Habakkuk

1:1 ଏହି ବାର୍ତ୍ତାଟି ଭବିଷ୍ଯଦ୍ବକ୍ତା ହବକ୍କୂକୁ ପ୍ରଦାନ କରାୟାଇଥିଲା। ହବକ୍କୂଙ୍କର ପରେମଶ୍ବରଙ୍କଠା େର ଅଭିେଯାଗ 2 େହ ସଦାପ୍ରଭୁ, େକେତକାଳ ପର୍ୟ୍ଯନ୍ତ ମୁଁ ସାହାୟ୍ଯ ପାଇଁ ତୁମ୍ଭକୁ ଡାକିବି? େକେତେବେଳ ତୁମ୍େଭ େମାର ଡାକ ଶୁଣିବ? ଏବି ଗୋଳମାଳ ବିଷଯ େର ମୁଁ ତୁମ୍ଭକୁ ଆହ୍ବାନ କଲି କିନ୍ତୁ ତୁମ୍େଭ କିଛି କଲନାହିଁ। 3 େଲାକମାେନ ଜିନିଷ ଧ୍ବଂସ କରୁଛନ୍ତି ଓ ଅନ୍ୟକୁ ଆଘାତ କରୁଛନ୍ତି। େସମାେନ ୟୁକ୍ତି କରୁଛନ୍ତି ଓ ଲଢୁଛନ୍ତି। ଏହି ଅନ୍ଯାଯ ସବୁ ମୁଁ କାହିଁକି େଦଖିବି? ଏହି ଖରାପ ଦ୍ରବ୍ଯ ମୁଁ କାହିଁକି େଦଖିବି? 4 ଏଠା େର ବ୍ଯବସ୍ଥା ଅତି କୋହଳ ଏବଂ ନ୍ଯାଯ ବିଗ୍ଭର କରାୟାଏ ନାହିଁ। ମନ୍ େଦଲାକମାେନ ଭଲ େଲାକଙ୍କ ଉପ େର ଜଯଲାଭ କରୁଛନ୍ତି। େତଣୁ ନ୍ଯାଯ େହଉ ନାହିଁ। 5 ସଦାପ୍ରଭୁ ଉତ୍ତର େଦେଲ, "ଅନ୍ୟ େଗାଷ୍ଠୀଗୁଡିକୁ ଗ୍ଭହିଁ। େସମାନଙ୍କୁ ଲକ୍ଷ୍ଯ କର ଏବଂ ତୁମ୍େଭ ଆଶ୍ଚର୍ୟ୍ଯାନ୍ବିତ େହବ। ତୁମ୍ଭର ଜୀବନ କାଳ ମଧିଅେର ଆମ୍େଭ ଯାହା କରିବା ତାହା ତୁମ୍ଭକୁ ଆଶ୍ଚର୍ୟ୍ଯାନ୍ବିତ କରିବ। ଯଦି େକହି ତୁମ୍ଭକୁ କ େହ, କ'ଣ େହବାକୁ ଯାଉଥିଲା, ତୁମ୍େଭ େକେବ ବିଶ୍ବାସ କରି ନଥାନ୍ତ। 6 ଆମ୍େଭ ବାବିଲୋନୀଯମାନଙ୍କୁ େଗାଟିଏ ଶକ୍ତିଶାଳୀ େଗାଷ୍ଠୀ େର ପରିଣତ କରିବା। େସହି େଲାକମାେନ ଦୁଷ୍ଟ ଓ କ୍ଷିପ୍ର। େଯାଦ୍ଧା। େସମାେନ ସମଗ୍ର ପୃଥିବୀ େର ମାଡିଯିେବ। େସମାେନ ଅନ୍ୟ େଲାକମାନଙ୍କର ଗୃହ ଓ ନଗରଗୁଡିକୁ ଅଧିକାର କରିେବ। 7 ବାବିଲୀଯମାେନ ଅନ୍ୟ େଲାକମାନଙ୍କୁ ଭୟଭୀତ କରାଇବେ। େସମାେନ ନିଜ ପାଇଁ ଆଇନ୍ ତିଆରି କରିେବ ଏବଂ ନିଜ ପାଇଁ ବ୍ଯବହାର କରିେବ। 8 େସମାନଙ୍କର ଘୋଡାଗୁଡିକ ଚିତାବାଘଠାରୁ ଦ୍ରୁତଗାମୀ େହେବ ଏବଂ ଗଧିଆଠାରୁ ଦ୍ରୁତଗାମୀ ସମସ୍ଥଳ େର େହେବ। େସମାନଙ୍କର ସୈନ୍ଯମାେନ ଘୋଡା ଚଢି ବହୁଦୂରରୁ ଆସିେବ। େଗାଟିଏ େଭାକିଲା ଚିଲ ପକ୍ଷୀ ଆକାଶରୁ ଶିକାର ଉପ େର ଝାମ୍ପ ମାରିଲା ପରି େସମାେନ ଦ୍ରୁତ ବେଗ େର ଶତୃଙ୍କୁ ଆକ୍ରମଣ କରିେବ। 9 େସମାେନ କେବଳ ୟୁଦ୍ଧ କରିବାକୁ ଗ୍ଭହାଁନ୍ତି। େସମାନଙ୍କର ସୈନ୍ଯମାେନ ବନ୍ଦୀମାନଙ୍କୁ ବାଲିପରି ଆଣିବା ପାଇଁ ସଂକଳ୍ପର ସହିତ ଯାଉଛନ୍ତି। 10 "ବାବିଲ ସୈନ୍ଯମାେନ ଅନ୍ୟ େଦଶର ରାଜାମାନଙ୍କୁ ଉପହାସ କରିେବ। ବିଦେଶୀ ଶାସକମାେନ େସମାନଙ୍କ ପାଇଁ ଉପହାସର ପାତ୍ର େହେବ। େସମାେନ ସୁଦୃଢ ଉଚ୍ଚ ପ୍ରାଚୀର ବିଶିଷ୍ଟ ନଗରକୁ େଦଖି ହସିବେ। େସମାେନ ତ୍ରିଭୁଜାକାର ଚଟାଣ ତିଆରି କରିେବ ଏବଂ େସହିସବୁ ନଗରକୁ କରାଯତ କରିେବ। 11 ତା'ପ େର େସମାେନ ପବନ ପରି ଗତି େର ଯିେବ। େସମାେନ େଦାଷୀ ଅଟନ୍ତି େଯ, େସମାେନ ତାଙ୍କର ନିଜର ଶକ୍ତିକୁ ପୂଜା କରନ୍ତି।" 12 ତା'ପ େର ହବକୂକ୍ କହିେଲ, " େହ ସଦାପ୍ରଭୁ, ତୁମ୍େଭ ପୁରାତନ କାଳର ସଦାପ୍ରଭୁ ଅଟ। ତୁମ୍ଭ ଏକମାତ୍ର ପବିତ୍ର ଅଟ, ୟିଏ େକେବ ଅନ୍ତର୍ହିତ କରିବ ନାହିଁ। େହ ସଦାପ୍ରଭୁ, ତୁମ୍େଭ େସମାନଙ୍କୁ ବିଗ୍ଭର କରିବା ପାଇଁ ନିୟୁକ୍ତି କଲ କି? େହ ଶୈଳ, େଲାକମାନଙ୍କୁ ଦଣ୍ତ େଦବା ପାଇଁ ତୁମ୍େଭ େସମାନଙ୍କୁ ପଠାଇଲ କି? 13 ତୁମ୍ଭର ଚକ୍ଷୁଗୁଡିକ ଏେତ ଶୁଦ୍ଧ େଯ, ତୁମ୍େଭ ଦୁଷ୍କର୍ମ େଦଖିପାରିବ ନାହିଁ। େଲାକମାେନ ଦୁଷ୍କର୍ମ କରୁଥିବାର େଦଖି ତୁମ୍େଭ ସହ୍ଯ କରିପାରିବ ନାହିଁ। େତଣୁ କିପରି େସହି ମନ୍ଦ େଲାକମାେନ ଜଯ କରିବାର ତୁମ୍େଭ େଦଖିପାରିବ? କାହିଁକି ତୁମ୍େଭ ପ୍ରତିକ୍ରିଯା କରୁନାହଁ, େଯେତେବେଳ ଦୁଷ୍ଟ େଲାକମାେନ ଧାର୍ମିକ େଲାକମାନଙ୍କୁ ପରାସ୍ତ କରିବାର େଦଖୁଛ? 14 "ତୁମ୍େଭ ସମୁଦ୍ରର ମାଛ ସଦୃଶ େଲାକମାନଙ୍କୁ ତିଆରି କରିଛ େସମାେନ ବିନା େନତା େର ସମୁଦ୍ରର େଛାଟ ପ୍ରାଣୀ ସଦୃଶ। 15 ଶତୃ ଆଙ୍କୁଡି ଓ ଜାଲ ସାହାୟ୍ଯ େର େସମାନଙ୍କୁ ଧ େର। େସମାେନ େସମାନଙ୍କୁ ଜାଲ େର ଧରି ଖୁସି ହୁଅନ୍ତି। 16 ତା'ର ଜାଲ ତାକୁ ଧନୀେଲାକ ପରି ଚଳିବା େର ସାହାୟ୍ଯ କେର ଏବଂ ଉତ୍ତମ ଖାଦ୍ୟ େଯାଗଏ। େତଣୁ ଶତୃ ତା'ର ଜାଲକୁ ପୂଜା କେର। େସ ତା'ର ଜାଲକୁ ସମ୍ମାନ େଦବାକୁ ବଳିଦାନ ଓ ଧୂପ ଦିଏ। 17 ଏ ନିମନ୍େତ େସ କି ଆପଣା ଜାଲ ଖାଲି କରୁଥିବ ଓ େସ କ'ଣ ରାଜ୍ଯକୁ ଦୟା ନ େଦଖାଇ ଧ୍ବଂସ ସାଧନ କରି ଗ୍ଭଲିଥିବ?

2:1 ମୁଁ ଜେଣ ରକ୍ଷୀ ପରି ଛିଡା େହବି। ମୁଁ ନଗର ପ୍ରାଚୀର େର ଜଗିବି। ସଦାପ୍ରଭୁ େମାେତ କ'ଣ କହିେବ, ମୁଁ ତାହା େଦଖିବାକୁ ଅପେକ୍ଷା କରିବି। େସ େମାର ପ୍ରଶ୍ନର ଉତ୍ତର କିପରି କରୁଛନ୍ତି, ମୁଁ ତାହା ଶିକ୍ଷା କରିବାକୁ ଅପେକ୍ଷା କରିବି।" 2 ସଦାପ୍ରଭୁ େମାେତ ଉତ୍ତର େଦେଲ, "ଆମ୍େଭ ତୁମ୍ଭକୁ େଯଉଁ ଦର୍ଶନ େଦଖାଉଛୁ ତାହା େଗାଟିଏ ଫଳକ ଉପ େର ସ୍ପଷ୍ଟ ଭାବେର ଲେଖ େଯପରିକି ସବୁେଲାକ ସହଜ େର ପଢି ପାରିେବ। 3 ଏହି ଦର୍ଶନ ନିର୍ଦ୍ଦିଷ୍ଟ ସାକ୍ଷୀ ଅେଟ। ଏହା ଶେଷ ବାର୍ତ୍ତା ସମ୍ବନ୍ଧ େର ସାକ୍ଷୀ ଦିଏ ଏବଂ ଏହା ମିଥ୍ଯା ହୁଏ ନାହିଁ। େଯପରି ଜଣାୟିବ ଏହି ସମୟ େକେବ ଆସିବ ନାହିଁ। କିନ୍ତୁ ର୍ଧୈୟ୍ଯ ଧରି ଅପେକ୍ଷା କର, େସ ସମୟ ନିଶ୍ଚଯ ଆସିବ। ଏହା ଅଧିକ ବିଳମ୍ବ େହବନାହିଁ। 4 ଅହଂକାରୀ ବ୍ଯକ୍ତିର ଆତ୍ମା ସଚ୍ଚୋଟ ନୁେହଁ। େସପରି ଅହଂକାରୀ େଲାକ ଫୁତ୍କାର େର ଉଡିୟାଏ। କିନ୍ତୁ ଧାର୍ମିକେଲାକମାେନ େସମାନଙ୍କର ବିଶ୍ବାସ ବଳ େର ହିଁ ବଞ୍ଚିବେ।" 5 ପରେମଶ୍ବର କହିେଲ, "ଧନ େଗାଟିଏ ବଳବାନ୍ ବ୍ଯକ୍ତିକୁ ପ୍ରତାରଣା କରିପାରିବ। େସ େକେବ ସଫଳ େହାଇପାରିବ ନାହିଁ। କବର ପରି େସ ସର୍ବଦା ଅଧିକରୁ ଅଧିକ ପାଇବାକୁ ଇଚ୍ଛା କରିବ। କିନ୍ତୁ ମୃତ୍ଯୁ ପରି େସ େକେବ ସନ୍ତୁଷ୍ଟ େହବନାହିଁ। େସ ଅନ୍ୟସବୁ େଦଶକୁ ପରାସ୍ତ କରି ଗ୍ଭଲିବ। େସ େସହି େଲାକମାନଙ୍କୁ ବନ୍ଦୀ କରି ଗ୍ଭଲିବ। 6 କିନ୍ତୁ ଖୁବ୍ ଶୀଘ୍ର େସହି େଲାକମାେନ ତାକୁ ଉପହାସ କରିେବ। େସମାେନ ତା'ର ପରାଜଯ ବିଷଯ େର ଗପ କରିେବ। େସମାେନ ତାକୁ ପରିହାସ କରି କହିେବ, 'ତାକୁ ଧିକ୍, ୟିଏ ଅନ୍ୟ େଲାକମାନଙ୍କର ଧନସମ୍ପତ୍ତିକୁ େନଇୟାଏ। ଆଉ େକେତଦିନ ପର୍ୟ୍ଯନ୍ତ େସ ଋଣ ସଂଗ୍ରହ ଦ୍ବାରା ଧନୀ େହବ? ସର୍ବଶେଷ େର ତା'ର ସମ୍ପଦସବୁ ତା' ଉପ େର େବାଝ େହବ।' 7 ତୁମ୍ଭମାନଙ୍କର ଋଣକର୍ତ୍ତାମାେନ ହଠାତ୍ ତୁମ୍ଭ ବିରୁଦ୍ଧ େର ଛିଡା େହେବ। ତା'ପ େର େସମାେନ ତୁମ୍ଭଠାରୁ େଚାରି କରିେବ। ତୁମ୍େଭ ଅତି ଭୟଭୀତ େହାଇ ପଡିବ। 8 ତୁମ୍େଭ ବହୁ େଦଶରୁ ଧନ ଅପହରଣ କରିଛ। େତଣୁ େସହି େଲାକମାେନ ତୁମ୍ଭଠାରୁ ଅଧିକ େନଇଯିେବ। ତୁମ୍େଭ ବହୁ େଲାକଙ୍କୁ ହତ୍ଯା କରିଛ। ବହୁେଦଶ ଓ ନଗର ଧ୍ବଂସ କରିଛ। ସବୁ େଲାକଙ୍କୁ େସଠା େର ହତ୍ଯା କରିଛ। 9 ତାକୁ ଧିକ୍, ୟିଏ େଦାଷ କରି ଧନୀ େହାଇଛ। େସ େଗାଟିଏ ନିରାପଦ ସ୍ଥାନ େର ବାସ କରିବାକୁ ଏହିସବୁ କେର। େସ ଭାେବ େଯ, େସ େକୗଣସି ଅନିଷ୍ଟରୁ ନିଜକୁ ରକ୍ଷା କରିପାରିବ। 10 "ତୁମ୍େଭ ବହୁତ େଲାକଙ୍କୁ ଧ୍ବଂସ କରିଅଛ। କିନ୍ତୁ ତୁମ୍େଭ ନିଜ ଘରକୁ ଲଜ୍ଜା ଆଣିଥିଲ। ତୁମ୍େଭ ନିଜ ଜୀବନ ବିପକ୍ଷ େର ପାପ କରିଅଛ। 11 ତୁମ୍ଭ କାନ୍ଥ େର ଲାଗିଥିବା ପଥର ତୁମ୍ଭ ବିରୁଦ୍ଧ େର କଥା କହିବ। ଏପରିକି ତୁମ୍ଭ ଛାତ େର ଲାଗିଥିବା କାଠର ବର୍ଗାଗୁଡିକ ତୁମ୍େଭ ଭୂଲ୍ େବାଲି ରାଜି େହବ। 12 "ଧିକ୍ ତୁମ୍ଭମାନଙ୍କୁ, େଯଉଁମାେନ େଲାକମାନଙ୍କୁ ମାରି ନଗର ନିର୍ମାଣ କରିଛ ଏବଂ ଦୁଷ୍ଟତା େର ସହର ପ୍ରତିଷ୍ଠା କରିଛ। 13 ସର୍ବଶକ୍ତିମାନ ସଦାପ୍ରଭୁ ସ୍ଥିର କରିଛନ୍ତି େଯ ଅଗ୍ନି ସବୁ ଜିନିଷକୁ େପାଡି଼ଦେବ ଯାହାସବୁ େଲାକମାେନ ନିର୍ମାଣ କରିଥିେଲ। େସମାନଙ୍କର େସହି ସବୁ କାର୍ୟ୍ଯ ନିଷ୍ଫଳ େହବ। 14 ତା'ପ େର େଲାକମାେନ ସବୁଆେଡ ସଦାପ୍ରଭୁଙ୍କର ମହିମା ଜାଣିବେ। ସମୁଦ୍ର େର ଜଳ ବ୍ଯାପିଲା ପରି ଏହି ଖବର ଗ୍ଭରିଆେଡ ବ୍ଯାପିୟିବ। 15 ତୁମ୍ଭକୁ ଧିକ୍, େଯଉଁମାେନ ପଡୋଳୀମାନଙ୍କୁ ଦ୍ରାକ୍ଷାରସ ପିଆଉଛ, ତାଙ୍କୁ ମାତାଲ କରିବା ପାଇଁ େସହି ଦ୍ରାକ୍ଷାରସ େର କିଛି ବିଷାକ୍ତ ଉପାଦନ ମିଶାଉଛ, ଯାହା ପାଇଁ ତୁମ୍େଭ ତାଙ୍କର ଉଲଗ୍ନତା େଦଖିପାରିବ। 16 "କିନ୍ତୁ ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତସ୍ଥିତ ପାତ୍ର ତୁମ୍ଭ ଆଡକୁ ଆସିବ। ତୁମ୍େଭ ସମ୍ମାନ ବଦଳ େର ଅପମାନ େର ପରିପୂର୍ଣ୍ଣ େହବ। 17 ତୁମ୍େଭ ଲିବାେନାନ୍ େର କରିଥିବା ରକ୍ତପାତ ତୁମ୍ଭକୁ ଆଚ୍ଛାନ୍ନ କରିବ। ତୁମ୍େଭ େସଠାରୁ ବହୁ ପଶୁ ଗ୍ଭେରି କଲ। େତଣୁ େସହି ମୃତବ୍ଯକ୍ତିଙ୍କ ପାଇଁ ଏବଂ େସହି େଦଶ େର କରିଥିବା ରକ୍ତପାତ ପାଇଁ ଏବଂ େସଠା େର ବାସ କରୁଥିବା ପ୍ରେତ୍ୟକକ ପାଇଁ ତୁମ୍େଭ ଭୟଭୀତ େହବ।" 18 େଖାଦିତ ପ୍ରତିମା େର କି ଲାଭ େଯ, ଏହା ଜେଣ େଲାକ ନିର୍ମାଣ କଲା ଏବଂ ଏହାକୁ େଖାଦନ କଲା। ଧାତୁର ମୂର୍ତ୍ତି େର କଣ ଲାଭ ଅଛି? ଏହା ମିଥ୍ଯା ଶିକ୍ଷା ଦିଏ। େତଣୁ ନିର୍ମାଣକାରୀ କାହିଁକି ଏଥି େର ବିଶ୍ବାସ କରିବ? ଏପରିକି େସ ମୂର୍ତ୍ତି କଥା କହିପାରିବ ନାହିଁ। 19 େସମାନଙ୍କୁ ଧିକ୍, େଯଉଁ େଲାକ କାଠକୁ କୁ େହ, ଜାଗ୍ରତ ହୁଅ! ମୂକ ପ୍ରସ୍ଥରକୁ କୁ େହ "ଉଠ"! ଏହି ଭଣ୍ତ େଦବତାମାେନ ନିର୍ଦ୍ଦେଶ େଦଇ ପାରିେବ କି? େସହି ମୂର୍ତ୍ତି ସୁନା ଓ ରୂପା େର ଆବୃତ େହାଇ ପାରିବ, କିନ୍ତୁ େସ ନିର୍ଜୀବ। 20 ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିର େର ଅଛନ୍ତି। େତଣୁ ସମଗ୍ର ପୃଥିବୀ ନୀରବ େହବ ଓ ସଦାପ୍ରଭୁଙ୍କ ସମ୍ମାନ ଜଣାଇବ।

3:1 ଭବିଷ୍ଯଦ୍ବକ୍ତା ହବକୂକ୍ଙ୍କର ଶିଗିଯୋନତ୍ ପ୍ରାର୍ଥନା: 2 େହ ସଦାପ୍ରଭୁ, ମୁଁ ତୁମ୍ଭ ପ୍ରସିଦ୍ଧ ବିଷଯ େର ଶୁଣିଛି ଏବଂ ମୁଁ ପରେମଶ୍ବରଙ୍କ ଭୟ େର ପରିପୂର୍ଣ୍ଣ େହାଇଛି। େହ ସଦାପ୍ରଭୁ, ଅତୀତ େର େଯଉଁସବୁ ଶକ୍ତିଶାଳୀ କାର୍ୟ୍ଯ କରିଛ, େସଥି େର ମୁଁ ଆଶ୍ଚର୍ୟ୍ଯାନ୍ବିତ। ବର୍ତ୍ତମାନ ମୁଁ ପ୍ରାର୍ଥନା କରୁଛି ତୁମ୍େଭ ଆମ୍ଭ ବିଷଯ େର ଅନେକ ବଡ କାର୍ୟ୍ଯ କରିବ। ଆମ୍ଭ ସମୟେର ଏହିସବୁ ଘଟୁ ତୁମ୍େଭ ଦୟାପୂର୍ବକ କର। ତୁମ୍ଭର େସହି େକାରଧିତ ଅବସ୍ଥା େର ଆମ୍ଭପ୍ରତି ଦୟା କର। 3 ପରେମଶ୍ବର ତୈମନରୁ ଆସୁଛନ୍ତି। େସହି ପବିତ୍ର ପୁରୁଷ ପାରଣ ପର୍ବତରୁ ଓହ୍ଲାଇ ଆସୁଛନ୍ତି। ସଦାପ୍ରଭୁଙ୍କ ମହିମା ସ୍ବର୍ଗକୁ ଆବୃତ କେର। ତାଙ୍କର ପ୍ରଶଂସା ପୃଥିବୀକୁ ପୂର୍ଣ୍ଣ କେର। 4 ଆେଲାକରଶ୍ମି ସଦାପ୍ରଭୁଙ୍କ ହସ୍ତରୁ ଆସି ଉଜ୍ଜ୍ବଳ ଆେଲାକ ପ୍ରଦାନ କେର। ତାଙ୍କର ଶକ୍ତି େସଠା େର ଲୁଚିଅଛି। 5 ରୋଗଗୁଡିକ ତାଙ୍କ ଆେଗ ଆେଗ ଚାଲିେଲ ଏବଂ ଧ୍ବଂସକାରୀ ଶକ୍ତି ତାଙ୍କୁ ଅନୁସରଣ କେଲ। 6 ସଦାପ୍ରଭୁ ଦଣ୍ତାଯମାନ େହେଲ ଓ ପୃଥିବୀର ବିଗ୍ଭର କେଲ। େସ ଦୃଷ୍ଟିଜାତ କରି େଗାଷ୍ଠୀଗଣଙ୍କୁ ଭିନ୍ନଭିନ୍ନ କରି ତଡି େଦେଲ। େଯଉଁ ପର୍ବତଗୁଡିକ ବହୁବର୍ଷ ପର୍ୟ୍ଯନ୍ତ ଛିଡା େହାଇଥିେଲ େସଗୁଡିକ ଧ୍ବଂସ େହେଲ। ପୁରାତନ ପାହାଡଗୁଡିକର ମଧ୍ଯ ପତନ େହଲା। କିନ୍ତୁ ପରେମଶ୍ବର ଅନନ୍ତକାଳସ୍ଥାଯୀ। 7 ମୁଁ େଦଖିଲି କୂଶନର ନଗରଗୁଡିକ ଅସୁବିଧା େର ଥିେଲ। ମିଦିଯନର ଗୃହଗୁଡିକ ଭୟ େର ଥରିଲେ। 8 େହ ସଦାପ୍ରଭୁ, ତୁମ୍େଭ କ'ଣ ନଦୀ, ଝରଣା, ସମୁଦ୍ର ଉପ େର େକାରଧାନ୍ବିତ େହାଇଥିଲ? େସଥିପାଇଁ କ'ଣ ତୁମ୍େଭ ତୁମ୍ଭର ଅଶ୍ବ ଏବଂ ରଥକୁ ଆେରାହଣ କଲ? 9 ତା'ପ େର ତୁମ୍େଭ ଧନୁ କାଢିଲ। ଶପଥ ପୂର୍ବକ ତୀରଗୁଡିକୁ ନିକ୍ଷେପ କଲ। ତୁମ୍େଭ ପୃଥିବୀକୁ ନଦୀମାନଙ୍କ ଦ୍ବାରା ଭାଗ କଲ। 10 ପର୍ବତଗୁଡିକ ତୁମ୍ଭକୁ େଦଖି ଥରିଲେ। ପ୍ରଚଣ୍ତ ଜଳ ଭୂମିେର ପ୍ରବାହିତ େହଲା। ସମୁଦ୍ର ଭୟଙ୍କର ଗର୍ଜ୍ଜନ କଲା, ଢେଉଗୁଡିକ ଉପରକୁ ଉଠିଲା। 11 ସୂର୍ୟ୍ଯ ଚନ୍ଦ୍ର ତାଙ୍କର କକ୍ଷ େର ଛିଡା େହେଲ। େଯେତେବେଳ େସମାେନ ତୁମ୍ଭର ବିଦ୍ଯୁତ୍ର ଉଜ୍ଜ୍ବଳ େଦଖିେଲ େସମାେନ ଆେଲାକ େଦବା ବନ୍ଦ କେଲ। େସହି ବିଦ୍ଯୁତ୍ ପବନ େର ବର୍ଚ୍ଛା ଓ ତୀର ଗତି କଲାପରି କ୍ଷିପ୍ର ଥିଲା। 12 େକାର୍ଧ େର ତୁମ୍େଭ ପୃଥିବୀ ଉପ େର ଗ୍ଭଲିଲ ଏବଂ େଦଶଗୁଡିକୁ ଦଣ୍ତ ଦେଲ। 13 ତୁମ୍େଭ ଆପଣା େଲାକଙ୍କୁ ପରିତ୍ରାଣ କରିବକୁ ଆସିଲ। ତୁମ୍େଭ ଆପଣା ମେନାନୀତ ରାଜାଙ୍କୁ ରକ୍ଷା କରିବାକୁ ଆସିଲ। ପ୍ରତି ମନ୍ଦ ଗୃହ େର ଥିବା ମୁଖ୍ଯଙ୍କୁ ହତ୍ଯା କଲ। ତୁମ୍େଭ ତାକୁ ଆପାଦମସ୍ତକ ଗ୍ଭବୁକେର ପ୍ରହାର କଲ। 14 ତୁମ୍େଭ ତା'ର ନିଜ ବର୍ଚ୍ଛା େର ତା'ର ମୁଣ୍ତକୁ ଗଣ୍ତିରୁ ଅଲଗା କଲ। େସହି ସୈନ୍ଯମାେନ ଶକ୍ତିଶାଳୀ ଝଡ ଭଳି ଆମ୍ଭ ବିରୁଦ୍ଧ େର ଲଢିବାକୁ ଆସିଥିେଲ। େଗାଟିଏ ଗରିବ େଲାକକୁ େଗାପନ େର ଲୁଣ୍ଠନ କଲାପରି େସମାେନ କେଲ। 15 କିନ୍ତୁ ତୁମ୍େଭ େସହି କାଦୁଅ ଓ ପ୍ରବଳ ଜଳେଷାର୍ତ ମଧ୍ଯେଦଇ ଘୋଡାକୁ ଝପଟାଇ ଦେଲ। 16 ମୁଁ େଯେତେବେଳ ଏହି କଥା ଶୁଣିଲି େମାର ସମସ୍ତ ଶରୀର ଥରି ଉଠିଲା। େସହି ଶଦ୍ଦ େର େମା ଓଷ୍ଠ େର କମ୍ପନ େହଲା। େମାର ଅସ୍ଥିମଜ୍ଜା େର ମୁଁ ଦୁର୍ବଳ େହାଇ ପଡିଲି। ମୁଁ େସହି କମ୍ପନ ଅବସ୍ଥା େର ଥରିବାକୁ ଲାଗିଲି। େଯେତେବେଳ େସମାେନ େଲାକମାନଙ୍କୁ ଆକ୍ରମଣ କରିବାକୁ ଆସିେବ, ମୁଁ େସହି ଆକ୍ରମଣ ଓ ଧ୍ବଂସର ଦିନଗୁଡିକ ଆସିବା ପାଇଁ ର୍ଧୈୟ୍ଯ ଧରି ଅପେକ୍ଷା କରିବି। 17 ଡିମିରି ଗଛ େର ଡିମିରି ଫଳ ନପା େର, ଦ୍ରାକ୍ଷାଲତା େର ଅଙ୍ଗୁର ଫଳି ନପା େର, ଅଲିଭ ଗଛ େର ଅଲିଭ୍ ଉତ୍ପନ୍ନ ନ େହାଇପା େର, କ୍ଷେତ େର ଖାଦ୍ୟଶସ୍ଯ ନ େହାଇପା େର, ମେଣ୍ତାଶାଳ େର ମେଣ୍ତା ନରହି ପାରନ୍ତି ଓ ଶସ୍ଯଖଳା େର େଗାରୁପଲ ନଥାଇ ପାରନ୍ତି। 18 କିନ୍ତୁ ମିଁ ତଥାପି ସଦାପ୍ରଭୁଙ୍କଠା େର ଆନନ୍ଦ କରିବି ଏବଂ ପରେମଶ୍ବରଙ୍କୁ େମାରତ୍ରାଣକର୍ତ୍ତା ଭାବି ଖୁସି େହବି। 19 ସଦାପ୍ରଭୁ େମାର ପ୍ରଭୁ, େମାେତ ଶକ୍ତି ଦିଅନ୍ତି, ମୁଁ ହରିଣ ପରି ଦ୍ରୁତଗତି େର େଦୗଡିବା େର େମାେତ ସାହାୟ୍ଯ କରନ୍ତି। ସଙ୍ଗୀତ ନିର୍ଦ୍ଦେଶକ ପରି େମାରସ୍ପନ୍ଦିତ ବାଦ୍ଯୟନ୍ତ୍ର େର େସ ପର୍ବତ ଉପରକୁ େମାେତ ନିରାପଦ େର ଆେଗଇ ନିଅନ୍ତି।