Ruth

1:1 େସହି ସମୟେର େଯେତେବେଳ ବିଗ୍ଭରକଗଣ ଶାସନ କରୁଥିେଲ, େସହି େଦଶ େର ଦକ୍ସ୍ଟର୍ଭିକ୍ଷ ପଡିଥିଲା। େତଣୁ ଏଲିମେଲକ ନାମକ ଜେଣ େଲାକ ୟିହକ୍ସ୍ଟଦାସ୍ଥିତ ନିଜର ଗୃହ ବୈଥ୍ଲେହମ୍କକ୍ସ୍ଟ ପରିତ୍ଯାଗ କଲା ଏବଂ େସ ତା'ର ସ୍ତ୍ରୀ ଓ ଦକ୍ସ୍ଟଇ ପକ୍ସ୍ଟତ୍ର ସହିତ େମାୟାବ େଦଶ େର ବାସ କରିବାକୁ ଗଲା। 2 େସହି େଲାକର ସ୍ତ୍ରୀର ନାମ ଥିଲା ନୟମୀ ଓ ଦକ୍ସ୍ଟଇ ପକ୍ସ୍ଟତ୍ରଙ୍କ ନାମ ଥିଲା, ମହଲୋନ୍ ଓ କିଲିଯୋନ୍। େସମାେନ ଥିେଲ, ୟିହକ୍ସ୍ଟଦାର ବୈଥ୍ଲେହମରକ୍ସ୍ଟ ଏଫ୍ରାଥୀଯ େଲାକ। େସମାେନ େମାୟାବର ପର୍ବତମଯ େଦଶକକ୍ସ୍ଟ ଗେଲ ଓ େସଠାେର ବସବାସ କେଲ। 3 ଏହାପେର ନୟମୀର ସ୍ବାମୀ ଏଲିମେଲକ ମରିଗଲା। କେବଳ ନୟମୀ ଓ ତା'ର ଦକ୍ସ୍ଟଇ ପକ୍ସ୍ଟତ୍ର ବଞ୍ଚି ରହିେଲ। 4 ତା'ର ପକ୍ସ୍ଟତ୍ରମାେନ େମାୟାବର ୟକ୍ସ୍ଟବତୀଙ୍କକ୍ସ୍ଟ ବିବାହ କେଲ। ଜେଣ ସ୍ତ୍ରୀଙ୍କର ନାମଥିଲା ଅର୍ପା, ଅନ୍ୟ ଜଣଙ୍କର ନାମ ଥିଲା ଋତ। େସମାେନ େମାୟାବ େର ଦଶ ବର୍ଷ ବାସ କେଲ। 5 ମହେଲାନ ଏବଂ କିଲିେୟାନ ମଧ୍ଯ ମୃତକ୍ସ୍ଟ୍ଯବରଣ କେଲ। େତଣୁ ନୟମୀ ସ୍ବାମୀହୀନ ଓ ପକ୍ସ୍ଟତ୍ରହୀନ େହାଇ ରହିଲା। 6 େଯେତେବେଳ ନୟମୀ େମାୟାବର ପର୍ବତମଯ େଦଶ େର ବାସ କରୁଥିଲା, େସ ଜାଣିବାକକ୍ସ୍ଟ ପାଇଲା େଯ, ପରମଶ୍ବର ତାଙ୍କର େଲାକମାନଙ୍କୁ ସାହାୟ୍ଯ କରୁଛନ୍ତି। େସ ୟିହକ୍ସ୍ଟଦାର େଲାକମାନଙ୍କୁ ଖାଦ୍ୟ ଦେଉଛନ୍ତି। େତଣୁ େସ େମାୟାବ େଦଶ ଛାଡି ନିଜ େଦଶକକ୍ସ୍ଟ େଫରିୟିବା ପାଇଁ ନିଷ୍ପତ୍ତି ନେଲା। ତା'ର ପକ୍ସ୍ଟତ୍ରବଧୂମାେନ ମଧ୍ଯ ତା ସହିତ ୟିବା ପାଇଁ ନିଷ୍ପତ୍ତି େନେଲ। 7 େତଣୁ େସ ତା'ର ପକ୍ସ୍ଟତ୍ର ବଧୂମାନଙ୍କୁ ଧରି ତା'ର ବାସସ୍ଥାନ ଛାଡି ୟିହକ୍ସ୍ଟଦାକକ୍ସ୍ଟ ଗ୍ଭଲି ଆସିଲା। 8 ଏହାପେର ନୟମୀ ତା'ର ପକ୍ସ୍ଟତ୍ରବଧୂମାନଙ୍କୁ କହିଲା, "ତୁମ୍େଭମାନଙ୍କ ମଧ୍ଯରକ୍ସ୍ଟ ପ୍ରେତ୍ୟକକ ତୁମ୍ଭମାନଙ୍କର ମା' ପାଖକକ୍ସ୍ଟ େଫରିୟାଅ। ତୁମ୍େଭମାେନ ତୁମ୍ଭମାନଙ୍କର ସ୍ବାମୀମାନଙ୍କ ପ୍ରତି, େଯଉଁମାେନ କି ବର୍ତ୍ତମାନ ମୃତ ଓ େମା ପ୍ରତି ଦୟା େଦଖାଇଛ। େତଣୁ ମୁ ପ୍ରାର୍ଥନା କେର େଯ, ସଦାପ୍ରଭୁ ତୁମ୍ଭଙ୍କୁ ଉତ୍ତମତା ଓ ଦୟା େଦଖାଇେବ। 9 ମୁ ପ୍ରାର୍ଥନା କରୁଛି େଯ, ସଦାପ୍ରଭୁ ତକ୍ସ୍ଟମ୍ଭ ପ୍ରେତ୍ୟକକଙ୍କକ୍ସ୍ଟ ନୂତନ ସ୍ବାମୀ ଏବଂ ସକ୍ସ୍ଟରକ୍ଷୀତ ଘର ଦିଅନ୍ତକ୍ସ୍ଟ।" ନୟମୀ ତା'ର ପକ୍ସ୍ଟତ୍ରବଧୂମାନଙ୍କୁ ଚକ୍ସ୍ଟମ୍ବନ େଦଲା ଓ େସମାେନ ସମସ୍େତ କ୍ରନ୍ଦନ କେଲ। 10 କିନ୍ତୁ ପକ୍ସ୍ଟତ୍ରବଧୂମାେନ କହିେଲ, "ଆମ୍େଭମାେନ ତକ୍ସ୍ଟମ୍ଭ ସହିତ ତୁମ୍ଭର େଦଶ ଓ ତୁମ୍ଭର େଲାକମାନଙ୍କ ନିକଟକକ୍ସ୍ଟ ୟିବାକକ୍ସ୍ଟ ଗ୍ଭହକ୍ସ୍ଟଁ।" 11 କିନ୍ତୁ ନୟମୀ କହିେଲ, "ନା, େମାର କନ୍ଯାଗଣ, ତୁମ୍େଭ ତୁମ୍ଭର ସ୍ବଗୃହକକ୍ସ୍ଟ େଫରିୟାଅ। ତୁମ୍େଭମାେନ ଆଉ କାହିଁକି େମା ସହିତ ୟିବ? ମୁ ତୁମ୍ଭମାନଙ୍କୁ ସାହାୟ୍ଯ କରିପାରିବି ନାହିଁ। େମାରତ ଗର୍ଭ େର ଆଉ ସନ୍ତାନ ନାହିନ୍ତି, େଯଉଁମାେନ କି ତୁମ୍ଭର ସ୍ବାମୀ େହାଇ ଥା'ନ୍ତେ। 12 ତୁମ୍େଭ କ'ଣ ସ୍ବସ୍ଥାନକକ୍ସ୍ଟ ୟିବ ନାହିଁ? ମୁ ଅତ୍ଯଧିକ ବଯସ୍କା ବିବାହ କରିବା ପାଇଁ ଏବଂ ଏକ ନୂଆ ସ୍ବାମୀ ପାଇବାକକ୍ସ୍ଟ। ତଥାପି ଯଦି ପକ୍ସ୍ଟନର୍ବାର ବିବାହ କରିବା ପାଇଁ ଯଦି ଆଶା କେର, ତଥାପି ଯଦି େମାର େଗାଟିଏ ସ୍ବାମୀ ଆଜି ରାତ୍ରି େର ଥିଲା, ଏବଂ ମୁ ଗର୍ଭବତୀ ହକ୍ସ୍ଟଏଁ ଏବଂ ଦକ୍ସ୍ଟଇଟି ସନ୍ତାନ ଜନ୍ମ ଦିଏ, ଏହାବି ତକ୍ସ୍ଟମ୍ଭ ପାଇଁ େକୗଣସି ସାହାୟ୍ଯ େହବ କି? 13 େସମାେନ ବଡ େହବା ପର୍ୟ୍ଯନ୍ତ ତୁମ୍େଭ କ'ଣ ଅପେକ୍ଷା କରିବ ଏବଂ ୟଥେଷ୍ଟ ବଯଷ୍କ ବିବାହ କରିବା ନିମନ୍େତ? ତୁମ୍େଭ େଯେତେବେଳ େସମାନଙ୍କୁ ଅପେକ୍ଷା କରିବ। ତୁମ୍େଭ ନିଜକକ୍ସ୍ଟ ଅନ୍ୟ ସ୍ବାମୀମାନଙ୍କଠାରକ୍ସ୍ଟ ବିବାହ କରିବାଠାରକ୍ସ୍ଟ ଦୂ େରଇ ରଖି ପାରିବ କି? ନା, େମାରକନ୍ଯାଗଣ, ମୁ ତୁମ୍ଭମାନଙ୍କ ପାଇଁ ଖରାପ ଅନକ୍ସ୍ଟଭବ କରୁଛି, କାରଣ ଏହା ଜଣାୟାଏ େଯ, ସଦାପ୍ରଭୁ େମା ବିରକ୍ସ୍ଟଦ୍ଧ େର ଅଛନ୍ତି।" 14 ଏଣୁ େସହି ସ୍ତ୍ରୀ େଲାକମାେନ ପକ୍ସ୍ଟଣି େରାଦନ କେଲ। ଏହାପେର ଅର୍ପା ତା'ର ଶାଶୂକକ୍ସ୍ଟ ଚକ୍ସ୍ଟମ୍ବନ େଦଲା ଓ ଗ୍ଭଲିଗଲା। କିନ୍ତୁ ଋତ ତାଙ୍କୁ ଧରି ରହିଲା। 15 ନୟମୀ କହିଲା, " େଦଖ, ତୁମ୍ଭର ୟାଆ ତା'ର ନିଜର େଲାକମାନଙ୍କ ନିକଟକକ୍ସ୍ଟ ପକ୍ସ୍ଟଣି ଆପଣା େଦବତାମାନଙ୍କ ନିକଟକକ୍ସ୍ଟ େଫରିଗେଲ। ତୁମ୍େଭ ମଧ୍ଯ େସହିପରି କରିବା ଉଚିତ୍।" 16 କିନ୍ତୁ ଋତ କହିେଲ, "ଦୟାକରି ତୁମ୍ଭକୁ ଛାଡି ୟିବା ପାଇଁ େମାେତ ବାଧ୍ଯ କର ନାହିଁ। େମାର ସ୍ବଗୃହକକ୍ସ୍ଟ େଫରିୟିବା ପାଇଁ େମାେତ କକ୍ସ୍ଟହ ନାହିଁ। େମାେତ ତକ୍ସ୍ଟମ୍ଭ ସହିତ ୟିବାକକ୍ସ୍ଟ ଦିଅ। ତୁମ୍େଭ ୟକ୍ସ୍ଟଆେଡ ୟିବ, ମୁ େସହିଆେଡ ୟିବି। ତୁମ୍େଭ େଯଉଁଠା େର ରହିବ ମୁ େସହିଠା େର ରହିବି। ତୁମ୍ଭର େଲାକ ହିଁ େମାର େଲାକ, ତୁମ୍ଭର ସଦାପ୍ରଭୁ ହିଁ େମାରସଦାପ୍ରଭୁ େହେବ। 17 ତୁମ୍େଭ େଯଉଁଠା େର ମରିବ ଓ କବର ନେବ ମୁ େସହିଠା େର ମରିବି ଓ କବର ନେବି। କେବଳ ମୃତକ୍ସ୍ଟ୍ଯଛଡା ଆଉ କିଛି ହିଁ େଯେବ ତୁମ୍ଭକୁ ଓ େମାେତ ବିଚ୍ଛେଦ କରଇ, େତେବ ସଦାପ୍ରଭୁ େସହି ଦଣ୍ତରକ୍ସ୍ଟ ମଧ୍ଯ ତହିଁରକ୍ସ୍ଟ ଅଧିକ େମାେତ ଦିଅନ୍ତକ୍ସ୍ଟ।" 18 ନୟମୀ େଦଖିେଲ େଯ ଋତ ତାଙ୍କ ସହିତ ୟିବା ପାଇଁ ସଂକଳ୍ପବଦ୍ଧ ଥିେଲ। େତଣୁ ନୟମୀ ତାଙ୍କ ସହିତ ୟକ୍ସ୍ଟକ୍ତି ବନ୍ଦ କେଲ। 19 ନୟମୀ ଏବଂ ଋତ ବୈଥଲେହମକକ୍ସ୍ଟ ଗେଲ। େସମାେନ େଯେତେବେଳ ବୈଥ୍ଲେହମ େର ପ୍ରେବଶ କେଲ, େଲାକମାେନ ଉତ୍ସୁକ େହେଲ ଓ କହିେଲ, "ଏ କ'ଣ ପ୍ରକୃତ େର ନୟମୀ?" 20 କିନ୍ତୁ ବନୟମୀ େସହି େଲାକମାନଙ୍କୁ କହିେଲ, େମାେତ ନୟମୀ େବାଲି ଡାକ ନାହିଁ, େମାେତ ମାରା େବାଲି ଡାକ। େଯହିତକ୍ସ୍ଟ ସର୍ବଶକ୍ତିମାନ ପରେମଶ୍ବର େମାର ଜୀବନକକ୍ସ୍ଟ ଦକ୍ସ୍ଟଃଖପୂର୍ଣ କରିଅଛନ୍ତି। 21 େଯେତେବେଳ ମୁ ଏହି ସ୍ଥାନ ଛାଡିଲି, େମାର ସବୁକିଛି ଥିଲା, କିନ୍ତୁ ସଦାପ୍ରଭୁ େମାେତ ଖାଲି ହାତ େର ଘରକକ୍ସ୍ଟ ଫେରାଇ ଆଣିେଲ। ସଦାପ୍ରଭୁ େମାେତ ଦଃଖ େଦଇଅଛନ୍ତି, େତଣୁ ତୁମ୍େଭମାେନ େମାେତ 'ନୟମୀ' େବାଲି କାହିଁକି ଡାକକ୍ସ୍ଟଅଛକ୍ସ୍ଟ? ସର୍ବଶକ୍ତିମାନ ପରେମଶ୍ବର େମାେତ ଅନେକ ଦକ୍ସ୍ଟଃଖ େଦଇଛନ୍ତି ଏବଂ େମା ଉପରକକ୍ସ୍ଟ ବହକ୍ସ୍ଟତ ଅସକ୍ସ୍ଟବିଧା ଆଣିଛନ୍ତି।" 22 ଏହିପରି ଭାବେର ବାର୍ଲି ଅମଳ ଆରମ୍ଭ େହବା ସମୟେର ନୟମୀ ଏବଂ ତା'ର ପକ୍ସ୍ଟତ୍ରବଧୂ ଋତ େମାୟାବର ପାର୍ବତ୍ଯ େଦଶରକ୍ସ୍ଟ ବୈଥଲେହମକକ୍ସ୍ଟ େଫରି ଆସିେଲ।

2:1 ବୈଥିେଲହମ େର ଜେଣ ଧନୀ ବ୍ଯକ୍ତି ବାସ କରୁଥିେଲ। ଯାହାଙ୍କର ନାମଥିଲା ବୋଯାଜ। ବୋଯାଜ ଥିେଲ ଏଲିମେଲକର ପରିବାରରକ୍ସ୍ଟ ନୟମୀର ଜେଣ ଅନ୍ତରଙ୍ଗ ବନ୍ଧକ୍ସ୍ଟ। 2 ଦିେନ ଋତ ( େମାୟାବ ଦେଶୀଯ) ନୟମୀକକ୍ସ୍ଟ କହିେଲ, "ମୁ କ୍ଷେତକକ୍ସ୍ଟ ୟିବା ପାଇଁ ଗ୍ଭ େହଁ। େକହି େମାେତ ଅନକ୍ସ୍ଟଗ୍ରହ େଦଖାଇପାରନ୍ତି। ଯଦି ୟିଏ େକହି ତା' ପଛ େର କିଛି ଶସ୍ଯ ଛାଡି ୟାଏ ମୁ ତାକକ୍ସ୍ଟ ସାଉଁଟି ଆଣିବି।" ନୟମୀ କହିେଲ, "ୟାଅ େମାରକନ୍ଯା।" 3 େତଣୁ ଋତ କ୍ଷେତକକ୍ସ୍ଟ ଗଲା। େସ ଶ୍ରମିକମାନଙ୍କୁ ଅନକ୍ସ୍ଟସରଣ କରି ସମସ୍ତ ଶସ୍ଯ ସାଉଁଟିବାକକ୍ସ୍ଟ ଲାଗିଲା। େଯଉଁ ସବୁକକ୍ସ୍ଟ ଶ୍ରମିକମାେନ ଛାଡି ୟାଇଥିେଲ, େସହି ଶସ୍ୟଗୁଡ଼ିକ େସ ସଂଗ୍ରହ କରୁଥିେଲ। ଏହି ଘଟଣା େବାୟଜର କ୍ଷେତ େର ଘଟିଥିଲା ୟିଏକି ଏଲିମେଲକର ପରିବାରର ଥିଲା। 4 ଏହାପେର େବାୟଜ ବୈଥଲେହମରକ୍ସ୍ଟ ନିଜର କ୍ଷେତକକ୍ସ୍ଟ ଆସିଲା। ଏବଂ ଶ୍ରମିକମାନଙ୍କୁ ଅଭ୍ଯର୍ଥନା କଲା, "ସଦାପ୍ରଭୁ ତୁମ୍ଭମାନଙ୍କର ସହିତ ଥାଆନ୍ତକ୍ସ୍ଟ।" େସମାେନ ଉତ୍ତର େଦେଲ, "ଏବଂ ସଦାପ୍ରଭୁ ଆପଣଙ୍କକ୍ସ୍ଟ ଆଶୀର୍ବାଦ କରନ୍ତକ୍ସ୍ଟ।" 5 ଏହାପେର େବାୟଜ ତା'ର ଦାସକକ୍ସ୍ଟ ପଗ୍ଭରିଲା, ୟିଏ କି ଶ୍ରମିକମାନଙ୍କର ଖବର ବକ୍ସ୍ଟଝକ୍ସ୍ଟଥିଲା, " େସ କାହାର ଝିଅ?" 6 ତାଙ୍କର ଦାସ ଉତ୍ତର େଦଲା, " େସ େହଉଛନ୍ତି େମାୟାବ ଦେଶୀଯା ୟକ୍ସ୍ଟବତୀ ୟିଏକି ନୟମୀ ସାଙ୍ଗ େର ଆସିଅଛି, େସହି ପାର୍ବତ୍ଯମଯ େଦଶ େମାୟାବରକ୍ସ୍ଟ। 7 େସ ପ୍ରତକ୍ସ୍ଟ୍ଯଷ୍ଯ େର ଆସି ଶ୍ରମିକମାେନ ପଛ େର ଛାଡି ଯାଉଥିବା ଶସ୍ୟଗୁଡ଼ିକ ସାଉଁଟିବା ପାଇଁ ଅନକ୍ସ୍ଟମତି ନେଲା। ଏ ପର୍ୟ୍ଯନ୍ତ େସ ଲଗାତର ଭାବେର କାର୍ୟ୍ଯ କରୁଅଛି, କେବଳ ଅଳ୍ପ ସମୟ େସ ଗୃହ େର ବିଶ୍ରାମ ନେଉଥିଲା ।" 8 ଏହାପେର େବାୟଜ ଋତକ୍ସ୍ଟ କହିେଲ, "ଆଗୋ େମାର କନ୍ଯା, େମାର କଥା ଶକ୍ସ୍ଟଣ। େମା କ୍ଷେତରକ୍ସ୍ଟ ତୁମ୍େଭ ନିଜ ପାଇଁ ଶସ୍ଯ ସଂଗ୍ରହ କର। ତୁମ୍ଭର ଅନ୍ୟ କାହାର କ୍ଷେତକକ୍ସ୍ଟ ୟିବା ଦରକାର ନାହିଁ। ମାତ୍ର େମାର ଦାସୀଗଣଙ୍କ ପଛ େର ୟାଅ। 9 େଦଖ େସମାେନ କେଉଁ କ୍ଷେତକକ୍ସ୍ଟ ଯାଉଛନ୍ତି, େସମାନଙ୍କୁ ଅନକ୍ସ୍ଟସରଣ କର। ମୁ େସ ୟକ୍ସ୍ଟବକମାନଙ୍କୁ ସତର୍କ କରାଇ େଦଉଛି େସମାେନ ତୁମ୍ଭକୁ ହଇରାଣ କରିେବ ନାହିଁ। ତୁମ୍େଭ େଯେବ ତକ୍ସ୍ଟଷାର୍ତ୍ତ ଅନକ୍ସ୍ଟଭବ କରିବ, େତେବ ତୁମ୍େଭ ୟାଇ େମାର େଲାକମାେନ ପିଉଥିବା ପାଣିପାତ୍ରରକ୍ସ୍ଟ ପାଣି ପିଇପାରିବ।" 10 ଏହାପେର ଋତ ତାଙ୍କୁ ପ୍ରମାଣ କଲା। େସ େବାୟଜଙ୍କକ୍ସ୍ଟ ପଗ୍ଭରିଲା, "ମୁ ଆଶ୍ଚର୍ୟ୍ଯ େହଉଛି, ତୁମ୍େଭ ତ େମାେତ ଆଗରକ୍ସ୍ଟ େକେବବି େଦଖି ନାହିଁ। ମୁ ବିଦେଶୀନୀ େହେଲବି ତୁମ୍େଭ େମା' ପ୍ରତି ଦୟା େଦଖାଇ ଅଛ।" 11 େବାୟଜ ତାଙ୍କୁ କହିେଲ, "ତୁମ୍େଭ କିପରି ତକ୍ସ୍ଟମ୍ଭ ଶାଶୂ ନୟମୀକକ୍ସ୍ଟ ସାହାୟ୍ଯ କଲ, େମାେତ େସ ବିଷଯ େର କକ୍ସ୍ଟହାଗଲା। ମୁ ଜାେଣ ତୁମ୍ଭର ସ୍ବାମୀର ମୃତକ୍ସ୍ଟ୍ଯ ପେର ତୁମ୍େଭ କିପରି ତାକକ୍ସ୍ଟ ସାହାୟ୍ଯ କଲ। ଏବଂ ମୁ ଏହା ମଧ୍ଯ ଜାେଣ େଯ ତୁମ୍େଭ ତୁମ୍ଭର ନିଜର େଦଶ, ମାତାପିତାଙ୍କୁ ଛାଡି ପକ୍ସ୍ଟଣି େଯଉଁମାନଙ୍କୁ ତୁମ୍େଭ ପର୍ବରକ୍ସ୍ଟ ଜାଣି ନଥିଲ, େସହିମାନଙ୍କ ସହିତ ରହିବା ପାଇଁ ଆସିଅଛ। 12 ସଦାପ୍ରଭୁ ତୁମ୍ଭକୁ ତୁମ୍ଭର ଏହି ଭଲକାମ ପାଇଁ ପକ୍ସ୍ଟରସ୍କାର େଦେବ। ତୁମ୍ଭକୁ ସଦାପ୍ରଭୁ ଇଶ୍ରାେୟଲର ପରେମଶ୍ବର ପୂର୍ଣ ମାତ୍ରା େର ପକ୍ସ୍ଟରସ୍କୃତ କରନ୍ତକ୍ସ୍ଟ। ତୁମ୍େଭ ନିରାପତ୍ତା ପାଇଁ ସଦାପ୍ରଭୁଙ୍କ ପାଖକକ୍ସ୍ଟ େଫରିଆସିଲ ଏବଂ େସ ତକ୍ସ୍ଟମ୍ଭଙ୍କକ୍ସ୍ଟ ରକ୍ଷା କରିେବ।" 13 ଏହାପେର ଋତ ତାଙ୍କୁ କହିେଲ, "ତୁମ୍େଭ େମା ଉପେର ବହକ୍ସ୍ଟତ ଦୟା େଦଖାଇ ଅଛ। ମହାଶୟ, ମୁ ଆପଣଙ୍କର ଦାସୀ। ଏପରିକି ମୁ ଆପଣଙ୍କର ଏକ ଦାସୀ ସହିତ ସମାନ ନକ୍ସ୍ଟ େହଁ, ତଥାପି ଆପଣ େମାପ୍ରତି ବହକ୍ସ୍ଟତ ଦୟା ଓ କରୁଣା େଦଖାଇଛନ୍ତି ଏବଂ ଆପଣ ଦୟାର କଥା େମାେତ କହିଛନ୍ତି।" 14 ମଧ୍ଯାହ୍ନ େଭାଜନ ସମୟେର, େବାୟଜ ଋତଙ୍କକ୍ସ୍ଟ କହିେଲ, "ଏଠାକକ୍ସ୍ଟ ଆସ! ଆମର େରାଟୀରକ୍ସ୍ଟ କିଛି ଖାଅ। ଆଉ ତୁମ୍େଭ େରାଟୀରକ୍ସ୍ଟ କିଛି ଖଣ୍ତ େନଇ ତାହାକକ୍ସ୍ଟ ଅମ୍ଳରସ େର ବକ୍ସ୍ଟଡାଅ।" 15 ଏହାପେର ଋତ ଉଠି କାର୍ୟ୍ଯକକ୍ସ୍ଟ ଗଲା। 16 ତା'ର କାମକକ୍ସ୍ଟ ସରଳ କରିବା ପାଇଁ କିଛି ଶସ୍ଯ ପକାଇ ୟାଅ ଏବଂ ତାକକ୍ସ୍ଟ େଗାଟାଇବାକକ୍ସ୍ଟ ଦିଅ। ତାଙ୍କୁ ବାରଣ କର ନାହିଁ।" 17 ଋତ ସନ୍ଧ୍ଯା ପର୍ୟ୍ଯନ୍ତ କ୍ଷେତ େର କାର୍ୟ୍ଯ କଲା। େସ ଶସ୍ଯ ସଂଗ୍ରହ କଲା ପେର, େସ ଏଗୁଡିକୁ ତକ୍ସ୍ଟଷରକ୍ସ୍ଟ ଅଲଗା କଲା। ଏହା ଓଜନ କଲାରକ୍ସ୍ଟ ଅର୍ଦ୍ଧ ବକ୍ସ୍ଟଶେଲ ବାର୍ଲି େହଲା। 18 ଋତକ୍ସ୍ଟ ଏହାପେର ଶସ୍ୟଗୁଡ଼ିକ େନଇ ନଗରକକ୍ସ୍ଟ ୟାଇ ତା'ର ଶାଶୂକକ୍ସ୍ଟ େଦଲା ଏବଂ ସାଙ୍ଗ େର ଆଣିଥିବା ଅବଶିଷ୍ଟ ଖାଦ୍ୟ ତାଙ୍କୁ େଦଲା। 19 ତା'ର ଶାଶୂ ତାକକ୍ସ୍ଟ ପଚାରିେଲ, "ଆଜି ତୁମ୍େଭ କେଉଁଠାରକ୍ସ୍ଟ ଏହି ଶସ୍ଯ ସଂଗ୍ରହ କଲ? କେଉଁଠାକକ୍ସ୍ଟ ତୁମ୍େଭ ଗଲ ଓ କାମ କଲ? ୟିଏ ତୁମ୍ଭକୁ ଶସ୍ଯ େଦଲା, େସ ଧନ୍ଯ େହଉ।" 20 େତଣୁ ନୟମୀ ତାଙ୍କର ପୁତ୍ରବଧୂକୁ କହିଲା, " େସ ସଦାପ୍ରଭୁଙ୍କ ଦ୍ବାରା ଆଶୀର୍ବାଦ ପ୍ରାଲ୍ଗ ହକ୍ସ୍ଟଅନ୍ତକ୍ସ୍ଟ, ୟିଏକି ମୃତ ଓ ଜୀବିତ ଓ ମୃତମାନଙ୍କଠାରକ୍ସ୍ଟ ତାଙ୍କର କରୁଣା ଦୂ େରଇ ନାହାନ୍ତି।" ଏହାପେର ନୟମୀ ତାକକ୍ସ୍ଟ କହିଲା, " େସ େହଉଛନ୍ତି ଆମର ନିକଟ ସଐର୍କୀଯ ଏବଂ ଆମ୍ଭମାନଙ୍କର ରକ୍ଷାକର୍ତ୍ତା ମଧ୍ଯରକ୍ସ୍ଟ ଜେଣ ଅଟନ୍ତି।" 21 ଏହାପେର େମାୟାବ ଦେଶୀଯ ଋତ କହିଲା, "େବାୟଜ େଫରି ଆସିବାକକ୍ସ୍ଟ ଏବଂ ତାଙ୍କର ଶ୍ରମିକମାନଙ୍କ ସହିତ ମିଶି କାର୍ୟ୍ଯ କରିବାକୁ ପଚାରିେଲ, େଯପର୍ୟ୍ଯନ୍ତ ଅମଳ ଶେଷ େହାଇନାହିଁ।" 22 ଏହାପେର ନୟମୀ ତା'ର ପକ୍ସ୍ଟତ୍ରବଧୂ ଋତକକ୍ସ୍ଟ କହିେଲ, "ଏହା ତକ୍ସ୍ଟମ୍ଭପାଇଁ ଅତି ଉତ୍ତମ େଯ ତୁମ୍େଭ େସହି ସ୍ତ୍ରୀ େଲାକମାନଙ୍କ ସଙ୍େଗ କାର୍ୟ୍ଯ କରିବା। ଯଦି ତୁମ୍େଭ ଅନ୍ୟର କ୍ଷେତ େର କାର୍ୟ୍ଯ କର େତେବ େକେତକ େଲାକ ତୁମ୍ଭର ଅସକ୍ସ୍ଟବିଧା କରିପାରନ୍ତି।" 23 େତଣୁ ଋତ େବାୟଜଙ୍କର େସହି ମହିଳା ଶ୍ରମିକମାନଙ୍କ ସହିତ ଘନିଷ୍ଠଭାବେର କାର୍ୟ୍ଯ କରିବାକୁ ଲାଗିେଲ। ବାର୍ଲି ଅମଳ ସରିବା ପ୍ରର୍ୟ୍ଯନ୍ତ ସଂଗ୍ରହ କରି ଚାଲିେଲ। ତା ପେର େସ ଗହମ ଅମଳ ଶେଷ ପର୍ୟ୍ଯନ୍ତ େସଠାେର କାର୍ୟ୍ଯ କେଲ, ଏବଂ ତାଙ୍କର ଶାଶୂଙ୍କ ସହିତ ରହିବାକକ୍ସ୍ଟ ଲାଗିଲା।

3:1 ଏହାପେର ନୟମୀ ଋତର ଶାଶୂ ତାଙ୍କୁ କହିେଲ, " େହ େମାର କନ୍ଯା, ମୁ ତକ୍ସ୍ଟମ୍ଭ ପାଇଁ ଏକ ନିରାପଦ ଗୃହ ପାଇବା ପାଇଁ େଚଷ୍ଟା କରିବି। ଏହା ତୁମ୍ଭର ମଙ୍ଗଳ େହବ।" 2 େହାଇପା େର େବାୟଜ େହଉଛନ୍ତି ଉପୟକ୍ସ୍ଟକ୍ତ ପ୍ରସ୍ତାବ। େବାୟଜ େହଉଛି ଆମର ଦୂର ସଐର୍କୀଯ। ତୁମ୍େଭ ତାଙ୍କ ଦାସୀମାନଙ୍କ ସହିତ କାମ କରିଛ। େସ ଆଜି ଆପଣ ଖଳା େର ରାତ୍ରି ସମୟେର ଜବ ଝାଡକ୍ସ୍ଟଅଛି। 3 ତୁମ୍େଭ ସ୍ନାନ କରି ସକ୍ସ୍ଟନ୍ଦର ପୋଷାକ ପିନ୍ଧି େସହି ଖଳାକକ୍ସ୍ଟ ୟାଅ। ମାତ୍ର େସହି ମନକ୍ସ୍ଟଷ୍ଯ େଭାଜନ ପାନ ନସାରିବା ପର୍ୟ୍ଯନ୍ତ ତାକକ୍ସ୍ଟ ଆପଣାର ପରିଚଯ ଦିଅନାହିଁ। 4 ଖାଇ ସାରିବାପେର େସ େଯେତେବେଳ ଶଯନ କରିବାକୁ ଯିେବ, େସହି ସ୍ଥାନକକ୍ସ୍ଟ ଆେଗଇ ୟାଅ, ତାଙ୍କର ପାଦରକ୍ସ୍ଟ ଆବରଣ କାଢି େସଠାେର ପଡିରକ୍ସ୍ଟହ। ତହିଁେର ତୁମ୍ଭକୁ କ'ଣ କରିବାକୁ େହବ ତାହା େସ ଜଣାଇବେ। 5 ଏହାପେର ଋତ ଉତ୍ତର େଦଲା, "ତୁମ୍େଭ ଯାହା କହିଲ, ମୁ ତାହା ନିଶ୍ଚିତ କରିବି। " 6 ଏଣୁ ଋତ େସହି ଖଳାକକ୍ସ୍ଟ ୟାଇ ନିଜର ଶାଶୂର କଥା ଅନକ୍ସ୍ଟସା େର କାର୍ୟ୍ଯମାନ କଲା। 7 ପକ୍ସ୍ଟଣି ଖାଇପିଇ ସାରି େବାୟଜର ଅନ୍ତଃକରଣ ହୃଷ୍ଟ ହୁଅନ୍େତ େସ ଅମାର ପାଖ େର ଶଯନ କରିବାକୁ ଗେଲ। ତହିଁେର ଋତ ଧୀ େର ଧୀ େର ୟାଇ ବୋଯାଜର ପାଦ ପାଖ ସ୍ଥାନ ଅନାବୃତ୍ତ କରି ପଡି ରହିଲା। 8 ମଧ୍ଯରାତ୍ର ସମୟେର େସହି େଲାକ ପଡିଉଠି ଆଶ୍ଚର୍ୟ୍ଯ େହାଇ ଅନାଇ େଦଖିଲା ତା'ର ପାଦ ନିକଟେର ଏକ ସ୍ତ୍ରୀ ଶଯନ କରିଛି। 9 େବାୟଜ ପଗ୍ଭରିଲା, "ଆପଣ କିଏ?ା" 10 ଏହାପେର େବାୟଜ କହିଲା, େହ ୟକ୍ସ୍ଟବତୀ ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତକ୍ସ୍ଟ। ତୁମ୍େଭ େମା ପ୍ରତି ଅନେକ ଦୟା େଦଖାଇଛ। ତୁମ୍ଭର େମା' ପ୍ରତି ଦୟା ପୂର୍ବରକ୍ସ୍ଟ ନୟମୀକକ୍ସ୍ଟ େଦଖାଇଥିବା ଦୟାଠାରକ୍ସ୍ଟ ଆହକ୍ସ୍ଟରି ଅଧିକ। ତୁମ୍େଭ ଜେଣ ଗରିବ ବା ଧନୀ ୟକ୍ସ୍ଟବକକକ୍ସ୍ଟ ଠିକ୍ କରି ବିବାହ କରିପାରିଥାନ୍ତ। କିନ୍ତୁ ତୁମ୍େଭ ଏପରି କଲ ନାହିଁ। 11 େହ ୟକ୍ସ୍ଟବତୀ, ଭୟ କରନାହିଁ। ତୁମ୍େଭ ଯାହା ଇଚ୍ଛା କରିବ, ମୁ ତାହା ନିଶ୍ଚିତ କରିବି। ସହରର ସମସ୍ତ େଲାକ ଜାଣନ୍ତି େଯ ତୁମ୍େଭ ବହକ୍ସ୍ଟତ ଭଲ। 12 ଏହା ସତ୍ଯ େଯ, ମୁ ତୁମ୍ଭର ନିକଟ ସଐର୍କୀଯ। କିନ୍ତୁ ଏହିପରି ଆଉ ଜେଣ େଲାକ ଅଛନ୍ତି ୟିଏକି େମାଠାରକ୍ସ୍ଟ ତୁମ୍ଭର ଆହକ୍ସ୍ଟରି ନିକଟତମ ସଐର୍କୀଯ। 13 ଆଜି ରାତି ଏହିଠା େର ରକ୍ସ୍ଟହ। ଆସନ୍ତା କାଲି ସକାେଳ ମୁ େଦଖିବି େଯ, େସ ତୁମ୍ଭକୁ ବିବାହ କରିବାକୁ ଇଚ୍ଛା କରୁଛି କି ନା, ଯଦି େସ ରାଜି ହକ୍ସ୍ଟଅନ୍ତି େତେବ ଉତ୍ତମ କଥା। େଯେବ େସ ବିବାହ କରିବାକୁ ମନା କରନ୍ତି, ସଦାପ୍ରଭୁଙ୍କର ନାମ େର ପ୍ରତିଜ୍ଞା କରୁଅଛି, ମୁ ତୁମ୍ଭକୁ ବିବାହ କରିବି ଏବଂ ଏଲିମେଲକର ଭୂମି ଫେରାଇ ଆଣିବି। େତଣୁ ସକାଳ ପର୍ୟ୍ଯନ୍ତ ଏହିଠା େର ଶଯନ କର।" 14 େତଣୁ ଋତ ସକାଳ ପର୍ୟ୍ଯନ୍ତ େବାୟଜର ପାଦତେଳ ଶଯନ କଲା। ଅନ୍ଧାର ଥାଉଁ ଥାଉଁ େଲାକମାେନ ଚିହ୍ନିବା ପୂର୍ବରକ୍ସ୍ଟ ଋତ ଉଠି ପଡିେଲ। 15 ଏହାପେର େବାୟଜ ଋତଙ୍କକ୍ସ୍ଟ କହିେଲ, "ତୁମ୍ଭର ଗ୍ଭଦର ମେଲାଇ ଧର।" 16 େଯେତେବେଳ ଋତ ଘରକକ୍ସ୍ଟ ଆସିଲା, ତା'ର ଶାଶୂ ତାକକ୍ସ୍ଟ ପଚାରିେଲ, " େହ େମାର କନ୍ଯା ସବୁକିଛି କେମିତି େହଲା?" 17 ତା'ପେର େସ (ସ୍ତ୍ରୀ) କହିଲା, "େବାୟଜ ଏହି ୟବ ଉପହାର େଦଇଛନ୍ତି। େବାୟଜ କହିେଲ, ବିନା ଉପହାର େର ତୁମ୍େଭ ତକ୍ସ୍ଟମ୍ଭ ଶାଶୂଙ୍କ ନିକଟକକ୍ସ୍ଟ ୟିବା ଉଚିତ୍ ନକ୍ସ୍ଟ େହଁ।" 18 ନୟମୀ କହିଲା, " େହ, କନ୍ଯା ଏହି ବିଷଯ କ'ଣ େହବ, ଏହା ତୁମ୍େଭ ଜାଣିବା ପର୍ୟ୍ଯନ୍ତ, ର୍ଧୈୟ୍ଯ ଧର, କାରଣ େସହି ମନକ୍ସ୍ଟଷ୍ଯ କାର୍ୟ୍ଯ ଶେଷ ନକଲା ପର୍ୟ୍ଯନ୍ତ ବସିପାରିବ ନାହିଁ। ଆମ୍େଭମାେନ ଜାଣକ୍ସ୍ଟ େଯ ଦିନ ସରିବା ପୂର୍ବରକ୍ସ୍ଟ କ'ଣ େହବ।"

4:1 େବାୟଜ ନଗର ଦ୍ବାରକକ୍ସ୍ଟ ଗଲା ଏବଂ େସଠାେର ବସିଲା, େସ କହିଥିବା ନିକଟ ସଐର୍କୀଯକକ୍ସ୍ଟ ଯାଉଥିବାର େଦଖିଲା। େତଣୁ େସ ତାହାକକ୍ସ୍ଟ ଡାକି କହିେଲ, "ଆସ ଏବଂ ଏହିଠା େର ବସ!" େତଣୁ େସ େଲାକଟି ଆସିଲା ଓ େସହିଠା େର ବସିଲା। 2 ଏହାପେର େବାୟଜ େକେତକ ସାକ୍ଷୀ ଠୂଳ କେଲ। େସମାେନ ନଗରର ଦଶଜଣ ବଯୋେଜଷ୍ଠ ଥିେଲ। େସ େସମାନଙ୍କୁ କହିେଲ, "ଏହିଠା େର ବସ, େତଣୁ େସମାେନ େସଠାେର ବସିେଲ।" 3 େବାୟଜ େସମାନଙ୍କର ରକ୍ଷାକର୍ତ୍ତାକକ୍ସ୍ଟ କହିଲା, "ନୟମୀ ପର୍ବତମଯ େଦଶ େମାୟାବରକ୍ସ୍ଟ େଫରିଅଛି। ଏବଂ େସ ତା'ର ଭୂମିକକ୍ସ୍ଟ ବିକ୍ରି କରିବାର ଥିଲା, ଯାହାକି ଏଲିମେଲକର ଥିଲା । 4 ଏଠା େର ଥିବା େଲାକମାନଙ୍କ ସମ୍ମକ୍ସ୍ଟଖ େର ଓ େମାର େଲାକମାନଙ୍କର ପ୍ରାଚୀନମାନଙ୍କ ସମ୍ମକ୍ସ୍ଟଖ େର ମୁ ତୁମ୍ଭକୁ କହିବା ପାଇଁ ନିଷ୍ପତ୍ତି କରିଛି। ଯଦି ତୁମ୍େଭ ଏହାକକ୍ସ୍ଟ କିଣିବାକକ୍ସ୍ଟ ଗ୍ଭହଁ, େତେବ ଏହାକକ୍ସ୍ଟ କିଣ! ଯଦି ଏହା ତୁମ୍େଭ କିଣିବାକକ୍ସ୍ଟ ନଗ୍ଭହଁ, େତେବ େମାେତ କକ୍ସ୍ଟହ ଓ ମୁ ଏହାକକ୍ସ୍ଟ କିଣିବି କାରଣ େଯ େହତକ୍ସ୍ଟ ତୁମ୍େଭ ଜାଣ, ତୁମ୍େଭ ପେର ମୁ ଯଥାର୍ଥ େଲାକ ଯାହାର ଏହି ଜାଗାକକ୍ସ୍ଟ କିଣିବା ପାଇଁ ଅଧିକାର ଅଛି। ଯଦି ତୁମ୍େଭ କିଣିବାକକ୍ସ୍ଟ ଗ୍ଭହଁ ନାହିଁ, େତେବ ମୁ ଏହାକକ୍ସ୍ଟ କିଣିବି।" 5 ଏହାପେର େବାୟଜ କହିଲା, " େଯେବ ତୁମ୍େଭ ନୟମୀଠାରକ୍ସ୍ଟ ଏହି ଜମି କିଣିଛ, େତେବ ତୁମ୍େଭ ମୃତ େଲାକର ସ୍ତ୍ରୀ େମାୟାବୀଯ ଋତକକ୍ସ୍ଟ ହିଁ ପାଇବ। ମୃତ େଲାକର ଭୂମିର ବଂଶଧର ପାଇବା ପାଇଁ ତୁମ୍େଭ ତାକକ୍ସ୍ଟ ବିବାହ କରିବା ଉଚିତ୍। ଏହିପରି ଭାବେର େସହି ଜମି ମୃତ େଲାକର ନାମ େର ରହିୟିବ।" 6 ରକ୍ଷାକର୍ତ୍ତା କହିଲା, "ମୁ ଏହାକକ୍ସ୍ଟ କ୍ରଯ କରିପାରିବି ନାହିଁ। ଯଦିଓ ଏହା େମାରଅଧିକାର ଅେଟ, ମୁ ଏହାକକ୍ସ୍ଟ ପାରିବି ନାହିଁ। ଯଦି ମୁ ଏହା କେର, ମୁ େମାର ଜମି ହକ୍ସ୍ଟଏତ ହରାଇପା େର। େସଥିପାଇଁ ତୁମ୍େଭ ତାହା କିଣିପାର।" 7 ବହକ୍ସ୍ଟଦିନ ପୂର୍ବରକ୍ସ୍ଟ େଯେତେବେଳ େଲାକମାେନ େସମାନଙ୍କର କଠଉ ଅନ୍ୟକକ୍ସ୍ଟ ଦିଅନ୍ତି, ଏହା ଇଶ୍ରାେୟଲ େର ବନ୍ଧକ ସଐତ୍ତି ମକ୍ସ୍ଟକକ୍ସ୍ଟଳାଇବାର ସାକ୍ଷୀ ଅେଟ। 8 ମକ୍ସ୍ଟକ୍ତିକର୍ତ୍ତା ଜ୍ଞାତି େଯେତେବେଳ େବାୟଜକକ୍ସ୍ଟ " େସହି ଭୂମି କିଣିବାକକ୍ସ୍ଟ" କହିଲା। େସ ତା'ର ପାଦକ୍ସ୍ଟକା କାଢି ତାଙ୍କୁ େଦଲା। 9 ଏହାପେର େବାୟଜ, ପ୍ରାଚୀନବର୍ଗ ଓ େସଠାେର ଥିବା ସମସ୍ତ େଲାକଙ୍କକ୍ସ୍ଟ କହିଲା, "ଆଜି ଆପଣମାେନ ସମସ୍େତ ସାକ୍ଷୀ। ମୁ ଆଜି ନୟମୀଠାରକ୍ସ୍ଟ ସମସ୍ତ କିଣକ୍ସ୍ଟଅଛି। ଯାହା କି ଥିଲା ସବୁ ଏଲିମେଲକ, କିଲିେୟାନ ଏବଂ ମହଲୋନ୍ର ଥିଲା। 10 ମୁ ମଧ୍ଯ େମାୟାବ ଦେଶୀଯ ମୃତ ମହେଲାନର ବିଧବା ସ୍ତ୍ରୀ ଋତକକ୍ସ୍ଟ େମାର ସ୍ତ୍ରୀ ରୂେପ ଗ୍ରହଣ କଲି। ଯାହାଫଳ େର ମୃତ ବ୍ଯକ୍ତିର ଜମିଜମା ସବୁ ତା'ର ପରିବାର େର ରହିବ। ଏହି ପ୍ରକାର େର ମୃତ େଲାକର ନାମ ପୁରାପୁରି ଭୂଲି େହବନାହିଁ। ଆପଣମାେନ ସମସ୍େତ ଆଜି ଏହାର ସାକ୍ଷୀ।" 11 େତଣୁ ପ୍ରାଚୀନବର୍ଗ ଏବଂ ଫାଟକ ନିକଟେର ଉପସ୍ଥିତ ଥିବା ଅନ୍ୟ େଲାକମାେନ ଏହାର ସାକ୍ଷୀ ରହିେଲ। େସମାେନ କହିେଲ, "ରାେହଲ ଓ େଲୟାପରି ୟିଏ କି ଇଶ୍ରାେୟଲର ଗୃହ ନିର୍ମାଣ କେଲ, େସହିପରି ସଦାପ୍ରଭୁ ଏହି ସ୍ତ୍ରୀ େଲାକଟିକକ୍ସ୍ଟ ତୁମ୍ଭର ଗୃହକକ୍ସ୍ଟ ଆଣନ୍ତକ୍ସ୍ଟ। ତୁମ୍େଭ ଏଫ୍ରାଥା େର ଶକ୍ତିଶାଳୀ ଓ ବୈଥଲେହମ େର ପ୍ରସିଦ୍ଧ ହକ୍ସ୍ଟଅ। 12 ସଦାପ୍ରଭୁ ଏହି ୟକ୍ସ୍ଟବତୀ ଦ୍ବାରା ତୁମ୍ଭକୁ େଯଉଁ ସନ୍ତାନ େଦେବ, ତାହା ଦ୍ବାରା ତୁମ୍ଭର ବଂଶ ତାମର ଗର୍ଭ େର ୟକ୍ସ୍ଟହକ୍ସ୍ଟଦା େର ଜନ୍ମିତ ପେରସର ବଂଶ ତକ୍ସ୍ଟଲ୍ଯ େହଉ। 13 ଏହିପରି ଭାବେର େବାୟଜ ଋତକକ୍ସ୍ଟ ବିବାହ କେଲ। ସଦାପ୍ରଭୁ ଋତକକ୍ସ୍ଟ ଆଶୀର୍ବାଦ କରନ୍େତ େସ ଗର୍ଭବତୀ େହଲା, ଏବଂ େସ ଏକ ପକ୍ସ୍ଟତ୍ର ସନ୍ତାନ ଜନ୍ମ େଦଲା। 14 ସହରର ସ୍ତ୍ରୀ େଲାକମାେନ ନୟମୀକକ୍ସ୍ଟ କହିେଲ, "ଧନ୍ଯ େସହି ସଦାପ୍ରଭୁ, ୟିଏ ତୁମ୍ଭକୁ ଏହି ସନ୍ତାନ େଦଇଛନ୍ତି। େସ ଇଶ୍ରାେୟଲ େଦଶ େର ବିଖ୍ଯାତ େହବ। 15 ବୃଦ୍ଧାବସ୍ଥା େର େସ ତୁମ୍ଭକୁ ସାନ୍ତ୍ବନା ଦେବ ଓ ତୁମ୍ଭକୁ ପ୍ରତିପାଳନ କରିବ। ତୁମ୍ଭର ବୋହୂ ସାତଟି ପକ୍ସ୍ଟତ୍ର ଅପେକ୍ଷା ତୁମ୍ଭକୁ ଅଧିକ ପ୍ େରମ କରିବ।" 16 ନୟମୀ େସହି ବାଳକକକ୍ସ୍ଟ େକାଳାଇ ନେଲା ଏବଂ ତା'ର ପ୍ରତିପାଳନ କଲା। 17 େସହି ସ୍ତ୍ରୀ େଲାକମାେନ କହିେଲ, "ବର୍ତ୍ତମାନ ନୟମୀର ଏକ ପକ୍ସ୍ଟତ୍ର ଅଛି।" େତଣୁ େସମାେନ ତା'ର ନାମ େଦେଲ, ଓବେଦ୍। େସ ଥିଲା ୟିଶଯର ପିତା ଏବଂ ୟିଶଯ ଥିଲା ରାଜା ଦାଉଦଙ୍କର ପିତା। 18 ପେରସର ବଂଶାବଳୀ ଏହି ପ୍ରକାର, ପେରସର ପକ୍ସ୍ଟତ୍ର ହିଷ୍େରାଣ, 19 ହିଷ୍େରାଣର ପକ୍ସ୍ଟତ୍ର ଅରାମ ଓ ଅରାମର ପକ୍ସ୍ଟତ୍ର ଅମ୍ମୀନାଦବ, 20 ଅମ୍ମୀନାଦବର ପକ୍ସ୍ଟତ୍ର ନ େହଶାନ୍ ଓ ନ େହଶାନର ପକ୍ସ୍ଟତ୍ର ସଲ୍ମୋନ, 21 ସଲ୍ମୋନର ପକ୍ସ୍ଟତ୍ର େବାୟଜ ଓ େବାୟଜର ପକ୍ସ୍ଟତ୍ର ଓବେଦ, 22 ଓବେଦର ପକ୍ସ୍ଟତ୍ର ୟିଶଯ ଓ ୟିଶଯର ପକ୍ସ୍ଟତ୍ର ଦାଉଦ।