହାଇଅଛି। ଏବଂ େଯଉଁ ପଥେର ମନୁଷ୍ଯ ସମାଜ ଚାେଲ ତାହା ପରେମଶ୍ବର ଜାଣନ୍ତି। ଆଉ ୟିଏ େସମାନଙ୍କଠାରୁ ଶକ୍ତିଶାଳୀ ତାଙ୍କ ସହିତ ୟୁକ୍ତି କରି େସମାେନ େକେବ ଜିତି ପାରିେବ ନାହିଁ। 11 େସମାେନ େଯେତ ଅଧିକ ୟୁକ୍ତି କରିେବ, ତାହା େେସତ ଅନାବଶ୍ଯକ ଅେଟ। ଏହା ତାଙ୍କର କ'ଣ ଲାଭ େହବ ? 12 କିଏ ଜାେଣ େସମାନଙ୍କ ଏହି କ୍ଷଣସ୍ଥାଯୀ ଜୀବନ େର, ମନୁଷ୍ଯ ଅଧିକ ଲାଭକରି କ'ଣ କରିପା େର? କାରଣ େସମାନଙ୍କର ଦିନଗୁଡ଼ିକ ଛାଇ ପରି ଚାଲିୟିବ। କିଏ େଲାକମାନଙ୍କୁ କହିପାରିବ, ସୂର୍ୟ୍ଯତେଳ ଭବିଷ୍ଯତ େର ଏଇ ପୃଥିବୀ େର କ'ଣ େହବ?

7:1 ବହୁମୂଲ୍ଯ ତୈଳ ଅପେକ୍ଷା ଉତ୍ତମ ନାମ ଭଲ ଅେଟ। ବ୍ଯକ୍ତିର ଜନ୍ମ ଦିନ ଅପେକ୍ଷା ମୃତ୍ଯୁର ଦିନ ୟଥେଷ୍ଟ ଭଲ ଅେଟ। 2 େଭାଜିକୁ ୟିବା ଅପେକ୍ଷା ଶବଦାହକୁ ୟିବା ଭଲ। କାରଣ ତାହା ସମୁଦାଯ ମନୁଷ୍ଯର ଶେଷଗତି ଅେଟ ଓ ଜୀବିତ େଲାକ ତହିଁେର ମନୋୟୋଗ କରିବା ଉଚିତ୍। 3 ସୁଖଠାରୁ ଦୁଃଖ ଭଲ କାରଣ ଏକ ଦୁଃଖ ଅନୁଭୂତି ମୂଲ୍ଯବାନ ଶିକ୍ଷା ଦିଏ। 4 ଜ୍ଞାନୀମାନଙ୍କ ହୃଦଯ ଚିତାଗ୍ନି େର। ମାତ୍ର ମୂର୍ଖମାନଙ୍କ ହୃଦଯ େଭାଜି େର ଥାଏ। 5 ଜେଣ ମୂର୍ଖର ଗୀତ ଶୁଣିବାଠାରୁ ଜେଣ ଜ୍ଞାନୀ େଲାକଙ୍କଠାରୁ ଭର୍ତ୍ସନା ଶୁଣିବା, ଭଲ। 6 ହାଣ୍ଡିତେଳ କଣ୍ଟାର ଚଡ଼ଚଡ଼ ଶବ୍ଦ େଯପରି ମୂର୍ଖର ହାସ୍ଯ େସହିପରି, ଏହା ମଧ୍ଯ ଅର୍ଥହୀନ। 7 ଅରାଜକତା ଜ୍ଞାନୀ େଲାକମାନଙ୍କୁ ବୋକା କରିଦିଏ, ଲାଞ୍ଚ ବିବେକ ନଷ୍ଟ କେର। 8 ବିଷଯର ଆରମ୍ଭ ଅପେକ୍ଷା ତହିଁର ସମାପ୍ତି ଭଲ। େଗାଟିଏ ଜରାଗ୍ରସ୍ଥ ଆତ୍ମା ଏକ ଗର୍ବୀ ଆତ୍ମାଠାରୁ ଭଲ। 9 ଶୀଘ୍ର େକାରଧିତ ହୁଅ ନାହିଁ। କାରଣ ମୂର୍ଖମାନଙ୍କ ହୃଦଯ େହର େକାରଧ ବାସ କେର। 10 ପଚାର ନାହିଁ, "କାହିଁକି ବର୍ତ୍ତମାନଠାରୁ 'ଅତୀତ' ଭଲ ଥିଲା?" ଯଦି ତୁମ୍େଭ ଜ୍ଞାନୀ େହାଇଥିବ ଏହା ପଚାରିବ ନାହିଁ। 11 ଜ୍ଞାନ ଉତ୍ତମ ଅେଟ, ଯଦି ଏହା ବଂଶାନୁଗତ ଭାବେର ଆସିଥାଏ, ଏହା ଜୀବନଧାରଣ େର ଲାଭ େଦଇଥାଏ। 12 କାରଣ ଧନ େଯପରି ଆଶ୍ରଯ ସ୍ବରୂପ, ଜ୍ଞାନ ହିଁ େସହିପରି ଆଶ୍ରଯ ସ୍ବରୂପ ଅେଟ। ଜ୍ଞାନ ଥିବାର ଲାଭ ଏହି େଯ, େଯଉଁମାନଙ୍କର ଜ୍ଞାନ ଅଛି େସମାନଙ୍କର ଜୀବନକୁ ଏହା ସୁରକ୍ଷା କେର। 13 ପରେମଶ୍ବରଙ୍କ କାର୍ୟ୍ଯକୁ ଅନୁଧ୍ଯାନ କର। କାରଣ େସ ଯାହା ବକ୍ର କରନ୍ତି, ତାକୁ େକହି ଠିକ୍ କରିପାରିବ ନାହିଁ। 14 ଖୁସି ହୁଅ େଯେତେବେଳ ତୁମ୍ଭ ପାଖ େର ସମ୍ପତ୍ତି ଅଛି କିନ୍ତୁ େଯେତେବେଳ ତୁମ୍େଭ ଦୁଃଖ ଅନୁଧ୍ଯାନ କର ପରେମଶ୍ବର ଆମ୍ଭକୁ ଭଲ ସହିତ ଖରାପ ସମୟ େଦଇଛନ୍ତି। ଯାହା ଫଳ େର େକୗଣସି େଲାକ ଭବିଷ୍ଯତ େର କ'ଣ ଘଟିବ ତାହା ଜାଣିପାରିବ। 15 େମାର ଅର୍ଥହୀନ ଜୀବନ କାଳ ମଧିଅେର, ମୁଁ ଏହିସବୁ ଜିନିଷ େଦଖିଅଛି। େକେତେବେଳ ଜେଣ ଧାର୍ମିକ େଲାକ ଆପଣା ଧାର୍ମିକତା ସତ୍ତ୍ବେ ବି ବିନଷ୍ଟ ହୁଏ, େଯଉଁଠିକି ଏକ ପୁଣି ଦୁଷ୍ଟ େଲାକ ତା'ର ଦୁଷ୍ଟାମୀ ସତ୍ତ୍ବେ ଦୀର୍ଘଜୀବି ହୁଏ। 16 ତୁମ୍େଭମାେନ ନିଜକୁ ଅତି ଧାର୍ମିକ େବାଲି େଦଖାଅ ନାହିଁ। କିଅବା ଆପଣାକୁ ଅତି ଜ୍ଞାନୀ େବାଲି େଦଖାଇ ହୁଅ ନାହିଁ। କାହିଁକି ? ଏଥି େର ତୁମ୍େଭ ନିଜକୁ ବିନାଶ କରିବ। 17 ତୁମ୍େଭ ଅତି ଦୁଷ୍ଟ କିଅବା ନିର୍ବୋଧ ହୁଅ ନାହିଁ। ଆପଣା କାଳ ପୁରିବା ପୂର୍ବରୁ କାହିଁକି ମରିବ ? 18 ହସ୍ତ କାଢ଼ି ନ େନଇ ତାକୁ ଧରି ରଖିବା େର ତୁମ୍ଭର ମଙ୍ଗଳ। କାରଣ େଯ ପରେମଶ୍ବରଙ୍କୁ ସମ୍ମାନ କେର, େସ ଉଭୟ କେର। 19 ନଗର େର ଥିବା ଦଶଜଣ ଶାସନକର୍ତ୍ତା ଅପେକ୍ଷା ଜ୍ଞାନ, ଜ୍ଞାନୀ ବ୍ଯକ୍ତିକୁ ଅଧିକ ଶକ୍ତି ଦିଏ। 20 ୟିଏ ପାପ ନ କରି କେବଳ ସତ୍କର୍ମ କରିଛି, ଏପରି ଜେଣ ଧାର୍ମିକ ପୃଥିବୀ େର ନିଶ୍ଚଯ ନାହିଁ। 21 ଯାହା ତୁମ୍ଭଙ୍କୁ କୁହାୟାଇଛି, ସମସ୍ତ କଥା େର ମନ େଯାଗ ଦିଅ ନାହିଁ, ନ େହେଲ ତୁମ୍ଭର ଦାସ ତୁମ୍ଭକୁ ଅଭିଶାପ େଦବାର ତୁମ୍େଭ ଶୁଣିବ। 22 କାରଣ ତୁମ୍େଭ ଜାଣ େଯ, ତୁମ୍େଭ ମଧ୍ଯ ଅନ୍ୟମାନଙ୍କୁ େସପରି ବାରମ୍ବାର ଅଭିଶାପ େଦଇଅଛ। 23 ମୁଁ ଜ୍ଞାନଦ୍ବାରା ଏସବୁ ପରୀକ୍ଷା କଲି ଏବଂ ମୁଁ କହିଲି, "ମୁଁ ଜ୍ଞାନୀ େହବାକୁ ଚା େହଁ। ମାତ୍ର ଜ୍ଞାନ େମାର ଗନ୍ତବ୍ଯଠାରୁ ବହୁତ ଦୂର େର ଅଛି।" 24 ସବୁ କିଛି ଆମ୍ଭର ବୁଝାମଣାର ବାହା େର, ଏସବୁ କିଏ ବୁଝିପାରିବ ? 25 େମା ହୃଦଯ େର ମୁଁ ଜାଣିବାକୁ ପରୀକ୍ଷା କରିବାକୁ ଏବଂ ଜ୍ଞାନର ପଶ୍ଚାତ୍ଧାବନ କରିବାକୁ ଏବଂ ଏହାର ଉତ୍ତର ପାଇବାକୁ ମୁଁ ଚାହିଁଲି। ମୁଁ ମଧ୍ଯ ଦୁଷ୍ଟତା ଓ ବୋକାମୀକୁ ଓ ମୂର୍ଖର ପାଗଳାମିକୁ ଜାଣିବା ପାଇଁ ଚାହିଁଲି। 26 ଏବଂ ମୁଁ େଦଖିଲି, ମୂର୍ଖ ସ୍ତ୍ରୀ (ନାରୀ) ମୃତ୍ଯୁ ଅପେକ୍ଷା ତିକ୍ତ ଅେଟ। େସ ଏକ ଶିକାରୀ ଜାଲ ପରି ଏବଂ ତା'ର ହୃଦଯ ଏକ ୟନ୍ତାପରି। ତା'ର ହସ୍ତଦ୍ବଯ ଶୃଙ୍ଖଳ ଅେଟ। େଯ େକହି ପରେମଶ୍ବରଙ୍କୁ ସନ୍ତୁଷ୍ଟ କେର, େସ ତାହାଠାରୁ ରକ୍ଷା ପାଇବ। ମାତ୍ର ପାପୀ ତାହାଦ୍ବାରା ଧରାୟିବ। 27 ଉପେଦଶକ କହିେଲ, " େଦଖ, ଉତ୍ତର ପାଇବାକୁ େଗାଟିଏ ସହିତ ଆଉ େଗାଟିଏ େଯାଗ କରି, ଏହା ମୁଁ ପାଇଲି। 28 ମୁଁ ବାରମ୍ବାର େଖାଜିଲି ଏବଂ ମୁଁ ପାଇଲି ନାହିଁ। ହଜାର େର େଗାଟିଏ ପୁରୁଷ ପରେମଶ୍ବରଙ୍କୁ ସନ୍ତୁଷ୍ଟ କରୁଥିବାର ମୁଁ ପାଇଲି କିନ୍ତୁ େସମାନଙ୍କ ମଧିଅେର, ମୁଁ ଏକ ସ୍ତ୍ରୀ ପାଇଲି ନାହିଁ। 29 "ମୁଁ ଯାହା ପାଇଛି ତାକୁ ଥେର ମାତ୍ର େଦଖ। ପରେମଶ୍ବର ମାନବ ସମାଜକୁ ସରଳ କରି ତିଆରି କେଲ। କିନ୍ତୁ େସମାେନ ସର୍ବଦା ନୂତନ େଯାଜନା ଉଦ୍ଭାବନ କରିଛନ୍ତି।"

8:1 ଜ୍ଞାନବାନ୍ କଥାକୁ େଯପରି ବୁଝେ ଓ ବ୍ଯାଖ୍ଯା କେର ତାଙ୍କ ପରି ଆଉ େକହି କରିପାରିେବ ନାହିଁ। ତା'ର ଜ୍ଞାନ ତାହାକୁ ଖୁସି କରାଏ ଏବଂ ଏହା ଦୁଃଖିତ ମୁଖକୁ ଖୁସି କରାଏ। 2 ମୁଁ ତୁମ୍ଭକୁ ପରାମର୍ଶ େଦଉଛି ତୁମ୍େଭ ସର୍ବଦା ରାଜାଆଜ୍ଞା ପାଳନ କର। ତୁମ୍େଭ ଏପରି କର କାରଣ ତୁମ୍େଭ ପରେମଶ୍ବରଙ୍କଠା େର ତାହା କରିବାକୁ ପ୍ରତିଜ୍ଞା କରିଅଛ। 3 ଭୟ କର ନାହିଁ, ତାଙ୍କର ଉପସ୍ଥିତି େର ବାହାରି ୟାଅ, ବିଳମ୍ବ କର ନାହିଁ େଯେତେବେଳ ବାଣିଜ୍ଯ ମନ୍ଦ ଅେଟ। ମେନରଖ ରାଜା ଯାହା ଚାହିଁେବ ତାଙ୍କ ଇଚ୍ଛା େର କରିେବ। 4 ରାଜାଙ୍କର ଆେଦଶ େଦବା ପାଇଁ କ୍ଷମତା ଅଛି। କ'ଣ କରିବାକୁ େହବ, ତାଙ୍କୁ େକହି କହିପାରିେବ ନାହିଁ । 5 େଯଉଁ ବ୍ଯକ୍ତି ଆେଦଶକୁ ମାେନ େକୗଣସି ବିପଦକୁ ଜାଣିବ ନାହିଁ। ଜେଣ ଜ୍ଞାନୀେଲାକ ସମୟ ଏବଂ କ'ଣ ଠିକ୍ ତା'ର ଉପାଯ ଜାେଣ। 6 ସମସ୍ତ ବିଷଯ େର ଉପୟୁକ୍ତ ସମୟ ଏବଂ ଠିକ୍ ରାସ୍ତା ଅଛି। କିନ୍ତୁ େଲାକମାେନ ପ୍ରାଯ ଅନେକ କଷ୍ଟ ପାଆନ୍ତି। 7 ଏବଂ େସ ଜାେଣ ନାହିଁ କ'ଣ ଘଟିବାକୁ ଯାଉଛି। କାରଣ େକହି କହି ପାରିେବ ନାହିଁ ଭବିଷ୍ଯତ େର କ'ଣ େହବ। 8 େକୗଣସି େଲାକର କ୍ଷମତା ନାହିଁ େଯ, ଆତ୍ମାକୁ ୟିବା ସମୟେର ଅଟକାଇ ପାରିବ। େକହି ମୃତ୍ଯୁକୁ ଅଟକାଇ ପାରିବ ନାହିଁ। ୟୁଦ୍ଧ ସମୟେର ଜେଣ ସୈନିକ ତା'ର ମନଇଚ୍ଛା େକୗଣସି ସ୍ଥାନକୁ ୟାଇପାରିବ ନାହିଁ। ଠିକ୍ େସହିପରି ଯଦି ଜେଣ ମନୁଷ୍ଯ କୁକର୍ମ କେର, େସହି କୁକର୍ମରୁ େସ ରକ୍ଷା ପାଇବ ନାହିଁ। 9 ମୁଁ ଏହିସବୁ େଦଖିଛି ଯାହା ସୂର୍ୟ୍ଯ ତେଳ କରାୟାଏ, ଏବଂ ମୁଁ ଏ ବିଷଯ େର ଗଭୀର ଭାବେର ଚିନ୍ତା କରିଛି। େକେବ େକେବ ଏକ ମନୁଷ୍ଯର ଅନ୍ୟ ଉପ େର ତାହାର କ୍ଷତି କରିବା ନିମନ୍େତ କ୍ଷମତା ଥାଏ। 10 ତା'ପ େର ମୁଁ େଦଖିଲି ଦୁଷ୍ଟ େଲାକମାନଙ୍କୁ ଆଡ଼ମ୍ବରପୂର୍ଣ୍ଣ ଅନ୍ତିମ ସଂସ୍କାର ଦିଆଗଲା। େସମାନଙ୍କୁ ପବିତ୍ର ସ୍ଥାନକୁ ନିଆଗଲା ଓ ସଂସ୍କାର କରାଗଲା। ଏବଂ େଯଉଁମାେନ ଏହା କେଲ ସହର େର ପ୍ରଂଶସିତ େହାଇଥିେଲ। ଏହା ମଧ୍ଯ ଅର୍ଥହୀନ। 11 େବେଳ େବେଳ େଲାକମାେନ ତାଙ୍କର କୁକର୍ମ ପାଇଁ ହଠାତ୍ ଦଣ୍ଡିତ ହୁଅନ୍ତି ନାହିଁ। େସମାନଙ୍କର ଦଣ୍ଡ ବିଳମ୍ବ େର ପ୍ରାପ୍ତ ହୁଏ। ଏହା ଅନ୍ୟମାନଙ୍କୁ କୁକର୍ମ କରିବାକୁ ଉତ୍ସାହିତ କରାଏ। 12 ଯଦିଓ ପାପୀ ଶତବାର ଦୁଷ୍କର୍ମ କେର, େସ ଦୀର୍ଘଦିନ ବଞ୍ଚେ। ତଥାପି ମୁଁ ନିଶ୍ଚଯ େସମାନଙ୍କୁ ଜାେଣ େଯଉଁମାେନ ପରମମେଶ୍ବରଙ୍କୁ ସମ୍ମାନ କରନ୍ତି। ନିଶ୍ଚିତ େର େସମାେନ ଉନ୍ନତି କରିେବ। 13 ମାତ୍ର ଦୁଷ୍ଟର ମଙ୍ଗଳ େହବ ନାହିଁ। କିଅବା େସ ଆପଣା ଛାଯା ସ୍ବରୂପ ପରମାଯୁ ବୃଦ୍ଧି କରିପାରିବ ନାହିଁ। କାରଣ େସ ପରେମଶ୍ବରଙ୍କୁ ଭୀତ କେର ନାହିଁ। 14 ପୃଥିବୀ େର ଏହି େଗାଟିଏ ଅସାରତା ସାଧିତ ହୁଏ। େକେବ େକେବ ଧାର୍ମିକମାନଙ୍କୁ ଏପରି ବ୍ଯବହାର କରାୟାଏ, େସତ େଯପରି େସମାେନ ଦୁଷ୍ଟ ଭାବେର କାର୍ୟ୍ଯ କରିଛନ୍ତି। ସମୟ ସମୟେର ଦୁଷ୍ଟ େଲାକମାନଙ୍କୁ ଏମିତି ବ୍ଯବହାର କରାୟାଏ, େସତ େଯପରି େସମାେନ ନ୍ଯାଯୋଚିତ କାର୍ୟ୍ଯ କରିଛନ୍ତି। ତା'ପ େର ମୁଁ କହିଲି, ଏହା ଅସାର ଅେଟ। 15 େତଣୁ ମୁଁ ନିଷ୍ପତ୍ତି କଲି, ଜୀବନକୁ ଉପ େଭାଗ କରିବା ଅଧିକ ଗୁରୁତ୍ବପୂର୍ଣ୍ଣ। କାରଣ େଭାଜନପାନ ଓ ଆନନ୍ଦ କରିବା ଅପେକ୍ଷା ସୂର୍ୟ୍ଯତେଳ ମନୁଷ୍ଯ ପ୍ରତି ଆଉ େକୗଣସି ଉତ୍ତମ ବିଷଯ ନାହିଁ। କାରଣ େସମାନଙ୍କ ଜୀବନକାଳ ମଧିଅେର େଯଉଁମାେନ କଠିନ ପରିଶ୍ରମ କରନ୍ତି, ତାହା େହଉଛି େଗାଟିଏ ଜିନିଷ ଯାହାକି େସମାନଙ୍କୁ ସାହାୟ୍ଯ କେର। 16 େଯେତେବେଳ ମୁଁ ଜ୍ଞାନର ତତ୍ତ୍ବ ଜାଣିବାକୁ ଓ ପୃଥିବୀ େର ଘଟୁଥିବା କାର୍ୟ୍ଯ େଦଖିବାକୁ ମନୋୟୋଗ କଲି। ଏଇ ଦିନ େର ମୁଁ ନ େଶାଇ ଦିନରାତି କାମ କଲି। 17 େସେତେବେଳ ମୁଁ ପରେମଶ୍ବରଙ୍କର ସକଳ କାର୍ୟ୍ଯ ବିଷଯ େଦଖିଲି, ମୁଁ େଦଖିଲି େଯ, ମନୁଷ୍ଯ ସୂର୍ୟ୍ଯ ତେଳ ଯାହା ଘେଟ ବୁଝିପା େର ନାହିଁ। କାରଣ େସ ଏହା ବୁଝିବା ପାଇଁ େଯେତ କଠିନ କାର୍ୟ୍ଯ କେଲ ମଧ୍ଯ େସ ତାହା ବୁଝିବାକୁ ସକ୍ଷମ େହେବ ନାହିଁ। ଏବଂ ଯଦି ଜେଣ ଜ୍ଞାନୀ େଲାକ, େସ ବୁଝିଛି େବାଲି କ େହ, ପ୍ରକୃତ େର େସ ବୁଝି ନ ଥାଏ।

9:1 ମୁଁ ଏହିସବୁ ବିଷଯ େର ମନୋନିବେଶ କରି ଅନୁସନ୍ଧାନ କଲି। ଧାର୍ମିକ ଓ ଜ୍ଞାନୀ, ଆଉ େସମାନଙ୍କ କାର୍ୟ୍ଯ ପରେମଶ୍ବରଙ୍କ ହାତ େର। େକହି ଜାେଣ ନାହିଁ, ତାକୁ ପ୍ େରମ କରାୟିବ କି ଘୃଣା କରାୟିବ। ଏସବୁ ଭବିଷ୍ଯତ ଉପ େର ନିର୍ଭର କେର। "ଏପରିକି େସମାନଙ୍କର ପ୍ େରମ ଓ ଘୃଣା ପରେମଶ୍ବରଙ୍କ ହାତ େର ଅଛି।" 2 ଧାର୍ମିକ ଓ ଦୁଷ୍ଟପ୍ରତି, ଭଲ ଓ ମନ୍ଦ ପ୍ରତି, ଶୌଚ ଓ ଅ େଶୗଚ ପ୍ରତି, େଯଉଁମାେନ ବଳିଦାନ କରୁଛନ୍ତି ଓ େଯଉଁମାେନ କରୁ ନାହାନ୍ତି, ଉତ୍ତମ େଲାକ ଓ ପାପୀ ପ୍ରତି, େଯଉଁମାେନ ପରେମଶ୍ବରଙ୍କ ନିକଟେର ପ୍ରତିଜ୍ଞା କରନ୍ତି ଓ େଯଉଁମାେନ କରନ୍ତି ନାହିଁ, ପ୍ରେତ୍ୟକକଙ୍କ ପାଇଁ ସବୁକିଛି ସମାନ। 3 ଯାହାସବୁ ସୂର୍ୟ୍ଯ ତେଳ ଘେଟ, ସମସ୍ତ ଖରାପ ଯାହା ଅଛି େସସବୁ ଜିନିଷ େସହିପରି ଶେଷ ହୁଏ। ଏବଂ େଲାକମାେନ େଯେତେବେଳ ଜୀବିତ ଥାନ୍ତି, େସମାନଙ୍କର ହୃଦଯ ଦୁଷ୍ଟତା ଓ ମୂର୍ଖାମୀ େର ପୁରିଥାଏ। ଏହାପ େର େସମାେନ ମୃତ େଲାକମାନଙ୍କ ପାଖକୁ ୟାଆନ୍ତି। 4 କାରଣ େଯଉଁ େଲାକ ଜୀବିତ େଲାକ ସମୂହ ମଧିଅେର ମିଶ୍ରିତ ତାହାର ଭରସା ଥାଏ। 5 ଜୀବିତ େଲାେକ ମରିେବ େବାଲି ଜାଣନ୍ତି, ମାତ୍ର ମୃତ େଲାକମାେନ କିଛି ଜାଣନ୍ତି ନାହିଁ କିଅବା େସମାେନ ଆଉ େକୗଣସି ଫଳ ପାଆନ୍ତି ନାହିଁ। କାରଣ େସମାନଙ୍କ ବିଷଯକ ସ୍ମରଣ ବିସ୍ମୃତ ହୁଏ। 6 େଯପରି େସମାନଙ୍କର ପ୍ େରମ, ଠିକ୍ େସହିପରି େସମାନଙ୍କର ଘୃଣା ଓ ଇର୍ଷା ନଷ୍ଟ ହୁଏ। ଏବଂ ସୂର୍ୟ୍ଯ ତେଳ ଯାହା କିଛି କରାୟାଏ, ତହିଁେର ଅନନ୍ତକାଳ େସମାନଙ୍କର େକୗଣସି ଅଂଶ ନ ଥାଏ। 7 ତୁମ୍େଭ ଆପଣା ମାର୍ଗ େର ୟାଅ। ଆନନ୍ଦ େର ଆପଣା ଆହାର ଭୋଜନ କର ଓ ହୃଷ୍ଟ ଚିତ୍ତ େର ଆପଣା ଦ୍ରାକ୍ଷାରସ ପାନ କର। କାରଣ ପରେମଶ୍ବର ତୁମ୍ଭର କାର୍ୟ୍ଯ ଗ୍ରହଣ କରି ସାରିଲେଣି। 8 ତୁମ୍ଭର ବସ୍ତ୍ର ସର୍ବଦା ଶୁଭ୍ର ଥାଉ ଓ ତୁମ୍ଭ ମସ୍ତକେର ତୈଳର ଅଭାବ ନ େହଉ। 9 ସୂର୍ୟ୍ଯ ତେଳ େସ ତୁମ୍ଭକୁ ଅସାର ଆଯୁଷର େଯେତ ଦିନ େଦଇଅଛନ୍ତି। ତୁମ୍ଭର େସହି ଅସାର ଆଯୁଷର େସତିକି ଦିନ ଆପଣା ପ୍ରିଯତମ ଭାର୍ୟ୍ଯା ସଙ୍େଗ ଆନନ୍ଦ େର ବାସ କର। କାରଣ ତାହା ତୁମ୍ଭ ଜୀବନର ପୁରସ୍କାର, ସୂର୍ୟ୍ଯତେଳ କରିଥିବା କଠିନ କର୍ମର ଫଳ ଅେଟ। 10 ତୁମ୍େଭ େକୗଣସି କାର୍ୟ୍ଯ କର, ତାହା ଆପଣା ସମସ୍ତ ଶକ୍ତି ସହିତ କର। କାରଣ ତୁମ୍େଭ େଯଉଁ କବରକୁ ଯାଉଅଛ, େସଠା େର କିଛି କାର୍ୟ୍ଯ, େଯାଜନା, ବୁଦ୍ଧି, ଜ୍ଞାନ ନାହିଁ। 11 ମୁଁ େଫରି ସୂର୍ୟ୍ଯ ତେଳ କିଛି ଥିବାର େଦଖିଲି, ଏହି ବାଜି କ୍ଷିପ୍ରଧାବକମାନଙ୍କ ପାଇଁ ନୁେହଁ, ବଳଶାଳୀମାନଙ୍କ ପାଇଁ ୟୁଦ୍ଧର ବିଜଯ କିଅବା ଜ୍ଞାନୀମାନଙ୍କ ପାଇଁ ଖାଦ୍ୟ ଅଥବା ଧନ ବୁଦ୍ଧିମାନ ପାଇଁ।ଶିକ୍ଷିତମାନଙ୍କ ପାଇଁ ଅନୁକମ୍ପା ନାହିଁ। କିନ୍ତୁ ଏଇସବୁ ପରିସ୍ଥିତି ସମୟ ଓ ସୁେଯାଗ ଦ୍ବାରା ପ୍ରଭାବିତ ହୁଏ। 12 କାରଣ ମନୁଷ୍ଯ ତା'ର କ'ଣ େହବାକୁ ଯାଉଛି ଜାେଣ ନାହିଁ। େଯପରି ମତ୍ସ୍ଯଗଣ ଅଶୁଭ ଜାଲର ଶିକାର ହୁଅନ୍ତି ଓ େଯପରି ପକ୍ଷୀଗଣ ଫାନ୍ଦର ଶିକାର ହୁଅନ୍ତି, ଠିକ୍ େସହିପରି େଲାକମାେନ ଦୈବଦୁର୍ବିପାକର ଶିକାର ହୁଅନ୍ତି। 13 ମୁଁ ମଧ୍ଯ ସୂର୍ୟ୍ଯ ତେଳ ଏପରି ଜ୍ଞାନ େଦଖିଅଛି। ଆଉ ତାହା େମା ଦୃଷ୍ଟି େର ମହତ ଥିଲା। 14 ଅଳ୍ପ େଲାକ ବିଶିଷ୍ଟ ଏକ କ୍ଷୁଦ୍ର ନଗର ଥିଲା। ଆଉ ଏକ ମହାରାଜା ତହିଁ ବିରୁଦ୍ଧ େର ଆସି ତାହା ବେଷ୍ଟନ କେଲ ଓ ତାହା ବିରୁଦ୍ଧ େର ବଡ଼ ବଡ଼ ଦୁର୍ଗ ନିର୍ମାଣ କେଲ। 15 ଏପରି ସମୟେର ତହିଁ ମଧିଅେର ଏକ ଦରିଦ୍ର ଜ୍ଞାନୀ େଲାକ େଦଖାଗଲା। ପୁଣି େସ ଆପଣା ଜ୍ଞାନ ଦ୍ବାରା ନଗର ରକ୍ଷା କଲା। ତଥାପି େସହି ଦରିଦ୍ର େଲାକଙ୍କୁ େକହି ସ୍ମରଣ କଲା ନାହିଁ। 16 େତେବ ମୁଁ କହିଲି, ବଳ ଅପେକ୍ଷା ଜ୍ଞାନ ଉତ୍ତମ। ଯଦିଓ ଗରିବ େଲାକଟିର ଜ୍ଞାନକୁ ଉପେକ୍ଷା କରାଗଲା ଏବଂ େସ ଯାହା କ େହ େକହି ଶୁଣନ୍ତି ନାହିଁ। 17 ମୂର୍ଖମାନଙ୍କର ଶାସନକାରୀର ଚିତ୍କାର ଅପେକ୍ଷା ଶାନ୍ତି ପୂର୍ବକ କଥିତ ଜ୍ଞାନୀର ବାକ୍ଯ ଅଧିକ ଶୁଣାୟାଏ। 18 ୟୁଦ୍ଧାସ୍ତ୍ର ଅପେକ୍ଷା ଜ୍ଞାନ ଉତ୍ତମ। ମାତ୍ର ଜେଣ ପାପୀ ଅନେକ ମଙ୍ଗଳ ନାଶ କରିପା େର।

10:1 କିଛି ମଲାମାଛି ଗନ୍ଧବଣିକର ସୁଗନ୍ଧି ତୈଳ ଦୁର୍ଗନ୍ଧ କରିପକାଏ। ଠିକ୍ େସପରି ଅଳ୍ପ ମୂର୍ଖତା ଜ୍ଞାନ ଓ ସମ୍ଭ୍ରମଠାରୁ ଅଧିକ ଭାରି। 2 ଜେଣ ଜ୍ଞାନୀର ହୃଦଯ ତାକୁ ଠିକ୍ ପଥେର ଆେଗଇ ନିଏ, କିନ୍ତୁ ଜେଣ ମୂର୍ଖର ହୃଦଯ ତାକୁ ଭୁଲ୍ ବାଟେର ଆେଗଇ ନିଏ। 3 ମୁର୍ଖ ପଥେର ଗମନ କଲା େବେଳ ତାହାର ବୁଦ୍ଧିର ଅଭାବ େଦଖାୟାଏ। ପୁଣି େସ ପ୍ରେତ୍ୟକକକୁ କ େହ େଯ େସ ମୂର୍ଖ। 4 କାରଣ ଜେଣ ଶାସକ ତୁମ୍ଭ ଉପ େର ରାଗିଛନ୍ତି, େସଥିପାଇଁ ପଳାଇୟାଅ ନାହିଁ। ଏକ ଶାନ୍ତି ଆତ୍ମା ମହାଭୁଲ୍କୁ ମଧ୍ଯ ଅତିକ୍ରମ କରିପା େର। କାରଣ ଅଧିନତା ସ୍ବୀକାର ଦ୍ବାରା ମହା ଅନିଷ୍ଟ କ୍ଷାନ୍ତ ହୁଏ। 5 ମୁଁ ସୂର୍ୟ୍ଯ ତେଳ ଏକ ମନ୍ଦ ବିଷଯ େଦଖିଲି। ଏକ ଭୁଲ୍ ଯାହା ଶାସନ କର୍ତ୍ତାଠାରୁ ଆସିଥାଏ। 6 ମୂର୍ଖମାନଙ୍କୁ ମହତ୍ତ୍ବ ପୂର୍ଣ୍ଣ ସ୍ଥାନ ଦିଆୟାଏ, େଯେତେବେଳ ଧନୀ ମାନଙ୍କୁ ଗୁରୁତ୍ବହୀନ କାର୍ୟ୍ଯ ଦିଆୟାଏ। 7 ମୁଁ ଦାସମାନଙ୍କୁ ଅଶ୍ବ ଉପ େର ଓ ଅଧିପତିମାନଙ୍କୁ ଦାସ ତୁଲ୍ଯ ପଦଗତି େର ଗମନ କରିବାର େଦଖିଅଛି। 8 େଯ ଗର୍ତ୍ତ ଖୋଳେ, େସ ତହିଁେର ପଡ଼ିବ ଓ େଯଉଁ େଲାକ ପ୍ରାଚୀର ଭାଙ୍ଗେ ତାହାକୁ ସର୍ପ କାମୁଡ଼ିବ। 9 େଯଉଁ େଲାକ ଏକବଡ଼ ପଥର ଗଡ଼ାଏ, େସ ତାଦ୍ବାରା ଆଘାତ ପାଇବ। ପୁଣି େଯ କାଠ ଚି େର, େସ ତାହା ଦ୍ବାରା ଆପଦଗ୍ରସ୍ତ େହବ। 10 କୁରାଢ଼ି ଦନ୍ଥଡ଼ା େହେଲ, ଯଦି ତା'ର ଦାଢ଼ ନ ପଜାଏ, େତେବ ତାହାପ େର ଅଧିକ ବଳ ପ୍ରଯୋଗ କରିବାକୁ ହୁଏ। କିନ୍ତୁ ଜ୍ଞାନ ଜିନିଷକୁ ସହଜ ସାଧ୍ଯ କରିଦିଏ। 11 ସର୍ପ ମନ୍ତ୍ର ମୁଗ୍ଧ େହବା ପୂର୍ବରୁ କାମୁଡ଼ିଲେ, ସାପ କେଳାର କୌଶଳ ଅନାବଶ୍ଯକ। 12 ଜ୍ଞାନୀର କଥା ତା ପାଇଁ ପ୍ରଶଂସା ଆେଣ କିନ୍ତୁ ମୂର୍ଖର କଥା ତାକୁ ନଷ୍ଟ କେର। 13 ତାହାର ମୁଖର ବାକ୍ଯାରମ୍ଭ ଅଜ୍ଞାନତା ଅେଟ ଓ ତାହାର କଥାର ଶେଷ ମନ୍ଦ ପାଗଳାମୀ ଅେଟ। 14 ମୂର୍ଖ ବହୁ କଥା କ େହ। ତଥାପି କ'ଣ େହବ ମନୁଷ୍ଯ ଜାେଣ ନାହିଁ। ଆଉ ତା'ପ େର କ'ଣ ଘଟିବ, େକହି ତାକୁ ଜଣାଇ ପାରିବ ନାହିଁ। 15 ପ୍ରେତ୍ୟକକ ମୂର୍ଖର ପରିଶ୍ରମ ତାହାକୁ କ୍ଲାନ୍ତ କେର, କାରଣ କିପରି ନଗରକୁ ୟିବାକୁ ହୁଏ ତାହା େସ ଜାେଣ ନାହିଁ। 16 େହ େଦଖ, ତୁମ୍ଭର ରାଜା େଯେବ ବାଳକ ହୁଏ ଓ ତୁମ୍ଭର ଅଧିପତିଗଣଙ୍କ ପ୍ରଭାତ େର େଭାଜନ କରନ୍ତି। େତେବ ଏହା ତୁମ୍ଭ ପ୍ରତି ବହୁତ ଖରାପ। 17 େହ େଦଶ ଯଦି ତୁମ୍ଭର ରାଜା କୁଳୀନ ପରିବାରରୁ ଆସନ୍ତି ଓ ତୁମ୍ଭର ଅଧିପତିଗଣ େଯେବ ମତ୍ତତା ନିମନ୍େତ ନୁେହଁ ମାତ୍ର ବଳ ନିମନ୍େତ ପାନ କରନ୍ତି ଓ ଉପୟୁକ୍ତ ସମୟେର େଭାଜନ କରନ୍ତି, େତେବ ତୁମ୍େଭ ଧନ୍ଯ। 18 ଆଳସ୍ଯ ଛାତକୁ ଭୁଷୁଡ଼ାଇ ଦିଏ, ପୁଣି ଗୃହ େର ଛିଦ୍ର ହୁଏ। 19 ଖୁସି ନିମନ୍େତ ଖାଦ୍ୟ ପ୍ରସ୍ତୁତ ହୁଏ। ପୁଣି ଦ୍ରାକ୍ଷାରସ ମନ ଆନନ୍ଦିତ କେର, ଧନ ସବୁ କାର୍ୟ୍ଯ େର ଆ େସ। 20 ରାଜାକୁ ଅଭିଶାପ ଦିଅ ନାହିଁ। ନା ଏପରିକି ମେନ ମେନ ମଧ୍ଯ ଦିଅ ନାହିଁ। ଆଉ ଧନୀକୁ ଆପଣା ଶଯନ ଗୃହ େର ଅଭିଶାପ ଦିଅ ନାହିଁ। କାରଣ ଏକ େଛାଟ ପକ୍ଷୀ େସହି ବାର୍ତ୍ତା େନଇୟିବ ଓ େସ କଥା ଉତ୍ତର ଦେବ।

11:1 ତୁମ୍େଭ େଯଉଁଠାକୁ ୟାଅ, ଉତ୍ତମ କାର୍ୟ୍ଯ କର। କିଛି ସମୟ ପ େର ତୁମ୍େଭ କରିଥିବା ଉତ୍ତମ କଥା ତୁମ୍ଭ ପାଖକୁ େଫରି ଆସିବ। 2 ସାତ ଜଣଙ୍କୁ, ନଚେତ୍ ଆଠ ଜଣଙ୍କୁ ଅଂଶ ବିତରଣ କର, କାରଣ ପୃଥିବୀ େର କି ବିପଦ ଘଟିବ ତାହା ତୁମ୍େଭ ଜାଣ ନାହିଁ। 3 େକେତଗୁଡ଼ିଏ କଥା ଅଛି ଯାହାକି ତୁମ୍େଭ ନିଶ୍ଚିତ େହବ। ଯଦି ମେଘମାଳା ବର୍ଷାବିନ୍ଦୁ େର ପୂର୍ଣ୍ଣ େହାଇଥାନ୍ତି, େତେବ େସଗୁଡ଼ିକ ପୃଥିବୀ େର ପାଣି ଢ଼ାଳି େଦେବ। ଏବଂ ବୃକ୍ଷ ଯଦି ଦକ୍ଷିଣ କିଅବା ଉତ୍ତର ଦିଗ େର ପଡ଼େ େତେବ େଯଉଁ ସ୍ଥାନ େର ପଡ଼େ େସହି ସ୍ଥାନ େର ରହିବ। 4 ଯଦି େଗାଟିଏ େଲାକ େଛାଟ ଗଛ େରାପଣ କରିବା ପାଇଁ ଠିକ୍ ପାଗକୁ ଅପେକ୍ଷା କେର, ତାହା େହେଲ େସ େକେବ େହେଲ େଛାଟଗଛ େରାପଣ କରିବାକୁ ସକ୍ଷମ େହବ ନାହିଁ। ଯଦି ଜେଣ ସବୁେବେଳ ମେଘମାଳାକୁ ଚାହିଁବ େତେବ େସ ଅମଳ କରିପାରିବ ନାହିଁ। 5 ତୁମ୍େଭ ବାଯୁର ଗତି ଜାଣିପାରିବ ନାହିଁ। ଏବଂ ତୁମ୍େଭ ଜାଣିପାରିବ ନାହିଁ ମା ପେଟ େର ଶିଶୁଟି କିପରି ବଢ଼େ। ଠିକ୍ େସହିପରି ପରେମଶ୍ବର କ'ଣ କରନ୍ତି ତୁମ୍େଭ ଜାଣିପାରିବ ନାହିଁ। େସ ପ୍ରେତ୍ୟକକ କଥା ଘଟାନ୍ତି। 6 ତୁମ୍େଭ ସକାଳରୁ ସନ୍ଧ୍ଯା ପର୍ୟ୍ଯନ୍ତ ବୀଜ ବୁଣ ଏବଂ ତା'ପ େର ତୁମ୍ଭର କାମ ବନ୍ଦ କରିବା ଉଚିତ୍। ପ୍ରଭାତ େର ବୀଜ ବୁଣ ଓ ସନ୍ଧ୍ଯା େବେଳ ଆପଣା ହସ୍ତ ବନ୍ଦ କର ନାହିଁ। କାରଣ ତୁମ୍େଭ ଜାଣ ନାହିଁ କେଉଁ ମଞ୍ଜି ଭଲ ବଢ଼ିବ ଯାହାକୁ ତୁମ୍େଭ ସକାଳ େର ବୁଣିଥିଲ, େଯଉଁଗୁଡ଼ିକ ସନ୍ଧ୍ଯା େର ବୁଣିଥିଲ କିଅବା ପ୍ରାଯ ଉଭୟ ଭଲ ବଢ଼ିବ। 7 ପ୍ରକୃତ େର ଆେଲାକ ସୁଖ ଦାୟକ, ପୁଣି ସୂର୍ୟ୍ଯାେଲାକ େଦଖିବା ଆଶ୍ଚର୍ୟ୍ଯ ଅେଟ। 8 ତୁମ୍େଭ ଆପଣା ଜୀବନର ପ୍ରେତ୍ୟକକ ଦିନକୁ ଉପ େଭାଗ କରିବା ଉଚିତ୍, ତୁମ୍େଭ େଯେତଦିନ ପର୍ୟ୍ଯନ୍ତ ଜୀବିତ ରହୁଛ। କିନ୍ତୁ ମେନରଖ, ନିଶ୍ଚିତ େର ତୁମ୍େଭମାେନ ମରିବ। ମେନରଖ େଯ ତୁମ୍େଭମାେନ େଯେତଦିନ ବଞ୍ଚିଛ ତା'ଠାରୁ ଅଧିକ ମୃତ େହାଇ ରହିବ ଏବଂ ତୁମ୍େଭମାେନ େସହି ସମସ୍ତ ସମୟ ନିରର୍ଥକ। 9 େହ ୟୁବକ, ତୁମ୍େଭ ଆପଣା ୟୌବନାବସ୍ଥା େର ଆନନ୍ଦ କର ଓ ୟୌବନ କାଳ େର ତୁମ୍ଭର ଚିତ୍ତ ତୁମ୍ଭକୁ ହୃଷ୍ଟ କରୁ। ତୁମ୍ଭର ହୃଦଯ ଯାହା କରିବା ପାଇଁ ତୁମ୍ଭକୁ ଆେଗଇ ନେଉଛି, ତାହା କର। ଯାହା ଚାହୁଁଛ ତାହା କର। କିନ୍ତୁ ମେନରଖ େଯ, ତୁମ୍େଭମାେନ ଯାହାସବୁ କରୁଛ, ପରେମଶ୍ବର ତା'ର ବିଚାର କରିେବ। 10 ତୁମ୍େଭ ମନରୁ ବିରକ୍ତି, ବାହାର କରିଦିଅ ଏବଂ ତୁମ୍ଭର ଶରୀରକୁ ଖରାପ ଜିନିଷଠାରୁ ଦୂର େର ରକ, କାରଣ ବାଲ୍ଯାବସ୍ଥା ଏବଂ ୟୌବନ ଅର୍ଥହୀନ ଅେଟ।

12:1 ତୁମ୍େଭ ୟୌବନ କାଳ େର ଆପଣା ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର। ବୃଦ୍ଧାବସ୍ଥା ଓ ଏହାର ଦୂରାବସ୍ଥା ଆସିବା ପୂର୍ବରୁ, େଯଉଁ ବର୍ଷ ତୁମ୍େଭ କହିବ "ମୁଁ ଆଉ ଜୀବନକୁ ଉପ େଭାଗ କରିବାକୁ ଚା େହଁ ନାହିଁ।" 2 େସ ସମୟେର ସୂର୍ୟ୍ଯ, ଦୀପ୍ତି, ଚନ୍ଦ୍ର ଓ ତାରାଗଣ ଅନ୍ଧକାରମଯ େହବ। ପୁଣି ବୃଷ୍ଟି ପ େର ପୁନର୍ବାର ମେଘ େହବ। 3 େସହି ଦିନ ଗୃହ ରକ୍ଷକମାେନ ଥରହର େହେବ ଓ ବଳବାନ େଲାେକ ଆପେ ନତ େହେବଓ ପେଷିକାମାେନ ଅଳ୍ପ ସଂଖ୍ଯକ େଦବାରୁ ନିବୃତ େହେବ। ପୁଣି େସହିମାେନ େଯଉଁମାେନ ଝରକାରୁ ଉଙ୍କିମାରି େଦଖନ୍ତି, େସମାେନ ଅନ୍ଧ େହେବ। 4 ପଥ ଆଡ଼େ ଦ୍ବାର ରୁଦ୍ଧ େହବ। େସ ସମୟେର ପେଷେଣ ଶବ୍ଦ କ୍ଷୀଣ େହବ, ପୁଣି ପକ୍ଷୀର ନାଦ େର େଲାେକ ଜାଗି ଉଠିେବ ଓ ବାଦ୍ଯକାରିଣୀ କନ୍ଯାଗଣ କ୍ଷୀଣ େହେବ। 5 ଆହୁରି େସମାେନ ଉଚ୍ଚସ୍ଥାନ ବିଷଯ େର ଭୟ କରିେବ ଓ ପଥେର ତ୍ରାସ େହେବ। ଆଉ ତୁମ୍ଭର ବାଳ ବାଦାମ ବୃକ୍ଷର ପୁଷ୍ପ ତୁଲ୍ଯ ଧଳା ଗତି େର ପରିଣତ କରିବ। ତୁମ୍ଭର ଗତି ଝିଣ୍ଟିକାର ଗତି ସଦୃଶ େହବ ଓ ତୁମ୍େଭ ତୁମ୍ଭର ବଞ୍ଚିବାର ଇଚ୍ଛା ହରାଇବ। ଏବଂ ତା'ପ େର ତୁମ୍େଭ ତୁମ୍ଭର ଚିରନିବାସକୁ (କବରକୁ) ଗମନ କରିବ। େଶାକକାରୀମାେନ ଏକତ୍ରୀତ େହାଇ ତୁମ୍ଭର ମୃତ ଶରୀରକୁ କବର ସ୍ଥାନକୁ େନେବ। 6 େସହି ସମୟେର ରୂପାର ତା'ର ହୁଗୁଳା େହବ ଏବଂ ସୁବର୍ଣ୍ଣ ମାଠିଆ ଭଗ୍ନ େହବ। କୂଅ େର ଏକ ପାତ୍ର ଭାଙ୍ଗିବା ପରି ଏବଂ ଭଗ୍ନ କପି କୂଅ େର ପଡ଼ିଲାପରି। 7 ତୁମ୍ଭର ଶରୀର ଯାହା ଧୂଳିରୁ ଆସିଥିଲା, ତୁମ୍େଭ ମଲା ପ େର ପୁଣି ଧୂଳିକୁ େଫରିୟିବ। ଏବଂ ତୁମ୍ଭର ଆତ୍ମା ପରେମଶ୍ବରଙ୍କ ନିକଟକୁ େଫରିୟିବ। 8 ଉପେଦଶକ କହଇ, ଅସାରର ଅସାର ସବୁ ହିଁ ଅସାର। 9 ଉପେଦଶକ ଜ୍ଞାନବାନ େହବାରୁ େଲାକମାନଙ୍କୁ ନିତ୍ଯ ଜ୍ଞାନ ଶିକ୍ଷା ମିଳିଲା। ପୁଣି େସ ଅନୁଧ୍ଯାନ କରି ଓ ଅନୁସନ୍ଧାନ କରି ଅନେକ ହିେତାପେଦଶ ସଂଗ୍ରହ କେଲ। 10 ଉପେଦଶକ ସଠିକ୍ ଶବ୍ଦ େଖାଜିବା ପାଇଁ େଚଷ୍ଟା କେଲ। ଏବଂ େଯଉଁ ଶବ୍ଦଗୁଡ଼ିକ ପୁରାପୁରି ସତ୍ଯ ଓ ସିଦ୍ଧ, େସଗୁଡ଼ିକ େଲଖିେଲ। 11 ଜ୍ଞନୀମାନଙ୍କର କଥାଗୁଡ଼ିକ ପାଞ୍ଚଣ ତୁଲ୍ଯ ଏବଂ ନୀତିବଚନ ସଂଗ୍ରହକାରୀମାନଙ୍କର ଶବ୍ଦଗୁଡ଼ିକ େମଷପାଳକମାନଙ୍କର ପାଞ୍ଚଣ ବାଡ଼ି େର ଥିବା କଣ୍ଟା ତୁଲ୍ଯ। 12 କିନ୍ତୁ େମାର ପୁତ୍ର, େସଥି େର ଯାହା ୟୋଗ କରାୟାଇଛି ତା ପାଇଁ ଯତ୍ନବାନ୍ ହୁଅ। ପୁସ୍ତକଗୁଡ଼ିକ ଲେଖିବାର ଅନ୍ତ ନାହିଁ ଏବଂ ଅତ୍ଯଧିକ ପଠନ ତୁମ୍ଭକୁ ଅତ୍ଯନ୍ତ କ୍ଲାନ୍ତ ପ୍ରଦାନ କରିବ। 13 ସାରକଥା ଏହି, ଆମ୍େଭମାେନ ସବୁ ଶୁଣିଛୁ। ପରେମଶ୍ବରଙ୍କୁ ଭୟ କର ଓ ତାଙ୍କର ଆଜ୍ଞାସବୁ ପାଳନ କର। କାରଣ ଏହା ହିଁ ମନୁଷ୍ଯର ପୂର୍ଣ୍ଣ କର୍ତ୍ତବ୍ଯ ଅେଟ। 14 ପରେମଶ୍ବର ପ୍ରେତ୍ୟକକ କର୍ମ, ପୁଣି ଭଲ କି ମନ୍ଦ ପ୍ରେତ୍ୟକକ ଗୁପ୍ତ ବିଷଯ ବିଚାର େର ଆଣିେବ।