Lamentations

1:1 ଏହା କିପରି େଯ, େସ ଏକାକୀ ନ ଜାଣି ବସିଛନ୍ତି, ଏକଦା େସହି ସହର େଲାକପୂର୍ଣ୍ଣ ଥିଲା, ୟିରୁଶାଲମ ପୃଥିବୀର ମହାନ୍ ନଗରୀମାନଙ୍କ ମଧିଅେର ଅନ୍ୟତମ ଥିଲା, କିନ୍ତୁ ବର୍ତ୍ତମାନ ବିଧବା ତୁଲ୍ଯ ଅଛି। େସ ୟିଏକି ଜେଣ ରାଜକୁମାରୀ ପରି ଥିଲା, ବର୍ତ୍ତମାନ େସ କିପରି କରଦାଯିନୀ ଦାସୀପରି େହାଇଅଛି। 2 େସ ରାତ୍ରି େର ଅତିଶଯ େରାଦନ କରୁଛି, ତାହାର ଲୋତକ ଗଣ୍ଡେଦଶ େର ପଡ଼ୁଅଛି; ତାକୁ ସାନ୍ତ୍ବନା େଦବାକୁ େକହି ନାହିଁ ; ତା'ର ସମସ୍ତ ବନ୍ଧୁ ତାକୁ ପ୍ରବଞ୍ଚନା କରିଛନ୍ତି; େସମାେନ ତାହାର ଶତ୍ରୁ େହାଇଛନ୍ତି। 3 ଯିହୁଦା ବହୁ ଦୁଃଖ େଯାଗୁଁ ନିର୍ବାସିତ େହାଇଅଛି। େସ ନାନା େଗାଷ୍ଠୀ ମଧିଅେର ବାସ କେର ଓ େସ ବିଶ୍ରାମ ପାଏ ନାହିଁ। ତାହାର ତାଡ଼ନାକାରୀ ସମସ୍େତ ସଂକୀର୍ଣ୍ଣ ପଥେର ତାକୁ ଧରିଲେ। 4 ସିଯୋନର ସମସ୍ତ ପଥ େଶାକେର ପରିପୂର୍ଣ୍ଣ, କାରଣ େକହି ସିେୟାନର ଧର୍ମ-ମହାସଭାକୁ ଆସୁ ନାହାଁନ୍ତି। ତାହାର ସମସ୍ତ ଫାଟକ ଶୂନ୍ଯ ଓ ତାହାର ଯାଜକମାେନ ବିଳାପ କରୁଛନ୍ତି। ତା'ର ସମସ୍ତ କୁମାରୀଗଣ ବିଷାଦଗ୍ରସ୍ତା ଓ େସ ନିେଜ ମନ େର ବହୁ ପୀଡ଼ା ପାଇଅଛି। 5 ତା'ର ବିପକ୍ଷମାେନ ଜଯଲାଭ କରିଛନ୍ତି ଓ ତା'ର ଶତ୍ରୁଗଣ ସୌଭାଗ୍ଯବାନ େହାଇଛନ୍ତି। କାରଣ ତା'ର ଅପାର ପାପ େଯାଗୁଁ ସଦାପ୍ରଭୁ ତାକୁ କ୍ଲେଶ େଦଇଛନ୍ତି। ତା'ର ଶିଶୁ ସନ୍ତାନଗଣ ଶତ୍ରୁମାନଙ୍କ ଦ୍ବାରା ନିର୍ବାସିତ େହାଇୟାଇଛନ୍ତି। 6 ସିଯୋନ କନ୍ଯାଠାରୁ ଆଶୀର୍ବାଦ ଓ ଉନ୍ନତି ତାହାଠାରୁ ଚାଲିୟାଇଛି, ଏହାର ରାଜକୁମାରୀମାେନ ଚାରଣ ଭୂମି ଖୋଜୁଥିବା ହରିଣ ପରି ବୁଲୁଛନ୍ତି। ପୁଣି େସମାନଙ୍କୁ ଅନୁଧାବନ କରୁଥିବା େଲାକମାନଙ୍କ ଆଗ େର େସମାେନ ଶକ୍ତିହୀନ େହାଇଛନ୍ତି। 7 ନିଜ ଦୁଃଖ ଓ ଦୁର୍ଗତିର ସମୟେର , ୟିରୁଶାଲମ ଆପଣା ପୂର୍ବକାଳର ରମଣୀଯ ଦିନସବୁ ସ୍ମରଣ କରୁଅଛି; େଯେତେବେଳ ତା'ର େଲାକମାେନ ଶତ୍ରୁମାନଙ୍କ ଦ୍ବାରା କବଳିତ େହେଲ, େକହି େସମାନଙ୍କୁ ସାହାୟ୍ଯ କରିବାକୁ ଆସିେଲ ନାହିଁ, େସେତେବେଳ ତା'ର ଶତ୍ରୁଗଣ େସମାନଙ୍କର ଧ୍ବଂସାବସ୍ଥା େଦଖି େସମାନଙ୍କୁ ଉପହାସ କେଲ। 8 ୟିରୁଶାଲମ ଅତିଶଯ ପାପ କରିଅଛି, ଏଣୁ େସ ନଗର ଧ୍ବଂସପ୍ରାପ୍ତ େହାଇଅଛି। େଯଉଁମାେନ ତାକୁ ପୂର୍ବେ ସମ୍ମାନ କରୁଥିେଲ, ଏେବ େସମାେନ ତାକୁ ଘୃଣା କରୁଛନ୍ତି। କାରଣ େସମାେନ ତାକୁ ଗାଳି ଦିଅନ୍ତି। ୟିରୁଶାଲମ ଦୀର୍ଘ ନିଃଶ୍ବାସ ଛାଡ଼ୁଅଛି ଓ ପଛକୁ ମୁଖ ଫେରାଉଛି। 9 ୟିରୁଶାଲମର ଅପରିଷ୍କାର ସହଳୀ ତାଙ୍କ ଜାମାଗୁଡ଼ିକେର ଦୃଶିତ କରିଥିଲା। େସଥିପାଇଁ ତାହାର ପତନ ଅନିବାର୍ୟ୍ଯ ଜଣାପଡ଼ୁଥିଲା। େସଠା େର ତାକୁ ସାନ୍ତ୍ବନା େଦବାକୁ େକହି ନ ଥିେଲ। େସ କହୁଛି, " େହ ସଦାପ୍ରଭୁ, େମାର ସମସ୍ଯା େଦଖ, େମାର ଶତ୍ରୁଗଣ ନିଜକୁ କିପରି ମହାନ୍ ମେନ କରୁଛନ୍ତି।" 10 ତାହାର ସମସ୍ତ ବିପକ୍ଷମାେନ େସମାନଙ୍କର ହସ୍ତ ପ୍ରସାରଣ କେଲ ଏବଂ ସମସ୍ତ ସୁନ୍ଦର ଜିନିଷ େନଇଗେଲ। େସ ବିଦେଶୀମାନଙ୍କୁ ତାହାର ପବିତ୍ର ମନ୍ଦିର େର ପ୍ରେବଶ କରିବାର ପର୍ୟ୍ଯବେକ୍ଷଣ କେଲ। େସହି ବିଦେଶୀମାନଙ୍କୁ ସଦାପ୍ରଭୁ ଧାର୍ମିକ ସମ୍ମେଳନୀ େର େଯାଗ େଦବାକୁ ଆେଦଶ େଦଇଥିେଲ। 11 ତାହାର ସମସ୍ତ େଲାକ ବିଳାପ କରି ଆହାର ଖୋଜୁଛନ୍ତି। େସମାେନ ବଞ୍ଚିବା ଉଦ୍ଦେଶ୍ଯ େର ଖାଦ୍ୟ ପାଇଁ େସମାନଙ୍କର ମ େନାହର ସାମଗ୍ରୀସବୁ ଦେଉଛନ୍ତି। ୟିରୁଶାଲମ କ େହ, " େହ ସଦାପ୍ରଭୁ, େଦଖ, େମାେତ ନିରୀକ୍ଷଣ କର, ଆଉ େଦଖ େଲାକମାେନ େମାେତ ଘୃଣା କରୁଛନ୍ତି। 12 େହ ପଥିକଗଣ, େମାେତ ଚାହଁ ଏବଂ େଦଖ କି ଦାରୁଣ ୟନ୍ତ୍ରଣା ମୁଁ େଭାଗୁଅଛି। ଏପରି ୟନ୍ତ୍ରଣା ଓ ଦୁଃଖ ଅନ୍ୟ କିଏ ପାଇଛି କି ? ସଦାପ୍ରଭୁ ଆପଣା ପ୍ରଚଣ୍ଡ େକାରଧ େର େମା ପ୍ରତି ଦଣ୍ଡ ବିଧାନ କରିଛନ୍ତି। 13 ସଦାପ୍ରଭୁ ଉର୍ଦ୍ଧ୍ବରୁ େମା ଅସ୍ଥିଗୁଡ଼ିକ ମଧ୍ଯରୁ ଅଗ୍ନି ପ୍ େରରଣ କରି ଅଛନ୍ତି, େସ େମାର ମରଣ ପାଇଁ ଢ଼ାଲ ପାତିଛନ୍ତି ଓ େସଥି େର େମାେତ ଗୁଡ଼ାଇ େଦଇଛନ୍ତି। େସ େମାେତ ଅନାଥିନୀ ଓ ଦିନସାରା ଅସୁସ୍ଥା କରିଛନ୍ତି। 14 " େମାର ପାପରୂପୀ ୟୁଆଳି ସଦାପ୍ରଭୁଙ୍କ ହସ୍ତ େର ବନ୍ଧା ୟାଇଅଛି। ସଦାପ୍ରଭୁଙ୍କ େସହି ୟୁଆଳି େମା ସ୍କନ୍ଧ ଉପରକୁ ଆସିଅଛି, େସ େମାେତ ସମ୍ପୁର୍ଣ୍ଣ ଦୁର୍ବଳ କରିେଦଇଛନ୍ତି। େଯଉଁମାନଙ୍କ ବିରୁଦ୍ଧ େର ମୁଁ ଠିଆ େହାଇପାରିବି ନାହିଁ, େସମାନଙ୍କ ହସ୍ତ େର ସଦାପ୍ରଭୁ େମାେତ ସମର୍ପଣ କରିଛନ୍ତି। 15 "ସଦାପ୍ରଭୁ ମଝି େର ଛିଡ଼ା େହାଇଥିବା େଯାଦ୍ଧାମାନଙ୍କୁ ପଠେଇ େଦଇଛନ୍ତି। ସଦାପ୍ରଭୁ େମାର ୟୁବକମାନଙ୍କୁ ବଧ କରିବା ପାଇଁ ଦେଳ େଲାକ ଆଣିଛନ୍ତି। ଦ୍ରାକ୍ଷାକୁଣ୍ଡ େର ଦ୍ରାକ୍ଷା ମର୍ଦ୍ଦନ କଲାପରି ସଦାପ୍ରଭୁ ଯିହୁଦାର କୁମାରୀମାନଙ୍କୁ ପେଷଣ କରିଅଛନ୍ତି। 16 "ଏହିସବୁ ବିଷଯ ପାଇଁ ମୁଁ କ୍ରନ୍ଦନ କରୁଛି ଓ େମାର ଚକ୍ଷୁୟୁଗଳ ଲୋତକପୂର୍ଣ୍ଣ େହାଇଅଛି। କାରଣ େମାର ସାନ୍ତ୍ବନାକାରୀ େମାର ପ୍ରାଣକୁ ଆଶ୍ବାସନା େଦବା କଥା, କିନ୍ତୁ େସ େମାଠାରୁ ଦୂ େରଇ ଅଛନ୍ତି। େମାର ସନ୍ତାନଗଣ ଅନାଥ େହାଇଛନ୍ତି, କାରଣ େମାରଶତ୍ରୁଗଣ େସମାନଙ୍କ ଉପ େର ବିଜଯଲାଭ କରିଛନ୍ତି।" 17 ସିେୟାନ ଆପଣା ହସ୍ତ ପ୍ରସାରଣ କରୁଛି, ମାତ୍ର ତାକୁ ସାହାୟ୍ଯ କରିବାକୁ େକହି ନାହିଁ। ଯାକୁବର ଶତ୍ରୁଗଣ ତାକୁ ଚତୁର୍ଦ୍ଦିଗରୁ ଘେରି ରହିବାକୁ ସଦାପ୍ରଭୁ ଆେଦଶ କରିଛନ୍ତି। ୟିରୁଶାଲମ େସମାନଙ୍କ ମଧିଅେର ଅଶୁଚି ବସ୍ତୁ ତୁଲ୍ଯ ଅଛି। 18 ବର୍ତ୍ତମାନ ୟିରୁଶାଲମ କ େହ, "ସଦାପ୍ରଭୁ ଧାର୍ମିକ ଅଟନ୍ତି ଓ ମୁଁ ତାଙ୍କ ଆଜ୍ଞାକୁ ଅବଜ୍ଞା କରିଅଛି। େହ େଗାଷ୍ଠୀସକଳ, ମୁଁ ବିନଯ କରୁଛି, ତୁମ୍େଭମାେନ ଶୁଣ ଓ େମାର ଦୁଃଖ େଦଖ। େମାର ୟୁବକ, ୟୁବତୀମାେନ ନିର୍ବାସିତ ଅବସ୍ଥା ପାଇଛନ୍ତି। 19 ମୁଁ େମାର ପ୍ େରମିକମାନଙ୍କୁ ଡ଼ାକିଲି, ମାତ୍ର େସମାେନ େମା ପ୍ରତି ପ୍ରବଞ୍ଚନା କେଲ। େମାର ଯାଜକଗଣ ଓ ପ୍ରାଚୀନବର୍ଗ ନଗର ମଧିଅେର ପ୍ରାଣତ୍ଯାଗ କେଲ। େସମାେନ ନିେଜ ନିେଜ ବଞ୍ଚିବା ପାଇଁ ଆହାର ଖୋଜୁଥିବା େବେଳ ମେଲ। 20 " େହ ସଦାପ୍ରଭୁ, େଦଖ, ମୁଁ କିପରି ବିପଦଗ୍ରସ୍ତା। େମାର ଅନ୍ତର ବ୍ଯଥିତ େହଉଛି, କାରଣ ମୁଁ ବିଦ୍େରାହୀ ଥିଲି। ବାହା େର ଖଡ଼ଗ ବଧ କରୁଅଛି ଓ ଗୃହ ଭିତ େର ମୃତ୍ଯୁ ରହିଅଛି। େହ ସଦାପ୍ରଭୁ େଦଖ, େମାର ଅନ୍ତର କିପରି ଦହି େମାହିଁବା ଭଳି େହଉଛି। 21 "େମା କଥା ଶୁଣ, ମୁଁ ବିଳାପ କରୁଛି। େମାେତ ସାନ୍ତ୍ବନା େଦବାକୁ େକହି ନାହିଁ। େମାର ଶତ୍ରୁମାେନ େମାର ବିପଦକଥା ଶୁଣି ଆନନ୍ଦିତ। େସମାେନ ଖୁସି, କାରଣ ତୁମ୍େଭ େମା ପ୍ରତି ତାହା ଘଟାଇଛ। ତୁମ୍େଭ କହିଥିଲ ଏକ ସମୟେର େମାର ଶତ୍ରୁମାେନ ଦଣ୍ଡିତ େହେବ। ବର୍ତ୍ତମାନ େସମାନଙ୍କୁ େମା ତୁଲ୍ଯ କରନ୍ତୁ। 22 "ଆଉ େଦଖ, େମାର ଶତ୍ରୁଗଣ କିପରି ଦୁଷ୍ଟତା େର ପରିପୂର୍ଣ୍ଣ । େମାର ଅଧର୍ମ େଯାଗୁଁ େମା' ପ୍ରତି େଯଉଁପରି ବ୍ଯବହାର କରିଥିଲ, େସମାନଙ୍କ ପ୍ରତି େସହି ପ୍ରକାର କର। କାରଣ ମୁଁ ଅନେକଥର ବିଳାପ କରୁଛି ଓ େମାର ହୃଦଯ ମୂର୍ଚ୍ଛିତ େହାଇଅଛି।"

2:1 େଦଖ, ସଦାପ୍ରଭୁ କିପରି ଆପଣା େକାର୍ଧ େର ସିେୟାନ କନ୍ଯାକୁ ମେଘାଚ୍ଛନ୍ନ କରିଛନ୍ତି। େସ ଇଶ୍ରାେୟଲର େଗୗରବକୁ ସ୍ବର୍ଗରୁ ପୃଥିବୀକୁ ନିକ୍ଷେପ କରିଛନ୍ତି। ପୁଣି ତାଙ୍କର େକାରଧର ଦିନ େର ତାଙ୍କର ପାଦପୀଠ ଇଶ୍ରାେୟଲକୁ ସ୍ମରଣ କରିନାହାଁନ୍ତି। 2 ସଦାପ୍ରଭୁ ଯାକୁବର ସକଳ ବାସସ୍ଥାନ ଧ୍ବଂସ କରିଛନ୍ତି। େସ ତାହାପ୍ରତି ଦୟା କରି ନାହାଁନ୍ତି। େସ ଆପଣା େକାରଧ େର ଯିହୁଦା କନ୍ଯାର ଦୃଢ଼ ଦୁର୍ଗଗୁଡ଼ିକୁ ଉତ୍ପାଟନ କରିଛନ୍ତି। ସଦାପ୍ରଭୁ ତାହାର ରାଜ୍ଯ ଓ ତା'ର ଅଧିପତିମାନଙ୍କୁ ଭୂମିସାତ୍ କରିଛନ୍ତି। 3 ସଦାପ୍ରଭୁ ପ୍ରଚଣ୍ଡ େକାର୍ଧ େର ଇଶ୍ରାେୟଲର ସମସ୍ତ ଶକ୍ତି କାଟି ପକାଇଛନ୍ତି। େସ ଶତ୍ରୁ ସମ୍ମୁଖରୁ ତାଙ୍କର ଦକ୍ଷିଣ ହସ୍ତ ପଛକୁ ଟାଣି େନଇଛନ୍ତି। େସ ଅଗ୍ନିଶିଖା ପରି ଯାକୁବକୁ ଜଳାଇଛନ୍ତି ଓ ତାହା ଚତୁର୍ଦ୍ଦିଗ େର ଥିବା ସବୁକିଛି ଗ୍ରାସ କରିଛି। 4 ଆସ ସଦାପ୍ରଭୁ ଶତ୍ରୁ ପରି ଧନୁ େର ସୂତା ବାନ୍ଧିଥିେଲ ଓ ତାଙ୍କର ଦକ୍ଷିଣ ହସ୍ତକୁ ଶତ୍ରୁପକ୍ଷ ପରି ସୁେଶାଭିତ କରିଛନ୍ତି। ଯିହୁଦାର ସମସ୍ତ ସୁନ୍ଦର େଲାକଙ୍କୁ ଶତ୍ରୁପରି ବଧ କରିଅଛନ୍ତି। ପୁଣି ତାଙ୍କର େକାରଧାଗ୍ନିକୁ ସିେୟାନ କନ୍ଯାର ତମ୍ବୁ ଉପ େର ଢ଼ାଳି େଦଇଅଛନ୍ତି। 5 ସଦାପ୍ରଭୁ ଶତ୍ରୁ ପାଲଟିଛନ୍ତି। େସ ଇଶ୍ରାେୟଲକୁ ଗ୍ରାସ କରିଅଛନ୍ତି। େସ ତା'ର ସମସ୍ତ ଅଟ୍ଟାଳିକା ଓ ସମସ୍ତ ଦୁର୍ଗକୁ ଧ୍ବଂସ କରିଅଛନ୍ତି। ଆଉ େସ ଯିହୁଦା କନ୍ଯା ମଧିଅେର େଶାକ ଓ ବିଳାପ ବୃଦ୍ଧି କରିଅଛନ୍ତି। 6 ସଦାପ୍ରଭୁ ଉଦ୍ୟାନସ୍ଥ ତମ୍ବୁ ପରି େସମାନଙ୍କର ଆବାସ କୁଡ଼ିଆକୁ ନଷ୍ଟ କରି େଦଇଛନ୍ତି। େସ ଆପଣା ସାମାଜିକ ଉପାସନା ସ୍ଥାନକୁ ନଷ୍ଟ କରିେଦଇଅଛନ୍ତି। ସଦାପ୍ରଭୁ ସିେୟାନ େର ମହାସଭା ଓ ବିଶ୍ରାମଦିନ ବିସ୍ତୃତ କରାଇ ଅଛନ୍ତି। ଆଉ ଆପଣା ପ୍ରଚଣ୍ଡ େକାରଧ େର ରାଜା ଓ ଯାଜକମାନଙ୍କୁ ତୁଚ୍ଛ କରିଛନ୍ତି। 7 ସଦାପ୍ରଭୁ ଆପଣା ୟଜ୍ଞବେଦୀ ଓ ପବିତ୍ର ଉପାସନା ସ୍ଥାନକୁ ଦୂର କରିଛନ୍ତି। େସ ତା'ର ମନ୍ଦିରର ପ୍ରାଚୀରକୁ ନିଜର ଶତ୍ରୁମାନଙ୍କୁ େଦଇଛନ୍ତି। ଶତ୍ରୁଗଣ ଉତ୍ସବ ଦିନ ଅତି ଆନନ୍ଦ େର ସଦାପ୍ରଭୁଙ୍କ ମନ୍ଦିର େର ଧ୍ବନି କରୁଛନ୍ତି। 8 ସଦାପ୍ରଭୁ ସିେୟାନ କନ୍ଯାର ପ୍ରାଚୀର ନଷ୍ଟ କରିବାକୁ ସଂକଳ୍ପ କରିଛନ୍ତି। େସ ମାପସୂତା ଧରିଛନ୍ତି ଓ ବିନାଶ କାରଣରୁ ତାଙ୍କ ହସ୍ତ ନିବୃତ୍ତ କରି ନାହାଁନ୍ତି। ମାତ୍ର େସ ପରିଖା ଓ ପ୍ରାଚୀରକୁ ବିଳାପ କରାଇ ଅଛନ୍ତି। େସମାେନ ଏକାେବଳେକ ନିସ୍ତେଜ େହାଇଛନ୍ତି। 9 ତାହାର ନଗରଦ୍ବାର ସବୁ ଭୂମିସାତ୍ େହାଇଅଛି, ତାହାର ଅର୍ଗଳ ସବୁ ନଷ୍ଟ ସ ଖଣ୍ଡ ଖଣ୍ଡ େହାଇଗଲା। ତା'ର ରାଜାମାେନ ଓ ରାଜକୁମାରୀମାେନ ଅନ୍ୟ େଗାଷ୍ଠୀ ମଧିଅେର ଅଛନ୍ତି, ତା'ର ସନ୍ତାନମାନଙ୍କ ପାଇଁ ଶିକ୍ଷା ନାହିଁ। ତା'ର ଭବିଷ୍ଯଦ୍ ବକ୍ତାଗଣ େକୗଣସି ଦର୍ଶନ। ସଦାପ୍ରଭୁଙ୍କଠାରୁ ପାଇନାହାନ୍ତି। 10 ସିେୟାନ କନ୍ଯା, ବଯସ୍କାମାେନ ନୀରବ େର ଭୂମିେର ବସିଛନ୍ତି। େସମାେନ ଆପଣା ମସ୍ତକେର ଧୂଳି ବୋଳି େହାଇଛନ୍ତି ଓ କଟି େଦଶ େର େଶାକ ବସ୍ତ୍ର ବାନ୍ଧିଛନ୍ତି। ୟିରୁଶାଲମର କୁମାରୀମାେନ ଭୂମିକୁ େସମାନଙ୍କର ମସ୍ତକେର ଅବନତ କରିଛନ୍ତି। 11 େମାର ଚକ୍ଷୁୟୁଗଳ ଲୋତକେର ପୂର୍ଣ୍ଣ ହୁଏ ଓ ଅନ୍ତର ବ୍ଯଥିତ ହୁଏ। େମାର େଲାକମାନଙ୍କର ବିନାଶ େହତୁ େମାର ହୃଦଯ ଭୂମିେର ଢ଼ଳା େହଲାପରି ଅନୁଭବ କେର, କାରଣ ନଗରର ପଥ ସମୂହ େର ବାଳକ ବାଳିକା ଓ ଦୁଗ୍ଧପୋଷ୍ଯ ଶିଶୁମାେନ ମୂର୍ଚ୍ଛିତ େହାଇ ପଡ଼ିଛନ୍ତି। 12 େସମାେନ ନିଜ ନିଜ ମାତାକୁ "ଶସ୍ଯ ଓ ଦ୍ରାକ୍ଷାରସ କାହିଁ?" ଏହି କଥା ପଚାରୁଛନ୍ତି, େଯେତେବେଳ େସମାେନ ମୂର୍ଚ୍ଛା ୟାଆନ୍ତି। ନଗର ଛକେର ଘାଇଲା େଲାକମାନଙ୍କ ପରି ଏବଂ ନିଜ ନିଜ ମାଆ କୋଳ େର ପ୍ରାଣ ତ୍ଯାଗ କରନ୍ତି। 13 ଆଗୋ ସିେୟାନ କନ୍ଯ, ମୁଁ ତୁମ୍ଭ ଆଗ େର କି ସାକ୍ଷ୍ଯ େଦବି? ତୁମ୍ଭକୁ କାହା ସହିତ ମୁଁ ତୁଳନା କରିବି? ଆଗୋ ସିେୟାନ କୁମାରୀ କନ୍ଯ, ମୁଁ ତୁମ୍ଭକୁ ସାନ୍ତ୍ବନା େଦବାପାଇଁ ତୁମ୍ଭକୁ କାହା ସହିତ ତୁଳନା କରିବି ? କାରଣ ତୁମ୍ଭର ବିନାଶ ସମୁଦ୍ର ପରି ବିସ୍ତୃତ, ତୁମ୍ଭକୁ କିଏ ସୁସ୍ଥ କରିପାରିବା ପାଇଁ ସକ୍ଷମ େହବ? 14 ତୁମ୍ଭର ଭବିଷ୍ଯଦ୍ ବକ୍ତାମାେନ ତୁମ୍ଭ ପାଇଁ ଦର୍ଶନ ପାଇଛନ୍ତି। ମାତ୍ର ତାହା ଅସାର ଓ ମିଥ୍ଯା େର ପରିପୂର୍ଣ୍ଣ। େସମାେନ ତୁମ୍ଭର ଭଲ ପାଇଁ ଓ ତୁମ୍ଭର ଅଧର୍ମ େମାଚନ ପାଇଁ ପ୍ରଚାର କରିନାହାଁନ୍ତି। ମାତ୍ର ଅସାର ଭାରୋକ୍ତି ଓ ତୁମ୍ଭ ନିର୍ବାସିତ େହବାର େଦଖି ପ୍ରଚାର କରିଅଛନ୍ତି। 15 ପଥିକମାେନ ତୁମ୍ଭର ଦୁରାବସ୍ଥା େର ହାତତାଳି ଦିଅନ୍ତି। େସମାେନ "ଗ୍ରୀସ୍" ଶବ୍ଦ କରି ୟିରୁଶାଲମର କନ୍ଯା ପ୍ରତି ମସ୍ତକ ହଲାଇ କହନ୍ତି, "ଏ କ'ଣ େସହି ନଗରୀ ଯାହାକୁ େଲାକମାେନ 'ସୌନ୍ଦର୍ୟ୍ଯମଯୀ ନଗରୀ' ଓ 'ସମଗ୍ର ପୃଥିବୀର ଆନନ୍ଦ ସ୍ବରୂପ' େବାଲି କହୁଥିେଲ ?" 16 ତୁମ୍ଭର ସମସ୍ତ ଶତ୍ରୁ ତୁମ୍ଭକୁ ପରିହାସ କରନ୍ତି। େସମାେନ "ଗ୍ରୀସ୍" ଶବ୍ଦ ଓ ଦାନ୍ତ କଡ଼ମଡ଼ କରି କହନ୍ତି, "ଆମ୍େଭମାେନ ତାକୁ ଗ୍ରାସ କରିଅଛୁଁ, ଆମ୍େଭମାେନ ଏହି ଦିନକୁ ଅପେକ୍ଷା କରିଥିଲୁ, ଏହି ଦିନକୁ ଆମ୍େଭମାେନ ଆଶା କରିଥିଲୁ, ତାହା ପାଇଲୁ ଓ େଦଖିଲୁ।" 17 ସଦାପ୍ରଭୁ ଯାହା ସଙ୍କଳ୍ପ କରିଥିେଲ, ତାହା ସିଦ୍ଧ କରିଅଛନ୍ତି। େସ ବହୁକାଳ ପୂର୍ବେ ଯାହା ଆଜ୍ଞା କରିଥିେଲ, େସହି ବାକ୍ଯ ସଫଳ କରିଅଛନ୍ତି। େସ ନିପାତ କରିଅଛନ୍ତି ଓ ଦୟା କରି ନାହାଁନ୍ତି। ଆଉ େସ ଶତ୍ରୁକୁ ତୁମ୍ଭ ଉପ େର ଆନନ୍ଦ କରିବାକୁ େଦଇଅଛନ୍ତି ଓ େସ ତୁମ୍ଭ ବିପକ୍ଷ େର େସମାନଙ୍କୁ ଉନ୍ନତ କରିଅଛନ୍ତି। 18 ତୁମ୍ଭମାନଙ୍କର ହୃଦଯ ସଦାପ୍ରଭୁଙ୍କ ସମ୍ମୁଖ େର ଚିତ୍କାର କରିବା ଉଚିତ୍। େହ ସିେୟାନ କନ୍ଯାର ପ୍ରାଚୀର, ଦିବାରାତ୍ର ଅଶ୍ରୁଧାରା େସାର୍ତ ପରି ଝରାଅ। ତୁମ୍େଭ ଚକ୍ଷୁକୁ ବିଶ୍ରାମ ଦିଅ ନାହିଁ ଓ ତୁମ୍ଭ ଚକ୍ଷୁତାରା ସ୍ଥିର ନ େହଉ। 19 ଉଠ, ରାତ୍ରିର ପ୍ରେତ୍ୟକକ ପ୍ରହରର ଆରମ୍ଭ େର ଆର୍ତ୍ତସ୍ବର କର; ସଦାପ୍ରଭୁଙ୍କ ସମ୍ମୁଖ େର ତୁମ୍ଭର ହୃଦଯ ଜଳପରି ଢ଼ାଳି ଦିଅ; ତୁମ୍ଭର ସନ୍ତାନସନ୍ତତିଙ୍କ ପ୍ରାଣରକ୍ଷା ପାଇଁ ତାଙ୍କ ସମ୍ମୁଖ େର ହାତୟୋଡ଼ି ପ୍ରାର୍ଥନା କର। କାରଣ େସମାେନ ପ୍ରେତ୍ୟକକ ସଡ଼କ ମୁଣ୍ଡ େର କ୍ଷୁଧା େର ଛଟପଟ େହଉଛନ୍ତି। 20 େହ ସଦାପ୍ରଭୁ, େଦଖ ଓ ନିରୀକ୍ଷଣ କର, ତୁମ୍େଭ ତାହାପ୍ରତି ଏ ପ୍ରକାର ବ୍ଯବହାର କରିଅଛ ! ମୁଁ ଏହି ପ୍ରଶ୍ନ ତୁମ୍ଭକୁ ପଚାରୁଛି, େକୗଣସି ମାଆ କ'ଣ ତା'ର ଗର୍ଭସ୍ଥ ସନ୍ତାନକୁ ଯାହାକୁ ନିେଜ ଲାଳନପାଳନ କରିଛି, ତାକୁ ଭକ୍ଷଣ କରିବ? ଯାଜକଗଣ ଓ ଭବିଷ୍ଯଦ୍ ବକ୍ତା କ'ଣ ସଦାପ୍ରଭୁଙ୍କ ପବିତ୍ର ମନ୍ଦିର େର ନିହତ େହେବ କି? 21 ୟୁବକ ଓ ବୃଦ୍ଧ ନଗରର ରାସ୍ତା େର ପତିତ େହାଇଛନ୍ତି। ୟୁବକ, ୟୁବତୀ ଖଡ୍ଗ େର ହତ େହାଇ ପଡ଼ିଛନ୍ତି। ସଦାପ୍ରଭୁ େସମାନଙ୍କୁ ଆପଣା େକାର୍ଧ ଦିନ େର ବଧ କରିଛନ୍ତି ଓ େସମାନଙ୍କ ପ୍ରତି ନିର୍ଦ୍ଦଯ େହାଇଛନ୍ତି। 22 ତୁମ୍େଭ େମାର ଚତୁର୍ଦ୍ଦିଗରୁ ଭୟକୁ ଆହ୍ବାନ କରୁଅଛି, େସତ େଯପରି େସମାନଙ୍କୁ େକୗଣସି ଉତ୍ସବକୁ ନିମନ୍ତ୍ରଣ କରାୟାଇଛି। ସଦାପ୍ରଭୁଙ୍କ େକାର୍ଧର ଦିନ େର େକହି ରକ୍ଷା ପାଇେଲ ନାହିଁ କି େକହି ଅବଶିଷ୍ଟ ରହିେଲ ନାହିଁ। େଯଉଁମାନଙ୍କୁ ମୁଁ ଲାଳନପାଳନ କରି ବଢ଼ାଇଥିଲି ଶତ୍ରୁ େସମାନଙ୍କୁ ସଂହାର କରିଅଛି।

3:1 ମୁଁ େସହି ମନୁଷ୍ଯ, େଯ କି ସଦାପ୍ରଭୁଙ୍କ େକାରଧରୂପ ପାଞ୍ଚଣ ଦ୍ବାରା ପ୍ରହୃତ େହାଇଥିବା କ୍ଲେଶ େଦଖିଅଛି। 2 ସଦାପ୍ରଭୁ େମାେତ ଆେଲାକେର ନୁେହଁ, ଅନ୍ଧକାର ମଧିଅେର ଚଳାଇ ଅଛନ୍ତି। 3 ସଦାପ୍ରଭୁ ଦିନସାରା େମା ବିରୁଦ୍ଧ େର ଆପଣା ହସ୍ତ ପୁନଃ ପୁନଃ ଫେରାଇ ଅଛନ୍ତି। 4 େମାରମାଂସ ଓ ଚର୍ମକୁ େସ ଶକ୍ତିହୀନ କରିଅଛନ୍ତି ଓ େସ େମାର ଅସ୍ଥିସବୁ ଭାଙ୍ଗି ପକାଇ ଅଛନ୍ତି। 5 ସଦାପ୍ରଭୁ େମାର ଚତୁର୍ଦ୍ଦିଗ େର ତିକ୍ତତା ଓ କ୍ଲେଶ ଭରି େଦଇଅଛନ୍ତି। 6 େସ ବହୁକାଳରୁ ମୃତ େଲାକମାନଙ୍କ ତୁଲ୍ଯ େମାେତ ଅନ୍ଧକାର ସ୍ଥାନ େର ବାସ କରାଇ ଅଛନ୍ତି। 7 ସଦାପ୍ରଭୁ େମାେତ ଭାରି ଶୃଙ୍ଖଳ େର ବାନ୍ଧି ଭିତ େର ଅବରୁଦ୍ଧ କରିଅଛନ୍ତି, ଫଳ େର ମୁଁ ବାହାରି ୟାଇପାରିବି ନାହିଁ। 8 ଏପରି କି ମୁଁ ସାହାୟ୍ଯ ପାଇଁ ଆର୍ତ୍ତ ଚିତ୍କାର କେଲ ବି ସଦାପ୍ରଭୁ େମା ପ୍ରାର୍ଥନା ଶୁଣି ନାହାଁନ୍ତି। 9 େସ ପଥରଦ୍ବାରା େମାର ପଥ ଅବେରାଧ କରିଅଛନ୍ତି ଓ େମାର ପଥକୁ ଜଟିଳ କରିଅଛନ୍ତି। 10 ସଦାପ୍ରଭୁ େମା' ପ୍ରତି େଗାଟିଏ ଭାଲୁ ସଦୃଶ, ୟିଏ ସତର୍କ େର ୟାଏ ଓ ତା'ର ଶିକାର କରିବା ପାଇଁ ଲୁଚି ରୁ େହ, େସହିପରି େଗାଟିଏ ସିଂହ ସଦୃଶ ଅଟନ୍ତି। 11 େସ େମାର ପଥରୁ େମାେତ ଟାଣି େନଇ ଖଣ୍ଡ ଖଣ୍ଡ କରିଅଛନ୍ତି ଓ େମାେତ ଅନାଥ କରିଅଛନ୍ତି। 12 େସ ତାଙ୍କର ଧନୁ େର ଗୁଣ େଦଇ େମା' ପ୍ରତି ତାଙ୍କର ତୀରକୁ ଲକ୍ଷ୍ଯ କରିଅଛନ୍ତି। 13 େସ େମାର ଅନ୍ତର ମଧ୍ଯକୁ ଶର ନିକ୍ଷେପ କରିଅଛନ୍ତି। 14 ମୁଁ େମା ନିଜ େଲାକମାନଙ୍କର ଉପହାସର ପାତ୍ର ଓ ଦିନସାରା ତାତ୍ସଲ୍ଯ ସଂଗୀତର ଏକ ଉତ୍ସ େହାଇଅଛି। 15 ସଦାପ୍ରଭୁ େମାେତ ତିକ୍ତତା େର ପୂର୍ଣ୍ଣ କରିଅଛନ୍ତି ଓ ନାଗ ବିଷ େର େମାେତ ଭରି େଦଇଅଛନ୍ତି। 16 ସଦାପ୍ରଭୁ େମାର ଦାନ୍ତସବୁ ପଥର େର ଭାଙ୍ଗିଛନ୍ତି ଏବଂ ଧୂଳି େର େମାେତ ପଦାଘାତ କରିଅଛନ୍ତି। 17 ମୁଁ ଆଉ େକେବ ଶାନ୍ତି ପାଇବି ନାହିଁ। ଉତ୍ତମବସ୍ତୁ ସବୁ ମୁଁ ଭୁଲି ୟାଇଛି। 18 ଏଣୁ ମୁଁ କହିଲି, "ସଦାପ୍ରଭୁଙ୍କର ସାହାୟ୍ଯ ମୁଁ ଆଉ ପାଇବି ଏ ଆଶା େମାରନାହିଁ।" 19 େହ ସଦାପ୍ରଭୁ, େମାର ଦୁଃଖ, ଦୁର୍ଗତି ସ୍ମରଣ କର। ତାହା ନାଗଦଅଣା ଓ ବିଷ ସ୍ବରୂପ। 20 େମାର ସମସ୍ତ କ୍ଲେଶକୁ ସ୍ମରଣ କରି ମୁଁ ଅତି ଅବସନ୍ନ େହାଇ ପଡ଼ୁଛି। 21 ଏହା ମୁଁ ସ୍ମରଣ କରୁଛି, ଏଥିପାଇଁ ଏପର୍ୟ୍ଯନ୍ତ େମାରଆଶା ଅଛି। 22 ସଦାପ୍ରଭୁଙ୍କର ପ୍ େରମ ଓ ଦୟା ଶେଷ ହୁଏ ନାହିଁ। 23 ତାହା ପ୍ରତି ପ୍ରଭାତ େର ନୂତନ େହାଇଥାଏ ଓ ସଦାପ୍ରଭୁଙ୍କର ବିଶ୍ବସ୍ତତା ମହାନ୍ ଅେଟ। 24 େତଣୁ େମାର ଅନ୍ତର କହୁଛି, "ସଦାପ୍ରଭୁ େମାର ପରେମଶ୍ବର ମୁଁ ତାଙ୍କଠା େର ବିଶ୍ବାସ ରଖିବି।" 25 େଯଉଁମାେନ ସଦାପ୍ରଭୁଙ୍କ ଉପ େର େସମାନଙ୍କର ଆଶା ରଖନ୍ତି ଓ େଯଉଁମାନଙ୍କର ହୃଦଯ ତାଙ୍କୁ ଖୋଜେ, େସମାନଙ୍କ ପ୍ରତି ସଦାପ୍ରଭୁ ମଙ୍ଗଳମଯ ଅଟନ୍ତି। 26 ସଦାପ୍ରଭୁଙ୍କ ଦ୍ବାରା ମୁକ୍ତି ପ୍ରାପ୍ତ ପାଇଁ ଶାନ୍ତ ଭାବେର ଅପେକ୍ଷା କରିବା ଜଣକ ପ୍ରତି କଲ। 27 ୟୌବନ କାଳରୁ ସଦାପ୍ରଭୁଙ୍କର ୟୁଆଳି ବହନ କରିବା ଉତ୍ତମ ଅେଟ। 28 ସଦାପ୍ରଭୁ ଯାହାର କାନ୍ଧ େର ୟୁଆଳି ରଖନ୍ତି, େସ ଏକାକୀ ନୀରବ େର ବସିରହୁ। 29 େସ ଭୂମିେର ମୁଣ୍ଡ ରଖି ପ୍ରଭୁଙ୍କଠା େର ନତମସ୍ତକ େହଉ, ଏେବବି ଆଶା ଅଛି। 30 େସ ତାହାକୁ ପ୍ରହାର ପାଇଁ ଆପଣା ଗାଲ େଦଖାଇ ଦେଉ ଏବଂ ତାଙ୍କୁ ପୂର୍ଣ୍ଣ ସନ୍େତାଷ ପାଇବା ପାଇଁ ଅନୁ େରାଧ କରୁ। 31 ସଦାପ୍ରଭୁ ଚିରକାଳ ପାଇଁ ତାକୁ ପରିତ୍ଯାଗ କରିେବ ନାହିଁ। 32 ଯଦିଓ ସଦାପ୍ରଭୁ ଦଣ୍ଡ ଦିଅନ୍ତି, ତାଙ୍କର ଅପାର ପ୍ େରମ ଅନୁସାେର େସ ଆମ୍ଭମାନଙ୍କୁ ଦୟା କରନ୍ତି। 33 େଲାକମାନଙ୍କୁ କଷ୍ଟ େଦଇ କିମ୍ବା ଦଯନୀଯ କରି, 34 ପୃଥିବୀସ୍ଥ ସକଳ ବନ୍ଦୀମାନଙ୍କୁ ପାଦଦଳିତ କରି, 35 ସର୍େବାପରିସ୍ଥ ପରେମଶ୍ବରଙ୍କ ସମ୍ମୁଖ େର ନ୍ଯାଯକୁ ବଦଳ କରି, 36 ଏକ ବ୍ଯକ୍ତିକୁ ନ େଦଖି ତା'ର ମକଦ୍ଦମା େର ନିରାଶ କରି, ସଦାପ୍ରଭୁ ଆନନ୍ଦିତ ହୁଅନ୍ତି ନାହିଁ। 37 ପ୍ରଭୁଙ୍କର ଆଜ୍ଞା ନ େହେଲ, ଜେଣ ଯାହା କହିବାର ଘେଟ ନାହିଁ। 38 ପରେମଶ୍ବର ସମସ୍ତ ମଙ୍ଗଳ ଓ ଅମଙ୍ଗଳର ସର୍େବାପରିସ୍ଥ ଆଜ୍ଞାଦାତା। 39 େଯ ପର୍ୟ୍ଯନ୍ତ େସ ବଞ୍ଚିଛି ତା'ର ପାପର ଦଣ୍ଡ ବିଧାନ ପାଇଁ କାହିଁକି ଆପତ୍ତି କରିବ? 40 ଆମ୍େଭମାେନ ନିଜ ନିଜ ପଥ ଅନୁସନ୍ଧାନ ଓ ପରୀକ୍ଷା କରିବା ଓ ସଦାପ୍ରଭୁଙ୍କ ନିକଟକୁ େଫରିବା। 41 ଆମ୍େଭମାେନ ସ୍ବର୍ଗଧିନାଯକ ପରେମଶ୍ବରଙ୍କ ଆଡ଼େ ଆପଣା ହୃଦଯ ଏବଂ ହସ୍ତ ଉଠାଇବା। 42 ଆଉ ଆସ କହିବା, "ଆମ୍େଭମାେନ ଆଜ୍ଞା ଲଙ୍ଘନ ଓ ବିଦ୍ରୋହାଚରଣ କରିଅଛୁ, ତୁମ୍େଭ କ୍ଷମା କରିନାହଁ। 43 ତୁମ୍େଭ ନିେଜ େକାରଧ େର ଆଚ୍ଛାଦିତ େହାଇଛ ଏବଂ ତୁମ୍େଭ ଆମ୍ଭ ପଛ େର େଗାଡ଼ାଇଛ ଏବଂ ତୁମ୍େଭ ଆମ୍ଭକୁ ନିର୍ଦ୍ଦଯ ଭାବେର ବଧ କରିଛ। 44 ଆମ୍ଭମାନଙ୍କର ପ୍ରାର୍ଥନା େଯପରି ଭେଦକରି ତୁମ୍ଭ ନିକଟକୁ ୟାଇ ନ ପାରିବ, େସଥିପାଇଁ ତୁମ୍େଭ ନିଜକୁ ମେଘ େର ଆଚ୍ଛନ୍ନ କରିଅଛ। 45 ତୁମ୍େଭ େଗାଷ୍ଠୀଗଣ ମଧିଅେର ଆମ୍ଭମାନଙ୍କୁ ଝଟା ଅଳିଆ ଓ ଅଗ୍ରାହ୍ଯ ବସ୍ତୁତୁଲ୍ଯ କରିଅଛ। 46 ଆମ୍ଭମାନଙ୍କର ଶତ୍ରୁମାେନ ଆମ୍ଭମାନଙ୍କୁ ଉପହାସ କରୁଛନ୍ତି। 47 ଆମ୍େଭମାେନ ଭୟଭୀତ େହାଇଅଛୁ, ଆମ୍େଭମାେନ ଖାତ େର ପଡ଼ିଅଛୁ ଓ ଆମ୍େଭମାେନ ଆହତ ଓ ବିନଷ୍ଟ େହାଇଅଛୁ।" 48 େମାର େଲାକମାନଙ୍କର ବିନାଶ େଦଖି େମାର ଚକ୍ଷୁରୁ ଝରଣା ସଦୃଶ ଲୋତକ ବହୁଅଛି। 49 େମାର ବିଳାପ େହତୁ ଅବିରତ ଲୋତକ ଧାରା ବହିବ, 50 େଯ ପର୍ୟ୍ଯନ୍ତ ସଦାପ୍ରଭୁ, ସ୍ବର୍ଗରୁ ନିରୀକ୍ଷଣ ଓ େଦଖି ନାହାଁନ୍ତି। 51 େମାର ସମସ୍ତ କନ୍ଯାଙ୍କର ଦୁର୍ଦ୍ଦଶା େଦଖି େମାର ଚକ୍ଷୁ େମାର ପ୍ରାଣକୁ ଦୁଃଖ ଦିଏ। 52 ବିନା କାରଣ େର େସମାେନ େମାର ଶତ୍ରୁ େହାଇଛନ୍ତି ଓ ପକ୍ଷୀ ପରି େମାେତ ଶିକାର କରିଛନ୍ତି। 53 େସମାେନ େମାେତ କୂପ େର ନିକ୍ଷେପ କରିଛନ୍ତି ଓ େମାେତ ସଂହାର କରିବାକୁ େମା ଉପ େର ପ୍ରସ୍ତର ପକାଇ ଅଛନ୍ତି। 54 େମା ମସ୍ତକ ଉପ େର ଜଳ ବହିଗଲା ଓ ମୁଁ କହିଲି, "ମୁଁ ଶେଷ େହଲି।" 55 େହ ସଦାପ୍ରଭୁ ମୁଁ ଗଭୀରତମ କୂପ ମଧ୍ଯରୁ ତୁମ୍ଭ ନାମ େର ପ୍ରାର୍ଥନା କଲି। 56 ତୁମ୍େଭ େମାର ଆତୁର କ୍ରନ୍ଦନ ଶୁଣିଲ, କିନ୍ତୁ େମାର ଆର୍ତ୍ତନାଦ ପ୍ରତି ଆପଣ କର୍ଣ୍ଣ ଲୁଚାଅ ନାହିଁ। 57 େଯଉଁଦିନ ମୁଁ ତୁମ୍ଭ ଛାମୁ େର ପ୍ରାର୍ଥନା କଲି, େସଦିନ ତୁମ୍େଭ ନିକଟବର୍ତ୍ତୀ େହଲ ଓ କହିଲ, "ଭୟ କର ନାହିଁ।" 58 େହ ସଦାପ୍ରଭୁ, ତୁମ୍େଭ େମା' ପ୍ରାଣର ସପକ୍ଷ େର ପ୍ରତିବାଦ କରିଅଛ, ତୁମ୍େଭ େମାହର ଜୀବନ ମୁକ୍ତ କରିଅଛ। 59 େହ ସଦାପ୍ରଭୁ, େମା' ପ୍ରତି େହାଇଥିବା ଅନ୍ଯାଯ ତୁମ୍େଭ େଦଖିଅଛ, ତୁମ୍େଭ ତାହାର ବିଚାର କର। 60 ତୁମ୍େଭ େମାର ଶତ୍ରୁମାନଙ୍କର େମା' ପ୍ରତି େହାଇଥିବା ପ୍ରତି େଶାଧ େଦଖିଅଛ ଓ େମା ବିରୁଦ୍ଧ େର େହାଇଥିବା ସଂକଳ୍ପ େଦଖିଅଛ। 61 େହ ସଦାପ୍ରଭୁ, େମା' ପ୍ରତି େହାଇଥିବା ତିରସ୍କାର ଓ େମା ବିରୁଦ୍ଧ େର େହାଇଥିବା େସମାନଙ୍କର ସଂକଳ୍ପ ତୁମ୍େଭ ଶୁଣିଅଛ। 62 େମାର ଶତ୍ରୁମାେନ େମା ବିରୁଦ୍ଧ େର ଦିନସାରା କଥାବାର୍ତ୍ତା ଓ ଚିନ୍ତାଧାରା ସବୁ କରନ୍ତି। 63 ତୁମ୍େଭ େସମାନଙ୍କର ବସିବାର ଓ ଠିଆ େହବାର ନିରୀକ୍ଷଣ କରିଛ। ଆଉ େଦଖ, େସମାେନ କିପରି େମାେତ କରୁଛନ୍ତି। 64 େହ ସଦାପ୍ରଭୁ, ତୁମ୍େଭ େସମାନଙ୍କୁ େସମାନଙ୍କର କର୍ମାନୁସା େର ପ୍ରତିଫଳ ଦିଅ। 65 େସମାନଙ୍କୁ ଅଭିଶାପ େଦବାପାଇଁ ମନକୁ ଶକ୍ତ କର। 66 େକାର୍ଧ େର େସମାନଙ୍କ ପେଛ ପେଛ େଗାଡ଼ାଅ। ସଦାପ୍ରଭୁ ଆକାଶ ମଣ୍ଡଳର ତଳୁ େସମାନଙ୍କୁ ଉଚ୍ଛିନ୍ନ କରିବ।

4:1 େଦଖ, ସୁବର୍ଣ୍ଣ କିପରି ମଳିନ େହାଇଅଛି। ଅତ୍ଯନ୍ତ ନିର୍ମଳ ସୁବର୍ଣ୍ଣ କିପରି ବିକୃତ େହାଇଅଛି। ପବିତ୍ର ସ୍ଥାନର ରତ୍ନସବୁ ରାଜ ରାସ୍ତା େର ବିକ୍ଷିପ୍ତ େହାଇ ପଡ଼ିଅଛି। 2 ଶୁଦ୍ଧ ସୁବର୍ଣ୍ଣ ତୁଲ୍ଯ ସିେୟାନର ସନ୍ତାନଗଣ ଥିେଲ। ମାତ୍ର ଶତ୍ରୁମାେନ େସମାନଙ୍କୁ କୁମ୍ଭକାରର ହସ୍ତକୃତ ମାଟି କଳସ ତୁଲ୍ଯ ଗଣନା କରିଛନ୍ତି। 3 ଏପରିକି ଶୃଗାଳମାେନ ନିଜ ନିଜ ଛୁଆମାନଙ୍କୁ ସ୍ତନ୍ଯପାନ କରାନ୍ତି। ମାତ୍ର ୟିରୁଶାଲମ କନ୍ଯା ମରୁଭୂମିର ଓଟପକ୍ଷୀ ପରି ନିଷ୍ଠୁର େହାଇଛନ୍ତି। 4 ତୃଷା େହତୁ, ସ୍ତନ୍ଯପାଯୀ ଶିଶୁର ଜିହ୍ବା ତାଳୁ େର ଲାଗି ଯାଉଛି। ପିଲାମାେନ େରାଟୀ ମାଗନ୍ତି, ମାତ୍ର େକହି େସମାନଙ୍କୁ େରାଟୀ ଦିଅନ୍ତି ନାହିଁ। 5 େଯଉଁମାେନ ସୁଖାଦ୍ୟ େଭାଜନ କରୁଥିେଲ, େସମାେନ ବର୍ତ୍ତମାନ ରାସ୍ତା େର ଅନାଥ େହାଇଛନ୍ତି। େଯଉଁମାେନ ସିନ୍ଦୂରବର୍ଣ୍ଣ ବସ୍ତ୍ର ପିନ୍ଧି ପ୍ରତିପାଳିତ େହାଇଥିେଲ। େସମାେନ ଖତରାଶି ଅବଲମ୍ବନ କରୁଛନ୍ତି। 6 ୟିରୁଶାଲମ କନ୍ଯାମାନଙ୍କର ପାପ େସଦାମ ଓ ଗୋ େମାରଠାରୁ ଅଧିକ। େସଦାମ ନିମିଷକ ମଧିଅେର ଧ୍ବଂସପ୍ରାପ୍ତ େହଲା ଓ େକହି ବ୍ଯକ୍ତି ତାକୁ ଆକ୍ରମଣ କରି ନ ଥିେଲ। 7 ଯିହୁଦାର େକେତକ େଲାକ ପରେମଶ୍ବରଙ୍କୁ ସ୍ବତନ୍ତ୍ର ଭାବେର ଉତ୍ସର୍ଗୀକୃତ େହାଇଥିେଲ। େସମାେନ ନିର୍ମଳ ଥିେଲ; େସମାେନ ହିମ ଅପେକ୍ଷା ଅକ୍ଷିକ ଶୁଭ୍ର, ଦୁଗ୍ଧଠାରୁ ଅଧିକ ଶୁକ୍ଲ ଥିେଲ। େସମାନଙ୍କର ଶରୀର ପ୍ରବାଳ ଅପେକ୍ଷା ରକ୍ତବର୍ଣ୍ଣ ଓ େସମାନଙ୍କର କ୍ଲାନ୍ତି ନୀଳକାନ୍ତ ମଣି ତୁଲ୍ଯ ଥିଲା। 8 ମାତ୍ର ବର୍ତ୍ତମାନ େସମାନଙ୍କର ମୁଖ ଅଙ୍ଗାର ଅପେକ୍ଷା କଳାବର୍ଣ୍ଣ, େତଣୁ ରାସ୍ତା େର େକହି େସମାନଙ୍କୁ ଚିହ୍ନନ୍ତି ନାହିଁ। େସମାନଙ୍କର ଚର୍ମ ଅସ୍ଥି େର ଲାଗିଅଛି ଓ ତାହା କାଠପରି ଶୁଷ୍କ େହାଇଅଛି। 9 ଭୋକେର ମରିଥିବା େଲାକମାନଙ୍କ ଅପେକ୍ଷା ଖଡ୍ଗ େର ନିହତ େହାଇଥିବା େଲାକମାେନ ଭଲ, କାରଣ େସମାନଙ୍କର ଜୀବନ େସମାନଙ୍କର ଶୁଷ୍କ ଜମି େର ଖାଦ୍ୟ ଉତ୍ପନ୍ନ ପାଇଁ େଯଭଳି, େସମାେନ କ୍ଷୁଧା ଦ୍ବାରା ଘସି େହାଇଛନ୍ତି। 10 ସ୍ନେହମଯୀ ମାଆମାେନ ଆପଣା ପ୍ରିଯ ସନ୍ତାନମାନଙ୍କୁ ରାନ୍ଧିଲେ କାରଣ େସମାେନ ତାଙ୍କର ଏକମାତ୍ର ଖାଦ୍ୟ ଥିେଲ। େଯେତେବେଳ େଲାକମାନଙ୍କ ବିନାଶର ସମୟ ଆସିଥିଲା। 11 ସଦାପ୍ରଭୁ ତାଙ୍କର ପ୍ରଚଣ୍ଡ େକାର୍ଧ ସିେୟାନ ଉପ େର ଢ଼ାଳି େଦେଲ। ପୁଣି େସ ସିେୟାନ େର େଯଉଁ ଅଗ୍ନି ଲଗାଇେଲ, ତାହା ତାହାର ଭିତ୍ତିମୂଳକୁ ଗ୍ରାସ କଲା। 12 ବିପକ୍ଷ େଲାକ ଓ ଶତ୍ରୁ େଯ ୟିରୁଶାଲମର ଦ୍ବାର ସମୂହ େର ପ୍ରେବଶ କରିବ, ଏହା ପୃଥିବୀସ୍ଥ ରାଜଗଣ ଓ ଜଗତବାସୀ େକହି ବିଶ୍ବାସ କରି ନ ଥିେଲ। 13 ଏହା ଘଟିଲା, କାରଣ ୟିରୁଶାଲମର ଯାଜକଗଣ ଓ ଭବିଷ୍ଯଦ୍ ବକ୍ତାଗଣ ପାପ କେଲ। ଏବଂ େସମାେନ ତାଙ୍କ ସତ୍ େଲାକମାନଙ୍କର ରକ୍ତପାତ କେଲ। 14 େସହି ଯାଜକଗଣ ଓ ଭବିଷ୍ଯଦ୍ ବକ୍ତାଗଣ ଅନ୍ଧ େଲାକପରି ରାସ୍ତା େର ବୁଲିଲେ, େସମାେନ ରକ୍ତ େର ଅଶୁଚି େହାଇଥିେଲ। େତଣୁ େକହି େଲାକ ତାଙ୍କର ବସ୍ତ୍ର ସ୍ପର୍ଶ କେଲ ନାହିଁ। 15 େଲାକେ େସମାନଙ୍କୁ ଡ଼ାକି କହିେଲ, "ଦୂର ହୁଅ, ଦୂର ହୁଅ। ଆମ୍ଭମାନଙ୍କୁ ସ୍ପର୍ଶ କର ନାହିଁ।" େସମାେନ ଏଣେ ତେଣେ ବାସହୀନ େହାଇ ବୁଲୁଥିବା େବେଳ ଅନ୍ୟ େଗାଷ୍ଠୀଯମାେନ କହିେଲ, " େସମାେନ ଆମ୍ଭମାନଙ୍କ ସହିତ ଆଉ ଏଠା େର ପ୍ରବାସ କରିେବ ନାହିଁ।" 16 ସଦାପ୍ରଭୁଙ୍କ େକାପ େର େସମାେନ ବିନଷ୍ଟ େହାଇଅଛନ୍ତି। ସଦାପ୍ରଭୁ ଆଉ େସମାନଙ୍କ ପ୍ରତି ଦୃଷ୍ଟିପାତ କରିେବ ନାହିଁ। କାରଣ େସମାେନ ଯାଜକମାନଙ୍କୁ ଆଦର କେଲ ନାହିଁ କି ଯିହୁଦାର ପ୍ରାଚୀନବର୍ଗଙ୍କୁ ଅନୁଗ୍ରହ କେଲ ନାହିଁ। 17 ସାହାୟ୍ଯ ଅପେକ୍ଷା େର ଆମ୍ଭମାନଙ୍କ ଚକ୍ଷୁ କ୍ଷୀଣ େହଲା। ମାତ୍ର େକୗଣସି ସାହାୟ୍ଯ ମିଳିଲା ନାହିଁ। ଆମ୍େଭମାେନ ଅନ୍ୟ େଗାଷ୍ଠୀଦ୍ବାରା ରକ୍ଷା ପାଇବାକୁ ଅପେକ୍ଷା କଲୁ, ମାତ୍ର େକୗଣସି େଗାଷ୍ଠୀ ଉଦ୍ଧାର କରିବାକୁ ଆସିେଲ ନାହିଁ। 18 ଆମ୍ଭମାନଙ୍କ ଶତ୍ରୁମାେନ ଆମ୍ଭମାନଙ୍କୁ କବଳିତ କରିବା ପାଇଁ ଛକି ରହିେଲ। େତଣୁ ଆମ୍େଭମାେନ ରାସ୍ତା େର ଚାଲି ପାରିଲୁ ନାହିଁ। ଆମ୍ଭମାନଙ୍କ ଶେଷ ନିକଟ ଅେଟ। ଆମ୍ଭମାନଙ୍କର ଆଯୁ ଶେଷ େହାଇଛି। ଆମ୍ଭମାନଙ୍କର ଶେଷକାଳ ଉପସ୍ଥିତ। 19 ଆମ୍ଭମାନଙ୍କୁ େଗାଡ଼ାଇଥିବା େଲାକମାେନ ଆକାଶର ଉତ୍କ୍ରୋଶ ପକ୍ଷୀଠାରୁ ଅଧିକ ବେଗଗାମୀ। େସମାେନ ଆମ୍ଭମାନଙ୍କୁ ପର୍ବତ େର େଗାଡ଼ାଇେଲ ଓ ଆମ୍ଭମାନଙ୍କୁ ଧରିବା ପାଇଁ ପ୍ରାନ୍ତର େର ଲୁଚି ରହିେଲ। 20 ରାଜା ଆମ୍ଭମାନଙ୍କ ପାଇଁ ମୁଖ୍ଯ ଥିେଲ ଓ େସ ଆମ୍ଭର ନାସାର ନିଃଶ୍ବାସସ୍ବରୂପ ଥିେଲ। ଆମ୍େଭମାେନ କହୁଥିଲୁ, "ତାଙ୍କର ଛାଯାତେଳ ଆମ୍େଭମାେନ ବଞ୍ଚିବା ଓ େସ େଗାଷ୍ଠୀଯମାନଙ୍କଠାରୁ ଆମ୍ଭମାନଙ୍କୁ ରକ୍ଷା କରିେବ।" ମାତ୍ର ସଦାପ୍ରଭୁଙ୍କ େସହି ଅଭିଷିକ୍ତ େଲାକ େସମାନଙ୍କ ଦ୍ବାରା ଗର୍ତ୍ତ େର ଧରାଗେଲ। 21 େହ ଇେଦାମର କନ୍ଯ ଓ ଉଷ େଦଶ ନିବାସିନୀ, ତୁମ୍େଭମାେନ ଆନନ୍ଦ କର ଓ ପୁଲକିତା ହୁଅ। ସଦାପ୍ରଭୁଙ୍କର େସହି େକାରଧରୂପକ ପାନପାତ୍ର ତୁମ୍ଭମାନଙ୍କ ନିକଟକୁ ୟିବ। ତୁମ୍େଭମାେନ ତାହା ପାନ କରି ମତ୍ତ େହବ ଓ ଉଲଗ୍ନା େହବ। 22 େହ ସିଯୋନର କନ୍ଯ, ତୁମ୍ଭ ଅଧର୍ମର ଦଣ୍ଡ ଶେଷ େହାଇଛି। ତୁମ୍େଭମାେନ ଆଉ ବନ୍ଦୀତ୍ବ ସ୍ଥାନକୁ ୟିବ ନାହିଁ। େହ ଇେଦାମର କନ୍ଯ, ସଦାପ୍ରଭୁ ତୁମ୍ଭ ଅଧର୍ମର ଫଳ େଦେବ। େସ ତୁମ୍ଭର ପାପସବୁ େଖାଲି େଦେବ।

5:1 େହ ସଦାପ୍ରଭୁ ! ଆମ୍ଭମାନଙ୍କ ପ୍ରତି ଯାହା ଘଟିଗଲା, ତାହା ସ୍ମରଣ କର। ଆମ୍ଭମାନଙ୍କ ପ୍ରତି େହାଇଥିବା ଅପମାନକୁ ଅବେଲାକନ କର। 2 ଆମ୍ଭମାନଙ୍କର େଦଶ ବିଦେଶୀଯମାନଙ୍କର ହସ୍ତଗତ େହାଇଅଛି। ଆମ୍ଭମାନଙ୍କର ଗୃହସବୁ ପରଦେଶୀଯମାେନ ଅଧିକାର କରିଛନ୍ତି। 3 ଆମ୍େଭମାେନ ଅନାଥ ଓ ପିତୃହୀନ େହାଇଅଛୁ। ଆମ୍ଭମାନଙ୍କ ମାଆମାେନ ବିଧବା ତୁଲ୍ଯ େହାଇଛନ୍ତି। 4 ଆମ୍େଭମାେନ ଆମ୍ଭମାନଙ୍କର ନିଜ ଜଳକୁ ରୂପା େଦଇ ପାନ କରିଅଛୁ ଓ ଆମ୍େଭମାେନ କାଠ କିଣି ବ୍ଯବହାର କରିଅଛୁ। 5 ଆମ୍ଭମାନଙ୍କ ସ୍କନ୍ଧ େର ବଳପୂର୍ବକ ୟୁଆଳି ରଖା ୟାଇଛି। ଆମ୍େଭମାେନ କ୍ଲାନ୍ତ େହାଇଅଛୁ ଓ ଆମ୍ଭମାନଙ୍କର ବିଶ୍ରାମ ନାହିଁ। 6 ଆମ୍େଭମାେନ ଖାଦ୍ୟ େର ତୃପ୍ତ େହବା ନିମନ୍େତ, ମିଶରୀଯ ଓ ଅଶୂରୀଯମାନଙ୍କ ସହିତ ଚୁକ୍ତିବଦ୍ଧ େହାଇଅଛୁ। 7 ଆମ୍ଭମାନଙ୍କର ପୂର୍ବପୁରୁଷଗଣ ପାପ କରିଥିେଲ, ଏବଂ ଏେବ େସମାେନ ନାହାନ୍ତି। ମାତ୍ର େସମାନଙ୍କର ପାପର ଭାର ଆମ୍େଭମାେନ ବହନ କରିଛୁ ଏବଂ ଦୁଃଖ େଭାଗ କରୁଅଛୁ। 8 ଦାସମାେନ ଆମ୍ଭମାନଙ୍କର ଶାସକ େହାଇଛନ୍ତି। େସମାନଙ୍କ ହସ୍ତରୁ ଉଦ୍ଧାର କରିବାକୁ େକହି ନାହିଁ। 9 ପ୍ରାନ୍ତର େର ଖଡ୍ଗ ଥିବାରୁ ଆମ୍େଭମାେନ ଆମ୍ଭମାନଙ୍କର ଜୀବନକୁ ସଙ୍କଟାପନ୍ନ କରି ଖାଦ୍ୟ ପାଇଅଛୁ। 10 କ୍ଷୁଧାର ତାଡ଼ନା େର ଆମ୍େଭମାେନ ଭୟଙ୍କର ଜ୍ବର େର ଆକ୍ରାନ୍ତ। ଆମ୍ଭମାନଙ୍କର ଚର୍ମ ତୁନ୍ଦୁର ପରି ଢ଼ଳା େହାଇଅଛି। 11 ଶତ୍ରୁମାେନ ସିେୟାନ ଓ ଯିହୁଦା ନଗର ସମୂହର ସ୍ତ୍ରୀ େଲାକମାନଙ୍କୁ ଧର୍ଷଣ କେଲ। 12 େସମାେନ ଆମ୍ଭମାନଙ୍କ ଅଧିପତିମାନଙ୍କୁ ଫାଶି େଦେଲ। ଆମ୍ଭମାନଙ୍କ ପ୍ରାଚୀନବର୍ଗଙ୍କୁ ସମ୍ମାନ େଦେଲ ନାହିଁ। 13 ଯିହୁଦାର ୟୁବକଗଣ ଚକି ବହନ କେଲ। ଆଉ ପିଲାମାେନ କାଠ ଭାର େର ଝୁଣ୍ଟି ପଡ଼ିେଲ। 14 ପ୍ରାଚୀନବର୍ଗ ନଗରଦ୍ବାର େର ଆଉ ବସୁ ନାହାଁନ୍ତି ଓ ୟୁବକମାେନ ଆପଣା ସଂଗୀତରୁ ନିବୃତ୍ତ େହାଇଅଛନ୍ତି। 15 ଆମ୍ଭମାନଙ୍କ ହୃଦଯରୁ ଆନନ୍ଦ ଚାଲି ୟାଇଛି। ଆମ୍ଭମାନଙ୍କ ନୃତ୍ଯ େଶାକେର ପରିଣତ େହାଇଅଛି। 16 ଆମ୍ଭମାନଙ୍କ ମୁଣ୍ଡରୁ ମୁକୁଟ ଖସି ପଡ଼ିଛି। ଆମ୍ଭମାନଙ୍କ ଅବସ୍ଥା େଶାଚନୀୟ େହାଇଅଛି, କାରଣ ଆମ୍େଭମାେନ ପାପ କରିଅଛୁ। 17 ଏହିସବୁ କାରଣରୁ ଆମ୍ଭମାନଙ୍କ ଅନ୍ତର କ୍ଷୀଣ େହାଇଅଛି ଓ ଆମ୍ଭମାନଙ୍କ ଚକ୍ଷୁ ଜଳକା େହାଇଅଛି। 18 ସିେୟାନ ପର୍ବତ ଅନାଥା ସ୍ଥାନ େହାଇଅଛି। କୋକିଶିଆଳିମାେନ ତା ଉପ େର ଭ୍ରମଣ କରନ୍ତି। 19 ମାତ୍ର େହ ସଦାପ୍ରଭୁ, ତୁମ୍େଭ ନିତ୍ଯସ୍ଥାଯୀ। ତୁମ୍ଭ ରାଜ ସିଂହାସନ ପୁରୁଷାନୁକ୍ରେମ ଚିରକାଳ ଥାଏ। 20 େହ ସଦାପ୍ରଭୁ, ତୁମ୍େଭ କାହିଁକି ଚିରକାଳ ଆମ୍ଭମାନଙ୍କୁ ପାସୋରୁ ଅଛ? ଆଉ ଏେତ ଦୀର୍ଘକାଳ ଆମ୍ଭମାନଙ୍କୁ କାହିଁକି ପରିତ୍ଯାଗ କରିଅଛ? 21 େହ ସଦାପ୍ରଭୁ ! ଆମ୍ଭମାନଙ୍କୁ ତୁମ୍ଭ ନିକଟକୁ ଫେରାଇ ନିଅ। ତହିଁେର ଆମ୍େଭମାେନ ଆନନ୍ଦର ସହିତ ତୁମ୍ଭ ନିକଟକୁ େଫରି ଆସିବୁ। ପୂର୍ବକାଳ ପରି ଆମ୍ଭର ଜୀବନକୁ ନୂତନ କର। 22 ମାତ୍ର ତୁମ୍େଭ ଆମ୍ଭମାନଙ୍କ ପ୍ରତି ଅତ୍ଯନ୍ତ କ୍ରୁଦ୍ଧ େହାଇଅଛ। ଆଉ ତୁମ୍େଭ କ'ଣ ଆମ୍ଭମାନଙ୍କୁ ସୂର୍ଣ୍ଣ ଭାବେର ଅଗ୍ରାହ୍ଯ କରିଅଛ?