Ephesians

1:1 ଖ୍ରୀଷ୍ଟ ଯୀଶୁଙ୍କର ପ୍ େରରିତ ପାଉଲଙ୍କଠାରୁ ପତ୍ର। ପରେମଶ୍ବରଙ୍କ ଇଚ୍ଛାନୁଯାଯୀ ଏଫିସୀୟଠା େର ରହୁଥିବା ପରେମଶ୍ବରଙ୍କ ପବିତ୍ର େଲାକ ଓ ଖ୍ରୀଷ୍ଟ ଯୀଶୁଙ୍କଠା େର ବିଶ୍ବାସୀ େଲାକଙ୍କ ପ୍ରତି ମୁଁ ପ୍ େରରିତ େହାଇଛି। 2 ତୁମ୍ଭମାନଙ୍କୁ ଆମ୍ଭର ପରମପିତା ପରେମଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ମିଳୁ। 3 ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ପରେମଶ୍ବରଙ୍କ ପ୍ରଶଂସା େହଉ। ଖ୍ରୀଷ୍ଟଙ୍କଠା େର ବିଶ୍ବାସ ଥିବା େହତୁ ପରେମଶ୍ବର ଆମ୍ଭକୁ ସ୍ବର୍ଗ େର ସମସ୍ତ ଆଧ୍ଯାତ୍ମିକ ଆଶୀର୍ବାଦ େଦଇଛନ୍ତି। 4 ଖ୍ରୀଷ୍ଟଙ୍କଠା େର, ଜଗତର ସୃଷ୍ଟି ପୂର୍ବରୁ ପରେମଶ୍ବର ଆମ୍ଭକୁ ତାହାଙ୍କ ସମ୍ମୁଖ େର ପବିତ୍ର ଓ ନିର୍ଦ୍ େଦାଷ େହବା ପାଇଁ ଆଦର େର ବାଛି ଥିେଲ। 5 େସ ଆମ୍ଭମାନଙ୍କ ସୃଷ୍ଟି ପୂର୍ବରୁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ବାରା ନିଜର ସନ୍ତାନ କରିବାକୁ ସ୍ଥିର କରିଥିେଲ। ଏହା ତାହାଙ୍କର ଇଚ୍ଛା ଓ ଆନନ୍ଦ ଥିଲା। 6 ପରେମଶ୍ବରଙ୍କ ଆଶ୍ଚର୍ୟ୍ଯଜନକ ଅନୁଗ୍ରହ ସକାେଶ ତାହାଙ୍କର ପ୍ରଶଂସା ହୁଏ। ଯାହାଙ୍କୁ ପରେମଶ୍ବର ପ୍ େରମ କରନ୍ତି, େସହି ଖ୍ରୀଷ୍ଟଙ୍କ ଦ୍ବାରା େସ ଆମ୍ଭକୁ େସହି ଅନୁଗ୍ରହ ମୁକ୍ତ ଭାବେର େଦଇଥାନ୍ତି। 7 ଖ୍ରୀଷ୍ଟଙ୍କଠା େର ବିଶ୍ବାସ ଥିବା େହତୁ ଆମ୍େଭ ତାହାଙ୍କର ରକ୍ତ ମାଧ୍ଯମ େର ମୁକ୍ତ େହାଇଛୁ। ପରେମଶ୍ବରଙ୍କ ବହୁମୂଲ୍ଯ ଅନୁଗ୍ରହ ଦ୍ବାରା ଆମ୍ଭର ପାପରୁ ଆମ୍େଭ କ୍ଷମା ପାଇପାରୁ। 8 ପରେମଶ୍ବର ଏହି ଅନୁଗ୍ରହ ପୂର୍ଣ୍ଣ ଭାବେର ଓ ମୁକ୍ତ ଭାବେର େଦଇଛନ୍ତି। 9 ପରେମଶ୍ବର ନିଜର ପୂର୍ଣ୍ଣ ଜ୍ଞାନ ଓ େବାଧ ଶକ୍ତି ଦ୍ବାରା ତାହାଙ୍କର ନିଗୂଢ଼ତତ୍ତ୍ବ ଆମ୍ଭକୁ ଜଣାଇଛନ୍ତି। ପରେମଶ୍ବର ଏହା ଚାହୁଁଥିେଲ ଏବଂ େସ ଏହା ଖ୍ରୀଷ୍ଟଙ୍କ ଦ୍ବାରା କରିବା ପାଇଁ େଯାଜନା କରିଥିେଲ। 10 ପରେମଶ୍ବରଙ୍କର େଯାଜନା ଥିଲା େଯ ଉଚିତ୍ ସମୟ ଉପସ୍ଥିତ େହେଲ, ଖ୍ରୀଷ୍ଟଙ୍କଠା େର ବିଶ୍ବାସ କରୁଥିବା ସ୍ବର୍ଗ ଓ ପୃଥିବୀର ସମସ୍ତ ବସ୍ତୁଗୁଡିକୁ ଏକତ୍ର କରିେବ ଓ ଖ୍ରୀଷ୍ଟ ତହିଁର ମସ୍ତକ ସ୍ବରୂପ େହେବ। 11 ପରେମଶ୍ବର ନିଜ େଯାଜନା ଓ ଇଚ୍ଛା ଅନୁସାେର ସମସ୍ତ ଘଟଣା ଘଟାନ୍ତି। ଖ୍ରୀଷ୍ଟଙ୍କଠା େର ବିଶ୍ବାସ କରୁଥିବା େହତୁ ପରେମଶ୍ବର ଆମ୍ଭକୁ ତାହାଙ୍କର େଲାକ େହବା ପାଇଁ ବାଛିେଲ। ଏକଥା େସ ନିଜ ଇଚ୍ଛାନୁସା େର ଅନାଦି କାଳରୁ ଠିକ୍ କରି ରଖିଥିେଲ। 12 ଆମ୍େଭ େହଉଛୁ ପ୍ରଥମ େଲାକ େଯଉଁମାେନ ଖ୍ରୀଷ୍ଟଙ୍କଠା େର ଭରସା ପ୍ରତିଷ୍ଠିତ କରିଥିଲୁ, ଏବଂ ପରେମଶ୍ବରଙ୍କ ମହିମାର ପ୍ରଶଂସା କରିବା ଲାଗି ଆମ୍ଭକୁ ବଛା ଯାଇଥିଲା। 13 ତୁମ୍ଭମାନଙ୍କ ପାଇଁ ମୁକ୍ତି ଆଣି ଦେଉଥିବା ସୁସମାଚାରର ସତ୍ଶିକ୍ଷା ତୁମ୍େଭ ଶୁଣିଲ। ସୁସମାଚାର ଶୁଣିଲା ପେର ତୁମ୍େଭ ଖ୍ରୀଷ୍ଟଙ୍କଠା େର ବିଶ୍ବାସ କଲ। ପରେମଶ୍ବର ପବିତ୍ର ଆତ୍ମାଙ୍କୁ ପ୍ରଦାନ କରି ତୁମ୍ଭ ଉପେର ତାହାଙ୍କର ବିଶେଷ ଚିହ୍ନ େଦଇ ଚିହ୍ନିତ କେଲ। ଏହା କରିବା ଦ୍ବାରା େସ ଆଗରୁ େଦଇଥିବା ପ୍ରତିଶୃତି ରକ୍ଷା କରିଥିେଲ। 14 ପରେମଶ୍ବର ନିଜ େଲାକଙ୍କୁ େଯସମସ୍ତ ବିଷୟ େଦବା ନିମନ୍େତ ପ୍ରତିଶୃତି େଦଇଛନ୍ତି, ତାହା େଯ ଆମ୍େଭମାେନ ନିଶ୍ଚିତ ରୂେପ ପାଇବା, ଏଥିପାଇଁ ପବିତ୍ର ଆତ୍ମା େହଉଛନ୍ତି ପରେମଶ୍ବରଙ୍କ ନିର୍ଭରୟୁକ୍ତ ପ୍ରତିଶୃତି। େଯଉଁମାେନ ପରେମଶ୍ବରଙ୍କର େଲାକ ଅଟନ୍ତି, େସମାନଙ୍କ ନିମନ୍େତ ଏହା ପୂର୍ଣ୍ଣ ସ୍ବାଧୀନତା ଆଣିଦେବ। ଏହାର ଉଦ୍ଦେଶ୍ଯ ପରେମଶ୍ବରଙ୍କ ମହିମାର ପ୍ରଶଂସା େହବ। 15 େସଥିପାଇଁ ମୁଁ େଯେତେବେଳ ପ୍ରଭୁ ଯୀଶୁଙ୍କଠା େର ତୁମ୍ଭମାନଙ୍କ ବିଶ୍ବାସ ଓ ପରେମଶ୍ବରଙ୍କ ସମସ୍ତ େଲାକମାନଙ୍କ ପାଇଁ ତୁମ୍ଭମାନଙ୍କର ପ୍ େରମ ବିଷୟ େର ଶୁଣିଲି, ମୁଁ ତୁମ୍ଭମାନଙ୍କ ପାଇଁ ପରେମଶ୍ବରଙ୍କୁ ନିରନ୍ତର ଧନ୍ଯବାଦ ଅର୍ପଣ କଲି। 16 ନିଜର ପ୍ରାର୍ଥନା େର ମୁଁ ତୁମ୍ଭମାନଙ୍କୁ ମେନ ପକାଉଛି। 17 ମୁଁ ମହିମାମୟ ପିତା, ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପରେମଶ୍ବରଙ୍କୁ ସବୁେବେଳ ପ୍ରାର୍ଥନା କେର େଯ, େସ ତୁମ୍ଭକୁ ବିଜ୍ଞତାର ଆତ୍ମା ପ୍ରଦାନ କରନ୍ତୁ। େସହି ଜ୍ଞାନ ତୁମ୍ଭମାନଙ୍କ ପାଇଁ ପରେମଶ୍ବର ବିଷୟକ ସମସ୍ତ ତଥ୍ଯକୁ ସ୍ପଷ୍ଟ କରିଦେବ, ଯାହା ଫଳ େର ତୁମ୍େଭମାେନ ତାହାଙ୍କୁ ପୂର୍ଣ୍ଣ ଭାବେର ଜାଣି ପାରିବ। 18 ମୁଁ ପ୍ରାର୍ଥନା କରୁଛି, େଯପରି ତୁମ୍େଭମାେନ ଈଶ୍ବରଙ୍କ ସମସ୍ତ ସତ୍ଯର ସମ୍ପୂର୍ଣ୍ଣ େବାଧଶକ୍ତି ପାଇପାର, ଏଥିପାଇଁ େସ ତୁମ୍ଭର ମନରୂପକ ଚକ୍ଷୁ େଖାଲି ଦିଅନ୍ତୁ। ତା'ପେର ତୁମ୍େଭମାେନ ବୁଝି ପାରିବ େଯ, କେଉଁ ବିଷୟ େର ଭରସା ରଖିବା ପାଇଁ ପରେମଶ୍ବର ଆମ୍ଭମାନଙ୍କୁ ବାଛି ଥିେଲ। ତୁମ୍େଭମାେନ ବୁଝି ପାରିବ େଯ ପରେମଶ୍ବର ନିଜର ପବିତ୍ରୀକୃତ େଲାକମାନଙ୍କୁ େଯଉଁସବୁ ଆଶୀର୍ବାଦ େଦବା ପାଇଁ ପ୍ରତିଜ୍ଞା କରିଥିେଲ, ତାହା େକେତ ମହିମାମୟ ଓ ଐଶ୍ବର୍ୟ୍ଯପୂର୍ଣ୍ଣ ଅେଟ। 19 ତୁମ୍େଭମାେନ ଏହା ମଧ୍ଯ ବୁଝି ପାରିବ େଯ, ଆମ୍େଭ େଯଉଁମାେନ ବିଶ୍ବାସ କରୁଛୁ, ଆମ୍ଭମାନଙ୍କ ନିମନ୍େତ କାମ କରୁଥିବା ପରେମଶ୍ବରଙ୍କ ଶକ୍ତି େକେତ ମହାନ୍। 20 ଏହି ଶକ୍ତି େହଉଛି େସହି ଶକ୍ତି, େଯଉଁ ଶକ୍ତି ବଳ େର ପରେମଶ୍ବର ଖ୍ରୀଷ୍ଟଙ୍କୁ ମୃତ୍ଯୁରୁ ପୁନରୁତ୍ଥିତ କରିଥିେଲ। ସ୍ବର୍ଗ ରାଜ୍ଯ େର ପରେମଶ୍ବର ଖ୍ରୀଷ୍ଟଙ୍କୁ ତାହାଙ୍କ ଡ଼ାହାଣ ପଟ େର ବସାଇ ଅଛନ୍ତି। 21 ପରେମଶ୍ବର ଖ୍ରୀଷ୍ଟଙ୍କୁ ସମସ୍ତ ଶାସକ, ଅଧିକାରୀ, ଶକ୍ତି ଓ ରାଜାମାନଙ୍କଠାରୁ ଅଧିକ ମହତ୍ବପୂର୍ଣ୍ଣ ପଦ େଦଇଅଛନ୍ତି। ଏହି ସଂସାର କି ପରବର୍ତ୍ତୀ ସଂସାର େର ଥିବା େଯ େକୗଣସି କ୍ଷମତା ପୂର୍ଣ୍ଣ ଶକ୍ତି ଅପେକ୍ଷା ଖ୍ରୀଷ୍ଟଙ୍କର ଶକ୍ତି ଅତି ଅଧିକ ଅେଟ। 22 ପରେମଶ୍ବର ସବୁ କିଛି ଖ୍ରୀଷ୍ଟଙ୍କ ଅଧିନ େର ରଖିଅଛନ୍ତି ଓ ତାହାଙ୍କୁ ମଣ୍ଡଳୀର ମୁଖ୍ଯ ରୂେପ ସ୍ଥାପିତ କରିଛନ୍ତି। 23 ମଣ୍ଡଳୀ େହଉଛି ଖ୍ରୀଷ୍ଟଙ୍କ ଶରୀର। ମଣ୍ଡଳୀ ଖ୍ରୀଷ୍ଟଙ୍କ ଦାରା ପୂର୍ଣ୍ଣ େହାଇଅଛି। େସ ସମସ୍ତ ବିଷୟ ପ୍ରେତ୍ୟକକ ଉପାୟ େର ସମ୍ପୂର୍ଣ୍ଣ କରନ୍ତି।

2:1 ପୂର୍ବରୁ ତୁମ୍ଭର ପାପ େହତୁ ଓ ପରେମଶ୍ବରଙ୍କୁ ବାଧା ଦେଉଥିବା ଭୁଲ୍ କାର୍ୟ୍ଯ େହତୁ ତୁମ୍ଭର ଆତ୍ମିକ ଜୀବନ ମୃତ ଥିଲା। 2 ଅତୀତ େର ତୁମ୍େଭ େସହି ପାପ କାର୍ୟ୍ଯ ସହିତ ଜଡ଼ିତ ଥିଲ। ତୁମ୍େଭ ସାଂସାରିକ ଜୀବନଯାପନ କରୁଥିଲ। ପୃଥିବୀ େର ମନ୍ଦ ଶକ୍ତିର ଶାସକକୁ ତୁମ୍େଭ ଅନୁସରଣ କରୁ ଥିଲ। େସହି ମନ୍ଦ ଶକ୍ତି ଏେବ ମଧ୍ଯ ପରେମଶ୍ବରଙ୍କୁ ଅମାନ୍ଯ କରୁଥିବା େଲାକଙ୍କ ଭିତ େର କାମ କରୁଛି। 3 ଅତୀତ େର ଆମ୍େଭ ସମସ୍େତ େସହିଭଳି ଜୀବନଯାପନ କରୁଥିଲୁ। ଆମ୍େଭ ଆମ୍ଭର ପାପଭରା ମେନାଭାବର କାମନା ସବୁ ପୂରଣ କରିବା େର ଚେଷ୍ଟିତ ଥିଲୁ। ଯାହା ଆମ୍ଭ ଦେହ ଚାହୁଁଥିଲା ଓ ମନ ଭାବୁଥିଲା, େସହି କାର୍ୟ୍ଯ କରୁଥିଲୁ। ଆମ୍େଭ ମନ୍ େଦଲାକ ଥିଲୁ। ଆମ୍ଭର ପାପପୂର୍ଣ୍ଣ ଜୀବନ ଲାଗି ଆମ୍େଭମାେନ ଅନ୍ୟମାନଙ୍କ ପରି ପରେମଶ୍ବରଙ୍କ େକାର୍ଧର ପାତ୍ର େହାଇ ଦଣ୍ଡ େଭାଗ କରିଥାନ୍ତୁ। 4 କିନ୍ତୁ ପରେମଶ୍ବର ଆମ୍ଭକୁ ଅତିଶୟ ପ୍ େରମ କେଲ କାରଣ ତାହାଙ୍କ ଦୟା ଅତି ମହାନ୍। 5 େସ ସମୟେର ଆମ୍େଭ ପରେମଶ୍ବରଙ୍କ ଇଚ୍ଛା ବିରୁଦ୍ଧ େର ଆଚରଣ କରୁଥିବାରୁ ଆତ୍ମିକ ଭାବେର ମୃତ ଥିଲୁ। କିନ୍ତୁ ଖ୍ରୀଷ୍ଟଙ୍କଠା େର ବିଶ୍ବାସ େହତୁ େସ ଆମ୍ଭକୁ ନୂତନ ଜୀବନ ପ୍ରଦାନ କେଲ। 6 ପରେମଶ୍ବରଙ୍କ ଅନୁଗ୍ରହ େହତୁ ତୁମ୍େଭମାେନ ପରିତ୍ରାଣ ପାଇଅଛ। ଖ୍ରୀଷ୍ଟଙ୍କଠା େର ବିଶ୍ବାସ କରୁଥିବାରୁ ପରେମଶ୍ବର ଆମ୍ଭକୁ ଖ୍ରୀଷ୍ଟଙ୍କ ସହିତ ପୁନରୁଥିତ କେଲ ଓ ତାହାଙ୍କ ସହିତ ସ୍ବର୍ଗୀୟ ସ୍ଥାନ େର ବସାଇ ଅଛନ୍ତି। 7 ଭବିଷ୍ଯତ େର ତାହାଙ୍କ କୃପାର ମହାନ୍ ସମ୍ପଦକୁ ଆମ୍ଭକୁ େଦଖାଇବା ପାଇଁ ପରେମଶ୍ବର ଏପରି କେଲ। ଖ୍ରୀଷ୍ଟ ଯୀଶୁଙ୍କ ଦ୍ବାରା ଆମ୍ଭ ପ୍ରତି ପରେମଶ୍ବର ତାହାଙ୍କର ଏହି ଅନୁଗ୍ରହ ପ୍ରକାଶ କେଲ। ଏହି ଅନୁଗ୍ରହ ଦ୍ବାରା ତୁମ୍େଭ ଉଦ୍ଧାର ପାଇଛ। 8 ତୁମ୍େଭ େସହି ଅନୁଗ୍ରହ ତୁମ୍ଭର ବିଶ୍ବାସ ବଳ େର ପାଇଛ। ତୁମ୍େଭ ନିଜକୁ ଉଦ୍ଧାର କରି ନାହଁ, ବରଂ ଏହା ତୁମ୍ଭ ପ୍ରତି ପରେମଶ୍ବରଙ୍କ ଦାନ। 9 ତୁମ୍େଭ ନିଜ କର୍ମ ଦ୍ବାରା ଉଦ୍ଧାର ପାଇ ନାହଁ। େଯପରି େକୗଣସି େଲାକ ଆପେ ଉଦ୍ଧାର ପାଇଅଛି େବାଲି ଗର୍ବ ନ କରୁ। 10 ଆମ୍େଭ ଯାହା, ତାହା କେବଳ ପରେମଶ୍ବରଙ୍କ ଦ୍ବାରା େହାଇଅଛୁ। ଆମ୍େଭ େଯପରି ଭଲ କାମ କରିପାରୁ, େସଥିପାଇଁ ପରେମଶ୍ବର ଆମ୍ଭକୁ ଖ୍ରୀଷ୍ଟ ଯୀଶୁଙ୍କ ମଧିଅେର ନୂତନ ବ୍ଯକ୍ତି କେଲ। ଏହି ଭଲ କାମଗୁଡ଼ିକୁ ମଧ୍ଯ େସ ଆମ୍ଭପାଇଁ ପୂର୍ବରୁ େଯାଜନା କରି ରଖିଅଛନ୍ତି। େସ ହିଁ େଯାଜନା କରିଛନ୍ତି ଆମ୍େଭ େସହି ଭଲକାମ କରି ଜୀବନଯାପନ କରିବା। 11 ତୁମ୍େଭମାେନ ଅଣଯିହୂଦୀରୂେପ ଜନ୍ମ ଗ୍ରହଣ କରିଥିଲ। ତୁମ୍ଭମାନଙ୍କୁ ଯିହୂଦୀମାେନ "ଅସୁନ୍ନତ" େବାଲି କହନ୍ତି। େସମାେନ ନିଜକୁ "ସୁନ୍ନତ"281 େବାଲି କହନ୍ତି। ଏହା ଏକ କାର୍ୟ୍ଯ, ଯାହାକୁ କି େସମାେନ ନିଜ ଶରୀର ଉପେର କରିଥାନ୍ତି। 12 ମେନରଖ, ତୁମ୍େଭମାେନ ପୂର୍ବରୁ ଖ୍ରୀଷ୍ଟବିହୀନ ଥିଲ। ତୁମ୍େଭମାେନ ଇସ୍ରାଯେଲର ନାଗରିକ ନ ଥିଲ। େତଣୁ ପରେମଶ୍ବର ତାହାଙ୍କ େଲାକମାନଙ୍କ ସହିତ କରିଥିବା ପ୍ରତିଜ୍ଞା ୟୁକ୍ତ ନିୟମ ତୁମ୍େଭ ପ୍ରାପ୍ତ େହାଇ ନ ଥିଲ। ତୁମ୍ଭର ଆଉ କିଛି ଆଶା ଭରସା ନ ଥିଲା, କି ତୁମ୍େଭ ପରେମଶ୍ବରଙ୍କୁ ଜାଣି ନ ଥିଲ। 13 େସେତେବେଳ ତୁମ୍େଭମାେନ ପରେମଶ୍ବରଙ୍କଠାରୁ ଦୂର େର ଥିଲ। କିନ୍ତୁ ଏେବ ଖ୍ରୀଷ୍ଟ ଯୀଶୁଙ୍କଠା େର ବିଶ୍ବାସ ଥିବା େହତୁ ତୁମ୍େଭ ତାଙ୍କର ନିକଟବର୍ତ୍ତୀ େହାଇଛ। ଖ୍ରୀଷ୍ଟଙ୍କର ରକ୍ତ ଦ୍ବାରା ତୁମ୍େଭ ପରେମଶ୍ବରଙ୍କର ନିକଟତର େହାଇଛ। 14 ଖ୍ରୀଷ୍ଟଙ୍କ େହତୁ ଆମ୍େଭ ଏେବ ଶାନ୍ତି େର ଅଛୁ। ଖ୍ରୀଷ୍ଟ ଯିହୂଦୀ ଓ ଅଣଯିହୂଦୀମାନଙ୍କୁ ଏକାଠି କେଲ। ଦୁହିଁଙ୍କ ମଝି େର କାନ୍ଥଟିଏ ଥିଲା ଭଳି େସମାେନ ଅଲଗା ଥିେଲ। େସମାେନ ପରସ୍ପରକୁ ଘୃଣା କରୁଥିେଲ। କିନ୍ତୁ ନିଜ ଶରୀରକୁ ଉତ୍ସର୍ଗ କରି ଖ୍ରୀଷ୍ଟ େସହି ଘୃଣାର କାନ୍ଥଟିକୁ ଭାଙ୍ଗି େଦେଲ। 15 ୟିହୁଦୀମାନଙ୍କ ବ୍ଯବସ୍ଥା େର ଅନେକ ଗୁଡ଼ିଏ ଆେଦଶ ଓ ନିୟମାବଳୀ ଥିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟ େସ ବ୍ଯବସ୍ଥାଟିକୁ ସମାପ୍ତ କେଲ। ଖ୍ରୀଷ୍ଟଙ୍କ ଉଦ୍ଦେଶ୍ଯ ଥିଲା, ଏହି ଦୁଇଦଳର େଲାକଙ୍କୁ ଏକାଠି କରି ତାହାଙ୍କଠା େର ନୂତନ େଲାକ କରାଇବା। ଏହା ଦ୍ବାରା ଯୀଶୁ େଯପରି ଶାନ୍ତି ସ୍ଥାପନ କରିପାରନ୍ତି। 16 କ୍ରୁଶ ଉପେର ମୃତ୍ଯୁବରଣ କରି େସ ଦୁଇ ଦଳ ଭିତ େର ଥିବା ଏହି ଘୃଣାକୁ ସମାପ୍ତ କେଲ। େସହି ଦୁଇଟି ଦଳରୁ େଗାଟିଏ ଶରୀର େର ପରିଣତ କରିବା ପେର ଖ୍ରୀଷ୍ଟ େସମାନଙ୍କୁ ପରେମଶ୍ବରଙ୍କ ସହିତ ମିଳିତ କରାଇବା ପାଇଁ ଚାହିଁେଲ। 17 ଖ୍ରୀଷ୍ଟ କ୍ରୁଶ େର ଆପଣା ମୃତ୍ଯୁ ଦ୍ବାରା ଏହା ସାଧନ କେଲ। ତୁମ୍େଭମାେନ ଦୂର େର ଥିଲ େଯ, ଖ୍ରୀଷ୍ଟ ଆସି ତୁମ୍ଭମାନଙ୍କ ନିକଟେର ଶାନ୍ତି ପ୍ରଚାର କେଲ। 18 କାରଣ ଖ୍ରୀଷ୍ଟଙ୍କ ମାଧ୍ଯମ େର ହିଁ, ଏକ ଆତ୍ମା େହାଇ ପରମପିତା ପାଖକୁ ୟିବାର ଅଧିକାର ଆମ୍ଭକୁ ମିଳିଲା। 19 ଅତଏବ ତୁମ୍େଭମାେନ ଏେବ ବିଦେଶୀ ଅବା ଅପରିଚିତ ବ୍ଯକ୍ତି ନୁହଁ ମାତ୍ର ତୁମ୍େଭ ପରେମଶ୍ବରଙ୍କ ପବିତ୍ର େଲାକଙ୍କ ସହିତ ସହନାଗରିକ ଓ ପରେମଶ୍ବରଙ୍କ ନିଜ ପରିବାରର େଲାକ ଅଟ। 20 ପ୍ େରରିତ ଓ ଭବିଷ୍ଯଦ୍ବକ୍ତାମାନଙ୍କ ମୂଳଦୁଆ ଉପେର ତୁମ୍େଭ ନିେଜ ଏକ ଭବନ େହାଇ ଠିଆ େହାଇଛ। ପରେମଶ୍ବର ତା'ର ମାଲିକ ଅଟନ୍ତି। ଖ୍ରୀଷ୍ଟ ଯୀଶୁ େସହି ଭବନର କଣର ପ୍ରଧାନ ପଥର ଅଟନ୍ତି। 21 ସମ୍ପୂର୍ଣ୍ଣ ଭବନଟି ଖ୍ରୀଷ୍ଟଙ୍କଠା େର ପରସ୍ପର ସହିତ ସଂୟୁକ୍ତ େହାଇ ନିର୍ମାଣ େହାଇଛି। ଖ୍ରୀଷ୍ଟ େସ ଭବନକୁ ପ୍ରଭୁଙ୍କଠା େର େଗାଟିଏ ପବିତ୍ର ମନ୍ଦିର େହବା ପାଇଁ ବୃଦ୍ଧି କରାଉଛନ୍ତି। 22 ଯୀଶୁ ଖ୍ରୀଷ୍ଟଙ୍କଠା େର ତୁମ୍େଭମାେନ ଅନ୍ୟମାନଙ୍କ ସହିତ ଏକତ୍ର ନିର୍ମିତ େହଉଅଛ। ତୁମ୍େଭମାେନ ଏପରି େଗାଟିଏ ମନ୍ଦିର ରୂେପ ନିର୍ମିତ େହଉଛ, େଯଉଁଠା େର ଆତ୍ମାଙ୍କ ମାଧ୍ଯମ େର ପରେମଶ୍ବର ବାସ କରନ୍ତି।

3:1 ଅତଏବ, ମୁଁ ପାଉଲ, ତୁମ୍ଭ ଅଣୟିହୁଦୀମାନଙ୍କ ଲାଗି ଖ୍ରୀଷ୍ଟ ଯୀଶୁଙ୍କର ବନ୍ଦୀ ଅେଟ। 2 ତୁମ୍େଭମାେନ ଶୁଣିଥିବ, ପରେମଶ୍ବର ତାହାଙ୍କର ମହାନ ଅନୁଗ୍ରହ େର େମାେତ ଏହି ବିଶେଷ କାର୍ୟ୍ଯ େଦଇଅଛନ୍ତି, େଯପରି ମୁଁ ତୁମ୍ଭମାନଙ୍କୁ ସାହାୟ୍ଯ କରିପା େର। 3 ପରେମଶ୍ବର େମା' ନିକଟେର ତାହାଙ୍କର ଗୁପ୍ତ େଯାଜନା ପ୍ରକାଶ କରିଛନ୍ତି। େସ େମାେତ ଯାହା େଦଖାଇଛନ୍ତି, େସ ବିଷୟ େର ମୁଁ ଅଳ୍ପ କିଛି ଲେଖି ସାରିଛି। 4 େସଗୁଡ଼ିକ ଯଦି ତୁମ୍େଭମାେନ ପଢ଼, ତା େହେଲ େଦଖିବ େଯ ଖ୍ରୀଷ୍ଟଙ୍କ ସମ୍ବନ୍ଧ େର ଗୁପ୍ତ ସତ୍ଯ ବିଷୟ େର ମୁଁ ପ୍ରକୃତ େର ବୁଝିଛି। 5 ପୂର୍ବବର୍ତ୍ତୀ ସମୟର େଲାକମାନଙ୍କୁ ଏହି ଗୁପ୍ତ ସତ୍ଯ ବିଷୟ େର କୁହାୟାଇ ନ ଥିଲା। କିନ୍ତୁ ପରେମଶ୍ବର ଏେବ ନିଜର ପବିତ୍ର ପ୍ େରରିତ ଓ ଭବିଷ୍ଯଦ୍ବକ୍ତାମାନଙ୍କ ନିକଟେର ପବିତ୍ର ଆତ୍ମାଙ୍କ ମାଧ୍ଯମ େର େସହି ଗୁପ୍ତ ସତ୍ଯଟି ପ୍ରକାଶ କରିଛନ୍ତି। 6 େସହି ଗୁପ୍ତ ସତ୍ଯଟି େହଲା : ଯିହୂଦୀମାନଙ୍କ ସହିତ ଅଣଯିହୂଦୀମାେନ ମଧ୍ଯ ପରେମଶ୍ବରଙ୍କ ସମସ୍ତ ବିଷୟର ଅଧିକାରୀ େହେବ। ଅଣଯିହୂଦୀମାେନ ଯିହୂଦୀମାନଙ୍କ ସହିତ େସହି ଏକ ଶରୀରଭୁକ୍ତ ଅଟନ୍ତି। ଖ୍ରୀଷ୍ଟ ଯୀଶୁଙ୍କଠା େର ପରେମଶ୍ବର େଯ ସମସ୍ତ ପ୍ରତିଜ୍ଞା େଦଇଅଛନ୍ତି, େସମାେନ ଖ୍ରୀଷ୍ଟଙ୍କଠା େର ବିଶ୍ବାସ କରୁଥିବା େହତୁ େସହି ସମସ୍ତର ସହଭାଗୀ ଅଟନ୍ତି। ସୁସମାଚାର େହତୁରୁ ଅଣଯିହୂଦୀମାେନ ଏହି ସବୁର ଅଧିକାରୀ ଅଟନ୍ତି। 7 ପରେମଶ୍ବରଙ୍କ ବିଶେଷ ଅନୁଗ୍ରହର ଦାନ ଦ୍ବାରା ମୁଁ ସୁସମାଚାର କହିବା ପାଇଁ ଜେଣ େସବକ େହଲି। ପରେମଶ୍ବର ତାହାଙ୍କର କାର୍ୟ୍ଯକାରୀ ଶକ୍ତି ବଳ େର େମାେତ ଏହି ଅନୁଗ୍ରହ ଦାନ କେଲ। 8 ପରେମଶ୍ବରଙ୍କ େଲାକମାନଙ୍କ ଭିତ େର ମୁଁ ଅତି କ୍ଷୁଦ୍ର େଲାକ ଥିଲି, କିନ୍ତୁ ପରେମଶ୍ବର େମାେତ ଏହି ଅନୁଗ୍ରହଦାନ େଦେଲ େଯପରି ମୁଁ ଅଣଯିହୂଦୀମାନଙ୍କୁ ଖ୍ରୀଷ୍ଟଙ୍କ ଐଶ୍ବର୍ୟ୍ଯପୂର୍ଣ୍ଣ ସୁସମାଚାର କହିବି। େସହି ଐଶ୍ବର୍ୟ୍ଯଗୁଡ଼ିକ ଏେତ ମହାନ େଯ ତାହାକୁ ସମ୍ପୂର୍ଣ୍ଣରୂେପ ବୁଝିବା ସମ୍ଭବପର ନୁେହଁ। 9 ପରେମଶ୍ବରଙ୍କ ଗୁପ୍ତ ସତ୍ଯକୁ ସମସ୍ତଙ୍କୁ କହିବା ଦାଯିତ୍ବ ପରେମଶ୍ବର େମାେତ ପ୍ରଦାନ କେଲ। ଏହି ନିଗୂଢ଼ ସତ୍ଯ ସୃଷ୍ଟିର ଆରମ୍ଭରୁ ସମସ୍ତ ପଦାର୍ଥର ସୃଷ୍ଟିକର୍ତ୍ତା ପରେମଶ୍ବରଙ୍କ ଭିତ େର ଗୁପ୍ତ ରହିଥିଲା। 10 ମଣ୍ଡଳୀ ଦ୍ବାରା ପରେମଶ୍ବରଙ୍କ ବହୁବିଧ ଜ୍ଞାନ, ସ୍ବର୍ଗର କର୍ତ୍ତାପଣ ଓ ଅଧିକାର ପ୍ରାପ୍ତ ବ୍ଯକ୍ତିମାନଙ୍କୁ ବର୍ତ୍ତମାନ ଜଣାଇବା ପରେମଶ୍ବରଙ୍କର ଉଦ୍ଦେଶ୍ଯ ଥିଲା। େସମାେନ ମଣ୍ଡଳୀ େୟାଗୁ ଏହା ଜାଣି ପାରିେବ। 11 ସମୟର ପ୍ରାରମ୍ଭରୁ ପରେମଶ୍ବରଙ୍କର େଯଉଁ େଯାଜନା ଅଛି, ଏହା ତାହା ସହିତ ମେଳ ଖାଉଛି। ଆମ୍ଭ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ଯମ େର ପରେମଶ୍ବର ଏହା ସମ୍ପନ୍ନ କେଲ। 12 ଖ୍ରୀଷ୍ଟଙ୍କଠା େର ବିଶ୍ବାସ ଦ୍ବାରା, ନିର୍ଭୟ େର ପରେମଶ୍ବରଙ୍କ ସମ୍ମୁଖକୁ ୟିବା ପାଇଁ ଆମର ସ୍ବାଧୀନତା ଅଛି। 13 େସଥିପାଇଁ ମୁଁ କୁ େହ େଯ ତୁମ୍ଭମାନଙ୍କ ପାଇଁ ମୁଁ ଯାତନା େଭାଗୁ ଥିବାରୁ ହତୋତ୍ସାହିତ ହୁଅ ନାହିଁ। େମାର ଏହି ଯାତନାଗୁଡ଼ିକ ତୁମ୍ଭ ନିମନ୍େତ ଗୌରବଜନକ େହବ। 14 େସଥିପାଇଁ ପ୍ରାର୍ଥନା େର ମୁଁ ପରମପିତାଙ୍କ ଆଗ େର ନତମସ୍ତକ ହୁଏ। 15 ପରେମଶ୍ବର ସ୍ବର୍ଗ ଓ ପୃଥିବୀର ସମସ୍ତ ପରିବାରକୁ ପ୍ରକୃତ ନାମ କରଣ କରନ୍ତି। 16 ମୁଁ ପରେମଶ୍ବରଙ୍କଠା େର ପ୍ରାର୍ଥନା କେର, େଯପରି େସ ତାହାଙ୍କ ସମସ୍ତ ମହିମା ସହିତ ତୁମ୍ଭମାନଙ୍କୁ ଆତ୍ମିକଭାେବ ଶକ୍ତିୟୁକ୍ତ େହବା ପାଇଁ ତାହାଙ୍କର ଶକ୍ତି ପ୍ରଦାନ କରିେବ। େସ ପବିତ୍ର ଆତ୍ମାଙ୍କ ଦ୍ବାରା ତୁମ୍ଭମାନଙ୍କୁ େସହି ଶକ୍ତି ପ୍ରଦାନ କରିେବ। 17 ତୁମ୍ଭ ବିଶ୍ବାସ େହତୁ ତୁମ୍ଭ ହୃଦୟ େର ଖ୍ରୀଷ୍ଟ ବାସ କରନ୍ତି। ତୁମ୍ଭ ଜୀବନ ପ୍ େରମ େର ଶକ୍ତିଶାଳୀ େହଉ ଏବଂ ପ୍ େରମ େର ଗଢ଼ି ଉଠୁ। 18 ଖ୍ରୀଷ୍ଟଙ୍କ ପ୍ େରମର ମହାନତାକୁ ହୃଦୟଙ୍ଗମ କରିବା ପାଇଁ ତୁମ୍ଭକୁ ଓ ପରେମଶ୍ବରଙ୍କ ପବିତ୍ରୀକୃତ େଲାକମାନଙ୍କୁ ବୁଝିବା ଶକ୍ତି ମିଳୁ। େଯପରି ତୁମ୍େଭ ଏହା ମଧ୍ଯ ବୁଝି ପାର େଯ, େସହି ପ୍ େରମ େକେତ ଓସାର, େକେତ ଲମ୍ବା, େକେତ ଉଚ୍ଚ, ଓ େକେତ ଗଭୀର। 19 ଯୀଶୁ ଖ୍ରୀଷ୍ଟଙ୍କ ପ୍ େରମ ମନୁଷ୍ଯର ପ୍ େରମଠାରୁ ଅଧିକ ମହାନ୍। କିନ୍ତୁ ମୁଁ ପରେମଶ୍ବରଙ୍କଠା େର ପ୍ରାର୍ଥନା କେର େଯ, ତୁମ୍େଭ େସହି ପ୍ େରମ ବିଷୟ େର ଜାଣିବା ପାଇଁ ସକ୍ଷମ ହୁଅ, େତେବ ଯାଇ ତୁମ୍େଭ ପରେମଶ୍ବରଙ୍କଠା େର ପୂର୍ଣ୍ଣ େହାଇ ୟିବ। 20 ଆମ୍ଭ ଭିତ େର ପରେମଶ୍ବରଙ୍କ େଯଉଁ ଶକ୍ତି କାର୍ୟ୍ଯ କରିଥାଏ, ତାହା ଆମ୍ଭର ମାଗିବା ବା ଭାବିବାଠାରୁ ୟଥେଷ୍ଟ ଅଧିକ ଏବଂ ପରେମଶ୍ବର ତାହାଠାରୁ ଅଧିକ ଶକ୍ତିର କାର୍ୟ୍ଯ କରି ପାରନ୍ତି। 21 ମଣ୍ଡଳୀ େର ଓ ଖ୍ରୀଷ୍ଟଙ୍କ ଦ୍ବାରା ସଦାସର୍ବଦା ତାହାଙ୍କର ମହିମା େହଉ। ଆେମନ୍।

4:1 ମୁଁ ପ୍ରଭୁଙ୍କର େହାଇ ଥିବାରୁ କାରାଗାର େର ବନ୍ଦୀରୂେପ ଅଛି। ତୁମ୍ଭମାନଙ୍କୁ ପରେମଶ୍ବର ନିଜ େଲାକ େବାଲି ବାଛିଛନ୍ତି। ଅତଏବ ପରେମଶ୍ବରଙ୍କ େଲାକମାେନ େଯଉଁଭଳି ଜୀବନଯାପନ କରିବା ଉଚିତ୍, ତୁମ୍େଭମାେନ େସହିଭଳି ଜୀବନଯାପନ କର। 2 ସବୁେବେଳ ନମ୍ର, ଭଦ୍ର, ର୍ଧୈୟ୍ଯବାନ ହୁଅ। ପରସ୍ପରକୁ ପ୍ େରମ େର ଗ୍ରହଣ କର। 3 ତୁମ୍େଭ ସମସ୍େତ ପବିତ୍ର ଆତ୍ମାଙ୍କ ଦ୍ବାରା ଶାନ୍ତିର ବନ୍ଧନ େର ଏକତ୍ର େହାଇ ରୁହ। ଏହିଭଳି ରହିବା ପାଇଁ ପାରୁ ପର୍ୟ୍ଯନ୍ତ େଚଷ୍ଟା କର। ଆତ୍ମାଦତ୍ତ ଶାନ୍ତି ତୁମ୍ଭକୁ ବାନ୍ଧି ରଖୁ। 4 ଶରୀର ଏକ, ପବିତ୍ର ଆତ୍ମା ମଧ୍ଯ ଏକ। ପରେମଶ୍ବର ତୁମ୍ଭମାନଙ୍କୁ ଏକ ଭରସା ପାଇବା ପାଇଁ ଡ଼ାକି ଥିେଲ। 5 ପ୍ରଭୁ ଏକ, ବିଶ୍ବାସ ଏକ ଓ ବାପ୍ତିସ୍ମ ମଧ୍ଯ ଏକ। 6 ପରେମଶ୍ବର ଜେଣ ଓ େସ େହଉଛନ୍ତି ପ୍ରେତ୍ୟକକ ବିଷୟର ପିତା। େସ ସମସ୍ତଙ୍କୁ ଶାସନ କରନ୍ତି, ଓ ସମସ୍ତଙ୍କର ସ୍ବାମୀ ଅଟନ୍ତି। େସ ସବୁଠା େର ଓ ସମସ୍ତଙ୍କ ଅନ୍ତର େର ଅଛନ୍ତି। 7 ଖ୍ରୀଷ୍ଟ ଆମ୍ଭ ପ୍ରେତ୍ୟକକଙ୍କୁ େଗାଟିଏ ବିଶେଷ ଅନୁଗ୍ରହ ଦାନ େଦଇଛନ୍ତି। 8 ପ୍ରେତ୍ୟକକ େଲାକ ଖ୍ରୀଷ୍ଟଙ୍କ ଇଚ୍ଛାନୁସା େର େସହି ଦାନ ପାଇଛନ୍ତି। ଏଥି ନିମନ୍େତ ଶାସ୍ତ୍ର କୁ େହ : 9 "ଉଚ୍ଚକୁ ଗେଲ" କହିବାର ଅର୍ଥ େଯ, େସ ପ୍ରଥମେ ପୃଥିବୀର ନୀଚ୍ଚ ସ୍ଥାନକୁ ଆସିଥିେଲ। 10 େଯଉଁ ଖ୍ରୀଷ୍ଟ ନୀଚ୍ଚକୁ ଆସିଥିେଲ େସ ହିଁ ଉଚ୍ଚକୁ ଗେଲ। େସ ଉଚ୍ଚତମ ଆକାଶକୁ ଗେଲ େଯପରି େସ ନିଜକୁ ପୂର୍ଣ୍ଣ କରନ୍ତି। 11 ଏବଂ େସହି ଖ୍ରୀଷ୍ଟ େଲାକମାନଙ୍କୁ ଦାନ େଦେଲ ଅର୍ଥାତ୍ େକେତକ େଲାକଙ୍କୁ େସ ପ୍ େରରିତ େହବା ପାଇଁ, େକେତକଙ୍କୁ ଭବିଷ୍ଯତ୍ବକ୍ତା େହବା ପାଇଁ, େକେତକଙ୍କୁ ସୁସମାଚାର କହିବା ପାଇଁ ଓ େକେତକଙ୍କୁ ପରେମଶ୍ବରଙ୍କ େଲାକମାନଙ୍କର ଯତ୍ନ ନେବା ପାଇଁ ଓ ଶିକ୍ଷା େଦବା ପାଇଁ। 12 ପରେମଶ୍ବରଙ୍କ େଲାକମାେନ ତାଙ୍କର େସବା କରିବା ପାଇଁ ଓ ଖ୍ରୀଷ୍ଟଙ୍କ ଶରୀରକୁ ସୁଦୃଢ଼ କରିବା ପାଇଁ ପ୍ରସ୍ତୁତ େହେବ େବାଲି ଖ୍ରୀଷ୍ଟ ଏହି ଅନୁଗ୍ରହ ଦାନ େସମାନଙ୍କୁ େଦେଲ। ଏହା ଦ୍ବାରା ଖ୍ରୀଷ୍ଟଙ୍କ ଶରୀରସ୍ବରୂପ ଆମ୍େଭମାେନ ମଧ୍ଯ ଦୃଢ଼ ଓ ବଳବାନ େହବା। 13 ସମସ୍ତ େଲାେକ ପରେମଶ୍ବରଙ୍କ ପୁତ୍ରଙ୍କ ବିଷୟକ ସମାନ ବିଶ୍ବାସ ଓ ସମାନ ଜ୍ଞାନ ସହିତ ଏକତ୍ର େହବା ପର୍ୟ୍ଯନ୍ତ ଏହି କାମ ଚାଲିଥିବା ନିତାନ୍ତ ଆବଶ୍ଯକ, େଯପର୍ୟ୍ଯନ୍ତ ଆମ୍େଭ ଖ୍ରୀଷ୍ଟଙ୍କ ସଦୃଶ ସିଦ୍ଧ ଓ ସମ୍ପୂର୍ଣ୍ଣ ନ େହାଇଛୁ, େସ ପର୍ୟ୍ଯନ୍ତ ଆମ୍ଭକୁ ବୃଦ୍ଧି ପାଇ ପୂର୍ଣ୍ଣବୟସ୍କ େହବାକୁ ପଡ଼ିବ। 14 ତା େହେଲ ଆମ୍େଭ ଆଉ ଶିଶୁ େହାଇ ରହିବା ନାହିଁ। ସମୁଦ୍ର େର ଜାହାଜ ଲହରୀ େହତୁ ସ୍ଥାନ ପରିବର୍ତ୍ତନ କଲା ଭଳି ଆମ୍ଭକୁ ପ୍ରତାରଣା କରିବାକୁ େଚଷ୍ଟା କରୁଥିବା େଲାକମାନଙ୍କର ପ୍ରେତ୍ୟକକ ପ୍ରକାରର ନୂତନ ଉପେଦଶ ଦ୍ବାରା ଆମ୍େଭ ଏଣେତେଣେ ଆଉ ଭାସି ୟିବା ନାହିଁ। ଏଭଳି େଲାେକ ମନ୍ଦ ରାସ୍ତା ଗ୍ରହଣ କରିବା ପାଇଁ େଲାକଙ୍କୁ ଛଳ ଓ ଧୂର୍ତ୍ତ େଯାଜନା େର ଛନ୍ଦନ୍ତି, 15 ନା ! ଆମ୍େଭ ପ୍ େରମ ସହକା େର ସତ୍ଯ କହିବା। ଆମ୍େଭ ପ୍ରେତ୍ୟକକ ବିଷୟ େର ଖ୍ରୀଷ୍ଟଙ୍କ ଭଳି ବୃଦ୍ଧିପ୍ରାପ୍ତ େହବା। ଖ୍ରୀଷ୍ଟ ଆମ୍ଭର ମସ୍ତକ ଓ ଆମ୍େଭ ସମସ୍େତ ତାହାଙ୍କର ଶରୀର। 16 ସମ୍ପୂର୍ଣ୍ଣ ଶରୀର ଯୀଶୁ ଖ୍ରୀଷ୍ଟଙ୍କ ଉପେର ନିର୍ଭରଶୀଳ। ଶରୀରର ପ୍ରେତ୍ୟକକ ଅଙ୍ଗ ଏକାଠି ୟୋଡ଼ି େହାଇ ରହିଛନ୍ତି। ପ୍ରେତ୍ୟକକ ଅଙ୍ଗ ନିଜ ନିଜର କାର୍ୟ୍ଯ କରନ୍ତି। ଏହାଦ୍ବାରା ସମଗ୍ର ଶରୀର ପ୍ େରମ େର ବୃଦ୍ଧି ପାଇ ଶକ୍ତିଶାଳୀ ହୁଏ। 17 ପ୍ରଭୁଙ୍କ ନାମ େର ମୁଁ ସତର୍କ କରି େଦଉଛି େଯ ଅବିଶ୍ବାସୀ େଲାକଙ୍କ ଭଳି ଜୀବନଯାପନ କର ନାହିଁ। େସମାନଙ୍କ ବିଚାରର କିଛି ମୂଲ୍ଯ ନାହିଁ। 18 େସମାେନ କିଛି ବୁଝନ୍ତି ନାହିଁ କି କିଛି ଜାଣନ୍ତି ନାହିଁ, କାରଣ େସମାେନ ବୁଝିବା ପାଇଁ ମନା କରନ୍ତି। େସଥିପାଇଁ ପରେମଶ୍ବର ପ୍ରଦତ୍ତ ଜୀବନ େସମାେନ ପାଇ ପାରିେବ ନାହିଁ। 19 େସମାନଙ୍କର ଲଜ୍ଜା ନାହିଁ। େସମାେନ ମନ୍ଦ କାର୍ୟ୍ଯ କରି ଜୀବନ ଯାପନ କରନ୍ତି। ସବୁ ପ୍ରକାରର ମନ୍ଦ କାମ ଅଧିକରୁ ଅଧିକ ରୂେପ କରିବାକୁ େସମାନଙ୍କର ଇଚ୍ଛା। 20 କିନ୍ତୁ ତୁମ୍େଭମାେନ ଖ୍ରୀଷ୍ଟଙ୍କ ବିଷୟ େର ଯାହା ଶିଖିଲ, େସଗୁଡ଼ିକ ଏହି ମନ୍ଦ କାମଠାରୁ ଭିନ୍ନ। 21 ମୁଁ ଜାେଣ ତୁମ୍େଭମାେନ ତାହାଙ୍କ ବିଷୟ େର ଶୁଣିଛ। ତୁମ୍େଭ ତାଙ୍କଠା େର ଅଛ, େସଥିପାଇଁ ତୁମ୍ଭକୁ ସତ୍ଯ ଶିକ୍ଷା ଦିଆଯାଇଛି। େସହି ସତ୍ଯ ଯୀଶୁ ଖ୍ରୀଷ୍ଟଙ୍କଠା େର ଅଛି। 22 ତୁମ୍ଭମାନଙ୍କୁ ଶିକ୍ଷା ଦିଆଯାଇଛି େଯ ତୁମ୍ଭର ପୁରୁଣା ଆଚରଣ ଓ ତୁମ୍ଭର ପୂର୍ବର ଜୀବନଯାପନ ଛାଡ଼ି ଦିଅ। କାରଣ େଲାକମାେନ ମନ୍ଦକାର୍ୟ୍ଯ କରିବାକୁ ଭଲ ପାଇବାରୁ ତଦ୍ଦ୍ବାରା ପ୍ରବଞ୍ଚିତ ହୁଅନ୍ତି ଓ ତାହା ଫେଳ େର ପୁରୁଣାରୂପ ଦ୍ବାରା ମନ୍ଦ ଆହୁରି େହାଇଯାଏ। 23 ମାତ୍ର, ତୁମ୍ଭମାନଙ୍କୁ ହୃଦୟ େର ଓ ଭାବନା େର ନୂତନ େହବାକୁ ପଡ଼ିବ। 24 ତୁମ୍ଭକୁ ସମ୍ପୂର୍ଣ୍ଣ ନୂତନ ବ୍ଯକ୍ତି ସ୍ବରୂପ େହାଇ ପରେମଶ୍ବରଙ୍କ ଭଳି ପ୍ରକୃତ େର ଭଲ ଓ ପବିତ୍ର େହବାକୁ ପଡ଼ିବ। 25 ଅତଏବ ତୁମ୍େଭ ମିଛ କହିବା ବନ୍ଦ କର। ସର୍ବଦା ପରସ୍ପରକୁ ସତ୍ଯ କୁହ, େଯ େହତୁ ଆମ୍େଭ ସମସ୍େତ େଗାଟିଏ ଦେହର ଅଙ୍ଗପ୍ରତ୍ଯଙ୍ଗ ଅଟୁ। 26 େଯେତେବେଳ ତୁମ୍ଭର େକାର୍ଧ ହୁଏ, େସେତେବେଳ ଅତି େକାର୍ଧୀ େହାଇ ପାପ କର ନାହିଁ। 27 ଦିନସାରା େକାରଧ କର ନାହିଁ। ତୁମ୍ଭକୁ ପରାସ୍ତ କରିବା ନିମନ୍େତ ଶୟତାନକୁ ସୁେଯାଗ ଦିଅ ନାହିଁ। 28 େଚାର େଚାରୀ କରିବା ବନ୍ଦ କରୁ। େସ କାମ କରିବା ଆରମ୍ଭ କରୁ ଓ ନିଜ ହାତକୁ ଭଲ କାମ େର ଲଗାଉ। ତା େହେଲ େସ ଗରୀବ େଲାକମାନଙ୍କୁ କିଛି ସାହାୟ୍ଯ କରିପାରିବ। 29 େଯ େତେବଳ ତୁମ୍େଭ କଥାବାର୍ତ୍ତା କର, େସେତେବେଳ େକୗଣସି ଖରାପ ଶବ୍ଦ ଉଚ୍ଚାରଣ କର ନାହିଁ। ଏପରି କଥା କୁହ, ଯାହା େଲାକମାନଙ୍କର ପ୍ରେୟାଜନ ଥିବ ଓ େସମାନଙ୍କୁ ଶକ୍ତିଶାଳୀ କରିବା ପାଇଁ ସାହାୟ୍ଯ କରିପାରୁଥିବ। ଏହାଦ୍ବାରା େଯଉଁମାେନ ତୁମ୍ଭମାନଙ୍କର କଥା ଶୁଣନ୍ତି, େସମାନଙ୍କର ମଙ୍ଗଳ େହବ। 30 ପବିତ୍ର ଆତ୍ମାଙ୍କୁ ଦୁଃଖ ଦିଅ ନାହିଁ। ତୁମ୍େଭ େଯ ପରେମଶ୍ବରଙ୍କର ଅଟ ଏହା େସ ଆତ୍ମା ପ୍ରମାଣ ଦିଅନ୍ତି। ଉଚିତ ସମୟ ଉପସ୍ଥିତ େହଲ ପରେମଶ୍ବର ତୁମ୍ଭକୁ ସ୍ବାଧୀନତା ପ୍ରଦାନ କରିେବ। ଏହା ଦର୍ଶାଇବା ପାଇଁ େସ ପବିତ୍ରଆତ୍ମାଙ୍କୁ େଦଇଅଛନ୍ତି। 31 େକେବ େହଲ କଟୁ ହୁଅ ନାହିଁ, ରାଗ ନାହିଁ େକାର୍ଧ କର ନାହିଁ, ଉତ୍ତେଜିତ ହୁଅ ନାହିଁ। େକାରଧ େର ପାଟି କର ନାହିଁ, ବା ଅନ୍ୟମାନଙ୍କୁ ଆଘାତ େଦଲାଭଳି କଥା କୁହ ନାହିଁ। େକେବ େହଲ ମନ୍ଦ କାମ କର ନାହିଁ। 32 ପରସ୍ପର ପ୍ରତି ଦୟାଭାବ ଓ ପ୍ େରମ ଭାବ ରଖ। େଯପରି ଖ୍ରୀଷ୍ଟଙ୍କଠା େର ପରେମଶ୍ବର ତୁମ୍ଭମାନଙ୍କୁ କ୍ଷମା କେଲ, େସହି ଭଳି ତୁମ୍େଭମାେନ ପରସ୍ପରକୁ କ୍ଷମା ଦିଅ।

5:1 ତୁମ୍େଭମାେନ ପରେମଶ୍ବରଙ୍କ ପ୍ରିୟ ସନ୍ତାନ। ଅତଏବ ପରେମଶ୍ବରଙ୍କ ଭଳି େହବାକୁ େଚଷ୍ଟା କର। 2 ପ୍ େରମପୂର୍ଣ୍ଣ ଜୀବନଯାପନ କର। ଖ୍ରୀଷ୍ଟ ଆମ୍ଭକୁ େଯପରି ପ୍ େରମ କରିଛନ୍ତି, ତୁମ୍େଭମାେନ ମଧ୍ଯ େସହିଭଳି ଅନ୍ୟମାନଙ୍କୁ ପ୍ େରମ କର। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍େତ ଆପଣାକୁ େଦେଲ, େସ ଆମ୍ଭମାନଙ୍କ ନିମନ୍େତ ପରେମଶ୍ବରଙ୍କ ନିକଟେର ମଧୁର-ସୁଗନ୍ଧି-ୟୁକ୍ତ ଭେଟି ଓ ପରେମଶ୍ବରଙ୍କ ବଳି ସ୍ବରୂପ ଅଟନ୍ତି। 3 ତୁମ୍ଭ ଭିତ େର େକୗଣସି ୟୌନ-ପାପ, େକୗଣସି ପ୍ରକାର ମନ୍ଦ କାମ, ଏବଂ ଲୋଭ ଆଦୌ ନ ରହୁ। କାରଣ ଏଗୁଡ଼ିକ ପରେମଶ୍ବରଙ୍କ ପବିତ୍ର େଲାକମାନଙ୍କ ନିମନ୍େତ ଉପୟୁକ୍ତ ନୁେହଁ। 4 ତୁମ୍ଭ ଭିତ େର େକୗଣସି ମନ୍ଦ କଥା, ମୂର୍ଖତାପୂର୍ଣ୍ଣ କଥାବାର୍ତ୍ତା ବା ଅସତ୍ ପରିହାସ େଯପରି ନ ହୁଏ। ଏଗୁଡ଼ିକ ତୁମ୍ଭ ପାଇଁ ଅନୁଚିତ। କିନ୍ତୁ ତୁମ୍େଭ ପରେମଶ୍ବରଙ୍କୁ ସର୍ବଦା ଧନ୍ଯବାଦ ଦେଉଥିବା ଉଚିତ୍। 5 େଗାଟିଏ ବିଷୟ ତୁମ୍େଭ ନିଶ୍ଚିତ ଭାବେର ଜାଣିଥାଅ େଯ, େଯଉଁ େଲାକ ୟୌନ ପାପଗୁଡ଼ିକେର ଲିପ୍ତ ରୁ େହ, ମନ୍ଦ କର୍ମ କେର ବା ଅତିଶୟ ଲୋଭ କେର, େସ େଲାକ ପାଇଁ ପରେମଶ୍ବର ଓ ଖ୍ରୀଷ୍ଟଙ୍କ ରାଜ୍ଯ େର େକୗଣସି ସ୍ଥାନ ନାହିଁ। କାରଣ େଯଉଁ େଲାକ ସର୍ବଦା ନିଜ ନିମନ୍େତ କେବଳ ସମସ୍ତ ବିଷୟ ଅଧିକରୁ ଅଧିକ ପାଇବାକୁ ଇଚ୍ଛା କେର, େସ ଭଣ୍ଡ େଦବତାମାନଙ୍କର ପୂଜା କେର। 6 ମିଥ୍ଯାକଥା କହି େକହି ତୁମ୍ଭକୁ ପ୍ରତାରଣା ନ କରୁ। ଏ ବିଷୟ େର ସଚେତନ ରୁହ। େଯଉଁମାେନ ଅବାଧ୍ଯ େହାଇ ଏ ସମସ୍ତ ମନ୍ଦ କର୍ମ କରନ୍ତି, େସମାନଙ୍କ ଉପେର ପରେମଶ୍ବର େକାରଧାନ୍ବିତ ହୁଅନ୍ତି। 7 ଅତଏବ ତୁମ୍େଭ ମଧ୍ଯ ଏଭଳି ମନ୍ଦ କର୍ମ େସହି ଅବଜ୍ଞାକାରୀଙ୍କ ସହିତ କର ନାହିଁ। 8 ଅତୀତ େର ତୁମ୍େଭ ଅନ୍ଧକାର େର ଥିଲ, କିନ୍ତୁ ଏେବ ତୁମ୍େଭ ପ୍ରଭୁଙ୍କଠା େର ଆେଲାକେର ଅଛ। ଅତଏବ ଆେଲାକର ସନ୍ତାନମାନଙ୍କ ଭଳି ଆଚରଣ କର। 9 ଆେଲାକ ପ୍ରେତ୍ୟକକ ପ୍ରକାରର ଉତ୍ତମ ଭାବ, ଉଚିତ ଜୀବନଯାପନ ଓ ସତ୍ଯ ଫଳ ଉତ୍ପନ୍ନ କେର। 10 କେଉଁ ବିଷୟଗୁଡ଼ିକ ଈଶ୍ବରଙ୍କ ସନ୍େତାଷ ଜନ୍ମାଏ, େସଗୁଡ଼ିକ ଶିଖିବାକୁ େଚଷ୍ଟା କର। ଅନ୍ଧକାର େର େଲାେକ େଯଭଳି କାମ କରନ୍ତ, େସଗୁଡ଼ିକୁ କର ନାହିଁ। େସଗୁଡ଼ିକ କରିବା ଦ୍ବାରା କିଛି ଲାଭ ହୁଏ ନାହିଁ। 11 ସର୍ବଦା ଭଲ କାମ କରି, ଅନ୍ଧକାରର କର୍ମଗୁଡ଼ିକର ଅସାରତା ପ୍ରମାଣିତ କର। 12 ଅନ୍ଧକାର େର େଯ େଲାେକ େଯଉଁ ଗୁପ୍ତ କର୍ମ ସବୁ କରନ୍ତି, େସଗୁଡ଼ିକ କହିବା ପାଇଁ ମଧ୍ଯ ଲଜ୍ଜା ଲାେଗ। 13 କିନ୍ତୁ ଆେଲାକ ସମ୍ମୁଖ େର ଏଗୁଡ଼ିକୁ ରଖିେଲ, ଏସବୁ କର୍ମର ସମସ୍ତ ମନ୍ଦତା ସ୍ପଷ୍ଟ ଭାେବ ପ୍ରକାଶିତ ହୁଏ। 14 ଯାହା ସହଜ େର ପ୍ରକାଶିତ ହୁଏ, ତାହା ଆେଲାକ। େସଥିପାଇଁ ଆମ୍େଭ କହୁ : 15 ଅତଏବ କିପରି ଜୀବନ କାଟୁଅଛ, ଏବିଷୟ େର ବିଶେଷ ସାବଧାନ ରୁହ। ନିର୍ େବାଧ େଲାକଙ୍କ ଭଳି ଜୀବନଯାପନ କର ନାହିଁ। ମାତ୍ର ଜ୍ଞାନୀ େଲାକଙ୍କ ପରି ଜୀବନଯାପନ କର। 16 ଏହା ଅତ୍ଯନ୍ତ ମନ୍ଦ ସମୟ େହାଇ ଥିବାରୁ, ଭଲ କାମ କରିବା ପାଇଁ ମିଳୁଥିବା େକୗଣସି ସୁେଯାଗକୁ ଛାଡ଼ ନାହିଁ। 17 ଅତଏବ ମୂର୍ଖପରି ଜୀବନ ନ କାଟି ପରେମଶ୍ବର ତୁମ୍ଭଠାରୁ କ'ଣ ଚାହାଁନ୍ତି, ଏହା ଜାଣିବାକୁ େଚଷ୍ଟା କର। 18 ମଦ ପିଇ ମାତାଲ ହୁଅ ନାହିଁ। କାରଣ ତାହା ଆତ୍ମିକ ଭାେବ ତୁମ୍ଭର ସଂପୂର୍ଣ୍ଣ ବିନାଶ ଘଟାଇବ ବରଂ ଆତ୍ମା େର ପରିପୂର୍ଣ୍ଣ ହୁଅ। 19 ସ୍ତୁତି, ଭଜନ, ଆଧ୍ଯାତ୍ମିକ ଗୀତ ସହିତ ପରସ୍ପରକୁ ଉତ୍ସାହ କର। ପ୍ରଭୁଙ୍କ ଉଦ୍ଦେଶ୍ଯ େର ତୁମ୍େଭମାେନ ଆପଣାର ସଂପୂର୍ଣ୍ଣ ହୃଦୟ ସହିତ ସଙ୍ଗୀତ ସୃଷ୍ଟି କରି ଗୀତ ଗାଉ ଥାଅ। 20 ପ୍ରେତ୍ୟକକ କଥା ପାଇଁ ପରମପିତା ପରେମଶ୍ବରଙ୍କୁ ସର୍ବଦା ଧନ୍ଯବାଦ ଦିଅ, ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ େର ପରେମଶ୍ବରଙ୍କୁ ଧନ୍ଯବାଦ ଅର୍ପଣ କର। 21 ପରସ୍ପର ପ୍ରତି ବାଧ୍ଯ େହବା ପାଇଁ ଇଚ୍ଛୁକ ହୁଅ। ତୁମ୍େଭମାେନ ଖ୍ରୀଷ୍ଟଙ୍କୁ ସମ୍ମାନ କରୁଥିବାରୁ ଏହା କର। 22 େହ ପତ୍ନୀମାେନ ! ତୁମ୍େଭମାେନ େଯପରି ପ୍ରଭୁଙ୍କ ପ୍ରତି ବଶୀଭୂତା େହାଇଛ, େସପରି ନିଜ ସ୍ବାମୀମାନଙ୍କର ବଶୀଭୂତା ହୁଅ। 23 ଖ୍ରୀଷ୍ଟ େଯପରି ମଣ୍ଡଳୀର282 ମସ୍ତକ, ସ୍ବାମୀ େସହିପରି ସ୍ତ୍ରୀର ମସ୍ତକ। ଖ୍ରୀଷ୍ଟୀୟ ମଣ୍ଡଳୀ େହଉଛି ଖ୍ରୀଷ୍ଟଙ୍କ ଶରୀର ଓ େସହି ଶରୀରର ଉଦ୍ଧାରକର୍ତ୍ତା େହଉଛନ୍ତି ଖ୍ରୀଷ୍ଟ। 24 ମଣ୍ଡଳୀ େଯପରି ଖ୍ରୀଷ୍ଟଙ୍କର ବଶୀଭୂତ ଅେଟ, େସହିପରି େହ ପତ୍ନୀମାେନ, ତୁମ୍େଭମାେନ ପ୍ରେତ୍ୟକକ କଥା େର ନିଜ ପତିଙ୍କର ବଶୀଭୂତା େହବା ଉଚିତ୍। 25 େହ ପତିଗଣ ! ଖ୍ରୀଷ୍ଟ େଯପରି ମଣ୍ଡଳୀକୁ ପ୍ େରମ କରି ତା' ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଅଛନ୍ତି, ତୁମ୍େଭମାେନ ମଧ୍ଯ େସହିପରି ନିଜ ନିଜର ପତ୍ନୀମାନଙ୍କୁ ପ୍ େରମ କର। 26 ମଣ୍ଡଳୀକୁ ପବିତ୍ର କରିବା ଲାଗି ଯୀଶୁ ଖ୍ରୀଷ୍ଟ ମୃତ୍ଯୁ ବରଣ କରିଥିେଲ। େଯପରି ସୁସାମାଚାରର ବାକ୍ଯ ଓ ଜଳ ଦ୍ବାରା େଧ ୗତ କରି ସଫା କରିବା ପେର େସ ପରେମଶ୍ବରଙ୍କ କାର୍ୟ୍ଯ ମାଧ୍ଯମ େର େସ ମଣ୍ଡଳୀକୁ ଶୁଚି ପବିତ୍ର କରିପାରନ୍ତି। 27 େଯପରି ସମ୍ପୂର୍ଣ୍ଣ ମହିମା(ସୌନ୍ଦର୍ୟ୍ଯ)ର ସହିତ ମଣ୍ଡଳୀକୁ ନିଜଠା େର ତାହାଙ୍କ କନ୍ଯା ରୂେପ ଉପସ୍ଥାପିତ କରାଇପାରନ୍ତି, ଏଥିନିମନ୍େତ ଖ୍ରୀଷ୍ଟ ମୃତ୍ଯୁ େଭାଗ କେଲ। ମଣ୍ଡଳୀ ମଧିଅେର େଯପରି େକୗଣସି ମନ୍ଦ କର୍ମ, ପାପ କି ଭୁଲ କାର୍ୟ୍ଯ େଦଖା ନ ଯାଏ, ମାତ୍ର ତହା ପବିତ୍ର, ନିଖୁଣ ଓ ନିନ୍ଦାଶୂନ୍ଯ େହାଇପା େର, ଏଥିପାଇଁ େସ ଆପଣାର ପ୍ରାଣ େଦେଲ। 28 ଠିକ୍ େସହିଭଳି ପତିମାେନ ନିଜ-ନିଜ ପତ୍ନୀଙ୍କୁ ପ୍ େରମ କରିବା କଥା। ନିଜ ଶରୀରକୁ ପ୍ େରମ କରିଲା ଭଳି ପ୍ େରମ କରିବା କଥା। େଯଉଁ େଲାକ ନିଜ ପତ୍ନୀକୁ ପ୍ େରମ କେର, େସ ନିଜ ଶରୀରକୁ ପ୍ େରମ କେର। 29 େକୗଣସି େଲାକ ନିଜ ଶରୀରକୁ େକେବ େହେଲ ଘୃଣା କେର ନାହିଁ। ପ୍ରେତ୍ୟକକ େଲାକ ନିଜର ଶରୀର ପାଇଁ ଖାଦ୍ୟ ଖାଏ ଓ ଶରୀରର ଯତ୍ନ ନିଏ। ଠିକ୍ ଏହି କଥା ଖ୍ରୀଷ୍ଟ ମଣ୍ଡଳୀ ପାଇଁ ମଧ୍ଯ କରନ୍ତି। 30 କାରଣ ଆମ୍େଭ େହଉଛୁ ତାହାଙ୍କ ଶରୀରର ଅଂଶ। 31 ଶାସ୍ତ୍ର କୁ େହ : "ଅତଏବ ଜେଣ ମନୁଷ୍ଯ ନିଜ ପିତା ଓ ମାତାକୁ ଛାଡ଼ି ତା ପତ୍ନୀ ସହିତ ସଂଲଗ୍ନ ହୁଏ। ଓ େସ ଦୁଇଜଣ ଏକ େହାଇ ଯାଆନ୍ତି।"283 32 ଏହି ସତ୍ଯଟି ଅତି ମହତ୍ବପୂର୍ଣ୍ଣ। ଖ୍ରୀଷ୍ଟ ଓ ମଣ୍ଡଳୀ ବିଷୟ େର ମୁଁ ଏହା କହୁଅଛି। 33 ଯାହା େହଉନା କାହିଁକି, ତୁମ୍ଭ ଭିତରୁ ପ୍ରେତ୍ୟକକ ଜଣ ନିଜକୁ ଭଲ ପାଇଲା ଭଳି ନିଜ ପତ୍ନୀକୁ ଭଲ ପାଇବା ଉଚିତ ଓ ପ୍ରେତ୍ୟକକ ପତ୍ନୀ ନିଜର ପତିକୁ ସମ୍ମାନ କରିବା ଉଚିତ।

6:1 େହ ସନ୍ତାନଗଣ ! ପ୍ରଭୁଙ୍କ ଇଚ୍ଛାନୁସା େର ମାତା ପିତାଙ୍କ କଥାର ବାଧ୍ଯ ହୁଅ। କାରଣ ଏହି ପ୍ରକାର କରିବା ତୁମ୍ଭମାନଙ୍କର ଉଚିତ୍। 2 କାରଣ ଦଶ ଆଜ୍ଞା ମଧ୍ଯରୁ େଗାଟିଏ ଆଜ୍ଞା େହଉଛି, "ତୁମ୍େଭ ଆପଣା ପିତାମାତାଙ୍କୁ ସମ୍ମାନ କର।'284 ଏହି ଆଜ୍ଞାଟି ସହିତ ଏକ ପ୍ରତିଜ୍ଞା ମଧ୍ଯ ସଂୟୁକ୍ତ। 3 ପ୍ରତିଜ୍ଞାଟି ଏହି : "ଏହା କେଲ ତୁମ୍େଭ ପୃଥିବୀ େର ଦୀର୍ଘ ଜୀବନ ପାଇବ ଓ ବହୁ ମଙ୍ଗଳ ଦାନ ଲାଭ କରିବ।'285 4 େହ ପିତାମାେନ ! ତୁମ୍ଭମାନଙ୍କର ସନ୍ତାନମାନଙ୍କୁ ରଗାଅ ନାହିଁ। କିନ୍ତୁ ପ୍ରଭୁଙ୍କ ବିଷୟକ ଉପେଦଶ ଓ ଶିକ୍ଷା େଦଇ େସମାନଙ୍କୁ ପ୍ରତିପାଳନ କର। 5 େହ ଦାସମାେନ ! ପୃଥିବୀ େର ତୁମ୍ଭ ମାଲିକମାନଙ୍କର ଆଜ୍ଞା, ଭୟ ଓ ସମ୍ମାନ ସହିତ, ନିଷ୍ଠାପୂର୍ଣ୍ଣ ହୃଦୟ େର ପାଳନ କର। ଯୀଶୁ ଖ୍ରୀଷ୍ଟଙ୍କ ଆଜ୍ଞା ପାଳନ କଲା ଭଳି ତୁମ୍େଭ ଏହା କର। 6 ମାଲିକ ଉପସ୍ଥିତ ଥିଲା େବେଳ ତୁମ୍େଭ େସମାନଙ୍କୁ ଖୁସି କରିବା ପାଇଁ କେବଳ ଆଜ୍ଞା ପାଳନ କେଲ େହବ ନାହିଁ, ମାତ୍ର ତାହାଠାରୁ ଆହୁରି ଅଧିକ କାର୍ୟ୍ଯ ବିଶ୍ବସ୍ତ ଭାବେର ସବୁ ସମୟେର କରିବାକୁ େହବ। ତୁମ୍େଭ େଯପରି ଖ୍ରୀଷ୍ଟଙ୍କର ବାଧ୍ଯ େହାଇଛ, ଠିକ୍ େସହିପରି ନିଜ ମାଲିକମାନଙ୍କର ମଧ୍ଯ ବାଧ୍ଯ େହବ। ସମ୍ପୂର୍ଣ୍ଣ ହୃଦୟର ସହିତ ଯାହା ପରେମଶ୍ବର ଚାହାଁନ୍ତି, ତୁମ୍େଭ ତାହା କରିବ। 7 ତୁମ୍ଭର ସମସ୍ତ କର୍ତ୍ତବ୍ଯକୁ ଖୁସି ମନ େର କର ଓ ଏପରି ଭାବେର କାର୍ୟ୍ଯ କର େଯପରି ତୁମ୍େଭମାେନ କେବଳ ମଣିଷମାନଙ୍କର ନୁେହଁ ବରଂ ପ୍ରଭୁଙ୍କ େସବା ମଧ୍ଯ କରୁଛ। 8 ମେନରଖ, ପ୍ରେତ୍ୟକକ ବ୍ଯକ୍ତିଙ୍କୁ ସମସ୍ତ ଉତ୍ତମ କାର୍ୟ୍ଯ କରିଥିବା େହତୁ ପରେମଶ୍ବର ପୁରସ୍କାର େଦେବ। ଦାସ େହଉ କି ସ୍ବାଧୀନ େହଉ, ପ୍ରେତ୍ୟକକ ବ୍ଯକ୍ତି ନିଜର ଉତ୍ତମ କାର୍ୟ୍ଯ ନିମନ୍େତ ପୁରସ୍କୃତ େହବ। 9 େହ ମାଲିକଗଣ ! ଠିକ୍ େସହି ଭଳି ତୁମ୍ଭର ଦାସମାନଙ୍କୁ ଉତ୍ତମ ବ୍ଯବହାର କର। ତାହାଙ୍କୁ ଧମକ େଦଇ ଭୟଭୀତ କଲା ଭଳି କଥା କୁହ ନାହିଁ। ତୁମ୍େଭ ଜାଣ େଯ, ତୁମ୍ଭର ଓ ତାହାଙ୍କର େସହି ସମାନ ମାଳିକ େଯ କି ସ୍ବର୍ଗ େର ଅଛନ୍ତି। େସହି ମାଲିକ (ପରେମଶ୍ବର) େକୗଣସି ପକ୍ଷପାତ ବିଚାର କରନ୍ତି ନାହିଁ। 10 ଏହି ପତ୍ର ସମାପ୍ତ କଲା ସମୟେର ମୁଁ କୁ େହ, ପ୍ରଭୁଙ୍କଠା େର ଓ ତାହାଙ୍କର ମହାନ ଶକ୍ତି େର ବଳବାନ ହୁଅ। 11 ପରେମଶ୍ବରଙ୍କର ଆତ୍ମରକ୍ଷଣ ଅସ୍ତ୍ର ପିନ୍ଧ। ଏହା ପିନ୍ଧିବା ଦ୍ବାରା ତୁମ୍େଭ ଶୟତାନର ମନ୍ଦ ଚତୁରତା ବିରୁଦ୍ଧ େର ସଂଘର୍ଷ କରି ପାରିବ। 12 ଆମ୍ଭର ସଂଘର୍ଷ ଏହି ପୃଥିବୀର ମନୁଷ୍ଯମାନଙ୍କ ବିରୁଦ୍ଧ େର ନୁେହଁ, ମାତ୍ର ପୃଥିବୀସ୍ଥ ଅନ୍ଧକାର ଶକ୍ତି, ପରାକ୍ରମୀ ଅଧିପତି ଓ ଶାସକମାନଙ୍କ ବିରୁଦ୍ଧ େର। ଆକାଶସ୍ଥ ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧ େର ଆମ୍େଭ ସଂଘର୍ଷ କରୁଛୁ। 13 େସଥିପାଇଁ ପରେମଶ୍ବରଙ୍କର ସମ୍ପୂର୍ଣ୍ଣ ୟୁଦ୍ଧସାଜ ତୁମ୍େଭମାେନ ପିନ୍ଧିବା ଆବଶ୍ଯକ ଅେଟ। େତେବ ଯାଇ ମନ୍ଦଶକ୍ତିର ରାଜତ୍ବ ବେଳ େର ତୁମ୍େଭ ଦୃଢ଼ତା ସହକା େର ପ୍ରତି େରାଧ କରି ଅଟଳ େହାଇ ରହିପାରିବ। ପ୍ରତିରୋଧ କରିସାରିଲା ପେର ମଧ୍ଯ ତୁମ୍େଭ ଅଟଳ େହାଇ ରହିବ। 14 ଅତଏବ, ଅଣ୍ଟା େର ସତ୍ଯର କଟିବନ୍ଧ ବାନ୍ଧି, ବକ୍ଷ େର ଧାର୍ମିକ ଜୀବନର ସୁରକ୍ଷାୟୁକ୍ତ ବୁକୁପଟା ପିନ୍ଧ। 15 େଯପରି ତୁମ୍େଭ ଅଟଳ ଭାବେର ଠିଆ େହାଇ ରୁହ, ଏଥିପାଇଁ, ପାଦ େର ଶାନ୍ତି ଦାୟକ ସୁସମାଚାରର ଜୋତା ପିନ୍ଧ। 16 ଏହା ସହିତ ବିଶ୍ବାସର ଢ଼ାଲ ମଧ୍ଯ ବ୍ଯବହାର କର। ତାହାଦ୍ବାରା ତୁମ୍େଭ ଶୟତାନର ସମସ୍ତ ଜ୍ବଳନ୍ତ ତୀରଗୁଡ଼ିକୁ ଅଟକାଇ ପାରିବ। 17 ପରେମଶ୍ବର ଦତ୍ତ ପରିତ୍ରାଣକୁ ଶିରସ୍ତ୍ରାଣ ରୂେପ ପବିତ୍ର ଆତ୍ମାଙ୍କ ଖଡ୍ଗ ଗ୍ରହଣ କର, େସହି ଖଡ୍ଗ େହଉଛି ପରେମଶ୍ବରଙ୍କ ଉପେଦଶ। 18 ଆତ୍ମାଙ୍କ ସାହାୟ୍ଯ େର ସର୍ବଦା ପ୍ରାର୍ଥନା କର। ସମସ୍ତ ପ୍ରକାରର ପ୍ରାର୍ଥନା କର। ତୁମ୍ଭର ଯାହାକିଛି ଅଭାବ ଥାଏ ତାହା ପାଇଁ ମାଗ। ପ୍ରାର୍ଥନା କରିବା ନିମନ୍େତ ସର୍ବଦା ପ୍ରସ୍ତୁତ ରୁହ ଏବଂ େସଥିରୁ କ୍ଷାନ୍ତ ହୁଅ ନାହିଁ। ପରେମଶ୍ବରଙ୍କ ସମସ୍ତ େଲାକଙ୍କ ଲାଗି ପ୍ରାର୍ଥନା କର। 19 େମା ପାଇଁ ମଧ୍ଯ ପ୍ରାର୍ଥନା କର। ମୁଁ େଯପରି ନିର୍ଭୟ େହାଇ, ସୁସମାଚାରର ନିଗୂଢ଼ ସତ୍ଯ ପ୍ରକାଶ କରିପା େର, େସଥିନିମନ୍େତ ପରେମଶ୍ବର େମାେତ ତାହାଙ୍କର ବାକ୍ଯ ପ୍ରଦାନ କେଲ। 20 େମାରକାମ େହଉଛି, ସୁସମାଚାର ନିମନ୍େତ କହିବା। ଏେବ ମୁଁ ତାହା ଏହି ବନ୍ଦୀ ଘ େର ମଧ୍ଯ କରୁଅଛି। େମା ପାଇଁ ପ୍ରାର୍ଥନା କର େଯ, େଯପରିକି ମୁଁ େଯେତେବେଳ ସୁସମାଚାର ପ୍ରଚାର କେର, େସେତେବେଳ ସମ୍ପୂର୍ଣ୍ଣ ନିର୍ଭୟତାର ସହ ତାହା କରିପା େର। 21 ମୁଁ ତୁମ୍ଭ ପାଖକୁ ଆମ୍ଭର ପ୍ରିୟ ଭାଇ ତୁଖିକଙ୍କୁ ପଠାଉଛି। େସ ପ୍ରଭୁଙ୍କ କାମ େର ଜେଣ ବିଶ୍ବସ୍ତ େସବକ। େମା ସହିତ ଯାହା ଘଟୁଛି, େସ ସମସ୍ତ ବିଷୟ େସ ତୁମ୍ଭକୁ କହିେବ। ତା େହେଲ ତୁମ୍େଭ ଜାଣି ପାରିବ େଯ ମୁଁ କିପରି ଅଛି ଓ କ'ଣ କରୁଛି। 22 େସଥିପାଇଁ ମୁଁ ତାଙ୍କୁ ତୁମ୍ଭ ପାଖକୁ ପଠାଉଛି। ଆମ୍େଭ କିପରି ଅଛୁ, ତାହା ତୁମ୍େଭମାେନ ଜାଣିବା କଥା। ତୁମ୍ଭମାନଙ୍କୁ ଉତ୍ସାହ ପ୍ରଦାନ କରିବା ଉଦ୍ଦେଶ୍ଯ େର ମୁଁ ତାହାଙ୍କୁ ପଠାଉଛି। 23 ପ୍ରଭୁ ଯୀଶୁ ଖ୍ରୀଷ୍ଟ ଓ ପିତା ପରେମଶ୍ବରଙ୍କ ଦ୍ବାରା ଭାଇ ଓ ଭଉଣୀମାନଙ୍କୁ ଶାନ୍ତି, ପ୍ େରମ ଓ ବିଶ୍ବାସ ପ୍ରାପ୍ତ େହଉ। 24 ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠା େର ଅଶେଷ ପ୍ େରମ ଭାବ ରଖିଥିବା ତୁମ୍ଭ ସମସ୍ତଙ୍କୁ ପରେମଶ୍ବରଙ୍କ ଅନୁଗ୍ରହ େହଉ।