Esther

1:1 ଅକ୍ଷଶ୍ବେରଶ ରାଜାଙ୍କ ସମୟେର ଏପରି ଘଟିଥିଲା େଯ େସ ହିନ୍ଦୁସ୍ଥାନରୁ କୁଶେଦଶ ପର୍ୟ୍ଯନ୍ତ 127 ପ୍ରେଦଶ ଉପେର ରାଜତ୍ବ କେଲ। 2 ଏହି ଅକ୍ଷଶ୍ବେରଶ ରାଜା ଶୂଶନ୍ ରାଜଧାନୀ େର ନିଜର ରାଜ ସିଂହାସନ େର ଉପବିଷ୍ଟ େହବାପେର, 3 ଆପଣା ଅଧିକାରର ତୃତୀୟ ବର୍ଷ େର ଆପଣାର ସବୁ ଅଧିପତି ଓ ଦାସମାନଙ୍କ ପାଇଁ େଭାଜି ପ୍ରସ୍ତୁତ କେଲ। ତହିଁେର ପାରସ୍ଯ ଓ ମାଦିଯା େଦଶର ବିକ୍ରମି େଲାକମାେନ ଏବଂ କୂଳୀନ ଓ ପ୍ରଦେଶାଧିପତିମାେନ ତାଙ୍କର ସାକ୍ଷାତ େର ଉପସ୍ଥିତ େହେଲ। 4 େସ ଆପଣା ପ୍ରତାପାନ୍ବିତ ରାଜ୍ଯର ଧନ ଓ ଆପଣା ମହତ୍ତ୍ବର େଶାଭାର ଉତ୍କୃଷ୍ଟତା ଅନେକ ଦିନ, ଅର୍ଥାତ୍ 180 ଦିନ ପର୍ୟ୍ଯନ୍ତ ପ୍ରଦର୍ଶନ କଲା। 5 େତଣୁ ଏସବୁ ଦିନ ପେର ରାଜା ସମସ୍ତ େଲାକମାନଙ୍କୁ ଏକ େଭାଜି େଦେଲ, ମାନ୍ଯଗଣ ଓ ସାଧାରଣ େଲାକ େଯଉଁମାେନ ରାଜଧାନୀ ଶୂଶନ େର ଉପସ୍ଥିତ ଥିେଲ। ରାଜପୁରୀସ୍ଥ ଉଦ୍ୟାନ େର ସାତଦିନ ପର୍ୟ୍ଯନ୍ତ େଭାଜି ଗ୍ଭଲିଲା। 6 େସଠାେର ଧଳା ଓ ନୀଳ କାର୍ପାସ ପରଦା ଥିଲା। େସହି ପରଦାଗୁଡିକ ନାଇଲନ୍ େର ତିଆରି ରଜ୍ଜୁ ଓ ବାଇଗଣ ରଂଗର େର ୗପ୍ୟମଯ କଡା େର ମାର୍ବଲ ସ୍ତମ୍ଭ େର ବନ୍ଧା ଥିଲା। ଏବଂ ଚଟାଣ ଉପେର ମଧ୍ଯ ଯାହାକି ବିଭିନ୍ନ ପ୍ରକାର ରଂଗିନ୍ ସ୍ପଟିକ, ଶାମୁକା, ମୁକ୍ତା ଓ ମାର୍ବଲ ପଥର େର ନିର୍ମିତ େହାଇଥିଲା। େସଠାେର ସୁବର୍ଣ୍ଣର ଓ ରୂପାର ଆସନ ଥିଲା। 7 େସମାେନ ନାନାପ୍ରକାର ସୁବର୍ଣ୍ଣପାତ୍ର େର ପାନଦ୍ରବ୍ଯ ଓ ରାଜାର ବଦାନ୍ଯତାନୁସା େର ପ୍ରଚୁର ରାଜକୀଯ ଦ୍ରାକ୍ଷାରସ େଦେଲ। 8 ଦ୍ରାକ୍ଷାରସ ନିଯମ ଅନୁସାେର ଥିଲା। କାହାରିକୁ ମଧ୍ଯ କରାଗଲା ନାହିଁ। 9 ବଷ୍ଟୀ ରାଣୀ ଅକ୍ଷଶ୍ବେରଶର ରାଜଗୃହ େର ସ୍ତ୍ରୀମାନଙ୍କ ପାଇଁ େଭାଜି ପ୍ରସ୍ତୁତ କଲା। 10 ସପ୍ତମ ଦିନ େର େଯେତେବେଳ ରାଜା ଦ୍ରାକ୍ଷାରସ େଯାଗୁଁ ଅତ୍ଯଧିକ ମାତାଲ େହେଲ, େସ ମହୂମନ୍, ବିସ୍ଥା ହର୍ବୋଣା, ବିଗଥା, ଅବଗଥ, େସଥର ଓ କର୍କସଙ୍କୁ ଆେଦଶ େଦେଲ। ଏହି ସାତଜଣ ନଫୁସକ େଯଉଁମାେନ ରାଜା ଅକ୍ଷଶ୍ବେରଶଙ୍କ େସବା କେଲ। 11 େଲାକମାନଙ୍କୁ ଓ ରାଜପୁତ୍ରମାନଙ୍କୁ ତାଙ୍କର ସୌନ୍ଦର୍ୟ୍ଯ େଦଖାଇବା ପାଇଁ, ରାଣୀ ବଷ୍ଟୀଙ୍କୁ ରାଜମୁକୁଟ ପିନ୍ଧାଇ ରାଜାଙ୍କ ଆଗକୁ ଆଣ। େଯ େହତୁ େସ ପରମ ସୁନ୍ଦରୀ ଥିଲା। 12 ମାତ୍ର ବାଷ୍ଟୀରାଣୀ ନଫୁସକମାନଙ୍କ ଦ୍ବାରା ରାଜାର କଥିତ ଆଜ୍ଞା େର ଆସିବାକୁ ରାଜି େହଲା ନାହିଁ। ଏମୁ ରାଜା ଅତିଶଯ େକାରଧ କେଲ ଓ ତାହାର ଅନ୍ତକରଣ େର େକାରଧାଗ୍ନି ପ୍ରଜ୍ବଳିତ େହଲା। 13 ଏହାପେର ରାଜା ଜ୍ଞାନୀେଲାକମାନଙ୍କୁ ପଚାରିେଲ, େଯଉଁମାେନ ରାଜକୀଯ ବିଧି ଜାଣିଥିେଲ। କାରଣ ବିଗ୍ଭରକଗଣଙ୍କୁ ଓ ଆଇନଜ୍ଞମାନଙ୍କୁ ଏପରି ପଗ୍ଭରିବାର ରାଜାଙ୍କର ପ୍ରଥା ଥିଲା। 14 ଏହି ସମୟେର କର୍ଶନା, ଶେଥର, ଅଦ୍ମାଥା, ତର୍ଶାଶ, ମେରସ୍, ର୍ମେସନା ଓ ମମୁଖନ୍ ରାଜାର ନିକଟବର୍ତ୍ତୀ ଥିେଲ। ଏହି ସାତ ଜଣ ପାରସ୍ଯ ଓ ମାଦିଯା େଦଶର ଅଧିପତି, େଯଉଁମାେନ ରାଜାଙ୍କର ନିକଟତମ ଓ ରାଜ୍ଯକୁ ଶାସନ କରୁଥିେଲ। 15 ରାଜା େସମାନଙ୍କୁ ପଚାରିେଲ, "ରାଣୀଙ୍କୁ ଆଇନ୍ ଅନୁୟାଯୀ କଣ କରାୟିବା ଉଚିତ୍, େଯ େହତୁ େସ ରାଜା ଆେଦଶ ଅବଜ୍ଞା କରିଛନ୍ତି, ଯାହାକି ନଫୁସକମାନଙ୍କ ଦ୍ବାରା ଦିଆୟାଇଥିଲା?" 16 ଏଥି େର ରାଜାଙ୍କର ଓ ଅଧିପତି ଗଣର ସାକ୍ଷାତ େର ମମୁଖନ ଉତ୍ତର େଦଇ କହିେଲ, "ବଷ୍ଟୀରାଣୀ କେବଳ ମହାରାଜାଙ୍କ ପ୍ରତି ନୁେହଁ, ମାତ୍ର ଅକ୍ଷଶ୍ବେରଶ ରାଜାର ଅଧିନସ୍ଥ ପ୍ରେଦଶର ସମସ୍ତ ଅଧିପତି ଓ ସମସ୍ତ େଲାକଙ୍କ ପ୍ରତି ଭୂଲ କର୍ମ କରୁଛନ୍ତି। 17 କାରଣ ରାଣୀର ଏହି କର୍ମର କଥା ସକଳ ସ୍ତ୍ରୀ େଲାକଙ୍କ ମଧିଅେର ବ୍ଯାପିୟିବ। 'ଏହା କହି ସ୍ତ୍ରୀମାେନ େସମାନଙ୍କର ସ୍ବାମୀମାନଙ୍କୁ ଅବମାନନା କରିେବ।' ଆଉ ଅକ୍ଷଶ୍ବେରଶ ରାଜା ବଷ୍ଟୀରାଣୀକି ଆପଣା ନିକଟକୁ ଆଣିବାକୁ ଆଜ୍ଞା େଦେଲ, ମାତ୍ର େସ ଆସିଲା ନାହିଁ। 18 "ପାରସ୍ଯ ଓ ମାଦିଯାର ଉଚ୍ଚକୁଳୀନା ସ୍ତ୍ରୀଗଣ ରାଣୀର ଏହି କର୍ମର ସମାଗ୍ଭର ଆଜି ଶୁଣି ଅଛନ୍ତି, େସମାେନ ରାଜାର ସମସ୍ତ ଅଧିପତିଙ୍କୁ ଏହିପରି କରିେବ। ତହିଁରୁ ଅତିଶଯ ନିନ୍ଦା ଓ େକାରଧ ଉତ୍ପନ୍ନ େହବ। 19 "ଏଥିପାଇଁ ଯଦି ମହାରାଜା ସନ୍ତୁଷ୍ଟ ହୁଅନ୍ତି, େତେବ ବଷ୍ଟୀ ଅକ୍ଷଶ୍ବେରଶ ରାଜା ନିକଟକୁ ଆଉ ନ ଆସିବାକୁ ରାଜାଜ୍ଞା ଶ୍ରୀଛାମୁରୁ ପ୍ରକାଶିତ େହଉ। ଏବଂ ଏହା ପାରସିକ ଓ ମାଦୀଯ ବ୍ଯବସ୍ଥା ମଧିଅେର ଲିଖିତ େହଉ, ଯାହା ପରିବର୍ତ୍ତନ କରାୟାଇ ପାରିବ ନାହିଁ। ପୁଣି ମହାରାଜା ତାଙ୍କର ରାଣୀପଦ ତାହାଠାରୁ ଉତ୍ତମା ଏକ ସ୍ତ୍ରୀକୁ ଦିଅନ୍ତୁ। 20 ଆହୁରି ରାଜ୍ଯ ବୃହତ୍, ଏଣୁ ରାଜ୍ଯର ସବୁସ୍ଥାନ େର ଏହି ରାଜାଜ୍ଞା ପ୍ରକାଶିତ େହଲା। ସ୍ବାମୀ ସାମାଜିକ କ୍ଷେତ୍ର େର କ୍ଷୁତ୍ର େହଉ କି ମହାନ େହଉ, ସମସ୍ତ ସ୍ତ୍ରୀମାେନ ନିଜନିଜ ସ୍ବାମୀମାନଙ୍କୁ ସମ୍ମାନ କରିେବ।" 21 ଏହି କଥା େର ରାଜା ଓ ଅଧିପତିଗଣ ସନ୍ତୁଷ୍ଟ େହବାରୁ ରାଜା ମମୁଖନର ପରାମର୍ଶାନୁସା େର କର୍ମକଲା। 22 େତଣୁ େସ ପ୍ରେତ୍ୟକକ ପ୍ରେଦଶ େର ଅକ୍ଷାରାନୁସା େର ଓ ପ୍ରେତ୍ୟକକ େଗା୍ଟୀର ଭାଷାନୁସା େର ରାଜାର ଅଧିନ ପ୍ରେତ୍ୟକକ ପ୍ରେଦଶକୁ ଏହିରୂେପ ପତ୍ର ପଠାଇଲା, "ପ୍ରେତ୍ୟକକ ପୁରୁଷ ନିଜନିଜ ଗୃହ େର କତ୍ତୁର୍ତ୍ବ କରୁ ଓ ସ୍ବ େଗାଷ୍ଠୀଯ ଭାଷାନୁସା େର ତାହାର ପଗ୍ଭର କରୁ।"

2:1 ଏହିସହୁ ଘଟଣା ପେର ଅକ୍ଷଶ୍ବେରଶ ରାଜାର େକାର୍ଧ ଶାନ୍ତ ହୁଅନ୍ତେ େସ ବଷ୍ଟୀକି ଓ ତାହାର କାର୍ୟ୍ଯ ଓ ତାହା ପ୍ରତିକୂଳ େର ପ୍ରଦତ୍ତ ଆଜ୍ଞା ସ୍ମରଣ କଲା। 2 େତଣୁ ରାଜାର େସବାକାରୀ ଭୃତ୍ଯମାେନ ତାହାକୁ କହିେଲ, "ମହାରାଜାଙ୍କ ପାଇଁ ସୁନ୍ଦରୀ ୟୁବତୀ କନ୍ଯାଗଣର ଅନ୍ବେଷଣ କରାଯାଉ। 3 ଆଉ ମହାରାଜା ଆପଣା ରାଜ୍ଯର ସମସ୍ତ ପ୍ରେଦଶ େର କର୍ମଗ୍ଭରୀଗଣ ନିୟୁକ୍ତି କରନ୍ତୁ। େସମାେନ େସହି ସବୁ ସୁନ୍ଦରୀ କନ୍ଯାଗଣକୁ ଶୂଶନ ରାଜଧାନୀ େର ଏକତ୍ର କରି ଅନ୍ତଃପୁର େର ସ୍ତ୍ରୀମାନଙ୍କ ରକ୍ଷକ ରାଜନଫୁସକ େହଗଯର ହସ୍ତ େର ସମର୍ପଣ କରନ୍ତୁ। ପୁଣି େସମାନଙ୍କ ଅଙ୍ଗରାଗାର୍ଥକ ଦ୍ରବ୍ଯ େସମାନଙ୍କୁ ଦତ୍ତ େହଉ। 4 ଏହାପେର େଯଉଁ କନ୍ଯା ମହାରାଜାଙ୍କର ତୁଷ୍ଟୀକାରୀଣୀ େହବ, େସ ବଷ୍ଟୀ ବଦେଳ ରାଣୀ େହବ।" ଏହି କଥା େର ରାଜା ସନ୍େତାଷ େହବାରୁ େସ ଏପରି କଲା। 5 େସହି ସମୟେର ମର୍ଦ୍ଦଖଯ ନାମ େର ଜେଣ ୟିହୁଦୀଯ େଲାକ ଶୂଶନ୍ ରାଜଧାନୀ େର ଥିଲା, େସ ବିନ୍ଯାମୀନ ବଂଶୀଯ ୟାଯୀରର ପୁତ୍ର, ଶିମିଯିର ପୌତ୍ର, କୀଶର ପ୍ରପୌତ୍ର। 6 େଯଉଁ େଲାକମାେନ ଯିହୁଦାର ରାଜା ୟିକନିଯ ସହିତ ବାବିଲର ରାଜା ନବୁଖଦ୍ନିତ୍ସର ଦ୍ବାରା ନିର୍ବାସିତ େହାଇଥିଲା। େସମାନଙ୍କ ସହିତ କୀଶ ୟିରୁଶାଲମଠାରୁ ନିର୍ବାସିତ େହାଇଥିଲା। 7 ମର୍ଦ୍ଦଖଯ ଆପଣା ମାମୁଁ କନ୍ଯା ହଦସାକୁ ଅର୍ଥାତ୍ ଏଷ୍ଟରକୁ ପ୍ରତିପାଳନ କଲା କାରଣ ତାହାର ପିତା କି ମାତା ନ ଥିେଲ। େସ ପରମସୁନ୍ଦରୀ ଓ ସ୍ନେହମଯୀ ଥିଲା। ତାହାର ପିତାମାତା ମଲାପେର ମର୍ଦ୍ଦଖଯ ତାହାକୁ ନିଜର କନ୍ଯାରୂେପ ଗ୍ରହଣ କରିଥିଲା। 8 େଯେତେବେଳ ରାଜାର େସହି ବାକ୍ଯ ଓ ଆଜ୍ଞା ପ୍ରଗ୍ଭରିତ େହଲା ଶୂଶନ୍ ରାଜଧାନୀ େର େହଗଯ ନିକଟେର ଅନେକ କନ୍ଯା ସଂଗୃହିତ େହବା େବେଳ ଏଷ୍ଟରକୁ ରାଜପୁରିକି ସ୍ତ୍ରୀ ରକ୍ଷକ େହଗଯ ନିକଟକୁ ନିଆଗଲା। 9 ଏଥି େର ଏହି ୟୁବତୀ େହଗଯର ତୁଷ୍ଟିଜନକ େହାଇ ତାହାଠାରୁ ଅନୁଗ୍ରହ ପାଇଲା। ଏଣୁ େସ ଶୀଘ୍ର ତାକୁ ରାଜଗୃହରୁ ମନୋନୀତ ସାତଜଣ ଦାସୀଙ୍କ ସହିତ ସମସ୍ତ ଅଂଶ ପ୍ରସାଧନ ଏବଂ ତା'ର ଭାଗ ଖାଦ୍ୟ ଦିଆଗଲା। ଆଉ େସ ତାକୁ ତାହାର ଦାସୀଗଣ ସହିତ ଅନ୍ତଃପୁରର ସର୍ବୋତ୍ତମ ସ୍ଥାନ େର ବାସ କରାଇଲା। 10 ମାତ୍ର ଏଷ୍ଟର ଆପଣା ବଂଶ କି କୁଟୁମ୍ବର ପରିଚଯ କାହାକୁ େଦଲାନାହିଁ କାରଣ ମର୍ଦ୍ଦଖଯ ତାହା ନ ଜଣାଇବାକୁ ଆଜ୍ଞା କରିଥିଲା। 11 ଏହାପେର, ଏଷ୍ଟର କିପରି ଅଛି ଓ େସ କଣ କରୁଛି, ଏହା ଜାଣିବା ପାଇଁ ମର୍ଦ୍ଦଖଯ ପ୍ରତିଦିନ ନ୍ଯାଯାଳଯ େର ପ୍ରାଙ୍ଗଣ ସମ୍ମୁଖ େର ୟାତାଯତ କଲା। 12 ଦ୍ବାଦଶ ମାସ ଶେଷ େର, ରାଜା ଅକ୍ଷଶ୍ବରଶ ନିକଟକୁ ଏକ କୁଆଁରୀ କନ୍ଯାର ଉପସ୍ଥିତ େହବାର ସମୟ ଆସିଲା। କାରଣ େସମାନଙ୍କର ସୌନ୍ଦର୍ୟ୍ଯ ବୃଦ୍ଧି ପାଇଁ ଛଅ ମାସ ଗନ୍ଧରସର ତୈଳ ଓ ଛଅ ମାସ ସୁଗନ୍ଧି ଓ ସ୍ତ୍ରୀ େଲାକଙ୍କ ଅଙ୍ଗରାଗାର୍ଥକ ଦ୍ରବ୍ଯ େସବନ କରିବାକୁ େହଲା। 13 ପୁଣି ରାଜାଙ୍କ ନିକଟକୁ ୟିବାକୁ େହେଲ, ପ୍ରେତ୍ୟକକ ୟୁବତୀ ନିମନ୍େତ ଏହିପରି ନିଯମ ଥିଲା। େସ େଯ େକୗଣସି ଦ୍ରବ୍ଯ ମାଗିେଲ, ଅନ୍ତଃପୁରରୁ ରାଜଗୃହକୁ ୟିବା ସମୟେର ସାଙ୍ଗ େର ନେବା ନିମନ୍େତ ତାହାକୁ ଦିଆଗଲା। 14 ରାଜାଙ୍କର ନଫୁସକ ଶାଶ୍ଗସର ତତ୍ତ୍ବାବଧାନ େର ଜେଣ କନ୍ଯା ସନ୍ଧ୍ଯା ସମୟେର ଦ୍ବିତୀୟ ହ େରମଙ୍କ ନିକଟକୁ ୟିବ ଓ ସକାଳ େର େଫରି ଆସିବ। ଶାଶ୍ଗସ ରାଜାଙ୍କର ତତ୍ତ୍ବାବଧାରକ ଥିଲା। 15 ଏହାପେର, ରାଜାଙ୍କ ନିକଟକୁ ୟିବାପାଇଁ ଏଷ୍ଟରର ପାଳି ପଡିଲା। ଏଷ୍ଟର ମର୍ଦ୍ଦଖଯଙ୍କ ପାଳିତ କନ୍ଯା ଥିଲା। େସ ମର୍ଦ୍ଦଖଯର କକା ଅବିହଯିଲର କନ୍ଯା ଥିଲା। େହଗଯ ରାଜାଙ୍କର ନଫୁସକ ଓ ସ୍ତ୍ରୀେଲାକମାନଙ୍କର ତତ୍ତ୍ବାବଧାରକ, ଯାହା କହିଥିେଲ, ତାହା ଛଡା ଏଷ୍ଟର ଆଉ କିଛି ମାଗିଲା ନାହିଁ। ସମସ୍େତ େଯଉଁମାେନ େହଗଯକୁ େଦଖିେଲ, ତା ପ୍ରତି ଅନୁକମ୍ପା କେଲ। 16 ରାଜାର ଅଧିକାରର ସପ୍ତମ ବର୍ଷର ଦଶମ ମାସ େର ଅର୍ଥାତ୍ ଟେବେତ୍ ସାମ େର, ଏଷ୍ଟରକୁ ରାଜଗୃହ େର ଅକ୍ଷଶ୍ବେରଶ ରାଜା ନିକଟକୁ ନିଆଗଲା। 17 ତହିଁେର ରାଜା ଅନ୍ୟସକଳ ସ୍ତ୍ରୀଠାରୁ ଏଷ୍ଟରକୁ ଅଧିକ ପ୍ େରମ କଲା ଏବଂ ଅନ୍ୟ ସମସ୍ତ ୟୁବତୀଠାରୁ େସ ରାଜାର ଦୃଷ୍ଟି େର ଅନୁଗ୍ରହ ଓ ଦୟା ପାଇଲା। ଏଣୁ େସ ତାହାର ମସ୍ତକେର ରାଜ ମୁକୁଟ େଦଇ ବଷ୍ଟୀ ବଦଳ େର ତାହାକୁ ରାଣୀ କଲା। 18 ଏହାପେର ରାଜା ଓ ଆପଣା ସମସ୍ତ ଅଧିପତି ଓ ଦାସମାନଙ୍କ ପାଇଁ ଏଷ୍ଟର େଭାଜି େବାଲି ମହା େଭାଜି ପ୍ରସ୍ତୁତ କଲା ଓ ସବୁ ପ୍ରେଦଶର ଛୁଟି କଲା ଓ ରାଜାର ବଦାନ୍ଯତାନୁସା େର ଦାନ କଲା। 19 କନ୍ଯାମାେନ ଦ୍ବିତୀୟଥର ସଂଗୃହିତା େହବା ସମୟେର ମର୍ଦ୍ଦଖଯ ରାଜ ଦ୍ବାର େର ବସିଲା। 20 ଏଷ୍ଟର ମର୍ଦ୍ଦଖଯର ଆଜ୍ଞାନୁସା େର ଆପଣା ବଂଶ ଓ କୁଟୁମ୍ବର ପରିଚଯ କାହାକୁ ହିଁ େଦଲା ନାହିଁ। କାରଣ ଏଷ୍ଟର ମର୍ଦ୍ଦଖଯ ନିକଟେର ପ୍ରତିପାଳିତା େହବା ସମୟେର େଯପରି କରୁଥିଲା େସେତେବେଳ ହିଁ େସପରି ତାହାର ଆଜ୍ଞା ପାଳନ କଲା। 21 େସହି ସମୟେର, ମର୍ଦ୍ଦଖଯ ରାଜଦ୍ବାର େର ବସିବା େବେଳ ଦ୍ବାରପାଳମାନଙ୍କ ମଧିଅେର ବିଗ୍ଥନ୍ ଓ ତେରଶ୍ ନାମକ ରାଜାଙ୍କର ଦୁଇ ଜଣ ନଫୁସକ େକାର୍ଧିତ େହାଇ ଅକ୍ଷଶ୍ବେରଶ ରାଜାକୁ ବଧ କରିବାକୁ ଷଡୟନ୍ତ୍ର କେଲ। 22 ମାତ୍ର ମର୍ଦ୍ଦଖଯ ଏହା ଜାଣି ଏଷ୍ଟର ରାଣୀକୁ ଜଣାଇଲା। ପୁଣି ଏଷ୍ଟର ମର୍ଦ୍ଦଖଯ ନାମ େଦଇ ରାଜାକୁ ତାହା ଜଣାଇଲା। 23 ତହିଁେର ଅନୁସନ୍ଧାନ ଦ୍ବାରା େସହି କଥା ପ୍ରମାଣ େହବାରୁ େସହି ଦୁଇଜଣ ବୃକ୍ଷ େର ଫାଶି ପାଇେଲ। ଆଉ େସହି କଥା ରାଜାର ସାକ୍ଷାତ େର କଚେରୀର ନକଲ ଖାତା େର ଲେଖାଗଲା।

3:1 ଏହିସବୁ ଘଟଣା ପେର ଅକ୍ଷଶ୍ବେରଶ ରାଜା ଅଗାଗୀଯ ହମ୍ମଦାଥାର ପୁତ୍ର ହାମନକୁ ଉନ୍ନତ କରି ଉଚ୍ଚ ପଦାନ୍ବିତ କଲା। ଆଉ ତାହାର ସଙ୍େଗ ସମସ୍ତ ଅଧିପତିର ଆସନ ଅପେକ୍ଷା ତାକୁ ଶ୍ େରଷ୍ଠ ଆସନ େଦଲା। 2 ତହିଁେର ରାଜାର େଯେତ ଦାସ ରାଜଦ୍ବାର େର ଥିେଲ, େସ ସମସ୍େତ ନତ େହାଇ ହାମନକୁ ପ୍ରଣାମ କେଲ। କାରଣ ରାଜା ତାହା ବିଷଯ େର େସହିପରି ଆଜ୍ଞା େଦଇଥିେଲ। ମାତ୍ର ମର୍ଦ୍ଦଖଯ ନତ େହଲା ନାହିଁ କି ତାହାକୁ ପ୍ରଣାମ କଲା ନାହିଁ। 3 ଏଣୁ ରାଜଦ୍ବାର-ବର୍ତ୍ତୀ ରାଜାର ଦାସଗଣ ମର୍ଦ୍ଦଖଯକୁ କହିେଲ, "ତୁମ୍େଭ କାହିଁକି ରାଜାଜ୍ଞା ଲଙ୍ଘନ କରୁଅଛ?" 4 ଏହିପରି େସମାେନ ପ୍ରେତ୍ୟକକ ଦିନ କହିେଲ। ତଥାପି େସ େସମାନଙ୍କର କଥା ଶୁଣିଲା ନାହିଁ। ଏଣୁ ଏହି ମର୍ଦ୍ଦଖଯର କଥା ରହିବ କି ନାହିଁ, ଏହା ଜାଣିବା ଇଚ୍ଛା େର େସମାେନ ହାମନକୁ ତାହା ଜଣାଇେଲ। କାରଣ ମର୍ଦ୍ଦଖଯ େଯକି ୟିହୁଦୀଯ େଲାକ, ଏହା େସ େସମାନଙ୍କୁ କହିଥିଲା। 5 େଯେତେବେଳ ହାମନ େଦଖିଲା ମର୍ଦ୍ଦଖଯ ନତ େହଲା ନାହିଁ, କି ତାହାକୁ ପ୍ରଣାମ କଲାନାହିଁ। େସେତେବେଳ େସ ଅତି େକାର୍ଧାନ୍ନିତ େହଲା। 6 ମାତ୍ର େସ କେବଳ ମର୍ଦ୍ଦଖଯ ଉପେର ହସ୍ତକ୍ଷେପ କରିବାକୁ ଲଘୁ ମଣିଲା। କାରଣ େସମାେନ ତାହାକୁ ମର୍ଦ୍ଦଖଯର ବଂଶୀଯ େଲାକଙ୍କ କଥା ଜଣାଇେଲ। େତଣୁ ହାମନ ଅକ୍ଷଶ୍ବେରଶର ସମୁଦାଯ ରାଜ୍ଯ େର ସମସ୍ତ ୟିହୁଦୀଯଙ୍କୁ ଅର୍ଥାତ୍ ମର୍ଦ୍ଦଖଯର େଲାକଙ୍କୁ ବିନାଶ କରିବାକୁ େଚଷ୍ଟା କଲା। 7 ରାଜା ଅକ୍ଷଶ୍ବେରଶ ଦ୍ବାଦଶ ବର୍ଷର ପ୍ରଥମ ମାସଟି, ଯାହାକି "ନୀଷନ" େବାଲି ପରିଚିତ, େସମାେନ ଆଖିବୁଜି ଦ୍ବାଦଶ ମାସକୁ ମେନାନୀତ କେଲ, ଏହା ଅଦର ୟିହୁଦୀମାନଙ୍କୁ ଧ୍ବଂସ କରିବା େବାଲି ଜଣାୟାଏ। 8 ଏହାପେର ହାମନ୍ ଅକ୍ଷଶ୍ବେରଶ ରାଜାକୁ କହିଲା, "ଆପଣଙ୍କ ରାଜ୍ଯର ସମସ୍ତ ପ୍ରେଦଶସ୍ଥ େଲାକଙ୍କ ମଧିଅେର ଛିନ୍ନଭିନ୍ନ ଓ ପୃଥକ୍କୃତ ଏକ ଦେଶୀଯ େଲାକ ଅଛନ୍ତି। ଅନ୍ୟ ସକଳ େଲାକଙ୍କର ବ୍ଯବସ୍ଥାଠାରୁ େସମାନଙ୍କ ବ୍ଯବସ୍ଥା ଭିନ୍ନ େସମାେନ ମଧ୍ଯ ମହାରାଜାଙ୍କ ବ୍ଯବସ୍ଥା ମାନନ୍ତି ନାହିଁ। ଏଣୁ େସମାନଙ୍କ ବ୍ଯବହାର ସହ୍ଯ କରିବା ମହାରାଜାଙ୍କର ଉଚିତ୍ ନୁେହଁ। 9 "ମହାରାଜ ସନ୍ତୁଷ୍ଟ େହେଲ େସମାନଙ୍କୁ ବିନାଶ କରିବା ପାଇଁ ପତ୍ର ଲୋଖାଯାଉ। ତହିଁେର ମୁଁ ରାଜକାର୍ୟ୍ଯ େର ନିୟୁକ୍ତ େଲାକଙ୍କ ହସ୍ତ େର ରାଜଭଣ୍ତାରକୁ ଆଣିବା ପାଇଁ ଦଶହଜାର ତାଳନ୍ତ ରୂପା େଦବି।" 10 ଏଥି େର ରାଜା ଆପଣା ହସ୍ତରୁ ଅଙ୍ଗୁରୀଯ କାଢି ୟିହୁଦୀଯମାନଙ୍କର ବୌରି ଅଗାଗୀଯ ହମ୍ମଦାଥାର ପୁତ୍ର ହାମନକୁ େଦଲା। 11 ପୁଣି ରାଜା ହାମନକୁ କହିଲା, " େସହି ରୂପା ଓ େସହି ଦେଶୀଯ େଲାକ ତୁମ୍ଭକୁ ଦିଆଗଲା। େସମାନଙ୍କ ପ୍ରତି ଯାହା ତୁମ୍ଭର ଇଛା, ତାହା କର।" 12 ଏଣୁ ପ୍ରଥମ ମାସର ତ୍ରଯୋଦଶ ଦିନ େର ରାଜାର ଲେଖକମାେନ ଆହୁତ ହୁଅନ୍ତେ, ହାମନର ସମସ୍ତ ଆଜ୍ଞାନୁସା େର ପ୍ରେତ୍ୟକକ ପ୍ରେଦଶସ୍ଥ ରାଜ ପ୍ରତିନିଧିଗଣ ଓ ଅଧିପତିଗଣ ଓ ପ୍ରେତ୍ୟକକ ଦେଶୀଯ େଲାକଙ୍କ ଭାଷାନୁସା େର ପତ୍ର ଲିଖିତ େହଲା। ତାହା ଅକ୍ଷଶ୍ବେରଶ ରାଜାର ନାମ େର ଲିଖିତ ଓ ରାଜାର ଅଙ୍ଗୁକୀଯ େର ମୁଦ୍ରାଙ୍କିତ େହଲା। 13 ସମସ୍ତ ୟିହୁଦୀଯ ଆବାଳ, ବୃଦ୍ଧବନିତାଙ୍କୁ ବଧ କରିବା ପାଇଁ, ତଣ୍ଟି କାଟିବା ପାଇଁ, ଧ୍ବଂସ କରିବା ପାଇଁ ଏବଂ େସମାନଙ୍କର ଦ୍ରବ୍ଯଗୁଡିକ ଲୁଣ୍ଠନ କରିବା ପାଇଁ େଲାକମାନଙ୍କୁ ଅନୁମତି ପ୍ରଦାନ କରି, ରାଜା ସମସ୍ତ ପ୍ରେଦଶକୁ ପତ୍ରବାହକମାନଙ୍କ ଦ୍ବାରା ପତ୍ର ପଠାଇେଲ। ଏହା ମାତ୍ର େଗାଟିଏ ଦିନ େର କରାୟିବାର ଥିଲା, ତାହା ଦ୍ବାଦଶ ମାସର ତ୍ରଯୋଦଶ ଦିନ ଯାହା ଅଦର ମାସ କୁହାୟାଏ। 14 ପୁଣି େସହି ଦିନ ନିମନ୍େତ ସମସ୍ତ େଲାକ େଯମିତି ପ୍ରସ୍ତୁତ ହୁଅନ୍ତି ଏଥିପାଇଁ ପ୍ରେତ୍ୟକକ ପ୍ରେଦଶ େର ଆଜ୍ଞା ପ୍ରଗ୍ଭର କରିବାକୁ ଓ ୟାବତୀଯ େଲାକଙ୍କୁ ଜଣାଇବାକୁ େସହି ଲିଖନର ପ୍ରତିଲିପି ଦିଆଗଲା। 15 ଆଉ ଧାବକଗଣ ରାଜାଜ୍ଞା ପାଇ ଶୀଘ୍ର ବାହାରି ଗେଲ, ପୁଣି େସହି ଆଜ୍ଞା ଶୂଶନ୍ ରାଜଧାନୀ େର ପ୍ରକାଶିତ େହଲା, ତହୁଁ ରାଜା ଓ ହାମନ୍ ପାନ କରିବାକୁ ବସିେଲ, ମାତ୍ର ଶୂଶନ ନଗର ଉଦ୍ବିଗ୍ନ େହଲା।

4:1 ମର୍ଦ୍ଦଖଯ ଏସବୁ ବିଷଯ ଜାଣିବାପେର ନିଜର ବସ୍ତ୍ରକୁ ଚିରି ପକାଇଲା ଓ ଚଟ ବସ୍ତ୍ର ପିନ୍ଧି ମୁଣ୍ତ େର ଭସ୍ମ ଲେପନ କଲା। େସ ନଗର ମଧ୍ଯକୁ ଗଲା ଓ ଉଚ୍ଚ ସ୍ବର େର େରାଦନ କଲା। 2 େସ ରାଜଦ୍ବାର ସମ୍ମୁଖ ପର୍ୟ୍ଯନ୍ତ ଆସିଲା। ମାତ୍ର େଶାକ ବସ୍ତ୍ର ପିନ୍ଧି େକହି ରାଜଦ୍ବାର େର ପ୍ରେବଶ କରିପାରିଲା ନାହିଁ। 3 ପ୍ରେତ୍ୟକକ ପ୍ରେଦଶର େଯଉଁ େଯଉଁ ସ୍ଥାନକୁ ଏହି ରାଜା ଆଜ୍ଞା ଓ ନିଯମ ପତ୍ର ଗଲା, େସହିସବୁ ସ୍ଥାନର ୟିହୁଦୀଯମାନଙ୍କ ମଧିଅେର ମହାଶୋକ ଓ ଉପବାସ ଓ କ୍ରନ୍ଦନ ଓ ବିଳାପ େହଲା। ପୁଣି ଅନେକେ ଅଖା ଓ ଭସ୍ମ େର ଶଯନ କେଲ। 4 ଏଷ୍ଟରର ଦାସୀଗଣ ଓ ନଫୁସକମାେନ ଆସି ମର୍ଦ୍ଦଖଯ ବିଷଯ େର ତାଙ୍କୁ ଜଣାଇେଲ। େତଣୁ ରାଣୀ ଅତିଶଯ ବିଚଳିତ େହାଇଗେଲ। ପୁଣି ମର୍ଦ୍ଦଖଯଠାରୁ ଅଖାକାଢି ତାହାକୁ ପିନ୍ଧାଇବା ପାଇଁ ବସ୍ତ୍ର ପଠାଇଲା। ମାତ୍ର େସ ତାହା ଗ୍ରହଣ କଲା ନାହିଁ। 5 ଏଥିପାଇଁ ରାଜାଙ୍କ ଦ୍ବାରା ଏଷ୍ଟରର େସବା େର ନିୟୁକ୍ତ ହଥକ୍ ନାମେ ରାଜ ନଫୁସକକୁ ଏଷ୍ଟର ଡାକି କ'ଣ େହଲା ଓ କିପରି େହଲା ତାହା ଜାଣିବା ପାଇଁ ମର୍ଦ୍ଦଖଯ ନିକଟକୁ ୟିବା ପାଇଁ ତାକୁ ଆଜ୍ଞା େଦଲା। 6 ତାପେର ହଥକ୍ ରାଜଦ୍ବାର ସମ୍ମୁଖସ୍ଥ ନଗରର ଛକ ସ୍ଥାନ େର ମର୍ଦ୍ଦଖଯ ନିକଟକୁ ଗଲା। 7 ଏବଂ ମର୍ଦ୍ଦଖଯ ନିଜ ପ୍ରତି ଯାହା ଯାହା ଘଟିଥିଲା ଓ ୟିହୁଦୀଯମାନଙ୍କୁ ବିନାଶ କରିବା ନିମନ୍େତ ହାମନ୍ ରାଜଭଣ୍ତାର େର ଠିକ୍ େଯେତ ମୁଦ୍ରା େଦବାକୁ ପ୍ରତିଜ୍ଞା କରିଥିଲା, େସସବୁ ତାକୁ କହିଲା। 8 ଆହୁରି ମଧ୍ଯ େସମାନଙ୍କ ବିନାଶାର୍ଥେ େଯଉଁ ଆଜ୍ଞାପତ୍ର ଶୂଶନ େର େଦଇଥିଲା, ତହିଁର ଏକ କପି ଏଷ୍ଟରକୁ େଦଖାଇ ଜ୍ଞାତ କରାଇବାକୁ େଦଲା। ଆଉ ଏଷ୍ଟର େଯପରି ଆପଣା େଲାକମାନଙ୍କ ପାଇଁ ରାଜାଙ୍କ ଛାମୁ େର ପ୍ରେବଶ କରି ତାହାଙ୍କ ନିକଟେର ନିବେଦନ ଓ ଅନୁ େରାଧ କରିବ ଏପରି ଆେଦଶ କରିବାକୁ କହିଲା। 9 େତଣୁ ହଥକ୍ ଆସି ମର୍ଦ୍ଦଖଯର କଥା ଏଷ୍ଟରକୁ ଜଣାଇଲା। 10 ଏହାପେର ଏଷ୍ଟର ହଥକକୁ ଏହିକଥା କହି ମର୍ଦ୍ଦଖଯ ନିକଟକୁ ୟିବାପାଇଁ ଆଜ୍ଞା କଲା। 11 "ବିନା ରାଜା ଡାକରା େର ପୁରୁଷ ଓ ସ୍ତ୍ରୀ େଯ େକହି ଭିତର ପ୍ରାଙ୍ଗଣକୁ ରାଜାଙ୍କ ନିକଟକୁ ୟାଏ ତାହାର ପ୍ରାଣଦଣ୍ତ େଦବାର ଏକମାତ୍ର ବ୍ଯବସ୍ଥା ଅଛି। କେବଳ ଯାହା ପ୍ରତି ରାଜା ସ୍ବର୍ଣ୍ଣମଯ ରାଜଦଣ୍ତ ବଢାନ୍ତି, େସହି ବଞ୍ଚେ। ଏହା ରାଜାଙ୍କର ସବୁଦାସ ଓ ରାଜାଙ୍କର ସବୁ ପ୍ରେଦଶସ୍ଥ େଲାକ ଜାଣନ୍ତି। ମାତ୍ର ଗତ ତିରିଶ ଦିନ େହଲା ମୁଁ ରାଜାଙ୍କ ନିକଟକୁ ୟିବାପାଇଁ ଡାକରା ପାଇନାହିଁ।" 12 େସମାେନ ଏଷ୍ଟରର ଏହିକଥା ମର୍ଦ୍ଦଖଯକୁ କହିେଲ। େତଣୁ ମର୍ଦ୍ଦଖଯ ଏଷ୍ଟରକୁ, ଏହି ପ୍ରତ୍ଯୁତ୍ତର େଦବାକୁ େସମାନଙ୍କୁ କହିଲା, "ସବୁ ୟିହୁଦୀଯମାନଙ୍କ ମଧ୍ଯରୁ କେବଳ ତୁମ୍େଭ ରାଜ ଗୃହ େର ଥିବାରୁ େସ ରକ୍ଷା ପାଇବ, ଏହା ଭାବ ନାହିଁ। 13 14 ଯଦି ତୁମ୍େଭ ଏହି ସମୟେର ନୀରବ େହାଇ ରୁହ, େତେବ ଅନ୍ୟ ଏକ ସ୍ଥାନରୁ ୟିହୁଦୀଯମାନଙ୍କ ନିମନ୍େତ ଉପଶମ ଓ ପରିତ୍ରାଣ ଆସିବ। କିନ୍ତୁ ତୁମ୍େଭ ଏବଂ ତୁମ୍ଭର ପରିବାର ବିନାଶ େହବ, କିଏ ଜାେଣ ତୁମ୍େଭ ଏପରି ସମୟର ତୁମ୍ଭର ରାଜକୀଯ ସ୍ଥାନ ପାଇପାର?" 15 ଏହାପେର ଏଷ୍ଟର ମର୍ଦ୍ଦଖଯ ନିକଟକୁ ଉତ୍ତର ପଠାଇଲା, "ତୁମ୍େଭ ୟାଇ ଶ୍ବଶନ େର ଉପସ୍ଥିତ ସମସ୍ତ ୟିହୁଦୀମାନଙ୍କୁ ଏକତ୍ର କରି େମା ଲାଗି ଉପବାସ କର। ପୁଣି ତିନି ଦିନ ୟାଏ, ଦିନ େର କି ରାତ୍ରି େର କିଛି ଖାଅ ନାହିଁ ଓ କିଛି ପାନ କର ନାହିଁ। ମୁଁ ଓ େମାର ଦାସୀଗଣ େସହିପରି ଉପବାସ କରିବୁ, ତହୁଁ ବ୍ଯବସ୍ଥାନୁୟାଯୀ ନୋହିଲେ େହଁ ମୁଁ ରାଜାଙ୍କ ନିକଟକୁ ୟିବି, େସଥି େର ମେଲ ପେଛ ମରିବି।" 16 17 େତଣୁ ମର୍ଦ୍ଦଖଯ ଗେଲ, େସ ଏଷ୍ଟରଙ୍କ କହିବା ଅନୁୟାଯୀ କାର୍ୟ୍ଯ କେଲ।

5:1 ତୃତୀୟ ଦିନ ଏଷ୍ଟର ରାଜକୀଯ ବସ୍ତ୍ର ପିନ୍ଧି ରାଜଗୃହର ଭିତର ପ୍ରାଙ୍ଗଣ େର ରାଜଗୃହ ସମ୍ମୁଖ େର ଛିଡା େହଲା। େସହି ସମୟେର ରାଜା ରାଜଗୃହ େର ଗୃହଦ୍ବାର ସମ୍ମୁଖ େର ରାଜ ସିଂହାସନ ଉପେର ଉପବିଷ୍ଟ ଥିେଲ। 2 ତାପେର ରାଜା, ରାଣୀ ଏଷ୍ଟର ପ୍ରାଙ୍ଗଣ େର ଠିଆ େହବାର େଦଖିେଲ। ଏବଂ ରାଜା ତାକୁ େଦଖି ଖୁସି େହେଲ, େତଣୁ େସ ତାଙ୍କ ହାତ େର ଥିବା ସୁବର୍ଣ୍ଣର ରାଜଦଣ୍ତ ରାଣୀ ଏଷ୍ଟର ଆଡକୁ ବଢାଇେଲ। େତଣୁ ଏଷ୍ଟର ନିକଟକୁ ଆସିେଲ ଏବଂ ଆସି ରାଜଦଣ୍ତର ଅଗ୍ର ଭାଗ ଛୁଇଁଲେ। 3 ରାଜା ତାଙ୍କୁ ପଚାରିେଲ, "ରାଣୀ ଏଷ୍ଟର, ମୁଁ ତୁମ୍ଭ ପାଇଁ କ'ଣ କରିପା େର? ତୁମ୍ଭର କଣ ପ୍ରାର୍ଥନା ଅଛି? େମାର ଅର୍ଦ୍ଧେକ ରାଜ୍ଯ ପର୍ୟ୍ଯନ୍ତ େହେଲ େହଁ ତାହା ତୁମ୍ଭକୁ ଦିଆୟିବା।" 4 ଏଷ୍ଟର କହିଲା, " େଯେବ ମହାରାଜାଙ୍କ ଦୃଷ୍ଟି େର ଭଲ ଦିଶେ, େତେବ ମୁଁ ଆପଣାଙ୍କ ପାଇଁ େଯଉଁ େଭାଜି ପ୍ରସ୍ତୁତ କରିଅଛି, ମହାରାଜ ଓ ହାମନ୍ ଆଜି େସହି େଭାଜିକୁ ଆଗମନ କରନ୍ତୁ।" 5 ଏହାପେର ରାଜା କହିେଲ, "ହାମନକୁ ଶୀଘ୍ର ଆଣ, ତାହାେହେଲ ଏଷ୍ଟର ଯାହା କହିଛନ୍ତି ଆମ୍େଭ ତାହା କରିପାରିବୁ।" 6 ଏଥି େର ରାଜା େଭାଜି େର ଦ୍ରାକ୍ଷାରସ ପାନକରିବା େବେଳ ଏଷ୍ଟରକୁ କହିଲା, "ତୁମ୍ଭର କ'ଣ ନିବେଦନ ଅଛି? ତାହା ତୁମ୍ଭକୁ ଦିଆୟିବ। ତୁମ୍ଭର ପ୍ରାର୍ଥନା କ'ଣ ? େମା ଅର୍ଦ୍ଧେକ ରାଜ୍ଯ ପର୍ୟ୍ଯନ୍ତ େହେଲ େହଁ ତାହା ଦିଆୟିବ।" 7 ତହିଁେର ଏଷ୍ଟର କହିଲା, " େମାର ନିବେଦନ ଓ ପ୍ରାର୍ଥନା ଏହି କି 8 ମୁଁ େଯେବ େମାର ଇଚ୍ଛା ପୂରଣ କରିବା ପାଇଁ ମହାରାଜାଙ୍କ ଦୃଷ୍ଟି େର ଅନୁଗ୍ରହ ପାଇଅଛି, ଏବଂ ଏହା େଯେବ ରାଜାଙ୍କୁ ଆନନ୍ଦ କରୁଥାଏ, ରାଜା ଓ ହାମନ ଆସନ୍ତାକାଲି ରାତ୍ରି େଭାଜନକୁ ଆସନ୍ତୁ ଯାହା ମୁଁ ପ୍ରସ୍ତୁତ କରିବି। େସହି ସମୟେର ମୁଁ ରାଜାଙ୍କର ପ୍ରଶ୍ନର ଉତ୍ତର େଦବି।" 9 େସଦିନ ହାମନ୍ ଆନନ୍ଦିତ େହାଇ ଗ୍ଭଲିଗଲା। ମାତ୍ର ହାମନ, ରାଜଦ୍ବାର େର ନିଜ ସମ୍ମୁଖ େର ମର୍ଦ୍ଦଖଯଙ୍କୁ ଉଠି ଠିଆ ନ େହବାର କି ପ୍ରଣାମ ନ କରିବାର େଦଖି େସ ମର୍ଦ୍ଦଖଯ ବିରୁଦ୍ଧ େର େକାରଧ େର ପରିପୂର୍ଣ୍ଣ େହଲା। 10 ତଥାପି ହାମନ ନିଜର େକାରଧକୁ ନିଯନ୍ତ୍ରଣ କଲା ଏବଂ ଗୃହକୁ ଗଲା। ତାପେର ଆପଣା ମିତ୍ରଗଣକୁ ଓ ଆପଣା ଭାର୍ୟ୍ଯା େସରଶକୁ ଡକାଇ ଆଣିଲା। 11 ଆଉ ହାମନ୍ ଆପଣା ଧନ ଓ ଐଶ୍ବର୍ୟ୍ଯର କଥା ଓ ବହୁ ସନ୍ତାନମାନଙ୍କ କଥା ଓ ରାଜା କିରୂେପ ତାହାର ପଦ ବୃଦ୍ଧି କରିଛନ୍ତି, ତାଙ୍କୁ ଆପଣା ଅଧିପତିମାନଙ୍କ ଓ ଦାସମାନଙ୍କ ଉପେର ଆସନ େଦଇଛନ୍ତି। ଏହିସବୁ ବିଷଯ େସମାନଙ୍କୁ ଶୁଣାଇଲା। 12 ହାମନ ଆହୁରି କହିଲା, "ଏଷ୍ଟର ରାଣୀ ଆପଣା ପ୍ରସ୍ତୁତ େଭାଜିକୁ େମା ଛଡା ଆଉ କାହାକୁ ରାଜାଙ୍କ ସଙ୍େଗ ୟିବାକୁ େଦଇ ନାହାଁନ୍ତି। ପୁଣି କାଲିକି ମୁଁ ରାଜାଙ୍କ ସଙ୍େଗ ତାଙ୍କ ଦ୍ବାରା ନିମନ୍ତ୍ରିତ େହାଇଅଛି। 13 କିନ୍ତୁ ମୁଁ ପ୍ରେତ୍ୟକକଥର ୟିହୁଦୀ ମର୍ଦ୍ଦଖଯକୁ ରାଜାଙ୍କ ଫାଟକେର ବସିବାର େଦଖେ, ଏହାସବୁ େମାରକିଛି ଭଲ କେର ନାହିଁ।" 14 େତଣୁ ତାହାର ସ୍ତ୍ରୀ େସରଶ୍ ଓ ତାର ସମସ୍ତ ମିତ୍ରଗଣ ତାକୁ କହିେଲ,: "ପଗ୍ଭଶ ହାତ ଉଚ୍ଚ ଏକ ଫାଶିକାଠ ପ୍ରସ୍ତୁତ କରାଯାଉ। ପୁଣି ମର୍ଦ୍ଦଖଯକୁ ତହିଁେର ଫାଶି େଦବା ପାଇଁ କାଲି ସକାେଳ ରାଜାଙ୍କୁ କୁହ। ତହିଁ ପେର ତୁଷ୍ଟ େହାଇ ରାଜା ସହିତ େଭାଜିକୁ ୟାଅ।"

6:1 େସହି ରାତ୍ରି େର ରାଜା ଶୋଇ ପାରିେଲ ନାହିଁ। ଏଣୁ େସ କଚେରୀ ବୃତ୍ତାନ୍ତ ପୁସ୍ତକ ଆଣିବାକୁ ଆଜ୍ଞା କେଲ, ଏବଂ ତାହା ରାଜାଙ୍କ ସମ୍ମୁଖ େର ପାଠ କରାଗଲା। 2 ତହିଁେର ଏହି ଲିଖିତ କଥା େଦଖାଗଲା, ରାଜାଙ୍କର ନଫୁସକ ବିଗ୍ଥନ୍ ଓ ତେରଶ ନାମ େର ଦୁଇଜଣ ଦ୍ବାରପାଳ ଅକ୍ଷଶ୍ବେରଶ ରାଜାଙ୍କୁ ବଧ କରିବାକୁ େଚଷ୍ଟା କରିଥିବାରୁ ମର୍ଦ୍ଦଖଯ ତହିଁର ସମ୍ବାଦ େଦଇଥିଲା। 3 ଏଣୁ ରାଜା ପଚାରିେଲ, "ଏଥିପାଇଁ ମର୍ଦ୍ଦଖଯକୁ କି ପ୍ରକାର ସମ୍ମାନ ଓ ଉଚ୍ଚପଦ ଦିଆ ୟାଇଅଛି?" 4 େତଣୁ ରାଜା ପଚାରିେଲ, "ପ୍ରାଙ୍ଗଣ େର କିଏ ଅଛି?" ଏହି ସମୟେର ହାମନ୍ ନିଜର ପ୍ରସ୍ତୁତ ଫାଶି କାଠ େର ମର୍ଦ୍ଦଖଯକୁ ଫାଶି େଦବା ପାଇଁ ରାଜାଙ୍କୁ କହିବା ନିମନ୍େତ ରାଜଗୃହର ଦ୍ବାର ପ୍ରାଙ୍ଗଣକୁ ଆସିଲା। 5 େତଣୁ ରାଜାଙ୍କର ଦାସମାେନ ତାଙ୍କୁ କହିେଲ, " େଦଖନ୍ତୁ, ହାମନ୍ ପ୍ରାଙ୍ଗଣ େର ଛିଡା େହାଇଅଛି।" 6 ତହିଁେର ହାମନ୍ ଭିତରକୁ ଆସିବାରୁ ରାଜା ତାହାକୁ କହିଲା, "ରାଜା ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହା ପ୍ରତି କ'ଣ କରାୟିବ?" ହାମନ ମେନମେନ ଭାବିଲା, "ରାଜା େମା ବିନା ଆଉ କାହାକୁ ସମ୍ମାନ କରିବାକୁ ଅଧିକ ତୁଷ୍ଟ େହେବ?" 7 ଏଣୁ ହାମନ୍ ରାଜାଙ୍କୁ ଉତ୍ତର େଦଲା, "ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତୁ, 8 ତାହା ପାଇଁ ମହାରାଜାଙ୍କ ପରିଧେଯ ରାଜକୀଯ ବସନ ଏବଂ ଅଶ୍ବ େଯଉଁଥି େର ରାଜା ଆେରାହଣ କରନ୍ତି ତାହା ଅଣାଯାଉ ଏବଂ ତାଙ୍କର ମସ୍ତକେର ରାଜମୁକୁଟ ପିନ୍ଧା ଯାଉ। 9 ଆଉ େସହି ବସନ ଓ ଅଶ୍ବ ମହାରାଜାଙ୍କର ଏକ ପ୍ରଧାନ ଅଧିପତିର ହସ୍ତ େର ଦିଆଯାଉ। ପୁଣି ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହାକୁ େସମାେନ େସହି ରାଜ ବସନ ପିନ୍ଧାନ୍ତୁ ଓ େସହି ଅଶ୍ବ େର ଆେରାହଣ କରାଇ ନଗର ଦାଣ୍ତ େର ତାହାର ଆେଗ ଆେଗ ଏହା େଘାଷଣା କରାନ୍ତୁ। 'ମହାରାଜ ଯାହାର ସମ୍ମାନ େର ତୁଷ୍ଟ ହୁଅନ୍ତି, ତାହା ପ୍ରତି ଏହିପରି କରାୟାଏ।"' 10 "ଏଥି େର ରାଜା ହାମନକୁ କହିଲା, ତୁମ୍େଭ ଏହା ଶ୍ରୀଘ୍ର କର, େଯପରି କହିଲ। " େସପରି ବସନ ଓ େସହି ଅଶ୍ବ ଘେନି ରାଜଦ୍ବାର େର ଉପବିଷ୍ଟ ୟିହୁଦୀଯ ମର୍ଦ୍ଦଖଯ ପ୍ରତି କର। େସଥିରୁ କିଛି କଥା ଦିଅ ନାହିଁ, ଯାହା ତୁମ୍େଭ କହିଲ।" 11 େତଣୁ ହାମନ୍ େସହି ବସନ ଓ ଅଶ୍ବେନଇ ମର୍ଦ୍ଦଖଯକୁ ବସ୍ତ୍ରାନିତ୍ବା କଲା ଓ ଅଶ୍ବାରୋହଣ କରାଇ ନଗର ଦାଣ୍ତ େର ବୁଲାଇଲା। "ପୁଣି ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହାପ୍ରତି ଏହିପରି କରାୟାଏ।" ଏହିକଥା ତାହାର ଆେଗ ଆେଗ େଘାଷଣା କଲା। 12 ଏହାପେର ମର୍ଦ୍ଦଖଯ ପୁନର୍ବାର ରାଜଦ୍ବାରକୁ ଆସିଲା। ମାତ୍ର ମହାନ୍ େଶାକକୁଳ େହାଇ ଓ ମସ୍ତକ ଢାଙ୍କି ଆପଣା ଗୃହକୁ ଶୀଘ୍ର ଗଲା। 13 ପୁଣି ହାମନ୍ ଆପଣା ପ୍ରତି ଘଟିତ ଏହି ସମସ୍ତ କଥା ନିଜର ଭାର୍ୟ୍ଯା େସରଶକୁ ଓ ଆପଣାର ସମସ୍ତ ମିତ୍ରଙ୍କୁ କହିଲା। ତହିଁେର ତାହାର ଜ୍ଞାନୀ େଲାକମାେନ ଓ ତାହାର ସ୍ତ୍ରୀ େସରଶ ତାହାକୁ କହିେଲ, "ଯାହା ସାକ୍ଷାତ େର ତୁମ୍ଭର ଏହି ପତନର ଆରମ୍ଭ େହାଇଅଛି, େସ ମର୍ଦ୍ଦଖଯ େଯେବ ୟିହୁଦୀ ବଂଶୀଯ େଲାକ ହୁଏ, େତେବ ତୁମ୍େଭ ତାହାକୁ ଜଯକରି ପାରିବ ନାହିଁ। ମାତ୍ର ତାହାର ସାକ୍ଷାତ େର ନିଶ୍ଚିତ ପତିତ େହବ।" 14 େସମାେନ ତାହା ସହିତ ଏହିପରି କଥାବାର୍ତ୍ତା କରୁ କରୁ ରାଜ-ନଫୁସକମାେନ ଆସି ଏଷ୍ଟରର ପ୍ରସ୍ତୁତ େଭାଜିକୁ ହାମନକୁ ନେବା ପାଇଁ ଚଞ୍ଚଳ େହେଲ।

7:1 େତଣୁ ଏଷ୍ଟର ରାଜା ଓ ହାମନ ରାଣୀ ସହିତ ଦ୍ରାକ୍ଷାରସ ପାନ କରିବାକୁ ଗେଲ। 2 େସହି ଦ୍ବିତୀୟ ଦିନ ରାଜା ଦ୍ରାକ୍ଷାରସ ପାନକରିବା େବେଳ ଏଷ୍ଟରକୁ ପୁନର୍ବାର କହିେଲ, "ରାଣୀ ଏଷ୍ଟର! ତୁମ୍ଭର ନିବେଦନ କ'ଣ? ତାହା ତୁମ୍ଭକୁ ଦିଆୟିବ। ତୁମ୍ଭର ଇଚ୍ଛା କ'ଣ? ତହା େମାର ଅର୍ଦ୍ଧେକ ରାଜ୍ଯ େହେଲ େହଁ ମୁଁ ତାହା ତୁମ୍ଭକୁ େଦବି।" 3 ଏହାପେର ରାଣୀ ଏଷ୍ଟର କହିେଲ, " େହ ମହାରାଜ, ମୁଁ ଯଦି ଆପଣଙ୍କ ଦୁଷ୍ଟି େର ଅନୁଗ୍ରହ ପାଇଅଛି, ଆଉ େଯେବ ମହାରାଜ ସନ୍ତୁଷ୍ଟ େହାଇଛନ୍ତି, େତେବ େମାହର ନିବେଦନ ଅନୁସାେର େମା ପ୍ରାଣ ଓ େମାର ପ୍ରାର୍ଥନାନୁସା େର େମା େଲାକମାନଙ୍କୁ େମାେତ ଦିଆଯାଉ। 4 କାରଣ ମୁଁ ଓ େମାହର େଲାକମାେନ ସଂହାରିତ, ହତ ଓ ବିନଷ୍ଟ େହବା ନିମନ୍େତ ବୀକ୍ରି େହାଇଅଛୁ। ଯଦି ଆମ୍େଭ ମାତ୍ର କ୍ରିତଦାସ ରୂେପ ବିକ୍ରୀ େହାଇଥାଆନ୍ତୁ ମୁଁ ନୀରବ େହାଇ ରହିଥାନ୍ତି। ଯଦି ଏହା ରାଜାଙ୍କୁ ବିବ୍ରତ କଲାପରି ଆମ୍ଭର ଅସୁବିଧା େହାଇନଥାନ୍ତା।" 5 ଏଥି େର ଅକ୍ଷଶ୍ବେରଶ ରାଜା ଏଷ୍ଟର ରାଣୀକି କହିଲା, " େଯ ଏପର୍ୟ୍ଯନ୍ତ କର୍ମ କରିବାକୁ ମନ େର ସାହାସ ବାନ୍ଧିଅଛି। େସ କିଏ ଓ େସ କେଉଁଠା େର ଅଛି?" 6 ଏଷ୍ଟର କହିଲା, "ଏହି ଦୁଷ୍ଟ ହାମନ ଜେଣ ବିପକ୍ଷ ଓ ଶତୃ।" 7 ଆଉ ରାଜା େକାର୍ଧ େର ଦ୍ରାକ୍ଷାରସ ପାନ ଶାଳାରୁ ଉଠି ରାଜଗୃହର ଉଦ୍ୟାନକୁ ଗଲା। ତହିଁେର ରାଜାଦ୍ବାରା ଆପଣାର ଅମଙ୍ଗଳ ନିଶ୍ଚିତ େହାଇଅଛି, ଏହା ଜାଣି ହାମନ୍ ଏଷ୍ଟର ରାଣୀ ନିକଟେର ଆପଣା ପ୍ରାଣଭିକ୍ଷା ମାଗିଲା। 8 େତେବ ରାଜା ରାଜଗୃହର ଉଦ୍ୟାନରୁ ଦ୍ରାକ୍ଷାରସର ପାନଶାଳାକୁ ଲେଉଟି ଆସିଲା, େସେତେବେଳ ଏଷ୍ଟର େଯଉଁ ଆସନ େର ବସିଥିଲା ହାମନ୍ ତହିଁ ଉପେର ବସି ପଡିଲା। େତଣୁ ରାଜା କହିଲା, "ଏ କ'ଣ ଗୃହ ମଧିଅେର େମା ସାକ୍ଷାତ େର ରାଣୀକୁ ବଳାତ୍କାର କରିବ?" 9 ଏହାପେର ରାଜାର ସାକ୍ଷାତ େର ଉପସ୍ଥିତ ହର୍ବୋଣା ନାମକ ଏକ ନଫୁସକ ରାଜାକୁ କହିଲା, " େଦଖନ୍ତୁ, ମହାରାଜାଙ୍କ ପକ୍ଷ େର ହିତଜନକ ସମ୍ବାଦଦାଯୀ ମର୍ଦ୍ଦୀଖଯ ନିମନ୍େତ ହାମନ୍ ପଗ୍ଭଶ ହାତ ଉଚ୍ଚ ଫାଶିକାଠ ପ୍ରସ୍ତୁତ କରିଅଛି। ତାହା ହାମନ୍ର ଗୃହ େର ସ୍ଥାପିତ େହାଇଅଛି।" 10 ଏଥି େର ହାମନ୍, ମର୍ଦ୍ଦଖଯ ନିମନ୍େତ େଯଉଁ ଫାଶିକାଠ ପ୍ରସ୍ତୁତ କରିଥିଲା, ତହିଁ ଉପେର େସମାେନ ହାମନଙ୍କୁ ଫାଶି େଦେଲ। ତହିଁେର ରାଜାଙ୍କର େକାରଧ ଶାନ୍ତ େହଲା।

8:1 େସହିଦିନ ଅକ୍ଷଶ୍ବେରଶ ରାଜା ଏଷ୍ଟର ରାଣୀକୁ ୟିହୁଦୀଯ େଲାକମାନଙ୍କର ଶତୃ ହାମନର ଗୃହ ଆଦି େଦଲା। ଆଉ ମର୍ଦ୍ଦଖଯ ରାଜାଙ୍କ ସାକ୍ଷାତ େର ଉପସ୍ଥିତ େହଲା କାରଣ ମର୍ଦ୍ଦଖଯ ସହିତ କି ସମ୍ପର୍କ ତାହା ଜଣାଇ େଦଇଥିଲା। 2 ଏଥି େର ରାଜା ହାମନଠାରୁ େଯଉଁ ଅଙ୍ଗୁରୀଯ େନଇଥିଲା, ତାହା କାଢି ମର୍ଦ୍ଦଖଯକୁ େଦଲା। ଏବଂ ଏଷ୍ଟର ହାମନର ଗୃହ ଉପେର ମର୍ଦ୍ଦଖଯକୁ ନିୟୁକ୍ତି କଲା। 3 ଏଷ୍ଟର ରାଜା ନିକଟେର ପୁନର୍ବାର ନିବେଦନ କଲା, ପୁଣି ୟିହୁଦୀଯମାନଙ୍କ ପ୍ରତିକୂଳ େର ଅଗାଗୀଯ ହାମନର କୃତ ଅମଙ୍ଗଳ ଓ ତାର କଳ୍ପିତ କଳ୍ପନା ନିବାରାଣାର୍ଥେ ତାହାର ଚରଣ େର ପଡି େରାଦନ କରି ପ୍ରାର୍ଥନା କଲା। 4 ତହିଁେର ରାଜା ଏଷ୍ଟର ଆେଡ ସୁବର୍ଣ୍ଣ ଦଣ୍ତ ବିସ୍ତାର କରନ୍େତ ଏଷ୍ଟର ଉଠି ରାଜାଙ୍କ ଛାମୁ େର ଠିଆ େହଲା। 5 ଏବଂ କହିଲା, େଯେବ ମହାରାଜ ସନ୍ତୁଷ୍ଟ ହୁଅନ୍ତି େଯେବ ରାଜାଙ୍କ ଦୁଷ୍ଟି େର ମୁଁ ଅନୁଗ୍ରହ ପାଇଅଛି, "ଦୟାକରି େମା ପାଇଁ ଏହା କରନ୍ତୁ। ଆଉ ଯଦି ଏହା ରାଜାଙ୍କୁ ସନ୍ତୁଷ୍ଟ କେର, େତେବ ମହାରାଜାଙ୍କର ସମୁଦାଯ ପ୍ରେଦଶସ୍ଥ ୟିହୁଦୀଯମାନଙ୍କୁ ବିନାଶ କରିବା ପାଇଁ ଅଗାଗୀଯ ହମ୍ମାଦାଥାର ପୁତ୍ର ହାମନ େଯ ସକଳ ପତ୍ର ଲେଖିବାକୁ ପରାମର୍ଶ େଦଇଥିଲା, ତାହା ପ୍ରତ୍ଯାହୃତ କରାଯାଉ। 6 େଯ େହତୁ େମା େଲାକଙ୍କ ପ୍ରତି େଯଉଁ ଅମଙ୍ଗଳ ଘଟିବ ତାହା େଦଖି ମୁଁ କିପରି ସହିପାରିବି? ପୁଣି ଆପଣା କୁଟୁମ୍ବମାନଙ୍କ ବିନାଶ େଦଖି କିପରି ସହିପାରିବି?" 7 ଏଥି େର ଅକ୍ଷଶ୍ବେରଶ ରାଜା ଏଷ୍ଟର ରାଣୀକୁ ଓ ୟିହୁଦୀଯ ମର୍ଦ୍ଦଖଯକୁ କହିଲା, " େଦଖ, ମୁଁ ଏଷ୍ଟରକୁ ହାମନର ଗୃହ େଦଲି, େଲାକମାେନ ହାମନ୍କୁ ଫାଶିକାଠ େର ଫାଶି େଦଇଛନ୍ତି। କାରଣ େସ ୟିହୁଦୀଯମାନଙ୍କ ଉପେର ହସ୍ତକ୍ଷେପ କରିଥିଲା। 8 ତୁମ୍େଭମାେନ ୟିହୁଦୀଯମାନଙ୍କ ସମନ୍ଧ େର ନିଜ ନିଜ ଇଛାନୁସା େର ରାଜାଙ୍କ ନାମ େର ରାଜାଜ୍ଞା ଲେଖ ଓ ତାହା ରାଜାଙ୍କ ଅଙ୍ଗୁରୀଯ େର େମାହରାଙ୍କିତ କର। କାରଣ ରାଜାଙ୍କର ନାମ େର ଲିଖିତ ଓ ରାଜାଙ୍କର ଅଙ୍ଗୁରୀଯ େର େମାହରାଙ୍କିତ ପତ୍ର େକହି ଅନ୍ୟଥା କରିପାରିେବ ନାହିଁ।" 9 େତଣୁ ତୃତୀୟ ମାସର ଅର୍ଥାତ୍ ସୀବନ ମାସର ତେଇଶ ଦିନ େର ରାଜାର ଲେଖକମାେନ ଆହୁତ ହୁଅନ୍ତେ ମର୍ଦ୍ଦଖଯର ଆଜ୍ଞା ଅନୁସାେର ସମସ୍ତ ୟିହୁଦୀଯମାନଙ୍କ ନିକଟକୁ ଓ ହିନ୍ଦୁସ୍ଥାନଠାରୁ କୁଶେଦଶ ପର୍ୟ୍ଯନ୍ତ 127 ପ୍ରେଦଶର ଅନ୍ତର୍ଗତ ପ୍ରେତ୍ୟକକ ପ୍ରେଦଶର ଅକ୍ଷାରାନୁସା େର କ୍ଷତିପାଳ ଓ ଶାସନକର୍ତ୍ତା ଓ ପ୍ରଦେଶାଧିପତିମାନଙ୍କ ନିକଟକୁ। ପୁଣି ପ୍ରେତ୍ୟକକ େଗାଷ୍ଠୀକି େସମାନଙ୍କ ଭାଷାନୁସା େର, ଆଉ ୟିହୁଦୀଯ େଲାକମାନଙ୍କ ନିକଟକୁ େସମାନଙ୍କ ଅକ୍ଷର ଓ ଭାଷାନୁସା େର ପତ୍ର ଲେଖାଗଲା। 10 େସ ରାଜା ଅକ୍ଷଶ୍ବେରଶ ନାମ େର ଲେଖି ଓ ରାଜାଙ୍କ ଅଙ୍ଗୁରୀଯ େର େମାହରାଙ୍କିତ କରି ଅଶ୍ବାଶାଳା-ଜାତ ରାଜକୀଯ ଅଶ୍ବବାହାରୂଢ ଦ୍ରୁତଗାମୀ ଦୂତଗଣ ହସ୍ତ େର ପତ୍ର ପଠାଇଲା। 11 ରାଜାଙ୍କର ଚିଠି େର ଲିଖିତ ବିଷଯ ବସ୍ତୁ ଏହି: 12 େସଦିନ ଥିଲା ଅକ୍ଷଶ୍ବେରଶ ରାଜାଙ୍କର ତ୍ରଯୋଦଶ ଦିନ ଦ୍ବାଦଶ ମାସର ଅଦାର ମାସ େର। ୟିହୁଦୀଯମାନଙ୍କୁ ସବୁ ପ୍ରେଦଶ େର ପ୍ରଗ୍ଭର କରିବା ପାଇଁ, ରାଜା ଅନୁମତି େଦଇଥିେଲ। 13 େସହି ଚିଠିର ଏକ ନକଲ ରାଜାଙ୍କର ଏକ ଆଜ୍ଞାପତ୍ର ଗ୍ଭରି ଆଡକୁ ପଠା ୟାଇଥିଲା। ଏହା ଏକ ବ୍ଯବସ୍ଥା ଥିଲା, ଏହି ନିର୍ଦ୍ଦେଶ ସବୁ ପ୍ରେଦଶ େର ନିଯମ େର ପରିଣତ କରାଗଲା। େସହି ରାଜ୍ଯ େର ବାସ କରୁଥିବା ସବୁଜାତୀଯ େଲାକଙ୍କ ପାଇଁ ତାହା ପ୍ରଗ୍ଭରିତ େହଲା। େସ ଏପରି କରିଥିେଲ କାରଣ ୟିହୁଦୀଯମାେନ େସହି ଦିନପାଇଁ ପ୍ରସ୍ତୁତ େହାଇଥିେଲ। ୟିହୁଦୀଯମାନଙ୍କୁ ସୁେଯାଗ ଦିଆ ୟାଇଥିଲା େସମାନଙ୍କର ଶତୃମାନଙ୍କଠାରୁ ପ୍ରତି େଶାଧ େନବାପାଇଁ। 14 ତହିଁେର ଦ୍ରୁତଗାମୀ ରାଜକୀଯ ଅଶ୍ବାରୁଢ ଦୂତମାେନ ରାଜାଙ୍କ ଆଜ୍ଞା େର ଶିଘ୍ର ଗ୍ଭଲିଗେଲ, ଏବଂ ଏହା ଶ୍ବଶନ ରାଜଧାନୀ େର େସହି ଆଜ୍ଞା ପ୍ରକାଶିତ େହଲା। 15 ଏହାପେର ମର୍ଦ୍ଦଖଯ ନୀଳ ଓ ଶୁକ୍ଲବର୍ଣ୍ଣ ରାଜକୀଯ ବସ୍ତ୍ର ପିନ୍ଧି ମସ୍ତକେର ସୁବର୍ଣ୍ଣମଯ ବୃହତ ମୁକୁଟ େଦଇ ସରୁ ଓ ଏକ ସୁକ୍ଷ୍ମ ନାଇଲନ୍ ଓଢଣୀ ଓ ବାଇଗଣୀ ରଂଗର ବସ୍ତ୍ର ପିନ୍ଧି ରାଜାଙ୍କ ଛାମୁରୁ ବାହାରି ଗଲା ତହିଁେର ଶୂଶନ ରାଜଧାନୀ ଆନନ୍ଦ ଓ ହର୍ଷନାଦ େର ପରିପୂର୍ଣ୍ଣ େହଲା। 16 ଆଉ ୟିହୁଦୀଯମାନଙ୍କର ଦୀପ୍ତି, ଆନନ୍ଦ, ହର୍ଷ ଓ ସମ୍ଭ୍ରମର ଉଦଯ େହଲା। 17 ଏବଂ ପ୍ରତି ପ୍ରେଦଶ େର ଓ ପ୍ରତି ନଗର େର, େଯ େକୗଣସି ସ୍ଥାନ େର ରାଜାଜ୍ଞା ଓ ନିଯମ ପତ୍ର ଉପସ୍ଥିତ େହଲା, େସହି ସ୍ଥାନ େର ୟିହୁଦୀଯମାନଙ୍କର ଆନନ୍ଦ ଓ ଆେମାଦ, େଭାଜି ଓ ମଙ୍ଗଳର ଦିନ େହଲା। ପୁଣି େଦଶର ଅନେକ େଲାକ ୟିହୁଦୀଯ ମତାଲମ୍ବୀ େହେଲ, େଯ େହତୁ େସମାେନ ୟିହୁଦୀଯମାନଙ୍କ ସକାେଶ ଭୟ କେଲ।

9:1 ଅଦର ନାମକ ଦ୍ବାଦଶ ମାସ େର ତ୍ରଯୋଦଶ ଦିନ େର ରାଜା ଆଜ୍ଞା ଓ ନିଯମର ସିଧି ସମୟ ନିକଟତର େହଲା। ଅର୍ଥାତ୍ େଯଉଁଦିନ ୟିହୁଦୀଯମାନଙ୍କ ଶତୃଗଣ େସମାନଙ୍କ ଉପେର କତ୍ତୁର୍ତ୍ବ କରିବାକୁ ଅପେକ୍ଷା କରିଥିେଲ। େସହିଦିନ ଏପରି ବିପରୀତ ଘଟଣା େହଲା, େଯ ୟିହୁଦୀଯମାେନ ନିଜର ଘୃଣାକାରୀମାନଙ୍କ ଉପେର କତ୍ତୁର୍ତ୍ବ କେଲ। 2 େସହି ସମୟେର, ରାଜା ଅକ୍ଷଶ୍ବେରଶଙ୍କର ରାଜ୍ଯର ସମସ୍ତ ନଗର େର ୟିହୁଦୀଯମାେନ େସମାନଙ୍କୁ କ୍ଷତି କରିବା ପାଇଁ େଚଷ୍ଟା କରୁଥିବା େଲାକମାନଙ୍କ ବିରୁଦ୍ଧ େର ପ୍ରତିବାଦ କରିବାକୁ ଏକତ୍ରୀତ େହେଲ। ପୁଣି େସମାନଙ୍କ ସମ୍ମୁଖ େର େକହି ଠିଆ େହାଇପାରିେଲ ନାହିଁ, କାରଣ ସମୁଦାଯ େଲାେକ େସମାନଙ୍କୁ ଭୟ କରୁଥିେଲ। 3 ପ୍ରେଦଶ ଅଧିପତି ଓ କ୍ଷତିପାଳ, ଶାସନକର୍ତ୍ତା ଓ ରାଜ କର୍ମଗ୍ଭରୀମାେନ ୟିହୁଦୀଯମାନଙ୍କୁ ସାହାୟ୍ଯ କେଲ। କାରଣ େସମାେନ ମର୍ଦ୍ଦଖଯକୁ ଭୟ କରୁଥିେଲ। 4 କାରଣ ମର୍ଦ୍ଦଖଯ ରାଜଗୃହ ମଧିଅେର ଶକ୍ତିଶାଳୀ ଥିଲା ଓ ତାହାର ୟଶ ସର୍ବପ୍ରେଦଶ େର ପ୍ରଗ୍ଭରିତ େହଲା ଏବଂ ମର୍ଦ୍ଦଖଯ ଲଗାତର ଭାବେର ଅଧିକରୁ ଅଧିକ ଶକ୍ତିଶାଳୀ େହଉଥିଲା। 5 ୟିହୁଦୀଯମାେନ େସମାନଙ୍କର ସମସ୍ତ ଶତୃଙ୍କୁ ଖଣ୍ତା େର ହାଣି ବିନାଶ କେଲ। େସମାେନ େସମାନଙ୍କର ଘୃଣାକାରୀଗଣ ପ୍ରତି ମନ ଇଚ୍ଛା ବ୍ଯବହାର କେଲ। 6 ଏହିପରି ୟିହୁଦୀଯମାେନ ଶୂଶନ ରାଜଧାନୀ େର 500 େଲାକଙ୍କୁ ବଧ ଓ ବିନାଶ କେଲ। 7 ପୁଣି ପର୍ଶନ୍ଦାଥ ଓ ଦଲ୍ଫୋନ୍ ଓ ଅସ୍ପାଥଙ୍କୁ ୟିହୁଦୀଯମାେନ ହତ୍ଯା କେଲ। 8 ପୋରାଥ, ଅଦଲୀଯ, ଓ ଅରିଦାଥ। 9 ପର୍ମସ୍ତ ଓ ଅରୀଷଯ, ଅରୀଦଯ ଓ ବଯିଷାଥ। 10 ୟିହୁଦୀଯମାନଙ୍କର ଶତୃ ହମ୍ମଦାଥାର ପୁତ୍ର ହାମନର ଏହି ଦଶ ପୁତ୍ରଙ୍କୁ େସମାେନ ବଧ କେଲ। ମାତ୍ର ଲୁଟ କରିବାକୁ େସମାେନ ଇଛା କେଲନାହିଁ। 11 େସହିଦିନ େକେତଜଣ େଲାକଙ୍କୁ ରାଜଧାନୀ ଶୂଶନ େର ହତ୍ଯା କରାୟାଇଥିଲା, ଏହା ରାଜାଙ୍କୁ କୁହାଗଲା। 12 େତଣୁ ରାଜା ରାଣୀ ଏଷ୍ଟରଙ୍କୁ କହିେଲ, "ୟିହୁଦୀଯମାେନ 500 େଲାକଙ୍କୁ ଶୂଶନ େର ହତ୍ଯା କରିଛନ୍ତି, େସମାନଙ୍କ ମଧିଅେର ହାମନର ଦଶପୁତ୍ର ଅନ୍ତଭୁର୍କ୍ତ। େସମାେନ ଅନ୍ୟ ପ୍ରେଦଶ େର ଯାହା କରିଛନ୍ତି ଟିେକ ଚିନ୍ତା କର! ବର୍ତ୍ତମାନ େମାେତ କଣ କରିବାକୁ େହବ େବାଲି ତୁମ୍େଭମାେନ ଗ୍ଭହୁଁଛ? େମାେତ କୁହ ଏବଂ ମୁଁ ତାହା କରିବି।" 13 ଏଷ୍ଟର କହିେଲ, "ଯଦି ଏହା ରାଜାଙ୍କୁ ଉତ୍ତମ େବାଲି ଜଣା ପଡୁଛି, େତେବ ଆଜି ପରି କାଲି ମଧ୍ଯ ଶୂଶନ େର େହଉ। ଏବଂ ହାମନର ଦଶପୁତ୍ରଙ୍କୁ ଫାଶିକାଠ େର ଟଙ୍ଗାୟାନ୍ତୁ।" 14 ତାପେର ରାଜା କହିେଲ, " େସହିପରି େହଉ!" ଏବଂ ଶୂଶନ େର ଏହି ଆେଦଶ ଦିଆଗଲା। ଏବଂ େସମାେନ ହାମନର ଦଶପୁତ୍ରଙ୍କୁ ଫାଶିକାଠ େର ଟଙ୍ଗାଇ େଦେଲ। 15 ୟିହୁଦୀଯମାେନ ତଚୁର୍ଦ୍ଦଶ ଦିନ େର ମଧ୍ଯ େସଠାେର ଏକତ୍ରୀତ େହେଲ। ଅଦର ମାସ େର େସମାେନ ଶୂଶନ େର 300 େଲାକଙ୍କୁ ହତ୍ଯା କେଲ। କିନ୍ତୁ େସମାେନ େସମାନଙ୍କର ଦ୍ରବ୍ଯ ଲୁଣ୍ଠନ କେଲ ନାହିଁ। 16 େସହି ସମୟେର, ଅନ୍ୟ ପ୍ରେଦଶ େର ବାସ କରୁଥିବା ୟିହୁଦୀମାେନ ନିଜକୁ ଅଧିକ ଶକ୍ତି ଶାଳୀ କରିବା ପାଇଁ ଏକତ୍ରୀତ େହେଲ। ଏହିପରି ଭାବେର େସମାେନ େସମାନଙ୍କର ଶତୃମାନଙ୍କୁ ଜଯ କରିପାରିେଲ। ୟିହୁଦୀଯମାେନ େସମାନଙ୍କର 75,000 ଶତୃମାନଙ୍କୁ ହତ୍ଯା କେଲ। କିନ୍ତୁ ୟିହୁଦୀଯମାେନ େସମାନଙ୍କର ଧନ ଲୁଣ୍ଠନ କେଲ ନାହିଁ। 17 ଏହି ସମସ୍ତ ଅଦର ମାସର ତ୍ରଯୋଦଶ ଦିନ େର େହଲା ପୁଣି େସହି ମାସର ଚତୁର୍ଦ୍ଦଶ ଦିନ େର େସମାେନ ବିଶ୍ରାମ କରି ତାହା େଭାଜନପାନ ଓ ଆନନ୍ଦ କରିବାର ଦିନ କେଲ। 18 ମାତ୍ର ଶ୍ବଶନ େର ବାସ କରୁଥିବା ୟିହୁଦୀଯମାେନ େସହି ମାସର ତ୍ରଯୋଦଶ ଓ ଚତୁର୍ଦ୍ଦଶ ଦିନ େର ଏକତ୍ରୀତ େହେଲ। େସହି ମାସର ପଞ୍ଚଦଶ ଦିନ େର ବିଶ୍ରାମ କରି ତାହା େଭାଜନ ପାନର ଓ ଆନନ୍ଦର ଦିନ କେଲ। 19 ଏଥି ନିମନ୍େତ ଗ୍ରାମର ଏବଂ ପ୍ରେଦଶ ଘେରି ରହିଥିବା ନଗର ନିବାସୀ ୟିହୁଦୀଯମାେନ ଅଦର ମାସର ଚତୁର୍ଦ୍ଦଶ ଦିନକୁ ଆନନ୍ଦ, େଭାଜନପାନର ଦିବସ ଭାେବ ପାଳନ କରନ୍ତି, େଯଉଁଥି େର େସମାେନ ଜେଣ ଅନ୍ୟଜଣକୁ ଉପହାର ପଠାନ୍ତି। 20 ଏହାପେର ମର୍ଦ୍ଦଖଯ ଏହିସବୁ ବିଷଯ ଲେଖିଲା ଓ ଅକ୍ଷଶ୍ବେରଶ ରାଜାର ନିକଟସ୍ଥ ଓ ଦୂରସ୍ଥ ସକଳ ପ୍ରେଦଶ େର ଥିବା ସମସ୍ତ ୟିହୁଦୀମାନଙ୍କ ନିକଟକୁ ପଠାଇଲା। 21 ଆଉ େଯଉଁ ଦୁଇ ଦିନ ୟିହୁଦୀମାେନ ଆପଣାମାନଙ୍କ ଶତୃଗଣଠାରୁ ବିଶ୍ରାମ ପାଇେଲ, େଯଉଁ ମାସ େର େସମାନଙ୍କର ଦୁଃଖ ସୁଖ େର ଓ େଶାକ ମଙ୍ଗଳ ଦିନ େର ପରିଗତ େହଲା। 22 େସ ଆେଦଶ େଦେଲ େଯ, େସମାେନ େସହି ଦିନଗୁଡିକ ପାଳନ କରିେବ, େଯେତେବେଳ େସମାେନ ଶତୃମାନଙ୍କଠାରୁ ଆଶ୍ବସ୍ତ ପାଇେଲ ଏବଂ େସମାନଙ୍କର ଦୁଃଖ ଏବଂ ଶୋକ, ଆନନ୍ଦ ଓ ଉତ୍ସବ େର ବଦଳି ଗଲା, େଯ େହତୁ େଭାଜିର ଦିନ, ଆନନ୍ଦର ଦିନ େର ଜେଣ ଅନ୍ୟ ଜଣ ପାଖକୁ ଉପହାର ପଠାଇେବ ଏବଂ ପ୍ରେତ୍ୟକକ ବର୍ଷ ଗରିବ େଲାକମାନଙ୍କ ପାଖକୁ ଉପହାର ପଠାଇେବ। 23 ତହିଁେର ୟିହୁଦୀମାେନ େଯପରି ଆରମ୍ଭ କରିଥିେଲ ଓ ମର୍ଦ୍ଦଖଯ େଯପରି ଲେଖିଥିେଲ, େସମାେନ ଠିକ୍ େସହିପରି କରିବାକୁ ରାଜି େହେଲ। 24 କାରଣ ସମୁଦାଯ ୟିହୁଦୀଯ େଲାକର ଶତୃ ଅଗାମୀଯ ହମ୍ମଦାଥାର ପୁତ୍ର ହାମନ୍ େସମାନଙ୍କୁ ବିନାଶ କରିବାର ସଂକଳ୍ପ କରି େସମାନଙ୍କୁ ଲୁପ୍ତ ଓ ବିନାଶ କରିବା ପାଇଁ "ପୂର" ଅର୍ଥାତ୍ " େଲାଟ" ଦ୍ବାରା େସମାେନ ନିଷ୍ପତ୍ତି କରିଥିେଲ। 25 ହାମନ୍ ଏପରି କରିଥିେଲ କିନ୍ତୁ ଏଷ୍ଟର ରାଜାଙ୍କ ନିକଟେର ଜଣାଇେଲ। େତଣୁ େସ ଆଉ ନୂତନ ନିର୍ଦ୍ଦେଶ ପଠାଇେଲ। େସହି ନିର୍ଦ୍ଦେଶ େଯ କେବଳ ହାମନର େଯାଜନାକୁ ପଣ୍ତ କଲା ତାହା ନୁେହଁ। େସହି ନିର୍ଦ୍ଦେଶ ହାମନ୍ ଓ ତାର ପରିବାର େର ଅନିଷ୍ଟ କରାଇଲା େତଣୁ ହାମନ ଓ ତାର ପୁତ୍ରଗଣ ଫାଶୀଖୁଣ୍ଟ େର ଝୁଲାେଗଲ। 26 େସହି ସମୟେର "ପୁରୀମ" ନାମ ଅନୁସାେର େସହି ଦୁଇ ନିଯମ ନାମ "ପୂରୀମ" େହଲା। ଏବଂ େସହି ଚିଠିର ସମସ୍ତ କଥା େଯାଗୁଁ ଓ େସ ବିଷଯ େର େସମାେନ ଯାହା େଦଖିଥିେଲ, େସମାନଙ୍କ ପ୍ରତି ତାହା ଘଟିଥିଲା, ତହିଁ ସକାଶୁ ୟିହୁଦୀଯମାେନ ଆପଣାମାନଙ୍କର ଓ ନିଜ ନିଜ ବଂଶର ୟିହୁଦୀ ମତାଲମ୍ବି ଗଣର କର୍ତ୍ତବ୍ଯ େବାଲି ଏହା ସ୍ଥିର କେଲ। େସହି ସମ୍ପର୍କୀଯ ଲିଖିତ ଆଜ୍ଞା ଓ ନିରୂପିତ ସମଯାନୁସା େର େସମାେନ ବର୍ଷକୁ ବର୍ଷ ଏହି ଦୁଇଦିନ ପାଳନ କରିେବ ଓ େକୗଣସି ମେତ ତାହା େଲାପ କରିେବ ନାହିଁ। 27 28 ସମସ୍ତ ପୁରୁଷ ପରମ୍ପରା େର, ପ୍ରେତ୍ୟକକ ବଂଶ େର ଓ ପ୍ରେତ୍ୟକକ ପ୍ରେଦଶ େର ଓ ପ୍ରେତ୍ୟକକ ନଗର େର େସହି ଦୁଇଦିନ ସ୍ମରଣ ଓ ପାଳନ କରାୟିବ। ପୁଣି ଏହି ପୂରୀମ ଦିନ ୟିହୁଦୀଯମାନଙ୍କ ମଧ୍ଯରୁ େଲାପ ପାଇବ ନାହିଁ ଓ େସମାନଙ୍କ ବଂଶଧରମାନଙ୍କ ମଧ୍ଯରୁ େସହି ଦୁଇ ଦିନ ସ୍ମରଣ ଲୁପ୍ତ େହବ ନାହିଁ। 29 ତାପେର, ଅବୀହଯିଲର କନ୍ଯା ରାଣୀ ଏଷ୍ଟର ଓ ୟିହୁଦୀଯ ମର୍ଦ୍ଦଖଯର ପୂରୀମ ଦିନ ବିଷଯ େର ସୁନିଶ୍ଚିତ କରିବା ପାଇଁ େସମାନଙ୍କର ସମ୍ପୂର୍ଣ୍ଣ ଅଧିକାର ସହିତ ଦ୍ବିତୀୟ ପତ୍ର େଲଖିେଲ। 30 େତଣୁ େସ ରାଜା ଅକ୍ଷଶ୍ବେରଶଙ୍କର 127ଟି ରାଜ୍ଯର ସମସ୍ତ ୟିହୁଦୀମାନଙ୍କୁ ଶାନ୍ତିର ଓ ସତ୍ଯର ବାର୍ତ୍ତାସବୁ ପଠାଇେଲ। 31 ପୂରୀମ ପାଳନ କରିବା ପାଇଁ ଏହି ତାରିଖ ଗୁଡିକ ଏହିପତ୍ର ସୁନିଶ୍ଚିତ କଲା, ଏବଂ ୟିହୁଦୀ ମର୍ଦ୍ଦଖଯ ଏବଂ ରାଣୀ ଏଷ୍ଟର ଆେଦଶ କରିଥିେଲ। େସମାନଙ୍କର ଉପବାସ ଓ ସାହାୟ୍ଯ ପ୍ରାର୍ଥନାର ଦିନଗୁଡିକ ଉତ୍ସବ ଦ୍ବାରା ସ୍ମୃତିରକ୍ଷା କରିବା ନିମନ୍େତ େସମାେନ ଏହି ପର୍ବଦିନଗୁଡିକ େସମାନଙ୍କ ନିଜ ପାଇଁ ଓ େସମାନଙ୍କର ଭବିଷ୍ଯତ୍ ବଂଶଧରମାନଙ୍କ ପାଇଁ ପ୍ରତିଷ୍ଠା କେଲ। 32 ଏହିପରି ଏଷ୍ଟର ଆଜ୍ଞାଦ୍ବାରା "ପୂରୀମ୍" ଦିନ େର ବିଧି ସ୍ଥିରିକୃତ େହଲା ଓ ତାହା ପୁସ୍ତକେର ଲେଖାଗଲା।

10:1 େସହି ଅକ୍ଷଶ୍ବେରଶ ରାଜା େଦଶ ଓ ସମୁଦ୍ରସ୍ଥ ଉପଦ୍ବୀପେର କରଧାର୍ୟ୍ଯ କେଲ। 2 ତାହାର ପରାକ୍ରମ ଓ ପ୍ରଭାବେର ସବୁକଥା ଆଉ ରାଜା ମର୍ଦ୍ଦରଖଯକୁ େଯଉଁ ମହତ୍ତ୍ବ େଦଇ ଉଚ୍ଚ ପଦ େର ନିୟୁକ୍ତ କଲା। ତହିଁର ସମ୍ପୁର୍ଣ୍ଣ ବିବରଣ କି ମାଦିଯ ଓ ପାରସ୍ଯ େଦଶର ରାଜାମାନଙ୍କ ଇତିହାସ ପୁସ୍ତକେର ଲିଖିତ ନାହିଁ। 3 ୟିହୁଦୀଯ ମର୍ଦ୍ଦଖଯ ଅକ୍ଷଶ୍ବେରଶ ରାଜାର ଦ୍ବିତୀୟ େସନାପତି େହାଇ ୟିହୁଦୀଯ େଲାକମାନଙ୍କ ମଧିଅେର ମହାନ ଓ ଆପଣା ଭାତୃ ସମୂହ ମଧିଅେର ପ୍ରିଯପାତ୍ର ଏବଂ ନିଜ େଲାକମାନଙ୍କର ମଙ୍ଗଳାନ୍ବେଷୀ, ସମସ୍ତ ବଂଶ ପ୍ରତି ଶାନ୍ତି ଆଣିଥିଲା।