Joel

1:1 ପଥୂଯେଲଙ୍କ ପୁତ୍ର ଯାେୟଲ ସଦାପ୍ରଭୁଙ୍କଠାରୁ ଏହି ବାର୍ତ୍ତା ଲାଭ କେଲ। 2 େହ ପ୍ରାଚୀନଗଣ, ତୁମ୍େଭମାେନ େମାର ଏହି ବାର୍ତ୍ତା ଶୁଣ। େହ ସମସ୍ତ େଦଶବାସୀ, େମାର କଥା ପ୍ରତି କର୍ଣ୍ଣପାତ କର। ତୁମ୍ଭ ସମୟେର କି ତୁମ୍ଭ ପିତୃପୁରୁଷଙ୍କ ସମୟେର ଏପରି କିଛି ଘଟିଅଛି? ନା, ଏହା ଘଟି ନାହିଁ କି ଘଟି ନଥିଲା। 3 ଏହି ସମ୍ବାଦ ତୁମ୍େଭ ତୁମ୍ଭ ପିଲାମାନଙ୍କୁ ଜଣାଅ। ତୁମ୍ଭର ପିଲାମାେନ େସମାନଙ୍କର ସନ୍ତାନମାନଙ୍କୁ ଜଣାନ୍ତୁ ଓ ତୁମ୍ଭର ନାତିମାେନ େସମାନଙ୍କର ପରବର୍ତ୍ତୀ ବଂଶଧରଙ୍କୁ ଜଣାନ୍ତୁ। 4 ଯାହା ଶୂକ କୀଟ ଛାଡିଛନ୍ତି ତାକୁ ପଙ୍ଗପାଳ ଖାଇଛନ୍ତି। ଯାହା ପଙ୍ଗପାଳ ଛାଡିଛନ୍ତି ତାକୁ ପତଙ୍ଗ ଶେଷ କରିଛନ୍ତି ଏବଂ ଯାହା ପତଙ୍ଗ ଛାଡିଛନ୍ତି ତାକୁ ଘୁଘୁର୍ରିଯା ନଷ୍ଟ କରିଛନ୍ତି। 5 େହ ମଦ୍ଯପଗଣ, ଉଠ ଓ େରାଦନ କର। ତୁମ୍େଭ ସମସ୍େତ େଯଉଁମାେନ ମଦ୍ଯପାନ କରିଛ, କ୍ରନ୍ଦନ କର। କାରଣ ତୁମ୍ଭର େସହି ମଧୁର ଦ୍ରାକ୍ଷାରସ ଶେଷ େହାଇଛି। ତୁମ୍େଭମାେନ ଆଉ ତା'ର ସ୍ବାଦ ପାଇବ ନାହିଁ। 6 ଆମ୍ଭ େଦଶକୁ ଆକ୍ରମଣ କରିବାକୁ, ଏକ ବିରାଟ ଶକ୍ତିଶାଳୀ ଜାତି ଆସିଲା। େସମାନଙ୍କର ସଂଖ୍ଯା ଅଗଣିତ ଥିଲା। େସମାନଙ୍କର ଦାନ୍ତଗୁଡିକ ସିଂହର ଦନ୍ତଠାରୁ ତୀକ୍ଷ୍ଣ ଥିଲା ଏବଂ େସମାନଙ୍କର କଳଦନ୍ତ ଏକ ବୃହତ୍ ସିଂହର କଳଦନ୍ତ ତୁଲ୍ଯ। 7 େସମାେନ ଆମ୍ଭର ଦ୍ରାକ୍ଷାଲତାକୁ ନଷ୍ଟ କରିଛନ୍ତି, ଏହାର ସୁନ୍ଦର ଦ୍ରାକ୍ଷାଗୁଡିକ ଶୁଖି ନଷ୍ଟ େହାଇୟାଇଛି। େସମାେନ େମାର ଡିମିରି ବୃକ୍ଷର ବକ୍କଳ ଛଡାଇ ଫିଙ୍ଗି େଦଇଛନ୍ତି। 8 େଗାଟିଏ କୁଆଁରୀକନ୍ଯା ପରି କାନ୍ଦ ଏବଂ ଦୁଃଖ କର େଯପରି ତା'ର ବର ମରିଛି। େସ ତା'ର ବିବାହ େପାଷାକ େଖାଲି ଦେଉ ଏବଂ ଶୋକେର ଚଟ ବସ୍ତ୍ର ପରିଧାନ କରୁ। 9 ସଦାପ୍ରଭୁଙ୍କର ଯାଜକ ଓ ପରିଗ୍ଭଳକଗଣ େରାଦନ କର। କାରଣ ସଦାପ୍ରଭୁଙ୍କ ମନ୍ଦିରର ଶସ୍ଯ ନୈବେଦ୍ଯ ଓ ପେଯ ନୈବେଦ୍ଯ ଆଉ ରହିବ ନାହିଁ। 10 ଶସ୍ଯ କ୍ଷେତ୍ର ଧ୍ବଂସ େହାଇଛି, ଏପରିକି ଭୂମି ମଧ୍ଯ କାନ୍ଦୁଛି। କାରଣ ଶସ୍ଯସବୁ ନଷ୍ଟ େହାଇଛି ଏବଂ ନୂତନ ଦ୍ରାକ୍ଷାଲତା ଶୁଖି ୟାଇଛି। ଅଲିଭ ତେଲ ଶେଷ େହାଇୟାଇଛି। 11 େହ କୃଷକଗଣ, ଦୁଃଖ କର। ଉଚ୍ଚ ସ୍ବର େର କ୍ରନ୍ଦନ କର। ଦ୍ରାକ୍ଷା କୃଷିକାରୀଗଣ, ତୁମ୍େଭମାେନ ମଧ୍ଯ େରାଦନ କର। କାରଣ ତୁମ୍ଭର କ୍ଷେତ େର ଗହମ ଓ ବାର୍ଲି ଅମଳ ସମ୍ପୂର୍ଣ୍ଣ ଧ୍ବଂସ େହାଇଛି। 12 ଦ୍ରାକ୍ଷାଲତାଗୁଡିକ ଶୁଷ୍କ େହାଇଛନ୍ତି ଓ ଡିମିରି ବୃକ୍ଷ ମରି ୟାଇଛି। ସମସ୍ତ ଡାଳିମ୍ବ, ତାଳ ଓ େସଓ ବୃକ୍ଷଗୁଡିକ ଶୁଖି ୟାଇଛି। େଲାକମାନଙ୍କର ସମସ୍ତ ସୁଖ ମରିୟାଇଛି। 13 େହ ଯାଜକଗଣ, ଚଟ ବସ୍ତ୍ର ପରିଧାନ କରି ଉଚ୍ଚ ସ୍ବର େର ବିଳାପ କର। େହ ୟଜ୍ଞବେଦୀର ପରିଗ୍ଭଳକ ଗଣ, ତୁମ୍େଭମାେନ ଚଟ ବସ୍ତ୍ର ପରିଧାନ କରି ରାତ୍ରିୟାପନ କର। କାରଣ ପରେମଶ୍ବରଙ୍କ ମନ୍ଦିର େର ଶସ୍ଯ ନୈବେଦ୍ଯ ଓ ପେଯ ନୈବେଦ୍ଯ ମିଳିବ ନାହିଁ। 14 େଲାକମାନଙ୍କୁ କୁହ େଯ ଉପବାସ ପାଇଁ େଗାଟିଏ ସ୍ବତନ୍ତ୍ର ସମୟ େହବ। ସମସ୍ତ େଲାକଙ୍କୁ ଏକ ସ୍ବତନ୍ତ୍ର ସଭାକୁ ଆହ୍ବାନ କର। ପ୍ରାଚୀନ େଲାକମାନଙ୍କୁ ଓ ନାଗରିକମାନଙ୍କୁ ଏକତ୍ରୀତ କର। େସମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିରକୁ ଆଣି ସାରିଲା ପ େର ପରେମଶ୍ବରଙ୍କୁ ପ୍ରାର୍ଥନା କରିବାକୁ େସମାନଙ୍କୁ କୁହ। 15 ଦୁଃଖ କର, କାରଣ ସଦାପ୍ରଭୁଙ୍କ ସମୟ ଅତି ନିକଟ। େସହି ସମୟେର ସର୍ବଶକ୍ତିମାନ ପରେମଶ୍ବରଙ୍କ ନିକଟରୁ ଦଣ୍ତ ପ୍ରଳଯ ତୁଲ୍ଯ ଆସିବ। 16 ଆମ୍ଭମାନଙ୍କର ଖାଦ୍ୟ ଓ ଆନନ୍ଦ ଉଲ୍ଲାସ ପରେମଶ୍ବରଙ୍କ ମନ୍ଦିରରୁ ଗ୍ଭଲି ୟାଇଛି। 17 ଆମ୍େଭମାେନ େଯଉଁ ମଞ୍ଜି ଭୁମି େର େରାପଣ କରିଥିଲୁ େସଗୁଡିକ ମାଟି େର ଶୁଖି ମରିୟାଇଛି। ଆମ୍ଭମାନଙ୍କର ରୋପିତ ବୃକ୍ଷ ଶୁଷ୍କ ଓ ମୃତ। ଆମ୍ଭର ଶସ୍ଯ ଅମାର ଶୂନ୍ଯ ଓ ଭଗ୍ନ ପ୍ରାଯ। 18 ପଶୁଗଣ କ୍ଷୁଧା େର ବିଳାପ କରୁଛନ୍ତି। ଗୋରୁପଲ ଏଣେତେଣେ ବିଚରଣ କରୁଛନ୍ତି, ଘାସ ନପାଇ ବ୍ଯାକୁଳ େହଉଛନ୍ତି। େମଷପଲ ମଧ୍ଯ ୟନ୍ତ୍ରଣା େଭାଗ କରୁଛନ୍ତି। 19 େହ ସଦାପ୍ରଭୁ, ମୁଁ ତୁମ୍ଭ ନିକଟେର ସାହାୟ୍ଯ ପାଇଁ ପ୍ରାର୍ଥନା କରୁଛି। ଅଗ୍ନି ସବୁଜ ପ୍ରାନ୍ତରକୁ ମରୁଭୂମିେର ପରିଗତ କରି େଦଇଛି। େସହି ଅଗ୍ନି ଶିଖା ପ୍ରାନ୍ତରର ସମସ୍ତ ବୃକ୍ଷକୁ େପାଡି଼ ଜାଳି େଦଇଛି। 20 ବନ୍ଯ ପ୍ରାଣୀମାେନ ମଧ୍ଯ ତୁମ୍ଭର ସାହାୟ୍ଯ ଭିକ୍ଷା କରୁଛନ୍ତି। ଝରଣାଗୁଡିକ ଜଳଶୂନ୍ଯ ଓ ଶୁଷ୍କ। ଅଗ୍ନି ଆମ୍ଭର ସବୁଜ ପ୍ରାନ୍ତରକୁ ମରୁଭୂମିେର ପରିଣତ କରିଛି।

2:1 ତୁମ୍େଭମାେନ ସିେୟାନ େର ତୂରୀ ବଜାଅ। ଆମ୍ଭର ପବିତ୍ର ପର୍ବତ ଉପ େର େଗାଟିଏ ବିପଦ ସଂକେତ କରି ପାଟି କର। ସମଗ୍ର େଦଶବାସୀ ଭୟ େର କମ୍ପିତ େହବ। ସଦାପ୍ରଭୁଙ୍କର ବିଶେଷ ଦିନ ଆସୁଛି। େସହି ବିଶେଷ ଦିନଟି ଅତି ସନ୍ନିକଟ। 2 ତାହା ଏକ ଅନ୍ଧାକାର ଓ ତମସାଚ୍ଛାନ୍ନ ଦିନ, ତାହା ନିବିଡ ଅନ୍ଧକାର ଓ ମେଘାଛନ୍ନ ଦିନ େହବ। ସୂର୍ େଯ୍ଯାଦଯ େର ପର୍ବତ ଉପ େର ସୈନ୍ଯମାେନ ଘେରି ୟାଇଥିବାର ତୁମ୍େଭ େଦଖିବ। େସମାେନ ମହାନ୍ ଶକ୍ତିଶାଳୀ ସୈନ୍ଯବାହିନୀ େହେବ। ପୂର୍ବରୁ ଏପରି େକେବ େହାଇନାହିଁ, ଆଉ ମଧ୍ଯ ଏହା ପୁନର୍ବାର େକେବ େହବ ନାହିଁ। 3 ଜ୍ବଳନ୍ତ ଅଗ୍ନି ସଦୃଶ େସହି ସୈନ୍ଯବାହିନୀ େଦଶକୁ ଧ୍ବଂସ କରି େଦେବ। େସମାନଙ୍କ ସମ୍ମୁଖ େର େଦଶ ଏଦନ୍ର ବଗିଗ୍ଭ ସଦୃଶ େହବ। ପଶ୍ଚାତ୍ଭାଗ େର େଦଶଟି ଏକ ଶୂନ୍ଯ ମରୁଭୂମି ସଦୃଶ େହବ। େସମାନଙ୍କଠାରୁ କିଛି ରକ୍ଷା ପାଇବ ନାହିଁ। 4 େସମାେନ ଅଶ୍ବ ସଦୃଶ େଦଖାୟାଆନ୍ତି। ୟୁଦ୍ଧ ଅଶ୍ବ ପରି େସମାେନ େଦୗଡିେବ। 5 େସମାନଙ୍କ ଶଦ୍ଦ ପର୍ବତ ଉପ େର ନାଚୁଥିବା ରଥ ପରି, ନଡାକୁ ଅଗ୍ନି ଜାଳିଲା ପରି, ୟୁଦ୍ଧ ପାଇଁ ପ୍ରସ୍ତୁତ ବଳବାନ୍ େଲାକ ପରି େହବ। 6 େଲାକମାେନ େସହି ସୈନ୍ଯ ସମ୍ମୁଖ େର ଭୟ େର ଥରିବେ। େସମାନଙ୍କର ମୁଖମଣ୍ତଳ ଭୟ େର ମଳିନ େହାଇଯିବ। 7 େସମାେନ ସୈନ୍ଯ ତୁଲ୍ଯ ଦ୍ରୁତଗତି େର େଦୗଡ଼ନ୍ତି। େସମାେନ କାନ୍ଥ ଉପ େର ଚଢନ୍ତି। ପ୍ରେତ୍ୟକକ ସୈନ୍ଯ ସଦୃଶ ସିଧା ସମ୍ମୁଖ େର ଅଗ୍ରସର ହୁଅନ୍ତି। େସମାେନ ନିଜ ପଥରୁ ବିଚ୍ଯୁତ ହୁଅନ୍ତି ନାହିଁ। 8 େସମାେନ ପରସ୍ପରକୁ ଠେଲନ୍ତି ନାହିଁ। ପ୍ରେତ୍ୟକକ ନିଜ ପଥେର ଅଗ୍ରସର ହୁଅନ୍ତି। ଯଦି ଜେଣ ଅନ୍ୟ ଜଣଙ୍କୁ ଆଘାତ କେର ଓ େସ ଖସିପଡେ, େତେବ ଅନ୍ୟ ଜଣକ େସହି ପଥେର ଅଗ୍ରସର ହୁଏ। 9 େସମାେନ ନଗର ଆଡକୁ େଦୗଡ଼ନ୍ତିନ୍ତି। େସମାେନ ଦ୍ରୁତଗତି େର କାନ୍ଥଗୁଡିକ ଆେରାହଣ କରନ୍ତି। ଘରଗୁଡିକେର ଆେରାହଣ କରନ୍ତି। େଚାର ପରି ଝରକାବାଟେ ପ୍ରେବଶ କରନ୍ତି। 10 େସମାନଙ୍କ ସମ୍ମୁଖ େର ପୃଥିବୀ ଓ ଆକାଶ ଥରିଉେଠ। ସୂର୍ୟ୍ଯ ଚନ୍ଦ୍ର ଅନ୍ଧକାରମଯ ହୁଅନ୍ତି। ତାରକାଗଣ ନିଜର ତେଜ ହରାନ୍ତି। 11 ସଦାପ୍ରଭୁ ଉଚ୍ଚ ସ୍ବର େର ତାଙ୍କର ସୈନ୍ଯବାହିନୀକୁ ଆହ୍ବାନ କରନ୍ତି। ତାଙ୍କର ଶିବୀର ଅତି ବିରାଟ। େସହି ସୈନ୍ଯଗଣ ତାଙ୍କର ଆେଦଶକୁ ପାଳନ କରନ୍ତି। େସମାେନ ଅତି ଶକ୍ତିଶାଳୀ। ସଦାପ୍ରଭୁଙ୍କର େସହି ଦିନଟି ଅତି ମହାନ୍ ଓ ଭୟଙ୍କର। େକହି ତାକୁ ଅଟକାଇ ପାରିେବ ନାହିଁ। 12 ଏହା ସଦାପ୍ରଭୁଙ୍କର ବାର୍ତ୍ତା: "ବର୍ତ୍ତମାନ ତୁମ୍େଭମାେନ ସର୍ବାନ୍ତକରଣ େର ଆମ୍ଭ ନିକଟକୁ େଫରିଆସ। ମନ୍ଦ କର୍ମ କରିଥିଲ େବାଲି ବିଳାପ କର। େସଥିପାଇଁ ଉପବାସ କରି ପ୍ରାର୍ଥନା କର। 13 ନିଜର ବସ୍ତ୍ରକୁ ନଫୋପାଡି ହୃଦଯକୁ ଚିର।" ତୁମ୍ଭର ପ୍ରିଯ ସଦାପ୍ରଭୁ ପରେମଶ୍ବରଙ୍କ ନିକଟକୁ େଫରିଆସ। େସ ଅତି ଦୟାଳୁ ଓ କରୁଣାମଯ। େସ ହଠାତ୍ ରାଗନ୍ତି ନାହିଁ। ତାଙ୍କର ଅନନ୍ତ ପ୍ େରମ ଅଛି। େସ ହୁଏତ ତାଙ୍କର ମନକୁ ବଦଳାଇ ପାରନ୍ତି। େଯଉଁ କେଠାର ଦଣ୍ତ େଦବାକୁ େଯାଜନା କରିଥିେଲ ହୁଏତ ତାହା େଦଇ ନପାରନ୍ତି। 14 କିଏ ଜାେଣ ସଦାପ୍ରଭୁ ତାଙ୍କର ହୃଦଯ ପରିବର୍ତ୍ତନ କରିେବ, ଏବଂ ତୁମ୍ଭମାନଙ୍କ ପାଇଁ ଆଶୀର୍ବାଦ ରଖିଯିେବ। ତା'ପ େର ତୁମ୍େଭମାେନ ତୁମ୍ଭ ପ୍ରିଯ ସଦାପ୍ରଭୁ ପରେମଶ୍ବରଙ୍କୁ ଭକ୍ଷ୍ଯ ନୈବେଦ୍ଯ ଓ ପେଯ ନୈବେଦ୍ଯ େଦଇ ପାରିବ। 15 ସିେୟାନ େର ତୂରୀ ବଜାଅ। ମହାସଭା ପାଇଁ ଆହ୍ବାନ କର। ପ୍ରଭୁଙ୍କ ପାଇଁ ଉପବାସ କରିବାକୁ ଆହ୍ବାନ କର। 16 ସବୁ େଲାକଙ୍କୁ ଏକତ୍ରୀତ କର। ସ୍ବତନ୍ତ୍ର ସଭାର ଆଯୋଜନ କର। ବୃଦ୍ଧ, ପିଲା, ଶିଶୁ ଓ ଦୁଗ୍ଧପୋଷ୍ଯ ଶିଶୁମାନଙ୍କୁ ଏକତ୍ରୀତ କର। ନବ ବିବାହିତ ବର କନ୍ଯା ନିଜ ଶଯନକକ୍ଷରୁ ବାହାରକୁ ଆସନ୍ତୁ। 17 ସଦାପ୍ରଭୁଙ୍କର େସବକଗଣ, ଯାଜକମାେନ ମଣ୍ତପ ଓ ୟଜ୍ଞବେଦୀ େର ନିଶ୍ଚିତ କାନ୍ଦିବେ ଓ ଆକୁଳ େର ସଦାପ୍ରଭୁଙ୍କୁ ନିବେଦନ କରିେବ, " େହ ସଦାପ୍ରଭୁ, ଆପଣଙ୍କର େଲାକମାନଙ୍କୁ ଦୟାକର, ଏବଂ ଆପଣଙ୍କର େଲାକମାନଙ୍କୁ ଲଜ୍ଜିତ କରାଅ ନାହିଁ। ଅନ୍ୟମାନଙ୍କ ଦ୍ବାରା ନିଜର େଲାକଙ୍କୁ ପରିହାସ କରିବାକୁ ଦିଅ ନାହିଁ ଏବଂ ଅନ୍ୟ େଦଶର େଲାକମାନଙ୍କ ଦ୍ବାରା ଆପଣାର େଲାକଙ୍କୁ ଶାସନ କରିବାକୁ ଦିଅନାହିଁ ଏବଂ େସମାନଙ୍କୁ କହିବାକୁ ସୁେଯାଗ ଦିଅ ନାହିଁ େଯ, 'ତୁମ୍ଭର ସଦାପ୍ରଭୁ କାହାନ୍ତି।"' 18 ତା'ପ େର ସଦାପ୍ରଭୁ ନିଜ ଭୂମି ପାଇଁ ଇର୍ଷାପରାଯଣ େହେଲ। େସ ତାଙ୍କର େଲାକମାନଙ୍କ ଉପ େର ଦୟା େଦଖାଇେଲ। 19 ସଦାପ୍ରଭୁ ତାଙ୍କ ନିଜ େଲାକଙ୍କୁ କହିେଲ, "ଆମ୍େଭ ତୁମ୍ଭମାନଙ୍କୁ ଶସ୍ଯ, ଦ୍ରାକ୍ଷାରସ ଓ ତୈଳ ପ୍ରଚୁର ପରିମାଣ େର େଦବା ଓ ତୁମ୍େଭମାେନ େସଥି େର ତୃପ୍ତ େହବ। ଆଉ ଏଣିକି ତୁମ୍ଭମାନଙ୍କୁ ଅନ୍ୟ େଦଶର େଲାକମାନଙ୍କ ଦ୍ବାରା ନିନ୍ଦିତ କରିବା ନାହିଁ। 20 ଆମ୍େଭ େସହି େଲାକମାନଙ୍କୁ ତୁମ୍ଭର ରାଜ୍ଯ ଛାଡି ୟିବାକୁ ଉତ୍ତର ଦିଗକୁ ବିତାଡିତ କରିବା। େସମାନଙ୍କୁ ଏକ ଶୁଷ୍କ, ଶୂନ୍ଯ ସ୍ଥାନକୁ ତଡିେଦବା। େସମାନଙ୍କ ମଧ୍ଯରୁ େକେତକ ପୂର୍ବ ସମୁଦ୍ର ଆେଡ ଯିେବ ଓ ଆଉ େକେତକ ପଶ୍ଚିମ ସମୁଦ୍ର ଆେଡ ଯିେବ। େସମାେନ ଏପରି ଭୟଙ୍କର କାର୍ୟ୍ଯ କରିଛନ୍ତି, େସମାେନ ମୃତ ପ୍ରାଯ େହେବ, ପଚିଯିେବ ଓ େସଠାରୁ ଦୁର୍ଗନ୍ଧ ନିର୍ଗତ େହବ।" 21 େହ େଦଶ, ଭୟ କରନାହିଁ। ସୁଖୀ ହୁଅ, ଆନନ୍ଦ କର କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ମହାନ୍ କାର୍ୟ୍ଯ କରିେବ। 22 େହ କ୍ଷେତ୍ରସ୍ଥ ପଶୁଗଣ, ଭୟଭୀତ ହୁଅନାହିଁ। ମରୁପ୍ରାଯ ଗ୍ଭରଣ ଭୂମି ତୃଣାଚ୍ଛାଦିତ େହବ। ବୃକ୍ଷଗୁଡିକ ଫଳ ଧାରଣ କରିେବ। ଡିମ୍ବିରି ବୃକ୍ଷ ଓ ଦ୍ରାକ୍ଷାଲତା ପ୍ରଚୁର ଫଳ ଧାରଣ କରିବ। 23 େତଣୁ େହ ସିେୟାନର ସନ୍ତାନଗଣ, ତୁମ୍େଭମାେନ ସୁଖ କର, ସଦାପ୍ରଭୁ ତୁମ୍ଭମାନଙ୍କର ପରେମଶ୍ବରଙ୍କ ନିକଟେର ଆନନ୍ଦ ଉଲ୍ଲାସ କର। େସ ମଙ୍ଗଳମଯ ଏବଂ ତୁମ୍ଭମାନଙ୍କୁ ବୃଷ୍ଟି େଦେବ। େସ ତୁମ୍ଭକୁ ଆଦ୍ଯ ବୃଷ୍ଟି ଓ ଶେଷ ବୃଷ୍ଟି ପୂର୍ବପରି େଦେବ। 24 ତୁମ୍ଭମାନଙ୍କର ଖଳାସବୁ ଗହମ େର ପରିପୂର୍ଣ୍ଣ େହବ ଏବଂ ତୁମ୍ଭମାନଙ୍କର କୁଣ୍ତଗୁଡିକ ଦ୍ରାକ୍ଷାରସ ଓ ତୈଳ େର ଉଚ୍ଛୁଳି ପଡିବ। 25 "ଆମ୍େଭ ସଦାପ୍ରଭୁ, ତୁମ୍ଭମାନଙ୍କ ମଧ୍ଯକୁ ଆପଣା େଯଉଁ ମହା ସୈନ୍ଯଦଳ ଅର୍ଥାତ ପଙ୍ଗପାଳ, ଶୂକ ଘୁଘୁର୍ରିଯା ଓ ପରିପକ୍ବ ତୁମ୍ଭମାନଙ୍କ ବିରୁଦ୍ଧ େର ପଠାଇଲୁ। େସମାେନ ତୁମ୍ଭମାନଙ୍କର େଯଉଁ ସମସ୍ତ ଖାଦ୍ୟ ଖାଇ େଦେଲ। ଆମ୍େଭ ତାହା ତୁମ୍ଭମାନଙ୍କୁ ଫେରାଇ େଦବା, ଯାହା ବର୍ଷଧରି ଖାଇୟାଇଛନ୍ତି। 26 ତତ୍ପ େର ତୁମ୍େଭ ପ୍ରଚୁର ଖାଇବାକୁ ପାଇବ। ତୁମ୍ଭର ସବୁ ପରିପୂର୍ଣ୍ଣ େହବ। ତୁମ୍େଭମାେନ ସଦାପ୍ରଭୁ ତୁମ୍ଭର ପରେମଶ୍ବରଙ୍କର ପ୍ରଶଂସାଗାନ କରିବ। କାରଣ େସ ତୁମ୍ଭମାନଙ୍କ ପାଇଁ ଆଶ୍ଚର୍ୟ୍ଯ କାର୍ୟ୍ଯମାନ କରିଛନ୍ତି। େସ ଆପଣାର େଲାକମାନଙ୍କୁ ଆଉ ଲଜ୍ଜିତ କରିବାକୁ େଦେବ ନାହିଁ। 27 ଏହାଦ୍ବାରା ତୁମ୍େଭମାେନ ଜାଣିବ େଯ ଆମ୍େଭ ଇଶ୍ରାେୟଲ ସହିତ ଅଛୁ। ଆଉ ମଧ୍ଯ ତୁମ୍େଭମାେନ ଜାଣିବ ଆମ୍େଭ ସଦାପ୍ରଭୁ ତୁମ୍ଭମାନଙ୍କର ପରେମଶ୍ବର, ତୁମ୍ଭର ଅନ୍ୟ େକହି ପରେମଶ୍ବର ନାହିଁନ୍ତି। ଆମ୍ଭର େଲାକମାେନ ଆଉ େକେବ ଲଜ୍ଜିତ େହେବ ନାହିଁ।" 28 "ଏହାପ େର ସବୁପ୍ରକାର େଲାକଙ୍କ ଉପ େର ଆମ୍ଭର ଆତ୍ମା ପ୍ରଦାନ କରିବା। ତହିଁେର ତୁମ୍ଭର ପୁତ୍ର ଓ କନ୍ଯାଗଣ ସଦାପ୍ରଭୁଙ୍କର ଭବିଷ୍ଯତବାର୍ତ୍ତା ଗ୍ରହଣ କରି େଲାକମାନଙ୍କ ମଧିଅେର ପ୍ରଗ୍ଭର କରିେବ। ତୁମ୍ଭର ବୃଦ୍ଧ େଲାକମାେନ ସ୍ବପ୍ନ େଦଖିେବ ଓ ତୁମ୍ଭର ୟୁବକଗଣ ଦର୍ଶନ ଲାଭ କରିେବ। 29 େସହି ସମୟେର ଆମ୍େଭ ମଧ୍ଯ ଆପଣା ଦାସ ଓ ଦାସୀଙ୍କ ଉପ େର ଆମ୍ଭର ଆତ୍ମା ଢାଳିବା। 30 େସହି ସମୟେର ଆମ୍େଭ ଆକାଶ ଓ ପୃଥିବୀ େର ଅଲୌକିକ ଦୃଶ୍ଯ େଦଖାଇବା। ରକ୍ତ, ଅଗ୍ନି ଓ ଧୂମ ସ୍ତମ୍ଭସବୁ େଦଖାୟିବ। 31 ସଦାପ୍ରଭୁଙ୍କର େସହି ମହାନ୍ ଓ ଅଦ୍ଭୁତ ଦିନର ଆଗମନ େର ସୂର୍ୟ୍ଯ ଅନ୍ଧକାରମଯ ଓ ଚନ୍ଦ୍ର ରକ୍ତବର୍ଣ୍ଣ େହାଇଯିେବ। 32 େସହି ସମୟେର, େଯ େକହି ସଦାପ୍ରଭୁଙ୍କ ନାମକୁ ଡାକ ପକାଇବି, େସ ହିଁ ଉଦ୍ଧାର ପାଇବ। କାରଣ ଶରଣାର୍ଥୀ େଲାକମାେନ ୟିରୁଶାଲମର ଓ ସିେୟାନ୍ପର୍ବତ ଉପ େର ରକ୍ଷାପ୍ରାପ୍ତ େଲାକମାେନ ଏକତ୍ର େହେବ, ଯାହାକି ସଦାପ୍ରଭୁ କହିଛନ୍ତି ଏବଂ େସମାେନ ବଞ୍ଚିଥିବା େଲାକମାନଙ୍କ ସହିତ ଥିେବ, େଯଉଁମାନଙ୍କୁ ସଦାପ୍ରଭୁ ଆହ୍ବାନ କରୁଛନ୍ତି।

3:1 "ହଁ େଦଖ, େସହି ସମୟେର ଯିହୁଦା ଓ ୟିରୁଶାଲମର େଲାକମାନଙ୍କୁ ଆମ୍େଭ ବନ୍ଦୀ ଅବସ୍ଥାରୁ ଉଦ୍ଧାର କରିବା। 2 ଆମ୍େଭ ମଧ୍ଯ ସମସ୍ତ ରାଜ୍ଯକୁ ଏକତ୍ରୀତ କରିବା। େସହି ସମୟେର, ଆମ୍େଭ ସବୁ ରାଜ୍ଯକୁ ୟିହୋଶାଫଟ ଉପତ୍ୟକାକୁ ଓହ୍ଲାଇ ଆଣିବା। େସଠା େର ଆମ୍େଭ େସମାନଙ୍କର ବିଗ୍ଭର କରିବା। େସହି େଗାଷ୍ଠୀଗୁଡିକ ଆମ୍ଭ ଇଶ୍ରାେୟଲର େଲାକମାନଙ୍କୁ ଛିନ୍ନଭିନ୍ନ କରିଛନ୍ତି। େସମାେନ ଆମ୍ଭର େଲାକମାନଙ୍କୁ ଅନ୍ୟ ସ୍ଥାନକୁ ୟୋର କରି ନିର୍ବାସିତ କରି େଦଇଛନ୍ତି। େସମାେନ ଆମ୍ଭର ଭୂମିଓ େସମାନଙ୍କ ମଧିଅେର ଭାଗ କରିଛନ୍ତି। େତଣୁ ଆମ୍େଭ େସମାନଙ୍କୁ ଦଣ୍ତ େଦବା। 3 େସମାେନ ଆମ୍ଭ େଲାକମାନଙ୍କର ଭାଗ୍ଯ ନିର୍ଦ୍ଧାରଣ କରିବାକୁ ଗୁଳାବାଣ୍ଟ କରିଛନ୍ତି। େଗାଟିଏ ବେଶ୍ଯା ପାଇଁ େସମାେନ େଗାଟିଏ ବାଳକ ବିକ୍ରୀ କରିଛନ୍ତି ଓ େସମାେନ ଦ୍ରାକ୍ଷାରସ ପାନ କରିବା ପାଇଁ େଗାଟିଏ ବାଳିକା ବିକ୍ରୀ କରିଛନ୍ତି। 4 "ଏପରିକି, େହ ସୋର, ସୀଦୋନ ଓ ପେଲଷ୍ଟୀୟର ସକଳ ଅଞ୍ଚଳ, ତୁମ୍େଭମାେନ ଆମ୍ଭ ପ୍ରତି କିଛି ନୁହଁ। ଆମ୍େଭ କିଛି କେଲ ତୁମ୍େଭମାେନ ଆମ୍ଭଙ୍କୁ ଦଣ୍ତ େଦଇ ପାରିବ କି? କିନ୍ତୁ ଆମ୍େଭ ଖୁବ୍ ଶୀଘ୍ର ତୁମ୍ଭମାନଙ୍କୁ ଦଣ୍ତ େଦବା। 5 ତୁମ୍େଭମାେନ ଆମ୍ଭର ସମସ୍ତ ରୂପା ଓ ସୁନା ଅପହରଣ କରିଅଛ। ଆମ୍ଭର ମୂଲ୍ଯବାନ ଭଣ୍ତାରକୁ ଖାଲି କରି ତୁମ୍ଭ ମନ୍ଦିର େର ରଖିଅଛ। 6 "ତୁମ୍େଭମାେନ ଯିହୁଦା ଓ ୟିରୁଶାଲମର ସନ୍ତାନଗଣଙ୍କୁ ଗ୍ରୀସ୍ େର ବିକ୍ରୀ କରିଛ ଏବଂ େସମାନଙ୍କୁ େସମାନଙ୍କର ସୀମାରୁ ବହୁଦୂରକୁ େନଇୟାଇଛ। 7 ତୁମ୍େଭମାେନ ଆମ୍ଭର ସନ୍ତାନମାନଙ୍କୁ ବହୁଦୂରକୁ ପଠାଇ େଦଇଛ। କିନ୍ତୁ ଆମ୍େଭ େସମାନଙ୍କୁ ଫେରାଇ ଆଣିବା। ଆଉ ମଧ୍ଯ ତୁମ୍ଭର ଏହି କର୍ମ ଲାଗି ତୁମ୍ଭମାନଙ୍କୁ ଦଣ୍ତ େଦବା। 8 ତୁମ୍ଭମାନଙ୍କର ପୁତ୍ର କନ୍ଯାମାନଙ୍କୁ ଯିହୁଦାର େଲାକମାନଙ୍କୁ ବିକ୍ରୀ କରିବା। େତଣୁ େସମାେନ େସହି ସନ୍ତାନମାନଙ୍କୁ ଦୂର ଦେଶୀଯ ଶୀବାଯୀଯ େଲାକମାନଙ୍କୁ ବିକ୍ରୀ କରିେବ," କାରଣ ସଦାପ୍ରଭୁ ଏହା କହିଛନ୍ତି। 9 ତୁମ୍ଭମାନଙ୍କ ରାଜ୍ଯ ମଧିଅେର ଏହା େଘାଷଣା କର। ୟୁଦ୍ଧ ପାଇଁ ପ୍ରସ୍ତୁତ ହୁଅ। ସମସ୍ତ େଯାଦ୍ଧାମାେନ ଜାଗ୍ରତ ହୁଅ। ୟୁଦ୍ଧର ସମସ୍ତ େଲାକମାନଙ୍କୁ ଜାଗ୍ରତ େହବାକୁ ଡାକ ଏବଂ ୟୁଦ୍ଧ ଭୂମିେର ସମ୍ମୁଖୀନ ହୁଅ। 10 ତୁମ୍ଭର ଲଙ୍ଗଳର ଲୁହାକୁ ଭାଙ୍ଗି ଖଡ୍ଗ ତିଆରି କର। ନିଜ ନିଜର ଦାଆକୁ ଭାଙ୍ଗି ବର୍ଚ୍ଛା ତିଆରି କର। ଦୁର୍ବଳ େଲାକ କହୁ, "ମୁଁ ବଳବାନ" 11 େହ ସବୁ ରାଜ୍ଯ! ଚଞ୍ଚଳ ହୁଅ। େଗାଟିଏ ସ୍ଥାନ େର ଏକତ୍ରୀତ ହୁଅ। େହ! ପରେମଶ୍ବର! ଆପଣଙ୍କର ଶକ୍ତିଶାଳୀ ବୀରମାନଙ୍କୁ େନଇ ଆସନ୍ତୁ। 12 େହ, ରାଜ୍ଯବାସୀ! ଜାଗ୍ରତ ହୁଅ, ୟିହୋଶାଫଟର ଉପତ୍ୟକାକୁ ଆସ କାରଣ େସହି ସ୍ଥାନ େର ଆମ୍େଭ ଇଶ୍ରାେୟଲର ଚତୁଃପାଶର୍‌ବ େର ଥିବା ରାଜ୍ଯମାନଙ୍କର ବିଗ୍ଭର କରିବା ପାଇଁ େଫରି ଆସିବା। 13 ଦାଆ ଆଣ କାରଣ ଶସ୍ଯ ପାଚିଅଛି। ଆସ, ଅଙ୍ଗୁର ଲତା ଉପ େର ଗ୍ଭଲ। କାରଣ ଦ୍ରାକ୍ଷାରସ ପରିପୂର୍ଣ୍ଣ େହାଇଅଛି। କୁଣ୍ତଗୁଡିକ ଉଚ୍ଛୁଳି ପଡୁଛି, କାରଣ େସମାନଙ୍କର ମନ୍ଦ କର୍ମ ବହୁତ ଅଧିକ। 14 ଦଣ୍ତ ବିଗ୍ଭର ଉପତ୍ୟକା େର େଲାକରଣ୍ଯ। ସଦାପ୍ରଭୁଙ୍କର ବିଶେଷ ବିଗ୍ଭରଦିନ ନିକଟବର୍ତ୍ତୀ। 15 ସୂର୍ୟ୍ଯ ଚନ୍ଦ୍ର ଅନ୍ଧକାରମଯ େହେବ ଏବଂ ତାରକାଗଣ କିରଣ େଦବା ବନ୍ଦ କରି େଦେବ। 16 ପୁଣି ସଦାପ୍ରଭୁ ପରେମଶ୍ବର ସିେୟାନରୁ ଚିତ୍କାର କରିେବ, େସ ୟିରୁଶାଲମରୁ ମଧ୍ଯ ଚିତ୍କାର କରିେବ। େସହି ଚିତ୍କାର େର ଆକାଶ ଓ ପୃଥିବୀ ଥରି ଉଠିବ। ମାତ୍ର ମଦାପ୍ରଭୁ ପରେମଶ୍ବର ତାଙ୍କ ସନ୍ତାନଗଣଙ୍କ ପାଇଁ ନିରାପଦ ସ୍ଥାନ େହବ। େସ ମଧ୍ଯ ଇଶ୍ରାେୟଲର େଲାକମାନଙ୍କ ପାଇଁ ନିରାପଦ ସ୍ଥାନ େହେବ। 17 "ତା'ପ େର ତୁମ୍େଭମାେନ ଜାଣିବ େଯ, ଆମ୍େଭ ସଦାପ୍ରଭୁ ତୁମ୍ଭମାନଙ୍କର ପରେମଶ୍ବର। ଆମ୍େଭ ପବିତ୍ର ପର୍ବତ ସିଯୋନ େର ବାସ କରିବା। ୟିରୁଶାଲମ େଗାଟିଏ ପବିତ୍ର ସ୍ଥାନ େର ପରିଣତ େହବ। ବିଦେଶୀଯମାେନ ଆଉ ଏହି ନଗର େର ପ୍ରେବଶ କରିପାରିେବ ନାହିଁ।" 18 " େସହିଦିନ ପର୍ବତଗୁଡିକ ମଧୁର ଦ୍ରାକ୍ଷାରସ କ୍ଷରଣ କରିେବ। ପାହାଡଗୁଡିକରୁ ଦୁଗ୍ଧ ପ୍ରବାହିତ େହବ। ଯିହୁଦାର ସମସ୍ତ ଶୁଷ୍କ ନଦୀଗୁଡିକ ଜଳପୂର୍ଣ୍ଣ େହେବ। ସଦାପ୍ରଭୁଙ୍କ ମନ୍ଦିରରୁ ଏକ ଝରଣା ନିର୍ଗତ େହବ। ତାହା ଶିଟୀମର ଉପତ୍ୟକାକୁ ଜଳମଯ କରିବ। 19 ମିଶର େଗାଟିଏ ନିର୍ଜନ ସ୍ଥାନ େହବ ଏବଂ ଶୂନ୍ଯ ମରୁଭୂମି େହବ। କାରଣ େସମାେନ ଯିହୁଦାର େଲାକମାନଙ୍କ ପ୍ରତି ନିଷ୍ଠୁର େହାଇଥିେଲ। େସମାେନ େସହି େଦଶର ନିରୀହ େଲାକମାନଙ୍କୁ ହତ୍ଯା କରିଥିେଲ। 20 କିନ୍ତୁ ଯିହୁଦା ଓ ୟିରୁଶାଲମ େର େଲାକମାେନ ପୁରୁଷାନୁକ୍ରେମ ଚିରକାଳ ବାସ କରିେବ। 21 କିନ୍ତୁ େଯଉଁ େଲାକମାେନ ଆମ୍ଭ ସନ୍ତାନଗଣଙ୍କୁ ହତ୍ଯା କରିଛନ୍ତି ଆମ୍େଭ ପ୍ରକୃତ େର େସମାନଙ୍କୁ ଶାସ୍ତି େଦବା।" କାରଣ ସଦାପ୍ରଭୁ ପରେମଶ୍ବର ସିେୟାନ େର ବାସ କରନ୍ତି।