James

1:1 ମୁଁ ପରେମଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜେଣ େସବକ ଯାକୁବ, ସାରା ପୃଥିବୀ େର ବ୍ଯାପି େହାଇ ରହିଥିବା ପ୍ରଭୁଙ୍କ େଲାକମାନଙ୍କୁ ନମସ୍କାର ଜଣାଏ। 2 େମା ଭାଇ ଓ ଭଉଣୀମାେନ, ତୁମ୍େଭମାେନ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ େହବ। କିନ୍ତୁ ଏପରି େହଲା େବେଳ ତୁମ୍େଭମାେନ ଅଧିକ ଖୁସି େହବା ଉଚିତ୍। 3 କାରଣ ତୁମ୍େଭ ଜାଣିଛ େଯ, ଏହି ଅସୁବିଧାଗୁଡ଼ିକ ତୁମ୍ଭର ବିଶ୍ବାସକୁ ପରୀକ୍ଷା କେର, ଓ ଏଗୁଡ଼ିକ ତୁମ୍ଭର ର୍ଧୈୟ୍ଯ ଜନ୍ମାଏ। 4 ତୁମ୍ଭ କାମଗୁଡ଼ିକେର ତୁମ୍ଭର ର୍ଧୈୟ୍ଯକୁ ସମ୍ପୂର୍ଣ୍ଣ ରୂେପ ପ୍ରକାଶିତ େହବାକୁ ଦିଅ। େତେବ ଯାଇ ତୁମ୍େଭ ସିଦ୍ଧ ଓ ସମ୍ପୂର୍ଣ୍ଣ େହବ। ତୁମ୍ଭର ପ୍ରେତ୍ୟକକ ଆବଶ୍ଯକ ବିଷୟ ତୁମ୍େଭ ପାଇବ। 5 କିନ୍ତୁ ତୁମ୍ଭ ଭିତରୁ ଯଦି େକହି ଜ୍ଞାନର ଆବଶ୍ଯକ କେର, ତା େହେଲ ତୁମ୍େଭ ଏହା ପରେମଶ୍ବରଙ୍କୁ ମାଗିବା ଉଚିତ। ପରେମଶ୍ବର ଅତ୍ଯନ୍ତ ଦୟାଳୁ ଅଟନ୍ତି। େସ ସମସ୍ତଙ୍କୁ ଜ୍ଞାନ େଦବା େର ଆନନ୍ଦ ଅନୁଭବ କରନ୍ତି। ଅତଏବ ପରେମଶ୍ବର ତୁମ୍ଭକୁ ଜ୍ଞାନ େଦେବ। 6 କିନ୍ତୁ ତୁମ୍େଭ େଯେତେବେଳ ପରେମଶ୍ବରଙ୍କୁ ମାଗିଥାଅ, େସେତେବେଳ ତୁମ୍ଭକୁ ବିଶ୍ବାସ କରିବାକୁ ପଡ଼ିବ। ପରେମଶ୍ବରଙ୍କୁ ସନ୍ଦେହ କର ନାହିଁ। ସନ୍ଦେହୀ େଲାକ ସମୁଦ୍ରର ଢ଼େଉ ଭଳି। ପବନ ଢ଼େଉକୁ ଉପରକୁ ଉଠାଏ ଓ ତଳକୁ ପକାଏ, ସନ୍ଦେହୀ େଲାକ େସହି ଢ଼େଉ ଭଳି। 7 ସନ୍ଦେହୀ େଲାକ ଏକାଥରକେ ଦୁଇଟି କଥା ଭାେବ। େତଣୁ େସ କରୁଥିବା େକୗଣସି ବିଷୟ େର ନିଷ୍ପତ୍ତି େନଇପା େର ନାହିଁ। େସଭଳି େଲାକ ପ୍ରଭୁଙ୍କଠାରୁ କିଛି ପାଇବ େବାଲି ଆଶା କରିବା ଉଚିତ ନୁେହଁ। 8 9 ଯଦି ଜେଣ ବିଶ୍ବାସୀ ଗରିବ େହାଇଥାଏ, େତେବ ପରେମଶ୍ବର ତାହାକୁ ଆତ୍ମିକ ଭାେବ ଧନୀ କରିଥିବାରୁ, େସ ଗର୍ବ କରିବା ଉଚିତ। 10 େସହିପରି ଜେଣ ଧନୀ ବିଶ୍ବାସୀ େଯ ଆତ୍ମିକ ଭାବେର ଗରିବ, ତାହା ପରେମଶ୍ବର ତାହାକୁ େଦଖାଇ େଦଇଥିବାରୁ, େସ ଗର୍ବ କରିବା ଉଚିତ। ଧନୀେଲାକ ଜଣକ ଘାସର ଫୁଲ ଭଳି ଝଡ଼ିପଡ଼ି ମରିୟିବ। 11 ସୂର୍ୟ୍ଯ ଉଦୟ େହାଇ ଅଧିକ ଉତ୍ତପ୍ତ କେର। ସୂର୍ୟ୍ଯର ଉତ୍ତାପ ଚାରା ଗଛଟିକୁ ଶୁଖେଇ ଦିଏ। ଫୁଲ ଝଡ଼ି ଯାଏ। େସହି ଫୁଲ ଅତି ସୁନ୍ଦର ଥିଲା, କିନ୍ତୁ ଏେବ ତାହା ମୃତ େହଲା। ଧନୀେଲାକର କଥା ମଧ୍ଯ ଠିକ୍ େସହିଭଳି। େସ ତାହାର ବ୍ଯବସାୟ ଲାଗି େଯାଜନା କରୁଥିବା େବେଳ ମରିୟିବ। 12 େଯଉଁ ବ୍ଯକ୍ତି ପରୀକ୍ଷିତ େହାଇ ଦୃଢ଼ ରହି ପା େର, େସ ଖୁସି େହବା କଥା। କାରଣ, େସ ତାହାର ବିଶ୍ବାସକୁ ଦୃଢ଼ େବାଲି ପ୍ରମାଣିତ କରି ସାରିଲା ପେର, ପରେମଶ୍ବର ତାହାକୁ ଅନନ୍ତ ଜୀବନର ପୁରସ୍କାର େଦେବ। ପରେମଶ୍ବରଙ୍କୁ ପ୍ େରମ କରୁଥିବା ସବୁ େଲାକଙ୍କୁ ପରେମଶ୍ବର ଏହି ପ୍ରତିଜ୍ଞା େଦଇଛନ୍ତି। 13 େଯେତେବେଳ ଜେଣ ବ୍ଯକ୍ତି ପରୀକ୍ଷିତ ହୁଏ, େସ କହିବା ଉଚିତ ନୁେହଁ େଯ, "ପରେମଶ୍ବର େମାେତ ପରୀକ୍ଷା କରୁଛନ୍ତି।" କାରଣ ମନ୍ଦତା ପରେମଶ୍ବରଙ୍କୁ ପରୀକ୍ଷା କରିପା େର ନାହିଁ। ଏବଂ ପରେମଶ୍ବର ନିେଜ କାହାକୁ ପରୀକ୍ଷା କରନ୍ତି ନାହିଁ। 14 ପ୍ରେତ୍ୟକକ ବ୍ଯକ୍ତି ତା'ର ନିଜର ମନ୍ଦ ପ୍ରବୃତ୍ତି େଯାଗୁ ପରୀକ୍ଷିତ ହୁଏ। ତାହାର ମନ୍ଦ ଇଚ୍ଛା ତାହାକୁ ଭସାଇ ନିଏ ଓ ବାନ୍ଧି ରେଖ। 15 ଏହି ଇଚ୍ଛା ହିଁ ପାପକୁ ଜାତ କେର। ଏହି ପାପ ବଢ଼ି ମୃତ୍ଯୁକୁ ଜନ୍ମ ଦିଏ। 16 େମା ଭାଇ ଓ ଭଉଣୀମାେନ ! ଏହି ବିଷୟ େର େକୗଣସି ପ୍ରକାର ମୂର୍ଖାମୀ େର ପଡ଼ ନାହିଁ। 17 ପ୍ରେତ୍ୟକକ ଉତ୍ତମ ବିଷୟ ଓ ସିଦ୍ଧ ଦାନ ପରେମଶ୍ବରଙ୍କଠାରୁ ଆସିଥାଏ। େଯଉଁ ପରମପିତା ଆକାଶସ୍ଥ ସମସ୍ତ ଜ୍ଯୋତିର୍ଗଣ ସୂର୍ୟ୍ଯ, ଚନ୍ଦ୍ର, ତାରାଙ୍କୁ ନିର୍ମାଣ କରିଛନ୍ତି, ତାହାଙ୍କଠାରୁ ଏହି ସମସ୍ତ ଉତ୍ତମ ଦାନ ଆ େସ। ପରେମଶ୍ବର ପରିବର୍ତ୍ତନ ହୁଅନ୍ତି ନାହିଁ, େସ ସର୍ବଦା ସମାନ ଅଟନ୍ତି। 18 ସତ୍ଯ ବାକ୍ଯ ଦ୍ବାରା େସ ଆମ୍ଭକୁ ଜୀବନ ଦାନ େଦବା ନିମନ୍େତ ସ୍ଥିର କେଲ। ତାହାଙ୍କ ସୃଷ୍ଟ ସମସ୍ତ ବସ୍ତୁ ମଧ୍ଯରୁ ଆମ୍ଭମାନଙ୍କୁ ସର୍ବାଧିକ ମହତ୍ବପୂର୍ଣ୍ଣ କରିବା ତାହାଙ୍କର ଇଚ୍ଛା ଥିଲା। 19 େମା ପ୍ରିୟ ଭାଇ ଓ ଭଉଣୀମାେନ, କହିବା ଅପେକ୍ଷା ଶୁଣିବା େର ବେଶି ଇଚ୍ଛୁକ ହୁଅ। ସଜହଜ େର ରାଗି ଯାଅ ନାହିଁ। 20 କାରଣ ଜେଣ ମଣିଷର େକାରଧ ତାହାକୁ ପରେମଶ୍ବରଙ୍କ ଇଚ୍ଛାନୁେମାଦିତ ଧାର୍ମିକ ଜୀବନ କାଟିବାକୁ ସାହାୟ୍ଯ କେର ନାହିଁ। 21 େତଣୁ ତୁମ୍ଭମାନଙ୍କ ଜୀବନରୁ ପ୍ରେତ୍ୟକକ ମନ୍ଦ ବିଷୟ ଓ ମନ୍ଦ କର୍ମକୁ କାଢ଼ି ପକାଅ। ତୁମ୍ଭର ହୃଦୟ େର ବୁଣା ଯାଇଥିବା ପରେମଶ୍ବରଙ୍କ ଶିକ୍ଷାଗୁଡ଼ିକୁ ନମ୍ରତାର ସହିତ ଗ୍ରହଣ କର। ଏହି ଶିକ୍ଷା ତୁମ୍ଭର ଆତ୍ମାକୁ ରକ୍ଷା କରିପାରିବ। 22 ପରେମଶ୍ବରଙ୍କ ଶିକ୍ଷାଗୁଡ଼ିକ ପାଳନ କର, କେବଳ େଯ ଶୁଣିବ ତାହା ନୁେହଁ, କିନ୍ତୁ କାର୍ୟ୍ଯ େର େଦଖାଇବା ଦରକାର। କେବଳ ବସି ରହି ଶୁଣିବା ଦ୍ବାରା ତୁମ୍େଭ ପ୍ରକୃତ େର ନିଜକୁ ଠକୁଛ। 23 ଯଦି ଜେଣ ପରେମଶ୍ବରଙ୍କ ଶିକ୍ଷାକୁ କେବଳ ଶୁେଣ ଓ କିଛି କେର ନାହିଁ, େସ େଲାକ ଦର୍ପଣ େର ନିଜ ମୁହଁ େଦଖିଲା ଭଳି ଅେଟ। 24 େସ ଦର୍ପଣ େର ନିଜକୁ େଦଖେ ଓ ଦୂ େରଇ ଚାଲିଯାଏ ଓ ଶୀଘ୍ର ଭୁଲିଯାଏ େଯ, େସ କିପରି ଦିଶୁଥିଲା। 25 କିନ୍ତୁ ପ୍ରକୃତ ସୁଖୀ େଲାକ ଯତ୍ନ ସହକା େର ପରେମଶ୍ବରଙ୍କ ସିଦ୍ଧ ବ୍ଯବସ୍ଥାକୁ ଅଧ୍ଯୟନ କେର ଯାହା ମନୁଷ୍ଯମାନଙ୍କୁ ସ୍ବାଧୀନ କରିଥାଏ। େସ ସର୍ବଦା ତାହା ଅଧ୍ଯୟନ କରୁଥାଏ। େସ ପରେମଶ୍ବରଙ୍କ ଶିକ୍ଷାକୁ ଶୁେଣ ଓ େସହି ଶୁଣିଥିବା ବିଷୟ ଭୁଲିଯାଏ ନାହିଁ। ତା'ପେର େସ ପରେମଶ୍ବରଙ୍କ େସହି ଶିକ୍ଷାକୁ ପାଳନ କେର। ଏପରି କରିବା ଦ୍ବାରା େସ ସୁଖୀ ହୁଏ। 26 ଜେଣ େଲାକ ଭାବିପା େର େଯ, େସ ନିେଜ ଜେଣ ଧାର୍ମିକ େଲାକ ଅେଟ। କିନ୍ତୁ େଯଉଁ ସବୁ କଥା କହିବା ଉଚିତ ନୁେହଁ, ତାହା କହିବା ଦ୍ବାରା େସ ନିଜକୁ ଠକେ। େତଣୁ ତା'ର 'ଧର୍ମ"ର କିଛି ମୂଲ୍ଯ ରେହ ନାହିଁ। 27 ପରେମଶ୍ବର େଯଉଁ ଧର୍ମକୁ ଭଲ ପାଆନ୍ତି, ତାହା େହଲା : ଅନାଥ, ବିଧବା ଓ ଅସହାୟ େଲାକମାନଙ୍କର ଯତ୍ନ ନେବା ଓ ନିଜକୁ ଏହି ସଂସାରର ମନ୍ଦ ପ୍ରଭାବରୁ ମୁକ୍ତ ରଖିବା। ଏହି ପ୍ରକାର ଧର୍ମକୁ ପରେମଶ୍ବର ସମ୍ପୂର୍ଣ୍ଣ ଶୁଦ୍ଧ ଓ ଉତ୍ତମ େବାଲି ଗ୍ରହଣ କରନ୍ତି।

2:1 େମା ପ୍ରିୟ ଭାଇ ଓ ଭଉଣୀମାେନ, ଆମ୍ଭର ମହିମାମୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ତୁମ୍େଭମାେନ ବିଶ୍ବାସ କର। ଅତଏବ େକେତକ େଲାକଙ୍କୁ ଅନ୍ୟମାନଙ୍କ ତୁଳନା େର ଅଧିକ ମହତ୍ବପୂର୍ଣ୍ଣ େବାଲି ଭାବ ନାହିଁ। 2 ମେନକର, ଜେଣ େଲାକ ଖୁବ୍ ଦାମିକା ସୁନ୍ଦର ଲୁଗାପଟା ଓ ସୁନା ମୁଦି ପିନ୍ଧି ତୁମ୍ଭର ସଭାକୁ ଆ େସ ଓ ଅନ୍ୟ ଗରିବ େଲାକ ଜେଣ ମଇଳା ପୁରୁଣା ଲୁଗା ପିନ୍ଧି େସତିକି େବେଳ ଆ େସ। 3 ତୁମ୍େଭ ଦାମିକା ସୁନ୍ଦର ଲୁଗାପଟା ପିନ୍ଧିଥିବା େଲାକକୁ ଡ଼ାକି ବିଶେଷ ଅଭ୍ଯର୍ଥନା ଜଣାଇ କହିଥାଅ : "ଏହି ଭଲ ଆସନ େର ବସନ୍ତୁ।" କିନ୍ତୁ ଗରିବ େଲାକଟିକୁ କହିଥାଅ : "ତୁମ୍େଭ େସଠାେର ଠିଆ ହୁଅ" ବା "େମା ଗୋଡ଼ ପାଖର ଭୂଇଁ େର ବସ।" 4 ତୁମ୍େଭ ଏ କ'ଣ କରୁଛ ? ଏହାଦ୍ବାରା ତୁମ୍େଭ େକେତକ େଲାକଙ୍କୁ ଅନ୍ୟମାନଙ୍କ ତୁଳନା େର ଅଧିକ ମହତ୍ବ ପ୍ରଦାନ କରୁଛ ! ମନ୍ଦ ଅଭିପ୍ରାୟ ରଖି ତୁମ୍େଭ ନିର୍ଣ୍ଣୟ କରୁଛ େଯ, କେଉଁ େଲାକଟି ଅଧିକ ଭଲ। 5 େମା ପ୍ରିୟ ଭାଇ ଓ ଭଉଣୀମାେନ, ଶୁଣ ! ପରେମଶ୍ବର ବିଶ୍ବାସ େର ଧନୀ େହବା ପାଇଁ ପୃଥିବୀର ଗରିବ େଲାକମାନଙ୍କୁ ବାଛିଛନ୍ତି। େଯଉଁମାେନ ପରେମଶ୍ବରଙ୍କୁ ପ୍ େରମ କରନ୍ତି, େସମାନଙ୍କୁ େସ େଯଉଁ ରାଜ୍ଯ େଦବା ପାଇଁ ପ୍ରତିଜ୍ଞା କରିଥଇେଲ, େସଥିପାଇଁ େସମାନଙ୍କୁ ବାଛିଛନ୍ତି। 6 କିନ୍ତୁ ତୁମ୍େଭ ଗରିବ େଲାକଙ୍କୁ େକୗଣସି ସମ୍ମାନ ଦେଉ ନାହଁ। ଏବଂ ତୁମ୍େଭ ଜାଣିଛ େଯ, ଧନୀ େଲାକମାେନ ତୁମ୍ଭର ଜୀବନକୁ ନିୟନ୍ତ୍ରଣ କରିବାକୁ େଚଷ୍ଟା କରୁଛନ୍ତି ଓ େସହିମାେନ ତୁମ୍ଭକୁ କଚେରୀକୁ ଟାଣି େନଇ ଯାଆନ୍ତି। 7 ଏବଂ େଯଉଁ ମହତ ନାମ େର ତୁମ୍େଭମାେନ ନାମିତ େହାଇଅଛ ଓ େଯ ତୁମ୍ଭମାନଙ୍କୁ ଆପଣାର କରିଅଛନ୍ତି, େସମାେନ ତାହାଙ୍କର ନିନ୍ଦା କରନ୍ତି। 8 େଗାଟିଏ ନିୟମ, ଅନ୍ୟ ସମସ୍ତ ନିୟମଗୁଡ଼ିକର ଉପେର ଆଧିପତ୍ଯ କେର। ଶାସ୍ତ୍ର େର ଏହି ରାଜକୀୟ ନିୟମଟି ମିଳେ : "ତୁମ୍େଭ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ଯ ପ୍ େରମ କର।"329 ଯଦି ତୁମ୍େଭ ଏହି ନିୟମ ପାଳନ କରୁଛ, ତା' େହେଲ ତୁମ୍େଭ ଠିକ୍ କରୁଛ। 9 କିନ୍ତୁ ଯଦି ତୁମ୍େଭ ଜଣକୁ ଅନ୍ୟ ଜଣକ ତୁଳନା େର ଅଧିକ ମହତ୍ବ ଦେଉଛ, ତା' େହେଲ ତୁମ୍େଭ ପାପ କରୁଛ। େସହି ରାଜକୀୟ ବ୍ଯବସ୍ଥା ପ୍ରମାଣିତ କେର େଯ, ତୁମ୍େଭ ପରେମଶ୍ବରଙ୍କ ନିୟମ ଭଙ୍ଗ କରିବା େର େଦାଷୀ ଅଟ। 10 ଜେଣ େଲାକ ହୁଏତ ପରେମଶ୍ବରଙ୍କ ସବୁ ବ୍ଯବସ୍ଥା ପାଳନ କରୁଥାଇପା େର, କିନ୍ତୁ େସ ଯଦି େଗାଟିଏ ଆଜ୍ଞାର ଅବାଧ୍ଯ ହୁଏ, ତା େହେଲ େସ ବ୍ଯବସ୍ଥାର ସମସ୍ତ ଆଜ୍ଞା ଭଙ୍ଗ କରିବା େଦାଷ େର େଦାଷୀ ହୁଏ। 11 ପରେମଶ୍ବର କହିଛନ୍ତି, "ବ୍ଯଭିଚାରର ପାପ କର ନାହିଁ।"330 େସହି ପରେମଶ୍ବର ପୁନଃ କହିଛନ୍ତି, "ହତ୍ଯା ହତ୍ଯା କର ନାହିଁ।331 ଅତଏବ, ତୁମ୍େଭ ଯଦି ବ୍ଯଭିଚାର ପାପ କରି ନାହଁ କିନ୍ତୁ ଜଣକୁ ହତ୍ଯା କରିଛ, ତା େହେଲ ପରେମଶ୍ବରଙ୍କ ବ୍ଯବସ୍ଥା ଭାଙ୍ଗିବା େଦାଷ େର େଦାଷୀ େହଲ। 12 େଲାକମାନଙ୍କୁ ସ୍ବାଧୀନ କରୁଥିବା ବ୍ଯବସ୍ଥା ଦ୍ବାରା ତୁମ୍ଭର ବିଚାର େହବ। ପ୍ରେତ୍ୟକକ କଥା କହିଲା େବେଳ ଓ ପ୍ରେତ୍ୟକକ କାମ କଲା େବେଳ, ତୁମ୍େଭ ଏହି କଥା ମେନ ରଖିବା ଉଚିତ। 13 ତୁମ୍େଭ ଅନ୍ୟମାନଙ୍କ ପ୍ରତି ନିଶ୍ଚୟ ଦୟା େଦଖାଇବା ଉଚିତ। ଯଦି ତୁମ୍େଭ ଦୟା ନ େଦଖାଇବ, ତା େହେଲ ପରେମଶ୍ବର ବିଚାର କଲା େବେଳ ତୁମ୍ଭ୍ ପ୍ରତି ମଧ୍ଯ େସ ଦୟା େଦଖାଇେବ ନାହିଁ। କିନ୍ତୁ ଅନ୍ୟମାନଙ୍କୁ ଦୟା େଦଖାଇଥିବା ବ୍ଯକ୍ତି ତାହାର ବିଚାର େହଲା େବେଳ ନିର୍ଭୟ େର ଠିଆ େହବ। 14 େମା ଭାଇ ଓ ଭଉଣୀମାେନ !ଯଦି ଜେଣ କୁ େହ, େଯ, େସ ଜେଣ ବିଶ୍ବାସୀ, କିନ୍ତୁ କିଛି କର୍ମ କେର ନାହିଁ, ତା େହେଲ ତାହାର ବିଶ୍ବାସ ମୂଲ୍ଯହୀନ। କ'ଣ ଏହି ଭଳି ବିଶ୍ବାସ ତାହାକୁ ରକ୍ଷା କରିପାରିବ ? ନା ! 15 ଖ୍ରୀଷ୍ଟଙ୍କଠା େର ବିଶ୍ବାସ କରୁଥିବା ଜେଣ ଭାଇ ଓ ଭଉଣୀ, ପିନ୍ଧିବାକୁ ଲୁଗା ବା ଖାଇବାକୁ ଖାଦ୍ୟ ଆବଶ୍ଯକ କରିପା େର। 16 ଏବଂ ତୁମ୍େଭ ତାହାକୁ କହୁଛ, "ପରେମଶ୍ବର ତୁମ୍ଭ ସହିତ ଥାଆନ୍ତୁ ! ତୁମ୍େଭ ଉଷ୍ମ ରୁହ ଓ ଖାଇବାକୁ ପ୍ରଚୁର ପାଅ।" ତୁମ୍େଭ ଏଗୁଡ଼ିକ ବିଷୟ େର ଖାଲି କହୁଛ, କିନ୍ତୁ ତାହାର ଆବଶ୍ଯକ ଥିବା ଜିନିଷ ତାହାକୁ ଦେଉ ନାହଁ। ଯଦି ତୁମ୍େଭ ତାହାକୁ ସାହାୟ୍ଯ କରୁ ନାହଁ, ତାହାେହେଲ ତୁମ୍ଭର କଥାଗୁଡ଼ିକ ସମ୍ପୂର୍ଣ୍ଣ ମୂଲ୍ଯହୀନ ଅେଟ। 17 ବିଶ୍ବାସ ବିଷୟ େର ମଧ୍ଯ ଠିକ୍ େସହି କଥା ଅେଟ। ଯଦି ବିଶ୍ବାସ କିଛି କାର୍ୟ୍ଯ ଉତ୍ପନ୍ନ ନ କେର, େତେବ େସ ବିଶ୍ବାସ ମୃତ ଅେଟ। 18 ଜେଣ େଲାକ କହିପା େର, "ତୁମ୍ଭ ପାଖ େର ବିଶ୍ବାସ ଅଛି, ପୁଣି େମା ପାଖ େର କର୍ମ ଅଛି। ତୁମ୍େଭ କର୍ମବିନା ତୁମ୍ଭର ବିଶ୍ବାସ େମାେତ େଦଖାଅ, ଆଉ ମୁଁ େମା କର୍ମଗୁଡ଼ିକ ଦ୍ବାରା େମା ବିଶ୍ବାସ ତୁମ୍ଭକୁ େଦଖାଇବି।" 19 ତୁମ୍େଭ ବିଶ୍ବାସ କର େଯ, କେବଳ ଜେଣ ପରେମଶ୍ବର ଅଛନ୍ତି ; ଭଲ କଥା କିନ୍ତୁ ଭୂତମାେନ ମଧ୍ଯ ଏହା ବିଶ୍ବାସ କରନ୍ତି ଓ ଭୟ େର ଥରହର ହୁଅନ୍ତି। 20 େହ ମୂର୍ଖ େଲାକ ! କର୍ମଗୁଡ଼ିକ ବିନା ବିଶ୍ବାସ େଯ ମୂଲ୍ଯହୀନ ଅେଟ, ଏହାର ପ୍ରମାଣ କ'ଣ ତୁମ୍େଭ େଦଖିବାକୁ ଚାହୁଁଛ ? 21 ଅବ୍ରହାମ ଆମ୍ଭର ପିତା। େସ ନିଜର କର୍ମଗୁଡ଼ିକ ଦ୍ବାରା ପରେମଶ୍ବରଙ୍କ ନିକଟେର ଧାର୍ମିକ ଭାେବ ଗଣାଗେଲ। େସ ବେଦୀ ଉପେର ନିଜ ପୁତ୍ର ଇସ୍ହାକଙ୍କୁ ବଳି ରୂେପର ପରେମଶ୍ବରଙ୍କଠା େର ଉତ୍ସର୍ଗ କେଲ। 22 ଅତଏବ ତୁମ୍େଭ େଦଖ େଯ, ଅବ୍ରହାମଙ୍କର ବିଶ୍ବାସ ଓ କର୍ମ ଏକା ସାଙ୍ଗ େର କାମ କରୁଥିଲା। ତାହାଙ୍କ କାମ ଦ୍ବାରା ହିଁ ତାହାଙ୍କର ବିଶ୍ବାସ ସିଦ୍ଧ େହଲା। 23 ଏହାଦ୍ବାରା ଶାସ୍ତ୍ରର ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶିତ ହୁଏ େଯ : "ଅବ୍ରହାମ ପରେମଶ୍ବରଙ୍କୁ ବିଶ୍ବାସ କେଲ। ଓ ପରେମଶ୍ବର ଅବ୍ରହାମଙ୍କ ବିଶ୍ବାସକୁ ଗ୍ରହଣ କେଲ। େସହି ବିଶ୍ବାସ ଅବ୍ରହାମଙ୍କୁ ପରେମଶ୍ବରଙ୍କ ନିକଟେର ଧାର୍ମିକ କଲା।"332 "ପରେମଶ୍ବରଙ୍କ ମିତ୍ର"333 େବାଲି ଅବ୍ରହାମ ଡ଼କାଗେଲ। 24 ଅତଏବ ତୁମ୍େଭ େଦଖ େଯ, କର୍ମ ଦ୍ବାରା ଜେଣ େଲାକ ପରେମଶ୍ବରଙ୍କ ନିକଟେର ଧାର୍ମିକ େହାଇପାରୁଛି। େସ କେବଳ ବିଶ୍ବାସ ଦ୍ବାରା ଧାର୍ମିକ େହାଇପାରିବ ନାହିଁ। 25 ଆଉ େଗାଟିଏ ଉଦାହରଣ େହଉଛି, ରାହାବ। େସ ଜେଣ ବେଶ୍ଯା ଥିଲା। କିନ୍ତୁ େସ ନିଜ କର୍ମଗୁଡ଼ିକ କାରଣରୁ ପରେମଶ୍ବରଙ୍କ ନିକଟେର ଧାର୍ମିକା େହଲା। େସ ପରେମଶ୍ବରଙ୍କ ଗୁପ୍ତଚରମାନଙ୍କୁ ସାହାୟ୍ଯ କଲା ଓ େସମାନଙ୍କୁ ନିଜ ଘ େର ସ୍ବାଗତ କଲା ଓ ଅନ୍ୟ ବାଟେଦଇ େସମାନଙ୍କୁ ପଳାୟନ କରିବା େର ସାହାୟ୍ଯ କଲା। 26 ଆତ୍ମା ନ ଥିେଲ ଜେଣ ମନୁଷ୍ଯର ଶରୀରଟି ମୃତ େହାଇଯାଏ। େସହିପରି ବିଶ୍ବାସ ବିଷୟ େର ମଧ୍ଯ ଏହି କଥାଟି ସତ। କର୍ମ ନ ଥିେଲ ବିଶ୍ବାସ ମୃତ ଅେଟ।

3:1 େମା ଭାଇ ଓ ଭଉଣୀମାେନ ! ତୁମ୍ଭମାନଙ୍କ ଭିତରୁ ଅନେକ ଶିକ୍ଷକ େହବା ଉଚିତ ନୁେହଁ। କାରଣ ତୁମ୍େଭ ଜାଣ େଯ, ଆମ୍େଭ ଶିକ୍ଷକମାେନ, ଅନ୍ୟ େଲାକମାନଙ୍କ ଅପେକ୍ଷା ଅଧିକ କେଠାର ଭାବେର ବିଚାରିତ େହବୁ। 2 ଆମ୍େଭ ସମସ୍େତ ଅନେକ ଭୁଲ କରୁ। ଯଦି ଜେଣ େଲାକ େକୗଣସି ଭୁଲ କଥା କହି ନାହିଁ, ତା େହେଲ େସ ଜେଣ ସିଦ୍ଧ ମଣିଷ ଅେଟ। େସ ନିଜ ସମସ୍ତ ଶରୀରକୁ ମଧ୍ଯ ସଂୟତ କରିପାରିବ। 3 ଘୋଡ଼ାମାନଙ୍କୁ ନିଜ ବଶ େର ରଖିବା ପାଇଁ େସମାନଙ୍କ ମୁହଁ େର ଆମ୍େଭ ଲଗାମ ଲଗାଇଥାଉ। ଆମ୍େଭ ଏହିପରି ଭାବେର େସମାନଙ୍କର ସମ୍ପୂର୍ଣ୍ଣ ଶରୀରକୁ ବଶୀଭୂତ କରିଥାଉ। 4 ସମୁଦ୍ରର ଜାହାଜ କ୍ଷେତ୍ର େର ମଧ୍ଯ େସହିପରି େହାଇଥାଏ। ଜାହାଜଟି ଆକାର େର ବହୁତ ବଡ଼ ଓ ଏହା ପ୍ରବଳ ପବନ ଦ୍ବାରା ଚାଳିତ େହାଇଥାଏ। କିନ୍ତୁ େଛାଟ ମଙ୍ଗଟି େସହି ବଡ଼ ଜାହାଜଟିକୁ ନିୟନ୍ତ୍ରିତ କରିଥାଏ। େଯଉଁ େଲାକ ଏହି ୟନ୍ତ୍ରଟିକୁ ଚାଳନା କେର, େସ ସ୍ଥିର କେର େଯ, ଜାହାଜଟି କେଉଁଠାକୁ ୟିବ। େସ େଲାକ େଯଉଁଠାକୁ ଚା େହଁ, ଜାହାଜଟି େସଠାକୁ ଯାଏ। ଆମ୍ଭ ଜିହ୍ବା ନିମନ୍େତ ମଧ୍ଯ ଏହି ବିଷୟ ସମାନ ଅେଟ। 5 ଜିହ୍ବାଟି ଶରୀରର ଏକ ଅତି କ୍ଷୁଦ୍ର ଅଙ୍ଗ, କିନ୍ତୁ ଏହା ଅତ୍ଯଧିକ ମାତ୍ରା େର ଗର୍ବ କରିଥାଏ। 6 ଜିହ୍ବା େହଉଛି ଏକ େଛାଟ ଅଗ୍ନିଶିଖା ଭଳି। େଯଉଁ େଛାଟ ଅଗ୍ନି ଶିଖାଟି େଗାଟିଏ ବଡ଼ ଜଙ୍ଗଲ େର ନିଆଁ ଲଗେଇ େଦଇପାରିବ। ଆମ୍ଭ ଶରୀରର ଅଙ୍ଗଗୁଡ଼ିକ ଭିତ େର ଜିହ୍ବା େହଉଛି ସବୁଠାରୁ ମନ୍ଦ। କିପରି ? ଜିହ୍ବା ଆମ୍ଭ ଶରୀର ମାଧ୍ଯମ େର ନିଜର ମନ୍ଦତା ପ୍ରସାର କେର। ଏହା ଏପରି ଅଗ୍ନି ସୃଷ୍ଟି କେର େଯ, ତାହା ସମଗ୍ର ଜୀବନକୁ ପ୍ରଭାବିତ କେର। 7 ଜିହ୍ବା ଏହି ଅଗ୍ନିକୁ ନରକରୁ ପାଇଥାଏ। ମଣିଷ ପ୍ରେତ୍ୟକକ ପ୍ରକାର ହିଂସ୍ର ପଶୁ, ପକ୍ଷୀ, ସରୀସୃପ ଓ ମାଛକୁ ବଶବର୍ତ୍ତୀ କରିପା େର ଓ କରିଛି ମଧ୍ଯ। 8 କିନ୍ତୁ େକୗଣସି ମଣିଷ ଜିହ୍ବାକୁ ବଶୀଭୂତ କରିପାରି ନାହିଁ। ଏହା ଅତି ଦୁର୍ଦ୍ଦାନ୍ତ ଓ ମନ୍ଦ ଅେଟ। ଏହା ଏକ ବିଷୟୁକ୍ତ ଘାତକ ଅେଟ। 9 ଏହି ଜିହ୍ବା ଦ୍ବାରା ଆମ୍େଭ ଆମ୍ଭ ପ୍ରଭୁ ଓ ପିତାଙ୍କ ଗୁଣଗାନ କରୁ, କିନ୍ତୁ ତାପେର ପରେମଶ୍ବର େଯଉଁ େଲାକମାନଙ୍କୁ ନିଜ ସାଦୃଶ୍ଯ େର ତିଆରି କରିଛନ୍ତି, େସହି େଲାକମାନଙ୍କୁ ଅଭିଶାପ ଦେଉ। 10 ଗୁଣଗାନ ଓ ଅଭିଶାପ େସହି େଗାଟିଏ ମୁହଁରୁ ବାହା େର ! େମା ଭାଇ ଓ ଭଉଣୀମାେନ, ଏଭଳି େହବା ଉଚିତ ନୁେହଁ। 11 େଗାଟିଏ ସମାନ ଝରଣାରୁ ଉଭୟ ଭଲ ଓ ମନ୍ଦ ପାଣି କ'ଣ ଝରି ଆସିପା େର ? ନା ! 12 େମା ଭାଇ ଓ ଭଉଣୀମାେନ, ଡ଼ିମ୍ବିରି ଗଛ େର କ'ଣ ଜିତ ଫଳ ଫଳେ ? ନା ! ଦ୍ରାକ୍ଷାଲତା କ'ଣ ଡ଼ିମ୍ବିରି ଉତ୍ପନ୍ନ କରିପା େର ? ନା ! େଗାଟିଏ ଲୁଣିଆ ପାଣିର କୂଅ େକେବ ମିଠା ପାଣି େଦଇପା େର ନାହିଁ। 13 ତୁମ୍ଭମାନଙ୍କ ଭିତ େର ପ୍ରକୃତ ଜ୍ଞାନୀ ଓ ବୁଦ୍ଧିମାନ କିଏ ଅଛି ? ତା େହେଲ େସ ଧାର୍ମିକ ଜୀବନଯାପନ କରି ନିଜର ବିଜ୍ଞତା େଦଖାଉ। େସ ନମ୍ର ଭାବେର ଭଲ କାମ କରିବା ଉଚିତ। ଜ୍ଞାନୀ େଲାକ ଗର୍ବ କେର ନାହିଁ। 14 ଯଦି ତୁମ୍େଭ ନିହାତି ସ୍ବାର୍ଥପର ଓ ତୁମ୍ଭ୍ ହୃଦୟ େର ଈର୍ଷାଭାବ ଅଛି, ତା' େହେଲ ତୁମ୍ଭର ଗର୍ବ କରିବା ପାଇଁ କିଛି କାରଣ ନାହିଁ। ତୁମ୍ଭର ଅହଂକାର କେବଳ ମିଛ, ଏବଂ ତାହା ସତ୍ଯକୁ େଘାଡ଼ାଇ ଦିଏ। 15 ଏହିପ୍ରକାର "ଜ୍ଞାନ" ପରେମଶ୍ବରଙ୍କଠାରୁ ଆ େସ ନାହିଁ। ମାତ୍ର ଏହି "ଜ୍ଞାନ" ସଂସାରରୁ ଆ େସ। ଏହା ଆତ୍ମିକ ନୁେହଁ। ଏହା ଶୟତାନଠାରୁ ଆସିଛି। 16 େଯଉଁଠା େର ଈର୍ଷାଭାବ ଓ ସ୍ବାର୍ଥପର ମେନାଭାବ ଅଛି, େସହିଠା େର ସମସ୍ତ ପ୍ରକାର ବିଶୃଙ୍ଖଳା ଓ ସମସ୍ତ ପ୍ରକାରର ମନ୍ଦତା େଦଖାଯାଏ। 17 କିନ୍ତୁ ପରେମଶ୍ବରଙ୍କଠାରୁ ଆସିଥିବା "ଜ୍ଞାନ" ଏହିପରି : ପ୍ରଥମ େର ଏହା ପବିତ୍ର, ଶାନ୍ତିପୂର୍ଣ୍ଣ, ଭଦ୍ର ଓ ପ୍ରସନ୍ନ ଅେଟ। େଯଉଁମାେନ ଅସୁବିଧା ବା କଷ୍ଟ େର ପଡ଼ିଛନ୍ତି, ଏହି ଜ୍ଞାନ େସମାନଙ୍କୁ ସାହାୟ୍ଯ କରିବା ପାଇଁ ସର୍ବଦା ପ୍ରସ୍ତୁତ ଥାଏ ଓ ଏହା ଅନ୍ୟମାନଙ୍କର ମଙ୍ଗଳ କେର। ଏହି ଜ୍ଞାନ ସର୍ବଦା ନିରପେକ୍ଷ ଓ ନିଷ୍ଠାପର ଅେଟ। 18 େଯଉଁ େଲାକମାେନ ଶାନ୍ତିପୂର୍ଣ୍ଣ ଭାବେର ଶାନ୍ତି ପାଇଁ କାମ କରନ୍ତି, େସମାେନ ଧାର୍ମିକ ଜୀବନଯାପନ ଦ୍ବାରା େସଥିରୁ ଉତ୍ପନ୍ନ ଉତ୍ତମ ବିଷୟମାନ ପାଆନ୍ତି।

4:1 ପରେମଶ୍ବରଙ୍କଠା େର ସମର୍ପିତ ହୁଅ ତୁମ୍େଭ କ'ଣ ଜାଣିଛ କି ତୁମ୍ଭମାନଙ୍କ ଭିତ େର ଝଗଡ଼ା ଓ ୟୁକ୍ତିତର୍କ କାହିଁକି ହୁଏ ? ତୁମ୍ଭର ଝଗଡ଼ା ଓ ୟୁକ୍ତିତର୍କ ସ୍ବାର୍ଥପର ଇଚ୍ଛାରୁ ଆ େସ ଓ ତୁମ୍ଭ୍ ମଧିଅେର ବିବାଦ ସୃଷ୍ଟି କରିଥାଏ ? 2 ତୁମ୍େଭମାେନ ଅନେକ ବିଷୟ ଇଚ୍ଛା କର, କିନ୍ତୁ ପାଅ ନାହିଁ। େତଣୁ ତୁମ୍େଭ ଅନ୍ୟ େଲାକମାନଙ୍କ ପ୍ରତି ଈର୍ଷାନ୍ବିତ େହାଇ େସମାନଙ୍କୁ ହତ୍ଯା କରିଥାଅ। ତଥାପି ତୁମ୍େଭ ଇଚ୍ଛା କରୁଥିବା ବିଷୟଗୁଡ଼ିକ ପାଇ ପାର ନାହିଁ। େସଥିପାଇଁ ତୁମ୍େଭ ତର୍କବିତର୍କ କରିଥାଅ ଓ ବିବାଦ କରିଥାଅ। େଯ େହତୁ ତୁମ୍େଭ ପରେମଶ୍ବରଙ୍କୁ ତୁମ୍ଭର ଦରକାରୀ ବିଷୟଗୁଡ଼ିକ ମାଗି ନ ଥାଅ, େତଣୁ ତୁମ୍େଭମାେନ େସଗୁଡ଼ିକ ପାଇ ନ ଥାଅ। 3 ବା େଯେତେବେଳ ତୁମ୍େଭ ମାଗ, ତାହା ପାଅ ନାହିଁ। କାହିଁକି ? କାରଣ େଯଉଁ କାରଣରୁ ତୁମ୍େଭ ମାଗ, ତାହା ଭୁଲ ଥାଏ। ତୁମ୍େଭ ନିଜର ଅଭିଳାଷ ପାଇଁ େଯପରି େସଗୁଡ଼ିକୁ ବ୍ଯବହାର କରିପାର, େସଥିପାଇଁ େସହିସବୁ ମାଗିଥାଅ। 4 ଏହାଦ୍ବାରା ତୁମ୍େଭମାେନ ପରେମଶ୍ବରଙ୍କ ନିକଟେର ବିଶ୍ବସ୍ତ ନୁହଁ। ତୁମ୍େଭ ଜାଣି ରଖିବା ଉଚିତ େଯ, ଜଗତକୁ ଭଲ ପାଇବା ଓ ପରେମଶ୍ବରଙ୍କୁ ଘୃଣା କରିବା ବିଷୟ ସମାନ। ଅତଏବ ଯଦି େକହି ଏହି ସଂସାରର ଅଂଶୀ େହବା ପାଇଁ ଇଚ୍ଛା କେର, େତେବ େସ ନିଜକୁ ପରେମଶ୍ବରଙ୍କୁ ଶତ୍ରୁ କରି ପକାଏ। 5 ତୁମ୍େଭ କ'ଣ ଭାବୁଛ କି ଶାସ୍ତ୍ରର ଅର୍ଥ କିଛି ନାହିଁ ? ଶାସ୍ତ୍ର କୁ େହ : "ପରେମଶ୍ବର ଆମ୍ଭ ମଧିଅେର ବାସ କରିବା ପାଇଁ େଯଉଁ ଆତ୍ମାଙ୍କୁ େଦଇଛନ୍ତି, େସ ଆମ୍ଭକୁ ସମ୍ପୂର୍ଣ୍ଣରୂେପ ଅଧିକାର କରିବା ନିମନ୍େତ ଚାହାଁନ୍ତି।"334 6 କିନ୍ତୁ ପରେମଶ୍ବର ଆମ୍ଭକୁ େଦଇଥିବା ଅନୁଗ୍ରହ ଅତି ମହାନ ଅେଟ। େଯପରି ଶାସ୍ତ୍ର କୁ େହ : "ପରେମଶ୍ବର ଅହଂକାରୀ େଲାକମାନଙ୍କର ବିେରାଧୀ, କିନ୍ତୁ େସ ନମ୍ର େଲାକମାନଙ୍କୁ ଅନୁଗ୍ରହ କରନ୍ତି।"335 7 ଅତଏବ ନିଜକୁ ପରେମଶ୍ବରଙ୍କଠା େର ସମର୍ପିତ କର। ଶୟତାନକୁ ବାଧା ଦିଅ, ତା େହେଲ େସ ତୁମ୍ଭଠାରୁ ଦୂ େରଇ ୟିବ। 8 ପରେମଶ୍ବରଙ୍କ ନିକଟକୁ ଆସ, େତେବ େସ ମଧ୍ଯ ତୁମ୍ଭମାନଙ୍କ ନିକଟକୁ ଆସିେବ। ତୁମ୍େଭମାେନ ପାପୀ ଅଟ। ଅତଏବ ତୁମ୍ଭମାନଙ୍କ ଜୀବନରୁ ପାପକୁ ପରିଷ୍କାର କର। ତୁମ୍େଭ ଏକା ସମୟେର ପରେମଶ୍ବର ଓ ସଂସାର, ଉଭୟର ଅନୁସରଣ କରିବାକୁ େଚଷ୍ଟା କରୁଛ। ତୁମ୍ଭର ଚିନ୍ତାଧାରାକୁ ପବିତ୍ର କର। 9 ଦୁଃଖି ହୁଅ, ଦୁଃଖ ପ୍ରକାଶ କର ଓ କ୍ରନ୍ଦନ କର ! ତୁମ୍ଭର ହାସ୍ଯକୁ କ୍ରନ୍ଦନ େର ବଦଳାଇ ଦିଅ। ତୁମ୍ଭର ପ୍ରଫୁଲତାକୁ ଦୁଃଖ େର ବଦଳାଅ। 10 ପ୍ରଭୁଙ୍କ ଆଗ େର ନମ୍ର ହୁଅ ଓ େସ ତୁମ୍ଭକୁ ମହାନ୍ କରିେବ। 11 ଭାଇ ଓ ଭଉଣୀମାେନ ! ପରସ୍ପର ବିରୁଦ୍ଧ େର କିଛି କୁହ ନାହଁ। ତୁମ୍େଭ ଯଦି ଖ୍ରୀଷ୍ଟଙ୍କଠା େର ଥିବା ତୁମ୍ଭର େକୗଣସି ଭାଇର ସମାେଲାଚନା କରୁଛ ବା ବିଚାର କରୁଛ ; ତା େହେଲ େସ େଯଉଁ ବ୍ଯବସ୍ଥା ପାଳନ କରୁଛି, ତୁମ୍େଭ ତା'ର ସମାେଲାଚନା କରୁଛ। ଯଦି ତୁମ୍େଭ ଖ୍ରୀଷ୍ଟ େର ଥିବା ଜେଣ ଭାଇର ବିଚାର କର, େତେବ ତୁମ୍େଭ ପ୍ରକୃତ େର େସ ପାଳନ କରୁଥିବା ବ୍ଯବସ୍ଥାର ବିଚାର କରୁଛ। ଏବଂ ତୁମ୍େଭ ଯଦି ବ୍ଯବସ୍ଥାର ବିଚାର କରୁଛ, େତେବ ତୁମ୍େଭ ବ୍ଯବସ୍ଥାର ପାଳନ କରୁ ନାହଁ। ତୁମ୍େଭ ନିେଜ ତାହାର ବିଚାରପତି େହାଇଗଲ। 12 କେବଳ ପରେମଶ୍ବର ହିଁ ବ୍ଯବସ୍ଥା ରଚନା କରନ୍ତି। େସ େହଉଛନ୍ତି ଏକମାତ୍ର ବିଚାରପତି। େସ କେବଳ ରକ୍ଷା କରିପାରନ୍ତି ଓ ବିନାଶ ମଧ୍ଯ କରିପାରନ୍ତି। ଅତଏବ ଅନ୍ୟ େକୗଣସି େଲାକର ବିଚାର କରିବାର ତୁମ୍ଭ ପକ୍ଷ େର ଠିକ୍ ନୁେହଁ। 13 ତୁମ୍ଭ ଭିତ େର େକହି େକହି କୁହନ୍ତି, "ଆମ୍େଭ ଆଜି ବା କାଲି େକୗଣସି ସହରକୁ ୟିବୁ। ଆମ୍େଭ େସଠାେର ବର୍ଷେ ରହିବୁ ଓ ବ୍ଯବସାୟ କରି ଧନ ଅର୍ଜନ କରିବୁ।" ଶୁଣ ! ଏହି ବିଷୟ େର ଚିନ୍ତା କର : 14 ତୁମ୍େଭ ଜାଣି ନାହଁ, ଆସନ୍ତା କାଲି କଣ ଘଟିବ ! ତୁମ୍ଭ ଜୀବନଟି େଗାଟିଏ କୁହୁଡ଼ି ତୁଲ୍ଯ। ତୁମ୍େଭ ତାହାକୁ ଅଳ୍ପ ସମୟ ଧରି େଦଖିପାରିବ, ତାପେର େସ ଚାଲିଯାଏ। 15 ଅତଏବ ତୁମ୍େଭ କହିବା ଉଚିତ : "ଯଦି ପରେମଶ୍ବରଙ୍କ ଇଚ୍ଛା ଥାଏ, ଆମ୍େଭ ଜୀବିତ ରହିବୁ ଓ ଏହା କରିବୁ ବା ତାହା କରିବୁ।" 16 କିନ୍ତୁ ଏେବ ତୁମ୍େଭ ଅହଂକାର କରି ଗର୍ବ କରୁଛ। ଏହିପ୍ରକାର ଅହଂକାର କରିବା ଅନୁଚିତ ଅେଟ। 17 ଯଦି ଜେଣ େଲାକ ଭଲ କାମ କରିବାକୁ ଜାଣି ସୁଦ୍ଧା ତାହା କେର ନାହିଁ, ତା େହେଲ େସ ପାପ କରିଥାଏ।

5:1 ଧନୀ େଲାେକ ! ଶୁଣ ! କ୍ରନ୍ଦନ କର ଓ ଅତି ଦୁଃଖିତ ହୁଅ। କାରଣ ଅତ୍ଯଧିକ କ୍ଲେଶ ତୁମ୍ଭ ଉପେର ମାଡ଼ି ଆସୁଛି। 2 ତୁମ୍ଭର ଧନସବୁ ନଷ୍ଟ େହାଇଯାଇଛି ଓ ମୂଲ୍ଯହୀନ େହାଇ ପଡ଼ିଛି। ତୁମ୍ଭର େପାଷାକ ପୋକ ଖାଇ ଯାଇଛନ୍ତି। 3 ତୁମ୍ଭର ସୁନା ଓ ରୂପା େର କଳଙ୍କି ଲାଗି ଯାଇଛି। ଏହା ନଷ୍ଟ େହାଇ ପ୍ରମାଣ କରୁଛି େଯ, ତୁମ୍େଭ ଭୁଲକାର୍ୟ୍ଯ କରିଛ। େସହି କଳଙ୍କ ତୁମ୍ଭ ଶରୀରକୁ ଅଗ୍ନି ଭଳି ଗ୍ରାସ କରି ଦେବ। ଶେଷଦିନଗୁଡ଼ିକେର ତୁମ୍େଭ ନିଜର ଧନ ସଞ୍ଚୟ କରୁଅଛ। 4 େଲାେକ ତୁମ୍ଭ କ୍ଷେତମାନଙ୍କ େର କାମ କେଲ, କିନ୍ତୁ ତୁମ୍େଭ ତାହାଙ୍କୁ େସମାନଙ୍କର ମଜୁରୀ ଦେଲ ନାହିଁ। େସମାେନ ତୁମ୍ଭ ବିରୁଦ୍ଧ େର କ୍ରନ୍ଦନ କରୁଛନ୍ତି। େସମାେନ ତୁମ୍ଭ ପାଇଁ ଶସ୍ଯ ଆମଦାନୀ କେଲ। ଏେବ ସ୍ବର୍ଗୀୟ େସନାବାହିନୀ େର ପ୍ରଭୁ େସମାନଙ୍କ ଚିତ୍କାର ଶୁଣିଛନ୍ତି। 5 ପୃଥିବୀ େର ତୁମ୍ଭ ଜୀବନ ବିଳାସପୂର୍ଣ୍ଣ ଥିଲା। ତୁମ୍େଭ ଯାହା ଇଚ୍ଛା କରିଥିଲ, ତାହା ପୂରଣ କରି ନିଜକୁ ଆନନ୍ଦିତ କଲ। ତୁମ୍େଭ ବଳି ଦିବସ ପାଇଁ ପ୍ରସ୍ତୁତ ଥିବା ଏକ ପଶୁପରି ନିଜକୁ େମାଟ କଲ। 6 ତୁମ୍େଭ ଉତ୍ତମ େଲାକମାନଙ୍କୁ େକୗଣସି ଦୟା େଦଖାଇଲ ନାହିଁ। େସମାେନ ତୁମ୍ଭର ବିେରାଧୀ ନ ଥିେଲ ମଧ୍ଯ, ତୁମ୍େଭ େସମାନଙ୍କୁ ହତ୍ଯା କରିଛ। 7 ଭାଇ ଓ ଭଉଣୀମାେନ, ର୍ଧୈୟ୍ଯ ରଖ, ପ୍ରଭୁ ଯୀଶୁ ଆସିେବ। େସହି ସମୟ ପର୍ୟ୍ଯନ୍ତ ର୍ଧୈୟ୍ଯ ଧରି ରୁହ। 8 ଚାଷୀ େଯପରି ନିଜ କ୍ଷେତର ମୂଲ୍ଯବାନ ଶସ୍ଯ ବଢ଼ି ଉଠିବାକୁ ର୍ଧୈୟ୍ଯର ସହିତ ଆଶାରଖି, ଆରମ୍ଭ ଓ ଶେଷ ବର୍ଷା ପଡ଼ିବା ପର୍ୟ୍ଯନ୍ତ ର୍ଧୈୟ୍ଯର ସହିତ ଅପେକ୍ଷା କେର, ତୁମ୍େଭମାେନ େସହିଭଳି ର୍ଧୈୟ୍ଯଶୀଳ େହବା ଉଚିତ୍। ନିଜର ଆଶା ଛାଡ଼ି ଦିଅ ନାହିଁ। ପ୍ରଭୁ ଯୀଶୁ ଶୀଘ୍ର ଆସୁଛନ୍ତି। 9 ଭାଇ ଓ ଭଉଣୀମାେନ, ପରସ୍ପର ବିରୁଦ୍ଧ େର ଅଭିେଯାଗ କର ନାହିଁ। ତୁମ୍େଭ ଅଭିେଯାଗ କରିବା ବନ୍ଦ ନ କେଲ, ନିେଜ େଦାଷୀ େବାଲି ବିଚାରିତ େହବ। ବିଚାରପତି ଆସିବାକୁ ପ୍ରସ୍ତୁତ ଅଛନ୍ତି। 10 ଭାଇ ଓ ଭଉଣୀମାେନ, ପ୍ରଭୁଙ୍କ ପାଇଁ ଭାବବାଣୀ କହିଥିବା ଭାବବାଦୀମାନଙ୍କ ଉଦାହରଣ ଅନୁସରଣ କର। େସମାେନ ଅନେକ ଯାତନା ସହି ଥିେଲ େହଁ ର୍ଧୈୟ୍ଯବାନ ଥିେଲ। 11 ଆମ୍େଭ କହୁଛୁ େଯ, େଯଉଁମାେନ େସମାନଙ୍କର ଅସୁବିଧାଗୁଡ଼ିକୁ ର୍ଧୈୟ୍ଯର ସହିତ ଗ୍ରହଣ କେଲ, େସମାେନ ବର୍ତ୍ତମାନ ଖୁସି େର ଅଛନ୍ତି। ତୁମ୍େଭମାେନ ଆୟୁବଙ୍କର ର୍ଧୈୟ୍ଯ336 କଥା ଶୁଣିଛ। ତୁମ୍େଭ ଜାଣିଛ େଯ, ଆୟୁବ ସବୁ କଷ୍ଟରୁ ଉତ୍ତୀର୍ଣ୍ଣ େହାଇ ସାରିଲା ପେର ପରେମଶ୍ବର ତାହାଙ୍କୁ ସାହାୟ୍ଯ କରିଥିେଲ। ଏହା ଦର୍ଶାଏ େଯ, ପ୍ରଭୁ କରୁଣା େର ପୂର୍ଣ୍ଣ ଓ ଦୟାଳୁ ଅଟନ୍ତି। 12 େମା ଭାଇ ଓ ଭଉଣୀମାେନ ! ମେନରଖ େଯ େକୗଣସି ପ୍ରତିଜ୍ଞା କଲା େବେଳ ଶପଥ କର ନାହିଁ। ଏହା ଅତି ଗୁରୁତ୍ବପୂର୍ଣ୍ଣ ଅେଟ। ତୁମ୍ଭର କଥାକୁ ସତ୍ଯ େବାଲି ପ୍ରମାଣିତ କରିବା ପାଇଁ ସ୍ବର୍ଗ, ପୃଥିବୀ ବା ଅନ୍ୟ କିଛିର ନାମ ନିଅ ନାହିଁ। "ତୁମ୍ଭର ହଁ କଥା ହଁ େହଉ, ଏବଂ ନା କଥା ନା େହଉ। ଏପରି କେଲ ତୁମ୍େଭ େଦାଷୀ ସାବ୍ଯସ୍ତ େହବ ନାହିଁ।" 13 ଯଦି େକହି ସଙ୍କଟ େର ପଡ଼ିଛି, ତା' େହେଲ େସ ପ୍ରାର୍ଥନା କରୁ। ଯଦି େକହି ଖୁସି ଅଛି, ତା େହେଲ େସ ଗୀତ ଗାଉ। 14 ଯଦି ତୁମ୍ଭ ମଧ୍ଯରୁ େକହି ଜେଣ ଅସୁସ୍ଥ ଅଛି, େତେବ େସ ମଣ୍ଡଳୀର ପ୍ରାଚୀନମାନଙ୍କୁ337 ଡ଼ାକିବା ଦରକାର। େସମାେନ ପ୍ରଭୁଙ୍କ ନାମ େର ତାହାଙ୍କୁ ତେଲ ମଖାଇବେ ଓ ତାହାଙ୍କ ପାଇଁ ପ୍ରାର୍ଥନା କରିେବ। 15 ବିଶ୍ବାସ େର କରାଯାଇଥିବା େସହି ପ୍ରାର୍ଥନା େରାଗୀକୁ ସୁସ୍ଥ କରିଦେବ। ପ୍ରଭୁ ତାହାକୁ ସୁସ୍ଥ କରିେବ। ଯଦି ଏହି େଲାକଟି ପାପ କରିଥାଏ, େତେବ ପରେମଶ୍ବର ତାହାକୁ କ୍ଷମା କରିେବ। 16 ତୁମ୍େଭ କରିଥିବା ପାପଗୁଡ଼ିକୁ ପରସ୍ପର ନିକଟେର ସ୍ବୀକାର କର। ତା'ପେର ପରସ୍ପର ପାଇଁ ପ୍ରାର୍ଥନା କର। ପରେମଶ୍ବର େଯପରି ତୁମ୍ଭକୁ ସୁସ୍ଥ କରିଦିଅନ୍ତି, େସଥିନିମନ୍େତ ଏପରି କର। ଜେଣ ଧାର୍ମିକ େଲାକ େଯେତେବେଳ ନିରନ୍ତର ପ୍ରାର୍ଥନା କେର, େସେତେବେଳ ମହାନ ଘଟଣାମାନ ଘଟିଥାଏ। 17 ଏଲୀୟ ଆମ୍ଭ ଭଳି ଜେଣ ସାଧାରଣ େଲାକ ଥିେଲ। େସ ବର୍ଷା ନ େହବା ପାଇଁ ପ୍ରାର୍ଥନା କେଲ। ଏବଂ ଭୂମି ଉପେର ତିନି ବର୍ଷ ଛଅମାସ ଧରି ବର୍ଷା େହଲା ନାହିଁ 18 ତା'ପେର ଏଲୀୟ ବର୍ଷା େହବା ପାଇଁ ପ୍ରାର୍ଥନା କେଲ। ଆକାଶରୁ ବର୍ଷା େହଲା ଓ ପୃଥିବୀ େର ପୁନଃ ଶସ୍ଯ ଉତ୍ପନ୍ନ େହଲା। 19 େମା ଭାଇ ଓ ଭଉଣୀମାେନ ! ତୁମ୍ଭ ଭିତରୁ ଯଦି ଜେଣ ସତ୍ଯରୁ ବିଚଳିତ େହାଇଯାଏ, େତେବ ଅନ୍ୟ ଜେଣ ତାହାକୁ ସତ୍ଯକୁ ଫେରାଇ ଆଣିବା ପାଇଁ ସାହାୟ୍ଯ କରୁ। 20 ଏହା ମେନରଖ : େଯଉଁ େଲାକ ମନ୍ଦ ମାର୍ଗରୁ ଜେଣ ପାପୀକୁ ଫେରାଇ ଆେଣ, େତେବ େସ ମୃତ୍ଯୁରୁ ତାହାର ଆତ୍ମାକୁ ରକ୍ଷା କେର। ଏହା କରିବା ଦ୍ବାରା, େସହି େଲାକ ଅନେକ ପାପକ୍ଷମାର କାରଣ େହାଇପାରିଥାଏ।