Galatians

1:1 ପ୍ େରରିତ ପାଉଲଙ୍କ ନିକଟରୁ ପତ୍ର। ମୁଁ ପ୍ େରରିତ େହବା ପାଇଁ ମନୁଷ୍ଯ ଦ୍ବାରା ବଛା ଯାଇ ନାହିଁ କି ମନୁଷ୍ଯ ଦ୍ବାରା ପଠାଯାଇ ନାହିଁ। ମାତ୍ର ମୁଁ ଯୀଶୁଖ୍ରୀଷ୍ଟ ଓ ପରମପିତା ପରେମଶ୍ବରଙ୍କ ଦ୍ବାରା ପ୍ େରରିତ ଭାେବ ନିୟୁକ୍ତି ପାଇଛି। େସହି ପରମପିତା ହିଁ ଯୀଶୁଖ୍ରୀଷ୍ଟଙ୍କୁ ମୃତ୍ଯୁରୁ ପୁନର୍ଜୀବିତ କରିଥିେଲ। 2 େମା ସହିତ ଥିବା ଏବଂ ଖ୍ରୀଷ୍ଟଙ୍କଠା େର ବିଶ୍ବାସୀ ସମସ୍ତ ଭାଇମାନଙ୍କ ତରଫରୁ ଏହି ପତ୍ରଟି ଗାଲାତୀୟ ଅଞ୍ଚଳର ସମସ୍ତ ବିଶ୍ବାସୀ ମଣ୍ଡଳୀ ନିକଟକୁ ଲେଖାଯାଉଅଛି। 3 ମୁଁ ପ୍ରାର୍ଥନା କେର େଯ, ଆମ୍ଭ ପରମପିତା ପରେମଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କୁ ମିଳୁ। 4 ପରମପିତା ପରେମଶ୍ବରଙ୍କ ଇଚ୍ଛା ଅନୁସାେର ଯୀଶୁଖ୍ରୀଷ୍ଟ ଆମ୍ଭ ପାପଗୁଡ଼ିକ ପାଇଁ ଓ ଆମ୍େଭ ରହୁଥିବା ପାପ ସଂସାରରୁ ଆମ୍ଭକୁ ମୁକ୍ତ କରିବା ପାଇଁ ନିଜକୁ ସମର୍ପିତ କେଲ। 5 ପରେମଶ୍ବରଙ୍କ ମହିମା ସଦାସର୍ବଦା େହଉ। ଆେମନ୍। 6 ଅଳ୍ପକ୍ଷଣ ପୂର୍ବରୁ ପରେମଶ୍ବର ତାହାଙ୍କର ଅନୁଗମନ କରିବା ନିମନ୍େତ ତୁମ୍ଭମାନଙ୍କୁ ତାହାଙ୍କ ଅନୁଗ୍ରହ େର ଖ୍ରୀଷ୍ଟଙ୍କ ମାଧ୍ଯମ େର ଡ଼ାକିଥିେଲ। କିନ୍ତୁ ଏେବ ମୁଁ ଏହା ଜାଣି ଅତି ଆଶ୍ଚର୍ୟ୍ଯ େହଲି େଯ, ତୁମ୍େଭମାେନ େସହି ପରେମଶ୍ବରଙ୍କଠାରୁ ଦୂ େରଇ ଯାଇ, େକୗଣସି ଅନ୍ୟ ସୁସମାଚାରକୁ ବିଶ୍ବାସ କରୁଛ। 7 ପ୍ରକୃତ େର ଆଉ ଅନ୍ୟ େକୗଣସି ସୁସମାଚାର ନାହିଁ। କିନ୍ତୁ େକେତକ େଲାକ ତୁମ୍ଭମାନଙ୍କୁ ବିଭ୍ରାନ୍ତ କରାଇ ଖ୍ରୀଷ୍ଟଙ୍କ ସୁସମାଚାରକୁ ପରିବର୍ତ୍ତନ କରିବା ପାଇଁ େଚଷ୍ଟା କରୁଛନ୍ତି। 8 କିନ୍ତୁ ଆମ୍େଭ ବା ଅନ୍ୟ େକୗଣସି ସ୍ବର୍ଗଦୂତ ଯଦି ଆମ୍ଭଦ୍ବାରା ପ୍ରଚାରିତ ସୁସମାଚାରଠାରୁ ଭିନ୍ନ ଅନ୍ୟ େକୗଣସି ସୁସମାଚାର ପ୍ରଚାର କେର, ତା' େହେଲ େସମାେନ ଦଣ୍ଡ ଓ ନିନ୍ଦାର ପାତ୍ର। 9 ଏହା ମୁଁ ଆଗରୁ କହିଥିଲି, ଏେବ ପୁନର୍ବାର କହୁଛି, ତୁମ୍େଭମାେନ ପୂର୍ବରୁ ପ୍ରକୃତ ସୁସମାଚାର ଗ୍ରହଣ କରି ସାରିଛ। ଯଦି ପରିତ୍ରାଣ ପାଇଁ େକହି ବ୍ଯକ୍ତି କିଛି ଅନ୍ୟ ଉପାୟ ବିଷୟ େର କ େହ ତା' େହେଲ େସ ଦଣ୍ଡ ଓ ନିନ୍ଦାର ପାତ୍ର ଅେଟ। 10 ତୁମ୍େଭମାେନ କ'ଣ ଭାବୁଛ େଯ, େଲାେକ େମାେତ େଯପରି ଗ୍ରହଣ ଓ ସମର୍ଥନ କରନ୍ତି େସଥିପାଇଁ ମୁଁ େଚଷ୍ଟା କରୁଛି ? ନା! ଜେଣ ପରେମଶ୍ବର ଅଛନ୍ତି, ମୁଁ କେବଳ ତାହାଙ୍କୁ ପ୍ରସନ୍ନ କରିବା ପାଇଁ େଚଷ୍ଟା କରୁଛି। ମୁଁ ଯଦି ମଣିଷମାନଙ୍କୁ ପ୍ରସନ୍ନ କରିବା ପାଇଁ େଚଷ୍ଟା କରୁଥାନ୍ତି, େତେବ ଖ୍ରୀଷ୍ଟଙ୍କର େସବକ େହାଇ ନ ଥାନ୍ତି। 11 ଭାଇମାେନ! ମୁଁ କହି େଦବାକୁ ଚା େହଁ େଯ, ମୁଁ ତୁମ୍ଭମାନଙ୍କୁ େଯଉଁ ସୁସମାଚାର ଶୁଣାଇଲି ତାହା ମନୁଷ୍ଯକୃତ ନୁର୍ େହ। 12 ମୁଁ େସହି ସୁସମାଚାର ମଣିଷମାନଙ୍କ ପାଖରୁ ପାଇ ନାହିଁ। େକୗଣସି ମଣିଷ େମାେତ ତାହା ଶିକ୍ଷା େଦଇ ନାହିଁ, ବରଂ ଯୀଶୁଖ୍ରୀଷ୍ଟ େସହି ସୁସମାଚାର େମା ଆଗ େର ପ୍ରକାଶିତ କେଲ। 13 ତୁମ୍େଭମାେନ େମା ପୁର୍ବଜୀବନ ବିଷୟ େର ଶୁଣିଛ। ମୁଁ ଯିହୂଦୀ ଧର୍ମର ଥିଲି। ମୁଁ ପରେମଶ୍ବରଙ୍କ ମଣ୍ଡଳୀକୁ ତାଡ଼ନା କରୁଥିଲି। ମୁଁ ମଣ୍ଡଳୀଗୁଡ଼ିକୁ ନଷ୍ଟ କରି େଦବା ପାଇଁ େଚଷ୍ଟା କରିଥିଲି। 14 ମୁଁ ଯିହୂଦୀଧର୍ମର ଜେଣ େନତା େହାଇ ଉଠୁଥିଲି। ମୁଁ େମା ବୟସର ତୁଳନା େର ଅନ୍ୟ ଯିହୂଦୀମାନଙ୍କଠାରୁ ଆଗୁଆଥିଲି। ପୁରାତନ ନିୟମଗୁଡ଼ିକ ପାଳନ କରିବା ପାଇଁ ମୁଁ କଠିନ ପରିଶ୍ରମ କରୁଥିଲି। ଏହି ନିୟମଗୁଡ଼ିକ ପରଂପରାଭାେବ ଆମ୍େଭ ଆମ୍ଭର ପୂର୍ବପୁରୁଷମାନଙ୍କଠାରୁ ପାଇଥିଲୁ। 15 କିନ୍ତୁ ପରେମଶ୍ବର େମା ଜନ୍ମ ପୂର୍ବରୁ େମାେତ ଅନୁଗ୍ରହ କରି ବାଛି େନଇଥିେଲ। େସ ସ୍ଥିର କରିଥିେଲ େଯ, ମୁଁ ଅଣଯିହୂଦୀମାନଙ୍କୁ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କର ସୁସମାଚାର କହିବି। 16 ପରେମଶ୍ବର ତାହାଙ୍କ ପୁତ୍ରଙ୍କ ବିଷୟ େର କହିେଲ। େଯେତେବେଳ ପରେମଶ୍ବର େମାେତ ଡାକିେଲ, ମୁଁ େକୗଣସି ମଣିଷର ପରାମର୍ଶ ବା ସାହାୟ୍ଯ େନଇ ନ ଥିଲି। 17 େମା ଆଗରୁ ପ୍ େରରିତ େହାଇ ସାରିଥିବା ୟିରୁଶାଲମର ପ୍ େରରିତମାନଙ୍କ ପାଖକୁ ମୁଁ ଗଲିନାହିଁ। କିନ୍ତୁ ଅପେକ୍ଷା ନ କରି ମୁଁ ପ୍ରଥମେ ଆରବ ଗଲି ଓ ତା'ପେର ଦମ୍ମେସକ ନଗରକୁ େଫରିଗଲି। 18 ତିନିବର୍ଷ ପେର ମୁଁ ୟିରୁଶାଲମକୁ ଗଲି। ମୁଁ ପିତର ଙ୍କୁ େଦଖା କରିବାକୁ ଯାଇଥିଲି। 19 ପିତରଙ୍କ ସହିତ ମୁଁ ପନ୍ଦର ଦିନ ରହିଲି। ମୁଁ େସଠାରୁ ପ୍ରଭୁଙ୍କ ଭାଇ ଯାକୁବଙ୍କ ଛଡ଼ା ଆଉ େକୗଣସି ପ୍ େରରିତଙ୍କୁ େଦଖା କଲି ନାହିଁ। 20 ପରେମଶ୍ବର ଜାଣନ୍ତି େଯ, ମୁଁ ଏଥି େର ଯାହା କିଛି ଲେଖୁଛି, ତାହା ମିଥ୍ଯା ନୁେହଁ। 21 ତା'ପେର ମୁଁ ସୁରିଆ ଓ କିଲିକିଯା ଅଞ୍ଚଳଗୁଡ଼ିକୁ ଗଲି। 22 ଯିହୁଦା େର ଖ୍ରୀଷ୍ଟଙ୍କଠା େର ଥିବା ମଣ୍ଡଳୀଗୁଡ଼ିକ େମାେତ ପୂର୍ବରୁ େଦଖି ନ ଥିବାରୁ େମାେତ ଚିହ୍ନି ନ ଥିେଲ। 23 େସମାେନ କେବଳ େମା ବିଷୟ େର ଶୁଣିଥିେଲ େଯ, "ପୂର୍ବରୁ ଏହି େଲାକ ମଣ୍ଡଳୀକୁ ତାଡ଼ନା କରୁଥିଲା, ଏେବ େସ ଖ୍ରୀଷ୍ଟଙ୍କ ବିଶ୍ବାସମତକୁ ପ୍ରଚାର କରୁଅଛି, ଯାହାକୁ େସ ପୂର୍ବରୁ ନଷ୍ଟ କରିବା ପାଇଁ େଚଷ୍ଟା କରିଥିଲା।" 24 େମା'ପ୍ରତି ଯାହା ଘଟିଲା, େସଥିପାଇଁ େସମାେନ ପରେମଶ୍ବରଙ୍କୁ ପ୍ରଶଂସା କେଲ।

2:1 ମୁଁ ଚଉଦ ବର୍ଷ ପେର ପୁଣି ଥେର ୟିରୁଶାଲମକୁ ଗଲି। ବର୍ଣ୍ଣବବା ଓ ତିତସଙ୍କୁ ମଧ୍ଯ ସାଙ୍ଗ େର େନଇ ଥିଲି। 2 ୟିରୁଶାଲମ ୟିବା ପାଇଁ ପରେମଶ୍ବର େମାେତ ପ୍ରକାଶ କରିଥିବାରୁ ମୁଁ େସଠାକୁ ଯାଇଥିଲି। ବିଶ୍ବାସୀ େଲାକମାନଙ୍କ ମଧିଅେର ଥିବା ନେତୃସ୍ଥାନୀୟ େଲାକମାନଙ୍କ ପାଖକୁ ମୁଁ ଗଲି। େଯେତେବେଳ ଆମ୍େଭମାେନ ଏକାନ୍ତ େର ଥିଲୁ, େସେତେବେଳ େସମାନଙ୍କୁ ମୁଁ ପ୍ରଚାର କରୁଥିବା ସୁସମାଚାର ଶୁଣାଇଲି। ମୁଁ ଅଣଯିହୂଦୀମାନଙ୍କୁ ଆଗରୁ ଏହି ସୁସମାଚାର ଶୁଣାଇ ସାରି ଥିଲି। ଏହାଦ୍ବାରା ମୁଁ ଇଚ୍ଛା କଲି େଯ, ମୁଁ େଯଉଁ କାମ ପୂର୍ବରୁ କରି ସାରିଥିଲି ଓ ଏେବ ଯାହା କରୁଛି, େଯପରି େସ ସବୁ ବିଫଳ ନ ହୁଏ। 3 ତିତସ େମା ସହିତ ଥିେଲ। େସ ଜେଣ ଅଣଯିହୂଦୀ େଲାକ ଥିେଲ। କିନ୍ତୁ ଏହି େଲାକମାେନ ତିତସଙ୍କୁ ମଧ୍ଯ ସୁନ୍ନତ େହବା ପାଇଁ ବାଧ୍ଯ କେଲ ନାହିଁ। 4 ଆମ୍େଭ ଏହି ସମସ୍ଯା ବିଷୟ େର କଥାବାର୍ତ୍ତା େହବାକୁ ଆବଶ୍ଯକ ମେନ କରୁଥିଲୁ। କାରଣ ଆମ୍ଭ ଦଳ ଭିତରକୁ େକେତକ ଭଣ୍ତ ଭାଇ ଲୁଚିଛପି ପଶି ଆସିଥିେଲ, ଓ ଯୀଶୁଖ୍ରୀଷ୍ଟଙ୍କଠା େର ଥିବା ଆମ୍ଭର ସ୍ବାଧୀନତା ଉପେର ଗୋଇନ୍ଦାଗିରି କରି ଆମ୍ଭକୁ ଦାସ କରି ରଖିବାକୁ େଚଷ୍ଟା କରୁଥିେଲ। 5 କିନ୍ତୁ େସହି ଭଣ୍ଡ ଭାଇମାେନ ଯାହା କରିବାକୁ ଚାହୁଁଥିେଲ, େସଥି େର ଆମ୍େଭ େକୗଣସି ମେତ ସମ୍ମତ େହଲୁ ନାହିଁ। ଆମ୍େଭ ଇଚ୍ଛା କଲୁ େଯ, ତୁମ୍ଭମାନଙ୍କ ଭିତ େର ସୁସମାଚାର ସତ୍ଯ ରହିଥାଉ। 6 କିନ୍ତୁ େସହି "ପ୍ରତିଷ୍ଠିତ" େଲାକମାେନ ମୁଁ କହିଥିବା ସୁସମାଚାରର ପରିବର୍ତ୍ତନ କେଲ ନାହିଁ। େମା ପାଇଁ କିଏ ପ୍ରତିଷ୍ଠିତ ବା ନୁେହଁ, ତାହାର କିଛି ଅର୍ଥ ନାହିଁ। ପରେମଶ୍ବରଙ୍କ ନିକଟେର ସମସ୍େତ ସମାନ। 7 ଏହି େଲାକମାେନ େଦଖିେଲ େଯ, ପରେମଶ୍ବର ପିତରଙ୍କ ଭଳି େମାେତ େଗାଟିଏ ବିଶେଷ କାମ େଦଇଛନ୍ତି। ପରେମଶ୍ବର ଯିହୂଦୀମାନଙ୍କୁ ସୁସମାଚାର କହିବା ପାଇଁ ପିତରଙ୍କୁ ନିୟୁକ୍ତ କରିଛନ୍ତି। କିନ୍ତୁ ପରେମଶ୍ବର େମାେତ ଅଣଯିହୂଦୀମାନଙ୍କୁ ସୁସମାଚାର କହିବା କାମ େଦଇଛନ୍ତି। 8 ପରେମଶ୍ବର ପିତରଙ୍କୁ ଜେଣ ପ୍ େରରିତ ରୂେପର କାମ କରିବା ଶକ୍ତି ପ୍ରଦାନ କରିଥିେଲ। େସ ଯିହୂଦୀମାନଙ୍କର ଜେଣ ପ୍ େରରିତ। ପରେମଶ୍ବର େମାେତ ମଧ୍ଯ ଜେଣ ପ୍ େରରିତ ଭାବେର କାମ କରିବା ପାଇଁ ଶକ୍ତି ପ୍ରଦାନ କରିଛନ୍ତି। କିନ୍ତୁ ମୁଁ ଅଣଯିହୂଦୀମାନଙ୍କ ପାଇଁ ପ୍ େରରିତ ଅେଟ। 9 ଯାକୁବ, ପିତର ଓ େଯାହନ େନତା ରୂେପ ପରିଗଣିତ େହଉଥିେଲ। େସମାେନ େଦଖିେଲ େଯ, ପରେମଶ୍ବର େମାେତ ଏହି ବିଶେଷ ଅନୁଗ୍ରହ ପ୍ରଦାନ କରିଛନ୍ତି। େସଥିପାଇଁ େସମାେନ ବର୍ଣ୍ଣବବା ଓ େମାେତ ତାହାଙ୍କର ସହଭାଗୀତାର ଦକ୍ଷିଣହସ୍ତ ପ୍ରଦାନ କେଲ। ଯାକୁବ, ପିତର ଓ େଯାହନ କହିେଲ, "ପାଉଲ ଓ ବର୍ଣ୍ଣବବା, ତୁମ୍େଭମାେନ ଅଣଯିହୂଦୀମାନଙ୍କ ପାଖକୁ ୟିବା କଥା େର ଆମ୍େଭମାେନ ରାଜି ଅଛୁ। ମାତ୍ର ଆମ୍େଭମାେନ ଯିହୂଦୀମାନଙ୍କ ପାଖକୁ ୟିବୁ।" 10 େସମାେନ ଆମ୍ଭକୁ େଗାଟିଏ କଥା କହିବା ଉପେର େଜାର େଦେଲ େଯ, ଆମ୍େଭ େଯପରି ଅଭାବେର ଥିବା ଗରୀବ େଲାକମାନଙ୍କୁ ସାହାୟ୍ଯ କରିବା କଥା ମେନ ରଖୁ। ଏହି କାମଟି କରିବା ପାଇଁ ମୁଁ େଯ କେବଳ ଇଚ୍ଛା କରୁଥିଲି ତା ନୁେହଁ, ବରଂ ଏଥିପାଇଁ େମାର ଉଦ୍ୟୋଗ ମଧ୍ଯ ଥିଲା। 11 ପିତର ଆନ୍ତିୟଖିଆ ନଗରକୁ ଆସିେଲ। େସ େସଠାେର କିଛି ଭୂଲ୍ କାମ କେଲ। ମୁଁ ତାଙ୍କ ବି େରାଧ େର ସିଧାସଳଖ କହିଲି, କାରଣ େସ େଦାଷୀ ଥିେଲ। ଘଟଣାଟି ଏହା : 12 େଯେତେବେଳ ପିତର ପ୍ରଥମ ଆନ୍ତିୟଖିଆକୁ ଆସିଥିେଲ, େସ ଅଣଯିହୂଦୀଙ୍କ ସହିତ ଖିଆପିଆ କରୁଥିେଲ ଓ ସଂମ୍ପର୍କ ରଖିଥିେଲ। ମାତ୍ର େଯେତେବେଳ ଯାକୁବଙ୍କ ନିକଟରୁ େକେତକ ଯିହୂଦୀେଲାକ ଆସିେଲ, େସମାେନ ଆସିଲା ପେର ପିତର ଅଣଯିହୂଦୀେଲାକଙ୍କ ସହିତ ଖିଆପିଆ ବନ୍ଦ କରି େଦେଲ, ଓ େସମାନଙ୍କଠାରୁ ଦୂର େର ରହିେଲ। ସୁନ୍ନତ େହବା କଥା େର ବିଶ୍ବାସ କରୁଥିବା େଲାକମାନଙ୍କ ଭୟ େର ପିତର ଏପରି ଆଚରଣ କେଲ। 13 ଅତଏବ ପିତର ଜେଣ କପଟାଚାରୀ ଭାବେର ଛଳନା ପୂର୍ବକ ଆଚରଣ କେଲ। ପିତରଙ୍କ ସହିତ ଅନ୍ୟ ଯିହୂଦୀ ବିଶ୍ବାସୀମାେନ ମଧ୍ଯ ୟୋଗ େଦେଲ। େସଠାେର େସମାେନ ମଧ୍ଯ କପଟାଚାରୀ ଭାବେର ଛଳନା ପୂର୍ବକ ଆଚରଣ କେଲ। େସଠାେର େସମାେନ ୟହା କେଲ, ତଦ୍ଦ୍ବାରା ବର୍ଣ୍ଣବବା ମଧ୍ଯ ପ୍ରଭାବିତ େହାଇଗେଲ। 14 ଏହି ଯିହୂଦୀମାେନ ଯାହାୟାହା କେଲ, ମୁଁ େଦଖିଲି। େସମାେନ ସୁସମାଚାର ସତ୍ଯର ପାଳନ କରୁ ନ ଥିେଲ। େତଣୁ ସମସ୍ତ ଅନ୍ୟ ଯିହୂଦୀମାେନ ଶୁଣି ପାରିବା ଭଳି ମୁଁ ପିତରଙ୍କୁ କହିଲି : "ପିତର ! ତୁମ୍େଭ ଜେଣ ଯିହୂଦୀ ! କିନ୍ତୁ ତୁମ୍େଭ ଜେଣ ଯିହୂଦୀଙ୍କ ଭଳି ଜୀବନ ଯାପନ କରୁ ନାହଁ। ତୁମ୍େଭ ଅଣଯିହୂଦୀଙ୍କ ଭଳି ଜୀବନଯାପନ କରୁଛ। ଅତଏବ, ତୁମ୍େଭ ଅଣଯିହୂଦୀମାନଙ୍କୁ, ଯିହୂଦୀେଲାକଙ୍କ ଭଳି ଜୀବନଯାପନ କରିବା ପାଇଁ କିପରି ବାଧ୍ଯ କରୁଛ ?" 15 ଆମ୍େଭମାେନ ଯିହୂଦୀ ରୂେପ ଜନ୍ମ େହାଇଛୁ, ଏବଂ ଆମ୍େଭମାେନ ପାପୀ ଅଣଯିହୂଦୀମାନଙ୍କ ପରି େନାହୁଁ। 16 ଆମ୍େଭ ଜାଣୁ େଯ ନିୟମପାଳନ ଦ୍ବାରା େକହି ପରେମଶ୍ବରଙ୍କ ନିକଟେର ଧାର୍ମିକ ହୁଏ ନାହିଁ। ମାତ୍ର ଯୀଶୁଖ୍ରୀଷ୍ଟଙ୍କଠା େର ବିଶ୍ବାସ କରିବା ଦ୍ବାରା ଜେଣ ପରେମଶ୍ବରଙ୍କ ନିକଟେର ଧାର୍ମିକ ହୁଏ। େସଥିପାଇଁ ଆମ୍େଭ ପରେମଶ୍ବରଙ୍କ ନିକଟେର ଧାର୍ମିକ େହବା ପାଇଁ ଯୀଶୁଖ୍ରୀଷ୍ଟଙ୍କଠା େର ବିଶ୍ବାସ କରିଅଛୁ। ଆମ୍େଭ ନିୟମ ପାଳନ ପାଇଁ ନୁେହଁ ବରଂ ଯୀଶୁଖ୍ରୀଷ୍ଟଙ୍କଠା େର ବିଶ୍ବାସ ରଖିଥିବାରୁ ପରେମଶ୍ବରଙ୍କ ପ୍ରତି ଧାର୍ମିକ େହାଇଛୁ। କେବଳ ବ୍ଯବସ୍ଥା ପାଳନ ଦ୍ବାରା େକୗଣସି େଲାକ ଧାର୍ମିକ େହାଇପା େର ନାହିଁ। 17 ଆମ୍େଭ ଯିହୂଦୀମାେନ ପରେମଶ୍ବରଙ୍କ ପ୍ରତି ଧାର୍ମିକ େହବା ପାଇଁ ଯୀଶୁଙ୍କ ପାଖକୁ ଯାଇଛୁ। ଅତଏବ ଆମ୍େଭ ମଧ୍ଯ ପାପୀ। ଏହାର ଅର୍ଥ କ'ଣ ଏହା େଯ ଯୀଶୁ ଆମ୍ଭକୁ ପାପୀ କରୁଛନ୍ତି ? ନା! 18 କିନ୍ତୁ େଯଉଁ ବିଷୟଗୁଡ଼ିକୁ ଆମ୍େଭ ଛାଡ଼ି େଦଇ ସାରିଛୁ, ମୁଁ ଯଦି େସହିଗୁଡ଼ିକର ପୁନଃ ପ୍ରଚାର ଆରମ୍ଭ କେର, ତା େହେଲ ଏହା ଭୂଲ େହବ। 19 ମୁଁ ବ୍ଯବସ୍ଥା ପାଇଁ ଆଉ ବଞ୍ଚି ରହି ନାହିଁ। କାରଣ ବ୍ଯବସ୍ଥା େମାର ମୃତ୍ଯୁ ଘଟାଇଲା। କିନ୍ତୁ ମୁଁ ପରେମଶ୍ବରଙ୍କ ପାଇଁ ଜୀବନଯାପନ କରୁଛି, ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶ ଉପେର ମୃତ୍ଯୁେଭାଗ କରିସାରିଛି। 20 ଅତଏବ ଏେବ ମୁଁ ନିେଜ ଜୀବିତ ନାହିଁ, ମାତ୍ର େମା ମଧିଅେର ଯୀଶୁଖ୍ରୀଷ୍ଟ ଜୀବିତ ଅଛନ୍ତି। େମାର ଶରୀର ମଧିଅେର ମୁଁ ଏ ପର୍ୟ୍ଯନ୍ତ ଜୀବିତ ଅଛି ଓ ପରେମଶ୍ବରଙ୍କ ପୁତ୍ରଙ୍କଠା େର େମାର ବିଶ୍ବାସ ପାଇଁ ମୁଁ ଜୀବିତ ଅଛି। େସ େମାେତ ଭଲ ପାଇେଲ। େସ େମା ଉଦ୍ଧାର ପାଇଁ ନିଜକୁ ସମର୍ପିତ କରି େଦଇଛନ୍ତି। 21 ଏହି ଅନୁଗ୍ରହ େହଉଛି ପରେମଶ୍ବରଙ୍କର। ଏହା େମା ପାଇଁ ବହୁତ ମହତ୍ବପୂର୍ଣ୍ଣ ଅେଟ। କାରଣ ଯଦି ନିୟମ ଦ୍ବାରା ଧାର୍ମିକ ଗଣିତ େହବା ସମ୍ଭବ େହାଇଥାଆନ୍ତା, ତା େହେଲ ଖ୍ରୀଷ୍ଟ ବିନା କାରଣ େର ନିଜର ପ୍ରାଣ ବିସର୍ଜନ କରି ନ ଥାଆନ୍ତେ।

3:1 ପରେମଶ୍ବରଙ୍କ ଆଶୀର୍ବାଦ ବିଶ୍ବାସ ଦ୍ବାରା ମିଳେ େହ ଗାଲାତୀୟ େଲାେକ! ଯୀଶୁଖ୍ରୀଷ୍ଟଙ୍କୁ କିପରି ଭାବେର କ୍ରୁଶ ଉପେର ମୃତ୍ଯୁ ଦିଆଗଲା, ତାହା ତୁମ୍ଭକୁ ସ୍ପଷ୍ଟ ଭାବେର କୁହା ଯାଇଥିଲା। କିନ୍ତୁ ତୁମ୍େଭମାେନ ମୂର୍ଖ। ତୁମ୍େଭ କାହାର ଛଳନା େର ପଡ଼ିଗଲ। 2 ତୁମ୍େଭମାେନ େମାେତ େଗାଟିଏ କଥା କୁହ : ତୁମ୍େଭମାେନ ପବିତ୍ର ଆତ୍ମାଙ୍କୁ କିପରି ଭାେବ ଗ୍ରହଣ କରିଥିଲ ? କ'ଣ ତୁମ୍େଭମାେନ ବ୍ଯବସ୍ଥା ପାଳନ କରି ଆତ୍ମାଙ୍କୁ ପାଇଥିଲ ? ନା! ତୁମ୍େଭମାେନ ସୁସମାଚାର ଶୁଣି ଓ ବିଶ୍ବାସ କରି ପବିତ୍ର ଆତ୍ମାଙ୍କୁ ସ୍ବୀକାର କରିଥିଲ। 3 ତୁମ୍େଭମାେନ ଆତ୍ମାଙ୍କ ସହିତ "ତୁମ୍ଭମାନଙ୍କର ନୂଆ ଜୀବନ ଆରମ୍ଭ କଲ।" ଏେବ କ'ଣ ତୁମ୍େଭମାେନ ଭାବୁଛ େଯ ତୁମ୍େଭମାେନ ନିଜର ଶକ୍ତି ବଳ େର ଶେଷ ପର୍ୟ୍ଯନ୍ତ ଚଳି ପାରିବ ? ତୁମ୍େଭମାେନ କ'ଣ ଏେତ ବୋକା ? 4 ତୁମ୍େଭମାେନ ଅନେକ କଥା ଅନୁଭବ କରିଛ। କଣ େସ ସବୁ ବିଫଳ େହାଇଗଲା ? ନା! 5 େସ ସବୁ ବିଫଳ େହାଇ ନାହିଁ। ତୁମ୍େଭମାେନ ବ୍ଯବସ୍ଥା ପାଳନ କର େବାଲି କ'ଣ ପରେମଶ୍ବର ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ପ୍ରଦାନ କରିଛନ୍ତି? ନା! ତୁମ୍ଭମାନଙ୍କ ମଧିଅେର ପରେମଶ୍ବର େଯଉଁ ଆଶ୍ଚର୍ୟ୍ଯ କର୍ମମାନ କରିଛନ୍ତି, ତାହା କଣ ବ୍ଯବସ୍ଥା ପାଳନ ପାଇଁ କରାଯାଇଥିଲା? ନା! ବରଂ ତୁମ୍େଭମାେନ ସୁସମାଚାର ଶୁଣି େସଗୁଡ଼ିକେର ବିଶ୍ବାସ କଲ େବାଲି, ପରେମଶ୍ବର ତୁମ୍ଭମାନଙ୍କୁ ତାଙ୍କର ଆତ୍ମା ପ୍ରଦାନ କରି ତୁମ୍ଭମାନଙ୍କ ମଧିଅେର ଆଶ୍ଚର୍ୟ୍ଯଜନକ କର୍ମମାନ କରିଛନ୍ତି। 6 ଅବ୍ରହାମଙ୍କ ବିଷୟ େର ଶାସ୍ତ୍ର ମଧ୍ଯ ଏହି କଥା କୁ େହ : "ଅବ୍ରହାମ ପରେମଶ୍ବରଙ୍କୁ ବିଶ୍ବାସ କେଲ ଓ ପରେମଶ୍ବର ତାହାଙ୍କ ନିଜ ସହିତ ଅବ୍ରହାମଙ୍କୁ ଧାର୍ମିକ କରିବା ପାଇଁ ତାହାଙ୍କର ବିଶ୍ବାସକୁ ଗ୍ରହଣ କେଲ।" 7 ଅତଏବ ତୁମ୍େଭମାେନ ଜାଣି ରଖ େଯ, ବିଶ୍ବାସ କରୁଥିବା େଲାେକ ଅବ୍ରହାମଙ୍କର ପ୍ରକୃତ ସନ୍ତାନ। 8 ଶାସ୍ତ୍ରଗୁଡ଼ିକ ଏହା ମଧ୍ଯ କ େହ େଯ, ଭବିଷ୍ଯତ େର କ'ଣ େହବ ? ଲେଖାଅଛି, ପରେମଶ୍ବର ଅଣଯିହୂଦୀମାନଙ୍କୁ ମଧ୍ଯ େସମାନଙ୍କର ବିଶ୍ବାସ ପାଇଁ ଧାର୍ମିକ କରିେବ। ସୁସମାଚାର ଅବ୍ରାହମଙ୍କୁ ଆଗରୁ କୁହାୟାଇଥିଲା। ଶାସ୍ତ୍ର କ େହ : "ପରେମଶ୍ବର ପୃଥିବୀର ସମସ୍ତ େଲାକଙ୍କୁ ଆଶୀର୍ବାଦ କରିବା ପାଇଁ ଅବ୍ରହାମଙ୍କୁ ବ୍ଯବହାର କରିେବ।"271 9 ଅବ୍ରହାମ ଏହାକୁ ବିଶ୍ବାସ କେଲ ଓ େସଥିପାଇଁ େସ ଆଶୀର୍ବାଦ ଲାଭ କେଲ। େସହିପରି େଯଉଁମାେନ ବିଶ୍ବାସ କରନ୍ତି, େସମାେନ ଅବ୍ରହାମଙ୍କ ପରି ଆଶୀର୍ବାଦ ପାଆନ୍ତି। 10 କିନ୍ତୁ େଯଉଁମାେନ ବ୍ଯବସ୍ଥା ପାଳନ ଉପେର ନିର୍ଭର କରନ୍ତି, େସମାେନ ଅଭିଶାପଗ୍ରସ୍ତ। କାରଣ, େଯପରି ବ୍ଯବସ୍ଥାମାନଙ୍କ େର ଲେଖାଅଛି : "ଯାହା ବ୍ଯବସ୍ଥା272 େର ଲେଖାଅଛି େସ ସବୁକୁ ପୂର୍ଣ୍ଣଭାବେର ପାଳନ କରିବା ଉଚିତ, ନ େହେଲ େସ େଲାକ ଅଭିଶାପଗ୍ରସ୍ତ େହବ।"273 11 ଏଥିରୁ ସ୍ପଷ୍ଟ େଯ, େକୗଣସି େଲାକ ବ୍ଯବସ୍ଥା ପାଳନ ଦ୍ବାରା ପରେମଶ୍ବରଙ୍କଠା େର ଧାର୍ମିକ େବାଲି ପ୍ରମାଣିତ ହୁଏ ନାହିଁ। କାରଣ ଶାସ୍ତ୍ର କ େହ : "ବିଶ୍ବାସକୁ ଆଧାର କରି ଧାର୍ମିକ ବ୍ଯକ୍ତି ସଦାକାଳ ପାଇଁ ଜୀବିତ ରହିବ।"274 12 କିନ୍ତୁ ବ୍ଯବସ୍ଥା ବିଶ୍ବାସ ଉପେର ଆଧାରିତ ନୁେହଁ, ପ୍ରତିବଦଳ େର ଶାସ୍ତ୍ର କୁ େହ : " େଯଉଁ େଲାକ ବ୍ଯବସ୍ଥାର ବିଧିଗୁଡ଼ିକ ପାଳନ କେର, େସ େସଗୁଡ଼ିକ ମାଧ୍ଯମ େର ବଞ୍ଚିବ।"275 13 ଖ୍ରୀଷ୍ଟ ଆମ୍ଭ ନିମନ୍େତ ଅଭିଶାପ ନିେଜ ଗ୍ରହଣ କେଲ ଏବଂ ଆମ୍ଭକୁ ବ୍ଯବସ୍ଥାର ଅଭିଶାପରୁ ମୁକ୍ତ କେଲ। ଶାସ୍ତ୍ର କୁ େହ: " େଯଉଁ େଲାକର ଶରୀରକୁ ଗଛ େର ଟାଙ୍ଗି ଦିଆ ଯାଏ,276 େସ େଲାକଟି ଅଭିଶାପଗ୍ରସ୍ତ।"277 14 ଖ୍ରୀଷ୍ଟ ଆମ୍ଭକୁ ମୁକ୍ତ କରିବାର ଉଦ୍ଦେଶ୍ଯ ଥିଲା, େଯପରି େଯଉଁ ଆଶୀର୍ବାଦସବୁ ଅବ୍ରହାମଙ୍କୁ ପ୍ରତିଜ୍ଞା କରାଯାଇଥିଲା, ତାହା ଖ୍ରୀଷ୍ଟ ଯୀଶୁଙ୍କ ଦ୍ବାରା ଅଣଯିହୂଦୀମାନଙ୍କୁ ପ୍ରଦାନ କରାଯାଇପାରିବ ଏବଂ େଯପରି ବିଶ୍ବାସ ଦ୍ବାରା ଆମ୍େଭ ସମସ୍େତ େସହି ପ୍ରତିଜ୍ଞା ଦିଆଯାଇଥିବା ଆତ୍ମା ପାଇପାରିବା। 15 ଭାଇ ଓ ଭଉଣୀମାେନ! ମୁଁ େଗାଟିଏ ଉଦାହରଣ େଦଉଛି : ଜେଣ େଲାକ ଅନ୍ୟ ଜଣଙ୍କ ସହିତ କରିଥିବା ଚୁକ୍ତି ବିଷୟ େର ଭାବ। େସହି ଚୁକ୍ତିଟି ଅନୁେମାଦିତ େହାଇଗଲା ପେର, େସଥି େର େକୗଣସି ପରିବର୍ତ୍ତନ େହାଇପା େର ନାହିଁ। ତାହାକୁ ଅଟକାଇ ରଖିହୁଏ ନାହିଁ ଓ େସଥି େର ୟୋଡ଼ା ଯାଇପା େର ନାହିଁ। 16 େସ ଚୁକ୍ତିକୁ ମଧ୍ଯ ଏଡ଼ାଇ େଦଇ ହୁଏ ନାହିଁ। େସହିପରି ପରେମଶ୍ବର ଅବ୍ରହାମ "ଓ ତାହାଙ୍କ ସନ୍ତାନଙ୍କୁ" ପ୍ରତିଶୃତି େଦଇଥିେଲ। କିନ୍ତୁ " େସ ତାହାଙ୍କର ସମସ୍ତ ବଂଶଧର" ପାଇଁ ଏହି ପ୍ରତିଜ୍ଞା େଦଇ ନ ଥିେଲ। ତା'ର ଅର୍ଥ ଜେଣ ମାତ୍ର ବ୍ଯକ୍ତିଙ୍କୁ ପ୍ରତିଜ୍ଞା କରାଯାଇଥିଲା ଏବଂ େସହି ବ୍ଯକ୍ତି ଜଣକ େହଉଛନ୍ତି ଖ୍ରୀଷ୍ଟ। 17 େମା କହିବାର ଅର୍ଥ େଯ, େଯଉଁ ଚୁକ୍ତିଟିକୁ ପରେମଶ୍ବର ପୂର୍ବରୁ ଅନୁେମାଦନ କରିସାରିଥିେଲ, ତାହା ଚାରିଶହ ତିରିସ ବର୍ଷ ପେର ଆସିଥିବା ବ୍ଯବସ୍ଥା ଦ୍ବାରା ମୂଲ୍ଯହୀନ େହାଇ ଗଲା ନାହିଁ। େସହି ବ୍ଯବସ୍ଥା ମଧ୍ଯ େସହି ଚୁକ୍ତିର ପ୍ରଭାବକୁ ହୀନ କରି ପାରିଲା ନାହିଁ। 18 ଯଦି ଉତ୍ତରାଧିକାର "ବ୍ଯବସ୍ଥା ଆଧାରିତ" ଅେଟ, େତେବ ତାହା 'ପ୍ରତିଶୃତି ଆଧାରିତ" େହାଇ ପାରିବ ନାହିଁ। କିନ୍ତୁ ପରେମଶ୍ବର ଆପଣା ପ୍ରତିଶୃତି ମାଧ୍ଯମ େର ମୁକ୍ତ ଭାବେର ଅବ୍ରହାମଙ୍କୁ ତାଙ୍କର ଆଶୀର୍ବାଦ ପ୍ରଦାନ କରିଥିେଲ। 19 ତା' େହେଲ ବ୍ଯବସ୍ଥାର ପ୍ରଯୋଜନ କ'ଣ? େଲାକମାନଙ୍କ ଭୂଲ୍ କାମଗୁଡ଼ିକୁ େଦଖାଇବା ଲାଗି ବ୍ଯବସ୍ଥାକୁ ପ୍ରତିଜ୍ଞା ସହିତ େଯାଗ କରାଯାଇଥିଲା। ଅବ୍ରହାମଙ୍କ ବିଶେଷ ସନ୍ତାନଙ୍କ ଆସିବା ପର୍ୟ୍ଯନ୍ତ ବ୍ଯବସ୍ଥା ଜାରି ରହିବାର ଥିଲା। ପରେମଶ୍ବରଙ୍କ ପ୍ରତିଶୃତି ଏହି ସନ୍ତାନଙ୍କ ସମ୍ବନ୍ଧ େର ଥିଲା। ବ୍ଯବସ୍ଥାଗୁଡ଼ିକ ସ୍ବର୍ଗଦୂତମାନଙ୍କ ଜରିଆ େର ଦିଆଯାଇଥିଲା। ସ୍ବର୍ଗଦୂତମାେନ େମାଶାଙ୍କ ମଧ୍ଯସ୍ଥତା େର ମନୁଷ୍ଯମାନଙ୍କୁ େଦେଲ। 20 େଗାଟିଏ ପଟ ଥିେଲ, ମଧ୍ଯସ୍ଥତା ଦରକାର ହୁଏ ନାହିଁ ଓ ପରେମଶ୍ବର େହଉଛନ୍ତି ମାତ୍ର ଜେଣ। 21 ଏହାର ଅର୍ଥ କ'ଣ ଏହା େଯ ବ୍ଯବସ୍ଥା ପରେମଶ୍ବରଙ୍କ ପ୍ରତିଜ୍ଞାଗୁଡ଼ିକର ବିେରାଧୀ ଅେଟ? େଲାକଙ୍କ ଭିତ େର ଜୀବନ ଭଳି ବ୍ଯବସ୍ଥା ଯଦି ଦିଆଯାଇ ପାରିଥାଆନ୍ତା, େତେବ େସହି ବ୍ଯବସ୍ଥା ଦ୍ବାରା ପରେମଶ୍ବରଙ୍କ ସହିତ ଆମ୍େଭ ପ୍ରକୃତ େର ଧାର୍ମିକ େହାଇ ପାରିଥାଆନ୍ତୁ। 22 କିନ୍ତୁ ଏହା ସତ୍ଯ ନୁେହଁ। ଶାସ୍ତ୍ର ଘୋଷଣା କେର େଯ, ସବୁ େଲାକ ପାପର ଅଧୀନ ଅଟନ୍ତି। ଏଭଳି େଘାଷଣାର ଉଦ୍ଦେଶ୍ଯ େହଲା େଯ, ବିଶ୍ବାସ ମାଧ୍ଯମ େର େଲାକମାନଙ୍କୁ ପ୍ରତିଶୃତି ଦିଆୟିବ। େଯଉଁମାେନ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ବାସ କରନ୍ତି, େସହି େଲାକମାନଙ୍କୁ ପ୍ରତିଶୃତି ଦିଆୟିବ। 23 ଏହି ବିଶ୍ବାସ ପ୍ରକାଶ େହବା ପର୍ୟ୍ଯନ୍ତ ଆମ୍େଭ ବ୍ଯବସ୍ଥା ଦ୍ବାରା ବନ୍ଦୀ ଓ ପରିଚାଳିତ େହାଇଥିଲୁ। ଆମ୍ଭର େସେତେବେଳ େକୗଣସି ସ୍ବାଧୀନତା ନ ଥିଲା। 24 ଅତଏବ, ଖ୍ରୀଷ୍ଟଙ୍କ ଆଗମନ ପୂର୍ବରୁ ବ୍ଯବସ୍ଥା ଆମ୍ଭର ସ୍ବାମୀ ଥିଲା। ତା'ପେର ଆମ୍େଭ ବିଶ୍ବାସ ଦ୍ବାରା ପରେମଶ୍ବରଙ୍କ ସହିତ ଧାର୍ମିକ େହଲୁ। 25 ଏେବ ବିଶ୍ବାସର ରାସ୍ତା ଉପସ୍ଥିତ େହାଇଅଛି ଓ ଆମ୍େଭ ଏଣିକି ବ୍ଯବସ୍ଥାର ଅଧୀନ େନାହୁଁ। 26 ଖ୍ରୀଷ୍ଟ ଯୀଶୁଙ୍କଠା େର ବିଶ୍ବାସ ଦ୍ବାରା ତୁମ୍େଭ ସମସ୍େତ ପରେମଶ୍ବରଙ୍କ ସନ୍ତାନଗଣ ଅଟ। 27 ତୁମ୍େଭ େଯେତେଲାକ ଖ୍ରୀଷ୍ଟଙ୍କଠା େର ବାପ୍ତିସ୍ମ ଗ୍ରହଣ କରିଛ, ତୁମ୍େଭମାେନ ତାହାଙ୍କୁ ବସ୍ତ୍ରରୂେପ ପରିଧାନ କରିଛ। 28 ଅତଏବ ଖ୍ରୀଷ୍ଟଙ୍କଠା େର ତୁମ୍େଭ ସମସ୍େତ ଏକ େହାଇଥିବା କାରଣରୁ ଯିହୂଦୀ ଓ ଗ୍ରୀକ୍, ଦାସ ଓ ସ୍ବାଧୀନେଲାକ, ପୁରୁଷ ଓ ମହିଳା କାହାରି ଭିତ େର େକୗଣସି ଭେଦ ରହିଲା ନାହିଁ। 29 ଯଦି ତୁମ୍େଭମାେନ ସମସ୍େତ ଖ୍ରୀଷ୍ଟଙ୍କର ଅଟ, େତେବ ସ୍ବଭାବତଃ ତୁମ୍େଭ ଅବ୍ରହାମଙ୍କ ବଂଶଜ ମଧ୍ଯ ଅଟ, ଓ ପରେମଶ୍ବର ଅବ୍ରହାମଙ୍କୁ େଯଉଁ ପ୍ରତିଶୃତି େଦଇଥିେଲ, େସହି ପ୍ରତିଶୃତିର ମଧ୍ଯ ତୁମ୍େଭ ଉତ୍ତରାଧିକାରୀ ଅଟ।

4:1 ମୁଁ କହୁଛି େଯ, େଯପର୍ୟ୍ଯନ୍ତ ଜେଣ ଉତ୍ତରାଧିକାରୀ ଅବସ୍ଥା େର ଅଛି, େସ ସମସ୍ତ ସମ୍ପତ୍ତିର ମାଲିକ େହାଇଥିେଲ ମଧ୍ଯ, ଜେଣ ଦାସଠାରୁ ବେଶି ଭିନ୍ନ ନୁେହଁ। 2 କାରଣ େସହି ଶିଶୁ ଆପଣା ପିତାଙ୍କ ଦ୍ବାରା ନିଶ୍ଚିତ କରାଯାଇଥିବା ସମୟ ପର୍ୟ୍ଯନ୍ତ ଅଭିଭାବକ ଓ ତାର ଯତ୍ନ ନ୍ଯସ୍ତ କରା ଯାଇଥିବା ବ୍ଯକ୍ତିମାନଙ୍କର ଅଧୀନ େର ଥାଏ। 3 ଠିକ୍ େସହିପରି ଆମ୍େଭମାେନ ଶିଶୁଥିବା ସମୟେର ଆମ୍େଭ ମଧ୍ଯ ସଂସାରର ଅନୁପୟୋଗୀ ନୀତିନିୟମଗୁଡ଼ିକର ଦାସ ଥିଲୁ। 4 କିନ୍ତୁ ଉଚିତ୍ ସମୟ ଉପସ୍ଥିତ େହବାରୁ ପରେମଶ୍ବର ନିଜ ପୁତ୍ରଙ୍କୁ ପଠାଇେଲ। େସ ଜେଣ ସ୍ତ୍ରୀଙ୍କଠାରୁ ଜନ୍ମ ଗ୍ରହଣ କରିଥିେଲ ଓ ବ୍ଯବସ୍ଥା ଅଧିନ େର ଜୀବନଯାପନ କରୁଥିେଲ। 5 ବ୍ଯବସ୍ଥାର ଅଧୀନ େର ଥିବା େଲାକମାନଙ୍କୁ ମୁକ୍ତ କରିବା ପାଇଁ ଓ ଆମ୍ଭମାନଙ୍କୁ ପରେମଶ୍ବରଙ୍କ ସନ୍ତାନ ରୂେପ ଗଢି ତୋଳିବା ନିମନ୍େତ େସ ଏପରି କରିଥିେଲ। 6 ତୁମ୍େଭମାେନ ପରେମଶ୍ବରଙ୍କ ସନ୍ତାନ, େସଥିପାଇଁ େସ ତୁମ୍ଭମାନଙ୍କ ହୃଦୟ ଭିତ େର ନିଜ ପୁତ୍ରଙ୍କ ଆତ୍ମାକୁ ସ୍ଥାପିତ କେଲ। େସହି ଆତ୍ମା "ଆବବା, ପ୍ରିୟ ପିତା" େବାଲି ଡ଼ାକନ୍ତି। 7 ଅତଏବ, ତୁମ୍େଭମାେନ ପୂର୍ବଭଳି ଏେବ ଆଉ ଦାସ ନୁହଁ। ତୁମ୍େଭ ପରେମଶ୍ବରଙ୍କ ପୁତ୍ର ଅଟ। ତୁମ୍େଭ ତାହାଙ୍କର ସନ୍ତାନ େହାଇଥିବାରୁ େସ ତୁମ୍ଭକୁ ଉତ୍ତରାଧିକାରୀ ଭାେବ ସବୁ ପ୍ରତିଜ୍ଞାତ ବିଷୟ ପ୍ରଦାନ କରିେବ। 8 ପୂର୍ବରୁ ତୁମ୍େଭ ପରେମଶ୍ବରଙ୍କୁ ଜାଣି ନ ଥିଲ। ତୁମ୍େଭମାେନ ମିଥ୍ଯା େଦବତାମାନଙ୍କର ଦାସ ଥିଲ। 9 କିନ୍ତୁ ଏେବ ତୁମ୍େଭମାେନ ପ୍ରକୃତ ପରେମଶ୍ବରଙ୍କ ପରିଚୟ ପାଇଅଛ। ପ୍ରକୃତ େର ପରେମଶ୍ବରଙ୍କ ଦ୍ବାରା ପରିଚୟ ପାଇଅଛ। େତେବ ତୁମ୍େଭମାେନ ପୂର୍ବରୁ ପାଳନ କରୁଥିବା ଦୁର୍ବଳ ଓ ଅଦରକାରୀ ନିୟମଗୁଡ଼ିକ ପ୍ରତି କାହିଁକି ପୁଣି ଆକୃଷ୍ଟ େହଉଛ ? ତୁମ୍େଭମାେନ କ'ଣ ପୁଣି ଦାସ େହବାକୁ ଇଚ୍ଛା କର ? 10 ତୁମ୍େଭମାେନ ଏେବ ମଧ୍ଯ ବିଶେଷ ଦିନ, ମାସ, ଋତୁ ଓ ବର୍ଷଗୁଡ଼ିକ ବିଷୟକ ନୀତି ନିୟମର ଶିକ୍ଷାଗୁଡ଼ିକୁ ପାଳନ କରୁଛ। 11 ତୁମ୍ଭମାନଙ୍କ ପାଇଁ େଯଉଁ ସବୁ େଚଷ୍ଟା ଓ କାମ କରିଛି, ତାହା କାଳେ ବିଫଳ ହୁଏ, ଏଥିପାଇଁ ମୁଁ ଡ଼ରୁଛି। 12 ଭାଇ ଓ ଭଉଣୀମାେନ ମୁଁ ତୁମ୍ଭମାନଙ୍କ ପରି ଥିଲି, ଅତଏବ ତୁମ୍େଭମାେନ ବର୍ତ୍ତମାନ େମା ପରି ହୁଅ। 13 ତୁମ୍େଭମାେନ େମା ପାଇଁ ଖୁବ୍ ଭଲ ଥିଲ। ତୁମ୍େଭମାେନ ମେନ ପକାଅ, ମୁଁ ପ୍ରଥମ ଥର ତୁମ୍ଭମାନଙ୍କ ପାଖକୁ ଆସି ଥିଲି। େଯ େହତୁ ମୁଁ ଅସୁସ୍ଥ ଥିଲି। େସ ସମୟେର ମୁଁ ତୁମ୍ଭମାନଙ୍କ ନିକଟେର ସୁସମାଚାର ପ୍ରଚାର କରିଥିଲି। 14 େମାର ଅସୁସ୍ଥତା ତୁମ୍ଭମାନଙ୍କ ପାଇଁ ଭାରସ୍ବରୂପ ଥିଲା। କିନ୍ତୁ ତୁମ୍େଭମାେନ େମାେତ ଘୃଣା କରି ନ ଥିଲ। ତୁମ୍େଭମାେନ େମାେତ ଛାଡ଼ି ୟିବାକୁ କହି ନ ଥିଲ। ପରେମଶ୍ବରଙ୍କଠାରୁ ସ୍ବର୍ଗଦୂତ ଆସିବା ଭଳି େମାେତ ତୁମ୍େଭମାେନ ସ୍ବାଗତ ଜଣାଇ ଥିଲ। ତୁମ୍େଭମାେନ ସ୍ବଯଂ ଖ୍ରୀଷ୍ଟ ଯୀଶୁ ଭଳି େମାେତ ଗ୍ରହଣ କରିଥିଲ। 15 ତୁମ୍େଭମାେନ େସେତେବେଳ ଅତ୍ଯଧିକ ଆନନ୍ଦିତ ଥିଲ। ଏେବ େସ ଆନନ୍ଦ କୁଆେଡ଼ ଗଲା ? େମାର ମେନ ପଡ଼େ, ତୁମ୍େଭମାେନ ତୁମ୍ଭମାନଙ୍କର ସାଧ୍ଯମେତ େମାେତ ସାହାୟ୍ଯ କରିବା ପାଇଁ ଆେଗଇ ଆସିଥିଲ। ସମ୍ଭବ େହାଇଥିେଲ, ତୁମ୍େଭମାେନ ନିଜର ଆଖି ମଧ୍ଯ ତାଡ଼ି େମାେତ ପ୍ରଦାନ କରି େଦଇଥାଆନ୍ତ। 16 କିନ୍ତୁ ଏେବ କ'ଣ ତୁମ୍ଭମାନଙ୍କୁ ସତ୍ଯ କହୁଥିବାରୁ ମୁଁ ତୁମ୍ଭମାନଙ୍କ ଶତ୍ରୁ େହାଇଗଲି? 17 ଭଣ୍ଡ ଶିକ୍ଷକମାେନ ତୁମ୍ଭମାନଙ୍କୁ ବହୁତ ଶ୍ରଦ୍ଧା େଦଖାଉଛନ୍ତି, ମାତ୍ର ତାହା ଠିକ୍ ଉଦ୍ଦେଶ୍ଯ େର ନୁେହଁ। କାରଣ, ତାହାଦ୍ବାରା େସମାେନ ତୁମ୍ଭମାନଙ୍କୁ ନିୟନ୍ତ୍ରଣ କରି ଆମ୍ଭଠାରୁ ଦୂ େରଇ ନେବାକୁ ଇଚ୍ଛା କରନ୍ତି ଓ େସମାନଙ୍କ ଛଡ଼ା ଆଉ କାହାକୁ ଅନୁସରଣ ନ କରିବା ପାଇଁ ପ୍ରବର୍ତ୍ତାଉଛନ୍ତି। 18 କିନ୍ତୁ ଉଦ୍ଦେଶ୍ଯ ଯଦି ଭଲ େହାଇଥାଏ, େତେବ କେବଳ ମୁଁ ତୁମ୍ଭମାନଙ୍କ ସଙ୍ଗ େର ଥିବା େବେଳ ନୁେହଁ, ମାତ୍ର ସବୁେବେଳ େସଥି େର ଉଦ୍ େଯାଗୀ େହବା ଉଚିତ୍। 19 େମା ପ୍ରିୟ ସନ୍ତାନଗଣ ! ମୁଁ ତୁମ୍ଭମାନଙ୍କ ପାଇଁ ପୁଣି ଥେର ଜେଣ ମା' ପରି ପ୍ରସବବେଦନା ଅନୁଭବ କରୁଛି ଓ ତୁମ୍େଭମାେନ େଯପର୍ୟ୍ଯନ୍ତ ପ୍ରକୃତ େର ଖ୍ରୀଷ୍ଟ ଯୀଶୁଙ୍କ ଭଳି ନ େହାଇଛ, େସପର୍ୟ୍ଯନ୍ତ ମୁଁ ଏପ୍ରକାର କଷ୍ଟ ଅନୁଭବ କରୁଥିବି। 20 େମାରଇଚ୍ଛା େହଉଛି ମୁଁ ବର୍ତ୍ତମାନ େସଠାେର ତୁମ୍ଭମାନଙ୍କ ପାଖ େର ଥାଆନ୍ତି କି, ୟଦ୍ଦ୍ବାରା ମୁଁ ତୁମ୍ଭମାନଙ୍କ ସହିତ ଭିନ୍ନ ପ୍ରକା େର କଥା େହାଇପାରନ୍ତି। କାରଣ ତୁମ୍ଭମାନଙ୍କ ବିଷୟ େର କ'ଣ କରାୟିବ, ମୁଁ କିଛି ଜାଣିପାରୁ ନାହିଁ। 21 ଏେବ ମଧ୍ଯ ତୁମ୍ଭମାନଙ୍କ ଭିତରୁ େକେତକ ବ୍ଯବସ୍ଥା ଅଧିନ େର ରହିବାକୁ ଇଚ୍ଛା କରୁଛ। ତୁମ୍େଭମାେନ ଜାଣ କି ବ୍ଯବସ୍ଥା କ'ଣ କୁ େହ ? 22 ଶାସ୍ତ୍ର କୁ େହ, ଅବ୍ରହାମଙ୍କର ଦୁଇଟି ପୁତ୍ର ଥିେଲ। େଗାଟିଏ ପୁଅର ମା ଜେଣ ଦାସୀ। ଅନ୍ୟଟିର ମା ଜେଣ ସ୍ବାଧୀନା ସ୍ତ୍ରୀ। 23 ଅବ୍ରହାମଙ୍କ ଦାସୀପୁତ୍ର ଶାରୀରିକ ସ୍ବଭାବର ପଦ୍ଧତି େର ଜନ୍ମ େହଲା। କିନ୍ତୁ ସ୍ବାଧୀନ ସ୍ତ୍ରୀଠାରୁ େଯଉଁ ପୁତ୍ରଟି ଜନ୍ମ େହଲା, ପରେମଶ୍ବର ଅବ୍ରହାମଙ୍କୁ େଦଇଥିବା ପ୍ରତିଜ୍ଞା ଅନୁସାେର େସ ଜାତ େହଲା। 24 ଏହି ସତ୍ଯ କାହାଣୀ େଗାଟିଏ ଅର୍ଥ ପ୍ରକାଶ କେର। ଦୁଇଜଣ ସ୍ତ୍ରୀ ଦୁଇ ପ୍ରକାରର ଚୁକ୍ତିକୁ ଦର୍ଶାନ୍ତି। େଗାଟିଏ ଚୁକ୍ତି ସୀନୟ ପର୍ବତଠା େର େହାଇଥିଲା। ଏହି ଚୁକ୍ତି ଉଦ୍ଦେଶ୍ଯ େର େଯଉଁ େଲାକମାେନ ଜନ୍ମ ହୁଅନ୍ତି, େସମାେନ କ୍ରୀତଦାସ ଭଳି। ଏହି ଚୁକ୍ତି ହାଗାର ନାମ୍ନୀ ଏକ ସ୍ତ୍ରୀ ସହିତ ସଂୟୁକ୍ତ। 25 ହାଗାର ଆରବ େଦଶସ୍ଥିତ ସୀନୟ ପର୍ବତର ପ୍ରତୀକ। ଏେବ ତାହା ଆଜିର ୟିରୁଶାଲମକୁ ସଂକେତ କେର। ଏହା ନିଜ ସନ୍ତାନମାନଙ୍କ ସହିତ ଦାସତ୍ବ େର ପଡ଼ିଅଛି। 26 କିନ୍ତୁ ସ୍ବର୍ଗସ୍ଥ ୟିରୁଶାଲମ ସ୍ବାଧୀନ ଅେଟ। େସ ଆମ୍ଭର ମାତା। 27 ଶାସ୍ତ୍ର କୁ େହ : 28 ଏବଂ ଅବୟହାମଙ୍କର େଗାଟିଏ ପୁତ୍ର ସାଧାରଣ ଭାବେର ଜନ୍ମ େହଲା। ଅନ୍ୟ ପୁତ୍ର ୟିସ୍ହାକ୍ ଆତ୍ମାଙ୍କ ଶକ୍ତି ଦ୍ବାରା ଜାତ େହଲା। େମା ଭାଇ ଓ ଭଉଣୀମାେନ ! ତୁମ୍େଭମାେନ ମଧ୍ଯ ୟିସ୍ହାକ ଭଳି ପ୍ରତିତୃତିର ସନ୍ତାନ ଅଟ। ସାଧାରଣ ଭାବେର ଜନ୍ମ ଗ୍ରହଣ କରିଥିବା ପୁତ୍ରଟି ୟିସ୍ହାକ ସହିତ ମନ୍ଦ ବ୍ଯବହାର କଲା। ଆଜି ମଧ୍ଯ େସହିଭଳି ଅବସ୍ଥା। 29 30 କିନ୍ତୁ ଶାସ୍ତ୍ର କ'ଣ କୁ େହ? "ଦାସୀ ନାରୀ ଓ ତାହାର ପୁତ୍ରକୁ ବାହାର କରିଦିଅ। ସ୍ବାଧୀନ ସ୍ତ୍ରୀର ପୁତ୍ର ପିତାର ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ େହବ। କିନ୍ତୁ ଦାସୀପୁତ୍ର କିଛି ପାଇବ ନାହିଁ।"278 31 ଅତଏବ ଭାଇ ଓ ଭଉଣୀମାେନ, ଆମ୍େଭ ଦାସୀପୁତ୍ର ନୋହୁଁ, ମାତ୍ର ସ୍ବାଧୀନ ସ୍ତ୍ରୀର ସନ୍ତାନ ଅଟୁ।

5:1 ଆମ୍େଭ ସମସ୍େତ ଏେବ ସ୍ବାଧୀନ। ଖ୍ରୀଷ୍ଟ ଆମ୍ଭକୁ ସ୍ବାଧୀନ କରିଛନ୍ତି। ଦୃଢ଼ ଭାବେର ରହିଥାଅ। ପୁଣି ଥେର ଦାସତ୍ବର ବନ୍ଧନ ନିକଟେର ନିଜ ନିଜକୁ ସମର୍ପଣ କର ନାହିଁ। 2 ଶୁଣ ! ମୁଁ ପାଉଲ କହୁଛି, ଯଦି ତୁମ୍େଭମାେନ ସୁନ୍ନତ େହାଇ ବ୍ଯବସ୍ଥା ନିକଟକୁ େଫରି ୟିବ, ତା େହେଲ ଖ୍ରୀଷ୍ଟ ତୁମ୍ଭମାନଙ୍କ ପାଇଁ ଲାଭଦାୟକ େହେବ ନାହିଁ। 3 ମୁଁ ପୁଣି ଥେର ସମସ୍ତଙ୍କୁ ସତର୍କ କରାଇ େଦଉଛି : ଯଦି ଜେଣ େକହି ସୁନ୍ନତକୁ ଗ୍ରହଣ କରିବ, ତା' େହେଲ େସ ସମ୍ପୂର୍ଣ୍ଣ ଭାବେର ବ୍ଯବସ୍ଥା ପାଳନ କରିବାକୁ ବାଧ୍ଯ େହବ। 4 ଯଦି ତୁମ୍େଭମାେନ ବ୍ଯବସ୍ଥା ଅନୁସାେର ପରେମଶ୍ବରଙ୍କ ସହିତ ଧାର୍ମିକ େହବାକୁ େଚଷ୍ଟା କରୁଛ, ତା' େହେଲ ଖ୍ରୀଷ୍ଟଙ୍କ ସହିତ ତୁମ୍ଭମାନଙ୍କ ଜୀବନ ସମାପ୍ତ େହଲା, ଏହାର ଅର୍ଥ ତୁମ୍େଭମାେନ ପରେମଶ୍ବରଙ୍କ ଅନୁଗ୍ରହକୁ ଅଗ୍ରାହ୍ଯ କଲ। 5 ମୁଁ ଏହା କ େହ କାରଣ ଆେମ ଆଶା କରୁ େଯ, ବିଶ୍ବାସ ଦ୍ବାରା ପରେମଶ୍ବରଙ୍କ ପ୍ରତି ଧାର୍ମିକ େହବୁ। 6 ଆତ୍ମାଙ୍କ ସାହାୟ୍ଯ େର ଆେମ ଏଥି ପାଇଁ ଅପେକ୍ଷା କରି ରହିଛୁ। ଯଦି େକହି ଖ୍ରୀଷ୍ଟ ଯୀଶୁଙ୍କଠା େର ଅଛି, ତା େହେଲ େସ ସୁନ୍ନତ େହାଇଛି ନା ନାହିଁ, ଏହା ମହତ୍ବପୂର୍ଣ୍ଣ ନୁେହଁ। ମହତ୍ବପୂର୍ଣ୍ଣ ବିଷୟ େହଲା, ପ୍ େରମଜନକ ବିଶ୍ବାସ, ଯାହା କାର୍ୟ୍ଯ େର ପରିପ୍ରକାଶ ହୁଏ। 7 ମ୍ଭେମାେନ ପ୍ରତିୟୋଗିତା େର ଭଲ ଭାବେର ଦୌଡ଼ୁଥିଲ। କିଏ େତେବ ତୁମ୍ଭମାନଙ୍କୁ ସତ୍ଯପଥ ଅନୁସରଣ କରିବା େର ବାଧା େଦଲା ? 8 ତୁମ୍ଭକୁ େଯଉଁ ପ୍ରକାର ପ୍ରବର୍ତ୍ତନା ଦିଆଯାଇଥାଉ ନା କାହିଁକି, େସହି ପ୍ରବର୍ତ୍ତନା ପରେମଶ୍ବରଙ୍କଠାରୁ ଆସି ନାହିଁ, େଯ ତୁମ୍ଭକୁ ମେନାନୀତ କରିଥିେଲ। 9 ସାବଧାନ ରୁହ, "ଅଳ୍ପ ଟିକିଏ ଖମୀର ଜନ୍ତା େହାଇଥିବା ସବୁ ମଇଦାକୁ ଫୁଲାଇ ଦିଏ।"279 10 ପ୍ରଭୁଙ୍କଠା େର େମାର ବିଶ୍ବାସ ଅଛି େଯ, ତୁମ୍େଭମାେନ ଏହିଭଳି ଭିନ୍ନ ମତାମତକୁ ବିଶ୍ବାସ କରିବ ନାହିଁ। େଯଉଁ େଲାକ ତୁମ୍ଭମାନଙ୍କୁ ବିଚଳିତ କରୁଛି, େସ ୟିଏ େହଉ ନା କାହିଁକି ଦଣ୍ଡ ପାଇବ। 11 େମା ଭାଇ ଓ ଭଉଣୀମାେନ ! ମୁଁ ତୁମ୍ଭମାନଙ୍କୁ ଶିଖାଇ ନାହିଁ େଯ, େଲାେକ ସୁନ୍ନତ େହବା ନିହାତି ଆବଶ୍ଯକ। ଯଦି ମୁଁ ଏହା ଶିଖାଇଛି, ତା େହେଲ େମାେତ କାହିଁକି ତାଡ଼ନା ଆସୁଛି ? ମୁଁ ଯଦି ଏହା ପ୍ରଚାର କରିଥିଲି, ତା' େହେଲ କ୍ରୁଶ ସମ୍ବନ୍ଧୀୟ େମାର ଶିକ୍ଷା େଲାକଙ୍କୁ ବ୍ଯତିବ୍ଯସ୍ତ କରି ପକାଇ ନ ଥାନ୍ତା। 12 ମୁଁ କାମନା କେର େଯ, େଯଉଁମାେନ ତୁମ୍ଭମାନଙ୍କୁ ଉତ୍ତେଜିତ କରୁଛନ୍ତି, େସମାେନ ନିଜର ସୁନ୍ନତ କରିବା ସହିତ ଚକ୍ଷୁକୁ ଇନ୍ଦ୍ରିୟହୀନ କରୁ ନାହାଁନ୍ତି କାହିଁକି ? 13 େମା ଭାଇ ଓ ଭଉଣୀମାେନ ! ପରେମଶ୍ବର ତୁମ୍ଭମାନଙ୍କୁ ସ୍ବାଧୀନ ରହିବା ପାଇଁ ବାଛିଛନ୍ତି। କିନ୍ତୁ ଏହି ସ୍ବାଧୀନତାକୁ ତୁମ୍େଭମାେନ ନିଜ ନିଜର ପାପମୟ ସ୍ବଭାବର ଇଚ୍ଛା ପୂରଣ ନିମନ୍େତ ବ୍ଯବହାର କର ନାହିଁ। ବରଂ ଏକ ଆ େରକର ପ୍ େରମ ପୂର୍ବକ େସବା କର। 14 ସମସ୍ତ ନିୟମ େଗାଟିଏ ଆେଦଶର ସାର ଭାବେର ସମାହିତ େହାଇଛି : "ନିଜକୁ ପ୍ େରମ କଲା ପରି ଅନ୍ୟ ସମସ୍ତ େଲାକଙ୍କୁ ପ୍ େରମ କର।"280 15 ଯଦି ତୁମ୍େଭ ଏକ ଆ େରକକୁ ଆଘାତ ପ୍ରଦାନ କରୁଥାଅ, ଓ ତଦ୍ଦ୍ବାରା ପରସ୍ପରକୁ ଗ୍ରାସ କରି ଚାଲ, ତା େହେଲ ତୁମ୍େଭମାେନ ନିେଜ ନିେଜ ସମ୍ପୂର୍ଣ୍ଣ ଭାେବ ନଷ୍ଟ େହାଇ ୟିବ। େତଣୁ ସାବଧାନ ରୁହ। 16 େସଥିପାଇଁ ମୁଁ କହୁଛି : ଆତ୍ମାଙ୍କର ଅନୁସରଣ କରି ଜୀବନ ଯାପନ କର। ତା େହେଲ ତୁମ୍େଭମାେନ ପାପମୟ ସ୍ବଭାବର ଇଚ୍ଛାକୁ ସନ୍ତୁଷ୍ଟ କରିବା ନିମନ୍େତ େକୗଣସି ମନ୍ଦ କାର୍ୟ୍ଯ କରିବ ନାହିଁ। 17 ଆମ୍ଭର ପାପମୟ ସ୍ବଭାବର ଇଚ୍ଛା ପବିତ୍ର ଆତ୍ମାଙ୍କର ବିେରାଧୀ ଓ ପବିତ୍ର ଆତ୍ମା ପାପମୟ ସ୍ବଭାବର ବିେରାଧୀ ଅଟନ୍ତି। ଏହି ଦୁଇ ବିଷୟ ପରସ୍ପରର ବିେରାଧୀ ଅଟନ୍ତି। େସଥିପାଇଁ ତୁମ୍େଭମାେନ ପ୍ରକୃତ େର ଯାହା କରିବାକୁ ଇଚ୍ଛା କର, ତାହା କରି ପାର ନାହିଁ। 18 କିନ୍ତୁ ଯଦି ତୁମ୍େଭମାେନ ଆତ୍ମାଙ୍କର ପରିଚାଳିତ ପଥେର ଚଳୁଛ, ତା' େହେଲ ତୁମ୍େଭମାେନ ବ୍ଯବସ୍ଥାର ଅଧୀନ ନୁହଁ। 19 ଆମ୍ଭର ପାପମୟ ସ୍ବଭାବ ଦ୍ବାରା େହଉଥିବା ପାପପୂର୍ଣ୍ଣ କ୍ରିଯାଗୁଡ଼ିକ ବିଷୟ େର ସମସ୍େତ ଜାଣନ୍ତି। େସଗୁଡ଼ିକ େହଲା : ୟୌନ ପାପାଚାର, ଅପବିତ୍ରତା, େଭାଗବିଳାସ, 20 ମୂର୍ତ୍ତିପୂଜା, ଯାଦୁବିଦ୍ଯା, ଘୃଣା, ଝଗଡ଼ା, ଈର୍ଷା, େକାର୍ଧ, ସ୍ବାର୍ଥପରତା, ବିଭାଜନ କରିବା, ଦଳୀୟ ମେନାଭାବ, 21 ପରଶ୍ରୀକାତରତା, ନିଶାସକ୍ତ େହବା, ମଉଜ ଓ ଏହିପରି ଅନ୍ୟ ସବୁ କାମ। ମୁଁ ପୂର୍ବ ଭଳି ଏେବ ମଧ୍ଯ ତୁମ୍ଭମାନଙ୍କୁ ସତର୍କ କରାଉଛି େଯ, େଯଉଁ େଲାକମାେନ ଏଭଳି କର୍ମ େର ଲିପ୍ତ ରୁହନ୍ତି, େସମାେନ େକୗଣସି ପ୍ରକା େର ପରେମଶ୍ବରଙ୍କ ରାଜ୍ଯର ଉତ୍ତରାଧିକାର ପାଇେବ ନାହିଁ। 22 ମାତ୍ର ପବିତ୍ର ଆତ୍ମା ଆମ୍ଭକୁ ଏହିଗୁଡ଼ିକ ପ୍ରଦାନ କରନ୍ତି : ପ୍ େରମ, ଆନନ୍ଦ, ଶାନ୍ତି, ର୍ଧୈୟ୍ଯ, ଦୟାଭାବ, ଉଦାରତା, ବିଶ୍ବସ୍ତତା, 23 ଭଦ୍ରତା ଓ ଆତ୍ମ-ସଂୟମ। ଏହି ବିଷୟଗୁଡ଼ିକ ଠିକ୍ ନୁେହଁ େବାଲି େକୗଣସି ନିୟମ କହିପାରିବ ନାହିଁ। 24 େଯଉଁମାେନ ଖ୍ରୀଷ୍ଟ ଯୀଶୁଙ୍କର, େସମାେନ ନିଜର ମନର ଆବେଗ ଓ ପାପମୟ ସ୍ବଭାବକୁ କ୍ରୁଶ େର ବିଦ୍ଧ କରିଛନ୍ତି। େସମାେନ ନିଜର ସ୍ବାର୍ଥପର ମେନାଭାବ ଓ ମନ୍ଦକାର୍ୟ୍ଯ ସବୁକୁ ତ୍ଯାଗ କରିଛନ୍ତି। 25 େସହି ଆତ୍ମାଙ୍କଠାରୁ ଆମ୍େଭ ନୂତନ ଜୀବନ ପାଇଅଛୁ। ଅତଏବ ଆମ୍େଭ ଆତ୍ମାଙ୍କର ଅନୁସରଣ କରିବା ଉଚିତ୍। 26 ଆମ୍େଭ ବୃଥାଭିମାନୀ େହବା ନାହିଁ। ଏକ ଆ େରକକୁ ଅସୁବିଧା େର ପକାଇବା ନାହିଁ ଏବଂ ଆମ୍େଭ ପରସ୍ପରକୁ ଈର୍ଷା କରିବା ନାହିଁ।

6:1 ଏକଆ େରକର ସାହାୟ୍ଯ କର ଭାଇ ଓ ଭଉଣୀମାେନ ! ତୁମ୍ଭମାନଙ୍କ ଭିତରୁ େକୗଣସି େଲାକ ହୁଏତ କିଛି ଭୁଲ୍ କରି ପା େର। େସେତେବେଳ ତୁମ୍େଭମାେନ ଆତ୍ମିକ େଲାକ େହାଇଥିବାରୁ, ଭଦ୍ରତା ସହକା େର ଭୁଲକାର୍ୟ୍ଯ କରୁଥିବା େଲାକଟିକୁ ସଂଶୋଧନ େହବା ପାଇଁ ସାହାୟ୍ଯ କରିବା ଉଚିତ୍। କିନ୍ତୁ ସାବଧାନ, ତୁମ୍େଭମାେନ େଯପରି ନିେଜ େକୗଣସି ପାପ କରିବା ପାଇଁ ପରୀକ୍ଷା େର ପଡ଼ି ନ ଯାଅ। 2 ନିଜର କର୍ତ୍ତବ୍ଯ କରିବା ସହ ପର'ରକୁ ସାହାୟ୍ଯ କର। ଏଭଳି କରିବା ଦ୍ବାରା ତୁମ୍େଭମାେନ ଖ୍ରୀଷ୍ଟଙ୍କ ଆଜ୍ଞାକୁ ପ୍ରକୃତ େର ପାଳନ କରି ପାରିବ। 3 ଯଦି ଜେଣ ଅତି ନଗଣ୍ଯ େହାଇଥିେଲ େହଁ ନିଜକୁ ମହାନ୍ େବାଲି ଭାେବ, େତେବ େସ ନିଜକୁ ପ୍ରତାରଣା କେର। 4 ଜେଣ େଲାକ ନିଜକୁ ଅନ୍ୟ ସହିତ ତୁଳନା କରିବା ଉଚିତ୍ ନୁେହଁ। ମାତ୍ର ପ୍ରେତ୍ୟକକ େଲାକ ନିଜର କାର୍ୟ୍ଯଗୁଡ଼ିକୁ ପରୀକ୍ଷା ନିରୀକ୍ଷା କରିବା ଉଚିତ୍। ତା' େହେଲ େସ ନିଜର କାମ ପାଇଁ ଗର୍ବ ଅନୁଭବ କରିପାରିବ। 5 ପ୍ରେତ୍ୟକକ େଲାକ ନିଜ ନିଜର ଦାଯିତ୍ବ ବହନ କରିବା ଉଚିତ୍। 6 େଯଉଁ େଲାକ ପରେମଶ୍ବରଙ୍କ ବାକ୍ଯର ଶିକ୍ଷା କରୁଛି, େସ ନିଜର ଶିକ୍ଷକଙ୍କୁ ତା' ନିକଟେର ଥିବା ସମସ୍ତ ଭଲ ବିଷୟ ଗୁଡ଼ିକର ସହଭାଗୀ କରାଉ। 7 ନିଜକୁ ପ୍ରତାରଣା କର ନାହିଁ। ପରେମଶ୍ବରଙ୍କୁ ତୁମ୍େଭମାେନ ଠକି ପାରିବ ନାହିଁ। ଜେଣ େଲାକ େଯପରି ବୁଣିବ, େସହିପରି କାଟିବ। 8 େଯଉଁ େଲାକ ନିଜର ପାପମୟ ସ୍ବଭାବକୁ ସନ୍ତୁଷ୍ଟ କରିବା ପାଇଁ ବୁଣିବ, େସ ବିନାଶ ଦାୟକ ଫସଲ କାଟିବ। କିନ୍ତୁ ଜେଣ ଯଦି ଆତ୍ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବୁଣିବ, େସ ଆତ୍ମାଙ୍କଠାରୁ ଅନନ୍ତ ଜୀବନ ରୂପକ ଶସ୍ଯ କାଟିବ। 9 ଆମ୍େଭ ଉତ୍ତମ କାର୍ୟ୍ଯ କରିବା େର ଥକିୟିବା ନାହିଁ। କାରଣ ଉପୟୁକ୍ତ ସମୟ ଆସିଲା ପେର ଆମ୍ଭକୁ ତା'ର ଫଳ ମିଳିବ। 10 େତଣୁ େଯେତେବେଳ ଆମ୍େଭ କାହାର ଉପକାର କରିବା ନିମନ୍େତ ସୁ େଯାଗ ପାଉ, ଆମ୍େଭ ଅବଶ୍ଯ ତାହା କରିବା ଉଚିତ୍। କିନ୍ତୁ େଯଉଁମାେନ ମଣ୍ଡଳୀଭୁକ୍ତ ବିଶ୍ବାସୀ ଅଟନ୍ତି, େସମାନଙ୍କ ପ୍ରତି ଆମ୍ଭକୁ ବିଶେଷ ଧ୍ଯାନ େଦବାକୁ ପଡ଼ିବ। 11 େଦଖ ! ମୁଁ ନିଜ ହାତ େର ଓ େକେତ ବଡ଼ବଡ଼ ଅକ୍ଷର େର ତୁମ୍ଭମାନଙ୍କୁ ଏହି ପତ୍ରଟି ଲେଖିଛି। 12 େକେତକ େଲାକ ତୁମ୍ଭମାନଙ୍କୁ ସୁନ୍ନତ େହବା ପାଇଁ ବାଧ୍ଯ କରୁଛନ୍ତି। ଯିହୂଦୀମାେନ େଯପରି େସମାନଙ୍କୁ ଗ୍ରହଣ କରିପାରନ୍ତି, େସଥିପାଇଁ ଏହା କରୁଛନ୍ତି। ଖ୍ରୀଷ୍ଟଙ୍କ କ୍ରୁଶ ପାଇଁ କାଳେ େସମାନଙ୍କୁ ନିର୍ୟ୍ଯାତନା ସହିବାକୁ େହବ, େସଥିପାଇଁ େସମାେନ ଭୟ କରୁଛନ୍ତି। 13 େଯଉଁମାେନ ତୁମ୍ଭମାନଙ୍କୁ ସୁନ୍ନତ ପାଇଁ ପ୍ରବର୍ତ୍ତାଉଛନ୍ତି, େସମାେନ ନିେଜ ବ୍ଯବସ୍ଥା ପାଳନ କରୁ ନାହାଁନ୍ତି। କିନ୍ତୁ େସମାେନ ତୁମ୍ଭମାନଙ୍କୁ ସୁନ୍ନତ କରିବାକୁ ବଡ଼ ଆଗ୍ରହୀ ଅଟନ୍ତି। ତୁମ୍ଭମାନଙ୍କୁ ଏହିପରି କରିବାକୁ ବାଧ୍ଯ କରି, େସମାେନ ଗର୍ବ କରି ପାରିେବ। 14 ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ କ୍ରୁଶ ହିଁ େମାର ଗର୍ବର ଏକମାତ୍ର କାରଣ। ମୁଁ ଆଶାକେର େଯ, ମୁଁ ତାହାଠାରୁ ଆଉ କେଉଁଠା େର ଗର୍ବ କରିବି ନାହିଁ। କ୍ରୁଶ ଉପେର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମୃତ୍ଯୁ ଦ୍ବାରା େମା ପାଇଁ ଏହି ଜଗତ ମୃତ ଓ ମୁଁ ମଧ୍ଯ ଜଗତ ପାଇଁ ମୃତ। 15 ଜେଣ ମନୁଷ୍ଯ ସୁନ୍ନତ େହଉ ବା ଅସୁନ୍ନତ େହଉ, େସଥି େର କିଛି ଗୁରୁତ୍ବ ନାହିଁ। କେବଳ ପରେମଶ୍ବରଙ୍କ ଦ୍ବାରା ସୃଷ୍ଟ ନୂତନ ମନୁଷ୍ଯ େହବା ଗୁରୁତ୍ବପୂର୍ଣ୍ଣ। 16 େଯଉଁମାେନ ଏହି ନିୟମ ପାଳନ କରୁଛନ୍ତି, େସମାନଙ୍କୁ ଓ ପରେମଶ୍ବରଙ୍କ ସମସ୍ତ େଲାକମାନଙ୍କୁ ଶାନ୍ତି ଓ ଦୟା ମିଳୁ। 17 ଅତଏବ େମାେତ ଅଧିକ କଷ୍ଟ ଦିଅ ନାହିଁ। େମା ଶରୀର େର ପୂର୍ବରୁ କ୍ଷତ ଚିହ୍ନମାନ ଅଛି। ମୁଁ େଯ ଯୀଶୁଖ୍ରୀଷ୍ଟଙ୍କର ଅେଟ, ତାହା ଏହି କ୍ଷତଚିହ୍ନଗୁଡ଼ିକ ପ୍ରମାଣିତ କରନ୍ତି। 18 େମା ଭାଇ ଓ ଭଉଣୀମାେନ ! ମୁଁ ପ୍ରାର୍ଥନା କେର େଯ, ଆମ୍ଭର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ଆତ୍ମା ସହିତ ସଦାସର୍ବଦା ରହିଥାଉ। ଆେମନ୍।