Nahum

1:1 ଏହି ପୁସ୍ତକ ଇଲକୋଶୀଯ ନାହୂମଙ୍କର ଦର୍ଶନ ଅେଟ। ଏହା ନୀନିବୀ ନଗର ସମ୍ବନ୍ଧ େର ଏକ ଦୁଃଖବାର୍ତ୍ତା ଅେଟ। 2 ସଦାପ୍ରଭୁ ଇର୍ଷାପରାଯଣ ଏବଂ ପ୍ରତିେଶାଧ ପରାଯଣ। େସ େକାରଧାନ୍ବିତ େହାଇ ପ୍ରତିଶୋଧ ନିଅନ୍ତି। ତାଙ୍କର ବିରୁଦ୍ଧାଚରଣ କରୁଥିବା େଲାକମାନଙ୍କ ଉପ େର େସ ପ୍ରତି େଶାଧ ନିଅନ୍ତି। େସ ତାଙ୍କର ଶତୃମାନଙ୍କ ଉପ େର ରାଗନ୍ତି। 3 ସଦାପ୍ରଭୁ କଦାପି ଶୀଘ୍ର ରାଗନ୍ତି ନାହିଁ। ସଦାପ୍ରଭୁ ଅତି ଶକ୍ତିଶାଳୀ। େସ େଦାଷୀକୁ ଦଣ୍ତ ନେଦଇ େକେବ ଛାଡିବେ ନାହିଁ। େସ େଯଉଁଠାକୁ ୟାଆନ୍ତି େସଠା େର ଘୂର୍ଣ୍ଣିବାତ୍ଯା ଓ ଝଡ ସୃଷ୍ଟି ହୁଏ। ସଦାପ୍ରଭୁ ଗତି କଲା େବେଳ ତାଙ୍କ ପାଦ େର ମେଘଗୁଡିକ ଧୂଳି ସ୍ବରୂପ ଉେଠ। 4 ସଦାପ୍ରଭୁ ଅତି କର୍କଶ ଭାବେର ସମୁଦ୍ରକୁ ଗାଳି େଦେବ ଏବଂ ସମୁଦ୍ର ଶୁଖିୟିବ। େସ ନଦୀଗୁଡିକୁ ମଧ୍ଯ ଶୁଖାଇ ଦିଅନ୍ତି। ବାଶନ୍ ଓ କର୍ମିଲ ଶୁଷ୍କ ପଡିବ। ଏବଂ ଲିବା େନାନର ଫୁଲଗୁଡିକ ମଉଳି ଯିେବ। 5 ସଦାପ୍ରଭୁ ଆସିେବ ଏବଂ ପର୍ବତଗୁଡିକ ଭୟ େର ଥରିବେ ଏବଂ ପାହାଡଗୁଡିକ ତରଳି ଯିେବ। ସଦାପ୍ରଭୁଙ୍କ ଆଗମନ େର ପୃଥିବୀ ମଧ୍ଯ ଭୟ େର ଥରିବ। ବିଶ୍ବର ସମସ୍ତ ବ୍ଯକ୍ତି ଭୟ େର ଥରିବେ। 6 ସଦାପ୍ରଭୁଙ୍କ େକାର୍ଧ ବିରୁଦ୍ଧ େର େକହି ତିଷ୍ଠି ପାରିେବ ନାହିଁ। ତାଙ୍କର ଭୟଙ୍କର େକାର୍ଧକୁ େକହି ସହ୍ଯ କରିପାରିେବ ନାହିଁ। ତାଙ୍କର େକାରଧ ଅଗ୍ନି ସଦୃଶ ଜଳି ଉଠିବ। ତାଙ୍କର ଆଗମନ େର ପଥରଗୁଡିକ ଖଣ୍ତ ଖଣ୍ତ େହାଇଯିବ। 7 ସଦାପ୍ରଭୁ ସର୍ବମଙ୍ଗଳମଯ। ଦୁଃଖ ସମୟେର େସ େହଉଛନ୍ତି ଏକମାତ୍ର ନିରାପଦ ସ୍ଥାନ। ୟିଏ ତାଙ୍କଠା େର ଆଶ୍ରଯ ନିଏ, େସ ତା'ର ଯତ୍ନ ନିଅନ୍ତି। 8 କିନ୍ତୁ, େସ ତାଙ୍କର ଶତୃମାନଙ୍କୁ ସମ୍ପୂର୍ଣ୍ଣ ରୂେପ ବିନାଶ କରିେବ। ବନ୍ଯାଜଳ ପରି େସମାେନ େଧାଇ େହାଇଯିେବ। େସ ଅନ୍ଧକାର େର ଶତୃମାନଙ୍କୁ େଗାଡ଼ାଇେବ। 9 ତୁମ୍େଭ ସଦାପ୍ରଭୁଙ୍କ ବିରୁଦ୍ଧ େର କାହିଁକି ଷଡୟନ୍ତ୍ର କରୁଛ? େସ ସମ୍ପୂର୍ଣ୍ଣ ରୂେପ ତୁମ୍ଭକୁ ଧ୍ବଂସ କରିେବ, େତଣୁ ତୁମ୍େଭ ପୁନର୍ବାର ଏହା କରିବ ନାହିଁ। 10 ତୁମ୍େଭମାେନ ସମ୍ପୂର୍ଣ୍ଣ ଭାବେର ଧ୍ବଂସ େହାଇଯିବ, ଏକ ଛନ୍ଦାଛନ୍ଦି େହାଇଥିବା କଣ୍ଟାବୁଦା ପରି ଯାହା ଶୀଘ୍ର େପାଡି଼ୟାଏ। ତୁମ୍େଭମାେନ ମଦ୍ଯପମାନଙ୍କ ପରି େହବ। ତୁମ୍େଭମାେନ ଶୁଖିଲା କଟା ଘାସର ଖୁଣ୍ଟା ତୁଲ୍ଯ ଗ୍ରାସିତ େହବ। 11 ଜେଣ ୟିଏ କି ସଦାପ୍ରଭୁଙ୍କ ବିରୁଦ୍ଧ େର ମନ୍ଦ େଯାଜନା କରିବାକୁ ଉପେଦଶ ଦେବ, େସପରି େଲାକ ତୁମ୍ଭମାନଙ୍କ ମଧ୍ଯରୁ ବାହାରି ୟାଇଛି। 12 ସଦାପ୍ରଭୁ ଯିହୁଦାକୁ ଏହିସବୁ କଥା କହିେଲ, "ଅଶୂରୀଯର େଲାକମାେନ ଅତି ବଳଶାଳୀ, େସମାନଙ୍କର ବହୁ ସୈନ୍ଯ ଅଛନ୍ତି। କିନ୍ତୁ େସମାେନ ସମସ୍େତ ନିହତ େହାଇ ଶେଷ େହେବ। େହ େମାର େଲାକମାେନ, ଆମ୍େଭ ତୁମ୍ଭମାନଙ୍କୁ ଦୁଃଖ ଦେଲୁ କିନ୍ତୁ ଆଉ ଅଧିକ ଦୁଃଖ େଦବାନାହିଁ। 13 ଆମ୍େଭ ତୁମ୍ଭମାନଙ୍କର ବେକେର ଥିବା ଅଶୂରୀଯର ୟୁଆଳୀକୁ କାଢିନେବା, ଏବଂ ଆମ୍େଭ ତୁମ୍ଭର ଶିକୁଳିକୁ ଛିଣ୍ତାଇ େଦବା।" 14 େହ ଅଶୂରର ରାଜା, ସଦାପ୍ରଭୁ ତୁମ୍ଭମାନଙ୍କ ବିଷଯ େର ଏହି ଆେଦଶ େଦେଲ। "ତୁମ୍ଭର ନାମ ରଖିବା ପାଇଁ ତୁମ୍ଭମାନଙ୍କର େକହି ବଂଶଧର ରହିେବ ନାହିଁ। ତୁମ୍ଭମାନଙ୍କ କାରୁକାର୍ୟ୍ଯ ପିତୁଳାଗୁଡିକ ଓ ଧାତୁର ମୂର୍ତ୍ତିଗୁଡିକ ଯାହା କି ତୁମ୍ଭ େଦବତାଙ୍କ ମନ୍ଦିର େର ଅଛି େସହି ସବୁକୁ ଆମ୍େଭ ଧ୍ବଂସ କରିବା। ଆମ୍େଭ ତୁମ୍ଭମାନଙ୍କ ପାଇଁ କବର ପ୍ରସ୍ତୁତ କରୁଛୁ କାରଣ ତୁମ୍େଭମାେନ ଭ୍ରଷ୍ଟ େହାଇଛ। 15 େହ ଯିହୁଦା ଗ୍ଭହଁ! ପର୍ବତ ଆଡକୁ ଗ୍ଭହଁ। ଜେଣ ଦୂତ ଉତ୍ତମ ସନ୍ଦେଶ ଆଣି ଆସୁଛନ୍ତି। େସ କୁହନ୍ତି, ଶାନ୍ତି ଆସିଛି। େହ ୟୁହୁଦା, ତୁମ୍ଭର ଉତ୍ସବ ପାଳନ କର। ତୁମ୍ଭର ଶପଥ ପୂର୍ଣ୍ଣ କର। େସହି ମନ୍ଦ େଲାକ ଆଉ ଆସିେବ ନାହିଁ। େସମାେନ ତୁମ୍ଭମାନଙ୍କୁ ପୁନର୍ବାର ଆକ୍ରମଣ କରିପାରିେବ ନାହିଁ। କାହିଁକି େସମାେନ ଆକ୍ରମଣ କରିପାରିେବ ନାହିଁ? କାରଣ େସହି ମନ୍ଦ େଲାକମାେନ ସମ୍ପୂର୍ଣ୍ଣ ଭାବେର ଧ୍ବଂସ ପାଇଛନ୍ତି।

2:1 େକହି ଜେଣ ତୁମ୍ଭମାନଙ୍କୁ ଛିନ୍ନଛତ୍ର କରିବାକୁ ଆସୁଛି। େତଣୁ ତୁମ୍ଭ ସୁଦୃଢ ସ୍ଥାନଗୁଡିକୁ ଜଗ। ରାସ୍ତାଗୁଡିକ ଉପ େର ଦୃଷ୍ଟି ରଖ। ୟୁଦ୍ଧ ପାଇଁ ସଜ ହୁଅ ଏବଂ ନିଜର ପାରୁ ପର୍ୟ୍ଯନ୍ତ ନିଜକୁ ସଜାଗ ରଖ। 2 ସଦାପ୍ରଭୁ ଯାକୁବର େଶାଭା ପୂର୍ଣ୍ଣ ପ୍ରତିଷ୍ଠା କରିଛନ୍ତି, ଯାହାକି ଇଶ୍ରାେୟଲର େଶାଭା ସଦୃଶ। ଶତୃ େସମାନଙ୍କୁ ଧ୍ବଂସ କେଲ ଓ େସମାନଙ୍କର ଦ୍ରାକ୍ଷାଲତା ସବୁ ନଷ୍ଟ କେଲ। 3 େସହି ସୈନ୍ଯମାନଙ୍କର େମାହରଗୁଡିକ ଲାଲ। େସମାନଙ୍କର େପାଷାକ ଅତି ଲାଲ। େସମାନଙ୍କର ରଥଗୁଡିକ ୟୁଦ୍ଧ ପାଇଁ ଧାଡି େର ପ୍ରସ୍ତୁତ େହାଇ ରହିଛି, େସଗୁଡିକ ଅଗ୍ନିଶିଖା ପରି ଉଜ୍ଜ୍ବଳ େଦଖା ଯାଉଛି। େସମାନଙ୍କର ବର୍ଚ୍ଛାସବୁ ଉେତ୍ତାଳିତ। 4 ଅଶ୍ବଗ୍ଭଳିତ ରଥଗୁଡିକ ରାସ୍ତା େର ଧାଉଁଛନ୍ତି। େସମାେନ େଖାଲାଛକେର ଏଣେତେଣେ ଭିଡ କରୁଛନ୍ତି। େସଗୁଡିକ ମଶାଲପରି ଓ ବିଜୁଳି ପରି େଦଖାଯାଉଛି। 5 େସ ତାଙ୍କର ଅଧିକାରୀମାନଙ୍କୁ ଆେଦଶ ଦିଅନ୍ତି। େଯେତେବେଳ େସମାେନ ଆଗକୁ ଗତି କରନ୍ତି, େସମାେନ ଝୁଣ୍ଟି ପଡନ୍ତି। େସମାେନ କାନ୍ଥ ନିକଟକୁ ୟାଆନ୍ତି ଏବଂ େସମାନଙ୍କର ଢାଲଗୁଡିକ ଠିକ୍ କରନ୍ତି। 6 ନଦୀର ଫାଟକଗୁଡିକ େଖାଲା ଅଛି ଏବଂ ରାଜପ୍ରାସାଦ ଭାସି ଯାଉଛି, 7 ରାଣୀ ଶତୃମାନଙ୍କ ଦ୍ବାରା ଧରା ପଡିଛନ୍ତି ଓ ଦୂରକୁ ନିଆ େହାଇଛନ୍ତି। ଏବଂ ତାଙ୍କର ଦାସୀମାେନ ଦୁଃଖ େର କେପାତ ପରି କ୍ରନ୍ଦନ କରୁଛନ୍ତି। େସମାେନ େସମାନଙ୍କର ଦୁଃଖ ଜଣାଇବାକୁ ଛାତିକୁ ପ୍ରହାର କରୁଛନ୍ତି। 8 ନୀନିବୀ ଏକ ପୁଷ୍କରଣୀ ସଦୃଶ ଯାହାର ଜଳ ବାହାରି ଯାଉଛି। େଲାକମାେନ, "ଦୌଡୁଛନ୍ତି ଏବଂ ତାହା ବନ୍ଦ କରିବାକୁ ଚିତ୍କାର କରୁଛନ୍ତି!" କିନ୍ତୁ େକହି ମଧ୍ଯ େସମାନଙ୍କର କ୍ରନ୍ଦନକୁ ଧ୍ଯାନ ଦେଉ ନାହାନ୍ତି। 9 ତାଙ୍କ ପାଖ େର ବହୁ ଧନସମ୍ପତ୍ତି ନେବାକୁ ଅଛି। ତାଙ୍କର ରୂପା ଓ ସୁନା ନିଅ। 10 ବର୍ତ୍ତମାନ ନୀନିବୀ ଶୂନ୍ଯ େହାଇ ଯାଉଛି। ସମସ୍ତ ଜିନିଷ ଲୁଣ୍ଠିତ ଓ ନଗରୀଟି ସମ୍ପୂର୍ଣ୍ଣ ଭାବେର ଧ୍ବଂସ େହାଇଛି। େଲାକମାେନ େସମାନଙ୍କର ସାହସ ହରାଇଛନ୍ତି। େସମାନଙ୍କର ହୃଦଯ ଭୟ େର ବିଚଳିତ। େସମାନଙ୍କର ଆଣ୍ଠୁ ଓ ଶରୀର ଥରୁଛି। େସମାନଙ୍କର ମୁଖମଣ୍ତଳ ଭୟ େର ମଳିନ େହାଇୟାଇଛି। 11 େସହି ସିଂହଗୁମ୍ଫା ନୀନିବୀ କେଉଁଠି? ସିଂହ ଏବଂ ସିଂହୀ େସଠା େର ବାସ କରୁଥିେଲ। େସମାନଙ୍କର ସିଂହ ଶାବକଗୁଡିକୁ େସଠା େର ଖାଉଥିେଲ ଏବଂ ଭୟଭୀତ ନଥିେଲ। 12 ସିଂହ ନୀନିବୀର ରାଜା ତା'ର ଶାବକମାନଙ୍କୁ ଖୁଆଇବା ପାଇଁ ବହୁତ ଶିକାର କଲା ଏବଂ ସିଂହୀ ପାଇଁ ଶିକାର କଲା। େସ ତା'ର ନୀନିବୀ ଗୁମ୍ଫାକୁ ଶିକାର େର ପରିପୂର୍ଣ୍ଣ କଲା! େସ ତା'ର ଗୁମ୍ଫାକୁ ମାଂସ େର ପୂର୍ଣ୍ଣ କଲା। 13 ସର୍ବଶକ୍ତିମାନ୍ ସଦାପ୍ରଭୁ ପରେମଶ୍ବର କୁହନ୍ତି, "ନୀନିବୀ ଆମ୍େଭ ତୁମ୍ଭ ବିରୁଦ୍ଧ େର ଅଛୁ। ଆମ୍େଭ ତୁମ୍ଭର ରଥକୁ ଜାଳିେଦବା ଓ ତୁମ୍ଭର 'ୟୁବକ ସିଂହମାନଙ୍କୁ' ଖଣ୍ତା େର ହତ୍ଯା କରିବା। ଆମ୍େଭ ତୁମ୍ଭମାନଙ୍କର ଶିକାରକୁ ପୃଥିବୀରୁ େଲାପ କରିେଦବା। େଲାକମାେନ ଆଉ େକେବ ମନ୍ଦ ଖବର ତୁମ୍ଭ ଦୂତଠାରୁ ଶୁଣିେବ ନାହିଁ।"

3:1 ଘାତକମାନଙ୍କର ନଗରୀକୁ ଧିକ୍। ନୀନିବୀ ଏକ ମିଥ୍ଯା ନଗରୀ, େଚାରି ଓ ମୃତ୍ଯୁ ୟନ୍ତ୍ରଣା େର ପରିପୂର୍ଣ୍ଣ ଅେଟ। 2 ତୁମ୍େଭ ଗ୍ଭବୁକ ପ୍ରହାରର ଶଦ୍ଦ, ଚକ୍ର ଘୂରିବା ଶଦ୍ଦ, ଘୋଡାର ଟାପୁ ଶଦ୍ଦ ଏବଂ ରଥର ଗ୍ଭଳନା ଶଦ୍ଦ ଶୁଣି ପାରିବ। 3 ସୈନ୍ଯମାେନ ଅଶ୍ବପୃଷ୍ଠ େର ଆକ୍ରମଣ କରୁଛନ୍ତି। େସମାନଙ୍କର ଖଣ୍ତାଗୁଡିକ ଚକ୍ଚକ୍ କରୁଛି ଏବଂ େସମାନଙ୍କର ବର୍ଚ୍ଛାଗୁଡିକ ଉଜ୍ଜ୍ବଳ େଦଖା ଯାଉଛି। େତଣୁ ବହୁ ମୃତ ଶରୀର ରହିଛି ଯାହାକୁ ଗଣି େହବ ନାହିଁ। େଲାକମାେନ େସହି ମୃତ ଶରୀର ଉପ େର ଝୁଣ୍ଟି ପଡୁଛନ୍ତି। 4 ନୀନିବୀ େର ଅତ୍ଯନ୍ତ ଗଣିକା କର୍ମ ପାଇଁ ଏସବୁ ଘଟିଲା। େସ ଏକ କୁପଥର ଉତ୍ସ ୟିଏ କି ତା'ର ଗଣିକା କାର୍ୟ୍ଯ ପାଇଁ ରାଜ୍ଯକୁ କ୍ରୀତଦାସ କଲା। େସ ତା'ର ୟାଦୁ ବଳ େର େଲାକମାନଙ୍କୁ ତା'ର କ୍ରୀତଦାସ କରିଛନ୍ତି। 5 ସର୍ବଶକ୍ତିମାନ୍ ସଦାପ୍ରଭୁ ପରେମଶ୍ବର କୁହନ୍ତି, " େହ ନୀନିବୀ, ଆମ୍େଭ ତୁମ୍ଭ ବିରୁଦ୍ଧ େର ଅଛୁ। ଆମ୍େଭ ମୁଖମଣ୍ତଳରୁ ତୁମ୍ଭର େପାଷାକ ଉେଠଇ ନେବା। ସମସ୍ତ େଦଶ ତୁମ୍ଭର ଉଲଗ୍ନ ଶରୀର େଦଖିେବ। େସହି ରାଜ୍ଯଗୁଡିକ ତୁମ୍ଭର ଲଜ୍ଜିତରୂପ େଦଖିେବ। 6 ଆମ୍େଭ କୁତ୍ସିତ ପଦାର୍ଥ ତୁମ୍ଭ ଉପରକୁ ପକାଇବା, ତୁମ୍ଭକୁ ଘୃଣାପୂର୍ଣ୍ଣ ଭାେବ ଆମ୍େଭ ବ୍ଯବହାର କରିବା। ତୁମ୍ଭକୁ େଲାକମାେନ େଦଖି ଉପହାସ କରିେବ। 7 େଯଉଁମାେନ ତୁମ୍ଭର ଅବସ୍ଥାକୁ େଦଖିେବ, ସମସ୍େତ ମର୍ମାହତ େହେବ ଓ ତୁମ୍ଭଠାରୁ ଦୂ େରଇ ଯିେବ। େସମାେନ କହିେବ, 'ନୀନିବୀ ଧ୍ବଂସ େହଉଛି। କିଏ ତା' ପାଇଁ କାନ୍ଦିବ?' ଆମ୍େଭ ତୁମ୍ଭକୁ ସାନ୍ତ୍ବନା େଦବା ପାଇଁ ଜଣଙ୍କୁ କେଉଁଠାରୁ ପାଇବା?" 8 େହ ନୀନିବୀ, ତୁମ୍େଭ କ'ଣ ନୀଳନଦୀ ଉପ େର ଅବସ୍ଥିତ ନୋ-ଆେମାନ ଠାରୁ ଭଲ େର ଅଛ? ନା, ତୁମ୍େଭ ତା'ଠାରୁ ଭଲ େର ନାହିଁ। ନୋ-ଆେମାନ ଗ୍ଭରିପାଖ େର ଜଳ ଥିଲା। ନୋ-ଆେମାନ ନିଜକୁ ରକ୍ଷା କରିବାକୁ େସହି ଜଳକୁ ବ୍ଯବହାର କରୁଥିଲା। େସ ତାକୁ ପ୍ରାଚୀର ସଦୃଶ ବ୍ଯବହାର କରୁଥିଲା। 9 ଇଥିଓପିଆ ଓ ମିଶର ନୋ-ଆେମାନକୁ ବହୁ ଶକ୍ତି ଦେଉଥିେଲ। ପୂଟୀଯ ଓ ଲୂବୀଯ ତାକୁ ସମର୍ଥନ କରୁଥିେଲ। 10 କିନ୍ତୁ ନୋ-ଆେମାନ ପରାଜିତ େହଲା। ତା'ର େଲାକମାେନ ବନ୍ଦୀଭାବେର େଗାଟିଏ ବିେଦଶକୁ ନିଆେଗଲ। ସୈନ୍ଯମାେନ ରାସ୍ତାର ପ୍ରେତ୍ୟକକ କୋଣ େର ତା'ର େଛାଟ ପିଲାମାନଙ୍କୁ ପିଟି ପିଟି ମାରି େଦେଲ। ଏବଂ େସମାେନ ତାଙ୍କର ମାନ୍ଯ ପୁରୁଷମାନଙ୍କ ନିମନ୍େତ ଗୁଳାବାଣ୍ଟ କେଲ, ତାଙ୍କର ବଡ େଲାକ ସମସ୍େତ ଶୃଙ୍ଖଳ େର ବନ୍ଧା େହେଲ। 11 େହ ନୀନିବୀ, ତୁମ୍େଭବି ଜେଣ ମଦ୍ଯପ ପରି ମଧ୍ଯ ପଡି ରହିବ। ତୁମ୍େଭ ଲୁଚିବାକୁ େଚଷ୍ଟା କରିବ। ତୁମ୍େଭ ଶତୃଠାରୁ ରକ୍ଷା ପାଇବାକୁ େଗାଟିଏ ନିରାପଦ ସ୍ଥାନ େଖାଜିବ। 12 କିନ୍ତୁ ନୀନିବୀ, ତୁମ୍ଭର ସମସ୍ତ ସୁଦୃଢ ସ୍ଥାନଗୁଡିକ ଡିମିରି ଗଛ ସଦୃଶ େହବ। ନୂଆ ଡିମିରି ପାଚିବ। ଜେଣ େଲାକ ଆସିବ ଏବଂ ଗଛକୁ ହଲାଇବ ଏବଂ ଡିମିରି ଫଳ ତା'ର ପାଟି େର ପଡିବ। 13 ନୀନିବୀ, ତୁମ୍ଭର େଲାକମାେନ ସ୍ତ୍ରୀେଲାକ ସଦୃଶ। ତୁମ୍ଭ େଦଶର ଫାଟକଗୁଡିକ ଶତୃସୈନ୍ଯ ପ୍ରେବଶ କରିବାକୁ ସମ୍ପୂର୍ଣ୍ଣ ଉନ୍ମୁକ୍ତ। ଫାଟକଗୁଡିକେର ଲାଗିଥିବା କାଠର ଦଣ୍ତଗୁଡିକ ଅଗ୍ନି େପାଡି଼ େଦଇଛି। 14 ଅବେରାଧ ସମୟ ନିମନ୍େତ ପାଣି କାଢି ଆଣ। ଇଟା ତିଆରି କରିବାକୁ ମାଟି ରଖ, େସଥି େର ଚୂନ ମିଶାଅ, ଇଟା ତିଆରି ପାଇଁ େସହି କାଦୁଅକୁ ନିଅ। ତୁମ୍ଭମାନଙ୍କର ଦୁର୍ଗଗୁଡିକ ଶକ୍ତିଶାଳୀ କର। 15 ତୁମ୍େଭ େସହି ସବୁ କାମ କରିପାରିବ। କିନ୍ତୁ ଅଗ୍ନି ତଥାପି ତୁମ୍ଭକୁ ସମ୍ପୂର୍ଣ୍ଣଭାେବ ଧ୍ବଂସ କରିବ। ଖଣ୍ତା ତୁମ୍ଭକୁ ହତ୍ଯା କରିବ, ତୁମ୍ଭର ଜମି େର ଦେଳ ପଙ୍ଗପାଳ ସଦୃଶ େଦଖାଯିେବ ୟିଏକି ଆସିବ ଏବଂ ସବୁ ଖାଇ େଦେବ। 16 ତୁମ୍ଭର ବହୁ ବ୍ଯବସାଯୀ ଅଛନ୍ତି। େସମାେନ ଆକାଶ ତାରା ସଦୃଶ ଅଗଣିତ ଏବଂ େସମାେନ ପଙ୍ଗପାଳ ସଦୃଶ। େସମାେନ ସବୁ ଶେଷ େହବା ପର୍ୟ୍ଯନ୍ତ ଖାଆନ୍ତି ଏବଂ ପ େର େସମାେନ େସହି ସ୍ଥାନ ଛାଡନ୍ତି। 17 ତୁମ୍ଭର ସରକାରୀ କର୍ମଗ୍ଭରୀମାେନ ମଧ୍ଯ ପଙ୍ଗପାଳ ସଦୃଶ। ତୁମ୍ଭମାନଙ୍କର ରାଜପୁତ୍ରମାେନ ଝିଣ୍ଟିକା ପରି। େସମାେନ ଶୀତଦିନ େର କାନ୍ଥ େର ବାସ କରନ୍ତି। କିନ୍ତୁ େଯେତେବେଳ ସୂର୍ୟ୍ଯ ଉପରକୁ ଉଠନ୍ତି ଏବଂ ପଥର ଉଷ୍ମ ହୁଏ, େସହି ପଙ୍ଗପାଳମାେନ ଉଡି ପଳାନ୍ତି। ଏବଂ େକହି ଜାଣନ୍ତି ନାହିଁ େସମାେନ କେଉଁ ଆଡକୁ ୟାଇଛନ୍ତି। 18 େହ ଅଶୂରର ରାଜା, ତୁମ୍ଭର େମଷପାଳକମାେନ େଶାଇ ପଡିେଲ। େସହି ଶକ୍ତିଶାଳୀ େଲାକମାେନ େଶାଇଛନ୍ତି। ବର୍ତ୍ତମାନ ତୁମ୍ଭ େଲାକମାେନ ପର୍ବତ ଉପ େର ବିଛେଇ େହାଇ ୟାଇଛନ୍ତି। େସଠା େର େସମାନଙ୍କୁ ଫେରାଇ ଆଣିବାକୁ େକହି େଲାକ ନାହାଁନ୍ତି। 19 େହ ନୀନିବୀ, ତୁମ୍େଭ ଭୟଙ୍କର ଭାବେର କ୍ଷତ ବିକ୍ଷତ େହାଇଛ। କିଛି ତୁମ୍ଭର କ୍ଷତକୁ ଆେରାଗ୍ୟ କରିପାରିବ ନାହିଁ। େଯ େକହି ତୁମ୍ଭ ବିଷଯ େର ସଂବାଦ ଶୁେଣ େସମାେନ ତାଳି ମାରନ୍ତି। େସମାେନ ସମସ୍େତ ଖୁସି ହୁଅନ୍ତି କାରଣ େସମାେନ ସମସ୍େତ ତୁମ୍ଭମାନଙ୍କର ଭୂଲ େଯାଗୁ ସର୍ବଦା ପିଡୀତ େହଉଛନ୍ତି।