Song of Solomon

1:1 ଶ େଲାମନଙ୍କର ପରମଗୀତର ଗୀତଗୁଡ଼ିକ। 2 େମାେତ ଚୁମ୍ବନ ଦିଅ। ତୁମ୍ଭ ପାଟି େର େମାେତ ଚୁମ୍ବନ ଦିଅ। ତୁମ୍ଭର ପ୍ େରମ ଦ୍ରାକ୍ଷାରସଠାରୁ ଉତ୍ତମ। 3 ତୁମ୍ଭ ସୁଗନ୍ଧି ତୈଳର ସୁବାସ ଉତ୍ତମ। ତୁମ୍ଭ ନାମ ଢ଼ଳା ସୁଗନ୍ଧି ତୈଳ ସ୍ବରୂପ। େତଣୁ କୁମାରୀଗଣ ତୁମ୍ଭକୁ ପ୍ େରମ କରନ୍ତି। 4 େମାେତ ଏକା ତୁମ୍ଭ ପାଖକୁ ଟାଣିନିଅ। ଆସ ଆମ୍େଭ ଏକତ୍ରୀତ େହାଇ ଦୌଡ଼ିବା। ରାଜା ଆପଣା ଅନ୍ତଃପୁରକୁ େମାେତ ଆଣିଅଛନ୍ତି। 5 ଆଗୋ ୟିରୁଶାଲମର କନ୍ଯାଗଣ, ମୁଁ କେଦାରର ତମ୍ବୁ ତୁଲ୍ଯ, ଶ େଲାମନଙ୍କର ୟବନିକା ତୁଲ୍ଯ କୃଷ୍ଣବର୍ଣ୍ଣ, ତଥାପି ସୁନ୍ଦରୀ। 6 େମାେତ େଦଖ ନାହିଁ କାରଣ ସୂର୍ୟ୍ଯ େମାେତ କଳା କରିଅଛି। େମାର ମାତାର ସନ୍ତାନଗଣ େମା ଉପ େର ରାଗିଥିେଲ। େସମାେନ େମାେତ ଦ୍ରାକ୍ଷାକ୍ଷେତ୍ର ସମୂହର ରକ୍ଷକ କେଲ। ମାତ୍ର ମୁଁ େମାର ନିଜ ଦ୍ରାକ୍ଷାକ୍ଷେତ୍ରର ଯତ୍ନ େନଇ ପାରିଲି ନାହିଁ। 7 େହ େମାର ପ୍ରାଣର ପ୍ରିଯତମ, ତୁମ୍େଭ କେଉଁଠା େର ଆପଣା େଗାରୁଗାଈ ଚରାଉ ଅଛ। ମଧ୍ଯାହ୍ନ େର କେଉଁଠା େର ଶଯନ କରାଉ ଅଛ, ତାହା େମାେତ ଜଣାଅ। ତୁମ୍ଭ ସାଙ୍ଗ ଗହଣ େର ମୁଁ କାହିଁକି ଜେଣ ଓଢ଼ଣା ଦେଉଥିବା ସ୍ତ୍ରୀ େଲାକପରି େହବି ? 8 େହ ନାରୀ, ତୁମ୍େଭ େକେତ ସୁନ୍ଦରୀ! ନିଶ୍ଚଯ ତୁମ୍େଭ ଜାଣ କ'ଣ କରିବାକୁ େହବ। େମଷମାନଙ୍କୁ ଅନୁସରଣ କର ଏବଂ ତୁମ େମଷଗଣଙ୍କୁ େମଷପାଳକ ତମ୍ବୁ ନିକଟେର ଚରାଅ। 9 ଆଗୋ େମାର ପ୍ରିେୟ ମୁଁ ଫାେରାର ରଥର ଅଶ୍ବିନୀ ସଙ୍େଗ ତୁମ୍ଭର ଉପମା େଦଇଅଛି। 10 ତୁମ୍ଭର ଗାଲ େର ଗଣ୍ଡ ୟୁଗଳ, ତୁମ୍ଭ ଗଳା େଦଶ େର ରତ୍ନହାର େର ସୁେଶାଭିତ। 11 ମୁଁ ତୁମ୍ଭ ପାଇଁ ରୂପାଭୁଣ୍ଡି ଲଗା ସୁବର୍ଣ୍ଣ ପ୍ରସ୍ତୁତ କରିବି। 12 ରାଜା େଭାଜନାସନ େର ଉପବିଷ୍ଟ ଥିବା େବେଳ େମା ଜଟାମାଂସୀର ସୁବାସ ବ୍ଯାପ୍ତ େହଲା। 13 େମାର ପ୍ରିଯତମ, େମା ବକ୍ଷସ୍ଥଳ ମଧିଅେର ଥିବା ଗନ୍ଧରସ ବୃକ୍ଷର ଥୋପା ତୁଲ୍ଯ େମା ପ୍ରତି ଅଟନ୍ତି। 14 େମା ପ୍ରିଯତମ, େମା ପ୍ରତି ଐନଗଦିର ଦ୍ରାକ୍ଷା କ୍ଷେତ୍ରସ୍ଥ େହନା ପୁଷ୍ପ ଗୁଚ୍ଛ ତୁଲ୍ଯ ଅଟନ୍ତି। 15 ଆଗୋ େମାର ପ୍ରିେୟ, େଦଖ, ତୁମ୍େଭ ସୁନ୍ଦରୀ େଦଖ। ତୁମ୍େଭ ସୁନ୍ଦରୀ ଅଟ। ତୁମ୍ଭର ଆଖି କେପାତ ପରି ଅେଟ। 16 େଦଖ, େହ େମାର ପ୍ରିଯତମା, ତୁମ୍େଭ ସୁନ୍ଦରୀ ଅଟ, ହଁ ତୁମ୍େଭ ମନୋଲୋଭା ଏବଂ ଆମ୍ଭମାନଙ୍କର ଶୟ୍ଯା ତାଜା ସବୁଜ ଘାସ ଅେଟ। 17 ଏରସ କାଠ ଆମ୍ଭମାନଙ୍କ ଗୃହର କଡ଼ି ଓ ଦେବଦାରୁ କାଠ ଆମ୍ଭମାନଙ୍କର ବର୍ଗା।

2:1 ମୁଁ ଶାରୋଣର ଗୋଲାପ ଏବଂ ଉପତ୍ୟକାର କଇଁ ଫୁଲ ଅେଟ। 2 େହ େମାର ପ୍ରିେୟ, କଣ୍ଟକ ମଧିଅେର େଶାଶନ୍ ପୁଷ୍ପ େସହିପରି ତୁମ୍େଭ ୟୁବତୀଗଣ ମଧିଅେର େମାର ପ୍ରିଯା। 3 େଯପରି ବନବୃକ୍ଷମାନଙ୍କ ମଧିଅେର ନାଗରଙ୍ଗ ବୃକ୍ଷ, େସହିପରି ୟୁବାମାନଙ୍କ ମଧିଅେର ପ୍ରିଯତମ। 4 େସ ଆପଣା ଭୋଜନପାନର ଗୃହକୁ େମାେତ ଆଣିେଲ। େମା ଉପ େର ପ୍ େରମ ହିଁ ତାଙ୍କର ପତାକା େହଲା। 5 କିସ୍ମିସ୍ ପିଠା େଦଇ େମାେତ ଶକ୍ତିଶାଳୀ କରି ଓ େସଓ େଦଇ େମାେତ େସତଜ କରି ଦିଅ, କାରଣ ମୁଁ ପ୍ େରମ ସହିତ ପୀଡ଼ିତା। 6 ତାହାଙ୍କ ବାମହସ୍ତ େମା ମସ୍ତକ ତେଳ ଅଛି। ତାହାଙ୍କ ଦକ୍ଷିଣ ହସ୍ତ େମାେତ ଆଲିଙ୍ଗନ କେର। 7 େହ ୟିରୁଶାଲମ ଚତୁପାଶର୍‌ବର କ୍ଷେତ୍ରସବୁ, କ୍ଷେତ୍ରସ୍ଥିତ ହରିଣୀ ଓ ମୃଗୀଗଣର ନାମ େର େମାଠା େର ପ୍ରତିଜ୍ଞା କର। ଉଚିତ୍ ସମୟେର ନ େହବା ପର୍ୟ୍ଯନ୍ତ ପ୍ େରମକୁ ଜଗାଅ ନାହିଁ। 8 ମୁଁ େମାର ପ୍ରିଯତମାର ରବ ଶୁଣୁ ଅଛି। େଦଖ େସ ପର୍ବତଗଣ ଉପ େର ଲୁଚି ଉପପର୍ବତଗଣ ଉପ େର ଡ଼େଇଁ ଡ଼େଇଁ ଆସୁ ଅଛନ୍ତି। 9 େମାହର ପ୍ରିଯତମ ଏକ ହରିଣ ଓ ଏକ ତରୁଣ ମୃଗତୁଲ୍ଯ। େଦଖ, େସ ଝରକା େଦଇ ଅନାଇ ଅଛନ୍ତି, ପ୍ରାଚୀର ପେଛ ଠିଆ େହାଇଛନ୍ତି। େସ ଜାଲି ପରତା ବାଟେ ଆପଣାକୁ େଦଖାଉ ଅଛନ୍ତି। 10 େମାହର ପ୍ରିଯତମ କଥା କହିେଲ ଓ େସ େମାେତ କହିେଲ, " େହ େମାର ପ୍ରିେୟ, େମାହର ସୁନ୍ଦରୀ, ଉଠ, ବାହାରି ଆସ। 11 କାରଣ େଦଖ ଶୀତ ଚାଲିୟାଇଛି ଓ ବୃଷ୍ଟି ବନ୍ଦ େହାଇୟାଇଛି। 12 ଭୂମିେର ପୁଷ୍ପଗୁଡ଼ିକ ପ୍ରସ୍ଫୁଟିତ େହାଇଅଛି। ପକ୍ଷୀଗଣର ଗାଯନକାଳ ଉପସ୍ଥିତ େହାଇଛି। ଆମ୍ଭମାନଙ୍କ େଦଶ େର କେପାତର ଶବ୍ଦ ଶୁଣା ଯାଉଅଛି। 13 ପାଚିଲା ଡ଼ିମ୍ବିରି ଫଳସବୁ ଡ଼ିମିରି ବୃକ୍ଷ େର ଅଙ୍କୁରିତ େହଉଛି। ଦ୍ରାକ୍ଷାଲତା ପୁଷ୍ପିତ େହାଇ ଏହାର ସୁବାସ ବିଚ୍ଛୁରିତ େହାଇଯାଉଛି। େହ େମାର ପ୍ରିେୟ, େମାର ସୁନ୍ଦରୀ, ଉଠ ଏବଂ ବାହାରକୁ ଆସ।" 14 େହ େମାର କେପାତି, ତୁମ୍େଭ ଶୈଳର ଫାଟ େର ଗଡ଼ନ୍ତି ସ୍ଥାନର ଅନ୍ତରାଳ େର ଅଛ। େମାେତ ତୁମ୍ଭ ରୂପ େଦଖିବାକୁ ଦିଅ। େମାେତ ତୁମ୍ଭ ରବ ଶୁଣିବାକୁ ଦିଅ। କାରଣ ତୁମ୍ଭର ରବ ସୁମିଷ୍ଟ ଓ ତୁମ୍ଭର ରୂପ ମ େନାହର। 15 ଆମ୍ଭମାନଙ୍କ ଦ୍ରାକ୍ଷାକ୍ଷେତ୍ର ନଷ୍ଟ କରୁଥିବା େଛାଟ କୋକିଶିଆଳିଗୁଡ଼ିକୁ ଧର। କାରଣ ଆମ୍ଭମାନଙ୍କ ଦ୍ରାକ୍ଷାକ୍ଷେତ୍ର ପୁଷ୍ପିତ େହାଇଅଛି। 16 େହ େମାର ପ୍ରିଯତମ, ତୁମ୍େଭ େମାର, ମୁଁ ତୁମ୍ଭର ଅେଟ। େମାରପ୍ରିଯତମ, େସ କଇଁଫୁଲମାନଙ୍କ ମଧିଅେର ଆପଣା ପଲ ଚରାଉଅଛନ୍ତି। 17 େହ େମାର ପ୍ରିଯତମ, େଯେତେବେଳ ଦିନ ଆ େସ ଓ ଛାଇ ତୁମ୍ଭଠାରୁ ଗଡ଼ିୟାଏ, େଫରିଆସ, ବେଥର ପର୍ବତର ହରିଣ ଓ ମୃଗଶାବକ ତୁଲ୍ଯ ହୁଅ।

3:1 ରାତ୍ରି େର ବିଛଣା େର ମୁଁ େମାରମନର ମଣିଷକୁ େଖାଜିଲି ଯାହାକୁ ମୁଁ ପ୍ େରମ କେର। ମୁଁ ତାହାଙ୍କୁ େଖାଜିଲି। କିନ୍ତୁ ମୁଁ ତାଙ୍କୁ ପାଇଲି ନାହିଁ। 2 ମୁଁ କହିଲି, ମୁଁ ଏେବ ଉଠି ନଗର ଭ୍ରମଣ କରିବି। ଯାହାକୁ େମାର ପ୍ରାଣ ପ୍ େରମ କେର, ତାହାଙ୍କୁ ମୁଁ ଗଳିଗଳି ଛକଛକ େଖାଜିବି। ମୁଁ ତାହାଙ୍କୁ େଖାଜିଲି ମାତ୍ର ପାଇଲି ନାହିଁ। 3 ନଗର ଭ୍ରମଣକାରୀ ପ୍ରହରୀମାେନ େମାେତ େଦଖିେଲ। ମୁଁ େସମାନଙ୍କୁ ପଚାରିଲି, "ଯାହାଙ୍କୁ େମାର ପ୍ରାଣ ପ୍ େରମ କେର, ତାହାଙ୍କୁ ତୁମ୍େଭ େଦଖିଛ କି ?" 4 େସମାନଙ୍କୁ ଛାଡି଼ବାର ଅଳ୍ପକ୍ଷଣ ପ େର ଯାହାକୁ େମାର ପ୍ରାଣ ପ୍ େରମ କେର, ତାହାଙ୍କୁ ମୁଁ ପାଇଲି। ମୁଁ ତାଙ୍କୁ େମାର ମାଆର ଗୃହର କେଠାରୀକୁ େନଇଗଲି, େଯଉଁଠା େର ମୁଁ ଗର୍ଭ େର ସଞ୍ଚାରିତ େହାଇଥିଲି, ମୁଁ ତାଙ୍କୁ ଧରି ରଖିଲି ଏବଂ ୟିବାକୁ େଦଲି ନାହିଁ। 5 େହ ୟିରୁଶାଲମ ଚତୁପାଶର୍‌ବର କ୍ଷେତ୍ରସବୁ, କ୍ଷେତ୍ରର ହରିଣ ଓ କୃଷ୍ଣସାର ମୃଗଗଣର ନାମ େର ପ୍ରତିଜ୍ଞା କର। ଉଚିତ୍ ସମୟ ନ େହବା ୟାଏଁ ତୁମ୍େଭମାେନ ପ୍ େରମକୁ ଜାଗ୍ରତ କର ନାହିଁ। 6 ସିଏ କିଏ ଅେଟ। େଯଉଁ ସ୍ତ୍ରୀ େଲାକ ଧୂମ୍ର ସ୍ତମ୍ଭ ତୁଲ୍ଯ ପ୍ରାନ୍ତରରୁ ଆସୁଅଛି। ଗନ୍ଧରସ ଓ କୁନ୍ଦୁରୁ େର, ଗନ୍ଧବଣିକର ସର୍ବପ୍ରକାର ସୁଗନ୍ଧି ଚୂର୍ଣ୍ଣ େର ସୁବାସିତା େହାଇ। 7 େଦଖ, ତାହା ଶେଲାମନଙ୍କର େଘାଡ଼ା ଗାଡ଼ି। େସଠା େର ଷାଠିଏ ଜଣ ଇଶ୍ରାେୟଲୀୟ ରଥକୁ ଘେରି ଅଛନ୍ତି। 8 େସ ସମସ୍େତ ଖଡ୍ଗଧାରି ଓ ୟୁଦ୍ଧ େର ନିପୁଣ। ରାତ୍ର କାଳ େର ଆଶଙ୍କା େହତୁ। ପ୍ରେତ୍ୟକକର କଟି େଦଶ େର ସ୍ବ ସ୍ବ ଖଡ୍ଗ ବନ୍ଧା ଥାଏ। 9 ଶେଲାମନ ରାଜା ଆପଣା ପାଇଁ ଲିବା େନାନ୍ର କାଠର ଏକ ପାଲିଙ୍କି ନିର୍ମାଣ କେଲ। 10 େସ ତହିଁେର ସ୍ତମ୍ଭସବୁ ରୂପାର, ତହିଁର ତଳଭାଗ ସୁବର୍ଣ୍ଣର ଓ ତହିଁର ଆସନ ବାଇଗଣି ରଙ୍ଗର ଏବଂ ତହିଁର ଭିତର ପାଖଗୁଡ଼ିକ, ପ୍ େରମ ନିମନ୍େତ ୟିରୁଶାଲମର ଚତୁପାଶର୍‌ବର ଗ୍ରାମଗୁଡ଼ିକ ସାମଗ୍ରୀ ଦ୍ବାରା ସଜ୍ଜିତ େହାଇଥିଲା। 11 ଆଗୋ ସିେୟାନର କନ୍ଯାଗଣ, ତୁମ୍େଭମାେନ ବାହା େର ୟାଇ ମୁକୁଟ ଭୂଷିତ ଶେଲାମନ ରାଜାଙ୍କୁ େଦଖ। ତାହାଙ୍କ ବିବାହ ଦିନ େର ଓ ତାହାଙ୍କ ମନର ଆନନ୍ଦ ଦିନ େର ତାହାଙ୍କ ମାତା ତାହାଙ୍କୁ େସହି ମୁକୁଟ ପିନ୍ଧାଇ ଅଛନ୍ତି।

4:1 େହ େମାର ପ୍ରିେୟ, ତୁମ୍େଭ ସୁନ୍ଦରୀ ଓ ତୁମ୍େଭ ଓଢ଼ଣା ତେଳ ସୁନ୍ଦରୀ େଦଖାୟାଅ। ତୁମ୍ଭ ନେତ୍ର କେପାତ ତୁଲ୍ଯ, ତୁମ୍ଭର କେଶ ଗିଲିଯଦ ପର୍ବତରୁ ଓହ୍ଲାଇ ଆସୁଥିବା ଛେଳିପଲ ତୁଲ୍ଯ। 2 ତୁମ୍ଭର ଦାନ୍ତଗୁଡ଼ିକ ନୂତନ ଲୋମକଟା, ସ୍ନାନରୁ ଉତ୍ଥିତ େମଷୀ ପଲ ତୁଲ୍ଯ। େସଗୁଡ଼ିକୁ ଯଥାର୍ଥ ଭାବେର ମାନିଛି ଏବଂ େସଗୁଡ଼ିକ ମଧ୍ଯରୁ େକହି ହଜି ନାହାଁନ୍ତି। 3 ତୁମ୍ଭର ଓଷ୍ଠାଧର ଉଜ୍ଜ୍ବଳ ଲୋହିତ ରଙ୍ଗର ଫିତା ଓ ତୁମ୍ଭର ପାଟି ସୁନ୍ଦର। ଓଢ଼ଣା ତେଳ ତୁମ୍ଭ କପାଳ ଡ଼ାଳିମ୍ବ ଖଣ୍ଡ ତୁଲ୍ଯ। 4 ତୁମ୍ଭର ବେକ େସହି ଦୁର୍ଗ ପରି ଯାହାକି ଦାଉଦଙ୍କର ଅସ୍ତ୍ରାଗାର ଧାରଣ କରିଥିଲା। େସହି ଦୁର୍ଗ ମଧିଅେର ଏକ ସହସ୍ର ଚର୍ମ ବୀରଗଣର ସକଳ ଢାଲ ଟଙ୍ଗା ୟାଇଥିଲା। 5 ତୁମ୍ଭର ସ୍ତନୟୁଗଳ େଶାଶନ ପୁଷ୍ପ ବନ େର ଚରିବାର ୟାଆଁଳା ହରିଣ ଛୁଆ ତୁଲ୍ଯ। 6 ଦିବସ ନ ଆସିବା ପର୍ୟ୍ଯନ୍ତ ଓ ଛାଯା ବହି ନ ୟିବା ପର୍ୟ୍ଯନ୍ତ ମୁଁ ଗନ୍ଧରସ ପର୍ବତ ଓ କୁନ୍ଦୁରୁ ଉପପର୍ବତକୁ ୟିବି। 7 ଆଗୋ େମାର ପ୍ରିେୟ, ତୁମ୍େଭ ମୁଣ୍ଡରୁ ପାଦ ୟାଏ ସୁନ୍ଦରୀ। ତୁମ୍ଭଠା େର େକୗଣସି ଖୁଣ ନାହିଁ। 8 ଆଗୋ େମାର ପ୍ରିେୟ, େମା ସଙ୍େଗ ଲିବାେନାନରୁ ଆସ। ଅମାନାର ଶୃଙ୍ଗରୁ, ଶନୀର ଓ ହର୍ମୋଣରୁ ଏବଂ ସିଂହମାନଙ୍କ ଗୁମ୍ଫାରୁ ଓ ଚିତା ବାଘମାନଙ୍କ ବାସ ସ୍ଥାନରୁ। 9 େହ େମାର ଭଉଣୀ, େହ େମାର କନ୍ଯା, ତୁମ୍େଭ େମାର ହୃଦଯକୁ ତୁମ୍ଭର ଚକ୍ଷୁର େଗାଟିଏ ଚାହାଣି େର ଏବଂ େଗାଟିଏ ଅଳଙ୍କାର ହାର େର େଚାରି କରିଅଛି। 10 ଆଗୋ େମାର ଭଗିନୀ, େହ େମାର ପ୍ରିେୟ, ତୁମ୍ଭର ପ୍ େରମ କେମନ୍ତ ମନୋରମ। ତୁମ୍ଭ ପ୍ େରମ ଦ୍ରାକ୍ଷାରସ ଅପେକ୍ଷା ଉତ୍ତମ। ପୁଣି ତୁମ୍ଭ ତୈଳର ସୁଗନ୍ଧ ସର୍ବପ୍ରକାର ସୁଗନ୍ଧି ଦ୍ରବ୍ଯ ଅପେକ୍ଷା ଉତ୍ତମ। 11 ଆଗୋ େମାର ପ୍ରିେୟ, ମହୁଫେଣାରୁ ମହୁ ଝରିବା ପରି ତୁମ୍ଭ ଓଷ୍ଠଧାର ମହୁ ଝ େର। ଦୁଗ୍ଧମଧୁ ତୁମ୍ଭ ଜିହ୍ବା ତେଳ ଥାଏ। ତୁମ୍ଭ୍ ବସ୍ତ୍ରର ସୁଗନ୍ଧି ଲିବା େନାନର ସୁଗନ୍ଧ ତୁଲ୍ଯ। 12 େମାର ଭଗିନୀ, େମାର ପ୍ରିେୟ, ଏକ ରୁଦ୍ଧ ଉଦ୍ୟାନ, ଏକ ରୁଦ୍ଧ ନିର୍ଝର, ଏକ ରୁଦ୍ଧ ଝରଣା। 13 ତୁମ୍ଭର ଚାରାଗଛଗୁଡ଼ିକ ପ୍ରାଙ୍ଗଣ େର ବହୁମୂଲ୍ଯ ଡ଼ାଳିମ୍ବ ବୃକ୍ଷ ତୁଲ୍ଯ। େସଠା େର େହନା ଚାରାଗଛ ଅଛି। 14 େସଠା େର ଜଟାମାଂସୀ ଓ କେଶର, ବଚ ଓ ଡ଼ାଳଚିନି, ସର୍ବପ୍ରକାର କୁନ୍ଦୁରୁ ବୃକ୍ଷ ବିଶିଷ୍ଟ ଗନ୍ଧରସ ଓ ଅଗୁରୁ ସର୍ବପ୍ରକାର ପ୍ରଧାନ ସୁଗନ୍ଧି ବୃକ୍ଷ ଅଛି। 15 ତୁମ୍େଭ ଉଦ୍ୟାନର ଏକ ଝରଣା, ଅମୃତ ଜଳର କୂପ ଓ ଲିବାେନାନରୁ ପ୍ରବାହିତ େସାର୍ତ ଅଟ। 16 େହ ଉତ୍ତରୀଯ ବାଯୁ, ଜାଗ। େହ ଦକ୍ଷିଣ ବାଯୁ, ଆସ। େମା ଉଦ୍ୟାନର ସୁଗନ୍ଧି େଯପରି ଚାରିଆଡ଼େ ବିଚ୍ଛୁରିତ େହବ ଏବଂ ବାହାରକୁ ଆସିବ, ଏଥିପାଇଁ ତହିଁ ଉପ େର ପ୍ରବାହିତ ହୁଅ। େମାହର ପ୍ରିଯତମ, ଆପଣା ଉଦ୍ୟାନକୁ ଆସନ୍ତୁ ଓ ବହୁମୂଲ୍ଯ ଫଳସବୁ େଭାଜନ କରନ୍ତୁ।

5:1 େହ େମାର ଭଗିନୀ, େମାହର ପ୍ରିେୟ, ମୁଁ ଆପଣା ଉଦ୍ୟାନକୁ ଆସିଅଛି। ମୁଁ ଆପଣା ଗନ୍ଧରସ ଓ ସୁଗନ୍ଧି ଦ୍ରବ୍ଯ ସଂଗ୍ରହ କରିଅଛି। ମୁଁ ମହୁ ଫେଣାରୁ େମାର ମହୁ ଭୋଜନ କରିଅଛି। ମୁଁ ଆପଣା ଦ୍ରାକ୍ଷାରସ ଓ ଦୁଗ୍ଧପାନ କରିଅଛି। ଆସ ପରସ୍ପର ସହିତ ଆେମାଦ କରିବା। ଆସ ପ୍ େରମ େର ମତ୍ତ େହାଇଯିବା। 2 ମୁଁ ନିଦ୍ରିତା ଥିଲି, ମାତ୍ର େମାର ହୃଦଯ ଜାଗ୍ରତ ଥିଲା। ଏତ େମା ପ୍ରିଯତମଙ୍କ ରବ। େସ ଦ୍ବାର େର ଆଘାତ କରି କହୁଛନ୍ତି, "ଆଗୋ େମାର ଭଗିନୀ, େମାର ପ୍ରିେୟ, େମାର କେପାତୀ, େମାହର ଶୁଦ୍ଧମତି େମା ପାଇଁ ଦ୍ବାର ଫିଟାଅ। କାରଣ େମାରମସ୍ତକ ଶିଶିର େର େମାହର କେଶ ରାତ୍ରିର ଜଳ ବିନ୍ଦୁ େର ପରିପୂର୍ଣ୍ଣ।" 3 "ମୁଁ ଆପଣା ବସ୍ତ୍ର କାଢ଼ି ପକାଇଛି। ମୁଁ ତାକୁ ଆଉ ପିନ୍ଧିବାକୁ ଚାହୁଁ ନାହିଁ। ମୁଁ େମାର ପାଦ େଧୗତ କରିଅଛି, ମୁଁ େସଗୁଡ଼ିକୁ ମଇଳା କରିବା ପାଇଁ ଚାହୁଁ ନାହିଁ।" 4 େମା ପ୍ରିଯତମ ଦ୍ବାରର ଛିଦ୍ର େର ଆପଣା ହାତ ଥୋଇେଲ, ତହିଁେର େମାର ହୃଦଯ ତାହାଙ୍କ ପାଇଁ ଉଚ୍ଚାଟ େହଲା। 5 ମୁଁ ଆପଣା ପ୍ରିଯତମଙ୍କ ପାଇଁ ଦ୍ବାର ଫିଟାଇବାକୁ ଉଠିଲି, କିଳଣୀର ବେଣ୍ଟ ଉପ େର େମାର ହସ୍ତରୁ ଗନ୍ଧରସ ଓ େମା ଅଙ୍ଗୁଳିରୁ ଦ୍ରବ ଗନ୍ଧରସ କ୍ଷରିଲା। 6 ମୁଁ ଆପଣା ପ୍ରିଯତମଙ୍କ ପାଇଁ ଦ୍ବାର ଫିଟାଇଲି। ମାତ୍ର େମାହର ପ୍ରିଯତମ େସ ସ୍ଥାନରୁ ଚାଲି ୟାଇଥିେଲ। େମାର ଆତ୍ମା େମାେତ ଛାଡ଼ିଗଲା, େଯେତେବେଳ େସ କହିେଲ। ମୁଁ ତାହାଙ୍କୁ େଖାଜିଲି ମାତ୍ର ପାଇଲି ନାହିଁ। ମୁଁ ତାହାଙ୍କୁ ଡ଼ାକିଲି, ମାତ୍ର େସ େମାେତ ଉତ୍ତର େଦେଲ ନାହିଁ। 7 ନଗର ଭ୍ରମଣକାରୀ ପ୍ରହରିମାେନ େମାେତ େଦଖିେଲ। େସମାେନ େମାେତ ପ୍ରହାର କେଲ। େସମାେନ େମାେତ କ୍ଷତବିକ୍ଷତ କେଲ। ପ୍ରାଚୀର ରକ୍ଷକମାେନ େମାଠାରୁ େମାହର ଆଚ୍ଛାଦନ ବସ୍ତ୍ର କାଢ଼ି େନଇଗେଲ। 8 ଆଗୋ ୟିରୁଶାଲମର କନ୍ଯାଗଣ। େଯେବ ତୁମ୍େଭମାେନ େମା ପ୍ରିଯତମଙ୍କ େଦଖା ପାଇବ, େତେବ ମୁଁ ତୁମ୍ଭମାନଙ୍କୁ ଶପଥ େଦଇ କହୁଅଛି, ମୁଁ ପ୍ େରମ ପତିତା େବାଲି ତୁମ୍େଭ ତାଙ୍କୁ କହିବ। 9 େହ ନାରୀଗଣ ମଧ୍ଯ ପରମ ସୁନ୍ଦରୀ। ତୁମ୍ଭର ପ୍ େରମିକ ଅନ୍ୟ ପ୍ େରମିକମାନଙ୍କ ଅପେକ୍ଷା କିପରି ଭଲ ଅଟନ୍ତି? ତୁମ୍େଭ କାହିଁକି ଆମ୍ଭମାନଙ୍କୁ ଏହି ଶପଥ କରାଉଛ? 10 େମାହର ପ୍ରିଯତମ ଶ୍ବେତ ଓ ରକ୍ତବର୍ଣ୍ଣ, ଦଶ ସହସ୍ର ମଧିଅେର ପ୍ରଧାନ। 11 ତାଙ୍କର ମସ୍କ ଶୁଦ୍ଧ ସୁବର୍ଣ୍ଣ ତୁଲ୍ଯ। ତାଙ୍କର କେଶ କୁଞ୍ଚିତ ଓ ଡାମରା କୁଆପରି କୃଷ୍ଣବର୍ଣ୍ଣ। 12 ତାଙ୍କର ନେତ୍ର ୟୁଗଳ ନଦୀ ନିକଟେର ଥିବା କେପାତମାନଙ୍କ ତୁଲ୍ଯ। ଦୁଗ୍ଧ େର େଧୗତ ଓ ଯଥା ସ୍ଥାନ େର ସ୍ଥାପିତ। 13 ତାଙ୍କର ଗଣ୍ଡେଦଶ ସୁଗନ୍ଧି ଲତାର କିଆରି ସ୍ବରୂପ ସୁଗନ୍ଧି ତୃଣର ତଟ ସ୍ବରୂପ। ତାଙ୍କର ଓଷ୍ଠଧାର କଇଁଫୁଲ ତୁଲ୍ଯ ତହିଁରୁ ଦ୍ରବ ଗନ୍ଧରସ ଝ େର। 14 ତାହାଙ୍କ ହସ୍ତ ଦ୍ବଯ ବୈଦୁର୍ୟ୍ଯ ମଣି େର ଖଚିତ ସୁବର୍ଣ୍ଣ କଙ୍କଣ ତୁଲ୍ଯ। ତାହାଙ୍କ ଶରୀର ନୀଳକାନ୍ତ ମଣି ମଣ୍ଡିତ ଗଜଦନ୍ତମଯ ଶିଳ୍ପ କର୍ମ ତୁଲ୍ଯ। 15 ତାଙ୍କର ଗୋଡ଼ ଦୁଇଟି ସୁବର୍ଣ୍ଣ ମୂଳଦୁଆ େର ସ୍ଥାପିତ ଦୁଇଟି ମାର୍ବଲର ସ୍ତମ୍ବ ତୁଲ୍ଯ। ତାଙ୍କର ଆକୃତି ଲିବାେନାନ୍ ଏରସ ବୃକ୍ଷ ତୁଲ୍ଯ ଉତ୍କୃଷ୍ଟ। 16 ତାହାଙ୍କ ମୁଖ ଅତ୍ଯନ୍ତ ସୁମିଷ୍ଟ ହଁ େସ ସର୍ବୋତୋଭାେବ ମ େନାହର। େହ ୟିରୁଶାଲମର କନ୍ଯାଗଣ, େସ େମାହର ପ୍ରିଯତମ, େସ େମାହର ସହୋଦର।

6:1 ଆଗୋ ନାରୀଗଣ ମଧିଅେର ପରମ ସୁନ୍ଦରୀ। ତୁମ୍ଭର ପ୍ରିଯତମ କୁଆେଡ଼ ୟାଇଛନ୍ତି। ତୁମ୍ଭ ସଙ୍େଗ ଆମ୍େଭମାେନ େଯମନ୍ତ େଖାଜି ପାରିବା ଏଥିପାଇଁ ତୁମ୍ଭ ପ୍ରିଯତମ କେଉଁ ଆଡ଼କୁ ୟାଇଛନ୍ତି କୁହ। 2 େମାହର ପ୍ରିଯତମ ଆପଣା ଉଦ୍ୟାନକୁ ସୁଗନ୍ଧି ଲତାର କିଆରିକୁ, ଉଦ୍ୟାନ େର ତାଙ୍କର ପଲ ଚରାଇବାକୁ ଓ କଇଁଫୁଲ ସଂଗ୍ରହ କରିବାକୁ ୟାଇଛନ୍ତି। 3 ମୁଁ ଆପଣା ପ୍ରିଯତମଙ୍କର ଓ େମା ପ୍ରିଯତମ େମାହର। େସ େଶାଶନ୍ ପୁଷ୍ପ ବନ େର ଆପଣା ପଲ ଚରାନ୍ତି। 4 ଆଗୋ େମାର ପ୍ରିେୟ, ତୁମ୍େଭ ତିର୍ସାପରି ସୁନ୍ଦରୀ। ୟିରୁଶାଲମ ପରି ଶୋଭାବତୀ, ଧୂଜାଧାରି ସୈନ୍ଯପରି ଭୟଙ୍କରୀ। 5 ତୁମ୍େଭ େମା ଆଡ଼ୁ ଆପଣା ଆଖି ଫେରାଅ, କାରଣ ତଦ୍ବାରା ମୁଁ ପରାସ୍ତ େହାଇଅଛି। ତୁମ୍ଭର କେଶ ଗିଲିଯଦର ଚଟାଣରୁ ତଳକୁ ଆସୁଥିବା ଏକ ଛେଳିପଲ ତୁଲ୍ଯ। 6 ତୁମ୍ଭର ଦାନ୍ତ ପଂକ୍ତି ସ୍ଥାନରୁ ଉଥିତା େମଷୀପଲ ତୁଲ୍ଯ। େସମାନଙ୍କ ପ୍ରେତ୍ୟକକର ୟାଆଁଳା ଛୁଆ ଅଛି, ଆଉ େସମାନଙ୍କ ମଧ୍ଯରୁ କାହାରି ଛୁଆ ମରି ନାହିଁ। 7 ଓଢ଼ଣା ତେଳ ତୁମ୍ଭର ଦୁଇଟି କର୍ଣ୍ଣ ମୂଳ ଡ଼ାଳିମ୍ବ ତୁଲ୍ଯ ଦୁଇଟି ଫାଳ। 8 ଷାଠିଏ ରାଣୀ ଓ ଅଶୀ ଉପପତ୍ନୀ ଓ ଅସଂଖ୍ଯ ୟୁବତୀ ଅଛନ୍ତି। 9 ମାତ୍ର େମା କେପାତୀ, େମାର ନିପୁଣାଟି ଅଦ୍ବିତୀଯା। େସ ଆପଣା ମାତାର ଏକମାତ୍ର। େସ ଜଣଙ୍କର ପ୍ରିଯ ୟିଏ ତାକୁ ଗର୍ଭଧାରଣ କେଲ। କନ୍ଯାମାେନ ତାହାକୁ େଦଖି ଧନ୍ଯା େବାଲି କହିେଲ। ହଁ, ରାଣୀ ଓ ଉପପତ୍ନୀଗଣ ତାହାକୁ ପ୍ରଶଂସା କେଲ। 10 ଏହି େଯ ଅରୁଣ ତୁଲ୍ଯ ଉଦୀଯମନା, ଚନ୍ଦ୍ରମା ତୁଲ୍ଯ ସୁନ୍ଦରୀ, ସୂର୍ୟ୍ଯ ତୁଲ୍ଯ ବିଶୁଦ୍ଧତା, ଧୂଜା ବିଶିଷ୍ଟ ସୈନ୍ଯତୁଲ୍ଯ ଭୟଙ୍କର, େସ କିଏ? 11 ମୁଁ ଡ଼ିମ୍ବିରି ବୃକ୍ଷ କାଟିବାକୁ ସଦ୍ଯ ଚାରାଗଛ ଗୁଡ଼ିକ େଦଖିବା ପାଇଁ ଗଲି। ଦ୍ରାକ୍ଷାଲତା ପଲ୍ଲବିତ େହାଇଅଛି କି ନାହିଁ ଓ ଡ଼ାଳିମ୍ବ କଢ଼ ଧରିଛି କି ନାହିଁ ମୁଁ େଦଖିବାକୁ ଗଲି। 12 ମୁଁ ଅନୁଭବ କଲା ପୂର୍ବରୁ ମୁଁ େମା ନିଜକୁ ଏକ ରଥେର ରାଜପୁତ୍ରଙ୍କର ପାଖ େର ପାଇଲି। 13 େହ ଶୂଲମିଯେର ନାରୀ, େଫରିଆସ, େଫରିଆସ ଆମ୍େଭମାେନ ତୁମ୍ଭକୁ େଦଖିବା ପାଇଁ ଚାହୁଁଛୁ। େଯେତେବେଳ େସ ମହନଯିମ ନୃତ୍ଯ କରୁଛି, କାହିଁକି ତୁମ୍େଭମାେନ ଶୂଲମିଯାଯ ନାରୀକୁ କାହିଁକି ଅନାଇବ ?

7:1 ଆେଗା ରାଜକନ୍ଯ, ପାଦୁକା େର ତୁମ୍ଭ ଚରଣ େକେତ ସୁନ୍ଦର। ତୁମ୍ଭର କଟିମଣ୍ଡଳ ନିପୂଣ ଶିଳ୍ପକର ହସ୍ତ େର ନିର୍ମିତ ରତ୍ନହାର ସ୍ବରୂପ। 2 ତୁମ୍ଭର ନାଭିେଦଶ ମିଶ୍ରିତ ଦ୍ରାକ୍ଷାରସ ଅଭାବ ନ ଥିବା ବତ୍ତୁର୍ଳ ପାତ୍ର ତୁଲ୍ଯ। ତୁମ୍ଭର ଉଦର େଶାଶନ୍ ପୁଷ୍ପ ମଣ୍ଡିତ ଗହମ ରାଶି ତୁଲ୍ଯ। 3 ତୁମ୍ଭର ସ୍ତନ ୟୁଗଳ ହରିଣର ୟାଆଁଳା ଛୁଆପରି। 4 ତୁମ୍ଭର ଗଳେଦଶ ଗଳଦନ୍ତମଯ ଦୁର୍ଗ ସଦୃଶ। ତୁମ୍ଭ ନେତ୍ର ୟୁଗଳ ବେଥି-ଗଦ୍ଦୀମ ନଗର ଦ୍ବାର ନିକଟସ୍ଥ ହିଶ୍େବାନ୍ େସରାବର ସଦୃଶ। ତୁମ୍ଭ ନାସିକା ଦମ୍ମେଶକ ସମ୍ମୁଖସ୍ଥ ଲିବାେନାନର ଦୁର୍ଗ ତୁଲ୍ଯ। 5 ତୁମ୍ଭ ମସ୍ତକ କର୍ମିଲ ପର୍ବତ ତୁଲ୍ଯ। ପୁଣି ତୁମ୍ଭ ମସ୍ତକର କେଶ ବାଇଗଣିଆ ରଙ୍ଗ ତୁଲ୍ଯ। ତହିଁର ବେଣୀ ପାଶ େର ରାଜା ବନ୍ଦୀରୂେପ ଧୃତ ଅଟନ୍ତି। 6 ଆଗୋ ପ୍ରିେୟ, ତୁଷ୍ଟି ଜନ୍ମାଇବା ନିମନ୍େତ ତୁମ୍େଭ କେମନ୍ତ ସୁନ୍ଦରୀ ଓ ମ େନାହାରିଣୀ। 7 ତୁମ୍ଭ ଶରୀରର ଦୀର୍ଘ୍ଯତା ଖଜୁରୀ ବୃକ୍ଷ ତୁଲ୍ଯ ଓ ତୁମ୍ଭ ସ୍ତନ ମେଞ୍ଚାଏ ଫଳ ତୁଲ୍ଯ। 8 ମୁଁ କହିଲି, ମୁଁ ଖଜୁରି ଗଛ ଚଢ଼ିବି। ମୁଁ ତହିଁର ବାହୁଙ୍ଗା ଧରିବି। ତୁମ୍ଭର ସ୍ତନ ତୁଲ୍ଯ େହଉ। ପୁଣି ତୁମ୍ଭ ନିଶ୍ବାସର ଆଘ୍ରାଣ ନାଗରଙ୍ଗ ଫଳର ବାସନା ତୁଲ୍ଯ େହଉ। 9 ତୁମ୍ଭର ଚୁମ୍ବନ ସର୍ବୋତ୍ତମ, ଦ୍ରାକ୍ଷାରସ ତୁଲ୍ଯ, େସହି ଦ୍ରାକ୍ଷାରସ େମା ପ୍ରିଯତମାଙ୍କ ଗଳ େଦଶ େର ଧୀର ଭାବେର ଗଳିୟାଏ ଏବଂ େମାର ଓଷ୍ଠ ଓ ଦାନ୍ତ େଦଇ ଧୀ େର ଧୀ େର ବହିୟାଏ। 10 ମୁଁ ଆପଣା ପ୍ରିଯତମଙ୍କର ଓ ତାଙ୍କର ବାସନା େମା ପ୍ରତି ଅଛି। 11 ଆସ, େମାର ପ୍ରିଯତମ, ଆମ୍େଭମାେନ କ୍ଷେତ୍ରକୁ ୟିବା। ଆସ େହନା ଚାରାଗଛ ଗହଣ େର ରାତିଟି କଟେଇେଦବା। 12 ଆମ୍େଭମାେନ ଅତି ପ୍ରଭାତ େର ଦ୍ରାକ୍ଷାକ୍ଷେତ୍ରକୁ ଯାଉ। ଦ୍ରାକ୍ଷାଲତା ପଲ୍ଲବିତ ଓ ତହିଁର ପୁଷ୍ପ ପ୍ରସ୍ଫୁଟିତ ଓ ଡ଼ାଳିମ୍ବ ପୁଷ୍ପିତ େହାଇଅଛି କି ନାହିଁ, ତାହା ଆମ୍େଭମାେନ େଦଖିବା। େସଠା େର ମୁଁ ତୁମ୍ଭଙ୍କୁ ଆପଣା ପ୍ େରମ ପ୍ରଦାନ କରିବି। 13 ଦୂଦା ଫୁଲ ସୁବାସ େହଉଅଛି। ଆମ୍ଭମାନଙ୍କ ଦ୍ବାର ନିକଟେର ସର୍ବପ୍ରକାର ବହୁମୂଲ୍ଯ ତଟକା ଫଳ ଓ ଶୁଖିଲା ଫଳ ଅଛି। େହ େମାର ପ୍ରିଯତମ, ଏସବୁ ମୁଁ ତୁମ୍ଭ ପାଇଁ ରଖିଅଛି।

8:1 ଯଦି ତୁମ୍େଭ ଏକ ପିଲା େହାଇଥାନ୍ତ, େମାର େଛାଟ ଭାଇପରି େଯ କି େମା ମା'ର କ୍ଷୀର ଖାଉଛି ଏବଂ ଯଦି ମୁଁ ତୁମ୍ଭକୁ ବାହା େର େଦଖେ ଏବଂ ମୁଁ ତୁମ୍ଭକୁ ଚୁମ୍ବନ ଦିଏ େକହି େମାେତ ଖରାପ ଭାବିବେ ନାହିଁ। 2 ମୁଁ ତୁମ୍ଭକୁ ପଥ କଢ଼ାଇ ଆପଣା ମାତାଙ୍କ ଗୃହକୁ େନଇୟାନ୍ତି। େସ େମାେତ ଶିକ୍ଷା ଦିଅନ୍େତ। ମୁଁ ତୁମ୍ଭକୁ ସୁଗନ୍ଧି ମିଶ୍ରିତ ଦ୍ରାକ୍ଷାରସ, େମାହର ଡ଼ାଳିମ୍ବ ରସ ପାନ କରାନ୍ତି। 3 ତାହାଙ୍କ ବାମ ହସ୍ତ େମା ମସ୍ତକ ତେଳ ରହିବ ଓ ତାହାଙ୍କ ଦକ୍ଷିଣ ହସ୍ତ େମାେତ ଆଲିଙ୍ଗନ କରିବ। 4 େହ ୟିରୁଶାଲମର ଚତୁପାଶର୍‌ବର କ୍ଷେତ୍ରସବୁ, େମା ନିକଟେର ଶପଥ କର େଯ, ଉଚିତ୍ ସମୟ ନ େହବା ପର୍ୟ୍ଯନ୍ତ ତୁମ୍େଭମାେନ ପ୍ େରମକୁ ଜାଗ୍ରତ କର ନାହିଁ। 5 ଆପଣାର ପ୍ େରମିକର ଉପ େର ଆଉଜି ପଡ଼ି ପ୍ରାନ୍ତରରୁ ୟିଏ ଆସୁଅଛି େସ କିଏ ? 6 ତୁମ୍େଭ େମାେତ େମାହର ତୁଲ୍ଯ ଆପଣା ହୃଦଯ େର, ବାହୁଟି ତୁଲ୍ଯ ଆପଣା ବାହୁ େର ଧାରଣ କର। କାରଣ ପ୍ େରମ ମୃତ୍ଯୁ ପରି ଶକ୍ତିଶାଳୀ ଅେଟ। ହୃଦଯର ଦହନ କବର ପରି ଦୃଢ଼ ଅେଟ। ଏହାର ଶିଖା ଏକ ଜଳନ୍ତା ନିଆଁ ପରି ଏବଂ ଏହା ଏକ ବିରାଟ ନିଆଁ େର ପରିଣତ େହାଇପା େର। 7 ଅପାର ଜଳରାଶି ପ୍ େରମକୁ ନିର୍ବାଣ କରି ନ ପା େର। କିଅବା ବନ୍ଯା ତାହା ବୁଡ଼ାଇ ନ ପା େର। େଯେବ େକହି ଆପଣାର ସର୍ବସ୍ବ ବଦଳ େର ପ୍ େରମ କିଣିବା ପାଇଁ େଚଷ୍ଟା କେର, େତେବ େସ େଲାକ ସମସ୍ତଙ୍କ ଦ୍ବାରା ତୁଚ୍ଛୀକୃତ େହବ। 8 ଆମ୍ଭମାନଙ୍କର େଗାଟିଏ ସାନ ଭଉଣୀ ଅଛି। ଏପର୍ୟ୍ଯନ୍ତ ତା'ର ସ୍ତନ ବୃଦ୍ଧି େହାଇ ନାହିଁ। ଯଦି ଜେଣ େଲାକ ଆ େସ ଏବଂ ତାକୁ ବିବାହ କରିବାକୁ ପଚା େର, େତେବ ଆମ୍େଭମାେନ କ'ଣ କରିବା ? 9 େଯେବ େସ ପ୍ରାଚୀର ସ୍ବରୂପା ହୁଏ। େତେବ ଆମ୍େଭମାେନ ତାକୁ ରୂପା ଗହଣା େର ଢ଼ାଙ୍କି ଦେବୁ। ଯଦି େସ ଏକ ଦ୍ବାର ପରି ହୁଏ, େତେବ ଆମ୍େଭମାେନ ତାକୁ ଏରସ ପଟା େର ଆବରଣ କରିଦେବୁ। 10 ମୁଁ ପ୍ରାଚୀର ସ୍ବରୂପା ଓ େମାହର ସ୍ତନ ତହିଁେର ଦୁର୍ଗସ୍ବରୂପ। େସହି ସମୟେର େସ େମାେତ ଜଣକ ପରି ବିବେଚନା କଲା, ୟିଏ ତୃପ୍ତି ଆେଣ। 11 ବାଲ-ହାେମାନ େର ଶେଲାମନଙ୍କର ଏକ ଦ୍ରାକ୍ଷାକ୍ଷେତ୍ର ଥିଲା। େସ ଦ୍ରାକ୍ଷାକ୍ଷେତ୍ରଟିକୁ ରକ୍ଷକମାନଙ୍କ ହାତ େର ନ୍ଯସ୍ତ କେଲ। ପ୍ରେତ୍ୟକକ ରକ୍ଷକକୁ ତହିଁର ଫଳ ପାଇଁ 1,000 ରୂପାମୁଦ୍ରା େଦବାକୁ ପଡ଼ିଲା। 12 େମାହର ଦ୍ରାକ୍ଷାକ୍ଷେତ୍ର େମାର ନିଜର। େହ ଶ େଲାମନ, େସହି ସହସ୍ର ମୁଦ୍ରା ତୁମ୍େଭ ପାଇବ ଓ ତହିଁର ଫଳ ରକ୍ଷକମାେନ ଦୁଇଶହ େର ୗପ୍ୟ ମୁଦ୍ରା ପାଇେବ। 13 େହ ଉପବନ ବାସିନୀ, ମିତ୍ରଗଣ ତୁମ୍ଭର କଥା ଶୁଣନ୍ତି। ତୁମ୍ଭ ସ୍ବର େମାେତ ମଧ୍ଯ ଶୁଣିବାକୁ ଦିଅ। 14 େହ େମାର ପ୍ରିଯତମ, ଚଞ୍ଚଳ ହୁଅ। ସୁଗନ୍ଧିମଯ ପର୍ବତ ଶ୍ େରଣୀ ଉପ େର ତୁମ୍େଭ ମୃଗ ବା ହରିଣ ଶାବକ ତୁଲ୍ଯ ହୁଅ।