Hebrews

1:1 ଅତୀତ େର ପରେମଶ୍ବର ଆମ୍ଭ େଲାକମାନଙ୍କୁ ବିଭିନ୍ନ ସମୟେର ବିଭିନ୍ନ ଭାବେର ଭବିଷ୍ଯଦ୍ ବକ୍ତାମାନଙ୍କ ମାଧ୍ଯମ େର କଥା କହିଥିେଲ। 2 କିନ୍ତୁ ଏହି ଶେଷ ସମୟେର ପରେମଶ୍ବର ଆପଣା ପୁତ୍ରଙ୍କ ଦ୍ବାରା ଆମ୍ଭମାନଙ୍କୁ ପୁନର୍ବାର କଥା କହିଅଛନ୍ତି। େସ ନିଜ ପୁତ୍ରଙ୍କ ଦ୍ବାରା ସାରା ବିଶ୍ବ ସୃଷ୍ଟି କେଲ। େସ ନିଜ ପୁତ୍ରଙ୍କୁ ସମସ୍ତ ବିଷୟର ଉତ୍ତରାଧିକାରୀ କରିବା ନିମନ୍େତ ମେନାନୀତ କରିଛନ୍ତି। େସହି ପୁତ୍ର ପରେମଶ୍ବରଙ୍କ ମହିମା ପ୍ରକାଶ କରନ୍ତି। 3 େସ ପରେମଶ୍ବରଙ୍କ ମହିମାର ଅବିକଳ ପ୍ରତିମୂର୍ତ୍ତି। େସହି ପୁତ୍ର ନିଜର ଶକ୍ତିୟୁକ୍ତ ବାକ୍ଯ ଦ୍ବାରା ପ୍ରେତ୍ୟକକ ବିଷୟକୁ ଧରି ରଖିଛନ୍ତି। େସହି ପୁତ୍ର େଲାକମାନଙ୍କୁ ପାପରୁ ମୁକ୍ତ କରି େସମାନଙ୍କୁ ପବିତ୍ର କେଲ। ତା'ପେର େସ ସ୍ବର୍ଗସ୍ଥ ମହାମହିମ ପରେମଶ୍ବରଙ୍କ ଡ଼ାହାଣପଟ େର ବସିେଲ। 4 ପରେମଶ୍ବର ତାହାଙ୍କୁ ସମସ୍ତ ସ୍ବର୍ଗଦୂତମାନଙ୍କ ଅପେକ୍ଷା ଅତ୍ଯଧିକ ଉତ୍କୃଷ୍ଟ ନାମ େଦେଲ, େତଣୁ େସ େଯ େକୗଣସି ସ୍ବର୍ଗଦୂତଙ୍କ ଠାରୁ ମଧ୍ଯ ଅଧିକ ମହାନ୍ େହାଇଅଛନ୍ତି। 5 ଆହୁରି ମଧ୍ଯ େସ େକୗଣସି ସ୍ବର୍ଗଦୂତଙ୍କୁ କହି ନ ଥିେଲ େଯ : 6 ଓ େଯେତେବେଳ ପରେମଶ୍ବର ନିଜର ପ୍ରଥମଜାତ ସନ୍ତାନକୁ ପୁନର୍ବାର ଜଗତ ମଧ୍ଯକୁ ଆଣିେବ, େସହି ସମୟକୁ ଲକ୍ଷ୍ଯ କରି େସ କହନ୍ତି : 7 ନିଜର ସ୍ବର୍ଗଦୂତମାନଙ୍କ ବିଷୟ େର ପରେମଶ୍ବର କହିଛନ୍ତି : 8 କିନ୍ତୁ ପରେମଶ୍ବର ନିଜ ପୁତ୍ର ବିଷୟ େର କୁହନ୍ତି : 9 ତୁମ୍େଭ ଧାର୍ମିକତାକୁ ଭଲ ପାଅ, ଓ ତୁମ୍େଭ ଭୁଲକୁ ଘୃଣା କର। ଅତଏବ ପରେମଶ୍ବର, ତୁମ୍ଭ ପରେମଶ୍ବର ତୁମ୍ଭର ସଙ୍ଗୀମାନଙ୍କ ଅପେକ୍ଷା ତୁମ୍ଭକୁ ଅଧିକ ଆନନ୍ଦ ପ୍ରଦାନ କରିଛନ୍ତି।" 10 ପରେମଶ୍ବର ଏହା ମଧ୍ଯ କହନ୍ତି : 11 ଏହି ବିଷୟ ଗୁଡ଼ିକ େଲାପ ପାଇବ, କିନ୍ତୁ ତୁମ୍େଭ ନିତ୍ଯସ୍ଥାଯୀ। ସମସ୍ତ ବିଷୟ ବସ୍ତ୍ରଭଳି ପୁରୁଣା େହାଇଯିବ। 12 ତୁମ୍େଭ ଚାଦର ଭଳି େସହିସବୁ ଗୁଡ଼ାଇବ ଓ େସମାେନ ବସ୍ତ୍ର ଭଳି ପରିବର୍ତ୍ତିତ େହେବ। କିନ୍ତୁ ତୁମ୍େଭ କଦାପି ବଦଳିବ ନାହିଁ, ଓ ତୁମ୍ଭ ଜୀବନର ଶେଷ େହବ ନାହିଁ।" 13 ପରେମଶ୍ବର େକେବ େହେଲ େକୗଣସି ସ୍ବର୍ଗଦୂତକୁ କହିଛନ୍ତି କି େଯ : 14 ସମସ୍ତ ସ୍ବର୍ଗଦୂତ ଆତ୍ମା ଅଟନ୍ତି। େସମାେନ ପରେମଶ୍ବରଙ୍କ େସବା କରନ୍ତି ଏବଂ େଯଉଁମାେନ ପରିତ୍ରାଣ ପାଇଛନ୍ତି େସମାନଙ୍କୁ ସାହାୟ୍ଯ କରନ୍ତି।

2:1 ଅତଏବ, ଆମ୍ଭକୁ ଶିଖା ଯାଇଥିବା କଥାଗୁଡ଼ିକୁ ପାଳନ କରିବା ବିଷୟ େର ଅଧିକ ମନୋୟୋଗୀ େହବା ଦରକାର, ନଚେତ୍ ସତ୍ଯମାର୍ଗରୁ ବିଚଳିତ େହାଇ ପଥଭ୍ରଷ୍ଟ େହବୁ। 2 ସ୍ବର୍ଗଦୂତମାନଙ୍କ ମାଧ୍ଯମ େର ପରେମଶ୍ବର କହିଥିବା ଶିକ୍ଷା ସତ୍ଯ େବାଲି େଦଖାଇ ଦିଆଗଲା। ପ୍ରେତ୍ୟକକ ଥର ୟିହୁଦୀମାେନ ତାହାର ବିରୁଦ୍ଧାଚରଣ କରି ଦଣ୍ଡ ପାଇଥିେଲ। େଯେତେବେଳ େସହି ଶିକ୍ଷାକୁ େସମାେନ ଅବମାନନା କେଲ, େସମାେନ ଦଣ୍ଡିତ େହେଲ। 3 ଆମ୍ଭକୁ ଦତ୍ତ ମହା ପରିତ୍ରାଣ ଅବ େହଳା କେଲ, ଆମ୍େଭ ମଧ୍ଯ ନିଶ୍ଚିତ ଭାବେର ଦଣ୍ଡ ପାଇବା। ପ୍ରଭୁ ଯୀଶୁଖ୍ରୀଷ୍ଟ େହଉଛନ୍ତି ପ୍ରଥମ ବ୍ଯକ୍ତି, ୟିଏ େଲାକମାନଙ୍କୁ ଏହି ପରିତ୍ରାଣ ବିଷୟ େର କହିେଲ। େଯଉଁମାେନ ଶୁଣିେଲ, େସମାେନ ଆମ୍ଭକୁ ଏହାର ସତ୍ଯତା ପ୍ରମାଣ କରି େଦଖାଇ େଦେଲ। ଆଶ୍ଚର୍ୟ୍ଯ କର୍ମ, ନାନାଦି ଚିହ୍ନ ଓ ଅନେକ ପ୍ରକାରର ଅଦ୍ଭୁତ 4 କର୍ମ ଦ୍ବାରା ପରେମଶ୍ବର ମଧ୍ଯ ଏହାର ପ୍ରମାଣ େଦେଲ। ପରେମଶ୍ବର ଆପଣା ଇଚ୍ଛାନୁସା େର ପବିତ୍ର ଆତ୍ମାଙ୍କ ଅନ୍ଯାନ୍ଯ ଦାନ ଦ୍ବାରା ଏହା ପ୍ରମାଣିତ କରିଅଛନ୍ତି। 5 େଯଉଁ ଭାବୀଜଗତ ବିଷୟ େର ଆମ୍େଭ ଆଲୋଚନା କରୁଛୁ, ତାହାକୁ ଶାସନ କରିବା ପାଇଁ ପରେମଶ୍ବର ଦୂତମାନଙ୍କୁ ବାଛି ନାହାନ୍ତି। 6 ଶାସ୍ତ୍ର େର େକୗଣସି ସ୍ଥାନ େର ଏପରି ଲେଖା ଅଛି : 7 ତୁମ୍େଭ ସ୍ବର୍ଗଦୂତଙ୍କଠାରୁ ତାହାକୁ ଅଳ୍ପକ୍ଷଣ ପାଇଁ ନ୍ଯୁନ କରିଅଛ ? ତୁମ୍େଭ ତାହାକୁ ଗୌରବ ଓ ସମ୍ମାନର ରାଜମୁକୁଟ ପିନ୍ଧାଇଅଛ, 8 ଓ ପ୍ରେତ୍ୟକକ ବିଷୟ ତା' ନିୟନ୍ତ୍ରଣ େର ରଖିଅଛ।" ଗୀତସଂହିତା 8:4-6 9 ଅତି ଅଳ୍ପ ସମୟ ନିମନ୍େତ ଯୀଶୁଙ୍କୁ ସ୍ବର୍ଗଦୂତମାନଙ୍କ ଠାରୁ ନିମ୍ନ ସ୍ତର େର ରଖା ଯାଇଥିଲା, କିନ୍ତୁ ଏେବ ଆମ୍େଭ େଦଖୁଛୁ େଯ, େସ େଗୗରବ ଓ ସମ୍ମାନର ରାଜମୁକୁଟ ପିନ୍ଧିଛନ୍ତି। ଏହାର କାରଣ, ତାହାଙ୍କର ଦୁଃଖେଭାଗ ଓ ମୃତ୍ଯୁ ଅେଟ। ପରେମଶ୍ବରଙ୍କ ଅନୁଗ୍ରହ େହତୁ ଯୀଶୁ ପ୍ରେତ୍ୟକକ େଲାକଙ୍କ ପାଇଁ ମୃତ୍ଯୁ ବରଣ କେଲ। 10 ପରେମଶ୍ବର ସମସ୍ତ ବିଷୟ ସୃଷ୍ଟି କରିଛନ୍ତି। ସମସ୍ତ ବିଷୟଗୁଡ଼ିକ ତାହାଙ୍କ େଗୗରବ ପାଇଁ ଉଦ୍ଦିଷ୍ଟ। ଅନେକ େଲାକ େଯପରି ତାହାଙ୍କ େଗୗରବ େର ପ୍ରେବଶ କରନ୍ତି ଏହା ଇଚ୍ଛା କରି େସ ଯୀଶୁଙ୍କୁ ଦୁଃଖ େଭାଗ ମାଧ୍ଯମ େର ସିଦ୍ଧ କେଲ, ତହିଁେର େସ େଲାକମାନଙ୍କୁ ପରିତ୍ରାଣର ମାର୍ଗ େଦଖାଇେଲ। 11 େତଣୁ ୟିଏ ପବିତ୍ର କରନ୍ତି, ଓ େଯଉଁମାେନ ପବିତ୍ର ହୁଅନ୍ତି ଦୁ େହଁ େଗାଟିଏ ପରିବାରର ଅଟନ୍ତି। ଅତଏବ ଯୀଶୁ େସମାନଙ୍କୁ ନିଜ ଭାଇ ଓ ଭଉଣୀ ଡ଼ାକିବା େର ଲଜ୍ଜା େବାଧ କରନ୍ତି ନାହିଁ। ଯୀଶୁ କୁହନ୍ତି : 12 " େହ ପରେମଶ୍ବର, ମୁଁ େମାର ଭାଇ ଓ ଭଉଣୀମାନଙ୍କୁ ତୁମ୍ଭ ବିଷୟ େର କହିବି। ତୁମ୍ଭର ସବୁେଲାକ (ସାଧୁ) ମାନଙ୍କ ଆଗ େର, ମୁଁ ତୁମ୍ଭର ପ୍ରଶଂସା ପାଇବି।" ଗୀତିସଂହିତା 22:22 13 େସ ଆହୁରି କହନ୍ତି : 14 େସହି ସନ୍ତାନମାେନ ରକ୍ତମାଂସ ବିଶିଷ୍ଟ ଶରୀର ଧାରଣ କରିଛନ୍ତି। ଅତଏବ ଯୀଶୁ େସମାନଙ୍କ ଭଳି ରକ୍ତ ମାଂସର ଶରୀର ଧାରଣ କେଲ। େସପରି କରିବା ଦ୍ବାରା, ଯୀଶୁ ମୃତ୍ଯୁ ଶକ୍ତିର ନିଦାନ ଶୟତାନକୁ ବିନଷ୍ଟ କେଲ। 15 ମୃତ୍ଯୁ ଭୟ େର ସାରା ଜୀବନ ବନ୍ଧନ ଗ୍ରସ୍ତ େଲାକଙ୍କୁ ଉଦ୍ଧାର କରିବା ପାଇଁ ଯୀଶୁ ମାନବରୂପ ଧାରଣ କରି ମୃତ୍ଯୁ ବରଣ କେଲ। 16 କାରଣ ପ୍ରକୃତ େର ଯୀଶୁ ସ୍ବର୍ଗଦୂତମାନଙ୍କ ପ୍ରତି ମନ େଯାଗୀ ନ େହାଇ ଅବ୍ରହାମର ସନ୍ତାନମାନଙ୍କୁ ସାହାୟ୍ଯ କରନ୍ତି। 17 ଅତଏବ ସମସ୍ତ ବିଷୟ େର େସ ଆପଣା ଭାଇ ଓ ଭଉଣୀମାନଙ୍କ ପରି େହବାକୁ ପଡ଼ିଲା। େଯପରି ପରେମଶ୍ବରଙ୍କ େସବା େର େସହି େଲାକମାନଙ୍କର ପାପର ପ୍ରାୟଶ୍ଚିତ୍ତ ସାଧନ ପାଇଁ ଦୟାଳୁ ଓ ବିଶ୍ବସ୍ତ ମହାୟାଜକ ହୁଅନ୍ତି। 18 ଯୀଶୁ ପରୀକ୍ଷିତ େହାଇ ଦୁଃଖ େଭାଗ କରିଥିବାରୁ ପରୀକ୍ଷିତ େଲାକମାନଙ୍କୁ ସାହାୟ୍ଯ କରିବା ନିମନ୍େତ ସକ୍ଷମ ଅଟନ୍ତି।

3:1 ଅତଏବ ତୁମ୍େଭମାେନ ସମସ୍େତ ଯୀଶୁଙ୍କଠା େର ମନ ଦିଅ। ପରେମଶ୍ବର ତାହାଙ୍କୁ ଆମ୍ଭପାଖକୁ ପଠାଇଛନ୍ତି। େସ ଆମ୍ଭ ବିଶ୍ବାସର ମହାୟାଜକ। େମା ପବିତ୍ର ଭାଇ ଓ ଭଉଣୀମାେନ, ମୁଁ ଏକଥା ତୁମ୍ଭମାନଙ୍କୁ କହୁଛି େଯ, ପରେମଶ୍ବର ତୁମ୍ଭମାନଙ୍କୁ ସମସ୍ତଙ୍କୁ ଆହ୍ବାନ କରିଛନ୍ତି। 2 ପରେମଶ୍ବର ଯୀଶୁଙ୍କୁ ମହାୟାଜକ ସ୍ବରୂେପ ଆମ୍ଭ ପାଖକୁ ପଠାଇଛନ୍ତି। େମାଶାଙ୍କ ପରି ଯୀଶୁ ମଧ୍ଯ ପରେମଶ୍ବରଙ୍କ ପ୍ରତି ବିଶ୍ବସ୍ତ ଥିେଲ। ଈଶ୍ବରଙ୍କ ଗୃହ େର ଈଶ୍ବର ଇଚ୍ଛା କରୁଥିବା ସମସ୍ତ କାର୍ୟ୍ଯ େସ କେଲ। 3 େଯେତେବେଳ ଜେଣ େଲାକ ଘରଟିଏ ତିଆରି କେଲ, େଲାେକ ଘର ତୁଳନା େର େସହି େଲାକକୁ ଅଧିକ ସମ୍ମାନ ଦିଅନ୍ତି। ଯୀଶୁଙ୍କ ପାଇଁ ମଧ୍ଯ ଏହା ପ୍ରୟୁଜ୍ଯ। େମାଶାଙ୍କ ତୁଳନା େର ଯୀଶୁ ଅଧିକ ସମ୍ମାନର େଯାଗ୍ଯ। 4 ପ୍ରେତ୍ୟକକ ଘର େକୗଣସି େଲାକ ଦ୍ବାରା ନିର୍ମିତ। 5 କିନ୍ତୁ ପରେମଶ୍ବର ସମସ୍ତ ବିଷୟ ନିର୍ମାଣ କରିଛନ୍ତି। ପରେମଶ୍ବରଙ୍କ ଗୃହ େର େମାଶା ଜେଣ େସବକ ରୂେପ ବିଶ୍ବସ୍ତ ଥିେଲ। ପରେମଶ୍ବର ଭବିଷ୍ଯତ େର ଯାହା କିଛି କହିେବ, େସ େଲାକମାନଙ୍କୁ େସହି କଥା କହିଥିେଲ। 6 କିନ୍ତୁ ଖ୍ରୀଷ୍ଟ ପୁତ୍ର ଭାେବ ପରେମଶ୍ବରଙ୍କ ଗୃହର ତତ୍ତ୍ବାବଧାନ େର ବିଶ୍ବସ୍ତ ଥିେଲ। ଆମ୍େଭ ବିଶ୍ବାସୀଗଣ ପରେମଶ୍ବରଙ୍କ ଗୃହ ପରିବାର ସ୍ବରୂପ ଅଟୁ। ଯଦି ଆମ୍େଭ େସହି ମହତ୍ ଆଶାର ଅପେକ୍ଷା େର ଦୃଢ଼ ଓ ଅଟଳ ରହିବା, ତା' େହେଲ ଆମ୍ଭ ଅନ୍ତର େର ପରେମଶ୍ବର ବାସ କରିେବ। 7 ଅତଏବ ପବିତ୍ର ଆତ୍ମା କୁହନ୍ତି : 8 େତେବ ମରୁଭୂମିେର ପରେମଶ୍ବରଙ୍କୁ ପରୀକ୍ଷା କରିବା ଦିନ େଯପ୍ରକାର ପରେମଶ୍ବରଙ୍କ ବିରୁଦ୍ଧ େର ଥିେଲ, େସପ୍ରକାର ପୂର୍ବପରି ତୁମ୍ଭମାନଙ୍କ ହୃଦୟ କଠିନ ନ କର। 9 ଗ୍ଭଳିଷ ବର୍ଷ ଧରି ତୁମ୍ଭ େଲାକମାେନ ମରୁଭୂମିେର େମାର କାର୍ୟ୍ଯ ଗୁଡ଼ିକ େଦଖିେଲ। ତଥାପି େସମାେନ େମା ର୍ଧୈୟ୍ଯର ପରୀକ୍ଷା େନେଲ। 10 େସଥିପାଇଁ ମୁଁ େସହି େଲାକମାନଙ୍କ ପ୍ରତି କ୍ରୁଦ୍ଧ ଥିଲି। ମୁଁ କହିଥିଲି, େସ େଲାକମାନଙ୍କର ଚିନ୍ତାଧାରା ସର୍ବଦା ଭୁଲ ଅେଟ। େସମାେନ େମାର ମାର୍ଗ ବୁଝନ୍ତି ନାହିଁ। 11 ଅତଏବ ମୁଁ େକାର୍ଧ େର ପ୍ରତିଜ୍ଞା କରି କହିଥିଲି - " େସ େଲାକମାେନ େକେବ େହେଲ େମାର ବିଶ୍ରାମସ୍ଥଳ େର303 ପ୍ରେବଶ କରିେବ ନାହିଁ।"' ଗୀତସଂହିତା 95:7-11 12 ଅତଏବ ଭାଇ ଓ ଭଉଣୀମାେନ, ତୁମ୍ଭ ମଧିଅେର େକହି ପାପ ନ କର, ଅବିଶ୍ବାସୀ ନ ହୁଅ, ଓ ଜୀବିତ ପରେମଶ୍ବରଙ୍କ ପ୍ରତି ବିମୁଖ ନ ହୁଅ, ଏଥିପାଇଁ ସାବଧନା ରୁହ। 13 କିନ୍ତୁ ପରସ୍ପରକୁ ପ୍ରତିଦିନ ଉତ୍ସାହିତ କର। "ଆଜିଦିନ' େର ପ୍ରଭୁଙ୍କ ପ୍ରତି ମନ ଦିଅ। ପାପର ଛଳନାପୂର୍ଣ୍ଣ ପ୍ରଲୋଭନ େର ପଡ଼ି େଲାେକ େଯପରି ହୃଦୟ କଠିନ ନ କରନ୍ତି, ଏଥିପାଇଁ ପରସ୍ପରକୁ ସାହାୟ୍ଯ କର। 14 କାରଣ ପ୍ରାରମ୍ଭରୁ ତୁମ୍ଭର େଯଉଁ ଦୃଢ଼ ବିଶ୍ବାସ ଥିଲା, ତାହା ଯଦି ଶେଷ ପର୍ୟ୍ଯନ୍ତ ବଜାୟ ରଖିବ, ତାହାେହେଲ ଯୀଶୁଖ୍ରୀଷ୍ଟଙ୍କ ସମସ୍ତ ଅଧିକାର େର ସହଭାଗୀ େହବ। 15 ତାହାହିଁ ଶାସ୍ତ୍ର ମଧ୍ଯ କୁ େହ : 16 ପରେମଶ୍ବରଙ୍କ ବାକ୍ଯ ଶୁଣି କେଉଁମାେନ ତାହାଙ୍କର ବିରୁଦ୍ଧାଚରଣ କରିଥିେଲ ? େଯଉଁମାେନ େମାଶାଙ୍କ ଦ୍ବାରା ମିଶର େଦଶରୁ ବାହାରି ଆସିଥିେଲ, ଏମାେନ େସହି େଲାକ ଅଟନ୍ତି। 17 ପରେମଶ୍ବର ଚାଳିଶ ବର୍ଷ ଧରି ତାହା ପ୍ରତି େକାରଧ କରିଥିେଲ ? େଯଉଁମାେନ ପାପ କରିଥିେଲ େସମାନଙ୍କ ପ୍ରତି ପରେମଶ୍ବର େକାରଧ କରିଥିେଲ। େସମାେନ ମରୁଭୂମିେର ମେଲ। 18 ପରେମଶ୍ବରଙ୍କର କେଉଁ େଲାକମାେନ ତାହାଙ୍କର ବିଶ୍ରାମସ୍ଥଳ େର ପ୍ରେବଶ କରିେବ ନାହିଁ େବାଲି ପ୍ରତିଜ୍ଞା କରିଥିେଲ ? ପରେମଶ୍ବରଙ୍କ ଆଜ୍ଞାର ଅବାଧ୍ଯ େହଉଥିବା େଲାକମାନଙ୍କୁ େସ ଏହା କହିଥିେଲ। 19 ଅତଏବ ଆମ୍େଭ େଦଖୁଛୁ େଯ, େସମାେନ ନିଜ ଅବିଶ୍ବାସ େହତୁ େସଠାେର ପ୍ରେବଶ କରିବା ପାଇଁ ଅସମର୍ଥ େହେଲ।

4:1 ପରେମଶ୍ବରଙ୍କ ବିଶ୍ରାମସ୍ଥଳ େର ପ୍ରେବଶ କରିବାର ପ୍ରତିଜ୍ଞା ଥିବା ସ୍ଥଳେ ସୁଦ୍ଧା ଆମ୍ଭମାନଙ୍କ ମଧ୍ଯରୁ େକହି େଯପରି ଏଥିରୁ ବଞ୍ଚିତ ନ େହଉ, ଏଥିପାଇଁ ସତର୍କତାର ଜୀବନ କାଟିବା ଉଚିତ୍। 2 କାରଣ େସମାନଙ୍କ ନିକଟେର େଯପରି, ଆମ୍ଭମାନଙ୍କ ନିକଟେର େସପରି ସୁସମାଚାର କୁହାୟାଇଅଛି, କିନ୍ତୁ େସମାେନ ଶୁଣି ମଧ୍ଯ ତାହାକୁ ବିଶ୍ବାସପୂର୍ବକ ନିଜସ୍ବ ନ କରିବାରୁ େସମାନଙ୍କ ପକ୍ଷ େର ସୁସମାଚାର ଲାଭଜନକ େହଲା ନାହିଁ। 3 ଆମ୍େଭ ବିଶ୍ବାସୀ େଲାକମାେନ ବିଶ୍ରାମ ସ୍ଥଳ େର ପ୍ରେବଶ କରିବାକୁ ସକ୍ଷମ ଅଟୁ। େଯପରି ପରେମଶ୍ବର କହିଅଛନ୍ତି : 4 ଶାସ୍ତ୍ରର େକୗଣସି ସ୍ଥାନ େର ପରେମଶ୍ବର ସପ୍ତାହର ସପ୍ତମ ଦିନ ବିଷୟ େର କହିଛନ୍ତି : "ସପ୍ତମ ଦିନ େର ପରେମଶ୍ବର ନିଜର ସମସ୍ତ କାମରୁ ବିଶ୍ରାମ େନେଲ।"304 5 ପରେମଶ୍ବର ଆଉ ଏକ ଶାସ୍ତ୍ର େର କହିଛନ୍ତି : " େସହି େଲାକମାେନ େକେବ େହେଲ େମାର ବିଶ୍ରାମ ସ୍ଥଳ େର ପ୍ରେବଶ କରିେବ ନାହିଁ।"305 6 େଯଉଁ େଲାକମାନଙ୍କୁ ଆଗରୁ ସୁସମାଚାର ଶୁଣା ଯାଇ ଥିଲା, ନିଜର ଅବଜ୍ଞା ୟୋଗୁ େସମାେନ ବିଶ୍ରାମସ୍ଥଳ େର ପ୍ରେବଶ କରି ପାରିେଲ ନାହିଁ କିନ୍ତୁ ଏେବ ମଧ୍ଯ େକେବ େଲାକ ପରେମଶ୍ବରଙ୍କ ବିଶ୍ରାମସ୍ଥଳ େର ପ୍ରେବଶ କରିବାକୁ ବାକି ଥିବାରୁ ପରେମଶ୍ବର ଆଉ େଗାଟିଏ ବିଶେଷ ଦିନ ଅର୍ଥାତ୍ 'ଆଜିଦିନ'306 ନିରୂପଣ କେଲ। 7 ଏହି ଦିନଟି ବିଷୟ େର ପରେମଶ୍ବର ବହୁତ ଦିନ ପେର ଦାଉଦଙ୍କ ମାଧ୍ଯମ େର କହିଛନ୍ତି। େସହି ଶାସ୍ତ୍ର େର ଆମ୍େଭ ପୂର୍ବରୁ କହିଛୁ : 8 ଆମ୍େଭ ଜାଣି େଯ ୟିହୋଶୂୟ େଲାକଙ୍କୁ ଈଶ୍ବରଙ୍କ ପ୍ରତିଜ୍ଞାକୃତ ବିଶ୍ରାମସ୍ଥଳକୁ େନଇଯାଇ ନ ଥିେଲ। ଯଦି େସ େନଇଥାନ୍ତେ, େତେବ ପରେମଶ୍ବର ବିଶ୍ରାମ ପାଇଁ ଆଉ େଗାଟିଏ ଦିନ 'ଆଜି' େବାଲି େଘାଷଣା କରି ନ ଥାନ୍ତେ। 9 ଏହା ପ୍ରମାଣିତ କେର େଯ, ପରେମଶ୍ବରଙ୍କ େଲାକମାନଙ୍କ ଲାଗି ସପ୍ତମ ଦିନର ବିଶ୍ରାମ େଭାଗିବାର ବାକି ଅଛି। 10 ପରେମଶ୍ବର ନିଜ କାମ ସମାପ୍ତ କଲା ପେର ବିଶ୍ରାମ କେଲ। େସପ୍ରକାର ପରେମଶ୍ବରଙ୍କ ପରି ମନୁଷ୍ଯ ଆପଣା କାର୍ୟ୍ଯ ସମାପ୍ତ କଲାପେର ବିଶ୍ରାମ ପାଇଥାଏ। 11 ଅତଏବ, ଆମ୍େଭ ପରେମଶ୍ବରଙ୍କ େସହି ବିଶ୍ରାମସ୍ଥଳ େର ପ୍ରେବଶ କରିବା ପାଇଁ କଠିନ େଚଷ୍ଟା କରିବା ଆବଶ୍ଯକ। ପରେମଶ୍ବରଙ୍କ ଆଜ୍ଞା ପାଳନ ନ କରି େଯଉଁମାେନ ବିଶ୍ରାମସ୍ଥଳ େର ପ୍ରେବଶ କରିପାରନ୍ତି ନାହିଁ, େସହି େଲାକମାନଙ୍କ ପଦାନୁସରଣ କରି ଆମ୍ଭମାନଙ୍କ ମଧ୍ଯରୁ େକହି େଯପରି ପଡ଼ି ନ ଯାଆନ୍ତି, େସଥିପାଇଁ ଆମ୍େଭମାେନ ଯଥାସାଧ୍ଯ ପରିଶ୍ରମ କରିବା ଆବଶ୍ଯକ। 12 ପରେମଶ୍ବରଙ୍କ ବାକ୍ଯ ଜୀବନ୍ତ ଓ କାର୍ୟ୍ଯସାଧନକ ଅେଟ। ତାହାଙ୍କର ବାକ୍ଯ େଯ େକୗଣସି ଦ୍ବିଧାର ଖ"ଠାରୁ ମଧ୍ଯ ଅଧିକ ଧାରୁଆ। ପରେମଶ୍ବରଙ୍କ ବାକ୍ଯ ଆମ୍ଭ ପ୍ରାଣ, ଆତ୍ମା, ହାଡ଼ ଓ ମଜ୍ଜାର ସନ୍ଧିସ୍ଥଳ ଭେଦ କରିପା େର। ଏହା ହୃଦୟର ଚିନ୍ତା ଓ ଭାବର ବିଚାର କେର। 13 ସମଗ୍ର ବିଶ୍ବ େର ପରେମଶ୍ବରଙ୍କ ଦୃଷ୍ଟି େର େକୗଣସି କଥା ଲୁଚି ରହି ପା େର ନାହିଁ। େସ ସ୍ପଷ୍ଟ ଭାବେର ସବୁ କିଛି େଦଖି ପାରନ୍ତି। ତାହାଙ୍କ ସମ୍ମୁଖ େର ସମସ୍ତ ବିଷୟ ଅନାବୃତ। ଆମ୍େଭ କିପରି ଜୀବନଯାପନ କରିଛୁ ତାହାଙ୍କ ଛାମୁ େର ତହିଁର ହିସାବ େଦବାକୁ େହବ। 14 ପୁତ୍ର ପ୍ରଭୁ ଯୀଶୁ ପରେମଶ୍ବରଙ୍କ ସହିତ ରହିବା ପାଇଁ ସ୍ବର୍ଗକୁ ଯାଇଛନ୍ତି। େସ େହଉଛନ୍ତି ଆମ୍ଭର ପ୍ରଧାନ ମହାୟାଜକ। 15 ଅତଏବ ଆମ୍େଭ ଆମ୍ଭମାନଙ୍କ ବିଶ୍ବାସ େର ଦୃଢ଼ ରହିବା ଉଚିତ୍। ମହାୟାଜକ ଯୀଶୁ ଆମ୍ଭର ସମସ୍ତ ଦୁର୍ବଳତା ଜାଣନ୍ତି। ଜଗତ େର ଥିବା େବେଳ େସ ପ୍ରେତ୍ୟକକ ଭାବେର ପରୀକ୍ଷିତ େହେଲ। 16 ଆମ୍େଭମାେନ ଉପୟୁକ୍ତ ସମୟେର ଦୟା ଓ କୃପାପ୍ରାପ୍ତି ନିମନ୍େତ ପରେମଶ୍ବରଙ୍କ ଅନୁଗ୍ରହଜନକ ସିଂହାସନ ନିକଟରୁ ଆମ୍ଭର ମହାୟାଜକ ଯୀଶୁଙ୍କ ସହ ସମ୍ପୂର୍ଣ୍ଣ ଭରସାର ସହ ଯାଇପାରିବା।

5:1 ପ୍ରେତ୍ୟକକ ୟିହୁଦୀ ମହାୟାଜକ ପୁରୁଷମାନଙ୍କ ଭିତରୁ ମେନାନୀତ ହୁଅନ୍ତି। ପରେମଶ୍ବରଙ୍କୁ ଆପଣା ପାପ ନିମନ୍େତ ନୈବେଦ୍ଯ ଓ ବଳି ଉତ୍ସର୍ଗ କରିବା ନିମନ୍େତ େସହି ମହାୟାଜକ େଲାକମାନଙ୍କୁ ସାହାୟ୍ଯ କରନ୍ତି। 2 ଅନ୍ୟ େଲାକମାନଙ୍କ ଭଳି ମହାୟାଜକର ମଧ୍ଯ ଦୁର୍ବଳତା ରହିଛି, େତଣୁ େସ ଅଜ୍ଞାନ ଓ ଭ୍ରାନ୍ତ େଲାକମାନଙ୍କ ପ୍ରତି ସହାନୁଭୂତି େଦଖାଇବାକୁ ସମର୍ଥ। 3 ମହାୟାଜକ ଅନ୍ଯେଲାକମାନଙ୍କ ପାପ ନିମନ୍େତ ବଳି ଉତ୍ସର୍ଗ କରନ୍ତି କିନ୍ତୁ ତାହାଙ୍କର ନିଜର ମଧ୍ଯ ଦୁର୍ବଳତା ଥିବା େହତୁରୁ େସ ମଧ୍ଯ ନିଜ ପାପ ପାଇଁ ବଳି ଉତ୍ସର୍ଗ କରିବା ଉଚିତ୍। 4 ମହାୟାଜକ େହବା ଏକ ସମ୍ମାନର ବିଷୟ। କିନ୍ତୁ େକହି େହେଲ ନିେଜ ଏହି କାମ ପାଇଁ ବାଛେ ନାହିଁ। ଜଣଙ୍କୁ ପରେମଶ୍ବରଙ୍କ ଦ୍ବାରା ଆହୂତ େହବାକୁ ପଡ଼ିବ, େଯପରି ହାେରାଣ ଆହୂତ େହାଇଥିେଲ। 5 ଖ୍ରୀଷ୍ଟ ମଧ୍ଯ େସହି ଡ଼କା େହାଇଥିେଲ। େସ ପରେମଶ୍ବରଙ୍କ ଦ୍ବାରା େସ ମେନାନୀତ େହାଇଥିେଲ। ପରେମଶ୍ବର ତାହାଙ୍କୁ କହିେଲ : 6 ଅନ୍ୟ େଗାଟିଏ ସ୍ଥାନ େର ପରେମଶ୍ବର କୁହନ୍ତି : 7 ଖ୍ରୀଷ୍ଟ ଜଗତ େର ଥିଲା େବେଳ େଯ, ତାହାଙ୍କୁ ମୃତ୍ଯୁରୁ ରକ୍ଷା କରିବାକୁ ସମର୍ଥ, େସହି ପରେମଶ୍ବରଙ୍କୁ ଆକୁଳ ଭାବେର ଅଶ୍ରୁପାତ ସହ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିେଲ। େଯ େହତୁ ଯୀଶୁ ପରେମଶ୍ବରଙ୍କ ଇଚ୍ଛାନୁସା େର କାମ କରୁଥିେଲ ଓ ନମ୍ର ଥିେଲ, େତଣୁ ପରେମଶ୍ବର ତାହାଙ୍କ ପ୍ରାର୍ଥନା େର ପ୍ରତ୍ଯୁତ୍ତର େଦଇଥିେଲ। 8 ଯୀଶୁ ପରେମଶ୍ବରଙ୍କ ପୁତ୍ର ଥିେଲ। ତଥାପି ଦୁଃଖ େଭାଗ ଦ୍ବାରା ଆଜ୍ଞା ବହତା ଶିଖିଲେ। 9 ପୁଣି ଯୀଶୁ ନିର୍ଦ୍ େଦାଷ ଥିେଲ। ଅତଏବ େଯଉଁମାେନ ତାହାଙ୍କର ଆଜ୍ଞା ମାନନ୍ତି େସମାେନ ଅନନ୍ତ ଜୀବନ ପାଇପାରିେବ। 10 ପରେମଶ୍ବର ମଲକୀଷେଦକଙ୍କ ଭଳି ଯୀଶୁଙ୍କୁ ମହାୟାଜକ ରୂେପ ବାଛିେଲ। 11 ଏ ବିଷୟ େର ଆମ୍ଭର ତୁମ୍ଭମାନଙ୍କୁ ଅନେକ କଥା କହିବା ପାଇଁ ଅଛି। କିନ୍ତୁ େଯ େହତୁ ତୁମ୍େଭମାେନ ଅବୁଝା େହଉଛ, ଏହାକୁ ବୁଝାଇବା କଷ୍ଟକର। 12 ବର୍ତ୍ତମାନ ପର୍ୟ୍ଯନ୍ତ େଯତିକି ସମୟ ଅତିବାହିତ େହାଇ ଗଲାଣି, ତୁମ୍େଭମାେନ ଉପେଦଶକ େହାଇ ସାରନ୍ତଣି। କିନ୍ତୁ ଯାହା ଜଣା ପଡ଼େ, ପରେମଶ୍ବରଙ୍କ ଶିକ୍ଷାର ପ୍ରାଥମିକ ମୌଳିକ ପାଠଗୁଡ଼ିକୁ ତୁମ୍ଭମାନଙ୍କୁ ଶିଖାଇବା ପାଇଁ ଜେଣ େଲାକ ଦରକାର। ଶିଶୁମାନଙ୍କୁ କ୍ଷୀର ଦରକାର େହଲା ଭଳି, ତୁମ୍େଭମାେନ ଏେବ ମଧ୍ଯ ପ୍ରାରମ୍ଭିକ ଶିକ୍ଷା କରୁଛ। ତୁମ୍େଭମାେନ କଠିନ ଆହାର ଖାଇବା ପାଇଁ ପ୍ରସ୍ତୁତ େହାଇ ନାହଁ। 13 େଯ କେବଳ କ୍ଷୀର ଖାଇ ବଞ୍ଚେ, େସ ଶିଶୁପରି। େସ ବ୍ଯକ୍ତି ଉଚିତ ଶିକ୍ଷା କ'ଣ ତାହା ଜାଣି ନାହିଁ। େସମାେନ ଭଲ ଓ ମନ୍ଦର ପାର୍ଥକ୍ଯ ନିରୂପଣ କରିବା ପାଇଁ ଆତ୍ମିକ ଶିକ୍ଷା ଗୁଡ଼ିକ ଲାଭ କରିଛନ୍ତି। 14 କିନ୍ତୁ କଠିନ ଖାଦ୍ୟ େସହିମାନଙ୍କ ପାଇଁ େଯଉଁମାେନ ଶିଶୁପରି ବ୍ଯବହାର ବନ୍ଦ କରି େଦଇଛନ୍ତି। ଏହା େସହିମାନଙ୍କ ପାଇଁ େଯଉଁମାେନ ଆତ୍ମା େର ବୃଦ୍ଧି ପାଇଛନ୍ତି।

6:1 ଅତଏବ ଖ୍ରୀଷ୍ଟଙ୍କ ବିଷୟ େର ପ୍ରାରମ୍ଭିକ ଶିକ୍ଷାର ସମାପ୍ତି ଘଟାଇବା ଦରକାର। ଆମ୍େଭ େଯଉଁସବୁ କାର୍ୟ୍ଯ କରିବା ଆରମ୍ଭ କରିଛୁ, ତହିଁରୁ ପଶ୍ଚାତପଦ େହବା ନାହିଁ। େଯେତେବେଳ ଆମ୍େଭ ଖ୍ରୀଷ୍ଟଙ୍କଠା େର ଆମ୍ଭ ଜୀବନ ଆରମ୍ଭ କରିଲୁ, ଆମ୍େଭମାେନ ମନ୍ଦକର୍ମରୁ ବିମୁଖ େହାଇ ପରେମଶ୍ବରଙ୍କଠା େର ବିଶ୍ବାସ କଲୁ। 2 େସେତେବେଳ ଆମ୍େଭ ବାପ୍ତିସ୍ମ ବିଷୟ େର େଲାକଙ୍କୁ ହସ୍ତାର୍ପଣ କରିବା ବିଷୟ େର, ମୃତ୍ଯୁରୁ ପୁନରୁତ୍ଥିତ େହବା ବିଷୟ େର ଓ ଶେଷ ବିଚାର ବିଷୟ େର ଶିକ୍ଷା ପାଇଥିଲୁ। କିନ୍ତୁ ଏେବ ଆମ୍େଭ ସିଦ୍ଧିଲାଭ କରିବାକୁ ଅଗ୍ରସର େହବା ଉଚିତ୍। 3 ହଁ ଯଦି ପରେମଶ୍ବର ଅନୁମତି ଦିଅନ୍ତି, ଆମ୍େଭ ଏପରି କରିବା। 4 େଲାକମାେନ ଖ୍ରୀଷ୍ଟଙ୍କ ମାର୍ଗ ଛାଡ଼ି େଦଲା ପେର କ'ଣ ତୁମ୍େଭମାେନ େସମାନଙ୍କ ଜୀବନ େକେବ ପରିବର୍ତ୍ତନ କରି ପାରିବ ? େଯଉଁମାେନ ସତ୍ଯର ଶିକ୍ଷା ପାଇ ସାରିଛନ୍ତି ମୁଁ େସମାନଙ୍କୁ ଏହା କହୁଛି। େସମାେନ ପରେମଶ୍ବରଙ୍କ ଦାନ ପ୍ରାପ୍ତ କରି, ଓ ପବିତ୍ର ଆତ୍ମାଙ୍କ ସହଭାଗୀ େହାଇଛନ୍ତି। େସମାେନ ପରେମଶ୍ବରଙ୍କ କଥା ଶୁଣିେଲ ଓ ପରେମଶ୍ବରଙ୍କ ଭାବୀଜଗତର ମହାନ୍ ଶକ୍ତି ଗୁଡ଼ିକୁ େଦଖିଥିେଲ। େସମାେନ ତହିଁର ଉତ୍ତମତା ଜୀବନ େର ଉପଲବ୍ଧି କରିଛନ୍ତି। କିନ୍ତୁ ତା'ପେର ମଧ୍ଯ େସମାେନ ଖ୍ରୀଷ୍ଟଙ୍କ ମାର୍ଗ ଛାଡ଼ିଛନ୍ତି। େସମାେନ ଯୀଶୁଙ୍କୁ ପୁନର୍ବାର କୃଶ େର ଚଢ଼ାଇ କଣ୍ଟା ମାରୁଛନ୍ତି। େସମାେନ ସମସ୍ତଙ୍କ ଆଗ େର ଯୀଶୁଖ୍ରୀଷ୍ଟଙ୍କୁ ଅପମାନିତ କରୁଛନ୍ତି। 5 6 7 େସ େଲାକମାେନ େହଉଛନ୍ତି ପ୍ରଚୁର ବୃଷ୍ଟି େହଉଥିବା କ୍ଷେତ୍ର ସଦୃଶ। କୃଷକ େଲାକମାନଙ୍କ ପାଇଁ ଶସ୍ଯ ଉତ୍ପନ୍ନ କରିବା ନିମନ୍େତ େସହି କ୍ଷେତ୍ରର ରକ୍ଷଣ ବେକ୍ଷଣ କେର। ଯଦି େସହି କ୍ଷେତ୍ର େଲାକମାନଙ୍କ ପାଇଁ ଉପ େଯାଗୀ ଫସଲ ଉତ୍ପନ୍ନ କେର, ତାହା, ପରେମଶ୍ବରଙ୍କର ଆଶୀର୍ବାଦ ପାଏ। 8 କିନ୍ତୁ ଯଦି େସହି କ୍ଷେତ୍ର କଣ୍ଟା ଓ ଅନାବନା ଘାସ ଉତ୍ପନ୍ନ କେର, ତା' େହେଲ ତାହା ଅକାମୀ ଅେଟ। େସହି ଭୂମି ପରେମଶ୍ବରଙ୍କ ଦ୍ବାରା ଅଗ୍ରାହ୍ଯ େହାଇ ଅଭିଶପ୍ତ ହୁଏ, ଓ ଶେଷ େର ତାହା ଅଗ୍ନି ଦ୍ବାରା ବିନଷ୍ଟ େହବ। 9 ପ୍ରିୟ ମିତ୍ରଗଣ! ଆମ୍େଭ ତୁମ୍ଭମାନଙ୍କୁ ଏହି କଥା କହୁଛୁ। କିନ୍ତୁ ପ୍ରକୃତ େର ଆମ୍େଭ ତୁମ୍ଭମାନଙ୍କଠାରୁ ଅଧିକ ଉତ୍ତମ ବିଷୟ ଆଶା କରୁ। ଆମ୍େଭ ନିଶ୍ଚିତ େଯ ତୁମ୍େଭମାେନ ପରିତ୍ରାଣର କଥା ଆମ୍ଭକୁ କହିବ। ତୁମ୍େଭମାେନ ତାହାଙ୍କ େଲାକମାନଙ୍କୁ ସାହାୟ୍ଯ କରି େଯଉଁ ପ୍ େରମଭାବ ପ୍ରଦର୍ଶିତ କରିଛ, େସହି ଭଲ କାମକୁ ପରେମଶ୍ବର ସଦାସର୍ବଦା ମେନ ରଖିବେ। 10 ପରେମଶ୍ବର େହଉଛନ୍ତି ନ୍ଯାଯୀ। ତୁମ୍େଭମାେନ ତାହାଙ୍କ େଲାକମାନଙ୍କୁ ସାହାୟ୍ଯ କରି ଚାଲିଛ, ଏକଥା େସ ମେନ ରଖିବେ। 11 ଆମ୍େଭ ଚାହୁଁ େଯ ତୁମ୍ଭମାନଙ୍କ ଭିତରୁ ପ୍ରେତ୍ୟକକ ଜୀବନସାରା େସହି ଭଳି କେଠାର ପରିଶ୍ରମ କରୁଥାଅ। େତେବ ତୁମ୍େଭମାେନ ତୁମ୍ଭର ପ୍ରତ୍ଯାଶିତ ମହତ୍ ବିଷୟ ଲାଭ କରିବ। 12 ତୁମ୍େଭମାେନ ଆଳସ୍ଯପରାୟଣ ନ େହାଇ େଯପରି ପରେମଶ୍ବରଙ୍କ ପ୍ରତିଜ୍ଞାତ ବିଷୟ ପ୍ରାପ୍ତ େହାଇଥିବା େଲାକମାନଙ୍କ ପରି ହୁଅ, ଏକଥା ଆମ୍େଭ ଚାହୁଁ। େସମାେନ ତାହାଙ୍କର ବିଶ୍ବାସ ଓ ର୍ଧୈୟ୍ଯ େହତୁରୁ ପରେମଶ୍ବରଙ୍କ ପ୍ରତିଜ୍ଞାର ଅଧିକାରୀ େହଉଛନ୍ତି। 13 ପରେମଶ୍ବର ଅବ୍ରହାମଙ୍କୁ ପ୍ରତିଜ୍ଞା େଦଇଥିେଲ। ପରେମଶ୍ବରଙ୍କ ବ୍ଯତୀତ ମହାନ େଲାକ ଆଉ େକହି ନାହାଁନ୍ତି। ଅତଏବ ପରେମଶ୍ବର ନିଜ ନାମ େର ଯାହା ପ୍ରତିଜ୍ଞା କରିଛନ୍ତି, ତାହା ସାଧନା କରିେବ େବାଲି କହିଛନ୍ତି। 14 ପରେମଶ୍ବର କହିେଲ : "ମୁଁ ଅବଶ୍ଯ ତୁମ୍ଭକୁ ଆଶୀର୍ବାଦ କରିବି। ମୁଁ ତୁମ୍ଭର ବଂଶ ଅତିଶୟ ବୃଦ୍ଧି କରିବି।"307 15 ଅବ୍ରହାମ ର୍ଧୈୟ୍ଯପୂର୍ବକ ଏହା ଘଟିବା ପାଇଁ ଅପେକ୍ଷା କେଲ। ଓ ପେର େସ ପରେମଶ୍ବରଙ୍କ ପ୍ରତିଜ୍ଞାନୁସା େର ଫଳପ୍ରାପ୍ତ େହେଲ। 16 ମନୁଷ୍ଯମାେନ ନିଜ ଅପେକ୍ଷା ମହତ୍ େଲାକର ନାମ େନଇ ଶପଥ କରିଥାନ୍ତି। ଏହା ଦ୍ବାରା େସମାନଙ୍କର କଥାର ସତ୍ଯତା ପ୍ରମାଣିତ ହୁଏ ଓ େସମାନଙ୍କ ବିବାଦର ନିଷ୍ପତ୍ତି ହୁଏ। 17 ପରେମଶ୍ବର ନିଜ ପ୍ରତିଜ୍ଞାର ସତ୍ଯତା ପ୍ରମାଣିତ କରିବା ପାଇଁ ଇଚ୍ଛା କେଲ। ପରେମଶ୍ବରଙ୍କ ପ୍ରତିଜ୍ଞାର ଅଧିକାରୀମାନଙ୍କ ନିକଟେର ପ୍ରମାଣିତ କରିବାକୁ ଇଚ୍ଛା କେଲ। େସ େସମାନଙ୍କୁ ସ୍ପଷ୍ଟ ଭାବେର ବୁଝାଇ େଦବାକୁ ଚାହିଁେଲ େଯ ତାଙ୍କର େଯାଜନା େର େକୗଣସି ପରିବର୍ତ୍ତନ ଘେଟ ନାହିଁ। କାରଣ ପରେମଶ୍ବର ଯାହା କହନ୍ତି, ତାହା ନିଶ୍ଚିତ େହବ ଏବଂ ଏହା ପ୍ରମାଣିତ କରିବାକୁ େସ ପ୍ରତିଜ୍ଞା ସହ ଶପଥ ମଧ୍ଯ କରନ୍ତି। 18 ଉକ୍ତ ଦୁଇଟି ଯାକ ଅପରିବର୍ତ୍ତନୀୟ। େଯେତେବେଳ ପରେମଶ୍ବର କିଛି କହନ୍ତି େସ ମିଛ କହି ପାରନ୍ତି ନାହିଁ, ପୁଣି େକୗଣସି ଶପଥ କଲା େବେଳ ମଧ୍ଯ େସ ମିଛ କହି ପାରନ୍ତି ନାହିଁ। ଅତଏବ େଯଉଁମାେନ ନିଜର ସୁରକ୍ଷା ଦୃଷ୍ଟିରୁ ପରେମଶ୍ବରଙ୍କ ପାଖକୁ ଆସିଛନ୍ତି, େସମାନଙ୍କୁ ଉକ୍ତ କଥା ସାନ୍ତ୍ବନା ପ୍ରଦାନ କେର ଓ ପରେମଶ୍ବରଙ୍କ ଭରସା େର ସ୍ଥିର ରହିବା ପାଇଁ ଦୃଢ଼ ଉତ୍ସାହ ପ୍ରଦାନ କେର। 19 ଆମ୍ଭର େସହି ଭରସା େଗାଟିଏ ଲଙ୍ଗର ଭଳି ନିଶ୍ଚିତ ଓ ସୁଦୃଢ଼। ଏହା ମନ୍ଦିରର ପରଦା ଆଢୁଆଳ େର ଥିବା ପବିତ୍ର ସ୍ଥାନ େର ପ୍ରେବଶ କରି ଆମ୍ଭର ଆତ୍ମାକୁ ସୁରକ୍ଷିତ ରେଖ। 20 ଯୀଶୁ ଆଗରୁ େସଠାକୁ ଯାଇ ସାରିଛନ୍ତି, ଓ ଆମ୍ଭ ପାଇଁ ପଥ ଉନ୍ମୁକ୍ତ କରିଛନ୍ତି। ମଲକୀଷେଦକଙ୍କ ଭଳି ଯୀଶୁ ଅନନ୍ତକାଳୀନ ମହାୟାଜକ ଅଟନ୍ତି।

7:1 ମଲ୍କୀଷେଦକ ଶାଲେମର ରାଜା ଥିେଲ, ଓ ସର୍ବୋଚ୍ଚ ପରେମଶ୍ବରଙ୍କ ଯାଜକ ଥିେଲ। ଅବ୍ରହାମ ରାଜାମାନଙ୍କୁ ପରାଜିତ କରି େଫରିଲା େବେଳ ମଲ୍କୀଷେଦକ ଅବ୍ରହାମଙ୍କୁ େଦଖାକେଲ। େସ ଅବ୍ରହାମଙ୍କୁ ଆଶୀର୍ବାଦ କେଲ। 2 ୟୁଦ୍ଧ େର ଜିତି ଅବ୍ରହାମ ଯାହା ପାଇଥିେଲ ତା'ର ଏକ ଦଶମାଂସ େସ ମଲ୍କୀଷେଦକଙ୍କୁ େଦେଲ। ମଲ୍କୀଷେଦକ ନାମର ଅର୍ଥ : ପ୍ରଥମଟି େହଉଛି "ଧର୍ମରାଜା" ଓ ଦ୍ବିତୀୟଟି େହଲା "ଶାଲେମର ରାଜା" ଅର୍ଥାତ୍ "ଶାନ୍ତିର ରାଜା"। 3 େକହି େହେଲ ମଲ୍କୀଷେଦକଙ୍କ ପିତା କି ମାତାଙ୍କ ବିଷୟ େର ଜାଣନ୍ତି ନାହିଁ ପୁଣି େସ କେଉଁଠାରୁ ଆସିଛନ୍ତି, େସ େକେବ ଜନ୍ମଗ୍ରହଣ କେଲ, ଓ େକେବ ମେଲ ତା'ମଧ୍ଯ େକହି ଜାଣନ୍ତି ନାହିଁ। ମଲ୍କୀଷେଦକ ପରେମଶ୍ବରଙ୍କ ପୁତ୍ର ଭଳି, ଓ େସ ସଦା ସର୍ବଦା ପାଇଁ ଯାଜକ େହାଇ ରହିଛନ୍ତି। 4 ମଲ୍କୀଷେଦକ େକେତ ମହାନ୍ ବ୍ଯକ୍ତି, ଭାବି େଦଖ। ମହାନ ପିତା ଅବ୍ରହାମ ୟୁଦ୍ଧ େର ଯାହା କିଛି ଜିତି ଥିେଲ ତାର ଏକ ଦଶମାଂଶ ମଲ୍କୀଷେଦକଙ୍କୁ େଦେଲ। 5 ବ୍ଯବସ୍ଥା ଅନୁସାେର େଲବୀ ବଂଶର ଯାଜକମାେନ େଲାକମାନଙ୍କଠାରୁ ଏକଦଶମାଂଶ ପାଇବା କଥା। ଯାଜକମାେନ ଏହି ଅଂଶ ନିେଜଲାକ ୟିହୁଦୀମାନଙ୍କଠାରୁ ନେଉଥିେଲ, ଯଦିଓ ଯାଜକ ଓ ତାହାଙ୍କ େଲାକମାେନ ସମସ୍େତ ଅବ୍ରହାମଙ୍କ ବଂଶଜ ଅଟନ୍ତି। 6 ମଲ୍କୀଷେଦକ େଲବୀ ବଂଶର ନ ଥିେଲ। ତଥାପି େସ ଅବ୍ରହାମଙ୍କଠାରୁ ଏକଦଶମାଂଶ ପାଇେଲ। ଓ େସ ପରେମଶ୍ବରଙ୍କ ପ୍ରତିଜ୍ଞାର ଅଧିକାରୀ ଅବ୍ରହାମଙ୍କୁ ଆଶୀର୍ବାଦ କେଲ। 7 ସମସ୍େତ ଜାଣନ୍ତେ େଯ, ସାନ ବଡ଼ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଏ। 8 ଯାଜକମାେନ େଲାକମାନଙ୍କଠାରୁ ଏକଦଶମାଂଶ ପାଆନ୍ତି, କିନ୍ତୁ େସମାେନ ସାଧାରଣ ମନୁଷ୍ଯ ପରି ବଞ୍ଚି ପରିଶେଷ େର ମୃତ୍ଯୁ ବରଣ କରନ୍ତି। କିନ୍ତୁ ଅବ୍ରହାମଙ୍କଠାରୁ ଏକଦଶମାଂଶ ପାଇଥିବା ମଲ୍କୀଷେଦକ ଶାସ୍ତ୍ର ଅନୁସାେର ଏେବ ମଧ୍ଯ ଜୀବିତ। 9 େଲବୀ େଲାକମାନଙ୍କଠାରୁ ଏକଦଶମାଂଶ ଗ୍ରହଣ କରନ୍ତି। କିନ୍ତୁ ଆମ୍େଭ କହିପାରିବା େଯ, େଯେତେବେଳ ଅବ୍ରହାମ ମଲ୍କୀଷେଦକଙ୍କୁ ଦଶମାଂଶ େଦେଲ, ତା'ର ଅର୍ଥ େଲବୀ ମଧ୍ଯ ତାହା େଦେଲ। 10 େଲବୀ େସ ପର୍ୟ୍ଯନ୍ତ ଜନ୍ମ ନ େହାଇଥିେଲ ସୁଦ୍ଧା ଅବ୍ରହାମ ମଲ୍କୀଷେଦକଙ୍କୁ ଭେଟିବା ସମୟେର େଲବୀ ଅବ୍ରହାମଙ୍କ ପୂର୍ବପୁରୁଷଙ୍କ ଶରୀର େର ଥିେଲ। 11 େଲବୀ ପରିବାରବର୍ଗଙ୍କ308 ଯାଜକମାନଙ୍କର ପଦ୍ଧତି ଅନୁଯାଯୀ େଲାକଙ୍କୁ ବ୍ଯବସ୍ଥା ପ୍ରଦତ୍ତ େହାଇଥିଲା। କିନ୍ତୁ ଏହି ଯାଜକମାନଙ୍କର ପଦ୍ଧତି ଦ୍ବାରା େଲାକମାନଙ୍କୁ ଆଧ୍ଯାତ୍ମିକ ଭାବେର ସିଦ୍ଧ କରାଯାଇ ପାରିଲା ନାହିଁ। ଅତଏବ, ଆଉ ଜେଣ ଯାଜକର ଆସିବା ଆବଶ୍ଯକ ଥିଲା। ହାେରାଣଙ୍କ ଭଳି ନୁେହଁ ମାତ୍ର ମଲ୍କୀଷେଦକଙ୍କ ଭଳି ଆଉ ଜେଣ ଯାଜକର ଆବଶ୍ଯକ ଥିଲା। 12 େଯେତେବେଳ ଯାଜକର ପରିବର୍ତ୍ତନ ହୁଏ େସତ େବେଳ ବ୍ଯବସ୍ଥାର ମଧ୍ଯ ପରିବର୍ତ୍ତନ ଆବଶ୍ଯକ େହାଇଥାଏ। 13 ଆମ୍େଭ ଏହି କଥାଗୁଡ଼ିକ ଖ୍ରୀଷ୍ଟଙ୍କ ବିଷୟ େର କହୁଛୁ। େସ ଅନ୍ୟ ଏକ େଗାଷ୍ଠୀର େଲାକ ଥିେଲ। େସହି େଗାଷ୍ଠୀର େକହି େକେବ େହେଲ ଆଗରୁ ଯାଜକ ଭାେବ ବେଦୀ309 େର େସବା କରି ନ ଥିେଲ। 14 କାରଣ ଏହା ସ୍ପଷ୍ଟ େଯ, ଆମ୍ଭମାନଙ୍କର ପ୍ରଭୁ ୟିହୂଦାଙ୍କ େଗାଷ୍ଠୀ େର ଜାତ। ମାତ୍ର େସହି େଗାଷ୍ଠୀର ଯାଜକମାନଙ୍କ ବିଷୟ େର େମାଶା କହିନାହାଁନ୍ତି। 15 ଏହି କଥା ଗୁଡ଼ିକ ଅଧିକ ସୁସ୍ପଷ୍ଟ ହୁଏ େଯ, ମଲ୍କୀଷେଦକଙ୍କ ଭଳି ଆଉ ଜେଣ ଯାଜକ ଅଛନ୍ତି। 16 େସ େକୗଣସି େଗାଷ୍ଠୀର ବ୍ଯବସ୍ଥା ଦ୍ବାରା ଯାଜକ େହାଇ ନ ଥିେଲ। ବରଂ ଅକ୍ଷୟ ଜୀବନର ଶକ୍ତି ଅନୁସାେର ଯାଜକ େହେଲ। 17 ଶାସ୍ତ୍ର େର ତାଙ୍କ ବିଷୟ େର କୁହାୟାଇଛି : "ତୁମ୍େଭ ମଲ୍କୀଷେଦକଙ୍କ ଭଳି ଜେଣ ଅନନ୍ତକାଳୀନ ଯାଜକ ଅଟ।"310 18 ପୂର୍ବ ବ୍ଯବସ୍ଥା ଦୁର୍ବଳ ଓ ବ୍ଯର୍ଥ େହାଇଥିବାରୁ େଲାପ କରି ଦିଆ େହଲା। 19 େମାଶାଙ୍କ ବ୍ଯବସ୍ଥା େକୗଣସି ବିଷୟ ସିଦ୍ଧ କରି ନ ଥିଲା। ଏେବ ଆମ୍ଭକୁ ମିଳିଥିବା ଶ୍ େରଷ୍ଠତର ଭରସା େର ଆମ୍େଭ ପରେମଶ୍ବରଙ୍କ ପାଖକୁ ଆସି ପାରିବା। 20 ଯୀଶୁଖ୍ରୀଷ୍ଟଙ୍କୁ ମହାୟାଜକ କଲା େବେଳ, ପରେମଶ୍ବର େଯଉଁ ଶପଥ କରିଥିେଲ, ଏହା ଗୁରୁତ୍ବପୂର୍ଣ୍ଣ ଅେଟ। େଯେତେବେଳ ଅନ୍ୟମାେନ ଯାଜକ େହାଇଥିେଲ, େସେତେବେଳ େକୗଣସି ଶପଥ େହାଇ ନ ଥିଲା। 21 କିନ୍ତୁ ପରେମଶ୍ବରଙ୍କ ଶପଥ କରିଥିବା େହତୁରୁ ଯୀଶୁ ଯାଜକ େହାଇଥିେଲ। ପରେମଶ୍ବର କହିଥିେଲ : 22 ଏହାର ଅର୍ଥ େହଲା େଯ େସହି ପ୍ରକା େର ପରେମଶ୍ବରଙ୍କ ନିଜ େଲାକଙ୍କ ସହିତ କରିଥିବା ଶ୍ େରଷ୍ଠତର ନିୟମର ଯୀଶୁ େହଉଛନ୍ତି ଜେଣ ଜାମିନ୍-ଦାର। 23 ଆହୁରି ମଧ୍ଯ େଯେତେବେଳ େସହି ଅନ୍ୟ ଯାଜକମାେନ ମରିଗେଲ, େସମାେନ ଆଉ ଯାଜକ େହାଇ ରହି ପାରିେଲ ନାହିଁ। ଏଥିପାଇଁ େସହି ଯାଜକମାନଙ୍କ ଭିତରୁ ଅନେକ େସଠାେର ଥିେଲ। 24 କିନ୍ତୁ ଯୀଶୁ ଅମର। େସ େକେବ େହେଲ ଯାଜକ େସବାରୁ ଅବ୍ଯାହତି େହେବ ନାହିଁ। 25 ଅତଏବ େଯଉଁମାେନ ଖ୍ରୀଷ୍ଟଙ୍କ ମାଧ୍ଯମ େର ପରେମଶ୍ବରଙ୍କ ପାଖକୁ ଆସନ୍ତି, େସମାନଙ୍କୁ ଯୀଶୁ ପରିତ୍ରାଣ େଦଇ ପାରିେବ। େସ ନିତ୍ଯ ଜୀବିତ େହବାରୁ, େଲାେକ େଯେତେବେଳ ପରେମଶ୍ବରଙ୍କ ପାଖକୁ ଆସିେବ, ଯୀଶୁ େସମାନଙ୍କୁ ସର୍ବଦା ସାହାୟ୍ଯ କରି ପାରିେବ। 26 ଅତଏବ, ଯୀଶୁଖ୍ରୀଷ୍ଟଙ୍କ ଭଳି ମହାୟାଜକ ଆମ୍ଭର ଆବଶ୍ଯକ ଥିଲା। େସ ପବିତ୍ର, ତାହାଙ୍କଠା େର େକୗଣସି ପାପ ନାହିଁ। େସ ପବିତ୍ର ଓ ପାପୀମାନଙ୍କ ଦ୍ବାରା ପ୍ରଭାବିତ ନୁହଁନ୍ତି। ତାଙ୍କୁ ସ୍ବର୍ଗଠାରୁ ମଧ୍ଯ ଉଚ୍ଚସ୍ଥାନକୁ ନିଆ ଯାଇଛି। 27 େସ ଅନ୍ୟ ଯାଜକମାନଙ୍କ ଭଳି ନୁହଁନ୍ତି। ଅନ୍ୟ ଯାଜକମାେନ ପ୍ରତିଦିନ ବଳି ଉତ୍ସର୍ଗ କରିବା ଆବଶ୍ଯକ ଥିଲା। ପ୍ରଥମେ ନିଜ ପାଇଁ ଓ ପେର ଅନ୍ୟ େଲାକମାନଙ୍କ ପାପ ଲାଗି େସମାନଙ୍କୁ ବଳି ଉତ୍ସର୍ଗ କରିବାକୁ ପଡ଼ୁଥିଲା। କିନ୍ତୁ ଯୀଶୁଙ୍କୁ ଏହା କରିବାକୁ ପଡ଼ି ନାହିଁ। ଯୀଶୁ ଚିରକାଳ ନିମନ୍େତ ଏକାଥରକେ ବଳୀକୃତ େହେଲ। େସ ନିଜକୁ ସମର୍ପି େଦେଲ। 28 ବ୍ଯବସ୍ଥା ଦୁର୍ବଳତା ବିଶିଷ୍ଟ ମନୁଷ୍ଯକୁ ମହାୟାଜକ ପଦ େର ନିୟୁକ୍ତ କେଲ। ପରେମଶ୍ବର େଯଉଁ ଶପଥ ବ୍ଯବସ୍ଥା ପେର କରିଥିେଲ, ତଦ୍ଦ୍ବାରା ପରେମଶ୍ବରଙ୍କ ପୁତ୍ର ଅନନ୍ତକାଳ ପର୍ୟ୍ଯନ୍ତ ମହାୟାଜକ ପଦ େର ନିୟୁକ୍ତି ପାଇେଲ।

8:1 ଆମ୍େଭ ଯାହା କିଛି କହୁଛୁ, ତାର ସାର ମର୍ମ େହଲା େଯ, ଆମ୍ଭମାନଙ୍କର ଏଭଳି ଜେଣ ମହାୟାଜକ ଅଛନ୍ତି, େଯ ସ୍ବର୍ଗର ପରେମଶ୍ବରଙ୍କ ସିଂହାସନର ଦକ୍ଷିଣ ପାଶର୍‌ବ େର ବସି ଅଛନ୍ତି। 2 ଆମ୍ଭର ମହାୟାଜକ ମହାପବିତ୍ର ସ୍ଥାନ311 େର େସବା କାର୍ୟ୍ଯ କରନ୍ତି। େସ େଲାକମାନଙ୍କ ହସ୍ତ ନିର୍ମିତ ସ୍ଥାନ େର ନୁେହଁ, ମାତ୍ର ପରେମଶ୍ବରଙ୍କ ଦ୍ବାରା ନିର୍ମିତ େସହି ଉପାସନା ସ୍ଥଳ େର େସବା କରନ୍ତି। 3 ପରେମଶ୍ବରଙ୍କୁ ଦାନ ଓ ବଳି ଉତ୍ସର୍ଗ କରିବା ପ୍ରେତ୍ୟକକ ମହାୟାଜକଙ୍କ କାମ ଅେଟ। ଅତଏବ ଆମ୍ଭର ମହାୟାଜକ ମଧ୍ଯ ପରେମଶ୍ବରଙ୍କୁ କିଛି ଉତ୍ସର୍ଗ କରିବା କଥା। 4 ଯଦି ଆମ୍ଭର ମହାୟାଜକ ପୃଥିବୀ େର ଏେବ ଜୀବିତ ଥାଆନ୍ତେ, ତା' େହେଲ େସ ଯାଜକ େହାଇ ପାରି ନ ଥାନ୍ତେ। େମାର କହିବାର କାରଣ ବ୍ଯବସ୍ଥା ଅନୁସାେର ବଳି ଉତ୍ସର୍ଗ କରୁଥିବା ଯାଜକମାେନ ଅଛନ୍ତି। 5 ଏହି ଯାଜକମାେନ େଯଉଁ କାମ କରନ୍ତି, ତାହା ପ୍ରକୃତ େର ସ୍ବର୍ଗ େର ଥିବା କାମଗୁଡ଼ିକର ଛାଯା ଓ ନମୁନା ମାତ୍ର। େସଥିପାଇଁ େମାଶା ତମ୍ମୁ312 ନିର୍ମାଣ କରିବାକୁ ଗଲା େବେଳ ପରେମଶ୍ବର ତାହାଙ୍କୁ ଚେତାବନୀ େଦଇ କହିଥିେଲ : "ପର୍ବତ ଉପେର ମୁଁ ତୁମ୍ଭକୁ େଯଉଁ ନମୁନା େଦଖାଇ ଥିଲି, ତଦନୁସା େର ସମସ୍ତ ନିର୍ମାଣ କର।"313 6 କିନ୍ତୁ ଯୀଶୁଙ୍କୁ େଯଉଁ କାମ କରିବାକୁ ଦିଆ େହାଇଛି ତାହା େସହି ଯାଜକମାନଙ୍କ କାମଠାରୁ ଉତ୍କୃଷ୍ଟତର। େସପ୍ରକା େର, ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ େର ପରେମଶ୍ବର ଆପଣା େଲାକଙ୍କ ପ୍ରତି କରିଥିବା ନୂତନ ନିୟମ ପୁରାତନ ନିୟମ ଅପେକ୍ଷା ଉତ୍କୃଷ୍ଟ ଅେଟ। ଏହି ନୂତନ ନିୟମ ଅପେକ୍ଷାକୃତ ଉତ୍ତମ ପ୍ରତିଜ୍ଞା ସମ୍ବଳିତ ଅେଟ। 7 ଯଦି ପ୍ରଥମ ନିୟମ େର େକୗଣସି େଦାଷ ନ ଥାନ୍ତା ତା' େହେଲ େସଠାେର ଦ୍ବିତୀୟ ନିୟମର ଆବଶ୍ଯକତା ନ ଥାନ୍ତା। 8 କିନ୍ତୁ ପରେମଶ୍ବର େଲାକମାନଙ୍କଠା େର ତୃଟି େଦଖିେଲ। ପରେମଶ୍ବର କହିେଲ : 9 ତାହାଙ୍କ ପୂର୍ବପୁରୁଷଙ୍କ ସହିତ ଆମ୍େଭ େଯଉଁ ନିୟମ କରିଥିଲୁ େସ ଅନୁସାେର େହବ ନାହିଁ। େସହି ନିୟମ ମୁଁ େସମାନଙ୍କର ହାତ ଧରିଲା େବେଳ ଓ ମିଶର େଦଶରୁ ଆଣିଥିଲା େବେଳ କରିଥିଲି। ପ୍ରଭୁ କୁହନ୍ତି : ମୁଁ େଦଇଥିବା ଚୁକ୍ତି େସମାେନ ପାଳନ କରିବା ବନ୍ଦ କରି େଦେଲ, ଓ ମୁଁ ନିଜକୁ େସମାନଙ୍କଠାରୁ ଦୂ େରଇ ଆଣିଲି। 10 ଏହି ନୂତନ ନିୟମଟି ମୁଁ ଇଶ୍ରାେୟଲର େଲାକଙ୍କ ସହତ କରିବି, ଏହି ନିୟମଟି ମୁଁ ଭବିଷ୍ଯତ େର କରିବି ପ୍ରଭୁ କୁହନ୍ତି : ମୁଁ େସମାନଙ୍କ ମନ େର ଆପଣା ବ୍ଯବସ୍ଥା େଦବି େସମାନଙ୍କ ହୃଦୟ େର େସହିସବୁ ଲେଖିବି। ମୁଁ େସମାନଙ୍କ ପରେମଶ୍ବର େହବି, ଓ େସମାେନ େମାର େଲାକ େହେବ। 11 ଏହାପେର ପୁନର୍ବାର େକହି ନଜ ଭାଇ ବା ପରେମଶ୍ବରଙ୍କ ଅନ୍ଯେଲାକମାନଙ୍କୁ ଶିକ୍ଷା େଦେବ ନାହିଁ କିମ୍ବା ପ୍ରଭୁଙ୍କୁ ଜାଣିବା ନିମନ୍େତ କିଛି କହିବା ଆବଶ୍ଯକ େହବ ନାହିଁ, କାହିଁକି ? କାରଣ ସାନଠାରୁ ବଡ଼ ପର୍ୟ୍ଯନ୍ତ େସମାେନ ସମସ୍େତ େମାେତ ଜାଣିବେ। 12 ଓ େମା ବିରୁଦ୍ଧ େର କରିଥିବା େଦାଷ ସବୁ ମୁଁ କ୍ଷମା କରି େଦବି, ଏବଂ ମୁଁ େସମାନଙ୍କ ପାପଗୁଡ଼ିକୁ ଆଉ ଅଧିକ ମେନ ରଖିବି ନାହିଁ।" ୟିରିମିୟ 31:31-34 13 ପରେମଶ୍ବର ଏହାକୁ ନୂତନ ନିୟମ େବାଲି କହି, ପ୍ରଥମ ନିୟମଟିକୁ ପୁରାତନ ନିୟମ କରି ଅଛନ୍ତି। େଯଉଁ ବିଷୟସବୁ ପୁରାତନ ଓ ଅକାମୀ େହାଇଯାଇଛି, ତାହା ଅତିଶୀଘ୍ର େଲାପ ପାଇୟିବ।

9:1 ପ୍ରଥମ ନିୟମ େର ଉପାସନାର ନିୟମାବଳୀ ଥିଲା। ଏନିମନ୍େତ ମଣିଷ ନିର୍ମିତ େଗାଟିଏ ଉପାସନା ଗୃହ ମଧ୍ଯ ଥିଲା। 2 ଏହି ସ୍ଥାନଟି େଗାଟିଏ ତମ୍ବୁ ଭିତ େର ଥିଲା। ଏହି ତମ୍ବୁର ପ୍ରଥମ ଭାଗ େର ଦୀପ, ମେଜ ଓ ତହିଁ ଉପେର ପରେମଶ୍ବରଙ୍କୁ ଉତ୍ସର୍ଗୀକୃତ େରାଟୀ ଥିଲା। ଏହି ସ୍ଥାନକୁ 'ପବିତ୍ର ସ୍ଥାନ'314 େବାଲି କୁହା ଯାଇଥିଲା। 3 ଦ୍ବିତୀୟ ପରଦା ପଛ ପଟ େର େଯଉଁ ବଖରାଟି ଥିଲା ତାହାକୁ 'ମହାପବିତ୍ର ସ୍ଥାନ' କୁହାଯାଉଥିଲା। 4 ଏଠା େର ସୁଗନ୍ଧିତ ଦ୍ରବ୍ଯ େପାଡ଼ିବା ପାଇଁ େଗାଟିଏ ସୁନାର ବେଦୀ ଥିଲା। 'ପୁରାତନ ନିୟମ315 େଗାଟିଏ ପବିତ୍ର ବାକ୍ସ ଭିତ େର ଥିଲା। ବାକ୍ସ ସୁନା େର ତିଆରି େହାଇଥିଲା। େସହି ବାକ୍ସ ଭିତ େର ସୁନା େର ତିଆରି ମାନ୍ନା316 ରଖା େହାଇଥିବା େଗାଟିଏ ପାତ୍ର ଥିଲା। ହାେରାଣର ବାଡ଼ିଟି େଯଉଁବାଡ଼ି ଉପେର ନୂଆ େହାଇ ପତ୍ର କଅଁଳି ଥିଲା ମଧ୍ଯ ଥିଲା। େସହି ବାକ୍ସ େର ପୁରାତନ ନିୟମର ଦଶଆଜ୍ଞା ଲେଖାଥିବା ପ୍ରସ୍ତର ଫଳକମାନ ମଧ୍ଯ ଥିଲା। 5 ବାକ୍ସ ଉପେର କିରୁବ ସ୍ବର୍ଗଦୂତଗଣ ପରେମଶ୍ବରଙ୍କ ମହିମା ପ୍ରଦର୍ଶିତ କରୁଥିେଲ। ଏମାେନ 'ଦୟାର ଆସନ'317 େର ଉପବିଷ୍ଟ ଥିେଲ। କିନ୍ତୁ ଆମ୍େଭ ଏେବ ବିସ୍ତାର ପୂର୍ବକ େସ ବିଷୟ େର କହି ପାରିବୁ ନାହିଁ। 6 େମାର କହିବା ଅନୁଯାଯୀ େସହି ତମ୍ବୁ େର ସମସ୍ତ କିଛି ପ୍ରସ୍ତୁତ କରି ରଖା ଯାଇଥିଲା। ଯାଜକମାେନ ଉପାସନା କର୍ୟ୍ଯ କରିବା ପାଇଁ ପ୍ରଥମ ବଖରାଟିକୁ ପ୍ରତିଦିନ ଯାଆନ୍ତି। 7 କିନ୍ତୁ ଦ୍ବିତୀୟ ବଖରା ଭିତରକୁ କେବଳ ବର୍ଷ େର ଥେର ମହାୟାଜକ ଯାଇ ପାରୁଥିେଲ। ମହାୟାଜକ ଉତ୍ସର୍ଗ କରିବାର ରକ୍ତ ନ େନଇ କଦାପି େସଠାେର ପ୍ରେବଶ କରନ୍ତି ନାହିଁ। ଯାଜକ ନିଜର େଲାକମାନଙ୍କ ଆଜ୍ଞାନକୃତ ପାପ ନିମନ୍େତ େସହି ରକ୍ତ ପରେମଶ୍ବରଙ୍କୁ ଅର୍ପଣ କରୁଥିେଲ। 8 ଏତଦ୍ବାରା ପବିତ୍ର ଆତ୍ମା ଆମ୍ଭକୁ ଏହି ଶିକ୍ଷା ଦିଅନ୍ତି େଯ, ପ୍ରଥମ ବଖରାଟି ଥିବା ପର୍ୟ୍ଯନ୍ତ ଅତିପବିତ୍ର ସ୍ଥାନ େର ପ୍ରେବଶ କରିବାର ପଥ େଖାଲା େହାଇ ନାହିଁ। 9 ଏହା ଆଜି ଆମ୍ଭ ପାଇଁ ଉଦାହରଣ ସ୍ବରୂପ। ଏହା ସୂଚାଇ ଦିଏ େଯ, େଯଉଁ ଦାନ ଓ ବଳିଗୁଡ଼ିକ ପରେମଶ୍ବରଙ୍କୁ ଉତ୍ସର୍ଗ କରାଯାଏ, ତଦ୍ଦ୍ବାରା ଉପାସକ ପାପରୁ ସମ୍ପୂର୍ଣ୍ଣ େଧୗତ େହାଇପା େର ନାହିଁ। ଉକ୍ତ ବଳି େହତୁ େସ ସିଦ୍ଧିଲାଭ କରିପା େର ନାହିଁ। 10 େସଗୁଡ଼ିକ ଖାଦ୍ୟ, ପେୟ ଓ ବିଭିନ୍ନ ପ୍ରକାରର ଶୌଚକ୍ରିଯା କେବଳ ଶାରୀରିକ ବିଧିବିଧାନ ଅେଟ, ଏତଦ୍ବାରା ହୃଦୟର ପରିବର୍ତ୍ତନ ହୁଏ ନାହିଁ। ପରେମଶ୍ବରଙ୍କ ନୂତନ ଚୁକ୍ତିର ସମୟ ପର୍ୟ୍ଯନ୍ତ ପରେମଶ୍ବର େସହି ସବୁ ନିୟମ େଲାକମାନଙ୍କୁ େଦେଲ। 11 କିନ୍ତୁ ଏେବ ଖ୍ରୀଷ୍ଟ ମହାୟାଜକ ରୂେପ ଆସିଅଛନ୍ତି। ଖ୍ରୀଷ୍ଟ େହଉଛନ୍ତି ଆମ୍ଭ ପାଖ େର ଥିବା ସମସ୍ତ ଉତ୍ତମ ବିଷୟର ମହାୟାଜକ। କିନ୍ତୁ ଯୀଶୁ ଅନ୍ୟ ଯାଜକମାନଙ୍କ ଭଳି ତମ୍ବୁ େର ଆପଣା େସବାକାର୍ୟ୍ଯ କରନ୍ତି ନାହିଁ। ଖ୍ରୀଷ୍ଟ ତାହା ଅପେକ୍ଷା ମହତ୍ତର ଓ ଶ୍ େରଷ୍ଠ ସ୍ଥଳ େର େସବାକାର୍ୟ୍ଯ କରନ୍ତି ଏବଂ ଏହି ସ୍ଥାନଟି ମଣିଷମାେନ ତିଆରି କରି ନାହାଁନ୍ତି। 12 ଏହି ସ୍ଥାନଟି ଏହି ଜଗତର ନୁେହଁ। ଖ୍ରୀଷ୍ଟ ମହାପବିତ୍ର ସ୍ଥାନ େର ଛେଳି ବା େଗାବତ୍ସର ରକ୍ତ ନୁେହଁ, ମାତ୍ର ନିଜ ରକ୍ତ ଘେନି ଏକାଥରକେ ପ୍ରେବଶ କେଲ ଓ ସବୁ ଦିନ ପାଇଁ ଆମ୍ଭକୁ ମୁକ୍ତି ଦାନ କେଲ। 13 େଯଉଁ େଲାକମାେନ ଉପାସନାସ୍ଥଳ େର ପ୍ରେବଶ କରିବା ନିମନ୍େତ ଆଉ ପବିତ୍ର ନୁହଁନ୍ତି େସମାନଙ୍କ ଉପେର ଛେଳି, ବଳଦର ରକ୍ତ ଓ ଗାଈର ପାଉଁଶ ଛିଞ୍ଚା ଯାଇଥିଲା। େସହି ରକ୍ତ ଓ ପାଉଁଶ େସ େଲାକମାନଙ୍କ ଶରୀରକୁ ପୁନର୍ବାର ପବିତ୍ର କରୁଥିଲା। 14 ନିଶ୍ଚିତ ରୂେପ ଖ୍ରୀଷ୍ଟଙ୍କର ରକ୍ତ ବହୁତ କିଛି ଅଧିକ କରିପା େର। ଖ୍ରୀଷ୍ଟ ଅନନ୍ତ ଆତ୍ମାଙ୍କ ଦ୍ବାରା ଆପଣାକୁ ନିଖୁଣ ବଳିସ୍ବରୂେପ ପରେମଶ୍ବରଙ୍କୁ ଉତ୍ସର୍ଗ କେଲ। ତାହାଙ୍କର ରକ୍ତ, ଆମ୍ଭର ମନ୍ଦକାର୍ୟ୍ଯରୁ ଆମ୍ଭକୁ େଧାଇ ପୂର୍ଣ୍ଣ ଭାବେର ଶୁଚି କରିଦେବ। ତାହାଙ୍କର ରକ୍ତ ଆମ୍ଭ ହୃଦୟକୁ ମଧ୍ଯ ପବିତ୍ର କରିବ। ଆମ୍େଭ ପବିତ୍ର େହାଇ ଜୀବନ୍ତ ପରେମଶ୍ବରଙ୍କର େସବା କରିପାରିବା। 15 ଅତଏବ, ପରେମଶ୍ବରଙ୍କ ପାଖରୁ ଯୀଶୁଖ୍ରୀଷ୍ଟ େଗାଟିଏ ନୂତନ ନିୟମ ଆଣିେଲ। ଏହି ନୂତନ ନିୟମର ଉଦ୍ଦେଶ୍ଯ େଯପରି ପରେମଶ୍ବରଙ୍କ ଦ୍ବାରା ଆହୂତ ପ୍ରେତ୍ୟକକ େଲାକ ପରେମଶ୍ବରଙ୍କ ପ୍ରତିଜ୍ଞାର ଅଧିକାରୀ େହେବ। େସମାେନ ଅନନ୍ତକାଳ ଏହି ଅଧିକାର େଭାଗ କରିେବ। କାରଣ ପ୍ରଥମ ନିୟମ କାଳ େର େଲାକମାେନ େଯଉଁ ପାପସବୁ କରିଥିେଲ, ତହିଁର ପ୍ରତିବାଦ େର ଖ୍ରୀଷ୍ଟ ମୃତ୍ଯୁ ବରଣ କେଲ। 16 େଯେତେବେଳ ଜେଣ େଲାକ ମୃତ୍ଯୁବରଣ କେର େସ େଗାଟିଏ ଉଇଲ୍ ଛାଡ଼ି ଯାଏ। କିନ୍ତୁ େଲାେକ େସହି େଲାକଜଣକର ମୃତ୍ଯୁ ପ୍ରମାଣିତ କରିବା ଉଚିତ୍। 17 ଚୁକ୍ତି ଲେଖିଥିବା େଲାକ ଯଦି ଜୀବିତ, ତା େହେଲ େସହି ଉଇଲ୍ଟି କାର୍ୟ୍ଯକାରୀ େହାଇ ପାରିବ ନାହିଁ। ମଣିଷଟି ମରିଗଲା ପେର ଯାଇ ଉଇଲ୍ଟି ଲାଗୁ େହାଇ ପାରିବ। 18 ପରେମଶ୍ବର ଓ େଲାକଙ୍କ ମଧିଅେର େହାଇଥିବା ପ୍ରଥମ ନିୟମ ଠିକ୍ େସହିଭଳି। ପ୍ରଥମ ନିୟମ ମଧ୍ଯ ରକ୍ତଦ୍ବାରା କାର୍ୟ୍ଯକାରୀ େହାଇଥିଲା। 19 ପ୍ରଥମ େର, ବ୍ଯବସ୍ଥାର ପ୍ରେତ୍ୟକକ ଈଶ୍ବରୀୟ ଆଜ୍ଞା େମାଶା େଲାକମାନଙ୍କୁ କହିଥିେଲ। ତା'ପେର େମାଶା ବାଛୁରୀଗୁଡ଼ିକର ରକ୍ତ ସହିତ ଜଳ ମିଶାଇେଲ। ତା'ପେର େସ ଲାଲ ରଙ୍ଗ ଓ ଏସୋବର ଡ଼ାଳଟିଏ େନଇ ଜଳ ମିଶ୍ରିତ ରକ୍ତ ବ୍ଯବସ୍ଥା ପୁସ୍ତକ ତଥା ସବୁେଲାକଙ୍କ ଉପେର ଛିଞ୍ଚିେଲ। 20 ତା'ପେର େମାଶା କହିେଲ, " େଯଉଁ ନିୟମଗୁଡ଼ିକୁ ପରେମଶ୍ବର ତୁମ୍ଭମାନଙ୍କୁ ପାଳନ କରିବା ପାଇଁ ଆଜ୍ଞା େଦଇଛନ୍ତି, େସହି ନିୟମର ରକ୍ତ ଏହି।" 21 େମାଶା ପବିତ୍ର ତମ୍ବୁ ଉପେର େସହି ରକ୍ତ ଛିଞ୍ଚିେଲ। ଉପାସନା ପାଇଁ ଆବଶ୍ଯକ େହଉଥିବା ପ୍ରେତ୍ୟକକ ବସ୍ତୁ ଉପେର ମଧ୍ଯ େସ େସହି ରକ୍ତ ଛିଞ୍ଚିେଲ। 22 ବ୍ଯବସ୍ଥା କୁ େହ େଯ, ପ୍ରେତ୍ୟକକ ବସ୍ତୁ ରକ୍ତ ଦ୍ବାରା ଶୁଦ୍ଧ େହାଇ ପାରିବ। ଓ ବିନା ରକ୍ତ େର ପାପଗୁଡ଼ିକୁ କ୍ଷମା କରା ଯାଇ ପାରିବ ନାହିଁ। 23 ସ୍ବର୍ଗସ୍ଥ ବିଷୟଗୁଡ଼ିକର ପ୍ରତିକୃତିଗୁଡିକ ପଶୁବଳି ଦ୍ବାରା ଶୁଦ୍ଧ କରାଯାଏ। କିନ୍ତୁ ସ୍ବର୍ଗସ୍ଥ ବିଷୟ େର ଶୁଦ୍ଧତା ପାଇଁ ଅପେକ୍ଷାକୃତ ଭଲ ବଳି ଦରକାର। 24 ଖ୍ରୀଷ୍ଟ ମହାପବିତ୍ର ସ୍ଥାନ ଭିତରକୁ ଗେଲ। କିନ୍ତୁ େସ ମନଷ୍ଯ ହସ୍ତନିର୍ମିତ ମହାପବିତ୍ର ସ୍ଥାନକୁ ଗେଲ ନାହିଁ। ଏହି ପରମ ପବିତ୍ର ସ୍ଥାନଟି ପ୍ରକୃତ ସ୍ଥାନର ପ୍ରତିକୃତି ମାତ୍ର। ଯୀଶୁ ସ୍ବର୍ଗ ଭିତରକୁ ଗେଲ। 25 ବର୍ତ୍ତମାନ େସ ମଧ୍ଯ ଆମ୍ଭକୁ ସାହାୟ୍ଯ କରିବା ପାଇଁ େସଠାେର ପରେମଶ୍ବରଙ୍କ ଆଗ େର ଅଛନ୍ତି। ମହାୟାଜକ ମହାପବିତ୍ର ସ୍ଥାନ େର ବର୍ଷକୁ ଥେର ମାତ୍ର ପ୍ରେବଶ କରନ୍ତି। ପୁଣି ଉତ୍ସର୍ଗ କରିବା ନିମନ୍େତ ରକ୍ତ େନଇ ଯାଆନ୍ତି। କିନ୍ତୁ େସ ଯୀଶୁଙ୍କ ଭଳି ନିଜର ରକ୍ତ ସମର୍ପଣ କରନ୍ତି ନାହିଁ। ମହାୟାଜକ େଯପରି ଥରକୁ ଥର ରକ୍ତ ସମର୍ପଣ କରନ୍ତି, ଖ୍ରୀଷ୍ଟ ନିଜକୁ େସଭଳି ଥରକୁ ଥର ସମର୍ପଣ କରିବା ପାଇଁ ସ୍ବର୍ଗ େର ପ୍ରେବଶ କରି ନ ଥିେଲ। 26 ଯଦି ଖ୍ରୀଷ୍ଟ ନିଜକୁ ଅନେକ ଥର ସମର୍ପଣ କରି ଥାଆନ୍ତେ, ତା' େହେଲ ଜଗତ ସୃଷ୍ଟି େହବା ଦିନଠାରୁ ତାହାଙ୍କୁ ଅନେକ ଥର ଯାତନା ସହିବାକୁ ପଡ଼ିଥାନ୍ତା। କିନ୍ତୁ ଖ୍ରୀଷ୍ଟ ଥେର ମାତ୍ର ଆସିେଲ ଓ ନିଜକୁ ଉତ୍ସର୍ଗ କେଲ। ୟୁଗାନ୍ତ ସମୟେର ଆପଣାକୁ ବଳିରୂେପ ଉତ୍ସର୍ଗ କରିବା ଦ୍ବାରା ଯୀଶୁ ସମସ୍ତ ପାପ ହରଣ କରିବା ପାଇଁ ଆସିଥିେଲ। 27 ପ୍ରେତ୍ୟକକ େଲାକ ଥେର ମରିବା ଦରକାର। ଜେଣ ମଲାପେର ତାହାର ବିଚାର ହୁଏ। 28 ଖ୍ରୀଷ୍ଟ ଥେର ବଳି ଭାବେର ସମର୍ପିତ େହେଲ, େଯପରି ଅନେକ େଲାକଙ୍କର ପାପ ଦୂର କରିପାରିେବ। ଖ୍ରୀଷ୍ଟ ଦ୍ବିତୀୟଥର େଲାକମାନଙ୍କର ପାପ ପାଇଁ ନୁେହଁ, ମାତ୍ର େଯଉଁମାେନ ତାହାଙ୍କ ପାଇଁ ପ୍ରତୀକ୍ଷା କରୁଥିେବ, େସମାନଙ୍କର ମୁକ୍ତି ପାଇଁ ଆସିେବ।

10:1 ବ୍ଯବସ୍ଥା ଆମ୍ଭକୁ ଭବିଷ୍ଯ େର ଘଟିବାକୁ ଥିବା ଉତ୍ତମ ବିଷୟଗୁଡ଼ିକର ଅସ୍ପଷ୍ଟ ଚିତ୍ର ପ୍ରଦାନ କେର। ବ୍ଯବସ୍ଥା ପ୍ରକୃତ ବିଷୟଗୁଡ଼ିକର ପରିପୂର୍ଣ୍ଣ ଚିତ୍ର ନୁେହଁ। ବ୍ଯବସ୍ଥା େଲାକମାନଙ୍କୁ ସମାନ ବଳିଗୁଡ଼ିକୁ ପ୍ରତିବର୍ଷ ସମର୍ପଣ କରିବା ପାଇଁ କୁ େହ। େଯଉଁ େଲାକମାେନ ପରେମଶ୍ବରଙ୍କୁ ଉପାସନା କରିବା ପାଇଁ ଆସନ୍ତି, େସହି ବଳି ସମର୍ପଣ କାର୍ୟ୍ଯ କରି ଚାଲିଥାନ୍ତି। କିନ୍ତୁ ବ୍ଯବସ୍ଥା େକେବ େହେଲ େସ େଲାକମାନଙ୍କୁ ସମ୍ପୂର୍ଣ୍ଣ ସିଦ୍ଧ କରି ନ ଥାଏ। 2 ଯଦି ବ୍ଯବସ୍ଥା େଲାକମାନଙ୍କୁ ସମ୍ପୂର୍ଣ୍ଣ ସିଦ୍ଧ କରିଥାନ୍ତା ତା' େହେଲ େସହି ବଳିଗୁଡ଼ିକ ବନ୍ଦ େହାଇ ଯାଇ ସାରିଥାଆନ୍ତା। େସହି େଲାକମାେନ ମଧ୍ଯ ପାପରୁ ଶୁଦ୍ଧ େହାଇଯାଇ ସାରିଥାନ୍ତେ। େସମାେନ ଏେବ ସୁଦ୍ଧା ନିଜ ପାପ ପାଇଁ ନିଜକୁ େଦାଷୀ ଅନୁଭବ କରୁ ନ ଥାନ୍ତେ। କିନ୍ତୁ ବ୍ଯବସ୍ଥା କଦାପି ତାହା କରି ପାରିବ ନାହିଁ। 3 େସମାେନ େଯଉଁ ବଳି ଗୁଡ଼ିକ ଦିଅନ୍ତି, ତାହା ପ୍ରତିବର୍ଷ େସମାନଙ୍କୁ େସମାନଙ୍କର ପାପଗୁଡ଼ିକ ସ୍ମରଣ କରାଇ ଦିଏ। 4 ଏହାର କାରଣ େହଲା େଯ, ବଳଦମାନଙ୍କ ଓ ଛେଳିମାନଙ୍କ ରକ୍ତ ପାପ ହରଣ କରିବା ପାଇଁ ସକ୍ଷମ ନୁହଁନ୍ତି। 5 ଅତଏବ େଯେତେବେଳ ଖ୍ରୀଷ୍ଟ ସଂସାରକୁ ଆସିେଲ େସ କହିେଲ : 6 େହାମବଳି ଓ ପାପାର୍ଥକ ବଳି େର ତୁମ୍େଭ ଖୁସି ହୁଅ ନାହିଁ। ବଳି ଦ୍ବାରା ପାପହରଣ କଥାର ମଧ୍ଯ ତୁମ୍େଭ ଖୁସି ନୁହଁ। 7 ତା'ପେର ମୁଁ କହିଲି : 'ପରେମଶ୍ବର ମୁଁ ଅଛି ଏଠା େର ବ୍ଯବସ୍ଥା ପୁସ୍ତକେର େମା ବିଷୟ େର ଲେଖା ଅଛି। ତୁମ୍େଭ ଚାହିଁ ଥିବା କାର୍ୟ୍ଯଗୁଡ଼ିକ ମୁଁ କରିବା ପାଇଁ ଆସିଛି।"' ଗୀତସଂହିତା 40:6-8 8 ଏହି ଶାସ୍ତ୍ର େର େସ ପ୍ରଥମେ କହିଥିେଲ, "ତୁମ୍େଭ ବଳି ଓ ନୈବେଦ୍ଯମାନ ଚାହଁ ନାହିଁ। ତୁମ୍େଭ େହାମବଳି ଦ୍ବାରା ବା ପାପହରଣ େହବା ପାଇଁ ଦିଆଯାଉଥିବା ବଳିଗୁଡ଼ିକ ଦ୍ବାରା ପ୍ରସନ୍ନ ହୁଅ ନାହିଁ।" ବ୍ଯବସ୍ଥା ଆଜ୍ଞା ଦିଏ ଏହି ବଳିଦାନ ପାଇଁ। 9 ତା'ପେର େସ କହିେଲ "ପରେମଶ୍ବର, ମୁଁ ଏଠା େର ଅଛି। ମୁଁ ତୁମ୍େଭ ଚାହୁଁଥିବା କାମ କରିବା ପାଇଁ ଆସିଛି।" ଅତଏବ ପରେମଶ୍ବର ତାହାଙ୍କର ପ୍ରଥମ ବଳିଦାନ ପ୍ରଥା ସମାପ୍ତ କରି ନୂତନପ୍ରଥା ଆରମ୍ଭ କେଲ। 10 ପରେମଶ୍ବର ଚାହିଁଥିବା କର୍ମମାନ ଖ୍ରୀଷ୍ଟ କେଲ। ଓ ଏହା ଦ୍ବାରା ତାହାଙ୍କ ଶରୀରର ବଳିଦାନ େହତୁ ଆମ୍େଭ ପବିତ୍ର େହଲୁ। ଯୀଶୁ ସବୁଦିନ ପାଇଁ ପର୍ୟ୍ଯାପ୍ତ େହଲା ଭଳି ଥେରମାତ୍ର େସହି ବଳିଦାନ କେଲ। 11 ଯାଜକମାେନ ପ୍ରତିଦିନ ଠିଆ େହାଇ େସମାନଙ୍କର ଧାର୍ମିକ େସବା କାର୍ୟ୍ଯ କରନ୍ତି। େସହି, ସମାନ ବଳିଗୁଡ଼ିକ େସମାେନ ବାରମ୍ବାର ସମର୍ପଣ କରନ୍ତି। କିନ୍ତୁ େସହିଭଳି ବଳି େକେବ େହେଲ ପାପହରଣ କରି ପା େର ନାହିଁ। 12 ଖ୍ରୀଷ୍ଟ ପାପଗୁଡ଼ିକ ପାଇଁ ଥେର ମାତ୍ର ବଳିଦାନ ରୂେପ ସମର୍ପିତ କରି ଥିେଲ, ଓ େସହି ବଳିଦାନ ସବୁଦିନ ପାଇଁ ପର୍ୟ୍ଯାପ୍ତ ଅେଟ। 13 ତା'ପେର ଖ୍ରୀଷ୍ଟ ପରେମଶ୍ବରଙ୍କ ଡାହାଣ ପଟେ ବସିେଲ। େସଠାେର ଖ୍ରୀଷ୍ଟ ଏେବ ନିଜ ଶତ୍ରୁମାନଙ୍କୁ ତାହାଙ୍କ ଶକ୍ତି ତେଳ ରହିବା ପାଇଁ ଅପେକ୍ଷା େର ଅଛନ୍ତି। 14 ମାତ୍ର େଗାଟିଏ ବଳିଦାନ ଦ୍ବାରା ଯୀଶୁ ନିଜ େଲାକମାନଙ୍କୁ ସର୍ବଦା ପାଇଁ ସମ୍ପୂର୍ଣ୍ଣ ସିଦ୍ଧ କରି େଦେଲ। େସହି େଲାକମାନଙ୍କୁ ପବିତ୍ର କରାଯାଇଛି। 15 ପବିତ୍ର ଆତ୍ମା ମଧ୍ଯ ଆମ୍ଭକୁ ଏହା ବିଷୟ େର କୁହନ୍ତି। ପ୍ରଥମ େର େସ କୁହନ୍ତି : 16 "ପ୍ରଭୁ କହିେଲ, ଭବିଷ୍ଯତ େର େମା େଲାକମାନଙ୍କ ସହିତ ମୁଁ ଏହି ଚୁକ୍ତି କରିବି। ମୁଁ େମା ନିୟମଗୁଡ଼ିକୁ େସମାନଙ୍କ ହୃଦୟ େର ରଖିବି। ମୁଁ େମା ନିୟମଗୁଡ଼ିକୁ େସମାନଙ୍କ ମନ େର ଲେଖିବି।" ୟିରିମିୟ 31:33 17 ଏହା ମଧ୍ଯ କୁହନ୍ତି : 18 ଓ ଏହିସବୁଗୁଡ଼ିକୁ କ୍ଷମା କରି ଦିଆଗଲା ପେର, ଆଉ ପାପଗୁଡ଼ିକ ପାଇଁ ବଳିଦାନର େକୗଣସି ଆବଶ୍ଯକତା ନାହିଁ। 19 ଅତଏବ େହ ଭାଇ ଓ ଭଉଣୀମାେନ, ଆମ୍େଭ ମହାପବିତ୍ର ସ୍ଥାନ େର ପ୍ରେବଶ କରିବା ପାଇଁ ପୂର୍ଣ୍ଣ ସ୍ବାଧୀନ ପାଇଛୁ। ଯୀଶୁଙ୍କର ରକ୍ତ କାରଣରୁ ଆମ୍େଭ ନିର୍ଭୟ େର ଏପରି କରିପାରିବା। 20 ଯୀଶୁଙ୍କ ଦ୍ବାରା େଖାଲି ଦିଆ ଯାଇଥିବା େଗାଟିଏ ନୂତନ ବାଟ େଦଇ ଆମ୍େଭ ପ୍ରେବଶ କରି ପାରିବା। ଏହା ଏକ ଜୀବନ୍ତ ପଥ। ଏହି ନୂତନ ପଥଟି ପରଦା ମଧ୍ଯ େଦଇ ଯାଏ ଯାହା କି ଯୀଶୁଙ୍କ ଶରୀର ଅେଟ। 21 ପରେମଶ୍ବରଙ୍କ ଘରକୁ ଶାସନ କରୁଥିବା ଭଳି ଆମ୍ଭର ମଧ୍ଯ ଜେଣ ମହାୟାଜକ ଅଛନ୍ତି। 22 ଆମ୍ଭର ଦେହ ଶୁଦ୍ଧ ଜଳ େର ସ୍ନାନ କରିଛି। ଅତଏବ ପରେମଶ୍ବରଙ୍କ ପାଖକୁ ସତ୍ଯନିଷ୍ଠା ହୃଦୟ େର ଆସ। ଆମ୍ଭ ବିଶ୍ବାସ େହତୁ ଆମ୍େଭ ନିଶ୍ଚିତତା ଅନୁଭବ କରିବା ଉଚିତ୍। 23 ଆମ୍ଭର ଭରସାକୁ ଦୃଢ଼ ଭାବେର ଧରି ରଖ। ଆମ୍େଭ ନିଜର ଭରସାକୁ େଲାକମାନଙ୍କ ଆଗ େର ବ୍ଯକ୍ତ କରିବାକୁ ରୋକିବା ଉଚିତ୍ ନୁେହଁ। େସ ଯାହା ପ୍ରତିଜ୍ଞା କେଲ, ତାହା କରିେବ େବାଲି ଆମ୍େଭ ପରେମଶ୍ବରଙ୍କଠା େର ବିଶ୍ବାସ କରିପାରିବା। 24 ଆମ୍େଭ ପରସ୍ପର ବିଷୟ େର ଚିନ୍ତା କରିବା ଏବଂ ପରସ୍ପରକୁ ଭଲ ପାଇବା ଓ ଭଲ କାମ କରିବା ପାଇଁ ଉତ୍ସାହିତ କରିବା ଉଚିତ୍। 25 କିଛି େଲାକ େଯପରି ମଣ୍ଡଳୀ ଉପାସନା ପରିତ୍ଯାଗ କରନ୍ତି, ଆମ୍େଭ େସପରି ଏକାଠି ମିଳିତ େହବା ବନ୍ଦ କରିବା ଉଚିତ୍ ନୁେହଁ। ତା' ପରିବର୍େତ, େସହି ଦିନଟି ନିକଟତର େହଉଛି େଦଖି ଆମ୍େଭମାେନ ଏକାଠି ମିଳିତ େହାଇ ପରସ୍ପରକୁ ଅଧିକ ଉତ୍ସାହିତ କରିବା ଉଚିତ୍। 26 ସତ୍ଯକୁ ଜାଣିଲା ପେର ମଧ୍ଯ ଯଦି ଆମ୍େଭ ପାପକାମ କରି ଚାଲିବା ପାଇଁ ଇଚ୍ଛା କରିବା, ତା' େହେଲ ସିଦ୍ଧାନ୍ତ ନେଉ, ପାପ ହରଣ କରିବା ପାଇଁ ଆଉ େକୗଣସି ବଳିଦାନ ନାହିଁ। 27 ଆମ୍େଭ ଯଦି ପାପ କରି ଚାଲୁଥିବା, ତା େହେଲ ଆମ୍େଭ ନିଶ୍ଚିତ େଯ, ଆମ୍ଭ ପାଇଁ ବିଚାରର ଭୟଙ୍କର ଆଶଙ୍କା ରହିଛି, ଓ ପରେମଶ୍ବରଙ୍କ ବିେରାଧୀ ଜୀବନଯାପନ କରୁଥିବା େଲାକମାନଙ୍କୁ ଗ୍ରାସ କରିବାକୁ ଥିବା ଭୟଙ୍କର ଅଗ୍ନି ଆମ୍ଭ ପାଇଁ ରହିଛି। 28 େଯଉଁେଲାକ େମାଶାଙ୍କ ବ୍ଯବସ୍ଥା ମାନିବାକୁ ମନା କଲା, ତାହାକୁ େଦାଷୀ ପ୍ରମାଣିତ କରିବା ଲାଗି ଦୁଇ ବା ତିନିଜଣ ସାକ୍ଷୀ ଆବଶ୍ଯକ ଥିେଲ। କ୍ଷମା ଦିଆ ନ ଯାଇ, ତାହାକୁ ବଧ କରାଯାଇଥିଲା। 29 ତା' େହେଲ େଯଉଁ େଲାକ ପରେମଶ୍ବରଙ୍କ ପୁତ୍ର ପ୍ରତି ଘୃଣା ପ୍ରଦର୍ଶିତ କେର, ତା'ପାଇଁ କଣ ଦଣ୍ଡବିଧାନ େହବା ଉଚିତ ? ଏହା ନିଶ୍ଚିତ େଯ ତା'ର ଦଣ୍ଡ ଅଧିକ ଖରାପ ପ୍ରକାରର େହବ। ନୂତନ ନିୟମ ଆରମ୍ଭ କରି ଥିବା ଉକ୍ତ ପ୍ରତି େଯଉଁେଲାକ ଅସମ୍ମାନଭାବ ପ୍ରଦର୍ଶିତ କରିଛି, ଓ ଅନୁଗ୍ରହର ଆତ୍ମା ପ୍ରତି ଘୃଣାଭାବ ପ୍ରଦର୍ଶିତ କରିଛି, େସହି େଲାକର ଦଣ୍ଡ ଅଧିକ ଖରାପ ପ୍ରକାରର େହବ କାରଣ େସହି ରକ୍ତ େସହି େଲାକକୁ ଥେର ପବିତ୍ର କରିଥିଲା। 30 ଆମ୍େଭ ଜାଣୁ େଯ, ପରେମଶ୍ବର କହିଥିେଲ : "ମନ୍ଦ କାମ କରିଥିବା େଲାକଙ୍କୁ ମୁଁ ଦଣ୍ଡ େଦବି, ମୁଁ ତାହାଙ୍କୁ ପ୍ରତିଦାନ େଦବି।"318 ପରେମଶ୍ବର ଆହୁରି ମଧ୍ଯ କହିଥିେଲ : "ପ୍ରଭୁ ତାହାଙ୍କ େଲାକଙ୍କର ବିଚାର କରିେବ।"319 31 ଜୀବନ ପରେମଶ୍ବରଙ୍କ ହାତ େର ଜେଣ ପାପୀ ପଡ଼ିୟିବା, େଗାଟିଏ ଭୟଙ୍କର କଥା। 32 ପ୍ରଥମଥର ସତ୍ଯ ଜାଣିବା ଦିନଗୁଡ଼ିକୁ ମେନ ପକାଅ। ଅନେକ ପ୍ରକାରର ଯାତନା ସହିତ ତୁମ୍େଭମାନ ସଂଘର୍ଷ କରିଥିଲ, କିନ୍ତୁ ତୁମ୍େଭମାେନ ଦୃଢ଼ ରହିଥିଲ। 33 େସେତେବେଳ େଲାେକ ତୁମ୍ଭମାନଙ୍କୁ ଘୃଣାପୂର୍ଣ୍ଣ କଥାମାନ କହିଥିେଲ, ଓ ଅନେକ େଲାକଙ୍କ ଆଗ େର ତୁମ୍ଭମାନଙ୍କୁ ଅପଦସ୍ତ କରିଥିେଲ। େ େବେଳବେଳ ଏହି ଭଳି ଖରାପ ବ୍ଯବହାର ମଧ୍ଯ େଦଇ ଗତି କରୁଥିବା େଲାକଙ୍କୁ ତୁମ୍େଭମାେନ ସାହାୟ୍ଯ କଲ। 34 େଯଉଁମାେନ ବନ୍ଦୀଘ େର ରଖା ଯାଇଥିେଲ, େସମାନଙ୍କର ଅସୁବିଧାଗୁଡ଼ିକେର ତୁମ୍େଭମାେନ ଭାଗନେଲ, ଓ େସମାନଙ୍କୁ ସାହାୟ୍ଯ କଲ। ତୁମ୍ଭମାନଙ୍କର ଧନ-ସମ୍ପତ୍ତି ସବୁ ତୁମ୍ଭମାନଙ୍କଠାରୁ େନଇ ୟିବା ପେର ମଧ୍ଯ ତୁମ୍େଭମାେନ ଆନନ୍ଦ େର ଥିଲ। ତୁମ୍େଭମାେନ ଆନନ୍ଦ େର ରହିଥିଲ, କାରଣ ଜାଣିଥିଲ େଯ ତୁମ୍ଭମାନଙ୍କ ପାଖ େର ଯାହା କିଛି ଅଛି ତାହା ଅତ୍ଯଧିକ ଭଲ। ଏବଂ ତାହା ସବୁଦିନ ପାଇଁ ରହିବ। 35 ଅତଏବ ପୂର୍ବରୁ ଥିବା ସାହସ ତୁମ୍େଭମାେନ ହରାଅ ନାହିଁ। ତୁମ୍ଭମାନଙ୍କର ସାହସ ପାଇଁ ତୁମ୍େଭମାେନ ପ୍ରଚୁର ମାତ୍ରା େର ପୁରସ୍କାର ପାଇବ। 36 ତୁମ୍େଭମାେନ ର୍ଧୈୟ୍ଯବାନ େହବା ଦରକାର। ପରେମଶ୍ବର ଯାହା ଇଚ୍ଛା କରନ୍ତି, େସହି ସବୁ କାମ କରି ସାରିଲା ପେର, େସ ଯାହା ପ୍ରତିଜ୍ଞା କରିଛନ୍ତି, େସ ସବୁ ତୁମ୍େଭମାେନ ପାଇବ। 37 ଆଜି ଅଳ୍ପ ସମୟେର, 38 େଯଉଁ େଲାକ େମା ସହିତ ଧାର୍ମିକ, ତା'ର ବିଶ୍ବାସ େହତୁ େସ ଜୀବିତ ରହିବ। କିନ୍ତୁ ଯଦି େସ େଲାକ ଭୟ େର ମୁହଁ େମାଡ଼େ, ମୁଁ ତା' ଉପେର ପ୍ରସନ୍ନ େହବି ନାହିଁ।" ହବକ୍କୂକ୍ 2:3-4 39 କିନ୍ତୁ ଆମ୍େଭ େସହି େଲାକମାନଙ୍କ ପରି େନାହୁଁ େଯଉଁମାେନ ବିମୁଖ ହୁଅନ୍ତି ଓ ହଜିଯାଆନ୍ତି। େଯଉଁମାନଙ୍କର ବିଶ୍ବାସ ରହିଛି, ଓ ଉଦ୍ଧାର ପାଇଛନ୍ତି ଆମ୍େଭ େସମାନଙ୍କ ଭଳି ଅଟୁ।

11:1 ବିଶ୍ବାସର ଅର୍ଥ େହଉଛି ଆମ୍େଭ ଭରସା କରୁଥିବା ବିଷୟ ପ୍ରତି ସୁନିଶ୍ଚିତତା। ବିଶ୍ବାସ ଏଭଳି ସୁନିଶ୍ଚିତ େବାଧ େଯ, ଆମ୍େଭ ଯାହା ନ େଦଖୁ, ତାହା ବାସ୍ତବ େବାଲି ଜାଣୁ। 2 ପ୍ରାଚୀନ କାଳ େର, େଲାକମାନଙ୍କର ଏହି ଭଳି ବିଶ୍ବାସ ଥିଲା େବାଲି, ପରେମଶ୍ବର େସମାନଙ୍କ ଉପେର ପ୍ରସନ୍ନ ଥିେଲ। 3 ବିଶ୍ବାସ ଦ୍ବାରା ଆମ୍େଭ ବୁଝିଛୁ େଯ ସମଗ୍ର ସୃଷ୍ଟିର ରଚନା ପରେମଶ୍ବର ନିଜ ଆଜ୍ଞା ବଳ େର କରିଥିେଲ। ଏହାର ଅର୍ଥ େଯ, ଆମ୍ଭକୁ ଦିଶୁଥିବା ବିଷୟଗୁଡ଼ିକର ସୃଷ୍ଟି ଅଦୃଶ୍ଯ ବିଷୟ ଦ୍ବାରା େହାଇଛି। 4 କଯିନ ଓ େହବଲ ଦୁ େହଁ ପରେମଶ୍ବରଙ୍କୁ ବଳି ଉତ୍ସର୍ଗ କେଲ। କିନ୍ତୁ ବିଶ୍ବାସ ଥିବା େହତୁ େହବଲ ଭଲ ବଳି ଉତ୍ସର୍ଗ କେଲ। ପରେମଶ୍ବର କହିେଲ, େଯ, େସ େହବଲ ଉତ୍ସର୍ଗ କରିଥିବା ବଳି ପାଇଁ ପ୍ରସନ୍ନ ଥିେଲ। ପରେମଶ୍ବରଙ୍କଠା େର େହବଲର ବିଶ୍ବାସ େହତୁ ତାହାକୁ ଭଲ େଲାକ େବାଲି କହିେଲ। େହବଲ ମରି ଯାଇଛି କିନ୍ତୁ ନିଜ ବିଶ୍ବାସ େହତୁ ଏେବ ସୁଦ୍ଧା େସ କଥା କହୁଛି। 5 ବିଶ୍ବାସ େହତୁ ହେନାକଙ୍କୁ ଏହି ପୃଥିବୀରୁ ଉଠାଇ ନିଆ େହଲା। େସ େକେବବି ମୃତ୍ଯୁ ଅନୁଭବ କେଲ ନାହିଁ। ଶାସ୍ତ୍ର କୁ େହ େଯ, ହନୋକଙ୍କୁ ଉଠାଇ େନଇ ୟିବା ପୂର୍ବରୁ େସ ପରେମଶ୍ବରଙ୍କୁ ସନ୍ତୁଷ୍ଟ କରିଥିେଲ। ପେର େଲାେକ ତାହାଙ୍କୁ େଖାଜି ପାରିେଲ ନାହିଁ, କାରଣ ପରେମଶ୍ବର ହନୋକଙ୍କୁ ନିଜ ସହିତ ରହିବା ଲାଗି େନଇଗେଲ। 6 ବିଶ୍ବାସ ବିନା ଜେଣ ପରେମଶ୍ବରଙ୍କୁ ପ୍ରସନ୍ନ କରି ପାରିବ ନାହିଁ। ପରେମଶ୍ବରଙ୍କ ପାଖକୁ ଆସୁଥିବା ପ୍ରେତ୍ୟକକ େଲାକ ପରେମଶ୍ବର ଅଛନ୍ତି େବାଲି ବିଶ୍ବାସ କରିବା ଉଚିତ୍। ୟିଏ ପରେମଶ୍ବରଙ୍କ ପାଖକୁ ଆସିବ େସ ବିଶ୍ବାସ କରିବା ଦରକାର େଯ ୟିଏ ପ୍ରକୃତ େର ତାହାଙ୍କୁ ଖୋଜେ, ପରେମଶ୍ବର ତାହାକୁ ପୁରସ୍କାର ପ୍ରଦାନ କରନ୍ତି। 7 େକେତକ େଦଖି ନ ପାରୁ ଥିବା ବିଷୟଗୁଡ଼ିକ ପ୍ରତି ପରେମଶ୍ବର େନାହଙ୍କୁ ସତର୍କ କରି େଦଇଥିେଲ। େନାହଙ୍କର ପରେମଶ୍ବରଙ୍କ ପ୍ରତି ବିଶ୍ବାସ ଓ ଭକ୍ତିଭାବ ଥିଲା। ଅତଏବ େନାହ ନିଜ ପରିବାରକୁ ରକ୍ଷା କରିବାକୁ ଯାଇ ବଡ଼ ଜାହାଜଟିଏ ତିଆରି କେଲ। ନିଜ ବିଶ୍ବାସ ବଳ େର େନାହ େଦଖାଇେଲ େଯ, ଜଗତ େଦାଷୀ ଥିଲା। େଯଉଁମାନଙ୍କୁ ପରେମଶ୍ବର ବିଶ୍ବାସ ବଳ େର ଧାର୍ମିକ କରନ୍ତି, େସମାନଙ୍କ ଭିତରୁ େନାହ ଜେଣ ଥିେଲ। 8 ପରେମଶ୍ବର ଅବ୍ରହାମଙ୍କୁ ତାହାଙ୍କ ସ୍ଥାନ ଛାଡ଼ିବାକୁ, ଓ ଅନ୍ୟ େଗାଟିଏ ସ୍ଥାନକୁ ୟିବା ପାଇଁ ଡାକିେଲ। ପରେମଶ୍ବର ତାହାଙ୍କୁ େସହି େଦଶ େଦବା ପାଇଁ ପ୍ରତିଜ୍ଞା କରିଥିେଲ। େସ କେଉଁଠାକୁ ଯାଉଅଛନ୍ତି, ତାହା ଅବ୍ରହାମ ଜାଣି ନ ଥିେଲ। କିନ୍ତୁ ଅବ୍ରହାମ ନିଜ ବିଶ୍ବାସ ଦ୍ବାରା ମାନିଲେ, ଓ େସହି ସ୍ଥାନ ପାଇଁ ପ୍ରସ୍ଥାନ କେଲ। 9 ପରେମଶ୍ବର ପ୍ରତିଜ୍ଞା ଅନୁସାେର ଅବ୍ରହାମ େସହି ସ୍ଥାନ େର ରହିେଲ। େସ ଜେଣ ଯାତ୍ରୀ ଭଳି ରହିେଲ, ଜେଣ ବାସିନ୍ଦା ଭଳି ନୁେହଁ। ବିଶ୍ବାସ ଥିବା େହତୁ େସ ଏପରି କେଲ। ଇସ୍ହାକ ଓ ଯାକୁବଙ୍କ ସହିତ ଅବ୍ରହାମ ତମ୍ବୁ େର ରହିେଲ। ଇସ୍ହାକ ଓ ଯାକୁବ ମଧ୍ଯ 10 ପରେମଶ୍ବରଙ୍କଠାରୁ େସହି ପ୍ରତିଜ୍ଞା ପାଇଥିେଲ।। ଅବ୍ରହାମ ସୁଦୃଢ଼ ମୂଳଦୁଆ ଥିବା ନଗରୀ320 ର ଅପେକ୍ଷା େର ଥିେଲ। ପରେମଶ୍ବର ସ୍ବଯଂ େସହି ନଗରୀଟିର େଯାଜନା ଓ ନିର୍ମାଣ କରିଥିେଲ। 11 ପିଲାପିଲି େହବା ପାଇଁ ଅବ୍ରହାମଙ୍କର ବୟସ ଅଧିକ େହାଇ ଯାଇଥିଲା। ଆହୁରି ମଧ୍ଯ ସାରାର ପିଲାପିଲି େହାଇ ପାରି ନ ଥିଲା। କିନ୍ତୁ ପରେମଶ୍ବରଙ୍କଠା େର ଅବ୍ରହାମଙ୍କର ବିଶ୍ବାସ ଥିଲା, ଅତଏବ ପରେମଶ୍ବର େସମାନଙ୍କୁ ସନ୍ତାନ େହବା ପାଇଁ ସକ୍ଷମ କେଲ। ପରେମଶ୍ବରଙ୍କ ପ୍ରତିଜ୍ଞା ପୂରଣ କରିବା ବିଷୟ େର ଅବ୍ରହାମ ତାହାଙ୍କ ଉପେର ବିଶ୍ବାସ ରଖିଥିେଲ। 12 ଏହି େଲାକ ଜଣକ ଏେତ ବୃଦ୍ଧ ଥିେଲ େଯ େସ ମୃତବତ ଥିେଲ। କିନ୍ତୁ େସହି ଜେଣ େଲାକଙ୍କଠାରୁ ଆକାଶର ତାରାଗଣ ଓ ସମୁଦ୍ର କୂଳର ବାଲି ଭଳି ଅସଂଖ୍ଯ ସନ୍ତାନ ଜନ୍ମଗ୍ରହଣ କେଲ। 13 େସହି ସମସ୍ତ ମହାନ େଲାକ ମୃତ୍ଯୁ ପର୍ୟ୍ଯନ୍ତ ନିଜର ବିଶ୍ବାସ ସହିତ ଜୀବିତ ରହିେଲ। ପରେମଶ୍ବର ନିଜ େଲାକଙ୍କୁ ପ୍ରତିଜ୍ଞା କରିଥିବା ବସ୍ତୁମାନ େସହି େଲାକମାେନ ପାଇେଲ ନାହିଁ। େସମାେନ ଖାଲି େଦଖିେଲ େଯ, େସହି ବିଷୟଗୁଡ଼ିକ ସୁଦୂର ଭବିଷ୍ଯତ େର ଆସିବ, ଓ େସମାେନ ( େସତିକି େର) ଖୁସି େହେଲ। େସମାେନ ଗ୍ରହଣ କରି େନେଲ େଯ େସମାେନ ଏହି ପୃଥିବୀ େର ଯାତ୍ରୀ ଓ ଅପରିଚିତ ବ୍ଯକ୍ତି ଅଟନ୍ତି। 14 େଯଉଁ େଲାକମାେନ େସହିଭଳି କଥା ମାନି ନିଅନ୍ତି, େସମାେନ େସମାନଙ୍କର ନିଜର େଗାଟିଏ େଦଶ ପାଇଁ ଅପେକ୍ଷାରତ ଅଛନ୍ତି େବାଲି ପ୍ରଦର୍ଶିତ କରନ୍ତି। 15 ଯଦି େସମାେନ ପୂର୍ବରୁ ଛାଡ଼ି ଥିବା େଦଶ ବିଷୟ େର ଭାବୁ ଥିେଲ, େସମାେନ େସହି ସ୍ଥାନକୁ େଫରିବାକୁ େଗାଟିଏ ସୁେଯାଗ େଖାଜି ପାଇ ପାରିଥାଆନ୍େତ। 16 କିନ୍ତୁ ବାସ୍ତବିକ େସମାେନ େଗାଟିଏ ଅପେକ୍ଷାକୃତ ଭଲ େଦଶ ପାଇଁ ଅପେକ୍ଷା କରୁେଥିଳେ, ଯାହାକି େଗାଟିଏ ସ୍ବର୍ଗୀୟ େଦଶ। େତଣୁ ପରେମଶ୍ବର ସଙ୍କେତ କେଲ ନାହିଁ, େସମାନଙ୍କର ପରେମଶ୍ବର ଭାବେର ପରିଚିତ େହବା ପାଇଁ। େସହି େଲାକମାନଙ୍କ ଲାଗି ପରେମଶ୍ବର େଗାଟିଏ ନଗର ତିଆରି କରି ରଖିଅଛନ୍ତି। 17 ପରେମଶ୍ବର ଅବ୍ରହାମଙ୍କୁ ପରୀକ୍ଷା କରିଥିେଲ। ଅବ୍ରହାମଙ୍କୁ ପରେମଶ୍ବର କହିଥିେଲ େଯ, ଇସ୍ହାକଙ୍କୁ ବଳିରୂେପ ସମର୍ପିତ କରିବ। ଅବ୍ରହାମଙ୍କ ବିଶ୍ବାସ ଥିବାରୁ େସ ତାହା ମାନିଲେ। ପରେମଶ୍ବରଙ୍କଠାରୁ ଅବ୍ରହାମ ପୂର୍ବରୁ ପ୍ରତିଜ୍ଞା ପାଇଥିେଲ। ପରେମଶ୍ବର ଅବ୍ରହାମଙ୍କୁ କହି ସାରିଥିେଲ େଯ, "ଇସହାକଙ୍କ ଦ୍ବାରା ତୁମ୍ଭର ବଂଶଧରମାେନ ଆସିେବ।" କିନ୍ତୁ ନିଜର ଏକମାତ୍ର ପୁତ୍ର ଇସ୍ହାକଙ୍କୁ େସ ସମର୍ପିତ କରିବା ପାଇଁ ପ୍ରସ୍ତୁତ ଥିେଲ। ବିଶ୍ବାସ ଥିବାରୁ ଅବ୍ରହାମ ଏପରି କେଲ। 18 19 ଅବ୍ରହାମ ବିଶ୍ବାସ କରିଥିେଲ େଯ, ପରେମଶ୍ବର େଲାକମାନଙ୍କୁ ମୃତ୍ଯୁରୁ ଉଠାଇ ଆଣି ପାରିେବ। ପ୍ରକୃତ େର େଯେତେବେଳ େସ ଇସ୍ହାକଙ୍କୁ ମାରିବା ପାଇଁ ଗଲା େବେଳ ପରେମଶ୍ବର ଅବ୍ରହାମଙ୍କୁ ଅଟକାଇ େଦେଲ। େସେତେବେଳ ଅବ୍ରହାମ େଯପରି ଇସ୍ହାକଙ୍କୁ ମୃତ୍ଯୁରୁ େଫରି ପାଇେଲ। 20 ବିଶ୍ବାସ କାରଣରୁ ଇସ୍ହାକ, ଯାକୁବ ଓ ଏେସୗଙ୍କୁ େସମାନଙ୍କ ଭବିଷ୍ଯତ ବିଷୟ େର ଆଶୀର୍ବାଦ େଦେଲ। 21 ବିଶ୍ବାସ କାରଣରୁ ହିଁ, ମଲାେବେଳ ଯାକୁବ, େଯାେଷଫଙ୍କ ପ୍ରେତ୍ୟକକ ପୁତ୍ରକୁ ଆଶୀର୍ବାଦ କେଲ। େସ ନିଜର ବାଡ଼ି ଉପେର ନଇଁ ପଡ଼ି ପରେମଶ୍ବରଙ୍କୁ ଉପାସନା କେଲ। 22 ବିଶ୍ବାସ ଦ୍ବାରା ହଁ, ନିଜର ଶେଷ ସମୟ ନିକଟ େହବା ପୂର୍ବରୁ େଯାେଷଫ ଇଶ୍ରାେୟଲ ନିବାସୀମାନଙ୍କର ମିଶର େଦଶରୁ ନିର୍ଗମନ ବିଷୟ େର, ତାହାଙ୍କ ମୃତ୍ଯୁ ପେର ତାହାଙ୍କୁ କିପରି କବର େଦେବ, େସ ବିଷୟ େର କହିଥିେଲ। 23 ବିଶ୍ବାସ ଦ୍ବାରା ମୁଁ, େମାଶାଙ୍କର ମା ଓ ବାପା େମାଶାଙ୍କୁ ଜନ୍ମ େଦଲା ପେର ତନିମାସ ଧରି ଲୁଚାଇ ରଖିେଲ। କାରଣ େସମାେନ େଦଖିେଲ େଯ େମାଶା ସୁନ୍ଦର ଶିଶୁଟିଏ। େସମାେନ ରାଜାଜ୍ଞାକୁ ଅବଜ୍ଞା କରିବାକୁ ଭୟ କରି ନ ଥିେଲ। 24 େମାଶା ବଡ଼ େହାଇ ମଣିଷ େହେଲ। େସ ଫାେରାଙ୍କ ଝିଅର ପୁତ୍ର େହବା ପାଇଁ ମନା କେଲ। 25 େସ ପାପର କ୍ଷଣକ ସୁଖେଭାଗ କରିବା ପାଇଁ ଚାହିଁେଲ ନାହିଁ। ତା' ପରିବର୍େତ େସ ଈଶ୍ବରଙ୍କ େଲାକମାନଙ୍କ ସହ୍ଯ େହଉଥିବା ଦୁର୍ବ୍ଯବହାର ସହିବା ପସନ୍ଦ କେଲ। ନିଜର ବିଶ୍ବାସ େହତୁ େସ ଏପରି କେଲ। 26 ମିଶର େଦଶର ସମସ୍ତ ଧନଭଣ୍ଡାର ପ୍ରାପ୍ତ କରିବା ବଦଳ େର ଖ୍ରୀଷ୍ଟଙ୍କ ପାଇଁ କଷ୍ଟ ସହନ କରିବା, େମାଶା ଅପେକ୍ଷାକୃତ ଭଲ ମେନ କେଲ। ପରେମଶ୍ବରଙ୍କ ଦ୍ବାରା ଭବିଷ୍ଯତ େର ମିଳିବାକୁ ଥିବା ପ୍ରତିଦାନ ପାଇଁ େସ ପ୍ରତୀକ୍ଷା କେଲ। 27 ନିଜ ବିଶ୍ବାସ କାରଣରୁ େମାଶା ମିଶର େଦଶ ଛାଡ଼ିଲେ। େସ ରାଜାଙ୍କର େକାରଧ ପ୍ରତି ଭୟଭୀତ ନ ଥିେଲ। େସ ଅନ୍ୟମାନଙ୍କୁ ଅଦୃଶ୍ଯ ପରେମଶ୍ବରଙ୍କୁ େଦଖି ପାରିଲା ଭଳି ନିଜ ବିଶ୍ବାସ େର ଦୃଢ଼ ଥିେଲ। 28 େମାଶା ନିସ୍ତାର େଭାଜି321 (ପର୍ବ) କରି ଦ୍ବାର ମାନଙ୍କ େର ରକ୍ତ ସିଞ୍ଚନ କେଲ। ଯିହୂଦୀମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ମୃତ୍ଯୁର ଦୂତ େଯପରି ମରି ପାରିେବ ନାହିଁ, େସଥିପାଇଁ େମାଶା ଏପରି କେଲ। େମାଶାଙ୍କର ବିଶ୍ବାସ ଥିବାରୁ େସ ଏପରି କେଲ। 29 ବିଶ୍ବାସଥିବା େହତୁ ହିଁ େମାଶାଙ୍କ ନେତୃତ୍ବ େର ସମସ୍େତ ସୁଫସାଗର ମଧ୍ଯ େଦଇ ଶୁଖିଲା ଭୂଇଁ ଥିଲା ଭଳି ଚାଲିଚାଲି ପାର େହାଇଗେଲ। େଯେତେବେଳ ମିଶରେଦଶର େଲାେକ ସୁଫସାଗର େଦଇ ୟିବାପାଇଁ େଚଷ୍ଟା କେଲ େସମାେନ ବୁଡ଼ି ଗେଲ। 30 ଈଶ୍ବରଙ୍କ େଲାକମାନଙ୍କ ବିଶ୍ବାସ େହତୁ ଯିରୀେହା ନଗରର ପାଚେରୀଗୁଡ଼ିକ େସମାେନ ସାତଦିନ ପରିକ୍ରମା କଲାପେର, ଭାଙ୍ଗି ପଡ଼ିଗଲା। 31 ନିଜର ବିଶ୍ବାସ ଦ୍ବାରା, ରାହବ ନାମ୍ନୀ ବେଶ୍ଯା, ଇଶ୍ରାେୟଲର ଗୁପ୍ତଚରମାନଙ୍କୁ ମିତ୍ର ଭଳି ସ୍ବାଗତ କଲା, ଓ େସମାନଙ୍କୁ ସାହାୟ୍ଯ କଲା, ଓ ଅନ୍ୟ େଯଉଁ େଲାକମାେନ ମାନିବାକୁ ମନା କରିଥିେଲ, େସମାନଙ୍କ ସହିତ ମୃତ େହଲା ନାହିଁ। 32 ମୁଁ ଅଧିକ ଆଉ କ'ଣ କହିବି, ଓ କି ଉଦାହରଣମାନ ପ୍ରସ୍ତୁତ କରିବି ? ଗିଦିଯୋନ, ବାରାକ, ଶାମ୍ଶୋନ, ୟିପ୍ତାହ ଦାଉଦ, ଶାମୁଯେଲ, ଓ ଭବିଷ୍ଯଦ୍ ବକ୍ତାମାନଙ୍କ ବିଷୟ େର କହିବା ପାଇଁ େମା ପାଖ େର ଅଧିକ ସମୟ ନାହିଁ, 33 େସ ସମସ୍ତଙ୍କର ବହୁତ ଅଧିକ ବିଶ୍ବାସ ଥିଲା। େସହି ବିଶ୍ବାସ ବଳ େର େସମାେନ ସାମ୍ରାଜ୍ଯଗୁଡ଼ିକୁ ପରାସ୍ତ କରିଥିେଲ। େସମାନ ସମସ୍େତ ଧାର୍ମିକ କାର୍ୟ୍ଯ କେଲ, ପରେମଶ୍ବରଙ୍କ ପ୍ରତିଜ୍ଞାର ବିଷୟଗୁଡ଼ିକ ପାଇେଲ। େସମାେନ ନିଜ ବିଶ୍ବାସ ଦ୍ବାରା ସିଂହମାନଙ୍କର ମୁହଁ ବନ୍ଦ କେଲ। 34 େସହି ବିଶ୍ବାସ ବଳ େର େକେତ ଜଣ ଅଗ୍ନିର ଶକ୍ତି ବନ୍ଦ କେଲ, ଓ େକେତ େଲାକ ଖଡ୍ଗ ଦ୍ବାରା ମରିବାରୁ ରକ୍ଷା ପାଇେଲ। ବିଶ୍ବାସ କାରଣରୁ ଦୁର୍ବଳ େଲାକ ଶକ୍ତିଶାଳୀ େହେଲ। େସମାେନ ୟୁଦ୍ଧ େର ଶକ୍ତିଶାଳୀ େହାଇ ଶତୃ େସନାଙ୍କୁ ପରାସ୍ତ କେଲ। 35 ମୃତ୍ଯୁରୁ େଲାକମାେନ ପୁନଃଜୀବିତ େହାଇ ପରିବାର େର ନିଜ ନାରୀମାନଙ୍କ ପାଖକୁ ଗେଲ। ଅନ୍ୟ େଲାକମାନଙ୍କୁ ଯାତନା ଦିଆ େହଲା, େସମାେନ ସ୍ବାଧୀନ େହବାକୁ ଚାହିଁେଲ ନାହିଁ କାରଣ େସମାେନ ମୃତ୍ଯୁରୁ ପୁନଃଜୀବନ ଲାଭ କରି େଗାଟିଏ ଅଧିକ ଭଲ ଜୀବନ ପାଇ ପାରିେବ େବାଲି ଭାବି ଏହି ସବୁ କାର୍ୟ୍ଯ କରିଥିେଲ। 36 େକେତ େଲାକ ହାସ୍ଯର ପାତ୍ର େହେଲ ଓ େକାରଡ଼ା ଆଘାତ ପାଇେଲ। ଅନ୍ୟମାେନ ବନ୍ଧା େହେଲ, ଓ ବନ୍ଦୀଘ େର ରଖା ଗେଲ। 37 େସମାନଙ୍କୁ ପଥର ମାରି ଦିଆ େହଲା, ଓ କରତ େର ଦୁଇଫାଳ କରି ଚିରି ଦିଆ େହଲା। େକେତକଙ୍କୁ ଖଡ୍ଗଦ୍ବାରା ମାରି ଦିଆ େହଲା। େସମାନଙ୍କ ଭିତରୁ େକେତ ଜଣ େମଷ ଓ ଛେଳିର ଚମଡ଼ା ପିନ୍ଧିଲେ। େସମାେନ ଗରିବ ଥିେଲ, ନିର୍ୟ୍ଯାତିତ େହେଲ, ଓ ଅନ୍ୟମାନଙ୍କ ଦ୍ବାରା ମନ୍ଦ ବ୍ଯବହାର ପାଇେଲ। 38 ଏହି ମହାନ୍ େଲାକମାନଙ୍କ ଲାଗି ପୃଥିବୀ ଉପୟୁକ୍ତ ନ ଥିଲା। େସମାେନ ମରୁଭୂମିେର ଓ ପାହାଡ଼ େର ବୁଲିଲେ ଓ ଗୁମ୍ଫା ଏବଂ ଭୂମିେର ଥିବା ଗାତମାନଙ୍କ େର ନିଜକୁ ଲୁଚାଇ ରଖିେଲ। 39 ଏହି ସମସ୍ତ େଲାକମାେନ ନିଜର ବିଶ୍ବାସ ପାଇଁ ଜଣା ଶୁଣା। କିନ୍ତୁ ଏମାନଙ୍କ ଭିତରୁ େକହି େହଲ ପରେମଶ୍ବରଙ୍କ ମହାନ୍ ପ୍ରତିଜ୍ଞା ପାଇପାରି ନ ଥିେଲ। 40 ପରେମଶ୍ବର ଆମ୍ଭକୁ କିଛି ଅପେକ୍ଷାକୃତ ଭଲ େଦବା ପାଇଁ େଯାଜନା କରିଥିେଲ। ପରେମଶ୍ବରଙ୍କ େଯାଜନା ଥିଲା େଯ, େସମାେନ କେବଳ ଆମ୍ଭ ସହିତ ପରିପୂର୍ଣ୍ଣ େହେବ।

12:1 ଆମ୍ଭର ଚାରିପଟେ, ବିଶ୍ବାସଧାରୀ ଆମ୍ଭର ବହୁ ସଂଖ୍ଯକ େଲାକ ରହିଛନ୍ତି। ବିଶ୍ବାସ ବିଷୟ େର େସମାନଙ୍କ ଜୀବନ ଆମ୍ଭକୁ କହିଥାଏ। େତଣୁ ଆମ୍େଭ େସମାନଙ୍କ ଭଳି େହବା ଉଚିତ। ଆମ୍େଭ ଜୀବନ େର ଆଗକୁ ୟିବା ପାଇଁ ଯାହା କିଛି ବାଧା ଅଛି, େସଗୁଡ଼ିକୁ ଆମ୍େଭ ଆଡ଼େଇ େଦବା ଉଚିତ ଓ ଆମ୍ଭ ସମ୍ମୁଖ େର ଥିବା ଦୌଡ଼ େର ଦୌଡ଼ିବା ଉଚିତ। ପ୍ରେଚଷ୍ଟା ଥିବା ଦରକାର। ଆମ୍ଭକୁ ସହଜ େର ବାନ୍ଧି ରଖୁଥିବା ପାପକୁ ଆମ୍େଭ ତ୍ଯାଗ କରିବା ଉଚିତ। 2 ଆମ୍େଭ ସର୍ବଦା ଯୀଶୁଙ୍କ ଉଦାହରଣ ଗ୍ରହଣ କରିବା ଉଚିତ। ଆମ୍ଭ ବିଶ୍ବାସର େନତା ଯୀଶୁଖ୍ରୀଷ୍ଟ ଅଟନ୍ତି। େସ ଆମ୍ଭର ବିଶ୍ବାସକୁ ସିଦ୍ଧ କରନ୍ତି। େସ କୃଶ ଉପେର ମୃତ୍ଯୁର ଯାତନା େଭାଗିଛନ୍ତି। କିନ୍ତୁ େସ କୃଶର ଲଜ୍ଜାକୁ ଏକ ଅର୍ଥହୀନ ବିଷୟ େବାଲି ମେନ କରି ଗ୍ରହଣ କରିଛନ୍ତି। ପରେମଶ୍ବର ତାହାଙ୍କ ସମ୍ମୁଖ େର େଯଉଁ ଆନନ୍ଦର ଲକ୍ଷ୍ଯ ରଖିଥିେଲ, େସଥିପାଇଁ େସ ତାହା କେଲ। ଏେବ େସ ପରେମଶ୍ବରଙ୍କ ସିଂହାସନର ଡାହାଣ େର ବସିଛନ୍ତି। 3 ଯୀଶୁଙ୍କ ବିଷୟ େର ଭାବି େଦଖ। େଯେତେବେଳ ପାପୀ େଲାକମାେନ ତାହାଙ୍କ ବିରୁଦ୍ଧ େର କିଛି କରୁଥିେଲ, େସ ଅତି ର୍ଧୈୟ୍ଯର ସହିତ ସବୁଗୁଡ଼ିକୁ ଗ୍ରହଣ କେଲ। ତୁମ୍େଭମାେନ ମଧ୍ଯ େସହି ଭଳି ର୍ଧୈୟ୍ଯବାନ ହୁଅ। େଚଷ୍ଟା କରିବାରୁ ନିରୁତ୍ସାହ ହୁଅ ନାହିଁ। 4 ତୁମ୍େଭମାେନ ପାପ ବିରୁଦ୍ଧ େର ସଂଗ୍ରାମ କରୁଛ, କିନ୍ତୁ େସହି ସଂଗ୍ରାମ ବର୍ତ୍ତମାନ ସୁଦ୍ଧା ତୁମ୍ଭମାନଙ୍କର ମୃତ୍ଯୁର କାରଣ େହାଇପାରି ନାହିଁ। 5 ତୁମ୍େଭମାେନ ପରେମଶ୍ବରଙ୍କ ପୁତ୍ରଗଣ େହାଇଥିବା କାରଣରୁ େସ ତୁମ୍ଭମାନଙ୍କୁ ସାନ୍ତ୍ବନାର ବାକ୍ଯ କୁହନ୍ତି। ତୁମ୍େଭମାେନ େସହି ବାକ୍ଯଗୁଡ଼ିକୁ ଭୁଲି ଯାଇଛ : 6 ପ୍ରଭୁ ଭଲ ପାଉଥିବା ପ୍ରେତ୍ୟକକ େଲାକକୁ ଦଣ୍ଡ ଦିଅନ୍ତି, ଓ ପୁତ୍ର ଭାବେର ମାନିଥିବା ପ୍ରେତ୍ୟକକ େଲାକକୁ େସ ଶାସ୍ତି ଦିଅନ୍ତି।" ହିେତାପେଦଶ 3:11-12 7 ଅତଏବ ପ୍ରେତ୍ୟକକ ଯାତନାକୁ ପିତାଙ୍କର ଦଣ୍ଡ େବାଲି ଭାବି ଗ୍ରହଣ କର। ଜେଣ ପିତା ତାର ପୁତ୍ର ପ୍ରତି େଯଭଳି ବ୍ଯବହାର କେର, ପରେମଶ୍ବର ତୁମ୍ଭମାନଙ୍କ ପ୍ରତି େସପରି ବ୍ଯବହାର କରନ୍ତି। 8 ପ୍ରେତ୍ୟକକ ପୁତ୍ର ପିତା ଦ୍ବାରା ଦଣ୍ଡ ପାଇ ଥାଏ। ଯଦି ତୁମ୍େଭମାେନ େକେବ ଦଣ୍ଡ ପାଇ ନାହଁ ପ୍ରେତ୍ୟକକ ପୁତ୍ର ଦଣ୍ଡ ପାଇବା ଉଚିତ, ତାହାେହେଲ ତୁମ୍େଭମାେନ ଅବୈଧ ପୁତ୍ର ଅଟ ଏବଂ ପ୍ରକୃତ ପୁତ୍ର ନୁହଁ। 9 ଏହି ପୃଥିବୀ େର ଆମ୍ଭ ସମସ୍ତଙ୍କର ବାପାମାେନ ଥିେଲ ଓ େସମାେନ ଆମ୍ଭମାନଙ୍କୁ ଦଣ୍ଡ େଦେଲ। ତଥାପି ଆମ୍େଭ ଆମ୍ଭ ବାପାମାନଙ୍କୁ ସମ୍ମାନ େଦଖାଇଲୁ। ଅତଏବ ଏହା ଅଧିକ ଗୁରୁତ୍ବପୂର୍ଣ୍ଣ େଯ ଆମ୍େଭ ଆମ୍ଭ ଆତ୍ମାଗୁଡ଼ିକର ପିତାଙ୍କଠାରୁ ଦଣ୍ଡ ଗ୍ରହଣ କରିବା ଉଚିତ୍। ଏପରି କେଲ ଆମ୍େଭ ଜୀବନ ପାଇବା। 10 ଆମ୍ଭର ପୃଥିବୀର ପିତାମାେନ ଆମ୍ଭକୁ ଅଳ୍ପ ସମୟ ଧରି ଦଣ୍ଡ େଦେଲ। େସମାେନ େଯପରି ଭଲ ଭାବିେଲ, େସହିପରି ଦଣ୍ଡ େଦେଲ। କିନ୍ତୁ ପରେମଶ୍ବର, ତାହାଙ୍କ ନିଜଭଳି ଆମ୍ଭକୁ ପବିତ୍ର େହବାପାଇଁ ସାହାୟ୍ଯ କରିବା ନିମନ୍େତ ଆମ୍ଭକୁ ଦଣ୍ଡ ଦିଅନ୍ତି। 11 ଦଣ୍ଡ ପାଇଲା େବେଳ ଆମ୍େଭ ଆନନ୍ଦ ଲାଭ କରୁ ନାହଁ। ଦଣ୍ଡ ପାଇବା କଷ୍ଟଦାୟକ ଅେଟ। କିନ୍ତୁ ପରବର୍ତ୍ତୀ କାଳ େର, ଦଣ୍ଡ ପାଇବା ଦ୍ବାରା ଶିଖିବା ପେର, ଆମ୍େଭ ଶାନ୍ତି ଲାଭ କରୁ ଓ ଧାର୍ମିକ ଜୀବନ ବିତାଉ। 12 ତୁମ୍େଭମାେନ ଦୁର୍ବଳ େହାଇଯାଇଛ। ଅତଏବ ନିଜକୁ ପୁନର୍ବାର ଶକ୍ତିଶାଳୀ କର। 13 ଧାର୍ମିକ େହାଇ ଜୀବନଯାପନ କର, େଯପରି ତୁମ୍ଭମାନଙ୍କର ଦୁର୍ବଳତା ଗୁଡ଼ିକ ନଷ୍ଟ େହବାର କାରଣ େହବ ନାହିଁ, ଓ ତୁମ୍େଭମାେନ ରକ୍ଷା ପାଇପାରିବ। 14 ସମସ୍ତଙ୍କ ସହିତ ଶାନ୍ତି େର ରହିବାକୁ େଚଷ୍ଟା କର। ପାପରହିତ ଜୀବନଯାପନ କରିବା ପାଇଁ େଚଷ୍ଟା କର। ଯଦି ଜଣଙ୍କର ଜୀବନ ପବିତ୍ର ନୁେହଁ, ତା' େହେଲ େସ ପ୍ରଭୁଙ୍କୁ େକେବ େହେଲ େଦଖି ପାରିବ ନାହିଁ। 15 ସାବଧାନ ରୁହ େଯପରି ତୁମ୍ଭମାନଙ୍କ ମଧ୍ଯରୁ େକହି ପରେମଶ୍ବରଙ୍କ ଅନୁଗ୍ରହ ପାଇବା େର ବଞ୍ଚିତ େହବ ନାହିଁ। ସାବଧାନ ରୁହ େଯପରି ତୁମ୍ଭମାନଙ୍କ ଭିତରୁ େକୗଣସି େଲାକ ତିକ୍ତତାମୂଳକ ନ େହଉ। େସଭଳି େଲାକ ସମୁଦାୟ ଦଳକୁ ନଷ୍ଟ କରି େଦେବ। 16 ସାବଧାନ ରୁହ େଯପରି େକହି େହେଲ ୟୌନ ବ୍ଯଭିଚାର ନ କେର। ସାବଧାନ ରୁହ େଯପରି େକହି ଏେସ ୗ ଭଳି ନ େହଉ। େସ ପରେମଶ୍ବରଙ୍କ ବିଷୟ େର ଚିନ୍ତା କେର ନାହିଁ। ଏେସ ୗ େଜଷ୍ଠପୁତ୍ର ଥିଲା, ଓ େସ ତା' ପିତାଙ୍କଠାରୁ ସବୁକିଛି ଉତ୍ତରାଧିକାରୀ ଭାବେର ପାଇଥାନ୍ତା। କିନ୍ତୁ ଥରକର େଭାଜନ ବଦଳ େର େସ ସବୁକିଛି ବିକ୍ରି କରି େଦଲା। 17 ତୁମ୍େଭମାେନ ଜାଣିଛ େଯ, ଏପରି କରି ସାରିଲା ପେର, ଏେସ ୗ ବାପାଙ୍କର ଆଶୀର୍ବାଦ ପାଇବା ପାଇଁ ଚାହିଁଲା। େସ ଆଶୀର୍ବାଦ ପାଇବା ନିମନ୍େତ ଏେତ ବ୍ଯାକୁଳ େହଲା େଯ, େସ ବହୁତ କାନ୍ଦିଲା। କିନ୍ତୁ ତା'ବାପା ତାହାକୁ ଆଶୀର୍ବାଦ କରିବା ପାଇଁ ମନା କେଲ, କାରଣ ଏେଷୗ ଯାହା କରିଥିଲା, ତାହାକୁ ବଦଳାଇବା ପାଇଁ େକୗଣସି ଉପାୟ ପାଇ ପାରିଲା ନାହିଁ। 18 ତୁମ୍େଭମାେନ େଗାଟିଏ ନୂଆ ଜାଗାକୁ ଆସିଛ। ଏହି ସ୍ଥାନଟି ଇଶ୍ରାେୟଲୀୟମାେନ ଆସିଥିବା ପର୍ବତ ଭଳି ଜାଗା ନୁେହଁ। ତୁମ୍େଭମାେନ େଗାଟିଏ ଛୁଇଁ ପାରୁଥିବା ଓ ନିଆଁ େର ଜଳୁଥିବା ପର୍ବତ ପାଖକୁ ଆସି ନାହଁ। ତୁମ୍େଭମାେନ ଅନ୍ଧାରୁଆ, ଝାପ୍ସା ଓ ଝଡ଼ େହଉଥିବା ସ୍ଥାନକୁ ଆସି ନାହଁ। 19 େସଠାେର ତୂରୀର ଧ୍ବନି, ଏବଂ ଶବ୍ଦ ଉଚ୍ଚାରଣ ଧ୍ବନି ନାହିଁ। େଯେତେବେଳ େଲାେକ େସ ଧ୍ବନି ଶୁଣିେଲ, େସମାେନ ପ୍ରାର୍ଥନା କେଲ େଯ, ଅନ୍ୟ େକୗଣସି ଶବ୍ଦ େଯପରି ନ ଶୁଣନ୍ତି। 20 େସମାେନ ଆେଦଶକୁ ସହି ପାରିେଲ ନାହିଁ : "ଯଦି କିଏ, େକୗଣସି ପଶୁ ମଧ୍ଯ ପର୍ବତକୁ ଛୁଏଁ ତା' େହେଲ ତାହାକୁ ପଥର ଆଘାତ ଦ୍ବାରା ମାରି େଦବାକୁ େହବ।"322 21 େସହି େଲାକମାେନ ଯାହା େଦଖିେଲ, େସଗୁଡ଼ିକ ଏେତ ଭୟଙ୍କର ଥିଲା େଯ, େମାଶା କହିଥିେଲ : "ମୁଁ ଭୟ େର ଥରୁଛି।"323 22 କିନ୍ତୁ ତୁମ୍େଭମାେନ େସପରି ଜାଗାକୁ ଆସିନାହଁ। ତୁମ୍େଭମାେନ େଯଉଁ ନୂତନ ଜାଗାକୁ ଆସିଛ, ତାହାର ନାମ ସୀଯୋନ ପର୍ବତ।324 ତୁମ୍େଭମାେନ ଜୀବନ୍ତ ପରେମଶ୍ବରଙ୍କ ନଗରୀକୁ ଆସିଛ, ସ୍ବର୍ଗୀୟ ୟିରୁଶାଲମକୁ ଆସିଛ। ତୁମ୍େଭମାେନ ଏକତ୍ରିତ େହାଇଥିବା ଓ ଆନନ୍ଦ େର ପରିପୂର୍ଣ୍ଣ ହଜାର ହଜାର ସ୍ବର୍ଗଦୂତଙ୍କ ପାଖ େର ଆସି ପହଁଞ୍ଚିଛ। 23 ତୁମ୍େଭମାେନ ପରେମଶ୍ବରଙ୍କ ପ୍ରଥମଜାତ325 ସନ୍ତାନମାନଙ୍କ ମିଳନ ସ୍ଥଳ େର ଆସି ପହଞ୍ଚିଛି। େସମାନଙ୍କ ନାମ ସ୍ବର୍ଗ େର ଲେଖା ରହିଛି। ସବୁେଲାକଙ୍କର ବିଚାରପତି ପରେମଶ୍ବରଙ୍କ ନିକଟକୁ ତୁମ୍େଭମାେନ ଆସିଛ। େଯଉଁ େଲାକମାେନ ସିଦ୍ଧ େହାଇ ସାରିଛନ୍ତି, େସହିଭଳି ଭଲ େଲାକମାନଙ୍କ ଆତ୍ମାମାନଙ୍କ ପାଖକୁ ତୁମ୍େଭମାେନ ଆସିଛ। 24 ତୁମ୍େଭମାେନ, ପରେମଶ୍ବରଙ୍କଠାରୁ ନୂତନ ନିୟମ ନିଜ େଲାକଙ୍କ ପାଖକୁ ଆଣିଥିବା ଯୀଶୁଙ୍କ ପାଖକୁ ଆସିଛ। ତୁମ୍େଭମାେନ େହବଲଙ୍କ ରକ୍ତ ଅପେକ୍ଷା ଅଧିକ ଭଲ ବାକ୍ଯ କହି ପାରୁଥିବା ରକ୍ତ େସଚନ326 ନିକଟକୁ ଆସିଛ। 25 ସାବଧାନ ରୁହ, ଓ ପରେମଶ୍ବର କଥା କହିଲା େବେଳ ଶୁଣିବାକୁ ମନା କର ନାହିଁ। େଯେତେବେଳ େସ ପୃଥିବୀର େସହି େଲାକମାନଙ୍କୁ ସତର୍କ କେଲ, େସେତେବେଳ େସମାେନ ତାହାଙ୍କ କଥା ଅଗ୍ରାହ୍ଯ କେଲ। କିନ୍ତୁ େସମାେନ ରକ୍ଷା ପାଇେଲ ନାହିଁ। ଏେବ ପରେମଶ୍ବର ସ୍ବର୍ଗରୁ କହୁଛନ୍ତି। ଅତଏବ, ଏେବ େଯଉଁମାେନ ତାହାଙ୍କ ବାକ୍ଯ ଶୁଣିବା ପାଇଁ ମନା କରୁଛନ୍ତି, ତାହା େସମାନଙ୍କ ଲାଗି ଅତି ଖରାପ େହବ। 26 ଆଗରୁ େଯେତେବେଳ େସ କହିେଲ, ତାହା ପୃଥିବୀକୁ କମ୍ପାଇ ଥିଲା, କିନ୍ତୁ ଏେବ େସ ପ୍ରତିଜ୍ଞା କରିଛନ୍ତି, "ଆଉ ଥେର ମୁଁ କମ୍ପାଇବି କେବଳ ପୃଥିବୀକୁ ନୁେହଁ ବରଂ ମୁଁ ସ୍ବର୍ଗକୁ ମଧ୍ଯ କମ୍ପାଇବି।"327 27 "ଆଉ ଥେର" କହିବା ଅର୍ଥ େଯ ଯାହାକିଛି ନିର୍ମିତ େହାଇଥିଲା, େସ ସବୁ ନଷ୍ଟ େହାଇ ୟିବ। େସହିଗୁଡ଼ିକୁ ଟଳମଳ କରାଯାଇ ପାରିବ ଓ େଯଉଁ ବିଷୟଗୁଡ଼ିକୁ ଟଳମଳ କରାଯାଇ ପାରିବ ନାହିଁ େସଗୁଡ଼ିକ ରହିେବ। 28 ଅତଏବ, ଆମ୍େଭ ଧନ୍ଯବାଦ େଦବା କଥା େଯ, େଯଉଁ ସାମ୍ରାଜ୍ଯ ଆମ୍ଭକୁ ଦିଆ ଯାଇଛି, ତାହା ଟଳମଳ େହାଇ ପାରିବ ନାହିଁ। ଆମ୍େଭ ତାହାଙ୍କୁ ଧନ୍ଯବାଦ ଅର୍ପଣ କରିବା ଉଚିତ, ଓ ଏପରି ପଦ୍ଧତି େର ଉପାସନା କରିବା କଥା େଯ େସ େଯପରି ପ୍ରସନ୍ନ ରହିେବ। ପରେମଶ୍ବରଙ୍କୁ ଆମ୍େଭ ଉପାସନା କରିବା, ଓ ଭୟ ସହିତ ତାହାଙ୍କୁ ସମ୍ମାନ କରିବା। 29 କାରଣ ଆମ୍ଭ ପରେମଶ୍ବର ଗ୍ରାସକାରୀ ଅଗ୍ନିଭଳି ଅଟନ୍ତି।

13:1 ଖ୍ରୀଷ୍ଟଙ୍କଠା େର ଥିବା ତୁମ୍ଭର ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ େରମଭାବ ରଖିଥାଅ। 2 ନିଜ ଘ େର ସ୍ବାଗତ ଜଣାଇ ସର୍ବଦା େଲାକଙ୍କୁ ସାହାୟ୍ଯ କରିବା କଥା ମେନ ରଖ। େକେତେବେଳ ଏହିପରି କରି ଅଜାଣତ େର ସ୍ବର୍ଗଦୂତମାନଙ୍କୁ ସାହାୟ୍ଯ କରିଛନ୍ତି। 3 ବନ୍ଦୀଘ େର ଥିବା େସହି େଲାକମାନଙ୍କୁ ଭୁଲି ଯାଅ ନାହିଁ। ତୁମ୍େଭମାେନ ନିେଜ ମଧ୍ଯ ବନ୍ଦୀଘ େର ଥିବା ଭଳି େସମାନଙ୍କୁ ମେନ ରଖ। େଯଉଁମାେନ ଯାତନା ପାଉଛନ୍ତି, େସମାନଙ୍କୁ ମଧ୍ଯ ଭୁଲ ନାହିଁ। ମେନ ରଖ େଯ, ତୁମ୍େଭମାେନ ମଧ୍ଯ େସମାନଙ୍କ ସ୍ଥାନ େର ଭବିଷ୍ଯତ େର ରହିପାର। 4 ବିବାହକୁ ସବୁେଲାକଙ୍କ ଦ୍ବାରା ସମ୍ମାନ ମିଳିବା ଆବଶ୍ଯକ। ପ୍ରେତ୍ୟକକ ବିବାହକୁ କେବଳ ଦୁଇ ଜଣକ ଭିତ େର ନିର୍ଦ୍ଦିଷ୍ଟ ରଖିବା ଉଚିତ। େଯଉଁମାେନ ୟୌନଗତ ପାପ ଓ ବ୍ଯଭିଚାର କରୁଛନ୍ତି ପରେମଶ୍ବର େସମାନଙ୍କୁ େଦାଷୀ େବାଲି ବିଚାର କରିେବ। 5 ନିଜ ଜୀବନକୁ ଧନର ଲୋଭରୁ ମୁକ୍ତ ରଖ। ତୁମ୍ଭମାନଙ୍କ ପାଖ େର ଯାହା ଅଛି, େସଥି େର ସନ୍େତାଷ ଲାଭ କର। ପରେମଶ୍ବର କହିଛନ୍ତି : 6 ଅତଏବ ଆମ୍େଭ ନିଃସନ୍ଦେହ ଭାବେର କହିପାରିବା : 7 ତୁମ୍େଭମାେନ ତୁମ୍ଭମାନଙ୍କର େନତାମାନଙ୍କୁ ମେନ ପକାଅ। େସମାେନ ପରେମଶ୍ବରଙ୍କ ବାକ୍ଯ ତୁମ୍ଭମାନଙ୍କୁ ଶିଖାଇଛନ୍ତି। େସମାେନ କିପରି ଜୀବନଯାପନ କରିଥିେଲ, ଓ ମୃତ୍ଯୁ େଭାଗ କେଲ ତାହା ମେନ ପକାଅ, ଏବଂ େସମାନଙ୍କର ବିଶ୍ବାସର ଉଦାହରଣକୁ ଅନୁସରଣ କର। 8 ଯୀଶୁଖ୍ରୀଷ୍ଟ ଗତକାଲି, ଆଜି ଓ ସବୁ ସମୟ ପାଇଁ ସମାନ ଅଟନ୍ତି। 9 ନାନା ପ୍ରକାରର ଅଜଣା ଶିକ୍ଷା ଦ୍ବାରା ଭୁଲ ବାଟେର ପରିଚାଳିତ ହୁଅ ନାହିଁ। ତୁମ୍ଭମାନଙ୍କର ହୃଦୟ ଖାଦ୍ୟର ନିୟମ ଗୁଡ଼ିକ ଦ୍ବାରା ନୁେହଁ, ବରଂ ପରେମଶ୍ବରଙ୍କ ଅନୁଗଅହ ଦ୍ବାରା ଶକ୍ତିଶାଳୀ େହବା ଉଚିତ୍। ଏହିଭଳି ନିୟମଗୁଡ଼ିକ ମାନିବା ଦ୍ବାରା କିଛି ସାହାୟ୍ଯ ମିଳେ ନାହିଁ। 10 ଆମ୍ଭର ବଳିଟିଏ ଅଛି। ପବିତ୍ର ତମ୍ବୁ328 େର େସବା କରୁଥିବା ଯାଜକମାେନ ଆମ୍ଭ ବଳିରୁ ଖାଇପାରିେବ ନାହିଁ। 11 ମହାୟାଜକ ପଶୁମାନଙ୍କର ରକ୍ତକୁ ଅତି ପବିତ୍ର ସ୍ଥାନକୁ େନଇ ଯାଆନ୍ତି, ଓ ପାପ ପାଇଁ େସ ରକ୍ତକୁ ସମର୍ପଣ କରନ୍ତି। କିନ୍ତୁ ଶିବିର ବାହା େର ପଶୁମାନଙ୍କର ଶରୀରଗୁଡ଼ିକୁ େପାଡ଼ି ଦିଆଯାଏ। 12 େସହି ଭଳି ଯୀଶୁ ମଧ୍ଯ ସହର ବାହା େର ଯାତନା ପାଇେଲ। ନିଜ ରକ୍ତ ଦ୍ବାରା ନିଜ େଲାକମାନଙ୍କୁ ପବିତ୍ର କରିବା ପାଇଁ ଯୀଶୁ ମେଲ। 13 ଅତଏବ, ଆମ୍େଭ ଶିବିରର ବାହାରକୁ ଯୀଶୁଙ୍କ ପାଖକୁ ୟିବା ଉଚିତ। ଆମ୍େଭ ମଧ୍ଯ, ଯୀଶୁ ପାଇଥିବା ସମାନ ଲଜ୍ଜା ଗ୍ରହଣ କରିବା ଉଚିତ୍। 14 ଏହି ପୃଥିବୀ େର ଆମ୍ଭର େକୗଣସି ଚିରସ୍ଥାଯୀ ନଗର ନାହିଁ। କିନ୍ତୁ ଆମ୍େଭ େଗାଟିଏ ନଗର ପାଇଁ ପ୍ରତୀକ୍ଷା କରୁଛ, ଯାହା ଭବିଷ୍ଯତ େର ଆସିବ। 15 ଅତଏବ ଯୀଶୁଙ୍କ ମାଧ୍ଯମ େର ପରେମଶ୍ବରଙ୍କୁ ଆମ୍ଭର ବଳି ଉତ୍ସର୍ଗ କରିବା ବିଷୟ ଆମ୍େଭ େକେବ େହେଲ ବନ୍ଦ କରିବା ଉଚିତ ନୁେହଁ। ମୁଖ ଦ୍ବାରା ପ୍ରଶଂସାପୂର୍ବକ ତାହାଙ୍କର ନାମ ଉଚ୍ଚାରଣ େସହି 'ବଳି' ଅେଟ। 16 ଅନ୍ୟମାନଙ୍କର ପାଇଁ ଭଲ କାମ କରିବା େକେବ େହେଲ ଭୁଲି ଯାଅ ନାହିଁ। ତୁମ୍ଭମାନଙ୍କ ପାଖ େର ଯାହା ଅଛି ଅନ୍ୟ େଲାକମାନଙ୍କ ସହିତ ଅଂଶୀ କର। ଏହିପରି ବଳିଗୁଡ଼ିକ ଦ୍ବାରା ପରେମଶ୍ବର ପ୍ରସନ୍ନ ହୁଅନ୍ତି। 17 ତୁମ୍ଭମାନଙ୍କର େନତାମାନଙ୍କର ଆଜ୍ଞାପାଳନ କର। େସମାନଙ୍କର ଅଧୀନ େର ରୁହ। େସମାେନ ତୁମ୍ଭମାନଙ୍କ ପାଇଁ ଉତ୍ତରଦାଯୀ। ଅତଏବ, େସମାେନ ସବୁେବେଳ ତୁମ୍ଭମାନଙ୍କର ଆତ୍ମାର ରକ୍ଷା ପାଇଁ ଜଗି ଥାଆନ୍ତି। େସମାନଙ୍କର ଆଜ୍ଞାପାଳନ କର େଯପରି ଏହି କାମଟି େସମାେନ ଖୁସି ମନ େର କରିେବ, ଦୁଃଖ େର ନୁେହଁ। େସମାନଙ୍କର କାମ କଠିନ େହେଲ, ତା'ଦ୍ବାରା ତୁମ୍ଭମାନଙ୍କର େକୗଣସି ଲାଭ େହବ ନାହିଁ। 18 ଆମ୍ଭ ପାଇଁ ପ୍ରାର୍ଥନା କରୁଥାଅ। ଆମ୍େଭ ସବୁେବେଳ ସର୍ବୋତ୍କୃଷ୍ଟ କାମ କରିବାକୁ େଚଷ୍ଟା କରୁଥିବାରୁ, ଆମ୍େଭ କରୁଥିବା କାମଗୁଡ଼ିକ ଠିକ୍ େବାଲି ଅନୁଭବ କରୁ। 19 ମୁଁ ତୁମ୍ଭମାନଙ୍କୁ ଅନୁ େରାଧ କରୁଛି, ତୁମ୍େଭମାେନ ପ୍ରାର୍ଥନା କର େଯ, େଯପରି ପରେମଶ୍ବର େମାେତ ଶୀଘ୍ର ତୁମ୍ଭମାନଙ୍କ ପାଖକୁ ପଠାନ୍ତୁ। ଅନ୍ୟ େକୗଣସି କଥା ଅପେକ୍ଷା ଏହା ମୁଁ ବିଶେଷ ଭାବେର ଚା େହଁ। 20 ମୁଁ ଶାନ୍ତିର ପରେମଶ୍ବରଙ୍କଠା େର ପ୍ରାର୍ଥନା କରୁଛି େଯ, ତାହାଙ୍କର ଇଚ୍ଛାନୁସା େର ତୁମ୍େଭମାେନ କାମ କରିବା ପାଇଁ େସ ତୁମ୍ଭମାନଙ୍କୁ ପ୍ରେତ୍ୟକକ ଉତ୍ତମ ବସ୍ତ୍ର ପ୍ରଦାନ କରନ୍ତୁ। ପରେମଶ୍ବର ହିଁ ଆମ୍ଭର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମୃତ୍ଯୁରୁ ପୁନଃଜୀବିତ କରିଥିେଲ। ମହାନ୍ େମଷପାଳକ ଯୀଶୁଙ୍କୁ ପରେମଶ୍ବର ତାହାଙ୍କ ରକ୍ତ େହତୁ ପୁନର୍ଜୀବିତ କେଲ। ତାହାଙ୍କର ରକ୍ତ ହିଁ ନୂତନ ଚୁକ୍ତି ଆରମ୍ଭ କଲା। ଏହି ନୂତନଚୁକ୍ତି ଚିରନ୍ତନ ଅେଟ। ମୁଁ ପ୍ରାର୍ଥନା କରୁଛି, େଯ ତାହାଙ୍କୁ ପ୍ରସନ୍ନ କଲାଭଳି କାର୍ୟ୍ଯଗୁଡ଼ିକ ପରେମଶ୍ବର ଆମ୍ଭ ଦ୍ବାରା କରାଉଥାଆନ୍ତୁ। ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ େର େସ ଏପରି କରନ୍ତୁ େବାଲି ମୁଁ କହୁଛି। ସଦାସର୍ବଦା ଯୀଶୁଙ୍କ ମହିମା େହଉ। ଆେମନ୍ ! 21 22 େମା ଭାଇ ଓ ଭଉଣୀମାେନ !ମୁଁ କହିଥିବା କଥାଗୁଡ଼ିକୁ ର୍ଧୈୟ୍ଯପୂର୍ବକ ଶୁଣ େବାଲି ମୁଁ ଅନୁ େରାଧ କେର। ଏହି କଥାଗୁଡ଼ିକ ମୁଁ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରିବା ପାଇଁ କହିଛି। ଏହି ଚିଠିଟି ବହୁତ ଲମ୍ବା ନୁେହଁ। 23 ଆମ୍ଭ ଭାଇ ତୀମଥି ବନ୍ଦୀଗୃହରୁ ମୁକ୍ତ େହାଇ ଅଛନ୍ତି, ଏହା ତୁମ୍େଭମାେନ ଜାଣ େବାଲି େମାର ଇଚ୍ଛା। ଯଦି େସ େମା ପାଖକୁ ଶୀଘ୍ର ଆସନ୍ତି, ତା' େହେଲ ଆମ୍େଭ ଦୁ େହଁ ତୁମ୍ଭମାନଙ୍କ େଦଖା କରିବାକୁ ଆସିବୁ। 24 େସଠାେର ତୁମ୍ଭମାନଙ୍କର ସବୁ ପ୍ରାଚୀନ େନତାମାନଙ୍କୁ ଓ ପରେମଶ୍ବରଙ୍କ େଲାକମାନଙ୍କୁ ଆମର ନମସ୍କା ଜଣାଇବ। ଇତାଲିଆ େଦଶର ସମସ୍ତ ପରେମଶ୍ବରଙ୍କ େଲାକମାନଙ୍କର ତୁମ୍ଭମାନଙ୍କୁ ନମସ୍କାର। 25 ପରେମଶ୍ବରଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହିତ ରହିଥାଉ।