Micah

1:1 ସଦାପ୍ରଭୁଙ୍କ ବାଣୀ ମୀଖାଙ୍କ ନିକଟକୁ ଆସିଥିଲା। େଯାଥମ, ଆହସ ଓ ହିଜକିଯ ରାଜାମାନଙ୍କ ସମୟେର ଏହି ବାଣୀ ଆସିଥିଲା। ଏମାେନ ସବୁ ଯିହୁଦାର ରାଜା ଥିେଲ ଓ ମୀଖା ଥିେଲ େମା େରଷ୍ଟୀଯ। େସ ଶମରିଯା ଓ ୟିରୁଶାଲମ ବିଷଯ େର ଏହି ଦର୍ଶନ ଲାଭ କେଲ। 2 େହ ସମସ୍ତ େଲାେକ, ଶୁଣ! େହ ପୃଥିବୀ ଓ ତନ୍ମଧ୍ଯସ୍ଥ ସମସ୍େତ ଶୁଣ। େମାର ପ୍ରଭୁ ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିରରୁ ଆସିେବ। ତୁମ୍ଭମାନଙ୍କ ବିରୁଦ୍ଧ େର େସ ସାକ୍ଷ୍ଯ ସ୍ବରୂପ ଆସିେବ। 3 େଦଖ, ସଦାପ୍ରଭୁ ତାଙ୍କ ସ୍ଥାନରୁ ବାହାରି ଆସୁଛନ୍ତି। େସ ଏହି ଭୂମିର ଉଚ୍ଚସ୍ଥାନମାନଙ୍କ େର ବିଚରଣ କରିବାକୁ ଓହ୍ଲାଇ ଆସୁଛନ୍ତି। 4 ତାଙ୍କର ଆଗମନ େର ପର୍ବତଗୁଡିକ ଅଗ୍ନି ନିକଟେର ମହମ ତରଳିଲା ପରି ତରଳି ୟିବ। ଉପତ୍ୟକାଗୁଡିକ ବିଦୀର୍ଣ୍ଣ େହବ ଏବଂ ଜଳ ଗଡାଣି େର ବହିଲା ପରି ନିମ୍ନକୁ ଗଡି ଆସିବ। 5 କାରଣ ଯାକୁବ ଓ ଇଶ୍ରାେୟଲ ବଂଶର ପାପ େଯାଗୁଁ ଏହା ଘଟିଅଛି। 6 େତଣୁ ଆମ୍େଭ ଶମରିଯାକୁ ଧ୍ବଂସ କରିବା ଓ ଏହା ଦ୍ରାକ୍ଷାଲତା ରୋପଣର କ୍ଷେତ୍ର େର ପରିଣତ କରିବା। କେବଳ ତା'ର ମୂଳଦୁଆକୁ ଛାଡି ଆମ୍େଭ ଶମରିଯାର ସମସ୍ତ ପଥରଗୁଡିକୁ ଉପତ୍ୟକା ଭିତରକୁ ଫିଙ୍ଗିବା। 7 ଏହି, ତା'ର ସମସ୍ତ ମୂର୍ତ୍ତି ଖଣ୍ତ ବିଖଣ୍ତିତ େହବ। ଶମରିଯାର ସମସ୍ତ ଧନ ଅଗ୍ନି େର ଦଗ୍ଧ କରାୟିବ। େସହି ଭଣ୍ତ େଦବତାର ମୂର୍ତ୍ତିଗୁଡିକୁ ଧ୍ବଂସ କରାୟିବ। କାରଣ ଶମରିଯା ତା'ର ସମସ୍ତ ଧନ ଆମ୍ଭ ପ୍ରତି ଅବିଶ୍ବସ୍ତ େହାଇ ଅର୍ଜନ କରିଛି। େସଥିପାଇଁ ଶମରିଯାର ଧନସମ୍ପଦସବୁ ବାହାର କରି ନିଆୟିବ ଏବଂ ପୁଣି ବେଶ୍ଯାମାନଙ୍କର ମଜୁରି ରୂେପ ତାହା ବ୍ଯବହାର କରାୟିବ। 8 ଯାହାସବୁ ଘଟିବ ମୁଁ େସଥିପାଇଁ ଦୁଃଖିତ େହବି। ମୁଁ ବିବସ୍ତ୍ର େହାଇ ଖାଲି ପାଦ େର ବୁଲିବି। ମୁଁ େଗାଟିଏ ଶୃଗାଳ ପରି ବିଳାପ କରିବି ଓ ଓଟପକ୍ଷୀ ପରି େଶାକ କରିବି। 9 ଶମରିଯାର କ୍ଷତ େକେବ ପୂରଣ େହବ ନାହିଁ। ତା'ର ପାପ ଯିହୁଦା ପର୍ୟ୍ଯନ୍ତ ବ୍ଯାପି ଅଛି। ଆଉ ମଧ୍ଯ ତାହା େମା େଲାକମାନଙ୍କର ନଗରଦ୍ବାର ୟିରୁଶାଲମ ପର୍ୟ୍ଯନ୍ତ ବ୍ଯାପିଅଛି। 10 ଗାଥ ନଗର େର ଏହା ଜଣାଅ ନାହିଁ। ଆଦୌ ବିଳାପ କରନାହିଁ। ବୈଥ୍-ଲି-ଅଫ୍ରା େର ନିେଜ ଧୂଳି େର ଗଡ। 11 େହ ଶାଫୀର ନିବାସୀଗଣ, ଉଲଗ୍ନ ଓ ଲଜ୍ଜିତ େହାଇ ତୁମ୍ଭମାନଙ୍କର ରାସ୍ତା ଅତିକ୍ରମ କର। େହ ସାନନ ନିବାସୀଗଣ, ତୁମ୍େଭମାେନ ବାହାରକୁ ବାହାରିବ ନାହିଁ। େହ ବୈଥେତ୍ସଲର ନିବାସୀଗଣ, ତୁମ୍ଭମାନଙ୍କଠାରୁ ତୁମ୍ଭମାନଙ୍କର ସୁରକ୍ଷା କାଢି ନିଆ େହବା ପରି ତୁମ୍େଭମାେନ େଶାକ କରିବ। 12 ମାରୋତ୍ ନିବାସୀ ସୁସମ୍ବାଦକୁ ଅପେକ୍ଷା କରି ବିବ୍ରତ ହୁଅନ୍ତି। କାରଣ ୟିରୁଶାଲମର ଦ୍ବାରେଦଶ ପର୍ୟ୍ଯନ୍ତ ସଦାପ୍ରଭୁଙ୍କଠାରୁ ଦୁଃଖ ଆସିଅଛି। 13 େହ ଲାଖୀଶର ନିବାସୀଗଣ, ଦ୍ରୁତଗାମୀ ଅଶ୍ବକୁ େନଇ ରଥେର ବାନ୍ଧି। ସିଯୋନର ପାପ ଲାଖୀଶ େର ଆରମ୍ଭ େହଲା, କାରଣ ତୁମ୍େଭମାେନ ଇଶ୍ରାେୟଲର ପାପକୁ ଅନୁସରଣ କଲ। 14 େତଣୁ ତୁମ୍େଭ ଗାଥ୍ େର େମା େରଷତ୍କୁ ବିଦାଯକାଳୀନ ଦାନ ଦେବ। ଅକ୍ଷୀବର ଗୃହଗୁଡିକ ଇଶ୍ରାେୟଲର ରାଜାମାନଙ୍କ ପ୍ରତି ପ୍ରବଞ୍ଚନା ତୁଲ୍ଯ େହବ। 15 େହ ମା େରଶା ନିବାସୀ, ତୁମ୍ଭମାନଙ୍କ ବିରୁଦ୍ଧ େର ଏକ ବ୍ଯକ୍ତିକୁ ଆଣିବି, ୟିଏକି ତୁମ୍ଭମାନଙ୍କର ସମସ୍ତ ଅଧିକାର କରିବ। ଇଶ୍ରାେୟଲର େଗୗରବ ଅଦୁଲ୍ଲମକୁ ଆସିବ। 16 ଏଥିପାଇଁ ତୁମ୍େଭମାେନ ତୁମ୍ଭର ମସ୍ତକକୁ ଲଣ୍ତା କର। ତୁମ୍ଭର ପ୍ରିଯ ସନ୍ତାନମାନଙ୍କ ପାଇଁ ବିଳାପ କର, ଶାଗୁଣା ପକ୍ଷୀପରି ମସ୍ତକ ମୁଣ୍ତନ କରି ତୁମ୍ଭର ଦୁଃଖ ଭାବକୁ େଦଖାଅ କାରଣ ତୁମ୍ଭର ସନ୍ତାନମାନଙ୍କୁ ତୁମ୍ଭଠାରୁ କାଢି ନିଆୟିବ।

2:1 େଯଉଁମାେନ ପାପ ଚିନ୍ତା କରନ୍ତି, ଦୁଃଖ ଦୁର୍ଦ୍ଦଶା େସମାନଙ୍କ ନିକଟକୁ ଆ େସ। େସହି େଲାକମାେନ ନିଜ ନିଜ ଶୟ୍ଯା ଉପ େର ପଡିରହି ମନ୍ଦ କଥା ଚିନ୍ତା କରନ୍ତି। େଯେତେବେଳ ପ୍ରଭାତ ହୁଏ, ପାଞ୍ଚିଥିବା ମନ୍ଦ କଥାକୁ କାର୍ୟ୍ଯକାରୀ କରନ୍ତି। କାରଣ ସହଜ େର େସ କାର୍ୟ୍ଯ କରିବାକୁ ତାଙ୍କର େସ ଶକ୍ତି ଥାଏ। 2 େସମାେନ କ୍ଷେତ ଗ୍ଭହାଁନ୍ତି, ତାହା ଅନ୍ୟମାନଙ୍କଠାରୁ ହରଣ କରନ୍ତି। େସମାେନ ଗୃହ ଗ୍ଭହାଁନ୍ତି, ଅନ୍ୟଠାରୁ ଛଡାଇ ନିଅନ୍ତି। େସମାେନ ମଧ୍ଯ ଅନ୍ୟର ଗୃହ ଅପହରଣ କରିବାକୁ େଲାକମାନଙ୍କୁ ଠକନ୍ତି। ଆଉ ମଧ୍ଯ େସମାେନ େଲାକମାନଙ୍କୁ ପ୍ରତାରଣା କରି େସମାନଙ୍କର ଭୂମି ଅପହରଣ କରନ୍ତି। 3 ଏଥିପାଇଁ ସଦାପ୍ରଭୁ କୁହନ୍ତି, " େଦଖ, ଏହି ପରିବାର ବିରୁଦ୍ଧ େର ମୁଁ ଅମଙ୍ଗଳ ଚିନ୍ତା କରୁଛି। ତୁମ୍େଭମାେନ ନିଜକୁ ରକ୍ଷା କରିବାକୁ ସମର୍ଥ େହବ ନାହିଁ। ତୁମ୍େଭମାେନ ଗର୍ବର ସହିତ ବହୁ ଦୂର ଗ୍ଭଲିୟାଇପାରିବ ନାହିଁ। କାରଣ, ଦୁଃସମୟ ଆସୁଅଛି। 4 ତା'ପ େର େଲାକମାେନ ତୁମ୍ଭ ବିରୁଦ୍ଧ େର ଗୀତ ଗାଇବେ। ତାହା ଏକ ଦୁଃଖର ସଙ୍ଗୀତ େହବ। େସମାେନ ବିଳାପ କରି କହିେବ, 'ଆମ୍େଭମାେନ ଧ୍ବଂସ େହାଇଗଲୁ, ସଦାପ୍ରଭୁ ଆମ୍ଭର ଭୂମି େନଇଗେଲ ଏବଂ ଅନ୍ୟ େଲାକକୁ ତାହା େଦେଲ। ଆମ୍ଭର ଭୂମିକୁ ଭାଗଭାଗ କରି ଶତୃମାନଙ୍କୁ ବାଣ୍ଟି େଦେଲ। 5 େତଣୁ ଆମ୍େଭମାେନ ଜମିସବୁ ମାପିବାକୁ କ୍ଷମ େହବୁ ନାହିଁ ଏବଂ ସଦାପ୍ରଭୁଙ୍କ େଲାକମାନଙ୍କ ମଧିଅେର ବାଣ୍ଟି ପାରିବୁ ନାହିଁ।"' 6 େଲାେକ କୁହନ୍ତି, "ତୁମ୍େଭ ସଦାପ୍ରଭୁଙ୍କ ବାକ୍ଯ ପ୍ରଗ୍ଭର କର ନାହିଁ। ଆମ୍ଭମାନଙ୍କୁ େସ ଅମଙ୍ଗଳ ବାକ୍ଯ କୁହ ନାହିଁ। ଆମ୍ଭମାନଙ୍କର େକୗଣସି ଅମଙ୍ଗଳ ଘଟିବ ନାହିଁ।" 7 େହ ଯାକୁବ ବଂଶ, ଆମ୍େଭ ଏହିସବୁ ନିଶ୍ଚଯ କହିବା। କାରଣ ତୁମ୍େଭମାେନ େଯଉଁ ମନ୍ଦକାର୍ୟ୍ଯ କରିଛ, େସଥିପାଇଁ ସଦାପ୍ରଭୁ ତାଙ୍କର ର୍ଧୈୟ୍ଯ ହରାଇଛନ୍ତି। ତୁମ୍େଭ ଯଦି ଉଚିତ କର୍ମ କରିବ, ଆମ୍ଭର ବାକ୍ଯ ତୁମ୍ଭ ପାଇଁ ମଙ୍ଗଳକର େହବ। 8 କିନ୍ତୁ ତୁମ୍େଭମାେନ ଆମ୍ଭର େଲାକମାନଙ୍କ ପ୍ରତି ଶତୃ ତୁଲ୍ଯ େହାଇଛ। ପଥଗ୍ଭରୀମାନଙ୍କର ଉତ୍ତରୀଯ ବସ୍ତ୍ର ତୁମ୍େଭମାେନ ଛଡାଇ େନଇଛ। େସହି େଲାକମାେନ ନିରାପଦ େବାଲି ଚିନ୍ତା କରନ୍ତି। କିନ୍ତୁ ତୁମ୍େଭମାେନ ୟୁଦ୍ଧ ବନ୍ଦୀ ସଦୃଶ େସମାନଙ୍କଠାରୁ ସମସ୍ତ ଛଡାଇ ନିଅ। 9 ଆମ୍ଭ େଲାକମାନଙ୍କର ନାରୀଗଣଙ୍କୁ େସମାନଙ୍କର ରମଣୀଯ ଗୃହଗୁଡିକର ତୁମ୍େଭ ଅପହରଣ କରିଛ। ଆଉ ମଧ୍ଯ ତୁମ୍େଭ େସମାନଙ୍କର େଛାଟ ସନ୍ତାନମାନଙ୍କଠାରୁ େମାର େଗୗରବ ଚିରଦିନ ପାଇଁ କାଢି େନଇଛ। 10 ତୁମ୍େଭମାେନ ଉଠ ଏବଂ ଏସ୍ଥାନକୁ ପରିତ୍ଯାଗ କର। ଏ ସ୍ଥାନ ତୁମ୍ଭର ବିଶ୍ରାମଗୃହ ନୁେହଁ। କାରଣ ତୁମ୍େଭମାେନ ଏହାର ପ୍ରତିଦ୍ବନ୍ଦୀ େହାଇଛ। ତୁମ୍େଭ ମଧ୍ଯ ଏହାକୁ କଳୁଷିତ କରିଛ। େତଣୁ ଏହି ସ୍ଥାନ େଶାଚନୀୟ ଭାବେର ବିଚ୍ଛିନ୍ନ େହବ। 11 ଯଦି କିଏ ଜେଣ ମିଥ୍ଯା ପ୍ରଚାର କେର େତେବ େଲାକମାେନ ତାକୁ ଗ୍ରହଣ କରିେବ। ଯଦି େସ ଆସି କ େହ, "ଭବିଷ୍ଯତ େର ପ୍ରଚୁର ଦ୍ରାକ୍ଷାରସ ଓ କଡା ସୁରା ମିଳିବ" େତେବ ଏହି େଲାକମାେନ ମିଥ୍ଯା ଭବିଷ୍ଯତ ବାଣୀକୁ ଗ୍ରହଣ କରିେବ। 12 େହ ଯାକୁବର େଲାକମାେନ, ଆମ୍େଭ ତୁମ୍ଭର ସମସ୍ତ େଲାକମାନଙ୍କୁ ଏକତ୍ରୀତ କରିବା। ଆଉ ମଧ୍ଯ ଇଶ୍ରାେୟଲର ଅବଶିଷ୍ଟ େଲାକମାନଙ୍କୁ ଏକାଠି କରିବା। ପଶୁମାନଙ୍କୁ ଖୁଆଡ େର ଓ ଗ୍ଭରଣ ଭୂମିେର େମଷମାନଙ୍କୁ ଏକତ୍ରୀତ କଲାପରି େସମାନଙ୍କୁ ସମବେତ କରାଇବା। େସେତେବେଳ େସ ସ୍ଥାନଟି େଲାକ ଗହଳି େର ମୁଖରିତ ଓ େକାଳାହଳପୂର୍ଣ୍ଣ େହବ। 13 ତା'ପ େର "ଭଗ୍ନକାରୀଦଳ " େଲାକମାନଙ୍କର ନେତୃତ୍ବ େନେବ। େସମାେନ ପ୍ରେବଶପଥକୁ ଭାଙ୍ଗି େସହି ନଗରୀକୁ ପରିତ୍ଯାଗ କରିଛନ୍ତି। େସମାନଙ୍କର ରାଜା େସମାନଙ୍କର ଅଗ୍ରଗାମୀ ଓ ତାଙ୍କ େଲାକମାନଙ୍କର ସମ୍ମୁଖ େର ସଦାପ୍ରଭୁ ମଧ୍ଯ ଥିେବ।

3:1 ତା'ପ େର ମୁଁ କହିଲି, " େହ ଯାକୁବର ପ୍ରାଚୀନଗଣ ଓ ଇଶ୍ରାେୟଲ ବଂଶର ଶାସକଗଣ, େମା କଥା ଶୁଣ, ତୁମ୍େଭମାେନ ନ୍ଯାଯ କ'ଣ ଜାଣିବା ଉଚିତ। 2 କିନ୍ତୁ ତୁମ୍େଭମାେନ ସୁକର୍ମକୁ ଘୃଣାକରି ଦୁଷ୍କର୍ମକୁ ଭଲ ପାଉଛ। ଆଉ ମଧ୍ଯ େଲାକମାଙ୍କ ଶରୀରରୁ ଚର୍ମ ବିଦୀର୍ଣ୍ଣ କରିଛ ଏବଂ େସମାନଙ୍କର ଅସ୍ଥିରୁ ମାଂସ କାଢି େନଇଛ। 3 ତୁମ୍େଭମାେନ େମା ସନ୍ତାନମାନଙ୍କୁ ଧ୍ବଂସ କରିଛ। ତୁମ୍େଭ େସମାନଙ୍କର ଚର୍ମ କାଢି େନଇଛ ଓ େସମାନଙ୍କର ଅସ୍ଥିକୁ ଭାଙ୍ଗି େଦଇଛ। ପାତ୍ର େର ରନ୍ଧନ ପାଇଁ ମାଂସକୁ ଖଣ୍ତ କଲାପରି େସମାନଙ୍କ ଅସ୍ଥି ଓ ମାଂସକୁ ତୁମ୍େଭ ଖଣ୍ତ ଖଣ୍ତ କରିଛ। 4 େତଣୁ ତୁମ୍େଭମାେନ େଯେତେବେଳ ସଦାପ୍ରଭୁଙ୍କୁ ନିବେଦନ କରିବ, କିନ୍ତୁ େସ େକୗଣସି ଉତ୍ତର େଦେବ ନାହିଁ। ଆଉ ମଧ୍ଯ ତୁମ୍େଭମାେନ ଦୁଷ୍କର୍ମ କରିଥିବାରୁ ସଦାପ୍ରଭୁ ତୁମ୍ଭମାନଙ୍କୁ ତାଙ୍କର ମୁହଁ ଲୁଗ୍ଭଇବେ।" 5 େକେତକ ଭବିଷ୍ଯତ୍ବକ୍ତା ସଦାପ୍ରଭୁଙ୍କ େଲାକଙ୍କୁ ମିଥ୍ଯା ବାକ୍ଯ କୁହନ୍ତି। ସଦାପ୍ରଭୁ େସହି ଭବିଷ୍ଯତ୍ବକ୍ତାମାନଙ୍କ ସମ୍ବନ୍ଧ େର ଏହି କଥା କୁହନ୍ତି, 6 ଏଥିପାଇଁ ତୁମ୍େଭମାେନ ଦର୍ଶନ ପାଇବ ନାହିଁ, ତୁମ୍ଭମାନଙ୍କ ପାଇଁ ତାହା ରାତ୍ରି େହବ। ଭବିଷ୍ଯତ୍ େର କ'ଣ ଘଟିବ ତୁମ୍େଭମାେନ ତାହା େଦଖିପାରିବ ନାହିଁ। େତଣୁ ତାହା ତୁମ୍ଭମାନଙ୍କ ପାଇଁ ଅନ୍ଧକାର େହବ। ସୂର୍ୟ୍ଯ େସହି ଭବିଷ୍ଯତ୍ବକ୍ତାଗଣଙ୍କ ଉପ େର ଅସ୍ତମିତ େହେବ, େତଣୁ େସମାନଙ୍କ ପାଇଁ ଦିବସ ଅନ୍ଧକାର ତୁଲ୍ଯ େହବ। 7 ଆଉ େସହି ଦର୍ଶକମାେନ ଲଜ୍ଜିତ େହେବ ଏବଂ ମନ୍ତ୍ରଜ୍ଞମାେନ ଉଦ୍ବିଗ୍ନ େହେବ। େସମାେନ କିଛି କହି ପାରିେବ ନାହିଁ କାରଣ ପରେମଶ୍ବର ତାଙ୍କୁ େକୗଣସି ଉତ୍ତର େଦେବ ନାହିଁ। 8 କିନ୍ତୁ ସଦାପ୍ରଭୁଙ୍କର ଆତ୍ମା ଦ୍ବାରା ଶକ୍ତି େର, ନ୍ଯାଯ ବିଗ୍ଭର େର ଓ ପରାକ୍ରମ େର ମୁଁ ଏପରି ପରିପୂର୍ଣ୍ଣ େହବି େଯ ଯାକୁବର ଅପରାଧ ଓ ଇଶ୍ରାେୟଲର ପାପ ବିଷଯ େର ମୁଁ େସମାନଙ୍କୁ ଅବଗତ କରାଇବି।" 9 େହ ଯାକୁବର ବୃଦ୍ଧଗଣ ଓ ଇଶ୍ରାେୟଲର ଶାସକଗଣ େମା କଥା ଶୁଣ! ତୁମ୍େଭମାେନ ନ୍ଯାଯ ବିଗ୍ଭର ଚଳଣିକୁ ଘୃଣା କରୁଛ। ଯାହାସବୁ ନ୍ଯାଯ ଓ ଯଥାର୍ଥ ତୁମ୍େଭମାେନ େସ ସମସ୍ତକୁ ମିଥ୍ଯା କରୁଛ। 10 େଲାକମାନଙ୍କ ରକ୍ତ େର ସିଯୋନକୁ ତୁମ୍େଭ ଗଢିଛ ଓ ଅଧର୍ମ ଦ୍ବାରା ୟିରୁଶାଲମକୁ ନିର୍ମାଣ କରିଛ। 11 ୟିରୁଶାଲମର ବିଗ୍ଭରପତିଗଣ ଲାଞ୍ଚ େନଇ ବିଗ୍ଭର କରନ୍ତି। ଆଉ େସ ସ୍ଥାନର ଯାଜକଗଣ ଅର୍ଥ େନଇ ଶିକ୍ଷା ଦିଅନ୍ତି ଓ ଭବିଷ୍ଯଦ୍ବକ୍ତାଗଣ ଭବିଷ୍ଯବାଣୀ ପାଇଁ ଅର୍ଥ ନିଅନ୍ତି। ତଥାପି େସ ସ୍ଥାନର ବୃଦ୍ଧଗଣ ସଦାପ୍ରଭୁଙ୍କ ସାହାୟ୍ଯ ପାଇଁ ଆଶା କରନ୍ତି। େସମାେନ ମଧ୍ଯ କୁହନ୍ତି, "ସଦାପ୍ରଭୁ ଆମ୍ଭମାନଙ୍କ ସହିତ ଏଠା େର ଅଛନ୍ତି।" େତଣୁ େକୗଣସି ଅମଙ୍ଗଳ ଆମ୍ଭମାନଙ୍କର ଘଟିବ ନାହିଁ। 12 େହ ପ୍ରାଚୀନଗଣ, ତୁମ୍ଭମାନଙ୍କ ପାଇଁ ସିେୟାନ ଧ୍ବଂସ େହବ। ଏହା ଗ୍ଭଷ ଭୂମିେର ପରିଣତ େହବ। ୟିରୁଶାଲମ ମଧ୍ଯ ପ୍ରସ୍ତର ସ୍ତୁପ େର ପରିଣତ େହବ। ମନ୍ଦିରର ପର୍ବତ ଶୂନ୍ଯ ପାହାଡ େହାଇ ବଣବୁଦା େର ଆବୃତ େହବ।

4:1 ଭବିଷ୍ଯତ େର ସଦାପ୍ରଭୁଙ୍କ ଗୃହ, ପର୍ବତର ଉଚ୍ଚତମ ପର୍ବତ ଶିଖର ଉପ େର ସ୍ଥାପିତ େହବ। ଏହା ସମସ୍ତ ପର୍ବତଗୁଡିକ ଅପେକ୍ଷା ଉଚ୍ଚତର େହବ। ଲଗାତାର େଗାଷ୍ଠୀଗଣ େଷାର୍ତ ପରି େସଠାକୁ ଯାଉଥିେବ। 2 ବିଭିନ୍ନ େଗାଷ୍ଠୀରୁ େଲାକମାେନ େସଠାକୁ ଯିେବ ଏବଂ କହିେବ, 3 ତା'ପ େର ଅନେକ େଗାଷ୍ଠୀର େଲାକମାନଙ୍କ ପାଇଁ ପରେମଶ୍ବର ବିଗ୍ଭରକ େହେବ ଓ ଦୂରଦେଶୀଯ ଅନେକ େଲାକମାନଙ୍କୁ ତାଙ୍କର ଶେଷ ନିଷ୍ପତ୍ତି ଜଣାଇବେ। େସହି େଲାକମାେନ ୟୁଦ୍ଧ ପାଇଁ େସମାନଙ୍କର ଅସ୍ତ୍ର ତ୍ଯାଗ କରିେବ। େସମାେନ େସମାନଙ୍କର ଖଡ୍ଗ େର ଲଙ୍ଗଳ ତିଆରି କରିେବ ଏବଂ ବର୍ଛାକୁ ଭାଙ୍ଗି ଶସ୍ଯ କାଟିବାକୁ ଦାଆ ନିର୍ମାଣ କରିେବ। େଲାକମାେନ ଅନ୍ୟ ସହିତ ୟୁଦ୍ଧ କରିବା ବନ୍ଦ କରିେବ। ଆଉ ୟୁଦ୍ଧ ପାଇଁ ତାଲିମ ମଧ୍ଯ େକେବ େନେବ ନାହିଁ। 4 ପ୍ରେତ୍ୟକକ ବ୍ଯକ୍ତି ନିଜ ନିଜ ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷ ତେଳ ବସିବେ ଓ େକହି େସମାନଙ୍କୁ ଭୟଭୀତ କରାଇବେ ନାହିଁ। କାରଣ ସର୍ବଶକ୍ତିମାନ ସଦାପ୍ରଭୁ ଏହାହିଁ ଘଟିବ େବାଲି କହିେଲ। 5 ଅନ୍ୟ େଗାଷ୍ଠୀର େଲାକମାେନ େସମାନଙ୍କର ନିଜର େଦବତାମାନଙ୍କୁ ଅନୁସରଣ କରିେବ। କିନ୍ତୁ ଆମ୍େଭମାେନ ଚିରକାଳ ସଦାପ୍ରଭୁ ପରେମଶ୍ବରଙ୍କର ଅନୁଗାମୀ େହବା। 6 ସଦାପ୍ରଭୁ କୁହନ୍ତି, "ଆଘାତପ୍ରାପ୍ତ, ପଙ୍ଗୁ, ବିତାଡିତ ଓ ଦଣ୍ତିତ ୟିରୁଶାଲମକୁ ଆମ୍େଭ ପୁନର୍ବାର ଫେରାଇ ଆଣିବା। 7 ଆମ୍େଭ େସହି ନଗରର 'ପଙ୍ଗୁ' େଲାକମାନଙ୍କୁ ଅବଶିଷ୍ଟାଂଶ ରୂେପ ରଖିବା ଓ ବିତାଡିତ େହାଇଥିବା େସହି େଲାକମାନଙ୍କୁ ପୁଣି ଶକ୍ତିଶାଳୀ େଗାଷ୍ଠୀ େର ପରିଣତ କରିବା। ସଦାପ୍ରଭୁ େସମାନଙ୍କର ରାଜା େହେବ ଏବଂ େସ ସିେୟାନ ପର୍ବତ ଉପ େର ଏେବଠାରୁ ଚିରକାଳ ପର୍ୟ୍ଯନ୍ତ େସମାନଙ୍କ ଉପ େର ଶାସନ କରିେବ। 8 ପୁଣି େହ ପଲର ଦୁର୍ଗ, ତୁମ୍ଭର ସମୟ ଆସିବ। ସିେୟାନ କନ୍ଯା, ପର୍ବତ େର ତୁମ୍େଭ ପୁନର୍ବାର ଶାସନ ଗାଦି େର ରହିବ। ଆଉ ଅତୀତ ପରି ୟିରୁଶାଲମ େଗାଟିଏ ଶକ୍ତିଶାଳୀ ରାଜ୍ଯ େହବ।" 9 ବର୍ତ୍ତମାନ ତୁମ୍େଭ କାହିଁକି ଉଚ୍ଚ ସ୍ବର େର ବିଳାପ କରୁଛ? ତୁମ୍ଭର ରାଜା କ'ଣ ଗ୍ଭଲିୟାଇଛନ୍ତି? ତୁମ୍େଭ କ'ଣ ତୁମ୍ଭର ମନ୍ତ୍ରୀଙ୍କୁ ହରାଇଛ? ପ୍ରସବକାଳୀନ ରମଣୀଙ୍କ ପରି ତୁମ୍େଭ ବେଦନା ପାଉଛ। 10 େହ ସିଯୋନର କନ୍ଯା, ତୁମ୍େଭ ପ୍ରସବ ବେଦନା ଅନୁଭବ କରି "ସନ୍ତାନ" ଜନ୍ମ ଦିଅ। ତୁମ୍େଭ ନଗରର ବାହାରକୁ ୟାଅ ଏବଂ କ୍ଷେତ୍ର େର ବାସ କର। ତୁମ୍େଭ ବାବିେଲାନ ୟିବ। କିନ୍ତୁ େସ ସ୍ଥାନ େର ତୁମ୍େଭ ସୁରକ୍ଷିତ େହବ। ଆଉ ମଧ୍ଯ ସଦାପ୍ରଭୁ େସଠାକୁ ଯିେବ ଓ ତୁମ୍ଭକୁ ରକ୍ଷା କରିେବ। େସ ତୁମ୍ଭମାନଙ୍କୁ ଶତୃମାନଙ୍କଠାରୁ ଦୂ େରଇ େନେବ। 11 ତୁମ୍ଭ ବିରୁଦ୍ଧ େର ବହୁ େଗାଷ୍ଠୀ ଲଢିବାକୁ ଆସିଛନ୍ତି। େସମାେନ କୁହନ୍ତି, " େଦଖ, େସ େହଉଛି ସିେୟାନ, ଆମ୍େଭ ତାକୁ ସଂପୂର୍ଣ୍ଣ ନଷ୍ଟ କରିଦେବୁ।" 12 େସହି େଲାକମାଙ୍କର ନିଜର ମନ୍ତ୍ରଣା ଅଛି। କିନ୍ତୁ େସମାେନ ସଦାପ୍ରଭୁଙ୍କର ମନ୍ତ୍ରଣା ଜାଣନ୍ତି ନାହିଁ। ସଦାପ୍ରଭୁ େସମାନଙ୍କୁ ଏକ ସ୍ବତନ୍ତ୍ର ଉଦ୍ଦେଶ୍ଯ େର ଏଠାକୁ ଆଣିଛନ୍ତି, େସମାନଙ୍କୁ ଶସ୍ଯ ଖଳା େର ଶସ୍ଯ ପେଶିଲା ପରି ଦଳି େଦେବ। 13 "ସିେୟାନର କନ୍ଯା, ଉଠ ଓ ଏହି େଲାକଙ୍କୁ ଦଳି ଦିଅ। କାରଣ ଆମ୍େଭ ତୁମ୍ଭକୁ ଶକ୍ତିଶାଳୀ କରିବା। ଆମ୍େଭ ବଳଦପରି ତୁମ୍ଭର ଶିଙ୍ଗ କୁ େଲୗହ ସଦୃଶ ଓ ଖୁରାକୁ ପିତ୍ତଳ ସଦୃଶ କରିବା। ତୁମ୍େଭ ତାହାର ସାହାୟ୍ଯ େର ଅନେକ େଗାଷ୍ଠୀକୁ ଚୁର୍ଣ୍ଣ କରିବ। େସମାନଙ୍କର ଧନସମ୍ପତ୍ତି ତୁମ୍େଭ ସଦାପ୍ରଭୁଙ୍କୁ ଅର୍ପଣ କରିବ ଏବଂ େସମାନଙ୍କର ଧନଭଣ୍ତାର ସମୁଦାଯ ଭୂମଣ୍ତଳର ସଦାପ୍ରଭୁଙ୍କ ଉଦ୍ଦେଶ୍ଯ େର ଉତ୍ସର୍ଗ କରିବ।"

5:1 ବର୍ତ୍ତମାନ, େହ ଶକ୍ତିଶାଳୀ ନଗରୀ, ତୁମ୍ଭର ସୈନ୍ଯଦଳକୁ ଏକତ୍ରୀତ କର। େସମାେନ ଆକ୍ରମଣ କରିବାକୁ ଆମ୍ଭମାନଙ୍କୁ ଘେରି ରହନ୍ତୁ। େସମାେନ ମଧ୍ଯ ଇଶ୍ରାେୟଲର ବିଗ୍ଭରକଙ୍କୁ ତାଙ୍କ ଗାଲ େର ବାଡି ସାହାୟ୍ଯ େର ଆଘାତ କରିେବ। 2 କିନ୍ତୁ େହ ବୈତ୍ଲେହମ୍-ଉଫ୍ରାଥା, ତୁମ୍େଭ ଯିହୁଦାର େଗାଟିଏ କ୍ଷୁଦ୍ରତମ ସହର ଅଟ। କିନ୍ତୁ ତୁମ୍ଭ ମଧ୍ଯରୁ "ଇଶ୍ରାେୟଲର ଶାସନକର୍ତ୍ତା" େହବା ନିମନ୍େତ ଜେଣ ବ୍ଯକ୍ତି ଆମ୍ଭ ଉଦ୍ଦେଶ୍ଯ େର ଜନ୍ମ େହେବ। ତାଙ୍କର ଉତ୍ପତ୍ତି ପୁରାତନ ତଥା ଅନାଦିକାଳରୁ େହାଇଅଛି। 3 େସଥିପାଇଁ ସଦାପ୍ରଭୁ ତାଙ୍କର ସନ୍ତାନମାନଙ୍କୁ ତ୍ଯାଗ କରିେବ, େଯପର୍ୟ୍ଯନ୍ତ ସ୍ତ୍ରୀ େଲାକ ତା'ର ସନ୍ତାନ ପ୍ରସବ ନ କରିଛି। ତାହାପ େର ଅବଶିଷ୍ଟ ଭାତୃଗଣ ଇଶ୍ରାେୟଲର େଲାକଙ୍କ ନିକଟକୁ େଫରି ଆସିେବ। 4 ତା'ପ େର ଇଶ୍ରାେୟଲର ଶାସକ ସଦାପ୍ରଭୁଙ୍କ ଶକ୍ତି େର ଓ ତାଙ୍କ ସଦାପ୍ରଭୁ ପରେମଶ୍ବରଙ୍କ ଅପୂର୍ବ ମହିମା େର ଦଣ୍ତାଯମାନ େହାଇ ତାଙ୍କ ପଲଙ୍କୁ ଚରାଇବେ। େସମାେନ ଶାନ୍ତି େର ବାସ କରିେବ କାରଣ େସ ସମୟେର ତାଙ୍କର ମହାନତା ପୃଥିବୀର ଶେଷ ପ୍ରାନ୍ତ ପର୍ୟ୍ଯନ୍ତ ବିସ୍ତୃତ େହବ। 5 େସଠା େର ଶାନ୍ତି ବିରାଜିତ େହବ। ଯଦି ଅଶୂରୀଯ େଗାଷ୍ଠୀ ଆମ୍ଭ େଦଶକୁ ଆସିେବ ଏବଂ ଆମ୍ଭ ରାଜ୍ଯକୁ ଆକ୍ରମଣ କରିେବ, େତେବ ଆମ୍େଭ ଇଶ୍ରାେୟଲର ସାତଜଣ େମଷପାଳକ ଓ ଆଠଜଣ ପ୍ରଧାନ େଲାକଙ୍କୁ ନିର୍ବାଚନ କରିବୁ। 6 େସମାେନ େସମାନଙ୍କର ଖଡ୍ଗ ବ୍ଯବହାର କରିେବ ଓ ଅଶୂରୀଯମାନଙ୍କୁ ଶାସନ କରିେବ। େସମାେନ ମଧ୍ଯ ନିମ୍ରୋଦ େଦଶର େଲାକମାନଙ୍କୁ ହସ୍ତ େର ଖଡ୍ଗ ଧାରଣ କରି ଶାସନ କରିେବ। କିନ୍ତୁ ଇଶ୍ରାେୟଲର ଶାସକ େଯଉଁ ଅଶୂରୀଯମାେନ ଆମ୍ଭ େଦଶକୁ ଆସିେବ ଓ ଆମ୍ଭ ସୀମା ମଧିଅେର ପ୍ରେବଶ କରିେବ େସମାନଙ୍କଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରବେ। 7 କିନ୍ତୁ ଯାକୁବର ଅବଶିଷ୍ଟାଂଶ, ବହୁ ଜାତି ମଧିଅେର ସଦାପ୍ରଭୁଙ୍କର ସକାଳର କାକରପରି ବିକ୍ଷିପ୍ତ େହେବ, ଏବଂ େକେବ ମନୁଷ୍ଯ ମାନଙ୍କ ଉପ େର ନିର୍ଭରଶୀଳ େହେବ ନାହିଁ। ଆଉ ମଧ୍ଯ େସମାେନ ତୃଣ ଉପ େର ବୃଷ୍ଟି ସଦୃଶ େହେବ ଏବଂ ମନୁଷ୍ଯମାନଙ୍କ ଉପ େର ଭରସା ରଖିବେ ନାହିଁ। 8 ବହୁ େଗାଷ୍ଠୀ ମଧିଅେର ବିକ୍ଷିପ୍ତ େହାଇଥିବା ଯାକୁବର ଅବଶିଷ୍ଟାଂଶ ଜଙ୍ଗଲର ପ୍ରାଣୀମାନଙ୍କ ମଧିଅେର ସିଂହ ସଦୃଶ ବସବାସ କରିେବ। ଆଉ ମଧ୍ଯ େସମାେନ େମଷ ପଲ େର ୟୁବା ସିଂହ ସଦୃଶ େଲାକମାନଙ୍କୁ ଦଳି ପକାଇେବ। ସିଂହ ଜଙ୍ଗଲ ମଧିଅେର ନିଜ ଇଚ୍ଛା ଅନୁସାେର ଗତି କେର ଓ େଯଉଁ ପ୍ରାଣୀକୁ ଆକ୍ରମଣ କେର, ତାକୁ େକହି ରକ୍ଷା କରି ପାରିେବ ନାହିଁ। 9 ତୁମ୍େଭ ତୁମ୍ଭର ଶତୃଗଣ ଉପ େର ହସ୍ତ ଉତ୍ତୋଳନ କରିବ ଓ େସମାନଙ୍କୁ ଧ୍ବଂସ କରିବ। 10 ସଦାପ୍ରଭୁ କୁହନ୍ତି, " େସେତେବେଳ ଆମ୍େଭ ତୁମ୍ଭର ଘୋଡାଗୁଡିକୁ େନଇୟିବା ଏବଂ ତୁମ୍ଭର ରଥଗୁଡିକୁ ଧ୍ବଂସ କରିବା। 11 ତୁମ୍ଭ ରାଜ୍ଯର ନଗରଗୁଡିକୁ ଧ୍ବଂସ କରିବା ଏବଂ ତୁମ୍ଭର ଦୁର୍ଗ ସଦୃଶ ଅଟ୍ଟାଳିକାଗୁଡିକୁ ଭାଙ୍ଗି ପକାଇବା। 12 ତୁମ୍େଭମାେନ ଆଉ କୁହୁଳ ବିଦ୍ଯା େଦଖାଇ ପାରିବ ନାହିଁ କି ଜ୍ଯୋତିଷ ପରି ଭବିଷ୍ଯତବାଣୀ ଶୁଣାଇ ପାରିବ ନାହିଁ। 13 ଆମ୍େଭ େସହି ମିଥ୍ଯାପ୍ରଭୁର ମୂର୍ତ୍ତିଗୁଡିକୁ ଭାଙ୍ଗି ପକାଇବା। ଆଉ ମଧ୍ଯ େସହି ମୂର୍ତ୍ତି େଦବତାଙ୍କର ପବିତ୍ର ସ୍ତମ୍ଭଗୁଡିକୁ ଧ୍ବଂସ କରି େଦବି। ତୁମ୍େଭ ହାତ େର ତିଆରି କରିଥିବା େସହି ମୂର୍ତ୍ତିଗୁଡିକୁ ଆଉ ପୂଜା କରିପାରିବ ନାହିଁ। 14 ଆଉ ମଧ୍ଯ ଆମ୍େଭ େସହି ଆଶେରା ସ୍ତମ୍ଭକୁ ଭାଙ୍ଗି ପକାଇବା ଏବଂ ତୁମ୍ଭର ନଗରଗୁଡିକୁ ଧ୍ବଂସ କରିେଦବା। 15 େକେତକ େଲାକ ଆମ୍ଭ କଥା ଶୁଣିେବ ନାହିଁ। କିନ୍ତୁ ଆମ୍େଭ ଆପଣା େକାର୍ଧ ପ୍ରକାଶ କରିବା ଏବଂ େସହି େଲାକମାନଙ୍କ ଉପ େର ପ୍ରତିଶୋଧ ନେବା।"

6:1 ଶୁଣ ସଦାପ୍ରଭୁ ଯାହା କହନ୍ତି, ଉଠ ଏବଂ ତୁମ୍ଭର ଅଭିେଯାଗ ପର୍ବତମାନଙ୍କ ସମ୍ମୁଖ େର ଓ େସହି ପାହାଡ ଗୁଡିକ ସମ୍ମୁଖ େର ପ୍ରକାଶ କର, େଯଉଁ ପାହାଡଗୁଡିକ ତୁମ୍ଭର କଥା ଶୁଣନ୍ତି। 2 ସଦାପ୍ରଭୁଙ୍କର ଏକ ଅଭିେଯାଗ େଲାକମାନଙ୍କ ବିରୁଦ୍ଧ େର ଅଛି। େତଣୁ େହ ପର୍ବତଗଣ ଓ ପୃଥିବୀର ସମସ୍ତ ମୂଳଦୁଆ, ସଦାପ୍ରଭୁଙ୍କର ଅଭିେଯାଗ ଶୁଣ, ଇଶ୍ରାେୟଲ ଭୂଲ୍ େବାଲି ପ୍ରମାଣିତ େହବ। 3 ସଦାପ୍ରଭୁ ପୁଣି କୁହନ୍ତି, " େହ ଆମ୍ଭର େଲାକମାେନ, ତୁମ୍େଭମାେନ କୁହ ଆମ୍େଭ ତୁମ୍ଭମାନଙ୍କ ବିପକ୍ଷ େର କି କାର୍ୟ୍ଯ କରିଅଛୁ। ତୁମ୍ଭମାନଙ୍କର ଜୀବନକୁ କଠିନତର କରିଛି େବାଲି ସାକ୍ଷ୍ଯ ଦିଅ। 4 ଆମ୍େଭ କ'ଣ କରିଅଛୁ ତୁମ୍ଭମାନଙ୍କୁ କହିବା। ଆମ୍େଭ େମାଶା, ହାେରାଣ ଓ ମରିଯମକୁ ତୁମ୍ଭମାନଙ୍କ ନିକଟକୁ ପଠାଇଅଛୁ। ମିଶରରୁ ତୁମ୍ଭମାନଙ୍କୁ ଆଣିଅଛି ଓ ତୁମ୍ଭମାନଙ୍କୁ ଦାସତ୍ବରୁ ମୁକ୍ତ କରିଛି। 5 େହ ଆମ୍ଭର େଲାକମାେନ, େମାୟାବର ରାଜା ବାଲାକ୍ କିପ୍ରକାର ମନ୍ଦ େଯାଜନା କରିଥିେଲ, ସ୍ମରଣ କର। ଆଉ ବିଯୋରର ପୁତ୍ର ବିଲିଯମ୍ ତାଙ୍କୁ କି ଉତ୍ତର େଦଇଥିେଲ, ତାକୁ ସ୍ମରଣ କର। ଶିଟୀମ୍ଠାରୁ ଗିଲ୍ଗଲ୍ ପର୍ୟ୍ଯନ୍ତ ଯାହାସବୁ ଘଟିୟାଇଛି, ତାକୁ ମଧ୍ଯ ମେନ ପକାଅ। ତାହା େହେଲ ସଦାପ୍ରଭୁଙ୍କର ନ୍ଯାଯ କର୍ମ ବିଷଯ େର ତୁମ୍େଭମାେନ ଜାଣି ପାରିବ।" 6 ଆମ୍େଭମାେନ କ'ଣ ଆଣି ସଦାପ୍ରଭୁଙ୍କୁ ଭେଟିବା? କ'ଣ କରି ଆମ୍େଭ ଉର୍ଦ୍ଧ୍ବସ୍ଥ ପରେମଶ୍ବରଙ୍କୁ ପ୍ରଣାମ କରିବା? କ'ଣ େହାମବଳି ଓ ଏକବର୍ଷୀଯ େଗାବତ୍ସ େନଇ ଆମ୍େଭ ସଦାପ୍ରଭୁଙ୍କୁ ଭେଟି େଦବା? 7 ହଜାର ହଜାର େମଷ େର କି ଅଯୁତ ତୈଳର ନଦୀ େର ସଦାପ୍ରଭୁ କ'ଣ ଆନନ୍ଦିତ େହେବ? େମାର ଅପରାଧ ପାଇଁ କ'ଣ େମାର ପ୍ରଥମ ସନ୍ତାନକୁ ପ୍ରତିଦାନ ସ୍ବରୂପ େଦବି? େମାର ଶରୀରର ଫଳ ସ୍ବରୂପ ସନ୍ତାନକୁ େମାର ପାପ ପାଇଁ କ'ଣ ପରିେଶାଧ କରିବି? 8 େହ ମାନବ, ଯାହା ଉତ୍ତମ ତାହା ସଦାପ୍ରଭୁ ତୁମ୍ଭକୁ ଜଣାଇଛନ୍ତି। ଏହାହିଁ ସଦାପ୍ରଭୁ ତୁମ୍ଭଠାରୁ ଇଚ୍ଛା କରନ୍ତି। ଅନ୍ୟମାନଙ୍କ ପ୍ରତି ଭଲହୁଅ, ବଦାନ୍ଯତା ଓ କରୁଣାକୁ ଭଲ ପାଅ, ପରେମଶ୍ବରଙ୍କ ସହିତ ନମ୍ରତାର ସହିତ ବାସ କର। 9 ସଦାପ୍ରଭୁର ସ୍ବର ନଗରକୁ ଆହ୍ବାନ କରୁଛି। ସଦାପ୍ରଭୁଙ୍କ ନାମକୁ ସମ୍ମାନ େଦବା ବିଜ୍ଞତାର ପରିଗ୍ଭୟକ ଅେଟ। େତଣୁ ନଗରର େଲାକ ଏବଂ ନିବାସୀମାେନ ଶୁଣ। 10 ମନ୍ଦାଗ୍ଭରୀଗଣ କ'ଣ ଏେବ ସୁଦ୍ଧା ଗ୍ଭେରି ଧନସମ୍ପତ୍ତିକୁ ଲୁଗ୍ଭଇ ରଖିଛନ୍ତି? େସହି ମନ୍ଦାଗ୍ଭରୀଗଣ ଏେବ କ'ଣ େଛାଟ ଐଫା େର େଲାକମାନଙ୍କୁ ପ୍ରତାରଣା କରୁଛନ୍ତି? ହଁ, ଏହିସବୁ ଘଟଣା ଏେବ ମଧ୍ଯ ଘଟୁଅଛି। 11 ବର୍ତ୍ତମାନ ଆମ୍େଭ ଭୂଲ୍ ମାପକାଠି ଏବଂ ଅସାଧୁ ଓଜନ ସହ୍ଯ କରିବା ଉଚିତ୍ କି? ନା! 12 େସହି ନଗରୀର ଧନୀ େଲାକମାେନ ନିଷ୍ଠୁର ଅଟନ୍ତି। େସହି ସ୍ଥାନର େଲାେକ ତଥାପି ମିଥ୍ଯା କହୁଛନ୍ତି। ହଁ, େସହି େଲାକମାେନ ପ୍ରବଞ୍ଚକ। 13 େତଣୁ ଆମ୍େଭ ତୁମ୍ଭକୁ ଶାସ୍ତି େଦବା ଆରମ୍ଭ କରିଅଛୁ। ତୁମ୍ଭର ପାପ ୟୋଗୁ ଆମ୍େଭ ତୁମ୍ଭକୁ ବିନଷ୍ଟ କରିବା। 14 ତୁମ୍େଭ ଭୋଜନ କରିବ ମାତ୍ର ତୃପ୍ତ େହବନାହିଁ। ତୁମ୍େଭ ତଥାପି େଭାକିଲା ଓ ଶୂନ୍ଯ ରହିବ। ତୁମ୍େଭ େଲାକମାନଙ୍କୁ ନିରାପଦ ସ୍ଥାନକୁ ଆଣିବାକୁ େଚଷ୍ଟା କରିବ ମାତ୍ର ତୁମ୍ଭ ସୁରକ୍ଷିତ େଲାକମାେନ ଖଡ୍ଗ େର ନିହତ େହେବ। 15 ତୁମ୍େଭ ଯଦିଓ ଶସ୍ଯ ବୁଣିବ କିନ୍ତୁ ଫସଲ ଅମଳ କରିବ ନାହିଁ। ତୁମ୍େଭ ଅଲିଭ ଫଳ ପେଷିବ ମାତ୍ର ତୈଳ ମର୍ଦ୍ଦନ ପାଇଁ ପାଇବ ନାହିଁ। ଯଦିଓ ଦ୍ରାକ୍ଷାଫଳ ପେଷିବ, ଦ୍ରାକ୍ଷାରସ ପାନୀଯ ପାଇଁ ପାଇବ ନାହିଁ। 16 କାହିଁକି ଏସବୁ ଘଟିବ? କାରଣ ତୁମ୍େଭ ଅମ୍ରିଙ୍କ ବ୍ଯବସ୍ଥା ପାଳନ କରୁଛ ଏବଂ ଆହାବ ବଂଶର ପାଳିତ ସମସ୍ତ ଅବିଧିକୁ ଅନୁସରଣ କରୁଛ। େଯ େହତୁ େସମାନଙ୍କ ପରାମର୍ଶ ଗ୍ରହଣ କରିଛ, େତଣୁ ଆମ୍େଭ ତୁମ୍ଭକୁ ବିନାଶ କରିବା। େଯେତେବେଳ େସମାେନ ତୁମ୍ଭର ବିଧ୍ବସ୍ତ ନଗର େଦଖିେବ େସମାେନ ବିସ୍ମଯ େର ସିଟି ବଜାଇବେ। ଅନ୍ୟ େଗାଷ୍ଠୀର ଲଜ୍ଜା ଅପମାନ ତୁମ୍େଭ ବହନ କରିବ।

7:1 ମୁଁ ବିବ୍ରତ, କାରଣ ଫଳ ତୋଳିଲା ପ େର ଫଳ ବଗିଗ୍ଭ ଶ୍ରୀହୀନ େହଲାପରି ମୁଁ େହାଇଅଛି ଏବଂ ଦ୍ରାକ୍ଷାଲତାରୁ ଦ୍ରାକ୍ଷାଫଳ ତୋଳା ସରିଗଲା ପରି ମୁଁ େହାଇଅଛି। େଗାଟିଏ େହେଲ ଫଳ ଦ୍ରାକ୍ଷାଲତା େର ଖାଇବାକୁ ନାହିଁ କି େମାର ପ୍ରିଯ ପ୍ରଥମ ପକ୍ବ ଡିମିରି ଫଳ ନାହିଁ। 2 ମୁଁ ବୁଝୁଛି, େଦଶରୁ ସମସ୍ତ ବିଶ୍ବସ୍ତ ଓ ଉତ୍ତମ େଲାକ ଗ୍ଭଲି ୟାଇଛନ୍ତି। ପ୍ରେତ୍ୟକକ ଅନ୍ୟକୁ ମାରିବାକୁ ଅପେକ୍ଷା କରି ରହିଛନ୍ତି। ପ୍ରେତ୍ୟକକ ନିଜର ଭାଇକୁ ମଧ୍ଯ ଜାଲ େର ପକାଇବାକୁ େଚଷ୍ଟା କରୁଛନ୍ତି। 3 େଲାକମାେନ ଦୁଇ ହାତ େର ମନ୍ଦକାର୍ୟ୍ଯ କରିବାକୁ ଯତ୍ନଶୀଳ େହଉଛନ୍ତି, କର୍ମଗ୍ଭରୀଗଣ ଲାଞ୍ଚ ନେଉଛନ୍ତି ଓ ବିଗ୍ଭରକ ବିଗ୍ଭରାଳଯ େର େସମାନଙ୍କର ସିଦ୍ଧାନ୍ତ ବଦଳାଇବାକୁ ଅର୍ଥ ନେଉଛନ୍ତି। "ପ୍ରଧାନ ବ୍ଯକ୍ତିମାେନ" ଉତ୍ତମ ଓ ନ୍ଯାଯ ବିଗ୍ଭର କରୁ ନାହିଁନ୍ତି। େସମାେନ ନିଜ ଇଚ୍ଛା ଯାହା ତାହା କରୁଛନ୍ତି। 4 ଏପରିକି େସମାନଙ୍କ ମଧିଅେର େଯ ସର୍ବୋତ୍ତମ େସ ବୁଦା େର କଣ୍ଟକ ସଦୃଶ। ଆଉ ସବୁଠାରୁ ସରଳ ବ୍ଯକ୍ତି ଅଧିକ ଜଟିଳ ଓ କଣ୍ଟାବାଡ େର କଣ୍ଟକ ସଦୃଶ ଅେଟ। 5 ତୁମ୍ଭର ପ୍ରତିବେଶୀ କି ମିତ୍ରଙ୍କୁ ବିଶ୍ବାସ କରନାହିଁ। ଏପରିକି ତୁମ୍ଭ ସହିତ ଶୋଉଥିବା ସ୍ତ୍ରୀ ପାଖ େର ମୁଖ େଖାଲ ନାହିଁ। 6 ତୁମ୍ଭ ନିଜ ପରିବାରର େଲାେକ ତୁମ୍ଭର ଶତୃ ପାଲଟିବେ। ପୁଅ ତାଙ୍କର ବାପାଙ୍କୁ ଅସମ୍ମାନ କରିବ, କନ୍ଯା ମାଆର ବିରୁଦ୍ଧ େର ୟିବ ଓ ବୋହୂ ଶାଶୁର ବିରୁଦ୍ଧ େର କାର୍ୟ୍ଯ କରିବ। 7 େତଣୁ ମୁଁ ସାହାୟ୍ଯ ପାଇଁ ସଦାପ୍ରଭୁଙ୍କ ପ୍ରତି ଦୃଷ୍ଟି ରଖିବି। େମା ପରିତ୍ରାଣ ପାଇଁ ପରେମଶ୍ବରଙ୍କୁ ଅପେକ୍ଷା କରିବି। େମାର ପରେମଶ୍ବର େମା କଥା ଶୁଣିେବ। 8 େହ େମାର ଶତୃ େମାର ପତନ େର ପରିହାସ କରନାହିଁ। ମୁଁ ପୁନର୍ବାର ଉଠିବି। ମୁଁ ଅନ୍ଧକାର େର ଥିେଲ ମଧ୍ଯ ସଦାପ୍ରଭୁ େମା ପାଇଁ ଆେଲାକ େହେବ। 9 ମୁଁ ସଦାପ୍ରଭୁଙ୍କ ସମ୍ମୁଖ େର ପାପ କରିଥିଲି, େତଣୁ ସଦାପ୍ରଭୁ େମା ଉପ େର େକାରଧାନ୍ବିତ େହାଇଥିେଲ। ମାତ୍ର େସ େମା ପାଇଁ ୟୁକ୍ତି ବାଢିବେ ଏବଂ େମା ପାଇଁ ନ୍ଯାଯ ବିଗ୍ଭର କରିେବ। େସ େମାେତ ଆେଲାକକୁ ଆଣିେବ ଓ ମୁଁ ତାଙ୍କର ଧାର୍ମିକତା େଦଖିବି। 10 େମାର ଶତୃ କହୁଥିେଲ, "ତୁମ୍ଭର ସଦାପ୍ରଭୁ ପରେମଶ୍ବର କେଉଁଠା େର ଅଛନ୍ତି?" ମାତ୍ର େଯେତେବେଳ େସ ଏହା େଦଖିବ େସ ଲଜ୍ଜିତ େହବ। େସେତେବେଳ ମୁଁ ଶତୃକୁ ଉପହାସ କରିବି। େଲାକମାେନ ପଥର କାଦୁଅ ପରି ତାକୁ ଦଳିବେ। 11 ସମୟ ଆସିବ େଯେତେବେଳ ତୁମ୍ଭର କାନ୍ଥ ପୁଣି ନିର୍ମିତ େହବ। େସେତେବେଳ ତୁମ୍ଭ ରାଜ୍ଯ ଉନ୍ନତି କରିବ। 12 ତୁମ୍ଭ େଲାକମାେନ ତୁମ୍ଭ ସ୍ଥାନକୁ େଫରି ଆସିେବ। େସମାେନ ଅଶୂରୀଯ ଓ ମିଶରର ନଗରମାନଙ୍କରୁ େଫରି ଆସିେବ। ତୁମ୍ଭର େଲାକ ମିଶର ତଥା ଫରାତ୍ ନଦୀର ଆର ପାଖରୁ ଆସିେବ। ଆଉ ମଧ୍ଯ େସମାେନ ପଶ୍ଚିମସ୍ଥ ସମୁଦ୍ର ଓ ପୂର୍ବସ୍ଥ ପର୍ବତମାନଙ୍କରୁ ଗ୍ଭଲି ଆସିେବ। 13 ତଥାପି ବାସକରୁଥିବା େସହି େଲାକ ଓ ତାଙ୍କର କର୍ମ େଯାଗୁଁ େଦଶ ଧ୍ବଂସ ପାଇଲା। 14 େତଣୁ ଅଧିକାର ଦ୍ବାରା ତୁମ୍ଭର େଲାକମାନଙ୍କୁ ଶାସନ କର। ତୁମ୍ଭ ରାଜ୍ଯର ଯତ୍ନ ନିଅ। େସହି ଜାତି ଏକାକୀ ଜଙ୍ଗଲ ଓ କର୍ମିଲ ପର୍ବତ ଉପ େର ବାସ କରିେବ। େସମାେନ ପୂର୍ବପରି ବାଶନ ଓ ଗଲିଯଦରୁ ଶସ୍ଯ ଉତ୍ପାଦନ କରି େଭାଜନ କରିେବ। 15 ଆମ୍େଭ ତୁମ୍ଭକୁ ମିଶର େଦଶରୁ ବାହାର କଲାପରି ବହୁ ଆଶ୍ଚର୍ୟ୍ଯ କର୍ମ କରିବା ଏବଂ ତୁମ୍ଭମାନଙ୍କୁ ଆଶ୍ଚର୍ୟ୍ଯ କାର୍ୟ୍ଯ େଦଖାଇବା। 16 େଗାଷ୍ଠୀସକଳ େସହି ସମସ୍ତ ଆଶ୍ଚର୍ୟ୍ଯ କର୍ମ େଦଖି ଲଜ୍ଜିତ େହେବ। େସମାନଙ୍କର "ପରାକ୍ରମ" ଆମ୍ଭ ତୁଳନା େର କିଛି ନୁେହଁ େବାଲି େସମାେନ ଅନୁଭବ କରିେବ। େସମାେନ ଚଳିତ େହାଇ ନିଜନିଜ ମୁଖ େର ହସ୍ତ େଦେବ ଓ କର୍ଣ୍ଣକୁ ଆବୃତ କରିେବ, ଶୁଣିବାରୁ ନିବୃତ େହେବ। 17 େସମାେନ ସର୍ପ ପରି ଧୂଳି ଗ୍ଭଟିବେ। େସମାେନ ଭୟ େର କମ୍ପିତ େହେବ। ଆଉ େସମାେନ କୀଟମାନଙ୍କ ପରି େସମାନଙ୍କର ଗର୍ତ୍ତରୁ ବାହାରି ଗୁରୁଣ୍ତି ଗୁରୁଣ୍ତି ଗ୍ଭଲିବେ। ଶେଷ େର ସଦାପ୍ରଭୁ ଆମ୍ଭର ପରେମଶ୍ବରଙ୍କ ନିକଟକୁ ଆସିେବ ଏବଂ ଭୟର ସହିତ ସମ୍ମାନ ଜଣାଇବେ। 18 ତୁମ୍ଭପରି ପରେମଶ୍ବର ଆଉ େସଠା େର େକହି ନାହିଁ। ତୁମ୍େଭ େଲାକମାନଙ୍କର େଦାଷ କ୍ଷମା କର। ଅବଶିଷ୍ଟ େଲାକମାନଙ୍କୁ ତୁମ୍େଭ ମଧ୍ଯ କ୍ଷମା ଦିଅ। ତୁମ୍େଭ ସର୍ବଦା େକାର୍ଧିତ େହବ ନାହିଁ କାରଣ ତୁମ୍େଭ ସ୍ନେହ ଗ୍ଭହଁ। 19 େସ ପୁନର୍ବାର େଫରିେବ ଓ ଆମ୍ଭମାନଙ୍କୁ କୃପା କରିେବ। େସ ଆମ୍ଭମାନଙ୍କର ସମସ୍ତ ଅପରାଧକୁ ପଦ େର ଦଳି େଦେବ ଓ ସମସ୍ତ ପାପକୁ ଅତଳ ସମୁଦ୍ର େର େନଇ ନିକ୍ଷେପ କରିେବ। 20 େହ ପରେମଶ୍ବର, ଯାକୁବ ପ୍ରତି ସତ୍ଯ ଓ ଅବ୍ରାହାମ ପ୍ରତି ଦୟା ଓ ବିଶ୍ବସ୍ତତା ପ୍ରଦାନ କଲ, ଯାହା ତୁମ୍େଭ ବହୁବର୍ଷ ପୂର୍ବେ ଆମ୍ଭ ପୂର୍ବପୁରୁଷମାନଙ୍କଠା େର ଶପଥ କରିଥିଲ।