Jonah

1:1 ଅମିତାଯଙ୍କ ପୁତ୍ର ୟୂନସକୁ ସଦାପ୍ରଭୁ କହିେଲ। 2 ସଦାପ୍ରଭୁ କହିେଲ, "ନୀନିବୀ େଗାଟିଏ ବିରାଟ ନଗରୀ। େସଠା େର େଲାକମାେନ ବହୁତ ମନ୍ଦକାର୍ୟ୍ଯ କରୁଛନ୍ତି େବାଲି ଆମ୍େଭ ଶୁଣିଲୁ। ଉଠ ଓ େସହି ନଗରୀକୁ ୟାଅ ଏବଂ ତାହା ବିରୁଦ୍ଧ େର ଆମ୍ଭ ବିଚାରଧାରା େଘାଷଣା କର।" 3 ୟୂନସ ପରେମଶ୍ବରଙ୍କ କଥା ମାନିବାକୁ ଗ୍ଭହିଁଲା ନାହିଁ। େତଣୁ େସ ସଦାପ୍ରଭୁଙ୍କଠାରୁ ଦୂ େରଇ ୟିବାକୁ େଚଷ୍ଟା କଲା। େସ ୟୋଫୋକୁ ଗ୍ଭଲିଗଲା। େସ େଦଖିଲା େଗାଟିଏ େନ ୗକା ସୁଦୂର ତର୍ଶୀଶ ନଗରୀକୁ ଯାଉଥିଲା। େସ ଅର୍ଥ େଦଇ େସହି େନ ୗକା େର ୟାତ୍ରା କଲା। େସ ତର୍ଶୀଶ ଯାଉଥିବା େଲାକମାନଙ୍କ ସହିତ ଭ୍ରମଣ କରିବାକୁ ଇଚ୍ଛା କଲା ଏବଂ ସଦାପ୍ରଭୁଙ୍କଠାରୁ ଦୂ େରଇ ଗଲା। 4 କିନ୍ତୁ ସଦାପ୍ରଭୁ େଗାଟିଏ ପ୍ରକାଣ୍ତ ଝଡି େସହି ସମୁଦ୍ରକୁ ପ୍ େରରଣ କେଲ। େସହି ବାତ୍ଯା ସମୁଦ୍ରକୁ ଅଶାନ୍ତ କରି େଦଲା। େସହି ଝଡ ଅତି ଶକ୍ତିଶାଳୀ ଥିଲା ଏବଂ େନ ୗକାଟି ଭାଙ୍ଗି ଖଣ୍ତ ଖଣ୍ତ େହବାକୁ ବସିଲା। 5 େଲାକମାେନ ବୁଡି ଯାଉଥିବା େନ ୗକାକୁ ହାଲୁକା କରିବାକୁ ଇଚ୍ଛା କେଲ। େସମାେନ େନ ୗକା େର ବୋଝେଇ େହାଇଥିବା ମାଲକୁ ସମୁଦ୍ରକୁ ଫିଙ୍ଗିବା ଆରମ୍ଭ କେଲ। ନାବିକମାେନ ଭୟଭୀତ େହାଇ ପଡିେଲ। ସମସ୍େତ ନିଜ ନିଜ ଇଶ୍ବରଙ୍କୁ ଡାକିବା ଆରମ୍ଭ କେଲ। 6 ୟୂନସ ଜାହଜ େର େଶାଇଥିବାର େଦଖି ଜାହାଜର କାପ୍ତାନ କହିେଲ, "ଉଠ ଜାଗ୍ରତ ହୁଅ। ଶୋଇଛ କାହିଁକି? ତୁମ୍ଭର ଈଶ୍ବରଙ୍କୁ ପ୍ରାର୍ଥନା କର। ତୁମ୍ଭର ପ୍ରଭୁ ହୁଏତ ତୁମ୍ଭର ପ୍ରାର୍ଥନା ଶୁଣିେବ ଓ ଆମ୍ଭମାନଙ୍କୁ ରକ୍ଷା କରିେବ।" 7 ତା'ପ େର ନାବିକମାେନ ପରସ୍ପର କୁହାକୁହି େହେଲ, "ଆମ୍େଭମାେନ ଗୁଳାବାଣ୍ଟ ଫିଙ୍ଗି ଜାଣିବା, କାହିଁକି ଏ ଦୁଃଖ ଆମ୍ଭମାନଙ୍କ ଉପ େର ଘଟୁଛି।" 8 ତା'ପ େର େଲାକମାେନ ୟୂନସକୁ କହିେଲ, "ଏହା େହଉଛି ତୁମ୍ଭର େଦାଷ, ଯାହା େଯାଗୁଁ ଆମ୍ଭମାନଙ୍କର ଏହି ଭୟଙ୍କର ଦୁଃଖ ଘଟୁଛି। େତଣୁ ତୁମ୍େଭ କ'ଣ କରିଛ ଆମ୍ଭମାନଙ୍କୁ କୁହ। ତୁମ୍ଭର କାମ କ'ଣ? ତୁମ୍େଭ କେଉଁଠାରୁ ଆସିଛ ଓ ତୁମ୍ଭର ଘର କେଉଁଠି? ତୁମ୍ଭର େଲାକ କିଏ?" 9 ୟୂନସ େସହି ନାବିକମାନଙ୍କୁ କହିେଲ, "ମୁଁ ଜେଣ ହିବ୍ରୁ ଏବଂ ସଦାପ୍ରଭୁଙ୍କୁ ଉପାସନା କେର ୟିଏକି ସ୍ବର୍ଗର ପରେମଶ୍ବର। େସହି େହଉଛନ୍ତି ପରେମଶ୍ବର ୟିଏକି ସମୁଦ୍ର ଓ େଦଶର ସୃଷ୍ଟିକର୍ତ୍ତା।" 10 ୟୂନସ ସଦାପ୍ରଭୁଙ୍କଠାରୁ ଦୂ େରଇ ଯାଉଥିଲା େବାଲି େସହି ନାବିକମାନଙ୍କୁ କହିଲା। େଯେତେବେଳ େସମାେନ ଏକଥା ଜାଣିେଲ, େସମାେନ ଭୟଭୀତ େହାଇ ପଡିେଲ। େସମାେନ ୟୂନସକୁ ପଚାରିେଲ, "ତୁମ୍େଭ କି ଭୟଙ୍କର କାର୍ୟ୍ଯ ପରେମଶ୍ବରଙ୍କ ବିରୁଦ୍ଧ େର କଲ?" 11 ପବନ ଓ ଢେଉ ସମୁଦ୍ର େର ଅଧିକ ଶକ୍ତିଶାଳୀ େହାଇ ବଢିବାକୁ ଲାଗିଲା। େତଣୁ େଲାକମାେନ ୟୂନସକୁ କହିେଲ, "ଆମ୍େଭମାେନ ଆମ୍ଭମାନଙ୍କୁ ରକ୍ଷା କରିବାକୁ କ'ଣ କରିବୁ? ତୁମ୍ଭ ପ୍ରତି କ'ଣ କେଲ ସମୁଦ୍ର ଶାନ୍ତ େହବ?" 12 ୟୂନସ େସହି ନାବିକମାନଙ୍କୁ କହିେଲ, "ମୁଁ ଜାେଣ, ମୁଁ ଭୂଲ୍ କରିଛି, େସଥିପାଇଁ ସମୁଦ୍ର େର ଝଡ ଆସିଲା। େତଣୁ ତୁମ୍େଭମାେନ େମାେତ ସମୁଦ୍ରକୁ ଫିଙ୍ଗି ଦିଅ, ତହିଁେର ସମୁଦ୍ର ଶାନ୍ତ େହାଇଯିବ।" 13 କିନ୍ତୁ େସହି ନାବିକମାେନ ୟୂନସକୁ ସମୁଦ୍ରକୁ ଫିଙ୍ଗିବାକୁ ଇଚ୍ଛା କରି ନଥିେଲ। େସମାେନ ଜାହାଜକୁ କୂଳକୁ ନେବାକୁ ବହୁ େଚଷ୍ଟା କେଲ, କିନ୍ତୁ କୂଳକୁ ନେବାକୁ ସକ୍ଷମ େହେଲ ନାହିଁ। ପବନ ଓ ତରଙ୍ଗ ଅଧିକ ଶକ୍ତିଶାଳୀ େହାଇ େସମାନଙ୍କ ବିରୁଦ୍ଧ େର ବହିବାକୁ ଲାଗିଲା। 14 େତଣୁ େସହି ନାବିକମାେନ ସଦାପ୍ରଭୁଙ୍କୁ ପ୍ରାର୍ଥନା କେଲ, " େହ ପ୍ରଭୁ, ଆମ୍େଭମାେନ ୟୂନସକୁ ସମୁଦ୍ର ମଧ୍ଯକୁ ପକାଉଛୁ କାରଣ େସ ବହୁ ମନ୍ଦକାର୍ୟ୍ଯ କରିଛି। ଏଥିପାଇଁ ଆମ୍ଭକୁ େଦାଷୀ କର ନାହିଁ, େସତ େଯପରି ଆମ୍େଭ ଏକ ନିରୀହ ବ୍ଯକ୍ତିକୁ ବଧ କରୁଅଛୁ। ପୁଣି ନିରୀହ ବ୍ଯକ୍ତିର ରକ୍ତପାତ େଦାଷ ଆମ୍ଭମାନଙ୍କ ଉପ େର ବର୍ତ୍ତାଅ ନାହିଁ। ଆମ୍େଭମାେନ ଜାଣୁ ତୁମ୍େଭ ସଦାପ୍ରଭୁ ଅଟ ଏବଂ ତୁମ୍େଭ ଯାହା ଗ୍ଭହିଁବ ତାହା କରିବ। କିନ୍ତୁ ଆମ୍ଭମାନଙ୍କ ପ୍ରତି ସଦଯ ହୁଅ।" 15 େତଣୁ େସହି ନାବିକମାେନ ୟୂନସକୁ ସମୁଦ୍ର େର ଫିଙ୍ଗି େଦେଲ। ଝଡ ବନ୍ଦ େହଲା ଓ ସମୁଦ୍ର ଶାନ୍ତ େହଲା। 16 େଯେତେବେଳ େଲାକମାେନ ଏହା େଦଖିେଲ େସମାେନ ଭୟଭୀତ େହାଇ ପଡିେଲ ଏବଂ ସଦାପ୍ରଭୁଙ୍କୁ ଉପାସନା କେଲ। େସମାେନ ସଦାପ୍ରଭୁଙ୍କୁ ବଳି େଦେଲ ଏବଂ ସଦାପ୍ରଭୁଙ୍କ ନିକଟେର ମାନସିକ କରି ଶପଥ କେଲ। 17 େଯେତେବେଳ ୟୂନସ ସମୁଦ୍ର େର ପଡିଲା, େସେତେବେଳ ସଦାପ୍ରଭୁ ଏକ ବିରାଟ ମାଛ ୟୂନସକୁ ଗିଲିବାକୁ ପଠାଇେଲ। ୟୂନସ େସହି ମାଛ ଗର୍ଭ େର ତିନିଦିନ ଓ ତିନିରାତି ରହିଲା।

2:1 େଯେତେବେଳ ୟୂନସ ମାଛର ପାକସ୍ଥଳୀ େର ଥିଲା, େସ େସେତେବେଳ ତାଙ୍କର ସଦାପ୍ରଭୁଙ୍କୁ ପ୍ରାର୍ଥନା କରି ଡାକିଲା। 2 ୟୂନସ କହିେଲ, "ମୁଁ ଅତି ଦୁଖ େର ଥିଲି। ମୁଁ ସଦାପ୍ରଭୁଙ୍କୁ ସାହାୟ୍ଯ ଭିକ୍ଷା ପାଇଁ ଡାକିଲି ଏବଂ େସ େମାେତ ଉତ୍ତର େଦେଲ। ମୁଁ କବରର ବହୁ ଗଭୀରତମ ସ୍ଥାନ େର ଥାଇ ସଦାପ୍ରଭୁଙ୍କୁ ଡାକିଲି ଏବଂ ପ୍ରଭୁ େମାର ସ୍ବର ଶୁଣିେଲ। 3 "ତୁମ୍େଭ େମାେତ ସମୁଦ୍ର େର ଫିଙ୍ଗି େଦଇ ଏବଂ େମା ଉପ େର ଶକ୍ତିଶାଳୀ ଢେଉ ଭାଙ୍ଗିଲା। ମୁଁ ସମୁଦ୍ରର ନିମ୍ନତମ ସ୍ଥାନକୁ ଚାଲିଗଲି ଏବଂ େମାର ଚତୁର୍ଦ୍ଦିଗ େର କେବଳ ପାଣି ରହିଲା। 4 ତା'ପ େର ମୁଁ ଭାବିଲି, 'ବର୍ତ୍ତମାନ ନିଶ୍ଚଯ େମାେତ ତୁମ୍ଭ ଦୃଷ୍ଟିପାତରୁ ଦୂ େରଇ ଦିଆୟାଇଛି।' କିନ୍ତୁ ମୁଁ ପୁଣିଥେର ତୁମ୍ଭର ପବିତ୍ର ମନ୍ଦିର େଦଖିବାକୁ ଗ୍ଭ େହଁ। 5 "ସମୁଦ୍ର ଜଳ େମା ଉପର େଦଇ ପ୍ରବାହିତ େହଲା। ସମୁଦ୍ର ପାଣି େମାର ପାଟି ଉପର େଦଇ ପ୍ରବାହିତ େହଲା ଯାହା ଫଳ େର ମୁଁ ନିଃଶ୍ବାସ େନଇ ପାରୁନଥିଲି। ମୁଁ ସମୁଦ୍ରର ଗଭୀରତମ ସ୍ଥାନକୁ ଗଲି, ସମୁଦ୍ର ପାଣି େମାେତ ଆବୃତ କଲା। ସମୁଦ୍ର ତେଳ ଥିବା ଉଦ୍ଭିଦ େମାର ମୁଣ୍ତ ଗ୍ଭରିପଟେ ଆବୃତ େହଲା। 6 ମୁଁ ସମୁଦ୍ରର ତଳ େଦଶ େର ଥିଲି େଯଉଁଠାରୁ ପର୍ବତ ଆରମ୍ଭ େହାଇଛି। ମୁଁ ଭାବିଲି ମୁଁ ଚିରଦିନ ପାଇଁ େସହି ବନ୍ଦୀଶାଳା େର ତାଲା ପଡି ରହିଲି। କିନ୍ତୁ େମାର ସଦାପ୍ରଭୁ େମାେତ କବରରୁ ବାହାର କରି ଆଣିେଲ। େହ ପରେମଶ୍ବର, ତୁମ୍େଭ େମାେତ ପୁନର୍ବାର ଜୀବନ ଦେଲ। 7 "ମୁଁ ଜୀବନର ସବୁ ଆଶା ଛାଡିଥିଲି କିନ୍ତୁ ତା'ପ େର ମୁଁ ସଦାପ୍ରଭୁଙ୍କୁ ସ୍ମରଣ କଲି। େହ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରାର୍ଥନା କଲି ଏବଂ ତୁମ୍େଭ ତୁମ୍ଭ ପବିତ୍ର ମନ୍ଦିର େର େମାର ପ୍ରାର୍ଥନା ଶୁଣିଲ। 8 " େକେତକ େଲାକ ମୂଲ୍ଯହୀନ ପିତୁଳା ପୂଜା କରନ୍ତି କିନ୍ତୁ େସହି ପିତୁଳା େସମାନଙ୍କୁ େକେବ ସାହାୟ୍ଯ କରନ୍ତି ନାହିଁ। 9 ପରିତ୍ରାଣ କେବଳ ସଦାପ୍ରଭୁଙ୍କ ନିକଟରୁ ଆ େସ। " େହ ସଦାପ୍ରଭୁ, ମୁଁ ବଳିଦାନ େଦବାକୁ ପ୍ରସ୍ତୁତ ଏବଂ ମୁଁ ତୁମ୍ଭକୁ ପ୍ରଶଂସା ଓ ଧନ୍ଯବାଦ ଜଣାଇବି। ମୁଁ କରିଥିବା ସମସ୍ତ ଶପଥ ରକ୍ଷା କରିବି।" 10 ତା'ପ େର ସଦାପ୍ରଭୁ େସ ମାଛକୁ କହିେଲ ଏବଂ ମାଛଟି ବାନ୍ତି କଲା ଏବଂ ୟୂନସ ତା'ର ପାକସ୍ଥଳୀରୁ ବାହାରି ଭୂମିେର ପଡିଲା।

3:1 ତା'ପ େର ସଦାପ୍ରଭୁ ୟୂନସଙ୍କୁ ପୁନର୍ବାର କହିେଲ। 2 ପ୍ରଭୁ କହିେଲ, "ବୃହତ୍ ନଗର ନୀନିବୀକୁ ୟାଅ ଏବଂ ଆମ୍େଭ ଯାହା କହିଛୁ ତାକୁ େଲାକମାନଙ୍କ ମଧିଅେର ପ୍ରଗ୍ଭର କର।" 3 ୟୂନସ ସଦାପ୍ରଭୁଙ୍କ ବାକ୍ଯକୁ ପାଳନ କରି ନୀନିବୀକୁ ଗଲା। ଏହା ଏକ ବିରାଟ ନଗର ଥିଲା। ଜେଣ େଲାକକୁ ସମଗ୍ର ସହର େର ବୁଲି ଆସିବାକୁ ତିନିଦିନ ସମୟ ଲାଗୁଥିଲା। 4 ୟୂନସ ନଗରର କେନ୍ଦ୍ରସ୍ଥଳୀକୁ ୟାଇ ତା'ର ପ୍ରଗ୍ଭର େଲାକମାନଙ୍କ ମଧିଅେର ଆରମ୍ଭ କଲା। ୟୂନସ କହିଲା, "ଗ୍ଭଳିଶ ଦିନ ନୀନିବୀ ଧ୍ବଂସ େହବ।" 5 ନୀନିବୀର େଲାକମାେନ ପରେମଶ୍ବରଙ୍କର ଏହି ବାର୍ତ୍ତାକୁ ବିଶ୍ବାସ କେଲ। କିଛିଦିନ ଉପବାସ କରିବାକୁ ସ୍ଥିର କେଲ। େସମାେନ ଚଟ ବସ୍ତ୍ର ପରିଧାନ କେଲ ଏବଂ ଅନୁତାପ କେଲ। ସାନ ବଡ ସମସ୍ତ େଲାେକ ଏହି କାର୍ୟ୍ଯ କେଲ। 6 ନୀନିବୀର ରାଜା ଏ ବିଷଯ େର ଶୁଣିେଲ ଏବଂ େସ ମଧ୍ଯ ମନ୍ଦ କାର୍ୟ୍ଯ କରିଥିବା େଯାଗୁଁ ଅନୁତାପ କେଲ। ରାଜା ସିଂହାସନ ଛାଡି େଦେଲ। େସ ତାଙ୍କର ଦୁଃଖ ପ୍ରକାଶ କରିବାକୁ ୟାଇ ରାଜକୀଯ େପାଷାକ ପରିତ୍ଯାଗ କେଲ ଏବଂ ସାଧାରଣ େପାଷାକ ପରିଧାନ କେଲ। ଅନୁତପ୍ତ ରାଜା ଧୂଳି ଉପ େର ବସି ପଡିେଲ। 7 ରାଜା ଏକ ସ୍ବତନ୍ତ୍ର ବାର୍ତ୍ତା ଲେଖି ନଗରକୁ ପଠାଇେଲ। 8 କିନ୍ତୁ ସମସ୍ତ ମନୁଷ୍ଯ ଓ ପ୍ରାଣୀ େମାଟ ବସ୍ତ୍ର ପରିଧାନ କରିେବ ଏବଂ େସମାେନ ଦୁଃଖ ପ୍ରକାଶ କରିେବ। େସମାେନ ଉଚ୍ଚ ସ୍ବର େର ପରେମଶ୍ବରଙ୍କୁ ପ୍ରାର୍ଥନା କରିେବ। ପ୍ରେତ୍ୟକକ ବ୍ଯକ୍ତି େସମାନଙ୍କର ଜୀବନଧାରା ବଦଳାଇବେ ଓ ମନ୍ଦକାର୍ୟ୍ଯ କରିବା ବନ୍ଦ କରିେବ। 9 ତାହା େହେଲ ପରେମଶ୍ବର ହୁଏତ ତାଙ୍କର ମନ ପରିବର୍ତ୍ତନ କରିେବ ଓ େଯାଜନା କରିଥିବା କାର୍ୟ୍ଯ କରିେବ ନାହିଁ। େସ ହୁଏତ ବଦଳି ଯିେବ ଓ େକାରଧ େହବ ନାହିଁ। ତା'ପ େର େସ ହୁଏତ ଦଣ୍ତ େଦେବ ନାହିଁ। 10 େଲାକମାେନ ଯାହା କେଲ ପରେମଶ୍ବର ସବୁ େଦଖିେଲ। େସମାେନ ମନ୍ଦ କାର୍ୟ୍ଯ ବନ୍ଦ କରିବା ପରେମଶ୍ବର େଦଖିେଲ। େତଣୁ େସ ତାଙ୍କର ମନ ବଦଳାଇେଲ ଏବଂ ଯାହା େଯାଜନା କରିଥିେଲ ତାହା କେଲ ନାହିଁ। େସ େଲାକମାନଙ୍କୁ ଆଉ ଦଣ୍ତ େଦେଲ ନାହିଁ।

4:1 ପରେମଶ୍ବର େସ ନଗରକୁ ରକ୍ଷା କରିବାରୁ ୟୂନସ ଖୁସି େହେଲ ନାହିଁ। େସ ଏଥି େର େକାରଧାନ୍ବିତ େହେଲ। 2 ୟୂନସ ସଦାପ୍ରଭୁଙ୍କ ନିକଟେର ଅଭିେଯାଗ କରି କହିଲା, "ମୁଁ ଜାଣିଥିଲି ଏହାହିଁ ଘଟିବ। ମୁଁ େମା ନିଜ େଦଶ େର ଥିଲା େବେଳ ତୁମ୍େଭ େମାେତ େସଠାକୁ ଡାକିଥିଲା। େସେତେବେଳ ମୁଁ ଜାଣିଥିଲି େଯ ତୁମ୍େଭ େସହି କୁନଗରୀର େଲାକମାନଙ୍କୁ କ୍ଷମା ଦେବ। େତଣୁ ମୁଁ ତର୍ଶୀଶକୁ ଗ୍ଭଲି ୟିବାକୁ ସ୍ଥିର କଲି। ମିଁ ଜାଣିଥିଲି ତୁମ୍େଭ ଜେଣ ଦୟାଳୁ ପ୍ରଭୁ। ମୁଁ ଜାଣିଥିଲି ତୁେମ ଦୟା େଦଖାଇ େଲାକମାନଙ୍କୁ ଦଣ୍ତ ଦେବ ନାହିଁ। ମୁଁ ଜାଣିଥିଲି ତୁମ୍େଭ ଦୟା େର ପରିପୂର୍ଣ୍ଣ। ଯଦି ଏହି େଲାକମାେନ ପାପ କରିବା ବନ୍ଦ କରନ୍ତି େତେବ ତୁମ୍େଭ ଧ୍ବଂସ କରିବ ନାହିଁ େବାଲି ମୁଁ ଜାଣିଥିଲି। 3 େତଣୁ ମୁଁ ବର୍ତ୍ତମାନ ପ୍ରାର୍ଥନା କରୁଛି, " େହ ସଦାପ୍ରଭୁ, େମାେତ ବରଂ ମାରି ଦିଅ। ବଞ୍ଚିବା ଅପେକ୍ଷା ବରଂ େମାରମରିବା ଭଲ େହବ।" 4 ତା'ପ େର ସଦାପ୍ରଭୁ କହିେଲ, "ତୁମ୍େଭ କ'ଣ ଭାବୁଛ, ତୁମ୍େଭ ରାଗି ଠିକ୍ କରୁଛ, କାରଣ ଆମ୍େଭ େସମାନଙ୍କୁ ବିନାଶ କଲୁ ନାହିଁ?" 5 ତଥାପି ୟୂନସ ଏ ବିଷଯ େର େକାର୍ଧାନ୍ବିତ ଥିଲା। େତଣୁ େସ ନଗର ବାହାରକୁ ଗ୍ଭଲିଗଲା। ନଗର ନିକଟେର ଥିବା ପୂର୍ବ ଦିଗ େର ଏକ ସ୍ଥାନକୁ େସ ଗଲା। େସ େସଠା େର ଏକ କୁଟୀର ନିର୍ମାଣ କରି ତାରି ଛାଯା େର ବସି ରହିଲା। ନଗର େର କ'ଣ ଘଟିବ େଦଖିବାକୁ ଅପେକ୍ଷା କରି ରହିଲା। 6 ସଦାପ୍ରଭୁ େଗାଟିଏ ଲାଉଗଛ ସୃଷ୍ଟି କେଲ ଯାହା ୟୂନସ ଉପ େର ଶୀଘ୍ର ମାଡିୟାଇ ତା'ର ବସିବା ସ୍ଥାନ େର ଛାଯା ଓ ଶୀତଳତା ପ୍ରଦାନ କଲା। ତାହା ୟୂନସକୁ ଆରାମ େଦବା େର ଏେତ ସାହାୟ୍ଯ କଲା େଯ ୟୂନସ ଗଛ ପାଇଁ ଭାରି ଖୁସି େହେଲ। 7 ପରଦିନ ପ୍ରଭାତ େର ପରେମଶ୍ବର େସହି ଗଛକୁ ଖାଇେଦବାକୁ େଗାଟିଏ କୀଟ ପଠାଇେଲ। େସହି କୀଟ ଗଛଟିକୁ ଖାଇଲା ଓ ଗଛ ମରିଗଲା। 8 ସୂର୍ୟ୍ଯ ମୁଣ୍ତ ଉପରକୁ ଆସିଲା ପ େରପରେମଶ୍ବର ଉତ୍ତପ୍ତ ପୁେନଇ ପବନ ବହିବାକୁ ନିର୍ଦ୍ଦେଶ େଦେଲ। ସୂର୍ୟ୍ଯଙ୍କର ପ୍ରଖର କିରଣ ୟୂନସର ମୁଣ୍ତ ଉପ େର ପଡି ୟୂନସକୁ ଅତି ଦୁର୍ବଳ କରି େଦଲା। ୟୂନସ ପରେମଶ୍ବରଙ୍କୁ ପ୍ରାର୍ଥନା କରି କହିେଲ, " େହ ପ୍ରଭୁ, େମାର ବଞ୍ଚିବା ଅପେକ୍ଷା ବରଂ ମରିବା ଭଲ।" 9 କିନ୍ତୁ ପରେମଶ୍ବର ୟୂନସକୁ କହିେଲ, "ତୁମ୍େଭ କ'ଣ ଭାବୁଛ, ଏହି ଗଛ ସକାଶୁ ତୁମ୍େଭ ରାଗିବା ଠିକ୍ କରିଛ?" 10 ସଦାପ୍ରଭୁ କହିେଲ, "ତୁମ୍େଭ େସ ଗଛ ପାଇଁ କିଛି କରି ନଥିଲ। େସ ଗଛ ବଢିବା ପାଇଁ ତୁମ୍େଭ କିଛି କରି ନଥିଲା। ଏହା ରାତ୍ରି େର ବଢିଲା ଓ ପରଦିନ ମଲା। କିନ୍ତୁ ତୁମ୍େଭ େସ ଗଛ ପାଇଁ ଦୁଃଖିତ। 11 ତୁମ୍େଭ ଯଦି ସାମାନ୍ଯ େଗାଟିଏ ଗଛ ପାଇଁ ଦୁଃଖିତ, ମୁଁ ନିଶ୍ଚିତ ଭାବେର ନୀନିବୀ ପରି େଗାଟିଏ ବିରାଟ ନଗର ପାଇଁ ଦୁଃଖିତ େହବି ନାହିଁ କି? େସହି ନଗରୀ େର ବହୁ େଲାକ ଓ ପ୍ରାଣୀ ଅଛନ୍ତି। େସହି ନଗର େର 1,20,000 ରୁ ଅଧିକ େଲାକ ଅଛନ୍ତି, େଯଉଁମାେନ କି ଭୂଲ୍ କରୁଛନ୍ତି େବାଲି ଜାଣି ନଥିେଲ।" କ'ଣ ଆମ୍େଭ ତାଙ୍କ ପ୍ରତି ଦୟା ନକରିବା।