Jude

1:1 ମୁଁ ୟିହୂଦା, ଯୀଶୁଖ୍ରୀଷ୍ଟଙ୍କର ଜେଣ େସବକ ଓ ଯାକୁବଙ୍କର ଭାଇ ଅେଟ। 2 ପରେମଶ୍ବରଙ୍କର ଦୟା, ପ୍ େରମ ଓ ଶାନ୍ତି ପ୍ରଚୁର ଭାବେର ତୁମ୍େଭମାେନ େଭାଗ କର। 3 ପ୍ରିୟ ବନ୍ଧୁମାେନ, ମୁଁ ତୁମ୍ଭମାନଙ୍କ ପାଖକୁ ଆମ୍େଭ ସମସ୍େତ ଅଂଶୀଦାର େହାଇଥିବା ପରିତ୍ରାଣ ସମ୍ବନ୍ଧ େର ଲେଖିବା ପାଇଁ ବହୁତ ଇଚ୍ଛା କରୁଥିଲି। କିନ୍ତୁ ତାହା ବଦଳ େର ମୁଁ ଅନ୍ୟ କଥା ଲେଖିବା ଆବଶ୍ଯକ ଇଚ୍ଛା କଲି ; ମୁଁ ତୁମ୍ଭକୁ ବିଶ୍ବାସ ସକାେଶ କଠିନ ପରିଶ୍ରମ କରିବା ପାଇଁ ଉତ୍ସାହିତ କରିବାକୁ ଚା େହଁ। ପରେମଶ୍ବର ତାହାଙ୍କର ପବିତ୍ର େଲାକମାନଙ୍କୁ େସହି ବିଶ୍ବାସ େଦଇଥିେଲ। ପରେମଶ୍ବର ଏକାଥରକେ ଏହି ବିଶ୍ବାସ େଦଇଛନ୍ତି ଓ ଏହା ସବୁଦିନ ପାଇଁ ଉତ୍ତମ। 4 େକେତକ େଲାକମାେନ ଗୁପ୍ତ ଭାବେର ତୁମ୍ଭ ଦଳ େର ପ୍ରେବଶ କରିଛନ୍ତି। େସମାେନ େସମାନଙ୍କର କାର୍ୟ୍ଯ ପାଇଁ େଦାଷୀ ବିବେଚିତ େହାଇ ସାରିଲେଣି। ଭବିଷ୍ଯଦ୍ ବକ୍ତାମାେନ ବହୁତ ଆଗରୁ ଏହି େଲାକମାନଙ୍କ ବିଷୟ େର ଲେଖିଥିେଲ। ଏହି େଲାକମାେନ ପରେମଶ୍ବରଙ୍କର ବିେରାଧୀ। େସମାେନ ପାପପୂର୍ଣ୍ଣ କାର୍ୟ୍ଯ କରିବା ପାଇଁ ଆମ୍ଭ ପରେମଶ୍ବରଙ୍କର ଅନୁଗ୍ରହକୁ ଅପବ୍ଯବହାର କରୁଛନ୍ତି। ଏହି େଲାକମାେନ ଆମ୍ଭର କର୍ତ୍ତା ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରୁ ନାହାନ୍ତି। 5 ତୁମ୍େଭ ଆଗରୁ ଜାଣିଥିବା େକେତକ କଥା ସ୍ମରଣ କରାଇବା ପାଇଁ ମୁଁ ତୁମ୍ଭମାନଙ୍କୁ ସାହାୟ୍ଯ କରିବାକୁ ଚା େହଁ। ମେନରଖ, ପ୍ରଭୁ ତାହାଙ୍କର େଲାକଙ୍କୁ ମିସର େଦଶରୁ ଉଦ୍ଧାର କେଲ। କିନ୍ତୁ ପେର ପ୍ରଭୁ ସମସ୍ତ ଅବିଶ୍ବାସୀ େଲାକମାନଙ୍କୁ ଧ୍ବଂସ କରି େଦେଲ। 6 ତୁମ୍େଭ େସହି ସ୍ବର୍ଗଦୂତମାନଙ୍କ ବିଷୟ ମେନ ପକାଅ, େଯଉଁମାନଙ୍କର କ୍ଷମତା ଥିଲା କିନ୍ତୁ େସମାେନ ତାହାକୁ ରଖିପାରିେଲ ନାହିଁ। େସମାେନ ନିଜ ନିଜ ଘର ଛାଡ଼ି େଦେଲ। େତଣୁ ପ୍ରଭୁ େସମାନଙ୍କୁ ଅନ୍ଧକାର େର ରଖିଛନ୍ତି। େସମାେନ ଅନନ୍ତକାଳୀନ ବନ୍ଧନ େର ବନ୍ଧା େହାଇଛନ୍ତି। େସ େସମାନଙ୍କୁ ମହାବିଚାର ଦିନ ପର୍ୟ୍ଯନ୍ତ ରଖିଛନ୍ତି। 7 େସଦାମ, ଗ େମାର ଓ ତା' ପାଖାପାଖି ଅନ୍ୟ ନଗରଗୁଡ଼ିକୁ ମେନ ପକାଅ। େସମାେନ ଠିକ୍ େସହି ସ୍ବର୍ଗଦୂତମାନଙ୍କ ପରି। େସହି ନଗରଗୁଡ଼ିକ ବ୍ଯଭିଚାର ପାପ ଓ ଅସ୍ବାଭାବିକ କାମୁକତା େର ପରିପୂର୍ଣ୍ଣ ଥିଲା। େସମାେନ ଅନନ୍ତ ଅଗ୍ନି ଦଣ୍ଡ େର ଦଣ୍ଡିତ େହେଲ। େସମାନଙ୍କର ଦଣ୍ଡ ଆମ୍ଭମାନଙ୍କ ଆଗ େର େଗାଟିଏ ଉଦାହରଣ ସ୍ବରୂପ ରହିଛି। 8 ତୁମ୍ଭମାନଙ୍କ ଦଳ େର ପ୍ରେବଶ କରିଥିବା େଲାକମାେନ ଠିକ୍ ଏହିପରି। େସମାେନ ସ୍ବପ୍ନ ଦ୍ବାରା ପରିଚାଳିତ ହୁଅନ୍ତି। େସମାେନ ନିଜ ଶରୀରକୁ ପାପ କାର୍ୟ୍ଯ େର ଦୂଷିତ କରନ୍ତି। େସମାେନ ପରେମଶ୍ବରଙ୍କର କତ୍ତୃର୍ତ୍ବକୁ ଅସ୍ବୀକାର କରନ୍ତି ଓ ଗୌରବମୟ ସ୍ବର୍ଗଦୂତମାନଙ୍କ ବିରୁଦ୍ଧ େର ବହୁତ ମନ୍ଦ କଥା କହନ୍ତି। 9 ପ୍ରଧାନ ସ୍ବର୍ଗଦୂତ ମୀଖାଯେଲ ମଧ୍ଯ ଏହା କରି ନ ଥିେଲ। େସ େମାଶାଙ୍କ ଶରୀର ନେବା ବିଷୟ େର ଶୟତାନ ସହିତ ୟୁକ୍ତି କରିଥିେଲ। କିନ୍ତୁ ମୀଖାଯେଲ ସମାେଲାଚନାମୂଳକ କଥା କହି ତାହାକୁ େଦାଷୀ କରିବାକୁ ସାହସ କେଲ ନାହିଁ। କିନ୍ତୁ େସ କହିେଲ, "ପ୍ରଭୁ ତୁମ୍ଭକୁ ଦଣ୍ଡ ଦିଅନ୍ତୁ।" 10 କିନ୍ତୁ ଏହି େଲାକମାେନ େଗାଟିଏ କଥା ନ ବୁଝି, େସ ବିଷୟ େର ସମାେଲାଚନା କରନ୍ତି। େସମାେନ ଅଳ୍ପ କିଛି ବୁଝନ୍ତି। କିନ୍ତୁ େସମାେନ ଚିନ୍ତା ନ କରି ବୁଝନ୍ତି। କେବଳ ମୂକ ପଶୁମାନଙ୍କ ପରି ସ୍ପର୍ଶ କରି ବୁଝନ୍ତି। ଏହି ବିଷୟଗୁଡ଼ିକ େହତୁ େସମାେନ ବିନଷ୍ଟ ହୁଅନ୍ତି। 11 ଏହା େସମାନଙ୍କ ପାଇଁ ଖରାପ ଅେଟ। ଏହି େଲାକମାେନ କଯିନର ପଥ ଅନୁସରଣ କରିଛନ୍ତି। େସମାେନ ଅର୍ଥ ଲୋଭ ସକାେଶ ବିଲିୟମ ପରି ଅନ୍ଯାୟ ପଥ ଅନୁସରଣ କରିଛନ୍ତି। ଏହି େଲାକମାେନ କୋରହ ପରି ପରେମଶ୍ବରଙ୍କ ବିରୁଦ୍ଧ େର ଆଚରଣ କରିଛନ୍ତି। େକାରହ ପରି େସମାେନ ମଧ୍ଯ ଧ୍ବଂସ େହେବ। 12 ଏମାେନ ତୁମ୍ଭମାନଙ୍କର ପ୍ େରମି େଭାଜିର କଳଙ୍କ ପରି। େସମାେନ ନିର୍ଭୟ େର ତୁମ୍ଭ ସହିତ େଭାଜନ କରନ୍ତି। େସମାେନ କେବଳ ନିଜର ଯତ୍ନ ନିଅନ୍ତି। େସମାେନ ବର୍ଷା ବିହୀନ ମେଘ ଖଣ୍ଡମାନ। ପବନ ଦ୍ବାରା େସମାେନ ଚାରିଆଡ଼େ ଉଡ଼ନ୍ତି। େସମାେନ େହମନ୍ତ କାଳ େର ଫଳ ନ ଥିବା ଗଛ ପରି ଓ ଭୂମିରୁ ହଠାତ୍ ଉପୁଡ଼ି ଯାଆନ୍ତି। େସମାନଙ୍କର ଦୁଇ ଥର ମୃତ୍ଯୁ ହୁଏ। 13 େସମାେନ ସମୁଦ୍ରର ପ୍ରଚଣ୍ଡ ତରଙ୍ଗ ସଦୃଶ। ଏହି ତରଙ୍ଗ ଫେଣ ସୃଷ୍ଟି କେର। ତରଙ୍ଗ ଫେଣ ସୃଷ୍ଟି କଲା ଭଳି ଏହି େଲାକମାେନ ଲଜ୍ଜାଜନକ କାର୍ୟ୍ଯ କରନ୍ତି। ଏହି େଲାକମାେନ ଆକାଶ େର ଏଣେତେଣେ ଘୁରି ବୁଲୁଥିବା ନକ୍ଷତ୍ର ତୁଲ୍ଯ। ଏହି େଲାକମାନଙ୍କ ନିମନ୍େତ ଚିରକାଳ ପାଇଁ ଘୋର ଅନ୍ଧକାରମୟ ସ୍ଥାନ ରଖାଯାଇଅଛି। 14 ଆଦମଙ୍କଠାରୁ ପୁରୁଷାନୁକ୍ରେମ ସପ୍ତମ ପୁରୁଷ େର ଜାତ ହେନାକ ଏହି େଲାକମାନଙ୍କ ବିଷୟ େର ଏହି କଥା କହିଥିେଲ : " େଦଖ ପ୍ରଭୁ ତାହାଙ୍କର ହଜାର ହଜାର ପବିତ୍ର ସ୍ବର୍ଗଦୂତମାନଙ୍କ ସହିତ ଆସୁଛନ୍ତି। 15 ପ୍ରଭୁ ପ୍ରେତ୍ୟକକ େଲାକଙ୍କର ବିଚାର କରିେବ। େସ ପରେମଶ୍ବରଙ୍କ ବିେରାଧୀ ପ୍ରେତ୍ୟକକ େଲାକଙ୍କୁ ବିଚାର କରିବାକୁ ଓ ଦଣ୍ଡ େଦବାକୁ ଆସୁଛନ୍ତି। େସ ପରେମଶ୍ବରଙ୍କର ବିରୁଦ୍ଧ େର ଦୁଷ୍କର୍ମ କରିଥିବା ପ୍ରେତ୍ୟକକ େଲାକଙ୍କୁ ଦଣ୍ଡ େଦେବ। େଯଉଁମାେନ ପରେମଶ୍ବରଙ୍କ ବିେରାଧୀ, େସହି ପାପୀମାନଙ୍କୁ ପରେମଶ୍ବର ଦଣ୍ଡ େଦେବ। ପରେମଶ୍ବରଙ୍କ ବିରୁଦ୍ଧ େର ମନ୍ଦକଥା କହିବା େହତୁ େସ େସମାନଙ୍କୁ ଦଣ୍ଡ େଦେବ।" 16 ଏହି େଲାକମାେନ ସର୍ବଦା ଅନ୍ୟ େଲାକମାନଙ୍କ ବିରୁଦ୍ଧ େର ଅଭିେଯାଗ କରନ୍ତି ଓ େସମାନଙ୍କର େଦାଷ ବାହାର କରନ୍ତି। େସମାେନ ସବୁେବେଳ ନଜ ଇଚ୍ଛା ଅନୁସାେର ମନ୍ଦ କର୍ମମାନ କରିଥାଆନ୍ତି। େସମାେନ ନିଜ ବିଷୟ େର ଅହଙ୍କାର କରି କଥା କୁହନ୍ତି। େସମାେନ ନିଜ ସ୍ବାର୍ଥ ହାସଲ କରିବା ପାଇଁ କେବଳ ଅନ୍ୟ େଲାକମାନଙ୍କ ସପକ୍ଷ େର ଭଲକଥା କୁହନ୍ତି। 17 ପ୍ରିୟ ବନ୍ଧୁମାେନ, ଆମ୍ଭମାନଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପ୍ େରରିତମାେନ ତୁମ୍ଭମାନଙ୍କୁ ପୂର୍ବରୁ େଯଉଁ ସବୁ କଥା କହିଛନ୍ତି, ତାହା ସ୍ମରଣ କର। 18 ପ୍ େରରିତମାେନ ତୁମ୍ଭକୁ କହିଥିେଲ, "ଶେଷ କାଳ େର ପରେମଶ୍ବରଙ୍କୁ ଉପହାସ କରୁଥିବା େଲାକମାେନ ଉଠିେବ।" ଏହି େଲାକମାେନ କେବଳ ନିଜ ଇଚ୍ଛା ଅନୁସାେର ପରେମଶ୍ବରଙ୍କ ବିରୁଦ୍ଧ େର କାର୍ୟ୍ଯ କରନ୍ତି। 19 ଏହି େଲାକମାେନ ତୁମ୍ଭମାନଙ୍କ ମଧିଅେର ଦଳଭେଦ ସୃଷ୍ଟି କରନ୍ତି। େସମାେନ ନିଜର ପାପ ଇଚ୍ଛା ଅନୁସାେର ସମସ୍ତ କାର୍ୟ୍ଯ କରନ୍ତି। େସମାନଙ୍କ ମଧିଅେର ପବିତ୍ର ଆତ୍ମା ନାହାଁନ୍ତି। 20 କିନ୍ତୁ େମାର ପ୍ରିୟ ବନ୍ଧୁଗଣ, ତୁମ୍େଭମାେନ ନିଜର ପବିତ୍ର ବିଶ୍ବାସ ଉପେର ନିଜନିଜ ଜୀବନକୁ ଦୃଢ଼ ଭାବେର ଗଢ଼। ପବିତ୍ର ଆତ୍ମାଙ୍କ ସାହାୟ୍ଯ େର ପ୍ରାର୍ଥନା କର। 21 ପରେମଶ୍ବରଙ୍କର ପ୍ େରମ େର ନିଜ ନିଜକୁ ସ୍ଥିର କରି ରଖ। ତୁମ୍େଭମାେନ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଦୟାର ଅପେକ୍ଷା କର। େସ ତୁମ୍ଭକୁ ଅନନ୍ତ ଜୀବନ ପ୍ରଦାନ କରିେବ। 22 ସନ୍ଦେହ େର ପଡ଼ିଥିବା େଲାକମାନଙ୍କୁ ସାହାୟ୍ଯ କର। 23 ଅନ୍ୟ େଲାକମାନଙ୍କୁ ରକ୍ଷାକର। େସହି େଲାକମାନଙ୍କୁ ଅଗ୍ନିରୁ ଟାଣି ଆଣ। କିନ୍ତୁ ତୁମ୍େଭ ଅନ୍ୟ ପାପୀମାନଙ୍କୁ ଦୟା େଦଖାଇବା େବେଳ ସାବଧାନ େର ରୁହ। ପାପେର କଳଙ୍କିତ େହାଇଥିବା େସମାନଙ୍କର ଲୁଗାପଟାକୁ ମଧ୍ଯ ଘୃଣା କର। 24 ପରେମଶ୍ବର ଶକ୍ତିଶାଳୀ ଓ େସ ତୁମ୍ଭକୁ ପତନରୁ ରକ୍ଷା କରିେବ। େସ ତୁମ୍ଭକୁ ମନ୍ଦରୁ ରକ୍ଷା କରି ନିଜର େଗୗରବ ସମ୍ମୁଖରୁ ଆଣି ପାରିେବ ଓ ତୁମ୍ଭକୁ ମହାନନ୍ଦ େଦଇ ପାରିେବ। 25 େସ ଏକମାତ୍ର ପରେମଶ୍ବର। େସ କେବଳ ଆମ୍ଭକୁ ଉଦ୍ଧାର କରନ୍ତି। ଆମ୍ଭର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ବାରା ଅତୀତ, ବର୍ତ୍ତମାନ ଓ ଚିରଦିନ ପାଇଁ ତ୍ରାଣକର୍ତ୍ତା ପରେମଶ୍ବରଙ୍କର େଗୗରବ, ମହିମା, କ୍ଷମତା ଓ ଅଧିକାର େହଉ। ଆେମନ୍।