Hosea

1:1 ବେରିଙ୍କ ପୁତ୍ର େହାେଶୟଙ୍କ ନିକଟକୁ ସଦାପ୍ରଭୁଙ୍କ ଏହି ବାର୍ତ୍ତା ଆସିଲା। ଏହି ବାର୍ତ୍ତା ଯିହୁଦାର ରାଜା ଉଷିୟ, େଯାଥମ, ଆହସ ଓ ହିଜିକିଯଙ୍କ ରାଜତ୍ବ କାଳ େର ଓ ଇଶ୍ରାେୟଲର ରାଜା େଯାୟାସଙ୍କ ପୁତ୍ର ୟାରବିଯାମଙ୍କ ସମୟେର ଆସିଥିଲା। 2 ସଦାପ୍ରଭୁଙ୍କର େହାେଶୟ ପ୍ରତି ଏହା ଥିଲା ପ୍ରଥମ ବାର୍ତ୍ତା। ସଦାପ୍ରଭୁ କହିେଲ, "ୟାଅ, ଏକ ଗଣିକାକୁ ବିବାହ କର, ଯାହାଫଳ େର ବେଶ୍ଯାର ପୁତ୍ର ଜନ୍ମ େହବ। କାହିଁକି? କାରଣ ଏହି େଦଶର େଲାକମାେନ ଗଣିକା ପରି କାର୍ୟ୍ଯ କରିଛନ୍ତି। ସଦାପ୍ରଭୁଙ୍କଠା େର ଅବିଶ୍ବସ୍ତ େହାଇଛନ୍ତି।" 3 େତଣୁ େହାେଶୟ ଦିବ୍ଲାଇମଙ୍କ କନ୍ଯା େଗାମରଙ୍କୁ ବିବାହ କେଲ। େଗାମର ଗର୍ଭବତୀ େହେଲ ଏବଂ େହାେଶୟଙ୍କ ପାଇଁ ଏକ ପୁତ୍ର ସନ୍ତାନ ଜନ୍ମ କେଲ। 4 ସଦାପ୍ରଭୁ େହାେଶୟକୁ କହିେଲ, "ତା'ର ନାମ ୟିଷିଯେଲ ଦିଅ। କାହିଁକି? କାରଣ ଅଳ୍ପ ସମୟ ପ େର ମୁଁ େଯହୂର ପରିବାରକୁ ଦଣ୍ତ େଦବି। କାରଣ େସ ୟିଷ୍ରିଯେଲ ଉପତ୍ୟକା େର ରକ୍ତପାତ କରିଥିେଲ। ତା'ପ େର ମୁଁ ଇଶ୍ରାେୟଲ ସାମ୍ରାଜ୍ଯର ପତନ ଘଟାଇବି। 5 ମୁଁ ଇଶ୍ରାେୟଲର ଧନୁକୁ େସହି ୟିଷ୍ରିଯେଲ ଉପତ୍ୟକା େର ଭାଙ୍ଗିବି।" 6 ତା'ପ େର େଗାମର ପୁନର୍ବାର ଗର୍ଭବତୀ େହେଲ ଓ ଏକ କନ୍ଯା ସନ୍ତାନ ଜନ୍ମ େଦେଲ। ସଦାପ୍ରଭୁ େହାେଶୟକୁ କହିେଲ, "ତା'ର ନାମ ଲୋ- ରୁହାମା ଦିଅ। କାହିଁକି? କାରଣ ଆମ୍େଭ ଏଣିକି ଇଶ୍ରାେୟଲ ଜାତିକୁ ଆଉ ଦୟା େଦଖାଇବା ନାହିଁ। ଆମ୍େଭ େସମାନଙ୍କୁ କ୍ଷମା େଦବା ନାହିଁ। 7 କିନ୍ତୁ ଆମ୍େଭ ଯିହୁଦାର େଲାକଙ୍କୁ ଦୟା େଦଖାଇବା। ଆମ୍େଭ ଯିହୁଦା େଦଶକୁ ରକ୍ଷା କରିବା। ଆମ୍େଭ େସମାନଙ୍କୁ ରକ୍ଷା କରିବାକୁ ଖଣ୍ତା କି ଧନୁ ବ୍ଯବହାର କରିବା ନାହିଁ। ଆମ୍େଭ େସମାନଙ୍କୁ ରକ୍ଷା କରିବାକୁ ୟୁଦ୍ଧ େର ଅଶ୍ବ କି ସୈନ୍ଯ ବ୍ଯବହାର କରିବା ନାହିଁ। ଆମ୍େଭ େସମାନଙ୍କୁ ଆମ୍ଭ ନିଜ ଶକ୍ତି ବଳ େର ରକ୍ଷା କରିବା।" 8 େଗାମର ଲୋ-ରୁହାମାଙ୍କ େସବା ଶେଷ କଲାପ େର େସ ପୁନର୍ବାର ଗର୍ଭବତୀ େହେଲ। େସ େଗାଟିଏ ପୁତ୍ର ସନ୍ତାନ ଜନ୍ମ େଦେଲ। 9 ତା'ପ େର ସଦାପ୍ରଭୁ କହିେଲ, "ତା'ର ନାମ େଲା-ଆମୀ ଦିଅ। କାରଣ, ତୁମ୍େଭମାେନ ଆମ୍ଭର େଲାକ ନୁହଁ କି ଆମ୍େଭ ତୁମ୍ଭର ପରେମଶ୍ବର ନୁହଁ।" 10 "ସମୁଦ୍ରର ବାଲୁକା ସଦୃଶ ଇଶ୍ରାେୟଲ ସନ୍ତାନଗଣର ସଂଖ୍ଯା ଭବିଷ୍ଯତ େର ବୃଦ୍ଧି ପାଇବ। ତୁମ୍େଭ ସମୁଦ୍ରର ବାଲିକୁ ମାପି ପାରିବ ନାହିଁ କି ଗଣି ପାରିବ ନାହିଁ। େଯଉଁ ସ୍ଥାନ େର େସମାନଙ୍କୁ କୁହାୟାଇଥିଲା, େସହି ସ୍ଥାନ େର ଏହା ଘଟିବ। େସମାନଙ୍କୁ ମଧ୍ଯ କୁହାୟିବ, 'ତୁମ୍େଭମାେନ େମା େଲାକ ନୁହଁ।' 'ତୁମ୍େଭ ଜୀବନ୍ତ ପରେମଶ୍ବରଙ୍କର ସନ୍ତାନ ଅଟ।' 11 "ତା'ପ େର ଯିହୁଦା ଓ ଇଶ୍ରାେୟଲର େଲାକମାେନ ଏକତ୍ରୀତ େହେବ। େସମାେନ େସମାନଙ୍କ ପାଇଁ ଜେଣ ରାଜା ବାଛିେବ ଏବଂ େସମାନଙ୍କର େଦଶ ସବୁଠାରୁ ବଡ େହବ। ୟିଷ୍ରିଯେଲର ସମୟ ପ୍ରକୃତ ବଡ େହବ।"

2:1 "ତା'ପ େର ତୁମ୍େଭ ତୁମ୍ଭର ଭାଇମାନଙ୍କୁ କହିବ, 'ତୁମ୍େଭମାେନ ଆମ୍ଭର େଲାକ।' ତୁମ୍େଭ ତୁମ୍ଭର ଭଉଣୀମାନଙ୍କୁ କହିବ, ' େସ ତୁମ୍ଭମାନଙ୍କୁ ଦୟା େଦଖାଇଛନ୍ତି।"' 2 "ମା'ଙ୍କ ସହିତ ୟୁକ୍ତି କର। କାରଣ େସ ଆମ୍ଭର ସ୍ତ୍ରୀ ନୁେହଁ କି ଆମ୍େଭ ତା'ର ସ୍ବାମୀ ନୁହଁ। ବେଶ୍ଯା ପରି ନ େହବାକୁ ତାଙ୍କୁ କୁହ। ତାଙ୍କୁ କୁହ େଯଉଁ ପ୍ େରମିକମାନଙ୍କୁ ହୃଦଯ େର ସ୍ଥାନ େଦଇଛନ୍ତି େସମାନଙ୍କୁ ଦୂ େରଇ ଦିଅନ୍ତୁ। 3 ଯଦି େସ ତା'ର ବ୍ଯଭିଗ୍ଭରିତା ବନ୍ଦ ନକେର, େତେବ ଆମ୍େଭ ତାକୁ ଉଲଗ୍ନ କରିବା, େସ େଯପରି ଜନ୍ମ େହଲା ସମୟେର ନମ୍ର ଥିଲା। ଆମ୍େଭ ତା'ର ସମସ୍ତ େଲାକମାନଙ୍କୁ େନଇୟିବା ଏବଂ େସ ମରୁଭୂମି ପରି ଶୂନ୍ଯ େହାଇଯିବ। ଆମ୍େଭ ତାକୁ ଶୋଷ େର ମାରିବା। 4 ତା'ର ପିଲାମାନଙ୍କ ଉପ େର ଆମ୍ଭର ଦୟା ନାହିଁ କାରଣ େସମାେନ ଜାରଜ ସନ୍ତାନ। 5 େସମାନଙ୍କର ମାଆ ବେଶ୍ଯାପରି କାମ କରିଅଛି। ସୋମାନଙ୍କର ମାଆଙ୍କ କୃତକର୍ମ ପାଇଁ ଲଜ୍ଜିତ େହବା ଉଚିତ। େସ କହିଲା, 'ମୁଁ େମାରପ୍ େରମିକମାନଙ୍କ ପାଖକୁ ୟିବି। େମାରପ୍ େରମିକମାେନ େମାେତ ଖାଦ୍ୟ ଓ ପାଣି େଦେବ। େସମାେନ େମାେତ ପଶମ ଓ ଲାଇଲନ୍ େଦେବ। େସମାେନ େମାେତ ଦ୍ରାକ୍ଷାରସ ଓ ଅଲିଭ୍ ତେଲ େଦେବ।' 6 " େତଣୁ ଆମ୍େଭ ସଦାପ୍ରଭୁ ତୁମ୍ଭର ପଥ କଣ୍ଟା ଦ୍ବାରା ଅବ େରାଧ କରିବା। ତା'ର ଚତୁର୍ଦ୍ଦିଗ େର ପ୍ରାଚୀର ନିର୍ମାଣ କରିବା, ଯାହା ଫଳ େର େସ ଆଉ ପଥ ପାଇବ ନାହିଁ। 7 େସ ତା'ର ପ୍ରିଯ ପ୍ େରମିକ ପଛ େର ଧାଇଁବ, କିନ୍ତୁ େସ େସମାନଙ୍କୁ ମଧ୍ଯ ଧରିପାରିବ ନାହିଁ। େସ େସମାନଙ୍କୁ ବହୁ େଖାଜିବ କିନ୍ତୁ ପାଇପାରିବ ନାହିଁ। ତା'ପ େର େସ କହିବ, 'ମୁଁ େମାର ପ୍ରଥମ ପ୍ େରମିକ, ପରେମଶ୍ବରଙ୍କ ନିକଟକୁ େଫରିୟିବି। ତାଙ୍କ ପାଖ େର ଥିଲା େବେଳ େମାର ଜୀବନ, ବର୍ତ୍ତମାନ ଅପେକ୍ଷା ଅଧିକ ଭଲ ଥିଲା।' 8 " େସ ଜାଣି ନ ଥିଲା ଆମ୍େଭ ୟିଏକି ତା'କୁ ଶସ୍ଯ, ଦ୍ରାକ୍ଷାରସ ଓ ତୈଳ ଦେଉଥିଲୁ। ଆମ୍େଭ ଅଧିକରୁ ଅଧିକ ସୁନା ରୂପା ତାକୁ େଦଇ ଗ୍ଭଲିଥିଲୁ। କିନ୍ତୁ ଇଶ୍ରାେୟଲୀୟମାେନ େସହି ସୁନା ଓ ରୂପାକୁ ବାଲ୍ଙ୍କ ମୂର୍ତ୍ତି ତିଆରି େର ବ୍ଯବହାର କେଲ। 9 େତଣୁ ଆମ୍େଭ େଫରି ଆସିବା। ଆମ୍େଭ ଆମ୍ଭର େସହି ସମୟେର ଅମଳ େହଉଥିବା ଶସ୍ଯ ଫେରାଇ ନେବା। ଅଙ୍ଗୁର ଦ୍ରାକ୍ଷାରସ ପାଇଁ ପ୍ରସ୍ତୁତ ଥିଲା େବେଳ ଆମ୍େଭ ତାକୁ ଫେରାଇ ନେବା। ଆମ୍ଭର ପଶମ ଓ କାର୍ପାସ ବସ୍ତ୍ର ଫେରାଇ ନେବା। ଆମ୍େଭ େସଗୁଡିକୁ ତା'ର ଶରୀର ଆବୃତ କରିବାକୁ େଦଇଥିଲୁ। 10 ବର୍ତ୍ତମାନ ଆମ୍େଭ ତାକୁ ଉଲଗ୍ନ କରିେଦବା। ତା'ର ଉଲଗ୍ନ ଶରୀର ତା'ର ପ୍ େରମିକ େଲାକମାେନ େଦଖିେବ। ଆମ୍ଭ କବଳରୁ ତା'କୁ େକହି ରକ୍ଷା କରିପାରିେବ ନାହିଁ। 11 ଆମ୍େଭ ସଦାପ୍ରଭୁ ତା'ର ସମସ୍ତ ଆନନ୍ଦ, ଉତ୍ସବ, ଅମାବାସ୍ଯା, ବିଶ୍ରାମଦିନ ସମସ୍ତ େଭାଜିକୁ ବନ୍ଦ କରିେଦବା। 12 ଆମ୍େଭ ତା'ର ଦ୍ରାକ୍ଷାଲତାଗୁଡିକୁ ଓ ଡିମିରି ଗଛଗୁଡିକୁ ନଷ୍ଟ କରିେଦବା। େସ କହିଲା, 'ମେର ପ୍ େରମିକମାେନ େମାେତ ଏସବୁ ଜିନିଷ େଦଇଥିେଲ।' କିନ୍ତୁ ଆମ୍େଭ ତା'ର ବଗିଗ୍ଭକୁ ବଦଳାଇ ଅନାବନା ଗଛ େର ଜଙ୍ଗଲ କରିେଦବା। ବନ୍ଯପଶୁମାେନ ଆସି େସହି ଗଛରୁ ଖାଇବେ। 13 " େସ ବାଲ୍ଙ୍କୁ େସବା କରୁଥିଲା। େତଣୁ ଆମ୍େଭ ତାକୁ ଦଣ୍ତ େଦବା। େସ ବାଲଙ୍କୁ ଧୂପ ଦେଉଥିଲା। େସ ଭଲ ପୋଷାକ ପରିଧାନ କରୁଥିଲା ଓ ତା'ର ଅଳଙ୍କାର, ନାକେର ଗହଣା ପିନ୍ଧି େସହି ମିଥ୍ଯା ପ୍ େରମିକମାନଙ୍କ ନିକଟକୁ ଯାଉଥିଲା ଏବଂ ଆମ୍ଭଙ୍କୁ ଭୁଲିୟାଇଥିଲା।" ସଦାପ୍ରଭୁ ଏହା କହିେଲ। 14 " େତଣୁ ଆମ୍େଭ ତାକୁ ପ୍ େରମବାଣୀ କହିବା। ଆମ୍େଭ ତାକୁ ନିର୍ଜ୍ଜନ ମରୁଭୂମିକୁ େନଇ େକାମଳ କଥା କହିବା। 15 େସଠା େର ଆମ୍େଭ ତାକୁ ଦ୍ରାକ୍ଷାକ୍ଷେତ୍ର େଦବା। ଆମ୍େଭ ତାକୁ ଆଶାର ଦ୍ବାର ସ୍ବରୂପ ଆଖୋର ଉପତ୍ୟକା େଦବା। ତା'ପ େର େସ ମିଶର େଦଶରୁ ଆସିଲା ସମୟ ପରି ଉତ୍ତର କରିବ।" 16 ସଦାପ୍ରଭୁ ଏହା କୁହନ୍ତି, 17 ଆମ୍େଭ ତା'ର ମୁଖରୁ ବାଲ୍ ଡାକ କାଢିେଦବା। ତା'ପ େର େଲାେକ ବାଲ୍ଙ୍କ ନାମ ଆଉ ପୁନର୍ବାର ବ୍ଯବହାର କରିେବ ନାହିଁ। 18 " େସେତେବେଳ ଆମ୍େଭ ସ୍ଥଳଚର ପ୍ରାଣୀ, ଆକାଶର ପକ୍ଷୀ, ଓ ସରିସୃପମାନଙ୍କ ସହିତ େଗାଟିଏ ଚୁକ୍ତି କରିବା। ଆମ୍େଭ ଧନୁ, ଖଣ୍ତା ଓ ସମସ୍ତ ୟୁଦ୍ଧ ଅସ୍ତ୍ରଗୁଡିକୁ ଭାଙ୍ଗି େଦବା ଏବଂ ଆମ୍େଭ େସମାନଙ୍କୁ ନିରାପଦ େର ଶଯନ କରିବାକୁ େଦବା। 19 ଏବଂ ଆମ୍େଭ ତୁମ୍ଭକୁ ସବୁଦିନ ପାଇଁ ଆମ୍ଭର ସ୍ତ୍ରୀ କରିବା। ଆମ୍େଭ ତୁମ୍ଭକୁ ପ୍ େରମ, ସାଧୁତା, ନ୍ଯାଯ ଓ ଦୟାର ସହିତ ଆମ୍ଭର ସ୍ତ୍ରୀ କରିବା। 20 ତୁମ୍ଭକୁ ଆମ୍ଭର ବିଶ୍ବସ୍ତ ପତ୍ନୀ କରିବା। େସେତେବେଳ ତୁମ୍େଭ ପ୍ରକୃତ ସଦାପ୍ରଭୁଙ୍କୁ ଜାଣିବ। 21 େସେତେବେଳ ଆମ୍େଭ ଉତ୍ତର େଦବା।" ସଦାପ୍ରଭୁ ଏହା କହିନ୍ତି। 22 ପୃଥିବୀ ଶସ୍ଯ, ଦ୍ରାକ୍ଷାରସ ଓ ତୈଳ ଉତ୍ପାଦନ କରିବ ଏବଂ େସ ସବୁ ୟିଷ୍ରିଯେଲର ଗ୍ଭହିଦା ପୂରଣ କରିବ। 23 ଆମ୍େଭ ଇଶ୍ରାେୟଲ ଭୂମିେର ବହୁ ମଞ୍ଜି ବୁଣିବା। ଲୋ-ରୁହାମାଙ୍କୁ ଆମ୍େଭ ଦୟା କରିବା। େଲା-ଆମୀକୁ କହିବା, 'ତୁମ୍େଭ ଆମ୍ଭ େଲାକ' ଏବଂ େସମାେନ େମାେତ କହିେବ, 'ତୁମ୍େଭ ଆମ୍ଭର ପରେମଶ୍ବର।"'

3:1 ତା'ପ େର ସଦାପ୍ରଭୁ ପୁନର୍ବାର େମାେତ କହିେଲ, "େଗାମରର ଅନେକ ପ୍ େରମିକ ଅଛନ୍ତି। କିନ୍ତୁ ତୁମ୍େଭ ତାଙ୍କୁ ନିଶ୍ଚିତ ଭଲପାଇ ଗ୍ଭଲ। କାହିଁକି? କାରଣ ତାହା ସଦାପ୍ରଭୁଙ୍କ ପରି। ସଦାପ୍ରଭୁ ଇଶ୍ରାେୟଲ େଲାକମାନଙ୍କୁ ଭଲ ପାଇ ଗ୍ଭଲନ୍ତି। କିନ୍ତୁ େସମାେନ ଅନ୍ୟ େଦବତାଙ୍କୁ ପୂଜାକରି ଗ୍ଭଲନ୍ତି।" 2 ଏହି କାରଣ ପାଇଁ ମୁଁ େଗାମରଙ୍କୁ ପନ୍ଦର ଖଣ୍ତ େର ୗପ୍ୟ ଓ ଏକ ହୋମର ବାର୍ଲି େଦଇ କିଣିଲି। 3 ତା'ପ େର ମୁଁ ତାକୁ କହିଲି, "ତୁମ୍େଭ େମା ସହିତ ଗୃହ େର ବହୁଦିନ ପର୍ୟ୍ଯନ୍ତ ରହିବ। ତୁମ୍େଭ ବ୍ଯଭିଗ୍ଭରିଣୀ ପରି େହବନାହିଁ। ତୁମ୍େଭ ଅନ୍ୟ ସହିତ ରହିବ ନାହିଁ ଏବଂ ମୁଁ ତୁମ୍ଭର ସ୍ବାମୀ େହବି।" 4 େସହିପରି ଭାବେର ଇଶ୍ରାେୟଲର େଲାକମାେନ ବିନା ରାଜା ଓ େନତା େର ଦୀର୍ଘଦିନ ଚଳିବେ। େସମାେନ ବଳିଦାନ କି ସ୍ମରଣାର୍ଥକ ପଥର ବିନା ରହିେବ। େସମାେନ ଯାଜକିଯ ବସ୍ତ୍ର ବିନା ଓ ଗୃହ ମୂର୍ତ୍ତି ବିନା ରହିେବ। 5 ତା'ପ େର ଇଶ୍ରାେୟଲର େଲାକମାେନ େଫରି ଆସିେବ। ତା'ପ େର େସମାେନ ସଦାପ୍ରଭୁ େସମାନଙ୍କର ପରେମଶ୍ବର ଓ ରାଜା ଦାଉଦଙ୍କୁ େଖାଜିବେ। ଶେଷଦିବସ େର, େସମାେନ ସଦାପ୍ରଭୁଙ୍କୁ ଓ ତାଙ୍କର ଧାର୍ମିକତାକୁ ସମ୍ମାନ େଦବାକୁ ଆସିେବ।

4:1 ଇଶ୍ରାେୟଲର େଲାକମାେନ ସଦାପ୍ରଭୁଙ୍କର ବାର୍ତ୍ତା ଶୁଣ। ଏହି ରାଜ୍ଯର େଲାକମାନଙ୍କ ବିରୁଦ୍ଧ େର ସଦାପ୍ରଭୁ ତାଙ୍କର ଆରୋପ ଦର୍ଶାଇବେ। "ଏହି େଦଶର େଲାକମାେନ ପ୍ରକୃତ େର ପରେମଶ୍ବରଙ୍କୁ ଜାଣନ୍ତି ନାହିଁ। ଏହି େଲାକମାେନ ପ୍ରକୃତ େର ପରେମଶ୍ବରଙ୍କ ପ୍ରତି ସତ୍ ଓ ବିଶ୍ବସ୍ତ ନୁହଁନ୍ତି। 2 ଏହି େଲାକମାେନ ଶପଥ, ମିଥ୍ଯା, ହତ୍ଯା ଓ ଗ୍ଭେରି କରନ୍ତି। େସମାେନ ବ୍ଯଭିଗ୍ଭରିତାର ପାପ ଦ୍ବାରା ସନ୍ତାନ ଲାଭ କରନ୍ତି। େସମାେନ ବାରମ୍ବାର ନରହତ୍ଯା କରନ୍ତି। 3 େତଣୁ େଦଶଟି ବ୍ଯକ୍ତି ପରି ମୃତ୍ଯୁ େର କାନ୍ଦେ ଓ ତା'ର େଲାକମାେନ ଦୁର୍ବଳ େହାଇପଡନ୍ତି। ଏପରିକି ସ୍ଥଳଭାଗର ପ୍ରାଣୀ, ଆକାଶର ପକ୍ଷୀ ଓ ସାମୁଦ୍ରିକ ମତ୍ସ୍ଯ ମୃତ୍ଯୁବରଣ କରନ୍ତି। 4 େକୗଣସି ବ୍ଯକ୍ତି ଅନ୍ୟ ସହିତ ୟୁକ୍ତି କି ଅନ୍ୟକୁ େଦାଷ େଦବା ଉଚିତ୍ ନୁେହଁ। 5 ତୁମ୍ଭ ଯାଜକମାନଙ୍କର ଦିନ େର ସ୍ଖଳନ ଘଟିବ ଓ ରାତ୍ରି େର ଭବିଷ୍ଯତ୍ବକ୍ତାମାନଙ୍କର ମଧ୍ଯ ତୁମ୍ଭ ସହିତ ସ୍ଖଳନ ଘଟିବ ଏବଂ ଆମ୍େଭ ତୁମ୍ଭମାନଙ୍କର ମାଆଙ୍କୁ ବିନାଶ କରିବା। 6 "ଜ୍ଞାନ ଅଭାବ େୟାଗୁ ଆମ୍ଭର େଲାକମାେନ ବିନଷ୍ଟ ହୁଅନ୍ତି। କାରଣ ତୁମ୍େଭମାେନ ଜ୍ଞାନରୁ ବିମୁଖ େହାଇଛ। େତଣୁ ଆମ୍େଭ ତୁମ୍ଭମାନଙ୍କୁ ଆମ୍ଭ ପାଇଁ ଯାଜକ େହବାକୁ ବାରଣ କରିବା। ତୁମ୍େଭମାେନ ତୁମ୍ଭ ପରେମଶ୍ବରଙ୍କ ନିଯମକୁ ଭୁଲିୟାଇଛ, େତଣୁ ଆମ୍େଭ ତୁମ୍ଭ ପିଲାମାନଙ୍କୁ ଭୁଲିୟିବା। 7 େସମାନଙ୍କର ସଂଖ୍ଯା ଓ ଶକ୍ତି େଯେତ େଯେତ ବଢେ, େସମାେନ େେସତ ଅଧିକ ଆମ୍ଭ ବିରୁଦ୍ଧ େର ପାପ କରନ୍ତି। େତଣୁ େସମାନଙ୍କର େଗୗରବକୁ ଆମ୍େଭ ଲଜ୍ଜା େର ପରିଣତ କରିବା। 8 "ଆମ୍ଭର େଲାକମାନଙ୍କ ପାପଗୁଡିକରୁ ଯାଜକମାେନ ଲାଭବାନ ହୁଅନ୍ତି। େସମାେନ େଲାକମାନଙ୍କର ଦୁଷ୍ଟପଣିଆରୁ ଫାଇଦା ଉଠାଇବା େର େଲାଭୀ। 9 େତଣୁ ଯାଜକମାେନ ଜୀବନ ଶୈଳୀ େର େସହି େଲାକମାନଙ୍କ ପରି େହେଲ। ଆମ୍େଭ େସମାନଙ୍କୁ ଦଣ୍ତ େଦବା। େସମାନଙ୍କର ମନ୍ଦକାର୍ୟ୍ଯ ଲାଗି ଆମ୍େଭ େସମାନଙ୍କୁ ଫଳ େଦବା। 10 େସମାେନ ଯଦିଓ ଖାଇବେ କିନ୍ତୁ ସନ୍ତୁଷ୍ଟ େହେବ ନାହିଁ। େସମାେନ ୟୌନେଭାଗ ପାପ କରିେବ କିନ୍ତୁ ସନ୍ତାନ ଲାଭ କରିେବ ନାହିଁ। କାହିଁକି? କାରଣ େସମାେନ ସଦାପ୍ରଭୁଙ୍କୁ ପରିତ୍ଯାଗ କରିଥିେଲ ଓ ଗଣିକା ପରି େହାଇଥିେଲ। 11 ୟୌନ େଭାଗ ପାପ, ଅତ୍ଯଧିକ ଦ୍ରାକ୍ଷାରସ ପାନ େଗାଟିଏ ବ୍ଯକ୍ତିର ସ୍ବାଧୀନ ଚିନ୍ତା କରିବାର ଧ୍ବଂସ କେର। 12 ଆମ୍ଭର େଲାକମାେନ କାଠଖଣ୍ତିକୁ ଉପେଦଶ ଲାଗି ପଗ୍ଭରନ୍ତି। େସମାେନ ଭାବନ୍ତି େସହି କାଠଖଣ୍ତଗୁଡିକ େସମାନଙ୍କୁ ଉତ୍ତର ଦେବ। କାରଣ, େସମାେନ ଗଣିକାମାନଙ୍କପରି ମିଥ୍ଯାପ୍ରତିମାଙ୍କ ପଛ େର ଅନୁଧାବନ କରିଛନ୍ତି। େସମାେନ ପରେମଶ୍ବରଙ୍କୁ ବଳିଦାନ କରିଥିେଲ ଓ ଗଣିକା େହାଇୟାଇଥିେଲ। 13 େସମାେନ ପର୍ବତର ଅଗ୍ରଭାଗ େର ବଳି ଦିଅନ୍ତି ଓ ପାହାଡ ଉପ େର ଥିବା ଆେଲାନ, ଲିବ୍ନା ଓ ଏଲା ଗଛ ତେଳ ଧୂପ ଦିଅନ୍ତି। କାରଣ େସହି ଗଛଗୁଡିକର ଛାଯା ତରୁଣ େଦଖାୟାଏ। େତଣୁ ତୁମ୍ଭର କନ୍ଯାମାେନ ଗଣିକା ପରି େସହି ଗଛତେଳ ପଡି ରହନ୍ତି। ଏବଂ ତୁମ୍ଭର ବୋହୂମାେନ ୟୌନେଭାଗ ପାପ କରନ୍ତି। 14 "ଆମ୍େଭ ତୁମ୍ଭର େସହି ଗଣିକା କନ୍ଯାମାନଙ୍କୁ କି ୟୌନ େଭାଗୀ ପାପିଣୀ ବୋହୂମାନଙ୍କୁ େଦାଷ େଦଇ ପାରୁନାହୁଁ। େଲାକମାେନ ୟାଇ ଗଣିକାମାନଙ୍କ ସହିତ ଶଯନ କରନ୍ତି। େସମାେନ େସହି ମନ୍ଦିରର ଗଣିକାମାନଙ୍କ ସହିତ ମନ୍ଦିର େର ବଳିଦାନ ଉତ୍ସର୍ଗ କରନ୍ତି। େତଣୁ େସ ନିର୍ବୋଧମାେନ ନିେଜ ନିଜକୁ ନଷ୍ଟ କରୁଛନ୍ତି। 15 "ଇଶ୍ରାେୟଲ, ଯଦି ତୁମ୍େଭ ନିହାତି ଗଣିକା ପରି କାର୍ୟ୍ଯ କର, ତୁମ୍ଭ ଅପରାଧ ପାଇଁ ଯିହୁଦାକୁ େଦାଷୀ କର ନାହିଁ। ଗିଲ୍ଗଲ୍ କି ବୈଥ୍-ଆବନକୁ ୟାଅ ନାହିଁ। ସଦାପ୍ରଭୁଙ୍କ ନାମ େର ଶପଥ କରନାହିଁ। ' େଯ େହତୁ ସଦାପ୍ରଭୁ ବାସ କରନ୍ତି ଏପରି କୁହ ନାହିଁ।' 16 ଇଶ୍ରାେୟଲ ଏକ ଜିଦ୍ଖୋର ବାଛୁରୀ ତୁଲ୍ଯ ବିଦ୍େରାହ କେର। େତଣୁ ସଦାପ୍ରଭୁ ତାକୁ େଖାଲା ପଡିଆ େର ଥିବା େଗାଟିଏ ମେଣ୍ତାଛୁଆ ପରି ଗ୍ଭରଣ ଭୂମିକୁ େନଇ ଗେଲ। 17 ଇଫ୍ରଯିମ ପ୍ରତିମା ପୂଜା େର େଯାଗ େଦଇଛନ୍ତି। େତଣୁ ତାକୁ ଏକୁଟିଆ ପ୍ରଭୁ ଛାଡନ୍ତି। 18 "ମାତାଲ େହାଇଗଲା ପ େର େସମାେନ ବ୍ଯଭିଗ୍ଭରିଣୀ ପରି ବ୍ଯବହାର କରନ୍ତି। େସମାେନ ଲାଞ୍ଚକୁ ଭଲ ପାଆନ୍ତି ଓ ଏହା ମାଗନ୍ତି। େସମାନଙ୍କର ଶାସକଗଣ େସମାନଙ୍କର େଲାକମାନଙ୍କ ଉପରକୁ ଲଜ୍ଜା ଆଣନ୍ତି। 19 ଘୂର୍ଣ୍ଣିବାଯୁ ଦ୍ବାରା େସମାେନ ପତିତ େହାଇଛନ୍ତି। େସମାେନ ଆପଣା ମୂର୍ତ୍ତି ନିକଟେର ବଳି କାରଣରୁ ଲଜ୍ଜିତ େହେବ।"

5:1 "ପୁରୋହିତଗଣ, ଇଶ୍ରାେୟଲ ଅଧିବାସୀଗଣ ଓ ରାଜପରିବାରର େଲାକମାେନ େମା କଥା ଶୁଣ। ତୁମ୍େଭମାେନ େଦାଷୀ େବାଲି ବିଗ୍ଭରିତ େହାଇଛ। 2 ତୁମ୍େଭମାେନ ବହୁ ମନ୍ଦ କାର୍ୟ୍ଯ କରିଛ। େତଣୁ ଆମ୍େଭ ତୁମ୍ଭମାନଙ୍କୁ ଦଣ୍ତ େଦବା। 3 ଆମ୍େଭ ଇଫ୍ରଯିମକୁ ଜାଣୁ ଓ ଇଶ୍ରାେୟଲ ଯାହାସବୁ କରିଛି ତାହା ମଧ୍ଯ ଜାଣୁ। େହ ଇଫ୍ରଯିମ, ତୁମ୍େଭ ବର୍ତ୍ତମାନଠାରୁ ତୁମ୍େଭ ଗଣିକାପରି କାର୍ୟ୍ଯ କରୁଛ। ଇଶ୍ରାେୟଲ ପାପ େର କଳୁଷିତ। 4 ଇଶ୍ରାେୟଲର େଲାକମାେନ ବହୁ ମନ୍ଦ କାର୍ୟ୍ଯ କରିଛନ୍ତି ଏବଂ େସହିସବୁ ମନ୍ଦ କାର୍ୟ୍ଯ େସମାନଙ୍କୁ ପରେମଶ୍ବରଙ୍କ ନିକଟକୁ େଫରିବାଠାରୁ ଦୂ େରଇ େଦଇଛି। େସମାେନ ସର୍ବଦା ପ୍ରତିମାଙ୍କ ପଛ େର ଧାଇଁ ବାକୁ ଚିନ୍ତା କରୁଛନ୍ତି। େସମାେନ ପ୍ରକୃତ ସଦାପ୍ରଭୁଙ୍କୁ ଜାଣୁ ନାହାଁନ୍ତି। 5 ଇଶ୍ରାେୟଲର ଗର୍ବ େସମାନଙ୍କ ବିରୁଦ୍ଧ େର ସାକ୍ଷୀ ଦେବ। େତଣୁ ଇଶ୍ରାେୟଲ ଓ ଇଫ୍ରଯିମ େସମାନଙ୍କ ପାପ େଯାଗୁଁ ପତିତ େହେବ। ଯିହୁଦାର ମଧ୍ଯ େସମାନଙ୍କର ସହିତ ପତନ େହବ। 6 " େସହି େଲାକମାନଙ୍କର େନତାମାେନ ସଦାପ୍ରଭୁଙ୍କ ଅନ୍ବେଷଣ େର ଗେଲ। େସମାେନ େସମାନଙ୍କ ସହିତ ' େମଷ' ଓ 'ଗାଈମାନଙ୍କୁ' େନେଲ। କିନ୍ତୁ ସଦାପ୍ରଭୁଙ୍କୁ େସମାେନ ପାଇେଲ ନାହିଁ। କାହିଁକି ପାଇେଲ ନାହିଁ? କାରଣ ସଦାପ୍ରଭୁ େସମାନଙ୍କୁ ପରିତ୍ଯାଗ କରିଥିେଲ। 7 େସମାେନ ସଦାପ୍ରଭୁଙ୍କ ପ୍ରତି ଅବିଶ୍ବସ୍ତ େହାଇଛନ୍ତି। େସମାେନ ଅବୈଧ ସନ୍ତାନଙ୍କୁ ଜନ୍ମ େଦଇଛନ୍ତି। ଏବଂ ବର୍ତ୍ତମାନ େସମାେନ ଓ େସମାନଙ୍କର େଦଶଗୁଡିକୁ ଆସନ୍ତା ମାସ େର ଧ୍ବଂସ କରାୟିବ।" 8 "ଗିବିଯା େର ଶିଙ୍ଗା ବଜାଅ। ରାମା େର ତୂରୀ ବଜାଅ। ବୈଥ-ଆବନ େର ସତର୍କ କରିଦିଅ। େହ ବିନ୍ଯାମୀନ, ତୁମ୍ଭର ପଛ େର ଶତୃଗଣ ଅଛନ୍ତି। 9 ଦଣ୍ତ େଦବା ସମୟେର ଇଫ୍ରଯିମ ସର୍ବହରା େହାଇଯିବ। ଆମ୍େଭ ଇଶ୍ରାେୟଲ ପରିବାରମାନଙ୍କୁ ସତର୍କ କରି ଦେଉଛୁ େଯ େସସବୁ ପ୍ରକୃତ େର ଘଟିବ। 10 ଯିହୁଦାର ନେତୃବୃନ୍ଦ ଗ୍ଭେରପରି ଅନ୍ୟମାନଙ୍କର ସମ୍ପତ୍ତି ଗ୍ଭେରି କରିବାକୁ େଚଷ୍ଟା କରୁଛନ୍ତି। େତଣୁ ଆମ୍େଭ େସମାନଙ୍କ ଉପ େର ଆମ୍ଭର େକାରଧକୁ ଜଳ ସଦୃଶ ଢାଳି େଦବା। 11 ଇଫ୍ରଯିମ ଦଣ୍ତିତ େହବ। େସ ଦ୍ରାକ୍ଷାଫଳ ପରି ଦଳି ଚକଟି େହାଇଯିବ। କାହିଁକି? କାରଣ େସ କଳୁଷିତ ପଛ େର ଅନୁସରଣ କରିବାକୁ ସ୍ଥିର କରିଛି। 12 କୀଟ ବସ୍ତ୍ରକୁ ନଷ୍ଟ କଲାପରି ଆମ୍େଭ ଇଫ୍ରଯିମକୁ ଧ୍ବଂସ କରିବା। ଆମ୍େଭ ଯିହୁଦାକୁ ସଢାଇ େଦବା। 13 ଇଫ୍ରଯିମ ତା'ର ପୀଡିତାବସ୍ଥା େଦଖିଲା ଓ ଯିହୁଦା ତା'ର କ୍ଷତକୁ େଦଖିଲା। ଏହି କାରଣରୁ ଇଫ୍ରଯିମ ଅଶୂରକୁ ସାହାୟ୍ଯ ପାଇଁ ଗଲା। େସମାେନ େସହି ମହାରାଜାଙ୍କୁ େସମାନଙ୍କର ସମସ୍ଯା ଜଣାଇେଲ। କିନ୍ତୁ ରାଜା େସମାନଙ୍କୁ ଆେରାଗ୍ୟ କରିବାକୁ ଅସମର୍ଥ, େସ େସମାନଙ୍କର କ୍ଷତଗୁଡିକୁ ଆେରାଗ୍ୟ କରିପାରିେବ ନାହିଁ। 14 କାହିଁକି େସ ଏହା ପାରିେବ ନାହିଁ? କାରଣ ଆମ୍େଭ ସିଂହ ସଦୃଶ ଇଫ୍ରଯିମଙ୍କୁ ଆକ୍ରମଣ କରିବା। ୟୁବାସିଂହ ସଦୃଶ ଆମ୍େଭ ଯିହୁଦା ରାଜ୍ଯକୁ ଆକ୍ରମଣ କରିବା। ହଁ ଆମ୍େଭ ସଦାପ୍ରଭୁ, େସମାନଙ୍କୁ ଖଣ୍ତ ଖଣ୍ତ କରି ଚିରିେଦବା। ଆମ୍େଭ େସମାନଙ୍କୁ ବହୁଦୂରକୁ େନଇୟିବା ଏବଂ େକହି େସମାନଙ୍କୁ ରକ୍ଷା କରିପାରିେବ ନାହିଁ। 15 ଆମ୍େଭ ଆମ୍ଭର ଗୃହକୁ େଫରିବା େଯେତେବେଳ େଲାକମାେନ େସମାନଙ୍କର େଦାଷ ସ୍ବୀକାର କରିେବ ଏବଂ ଆମ୍ଭଙ୍କୁ କ୍ଷମା ମାଗିବେ। ହଁ, େସମାେନ ଦୁଃଖ େର ଆମ୍ଭଙ୍କୁ ପାଇବାକୁ କେଠାର େଚଷ୍ଟା କରିେବ।"

6:1 ଆସ, ସଦାପ୍ରଭୁଙ୍କ ପାଖକୁ େଫରିୟିବା। େସ ଆମ୍ଭକୁ ଆଘାତ କେଲ ଓ େସ ମଧ୍ଯ ଆମ୍ଭକୁ ସୁସ୍ଥ କରିେବ। େସ ଆମ୍ଭକୁ କ୍ଷତ ବିକ୍ଷତ କରିଛନ୍ତି ଏବଂ େସ ଆମ୍ଭର କ୍ଷତ େର ପଟି ବାନ୍ଧି େଦେବ। 2 ଦୁଇ ଦିନ ପ େର େସ ଆମ୍ଭମାନଙ୍କୁ ପୁନର୍ଜୀବନ େଦେବ। ତିନି ଦିନ ପ େର େସ ଆମ୍ଭକୁ ଛିଡା କରାଇବେ। ତା'ପ େର ଆମ୍େଭ ତାଙ୍କ ନିକଟେର ବଞ୍ଚି ଉଠିବା। 3 ଆସ, ସଦାପ୍ରଭୁଙ୍କ ସମ୍ବନ୍ଧ େର ଅଧ୍ଯଯନ କରିବା। ତାଙ୍କ ସମ୍ବନ୍ଧ େର ଅଧିକ ଜାଣିବା ପାଇଁ କେଠାର ଅଧ୍ଯବସାଯ କରିବା। ପ୍ରଭାତ ଆସିଲା ପରି ସଦାପ୍ରଭୁ ଆସୁଛନ୍ତି େବାଲି ଆମ୍େଭ ଜାଣୁଛୁ। ବର୍ଷା ଓ ବସନ୍ତବର୍ଷା ଭୂମିକୁ ଜଳମଯ କଲା ପରି ପରେମଶ୍ବର ଆମ୍ଭମାନଙ୍କ ନିକଟକୁ ଆସିେବ।" 4 " େହ ଇଫ୍ରଯିମ, େହ ଯିହୁଦା, ଆମ୍େଭ ତୁମ୍ଭମାନଙ୍କ ପ୍ରତି କିପରି ବ୍ଯବହାର କରିବୁ? ତୁମ୍ଭମାନଙ୍କର ବିଶ୍ବସ୍ତତା ସକାଳର କୁହୁଡି ଓ କାକର ପରି ଅେଟ େଯ କି ଅତି ପ୍ରତ୍ଯୁଷ େର ଉଭେଇ ୟାଏ। 5 ଆମ୍େଭ େସମାନଙ୍କୁ ନିପାତ କରିବା ପାଇଁ ଭବିଷ୍ଯତ୍ବକ୍ତାମାନଙ୍କୁ ନିୟୁକ୍ତି କଲୁ ଓ ଆମ୍େଭ ଆପଣା ଆେଦଶ େର େଲାକମାନଙ୍କୁ ମୃତ୍ଯୁ ଦେଲୁ। କିନ୍ତୁ େସହି ନିର୍ଣ୍ଣଯରୁ ନ୍ଯାଯ ସଦୃଶ ଆେଲାକ ଆସିବ। 6 କାହିଁକି? କାରଣ ଆମ୍େଭ ବିଶ୍ବସ୍ତ ପ୍ େରମ ଗ୍ଭହୁଁ, ବଳିଦାନ ନୁେହଁ। େଲାକମାେନ ପରେମଶ୍ବରଙ୍କୁ ଜାଣନ୍ତୁ େବାଲି ଆମ୍େଭ ଗ୍ଭହୁଁ, କିନ୍ତୁ େହାମବଳି ଆଣନ୍ତୁ େବାଲି ନୁେହଁ। 7 କିନ୍ତୁ ଠିକ୍ ଆଦମ ପରି େସମାେନ ଚୁକ୍ତି ଭଙ୍ଗ କେଲ। େସମାେନ ନିଜ ଭୂମିେର ଆମ୍ଭ ସହିତ ପ୍ରତାରଣା କେଲ। 8 ଗିଲିଯଦ େଗାଟିଏ ସହର େଯ କି ମନ୍ଦ କାର୍ୟ୍ଯ କରୁଥିବା େଲାକମାନଙ୍କ େର ପରିପୂର୍ଣ୍ଣ, ହତ୍ଯାକାରୀମାନଙ୍କର ରକ୍ତାକ୍ତ ପାଦ ଚିହ୍ନ େର ରଂଜିତ। 9 ଡକାଯତମାନଙ୍କ ପରି େସମାେନ େଲାକମାନଙ୍କୁ ଆକ୍ରମଣ କରିବାକୁ ଅପେକ୍ଷା କରନ୍ତି। େସହିପରି, ଯାଜକଙ୍କ ଦଳ ଶିଖିମକୁ ଯାଉଥିବା େଲାକମାନଙ୍କୁ ରାସ୍ତା େର ଅପେକ୍ଷା କରନ୍ତି ଓ େସମାନଙ୍କୁ ଆକ୍ରମଣ କରନ୍ତି। େସମାେନ ଏକତ୍ରୀତ େହାଇ ମନ୍ଦ କାର୍ୟ୍ଯ କରିବାକୁ େଯାଜନା କରନ୍ତି। 10 ଆମ୍େଭ ଇଶ୍ରାେୟଲ ରାଜ୍ଯ େର େଗାଟିଏ ଭୟଙ୍କର ଜିନିଷ େଦଖିଛୁ। ଇଫ୍ରଯିମ ପରେମଶ୍ବରଙ୍କ ପ୍ରତି ଅବିଶ୍ବସ୍ତ ଥିେଲ। ଇଶ୍ରାେୟଲ ପାପ େର କଳୁଷିତ। 11 େହ ଯିହୁଦା, ତୁମ୍ଭପାଇଁ ଅମଳର ସମୟ ଅଛି। ଏହା ହିଁ ଘଟିବ। ଏକ ସମୟେର ଆମ୍େଭ ଆମ୍ଭର େଲାକମାନଙ୍କୁ ବନ୍ଦୀ ଅବସ୍ଥାରୁ ମୁକ୍ତ କରିବା।"

7:1 "ଆମ୍େଭ ଇଶ୍ରାେୟଲକୁ ସୁସ୍ଥ କରିବା। ତା'ପ େର େଲାକମାେନ ଜାଣିବେ େଯ ଇଫ୍ରଯିମ ପାପ କରିଥିଲା। ଶମରିଯାର ପାପ ଆଚରଣ ବିଷଯ େର େଲାକମାେନ ଜାଣିବେ। େସହି ସହର େର ଗ୍ଭେରମାେନ ୟାତାଯତ କରୁଛନ୍ତି େଲାକମାେନ ଜାଣିବେ। 2 େସମାନଙ୍କର େଦାଷକୁ ଆମ୍େଭ ସ୍ମରଣ କରିବା େସହି େଲାକମାେନ ବିଶ୍ବାସ କରନ୍ତି ନାହିଁ। େସମାେନ େଯଉଁ ମନ୍ଦ କାର୍ୟ୍ଯ ସବୁ ଗ୍ଭରିଆେଡ କରିଥିେଲ ଆମ୍େଭ ସ୍ପଷ୍ଟ ଭାବେର େଦଖି ପାରୁଛୁ। 3 େସମାନଙ୍କର ମନ୍ଦ କାର୍ୟ୍ଯ େସମାନଙ୍କର ରାଜାଙ୍କୁ ଖୁସୀ କେର। େସମାନଙ୍କର ମିଥ୍ଯା େସମାନଙ୍କର େନତାଙ୍କୁ ଆନନ୍ଦ ପ୍ରଦାନ କେର। 4 ସମସ୍ତ େଲାକମାେନ ବ୍ଯଭିଗ୍ଭରୀ ଅଟନ୍ତି। େସମାେନ େରାଟୀ ପ୍ରସ୍ତୁତକାରୀ ତନ୍ଦୁରର ଉତ୍ତପ୍ତଠାରୁ ଅଧିକ ଉତ୍ତପ୍ତ ଥିବା ତନ୍ଦୁର ଗ୍ଭରିପଟେ ଗ୍ଭଲନ୍ତି। େରାଟୀ ପ୍ରସ୍ତୁତକାରୀ ଅଟା ଦଳୁଥାଏ, େଯଉଁ ପର୍ୟ୍ଯନ୍ତ େରାଟୀ ଫୁଲି ପ୍ରସ୍ତୁତ ହୁଏ, େସ ଅଗ୍ନିକୁ ଉତ୍ତେଜିତ କେର ନାହିଁ। କିନ୍ତୁ େଲାକମାେନ ନିଜ ମେନାଭାବକୁ ଗରମ ରଖିଛନ୍ତି। 5 ଆମ୍ଭ ରାଜାଙ୍କ ରାଜତ୍ବକାଳ େର େସମାେନ ନିଆଁକୁ ଉତ୍ତପ୍ତ କରି ଗ୍ଭଲନ୍ତି। େସମାେନ େଭାଜି େର ପାନୀଯ ଦିଅନ୍ତି। ଦ୍ରାକ୍ଷାରସର ଉତ୍ତାପ େର ନେତୃମଣ୍ତଳୀ ଅସୁସ୍ଥ େହାଇପଡନ୍ତି। େତଣୁ ରାଜା ପରେମଶ୍ବରଙ୍କୁ ଉପହାସ କରୁଥିବା େଲାକମାନଙ୍କ ସହିତ ହାତ ମିଳାନ୍ତି। 6 କୋଇଲାକୁ ଚୁଲ୍ଲୀ େର େଦବାପରି େସମାେନ ତାଙ୍କର ହୃଦଯକୁ ମନ୍ଦ େଯାଜନା କରିବା ପାଇଁ ଏକତ୍ରୀତ କରନ୍ତି। ରାତ୍ରିସାରା େସମାନଙ୍କ ଉତ୍କଣ୍ଠା କୁହୁଳୁ ଥାଏ ଏବଂ ଏହା ପ୍ରଭାତ େର ଜ୍ବଳନ୍ତ ଅଗ୍ନିପରି ହୁଏ। 7 େସମାେନ ଉତ୍ତପ୍ତ ଚୁଲ୍ଲାପରି ହୁଅନ୍ତି। େସମାେନ େସମାନଙ୍କର ଶାସକକୁ ଧ୍ବଂସ କେଲ। ସମସ୍ତ ରାଜାଙ୍କର ପତନ େହଲା। େକୗଣସି ଜେଣ ବ୍ଯକ୍ତି େମାେତ ସାହାୟ୍ଯ ଭିକ୍ଷା କରି ନ ଥିେଲ।" 8 "ଇଫ୍ରଯିମ େଗାଷ୍ଠୀଗଣ ସହିତ ମିଶେ। େସ େସହି ପିଠା ସଦୃଶ ଯାହାର ଉଭୟ ପାଖ େସକା େହାଇନାହିଁ। 9 ଇଫ୍ରଯିମ, ଜାେଣ ନାହିଁ ତା'ର ଶକ୍ତି ବିଦେଶୀମାନଙ୍କ ଦ୍ବାରା ନିସ୍ତେଜ େହାଇୟାଇଛି। ତା'ର ବୃଦ୍ଧାବସ୍ଥା ଆସୁଛି େବାଲି େସ ଜାେଣ ନାହିଁ। 10 ଇଫ୍ରଯିମର ଗର୍ବ ତା' ବିରୁଦ୍ଧ େର ସାକ୍ଷୀ ଦିଏ। ଯଦିଓ େଲାକମାନଙ୍କର ଅନେକଗୁଡିଏ ଦୁଃଖ ଥିଲା, ତଥାପି େସମାେନ ସଦାପ୍ରଭୁଙ୍କ ନିକଟକୁ େଫରି ନଥିେଲ କି ସଦାପ୍ରଭୁଙ୍କର ସାହାୟ୍ଯ ମାଗି ନ ଥିେଲ। 11 େତଣୁ ଇଫ୍ରଯିମ ବିଗ୍ଭର ଶକ୍ତିହୀନ ନିର୍େବାଧ କେପାତ ପାଲଟି ୟାଇଛି। ତା'ର େଲାକମାେନ ମିଶରକୁ ସାହାୟ୍ଯ ଭିକ୍ଷା କେଲ ଓ ଅଶୂରକୁ ସାହାୟ୍ଯ ପାଇଁ ଗେଲ। 12 େସମାେନ େଯଉଁ େଯଉଁ େଦଶକୁ ସାହାୟ୍ଯ ପାଇଁ ଯିେବ ଆମ୍େଭ େସମାନଙ୍କ ଉପ େର ଆମ୍ଭର ଜାଲ ବିଛାଇ େଦବା ଏବଂ ଆକାଶର ପକ୍ଷୀକୁ ତଳକୁ ଆଣିଲା ପରି ତଳକୁ ଘେନି ଆସିବା। େସମାନଙ୍କର ଚୁକ୍ତି ପାଇଁ େସମାନଙ୍କୁ ଦଣ୍ତେଦବା। 13 େସମାନଙ୍କ ପାଇଁ ଏହା ଅତି ମନ୍ଦ େହବ। େସମାେନ ଆମ୍ଭଙ୍କୁ ପରିତ୍ଯାଗ କରିଥିେଲ ଏବଂ ଅମାନ୍ଯ କରିଥିେଲ। େତଣୁ େସମାେନ ବିନଷ୍ଟ େହେବ। ଆମ୍େଭ େସମାନଙ୍କୁ ରକ୍ଷା କରିଥିଲୁ କିନ୍ତୁ େସମାେନ ଆମ୍ଭ ବିରୁଦ୍ଧ େର ମିଥ୍ଯା କହୁଛନ୍ତି। 14 େସମାେନ େକେବ ଆନ୍ତରିକତା ସହ ଆମ୍ଭଙ୍କୁ ଡାକନ୍ତି ନାହିଁ। େସମାେନ େସମାନଙ୍କ ବିଛଣା େର କ୍ରନ୍ଦନ କରନ୍ତି। େଯେତେବେଳ େସମାେନ ମୂର୍ତ୍ତିଗୁଡିକୁ ଖାଦ୍ୟ ଓ ଦ୍ରାକ୍ଷାରସ ପାଇଁ ପୂଜା କରନ୍ତି। େସମାେନ ନିେଜ ନିଜକୁ ହତ୍ଯା କରନ୍ତି। କିନ୍ତୁ େସମାନଙ୍କ ଅନ୍ତରସବୁ େମାଠାରୁ ଦୂ େରଇ ୟାଇଛି। 15 ଯଦିଓ ଆମ୍େଭ େସମାନଙ୍କୁ ତାଲିମ େଦଇ ଶୃଙ୍ଖଳିତ କଲୁ ଓ େସମାନଙ୍କର ବାହୁକୁ ଶକ୍ତିଶାଳୀ କରାଇଲୁ, ତଥାପି େସମାେନ ଆମ୍ଭ ବିରୁଦ୍ଧ େର ମନ୍ଦ େଯାଜନା କେଲ। 16 କିନ୍ତୁ େସମାେନ ଆମ୍ଭ ନିକଟକୁ େଫରି ଆସିେଲ ନାହିଁ। େସମାେନ େଗାଟିଏ ତୃଟିପୂର୍ଣ୍ଣ ବୁମେରାଂ ପରି ବ୍ଯବହାର କେଲ। େସମାନଙ୍କର େନତାମାେନ େସମାନଙ୍କର ଶକ୍ତି ଉପ େର ବୃଥା ବଡିମା େଦଖାଉଥିେଲ କିନ୍ତୁ େସମାେନ ଖଣ୍ତା େର ନିହତ େହେବ ଏବଂ ମିଶରବାସୀଙ୍କ ଦ୍ବାରା ଉପହାସର ପାତ୍ର େହେବ।

8:1 "ତୂରୀ ବାଦନ କରି େଲାକମାନଙ୍କୁ ସତର୍କ କରିଦିଅ। ସଦାପ୍ରଭୁଙ୍କ ଗୃହ ଉପ େର ବାଜପକ୍ଷୀ ପରି ଜଗି ରୁହ। ଇଶ୍ରାେୟଲ ଅଧିବାସୀଗଣ ଆମ୍ଭ ଚୁକ୍ତି ଭଙ୍ଗ କରିଛନ୍ତି। େସମାେନ ଆମ୍ଭ ବ୍ଯବସ୍ଥା ବିଷଯକୁ ଅମାନ୍ଯ କରିଛନ୍ତି। 2 େସମାେନ ଆମ୍ଭକୁ ଚିତ୍କାର କରି କହନ୍ତି, ' େହ ପରେମଶ୍ବର ଆମ୍େଭ ଇଶ୍ରାେୟଲବାସୀ ତୁମ୍ଭକୁ ଜାଣୁ।' 3 କିନ୍ତୁ ଇଶ୍ରାେୟଲ ଭଲ ଜିନିଷ ଗ୍ରହଣ କରି ନଥିଲା। େତଣୁ ଶତୃମାେନ ତାକୁ ଆକ୍ରମଣ କରୁଛନ୍ତି। 4 ଇଶ୍ରାେୟଲୀୟମାେନ ତାଙ୍କର ରାଜା ବାଛିେଲ କିନ୍ତୁ େସମାେନ ଆମ୍ଭ ଉପେଦଶ ମାନି ନ ଥିେଲ। ଇଶ୍ରାେୟଲୀୟମାେନ େସମାନଙ୍କର େନତା ବାଛିେଲ କିନ୍ତୁ େସମାେନ ଆମ୍େଭ ଜାଣିଥିବା େଲାକକୁ ବାଛି ନଥିେଲ। େସମାେନ ସୁନା ରୂପା ବ୍ଯବହାର କରି େସମାନଙ୍କ ପାଇଁ ପ୍ରତିମା ଗଢିଲେ। େତଣୁ େସମାେନ ଧ୍ବଂସ େହେବ। 5 େହ ଶମରିଯା, ସଦାପ୍ରଭୁ ତୁମ୍ଭ ଦ୍ବାରା ପୂଜିତ େହଉଥିବା ବାଛୁରୀ ମୂର୍ତ୍ତିକୁ ପ୍ରତ୍ଯାଖ୍ଯାନ କେଲ। ପରେମଶ୍ବର କହନ୍ତି, 'ଆମ୍େଭ ଇଶ୍ରାେୟଲୀୟମାନଙ୍କ ଉପ େର ଅତ୍ଯନ୍ତ େକାର୍ଧାନ୍ବିତ।' େସମାେନ େସମାନଙ୍କର ପାପ ପାଇଁ ଦଣ୍ତିତ େହେବ। େକେତକ ଶ୍ରମିକ େସହି ମୂର୍ତ୍ତି ନିର୍ମାଣ କରିଥିେଲ। େସମାେନ କିନ୍ତୁ ଈଶ୍ବର ନୁହଁନ୍ତି। ଶମରିଯାର ବାଛୁରୀ ମୂର୍ତ୍ତିଗୁଡିକ ଖଣ୍ତ ବିଖଣ୍ତ େହାଇ ଭାଙ୍ଗିୟିବ। 6 7 ଇଶ୍ରାେୟଲୀୟମାେନ େଗାଟିଏ ନିର୍େବାଧ କାମ କେଲ। େସମାେନ ବାଯୁ େର ଗଛ ଲଗାଇବାକୁ େଚଷ୍ଟା କରୁଥିେଲ। େସମାେନ କେବଳ ହିଁ ଦୁଃଖ ପାଇେବ। େସମାେନ ଘୂର୍ଣ୍ଣିବାତ୍ଯାକୁ ନିମନ୍ତ୍ରଣ କେଲ। ଜମି େର ଉତ୍ପନ୍ନ େହଉଥିବା ଶସ୍ଯ ଖାଦ୍ୟ େଯାଗଇବ ନାହିଁ। ଏପରି ଯଦି କିଛି ଉତ୍ପନ୍ନ େହଲା େତେବ ତାକୁ ଅଜଣା େଲାକ ଭକ୍ଷଣ କରିେବ। 8 ଇଶ୍ରାେୟଲ ଧ୍ବଂସ େହାଇୟାଇଛି। େକହି ବ୍ଯବହାର କରିବାକୁ ଗ୍ଭହୁଁନଥିବା ଅଦରକାରୀ ୟନ୍ତ୍ର ପରି ଇଶ୍ରାେୟଲର େଲାକମାେନ େଦଶର ଗ୍ଭରିଆେଡ ବିଛାଡି େହାଇଗେଲ। 9 େଗାଟିଏ ବନ୍ଯ ଗଧ ନିଜ ସାଥି େଖାଜିବାକୁ ଗଲାପରି, ଇଫ୍ରଯିମ ଅଶୂରକୁ ୟାଇଛନ୍ତି। େସମାେନ ନିଜ ପାଇଁ 'ପ୍ େରମିକମାନଙ୍କୁ' ଭଡା େର ଆଣିଛନ୍ତି। 10 ୟଦ୍ଯପି ଇଶ୍ରାେୟଲ ଅନ୍ୟ ରାଷ୍ଟ୍ରମାନଙ୍କରୁ 'ପ୍ େରମିକମାନଙ୍କୁ' ଭଡା େର ଆଣିେଲ। ଆମ୍େଭ ତାକୁ ବିଗ୍ଭର ପାଇଁ ଏକତ୍ରୀତ କରିବା। େସମାେନ ରାଜାମାନଙ୍କ ଓ ରାଜକୁମାରମାନଙ୍କଠାରୁ ଖୁବ୍ ଶୀଘ୍ର ହଇରାଣ ଓ ଅତ୍ଯାଗ୍ଭରିତ େହେବ। 11 ଇଫ୍ରଯିମ ପାପପୂର୍ଣ୍ଣ ମୂର୍ତ୍ତି ପୂଜା କରିବା ପାଇଁ ଅଧିକରୁ ଅଧିକ ୟଜ୍ଞବେଦୀ ନିର୍ମାଣ କଲା। ତା' ପାଇଁ ଏଗୁଡିକ ପାପ କରିବାର ୟଜ୍ଞବେଦୀ େହାଇଛି। 12 ଏପରିକି ଆମ୍େଭ ଇଫ୍ରଯିମ ପାଇଁ 10,000 ନିଯମ େଲଖିେଲ ମଧ୍ଯ େସ େସଗୁଡିକ ଅଜଣା ଦ୍ରବ୍ଯ ପରି ବିବେଚନା କରିବ। 13 ଇଶ୍ରାେୟଲୀୟମାେନ ବଳିଦାନକୁ ଭଲ ପାଆନ୍ତି। େସ ମାଂସ ଅର୍ପଣ କରି ତାକୁ ଭକ୍ଷଣ କରନ୍ତି। ସଦାପ୍ରଭୁ େସମାନଙ୍କର ବଳିଦାନକୁ ଗ୍ରହଣ କରନ୍ତି ନାହିଁ। େସ େସମାନଙ୍କର ପାପକୁ ମେନ ରଖନ୍ତି। ଏଥିପାଇଁ େସ େସମାନଙ୍କୁ ଦଣ୍ତ େଦେବ ଏବଂ େସମାେନ ବନ୍ଦୀ ଭାବେର ମିଶରକୁ ପ୍ େରରିତ େହେବ। 14 ଇଶ୍ରାେୟଲ ରାଜାଙ୍କର ଅଟ୍ଟାଳିକା ନିର୍ମାଣ କେଲ କିନ୍ତୁ ସୃଷ୍ଟିକର୍ତ୍ତାଙ୍କୁ ଭୁଲିଗେଲ। ବର୍ତ୍ତମାନ ଯିହୁଦା ସୁଦୃଢ ଦୁର୍ଗ ନିର୍ମାଣ କରିବ ଯାହାକୁ ଆମ୍େଭ ଅଗ୍ନି ପଠାଇ େସହି ସୁଦୃଢ ଦୁର୍ଗକୁ େପାଡି଼ ଧ୍ବଂସ କରିବା।"

9:1 େହ ଇଶ୍ରାେୟଲ, େକୗଣସି ଉତ୍ସବ ପାଳନ କର ନାହିଁ। ଅନ୍ୟ େଦଶପରି ଖୁସି ହୁଅ ନାହିଁ। ତୁମ୍େଭ ଜେଣ ଗଣିକା ପରି ବ୍ଯବହାର କଲ ଓ ପରେମଶ୍ବରଙ୍କୁ ଭୁଲିଗଲ। ତୁମ୍େଭମାେନ ପ୍ରତି ଶସ୍ଯଖଳା େର ୟୌନ ଅପରାଧମୂଳକ ପାପ କଲ। 2 କିନ୍ତୁ େସହି ଖଳାର ଶସ୍ଯ ଇଶ୍ରାେୟଲକୁ ପ୍ରଚୁର ଖାଦ୍ୟ ଦେବ ନାହିଁ। େସଠା େର ମଧ୍ଯ ପ୍ରଚୁର ଦ୍ରାକ୍ଷାରସ ଇଶ୍ରାେୟଲ ପାଇଁ େହବ ନାହିଁ। 3 ଇଶ୍ରାେୟଲୀୟମାେନ ସଦାପ୍ରଭୁଙ୍କ ରାଜ୍ଯ େର ରହିପାରିେବ ନାହିଁ। ଇଫ୍ରଯିମ ମିଶରକୁ େଫରିବ। ଅଶୂରର େଯଉଁ ଖାଦ୍ୟ ଖାଇବାକୁ ମନା େସହି ଖାଦ୍ୟ େସମାେନ ଖାଇବେ। 4 ଇଶ୍ରାେୟଲୀୟମାେନ ସଦାପ୍ରଭୁଙ୍କୁ ଦ୍ରାକ୍ଷାରସ ନୈବେଦ୍ଯ ଉତ୍ସର୍ଗ କରିେବ ନାହିଁ। େସମାେନ ତାଙ୍କୁ ବଳିଦାନ ଉତ୍ସର୍ଗ କରିେବ ନାହିଁ। େସମାନଙ୍କର ବଳିଦାନ ଉତ୍ସର୍ଗ ଶ୍ରାଦ୍ଧ େର ଖାଦ୍ୟ ଭକ୍ଷଣ ପରି େହବ। େଯ ଏହାକୁ ଭକ୍ଷଣ କରିବ େସ ଅପବିତ୍ର େହବ। େସମାନଙ୍କର େରାଟୀ ସଦାପ୍ରଭୁଙ୍କ ମନ୍ଦିରକୁ ୟିବ ନାହିଁ। େସମାେନ ନିେଜ େସହି େରାଟୀକୁ ଭକ୍ଷଣ କରିେବ। 5 େସମାେନ ସଦାପ୍ରଭୁଙ୍କ ନିମନ୍େତ େକୗଣସି ପର୍ବ ବା ଉତ୍ସବ ପାଳନ କରିବାକୁ କ୍ଷମ େହେବ ନାହିଁ। 6 ଇଶ୍ରାେୟଲର େଲାକମାେନ ଛାଡି ଗ୍ଭଲିଗେଲ କାରଣ ଶତୃ େସମାନଙ୍କଠାରୁ ସବୁକିଛି େନଇଗଲା। ମେମ୍ପିସ େସମାନଙ୍କୁ ସମାଧି ଦେବ। େସମାନଙ୍କର େର ୗପ୍ୟ ଭଣ୍ତାର େର ଅନାବନା ଘାସ ବଢିବ। ଇଶ୍ରାେୟଲୀୟର ବାସସ୍ଥଳ େର କଣ୍ଟା ଉତ୍ପନ୍ନ େହବ। 7 ଭବିଷ୍ଯଦ୍ବକ୍ତା କହନ୍ତି, "ଇଶ୍ରାେୟଲ ଏହି ନୀତିଗୁଡିକ ଶିକ୍ଷାକର। ଦଣ୍ତ ପାଇବା ସମୟ ଆସିୟାଇଛି। ତୁମ୍େଭ େଯଉଁ ମନ୍ଦ କାର୍ୟ୍ଯ କରିଥିଲ ତା'ର ଫଳ ପାଇବା ସମୟ ଆସି ୟାଇଛି।" କିନ୍ତୁ ଇଶ୍ରାେୟଲର େଲାେକ କହନ୍ତି, "ଭବିଷ୍ଯଦ୍ବକ୍ତା ଜେଣ ନିର୍ େବାଧ। ପରେମଶ୍ବରଙ୍କ ଆତ୍ମା ସହିତ ଏହି ବ୍ଯକ୍ତି ପାଗଳ।" ଭବିଷ୍ଯଦ୍ବକ୍ତା କହନ୍ତି, "ତୁମ୍େଭମାେନ ତୁମ୍ଭମାନଙ୍କ ଜଘନ୍ଯ ପାପ ଲାଗି ଦଣ୍ତିତ େହବ। ତୁମ୍ଭମାନଙ୍କ ଘୃଣା ଭାବ େଯାଗୁଁ ଦଣ୍ତିତ େହବ।" 8 ଭବିଷ୍ଯଦ୍ବକ୍ତା ଇଫ୍ରଯିମ, େମାରପରେମଶ୍ବରଙ୍କ େଲାକ ଉପ େର ଜଗୁଆଳି ଅେଟ। କିନ୍ତୁ ପଥ ମଧିଅେର ଅନେକ ଫାଶ ଅଛି ଏବଂ େଲାକମାେନ ଭବିଷ୍ଯତ୍ବକ୍ତାଙ୍କୁ ଘୃଣା କରନ୍ତି। ଏପରିକି ତାଙ୍କ ପରେମଶ୍ବରଙ୍କ ଘ େର ମଧ୍ଯ ଶତୃତା ରହିଛି। 9 ଗିବିଯାର ସମୟ ପରି ଇଶ୍ରାେୟଲୀୟମାେନ ଧ୍ବଂସର ଗଭୀରତମ ସ୍ଥାନକୁ ଗ୍ଭଲି ୟାଇଛନ୍ତି। ସଦାପ୍ରଭୁ େସମାନଙ୍କର ପାପକୁ ସ୍ମରଣ କରିେବ। େସ େସମାନଙ୍କ ପାପ ଲାଗି ଦଣ୍ତ େଦେବ। 10 େସହି ସମୟେର ଆମ୍େଭ ଇଶ୍ରାେୟଲକୁ ପାଇଲୁ, େସମାେନ ମରୁଭୂମିେର େସତଜ ଦ୍ରାକ୍ଷାଲତା ସଦୃଶ ଥିେଲ। େସମାେନ ଡିମିରି ଗଛର ପ୍ରଥମ ଫଳ ସଦୃଶ ଥିେଲ। କିନ୍ତୁ େସମାେନ େଯେତେବେଳ ବାଲ-ପିେୟାର ନିକଟକୁ ଆସିେଲ େସମାେନ ଲଜ୍ଜାସ୍ପଦ ମୂର୍ତ୍ତିଗୁଡିକୁ ଭକ୍ତି କେଲ। ତା'ପ େର େସମାେନ ଭଲ ପାଉଥିବା ଜିନିଷଗୁଡିକ ଘୃଣ୍ଯ େହଲା। 11 ଇଫ୍ରଯିମର େଗୗରବ ପକ୍ଷୀ ସଦୃଶ ଉଡିୟିବ। ଅଧିକ ଗର୍ଭଧାରଣ େହବନାହିଁ, ଅଧିକ ଶିଶୁ ଜନ୍ମ େହେବନାହିଁ। 12 ଯଦିଓ ଇଶ୍ରାେୟଲୀୟମାେନ ଅଧିକ ସନ୍ତାନ ଇଚ୍ଛା କରିେବ ଏହା େସମାନଙ୍କୁ ସାହାୟ୍ଯ କରିବ ନାହିଁ। ଆମ୍େଭ େସମାନଙ୍କଠାରୁ େସମାନଙ୍କର ପିଲାମାନଙ୍କୁ େନଇୟିବା। ଆମ୍େଭ େସମାନଙ୍କୁ ପରିତ୍ଯାଗ କରିବା। ଫଳ େର େସମାନଙ୍କର ଦୁଃଖ ବ୍ଯତୀତ ଆଉ କିଛି ରହିବ ନାହିଁ। 13 ଆମ୍େଭ େଦଖିପାରୁଛୁ ଇଫ୍ରଯିମ ତା'ର ପିଲାମାନଙ୍କୁ ୟନ୍ତା ମଧ୍ଯକୁ ନେଉଛି। ଇଫ୍ରଯିମ ତା'ର ପିଲାମାନଙ୍କୁ ଘାତକ ନିକଟକୁ ଆଣୁଛି। 14 ସଦାପ୍ରଭୁ, ତୁମ୍େଭ ଯାହା ଗ୍ଭହଁ ତାହା େସମାନଙ୍କୁ ଦିଅ। ଶିଶୁହରା ଗର୍ଭଶଯ େସମାନଙ୍କୁ ଦିଅ, କ୍ଷୀର ବାହାରୁନଥିବା ସ୍ତନ େସମାନଙ୍କୁ ଦିଅ। 15 େସମାନଙ୍କର ସମସ୍ତ ମନ୍ଦ କାର୍ୟ୍ଯ ଗିଲ୍ଗଲ୍ େର ଅଛି। ଆମ୍େଭ େସମାନଙ୍କୁ େସଠା େର ଘୃଣା କରିବା ଆରମ୍ଭ କଲୁ। ଆମ୍ଭର ଗୃହ ପରିତ୍ଯାଗ କରିବାକୁ ଆମ୍େଭ େସମାନଙ୍କୁ ବାଧ୍ଯ କରିବା, କାରଣ େସମାେନ ମନ୍ଦ କାର୍ୟ୍ଯ କରନ୍ତି। ଆମ୍େଭ େସମାନଙ୍କୁ ଆଉ ଭଲ ପାଇବା ନାହିଁ। େସମାନଙ୍କର େନତାମାେନ ବିଦ୍ରୋହି, େସମାେନ ଆମ୍ଭର ବିରୁଦ୍ଧ େର ୟାଇଛନ୍ତି। 16 ଇଫ୍ରଯିମ ଦଣ୍ତିତ େହବ। େସମାନଙ୍କର ମୂଳ ମରିୟାଇଛି। େସମାନଙ୍କର ଆଉ ଅଧିକ ସନ୍ତାନ େହେବ ନାହିଁ। େସମାେନ ସନ୍ତାନ ଜନ୍ମ କରି ପାରନ୍ତି। କିନ୍ତୁ େସମାନଙ୍କର ମହାନ୍ ସନ୍ତାନଙ୍କୁ ଆମ୍େଭ ହତ୍ଯା କରିବା। 17 ଏହି େଲାକମାେନ େମାର ପରେମଶ୍ବରଙ୍କ କଥା ଶୁଣିେଲ ନାହିଁ, େତଣୁ ପ୍ରଭୁ େସମାନଙ୍କ କଥା ଶୁଣିେବ ନାହିଁ। େସମାେନ ବସହରା େହାଇ ୟାୟାବର ପରି ଏଣେତେଣେ େଦଶର ସବୁଆେଡ ବୁଲିବେ।

10:1 ଇଶ୍ରାେୟଲ ଦ୍ରାକ୍ଷାଲତା ସଦୃଶ ପ୍ରଚୁର ଫଳ ଧାରଣ କେର। କିନ୍ତୁ େଯେତେବେଳ ଇଶ୍ରାେୟଲ ଅଧିକ ଜିନିଷ ଲାଭକେଲ େସେତେବେଳ େସ ଭଣ୍ତ େଦବତାଙ୍କ ପୂଜା ପାଇଁ ଅଧିକ ୟଜ୍ଞବେଦୀ ନିର୍ମାଣ କେଲ। ତାଙ୍କର ରାଜ୍ଯ ଅଧିକ ଭଲ େହଲା। େତଣୁ େସ ଭଣ୍ତ େଦବତାଙ୍କ ପୂଜାଲାଗି ଅତିସୁନ୍ଦର ପଥରମାନ ସ୍ଥାପନ କେଲ। 2 ଇଶ୍ରାେୟଲର େଲାକମାେନ ପରେମଶ୍ବରଙ୍କୁ ଠକିବାକୁ ଚୋଷ୍ଟା କେଲ କିନ୍ତୁ ବର୍ତ୍ତମାନ େସମାେନ େସମାନଙ୍କର େଦାଷ ସ୍ବୀକାର କରିେବ। ସଦାପ୍ରଭୁ େସମାନଙ୍କର ୟଜ୍ଞବେଦୀକୁ ଭାଙ୍ଗି େଦେବ। େସ େସମାନଙ୍କର ସ୍ମୃତିସ୍ତମ୍ଭକୁ ଧ୍ବଂସ କରି େଦେବ। 3 ବର୍ତ୍ତମାନ ଇଶ୍ରାେୟଲୀୟମାେନ କୁହନ୍ତି, "ଆମ୍ଭମାନଙ୍କର ରାଜା ନାହାନ୍ତି। ଆମ୍େଭ ସଦାପ୍ରଭୁଙ୍କୁ ସମ୍ମାନ କରୁନାହୁଁ ଏବଂ ତାଙ୍କର ରାଜା ଆମ୍ଭମାନଙ୍କର କିଛି କରିପାରିେବ ନାହିଁ।" 4 େସମାେନ ଶପଥ ନିଅନ୍ତୁ କିନ୍ତୁ େସମାେନ କେବଳ ମିଥ୍ଯା କୁହନ୍ତୁ। େସମାେନ େସମାନଙ୍କର ଶପଥ ରକ୍ଷା କରନ୍ତି ନାହିଁ। େସମାେନ ଚୁକ୍ତି କରନ୍ତି। େସଥିପାଇଁ ନ୍ଯାଯ କୃଷିକ୍ଷେତ୍ର େର ବିଷାକ୍ତ ଅନାବନା ଘାସ ପରି ବଢେ। 5 ଶମରିଯର େଲାକମାେନ ବୈଥ୍-ଆବନର ବାଛୁରୀମାନଙ୍କୁ ପୂଜା କରନ୍ତି। େସହି େଲାକମାେନ ପ୍ରକୃତ େର କାନ୍ଦିବେ। ଯାଜକମାେନ ମଧ୍ଯ ପ୍ରକୃତ େର କାନ୍ଦିବେ। କାହିଁକି? କାରଣ େସମାନଙ୍କର ସୁନ୍ଦର ପ୍ରତିମା ଗ୍ଭଲିଗଲା। ତାକୁ ଦୂ େରଇ ନିଆଗଲା। 6 ଅଶୂରକୁ ମହାନ୍ ରାଜାଙ୍କ ଉପହାର ସ୍ବରୂପ ଏହାକୁ ନିଆଗଲା। େସ ଇଫ୍ରଯିମଙ୍କର ଲଜ୍ଜାଜନକ ପ୍ରତିମା ରଖିବ। ଇଶ୍ରାେୟଲ ତା'ର ମୂର୍ତ୍ତି ପାଇଁ ଲଜ୍ଜିତ େହବ। 7 ପାଣି େର େଗାଟିଏ କାଠଖଣ୍ତ ଭାସି ଗଲାପରି, ଶମରିଯାର ରାଜା ଧ୍ବଂସ େହେବ। 8 ଇଶ୍ରାେୟଲ ବହୁ ପାପ କଲା ଏବଂ ବହୁତ ଉଚ୍ଚସ୍ଥାନ ନିର୍ମାଣ କଲା। ଆବେନ୍ର ଉଚ୍ଚସ୍ଥାନଗୁଡିକ ଧ୍ବଂସ େହବ। େସମାନଙ୍କର ୟଜ୍ଞବେଦୀ ଉପ େର କଣ୍ଟା ଓ ଅନାବନା ଘାସ ଜନ୍ମିବ। ତା'ପ େର େସମାେନ ପର୍ବତଗୁଡିକୁ କହିେବ, "ଆମ୍ଭମାନଙ୍କୁ ଆବୃତ୍ତ କର" ଏବଂ ପାହାଡଗୁଡିକୁ କହିେବ, "ଆମ୍ଭମାନଙ୍କ ଉପ େର ପଡିୟାଅ।" 9 ଇଶ୍ରାେୟଲ, ତୁମ୍େଭ ଗିବିଯାଙ୍କ ସମୟରୁ ପାପ କରି ଗ୍ଭଲିଛ ଏବଂ ତୁମ୍ଭ େଲାକମାେନ େସଠା େର ଲଗାତାର ପାପ କରି ଗ୍ଭଲିଛନ୍ତି। ୟୁଦ୍ଧ ପ୍ରକୃତ େର େସହି ମନ୍ଦ େଲାକମାନଙ୍କୁ ଗିବିଯା େର ଧରିବ। 10 ମୁଁ େସମାନଙ୍କୁ ଦଣ୍ତ େଦବାକୁ ଆସିବି। େଦଶଗୁଡିକୁ ମିଳିତ ଭାବେର େସମାନଙ୍କ ବିରୁଦ୍ଧ େର ଯିେବ। େସମାେନ ଇଶ୍ରାେୟଲ ଅଧିବାସୀଙ୍କୁ େସମାନଙ୍କର ଦୁଇଗୁଣା ପାପ ପାଇଁ ଦଣ୍ତ େଦେବ। 11 ଇଫ୍ରଯିମ ତାଲିମପ୍ରାପ୍ତ ଗାଈ ପରି ଖଳା େର ଶସ୍ଯ ଉପ େର ବିଚରଣ କରିବାକୁ ଭଲପାଏ। ଆମ୍େଭ େଗାଟିଏ ଭଲ ୟୁଆଳି ତା' କାନ୍ଧ େର ପକାଇବା। ଆମ୍େଭ ତାକୁ ଦଉଡି େର ବାନ୍ଧିବା। ତା'ପ େର ଯିହୁଦା ହଳ ଆରମ୍ଭ କରିବ। ଯାକୁବ ନିେଜ ଭୂମିକୁ ଫଟାଇବ। 12 ତୁମ୍େଭ ଯଦି ଭଲପଣିଆ ବୁଣିବ େତେବ ପ୍ରକୃତ ପ୍ େରମ ଅମଳ କରିବ। ଭୂମିକୁ ହଳ କରିବ ଏବଂ ସଦାପ୍ରଭୁଙ୍କ ସହିତ ଅମଳ କରିବ। ପ୍ରଭୁ ଆସିେବ ଏବଂ ତୁମ୍ଭମାନଙ୍କ ଉପ େର ଭଲ ଜିନିଷ ବର୍ଷା ପରି ପକାଇେବ। 13 କିନ୍ତୁ ତୁମ୍େଭମାେନ ମନ୍ଦ ଜିନିଷ ଲଗାଇଲ ଏବଂ ତୁମ୍େଭମାେନ ଦୁଃଖ ଅମଳ କଲ। ତୁମ୍ଭ ମିଥ୍ଯାର ଫଳ ତୁମ୍େଭ ଭକ୍ଷଣ କଲ। କାହିଁକି? କାରଣ ତୁମ୍େଭମାେନ ତୁମ୍ଭ ଶକ୍ତି ଓ ସୈନ୍ଯବାହିନୀ ଉପ େର ବିଶ୍ବାସ ରଖିଛ। 14 େତଣୁ ତୁମ୍ଭମାନଙ୍କର ସୈନ୍ଯବାହିନୀ ୟୁଦ୍ଧର ଶଦ୍ଦ ଶୁଣିେବଏବଂ ତୁମ୍ଭମାନଙ୍କର ସମସ୍ତ ଦୁର୍ଗ ଧ୍ବଂସ ପାଇବ। ଶଲମନ ବୈଥ୍-ଅରବେଲକୁ ଧ୍ବଂସ କଲାପରି ଏହା ଘଟିବ। ୟୁଦ୍ଧ ସମୟେର ମାଆମାନଙ୍କୁ େସମାନଙ୍କର ପିଲାମାନଙ୍କ ସହିତ ହତ୍ଯା କରାଗଲା। 15 ବୈଥେଲ ତୁମ୍ଭର ଦୁଷ୍ଟାମୀ େଯାଗୁଁ ଏହିପରି େହବ। େଯେତେବେଳ ସକାଳ େହବ ଇଶ୍ରାେୟଲର ରାଜା ସମ୍ପୂର୍ଣ୍ଣ ଧ୍ବଂସ େହେବ।"

11:1 ସଦାପ୍ରଭୁ କହିେଲ, "ଇଶ୍ରାେୟଲ ବାଲ୍ଯ ଥିଲା େବେଳ ଆମ୍େଭ ତା'କୁ ଭଲ ପାଉଥିଲୁ। ଆମ୍େଭ ମିଶରକୁ ପୁଅ େବାଲି ଡାକୁଥିଲୁ। 2 କିନ୍ତୁ ଇଶ୍ରାେୟଲକୁ େଯେତ ଅଧିକ ନିଜର କଲୁ ଇଶ୍ରାେୟଲ େେସତ ଅଧିକ ଆମ୍ଭଠାରୁ ଦୂ େରଇଗଲା। ଇଶ୍ରାେୟଲୀୟମାେନ ବାଲ୍ଦେବଗଣଙ୍କ ଉଦେଶ୍ଯ େର ବଳି େଦେଲ। େସମାେନ ପ୍ରତିମା ନିକଟେର ଧୂପ େଦେଲ। 3 "ଆମ୍େଭ ଇଫ୍ରଯିମକୁ ଗ୍ଭଲିବା ଶିଖାଇଲୁ। ଆମ୍େଭ ଇଶ୍ରାେୟଲୀୟଙ୍କୁ ଆମ୍ଭର ବାହୁ େର େନଇଥିଲୁ। ଆମ୍େଭ େସମାନଙ୍କୁ ସୁସ୍ଥ କଲୁ। କିନ୍ତୁ େସମାେନ ତାହା ଅନୁଭବ କେଲ ନାହିଁ। 4 ଆମ୍େଭ େସମାନଙ୍କୁ ରଜ୍ଜୁ େର ବାନ୍ଧିଥିଲୁ, କିନ୍ତୁ ତାହା ଥିଲା ପ୍ େରମର ରଜ୍ଜୁ। ଆମ୍େଭ ଜେଣ ବ୍ଯକ୍ତିପରି େସମାନଙ୍କୁ ମୁକ୍ତ କଲୁ। ଆମ୍େଭ ନମ୍ର େହଲୁ ଓ େସମାନଙ୍କୁ ଖୁଆଇଲୁ। 5 "ଇଶ୍ରାେୟଲୀୟମାେନ ପରେମଶ୍ବରଙ୍କ ନିକଟକୁ େଫରିବାକୁ ମନା କେଲ। େତଣୁ େସଥିପାଇଁ େସମାେନ ମିଶର ଯିେବ। ଅଶୂରର ରାଜା େସମାନଙ୍କର ରାଜା େହେବ। 6 ଖଣ୍ତା େସମାନଙ୍କ ନଗର ବିରୁଦ୍ଧ େର ଝୁଲିବ। ଏହା େସମାନଙ୍କର ଶକ୍ତିଶାଳୀ େଲାକଙ୍କୁ ହତ୍ଯା କରିବ। ଏହା େସମାନଙ୍କର େନତାମାନଙ୍କୁ ଧ୍ବଂସ କରିବ। 7 "ଆମ୍ଭର େଲାକମାେନ ଆମ୍ଭ ନିକଟକୁ େଫରିବାକୁ ଆଶା କରନ୍ତି। େସମାେନ ଉର୍ଦ୍ଧ୍ବକୁ ଡାକିବେ। କିନ୍ତୁ େକହି େସମାନଙ୍କୁ ସାହାୟ୍ଯ କରିେବ ନାହିଁ।" 8 ଇଫ୍ରଯିମ, ଆମ୍େଭ ତୁମ୍ଭକୁ ପରିତ୍ଯାଗ କରିବାକୁ ଗ୍ଭହୁଁ ନାହୁଁ। ଇଶ୍ରାେୟଲ, ଆମ୍େଭ ତୁମ୍ଭର ସୁରକ୍ଷା ଗ୍ଭହୁଁ। ଅଦ୍ମାର ଓ ସବୋଯିମ୍ ପରି ତୁମ୍ଭକୁ େହବାକୁ ଆମ୍େଭ ଗ୍ଭହୁଁ ନାହୁଁ। ଆମ୍ଭର ମନକୁ ପରିବର୍ତ୍ତନ କରିଛୁ। ଆମ୍ଭର ପ୍ େରମ ତୁମ୍ଭ ପାଇଁ ଅତି ଶକ୍ତିଶାଳୀ ଅେଟ। 9 ଆମ୍େଭ ଆପଣା ଭୟଙ୍କର େକାରଧଭାବକୁ ପ୍ରକାଶ କରିବା ନାହିଁ। ଇଫ୍ରଯିମକୁ ପୁନର୍ବାର ଧ୍ବଂସ କରିବା ନାହିଁ। ଆମ୍େଭ ପରେମଶ୍ବର, ମାନବ େନାହୁଁ। ଆମ୍େଭ ତୁମ୍ଭର ମଧ୍ଯବର୍ତ୍ତୀ ଧର୍ମସ୍ବରୂପ ଅଟୁ। ଆମ୍ଭର େକାର୍ଧ େଦଖାଇବା ନାହିଁ। 10 ଆମ୍େଭ େଗାଟିଏ ସିଂହ ସଦୃଶ ଗର୍ଜ୍ଜନ କରିବା। ଆମ୍ଭର ପିଲାମାେନ ଆସିେବ ଓ ଆମ୍ଭଙ୍କୁ ଅନୁସରଣ କରିେବ। ଏହି ପିଲାମାେନ ଭୟ େର ଥରିଥରି ପଶ୍ଚିମରୁ ଆସିେବ। 11 େସମାେନ ମିଶରରୁ ପକ୍ଷୀ ସଦୃଶ ଥରିଥରି ଆସିେବ। ଅଶୂରୀଯରୁ କେପାତ ପରି ଥରିଥରି ଆସିେବ। ଏବଂ ଆମ୍େଭ େସମାନଙ୍କୁ ଗୃହକୁ ଫେରାଇ ନେବା େବାଲି ସଦାପ୍ରଭୁ କହିେଲ।" 12 "ଇଫ୍ରଯିମ ମିଥ୍ଯା େର ଆମ୍ଭର ଗ୍ଭରିପାଖ େର ଘେରିଗଲା। ଇଶ୍ରାେୟଲର ପରିବାର ଆମ୍ଭ ପ୍ରତି ବିଶ୍ବାସଘାତକତା କରିଛନ୍ତି।

12:1 ଇଫ୍ରଯିମ ପବନ ଏକତ୍ର କରୁଛନ୍ତି। ଇଶ୍ରାେୟଲ ଦିନସାରା "ପବନକୁ ଅନୁସରଣ" କେର। େଲାକମାେନ ଅଧିକରୁ ଅଧିକ ମିଥ୍ଯା କୁହନ୍ତି। ଅଧିକ ଗ୍ଭେରି କରନ୍ତି। େସମାେନ ଅଶୂର ସହିତ ଚୁକ୍ତି କରିଛନ୍ତି ଏବଂ େସମାେନ ମିଶରକୁ ଅଲିଭ ତେଲ ଆଣୁଛନ୍ତି। 2 ସଦାପ୍ରଭୁ କୁହନ୍ତି, "ଆମ୍ଭର ଯିହୁଦା ବିପକ୍ଷ େର ଏକ ୟୁକ୍ତି ଅଛି। ଯାକୁବ ତା'ର କୁପଥଗୁଡିକ ପାଇଁ ନିଶ୍ଚିତ ଭାବେର ଦଣ୍ତ ପାଇବ। େସ ମନ୍ଦ କାର୍ୟ୍ଯ ପାଇଁ େସ ନିଶ୍ଚିତ ଭାବେର ଦଣ୍ତିତ େହବ। 3 ଯାକୁବ ମାତୃଗର୍ଭ େର ଥିଲା ଏବଂ ତା'ର ଭାଇ ସହିତ କୌଶଳ କରିଥିଲା। େସ େଗାଟିଏ ଶକ୍ତିଶାଳୀ ୟୁବକ ଥିଲା ଏବଂ େସେତେବେଳ େସ ପରେମଶ୍ବରଙ୍କ ସହିତ ଲଢୁଥିଲା। 4 ଯାକୁବ ପରେମଶ୍ବରଙ୍କ ଦୂତ ସହିତ ମଲ୍ଲୟୁଦ୍ଧ କରୁଥିଲା ଏବଂ ଜିତୁଥିଲା। େସ ଚିତ୍କାର କରି ପ୍ରଭୁକୃପା ମାଗୁଥିଲା। ଏହା ବୈଥଲ୍ େର ଘଟିଥିଲା। େସହିସ୍ଥାନ େର େସ ପରେମଶ୍ବରଙ୍କୁ ପାଇଲା ଓ ତାଙ୍କ ସହିତ କଥା େହଲା। 5 ହଁ, ସଦାପ୍ରଭୁ ସୈନ୍ଯବାହିନୀର ପରେମଶ୍ବର ଅଟନ୍ତି। ତାଙ୍କର ନାମ ସଦାପ୍ରଭୁ। 6 େତଣୁ ତୁମ୍େଭମାେନ େସହି ପରେମଶ୍ବରଙ୍କ ନିକଟକୁ େଫରିଆସ। ତାଙ୍କ ପ୍ରତି ବିଶ୍ବସ୍ତ ହୁଅ। ଠିକ୍ କାର୍ୟ୍ଯ କର। ସର୍ବଦା ପରେମଶ୍ବରଙ୍କଠା େର ବିଶ୍ବାସ ରଖ। 7 "ଯାକୁବ ଜେଣ ପ୍ରକୃତ ବ୍ଯବସାଯୀ। େସ ଏପରିକି ତା'ର ବନ୍ଧୁଙ୍କୁ ମଧ୍ଯ ଠକେ। ଏପରିକି ତାଙ୍କ ନିକିତି ମଧ୍ଯ ମିଛ କ େହ। 8 ଇଫ୍ରଯିମ କହିେଲ, 'ମୁଁ ଧନୀ, ମୁଁ ପ୍ରକୃତ ଧନ ଲାଭ କରିଛି। େକୗଣସି ବ୍ଯକ୍ତି େମାର ଅପରାଧ ଜାଣିବ ନାହିଁ। େକହି ମଧ୍ଯ େମାର ପାପ ଜାଣିପାରିବ ନାହିଁ।' 9 "ମିଶର େର ଥିଲା ସମୟରୁ ଆମ୍େଭ ତୁମ୍ଭମାନଙ୍କର ପରେମଶ୍ବର ଅଟୁ। ତୁମ୍େଭମାେନ ଉତ୍ସବ ଦିନ େର କଲାପରି ଆମ୍େଭ ତୁମ୍ଭମାନଙ୍କୁ ତମ୍ବୁ େର ରଖିବା। 10 ଆମ୍େଭ ଭବିଷ୍ଯଦ୍ବକ୍ତାମାନଙ୍କ ମାଧ୍ଯମ େର ତୁମ୍ଭମାନଙ୍କୁ ଏବଂ େସମାନଙ୍କୁ ବହୁ ଦର୍ଶନ ଦେଲୁ। ଆମ୍େଭ ଭବିଷ୍ଯଦ୍ବକ୍ତାମାନଙ୍କ ମାଧ୍ଯମ େର ତୁମ୍ଭକୁ ଦୃଷ୍ଟାନ୍ତ କଥା ଦେଲୁ। 11 େଯ େହତୁ ଗିଲିଯଦ େର େସମାେନ ବହୁତ ଦୁଷ୍ଟ, େସମାେନ କିଛି େହାଇପାରିେବ ନାହିଁ। କାରଣ ଗିଲ୍ଗିଲ େର େସମାେନ ଷଣ୍ତକୁ ବଳିଦାନ ଦିଅନ୍ତି। େଖାଲା ପଡିଆ େର ପଥର ଗଦା ପରି େସମାନଙ୍କର ୟଜ୍ଞବେଦୀଗୁଡିକ େହବ। 12 "ଯାକୁବ ଅରାମ ରାଜ୍ଯକୁ ପଳାଇେଲ। େସହି ସ୍ଥାନ େର ଇଶ୍ରାେୟଲ େଗାଟିଏ ସ୍ତ୍ରୀ ପାଇଁ କାର୍ୟ୍ଯ କରୁଥିେଲ। େସ ଅନ୍ୟ ସ୍ତ୍ରୀ ପାଇବାକୁ େମଷ ରଖିେଲ। 13 କିନ୍ତୁ ସଦାପ୍ରଭୁ ଜେଣ ଭବିଷ୍ଯଦ୍ବକ୍ତାଙ୍କୁ ରଖିେଲ ଏବଂ ମିଶରରୁ ଇଶ୍ରାେୟଲକୁ େନଇ ଆସିେଲ। ସଦାପ୍ରଭୁ େସହି ଭବିଷ୍ଯଦ୍ବକ୍ତାଙ୍କୁ ଲଗାଇ ଇଶ୍ରାେୟଲକୁ ନିରାପଦ ରଖିେଲ। 14 କିନ୍ତୁ ଇଫ୍ରଯିମ ସଦାପ୍ରଭୁଙ୍କୁ ରଗାଇବାର କାରଣ େହଲା। ଇଫ୍ରଯିମ ବହୁ େଲାକଙ୍କୁ ହତ୍ଯା କଲା। େତଣୁ େସ ତା'ର େଦାଷ ପାଇଁ ଦଣ୍ତିତ େହବ। େସମାନଙ୍କର ମୁନିବ ପରେମଶ୍ବର େସହି ଅପମାନ େସମାନଙ୍କୁ ସହ୍ଯ କରାଇବେ।"

13:1 "ଇଫ୍ରଯିମ ଇଶ୍ରାେୟଲ େର ନିଜକୁ ମହାନ୍ କରି େଦଲା। େସ କହିଲା େବେଳ େଲାେକ ଭୟ େର ଥରିଲେ। କିନ୍ତୁ େସ ବାଲ େଦବତାଙ୍କୁ ପୂଜାକରି େଦାଷୀ େହେଲ ଏବଂ ମୃତ୍ଯୁବରଣ କେଲ। 2 ବର୍ତ୍ତମାନ ଇଶ୍ରାେୟଲ େଲାକମାେନ ଅଧିକରୁ ଅଧିକ ପାପ କେଲ। େସମାେନ ନିଜ ନିଜ ପାଇଁ ପ୍ରତିମା ତିଆରି କରନ୍ତି। କାରିଗରମାେନ ସୁନ୍ଦର ମୂର୍ତ୍ତି ରୂପା େର ତିଆରି କରନ୍ତିଏବଂ େସହି େଲାକମାେନ େସହି ପ୍ରତିମାମାନଙ୍କ ସହିତ କଥା ହୁଅନ୍ତି। େସମାେନ େସ ମୂର୍ତ୍ତିମାନଙ୍କୁ ବଳିଦାନ ଦିଅନ୍ତି। େସହି ସୁବର୍ଣ୍ଣ ନିର୍ମିତ ବାଛୁରୀଗୁଡିକୁ ଚୁମ୍ବନ କରନ୍ତି। 3 େସଥିପାଇଁ େସହି େଲାକମାେନ ଶୀଘ୍ର ଅଦୃଶ୍ଯ େହେବ। େସମାେନ ସକାଳର କୁହୁଡି ସଦୃଶ ଶୀଘ୍ର େଦଖା େଦେବ ଓ ଶୀଘ୍ର ଅଦୃଶ୍ଯ େହାଇଯିେବ। ଇଶ୍ରାେୟଲୀୟମାେନ ଅଗାଡି ଖଳାରୁ ଉଡିଗଲା ପରି ଉଡିଯିେବ। ଚିମିନିରୁ ଧୂଆଁ ବାହାରି ଅଦୃଶ୍ଯ େହଲାପରି େସମାେନ ଅଦୃଶ୍ଯ େହାଇଯିେବ। 4 ମିଶର େର ତୁମ୍େଭମାେନ ବାସ କରିବା ଦିନଠାରୁ ଆମ୍େଭ ତୁମ୍ଭମାନଙ୍କର ସଦାପ୍ରଭୁ ପରେମଶ୍ବର େହାଇ ଆସିଛୁ। ତୁମ୍େଭମାେନ ଆମ୍ଭ ବ୍ଯତୀତ ଅନ୍ୟ େକୗଣସି ପ୍ରଭୁଙ୍କୁ ଜାଣି ନଥିଲ। ଆମ୍େଭ ଏକମାତ୍ର ବ୍ଯକ୍ତି େଯ କି ତୁମ୍ଭମାନଙ୍କୁ ରକ୍ଷା କରୁଥିଲୁ। 5 ଆମ୍େଭ ତୁମ୍ଭମାନଙ୍କୁ ମରୁଭୂମିେର ଜାଣିଥିଲୁ-ଶୁଷ୍କ ଭୂମିେର ତୁମ୍ଭମାନଙ୍କୁ ଜାଣିଥିଲୁ। 6 େସହି ଇଶ୍ରାେୟଲୀୟମାନଙ୍କୁ ଆମ୍େଭ ଖାଦ୍ୟ ଦେଲୁ। େସମାେନ େସହି ଖାଦ୍ୟ ଖାଇେଲ। େସମାେନ ସମ୍ପୂର୍ଣ୍ଣ ସୁସ୍ଥ ଓ ସନ୍ତୁଷ୍ଟ େହେଲ। େସମାେନ ଗର୍ବୀ େହାଇଗେଲ ଏବଂ େମାେତ ଭୁଲିଗେଲ। 7 " େସଥିପାଇଁ ଆମ୍େଭ ସିଂହ ଓ ବ୍ଯାଘ୍ର ସଦୃଶ େହାଇ ରାସ୍ତାକଡ େର େସମାନଙ୍କୁ ଅପେକ୍ଷା କରିବା। 8 ଭାଲୁ ପାଖରୁ ତା' ଛୁଆକୁ ଅପହରଣ କେଲ େସ େଯପରି ହିଂସ୍ର ହୁଏ, ଆମ୍େଭ େସହିପରି ହିଂସ୍ର େହାଇ େସମାନଙ୍କୁ ଆକ୍ରମଣ କରିବା। ଆମ୍େଭ େସମାନଙ୍କୁ ଆକ୍ରମଣ କରି େସମାନଙ୍କର ବକ୍ଷକୁ ବିଦାରଣ କରିବା। ସିଂହ ଓ ଅନ୍ୟ ବନ୍ଯ ପ୍ରାଣୀ ଶିକାରକୁ ଚିରି ଖାଇଲା ପରି ଆମ୍େଭ େସମାନଙ୍କୁ େସହିପରି ଖଣ୍ତ ବିଖଣ୍ତିତ କରିବା।" 9 " େହ ଇଶ୍ରାେୟଲ, ଆମ୍େଭ ତୁମ୍ଭକୁ ସାହାୟ୍ଯ କଲୁ କିନ୍ତୁ ତୁମ୍େଭ ଆମ୍ଭର ବିରୁଦ୍ଧ େର ଗଲ। େତଣୁ ଆମ୍େଭ ତୁମ୍ଭକୁ ଧ୍ବଂସ କରିବା। 10 ତୁମ୍ଭର ରାଜା କେଉଁଠି? ତୁମ୍ଭର ସମସ୍ତ ନଗର େର େସ ତୁମ୍ଭମାନଙ୍କୁ ରକ୍ଷା କରିପାରିେବ ନାହିଁ। ତୁମ୍ଭର ବିଗ୍ଭରକମାେନ କାହାଁନ୍ତି? ତୁମ୍େଭମାେନ େସମାନଙ୍କୁ ଏହା କହି ମାଗିଥିଲ, 'ଆମ୍ଭକୁ ଜେଣ ରାଜା ଓ ନେତୃମଣ୍ତଳୀ ଦିଅ।' 11 ଆମ୍େଭ େକାର୍ଧିତ େହଲୁ ଓ ତୁମ୍ଭମାନଙ୍କର ଜେଣ ରାଜା େହଲୁ। େଯେତେବେଳ ଅତି େକାର୍ଧିତ େହଲୁ ତାଙ୍କୁ ଦୂରକୁ େନଇଗଲୁ। 12 "ଇଫ୍ରଯିମର ପାପସବୁ େଗାଟିଏ ବିଡା େର ବନ୍ଧା େହାଇଛି। େସଗୁଡିକ ନିରାପଦ ଜାଗା େର ରଖାୟାଇଛି। 13 ସ୍ତ୍ରୀେଲାକର ପ୍ରସବ ବେଦନା ସଦୃଶ ତା'ର ଦଣ୍ତ କଷ୍ଟଦାୟକ େହବ। େସ ଜେଣ ଜ୍ଞାନୀ ପୁତ୍ର େହବ ନାହିଁ। ଏପରି ଏକ ସମୟ ଆସିବ େସ ଆଉ ତିଷ୍ଠିବ ନାହିଁ। 14 "ଆମ୍େଭ େସମାନଙ୍କୁ ମୃତ୍ଯୁଠାରୁ ରକ୍ଷା କରିବା ଉଚିତ୍ କି? ଆମ୍େଭ େସ ମାନଙ୍କୁ ମହାମାରୀ ଠାରୁ ରକ୍ଷା କରିବା ଉଚିତ୍ କି? େହ ମୃତ କେଉଁଠା େର ତୁମ୍ଭର ମହାମାରୀ ଅଛି? େହ କବର, ତୁମ୍ଭର ଶକ୍ତି କେଉଁଠା େର ଅଛି? ଦୟା ଆମ୍ଭଠାରୁ ଗୁପ୍ତ ରହିବ। 15 ଇଶ୍ରାେୟଲ ତା'ର ଭାଇମାନଙ୍କ ସହିତ ବଢେ। କିନ୍ତୁ ଏକ ଶକ୍ତିଶାଳୀ ପୂବେଇ ପବନ ଆସିବ, ଏହା ସଦାପ୍ରଭୁ ପ୍ େରରିତ ବାଯୁ ମରୁଭୂମିରୁ ପ୍ରବାହିତ େହବ। ତା'ପ େର ଇଶ୍ରାେୟଲର କୂଅ ଶୁଖିୟିବ। ଜଳପୂର୍ଣ୍ଣ ଝରଣାଗୁଡିକ ଶୁଖିୟିବ। େସହି ପବନ ସମସ୍ତ ମୂଲ୍ଯବାନ ବସ୍ତୁ ଇଶ୍ରାେୟଲର ଭଣ୍ତାରରୁ ଉଡାଇ େନଇୟିବ। 16 ଶମରିଯା ନିଶ୍ଚିତ ଦଣ୍ତିତ େହବ। କାରଣ େସ ପରେମଶ୍ବରଙ୍କ ବିରୁଦ୍ଧ େର ୟାଇଥିଲା। ଇଶ୍ରାେୟଲୀୟମାେନ ଖଡ୍ଗ େର ନିହତ େହେବ। େସମାନଙ୍କର ପିଲାମାେନ ବିଦୀର୍ଣ୍ଣ େହେବ। େସମାନଙ୍କର ଗର୍ଭବତୀ ନାରୀମାେନ ମଧ୍ଯ ବିଦୀର୍ଣ୍ଣ େହେବ।"

14:1 ଇଶ୍ରାେୟଲ, ତୁମ୍ଭର ପତନ େହଲା ଏବଂ ତୁମ୍େଭ ପରେମଶ୍ବରଙ୍କ ବିରୁଦ୍ଧ େର ପାପ କଲ। େତଣୁ ତୁମ୍ଭର ପ୍ରିଯ ସଦାପ୍ରଭୁ ପରେମଶ୍ବରଙ୍କ ନିକଟକୁ େଫରିଆସ। 2 କ'ଣ କହିବ େସ ବିଷଯ େର ଚିନ୍ତା କର ଏବଂ ସଦାପ୍ରଭୁଙ୍କ ପାଖକୁ େଫରିଆସ। ତାଙ୍କୁ କୁହ, 3 "ଅଶୂର ଆମ୍ଭକୁ ରକ୍ଷା କରିବ ନାହିଁ। ଆମ୍େଭମାେନ ୟୁଦ୍ଧ ଅଶ୍ବ େର ଆେରାହଣ କରିବୁ ନାହିଁ। ଆମ୍ଭର ହସ୍ତ ନିର୍ମିତ ମୂର୍ତ୍ତିଗୁଡିକୁ 'ଆମ୍ଭର ପରେମଶ୍ବର' େବାଲି ଆମ୍େଭ ପୁଣି କହିବୁ ନାହିଁ। କାରଣ ତୁମ୍େଭ େହଉଛ େସହି ପରେମଶ୍ବର ୟିଏକି ଅନାଥକୁ ଦୟା େଦଖାଅ ଏବଂ ଆମ୍ଭମାନଙ୍କୁ ଦୟା କରିବ।" 4 ସଦାପ୍ରଭୁ କହନ୍ତି, "ଆମ୍େଭ େସମାନଙ୍କୁ ପୁରାତନ ମାର୍ଗରୁ ସୁସ୍ଥ କରିବା। ଆମ୍େଭ େସମାନଙ୍କୁ ସ୍ବାଧୀନ ଭାବେର ଭଲ ପାଇବା, କାରଣ ଆମ୍େଭ ଆମ୍ଭର େକାର୍ଧଭାବ ତ୍ଯାଗ କରିଛୁ। 5 ଇଶ୍ରାେୟଲ ପାଇଁ ଆମ୍େଭ କୁହୁଡି ପରି େହବା। ଇଶ୍ରାେୟଲ କଇଁଫୁଲ ପରି ଫୁଟିବ। େସ ଲିବାେନାନର ଦେବଦାରୁ ଗଛପରି ବଢିବ। 6 ଇଶ୍ରାେୟଲ ଶାଖାଗୁଡିକ ବଢିବେ ଓ େସ େଗାଟିଏ ସୁନ୍ଦର ଅଲିଭ୍ ଗଛ ଭଳି େହବ। ଲିବାେନାନର ଦେବଦାରୁ ଗଛଗୁଡିକ ସୁବାସ ବିତରଣ କଲାପରି େସ େହବ। 7 ଇଶ୍ରାେୟଲ େଲାକମାେନ ପୁନର୍ବାର େମାର ସୁରକ୍ଷା େର ବଞ୍ଚିବେ। େସମାେନ ଶସ୍ଯ ସଦୃଶ ବଢିବେ, େସମାେନ ଦ୍ରାକ୍ଷାଲତା ପରି ଫଳ ଧାରଣ କରିେବ। େସମାେନ ଲିବାେନାନର ଦ୍ରାକ୍ଷାରସ ପରି ସମୃଦ୍ଧ େହେବ।" 8 "ଇଫ୍ରଯିମ କହିବ, ପ୍ରତିମାଗୁଡିକେର େମାର କିଛି କରିବାର ନାହିଁ। ଆମ୍େଭ ଉତ୍ତର େଦବା, ଆମ୍େଭ େସହି ପ୍ରଭୁ ତୁମ୍ଭର ପ୍ରାର୍ଥନା ଶୁଣୁ ଓ ତୁମ୍ଭମାନଙ୍କ ଉପ େର ଦୃଷ୍ଟି ରଖୁ। ଆମ୍େଭ େଗାଟିଏ ଦେବଦାରୁ ଗଛପରି ଚିର ସବୁଜ। ତୁମ୍ଭର ଫଳ ଆମ୍ଭଠାରୁ ଆ େସ।" 9 ଜେଣ ଜ୍ଞାନୀ ବ୍ଯକ୍ତି ଏହି ଜିନିଷଗୁଡିକୁ ବୁଝେ। ଜେଣ କର୍ମଠ ବ୍ଯକ୍ତି ଏହିସବୁ ଜିନିଷଗୁଡିକୁ ଶିକ୍ଷା କରିବା ଉଚିତ। ସଦାପ୍ରଭୁଙ୍କ ମାର୍ଗ ସର୍ବଦା ଠିକ୍। ଉତ୍ତମେଲାକ େସହି ମାର୍ଗ ଦ୍ବାରା ବଞ୍ଚିବେ ଓ ପାପୀମାେନ ତା' ଦ୍ବାରା ମୃତ୍ଯୁବରଣ କରିେବ।