Obadiah

1:1 ଏହା ଓବଦିଯଙ୍କର ଦର୍ଶନ ଅେଟ। େମାର ପ୍ରଭୁ ସଦାପ୍ରଭୁ ଇେଦାମଙ୍କ ବିଷଯ େର ଯାହା କହନ୍ତି। 2 "ଇେଦାମ, ଆମ୍େଭ ତୁମ୍ଭକୁ ଏକ କ୍ଷୁଦ୍ରତମ ରାଜ୍ଯ କରିବି। ପ୍ରେତ୍ୟକକ ତୁମ୍ଭକୁ ଅତ୍ଯଧିକ ଘୃଣା କରିେବ। 3 ତୁମ୍ଭର ଗର୍ବ ତୁମ୍ଭକୁ ପ୍ରତାରଣା କରିଛି। ତୁମ୍େଭ ପର୍ବତର େସହି ଗୁମ୍ଫା ଗୁଡିକେର ବାସ କର। ତୁମ୍େଭ େସହି ଉଚ୍ଚ ସ୍ଥାନ େର ରୁହ। େତଣୁ ତୁମ୍େଭ ନିଜକୁ କହିଥାଅ, ' େମାେତ େକହି ଭୂମି ଉପରକୁ ଆଣି ପାରିେବ ନାହିଁ।"' 4 ସଦାପ୍ରଭୁ ଏହା କୁହନ୍ତି, "ଏପରିକି ତୁମ୍େଭ ଯଦିଓ ଚିଲ ପକ୍ଷୀ ପରି ଉଚ୍ଚ େର ଉଡ ଏବଂ ତାରକା ଗହଳ େର ବସା ରଖ ତଥାପି ଆମ୍େଭ ତୁମ୍ଭକୁ େସଠାରୁ ନିମ୍ନକୁ େନଇ ଆସିବା। 5 ତୁମ୍େଭ ପ୍ରକୃତ େର ଧ୍ବଂସ େହବ। ଗ୍ଭେରମାେନ ତୁମ୍ଭ ନିକଟକୁ ଆସିେବ, ଡକାଯତମାେନ ରାତ୍ରି େର ଆସିେବ ଏବଂ େସହି ଗ୍ଭେରମାେନ ଯାହାସବୁ ଇଚ୍ଛା କରିେବ ତାହାସବୁ େନଇଯିେବ। େଯେତେବେଳ ଶ୍ରମିକମାେନ ତୁମ୍ଭ କ୍ଷେତ େର ଦ୍ରାକ୍ଷାଫଳ ସଂଗ୍ରହ କରନ୍ତି, େସମାେନ ଅଳ୍ପ କିଛି ଅଙ୍ଗୁର ପଛ େର ଛାଡିଥାନ୍ତି। 6 କିନ୍ତୁ ଶତୃ ଏେଷୗଙ୍କର ଗୁପ୍ତଭଣ୍ତାରକୁ ତନ୍ନ ତନ୍ନ କରି ଅନ୍ନେଷଣ କରିେବ ଏବଂ େସହି ସମସ୍ତ େସମାେନ ପାଇଯିେବ। 7 େସହି ସମସ୍େତ, େଯଉଁମାେନ କି ତୁମ୍ଭର ପ୍ରକୃତ ବନ୍ଧୁ, ତୁମ୍ଭକୁ ବଳପୂର୍ବକ ତୁମ୍ଭର ଭୂମିରୁ ତଡି େଦେବ। ତୁମ୍ଭର ବନ୍ଧୁ ତୁମ୍ଭକୁ ପ୍ରଲୋଭନ େଦଖାଇେବ ଏବଂ ତୁମ୍ଭକୁ ଭୂଲ୍ କାର୍ୟ୍ଯ କରିବାକୁ ବାଧ୍ଯ କରିେବ। ତୁମ୍ଭର ବନ୍ଧୁ େଯଉଁମାନଙ୍କ ସହିତ ମିଶି ସଂଗ୍ରାମ କରିଛ ଓ େଯଉଁମାନଙ୍କ ସହିତ ମିଶି ଖାଅ, େସମାେନ ତୁମ୍ଭ ପାଦତେଳ ଏକ ଫାଶ ବସାଇବା ପାଇଁ େଯାଜନା କରନ୍ତି। େସମାେନ କୁହା କୁହି ହୁଅନ୍ତି, ' େସ େକୗଣସି ବସ୍ତୁକୁ ସନ୍ଦେହ କରନ୍ତି ନାହିଁ।"' 8 ସଦାପ୍ରଭୁ କୁହନ୍ତି, " େସହିଦିନ ଆମ୍େଭ ଇେଦାମରୁ ଜ୍ଞାନୀ େଲାକମାନଙ୍କୁ ଧ୍ବଂସ କରିବା। ଆମ୍େଭ ଏେଷୗ ପର୍ବତ େର ବୁଦ୍ଧିମାନ େଲାକମାନଙ୍କୁ ଧ୍ବଂସ କରିବା। 9 ତୈମନ, ତୁମ୍ଭର ଶକ୍ତିଶାଳୀ େଲାକମାେନ ଭୟଭୀତ େହେବ। ଏେଷୗ ପର୍ବତର ସମସ୍ତ େଲାକ ଧ୍ବଂସ ପାଇେବ। ଅନେକ େଲାକ ନିହତ େହେବ। 10 ତୁମ୍େଭ ଲଜ୍ଜିତ େହବ ଓ ଚିରଦିନ ପାଇଁ ଧ୍ବଂସ େହବ। କାରଣ, ତୁମ୍େଭ ତୁମ୍ଭର ଭାଇ ଯାକୁବ ପ୍ରତି ଅତି ନିଷ୍ଠୁର ଥିଲ। 11 ତୁମ୍େଭ ଇଶ୍ରାେୟଲର ଶତୃମାନଙ୍କ ସହିତ ମିଶିଲ। ଅଜଣା େଲାକ ଇଶ୍ରାେୟଲ ଧନ ସମ୍ପତ୍ତି ଅଧିକାର କେଲ। ବିଦେଶୀ ମାେନ ୟିରୁଶାଲମ ନଗରଦ୍ବାର େଦଇ ପ୍ରେବଶ କେଲ। େସହି ବିଦେଶୀମାେନ ୟିରୁଶାଲମର କେଉଁ ଅଂଶ ପାଇେବ େବାଲି ବହୁ ପଥର ଫିଙ୍ଗିେଲ ତୁମ୍େଭ େସମାନଙ୍କ ମଧ୍ଯରୁ ଜେଣ େହଲ। 12 ତୁମ୍େଭ ତୁମ୍ଭର ଭାଇର ଦୁଃଖ େର ହସିଥିଲ। ତୁମ୍େଭ ତାହା କରିବା ଉଚିତ ନଥିଲା। େଯେତେବେଳ ଯିହୁଦା ଧ୍ବଂସ େହଲା, ତୁମ୍େଭ ଖୁସି େହଲ। ତାହା ମଧ୍ଯ ତୁମ୍ଭର କରିବା ଉଚିତ୍ ନଥିଲା। ତୁମ୍େଭ େସମାନଙ୍କ ଦୁଃଖ େର େଯଉଁ ବଡିମା େଦଖାଇଲ ତାହା ତୁମ୍ଭର କରିବା ଉଚିତ୍ ନଥିଲା। 13 ତୁମ୍େଭ ଆମ୍ଭ େଲାକମାନଙ୍କର ନଗରଦ୍ବାର େଦଇ ପ୍ରେବଶ କଲ ଏବଂ ଆମ୍ଭ େଲାକମାନଙ୍କର ସମସ୍ଯା େର ଉପହାସ କଲ, ଯାହାକି କରିବା ତୁମ୍ଭର ଅନୁଚିତ ଥିଲା। େସମାନଙ୍କର ଦୁଃଖ ସମୟେର ତୁମ୍େଭ େସମାନଙ୍କର ଧନସମ୍ପଦ ନେଲ, ଯାହାକି କରିବା ତୁମ୍ଭର ଅନୁଚିତ ଥିଲା। 14 ତୁମ୍େଭ ରାସ୍ତାର ଛକମାନଙ୍କ େର ଦଣ୍ତାଯମାନ େହାଇଥିଲ ଏବଂ ନିର୍ବାସିତମାନଙ୍କୁ ଧ୍ବଂସ କରୁଥିଲ। ଜୀବନ ରକ୍ଷା ପାଇଁ ପଳାଯନ କରୁଥିବା ନିର୍ବାସିତମାନଙ୍କୁ ତୁମ୍େଭ େସମାନଙ୍କର ଅନୁଧାବନକାରୀମାନଙ୍କୁ ହସ୍ତଗତ କରି େଦେଲ। ଯାହାକି ତୁମ୍ଭ ପକ୍ଷେ ଠିକ୍ ନଥିଲା। 15 ସବୁେଦଶ ପ୍ରତି ସଦାପ୍ରଭୁଙ୍କ ଦିନ ଆସି ଯାଉଛି। ତୁମ୍େଭମାେନ େଯଉଁସବୁ ମନ୍ଦକାର୍ୟ୍ଯ କରିଥିଲ, ତାହା ତୁମ୍ଭମାନଙ୍କ ପକ୍ଷ େର ଘଟିବ। େସହି ଏକା ପ୍ରକାର ମନ୍ଦ ଜିନିଷ ତୁମ୍ଭମାନଙ୍କ ମୁଣ୍ତ ଉପରକୁ େଫରି ଆସିବ। 16 କାହିଁକି ତାହା ଘଟିବ? କାରଣ ତୁମ୍େଭ ଆମ୍ଭ ପବିତ୍ର ପର୍ବତ ଉପ େର ରକ୍ତ ପାନ କରିଥିଲ। େତଣୁ ସମସ୍ତ େଦଶ ତୁମ୍ଭର ରକ୍ତ ପାନ କରିବ। ତୁମ୍ଭର ସମାପ୍ତି ଘଟିବ େଯପରି ତୁମ୍ଭର େକୗଣସି ସତ୍ତା ରହିବ ନାହିଁ। 17 କିନ୍ତୁ ଆମ୍ଭର େଲାକମାନଙ୍କ ମଧ୍ଯରୁ ବଞ୍ଚିଥିବା େଲାକମାନଙ୍କୁ ଏକତ୍ରୀତ କରିବା ଏବଂ ସିେୟାନ ପର୍ବତକୁ ଫେରାଇ ଆଣିବା। େସମାେନ ସିେୟାନ ପର୍ବତ େର ଚିରଦିନ ବାସ କରିେବ। ଯାକୁବ ତାଙ୍କର ରାଜ୍ଯ େଫରି ପାଇେବ। 18 ଯାକୁବଙ୍କ ପରିବାର ଅଗ୍ନି ସଦୃଶ େହବ ଓ େଯାେଷଫଙ୍କ ରାଜ୍ଯ ଅଗ୍ନି ଶିଖା ସଦୃଶ େହବ। କିନ୍ତୁ ଏେଷୗଙ୍କ ରାଜ୍ଯ ପାଉଁଶ େହାଇଯିବ, ଯିହୁଦାର େଲାେକ ଇେଦାମଙ୍କୁ ଜାଳି େଦେବ। ଯିହୁଦା େଲାେକ ଇେଦାମଙ୍କୁ ଧ୍ବଂସ କରି େଦେବ। ତା'ପ େର ଏେଷୗ ରାଜ୍ଯ େର େକହି ତିଷ୍ଠି ରହିେବ ନାହିଁ।" କାହିଁକି ରହିେବ ନାହିଁ? କାରଣ ସଦାପ୍ରଭୁ ପରେମଶ୍ବର ଏହା କହିଛନ୍ତି। 19 ଦକ୍ଷିଣର େଲାେକ ଏେଷୗର ପର୍ବତ ଉପ େର ବଞ୍ଚି ରହିେବ। ପାହାଡର ପାଦ େଦଶ େର ଥିବା େଲାେକ ପେଲଷ୍ଟୀୟ ରାଜ୍ଯ ଦଖଲ କରିେବ। େସହି େଲାକମାେନ ଇଫ୍ରଯିମ ଓ ଶମରିଯାର ରାଜ୍ଯ େର ବାସ କରିେବ। ବିନ୍ଯାମୀନ ଗିଲିଯଦ ଅଧିକାର କରିେବ। 20 ଇଶ୍ରାେୟଲର େଲାକମାେନ େସମାନଙ୍କର ଗୃହ ପରିତ୍ଯାଗ କରିବାକୁ ବାଧ୍ଯ େହାଇଥିେଲ। କିନ୍ତୁ େସହି େଲାକମାେନ ସାରିଫତ୍ର ବାଟେର ଥିବା କନାନୀଯ ରାଜ୍ଯକୁ ଅଧିକାର କରିେବ। ଯିହୁଦାର େଲାକମାେନ ୟିରୁଶାଲମ ଛାଡିବାକୁ ବାଧ୍ଯ େହାଇଥିେଲ ଏବଂ ସଫାରଦ େର ବାସ କେଲ। କିନ୍ତୁ େସମାେନ ଦକ୍ଷିଣର ନଗରଗୁଡିକୁ ଅଧିକାର କରିେବ। 21 ବିଜେତାକାରୀମାେନ ସିେୟାନ ପର୍ବତ ଉପରକୁ ଯିେବ ଏବଂ ଏେଷୗ ପର୍ବତ ବାସ କରୁଥିବା େଲାକମାନଙ୍କୁ ଶାସନ କରିେବ ଏବଂ ରାଜ୍ଯ ସଦାପ୍ରଭୁଙ୍କର ଅଧିକୃତ େହବ।