Malachi

1:1 ଇଶ୍ରାେୟଲ ପ୍ରତି ସଦାପ୍ରଭୁଙ୍କର ଏହି ବାର୍ତ୍ତା ଥିଲା। ଏହି ବାର୍ତ୍ତା ପ୍ରଗ୍ଭର କରିବାକୁ ପରେମଶ୍ବର ମଲାଖିକୁ ନିୟୁକ୍ତ କରିଥିେଲ। 2 ସଦାପ୍ରଭୁ କହିେଲ, "ଆମ୍େଭ ତୁମ୍ଭ ସମସ୍ତଙ୍କୁ ପ୍ େରମ କରିଅଛୁ।" 3 ଆମ୍େଭ ଏେଷୗକୁ ଘୃଣା କଲୁ। ଆମ୍େଭ ଏେଷୗର ପର୍ବତଗୁଡିକୁ ଧ୍ବଂସ କଲୁ। ଏେଷୗର ମାତୃଭୂମି ଧ୍ବଂସ ପାଇଲା ଏବଂ େସଠା େର କେବଳ ଶୃଗାଳ ବାସ କରିଲେ।" 4 ଇେଦାମର େଲାକମାେନ କହିେବ, "ଆମ୍େଭମାେନ ନିପାତିତ େହାଇଥିଲୁ ମାତ୍ର ଆମ୍େଭମାେନ ଆମ୍ଭର ବିଧ୍ବସ୍ତ ନଗରୀକୁ ପୁନଃନିର୍ମାଣ କରିବୁ।" 5 ତୁମ୍େଭମାେନ ଏହିସବୁ େଦଖିବ ଓ କହିବ, "ସଦାପ୍ରଭୁ ଇଶ୍ରାେୟଲର ବାହା େର ମଧ୍ଯ ମହିମାନ୍ବିତ ହୁଅନ୍ତୁ।" 6 ସର୍ବଶକ୍ତିମାନ୍ ସଦାପ୍ରଭୁ କହିେଲ, "ପିଲାମାେନ େସମାନଙ୍କର ପିତାଙ୍କୁ ସମ୍ମାନ କରନ୍ତି, ଗ୍ଭକରମାେନ େସମାନଙ୍କର ମୁନିବଙ୍କୁ ସମ୍ମାନ କରନ୍ତି, େତଣୁ ଆମ୍େଭ ତୁମ୍ଭମାନଙ୍କର ପିତା, ତୁମ୍େଭମାେନ ଆମ୍ଭକୁ କାହିଁକି ଭୟ ଓ ସମ୍ମାନ କରୁ ନାହିଁ? ଆମ୍େଭ ତୁମ୍ଭମାନଙ୍କର ମୁନିବ, ତୁମ୍େଭମାେନ ଆମ୍ଭକୁ କାହିଁକି ଭୟ ଏବଂ ସମ୍ମାନ କରୁନାହିଁ? ତୁମ୍େଭ ଯାଜକଗଣ ଆମ୍ଭର ନାମ ପ୍ରତି ତାଚ୍ଛଲ୍ଯ ମେନାଭାବ େଦଖାଉଛ।" 7 ସଦାପ୍ରଭୁ କହିେଲ, "ତୁମ୍େଭମାେନ ଆମ୍ଭର ୟଜ୍ଞବେଦୀ ଉପ େର ଅଶୁଚି ଖାଦ୍ୟ ଉତ୍ସର୍ଗ କରୁଅଛ।" 8 ତୁମ୍େଭମାେନ ୟଜ୍ଞବେଦୀ ନିମନ୍େତ ଅନ୍ଧ ପଶୁ ବଳିଦାନ କରୁଛ, ଏହା କ'ଣ ଭୂଲ୍ ନୁେହଁ? ତୁମ୍େଭମାେନ େଯଉଁ େଛାଟ ଓ େରାଗୀ ପଶୁଗୁଡିକୁ ଉତ୍ସର୍ଗ କରୁଛ ତାହା ମଧ୍ଯ ଭୁଲ୍ ନୁେହଁ କି? ତୁମ୍େଭମାେନ ଯଦି େସହି ଭେଟି ତୁମ୍ଭମାନଙ୍କର ଶାସକକୁ ଦିଅ, େସ କ'ଣ ସନ୍ତୁଷ୍ଟ େହେବ? ନା, େସ େକେବ େହେଲ େସ ଭେଟି ଗ୍ରହଣ କରିେବ ନାହିଁ।" ସର୍ବଶକ୍ତିମାନ ସଦାପ୍ରଭୁ ଏହି ସବୁ କହିଥିେଲ। 9 " େହ ଯାଜକଗଣ, ସଦାପ୍ରଭୁଙ୍କୁ ପ୍ରାର୍ଥନା କର େଯପରି ଆମ ପ୍ରତି ଦୟାଳୁ େହେବ। ଏହା ତୁମ୍ଭର ଭୂଲ୍ େଯାଗୁଁ େହାଇଛି। େସ କାହିଁକି ତୁମ୍ଭମାନଙ୍କ ମଧ୍ଯରୁ କାହାକୁ ଗ୍ରହଣ କରିେବ?" ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଥିେଲ। 10 "ଆମ୍େଭ ଇଛାକରୁ, ତୁମ୍ଭର େକହି ଯାଜକ ଦ୍ବାରା ବନ୍ଦ କରିଦିଅନ୍ତୁ। ତା' େହେଲ ତୁମ୍େଭ େମାର ବେଦୀ େର ଅନୁପୟୋଗୀ ଅଗ୍ନି ଜଳାଇ ପିରିବ ନାହିଁ। ଆମ୍େଭ କିନ୍ତୁ ତୁମ୍ଭଠା େର ସନ୍ତୁଷ୍ଟ ନୁହଁ। ଆମ୍େଭ ତୁମ୍ଭର ନୈବେଦ୍ଯ ଗ୍ରହଣ କରିବୁ ନାହିଁ।" ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କହିଥିେଲ। 11 ସମସ୍ତ େଦଶର େଲାକମାେନ ଆପଣା ନାମର ମହତ୍ତ୍ବ ଗାନ କରୁଛନ୍ତି। େଲାକମାେନ ସମସ୍ତ ସ୍ଥାନ େର ପବିତ୍ର ନୈବେଦ୍ଯ ଓ ଧୂପ ଉତ୍ସର୍ଗ କରୁଛନ୍ତି, କାରଣ ଆମ୍ଭର ନାମ ସମଗ୍ର େଦଶ େର ମହାନ୍ ଅେଟ।" ସର୍ବଶକ୍ତିମାନ ସଦାପ୍ରଭୁ ଏସବୁ କହିଥିେଲ। 12 "ମାତ୍ର, ତୁମ୍େଭମାେନ ଆମ୍ଭର ନାମର ଅସମ୍ମାନ କରୁଛ। ତୁମ୍େଭମାେନ କହୁଛ ସଦାପ୍ରଭୁଙ୍କର ୟଜ୍ଞବେଦୀ ଅପବିତ୍ର। 13 ତୁମ୍େଭ କହିଛ େଯ, ତୁମ୍େଭ ବିବ୍ରତ େହବ ନାହିଁ ଏବଂ ତୁମ୍େଭ ୟଜ୍ଞବେଦୀ େର ଥିବା ଖାଦ୍ୟ ପ୍ରତି ତାଚ୍ଛଲ୍ଯ ପ୍ରକାଶ କରିଛ ଏବଂ ତୁମ୍େଭ ନ ଖାଇ ପରିତ୍ଯାଗ କରୁଛ, ଆଉ ମଧ୍ଯ ମନ୍ଦ େବାଲି କହୁଛ। ମାତ୍ର ଏହା ସତ୍ଯ ନୁେହଁ। ତା'ପ େର ତୁମ୍େଭମାେନ ଆହତ, େଛାଟା ଓ ରୁଗ୍ଣ ପଶୁମାନଙ୍କୁ ଆମ୍ଭ ନିକଟେର ବଳିଦାନ ପାଇଁ ଆଣୁଛ। ମାତ୍ର େସହି ରୁଗ୍ଣ ପଶୁଗୁଡିକୁ ଆମ୍େଭ ଗ୍ରହଣ କରିବା ନାହିଁ। ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିେଲ। 14 େକେତକ େଲାକ ଅଛନ୍ତି େଯଉଁମାେନ ଶପଥ ନିଅନ୍ତି, ଭଲ ସୁସ୍ଥ ପଶୁକୁ ବଳିେଦବା ପାଇଁ, କିନ୍ତୁ ଶେଷ େର େସମାେନ ରୁଗ୍ଣ ପଶୁକୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରନ୍ତି। େସଥିପାଇଁ େସମାେନ ଅଭିଶପ୍ତ େହେବ। ଆମ୍େଭ ଜେଣ ମହାନ୍ ରାଜା ଅଟୁ। ଆମ୍ଭକୁ ତୁମ୍େଭମାେନ ସମ୍ମାନ କରିବା ଉଚିତ ଓ ସମଗ୍ର ବିଶ୍ବ ଆମ୍ଭକୁ ଭୟ ଓ ସମ୍ମାନ କରିବା ଉଚିତ୍।" ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ କହିଥିେଲ।

2:1 " େହ ଯାଜକଗଣ, ଏହି ବିଧି ତୁମ୍ଭମାନଙ୍କ ପାଇଁ। 2 ଯଦି ତୁମ୍େଭମାେନ ଧ୍ଯାନ ନ ଦିଅ ଏବଂ ଆମ୍ଭ ନାମକୁ ଗୌରବ େଦବା ପାଇଁ, ଗୁରୁତ୍ବ ନ ଦିଅ େତେବ ତୁମ୍ଭମାନଙ୍କର ଆଶୀର୍ବାଦଗୁଡିକ ଅଭିଶାପ େର ପରିଣତ କରିବା। ଆମ୍େଭ ତୁମ୍ଭମାନଙ୍କର ଅମଙ୍ଗଳ ଘଟାଇବା କାରଣ ତୁମ୍େଭମାେନ ଆମ୍ଭର ନାମକୁ ଗୌରବ େଦବା ବିଷଯ େର ଗମ୍ଭୀର ନୁହଁ।" ସର୍ବଶକ୍ତିମାନ ସଦାପ୍ରଭୁ ଏହି ବାଣୀସବୁ କହିଥିେଲ। 3 " େଦଖ, ଆମ୍େଭ ତୁମ୍ଭମାନଙ୍କର ବଂଶଧରମାନଙ୍କୁ ଦଣ୍ତ େଦବା। ଛୁଟିଦିନମାନଙ୍କ େର ତୁମ୍ଭମାନଙ୍କର ଯାଜକଗଣ ଆମ୍ଭକୁ ବିଳିଦାନ ଅର୍ପଣ କରିେବ। ମାତ୍ର ତୁମ୍େଭମାେନ ମୃତ ପ୍ରାଣୀମାନଙ୍କର େଯଉଁ େଗାବର ବାହାରକୁ ଫିଙ୍ଗି ଦିଅ, ଆମ୍େଭ େସହି େଗାବରକୁ େନଇ ତୁମ୍ଭମାନଙ୍କ ମୁହଁ େର ପକାଇବା ଓ ତୁମ୍ଭମାନଙ୍କୁ େସହି େଗାବର ସହିତ ଫିଙ୍ଗି େଦବା। 4 ତାହା େହେଲ ତୁମ୍େଭମାେନ ଜାଣିବ େଯ, ଆମ୍େଭ ଏହି ଆଜ୍ଞା ତୁମ୍ଭମାନଙ୍କୁ ପଠାଇଲୁ। ଆମ୍େଭ ଏହା କଲୁ ଯାହାଦ୍ବରା େଲବୀମାନଙ୍କ ସହିତ ଆମ୍ଭର ନିଯମ ଗ୍ଭଲୁ ରହିବ।" ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କହିଥିେଲ। 5 "ଆମ୍େଭ େଲବୀ ସହିତ ଚୁକ୍ତି କରିଥିଲୁ ତାକୁ ଜୀବନ ଓ ଶାନ୍ତି େଦବାପାଇଁ ଏବଂ ଆମ୍େଭ ଆପଣା ଶପଥ ରଖିଥିଲୁ। େସ ଆମ୍ଭକୁ ସମ୍ମାନ ଓ ଭୟ କରୁଥିଲା ଏବଂ ଆମ୍ଭ ନାମକୁ ଭକ୍ତି କରୁଥିଲା। 6 େଲବୀ ସତ୍ଯବାଣୀ ପ୍ରଗ୍ଭର କରୁଥିଲା ଏବଂ େସ ମିଥ୍ଯା ଶିକ୍ଷା ଦେଉନଥିଲା। େସ ଧାର୍ମିକ ଏବଂ ବିଶ୍ବସ୍ତତାର ସମ୍ବନ୍ଧ ଆମ୍ଭ ସହିତ ରଖୁଥିଲା। େସ ବହୁତ େଲାକମାନଙ୍କୁ େସମାନଙ୍କ ଜୀବନର ପାପପୂର୍ଣ୍ଣ ପଥରୁ ବିମୂଖ କରୁଥିଲା। 7 ଜେଣ ଯାଜକ ପରେମଶ୍ବରଙ୍କ ଶିକ୍ଷାସମୂହ ଜାଣିବା ଉଚିତ୍। େଲାକମାେନ ଯାଜକମାନଙ୍କ ନିକଟକୁ ୟାଇ ପରେମଶ୍ବରଙ୍କ ଶିକ୍ଷାସମୂହ ଗ୍ରହଣ କରିବା ଉଚିତ୍। କାରଣ ଜେଣ ଯାଜକ ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ଦୂତ ଅେଟ।" 8 "ମାତ୍ର ତୁମ୍େଭ ଯାଜକଗଣ ଆମ୍ଭ ପଥରୁ ବିମୁଖ େହାଇଛ ଏବଂ ତୁମ୍େଭମାେନ ବହୁତ େଲାକମାନଙ୍କୁ ଭୂଲ୍ ପଥେର ୟିବା ପାଇଁ ଶିଖାଇଲ। ତୁମ୍େଭମାେନ େଲବୀଙ୍କ ସହିତ େହାଇଥିବା ଚୁକ୍ତିକୁ ଲଙ୍ଘନ କଲ।" ସର୍ବଶକ୍ତିମାନ ସଦାପ୍ରଭୁ ଏହିକଥା କହିଥିେଲ। 9 "ତୁମ୍େଭମାେନ ଆମ୍ଭର ପଥ ଅନୁସରଣ କରିନାହଁ। ତୁମ୍େଭ ଆମ୍ଭର ଶିକ୍ଷାଦ୍ବାରା ପକ୍ଷପାତିତା େଦଖାଇଛ। େତଣୁ ସମସ୍ତ େଲାକମାନଙ୍କ ଆଗ େର ଆମ୍େଭ ତୁମ୍ଭମାନଙ୍କୁ ଘୃଣିତ ଓ ଅପମାନିତ କରାଇବା।" 10 ପରେମଶ୍ବର ଆମ୍ଭ ସମସ୍ତଙ୍କର ପିତା ଓ ଆମ୍ଭ ସମସ୍ତଙ୍କର ସୃଷ୍ଟିକର୍ତ୍ତା। େତଣୁ କାହିଁକି ଆମ ମଧ୍ଯରୁ େକହି ଜେଣ ଅନ୍ୟ ଜଣକୁ ପ୍ରତାରଣା କରୁଛି? କାହିଁକି ଆମ୍େଭମାେନ ଜେଣ ଅନ୍ୟ ଜଣ ପ୍ରତି ଅବିଶ୍ବସ୍ତ? କାହିଁକି ପରେମଶ୍ବର େଯଉଁ ଚୁକ୍ତି ଆମ୍ଭ ପୂର୍ବପୁରୁଷଙ୍କ ସହିତ କରିଥିେଲ, ଆମ୍ଭମାେନ ତାହା ଭାଙ୍ଗୁଛୁ? 11 ଯିହୁଦାର େଲାକମାେନ ଅବିଶ୍ବସ୍ତ ଥିେଲ। ୟିରୁଶାଲମ ଓ ଇଶ୍ରାେୟଲର େଲାକମାେନ ବହୁତ ଘୃଣିତ କାର୍ୟ୍ଯ କରିଛନ୍ତି। ପରେମଶ୍ବର ତାଙ୍କର ମନ୍ଦିରକୁ ଭଲପାଆନ୍ତି, ମାତ୍ର ଯିହୁଦାର େଲାକମାେନ ସଦାପ୍ରଭୁଙ୍କ ମନ୍ଦିରକୁ ଅପବିତ୍ର କରିଛନ୍ତି। େସମାେନ ବିଦେଶୀ େଦବତାର କନ୍ଯାକୁ ବିବାହ କେଲ। 12 ସଦାପ୍ରଭୁ ଯାକୁବ ପରିବାରରୁ େସହି େଲାକମାନଙ୍କୁ ବିତାଡିତ କରିେବ। େସହି େଲାକମାେନ ଯଦିଓ ସଦାପ୍ରଭୁଙ୍କୁ ଭେଟି ଅର୍ପଣ କରନ୍ତି, ତାହା କିଛି ଫଳ େହବନାହିଁ ଏବଂ ସଦାପ୍ରଭୁ େକେବ େହେଲ ସନ୍ତୁଷ୍ଟ େହେବ ନାହିଁ। 13 ଏପରିକି ଯଦି ତୁମ୍େଭମାେନ ପୁଣି ୟଜ୍ଞବେଦୀ ତୁମ୍ଭ ଲୁହ େର ବୁଡାଇ େଦବାକୁ େଚଷ୍ଟାକର, େସ ତୁମ୍ଭମାନଙ୍କର ଉପହାର ଗ୍ରହଣ କରିେବ ନାହିଁ। ତୁମ୍େଭ ଆଣିଥିବା ଜିନିଷ େର େସ ଖୁସି େହେବ ନାହିଁ। 14 ତୁମ୍େଭମାେନ ପଗ୍ଭରିବ, "କାହିଁକି ଆମ୍ଭମାନଙ୍କର ଏହି ଭେଟି ଗୃହୀତ େହବ ନାହିଁ?" କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧ େର ପ୍ରତ୍ଯକ୍ଷ ସାକ୍ଷୀ। େସ େଦଖିେଲ ତୁମ୍େଭ ତୁମ୍ଭର ସ୍ତ୍ରୀକୁ ପ୍ରତାରଣା କରୁଛ, ଯାହାକୁ ତୁମ୍େଭ ୟୁବକାବସ୍ଥା େର ବିବାହ କରିଛ। େସ ତୁମ୍ଭର ସାଥି ଏବଂ ତୁମ୍େଭ ଶପଥ କରି ତାକୁ ସ୍ତ୍ରୀ ରୂପ େର ଗ୍ରହଣ କରିଛ। ମାତ୍ର ତୁମ୍େଭ ତାକୁ ପ୍ରତାରଣା କରିଛ। 15 ପରେମଶ୍ବର ଉଭୟ ସ୍ବାମୀ ଓ ସ୍ତ୍ରୀ ସୃଷ୍ଟି କରିଛନ୍ତି, େସମାନଙ୍କୁ ଶରୀର ଓ ଆତ୍ମା େର ଏକ େହବା ପାଇଁ ନିର୍ଦ୍ଧିଷ୍ଟ କରିଛନ୍ତି। ପରେମଶ୍ବର ଧର୍ମପରାଯଣ ସନ୍ତାନ ସନ୍ତତି ଗ୍ଭହାଁନ୍ତି। େତଣୁ ନିଜକୁ ଜଗ ଏବଂ ତୁମ୍ଭ ସ୍ତ୍ରୀ ପ୍ରତି ଅବିଶ୍ବସ୍ତ ହୁଅ ନାହିଁ, ଯାହାକୁ ତୁମ୍େଭ ୟୁବାବସ୍ଥା େର ବିବାହ କରିଛ। 16 ସଦାପ୍ରଭୁ ଇଶ୍ରାେୟଲର ପରେମଶ୍ବର କୁହନ୍ତି! "ଆମ୍େଭ ଛାଡପତ୍ରକୁ ଘୃଣା କରୁ। ଏବଂ ଆମ୍େଭ ମଧ୍ଯ େଲାକମାେନ କରୁଥିବା ନିଷ୍ଠୁର କାର୍ୟ୍ଯକୁ ଘୃଣା କରୁ। େତଣୁ ତୁମ୍େଭ ଜାଗ୍ରତ ହୁଅ ଓ ଅବିଶ୍ବସ୍ତ ହୁଅ ନାହିଁ।" 17 ତୁମ୍େଭମାେନ ଭ୍ରାନ୍ତ ଶିକ୍ଷା ପ୍ରଗ୍ଭର କରୁଛ ଏବଂ େସ ଭ୍ରାନ୍ତଜନକ ଶିକ୍ଷାସମୂହ ସଦାପ୍ରଭୁଙ୍କୁ ଦୁଃଖିତ କରିଅଛି। ତୁମ୍େଭମାେନ ଶିକ୍ଷା ଦେଲ େଯ ମନ୍ଦକାର୍ୟ୍ଯ କରୁଥିବା ବ୍ଯକ୍ତିଙ୍କୁ ପରେମଶ୍ବର ଆଦର କରନ୍ତି। ଆଉ ମଧ୍ଯ କହିଲ ପରେମଶ୍ବର େସହି େଲାକଙ୍କୁ ଉତ୍ତମ େଲାକ େବାଲି ବିବେଚନା କରନ୍ତି। ଆଉମଧ୍ଯ ତୁମ୍େଭ ପ୍ରଶ୍ନ କରିଲ ପରେମଶ୍ବରଙ୍କର ନ୍ଯାଯ କେଉଁଠା େର ଅଛି।

3:1 ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, "ଆମ୍ଭର ପଥ ପରିଷ୍କାର କରିବା ପାଇଁ ଆମ୍େଭ ଆପଣା ଦୂତକୁ ପ୍ େରରଣ କରିବା। ଆଉ େଦଖ ତୁମ୍େଭମାେନ େଯଉଁ ପ୍ରଭୁଙ୍କୁ ଅନ୍ବେଷଣ କରୁଛ େସ ହଠାତ୍ ତାଙ୍କ ମନ୍ଦିରକୁ ଆସିବ। ନିଶ୍ଚଯ ଚୁକ୍ତିର ବାର୍ତ୍ତାବାହକ ତୁମ୍େଭ ଯାହା ବିଷଯ େର ସନ୍ତୁଷ୍ଟ େସ ଆସୁଛନ୍ତି। 2 "ମାତ୍ର େସହି ସମୟ ପାଇଁ େକୗଣସି ବ୍ଯକ୍ତି ପ୍ରସ୍ତୁତ େହାଇପାରିବ ନାହିଁ। େସ େଯେତେବେଳ ଆସିେବ େକହି ରକ୍ଷା କରିେବ ନାହିଁ। େସ ଏକ ମାର୍ଜିତ ଅଗ୍ନି ସଦୃଶ େହେବ, ଆଉ ମଧ୍ଯ ପରିଷ୍କାରକାରୀ ରଜକର କ୍ଷାର ସ୍ବରୂପ େହବ। 3 ଅଗ୍ନି େର ରୂପା ବିଶୁଦ୍ଧ େହଲାପରି େସ େଲବୀୟମାନଙ୍କୁ ପବିତ୍ର କରିବ। େସ ସୁବର୍ଣ୍ଣ ଓ େର ୗପ୍ୟ ସଦୃଶ େସମାନଙ୍କୁ ଶୁଦ୍ଧ କରିବ। ତା'ପ େର େସମାେନ ସଦାପ୍ରଭୁଙ୍କ ପାଇଁ ଉପୟୁକ୍ତ ନୈବେଦ୍ଯ ଆଣିେବ। 4 ତା'ପ େର ସଦାପ୍ରଭୁ ୟିରୁଶାଲମ ଓ ଯିହୁଦା ନିକଟରୁ ଭେଟି ଗ୍ରହଣ କରିେବ, େସ େଯପରି ପ୍ରାଚୀନ କାଳ େର କରିଥିେଲ। 5 ତା'ପ େର ଆମ୍େଭ ତୁମ୍ଭ ନିକଟକୁ ଆସିବା ଓ ଉଚିତ୍ ବିଗ୍ଭର କରିବା। ଆମ୍େଭ ଅତି ଶୀଘ୍ର ସାକ୍ଷ୍ଯ େଦବା େସମାନଙ୍କ ବିରୁଦ୍ଧ େର, େଯଉଁମାେନ ମାଯାବୀ, ବ୍ଯଭିଗ୍ଭରୀ, ମିଥ୍ଯାବାଦୀ ଏବଂ େଯଉଁମାେନ କାମ କରିବା େଲାକଙ୍କୁ ଠକନ୍ତି। େଯଉଁମାେନ ବିଧବା ଓ ଅନାଥମାନଙ୍କୁ ଅତ୍ଯାଗ୍ଭର କରନ୍ତି, ବିଦେଶୀମାନଙ୍କୁ ତଡି ଦିଅନ୍ତି। େସହିପରି େଲାକମାେନ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି ନାହିଁ।" ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କହିଥିେଲ। 6 "ଆମ୍େଭ ସଦାପ୍ରଭୁ ଏବଂ ଆମ୍େଭ ପରିବର୍ତ୍ତନ େହବା ନାହିଁ। େସଥିପାଇଁ ତୁମ୍େଭ ଯାକୁବର ବଂଶଧର ବିନାଶ େହାଇନାହିଁ। 7 ମାତ୍ର ତୁମ୍େଭମାେନ େମାର ବ୍ଯବସ୍ଥା ପାଳନ କଲନାହିଁ, ଠିକ୍ େଯପରି ତୁମ୍ଭର ପୂର୍ବପୁରୁଷଗଣ ମଧ୍ଯ ଆମ୍ଭକୁ ଅବଜ୍ଞା କେଲ। ତୁମ୍େଭମାେନ ଆମ୍ଭ ନିକଟକୁ େଫରିଆସ, ତାହା େହେଲ ଆମ୍େଭ ତୁମ୍େଭମାନଙ୍କ ନିକଟକୁ େଫରିୟିବା," ସଦାପ୍ରଭୁ ଏହିକଥା କହିଥିେଲ। 8 ଉତ୍ତର େର ସର୍ବଶକ୍ତିମାନ୍ ସଦାପ୍ରଭୁ କହିେଲ,"ତୁମ୍େଭମାେନ ପରେମଶ୍ବରଙ୍କ ଦ୍ରବ୍ଯ ଗ୍ଭେରି କରିବା ବନ୍ଦ କର। ପରେମଶ୍ବରଙ୍କ ଦ୍ରବ୍ଯ ଗ୍ଭେରିକରିବା ଉଚିତ ନୁେହଁ। ମାତ୍ର ତୁମ୍େଭମାେନ ଆମ୍ଭର ଦ୍ରବ୍ଯ ଗ୍ଭେରିକଲ। 9 ଏହିପରି ଭାବେର, ସମଗ୍ର େଗାଷ୍ଠୀ େମାର ଦ୍ରବ୍ଯ େଚାରି କରିଛ। ତୁମ୍େଭମାେନ ସଂପୂର୍ଣ୍ଣ ଅଭିଶପ୍ତ।" 10 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, "ତୁମ୍ଭମାନଙ୍କ ଦ୍ରବ୍ଯର ଏକ ଦଶମାଂଶ ଆମ୍ଭ ଭଣ୍ତାରକୁ ଆଣ ୟଦ୍ବାରା କି ତୁମ୍ଭର ଗୃହ େର ୟଥେଷ୍ଟ ଖାଦ୍ୟ ରହିବ। ଆମ୍ଭକୁ ପରୀକ୍ଷା କର। ଯଦି ତୁମ୍େଭମାେନ ଏହି କାର୍ୟ୍ଯ କର, ଆମ୍େଭ ଆକାଶର ଝରକାସବୁ େଖାଲିେଦବା ଏବଂ ତୁମ୍େଭ ଉପ େର ଆଶୀର୍ବାଦ ବୃଷ୍ଟି କରିବା। ପ୍ରେତ୍ୟକକ ଦିଗରୁ ତୁମ୍ଭମାନଙ୍କର ଦରକାରଠାରୁ ଅଧିକ ତୁମ୍େଭମାେନ ଲାଭ କରିବ। 11 ଆମ୍େଭ ତୁମ୍ଭର ଶସ୍ଯକୁ ନଷ୍ଟ କରିବା ପାଇଁ କୀଟ ପଠାଇବା ନାହିଁ। ତୁମ୍ଭମାନଙ୍କର ଦ୍ରାକ୍ଷାଲତାସବୁ ଫଳ ଧାରଣ କରିବ।" ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହିଥିେଲ। 12 "ଅନ୍ୟ େଦଶର େଲାକମାେନ ତୁମ୍ଭମାନଙ୍କୁ ସୁଖୀ େବାଲି କହିେବ। ତୁମ୍ଭର େଦଶ ଉତ୍ତମ ଓ ମ େନାହର େହବ।" ଏହା ସର୍ବଶକ୍ତିମାନ୍ ସଦାପ୍ରଭୁ କହିଥିେଲ। 13 ସଦାପ୍ରଭୁ କୁହନ୍ତି, "ତୁମ୍େଭମାେନ ଆମ୍ଭ ବିରୁଦ୍ଧ େର କଟୁବାକ୍ଯ ପ୍ରଯୋଗ କରୁଛ।" 14 ତୁମ୍େଭମାେନ କହିଲ, "ପରେମଶ୍ବରଙ୍କୁ ଉପାସନା କରିବା ନିରର୍ଥକ। ଆମ୍େଭମାେନ ସଦାପ୍ରଭୁଙ୍କ ବାକ୍ଯା ପାଳନ କରିଥିଲୁ ମାତ୍ର ଆମ୍େଭମାେନ କିଛି ଉପକୃତ େହଲୁନାହିଁ। ଆମ୍େଭମାେନ ଆମ୍ଭମାନଙ୍କର ପାପ ପାଇଁ ଡାକିଲୁ, ମାତ୍ର ତା'ର ଫଳ କିଛି େହଲା ନାହିଁ। 15 ଆମ୍େଭମାେନ ଚିନ୍ତା କରୁଛୁ ଗର୍ବୀ େଲାକମାେନ ସୁଖୀ। ଦୁଷ୍ଟାଗ୍ଭରୀମାେନ କୃତକାର୍ୟ୍ଯ ହୁଅନ୍ତି। େସମାେନ ପରେମଶ୍ବରଙ୍କ ର୍ଧୌୟ୍ଯ ପରୀକ୍ଷା କରିବାକୁ ମନ୍ଦ କାର୍ୟ୍ଯ କରି ଗ୍ଭଲନ୍ତି ଏବଂ େସମାେନ କିଛି ଦଣ୍ତ ପାଆନ୍ତି ନାହିଁ।" 16 େଯଉଁମାେନ ପରେମଶ୍ବରଙ୍କୁ ଭୟ କରନ୍ତି ନିଜନିଜ ମଧିଅେର କଥାବାର୍ତ୍ତା େହେଲ ଏବଂ ସଦାପ୍ରଭୁ େସମାନଙ୍କ କଥାବାର୍ତ୍ତା ଶୁଣିେଲ। େସ େଗାଟିଏ ପୁସ୍ତକେର େସହିମାନଙ୍କର ନାମ େଲଖିେଲ, େଯଉଁମାେନ ପରେମଶ୍ବରଙ୍କୁ ଭୟ ଓ ସମ୍ମାନ କରନ୍ତି। ଏବଂ େସହି େଲାକମାନଙ୍କର େଯଉଁମାେନ ସଦାପ୍ରଭୁଙ୍କର ନାମକୁ ଭକ୍ତି କରନ୍ତି। 17 ସଦାପ୍ରଭୁ କହିେଲ, " େସମାେନ ଆମ୍ଭର ନିଜ େଲାକ, େଯଉଁ ଦିନ ମୁଁ କାର୍ୟ୍ଯ କରିବାକୁ ସ୍ଥିର କରିଥାଏ ନ୍ଯାଯ େଦବା ପାଇଁ। ମୁଁ େମା ଅନ୍ବେଷଣକାରୀମାନଙ୍କୁ ସ୍ନେହ କରିବି େଯପରି ଜେଣ ବାପା ତା'ର ଆଜ୍ଞାଧିନ ପୁତ୍ରକୁ ସ୍ନେହ କେର। 18 େତଣୁ ତୁମ୍େଭମାେନ େମା ନିକଟକୁ େଫରିଆସିବ ଏବଂ ତୁମ୍େଭମାେନ ଉତ୍ତମ ବ୍ଯକ୍ତି ଓ ମନ୍ଦ ବ୍ଯକ୍ତି ମଧିଅେର ପ୍ରଭେଦ ଜାଣି ପାରିବ। ପରେମଶ୍ବରଙ୍କ ଅନୁସରଣକାରୀ ଓ ପରେମଶ୍ବରଙ୍କ ଅନୁସରଣ କରୁନଥିବା ବ୍ଯକ୍ତିମାନଙ୍କୁ ତୁମ୍େଭମାେନ ବାରି ପାରିବ।

4:1 " େସହିଦିନ ଆସୁଅଛି ୟାହିକି ଉହ୍ନେଇ ପରି ଜଳିବ। େସହି ସମସ୍ତ ଅହଙ୍କାରୀ େଲାକମାେନ ଏବଂ ମନ୍ଦ କାର୍ୟ୍ଯ କରୁଥିବା େଲାକମାେନ ନଡାପରି ଜଳିଯିେବ। େସହି ଅଗ୍ନି େଗାଟିଏ ଶାଖା କି ମୂଳ ମଧ୍ଯ ଛାଡିବ ନାହିଁ।" ସର୍ବଶକ୍ତିମାନ୍ ସଦାପ୍ରଭୁ ଏହି କଥା କହିଥିେଲ। 2 "ତଥାପି େଯଉଁମାେନ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି, ଉଦଯକାଳୀନ ସୂର୍ୟ୍ଯର ରଶ୍ମି ଉତ୍ତମତା ତୁମ୍ଭମାନଙ୍କ ଉପ େର ଝକ୍ମକ୍ କରିବ। ଏହା ସୂର୍ୟ୍ଯକିରଣ ପରି ଆେରାଗ୍ୟ ଶକ୍ତି ଆଣିବ। ତୁମ୍େଭମାେନ ବାଛୁରୀ ସଦୃଶ ଗୁହାଳରୁ ବାହାରି ସ୍ବାଧୀନ ଓ ସୁଖୀ େହବ। 3 ତା'ପ େର ତୁମ୍େଭମାେନ େସହି ଦୁଷ୍ଟାଗ୍ଭରୀଙ୍କ ଉପ େର ବିଚରଣ କରିବ। େସମାେନ ତୁମ୍ଭ ପାଦତେଳ ଭସ୍ମ ସଦୃଶ େହେବ। ଏହିସବୁ େସହିଦିନ ଘଟିବ େଯଉଁଦିନ ଆମ୍େଭ ସୃଷ୍ଟି କରିଛୁ।" ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହିଥିେଲ। 4 "େମାଶାଙ୍କର ବ୍ଯବସ୍ଥାକୁ ମେନ ପକାଅ ଓ ପାଳନ କର। େସ ଆମ୍ଭର ଅନୁଚର। ଆମ୍େଭ େହାରବ ପର୍ବତ େର ଏହି ବ୍ଯବସ୍ଥା ଓ ନିଯମମାନ ତାଙ୍କୁ େଦଇଥିଲୁ। େସହି ବ୍ଯବସ୍ଥା ଇଶ୍ରାେୟଲର ସମସ୍ତ େଲାକଙ୍କ ପାଇଁ ଥିଲା।" 5 ସଦାପ୍ରଭୁ କହିେଲ, " େଦଖ, ଭବିଷ୍ଯଦ୍ବକ୍ତା ଏଲିଯଙ୍କୁ ଆମ୍େଭ ତୁମ୍ଭ ନିକଟକୁ ପଠାଇବା। ସଦାପ୍ରଭୁଙ୍କଠାରୁ ମହାନ୍ ଓ ଭୟଙ୍କର ବିଗ୍ଭର ଦିନ ଆସିବା ପୂର୍ବରୁ େସ ଆସିେବ। 6 େସ ପିତାମାତାଙ୍କୁ ପିଲାମାନଙ୍କ ସହିତ ଓ ପିଲାମାନଙ୍କୁ େସମାନଙ୍କର ପିତା-ମାତା ସହିତ ପୁନର୍ମିଳନ କରାଇବେ। ଏହା ନିଶ୍ଚିତ ଘଟିବ। ନଚେତ୍ ଆମ୍େଭ ପରେମଶ୍ବର ଆସିବା ଓ ସମ୍ପୂର୍ଣ୍ଣ େଦଶକୁ ଧ୍ବଂସ କରିବା।"