Titus

1:1 ପରେମଶ୍ବରଙ୍କ େସବକ, ଓ ଯୀଶୁଖ୍ରୀଷ୍ଟଙ୍କ ପ୍ େରରିତ ପାଉଲଙ୍କଠାରୁ ପତ୍ର। ପରେମଶ୍ବରଙ୍କ ମେନାନୀତ େଲାକମାନଙ୍କ ବିଶ୍ବାସ େର ସାହାୟ୍ଯ କରିବା ପାଇଁ େମାେତ ପଠାଯାଇଛି। ସତ୍ଯ ଜାଣିବା ପାଇଁ େସହି େଲାକମାନଙ୍କୁ ସାହାୟ୍ଯ କରିବା ପାଇଁ େମାେତ ପଠାଯାଇଛି। ପରେମଶ୍ବରଙ୍କୁ େଲାେକ କିପରି େସବା କରିେବ, ତାହା େସହି ସତ୍ଯ େଦଖାଇ ଥାଏ। 2 ଅନନ୍ତ ଜୀବନ ପାଇଁ ଆମ୍ଭର ଆଶାରୁ େସହି ବିଶ୍ବାସ ଓ ଜ୍ଞାନ ଆସିଛି। ସମୟ ଆରମ୍ଭ େହବା ପୂର୍ବରୁ ପରେମଶ୍ବର େସହି ଅନନ୍ତ ଜୀବନର ପ୍ରତିଶୃତି େଦଇଥିେଲ ଓ ପରେମଶ୍ବର ମିଛ କହନ୍ତି ନାହିଁ। 3 ଉଚିତ ସମୟେର ପରେମଶ୍ବର େସହି ଜୀବନ ବିଷୟ େର ସଂସାରକୁ ଜଣାଇେଲ। ପ୍ରଚାର ଦ୍ବାରା ପରେମଶ୍ବର ଜଗତକୁ କହିେଲ। ପରେମଶ୍ବର େମାେତ େସହି କାମର ଦାଯିତ୍ବ େଦେଲ। ଆମ୍ଭର ତ୍ରାଣକର୍ତ୍ତା ପରେମଶ୍ବର ଆେଦଶ େଦଇଥିବାରୁ ମୁଁ େସଗୁଡ଼ିକର ପ୍ରଚାର କଲି। 4 ଏହି ପତ୍ର ତୀତସଙ୍କୁ ଲେଖାଯାଉଛି। ତୁମ୍େଭ ସମବିଶ୍ବାସ େର େମାର ପ୍ରକୃତ ପୁତ୍ର ଭଳି। ଆମ୍ଭର ପରମପିତା ପରେମଶ୍ବର ଖ୍ରୀଷ୍ଟ ଯୀଶୁ, ଆମ୍ଭର ତ୍ରାଣକର୍ତ୍ତାଙ୍କଠାରୁ ତୁମ୍ଭକୁ ଅନୁଗ୍ରହ ଓ ଶାନ୍ତି ମିଳୁ। 5 ମୁଁ ତୁମ୍ଭକୁ କ୍ରୀତୀଠା େର ଏେବ ସୁଦ୍ଧା େଯଉଁ କାମ ବାକି ରହି ଯାଇଛି, େସଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ଛାଡ଼ି ଆସିଥିଲି। ମୁଁ େସଠାେର ତୁମ୍ଭକୁ ଏଥିପାଇଁ ମଧ୍ଯ ଛାଡ଼ି ଆସିଥିଲି େଯ ତୁମ୍େଭ ପ୍ରେତ୍ୟକକ ନଗର େର ପ୍ରାଚୀନ େହବା େଲାକମାନଙ୍କୁ ବାଛି ପାରିବ। 6 ଏକ ପ୍ରାଚୀନ େହବା ପାଇଁ ଜେଣ େଲାକର େଯଉଁ ଗୁଣ ଥିବା ଦରକାର, େସଗୁଡ଼ିକ େହଲା େସ ନିର୍ଦ୍ େଦାଷ ଥିେବ। ତାହାଙ୍କର ଜେଣ ମାତ୍ର ସ୍ତ୍ରୀ ଥିେବ। ତାହାଙ୍କର ସନ୍ତାନମାେନ ବିଶ୍ବାସୀ େହାଇଥିେବ। େସମାେନ ହିଂସ୍ର ଜୀବନ ଯାପନ କରୁ ନ ଥିେବ ଓ ଅନୁଶାସନହୀନ ନ ଥିେବ। 7 ଏହି ପ୍ରାଚୀନମାନଙ୍କର କାମ େହଉଛି ପରେମଶ୍ବରଙ୍କ କାମର ଯତ୍ନ ନେବା, ଅତଏବ େସ ନିର୍ଦ୍ େଦାଷ େହବା କଥା। େସ ଗର୍ବୀ, ସ୍ବାର୍ଥୀ ଓ ଶୀଘ୍ର େକାରଧୀ େହାଇ ନ ଥିେବ। େସ ଅତ୍ଯଧିକ ମଦ୍ଯ ପାନ କରୁ ନ ଥିେବ। େସ କଳହ ପ୍ରିୟ େହାଇ ନ ଥିେବ। ଅନ୍ୟମାନଙ୍କୁ ଠକି ଧନୀ େହବା ପାଇଁ ସର୍ବଦା େଚଷ୍ଟା କରୁ ନ ଥିେବ। 8 ନିଜ ଘ େର େଲାକମାନଙ୍କୁ ସ୍ବାଗତ କରି ସାହାୟ୍ଯ କରିବା ପାଇଁ ପ୍ରସ୍ତୁତ ଥିେବ। େସ ଉତ୍ତମ ବିଷୟକୁ ପ୍ େରମ କରୁଥିେବ, ଜ୍ଞାନୀ େହାଇଥିେବ, ଧାର୍ମିକଭାେବ ଜୀବନଯାପନ କରୁଥିେବ, ପବିତ୍ର େହାଇଥିେବ ଓ ନିଜକୁ ସଂୟମ କରି ପାରୁଥିେବ। ଆମ୍େଭ ସତ୍ଯର େଯଉଁ ରୂେପର ଶିକ୍ଷା ପ୍ରଦାନ କରିଛୁ, ଜେଣ ପ୍ରାଚୀନ, ନିଷ୍ଠାପର ଭାବେର ତାହା ପ୍ରଦାନ କରୁଥିେବ। 9 ପ୍ରକୃତ ଶିକ୍ଷାକୁ ବ୍ଯବହାର କରି ଜେଣ ପ୍ରାଚୀନ େଲାକମାନଙ୍କୁ ସାହାୟ୍ଯ କରିବା େର ସକ୍ଷମ େହାଇଥିେବ ଏବଂ ପ୍ରକୃତ ଶିକ୍ଷାର ବିେରାଧୀମାନଙ୍କୁ େସ େଯପରି େଦଖାଇ େଦବାକୁ ସକ୍ଷମ େହେବ େଯ େସମାେନ ଭୁଲ ଅଟନ୍ତି। 10 ଅନେକ େଲାକ ଏପରି ଅଛନ୍ତି, େଯଉଁମାେନ ମାନିବାକୁ ମନା କରନ୍ତି, ଅବାନ୍ତର କଥାମାନ କୁହନ୍ତି ଓ ଅନ୍ୟ େଲାକମାନଙ୍କୁ ଭୁଲ ବାଟେର ପରିଚାଳିତ କରନ୍ତି। ମୁଁ ବିଶେଷ ଭାବେର େସ େଲାକମାନଙ୍କ ବିଷୟ େର କହୁଛି, େଯଉଁମାେନ ସମସ୍ତ ଅଣଯିହୂଦୀମାନଙ୍କୁ ସୁନ୍ନତ େହବାପାଇଁ କହନ୍ତି। 11 ଜେଣ ପ୍ରାଚୀନ େସମାନଙ୍କର ଭୁଲ ବିଷୟ େର ତାହାଙ୍କୁ ଅବଗତ କରାଇବାକୁ ସକ୍ଷମ ଥିେବ ଓ େସମାନଙ୍କୁ ଏପରି ଅବାନ୍ତର କଥା କହିବାରୁ ବନ୍ଦ କରାଇପାରୁଥିେବ। େସହି େଲାକମାେନ କୁଶିକ୍ଷାର ଉପେଦଶ େଦଇ ସମ୍ପୂର୍ଣ୍ଣ ପରିବାରଗୁଡ଼ିକୁ ନଷ୍ଟ କରୁଛନ୍ତି। େସମାେନ କେବଳ େଲାକମାନଙ୍କୁ ଠକିବା ପାଇଁ ଏଭଳି ଶିକ୍ଷା ଦିଅନ୍ତି କାରଣ େସମାେନ ଧନ ଅର୍ଜନ କରିବାକୁ ଇଚ୍ଛା କରନ୍ତି। 12 ତାହାଙ୍କ ନିଜ େଲାକମାନଙ୍କ ମଧ୍ଯରୁ ଜେଣ, ୟିଏ କି ଭବିଷ୍ଯଦ୍ ବକ୍ତା, କହିଛନ୍ତି : "କ୍ରୀତୀର େଲାେକ ସର୍ବଦା ମିଛ କୁହନ୍ତି। େସମାେନ ଦୁଷ୍ଟ ପଶୁ ଓ ଅଳସୁଆ। େସମାେନ ଖାଇବା ଛଡ଼ା ଅନ୍ୟ କିଛି କରନ୍ତି ନାହିଁ।" 13 େସହି ଭାବବାଦୀଙ୍କ କଥା ସତ। ଅତଏବ େସମାନଙ୍କୁ କୁହ େଯ େସମାେନ ଭୁଲ କରୁଛନ୍ତି। ତୁମ୍େଭ ତାହାଙ୍କ ପ୍ରତି କେଠାର େହବା ଉଚିତ। ତା' େହେଲ େସମାେନ ବିଶ୍ବାସ େର ଦୃଢ଼ େହେବ। 14 ତା' େହେଲ େସମାେନ ଯିହୂଦୀ ଗପଗୁଡ଼ିକୁ ଗ୍ରହଣ କରିେବ ନାହିଁ କି ସତ୍ଯକୁ ଗ୍ରହଣ କରୁ ନ ଥିବା େଲାକଙ୍କ ଆେଦଶ ପାଳନ କରିେବ ନାହିଁ। 15 େଯଉଁମାେନ ପବିତ୍ର, ତାହାଙ୍କ ପାଇଁ ସବୁ କିଛି ପବିତ୍ର। କିନ୍ତୁ େଯଉଁମାେନ ପାପୀ ଓ ଅବିଶ୍ବାସୀ, େସମାନଙ୍କ ଲାଗି କିଛି େହେଲ ପବିତ୍ର ନୁେହଁ। େସମାନଙ୍କର ଚିନ୍ତା ପାପେର ଦୂଷିତ େହାଇଯାଇଛି ଓ ଠିକ୍ କ'ଣ, େସ ସମ୍ବନ୍ଧ େର େସମାନଙ୍କର ଜ୍ଞାନ ନଷ୍ଟ େହାଇ ଯାଇଛି। 16 େସ େଲାକମାେନ କୁହନ୍ତି େଯ େସମାେନ ପରେମଶ୍ବରଙ୍କୁ ଜାଣିଛନ୍ତି। କିନ୍ତୁ େଯଉଁସବୁ ମନ୍ଦ କାମ େସମାେନ କରୁଛନ୍ତି, େସଥିରୁ ଜଣାଯାଏ େଯ େସମାେନ ପରେମଶ୍ବରଙ୍କୁ ଗ୍ରହଣ କରନ୍ତି ନାହିଁ। େସମାେନ ଭୟଙ୍କର େଲାକ, ଆଜ୍ଞା ବି େରାଧୀ ଓ େକୗଣସି ଭଲ କାମ ପାଇଁ ଅ େଯାଗ୍ଯ।

2:1 ପ୍ରକୃତ ଶିକ୍ଷା (ଉପେଦଶ)ର ଅନୁସରଣ କରିବା ପାଇଁ ତୁମ୍େଭ େଲାକଙ୍କୁ କହିବା କଥା। 2 ବୃଦ୍ଧ େଲାକମାନଙ୍କୁ ଶିକ୍ଷା ଦିଅ େଯ େସମାେନ ଆତ୍ମସଂୟମୀ, ଗମ୍ଭୀର ଓ ଜ୍ଞାନୀ ହୁଅନ୍ତୁ। େସମାେନ ବିଶ୍ବାସ େର, ପ୍ େରମ େର ଓ ର୍ଧୈୟ୍ଯ େର ଦୃଢ଼ େହବା ଉଚିତ। 3 ବୃଦ୍ଧା ନାରୀମାନଙ୍କୁ ଶିକ୍ଷା ଦିଅ େଯ େସମାେନ ଜୀବନପ୍ରଣାଳୀ େର ପବିତ୍ର ହୁଅନ୍ତୁ। େସମାେନ ଅନ୍ୟମାନଙ୍କ ବିରୁଦ୍ଧ େର କୁହନ୍ତୁ ନାହିଁ ଓ ଅଧିକ ମାତ୍ରା େର ମଦ୍ଯପାନର ଅଭ୍ଯାସ ରଖନ୍ତୁ ନାହିଁ। େସମାେନ ଭଲ କଥାର ଶିକ୍ଷା ଦିଅନ୍ତୁ। 4 ଏପରି ଭାବେର େସମାେନ ୟୁବତୀମାନଙ୍କୁ େସମାନଙ୍କର ସ୍ବାମୀ ଓ ସନ୍ତାନମାନଙ୍କୁ ଭଲ ପାଇବା ଶିଖାଇ ପାରିେବ। 5 େସମାେନ ୟୁବଦୀମାନଙ୍କୁ ଶିଖାଇ ପାରିେବ େଯ େସମାେନ ଜ୍ଞାନୀ ଓ ପବିତ୍ର ହୁଅନ୍ତୁ, ନିଜ ଘରର ଯତ୍ନ ନିଅନ୍ତୁ, ଦୟାଳୁ ହୁଅନ୍ତୁ ଏବଂ ନିଜ ସ୍ବାମୀଙ୍କର ଆଜ୍ଞାକାରିଣୀ ହୁଅନ୍ତୁ। ତା' େହେଲ େକୗଣସି େଲାକ ଆମ୍ଭକୁ ଦିଆଯାଇଥିବା ପରେମଶ୍ବରଙ୍କ ଶିକ୍ଷାର ସମାେଲାଚନା କରିପାରିବ ନାହିଁ। 6 େସହିଭଳି ୟୁବକମାନଙ୍କୁ କୁହ େଯ େସମାେନ ଜ୍ଞାନୀ ହୁଅନ୍ତୁ। 7 ତୁମ୍େଭ ନିେଜ ୟୁବକମାନଙ୍କ ପାଇଁ ପ୍ରେତ୍ୟକକ ଭାବେର ଆଦର୍ଶ େହବା ପାଇଁ ଉତ୍ତମ କାମ କରିବା ଦରକାର। ତୁମ୍ଭର ଶିକ୍ଷା େଦବା େର ତୁମ୍େଭ ସଚ୍ଚୋଟ ଓ ଗମ୍ଭୀର ରହିବା ଉଚିତ। 8 ତୁମ୍େଭ େଯପରି ସମାଲୋଚିତ ନ ହୁଅ, େସଥିପାଇଁ ତୁମ୍େଭ ସତ କୁହ। ତା' େହେଲ ଜେଣ ବିେରାଧୀ ମଧ୍ଯ ଲଜ୍ଜାବୋଧ କରିବ କାରଣ େସ ଆମ୍ଭ ବିରୁଦ୍ଧ େର େକୗଣସି ମନ୍ଦ ବିଷୟ ପାଇବ ନାହିଁ। 9 ଦାସମାନଙ୍କୁ ମଧ୍ଯ େସମାନଙ୍କର ମାଲିକମାନଙ୍କର ଆଜ୍ଞା ସର୍ବଦା ପାଳନ କରିବାକୁ କୁହ। େସମାେନ ମାଲିକମାନଙ୍କୁ ଖୁସି ରଖିବେ, େସମାନଙ୍କ ସହିତ ୟୁକ୍ତିତର୍କ କରିେବ ନାହିଁ। 10 ମାଲିକଙ୍କର େଚାରୀ କରିେବ ନାହିଁ, ଏବଂ େସମାେନ ପ୍ରମାଣିତ କରିେବ େଯ େସମାେନ ବିଶ୍ବାସ େଯାଗ୍ଯ ଅଟନ୍ତି। ଦାସମାେନ ନିଜର ପ୍ରେତ୍ୟକକ କାମ େର ଏହା ପ୍ରମାଣିତ କରିେବ େଯ ଆମ୍ଭର ତ୍ରାଣକର୍ତ୍ତା ପରେମଶ୍ବରଙ୍କ ଶିକ୍ଷା ଭଲ ଅେଟ। 11 ପରେମଶ୍ବରଙ୍କ ଅନୁଗ୍ରହ ମିଳିଥୁବାରୁ ଆମ୍େଭ େସହିଭଳି ଜୀବନଯାପନ କରିବା କଥା। େସହି ଅନୁଗ୍ରହ ପ୍ରେତ୍ୟକକ େଲାକଙ୍କୁ ଉଦ୍ଧାର କରିପା େର। 12 େସହି ଅନୁଗ୍ରହ ଆମ୍ଭକୁ ମିଳିଛି। େସହି ଅନୁଗ୍ରହ ପରେମଶ୍ବରଙ୍କ ବିେରାଧୀ ନ େହବା ଓ ସଂସାର ଚାହୁଁ ଥିବା ମନ୍ଦକାମ ନ କରିବା ପାଇଁ ଶିକ୍ଷା ଦିଏ। େସହି ଅନୁଗ୍ରହ ଏହି ସଂସାର େର ଜ୍ଞାନ େର ଧାର୍ମିକ ଓ ନ୍ଯାୟ ମାର୍ଗ େର ରହିବା ଶିଖାଏ। 13 ଆମ୍ଭର ମହାନ୍ ପରେମଶ୍ବର ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ଆସିବା ବାଟକୁ ଚାହିଁ ରହିଥିଲା େବେଳ ଆମ୍େଭ ଏହିଭଳି ରହିବା ଦରକାର। େସ ଆମ୍ଭମାନଙ୍କର ମହାନ୍ ଭରସା ଓ େସ େଗୗରବ େର ଆସିେବ। 14 େସ ଆମ୍ଭ ପାଇଁ ନିଜକୁ େଦେଲ। ଆମ୍ଭକୁ ସମସ୍ତ ମନ୍ଦରୁ ମୁକ୍ତ କରିବା ପାଇଁ ଏବଂ ଆମ୍ଭକୁ ଜେଣ ପବିତ୍ର ଜାତି ଓ କେବଳ ତାହାଙ୍କ ଭଳି ବ୍ଯକ୍ତିସମୂହ ଭାବେର ଗଢ଼ିବା ପାଇଁ େସ ମେଲ। ଏହି ପବିତ୍ର େଲାକମାେନ ସର୍ବଦା ଭଲ କାମ କରିବା ପାଇଁ ଇଚ୍ଛା କରନ୍ତି। 15 େଲାକମାନଙ୍କୁ ଏହି କଥାଗୁଡ଼ିକ କୁହ। ତୁମ୍ଭର ପୂର୍ଣ୍ଣ କ୍ଷମତା ରହିଛି, େତଣୁ େଲାକମାନଙ୍କୁ ଶକ୍ତିଶାଳୀ କରିବା ପାଇଁ ଓ େସମାେନ ଯାହା କରୁଛନ୍ତି, ତାହା ଭୁଲ େବାଲି କହିବା ପାଇଁ ତୁମ୍ଭର କ୍ଷମତାର ବ୍ଯବହାର କର। େକୗଣସି େଲାକ େଯପରି ତୁମ୍ଭ ସହିତ ଏଭଳି ବ୍ଯବହାର ନ କେର, ଯାହା କି ତୁମ୍ଭକୁ ଗୁରୁତ୍ବହୀନ କରିଦେବ।

3:1 େଲାକମାନଙ୍କୁ ସର୍ବଦା ଏହିଗୁଡ଼ିକ କରିବା ପାଇଁ ମେନ ରଖିବାକୁ କୁହ : େସମାେନ ସରକାରୀ ଅଧିକାରୀମାନଙ୍କ ଅଧୀନ େର ରୁହନ୍ତୁ, େସମାନଙ୍କ ଆଜ୍ଞା ପାଳନ କରନ୍ତୁ ଓ ଭଲ କାମ କରିବା ପାଇଁ ପ୍ରସ୍ତୁତ ଥାଆନ୍ତୁ ; 2 ଅନ୍ୟମାନଙ୍କ ବିଷୟ େର ଖରାପ କଥା କହନ୍ତୁ ନାହିଁ, ଅନ୍ୟ େଲାକମାନଙ୍କ ସହତ ଶାନ୍ତି େର ରୁହନ୍ତୁ ; ର୍ଧୈୟ୍ଯବାନ ଓ ସବୁ େଲାକଙ୍କ ପ୍ରତି ଭଦ୍ରତା ପ୍ରଦର୍ଶନ କରନ୍ତୁ। ସମସ୍ତ େଲାକଙ୍କ ପ୍ରତି ଏସବୁ କରିବା ପାଇଁ ବିଶ୍ବାସୀମାନଙ୍କୁ କୁହ। 3 ଅତୀତ େର ଆମ୍େଭ ମଧ୍ଯ ମୂର୍ଖ ଥିଲୁ। ଆମ୍େଭ ଆଜ୍ଞାପାଳନ କରୁ ନ ଥିଲୁ, ଭୁଲ କାମ କରୁଥିଲୁ, ଆମ୍େଭ ସମସ୍ତ ପ୍ରକାର ଶାରୀରିକ କାମନା ଓ େଭାଗର ଦାସ ଥିଲୁ। ଆମ୍େଭ ଇର୍ଷାଳୁ ଓ ଦ୍ବେଷପୂର୍ଣ୍ଣ ଜୀବନ ଯାପନ କରୁଥିଲୁ। େଲାେକ ଆମ୍ଭକୁ ଘୃଣା କରୁଥିେଲ ଓ ଆମ୍େଭ ପରସ୍ପରକୁ ଘୃଣା କରୁଥିଲୁ। 4 କିନ୍ତୁ େଯେତେବେଳ ଆମ୍ଭର ତ୍ରାଣକର୍ତ୍ତା ପରେମଶ୍ବରଙ୍କ ଦୟା ଓ ପ୍ େରମ ପ୍ରକାଶିତ େହଲା, େେସତବଳେ େସ ନିଜ କୃପା ଦ୍ବାରା ଆମ୍ଭକୁ ରକ୍ଷା କେଲ। 5 ପରେମଶ୍ବରଙ୍କ ସହିତ ସୁସଂପର୍କ ରଖିବା ପାଇଁ ଆମ୍େଭ କରିଥିବା ଉତ୍ତମ କାର୍ୟ୍ଯଗୁଡ଼ିକ େହତୁ ଆମ୍େଭ ରକ୍ଷା ପାଇ ନ ଥିଲୁ। େସ ଆମ୍ଭକୁ େଧାଇ କରି ନୂଆ ମଣିଷ କରିଅଛନ୍ତି। ଏହି ଉଦ୍ଧାର ଓ ନୂତନତା ପବିତ୍ର ଆତ୍ମାଙ୍କ ମାଧ୍ଯମ େର ଆସିଥିଲା। 6 ପରେମଶ୍ବର ଆମ୍ଭର ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ େର େସହି ପବିତ୍ର ଆତ୍ମାକୁ ପୂର୍ଣ୍ଣଭାବେର ଆମ୍ଭ ଉପେର ଢ଼ାଳିଲେ। 7 ତାହାଙ୍କ କୃପା ପାଇଁ ଆମ୍େଭ ପରେମଶ୍ବରଙ୍କ ପ୍ରତି ଧାର୍ମିକ େହଲୁ। ଆମ୍େଭ େଯପରି ଅନନ୍ତଜୀବନ ପାଇବୁ, େସଥିପାଇଁ ପରେମଶ୍ବର ଆମ୍ଭକୁ ପବିତ୍ରଆତ୍ମା ଦାନ କେଲ। 8 ତାହାହିଁ ଆମ୍ଭର ଭରସା। ଏହି ଶିକ୍ଷା ବିଶ୍ବାସ େଯାଗ୍ଯ ଅେଟ। 9 ମୂର୍ଖତାପୂର୍ଣ୍ଣ ତର୍କବିତର୍କ, ବଂଶାବଳୀ ବିଷୟ େର ୟୁକ୍ତି, ଝଗଡ଼ା, େମାଶାଙ୍କ ବ୍ଯବସ୍ଥା ଶିକ୍ଷାଗୁଡ଼ିକ ବିଷୟକ ସଂଘର୍ଷ ଠାରୁ ଦୂର େର ରୁହ। େସଗୁଡ଼ିକ ମୂଲ୍ଯହୀନ ଓ େଲାକମାନଙ୍କୁ ସାହାୟ୍ଯ କେର ନାହିଁ। 10 ଯଦି କିଏ ତର୍କବିତର୍କ କେର, ତା' େହେଲ ତାହାକୁ ସତର୍କ କରିଦିଅ। େସ ଯଦି ତର୍କବିତର୍କ ଚାଲୁ ରେଖ, ତା' େହେଲ ତାହାକୁ ଆଉ ଥେର ସତର୍କ କର। 11 ଯଦି ତା'ପେର ମଧ୍ଯ େସ ପୁନଃ ତର୍କବିତର୍କ କେର, ତା' ସହିତ ସମ୍ପର୍କ ରଖ ନାହିଁ। ତୁମ୍େଭ ଜାଣି ରଖ େଯ େସଭଳି େଲାକ ମନ୍ଦ ଓ ପାପୀ। ତାହାର ପାପ ପ୍ରମାଣିତ କେର େଯ େସ େହଉଛି େଦାଷୀ। 12 ମୁଁ ତୁମ୍ଭମାନଙ୍କ ପାଖକୁ ଆର୍ତ୍ତେମା ଓ ତୁଖିକଙ୍କୁ ପଠାଇବି। େସମାନଙ୍କୁ ପଠାଇଲା ପେର ତୁମ୍େଭ ନିକପଲିଠା େର େମା ପାଖକୁ ଆସିବା ପାଇଁ ପ୍ରାଣପଣେ େଚଷ୍ଟା କରିବ। ମୁଁ ଠିକ୍ କରିଛି େଯ ଶୀତକାଳ େସଠାେର କଟାଇବି। 13 ଓକିଲ ଜୀନା ଓ ଆପଲ୍ଲ େସଠାରୁ ଆସୁଛନ୍ତି। େସମାନଙ୍କ ଆସିବା ଯାତ୍ରା ପାଇଁ ତୁମ୍େଭ ଯଥାସାଧ୍ଯ ସାହାୟ୍ଯ କର। ତୁମ୍େଭ ସତର୍କ ହୁଅ େଯ େସମାନଙ୍କର େକୗଣସି ଅଭାବ ନ ଘଟୁ। 14 ନିଜ ଜୀବନକୁ ସତ୍ କର୍ମ େର ଲଗାଇବା ପାଇଁ େଲାକମାେନ ଶିଖିବା ଆବଶ୍ଯକ। େଯଉଁମାନଙ୍କର ପ୍ରକୃତ େର ଦରକାର, େସମାନଙ୍କର ମଙ୍ଗଳ କର। ତା' େହେଲ ଆମ୍ଭ େଲାେକ ବିଫଳ ଜୀବନଯାପନ କରିେବ ନାହିଁ। 15 େମା ସହିତ ଏଠିକାର ସମସ୍େତ ତୁମ୍ଭକୁ ନମସ୍କାର ଜଣାଉଛନ୍ତି। େଯଉଁମାେନ ବିଶ୍ବାସ େର ଆମ୍ଭକୁ ଭଲ ପାଆନ୍ତି, େସମାନଙ୍କୁ ନମସ୍କାର ଜଣାଇବ।