Ezra

1:1 ପ୍ରଥମ ବର୍ଷ େର େକାରସ ପାରସ୍ଯର ରାଜା ଥିେଲ। ସଦାପ୍ରଭୁ ତାଙ୍କୁ ଏକ େଘାଷଣା ପତ୍ର ଲେଖିବା ପାଇଁ ଉତ୍ସାହିତ କରିଥିେଲ ଓ ଉକ୍ତ େଘାଷଣାନାମାକୁ ତାଙ୍କ ରାଜ୍ଯର ଗ୍ଭରିଆେଡ ପଢି ଶୁଣାଇ ଥିେଲ। ଯିରିମିୟଙ୍କ ଦ୍ବାରା କୁହାୟାଇଥିବା ସଦାପ୍ରଭୁଙ୍କର ବାକ୍ଯ ପୂରଣ କରିବାକୁ ଏହା ଥିଲା। େସହି େଘାଷଣା ନାମାଟି ଏହିପରି ଥିଲା। 2 "ପାରସ୍ଯର ରାଜା େକାରସ ଏହିପରି କହିଛନ୍ତି: ସଦାପ୍ରଭୁ, ସ୍ବର୍ଗର ପରେମଶ୍ବର, ପୃଥିବୀର ସମସ୍ତ ରାଜ୍ଯ େମାେତ ପ୍ରଦାନ କରିଛନ୍ତି। ଏବଂ ସଦାପ୍ରଭୁ େମାେତ ଯିହୁଦା ରାଜ୍ଯର ୟିରୁଶାଲମଠା େର ତାହାଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରିବା ପାଇଁ ନିରୂପଣ କରିଛନ୍ତି। 3 ତାଙ୍କ ସମସ୍ତ େଲାକମାନଙ୍କ ମଧ୍ଯରୁ ତୁମ୍ଭମାନଙ୍କ ଭିତରୁ େଯ େକହି ହୁଅନା, ତାର ପରେମଶ୍ବର ତା ସହିତ ରୁହନ୍ତୁ। ଯିହୁଦାସ୍ଥିତ ୟିରୁଶାଲମ ପର୍ୟ୍ଯନ୍ତ ତାକୁ ୟିବାକୁ ଦିଅ ଏବଂ ତାକୁ ସଦାପ୍ରଭୁ ଇଶ୍ରାେୟଲର ପରେମଶ୍ବରଙ୍କ ମନ୍ଦିର ନିର୍ମାଣ କରିବାକୁ ଦିଅ। େସ ହିଁ ପରେମଶ୍ବର ୟିଏକି ୟିରୁଶାଲମ େର ଅଛନ୍ତି। 4 ଆଉ େଯ େକୗଣସି େଲାକ ଅନ୍ୟଠା େର ବାସ କରୁଛନ୍ତି, େସହି ସ୍ଥାନର େଲାକମାେନ ୟିରୁଶାଲମସ୍ଥ ପରେମଶ୍ବରଙ୍କ ମନ୍ଦିର ନିମନ୍େତ ସ୍ବଇଛା େର ଦତ୍ତ ନୈବେଦ୍ଯ ଛଡା ରୂପା, ସୁନା, ନାନାଦ୍ରବ୍ଯ ଓ ପଶୁ ଦିଅନ୍ତି।" 5 ଯିହୁଦା ଏବଂ ବିନ୍ଯାମୀନ ପରିବାରବର୍ଗର ମୁଖିଆମାେନ, ଯାଜକଗଣ ଓ େଲବୀୟମାେନ ୟିରୁଶାଲମକୁ ୟିବାପାଇଁ ପ୍ରସ୍ତୁତ େହଲ। େସମାେନ େସଠାକୁ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବା ପାଇଁ ଗେଲ। ପରେମଶ୍ବର େଯଉଁମାନଙ୍କ ମନ େର ପ୍ରବୃତ୍ତ େଦଇଥିେଲ, େସମାନଙ୍କ ସହିତ ପ୍ରେତ୍ୟକକ େଲାକ ୟିବାପାଇଁ ପ୍ରସ୍ତୁତ େହେଲ। 6 େସମାନଙ୍କର ପେଡ଼ାଶୀମାେନ େସମାନଙ୍କୁ ରୂପା, ସୁନା, ପଶୁ ଏବଂ ଅନ୍ଯାନ୍ଯ ବହୁମୂଲ୍ଯ ଦ୍ରବ୍ଯ ସ୍ବେଚ୍ଛାଦର ନୈବେଦ୍ଯ ସହିତ େଦେଲ। 7 ଆଉ ନବୂଖଦ୍ନିତ୍ସର ସଦାପ୍ରଭୁଙ୍କ ମନ୍ଦିରର େଯ ସକଳ ପାତ୍ର ୟିରୁଶାଲମରୁ ଆଣି ଆପଣା ମିଥ୍ଯା େଦବତାଗଣଙ୍କ ମନ୍ଦିର େର ରଖିଥିଲା, େକାରସ ରାଜା ତାହାସବୁ ବାହାର କରି ଆଣିଲା। 8 ପାରସ୍ଯର ରାଜା କୋରସ୍ େକାଷାଧ୍ଯକ୍ଷ ମିତ୍ରଦାତକୁ େସମାନଙ୍କୁ େଦେଲ ଏବଂ େସ େସମାନଙ୍କୁ ଯିହୁଦାର ରାଜପୁତ୍ର ଶେଶବସରଙ୍କର ଉପସ୍ଥିତି େର ଗଣିଲେ। 9 ମିତ୍ରଦାତର ସଦାପ୍ରଭୁଙ୍କର ମନ୍ଦିରରୁ େଯଉଁ ସବୁ ବସ୍ତୁ ଆଣିଥିଲା, େସହି ଦ୍ରବ୍ଯଗୁଡିକ ସଂଖ୍ଯା ଏହିପରି ଥିଲା: ସୁନାଥାଳୀ 30 ରୂପାଥାଳୀ 1,000 ଛୁରୀ 29 10 ସ୍ବର୍ଣ୍ଣମଯ ପାନପତ୍ର 30 େର ୗପ୍ୟମଯ ପାତ୍ର ମଧ୍ଯମ ପାନ ପାତ୍ର 410 ଅନ୍ଯାନ୍ଯ ପାତ୍ର 1,000 11 ଏହି ସମସ୍ତ ମିଶି 5,400 ସ୍ବର୍ଣ୍ଣ ଓ ରୌପମଯ ପାତ୍ର ଥିଲା। ବନ୍ଦୀେଲାକମାନଙ୍କୁ ବାବିଲରୁ ୟିରୁଶାଲମକୁ ଅଣାୟିବା ସମୟେର ଶେଶବସର ଏହିସବୁ ଦ୍ରବ୍ଯ ଆଣିଥିଲା।

2:1 ପ୍ରେଦଶର ଏହି େଲାକମାେନ ୟୁଦ୍ଧ ବନ୍ଦୀରୁ ମୁକ୍ତିପାଇ େଫରି ଆସିେଲ। ଅତୀତ େର ବାବିଲର ରାଜା ନବୂଖଦ୍ନିତ୍ସର ବନ୍ଦୀ ଭାବେର ବାବିେଲାନକୁ େନଇୟାଇଥିେଲ। େସହି େଲାକମାେନ ୟିରୁଶାଲମ ଓ ଯିହୁଦାକୁ େଫରି ଆସିେଲ। ପ୍ରେତ୍ୟକକ େଲାେକ େସମାନଙ୍କର ନିଜ ନିଜ ସହରକୁ େଫରି ଆସିେଲ। 2 ଏହି େଲାକମାେନ ସରୁଦ୍ଦାବିଲ, େଯଶୂଯ, ନିହିମଯା, ସରାଯ, ରିଯେଲାଯ, ମର୍ଦ୍ଦଖଯ, ବିଲଶନ, ମିସ୍ପର, ଦିଗ୍ବଯ, ରହୂମ୍ ଓ ବାନା ସଙ୍େଗ େଫରି ଆସିେଲ। ଇଶ୍ରାେୟଲୀୟ ବଂଶୀଯ ପୁରୁଷମାନଙ୍କର ସଂଖ୍ଯା ଏହିପରି ଥିଲା। 3 ପରିଯୋଶର ବଂଶଧର 2,172 ଜଣ। 4 ଶଫଟିଯର ବଂଶଧର 372 ଜଣ। 5 ଆରହର ବଂଶଧର 775 ଜଣ। 6 େଯଶୂଯ ଓ େଯାୟାବର ପରିବାର ମଧ୍ଯରୁ ପହତ୍ େମାୟାବର ବଂଶଧର 2,812 ଜଣ। 7 ଏଲମର ବଂଶଧର 1,254 ଜଣ। 8 ସତ୍ତୂର ବଂଶଧର 945 ଜଣ। 9 ସକ୍କଯର ବଂଶଧର 760 ଜଣ। 10 ବାନିର ବଂଶଧର 642 ଜଣ। 11 ବେବଯର ବଂଶଧର 623 ଜଣ। 12 ଅସଗଦର ବଂଶଧର 1,222 ଜଣ। 13 ଅଦୋନୀକାମର ବଂଶଧର 666 ଜଣ। 14 ବିଗ୍ବଯର ବଂଶଧର 2,056 ଜଣ। 15 ଅଦୀନର ବଂଶଧର 454 ଜଣ। 16 ହିଜକିଯର ପରିବାରରୁ ଅଟରର ବଂଶଧର 98 ଜଣ। 17 ବେତ୍ସଯର ବଂଶଧର 323 ଜଣ। 18 ୟୋରାହର ବଂଶଧର 112 ଜଣ। 19 ହଶୁମର ବଂଶଧର 223 ଜଣ। 20 ଗିଦ୍ଦରର ବଂଶଧର 95 ଜଣ। 21 ବୈଥଲେହମ ବଂଶଧର 123 ଜଣ। 22 ନଟୋଫାର ସହରରୁ 56 ଜଣ। 23 ଅନାେଥାତର ସହରରୁ 128ଜଣ। 24 ଅସ୍ମାବତର ପୁତ୍ରଗଣ 42 ଜଣ। 25 କିରିଯତ-ଯାରୀମ୍ ଓ କଫୀରା ଓ ବେରୋତ ସହରରୁ 743 ଜଣ। 26 ରାମାର ଓ ଗେବା ସହରରୁ 621 ଜଣ। 27 ମିକ୍ମସର ସହରରୁ 122 ଜଣ। 28 ବୈଥେଲର ଓ ଅଯ ସହରରୁ 223 ଜଣ। 29 ନେବାର ସହରରୁ 52 ଜଣ। 30 ମରାବୀଶ ସହରରୁ 156 ଜଣ। 31 ଅନ୍ୟ ଏଲମ ସହରରୁ 1,254 ଜଣ। 32 ହାରୀମ ସହରରୁ 320 ଜଣ। 33 େଲାଦ ଓ ହାଦୀଦ୍ ଓ ଓେନା ସହରରୁ 725 ଜଣ। 34 ଯିରୀେହା ସହରରୁ 345 ଜଣ। 35 ସନାଯା ସହରରୁ 3,630 ଜଣ। 36 ୟିଦଯିଯର ଯାଜକମାନଙ୍କର ସଂଖ୍ଯା- େଯଶୂଯ ପରିବାରରୁ 973 ଜଣ। 37 ଇମ୍ମେର ବଂଶଧର 1,052 ଜଣ। 38 ପଶ୍ହୂରର ବଂଶଧର 1,247 ଜଣ। 39 ହାରୀମର ବଂଶଧର 1,017 ଜଣ। 40 େଲବୀୟ ପରିବାରବର୍ଗରୁ ହୋଦବିଯର ପରିବାର ମଧ୍ଯରୁ େଯଶୂଯ ଓ କଦ୍ମୀଯେଲର ବଂଶଧର 74 ଜଣ। 41 ଗାଯକମାନଙ୍କ ସଂଖ୍ଯା: ଆସଫର ବଂଶଧର 128 ଜଣ। 42 ମନ୍ଦିର ଦ୍ବାରପାଳମାନଙ୍କ ବଂଶଧରମାନଙ୍କ ସଂଖ୍ଯା, ଶଲ୍ଲୁମର ବଂଶଧରଗଣ, ଆଟର ବଂଶଧରଗଣ, ଟଲେମାନ ବଂଶଧରଗଣ, ଆକ୍କବ ବଂଶଧରଗଣ, ହଟୀଟା ବଂଶଧରଗଣ ଓ ଶୋବଯର ବଂଶଧରଗଣ ସର୍ବ େମାଟ 139 ଜଣ। 43 ମନ୍ଦିରର ବିଶେଷ ଦାସମାନଙ୍କ ବଂଶଧରମାେନ େହେଲ: ସୀହ, ହସୂଫା, ଟଦ୍ଦଯୋତ। 44 କେରୋସ, ସୀଯ, ପାଦୋନ, 45 ଲବାନାର, ହଗାବ, ଅକୂବ, 46 ହାଗବ, ଶମ୍ଲଯ, ହାନନ, 47 ଗଦ୍ଦେଲ, ଗହର, ରାଯା, 48 ରତ୍ସୀନ ବଂଶଧରଗଣ, ନକୋଦ ବଂଶଧରଗଣ, ଗସମ ବଂଶଧରଗଣ, 49 ଉଷ ବଂଶଧରଗଣ, ପା େସହ ବଂଶଧରଗଣ, ବେଷଯ ବଂଶଧରଗଣ, 50 ଅସ୍ନା ବଂଶଧରଗଣ, ମିଯୂନୀମ ବଂଶଧରଗଣ, ନଫିଷୀମ ବଂଶଧରଗଣ, 51 ବକ୍ବୁକ ବଂଶଧରଗଣ, ହକୁଫା ବଂଶଧରଗଣ, ହହୂର୍ର ବଂଶଧରଗଣ, 52 ବସ୍ଲୂତ ବଂଶଧରଗଣ, ମହୀଦା ବଂଶଧରଗଣ, ଦର୍ଶା ବଂଶଧରଗଣ, 53 ବର୍କୋସ ବଂଶଧରଗଣ, ସୀଷରା ବଂଶଧରଗଣ, ତେମହ ବଂଶଧରଗଣ, 54 ନତ୍ସୀହ ବଂଶଧରଗଣ, ହଟୀଫା ବଂଶଧରଗଣ, 55 ଶେଲାମନର ଦାସମାନଙ୍କର ବଂଶଧରଗଣ, ସୋଟଯ ବଂଶଧରଗଣ, ହସୋଫେରତ ବଂଶଧରଗଣ, ପରୁଦା ବଂଶଧରଗଣ, 56 ୟାଳା ବଂଶଧରଗଣ, ଦର୍କୋଣ ବଂଶଧରଗଣ, ଗିଦ୍ଦେଲ ବଂଶଧରଗଣ, 57 ଶଫଟିଯ ବଂଶଧରଗଣ, ହଟୀଲ ବଂଶଧରଗଣ, ପୋଖେରତ୍ ବଂଶଧରଗଣ, ହତ୍ସବାଯିମ ବଂଶଧରଗଣ, ଅମୀ ବଂଶଧରଗଣ, 58 ନଥନୀଯ ଶେ େଲାମନଙ୍କ ଦାସମାନଙ୍କର ବଂଶଧର ସର୍ବ େମାଟ 392 ଜଣ। 59 ନିମ୍ନ ଲିଖିତ େଲାକମାେନ ସହରରୁ ଆସିେଲ, ତେଲମେଲହ, ତେଲହର୍ଶା, କେରୁବ, ଅଦ୍ଦନ୍ ଓ ଇମ୍ମେର, ମାତ୍ର େସମାେନ ଇଶ୍ରାେୟଲୀୟ େଲାକ େବାଲି ନିଜନିଜ ପିତୃବଂଶ ଓ େଗାଷ୍ଠୀର ପ୍ରମାଣ ଦର୍ଶାଇ ପାରିେଲ ନାହିଁ। େସହି େଲାକମାେନ େହେଲ: 60 ଦଲାଯ, େଟାବିୟ ଓ ନକୋଦର ବଂଶଧର 652 ଜଣ। 61 ଯାଜକମାନଙ୍କ ବଂଶଧରମାନଙ୍କ ମଧ୍ଯରୁ ହବାଯ, ହକୋସ, ବର୍ସିଲ୍ଲଯ, ବର୍ସିଲ୍ଲଯ ଗିଲିଯଦୀଯ ବର୍ସିଲଯର ଏକ କନ୍ଯାକୁ ବିବାହ କରିବାରୁ ତାହାର ନାମ ଅନୁସାେର ଖ୍ଯାତି େହାଇଥିଲା। 62 ଏହି େଲାକମାେନ େସମାନଙ୍କର ବଂଶାବଳୀର ନଥିପତ୍ର େଖାଜିେଲ, କିନ୍ତୁ େସଗୁଡିକ ପାଇବାକୁ ଅକ୍ଷମ େହେଲ, େତଣୁ େସମାନଙ୍କୁ ଯାଜକତ୍ବରୁ ବାହାର କରି ଦିଆଗଲା। 63 ଶାସନକର୍ତ୍ତା େସମାନଙ୍କୁ କହିେଲ େଯ, େସମାେନ ସବୁଠୁ ପବିତ୍ର ଖାଦ୍ୟ ଖାଇ ପାରିେବ ନାହିଁ, େଯପର୍ୟ୍ଯନ୍ତ ଜେଣ ଯାଜକ ଊରୀମ ଓ ତୁମ୍ମୀମ ସହିତ ପରାମର୍ଶ କରି ଉପସ୍ଥିତ େହାଇ ନାହିଁ। 64 ଏମାେନ ସମସ୍େତ ମିଶି 42,360 ଜଣ ଥିେଲ। ଏମାନଙ୍କର ଦାସଦାସୀ ମିଶି 7,337 ଜଣ। େସମାନଙ୍କର ମଧ୍ଯ 200 ଜଣ ଗାଯକ ଓ ଗାଯୀକା ଥିେଲ। 65 66 େସମାନଙ୍କର 736 ଘୋଡା ଥିଲା। 245 ଟି ଖଚର, 435 ଓଟ ଓ 6,720 ଗଧମାନ ଥିଲା। 67 68 େସହି ଦଳଟି ଆସି ୟିରୁଶାଲମର ସଦାପ୍ରଭୁଙ୍କର ମନ୍ଦିର େର ଉପସ୍ଥିତ େହେଲ। ସଦାପ୍ରଭୁଙ୍କର େସହି ମନ୍ଦିର ସ୍ବସ୍ଥାନ େର ସ୍ଥାପନ କରିବା ପାଇଁ ସ୍ବେଚ୍ଛାପୂର୍ବକ ଦାନ କେଲ। 69 େସମାେନ ନିଜ ନିଜ ଶକ୍ତି ଅନୁସାେର େସହି କର୍ମର ଭଣ୍ତାର େର 61,000 ଡାରିକନାମକ ସ୍ବର୍ଣ୍ଣମୂଦ୍ରା ଓ 5,000 ପାଉଣ୍ତ ରୂପା ଓ ଯାଜକମାନଙ୍କ ନିମନ୍େତ 100 ବସ୍ତ୍ର େଦେଲ। 70 ଯାଜକମାେନ ଓ େଲବୀୟମାେନ େଲାକମାନଙ୍କ ମଧ୍ଯରୁ େକେତକ ଏବଂ ଗାଯକମାେନ, ଦ୍ବାରପାଳକମାେନ, ନଥୀନୀଯମାେନ ନିଜନିଜ ନଗର େର ଓ ସମଗ୍ର ଇଶ୍ରାେୟଲ ନିଜ ନିଜ ନଗର େର ବାସ କେଲ।

3:1 ଏହାପେର ସପ୍ତମ ମାସ େର ଇଶ୍ରାେୟଲ ସନ୍ତାନଗଣ ୟିରୁଶାଲେମଠା େର ଏକ ବ୍ଯକ୍ତି ତୁଲ୍ଯ ଏକତ୍ରୀତ େହେଲ। 2 ୟୋଷାଦକର ପୁତ୍ର େଯଶୂଯ ଓ ତାର ଯାଜକ ଭାତୃଗଣ, ଶେଲ୍ଟୀଯେଲର ପୁତ୍ର ସରୁଦ୍ଦାବିଲ ଓ ତାର ଭାତୃଗଣ ମିଶି ପରେମଶ୍ବରଙ୍କ େଲାକ େମାଶାଙ୍କର ବ୍ଯବସ୍ଥାର ଲିଖନ ଅନୁସାେର େହାମବଳି ଉତ୍ସର୍ଗ କରିବା ପାଇଁ ଇଶ୍ରାେୟଲର ପରେମଶ୍ବରଙ୍କ ୟଜ୍ଞବେଦୀ ନିର୍ମାଣ କେଲ। 3 େସହି େଲାକମାେନ ଅନ୍ୟ ଦେଶୀଯ େଲାକମାନଙ୍କୁ ଭୟ କରୁଥିେଲ େଯଉଁମାେନ େସମାନଙ୍କ ନିକଟେର ବାସ କରୁଥିେଲ। କିନ୍ତୁ ତାହା େସମାନଙ୍କୁ ଏହା କରିବାରୁ ନିବୃତ୍ତ କରିପାରି ନଥିଲା। େସମାେନ େସହି ପୁରୁଣା ୟଜ୍ଞବେଦୀ ଆଧାର ଉପେର ନୂତନ ୟଜ୍ଞବେଦୀ ନିର୍ମାଣ କେଲ। େସମାେନ ସକାେଳ ଓ ସନ୍ଧ୍ଯା ସମୟେର ସଦାପ୍ରଭୁଙ୍କର ଉଦ୍ଦେଶ୍ଯ େର େହାମବଳି ଉତ୍ସର୍ଗ କେଲ। 4 ଏହାପେର େସମାେନ ପତ୍ରକୁଟୀର ପର୍ବ ପାଳନ କେଲ। େସମାେନ ପ୍ରତିଦିନର ବ୍ଯବସ୍ଥା େର ଲେଖାୟାଇଥିବା ପ୍ରେତ୍ୟକକ ଦିନର ଆବଶ୍ଯକ ସଂଖ୍ଯା ଅନୁସାେର େସମାେନ େହାମବଳି ଉତ୍ସର୍ଗ କେଲ। 5 ଏହାପେର େସମାେନ ନିତ୍ଯ େହାମବଳି, ଅମାବାସ୍ଯା େର ସଦାପ୍ରଭୁଙ୍କ ପବିତ୍ରୀକୃତ ସକଳ ନିରୂପିତ ପର୍ବର ଏବଂ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ େର ସ୍ବେଚ୍ଛାଦତ୍ତ ନୈବେଦ୍ଯ ଉତ୍ସର୍ଗକାରୀ ପ୍ରେତ୍ୟକକ େଲାକର ଉପହାର ଉତ୍ସର୍ଗ କେଲ। 6 ସପ୍ତମ ମାସର ପ୍ରଥମ ଦିନ େର େସମାେନ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ େର େହାମବଳି ଉତ୍ସର୍ଗ କରିବାକୁ ଆରମ୍ଭ କେଲ। ମାତ୍ର େସ ସମୟେର ସଦାପ୍ରଭୁଙ୍କ ମନ୍ଦିରର ମୂଳ ଭିତ୍ତି ଆରମ୍ଭ େହାଇ ନଥିଲା। 7 େସମାେନ ପାରସ୍ଯର ରାଜା େକାରସର ଅନୁମତି ଅନୁସାେର ରାଜମିସ୍ତ୍ରୀ ଓ ସୂତ୍ରଧାରମାନଙ୍କୁ ମୁଦ୍ରା େଦେଲ। ଏବଂ ଲିବାେନାନଠାରୁ ୟାଫୋସ୍ଥିତ ସମୁଦ୍ରତୀର ପର୍ୟ୍ଯନ୍ତ ଏରସ କାଠ ଆଣିବା ପାଇଁ ସୀେଦାନୀଯ ଓ ସୋରୀଯ େଲାକମାନଙ୍କୁ ଖାଦ୍ୟ, ପାନୀଯ ଓ ତୈଳ େଦେଲ। 8 ଏହାପେର ଦ୍ବିତୀୟ ବର୍ଷର ଦ୍ବିତୀୟ ମାସ େର ପରେମଶ୍ବରଙ୍କ ୟିରୁଶାଲମସ୍ଥିତ ମନ୍ଦିର େର ଶାଲଟୀଯେଲର ପୁତ୍ର ସରୁଦ୍ଦାବିଲ, ୟୋଷାଦକର ପୁତ୍ର େଯଶୂଯ ଓ େସମାନଙ୍କର ଅବଶିଷ୍ଟ ଯାଜକ ଓ େଲବୀୟ ଭାତୃଗଣ, ବନ୍ଦୀ ଦଶାରୁ ୟିରୁଶାଲମକୁ ଆଗତ େଲାକମାେନ ସଦାପ୍ରଭୁଙ୍କ ମନ୍ଦିର କାର୍ୟ୍ଯ େର ତତ୍ତ୍ବାବଧାରଣ ନିମନ୍େତ େକାଡିଏ ବର୍ଷ ଓ ତତୋଧିକ ବଯସ୍କ େଲବୀୟମାନଙ୍କୁ ନିୟୁକ୍ତ କେଲ। 9 େସେତେବେଳ ୟୋଶୂଯ, ତାହାର ପୁତ୍ର ଓ ଭାତୃଗଣ, କଦ୍ମୀଯେଲ ଓ ତା'ର ପୁତ୍ରଗଣ ଯିହୁଦାର ପୁତ୍ରଗଣ ପରେମଶ୍ବରଙ୍କ ମନ୍ଦିର େର କର୍ମକାରୀମାନଙ୍କ ତତ୍ତ୍ବବଧାରଣ େର ଭାରପ୍ରାପ୍ତ େହବା ପାଇଁ ଏକତ୍ର ଠିଆ େହେଲ। େହନାଦଦର ପୁତ୍ରଗଣ େସମାନଙ୍କର ପୁତ୍ର ଓ ଭାତୃଗଣ ଏ ସମସ୍େତ େଲବୀୟ ଥିେଲ। 10 ଗାନ୍ଥକମାେନ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ବସାଇବା େବେଳ େସମାେନ ଇଶ୍ରାେୟଲର ରାଜା ଦାଉଦଙ୍କ ନିର୍ଣ୍ଣଯ ଅନୁସାେର ସଦାପ୍ରଭୁଙ୍କର ପ୍ରଶଂସା କରିବା ନିମନ୍େତ ନିଜ ନିଜ ବସ୍ତ୍ର ପରିହିତ ଯାଜକମାନଙ୍କୁ ତୁରୀ ସହିତ ଓ ଆସଫର ସନ୍ତାନ େଲବୀୟଗଣଙ୍କୁ କରତାଳ ସହିତ ସ୍ଥାପନ କେଲ। 11 େସମାେନ ସଦାପ୍ରଭୁଙ୍କ ପ୍ରଶଂସା ଓ ଧନ୍ଯବାଦ େଦଇ ଏକ ଆ େରକ ପ୍ରତି ଗାନକରି କହିେଲ, େସ ମଙ୍ଗଳମଯ, େଯ େହତୁ ଇଶ୍ରାେୟଲ ପ୍ରତି ତାଙ୍କର କରୁଣା ଅନନ୍ତକାଳସ୍ଥାଯୀ ଆଉ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ବସାୟିବା ସକାଶୁ େସମାେନ ସଦାପ୍ରଭୁଙ୍କର ପ୍ରଶଂସା କରିବା େବେଳ ସମଗ୍ର େଲାକ ଉଚ୍ଚସ୍ବର େର ଜଯଧ୍ବନି କେଲ। 12 ମାତ୍ର େଯଉଁ ଯାଜକ ଓ େଲବୀୟ ଓ ପିତୃବଂଶ ପ୍ରଧାନ ପ୍ରାଚୀନ େଲାକମାେନ ପ୍ରଥମ ମନ୍ଦିର େଦଖିଥିେଲ, େସମାନଙ୍କ ଦୃଷ୍ଟି େର ଏହି ମନ୍ଦିର ଭିତ୍ତିମୂଳ ବସାୟିବା େବେଳ େସମାନଙ୍କ ମଧ୍ଯରୁ ଅନେକେ ଉଚ୍ଚ ସ୍ବର େର େରାଦନ କେଲ ଓ ଅନେକେ ଆନନ୍ଦ େର ଜଯଧ୍ବନି କେଲ। 13 ତହିଁେର େଲାକମାେନ ଆନନ୍ଦଧ୍ବନିର ଓ ଜନତାର କ୍ରନ୍ଦନ ଶଦ୍ଦର ବାରଣ କରିପାରିେଲ ନାହିଁ। େତଣୁ େଲାକମାେନ ଉଚ୍ଚ ସ୍ବର େର ମହାଧ୍ବନି କେଲ। ଆଉ ତହିଁର ଶଦ୍ଦ ବହୁ ଦୂରକୁ ଶୁଣାଗଲା।

4:1 ବହୁତ େଲାକ େସହି ଅଞ୍ଚଳ େର ବାସ କରୁଥିେଲ େଯଉଁମାେନ କି ଯିହୁଦା ଓ ବିନ୍ଯାମୀନମାନଙ୍କୁ ବି େରାଧ କରୁଥିେଲ। େସମାେନ ଶୁଣିବାକୁ ପାଇେଲ େଯ ନିର୍ବାସିତ ସନ୍ତାନଗଣ ସଦାପ୍ରଭୁ ଇଶ୍ରାେୟଲର ପରେମଶ୍ବରଙ୍କ ଉଦ୍ଦେଶ୍ଯ େର ଏକ ମନ୍ଦିର ନିର୍ମାଣ କରୁଛନ୍ତି। େତଣୁ େସହି ଶତୃମାେନ ସରୁଦ୍ଦାନିଲ୍ ଓ ପିତୃବଂଶ ପ୍ରଧାନବର୍ଗମାନଙ୍କ ନିକଟକୁ ଆସିେଲ ଏବଂ େସମାନଙ୍କୁ କହିେଲ, "ଆମ୍ଭମାନଙ୍କୁ ତୁମ୍ଭମାନଙ୍କ ସହିତ ନିର୍ମାଣ କରିବାକୁ ଦିଅ। କାରଣ ଆମ୍େଭମାେନ ତୁମ୍ଭ ପରି ଅଟୁ। ଆମ୍େଭମାେନ ତୁମ୍ଭମାନଙ୍କର ପରେମଶ୍ବରଙ୍କୁ ପ୍ରାର୍ଥନା କରୁ। ଏବଂ େସହି ସମୟରୁ ଅଶୂରୀଯ ରାଜା ଏସର-ହଦ୍ଦୋନ୍, େଯ ଆମ୍ଭମାନଙ୍କୁ ଏଠାକୁ ଆଣିଛନ୍ତି, ଆମ୍େଭମାେନ ତାଙ୍କୁ ବଳିଦାନ କରୁଅଛୁ।" 2 3 ମାତ୍ର ସରୁଦ୍ଦାବିଲ ଓ େଯଶୂଯ ଓ ଇଶ୍ରାେୟଲର ଅନ୍ୟ ପିତୃବଂଶ ପ୍ରଧାନମାେନ େସମାନଙ୍କୁ କହିେଲ, "ଆମ୍ଭମାନଙ୍କ ପରେମଶ୍ବରଙ୍କ ଉଦ୍ଦେଶ୍ଯ େର ମନ୍ଦିର ନିର୍ମାଣ କରିବା ବିଷଯ େର ଆମ୍ଭମାନଙ୍କ ସଙ୍େଗ ତୁମ୍ଭମାନଙ୍କର େକୗଣସି ସଂପର୍କ ନାହିଁ। ମାତ୍ର ଆମ୍ଭମାନଙ୍କ ପ୍ରତି ପାରସ୍ଯ ରାଜା େକାରସ ରାଜାଙ୍କ ଆଜ୍ଞା ପ୍ରମାେଣ ଆମ୍େଭମାେନ ଆପେ ଏକତ୍ରୀତ େହାଇ ଇଶ୍ରାେୟଲର ପରେମଶ୍ବର ସଦାପ୍ରଭୁଙ୍କ ଉଦ୍ଦେଶ୍ଯ େର ମନ୍ଦିର ନିର୍ମାଣ କରୁଅଛୁ।" 4 େତଣୁ ଏହି ଭୂମିେର ବାସ କରୁଥିବା େଲାକମାେନ, େସମାେନ ଯିହୁଦାର େଲାକମାନଙ୍କୁ ମନ୍ଦିର ନିର୍ମାଣ କରିବା ପାଇଁ ନିରୁତ୍ସାହିତ ଓ ଭୟଭୀତ କେଲ। 5 େସମାନଙ୍କ ଅଭିପ୍ରାଯ ଦୁର୍ବଳ କରିବା ପାଇଁ ପାରସ୍ଯ ରାଜା େକାରସର ୟାବଜ୍ଜୀବନ ଓ ପାରସ୍ଯ ରାଜା ଦାରିଯାବସର ଅଧିକାର ପର୍ୟ୍ଯନ୍ତ େସମାନଙ୍କ ପ୍ରତିକୂଳ େର ମନ୍ତ୍ରଣାକାରିମାନଙ୍କୁ େବତନ େଦଇ ରଖିେଲ। 6 ଆଉ ଅକ୍ଷଶ୍ବେରଶର ସମୟେର ତାହାର ଅଧିକାରର ଆରମ୍ଭ େର େସମାେନ ଯିହୁଦା ଓ ୟିରୁଶାଲମ ନିବାସୀମାନଙ୍କ ବୁରୁଦ୍ଧ େର ଏକ ଅପବାଦ ପତ୍ର େଲଖିେଲ। 7 ଏହାପେର ଅର୍ତ୍ତକ୍ଷସ୍ତର ଶାସନ ସମୟେର ବିଶ୍ଲମ୍, ମିତ୍ରଦାତ୍, ଟାବେଲ ଓ ତାହାର ଅନ୍ୟ ସାଥିମାେନ ପାରସ୍ଯର ରାଜା ଅର୍ତ୍ତକ୍ଷସ୍ତ ନିକଟକୁ େଲଖିେଲ। େସହି ପତ୍ର ଅରାମୀଯ ଅକ୍ଷର େର ଲେଖା ୟାଇ ତାହା ଅରାମୀଯ ଭାଷା େର ଅନୁବାଦ କରାୟାଇଥିଲା। 8 ରହୂମ୍ ମନ୍ତ୍ରୀ ଓ ଶିମ୍ଶଯ ଲେଖକ ଅର୍ତ୍ତକ୍ଷସ୍ତ ରାଜା ନିକଟକୁ ୟିରୁଶାଲମ ବିରୁଦ୍ଧ େର ଏହି ପ୍ରକାର ପତ୍ର େଲଖିେଲ। 9 ରହୂମ୍ ମନ୍ତ୍ରୀ ଓ ଶିମ୍ଶଯ ଲେଖକ ଓ େସମାନଙ୍କର ଅନ୍ୟ ସଙ୍ଗୀମାେନ ଯଥା:-ବିଗ୍ଭରକଗଣ, େସନାପତି, ପାର୍ସୀ ଅଧିକାରୀଗଣ, ଅର୍କବୀଯମାେନ, ବାବିଲୀଯଗଣ ଏବଂ ଶୂଶରୁ ଏଲମୀଯଗଣ। 10 ଆଉ ମହାମହିମ ସମ୍ଭ୍ରାଯ ଅସ୍ନପ୍ପର ଦ୍ବାରା ଆନୀତ ପୁଣି ଶମରିଯା ନଗର େର ଓ ଫରାତ୍ ନଦୀ େସପାରିସ୍ଥ େଦଶର ଅନ୍ଯାନ୍ଯ ସ୍ଥାନ େର ସ୍ଥାପିତ ଅନ୍ୟ େଗାଷ୍ଠୀଯମାେନ ମଧ୍ଯ ଏହା େଲଖିେଲ। 11 େସମାେନ ଅର୍ତ୍ତକ୍ଷସ୍ତ ରାଜା ନିକଟକୁ େଯଉଁ ପତ୍ର ପଠାଇଥିେଲ, ତହିଁେର ଅନୁଲିପି ଏହି ପ୍ରକାର ଥିଲା। 12 ଆମ୍େଭମାେନ ରାଜାଙ୍କୁ କହିବାକୁ ଗ୍ଭହୁଁ େଯ, େଯଉଁ ୟିହୁଦୀଯ େଲାକମାନଙ୍କୁ ଆପଣ ପଠାଇ ଥିେଲ େସମାେନ ୟିରୁଶାଲମକୁ ଆମ୍ଭମାନଙ୍କ ପାଖକୁ ଆସିଛନ୍ତି। େସମାେନ େସହି ବିଦ୍େରାହୀ ଏବଂ ଦୁଷ୍ଟନଗର ନିର୍ମାଣ କରୁଛନ୍ତି। େସମାେନ ପ୍ରାଚୀର ପୁନଃନିର୍ମାଣ ସମାପ୍ତ କରି ଭିତ୍ତିମୂଳର ମରାମତି କରିଛନ୍ତି। 13 ଆମ୍େଭମାେନ ରାଜାଙ୍କୁ କହିବା ପାଇଁ ଗ୍ଭହୁଁ େଯ, େଯେତେବେଳ ଏହି ନଗର ନିର୍ମିତ ଓ ପ୍ରାଚୀର କାର୍ୟ୍ଯ ସମାପ୍ତ େହବ, େସେତେବେଳ େସହି େଲାକମାେନ କର, ରାଜସ୍ବ ବା ମାଶୁଲ େଦେବ ନାହିଁ। ପୁଣି ଶେଷ େର ତାହା ରାଜାଙ୍କ ପାଇଁ କ୍ଷତିକାରକ େହବ। 14 ଆମ୍େଭମାେନ ରାଜାଙ୍କ ନିକଟେର ଅନୁରକ୍ତ େହବାକୁ ଚୁକ୍ତି କରିଅଛୁ ଓ ମହାରାଜାଙ୍କର ଅପମାନ େଦଖିବା ଆମ୍ଭମାନଙ୍କର ଉଚିତ ନୁେହଁ। େତଣୁ ଆମ୍େଭମାେନ େଲାକ ପଠାଇ ମହାରାଜାଙ୍କୁ ଏହା ଜଣାଇଲୁ। 15 ଆପଣଙ୍କ ପିତୃପୁରୁଷଗଣର ଇତିହାସ ପୁସ୍ତକ ଅନୁସନ୍ଧାନ କରାଯାଉ। େତେବ େସହି ଇତିହାସ ପୁସ୍ତକେର ଆପଣ େଦଖିେବ ଓ ଜାଣିବେ େଯ ଏହି ନଗର ବିଦ୍ରୋହୀନଗର, ଆଉ ରାଜଗଣ ଓ ପ୍ରେଦଶ ସମୂହ ପ୍ରତି ଅନିଷ୍ଟ କରିଛନ୍ତି, ପୁଣି େସମାେନ ପୂର୍ବକାଳ େର ତହିଁ ମଧିଅେର ଗଣ୍ତଗୋଳ ମତାଇ ଅଛନ୍ତି। େସଥିପାଇଁ ଏହି ନଗର ଧ୍ବଂସ େହାଇଅଛି। 16 ଆମ୍େଭମାେନ ମହାରାଜଙ୍କୁ ଜଣାଉଅଛୁ େଯ, ଏହି ନଗର ନିର୍ମିତ ଓ ଏହି ପ୍ରାଚୀର ସମାପ୍ତ େହଲା, ତଦ୍ବାରା ନଦୀ େସପାର େର ଆପଣଙ୍କର େକୗଣସି ଅଂଶ ରହିବ ନାହିଁ। 17 ଏଥି େର ରାଜା ମନ୍ତ୍ରି ରହୂମର ଓ ଲେଖକ ଶିମ୍ଶଯର ଓ େସମାନଙ୍କ ଶମରିଯା ନିବାସୀ ଅନ୍ୟ ସଙ୍ଗୀମାନଙ୍କର ଆଉ ନଦୀ େସପାରିସ୍ଥ ଦେଶୀଯ ଅନ୍ଯାନ୍ଯ େଲାକଙ୍କର ନିକଟକୁ ଉତ୍ତର ପଠାଇଲା। ଯଥା, ତୁମ୍ଭମାନଙ୍କର ମଙ୍ଗଳ େହଉ। 18 ତୁମ୍େଭମାେନ ଆମ୍ଭମାନଙ୍କ ନିକଟକୁ େଯଉଁ ପତ୍ର ପଠାଇ ଅଛ ତାହା ଆମ୍ଭ ସାକ୍ଷାତ େର ସ୍ପଷ୍ଟରୂେପ ପାଠ କରାୟାଇ ଅଛି। 19 ପୁଣି ଆମ୍ଭ ଆଜ୍ଞା େର ଅନୁସନ୍ଧାନ କରାଯାନ୍େତ େଦଖାୟାଇଅଛି, େଯ ପୂର୍ବକାଳ େର ଏହି ନଗର ରାଜଗଣ ବିରୁଦ୍ଧ େର ବିଦ୍େରାହ କରିଅଛି ଓ ତହିଁ ମଧିଅେର ରାଜଦ୍ରୋହ ଓ ଗଣ୍ତଗୋଳ କରାୟାଇଅଛି। 20 ମଧ୍ଯ ୟିରୁଶାଲମ େର ପରାକ୍ରାନ୍ତ ରାଜଗଣ ଥିେଲ। େସମାେନ ନଦୀ େସପାରିସ୍ଥ ତାବତ୍ େଦଶ େର ରାଜତ୍ବ କେଲ। ଆଉ େସମାନଙ୍କୁ କର, ରାଜସ୍ବ ଓ ମାଶୁଲ ଦିଆଗଲା। 21 ଏଣୁ ଆମ୍ଭଠାରୁ ଆଜ୍ଞା ପ୍ରଗ୍ଭରିତ େନାହିବା ପର୍ୟ୍ଯନ୍ତ େସ ନଗର େର େଯପରି ନିର୍ମିତ େନାହିବ ଏଥିପାଇଁ େସହି େଲାକମାନଙ୍କୁ ଆଜ୍ଞା କର, େସମାେନ କାର୍ୟ୍ଯରୁ ନିବୃତ୍ତ େହାଇବେ। 22 ସାବଧାନ୍, ତୁମ୍େଭମାେନ ଏ ବିଷଯ େର େହଳା କରନାହିଁ। ରାଜାମାନଙ୍କ କ୍ଷତି ନିମନ୍େତ କାହିଁକି ଅନିଷ୍ଟ ବୃଦ୍ଧି ପାଇବ। 23 ତହିଁେର ରହୂମର ଓ ଲେଖକ ଶିମ୍ଶଯର ଓ େସମାନଙ୍କ ସଙ୍ଗୀମାନଙ୍କ ନିକଟେର ଅଭିକ୍ଷସ୍ତ ରାଜାର ପୁତ୍ରର ଅନୁଲିପି ପଢାୟା'ନ୍ତେ େସମାେନ ଶୀଘ୍ର ୟିରୁଶାଲମକୁ ୟିହୁଦୀଯମାନଙ୍କ ନିକଟକୁ ୟାଇ ବଳ ଓ କ୍ଷମତାଦ୍ବାରା େସମାନଙ୍କୁ କାର୍ୟ୍ଯରୁ ନିବୃତ୍ତ କେଲ। 24 େତଣୁ ୟିରୁଶାଲମ େର ପରେମଶ୍ବରଙ୍କ ମନ୍ଦିରକାର୍ୟ୍ଯ ବନ୍ଦ େହଲା। ପୁଣି ପାରସ୍ଯ ରାଜା ଦାରିଯାବସର ଅଧିକାରର ଦ୍ବିତୀୟ ବର୍ଷ ପର୍ୟ୍ଯନ୍ତ ତାହା ବନ୍ଦ େହାଇ ରହିଲା।

5:1 ଏହି ସମୟେର ଭବିଷ୍ଯଦ୍ବକ୍ତା ହାଗଯ ଓ ଇଦ୍େଦାର ପୁତ୍ର ଜିଖରିଯ, ଏହି ଭବିଷ୍ଯଦ୍ବକ୍ତାମାେନ ଯିହୁଦା ଓ ୟିରୁଶାଲମସ୍ଥିତ ୟିହୁଦୀଯମାନଙ୍କ ନିକଟେର ଭବିଷ୍ଯଦ୍ବାକ୍ଯ ପ୍ରଗ୍ଭର କେଲ। େସମାେନ ପରେମଶ୍ବରଙ୍କ ନାମ େର େସମାନଙ୍କ ନିକଟେର ଭବିଷ୍ଯଦ୍ବାକ୍ଯ ପ୍ରଗ୍ଭର କେଲ। 2 େତଣୁ ଶଲ୍ଟୀଯେଲର ପୁତ୍ର ସରୁଦ୍ଦାବିଲ ଓ ୟୋଷାଦକର ପୁତ୍ର େଯଶଯ ଉଠି ୟିରୁଶାଲମ େର ପରେମଶ୍ବରଙ୍କ ମନ୍ଦିର ନିର୍ମାଣ କରିବାକୁ ଲାଗିେଲ। ଆଉ ପରେମଶ୍ବରଙ୍କ ଭବିଷ୍ଯଦ୍ବକ୍ତାମାେନ େସମାନଙ୍କ ସଙ୍େଗ ରହି ସାହାର୍ୟ୍ଯ କେଲ। 3 େସହି ସମୟେର ତତ୍ତନଯ, ନଦୀ େସପାରିସ୍ଥ ଦେଶାଧ୍ଯକ୍ଷ ଓ ଶଥର ବୋଷଣଯ ଓ େସମାନଙ୍କ ସଙ୍ଗୀମାେନ ଆସି େସମାନଙ୍କୁ ପଚାରିେଲ, "ଏହି ମନ୍ଦିର ନିର୍ମାଣ କରିବାକୁ, ଏହି ପ୍ରାଚୀର ସମାପ୍ତ କରିବାକୁ କିଏ ତୁମ୍ଭମାନଙ୍କୁ ଆଜ୍ଞା େଦଲା।" 4 େତେବ ଆମ୍େଭମାେନ େସମାନଙ୍କୁ ତଦନୁସା େର ଉତ୍ତର ଦେଲୁ, " େସମାେନ ପଚାରିେଲ, ଏହି ଗାନ୍ଥକମାନଙ୍କ ନାମ କ'ଣ?" 5 ମାତ୍ର ୟିହୁଦୀଯ ପ୍ରାଚୀନବର୍ଗ ପ୍ରତି େସମାନଙ୍କ ପରେମଶ୍ବରଙ୍କ ଦୃଷ୍ଟି ଥିବାରୁ ଦାରିଯାବସ ନିକଟେର ଏହି କଥା ଉପସ୍ଥିତ ନ େହବା ପର୍ୟ୍ଯନ୍ତ ଓ ପତ୍ରଦ୍ବାରା େସହି ବିଷଯ େର ଉତ୍ତର ନଆସିବା ପର୍ୟ୍ଯନ୍ତ ଶତୃମାେନ େସମାନଙ୍କୁ କାର୍ୟ୍ଯରୁ ନିବୃତ୍ତ କେଲ ନାହିଁ। 6 ତତ୍ତନଯ ନଦୀ େସପାରିସ୍ଥ ଦେଶାଧ୍ଯକ୍ଷ ଓ ଶଥରବୋଷଣଯ ଓ ନଦୀ େସପାରିସ୍ଥ ତାହାର ସଙ୍ଗୀ ଅଫର୍ସଖୀଯମାନଙ୍କର ଦାରିଯାବସ ରାଜା ନିକଟକୁ ପ୍ େରରିତ ପତ୍ରର ଅନୁଲିପି 7 େସମାେନ ତାହା ନିକଟକୁ େଯଉଁ ପତ୍ର ପଠାଇେଲ; ତହିଁେର ଏହିପରି ଲେଖାଥିଲା। 8 ଆମ୍େଭମାେନ ରାଜାଙ୍କୁ ଏହା ଜଣାଇବାକୁ ଗ୍ଭହୁଁ େଯ, "ଆମ୍େଭମାେନ ଯିହୁଦା ପ୍ରେଦଶ େର ମହାନ୍ ପରେମଶ୍ବରଙ୍କ ମନ୍ଦିରକୁ ୟାଇଥିଲୁ, ତାହା ବଡ ବଡ ପ୍ରସ୍ତର େର ନିର୍ମିତ େହଉଅଛି ଓ କାନ୍ଥ େର କଡି ବସା ଯାଉଅଛି। ଆଉ ଏହି କାର୍ୟ୍ଯ ଯତ୍ନ ସହକା େର ଗ୍ଭଳୁଅଛି ଓ େସମାନଙ୍କ ହସ୍ତ େର ଏହା ସଫଳ େହଉ ଅଛି। ଏହା ମଧ୍ଯ ଶୀଘ୍ର ସରିବ। 9 ଆମ୍େଭମାେନ େସହି ପ୍ରାଚୀନବର୍ଗମାନଙ୍କୁ ଏହି କାର୍ୟ୍ଯ ବିଷଯ େର କିଛି ପଗ୍ଭରିଲୁ, ତାହା େହଲା, "ଏହି ମନ୍ଦିର ନିର୍ମାଣ କରିବାକୁ ଓ ଏହି ପ୍ରାଚୀର ସମାପ୍ତ କରିବାକୁ କିଏ ତୁମ୍ଭମାନଙ୍କୁ ଆଜ୍ଞା େଦଲା?" 10 ଆମ୍େଭମାେନ ମଧ୍ଯ େସମାନଙ୍କର ନାମ ପଗ୍ଭରିଲୁ। ଆମ୍େଭମାେନ ମଧ୍ଯ େସମାନଙ୍କର ନାମ ଲେଖିବାକୁ ଗ୍ଭହିଁଲୁ। 11 େସମାେନ ଏହି ଉତ୍ତର ଆମ୍ଭମାନଙ୍କୁ େଦେଲ, 12 ମାତ୍ର ଆମ୍ଭର ପୂର୍ବପୁରୁଷଗଣ ସ୍ବର୍ଗର ପରେମଶ୍ବରଙ୍କୁ େକାର୍ଧିତ କରିଥିେଲ। େତଣୁ େସ େସମାନଙ୍କୁ ବାବିଲର ରାଜା କଲଦୀଯ ନବୂଖଦ୍ନିତ୍ସର ହସ୍ତ େର ସମର୍ପଣ କେଲ। େତଣୁ େସ ଏହି ମନ୍ଦିର ବିନାଶକାରୀ େଲାକମାନଙ୍କୁ ବାବିଲକୁ େନଇଗେଲ। 13 ବାବିଲର ରାଜା େକାରସଙ୍କର ଅଧିକାରର ପ୍ରଥମ ବର୍ଷ େର ପରେମଶ୍ବରଙ୍କ ଏହି ମନ୍ଦିର ନିର୍ମାଣ କରିବା ପାଇଁ େକାରସର ରାଜା ଆଜ୍ଞା କେଲ। 14 ଆହୁରି ନବୂଖଦ୍ନିତ୍ସର ପରେମଶ୍ବରଙ୍କ ମନ୍ଦିରର େଯଉଁସବୁ ସ୍ବର୍ଣ୍ଣ ଓ େର ୗପ୍ୟ ପାତ୍ର ୟିରୁଶାଲମସ୍ଥ ମନ୍ଦିରରୁ େନଇ ବାବିଲସ୍ଥ ମନ୍ଦିରକୁ ଆଣିଲା, ତାହାସବୁ କରୋସ୍ ରାଜା ବାବିଲସ୍ଥ ମନ୍ଦିରରୁ ବାହାରକରି େଦେଲ। ପୁଣି େସସବୁ ଶେଶବସର ନାମକ ତାଙ୍କ ଦ୍ବାରା ନିୟୁକ୍ତ ଶାସନକର୍ତ୍ତା ହସ୍ତ େର ସମର୍ପିତ କେଲ। 15 େସ ତାହାକୁ କହିେଲ, "ଏହିସବୁ ପାତ୍ର େନଇ ୟିରୁଶାଲମସ୍ଥ ମନ୍ଦିର େର ରଖ ଓ ପରେମଶ୍ବରଙ୍କ ମନ୍ଦିର ସ୍ବସ୍ଥାନ େର ନିର୍ମିତ େହଉ।" 16 େତଣୁ ଶେଶବସର ଆସି ୟିରୁଶାଲମ େର ପରେମଶ୍ବରଙ୍କ ମନ୍ଦିରର ଭିତ୍ତିମୂଳ ସ୍ଥାପନ କଲା। ଆଉ େସହି ସମଯାବଧି ବର୍ତ୍ତମାନ ପର୍ୟ୍ଯନ୍ତ ତାହା ନିର୍ମିତ େହଉଅଛି। ତଥାପି ତାହା ସମ୍ପୂର୍ଣ୍ଣ େହାଇ ନାହିଁ। 17 ଏଣୁ େଯେବ ମହାରାଜାଙ୍କୁ ଉତ୍ତମ େଦଖାୟାଏ, େତେବ େକାରସ ରାଜା ୟିରୁଶାଲମ େର ପରେମଶ୍ବରଙ୍କ ଏହି ମନ୍ଦିର ନିର୍ମାଣ କରିବାର ଆଜ୍ଞା େଦଇଥିେଲ କି ନାହିଁ ତାହା ବାବିଲସ୍ଥ ମହାରାଜାଙ୍କ ଭଣ୍ତାର ଗୃହ େର ଅନୁସନ୍ଧାନ କରନ୍ତୁ। ପୁଣି ଏହି ବିଷଯ େର ମହାରାଜ ଆମ୍ଭମାନଙ୍କ ନିକଟକୁ ଆପଣାର ଅଭିମତ ପ୍ େରରଣ କରନ୍ତୁ।

6:1 େସେତେବେଳ ଦାରିଯାବସ୍ ରାଜା ଆଜ୍ଞା କରିବାରୁ ବାବିଲସ୍ଥ େଯଉଁ ପୁସ୍ତକାଳଯ େର ଧନ ସଞ୍ଚିତ ଥିଲା, ତାହା ଅନୁସନ୍ଧାନ କରାଗଲା। 2 ଏବଂ ମାଦୀଯ ପ୍ରେଦଶସ୍ଥ ଅକ୍ଷ୍ମଥା ଦୁର୍ଗ େର ଏକ ପୁସ୍ତକ ମିଳିଲା। ଏକ ଇତିହାସ ଏଥି େର ଲେଖା ୟାଇଥିଲା। 3 େକାରସ ରାଜାଙ୍କ ଅଧିକାରର ପ୍ରଥମ ବର୍ଷ େର େକାରସ ରାଜା ୟିରୁଶାଲମସ୍ଥିତ ପରେମଶ୍ବରଙ୍କ ମନ୍ଦିର ବିଷଯ େର ଆଜ୍ଞା କେଲ। 4 ତହିଁେର ତିନିଧାନି ବଡ ଼ବଡ଼ ପ୍ରସ୍ତର େର ଓ ଏକଧାଡି ନୂତନ କଡିକାଠ େର ଗୁନ୍ଥା ଯାଉ। ଆଉ ରାଜଗୃହରୁ ତାର ବ୍ଯଯଭାର ଭରଣ କରାଯାଉ। 5 ପରେମଶ୍ବରଙ୍କ ମନ୍ଦିରର େଯଉଁ ସବୁ ସୁନା ଓ ରୂପାପାତ୍ର ନବୂଖଦ୍ନିତ୍ସର ୟିରୁଶାଲମସ୍ଥ ମନ୍ଦିରରୁ େନଇ ବାବିଲକୁ ଆଣିଥିଲା, ତାହାସବୁ ଫେରାଇ ଦିଆଯାଉ। ଏବଂ ପ୍ରେତ୍ୟକକ ପାତ୍ର ପୁନର୍ବାର ୟିରୁଶାଲମସ୍ଥ ମନ୍ଦିରର ନିଜ ନିଜ ସ୍ଥାନକୁ ଅଣାଯାଉ। ଆଉ ତୁମ୍େଭ ପରେମଶ୍ବରଙ୍କ ମନ୍ଦିର େର ତାହା ସବୁ ରଖ। 6 ଏଣୁ େହ ତତ୍ତନଯ, ନଦୀ େସ ପାରିସ୍ଥ ଦେଶାଧ୍ଯକ୍ଷ ଏବଂ ଶଥର ବୋଷଣଯ, ତୁମ୍େଭମାେନ ଓ ତୁମ୍ଭମାନଙ୍କ ସାଥି ଅଧିକାରୀଗଣ ନଦୀ େସପାରିସ୍ଥ ତାଠାରୁ ଦୂର େର ରୁହ। 7 ପରେମଶ୍ବରଙ୍କ ଏହି ମନ୍ଦିରର କାର୍ୟ୍ଯ େର ହସ୍ତ ଦିଅ ନାହିଁ। ୟିହୁଦୀଯମାନଙ୍କର ଅଧ୍ଯକ୍ଷ ୟିହୁଦୀଯମାନଙ୍କର ପ୍ରାଚୀନବର୍ଗ ପରେମଶ୍ବରଙ୍କ ଏହି ମନ୍ଦିର ସ୍ବସ୍ଥାନ େର ନିର୍ମାଣ କରନ୍ତୁ। 8 ପରେମଶ୍ବରଙ୍କ ଏହି ମନ୍ଦିର ନିର୍ମାଣ କରିବା ନିମନ୍େତ ତୁମ୍ଭମାନଙ୍କର ଏହି ୟିହୁଦୀଯ ପ୍ରାଚୀନବର୍ଗ ପ୍ରତି ଯାହା କର୍ତ୍ତବ୍ଯ, ତାହା ଆମ୍େଭ ଆଜ୍ଞା କରୁଅଛୁ। େସମାନଙ୍କର ବାଧା େଯପରି ସୃଷ୍ଟି ନ ହୁଏ, ଏଥିପାଇଁ େସହି େଲାକମାନଙ୍କୁ ରାଜସମ୍ପତ୍ତିରୁ ଅର୍ଥାତ୍ ନଦୀ େସପାରିସ୍ଥ ରାଜକରରୁ ଅତି ଯତ୍ନପୂର୍ବକ ବ୍ଯଯ ଦିଆଯାଉ। 9 ସ୍ବର୍ଗସ୍ଥ ପରେମଶ୍ବରଙ୍କ େହାମବଳି ନିମନ୍େତ ୟିରୁଶାଲମସ୍ଥ ଯାଜକମାନଙ୍କ ବାକ୍ଯ ଅନୁୟାଯୀ ୟୁବାବୃଷ, େମଷ, େମଷଶାବକ, ଗହମ, ଲବଣ, ଦ୍ରାକ୍ଷାରସ ଓ ତୈଳ, ଯାହାସବୁ େସମାନଙ୍କ ପ୍ରେୟାଜନ, ତାହାସବୁ ଦିନକୁ ଦିନ ବିନା ବାଧା େର େସମାନଙ୍କୁ ଦିଆଯାଉ। 10 ତହିଁେର େସମାେନ ସ୍ବର୍ଗସ୍ଥ ପରେମଶ୍ବରଙ୍କ ଉଦ୍ଦେଶ୍ଯ େର େସୗରଭାର୍ଥକ ବଳି ଉତ୍ସର୍ଗ କରିେବ, ଆଉ ରାଜାର ଓ ତାହାର ପୁତ୍ରମାନଙ୍କର ଜୀବନ ପ୍ରାର୍ଥନା କରିେବ। 11 ମୁଁ ଆହୁରି ଆଜ୍ଞା କରୁଅଛି କି େଯ େକହି େସହି ବାକ୍ଯ ଅନ୍ୟଥା କରିବ ତାହାର ଗୃହରୁ ଏକ କଡି ବାହାର କରାୟାଇ େସହି କାଠ େର େସ ବନ୍ଧା େହାଇ ଟଙ୍ଗାୟିବ। ପୁଣି ତା ଲାଗି ତାର ଗୃହ ଖତରାଶି କରାଯାଉ। 12 ଆଉ େଯଉଁ ରାଜାମାେନ ଓ େଗାଷ୍ଠୀଯମାେନ ପରେମଶ୍ବରଙ୍କ ୟିରୁଶାଲମସ୍ଥ ଏହି ମନ୍ଦିର ବିନାଶ କରିବା ଅଭିପ୍ରାଯ େର ଉକ୍ତ ବାକ୍ଯକୁ ଅନ୍ୟଥା କରିବାକୁ ହସ୍ତକ୍ଷେପ କରିେବ, େସ ସମସ୍ତଙ୍କୁ ୟିରୁଶାଲମ େର ସୁନାମ ସ୍ଥାପନକାରୀ ପରେମଶ୍ବର ଉଚ୍ଛିନ୍ନ କରିେବ। 13 ତହିଁେର ଦାରିଯାବସ୍ ରାଜା ଏହି ଆଜ୍ଞା ପଠାଇବାରୁ ତତ୍ତନଯ, ନଦୀ େସ ପାରିସ୍ଥ ଦେଶାଧ୍ଯକ୍ଷ ଓ ଶଥର ବୋଷଣଯ ଓ େସମାନଙ୍କ ସଙ୍ଗୀଗଣ ଅତି ଯତ୍ନପୂର୍ବକ କର୍ମମାନ କେଲ। 14 ଏଥି େର ହାଗଯ ଭବିଷ୍ଯଦ୍ବକ୍ତାର ଓ ଇଦ୍େଦାର ପୁତ୍ର ଜିଖରିଯର ଭବିଷ୍ଯଦ୍ବାକ୍ଯ ସହକା େର ୟିହୁଦୀଯ ପ୍ରାଚୀନବର୍ଗ ମନ୍ଦିର ନିର୍ମାଣ କେଲ ଓ କୃତକାର୍ୟ୍ଯ େହେଲ। ଆଉ େସମାେନ ଇଶ୍ରାେୟଲର ପରେମଶ୍ବରଙ୍କ ଆଜ୍ଞା ଅନୁସାେର ଓ ପାରସ୍ଯ ରାଜା େକାରସ ଓ ଦାରିଯାବସ ଓ ଅର୍ତ୍ତକ୍ଷସ୍ତର ଆଜ୍ଞା ଅନୁସାେର ନିର୍ମାଣ କରି ସମାପ୍ତ କେଲ। 15 ଦାରିଯାବସ ରାଜାର ଅଧିକାରର ଷଷ୍ଠବର୍ଷ େର ଅଦର ନାମକ ମାସର ତୃତୀୟ ଦିନ େର ଏହି ମନ୍ଦିର ସମାପ୍ତ େହଲା। 16 ଏହାପେର ଇଶ୍ରାେୟଲର େଲାକମାେନ, ଯାଜକମାେନ, େଲବୀୟମାେନ ଓ ନିର୍ବାସୀତର ଅବଶିଷ୍ଟ େଲାକମାେନ ଆନନ୍ଦ େର ପରେମଶ୍ବରଙ୍କ ଏହି ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆନନ୍ଦର ସହିତ ପାଳନ କେଲ। 17 ପୁଣି ପରେମଶ୍ବରଙ୍କ ଏହି ମନ୍ଦିରର ପ୍ରତିଷ୍ଠା ସମୟେର େସମାେନ 100 ବୃଷ, 200 ଅଣ୍ତିରା େମଷ, 400 େମଷଶାବକ ଉତ୍ସର୍ଗ କେଲ। ଏବଂ ସମଗ୍ର ଇଶ୍ରାେୟଲର ପାପାର୍ଥକ ବଳିଦାନ ନିମନ୍େତ ଇଶ୍ରାେୟଲୀୟ େଗାଷ୍ଠୀର ସଂଖ୍ଯା ଅନୁସାେର ବାର େଗାଟି ଛାଗ ଉତ୍ସର୍ଗ କେଲ। 18 େସମାେନ େମାଶା ପୁସ୍ତକର ଲିଖନ ପ୍ରମାେଣ ୟିରୁଶାଲମ େର ପରେମଶ୍ବରଙ୍କ ମନ୍ଦିରର େସବାପାଇଁ ଯାଜକମାନଙ୍କୁ େସମାନଙ୍କର ଦଳ ଅନୁସାେର ଓ େଲବୀୟମାନଙ୍କୁ େସମାନଙ୍କ ଦଳ ଅନୁସାେର ନିୟୁକ୍ତି କେଲ। 19 ଏହାପେର ପ୍ରଥମ ମାସର ଚତୁର୍ଦ୍ଦଶ ଦିନ େର ବନ୍ଦୀତ୍ବର ସନ୍ତାନଗଣ ନିସ୍ତାରପର୍ବ ପାଳନ କେଲ। 20 କାରଣ ଯାଜକମାେନ ଓ େଲବୀୟମାେନ ଏକତ୍ର ଆପଣାମାନଙ୍କୁ ଶୁଚି କେଲ। େସ ସମସ୍େତ ଶୁଚି େହାଇଥିେଲ। ଏଣୁ େସମାେନ ବନ୍ଦୀତ୍ବର ସମଗ୍ର ସନ୍ତାନ ନିମନ୍େତ ଆପଣା ଯାଜକ ଭାତୃଗଣ ନିମନ୍େତ ଓ ଆପଣାମାନଙ୍କ ନିମନ୍େତ ନିସ୍ତାରପର୍ବ େର େମଷ ବଳି ବଧ କେଲ। 21 ବଳିତ୍ବରୁ ପୁନରାଗତ ଇଶ୍ରାେୟଲ ସନ୍ତାନଗଣ ଓ େଯଉଁମାେନ େସମାନଙ୍କର ପକ୍ଷ େହାଇ ସଦାପ୍ରଭୁ ଇଶ୍ରାେୟଲର ପରେମଶ୍ବରଙ୍କର ଅନ୍ବେଷଣ କରିବା ପାଇଁ େଦଶନିବାସୀ ଅନ୍ୟ ଦେଶୀଯମାନଙ୍କର ଅଶୁଚିତାରୁ ଆପଣାମାନଙ୍କୁ ପୃଥକ୍ କରିଥିେଲ। େସମାେନ ସମସ୍େତ ନିସ୍ତାର ପର୍ବ େର ଭୋଜନ କେଲ। 22 ଏବଂ ସାତଦିନ ଆନନ୍ଦ େର ତାଡୀଶୂନ୍ଯ େରାଟୀର ପର୍ବ ପାଳନ କେଲ। କାରଣ ସଦାପ୍ରଭୁ େସମାନଙ୍କୁ ଅନନ୍ଦିତ କରିଥିେଲ ଓ ପରେମଶ୍ବରଙ୍କ ମନ୍ଦିର କାର୍ୟ୍ଯ େର େସମାନଙ୍କ ହସ୍ତ ସବଳ କରିବା ନିମନ୍େତ େସମାନଙ୍କ ପ୍ରତି ଅଶୂରୀଯ ରାଜାର ଅନ୍ତଃକରଣ ଫେରାଇ ଥିେଲ।

7:1 ଏହିସବୁ ଘଟଣାପେର ପାରସ୍ଯ ରାଜା ଅର୍ତ୍ତକ୍ଷସ୍ତର ଶାସନ ସମୟେର ସରାଯର ପୁତ୍ର ଏଜ୍ରା ବାବିଲରୁ ୟାତ୍ରା କେଲ। ଉକ୍ତ ସରାଯ ଅସରିଯର ପୁତ୍ର, ଅସରିଯ ହିଲ୍କିଯର ପୁତ୍ର ଥିେଲ। 2 ହିଲ୍କିଯ, ଶଲ୍ଲୁମର ପୁତ୍ର, ଶଲ୍ଲୁମ ସାେଦାକର ପୁତ୍ର, ସାେଦାକ ଅହୀଟୂବ୍ର ପୁତ୍ର ଥିଲା। 3 ଅହୀଟୂବ୍ ଅମରିଯର ପୁତ୍ର ଥିଲା। ଅମରିଯ ଅସରିଯର ପୁତ୍ର ଥିଲା। ଅସରିଯ ମରାଯୋତର ପୁତ୍ର ଥିଲା। 4 ମରାଯୋତ୍ ସରହିଯର ପୁତ୍ର ଥିଲା। ସରହିଯ ଉଷିର ପୁତ୍ର ଥିଲା। ଉଷି ବୁକ୍କିର ପୁତ୍ର ଥିଲା। 5 ବୁକ୍କି ଅବୀଶୂଯର ପୁତ୍ର ଥିଲା। ଅବୀଶୂଯ ପୀନହସର ପୁତ୍ର ଥିଲା। ପୀନହସ୍ ଇଲିଯାସର ପୁତ୍ର ଥିଲା। ଇଲିଯାସର ପ୍ରଧାନ ଯାଜକ ହାେରାଣଙ୍କର ପୁତ୍ର ଥିଲା। ଏଜ୍ରା ବାବିଲୋରୁ ୟିରୁଶାଲମକୁ ଆସିେଲ। ଏଜ୍ରା ଜେଣ ଶିକ୍ଷକ ଥିେଲ। େସ େମାଶାଙ୍କର ବ୍ଯବସ୍ଥା ଖୁବ୍ ଭଲ ରୁପେ ଜାଣିଥିେଲ। େମାଶାଙ୍କର ବ୍ଯବସ୍ଥା ସଦାପ୍ରଭୁ, ଇଶ୍ରାେୟଲର ପରେମଶ୍ବରଙ୍କ ଦ୍ବାରା ଦିଆୟାଇଥିଲା। ରାଜା ଅର୍ତ୍ତକ୍ଷସ୍ତ ଏଜ୍ରାଙ୍କୁ ସବୁ େଦେଲ ଯାହା େସ ମାଗିେଲ। କାରଣ ସଦାପ୍ରଭୁ ଏଜ୍ରାଙ୍କ ସହିତ ଥିେଲ। 6 ଏହି ଏଜ୍ରା ଇଶ୍ରାେୟଲର ପରେମଶ୍ବର ସଦାପ୍ରଭୁଙ୍କ ପ୍ରଦତ୍ତ େମାଶା ବ୍ଯବସ୍ଥା େର ନିପୂଣ ଅଧ୍ଯାପକ ଥିଲା। େସ ଯାହା ମାଗୁଥିଲା ରାଜା ତାକୁ ତାହା ପ୍ରଦାନ କରୁଥିେଲ। କାରଣ ସଦାପ୍ରଭୁ ତା'ର ପରେମଶ୍ବରଙ୍କ ହସ୍ତ ତା ଉପେର ଥିଲା। 7 ଅର୍ତ୍ତକ୍ଷସ୍ତ ରାଜାର ସପ୍ତମ ବର୍ଷ େର ଇଶ୍ରାେୟଲ ସନ୍ତାନମାନଙ୍କର ଓ ଯାଜକମାନଙ୍କର ଓ େଲବୀୟମାନଙ୍କର େକେତକ ଜଣ ପୁଣି ଗାଯକମାେନ ଓ ଦ୍ବାରପାଳମାେନ ଓ ନଥୀନୀଯମାେନ ୟିରୁଶାଲମକୁ ଗେଲ। 8 ଆଉ ଏଜ୍ରା ପଞ୍ଚମ ମାସ େର ଅର୍ଥାତ୍ ରାଜାର େସଇ ସପ୍ତମ ବର୍ଷ େର ୟିରୁଶାଲମ େର ଉପସ୍ଥିତ େହେଲ। 9 କାରଣ େସ ପ୍ରଥମ ମାସର ପ୍ରଥମ ଦିନ ବାବିଲରୁ ୟାତ୍ରା ଆରମ୍ଭ କେଲ, ପୁଣି ତାଙ୍କ ପ୍ରତି ସଦାପ୍ରଭୁ ପରେମଶ୍ବରଙ୍କ ମଙ୍ଗଳମଯ ହସ୍ତର ସହାୟତା ପ୍ରମାେଣ େସ ପଞ୍ଚମ ମାସର ପ୍ରଥମ ଦିନ େର ୟିରୁଶାଲମ େର ଉପସ୍ଥିତ େହେଲ। 10 ଏଜ୍ରା ସଦାପ୍ରଭୁଙ୍କ ବ୍ଯବସ୍ଥା ଅନୁସନ୍ଧାନ ଓ ପାଳନ କରିବାରୁ ପୁଣି ଇଶ୍ରାେୟଲ ମଧିଅେର ବ୍ଯବସ୍ଥା ଓ ଆଜ୍ଞା ଶିକ୍ଷା େଦବାକୁ ଆପଣାକୁ ବିନିୟୋଗ କରିଥିେଲ। 11 ରାଜା ଅର୍ତ୍ତକ୍ଷସ୍ତ ଏଜ୍ରା ଯାଜକକୁ ଏକ ପତ୍ର େଦଇଥିେଲ। ଇଶ୍ରାେୟଲ ସମ୍ବନ୍ଧ େର ଏଜ୍ରା ସଦାପ୍ରଭୁଙ୍କର ଆଜ୍ଞାର ଲେଖକ ଓ ଶିକ୍ଷକ ଥିେଲ। ଏହା େହଉଛି େସହି ଚିଠିର ଅନୁଲିପି ଯାହା ଅର୍ତ୍ତକ୍ଷସ୍ତ ଏଜ୍ରାଙ୍କୁ େଦଇଥିେଲ। 12 ରାଜାଧିରାଜ ଅର୍ତ୍ତକ୍ଷସ୍ତଠାରୁ, ସ୍ବର୍ଗସ୍ଥ ପରେମଶ୍ବରଙ୍କର ବ୍ଯବସ୍ଥା ଶିକ୍ଷକ ଓ ଯାଜକ ଏଜ୍ରାକୁ ଅଭିନନ୍ଦନ। 13 ମୁଁ ଆଜ୍ଞା କରୁଅଛି, େଯ େମା ରାଜ୍ଯସ୍ଥିତ ଇଶ୍ରାେୟଲ ମଧ୍ଯରୁ େଯେତ େଲାକ, େସମାନଙ୍କର ଯାଜକ ଓ େଲବୀୟମାେନ ୟିରୁଶାଲମକୁ ସ୍ବଇଚ୍ଛା େର ୟିବାକୁ ମନ କରନ୍ତି। େସମାେନ ତୁମ୍ଭ ଏଜ୍ରାଙ୍କ ସଙ୍େଗ ୟାନ୍ତୁ। 14 ଏଜ୍ରା, ମୁଁ ଏବଂ େମାର ସାତଜଣ ଉପଦେଷ୍ଟା ତୁମ୍ଭ ସହିତ ପଠାଉଛୁ। ତୁମ୍େଭ ଯିହୁଦା ଓ ୟିରୁଶାଲମକୁ ୟିବା ଉଚିତ୍। ପରେମଶ୍ବରଙ୍କର ବ୍ଯବସ୍ଥା ବିଷଯବସ୍ତୁଗୁଡିକେର ଧ୍ଯାନ େଦବା ଉଚିତ୍, େଯଉଁଥି େର ତୁମ୍େଭ ଜେଣ ବିଜ୍ଞ ଅଟ। 15 ମୁଁ ଏବଂ େମାର ଉପଦେଷ୍ଟାମାେନ ତୁମ୍ଭକୁ େଯଉଁ ସୁନା ଓ ରୂପା ଇଶ୍ରାେୟଲର ପରେମଶ୍ବରଙ୍କୁ େଦଇଅଛୁ। ପରେମଶ୍ବର ୟିରୁଶାଲମ େର ବାସ କରନ୍ତି। ତୁମ୍େଭ ନିଶ୍ଚିତ ଏହି ସୁନା ଓ ରୂପା ତୁମ୍ଭମାନଙ୍କ ସହିତ ନେବ। 16 ବାବିଲର ସମୁଦାଯ ପ୍ରେଦଶ େର ତୁମ୍େଭ ସମସ୍ତ ସୁନା ଓ ରୂପା ପାଇବ। ପୁଣି େଲାକମାେନ ଓ ଯାଜକମାେନ େସମାନଙ୍କ ପରେମଶ୍ବରଙ୍କ ୟିରୁଶାଲମସ୍ଥିତ ମନ୍ଦିର ପାଇଁ ସ୍ବେଚ୍ଛାପୂର୍ବକ ଯାହା େଦେବ େସହିସବୁ ଉପହାର ନେବା ପାଇଁ ତୁମ୍େଭ ରାଜା ଓ ତାଙ୍କର ସପ୍ତମନ୍ତୀଙ୍କ ଦ୍ବାରା ପ୍ େରରିତ େହଉଅଛ। 17 ଏଣୁ ତୁମ୍େଭ ଏହି ମୁଦ୍ରା ଦ୍ବାରା ବୃଷ, ଅଣ୍ତିରା େମଷ, େମଷଶାବକ ଓ ତହିଁ ସଙ୍େଗ ନିରୂପିତ ଶସ୍ଯ ଓ ପେଯ ନୈବେଦ୍ଯ କ୍ରଯ କରି ତୁମ୍ଭମାନଙ୍କ ପରେମଶ୍ବରଙ୍କ ୟିରୁଶାଲମସ୍ଥିତ ମନ୍ଦିରର ୟଜ୍ଞବେଦୀ ଉପେର ଉତ୍ସର୍ଗ କରିବ। 18 ଆଉ ଅବଶିଷ୍ଟ ରୂପା ଓ ସୁନା େର ତୁମ୍ଭକୁ ଓ ତୁମ୍ଭ ଭାତୃବର୍ଗଙ୍କୁ ଯାହା କରିବାକୁ ଭଲ ଦିଶିବ, ତାହା ତୁମ୍େଭମାେନ ଆପଣାମାନଙ୍କ ପରେମଶ୍ବରଙ୍କ ଇଚ୍ଛା ପ୍ରମାେଣ କରିେବ। 19 ପୁଣି ତୁମ୍େଭ ପରେମଶ୍ବରଙ୍କ ମନ୍ଦିରର େସବାର୍ଥକ େଯ ସକଳପାତ୍ର ତୁମ୍ଭକୁ ଦିଆ ଯାଉଅଛି। ତାହାସବୁ ୟିରୁଶାଲମର ପରେମଶ୍ବରଙ୍କ ସମ୍ମୁଖ େର ସମର୍ପଣ କର। 20 ପୁଣି ତୁମ୍ଭ ପରେମଶ୍ବରଙ୍କ ମନ୍ଦିର ନିମନ୍େତ ପ୍ରେୟାଜନୀଯ ଯାହା ଯାହା ନେବାକୁ ପଡିବ ତାହା ରାଜାଙ୍କ ଭଣ୍ତାର ଗୃହରୁ ନିଅ। 21 ଆଉ ସ୍ବର୍ଗସ୍ଥ ପରେମଶ୍ବରଙ୍କ ବ୍ଯବସ୍ଥା ଅଧ୍ଯାପକ ଯାଜକ ଏଜ୍ରା ଯାଜକ ତୁମ୍ଭମାନଙ୍କଠାରୁ ଯାହା ଯାହା ଲୋଡିବ। 22 ତାହାସବୁ 100 ତାଳନ୍ତ ପର୍ୟ୍ଯନ୍ତ ରୂପା ଓ 100 ମହଣ ପର୍ୟ୍ଯନ୍ତ ଗହମ ଓ 100 ମହଣ ପର୍ୟ୍ଯନ୍ତ ଦ୍ରାକ୍ଷାରସ ଓ 100 ମହଣ ପର୍ୟ୍ଯନ୍ତ ତୈଳ ଓ ଅପରିମିତ ଲବଣ ଯତ୍ନପୂର୍ବକ େଦବା ପାଇଁ ଆମ୍େଭ ଆର୍ତ୍ତାକ୍ଷସ୍ତ ରାଜା ନଦୀ େସପାରିସ୍ଥ ସମସ୍ତ େକାଷାଧ୍ଯକ୍ଷଙ୍କୁ ଆଜ୍ଞା କରୁଅଛୁ। 23 ସ୍ବର୍ଗସ୍ଥ ପରେମଶ୍ବରଙ୍କ ଦ୍ବାରା ଯାହା ଯାହା ଆଜ୍ଞା କରାଯାଉଛି, ତାହାସବୁ ସ୍ବର୍ଗସ୍ଥ ପରେମଶ୍ବରଙ୍କ ମନ୍ଦିର ନିମନ୍େତ ଠିକ୍ରୂେପ କରାଯାଉ, କାରଣ ରାଜା ଓ ତାହାଙ୍କ ପୁତ୍ରଗଣର ରାଜ୍ଯବିରୁଦ୍ଧ େର କାହିଁକି େକାପ ବର୍ତ୍ତିବ। 24 ଆହୁରି ଯାଜକମାନଙ୍କର, େଲବୀୟମାନଙ୍କର, ଗାଯକମାଙ୍କର, ଦ୍ବାରପାଳମାନଙ୍କର ନାଥୀନୀଯମାନଙ୍କର ଓ ପରେମଶ୍ବରଙ୍କ ଏହି ମନ୍ଦିରର େସବକମାନଙ୍କର କାହାରି ଉପେର କର, ରାଜସ୍ବ ବା ମାସୁଲ ବସାଇବା ବ୍ଯବସ୍ଥା ବିରୁଦ୍ଧ େହବ େବାଲି ଆମ୍େଭମାେନ ତୁମ୍ଭକୁ ଜଣାଉ ଅଛୁ। 25 େହ ଏଜ୍ରା, ତୁମ୍ଭ ପରେମଶ୍ବରଙ୍କ ବିଷଯକ େଯଉଁଜ୍ଞାନ ତୁମ୍ଭ ହସ୍ତ େର ଅଛି, ତଦନୁସା େର ନଦୀ େସପାରିସ୍ଥ ସମସ୍ତ େଲାକଙ୍କର ବିଗ୍ଭରାର୍ଥେ େଯଉଁମାେନ ତୁମ୍ଭ ପରେମଶ୍ବରଙ୍କ ବ୍ଯବସ୍ଥା ଜାଣନ୍ତି, ଏପରି ଶାସନକର୍ତ୍ତା ଓ ବିଗ୍ଭରକର୍ତ୍ତାମାନଙ୍କୁ ତୁମ୍େଭ ନିୟୁକ୍ତି କର। ଆଉ େଯ ତାହା ନ ଜାେଣ ତାହାକୁ ତୁମ୍େଭ ଶିକ୍ଷା ଦିଅ। 26 ଯଦି େକୗଣସି େଲାକ ତୁମ୍ଭ ପରେମଶ୍ବରଙ୍କ ବ୍ଯବସ୍ଥା ନ ମାନିବ, ରାଜାଙ୍କର ବ୍ଯବସ୍ଥା ନ ମାନିବ, େସମାେନ ନିଶ୍ଚିତ େର ଦଣ୍ତିତ େହେବ। ତାହାର ଏହି ଦଣ୍ତ ତାର େଦାଷ ଉପେର ନିର୍ଭର କେର। ତାହା ମୃତ୍ଯୁଦଣ୍ତ େହାଇପା େର, ନିର୍ବାସିତ େହାଇପା େର, ତାକୁ ଅର୍ଥଦଣ୍ତ େହାଇପା େର ବା ବନ୍ଦୀତ୍ବ ଦଣ୍ତ ଦିଆୟାଇ ପା େର। 27 ସଦାପ୍ରଭୁ, ଆମ୍ଭ ପୂର୍ବପୁରୁଷମାନଙ୍କ ପରେମଶ୍ବରଙ୍କର ପ୍ରଶଂସା କର। ୟିରୁଶାଲମସ୍ଥ ସଦାପ୍ରଭୁ ମନ୍ଦିରକୁ ସମ୍ମାନ କରିବାକୁ ରାଜାର ଅନ୍ତଃକରଣ େର ପରେମଶ୍ବର ଏହିପରି ମେନାଭାବ େଦଇଅଛନ୍ତି। ୟିରୁଶାଲମସ୍ଥ ସଦାପ୍ରଭୁଙ୍କ ମନ୍ଦିରକୁ ସମ୍ମାନ କରିବାକୁ ରାଜାର ଅନ୍ତଃକରଣ େର ପରେମଶ୍ବର ଏହିପରି ପ୍ରବୃତ୍ତି େଦଇଅଛନ୍ତି। 28 ପୁଣି େସ ରାଜାର ଓ ତାଙ୍କର ମନ୍ତ୍ରୀଗଣର ଓ ରାଜାଙ୍କର ପରାକ୍ରାନ୍ତ ଅଧିପତି ସମସ୍ତଙ୍କ ସାକ୍ଷାତ େର େମା ପ୍ରତି ଅଧିକ ଦୟା ପ୍ରକାଶ କରି ଅଛନ୍ତି। ମୁଁ ଶକ୍ତିଶାଳୀ େହଲି କାରଣ ସଦାପ୍ରଭୁ ପରେମଶ୍ବରଙ୍କର ହସ୍ତ େମା ଉପେର ଥିଲା। ଏହି ପ୍ରକା େର ମୁଁ ଇଶ୍ରାେୟଲର େଲାକମାନଙ୍କର ମୁଖ୍ଯମାନଙ୍କୁ େମା ସହିତ ୟିବା ପାଇଁ ଏକତ୍ରୀତ କଲି।

8:1 ଏହି ନାମଗୁଡିକ େହଉଛି ପିତୃବଂଶର ମୁଖ୍ଯମାେନ ଏବଂ ଅନ୍ୟ େଲାକମାେନ େଯଉଁମାେନ ଏଜ୍ରାଙ୍କ ସହିତ ବାବିେଲାନରୁ ୟିରୁଶାଲମକୁ ଆସିଥିେଲ। ଆମ୍େଭ ଅର୍ତ୍ତକ୍ଷସ୍ତ ରାଜାଙ୍କ ସମୟେର ୟିରୁଶାଲମକୁ ଆସିଥିଲୁ। ଏହିଠା େର େସମାନଙ୍କର ଚିଠା ଦିଆଗଲା। 2 ପୀନହସର ବଂଶଧରମାନଙ୍କ ମଧ୍ଯରୁ ଗେର୍ଶୋମ, ଈଥାମରର ବଂଶଧରମାନଙ୍କ ମଧ୍ଯରୁ ଦାନିେୟଲ। ଦାଉଦଙ୍କ ବଂଶଧରମାନଙ୍କ ମଧ୍ଯରୁ ହଟୂଶ୍। 3 ଶଖନିଯର ଭବିଷ୍ଯତ୍ ବଂଶଧରମାନଙ୍କ ମଧ୍ଯରୁ, ପରିଯୋଶର ଭବିଷ୍ଯତ୍ ବଂଶଧରମାନଙ୍କ ମଧ୍ଯରୁ ଜିଖରିଯ ଏବଂ 150 ଜଣ ପୁରୁଷ ତାଙ୍କ ସହିତ ପଞ୍ଜିକୃତ େହାଇଥିେଲ। 4 ପହତ୍ େମାୟାବର ବଂଶଧରମାନଙ୍କ ମଧ୍ଯରୁ ସରହିଯର ପୁତ୍ର ଇଲୀହୋଐନଯ ଓ ତାହା ସଙ୍େଗ 200 ପୁରୁଷ। 5 ଏବଂ ଜାତୁଙ୍କର ଭବିଷ୍ଯତ ବଂଶଧରମାନଙ୍କ ମଧ୍ଯରୁ ୟହସୀଯେଲର ପୁତ୍ର ଶଖନିଯ ଏବଂ ତାହା ସଙ୍େଗ 300 ପୁରୁଷ। 6 ଆଉ ଆଦୀନର ବଂଶଧରମାନଙ୍କ ମଧ୍ଯରୁ େଯାନାଥନର ପୁତ୍ର ଏବଦ୍ ଓ ତାହା ସଙ୍େଗ ପଗ୍ଭଶ ପୁରୁଷ। 7 ଏଲମର ବଂଶଧରମାନଙ୍କ ମଧ୍ଯରୁ ଅଥଲିଯର ପୁତ୍ର ୟିଶାଯାହ ଓ ତାଙ୍କ ସଙ୍େଗ 70 ପୁରୁଷ। 8 ଶଫଟିଯର ବଂଶଧରମାନଙ୍କ ମଧ୍ଯରୁ ମୀଖାଯେଲର ପୁତ୍ର ସବଦିଯ ଓ ତାହା ସଙ୍େଗ 80 ପୁରୁଷ। 9 େଯାୟାବର ବଂଶଧରମାନଙ୍କ ମଧ୍ଯରୁ ୟିହିଯେଲର ପୁତ୍ର ଓବଦିଯ ଓ ତାହାଙ୍କ ସଙ୍େଗ 218 ପୁରୁଷ। 10 ଆଉ ବାଣିର ଭବିଷ୍ଯତ ବଂଶଧରମାନଙ୍କ ମଧ୍ଯରୁ ୟୋଷିଫିଯର ପୁତ୍ର ଶ େଲାମୀତ ଓ ତାହା ସଙ୍େଗ 160 ପୁରୁଷ। 11 ବେବଯର ବଂଶଧରମାନଙ୍କ ମଧ୍ଯରୁ ବେବଯର ପୁତ୍ର ଜିଖରିଯ ଓ ତାହାଙ୍କ ସଙ୍େଗ 28ପୁରୁଷ। 12 ଅସ୍ଗଦର ବଂଶଧରମାନଙ୍କ ମଧ୍ଯରୁ ହକାଟନର ପୁତ୍ର ୟୋହାନନ୍ ଓ ତାହା ସଙ୍େଗ 110ପୁରୁଷ। 13 ଅଦୋନୀକାମର ବଂଶଧରମାନଙ୍କ ମଧ୍ଯରୁ କନିଷ୍ଠମାେନ ଓ େସମାନଙ୍କ ନାମ ଇଲିଫେଲଟ୍, ୟିଯୂଯେଲ, ଶମଯିମ ଓ େସମାନଙ୍କ ସଙ୍େଗ 60 ପୁରୁଷ। 14 ଆଉ ବିଗ୍ବଯ ବଂଶଧରମାନଙ୍କ ମଧ୍ଯରୁ ଊଥଯ ଓ ସବୂଦ୍ ଓ େସମାନଙ୍କ ସଙ୍େଗ 70 ପୁରୁଷ। 15 ମୁଁ ଏହି େଲାକମାନଙ୍କୁ ଅହବା ଆଡକୁ ପ୍ରବାହିତ ନଦୀ ନିକଟେର ଏକତ୍ର କଲି। େସଠାେର ଆମ୍େଭମାେନ ଛାଉଣୀ କରି ତିନିଦିନ ରହିଲୁ। ମୁଁ େଲାକମାନଙ୍କ ମଧିଅେର ଓ ଯାଜକମାନଙ୍କ ମଧିଅେର େଖାଜିଲି କିନ୍ତୁ େଲବୀର େକୗଣସି ପୁତ୍ରକୁ ପାଇଲି ନାହିଁ। 16 େତଣୁ ମୁଁ ଇଲୀଯେଷର, ଅରୀଯେଲ, ଶମଯିଯ ଓ ଇଲ୍ନାଥନ ଓ ୟାରିବ୍ ଇଲ୍ନାଥନ ଓ ନାଥନ, ଜିଖରୀଯ ଓ ମଶୁଲ୍ଲମ୍ ଏହି ପ୍ରଧାନ େଲାକମାନଙ୍କୁ ମଧ୍ଯ ୟୋଯାରୀବ ଓ ଇଲ୍ନାଥନ ଶିକ୍ଷକମାନଙ୍କୁ ଡାକିବାକୁ େଲାକ ପଠାଇଲି। 17 ଏହାପେର ମୁଁ େସମାନଙ୍କୁ କାସିଫିଆ ନାମକ ଏକ ସ୍ଥାନର ପ୍ରଧାନେଲାକ ଇଦ୍େଦା ନିକଟକୁ ପଠାଇଲି। ଏବଂ ଆମ୍ଭମାନଙ୍କ ପରେମଶ୍ବରଙ୍କ ମନ୍ଦିର ନିମନ୍େତ ଆମ୍ଭମାନଙ୍କ ନିକଟକୁ ପରିଗ୍ଭରକମାନଙ୍କୁ ଆଣିବା ପାଇଁ କାସିଫିଆ ସ୍ଥାନସ୍ଥ ଇଦ୍େଦାକୁ ଓ ତା'ର ଭାତୃଗଣ ନାଥୀନୀଯମାନଙ୍କୁ କହିବାକୁ େସମାନଙ୍କୁ ଆେଦଶ େଦଲି। 18 େତଣୁ ଆମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ପରେମଶ୍ବର ମଙ୍ଗଳମଯ ହସ୍ତର ସହାୟତା ପ୍ରମାେଣ େସମାେନ ଇଶ୍ରାେୟଲର ପୌତ୍ର, 19 ହସବିଯ ଓ ତାହା ସଙ୍େଗ ମରାରି ବଂଶଧରମାନଙ୍କ ମଧ୍ଯରୁ ୟିଶଯାହ ତାହାର ଭାତୃଗଣ ଓ େସମାନଙ୍କ ପୁତ୍ରଗଣ ଏପରି େକାଡିଏ ଜଣ। 20 ଦାଉଦ ଓ ଅଧିପତିମାେନ େଯଉଁ େଲାକମାନଙ୍କୁ େଲବୀୟମାନଙ୍କ େସବାକାର୍ୟ୍ଯ ନିମନ୍େତ େଦଇଥିେଲ, େସମାନଙ୍କ ମଧ୍ଯରୁ 220 ଜଣ ନଥନୀଯ ମନ୍ଦିରର ଦାସ ଆଣିେଲ। ଏହି ସମସ୍ତଙ୍କ ନାମ ଲିଖିତ େହଲା। 21 ଏହାପେର ଆମ୍ଭମାନଙ୍କ ନିମନ୍େତ, ଆମ୍ଭମାନଙ୍କ ସନ୍ତାନମାନଙ୍କ ନିମନ୍େତ, ଆମ୍ଭମାନଙ୍କର ସମସ୍ତ ସାମଗ୍ରୀ ନିମନ୍େତ ଓ ସକଳ ସମ୍ପତ୍ତି ପାଇଁ ସରଳ ପଥ ପ୍ରାର୍ଥନା କରିବା ଅଭିପ୍ରାଯ େର ଆମ୍ଭମାନଙ୍କ ପରେମଶ୍ବରଙ୍କ ସାକ୍ଷାତ େର ଆପଣାମାନଙ୍କୁ ନମ୍ରକରିବା ପାଇଁ ମୁଁ ଅହିବାନଦୀ ନିକଟେର ଉପବାସ େଘାଷଣା କଲି। 22 କାରଣ ପଥ ମଧିଅେର ଶତୃ ବିରୁଦ୍ଧ େର ଆମ୍ଭମାନଙ୍କୁ ସାହାର୍ୟ୍ଯ କରିବା ପାଇଁ ରାଜାଙ୍କୁ ଏକଦଳ ସୈନ୍ଯ ଓ ଅଶ୍ବାେରାହୀ ମାଗିବାକୁ ମୁଁ ଲଜ୍ଜା େବାଧ କଲି। ମୁଁ ରାଜାଙ୍କୁ ଏହି କଥା କହିଲି, େଯଉଁମାେନ ଆମ୍ଭମାନଙ୍କ ପରେମଶ୍ବରଙ୍କୁ ଭରସା କରନ୍ତି, " େସମାନଙ୍କର ମଙ୍ଗଳ ପାଇଁ େସମାନଙ୍କ ପ୍ରତି ତାଙ୍କର ସହାୟତା ଅଛି। ମାତ୍ର େଯଉଁମାେନ ତାହାଙ୍କୁ ପରିତ୍ଯାଗ କରନ୍ତି, ତାଙ୍କର ଶକ୍ତି ଓ େକାର୍ଧ େସମାନଙ୍କର ବିରୁଦ୍ଧ େର ଥାଏ।" 23 ଏଣୁ ଆମ୍େଭମାେନ ଉପବାସ କଲୁ ଏବଂ ଆମ୍ଭମାନଙ୍କ ପରେମଶ୍ବରଙ୍କ ନିକଟେର ବିନତୀ କଲୁ ଏବଂ େସ ଆମ୍ଭମାନଙ୍କ ପ୍ରାର୍ଥନାର ଉତ୍ତର େଦେଲ। 24 େତଣୁ ମୁଁ ଯାଜକମାନଙ୍କ ମଧ୍ଯରୁ ବାରଜଣ ପ୍ରଧାନ େଲାକଙ୍କୁ ଅର୍ଥାତ୍ ଶେ େରବିଯ, ହଶବିଯ ଓ େସମାନଙ୍କ ସହିତ େସମାନଙ୍କର ଦଶଜଣ ଭ୍ରାତାଙ୍କୁ ପୃଥକ୍ କଲି। 25 ଆଉ ରାଜା ଓ ତାହାଙ୍କ ମନ୍ତ୍ରୀଗଣ ଓ ତାହାର ଅଧିପତିମାେନ ଓ ଉପସ୍ଥିତ ଇଶ୍ରାେୟଲ ସମସ୍ତ େଲାେକ ଆମ୍ଭମାନଙ୍କ ପରେମଶ୍ବରଙ୍କର ମନ୍ଦିର ନିମନ୍େତ େଯଉଁ ରୂପା, ସୁନା ଓ ପାତ୍ରମାନସବୁ ଉପହାର କରିଥିେଲ, ତାହା ମୁଁ େସମାନଙ୍କୁ ତୌଲି େଦଲି। 26 ମୁଁ େସମାନଙ୍କ ହସ୍ତ େର 650 ତାଳନ୍ତ ରୂପା ଓ 100 ତାଳନ୍ତ େର ୗପ୍ୟପାତ୍ର ଓ 100 ତାଳନ୍ତ ସୁନା। 27 1,000 ଡାରିକ୍ ମୂଲ୍ଯର 20 ସ୍ବର୍ଣ୍ଣମଯ ପାତ୍ର ଏବଂ ସ୍ବର୍ଣ୍ଣ ତୁଲ୍ଯ ବହୁମୁଲ୍ଯ ଉତ୍ତମ ଉଜ୍ବଳ ପିତ୍ତଳର ଦୁଇପାତ୍ର ତୌଲି େଦଲି। 28 ଏବଂ ମୁଁ ବାରଜଣ ଯାଜକମାନଙ୍କୁ କହିଲି, "ତୁମ୍େଭମାେନ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ େର ପବିତ୍ର ଓ ପାତ୍ର ସବୁ ପବିତ୍ର, ଆଉ ଏହି ରୂପା ଓ ସୁନା ତୁମ୍ଭମାନଙ୍କ ସଦାପ୍ରଭୁ ପୂର୍ବପୁରୁଷମାନଙ୍କର ପରେମଶ୍ବର ଉଦ୍ଦେଶ୍ଯ େର ସ୍ବେଚ୍ଛାଦତ୍ତ ଉପହାର ଅେଟ। 29 ସଦାପ୍ରଭୁ ୟିରୁଶାଲମସ୍ଥ ମନ୍ଦିର କେଠାରୀ େର ପ୍ରଧାନ ଯାଜକ ଗର୍ବର ଓ େଲବୀୟମାନଙ୍କର ଓ ଇଶ୍ରାେୟଲୀୟ ପରିବାରର େନତାମାନଙ୍କର ସାକ୍ଷାତ େର ଏହାସବୁ ତୌଲି ନେଦବା ପର୍ୟ୍ଯନ୍ତ ତୁମ୍େଭମାେନ ସତର୍କ ହୁଅ ଓ ଏହା ସବୁର ସୁରକ୍ଷା କର।" 30 ତହିଁେର ଯାଜକମାେନ ଓ େଲବୀୟମାେନ ଆମ୍ଭମାନଙ୍କ ୟିରୁଶାଲମସ୍ଥ ପରେମଶ୍ବରଙ୍କ ମନ୍ଦିରକୁ ଆଣିବା ପାଇଁ େସହି ତୌଲା ରୂପା ଓ ସୁନାପାତ୍ର ଗ୍ରହଣ କେଲ। 31 ଏହାପେର ଆମ୍େଭମାେନ ୟିରୁଶାଲମକୁ ୟାତ୍ରାକରିବା ନିମନ୍େତ ପ୍ରଥମ ମାସର ଦ୍ବାଦଶ ଦିନ ଅହବା ନଦୀ ନିକଟକୁ ପ୍ରସ୍ଥାନ କଲୁ। ଆମ୍ଭମାନଙ୍କ ପରେମଶ୍ବରଙ୍କ ହସ୍ତ ଆମ୍ଭମାନଙ୍କର ସହାୟ େହଲା। ଆଉ ପଥ ମଧିଅେର ଶତୃ ଓ ଓଗାଳି ବସିବା େଲାକମାନଙ୍କ ହସ୍ତରୁ େସ ଆମ୍ଭକୁ ଉଦ୍ଧାର କେଲ। 32 େତଣୁ ଆମ୍େଭମାେନ ୟିରୁଶାଲମ େର ଉପସ୍ଥିତ େହାଇ େସଠାେର ତିନିଦିନ ବିଶ୍ରାମ କଲୁ। 33 ଏହାପେର ଚତୁର୍ଥଦିନ େସହି ରୂପା ଓ ସୁନାପାତ୍ର ସକଳ ଆମ୍ଭମାନଙ୍କ ପରେମଶ୍ବରଙ୍କ ମନ୍ଦିର େର ତୌଲାୟାଇ ଊରିଯ ଯାଜକର ପୁତ୍ର ମେରେମାତ୍ ହସ୍ତ େର ଦିଆଗଲା। ତାହା ସଙ୍େଗ ପୀନହସର ପୁତ୍ର ଏଲିଯାସର ଥିଲା। େସମାନଙ୍କ ସଙ୍େଗ େଯଶୂଯର ପୁତ୍ର ୟୋଷାବଦ୍ ଓ ବିନ୍ନୂଯିର ପୁତ୍ର ନୋଯଦିଯ ଏହି େଲବୀୟମାେନ ଥିେଲ। 34 ସମଗ୍ର ଦ୍ରବ୍ଯ ଗଣା ୟାଇ ଓ ପରିମିତ େହାଇ ଦିଆଗଲା ଓ େସହି ସମୟେର େସହିସବୁର ତୌଲ୍ଯ ଲେଖାଗଲା। 35 ନିର୍ବାସନରୁ ଆଗତ ବନ୍ଦୀତ୍ବର ସନ୍ତାନଗଣ ସମଗ୍ର ଇଶ୍ରାେୟଲ ନିମନ୍େତ ଇଶ୍ରାେୟଲ ପରେମଶ୍ବରଙ୍କ ଉଦ୍ଦେଶ୍ଯ େର େହାମବଳି ରୂେପ 12 ବୃଷ, 96ଅଣ୍ତିରା େମଷ, 77 େମଷଶାବକ, ପାପାର୍ଥକ ବଳି ନିମନ୍େତ 12 ଛାଗ ଉତ୍ସର୍ଗ କେଲ। ଏହିସବୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ େର େହାମବଳି ଥିଲା। 36 ଏହାପେର େସମାେନ ନଦୀ େସପାରିସ୍ଥ ରାଜ ପ୍ରତିନିଧିମାନଙ୍କୁ ଓ ଦେଶାଧ୍ଯକ୍ଷମାନଙ୍କୁ ରାଜାଜ୍ଞାପତ୍ର ସମର୍ପଣ କେଲ। ତହିଁେର େସମାେନ େଲାକମାନଙ୍କର ଓ ପରେମଶ୍ବରଙ୍କ ଗୃହ କାର୍ୟ୍ଯ େର ସାହାର୍ୟ୍ଯ କେଲ।

9:1 ଏହିସବୁ କର୍ମ ସମାପ୍ତ େହଲାପେର, ଇଶ୍ରାେୟଲୀୟ ମୁଖ୍ଯମାେନ ଆମ୍ଭ ନିକଟକୁ ଆସିେଲ ଓ େସମାେନ କହିେଲ, "ଏଜ୍ରା, ଇଶ୍ରାେୟଲର େଲାକମାେନ, ଯାଜକମାେନ ଓ େଲବୀୟମାେନ ଅନ୍ୟଦେଶୀ େଗାଷ୍ଠୀଯମାନଙ୍କଠାରୁ ଆପଣାମାନଙ୍କୁ ପୃଥକ ନ କରି େସମାନଙ୍କର ଅର୍ଥାତ୍ କିଣାନୀଯ, ହିତ୍ତୀଯ, ପରିଷୀଯ ୟିବୂଷୀଯ, ଅେମ୍ମାନୀୟ, େମାୟାବୀଯ, ମିସ୍ରୀଯ ଓ ଇ େମାରୀଯମାନଙ୍କର ଘୃଣା େଯାଗ୍ଯ କର୍ମ ଅନୁସାେର କରୁଅଛନ୍ତି। 2 େସମାେନ ଆପଣାମାନଙ୍କ ଓ ଆପଣାମାନଙ୍କ ପୁତ୍ରଗଣଙ୍କ ନିମନ୍େତ େସମାନଙ୍କର କନ୍ଯାଗଣଙ୍କୁ ଗ୍ରହଣ କରିଅଛନ୍ତି। ଏହିପରି ପବିତ୍ରବଂଶ ଅନ୍ଯେଦଶ େର େଗାଷ୍ଠୀଯମାନଙ୍କ ସଙ୍େଗ ଆପଣାମାନଙ୍କୁ ମିଶ୍ରିତ କରିଅଛନ୍ତି। ଏହି ଅପରାଧ େର ଅଧିପତି ଓ ଶାସନକର୍ତ୍ତାମାନଙ୍କ ହସ୍ତ ପ୍ରଧାନ େହାଇଅଛି।" 3 େଯେତେବେଳ ମୁଁ ଏହିକଥା ଶୁଣିଲି ମୁଁ େମାର ବସ୍ତ୍ର ଓ ଗ୍ଭେଗା ଚିରି ନିଜ ମସ୍ତକ ଓ ଦାଢିର କେଶ କ୍ଷୌରକରି ଚିନ୍ତିତ େହାଇ ବସିଲି। 4 େସେତେବେଳ ନିର୍ବାସିତ େଲାକମାନଙ୍କର ଅପରାଧ ପାଇଁ ଇଶ୍ରାେୟଲର ପରେମଶ୍ବରଙ୍କ ବ୍ଯବସ୍ଥା େର କମ୍ପିତ ପ୍ରେତ୍ୟକକ େଲାକ େମାର ନିକଟେର ଏକତ୍ରୀତ େହେଲ। ମୁଁ ସନ୍ଧ୍ଯାକାଳୀନ ବଳିଦାନ ସମୟ ପର୍ୟ୍ଯନ୍ତ ଓ େମା ଗ୍ଭରିପଟେ େସମାେନ ଏକତ୍ରୀତ େହବା ପର୍ୟ୍ଯନ୍ତ ଆଘାତ ପାଇ ବସିଲି। 5 ସନ୍ଧ୍ଯାକାଳୀନ ବଳିଦାନ ସମୟେର ମୁଁ ଉଠିଲି। େମା ଦେହ େର ଚିରାବସ୍ତ୍ର ଓ ଗ୍ଭେଗା ଥିଲା। ମୁଁ େମାରଆଣ୍ଠୁମାଡି ସଦାପ୍ରଭୁ େମାର ପରେମଶ୍ବରଙ୍କ ଆେଡ ହସ୍ତ ବିସ୍ତାର କରି କହିଲି, 6 େହ େମାର ପରେମଶ୍ବର, 7 ଆମ୍ଭମାନଙ୍କ ପୂର୍ବପୁରୁଷଗଣର ସମଯାବଧି ଆଜି ପର୍ୟ୍ଯନ୍ତ ଆମ୍େଭମାେନ ଅତିଶଯ େଦାଷୀ େହାଇଅଛୁ। ଆମ୍ଭମାନଙ୍କର ଅପରାଧ ପାଇଁ ଆଜିର ନ୍ଯାଯ ଆମ୍େଭମାେନ ଆମ୍ଭମାନଙ୍କ ରାଜଗଣ ଓ ଆମ୍ଭମାନଙ୍କ ଯାଜକଗଣ ନାନା ଦେଶୀଯ ରାଜଗଣ ହସ୍ତ େର, ଖଡ୍ଗ େର, ବନ୍ଦୀତ୍ବ େର ଓ ଅପମାନିତ େହବା ପାଇଁ ସମର୍ପିତ େହାଇଅଛୁ। 8 ଆମ୍ଭମାନଙ୍କ ପରେମଶ୍ବର େଯପରି ଆମ୍ଭମାନଙ୍କ ମୁଖ ପ୍ରସନ୍ନ କରିେବ ଓ ଆମ୍ଭମାନଙ୍କ ନିର୍ବାସୀତ ଅବସ୍ଥା େର ଆମ୍ଭମାନଙ୍କୁ ନିଶ୍ଚିଚ ଆଶ୍ବାସନା େଦେବ। ଆମ୍ଭମାନଙ୍କୁ ରକ୍ଷା କରିବା ପାଇଁ ଆପଣା ପବିତ୍ରସ୍ଥାନ େର ଆମ୍ଭମାନଙ୍କୁ ଏକ ଖୁଣ୍ଟି େଦବାକୁ ବର୍ତ୍ତମାନ ସଦାପ୍ରଭୁ ଆମ୍ଭମାନଙ୍କ ପରେମଶ୍ବରଙ୍କଠାରୁ କ୍ଷଣକାଳ ଅନୁଗ୍ରହ ପାଇଅଛୁ। 9 ହଁ, ଆମ୍େଭମାେନ ବନ୍ଦୀ ଥିଲୁ। କିନ୍ତୁ ତୁମ୍େଭ ଆମ୍ଭକୁ ବେଶିଦିନ ନିର୍ବାସିତ କରି ରଖି ନଥିଲ। ତୁମ୍େଭ ଆମ୍ଭପ୍ରତି ଦୟା କରିଥିଲ। ତୁମ୍ଭ େୟାଗୁ ପାରସ୍ଯର ରାଜା ଆମ୍ଭପ୍ରତି ଦୟା େଦଖାଇ ଥିେଲ। ତୁମ୍ଭର ମନ୍ଦିର ଧ୍ବଂସ େହାଇ ୟାଇଥିଲା। ଏବଂ ଆମ୍େଭ ଏହାକୁ ପୁନଃନିର୍ମାଣ କରି ଏହାକୁ ନୂତନ ଜୀବନ ଦେଲୁ। ପରେମଶ୍ବର, ତୁମ୍େଭ ଯିହୁଦା ଓ ୟିରୁଶାଲମ େର ପ୍ରାଚୀର େଦବାପାଇଁ ଆମ୍ଭର ସହାୟ େହଲ। 10 ଏେବ େହ ଆମ୍ଭର ପରେମଶ୍ବର, ଏହାପେର ଆମ୍ଭମାନଙ୍କର କ'ଣ କରିବା ଉଚିତ୍? ଆମ୍େଭ ତୁମ୍ଭର ଆଜ୍ଞାକୁ ଉପେକ୍ଷା କରିଛୁ! 11 େହ ପରେମଶ୍ବର, ତୁମ୍େଭ ଆପଣା ଦାସ ଭବିଷ୍ଯଦ୍ବକ୍ତାଗଣ ଦ୍ବାରା ଆଜ୍ଞାକରି କହିଥିଲ, "ତୁମ୍େଭମାେନ େଯଉଁ େଦଶ ଅଧିକାର କରିବାକୁ ଯାଉଅଛ। ତାହା ଅନ୍ୟ େଦଶ େଗାଷ୍ଠୀଯମାନଙ୍କ ଅଶୌଚ ଦ୍ବାରା ଅଶୁଚି େଦଶ େହାଇଅଛି। େସମାନଙ୍କର ଘୃଣାୟୋଗ୍ଯ କର୍ମ େଦଶକୁ ଏକ ସୀମାରୁ ଅନ୍ୟ ସୀମା ପର୍ୟ୍ଯନ୍ତ େସମାନଙ୍କ ପାପେର ପରିପୂର୍ଣ୍ଣ କରିଅଛି। 12 ଏଣୁ େହ ଇଶ୍ରାେୟଲର େଲାକମାେନ ତୁମ୍ଭର ସନ୍ତାନମାନଙ୍କୁ େସମାନଙ୍କର ସନ୍ତାନମାନଙ୍କ ସହିତ ବିବାହ ଦିଅ ନାହିଁ। କିମ୍ବା େସମାନଙ୍କ ଶାନ୍ତି ଓ ସୌଭାଗ୍ଯ ପାଇଁ କଦାପି େଚଷ୍ଟା କରନାହିଁ। ତହିଁେର ତୁମ୍େଭମାେନ ବଳବାନ େହବ। େଦଶର ଉତ୍ତମ ଦ୍ରବ୍ଯ ଭୋଜନ କରିବ ଓ ସବୁଦିନ ପାଇଁ ଆପଣା ସନ୍ତାନଗଣର ଅଧିକାର ନିମନ୍େତ ତାହା ରଖିୟିବ। ମାତ୍ର ଆମ୍େଭମାେନ ତୁମ୍ଭର ଏହି ଆଜ୍ଞା ପରିତ୍ଯାଗ କରିଅଛୁ।" 13 େହ ପରେମଶ୍ବର, ତୁମ୍େଭ ଆମ୍ଭମାନଙ୍କର ପ୍ରାପ୍ଯଠାରୁ କମ୍ ଦଣ୍ତ େଦଇଛ। ଏବଂ ଯଦିଓ ଆମ୍ଭର ପାପ ଓ େଦାଷ େଯାଗୁଁ ଏସବୁ ଆମ ପାଖକୁ ଆସିଛି। ଆମ୍ଭମାନଙ୍କ ମଧ୍ଯରୁ େକେତକଙ୍କୁ ଜୀବିତ ରଖିଅଛ। 14 ଏହା େଦଖିସାରିବା ପେର ଆମ୍େଭମାେନ କ'ଣ ଆଉଥେର ଏପରି ଭୁଲ୍ କରିବୁ। ଏହି ଘୃଣା େଯାଗ୍ଯ କର୍ମ ଅନ୍ୟ େଗାଷ୍ଠୀଯମାନଙ୍କ ସଙ୍େଗ ବନ୍ଧୁ କରିବୁ, ତୁମ୍େଭ କ'ଣ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ନିଃଶେଷ କରିବ ନାହିଁ। 15 େହ ସଦାପ୍ରଭୁ, ଇଶ୍ରାେୟଲର ପରେମଶ୍ବର, ତୁମ୍େଭ ଧର୍ମ ମଧ୍ଯ ଅଟ, େଯଉଁଥିପାଇଁ ଆମ୍େଭମାେନ ଆଜି ପର୍ୟ୍ଯନ୍ତ ରକ୍ଷା ପାଇଅଛୁ। ଆମ୍େଭମାେନ ତୁମ୍ଭ ସାକ୍ଷାତ େର ନିଜ େଦାଷ େର େଦାଷୀ େହାଇଅଛୁ। କାରଣ େସଥିପାଇଁ େକହି ତୁମ୍ଭ ଛାମୁ େର ଠିଆ େହାଇପା େର ନାହିଁ।

10:1 ଏଜ୍ରା ପରେମଶ୍ବରଙ୍କ ଗୃହ ସମ୍ମୁଖ େର ପ୍ରାର୍ଥନା କରୁଥିେଲ ଓ ତାଙ୍କର େଦାଷ ସ୍ବୀକାର କରୁଥିେଲ। ଏହି ସମୟେର େସ ପରେମଶ୍ବରଙ୍କ ମନ୍ଦିର ସମ୍ମୁଖ େର ନତମସ୍ତକ େହାଇ କ୍ରନ୍ଦନ କରୁଥିେଲ। ଏଜ୍ରା ଏପରି କରୁଥିବା ସମୟେର ଦେଳ େଲାକ ଇଶ୍ରାେୟଲର ପୁରୁଷମାେନ, ସ୍ତ୍ରୀମାେନ ଓ ପିଲାମାେନ ତାଙ୍କ ଚତୁଃପାଶର୍‌ବ େର ଘେରି ରହିଥିେଲ। େସହି ଇଶ୍ରାେୟଲୀୟମାେନ ମଧ୍ଯ ଅତିଶଯ କ୍ରନ୍ଦନ କରୁଥିେଲ। 2 ଏହାପେର ଏଲାମର ବଂଶଧରମାନଙ୍କ ମଧ୍ଯରୁ ୟିହୀଯେଲର ପୁତ୍ର ଶଖନିଯ ଏଜ୍ରାଙ୍କୁ କହିଲା, "ଆମ୍େଭ ଆମ୍ଭର ପରେମଶ୍ବରଙ୍କୁ ବିଶ୍ବାସଘାତ କରୁଛୁ। ଆମ୍େଭ ଅନ୍ୟ ଦେଶୀଯମାନଙ୍କୁ ବିବାହ କରିଛୁ। କିନ୍ତୁ ଆମ୍େଭ ଏପରି କେଲ ମଧ୍ଯ ଆମ୍ଭମାନଙ୍କର ଇଶ୍ରାେୟଲଙ୍କ ପ୍ରତି ଭରସା ଅଛି। 3 ଏେବ ଆମ୍େଭମାେନ ଆମ୍ଭ ପ୍ରଭୁଙ୍କର ଓ ଆମ୍ଭମାନଙ୍କ ପରେମଶ୍ବରଙ୍କ ଆଜ୍ଞା େର କମ୍ପିତ େଲାକମାନଙ୍କର ମନ୍ତ୍ରଣାନୁସା େର ଏହିସବୁ ସ୍ତ୍ରୀମାନଙ୍କୁ ଓ ଏମାନଙ୍କଠାରୁ ଜାତ ସନ୍ତାନମାନଙ୍କୁ ଦୂର କରିେଦବା ପାଇଁ ଆମ୍ଭମାନଙ୍କ ପରେମଶ୍ବରଙ୍କ ସହିତ ଚୁକ୍ତି କରିବା ଏବଂ ଏହା ପରେମଶ୍ବରଙ୍କ ବ୍ଯବସ୍ଥାନୁସା େର କରାଯାଉ। 4 େହ ଏଜ୍ରା, ଉଠନ୍ତୁ, କାରଣ ଏହା ତୁମ୍ଭ ଉପେର ଏହି କାର୍ୟ୍ଯର ଭାର ଅଛି, େତଣୁ ଆମ୍େଭମାେନ ତୁମ୍ଭକୁ ସାହାୟ୍ଯ କରିବୁ। ସାହସିକ େହାଇ ଏହି କାର୍ୟ୍ଯ କରନ୍ତୁ।" 5 େତଣୁ ଏଜ୍ରା ଉଠିେଲ। େସହି ବାକ୍ଯ ଅନୁସାେର କାର୍ୟ୍ଯ କରିବା ପାଇଁ ଯାଜକମାନଙ୍କର, େଲବୀୟମାନଙ୍କର ଓ ସମଗ୍ର ଇଶ୍ରାେୟଲର ପ୍ରଧାନବର୍ଗ ପ୍ରତିଜ୍ଞା କରାଇେଲ। 6 ଏହାପେର ଏଜ୍ରା ପରେମଶ୍ବରଙ୍କ ଗୃହ ସମ୍ମୁଖରୁ ଉଠିଗେଲ। ଏହାପେର ଇଲିଯାଶୀବର ପୁତ୍ର ୟିହୋହାନନର େକାଠରୀକୁ ଗେଲ। ଏଜ୍ରା େସଠାେର ରହିବା ସମୟେର େସ େକୗଣସି ଖାଦ୍ୟ ଖାଇ ନଥିେଲ, କି ଜଳପାନ କରିନଥିେଲ। େସ ଏପରି କରିଥିେଲ କାରଣ େସ ବହୁତ ଦୁଃଖିତ ଥିେଲ। େସ ଇଶ୍ରାେୟଲମାନଙ୍କ ପାପ ପାଇଁ ବହୁତ ଦୁଃଖିତ ଥିେଲ େଯଉଁମାେନ ୟିରୁଶାଲମକୁ େଫରି ଆସିଥିେଲ। 7 ଏହାପେର େସ ଯିହୁଦା ଓ ୟିରୁଶାଲମର ପ୍ରେତ୍ୟକକ ପ୍ରାନ୍ତରକୁ ଖବର ପଠାଇେଲ। ଏବଂ େସ େସହି େଲାକମାନଙ୍କୁ, େଯଉଁମାେନ ବନ୍ଦୀତ୍ବରୁ େଫରି ଆସିଥିେଲ, େସମାନଙ୍କ ନିକଟେର େଘାଷଣା କରି କହିେଲ, େସମାେନ ୟିରୁଶାଲମ େର ଏକତ୍ରୀତ େହେବ। 8 ଯଦି େକୗଣସି େଲାକ ତିନି ଦିନ ମଧିଅେର ୟିରୁଶାଲମକୁ ନ ଆସିବ, େତେବ ତାର ସମସ୍ତ ସମ୍ପତ୍ତି ହରଣ କରାୟିବ। ଏହି ନିଷ୍ପତ୍ତି ଅଧିପତିମାେନ ଓ ପ୍ରାଚୀନବର୍ଗମାେନ େନଇଥିେଲ ଓ େସମାନଙ୍କୁ ମଧ୍ଯ ବନ୍ଦୀତ୍ବର ସମାଜରୁ ପୃଥକ କରାୟିବ। 9 େତଣୁ ଯିହୁଦା ଓ ବିନ୍ଯାମିନର ସମଗ୍ର େଲାକ ତିନିଦିନ ମଧିଅେର ୟିରୁଶାଲମ େର ଏକତ୍ରୀତ େହଲ। େସହିଦିନ ନବମ ମାସର ବିଂଶତିତମ ଦିନ ଥିଲା। ଆଉ ସମସ୍ତ େଲାେକ ପରେମଶ୍ବରଙ୍କ ଗୃହର ସମ୍ମୁଖସ୍ଥ ଛକେର ବସି ଉକ୍ତ ବିଷଯ ଓ ମହାବୃଷ୍ଟି ସକାଶୁ କମ୍ପିତ ହୋଉଥିେଲ। 10 ଏହାପେର ଯାଜକ ଏଜ୍ରା ଠିଆ େହାଇ େଲାକମାନଙ୍କୁ କହିେଲ, "ତୁମ୍େଭମାେନ ଅବିଶ୍ବସ୍ତ େହାଇଅଛ ଓ ଇଶ୍ରାେୟଲର େଦାଷ ବଢାଇଅଛ, କାରଣ ତୁମ୍େଭମାେନ ଅଣ ଇଶ୍ରାେୟଲୀୟ ସ୍ତ୍ରୀମାନଙ୍କୁ ବିବାହ କରିଅଛ। 11 ଏଣୁ ତୁମ୍େଭ ତୁମ୍ଭର ପିତୃଗଣର ପରେମଶ୍ବର ସଦାପ୍ରଭୁଙ୍କ ନିକଟେର ପ୍ରକାଶ କର। ତାଙ୍କର ତୁଷ୍ଟିଜନକ କାର୍ୟ୍ଯ କର। େଦଶସ୍ଥ ଅନ୍ୟ େଗାଷ୍ଠୀଯମାନଙ୍କଠାରୁ ଓ ଅନ୍ୟ ଦେଶୀଯା ସ୍ତ୍ରୀମାନଙ୍କଠାରୁ ଆପଣାମାନଙ୍କୁ ପୃଥକ କର।" 12 ଏହାପେର ସମଗ୍ର ସମାଜ ଏକତ୍ରୀତ େହାଇ ଏଜ୍ରାଙ୍କୁ ଉତ୍ତର େଦଇ କହିେଲ, " େହ ଏଜ୍ରା, ତୁମ୍େଭ ଠିକ୍ କହିଛ। ତୁମ୍େଭ ଆମ୍ଭକୁ ଯାହା କହିଲ ଆମ୍େଭ ଠିକ୍ େସହିପରି କରିବୁ। 13 କିନ୍ତୁ ଏଠା େର ବହୁତ େଲାକ ଅଛନ୍ତି ଏବଂ ଏହା ବର୍ତ୍ତମାନ ବୃଷ୍ଟିର ସମୟ। ଆଉ ଆମ୍େଭମାେନ ବାହା େର ଠିଆ େହବା ଅସମ୍ଭବ। ଏବଂ ଏହା ଅଳ୍ପ ଦିନର କାର୍ୟ୍ଯ ନୁେହଁ, େଯ େହତୁ ଏହି ବିଷଯ େର ଆମ୍େଭମାେନ ମହା ଅପରାଧ କରିଅଛୁ। 14 ଏଣୁ ସମଗ୍ର ସମାଜ ନିମନ୍େତ ଆମ୍ଭମାନଙ୍କ ଅଧିପତିମାେନ ନିୟୁକ୍ତ ହୁଅନ୍ତୁ। େଯଉଁ େଲାକମାେନ ଅଣ-ଇଶ୍ରାେୟଲୀୟ ସ୍ତ୍ରୀମାନଙ୍କୁ ବିବାହ କରିଛନ୍ତି, େସମାେନ ସମସ୍େତ ନିରୁପିତ ସମୟେର ଆସନ୍ତୁ ଓ େସମାନଙ୍କ ସଙ୍େଗ ପ୍ରେତ୍ୟକକ ନଗରର ପ୍ରାଚୀନଗଣ ଓ ବିଗ୍ଭର କର୍ତ୍ତାଗଣ ଆସନ୍ତୁ। ଆମ୍ଭ ପରେମଶ୍ବରଙ୍କର େକାରଧ େଯପର୍ୟ୍ଯନ୍ତ ଅତିକ୍ରମ ନ େହାଇଛି ଏହି କାରଣ େଯାଗୁଁ ଏହି ବିଷଯ ଗ୍ରହଣୀଯ େହବ ନାହିଁ।" 15 ଏହି କଥା ବିରୁଦ୍ଧ େର କେବଳ ଆସା େହଲର ପୁତ୍ର େଯାନାଥନ ଓ ତିକ୍ବର ପୁତ୍ର ୟହସିଯ ଉଠିେଲ। ଆଉ ମସୁଲମ୍ ଓ େଲବୀୟ ଶଦ୍ଦଥଯ େସମାନଙ୍କର ସାହାୟ୍ଯ କେଲ। 16 ମାତ୍ର ବନ୍ଦୀତ୍ବରୁ ସନ୍ତାନମାେନ େସହିପରି କର୍ମ କେଲ। ପୁଣି ଯାଜକ ଏଜ୍ରା େସଇ େଲାକମାନଙ୍କୁ ବାଛିେଲ, େଯଉଁମାେନ ପରିବାରର ମୁଖ୍ଯ ଥିେଲ। ପ୍ରେତ୍ୟକକ ପରିବାରରୁ ଜେଣ ଲେଖାଁଏ ବଛାଗେଲ। ଆଉ େସମାେନ ଦଶମ ମାସର ପ୍ରଥମ ଦିନ େସହି ବିଷଯ ଅନୁସନ୍ଧାନ କରିବାକୁ ବସିେଲ। 17 ପୁଣି େସମାେନ ପ୍ରଥମ ମାସର ପ୍ରଥମ ଦିନ େର ଅନ୍ୟ ଦେଶୀଯା ସ୍ତ୍ରୀ ବିବାହକାରୀ ପୁରୁଷ ସମସ୍ତଙ୍କର ବିଗ୍ଭର ସମାପ୍ତ କେଲ। 18 ଯାଜକମାନଙ୍କ ବଂଶଗଣ ମଧ୍ଯରୁ େଯଉଁମାେନ ଅନ୍ୟ ଦେଶୀଯା ସ୍ତ୍ରୀମାନଙ୍କୁ ବିବାହ କରିଥିେଲ, େସମାେନ େହଲ ଯଥା: 19 ଏମାେନ ଆପଣା ଆପଣା ସ୍ତ୍ରୀମାନଙ୍କୁ ଦୂର କରି େଦେବ େବାଲି କଥା େଦେଲ। ଆଉ େଦାଷୀ େହବାରୁ େସମାେନ ନିଜ ନିଜର େଦାଷ ସକାେଶ ପଲରୁ ଏକ ଏକ େମଷ େଦାଷାର୍ଥକବଳି ରୂେପ ଉତ୍ସର୍ଗ କେଲ। 20 ଆଉ ଇମ୍ମେରର ବଂଶଧରମାନଙ୍କୁ ମଧ୍ଯରୁ ହନାନି ଓ ସବଦିଯ। 21 ହାରିମର ବଂଶଧରମାନଙ୍କ ମଧ୍ଯରୁ ମା େସଯ ଓ ଏଲୀଯ ଓ ଶମଯିଯ ୟିହୀଯେଲ ଓ ଉଷିୟ। 22 ପଶହୂରର ସନ୍ତାନମାନଙ୍କର ମଧ୍ଯରୁ ଇଲଯୋ-ଐନଯ, ମା େସଯ, ଇଶ୍ମାଯେଲ, ନଥନେଲ, ୟୋଷାବଦ୍ ଓ ଇଲିଯାସା, 23 ଆଉ େଲବୀୟମାନଙ୍କ ମଧ୍ଯରୁ ୟୋଷାବଦ୍, ଶିମିଯି ଓ କଲାଯ, ଏହାକୁ କଲିଟ୍ କହନ୍ତି, ପଥାହିଯ, ଯିହୁଦା ଓ ଇଲୀଯେଷର, 24 ଗାଯକମାନଙ୍କ ମଧ୍ଯରୁ ଇଲୀଯାଶୀବ୍, ଦ୍ବାରପାଳକମାନଙ୍କ ମଧ୍ଯରୁ ଶଲ୍ଲୁମ୍ ଓ ଟେଲମ୍ ଓ ଊରି। 25 ଇଶ୍ରାେୟଲ ମଧିଅେର 26 ଏଲମର ବଂଶଧରଗଣ ମଧ୍ଯରୁ ମତ୍ତନିଯ, ଜିଖରିଯ, ୟିହୀଯେଲ ଅବ୍ଦି, ଯିେରେମାତ୍ ଓ ଏଲୀଯ। 27 ସତ୍ତୁର ବଂଶଧରଗଣ ମଧ୍ଯରୁ ଇଲିଯୋ-ଐନଯ, ଇଲୀଯାଶୀବ୍ ଓ ମତ୍ତନିଯ, ଯିେରେମାତ୍, ୟାବତ୍ ଓ ଅସୀସା। 28 ବେବଯର ସନ୍ତାନଗଣ ମଧ୍ଯରୁ ଯିେହାହାନନ୍, ହବାନିଯ, ସଜଯ ଓ ଅତ୍ତଲଯ। 29 ଆଉ ବାନିର ବଂଶଧରଗଣ ମଧ୍ଯରୁ ମଶୁଲ୍ଲମ୍, ମଲ୍ଲକ ଓ ଅଦାଯା, ଯାଶୂବ୍, ଶାଲ ଓ ଯି େରେମାତ୍। 30 ଆଉ ପହତ୍ େମାୟାବର ବଂଶଧରଗଣ ମଧ୍ଯରୁ ଅଦନ ଓ କଲାଲ୍, ବନାଯ, ମା େସଯ, ମତ୍ତିନିଯ, ବତ୍ସଲେଲ ଓ ବିନ୍ନୁଯୀ ଓ ମନଶି। 31 ହାରିମର ବଂଶଧରଗଣ ମଧ୍ଯରୁ ଇଲୀଯେଷର, ୟିଶିଯ, ମଲ୍ଲିଯ, ଶମଯିଯ,ଶିମିେଯାନ, 32 ବିନ୍ଯାମୀନ, ମଲ୍ଲୂକ, ଶମରିଯ, 33 ହଶୂମର ବଂଶଧରଗଣ ମଧ୍ଯରୁ ମତ୍ତନଯ ମତ୍ତତ୍ତ, ସାବଦ୍, ଇଲିଫେଲଟ୍, ୟି େରମଯ, ମନଃଶି, ଶିମିଯି। 34 ବାନିର ବଂଶଧରଗଣ ମଧ୍ଯରୁ ମାଦଯ, ଅମ୍ରାମ ଓ ଉଯେଲ, 35 ବନାଯ, ବେଦିଯା, କଲୂହ, 36 ବନିଯ, ମେରେମାତ୍, ଇଲୀଯାଶୀବ୍, 37 ମତ୍ତନିଯ, ମତ୍ତନଯ ଓ ୟାଶଯ। 38 ଏବଂ ବିନ୍ନୁଯି, ଶିମିଯିର ଭବିଷ୍ଯତ୍ ବଂଶଧର ମଧ୍ଯରୁ 39 ଶେଲିମିଯ, ନାଥନ୍ ଓ ଅଦାଯା, 40 ମଗ୍ନଦହବଯ, ଶାଶଯ, ଶାରଯ, 41 ଅସ େରଲ, ଶେଲିମିଯ, ଶମରିଯ, 42 ଶଲ୍ଲୁମ୍, ଅମରିଯ ଓ େଯାେଷଫ୍। 43 ନେବାର ବଂଶଧରଗଣ ମଧ୍ଯରୁ ୟିଯଯେଲ, ମତ୍ତଥିଯ, ସାବଦ୍, ସବୀନଃ, ଇେଦା, ୟୋଯଲ ଓ ବନାଯ। 44 ଏସମସ୍ତ, େଲାକମାେନ ଅଣ ଇଶ୍ରାେୟଲୀୟ ସ୍ତ୍ରୀମାନଙ୍କୁ ବିବାହ କରିଥିେଲ। ଆଉ େସମାେନ େସମାନଙ୍କର ବିଦେଶୀନି ସ୍ତ୍ରୀମାନଙ୍କୁ େସମାନଙ୍କର ସନ୍ତାନମାନଙ୍କ ସହିତ ପଠେଇ େଦେଲ।