Philemon

1:1 ଖ୍ରୀଷ୍ଟଯୀଶୁଙ୍କ ପାଇଁ ବନ୍ଦୀ େହାଇଥିବା ପାଉଲ ଓ ଆମ୍ଭର ଭାଇ ତୀମଥିଙ୍କଠାରୁ 2 ଆମ୍ଭର ପ୍ରିୟ ମିତ୍ର ଓ ସହକର୍ମୀ ଫିଲୀେମାନ, ଆମ୍ଭର ଭଉଣୀ ଆପ୍ପିଯା, ସାଥି ସୈନିକ ଆଖିପ୍ପ, ଓ ତୁମ୍ଭ ଘରଠା େର ଏକତ୍ରୀତ େହଉଥିବା ଉପାସନା ମଣ୍ଡଳୀକୁ ପତ୍ର ଲେଖୁଛୁ। 3 ଆମ୍ଭର ପରମପିତା ପରେମଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠା େର ତୁମ୍ଭକୁ ଅନୁଗ୍ରହ ଓ ଶାନ୍ତି ମିଳୁ। 4 େମା ପ୍ରାର୍ଥନାମାନଙ୍କ େର ମୁଁ ତୁମ୍ଭକୁ ସ୍ମରଣ କେର। ତୁମ୍ଭ ପାଇଁ ସର୍ବଦା ମୁଁ ପରେମଶ୍ବରଙ୍କୁ ଧନ୍ଯବାଦ ଦିଏ। 5 ପରେମଶ୍ବରଙ୍କ ସମସ୍ତ ପବିତ୍ େରଲାକମାନଙ୍କ ପ୍ରତି ତୁମ୍ଭର ପ୍ େରମ ଓ ପ୍ରଭୁ ଯୀଶୁଙ୍କଠା େର ତୁମ୍ଭର ବିଶ୍ବାସ ବିଷୟ େର ମୁଁ ଶୁଣିଛି ଓ ମୁଁ ତୁମ୍ଭର େସହି ପ୍ େରମ ଓ ବିଶ୍ବାସ ପାଇଁ ପରେମଶ୍ବରଙ୍କୁ ଧନ୍ଯବାଦ ଜଣାଉଛି। 6 ଖ୍ରୀଷ୍ଟଙ୍କଠା େର ଥିବା ଆମ୍ଭର ସମସ୍ତ ଭଲ କଥାଗୁଡ଼ିକ ବୁଝିପାରିବା ପାଇଁ ତୁମ୍ଭର ବିଶ୍ବାସର ସହଭାଗିତା ତୁମ୍ଭକୁ ସାହାୟ୍ଯ କରିବ େବାଲି ମୁଁ ପ୍ରାର୍ଥନା କେର। 7 େହ ଭାଇ ପରେମଶ୍ବରଙ୍କ େଲାକମାନଙ୍କ ପ୍ରତି ତୁମ୍େଭ ପ୍ େରମଭାବ େଦଖାଇଛ, େସମାନଙ୍କୁ ତୁମ୍େଭ ଖୁସି କରିଛ। ଏହା େମାେତ ବହୁତ ଆନନ୍ଦ ଓ ଆଶ୍ବାସନା େଦଲା। 8 େକେତଗୁଡ଼ିଏ କଥା ତୁମ୍ଭର କରିବା ଉଚିତ୍। ଖ୍ରୀଷ୍ଟ େର ଭାଇ ହିସାବ େର ସତ୍ କାର୍ୟ୍ଯ କରିବା ନିମନ୍େତ ତୁମ୍ଭକୁ ଆେଦଶ େଦବାର େମାର ଅଧିକାର ଅଛି। 9 କିନ୍ତୁ ମୁଁ ତୁମ୍ଭକୁ ପ୍ େରମ େର ନିବେଦନ କରିବାକୁ ଇଚ୍ଛା କେର। ମୁଁ ପାଉଲ, ବୁଢ଼ା େହାଇ ଗଲିଣି ଓ ଖ୍ରୀଷ୍ଟଯୀଶୁଙ୍କ ପାଇଁ ବନ୍ଦୀ େହାଇଛି। 10 ମୁଁ ତୁମ୍ଭକୁ ଅନୀସିମ ପାଇଁ ନିବେଦନ କରୁଛି। ମୁଁ ବନ୍ଦୀ ଗୃହ େର ଥିଲା େବେଳ େସ େମାର ସନ୍ତାନ େହାଇଥିଲା। 11 ଅତୀତ େର େସ ତୁମ୍ଭ ପାଇଁ ଅଦରକାରୀ ଥିଲା। କିନ୍ତୁ ଏେବ େସ େମା' ଓ ତୁମ୍ଭ ଦୁହିଁଙ୍କ ପାଇଁ ବଡ଼ ଉପେଯାଗୀ ଅେଟ। 12 ମୁଁ ତାହାକୁ ତୁମ୍ଭ ପାଖକୁ ଫେରାଇ େଦଉଛି। ତା ସହିତ େମାର ହୃଦୟ ମଧ୍ଯ ବନ୍ଧା େହାଇଛି। 13 ମୁଁ ବନ୍ଦୀ ଗୃହ େର ଥିବା ସମୟେର େମାେତ ସୁସମାଚାର ପାଇଁ ସାହାୟ୍ଯ କରିବ େବାଲି ତାହାକୁ େମା ସହିତ ରଖିବାକୁ ଚାହୁଁଥିଲି। େମାେତ ସାହାୟ୍ଯ କରିବା ଦ୍ବାରା େସ ତୁମ୍ଭର େସବା କରିଥାଆନ୍ତା। 14 କିନ୍ତୁ ତୁମ୍ଭମାନଙ୍କୁ ପ୍ରଥମେ ନ ପଚାରି ମୁଁ କିଛି କରିବା ପାଇଁ ଇଚ୍ଛା କଲି ନାହିଁ। ତୁମ୍ଭର େକୗଣସି ଭଲ କାମ ନିଜ ଇଚ୍ଛା େର େହଉ, େମାର ବାଧ୍ଯ ବାଧ୍ଯକତା େର ନ େହଉ େବାଲି ମୁଁ ଚା େହଁ। 15 ଅନୀସିମ301 କ୍ଷଣିକ ପାଇଁ ତୁମ୍ଭଠାରୁ ଅଲଗା ଥିଲା। ଏହା ଏପରି ଘଟିଥାଇପା େର ୟଦ୍ଦ୍ବାରା ତୁମ୍େଭ ତାହାକୁ ସବୁଦିନ ପାଇଁ ପୁନଃ ପ୍ରାପ୍ତ େହାଇପାରିବ। 16 ଦାସ େହବା ପାଇଁ ନୁେହଁ, ବରଂ ଦାସଠାରୁ ବଳି ଏକ ପ୍ରିୟ ଭାଇ ଭଳି। ମୁଁ ତାହାକୁ ବହୁତ ଭଲ ପାଏ। କିନ୍ତୁ ତୁମ୍େଭ ଆହୁରି ଅଧିକ ଭଲ ପାଇବ। ତୁମ୍େଭ ତାହାକୁ ଜେଣ ମଣିଷ ଓ ପ୍ରଭୁଙ୍କଠା େର ଜେଣ ଭାଇ ଭଳି ଭଲ ପାଇବ। 17 ଯଦି ତୁମ୍େଭ େମାେତ ମିତ୍ର େବାଲି ଗ୍ରହଣ କରୁଛ, ତା' େହେଲ ଅନୀସିମଙ୍କୁ ପୁନର୍ବାର ଗ୍ରହଣ କର। େମାେତ େଯପରି ସ୍ବାଗତ କରିଥାନ୍ତ, େସପରି ତାହାକୁ ସ୍ବାଗତ କର। 18 ଯଦି ଅନୀସିମ ତୁମ୍ଭ ପ୍ରତି କିଛି ଭୁଲ କରିଛି ବା ତା'ର ତୁମକୁ କିଛି େଦବାକୁ ଅଛି େତେବ ତାହା େମା ଖାତା େର ପକାଇ ଦିଅ। 19 ମୁଁ ପାଉଲ, ଏହି କଥା େମା ହାତ େର ଲେଖୁଛି। ଅନୀସିମର ଯଦି ତୁମ୍ଭକୁ କିଛି େଦବାକୁ ଅଛି, ମୁଁ ତାହା ତୁମ୍ଭକୁ ଫେରାଇ େଦବି। ନିଜ ଜୀବନ ପାଇଁ ତୁମ୍େଭ େଯ େମା'ଠା େର େକେତ ଋଣୀ, େସ ସମ୍ପର୍କ େର ମୁଁ କିଛି କହିବି ନାହିଁ। 20 େତଣୁ େହ େମାର ଭାଇ ! ପ୍ରଭୁଙ୍କଠା େର ତୁମ୍େଭ େମା ପାଇଁ କିଛି ଆବଶ୍ଯକୀୟ ବିଷୟ କର େବାଲି, ମୁଁ କୁ େହ। ଖ୍ରୀଷ୍ଟଙ୍କଠା େର େମା ହୃଦୟକୁ ଆଶ୍ବାସନା ଦିଅ। 21 ମୁଁ ଯାହା କହିଛି, େସଗୁଡିକ କରିବ େବାଲି ଜାଣି ମୁଁ ଏହି ଚିଠି ଲେଖୁଛି। ମୁଁ ଜାେଣ େଯ ମୁଁ େଯତିକି କ େହ, ତୁମ୍େଭ ତା'ଠାରୁ ଅଧିକ କରିବ। 22 େମା ରହିବା ପାଇଁ େଗାଟିଏ ବଖରା ମଧ୍ଯ ପ୍ରସ୍ତୁତ କର। ମୁଁ ଆଶା କେର େଯ ପରେମଶ୍ବର ତୁମ୍ଭ ପ୍ରାର୍ଥନା ଶୁଣିେବ ଓ ମୁଁ ତୁମ୍ଭ ପାଖକୁ ୟିବାକୁ ସମର୍ଥ େହାଇ ପାରିବି। 23 ଖ୍ରୀଷ୍ଟ ଯୀଶୁଙ୍କ ପାଇଁ ଏପାଫ୍ରା େହଉଛନ୍ତି େମାର ସହବନ୍ଦୀ। େସ ତୁମ୍ଭକୁ ନମସ୍କାର ଜଣାଉଛନ୍ତି। 24 ମାର୍କ, ଆରିସ୍ତାର୍ଖ, ଦୀମା ଓ ଲୂକ ଏମାେନ ମଧ୍ଯ ତୁମ୍ଭକୁ ନମସ୍କାର ଜଣାଉଛନ୍ତି। 25 ଆମ୍ଭମାନଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭମାନଙ୍କର ଆତ୍ମା ସହିତ ରହିଥାଉ।