Haggai

1:1 ପାରସ୍ଯ ରାଜା ଦାରିଯାବସଙ୍କର ରାଜତ୍ବର ଦ୍ବିତୀୟ ବର୍ଷର ଛଅମାସର ପ୍ରଥମ ଦିବସ େର ହାଗଯ ପରେମଶ୍ବରଙ୍କଠାରୁ ଏହି ବାର୍ତ୍ତା ପାଇେଲ। ଏହି ବାର୍ତ୍ତା ଶଲ୍ଟୀଯେଲଙ୍କ ପୁତ୍ର ୟିରୁଦ୍ଦାବିଲ ଓ ୟିହୋଷାଦଙ୍କ ପୁତ୍ର ଯିେହାଶୂୟଙ୍କ ପାଇଁ ଥିଲା। ୟିରୁଦ୍ଦାବିଲ ଯିହୁଦାର ଦେଶାଧ୍ଯକ୍ଷ ଓ ଯିେହାଶୂୟ ଜେଣ ମହାନ୍ ଯାଜକ ଥିେଲ। ଭବିଷ୍ଯଦ୍ବକ୍ତା ହାଗଯଙ୍କ ଦ୍ବାରା କୁହାୟାଇଥିବା ବାର୍ତ୍ତା ଏହାହିଁ ଅେଟ। 2 ସର୍ବଶକ୍ତିମାନ ସଦାପ୍ରଭୁ ଏହା କହନ୍ତି: "େଲାକେ କହୁଛନ୍ତି ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବାର ଏପର୍ୟ୍ଯନ୍ତ ପ୍ରକୃଷ୍ଟ ସମୟ େହାଇନାହିଁ।" 3 ପୁନର୍ବାର ହାଗଯ ଆଉ ଏକ ବାର୍ତ୍ତା ସଦାପ୍ରଭୁଙ୍କଠାରୁ ଗ୍ରହଣ କେଲ। ହାଗଯ ବାର୍ତ୍ତାଟି କହିେଲ: 4 "ତୁମ୍େଭମାେନ ଭାବୁଛ େଯ ସୁନ୍ଦର ଘ େର ବାସ କରିବାକୁ ଠିକ୍ ସମୟ ଆସିୟାଇଛି। ସୁନ୍ଦର କାନ୍ଥ େର କାଠ ଫଳକ ଲାଗିଥିବା ଘ େର ବାସ କରୁଛ। କିନ୍ତୁ ସଦାପ୍ରଭୁଙ୍କର ଗୃହ ତଥାପି ଭଗ୍ନ ଅବସ୍ଥା େର ଅଛି। 5 ବର୍ତ୍ତମାନ ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, 'କ'ଣ ଘଟୁଛି ଚିନ୍ତା କର। 6 ତୁମ୍େଭ ବହୁ ମଞ୍ଜି ବୁଣୁଛ କିନ୍ତୁ ଅଳ୍ପ ଶସ୍ଯ ଅମଳ କରୁଛ। ତୁମ୍ଭର ଖାଇବାକୁ ଖାଦ୍ୟ ଅଛି କିନ୍ତୁ ପେଟ ପୁରିବାକୁ ପ୍ରଚୁର ନାହିଁ। ତୁମ୍ଭର ପାନୀଯ ପାଇଁ ଅଳ୍ପ ଦ୍ରାକ୍ଷାରସ ଅଛି। କିନ୍ତୁ ତାହା ତୁମ୍ଭର ଚାହିଦା ପୂରଣ ପାଇଁ ୟଥେଷ୍ଟ ନୁେହଁ। ତୁମ୍ଭର ଯଦିଓ କିଛି ବସ୍ତ୍ର ପିନ୍ଧିବାକୁ ଅଛି ତାହା ତୁମ୍ଭମାନଙ୍କୁ ଉଷୁମ ରଖିବାକୁ ୟଥେଷ୍ଟ ନୁେହଁ। ତୁମ୍େଭମାେନ ଧନ ଅର୍ଜ୍ଜନ କରୁଛ କିନ୍ତୁ ତାହା କୁଆେଡ ଗ୍ଭଲି ଯାଉଛି ତୁମ୍େଭ ଜାଣିପାରୁନାହଁ, େଯପରିକି ତୁମ୍ଭ ପକେଟ େର ଥିବା କଣା ବାଟେ େସସବୁ ଗ୍ଭଲି ଯାଉଛି।" 7 ସର୍ବଶକ୍ତିମାନ ସଦାପ୍ରଭୁ କହନ୍ତି, "ତୁମ୍େଭମାେନ ଯାହା କରୁଛ, େସ ବିଷଯ େର ଚିନ୍ତା କର। 8 ପର୍ବତ ଉପରକୁ ୟାଅ ଓ କାଠ େନଇ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କର। ତା'ପ େର ଆମ୍େଭ ଏହି ଗୃହ ନିମନ୍େତ ଆନନ୍ଦିତ େହବା ଓ େଗୗରବାନ୍ବିତ େହବା।" ସଦାପ୍ରଭୁ ଏହା କହିେଲ। 9 ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, "ତୁମ୍େଭମାେନ ପ୍ରଚୁର ଶସ୍ଯ ଅମଳ କରିବାକୁ ଖୋଜୁଛ, କିନ୍ତୁ େଯେତେବେଳ ଶସ୍ଯ ସଂଗ୍ରହ କରିବାକୁ ଯାଉଛ େସଠା େର ଅତି ଅଳ୍ପ ଶସ୍ଯ େଦଖୁଛ। ତୁମ୍େଭମାେନ େସ ଶସ୍ଯ ଘରକୁ ଆଣୁଛ, ତା'ପ େର ଆମ୍େଭ ପବନକୁ ପଠାଇ େସ ସମସ୍ତକୁ ଉଡାଇଦେଉଛୁ। ଏହା କାହିଁକି ଘଟୁଛି? କାରଣ ତୁମ୍େଭ ପ୍ରେତ୍ୟକକ େଯେତେବେଳ ନିଜ ନିଜ ଘରର ଯତ୍ନ ନେବାକୁ ତତ୍ପର େହଉଛ େସେତେବେଳ ଆମ୍ଭ ଗୃହ ଧ୍ବଂସ େହଉଛି। 10 େସଥିସକାେଶ ଆକାଶ ବର୍ଷା ଫେରାଇ ନେଉଛି ଓ ପୃଥିବୀ ଆଉ ଶସ୍ଯ ଦେଉନାହିଁ।" 11 ସଦାପ୍ରଭୁ କୁହନ୍ତି, "ପର୍ବତ ଓ ପୃଥିବୀ ଶୁଷ୍କ େହବାକୁ ଆମ୍େଭ ଆେଦଶ ଦେଲୁ। ଶସ୍ଯ, ସଦ୍ଯ ଦ୍ରାକ୍ଷାରସ, ଅଲିଭ ତେଲ ଏବଂ ପୃଥିବୀ ଉତ୍ପାଦନ କରୁଥିବା ସମସ୍ତ ଜିନିଷ ଶୁଷ୍କ େହାଇଯିବ। ଏହି ମରୁଡି ମଧ୍ଯ ପ୍ରେତ୍ୟକକ ପଶୁ, ମନୁଷ୍ଯ ଓ ତୁମ୍ଭର ଶ୍ରମିକ ଉପ େର ପ୍ରଭାବ ପକାଇବ।" 12 ଶଲ୍ଟୀଯଲଙ୍କ ପୁତ୍ର ୟିରୁଦ୍ଦାବିଲଙ୍କୁ ଓ ୟିହୋଷାଦକଙ୍କ ପୁତ୍ର ମହାୟାଜକ ଯିେହାଶୂୟଙ୍କୁ କହିବାକୁ ସଦାପ୍ରଭୁ ପରେମଶ୍ବର ହାଗଯଙ୍କୁ ପ୍ େରରଣ କେଲ। େତଣୁ ଏହି େଲାକମାେନ ଓ ଅନ୍ୟସବୁ େଲାକମାେନ ଭବିଷ୍ଯଦ୍-ବକ୍ତା ହାଗଯଙ୍କଠାରୁ ସଦାପ୍ରଭୁ େଦଇଥିବା ବାର୍ତ୍ତା ଶୁଣିେଲ। େସମାେନ େସମାନଙ୍କର ଭୟ ଓ ସମ୍ମାନ ସଦାପ୍ରଭୁ ପରେମଶ୍ବରଙ୍କୁ ଜଣାଇେଲ। 13 ହାଗଯ ସଦାପ୍ରଭୁ ପରେମଶ୍ବରଙ୍କ ଜେଣ ଦୂତ ଥିେଲ, ଯାହା ମାଧ୍ଯମ େର େସ ଏହି ବାର୍ତ୍ତା େଲାକମାନଙ୍କ ପାଖକୁ ପଠାଇଥିେଲ। ସଦାପ୍ରଭୁ କୁହନ୍ତି, "ଆମ୍େଭ ତୁମ୍ଭମାନଙ୍କ ସହିତ ଅଛୁ।" 14 ତା'ପ େର ସଦାପ୍ରଭୁ ତାଙ୍କର ନିର୍ମାଣ ବିଷଯ େର େଲାକମାନଙ୍କୁ ଉତ୍ତେଜିତ କେଲ। ଯିହୁଦାର ଶାସକ ଶଲ୍ଟୀଯଲଙ୍କ ପୁତ୍ର ୟିରୁଦ୍ଦାବିଲଙ୍କୁ ଓ ମହାୟାଜକ ୟିହୋଷାଦକଙ୍କ ପୁତ୍ର ଯିେହାଶୂୟଙ୍କୁ ମଧ୍ଯ ସଦାପ୍ରଭୁ ଉତ୍ତେଜିତ କେଲ। ତାଙ୍କର ମନ୍ଦିର ନିର୍ମାଣ କରିବା ବିଷଯ େର ସଦାପ୍ରଭୁ ସବୁ େଲାକଙ୍କୁ ଉତ୍ତେଜିତ କେଲ। େସମାେନ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାମ ଆରମ୍ଭ କେଲ। 15 ପାରସ୍ଯର ରାଜାଙ୍କର ରାଜତ୍ବର ଦ୍ବିତୀୟ ବର୍ଷ େର ଏବଂ ଦାରିଯାବସଙ୍କ ଶାସନର ଛଅମାସ ପୂର୍ତ୍ତିର ଚତୁର୍ବିଂଶ ଦିବସ େର େସମାେନ କାର୍ୟ୍ଯ ଆରମ୍ଭ କେଲ।

2:1 ସପ୍ତମ ମାସର ଏକବିଂଶ ଦିବସ େର ସଦାପ୍ରଭୁଙ୍କଠାରୁ ଏହି ବାର୍ତ୍ତା ହାଗଯଙ୍କ ନିକଟକୁ ଆସିଲା। 2 ଏହି ବାର୍ତ୍ତା ଯିହୁଦାର ଦେଶାଧ୍ଯକ୍ଷ ଶଲ୍ଟୀଯେଲଙ୍କ ପୁତ୍ର ୟିରୁଦ୍ଦାବିଲଙ୍କୁ ଓ ମହାୟାଜକ ୟିହୋଷାଦକଙ୍କ ପୁତ୍ର ଯିେହାଶୂୟଙ୍କୁ ଏବଂ ସମସ୍ତ େଲାକଙ୍କୁ କୁହ। 3 "ତୁମ୍ଭମାନଙ୍କ ମଧ୍ଯରୁ କିଏ ଏହି ମନ୍ଦିରର ପୂର୍ବ ମହିମା େଦଖିଲା? ଧ୍ବଂସ େହାଇ ୟାଇଥିବା ସୁନ୍ଦର ଗୃହ ସହିତ ତୁମ୍େଭମାେନ ଏହାକୁ ତୁଳନା କରିଛ। ଯଦି ଏହି ଗୃହକୁ ପ୍ରଥମ ଗୃହ ସହିତ ତୁଳନା କର େତେବ ତୁମ୍ଭର ଦୃଷ୍ଟି େର ଏହା କିଛି ନୁେହଁ। 4 କିନ୍ତୁ ବର୍ତ୍ତମାନ ସଦାପ୍ରଭୁ କୁହନ୍ତି, 'ୟିରୁଦ୍ଦାବିଲର ସାହସ ଜଗାଅ' ୟିହୋଷାଦକଙ୍କ ପୁତ୍ର ଯିେହାଶୂୟ, ତୁମ୍େଭ ଜେଣ ମହାୟାଜକ 'ସାହସ ଜଗାଅ' ଏବଂ ତୁମ୍େଭ ସବୁେଲାକ ସାହସ ଜଗାଅ। ସଦାପ୍ରଭୁ କୁହନ୍ତି, 'ଏହି କାର୍ୟ୍ଯ ଗ୍ଭଲୁ ରଖ, କାରଣ ଆମ୍େଭ ତୁମ୍ଭମାନଙ୍କ ସହିତ ଅଛୁ।' ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କଥା କହିେଲ।" 5 ସଦାପ୍ରଭୁ କୁହନ୍ତି, "ତୁମ୍େଭମାେନ ମିଶର ପରିତ୍ଯାଗ କଲା େବେଳ ଆମ୍େଭ ତୁମ୍ଭମାନଙ୍କ ସହିତ ଏକ ଚୁକ୍ତି କରିଥିଲୁ। ଆମ୍େଭ ଆପଣା ପ୍ରତିଜ୍ଞା ରକ୍ଷା କରିଅଛୁ। ଆମ୍ଭର ଆତ୍ମା ତୁମ୍ଭମାନଙ୍କ ମଧିଅେର ଅଛି। େତଣୁ ଭୟ କରନାହିଁ। 6 କାହିଁକି? କାରଣ ସର୍ବଶକ୍ତିମାନ ସଦାପ୍ରଭୁ ଏହିକଥା କହିଛନ୍ତି। ଅଳ୍ପ ସମୟ ପ େର ଆମ୍େଭ ପୁନର୍ବାର କମ୍ପନ ସୃଷ୍ଟି କରିବା। ସ୍ବର୍ଗ, ମର୍ତ୍ତ୍ଯ, ଜଳ ଓ ସ୍ଥଳ େର କମ୍ପନ ଆଣିବା। 7 ଆମ୍େଭ ସମସ୍ତ େଦଶକୁ ଥରାଇ େଦବା ଏବଂ େସମାେନ ଧନସମ୍ପଦ ଧରି ତୁମ୍ଭ ନିକଟକୁ ଆସିେବ। ତା'ପ େର ଆମ୍ଭ ଏହି ମନ୍ଦିରକୁ ମହିମା େର ପୂର୍ଣ୍ଣ କରିବା। ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହିଛନ୍ତି। 8 େସମାନଙ୍କର ସମସ୍ତ ରୂପାର ଅଧିକାରୀ ଆମ୍େଭ ଏବଂ ସମସ୍ତ ସ୍ବର୍ଣ୍ଣ ମଧ୍ଯ ଆମ୍ଭର। ସର୍ବଶକ୍ତିମାନ ସଦାପ୍ରଭୁ ଏହାହିଁ କହୁଛନ୍ତି। 9 ସର୍ବଶକ୍ତିମାନ୍ ସଦାପ୍ରଭୁ କହନ୍ତି, ଏହି ମନ୍ଦିରଟିର ସମ୍ମାନ ପ୍ରଥମ ମନ୍ଦିର ସମ୍ମାନ ଅପେକ୍ଷା ଅଧିକ େହବ ଏବଂ ଆମ୍େଭ ଏହି ସ୍ଥାନକୁ ଶାନ୍ତି ପ୍ରଦାନ କରିବା, ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହନ୍ତି।" 10 ପାରସ୍ଯ ରାଜା ଦାରିଯାବସଙ୍କର ରାଜତ୍ବର ଦ୍ବିତୀୟ ବର୍ଷର ନବମ ମାସର ଚତୁର୍ବଂଶ ଦିବସ େର ଭବିଷ୍ଯଦ୍ବକ୍ତା ହାଗଯ ସଦାପ୍ରଭୁଙ୍କର ଏହି ବାର୍ତ୍ତା ପାଇେଲ। 11 ଏହି ଜିନିଷଗୁଡିକ ବିଷଯ େର ବ୍ଯବସ୍ଥା କ'ଣ କୁ େହ, ଯାଜକମାନଙ୍କୁ ପଗ୍ଭରିବାକୁ ସର୍ବଶକ୍ତିମାନ ସଦାପ୍ରଭୁ ଆେଦଶ ଦିଆନ୍ତି। 12 "ମେନକର ଜେଣ ମନୁଷ୍ଯ କିଛି ମାଂସ ତା'ର େପାଷାକର ଭାଙ୍ଗ େର ନିଏ। ଏହା ପବିତ୍ର େହବ କାରଣ ଏହି ମାଂସ ବଳିଦାନର ଏକ ଅଂଶ ବିଶେଷ। କ'ଣ େସହି ସବୁ ବସ୍ତ୍ର ଯଦି େରାଟୀ, ରନ୍ଧାଖାଦ୍ୟ, ତେଲ କି ଅନ୍ୟ େକୗଣସି ଖାଦ୍ୟ ପଦାର୍ଥକୁ ସ୍ପର୍ଶ କେର େତେବ େସ ସବୁ କ'ଣ ପବିତ୍ର େହାଇଯିବ?" 13 ତା'ପ େର ହାଗଯ କହିେଲ, "ଯଦି ଜେଣ ବ୍ଯକ୍ତି େଗାଟିଏ ଶବକୁ ଛୁଏଁ େତେବ େସ କ'ଣ ଅପବିତ୍ର େହବ? ବର୍ତ୍ତମାନ େସ ଯଦି ଅନ୍ୟ ଜିନିଷଗୁଡିକୁ ଛୁଏଁ େସଗୁଡିକ କ'ଣ ଅପବିତ୍ର େହାଇଯିବ?" 14 ତା'ପ େର ହାଗଯ କହିେଲ, "ସଦାପ୍ରଭୁ ପରେମଶ୍ବର ଏହିସବୁ କହନ୍ତି, 'େଦଶର େଲାକମାନଙ୍କ ବିଷଯ େର ଏହା ସତ୍ଯ ଅେଟ। େସହି େଲାକମାେନ ଆମ୍ଭ ସମ୍ମୁଖ େର ଶୁଦ୍ଧ ଓ ପବିତ୍ର ନଥିେଲ। େତଣୁ େଯ େକୗଣସି ଜିନିଷକୁ େସମାେନ ଛୁଉଁଥିେଲ ଏବଂ େଯ େକୗଣସି ଜିନିଷକୁ େସମାେନ ୟଜ୍ଞବେଦୀ ଉପରକୁ ଆଣୁଥିେଲ େସଗୁଡିକ ସବୁ ଅଶୁଦ୍ଧ େହଉଥିଲା। 15 ଆଜି ଦିନର ପୂର୍ବରୁ ଯାହାସବୁ ଘଟିଲା େସ ବିଷଯ େର ଚିନ୍ତା କର। ସଦାପ୍ରଭୁଙ୍କ ମନ୍ଦିର େର କାର୍ୟ୍ଯ ଆରମ୍ଭ କରିବାର ପୂର୍ବ ସମୟ ବିଷଯ େର ଚିନ୍ତା କର। 16 େଲାକମାେନ କୋଡିଏ ଓଜନ ମାପର ଶସ୍ଯ ଗ୍ଭହିଁଥିେଲ କିନ୍ତୁ ଶସ୍ଯ ସ୍ତୁପ େର ମାତ୍ର ଦଶ ଓଜନ ମାପର ଶସ୍ଯ ଥିଲା। େଲାକମାେନ ଦ୍ରାକ୍ଷାରସ କୁଣ୍ତରୁ ପଗ୍ଭଶ ମାଠିଆ ଦ୍ରାକ୍ଷାରସ ଗ୍ଭହିଁଥିେଲ। କିନ୍ତୁ େସଥି େର ମାତ୍ର େକାଡିଏ ମାଠିଆ ଦ୍ରାକ୍ଷାରସ ଥିଲା। 17 କାହିଁକି ଏହା େହଲା? କାରଣ ଆମ୍େଭ ତୁମ୍ଭମାନଙ୍କୁ ଦଣ୍ତ ଦେଲୁ। ଗଛଗୁଡିକ ମାରିେଦବାକୁ ଆମ୍େଭ େରାଗ ପଠାଇଥିଲୁ। ତୁମ୍ଭ ହାତ େର ପ୍ରସ୍ତୁତ କରିଥିବା ଶସ୍ଯକୁ ଆମ୍େଭ କୁଆପଥର ପକାଇ ନଷ୍ଟ କରିଥିଲୁ। ଆମ୍େଭ ଏସବୁ କଲାପ େର ମଧ୍ଯ େସମାେନ ଆମ୍ଭ ପାଖକୁ ଆସିେଲ ନାହିଁ।' ସଦାପ୍ରଭୁ ଏହିସବୁ କହିେଲ।" 18 ସଦାପ୍ରଭୁ କହିେଲ, "ଆଜି ନବମ ମାସର ଚତୁର୍ବିଂଶ ଦିବସ। ତୁମ୍େଭମାେନ ସଦାପ୍ରଭୁଙ୍କ ମନ୍ଦିର େର ଭିତ୍ତିପ୍ରସ୍ତର ସ୍ଥାପନ କାର୍ୟ୍ଯ ଶେଷ କରିଛ। େତଣୁ ଏହାପ େର କ'ଣ ସବୁ ଘଟୁଛି ଆଗକୁ ଲକ୍ଷ୍ଯ କର। 19 ଖଳା େର ଆଉ ଶସ୍ଯ ଅଛି କି? ନାଁ, େକୗଣସି ଶସ୍ଯ ଖଳା େର ନାହିଁ। ଦ୍ରାକ୍ଷାଲତାକୁ, ଡିମିରି ଗଛକୁ, ଡାଳିମ୍ବୂ ବୃକ୍ଷକୁ ଏବଂ ଅଲିଭ୍ ଗଛକୁ ଲକ୍ଷ୍ଯ କର। େସମାେନ ଫଳ ଧାରଣ କରୁଛନ୍ତି କି? ନାଁ, େସ ସବୁ ଧାରଣ କରୁନାହିଁନ୍ତି। କିନ୍ତୁ ଆଜିଠାରୁ େଦଖ, େସଗୁଡିକ ଉତ୍ତମ ଫଳ ଧାରଣ କରିେବ, କାରଣ ଆମ୍େଭ ଆର୍ଶୀବାଦ କରିବା।" 20 ମାସର ଚତୁର୍ବିଂଶ ଆଉ ଏକ ବାର୍ତ୍ତା ସଦାପ୍ରଭୁଙ୍କଠାରୁ ହାଗଯ ନିକଟକୁ ଆସିଲା। ବାର୍ତ୍ତାଟି େହଉଛି। 21 "ଯିହୁଦାର ଶାସକ ୟିରୁଦ୍ଦାବିଲଙ୍କ ନିକଟକୁ ୟାଅ। ଆମ୍େଭ ପୃଥିବୀ ଓ ସ୍ବର୍ଗକୁ ଥରାଇ େଦବା। 22 ଆମ୍େଭ ବହୁ ରାଜ୍ଯ ଓ ରାଜାଙ୍କୁ ଓଲଟାଇ େଦବା, ଆମ୍େଭ ରାଜ୍ଯର ଅନ୍ୟ େଲାକମାନଙ୍କର କ୍ଷମତାକୁ େଲାପ କରିବା, େସମାନଙ୍କର ରଥ ଓ ଆ େରାହୀଙ୍କୁ ଧ୍ବଂସ କରିବା। ଆମ୍େଭ େସମାନଙ୍କର ୟୁଦ୍ଧ ଅଶ୍ବ ଓ ଆ େରାହୀଙ୍କୁ ପରାସ୍ତ କରିବା। େସ ସୈନିକମାେନ ବର୍ତ୍ତମାନ ପରସ୍ପର ବନ୍ଧୁଭାବେର ଅଛନ୍ତି। କିନ୍ତୁ େସମାେନ ପରସ୍ପର ବିରୁଦ୍ଧ େର ଯିେବ ଏବଂ ପରସ୍ପର ଖଣ୍ତା େର ହଣାହଣି େହାଇ ମରିେବ। 23 ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କହୁଛନ୍ତି। ଶଲ୍ଟୀଯଲଙ୍କ ପୁତ୍ର ୟିରୁଦ୍ଦାବିଲ, ତୁମ୍େଭ ଆମ୍ଭର ଭୃତ୍ଯ। ଆମ୍େଭ ତୁମ୍ଭକୁ ବାଛିଅଛୁ, େସହି ସମୟେର ଆମ୍େଭ ତୁମ୍ଭକୁ ଏକ େମାହର ଥିବା ମୁଦି କରିବା। ଆମ୍େଭ ଏସବୁ କରିଛୁ େବାଲି ତୁମ୍େଭ ଏହାର ପ୍ରମାଣ େହବ।"