Philippians

1:1 ଯୀଶୁ ଖ୍ରୀଷ୍ଟଙ୍କ େସବକ ପାଉଲ ଓ ତୀମଥି, ଫିଲିପ୍ପୀର ଖ୍ରୀଷ୍ଟଯୀଶୁଙ୍କ ସମସ୍ତ ପବିତ୍ର େଲାକମାନଙ୍କୁ ଓ ତୁମ୍ଭମାନଙ୍କର ପ୍ରାଚୀନ286 ଏବଂ ବିଶେଷ େସବକମାନଙ୍କୁ ପତ୍ର। 2 ଆମ୍ଭ ପିତା ପରେମଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି େହଉ। 3 େଯେତଥର ମୁଁ ତୁମ୍ଭମାନଙ୍କୁ ମେନପକାଏ, େେସତଥର ପରେମଶ୍ବରଙ୍କୁ ଆନନ୍ଦ ସହକା େର ପ୍ରାର୍ଥନା େର ଧନ୍ଯବାଦ ଦିଏ। 4 5 େଲାକମାନଙ୍କୁ ସୁସମାଚାର ଶୁଣାଇଲା େବେଳ, ତୁମ୍ଭମାନଙ୍କଠାରୁ ପାଇଥିବା ସାହାୟ୍ଯ ପାଇଁ ମୁଁ ପରେମଶ୍ବରଙ୍କୁ ଧନ୍ଯବାଦ ଦିଏ। ବିଶ୍ବାସ କରିବା ପ୍ରଥମଦିନଠାରୁ ଏେବ ପର୍ୟ୍ଯନ୍ତ ତୁମ୍େଭ ସାହାୟ୍ଯ କରି ଆସୁଛ। 6 ପରେମଶ୍ବର ତୁମ୍ଭର ମଙ୍ଗଳ କରିବା ଆରମ୍ଭ କରିଛନ୍ତି ଓ ବର୍ତ୍ତମାନ ମଧ୍ଯ ତାହା କରୁଛନ୍ତି। ଯୀଶୁଖ୍ରୀଷ୍ଟଙ୍କ ଆଗମନ ଦିନ ପର୍ୟ୍ଯନ୍ତ େସ େସହି କାମ ସାଧନ କରି ସମାପ୍ତ କରିେବ। ମୁଁ ଏଥି େର ନିଶ୍ଚିତ ଅେଟ। 7 ତୁମ୍ଭମାନଙ୍କ ବିଷୟ େର େମାର ଏପରି ଭାବିବା ଉଚିତ୍, କାରଣ ତୁମ୍େଭ ସମସ୍େତ େମା ହୃଦୟ େର ସ୍ଥାନ ପାଇଛ। ତୁମ୍େଭମାେନ ପରେମଶ୍ବରଙ୍କ କୃପା େର େମାର ଭାଗୀଦାର। ବର୍ତ୍ତମାନ ମୁଁ ବନ୍ଦୀଘ େର ଅଛି, େଯେତେବେଳ ମୁଁ ସୁସମାଚାରର ପକ୍ଷ ସମର୍ଥନ କରୁଛି ଓ େଯେତେବେଳ ମୁଁ ସୁସମାଚାରର ସତ୍ଯ ପ୍ରମାଣିତ କରୁଛି, େସେତେବେଳ ମଧ୍ଯ ତୁମ୍େଭମାେନ େମା ସହିତ ପରେମଶ୍ବରଙ୍କ ଅନୁଗ୍ରହର ସହଭାଗୀ ଅଟ। 8 ପରେମଶ୍ବର ଜାଣନ୍ତି େଯ ମୁଁ ତୁମ୍ଭମାନଙ୍କୁ େଦଖିବାକୁ େକେତ ଇଚ୍ଛା କରୁଛି। ଖ୍ରୀଷ୍ଟଯୀଶୁଙ୍କର ସ୍ନେହପୂର୍ଣ୍ଣ କରୁଣା େର ମୁଁ ତୁମ୍ଭମାନଙ୍କୁ ପ୍ େରମ କେର। 9 ତୁମ୍ଭମାନଙ୍କ ପାଇଁ େମାରପ୍ରାର୍ଥନା ଏହି େଯ : 10 େଯପରି ତୁମ୍େଭ ଭଲ ଓ ମନ୍ଦର ପାର୍ଥକ୍ଯ େଦଖିପାରିବ ଓ ଉତ୍ତମ ବିଷୟ ବାଛି ପାରିବ। ତହିଁେର ଖ୍ରୀଷ୍ଟ େଯଉଁଦିନ ଆସିେବ, ତୁମ୍େଭ ଶୁଦ୍ଧ ଓ େଦାଷଶୂନ୍ଯ େହବ ; 11 ତୁମ୍େଭ ପରେମଶ୍ବରଙ୍କ ପାଇଁ ମହିମା ଓ ପ୍ରଶଂସା ଉଦ୍ଦେଶ୍ଯ େର ଯୀଶୁଖ୍ରୀଷ୍ଟଙ୍କ ସାହାୟ୍ଯ େର ଅନେକ ଉତ୍ତମ କାମ କରିବ। 12 ଭାଇ ଓ ଭଉଣୀମାେନ! ମୁଁ ତୁମ୍ଭମାନଙ୍କୁ ଜଣାଇେଦବାକୁ ଇଚ୍ଛା କେର େଯ େମା ପ୍ରତି ଯାହା କିଛି ଘଟିଛି, ତାହା ସୁସମାଚାର ପ୍ରଚାର କରିବା େର ସାହାୟ୍ଯ କଲା। 13 ସମଗ୍ର ପ୍ରହରୀ ଦଳ ଓ ଅନ୍ୟ େଲାକମାେନ ଜାଣନ୍ତି େଯ ମୁଁ ଖ୍ରୀଷ୍ଟଙ୍କ ଜେଣ ବିଶ୍ବାସୀ େହାଇଥିବାରୁ ବନ୍ଦୀଘ େର ରଖାଯାଇଛି। 14 ମୁଁ ଏେବ ମଧ୍ଯ ବନ୍ଦୀଘ େର ଅଛି କିନ୍ତୁ ଅଧିକାଂଶ ଖ୍ରୀଷ୍ଟ ବିଶ୍ବାସୀ ଭାଇମାେନ, ଅଧିକ ଉତ୍ସାହିତ େହାଇ ସାହସ ପୂର୍ବକ ନିର୍ଭୟ େର େଲାକମାନଙ୍କୁ ଖ୍ରୀଷ୍ଟଙ୍କ ବାଣୀ ଶୁଣାଉଛନ୍ତି। 15 ଏହା ସତ୍ଯ େଯ େସମାନଙ୍କ ଭିତରୁ େକେତଜଣ କେଠାର ଓ ଈର୍ଷାନ୍ବିତ େହାଇ ବିବାଦ ମେନାଭାବ େନଇ ଖ୍ରୀଷ୍ଟଙ୍କ ବିଷୟ େର ପ୍ରଚାର କରୁଛନ୍ତି, କିନ୍ତୁ ଅନ୍ୟମାେନ ସଦ୍ ଭାବେର ଖ୍ରୀଷ୍ଟଙ୍କ ବିଷୟ େର ପ୍ରଚାର କରୁଛନ୍ତି। 16 େସମାେନ ପ୍ େରମ କରୁଥିବାରୁ ପ୍ରଚାର କରୁଛନ୍ତି। େସମାେନ ଜାଣନ୍ତି େଯ, ସୁସମାଚାରର ପକ୍ଷ ସମର୍ଥନ କରିବା ପାଇଁ ପରେମଶ୍ବର େମାେତ ଦାଯିତ୍ବ େଦଇଛନ୍ତି। 17 କିନ୍ତୁ ଅନ୍ୟ େଲାକମାେନ ଖ୍ରୀଷ୍ଟଙ୍କ ବିଷୟ େର ପ୍ରଚାର କରୁଛନ୍ତି କାରଣ େସମାେନ ସ୍ବାର୍ଥପର। େସମାେନ ମନ୍ଦ ଅଭିପ୍ରାୟ େର ପ୍ରଚାର କରନ୍ତି। େସମାେନ ବନ୍ଦୀଘ େର େମା ପାଇଁ ବିପଦ ସୃଷ୍ଟି କରିବା ପାଇଁ ଚାହାଁନ୍ତି। 18 ଯଦି େସମାେନ େମା ପାଇଁ ବିପଦ ସୃଷ୍ଟି କରନ୍ତି, ମୁଁ େସଥିପାଇଁ ଚିନ୍ତିତ ନୁେହଁ। ମୁଖ୍ଯ କଥା େହଲା େଯ େସମାେନ ଖ୍ରୀଷ୍ଟଙ୍କ ବିଷୟ େର କହୁଛନ୍ତି। ମୁଁ ମଧ୍ଯ ଚା େହଁ େଯ େସମାେନ ଖ୍ରୀଷ୍ଟଙ୍କ ବିଷୟ େର େଲାକମାନଙ୍କୁ କୁହନ୍ତୁ। େସମାେନ ଭଲ ଉଦ୍ଦେଶ୍ଯ ରଖି େସପରି କରନ୍ତୁ। କିନ୍ତୁ ଉଦ୍ଦେଶ୍ଯ ଭଲ େହଉ ବା ମନ୍ଦ, ପ୍ରଚାର ତ ଯୀଶୁଙ୍କର େହଉଛି, େସଥିପାଇଁ ମୁଁ ଆନନ୍ଦିତ। ମୁଁ ଆନନ୍ଦିତ େହଉଥିବି ମଧ୍ଯ। 19 ତୁମ୍େଭମାେନ େମା ପାଇଁ ପ୍ରାର୍ଥନା କରୁଛ ଓ ଯୀଶୁଖ୍ରୀଷ୍ଟଙ୍କ ଆତ୍ମା େମାେତ ସାହାୟ୍ଯ କରୁଛନ୍ତି। ଅତଏବ ମୁଁ ଜାେଣ େଯ ଏହି ବିଷୟ େମା ପରିତ୍ରାଣର କାରଣ େହବ। 20 େମାର ଦୃଢ଼ ଆଶା ଓ ଭରସା େଯ ମୁଁ ଖ୍ରୀଷ୍ଟଙ୍କୁ କଦାପି ହରାଇବି ନାହିଁ। ବରଂ, ମୁଁ ନିଶ୍ଚିତ େଯ ମୁଁ ସାହସୀ େହବି ଏବଂ ମୁଁ ମୃତ ବା ଜୀବିତ ଥାଏ, ଖ୍ରୀଷ୍ଟଙ୍କ ମହାନତା େମା ଶରୀର େର ପ୍ରକାଶିତ କରିବି। 21 େମାର ବଞ୍ଚି ରହିବାର ଅର୍ଥ େହଉଛି ଖ୍ରୀଷ୍ଟ। ମୃତ୍ଯୁ ମଧ୍ଯ େମା ପାଇଁ ଏକ ଲାଭ ଅେଟ।" 22 ଯଦି ମୁଁ ଶରୀର େର ଜୀବିତ ରୁ େହ, ତା େହେଲ ମୁଁ ପ୍ରଭୁଙ୍କ ପାଇଁ କାମ କରି ପାରିବି। ଜୀବନ ବା ମୃତ୍ଯୁ ତହିଁରୁ ତାହାକୁ ବାଛିବ, ମୁଁ ଏହା ଜାେଣନା ? 23 ଜୀବନ ଓ ମୁତ୍ଯୁ ମଧ୍ଯରୁ େଗାଟିକୁ ବାଛିବା କଷ୍ଟକର। ମୁଁ ଏହି ଜୀବନକୁ ଛାଡ଼ି ଖ୍ରୀଷ୍ଟଙ୍କ ସହିତ ରହିବାକୁ ଇଚ୍ଛା କେର। ଏହା ଅଧିମ ଭଲ। 24 କିନ୍ତୁ ତୁମ୍ଭ ପାଇଁ େମାର ଶରୀର େର ବଞ୍ଚି ରହିବା ଅଧିକ ଆବଶ୍ଯକ। 25 ମୁଁ ଜାେଣ ତୁମ୍େଭମାେନ େମାେତ ଚାହୁଁଛ। େସଥିପାଇଁ ମୁଁ ତୁମ୍ଭ ସହିତ ରହିବି େବାଲି ମୁଁ ଜାେଣ। ବିଶ୍ବାସ େର ତୁମ୍ଭର ବୃଦ୍ଧି ଓ ଆନନ୍ଦ ପାଇବା ନିମନ୍େତ ମୁଁ ତୁମ୍ଭକୁ ସାହାୟ୍ଯ କରିବି। 26 ଯଦି ମୁଁ ତୁମ୍ଭ ପାଖକୁ େଫରିଯାଏ, େତେବ ଏହା ଖ୍ରୀଷ୍ଟଯୀଶୁଙ୍କଠା େର େମା ପାଇଁ ତୁମ୍ଭର ଅଧିକ ଗର୍ବର କାରଣ େହବ। 27 ଖ୍ରୀଷ୍ଟଙ୍କ ସୁସମାଚାର େଯାଗ୍ଯ ଜୀବନ ଯାପନ କରିବା ପାଇଁ ଦୃଢ଼ ସଂକଳ୍ପ ହୁଅ। ଏହାଦ୍ବାରା ମୁଁ ତୁମ୍ଭ ପାଖକୁ ଯାଇ ତୁମ୍ଭକୁ େଦଖେ ବା ତୁମ୍ଭଠାରୁ ଦୂର େର ଥାଏ ; ତୁମ୍ଭ ବିଷୟ େର ଶୁଣିବି େଯ ତୁମ୍େଭମାେନ ଏକ ଉଦ୍ଦେଶ୍ଯ େର, ଏକମନ େହାଇ, ସୁସମାଚାରରୁ ଉତ୍ପନ୍ନ ବିଶ୍ବାସ ପାଇଁ ଦୃଢ଼ ଭାବେର କାର୍ୟ୍ଯ କରୁଛ। 28 େଯଉଁ େଲାକମାେନ ତୁମ୍ଭ ବିରୁଦ୍ଧ େର ଅଛନ୍ତି େସମାନଙ୍କୁ ଭୟ କରିବ ନାହିଁ। ଏହି ସମସ୍ତ ବିଷୟ େଯ ଈଶ୍ବରଙ୍କଠାରୁ ଆଗତ ଏହାର ପ୍ରମାଣ ତୁମ୍େଭମାେନ ପରିତ୍ରାଣ ପାଉଅଛ ଓ ତୁମ୍ଭମାନଙ୍କର ଶତୃମାେନ ବିନାଶ େହେବ। 29 ଖ୍ରୀଷ୍ଟଙ୍କଠା େର ବିଶ୍ବାସ କରିବା ନିମନ୍େତ କେବଳ ପରେମଶ୍ବର ତୁମ୍ଭକୁ ସୁ େଯାଗ େଦଇଛନ୍ତିା ତାହା ୟଥେଷ୍ଟ ନୁେହଁ, ଖ୍ରୀଷ୍ଟଙ୍କ ପାଇଁ ଦୁଃଖ େଭାଗ କରିବା ନିମନ୍େତ ମଧ୍ଯ ତୁମ୍ଭମାନଙ୍କୁ ସୁେଯାଗ େଦଇଛନ୍ତି। ଏହି ଉଭୟ ବିଷୟ ଯୀଶୁଖ୍ରୀଷ୍ଟଙ୍କୁ େଗୗରବନ୍ବିତ କେର। 30 ମୁଁ ତୁମ୍ଭମାନଙ୍କ ସହିତ ଥିବା େବେଳ ତୁମ୍େଭମାେନ େମାେତ ସୁସମାଚାର ବିରୁଦ୍ଧ େର ଥିବା େଲାକଙ୍କ ସହିତ ସଂଘର୍ଷ କରିବା େଦଖିଛ। ତୁମ୍େଭ ଏେବ ଶୁଣୁଛ େଯ ମୁଁ ଏଠା େର ସଂଘର୍ଷରତ। ତୁମ୍େଭମାେନ ମଧ୍ଯ େସହିଭଳି ଏେବ ସଂଘର୍ଷରତ ଅଛ।

2:1 ଖ୍ରୀଷ୍ଟଯୀଶୁଙ୍କଠା େର ଥାଇ େକୗଣସି କାର୍ୟ୍ଯ କରିବାକୁ ମୁଁ ତୁମ୍ଭକୁ କହିପା େର କି ? ତୁମ୍େଭ େମାେତ ପ୍ େରମପୂର୍ଣ୍ଣ ସାନ୍ତ୍ବନା େଦଇପାର କି ? ଆମ୍େଭ ଏକତ୍ର ଆତ୍ମାର ସହଭାଗୀତା େର ଅଛୁ କି ? ତୁମ୍ଭଠା େର କରୁଣା ଓ ଦୟା ଅଛି କି ? 2 ଯଦି ଏଗୁଡ଼ିକ ତୁମ୍ଭଠା େର ଅଛି, ତା' େହେଲ େମା ପାଇଁ କିଛି କର େବାଲି ମୁଁ ଚା େହଁ, ଏହା େମାେତ ଅତ୍ଯନ୍ତ ଆନନ୍ଦିତ କରିବ। ମୁଁ ଚା େହଁ େଯ ତୁମ୍େଭମାେନ ଏକମନା େହାଇ ସମ ବିଷୟ େର ବିଶ୍ବାସ ଦ୍ବାରା ସଂୟୁକ୍ତ ହୁଅ। ପରସ୍ପର ପ୍ରତି ସମ ପ୍ େରମଭାବ ରଖ ଏବଂ ଏକ ଆତ୍ମା େର ଏବଂ ସମ ଉଦ୍ଦେଶ୍ଯ େର ଏକତ୍ର ବାସ କର। 3 ସ୍ବାର୍ଥପରତା ଓ ଗର୍ବ େହତୁ େକୗଣସି କାମ କର ନାହିଁ। ନମ୍ର ହୁଅ ଓ ଅନ୍ୟ େଲାକମାନଙ୍କୁ ନିଜଠାରୁ ଅଧିକ ସମ୍ମାନ ଦିଅ। 4 କେବଳ ନିଜ ଜୀବନ ବିଷୟ େର ଆଗ୍ରହୀ ନ େହାଇ, ଅନ୍ୟ େଲାକମାନଙ୍କର ଜୀବନ ବିଷୟ େର ମଧ୍ଯ ଆଗ୍ରହୀ ହୁଅ। 5 ନିଜ ଜୀବନ େର ଖ୍ରୀଷ୍ଟ ଯୀଶୁଙ୍କ ଭଳି ଚିନ୍ତା ଓ ଆଚରଣ କର। 6 ଖ୍ରୀଷ୍ଟ ନିେଜ ସର୍ବୋତଭାବେର ପରେମଶ୍ବରଙ୍କ ସାଦୃଶ୍ଯ ଥିେଲ। ପରେମଶ୍ବରଙ୍କ ସହିତ ସମାନ େହାଇ ରହିବା ବିଷୟକୁ ସମ୍ପତ୍ତି ଭାବେର ଜାବୁଡ଼ି ଧରିବା ପାଇଁ ଖ୍ରୀଷ୍ଟ ଇଚ୍ଛା କେଲ ନାହିଁ। 7 େସ ପରେମଶ୍ବରଙ୍କ ସହିତ ଥିବା ନିଜ ସ୍ଥାନକୁ ଛାଡ଼ି ଦାସ ରୂପ ଗ୍ରହଣ କରିଥିେଲ। େସ ମାନବ ରୂେପର ଜନ୍ମ ଗ୍ରହଣ କରି ଦାସ ଭଳି େହେଲ। 8 ମନୁଷ୍ଯ ଭାବେର ଜୀବନ ଯାପନ କଲା େବେଳ େସ ପୂର୍ଣ୍ଣ ଭାବେର ପରେମଶ୍ବରଙ୍କ ଆଜ୍ଞକାରୀ େହାଇ ନିଜକୁ ନମ୍ର କେଲ। ଏପରିକି କ୍ରୁଶ େର ମୃତ୍ଯୁ ପର୍ୟ୍ଯନ୍ତ ନିଜକୁ ବାଧ୍ଯ ଓ ନମ୍ର କେଲ। 9 ଖ୍ରୀଷ୍ଟ ପରେମଶ୍ବରଙ୍କ ବାଧ୍ଯ େହେଲ, େତଣୁ ପରେମଶ୍ବର ଖ୍ରୀଷ୍ଟଙ୍କୁ ଅତି ଉନ୍ନତ କେଲ। ପରେମଶ୍ବର ଖ୍ରୀଷ୍ଟଙ୍କ ନାମକୁ ଅନ୍ୟ ସମସ୍ତଙ୍କ ନାମ ଅପେକ୍ଷା ମହାନ କେଲ। 10 ଏପରି କରିବାର ଉଦ୍ଦେଶ୍ଯ ଥିଲା େଯ ସ୍ବର୍ଗର, ପୃଥିବୀର ଓ ପାତାଳର ପ୍ରେତ୍ୟକକ େଲାକ େଯପରି ଯୀଶୁଙ୍କ ନାମ ଆଗ େର ମୁଣ୍ଡ ନୁଆଇଁବେ। 11 ଅତଏବ ପ୍ରେତ୍ୟକକ େଲାକ "ଯୀଶୁଖ୍ରୀଷ୍ଟ େଯ ପ୍ରଭୁ" ଏହା ସ୍ବୀକାର କରିେବ। ଏହା େସମାେନ କହିବା ଦ୍ବାରା ପିତା ପରେମଶ୍ବରଙ୍କର େଗୗରବ େହବ। 12 େମା ପ୍ରିୟ ମିତ୍ରଗଣ! ତୁମ୍େଭମାେନ ସର୍ବଦା ପରେମଶ୍ବରଙ୍କ ବାଧ୍ଯ େହାଇଛ। ମୁଁ ତୁମ୍ଭ ସହିତ ଥିଲା େବେଳ ତୁମ୍େଭମାେନ ପରେମଶ୍ବରଙ୍କ ବାଧ୍ଯ େହାଇଛ। ମୁଁ ତୁମ୍ଭ ସହିତ ନ ଥିଲା େବେଳ ମଧ୍ଯ ତୁମ୍େଭ ତାହାଙ୍କ ବାଧ୍ଯ େହବା ଅଧିକ ଗୁରୁତ୍ତ୍ବପୂର୍ଣ୍ଣ ଅେଟ। ତୁମ୍େଭ ନିଶ୍ଚିତ େହବା ଆବଶ୍ଯକ େଯ େମା ସାହାୟ୍ଯ ବିନା ତୁମ୍େଭ ପରିତ୍ରାଣ ପାଇବ। ପରେମଶ୍ବରଙ୍କ ପ୍ରତି ସମ୍ମାନ ଓ ଭୟ ରଖି ଏପରି କର। 13 ପରେମଶ୍ବର ତୁମ୍ଭ ମଧିଅେର କାର୍ୟ୍ଯ କରୁଛନ୍ତି। ତାହାଙ୍କୁ ସନ୍ତୁଷ୍ଟ କଲା ଭଳି କାର୍ୟ୍ଯ କରିବା ନିମନ୍େତ େସ ତୁମ୍ଭକୁ ଇଚ୍ଛାଶକ୍ତି ଦିଅନ୍ତି ଓ ତାହା ସାଧନ କରିବାକୁ ଶକ୍ତି ମଧ୍ଯ ଦିଅନ୍ତି। 14 ଅଭିେଯାଗ ବା ବାଦାନୁବାଦ ନ କରି ପ୍ରେତ୍ୟକକ କାର୍ୟ୍ଯ କର। 15 େତେବ ଯାଇ ତୁମ୍େଭ ନିର୍ଦ୍ େଦାଷ େହବ ଓ ତୁମ୍ଭ ଭିତ େର େକୗଣସି ଭୁଲ୍ ରହିବ ନାହିଁ। ତୁମ୍େଭ ପରେମଶ୍ବରଙ୍କ ନିର୍ଦ୍ େଦାଷ ପୁତ୍ର େହବ। କିନ୍ତୁ ତୁମ୍େଭମାେନ ନଷ୍ଟ େହାଇ ଯାଉଥିବା ମନ୍ଦ େଲାକଙ୍କ ମଧିଅେର ରହୁଛ। କିନ୍ତୁ େସମାନଙ୍କ ଭିତ େର ତୁମ୍େଭ ହି ଅନ୍ଧକାରପୂର୍ଣ୍ଣ ଜଗତ େର ଜ୍ଯୋତିଃଭଳି ପ୍ରକାଶିତ େହଉଛ। 16 ତୁମ୍େଭ େସମାନଙ୍କୁ ଜୀବନ ପ୍ରଦାନକାରୀ ଶିକ୍ଷା ଦିଅ। େତଣୁ ଖ୍ରୀଷ୍ଟଙ୍କ ଆଗମନ େର ମୁଁ ଖୁସି େହବି, କାରଣ ମୁଁ ଜାଣିବି େଯ େମାର କାମ ବିଫଳ େହାଇ ନାହିଁ। ମୁଁ ଜାଣିବି େଯ ଦୌଡ଼ ପ୍ରତି େଯାଗିତା େର ଦୌଡ଼ି ଜିତିଛି। 17 ପରେମଶ୍ବରଙ୍କ େସବା େର, ତୁମ୍ଭ ବିଶ୍ବାସ ତୁମ୍ଭକୁ ଏକ ବଳିଦାନ ରୂେପ େସବା କରିବା ପାଇଁ ପ୍ େରରଣା େଯାଗଏ। ହୁଏତ ତୁମ୍ଭର ବଳିଦାନ ରୂପ େସବା େର େମାେତ େମାର ନିଜ ରକ୍ତ ମଧ୍ଯ ଉତ୍ସର୍ଗ କରିବାକୁ ପଡ଼ିପା େର। ଯଦି ତାହା ଘେଟ, ମୁଁ ତୁମ୍ଭମାନଙ୍କ ସହିତ ଆନନ୍ଦ େର ପରିପୂର୍ଣ୍ଣ ଓ ଖୁସି େହବି। 18 ତୁମ୍େଭମାେନ ମଧ୍ଯ େମା ସହିତ ଖୁସି ହୁଅ ଓ ଆନନ୍ଦ େର ପରିପୂର୍ଣ୍ଣ ହୁଅ। 19 ପ୍ରଭୁ ଯୀଶୁଙ୍କଠା େର ମୁଁ ଆଶା କେର େଯ ତୀମଥିଙ୍କୁ ଖୁବ୍ ଶୀଘ୍ର ତୁମ୍ଭମାନଙ୍କ ପାଖକୁ ପଠାଇବି। ତୁମ୍େଭମାେନ କିପରି ଅଛ ଜାଣି ମୁଁ ଆନନ୍ଦିତ େହବି। 20 ତୀମଥିଙ୍କ ଭଳି େମା ପାଖ େର ଆଉ େକହି େଲାକ ନାହାଁନ୍ତି। 21 େସ ପ୍ରକୃତ େର ତୁମ୍ଭ ପାଇଁ ମନୟୋଗୀ। ଅନ୍ୟ େଲାକମାେନ କେବଳ ତାଙ୍କ ନିଜ ଜୀବନ ବିଷୟ େର ଆଗ୍ରହୀ ଅଟନ୍ତି। ଖ୍ରୀଷ୍ଟ ଯୀଶୁଙ୍କ କାର୍ୟ୍ଯ େର େସମାେନ ଆଗ୍ରହୀ ନୁହଁନ୍ତି। 22 ତୁମ୍େଭମାେନ ଜାଣିଛ େଯ ତୀମଥି କି ପ୍ରକାରର େଲାକ। ପୁତ୍ର େଯପରି ପିତାର େସବା କେର, େସହିପରି େସ େମା ସହିତ ସୁସମାଚାର କହିବା ସମୟେର େମାର େସବା କରିଛନ୍ତି ; ଏକଥା ତୁମ୍େଭମାେନ ଜାଣ। 23 ମୁଁ ଶୀଘ୍ର ତାହାଙ୍କୁ ପଠାଇବା େଯାଜନା କରୁଛି। େମା ସହିତ କ'ଣ ଘଟିବାକୁ ଯାଉଛି, ଜାଣିଲା ପେର, ମୁଁ ତାଙ୍କୁ ପଠାଇବି। 24 ମୁଁ ନିଶ୍ଚିତ େଯ ତୁମ୍ଭମାନଙ୍କ ନିକଟକୁ ଶୀଘ୍ର ୟିବା ପାଇଁ ପ୍ରଭୁ େମାେତ ସାହାୟ୍ଯ କରିେବ। 25 ଏପାଫ୍ରାଦିତ ଖ୍ରୀଷ୍ଟଙ୍କଠା େର େମାର ଭାଇ। େସ େମା ସହିତ ଖ୍ରୀଷ୍ଟ-ବାହିନୀର ଜେଣ େସବକ ଓ କାର୍ୟ୍ଯକାରୀ। େମା ଦରକାର େବେଳ ତୁମ୍େଭମାେନ ତାହାଙ୍କୁ େମା ସାହାୟ୍ଯ ପାଇଁ ପଠାଇଥିଲ। ମୁଁ ଭାବୁଛି ଏେବ ପୁନର୍ବାର ମୁଁ ତାହାଙ୍କୁ ତୁମ୍ଭ ପାଖକୁ ଫେରାଇ େଦବି। 26 େସ ତୁମ୍ଭମାନଙ୍କୁ େଦଖିବାକୁ ବହୁତ ଇଚ୍ଛୁକ, େସଥିପାଇଁ ମୁଁ ତାହାଙ୍କୁ ପଠାଉଛି। େସ ଅସୁସ୍ଥ ଥିେଲ େବାଲି ତୁମ୍େଭ ଶୁଣି ଥିବା େହତୁ େସ ଚିନ୍ତିତ ଥିେଲ। 27 େସ ଅସୁସ୍ଥ ଥିେଲ ଓ ମୃତ୍ଯୁର ଦ୍ବାର େଦଶ େର ଥିେଲ। କିନ୍ତୁ ପରେମଶ୍ବର ତାହାଙ୍କୁ ଓ େମାେତ ମଧ୍ଯ ସାହାୟ୍ଯ କେଲ, େଯପରି େମା ପାଇଁ ଅଧିକ ଦୁଃଖ ନ ଘେଟ। 28 େତଣୁ ମୁଁ ତାହାଙ୍କୁ ପଠାଇବାକୁ ଅତିଶୟ ଇଚ୍ଛା କେର। ତୁମ୍େଭ ମଧ୍ଯ ତାହାଙ୍କୁ େଦଖିେଲ ଖୁସି େହବ, ମୁଁ ମଧ୍ଯ ତୁମ୍ଭ ବିଷୟ େର ଚିନ୍ତାମୁକ୍ତ େହବି। 29 େସଥିପାଇଁ ପ୍ରଭୁଙ୍କଠା େର ଆନନ୍ଦର ସହିତ ତାହାଙ୍କୁ ସ୍ବାଗତ ଜଣାଅ। ଏପାଫ୍ରାଦିତଙ୍କ ଭଳି େଲାକମାନଙ୍କୁ ତୁମ୍େଭମାେନ ସମ୍ମାନ ଦିଅ। 30 ଖ୍ରୀଷ୍ଟଙ୍କ କାମ ପାଇଁ େସ ମୃତପ୍ରାଯଃ େହାଇ ଯାଇଥିବାରୁ ସମ୍ମାନିତ େହବା ଉଚିତ୍। େମାେତ ସାହାୟ୍ଯ କରିବା ପାଇଁ େସ ନିଜ ଜୀବନକୁ ବିପଦ େର ପକାଇଥିେଲ। ତୁମ୍େଭ େଦଖିଥିବା େସବା େର ୟହା କମ୍ ରହି ଯାଇଥିଲା, େସତିକି େସ ପୂରଣ କରି େଦଇଥିେଲ।

3:1 ଆଉ ଏେବ େହ େମାର ଭାଇ ଓ ଭଉଣୀମାେନ! ପ୍ରଭୁଙ୍କଠା େର ଆନନ୍ଦ କର। ତୁମ୍ଭକୁ ଥରକୁ ଥର େସହି ଏକାକଥା ଲେଖିବା େର, େମାେତ କଷ୍ଟ ହୁଏ ନାହିଁ, କାରଣ ଏହାଦ୍ବାରା ତୁମ୍େଭମାେନ ଅଧିକ ପ୍ରସ୍ତୁତ େହାଇ ରହିବ। 2 େଯଉଁମାେନ ମନ୍ଦକର୍ମ େର ଲିପ୍ତ, େସମାନଙ୍କଠାରୁ ସାବଧାନ େହାଇ ରୁହ, େସମାେନ କୁକୁରମାନଙ୍କ ପରି। େସମାେନ େଲାକମାନଙ୍କୁ ସୁନ୍ନତ287 େହବାପାଇଁ ଦାବୀ କରନ୍ତି। 3 କିନ୍ତୁ ଆମ୍େଭମାେନ ପ୍ରକୃତ େର ସୁନ୍ନତ େହାଇଥିବା େଲାକ ଅଟୁ। ଆମ୍େଭ ଆତ୍ମା ଦ୍ବାରା ପରେମଶ୍ବରଙ୍କର େସବା କରୁ। ଆମ୍େଭ ଖ୍ରୀଷ୍ଟ ଯୀଶୁଙ୍କଠା େର ଗର୍ବ କରୁ। ଆମ୍େଭ ନିେଜ କିଛି କରି ପାରିବା େବାଲି ନିଜ ଉପେର ନିର୍ଭର କରୁ ନାହୁଁ। 4 ଯଦିଓ ମୁଁ ନିଜ ଶକ୍ତି େର ବିଶ୍ବାସ ରଖି ପାରିବି ତଥାପି ମୁଁ ନିଜ ଶକ୍ତି ଉପେର ବିଶ୍ବାସ ରଖୁ ନାହିଁ। ଯଦି େକୗଣସି େଲାକ ଭାେବ େଯ ନିଜ ଉପେର ବିଶ୍ବାସ କରିବାର ତା'ର କାରଣ ଅଛି, ତା େହେଲ ମୁଁ କହିବି େଯ ତା' ଅପେକ୍ଷା େମାର ନିଜ ଉପେର ବିଶ୍ବାସ କରିବା ପାଇଁ ଅଧିକ କାରଣ ଅଛି। ଏହା େସ ଜାଣିବା ଉଚିତ୍। 5 େମାର ଜନ୍ମ େହବାର ଆଠ ଦିନପେର, େମାରସୁନ୍ନତ କରାଯାଇଥିଲା। ମୁଁ ଜେଣ ଇଶ୍ରାେୟଲୀୟ େଲାକ। ମୁଁ ବିନ୍ଯାମିନଙ୍କ ବଂଶଧର। ଏବ୍ରୀୟ ପିତାମାତାଙ୍କଠାରୁ ଜନ୍ମିଥିବାରୁ ମୁଁ ଜେଣ ଏବ୍ରୀୟ ଅେଟ। େମା ପାଇଁ େମାଶାଙ୍କ ବ୍ଯବସ୍ଥା ଆଜି ଗୁରୁତ୍ବପୂର୍ଣ୍ଣ, େସ ଦୃଷ୍ଟିରୁ ମୁଁ ଜେଣ ଫାରୁଶୀ। 6 ୟିହୁଦୀଧର୍ମ ପାଇଁ େମାରଏେତ ଅଧିକ ଉଦ୍ େଯାଗ ଥିଲା େଯ ମୁଁ ମଣ୍ଡଳୀକୁ ତାଡ଼ନା କରୁଥିଲି। ବିଶ୍ବାସୀମାନଙ୍କୁ ତାଡ଼ନା ଦେଉଥିଲି। ମୁଁ େଯପରି ଭାବେର େମାଶାଙ୍କ ନିୟମ ପାଳନ କରୁଥିଲି, େକହି େହେଲ େମାଠା େର େକୗଣସି େଦାଷ ପାଇ ନ ଥିେଲ। 7 ସମୟ ଥିଲା, େଯେତେବେଳ ଏଗୁଡ଼ିକ େମା ପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା। କିନ୍ତୁ ମୁଁ ସ୍ଥିର କଲି େଯ ଖ୍ରୀଷ୍ଟଙ୍କ େହତୁ େସଗୁଡ଼ିକର କିଛି ମୂଲ୍ଯ ନାହିଁ। 8 ମୁଁ େମାର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବାର ମହାନତା େହତୁ, ଅନ୍ୟ ସମସ୍ତ ବିଷୟକୁ ଏେବ ତୁଚ୍ଛ ମେନକେର, େସଗୁଡ଼ିକ େମା ପାଇଁ ମୂଲ୍ଯହୀନ। ଖ୍ରୀଷ୍ଟଙ୍କୁ ପାଇବା ପାଇଁ େଯଉଁ ବିଷୟଗୁଡ଼ିକୁ ମହତ୍ବପୂର୍ଣ୍ଣ ଭାବୁଥିଲି, ମୁଁ ସବୁ ତ୍ଯାଗ କରିଛି। ମୁଁ ଏେବ ଜାେଣ େଯ େସଗୁଡ଼ିକ ମୂଲ୍ଯହୀନ ସଢ଼ାକୁଟା ପରି। 9 ଏହା େମାେତ ଖ୍ରୀଷ୍ଟଙ୍କୁ ଲାଭ କରିବା ପାଇଁ ଓ ଖ୍ରୀଷ୍ଟଙ୍କଠା େର ରହିବାକୁ ସାହାୟ୍ଯ କେର। ଖ୍ରୀଷ୍ଟଙ୍କ ସହଭାଗିତା େର ମୁଁ ପରେମଶ୍ବରଙ୍କ ଧାର୍ମିକତା ପ୍ରାପ୍ତ ହୁଏ କିନ୍ତୁ ଏହି ଧାର୍ମିକତା ବ୍ଯବସ୍ଥା ପାଳନର ଫଳ ନୁେହଁ। ବରଂ ଏହା ଖ୍ରୀଷ୍ଟଙ୍କଠା େର ବିଶ୍ବାସ ପରେମଶ୍ବରଙ୍କଠାରୁ ଆ େସ। ପରେମଶ୍ବର ତାହାଙ୍କ ପ୍ରତି େମାେତ ସିଦ୍ଧ କରିବାରୁ ଖ୍ରୀଷ୍ଟଙ୍କଠା େର େମାର ବିଶ୍ବାସକୁ ବ୍ଯବହାର କରନ୍ତି। 10 ମୁଁ ଖ୍ରୀଷ୍ଟଙ୍କୁ ଜାଣିବାକୁ ଓ ମୃତ୍ଯୁରୁ େସ ପୁନରୁଜୀବିତ େହଇ ଉଠିଥିବା ଶକ୍ତିକୁ ମଧ୍ଯ ଜାଣିବାକୁ ଇଚ୍ଛା କେର। ମୁଁ ତାହାଙ୍କ ଦୁଃଖ େଭାଗ େର ଅଂଶୀ େହବାକୁ ଓ ତାହାଙ୍କ ମୃତ୍ଯୁ େଭାଗ େର ତାହାଙ୍କ ପରି େହବାକୁ ଚା େହଁ। 11 େସହିପରି ଭାବେର ମୁଁ ମୃତମାନଙ୍କ ମଧ୍ଯରୁ ପୁନରୁତ୍ଥିତ େହାଇପା େର, ଏ ଭରସା େମାରଅଛି। 12 ମୁଁ କହୁ ନାହିଁ େଯ ପରେମଶ୍ବର େମାେତ େଯପରି େହବାକୁ ଚାହାଁନ୍ତି, ମୁଁ ଠିକ୍ େସପରି େହାଇସାରିଛି। ମୁଁ େସହି ଲକ୍ଷ୍ଯ ସ୍ଥଳ େର ଏପର୍ୟ୍ଯନ୍ତ ପହଁଞ୍ଚି ପାରି ନାହିଁ। କିନ୍ତୁ ମୁଁ େମାର େଚଷ୍ଟା ଅବିରତ ଜାରି ରଖିଛି, ଯାହାଦ୍ବାରା େସହି ଲକ୍ଷ୍ଯ ହାସଲ କରିପାରିବି। ଯୀଶୁ ଖ୍ରୀଷ୍ଟ ଚାହାଁନ୍ତି େଯ ମୁଁ େସହି ଲକ୍ଷ୍ଯ ପାଇପା େର, େସଥିପାଇଁ େସ େମାେତ ନିଜର କରିଛନ୍ତି। 13 ଭାଇ ଓ ଭଉଣୀମାେନ! ମୁଁ ଜାେଣ େଯ ମୁଁ ଏପର୍ୟ୍ଯନ୍ତ େସହି ଲକ୍ଷ୍ଯ ସ୍ଥଳକୁ ଯାଇ ପାରି ନାହିଁ। କିନ୍ତୁ ମୁଁ ସବୁେବେଳ ଏହି େଗାଟିଏ କାର୍ୟ୍ଯ କେର : ମୁଁ ଅତୀତର ବିଷୟସବୁ ଭୁଲି, େମା ଆଗ େର ଥିବା ଲକ୍ଷ୍ଯକୁ ଆଖି େର ରଖି ଲକ୍ଷ୍ଯ ସ୍ଥଳ େର ପହଁଞ୍ଚିବା ପାଇଁ କଠିନ ପରିଶ୍ରମ କେର। 14 ମୁଁ ସବୁେବେଳ ଲକ୍ଷ୍ଯ ସ୍ଥଳ େର ପହଁଞ୍ଚି ପୁରସ୍କାରଟି ପାଇବା ପାଇଁ େଚଷ୍ଟା କରୁଥାଏ। ଖ୍ରୀଷ୍ଟଙ୍କଠା େର ସ୍ବର୍ଗୀୟ ଜୀବନର ପୁରସ୍କାର ପାଇବା ଲାଗି ପରେମଶ୍ବର େମାେତ ଡ଼ାକିଛନ୍ତି। 15 ଆମ୍ଭମାନଙ୍କ ଭିତରୁ େଯଉଁମାେନ ଆତ୍ମିକ ଭାବେର ସିଦ୍ଧ େହବା ପାଇଁ ଯାଉଛୁ, େସମାେନ ମଧ୍ଯ ଏହିଭଳି ଭାବିବା ଦରକାର। ଯଦି ଏଥି େର େକୗଣସି କଥା େର ତୁମ୍ଭର ଭିନ୍ନ ମତ ଥାଏ, ତା େହେଲ ପରେମଶ୍ବର ତୁମ୍ଭ ପାଇଁ ଏହାକୁ ମଧ୍ଯ ସ୍ପଷ୍ଟ କରି େଦେବ। 16 କିନ୍ତୁ ଆମ୍େଭ େଯଉଁସବୁ ସତ୍ଯ ଜାଣିଛୁ, େସହି ସତ୍ଯ ମାର୍ଗ େର ଅବିରତ ଚାଲିବା ଉଚିତ୍। 17 ଭାଇ ଓ ଭଉଣୀମାେନ! ତୁମ୍େଭ ସମସ୍େତ େମା ଭଳି ଜୀବନ-ଯାପନ କରିବା ପାଇଁ େଚଷ୍ଟା କରିବା ଉଚିତ୍। ଆମ୍େଭ େଯଉଁ ଆଦର୍ଶ େଦଖାଇଛୁ, ତୁମ୍ଭମାନଙ୍କ ଭିତରୁ େଯଉଁମାେନ େସହି ଅନୁସାେର ଜୀବନ-ଯାପନ କରୁଛନ୍ତି, େସମାନଙ୍କୁ ଅନୁସରଣ କର। 18 ଅନେକ େଲାକ ଖ୍ରୀଷ୍ଟଙ୍କ କ୍ରୁଶର ଶତ୍ରୁମାନଙ୍କ ଭଳି ଜୀବନ-ଯାପନ କରୁଛନ୍ତି। ମୁଁ ଅନେକଥର ଏହି େଲାକମାନଙ୍କ ବିଷୟ େର କହିଛି। ଏେବ ମଧ୍ଯ ମୁଁ କାନ୍ଦିକାନ୍ଦି େସମାନଙ୍କ ବିଷୟ େର କହୁଛି। 19 େସମାେନ େଯପରି ଜୀବନ-ଯାପନ କରୁଛନ୍ତି, ତା'ର ପରିଣତି ବିନାଶ ଅେଟ। େସମାେନ ପରେମଶ୍ବରଙ୍କୁ େସବା କରିବା ପରିବର୍େତ ନିଜକୁ ଖୁସି କରିବା ପାଇଁ ବଞ୍ଚିଛନ୍ତି। େସମାେନ ଲଜ୍ଜାଜନକ କାର୍ୟ୍ଯ କରନ୍ତି ଓ େସଗୁଡ଼ିକ ପାଇଁ ଗର୍ବ କରନ୍ତି ଓ େସମାେନ କେବଳ ପାର୍ଥିବ ବସ୍ତୁଗୁଡ଼ିକର ଚିନ୍ତା କରନ୍ତି। 20 କିନ୍ତୁ ଆମ୍ଭର ଜନ୍ମଭୂମି େହଉଛି ସ୍ବର୍ଗ। ଆେମ ସ୍ବର୍ଗରୁ ଆମ୍ଭର ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଆଗମନକୁ ପ୍ରତୀକ୍ଷା କରୁଛୁ। ଯୀଶୁଖ୍ରୀଷ୍ଟ ଆମ୍ଭର ପରିତ୍ରାଣକର୍ତ୍ତା ପ୍ରଭୁ ଅଟନ୍ତି। 21 େସ ସ୍ବର୍ଗରୁ ଆସିେବ ଏବଂ େଯଉଁ ଶକ୍ତି ବଳ େର ସବୁ ବିଷୟକୁ ନିଜ ଅଧୀନସ୍ଥ କରନ୍ତି, େସହି ଶକ୍ତି ବଳ େର େସ ଆମ୍ଭର େହୟ, ଦେହଗୁଡ଼ିକୁ ପରିବର୍ତ୍ତନ କରି ତାଙ୍କ ନିଜର ଦେହ ଭଳି େଗୗରବମୟ କରି େଦେବ।

4:1 େମା ପ୍ରିୟ ଭାଇ ଓ ଭଉଣୀମାେନ ! ମୁଁ ତୁମ୍ଭକୁ ଭଲ ପାଏ ଓ େଦଖିବାକୁ ଇଚ୍ଛା କେର। ତୁମ୍େଭ େମାର ଆନନ୍ଦ ଓ େମାର ଗର୍ବ। ମୁଁ କହିଥିଲା ଭଳି ପ୍ରଭୁଙ୍କୁ ଅନୁସରଣ କରି ଚାଲିଥାଅ। 2 ଇଯଦିଆ, ଓ ସୁନ୍ତୁଖୀ ଉଭୟଙ୍କୁ ପ୍ରଭୁଙ୍କଠା େର ଏକମତ େହବାକୁ ମୁଁ ନିବେଦନ କେର। 3 େହ ବନ୍ଧୁ, ତୁମ୍େଭ େଯ େହତୁ େମା ସହିତ ବିଶ୍ବସ୍ତ ଭାବେର େସବା କରୁଛ, େଯଉଁ ସ୍ତ୍ରୀ େଲାକମାେନ ମୁଁ ସୁସମାଚାର ପ୍ରଚାର କଲା େବେଳ େମା ସହିତ ପରିଶ୍ରମ କରିଅଛନ୍ତି, େସମାନଙ୍କୁ ସାହାୟ୍ଯ କର େବାଲି ତୁମ୍ଭକୁ ମୁଁ ନିବେଦନ କେର। େସମାେନ କ୍ଲେମେନ୍ସ ଏବଂ େମାର ଅନ୍ୟ ସହକାରୀମାନଙ୍କ ସହିତ େସବାକାର୍ୟ୍ଯ କରିଛନ୍ତି। େସମାନଙ୍କ ନାମ "ଜୀବନ-ପୁସ୍ତକ"288 େର ଲେଖାଅଛି। 4 ପ୍ରଭୁଙ୍କଠା େର ସର୍ବଦା ଆନନ୍ଦ କର। ମୁଁ ଆଉ ଥେର କ େହ, ଆନନ୍ଦ କର। 5 ସମସ୍େତ େଦଖନ୍ତୁ େଯ ତୁମ୍େଭ ଶାନ୍ତ ଓ ଦୟାଳୁ ଅଟ। ପ୍ରଭୁ ଯୀଶୁ ଆସୁଛନ୍ତି। 6 େକୗଣସି କଥା ପାଇଁ ଚିନ୍ତିତ ହୁଅ ନାହିଁ। ତୁମ୍ଭର ଯାହା ଦରକାର, ପରେମଶ୍ବରଙ୍କୁ ପ୍ରାର୍ଥନା କରି ମାଗ। ପ୍ରାର୍ଥନା କଲା େବେଳ ସଦା ଧନ୍ଯବାଦ ଦିଅ। 7 ପରେମଶ୍ବରଙ୍କର ଶାନ୍ତି ତୁମ୍ଭମାନଙ୍କ ହୃଦୟ ଓ ମନଗୁଡ଼ିକୁ ଖ୍ରୀଷ୍ଟଙ୍କଠା େର ସୁରକ୍ଷା କରି ରଖିବ। ପରେମଶ୍ବରଙ୍କ ପ୍ରଦତ୍ତ ଏହି ଶାନ୍ତି େକେତ େଯ ମହାନ, ତାହା ଆମ୍େଭ ବୁଝି ପାରୁ। 8 ଭାଇ ଓ ଭଉଣୀମାେନ ! ଯାହା ସତ୍ଯ, ସମ୍ମାନଜନକ, ଯଥାର୍ଥ, ଶୁଦ୍ଧ, ଆଦରଣୀୟ, ପ୍ରୀତିଭାଜନ ଓ େକୗଣସି ସଦ୍ ଗୁଣ ଓ ପ୍ରଶଂସାର ଥାଏ, େସହି ବିଷୟଗୁଡ଼ିକେର ମନୋୟୋଗ କର। 9 େମାଠାରୁ ଯାହା ସବୁ ଶିଖିଛି ଓ ପାଇଛ, ତାହା କର। ମୁଁ ଯାହା କହିଛି ଓ ତୁମ୍େଭ େମାେତ ଯାହାସବୁ କରିଥିବା େଦଖିଛ, େସଗୁଡ଼ିକୁ କର। ଶାନ୍ତିଦାତା ପରେମଶ୍ବର ତୁମ୍ଭମାନଙ୍କ ସହିତ ରହିେବ। 10 ତୁମ୍େଭମାେନ େମା ବିଷୟ େର ଚିନ୍ତିତ େହାଇଥିବାରୁ ମୁଁ ପ୍ରଭୁଙ୍କଠା େର ଆନନ୍ଦିତ। ତୁମ୍େଭମାେନ େମା ବିଷୟ େର ଚିନ୍ତା କରୁଥିଲ, କିନ୍ତୁ ତାହା େଦଖାଇବା ପାଇଁ ସୁେଯାଗ ପାଇ ନ ଥିଲ। 11 ମୁଁ ଏପରି କହିବାର କାରଣ ନୁେହଁ େଯ ମୁଁ େକୗଣସି ବିଷୟ ଚାହୁଁଛି। କାରଣ େମାରବର୍ତ୍ତମାନ ଯାହା ଅଛି ଏବଂ ଯାହା େମା ପାଇଁ ଘଟୁଛି, େସଥି େର ସନ୍ତୁଷ୍ଟ ରହିବାକୁ ମୁଁ ଶିଖିଛି। 12 ଅଭାବେର ମୁଁ ଚଳିବା ଜାଣିଛି। ପ୍ରଚୁରତା େର କିପରି ରହିବାକୁ ହୁଏ, ତାହା ମଧ୍ଯ ମୁଁ ଜାେଣ। ପ୍ରେତ୍ୟକକ ସମୟେର ଓ ପ୍ରେତ୍ୟକକ ଘଟଣା େର ଆନନ୍ଦିତ େହବାର ରହସ୍ଯ ମୁଁ ଜାେଣ। େଯେତେବେଳ େମାର ଖାଇବା ପାଇଁ ୟଥେଷ୍ଟ ଥାଏ କିଅବା େଯେତେବେଳ ୟଥେଷ୍ଟ ନ ଥାଏ, େଯେତେବେଳ େମାର ପ୍ରଚୁର ଥାଏ ବା େଯେତେବେଳ େମାର ଅଭାବ ଥାଏ, େସେତେବେଳ କିପରି ଆନନ୍ଦିତ େହାଇପାରିବି, ତାହା ମୁଁ ଜାେଣ। 13 ଖ୍ରୀଷ୍ଟଙ୍କଠାରୁ େମାେତ ଶକ୍ତି, ପ୍ରଦତ୍ତ େହାଇଥିବାରୁ, ତାଙ୍କ ମାଧ୍ଯମ େର ମୁଁ ସବୁକିଛି କରିବାକୁ ସକ୍ଷମ। 14 କିନ୍ତୁ େମାର ସାହାୟ୍ଯ ଦରକାର ଥିଲା େବେଳ, ତୁମ୍େଭମାେନ େମାେତ ସାହାୟ୍ଯ କରି ଭଲ କରିଛ। 15 ମୁଁ େଯେତେବେଳ େସଠାେର ସୁସମାଚାର ପ୍ରଚାର ଆରମ୍ଭ କଲି, େସେତେବେଳ ତୁମ୍େଭ ଫିଲିପ୍ପୀବାସୀ, ତାହା ମେନ ରଖିଛ। ମୁଁ େଯେତେବେଳ ମାକିଦନିଆ ଛାଡ଼ିଲି, େସେତେବେଳ କେବଳ ତୁମ୍ଭର ମଣ୍ଡଳୀ େମାେତ ସାହାୟ୍ଯ େଦଇଥିଲା। 16 ଥେସଲନୀକୀ ନଗର େର ଥିଲା େବେଳ ତୁମ୍େଭମାେନ ଅନେକ ଥର େମାର ଆବଶ୍ଯକତା ପୂରଣ କରିବାକୁ ଜିନିଷମାନ ପଠାଇଛ। 17 ମୁଁ ତୁମ୍ଭ ଉପହାର ପାଇଁ ଲାଳାଯିତ ନୁେହଁ କିନ୍ତୁ ମୁଁ ଚା େହଁ େଯ, େଦବା ଦ୍ବାରା େଯଉଁ ଲାଭ ମିଳେ, ତାହା ତୁମ୍େଭ ପାଅ। 18 େମାରସମସ୍ତ ଆବଶ୍ଯକୀୟ ଜିନିଷ େମା ପାଖ େର ଅଛି। ଏପାଫ୍ରାଦିତଙ୍କ ଦ୍ବାରା ତୁମ୍େଭମାେନ ଉପହାରମାନ ପଠାଇଥିବାରୁ େମା ପାଖ େର େମାର ଆବଶ୍ଯକତାଠାରୁ ଅଧିକ ରହିଛି। ତୁମ୍ଭର ଉପହାରଗୁଡ଼ିକ ସୁଗନ୍ଧି ବଳି ରୂେପ ପରେମଶ୍ବରଙ୍କୁ ଅର୍ପଣ କରାଯାଇଛି। 19 ପରେମଶ୍ବର େସଗୁଡ଼ିକୁ ଗ୍ରହଣ କରନ୍ତି ଓ ତାହା ତାହାଙ୍କୁ ପ୍ରସନ୍ନ କେର। ଯୀଶୁଙ୍କ ଧନ େର େମା ପରେମଶ୍ବର ଅତି ଧନୀ। ତୁମ୍ଭର ସମସ୍ତ ଆବଶ୍ଯକତାଗୁଡ଼ିକୁ ପୂରଣ କରିବା ଲାଗି ପରେମଶ୍ବର ଖ୍ରୀଷ୍ଟଯୀଶୁଙ୍କଠା େର ତାଙ୍କ ଧନର ବ୍ଯବହାର କରିେବ। 20 ଆମ୍ଭର ପରେମଶ୍ବରଙ୍କ ମହିମା େଗୗରବ ସଦାସର୍ବଦା େହଉ। ଆେମନ୍! 21 ଖ୍ରୀଷ୍ଟଙ୍କଠା େର ପରେମଶ୍ବରଙ୍କ ପ୍ରେତ୍ୟକକ ପବିତ୍ର େଲାକକୁ ନମସ୍କାର। େମା ସହିତ ଥିବା ପରେମଶ୍ବରଙ୍କ େଲାକମାେନ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି। 22 ପରେମଶ୍ବରଙ୍କ ସମସ୍ତ େଲାକ ଓ ବିଶେଷ ଭାବେର େଯଉଁମାେନ କାଇସରଙ୍କ ପ୍ରାସାଦ େର ଅଛନ୍ତି, େସହି ବିଶ୍ବାସୀମାେନ ତୁମ୍ଭମାନଙ୍କୁ ନମସ୍କାର ଜଣାଇଛନ୍ତି। 23 ତୁମ୍ଭ ସମସ୍ତଙ୍କ ସହିତ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ରହିଥାଉ।