Zechariah

1:1 ସଦାପ୍ରଭୁ ବେରିଖିଯଙ୍କ ପୁତ୍ର ଭବିଷ୍ଯଦ୍ବକ୍ତା ୟିଖରିଯଙ୍କୁ ଏହି ବାର୍ତ୍ତା ପଠାଇେଲ। ପାରସ୍ଯର ରାଜା ଦାରିଯାବସଙ୍କ ଦ୍ବିତୀୟ ବର୍ଷର ଅଷ୍ଟମ ମାସ େର ଏହା ଘଟିଥିଲା। ୟିଖରିଯ ବେରିଖିଯଙ୍କ ପୁତ୍ର ଥିେଲ। ବେରିଖିଯ ଇଦ୍େଦାଙ୍କ ପୁତ୍ର ଥିେଲ। 2 ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷଙ୍କ ଉପ େର ଅତ୍ଯନ୍ତ େକାରଧାନ୍ବିତ େହାଇଥିେଲ। 3 େତଣୁ, ତୁମ୍ଭର େଲାକମାନଙ୍କୁ ଏହି କଥା କୁହ, ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, "ତୁମ୍େଭମାେନ େମା ନିକଟକୁ େଫରିଆସ ଏବଂ ମୁଁ ତୁମ୍ଭ ନିକଟକୁ େଫରିୟିବି।" ସଦାପ୍ରଭୁ ସର୍ବଶକ୍ତିମାନ ଏହା କହିଥିେଲ। 4 ସଦାପ୍ରଭୁ ପୁଣି କହିେଲ, "ତୁମ୍େଭମାେନ ତୁମ୍ଭ ପୂର୍ବପୁରୁଷଗଣଙ୍କ ପରି ବ୍ଯବହାର କର ନାହିଁ। ପୂର୍ବ ଭବିଷ୍ଯଦ୍ବକ୍ତାଗଣ େସମାନଙ୍କୁ କହିଛନ୍ତି, 'ସର୍ବଶକ୍ତିମାନ ସଦାପ୍ରଭୁ ଇଚ୍ଛା କରନ୍ତି ତୁମ୍େଭମାେନ ଡୀବନଧାରଣର କୁପଥ ବଦଳାଅ ଓ କୁକର୍ମରୁ ନିବୃତ୍ତ ହୁଅ।' କିନ୍ତୁ ତୁମ୍ଭର େସହି ପୂର୍ବପୁରୁଷଗଣ ଆମ୍େଭ ବାକ୍ଯ ଶୁଣିେଲ ନାହିଁ।" ସଦାପ୍ରଭୁ ଏହିସବୁ କହନ୍ତି। 5 ପରେମଶ୍ବର କହିେଲ, " େତଣୁ, ତୁମ୍ଭର େସହି ପୂର୍ବପୁରୁଷଗଣ ବର୍ତ୍ତମାନ କାହାନ୍ତି? େସହି ଭବିଷ୍ଯଦ୍ବକ୍ତାଗଣ କଣ ଏପର୍ୟ୍ଯନ୍ତ ବଞ୍ଚିଛନ୍ତି? 6 ଆମ୍େଭ ଆପଣା ଭବିଷ୍ଯଦ୍ବକ୍ତାଗଣଙ୍କୁ, ଆମ୍ଭର ଆଜ୍ଞା ଓ ଶିକ୍ଷା ସମୂହ ବିଷଯ େର ପ୍ରଗ୍ଭର କରିବାକୁ ଆେଦଶ େଦଇଥିଲୁ। ଏବଂ ତୁମ୍ଭର ପୂର୍ବପୁରୁଷଗଣ ଏହି ଆେଦଶ ଭାଙ୍ଗିବାରୁ ଶେଷ େର ଦଣ୍ତ ଦିଆୟାଇଥିଲା, କ'ଣ େସମାନଙ୍କୁ ଦିଆୟାଇନଥିଲା? େତଣୁ ତୁମ୍ଭର ପୂର୍ବପୁରୁଷଗଣ କହିେଲ, 'ସର୍ବଶକ୍ତିମାନ୍ ସଦାପ୍ରଭୁ ଆମ୍ଭଙ୍କୁ ଆମ୍ଭର କୁପଥ ଏବଂ କୁକର୍ମ ପାଇଁ ଦଣ୍ତ େଦଇଥିେଲ।' େତଣୁ େସମାେନ ପରେମଶ୍ବରଙ୍କ ନିକଟକୁ େଫରିଆସିେଲ।" 7 ଦାରିଯାବସଙ୍କ ଶାସନର ଦ୍ବିତୀୟ ବର୍ଷର ଏକାଦଶ ମାସର ଏହା େହଉଛି ଶବାଟ ମାସର ଚତୁର୍ବିଂଶ ଦିନ, ସଦାପ୍ରଭୁ ତାଙ୍କର ଭବିଷ୍ଯଦ୍ବକ୍ତା ୟିଖରିଯଙ୍କ ନିକଟକୁ ବାର୍ତ୍ତା ପଠାଇେଲ। ଭବିଷ୍ଯଦ୍ବକ୍ତା ୟିଖରିଯ ବେରିଖିଯଙ୍କ ପୁତ୍ର ଥିେଲ, ବେରିଖିଯ ଇଦ୍େଦାଙ୍କ ପୁତ୍ର ଥିେଲ। 8 ରାତି େର ମୁଁ ଲାଲ୍ ଅଶ୍ବ ଉପ େର ଏକ ବ୍ଯକ୍ତିକୁ େଦଖିଲି। ଏହା ଉପତ୍ୟକାର ମେ େହନ୍ଦି ବୁଦା ମଝି େର ଛିଡା େହାଇଥିଲା। ତାଙ୍କ ପଛ େର ଲାଲ୍, ଧୂସର ଏବଂ ଧଳା ଅଶ୍ବଗୁଡିକ ଥିେଲ। 9 ମୁଁ ପଗ୍ଭରିଲି, " େହ େମାର ସଦାପ୍ରଭୁ ଏଗୁଡିକ କ'ଣ ପାଇଁ?" 10 ତା'ପ େର ମେ େହନ୍ଦି ବୁଦା ମଧିଅେର ଛିଡା େହାଇଥିବା ବ୍ଯକ୍ତି ଜଣଙ୍କୁ କହିେଲ, "ପୃଥିବୀ େର ଏଣେ ତେଣେ ଭ୍ରମଣ କରିବା ପାଇଁ ସଦାପ୍ରଭୁ ଏହି ଅଶ୍ବଗୁଡିକୁ ପ୍ େରରଣ କରିଛନ୍ତି।" 11 ତା'ପ େର େସହି ଅଶ୍ବଗୁଡିକ ମେ େହନ୍ଦି ବୁଦା ମଧିଅେର ଛିଡା େହାଇଥିବା ସଦାପ୍ରଭୁଙ୍କ ସ୍ବର୍ଗଦୂତକୁ କହିେଲ, " େଦଖ ଆମ୍େଭମାେନ ସାରା ପୃଥିବୀ େର ଭ୍ରମଣ କରିଛୁ ଏବଂ ସମଗ୍ର ପୃଥିବୀ ସୁସ୍ଥିର ଓ ଶାନ୍ତ ଅଛି।" 12 ତା'ପ େର ସଦାପ୍ରଭୁଙ୍କ ସ୍ବର୍ଗଦୂତ କହିେଲ, " େହ ସର୍ବଶକ୍ତିମାନ ସଦାପ୍ରଭୁ େକେତକାଳ ତୁମ୍େଭ ତୁମ୍ଭର ଦୟାରୁ ୟିରୁଶାଲମ ଏବଂ ଯିହୁଦା ନଗରକୁ ଦୂ େରଇ ରଖିବ? ସତୁରି ବର୍ଷ ଧରି ଏହି ନଗରଗୁଡିକ ଉପ େର ତୁମ୍ଭର େକାରଧ ପ୍ରକାଶ କରିଛ।" 13 େମା ସହିତ କଥା େହଉଥିବା ସ୍ବର୍ଗଦୂତକୁ ସଦାପ୍ରଭୁ ଉତ୍ତର େଦେଲ। େସ ମଙ୍ଗଳ ଓ ସାନ୍ତ୍ବନାମୂଳକ କଥା କହିେଲ। 14 ତା'ପ େର ସ୍ବର୍ଗଦୂତ ୟିଏ େମା ସଙ୍ଗ େର କଥା କହୁଥିେଲ, କହିେଲ, େମାର ଏହି ବାକ୍ଯ େଘାଷଣା କର। 15 ନିଜକୁ ନିରାପଦ ମେନ କରୁଥିବା େଦଶ ପ୍ରତି ଆମ୍େଭ ଅତ୍ଯନ୍ତ କ୍ଷୁବ୍ଧ ଥିଲୁ। କାରଣ େସମାେନ ବିପର୍ୟ୍ଯଯକୁ ସର୍ବଦା ଆମନ୍ତ୍ରଣ କରୁଥିେଲ।" 16 େତଣୁ ସଦାପ୍ରଭୁ ପରେମଶ୍ବର କୁହନ୍ତି, "ଆମ୍େଭ ପୁଣି ୟିରୁଶାଲମ େଫରି ଆସିବା ଓ ଆମ୍ଭର ନିଜ େଲାକମାନଙ୍କ ପ୍ରତି ଦୟା େଦଖାଇବା।" ସର୍ବଶକ୍ତିମାନ ସଦାପ୍ରଭୁ ପୁଣି କୁହନ୍ତି, "ଆମ୍ଭର ଘର େସହି ସ୍ଥାନ େର ନିର୍ମିତ େହବ ଏବଂ ସମଗ୍ର ୟିରୁଶାଲମ େର ପୁନଃନିର୍ମାଣର ଲକ୍ଷଣ େଦଖାୟିବ।" 17 େସହି ସ୍ବର୍ଗଦୂତ ମଧ୍ଯ କହିେଲ, "ସର୍ବଶକ୍ତିମାନ୍ ସଦାପ୍ରଭୁ କହନ୍ତି, 'ଆମ୍ଭର ନଗରଗୁଡିକ ଉତ୍ତମ ସାମଗ୍ରୀ େର ଉଛୁଳିବ। ଆମ୍ଭର ସିେୟାନ ପ୍ରତି ଦୟା ରହିବ। ଆମ୍େଭ ପୁନର୍ବାର ୟିରୁଶାଲମକୁ ଆପଣା ବିଶେଷ ନଗର ରୂେପ ମେନାନୀତ କରିବା।"' 18 ଏହାପ େର ମୁଁ ଉର୍ଦ୍ଧ୍ବକୁ ଗ୍ଭହିଁଲି ଏବଂ ଗ୍ଭରିଟି ଶିଙ୍ଗ େଦଖିଲି। 19 ତା'ପ େର ମୁଁ େଯଉଁ ସ୍ବର୍ଗଦୂତ ସହ କଥାବାର୍ତ୍ତା େହଉଥିଲି ତାଙ୍କୁ ପଗ୍ଭରିଲି, "ଏହି ଶିଙ୍ଗଗୁଡିକ କ'ଣ?" 20 ସଦାପ୍ରଭୁ େମାେତ ଗ୍ଭରିଜଣ କର୍ମୀଙ୍କୁ େଦଖାଇେଲ। 21 ମୁଁ ପଗ୍ଭରିଲି, "ଏହି ଗ୍ଭରିଜଣ ବଢେଇ କ'ଣ କରିବାକୁ ଆସିଛନ୍ତି?"

2:1 ତା'ପ େର ଉପରକୁ ଗ୍ଭହିଁଲି, ଏବଂ ହସ୍ତ େର ପରିମାପକ ରଜ୍ଜୁ ଧରିବାକୁ ଏକ ବ୍ଯକ୍ତିଙ୍କୁ େଦଖିଲି। 2 ମୁଁ ତାଙ୍କୁ ପଗ୍ଭରିଲି, "ତୁମ୍େଭ କେଉଁଆେଡ ଯାଉଅଛ?" 3 ତା'ପ େର େମା ସହିତ ଆଳାପ କରୁଥିବା ସ୍ବର୍ଗଦୂତ ବାହାରି ଆସିେଲ ଏବଂ ଅନ୍ୟ ଜେଣ ସ୍ବର୍ଗଦୂତ ବାହାରି ତାଙ୍କ ସହିତ କଥା େହେଲ। 4 େସ ତାଙ୍କୁ କହିେଲ, " େଦୗଡିକରି ୟାଅ ଏବଂ େସହି ୟୁବକଙ୍କୁ କୁହ! 5 ସଦାପ୍ରଭୁ କୁହନ୍ତି, 'ଆମ୍େଭ ତା'ର ଚତୁର୍ଦ୍ଦିଗ େର ତା'ର ସୁରକ୍ଷା ପାଇଁ ଅଗ୍ନିର ପ୍ରାଚୀର ତୁଲ୍ଯ େହବା। ଆମ୍େଭ ତାକୁ ଆମ୍ଭର ମହିମା େର ପୂର୍ଣ୍ଣ କରିବା।"' 6 ସଦାପ୍ରଭୁ କୁହନ୍ତି, "ଉତ୍ତର େଦଶରୁ ପଳାଯନ କର। ହଁ, ଏହା ସତ୍ଯ େଯ, ଆମ୍େଭ ତୁମ୍ଭର େଲାକମାନଙ୍କୁ ଆକାଶର ଚତୁର୍ଦ୍ଦିଗ ବାଯୁ ତୁଲ୍ଯ ବିସ୍ତୃତ କରିଅଛୁ। 7 ବର୍ତ୍ତମାନ ବାବିଲ େର ବାସ କରୁଥିବା, ତୁମ୍େଭ ସିେୟାନର େଲାକମାେନ, ତୁମ୍ଭମାନଙ୍କର ମୁକ୍ତି ପାଇଁ େଦୗଡ଼ନ୍ତି। େସହି ନଗରୀରୁ ଶୀଘ୍ର ଦୂରକୁ ଗ୍ଭଲିୟାଅ।" ସର୍ବଶକ୍ତିମାନ ସଦାପ୍ରଭୁ ଏହାହିଁ କୁହନ୍ତି। 8 " େସ ଆମ୍ଭକୁ େସହି େଦଶମାନଙ୍କଠାରୁ ତୁମ୍ଭମାନଙ୍କୁ ଫେରାଇ ଆଣିବା ପାଇଁ ପଠାଇେଲ, େଯଉଁମାେନ ତୁମ୍ଭକୁ ଲୁଟିଥିେଲ। ତୁମ୍େଭମାେନ ତାଙ୍କର େଗୗରବ। 9 ବାବିଲର େଲାକମାେନ ଆମ୍ଭ େଲାକମାନଙ୍କୁ କ୍ରୀତଦାସ କେଲ। କିନ୍ତୁ ଆମ୍େଭ ଆମ୍ଭର ହସ୍ତ େସମାନଙ୍କ ବିରୁଦ୍ଧ େର ଉଠାଇବା ଏବଂ େସହି େଲାକମାେନ ଆମ୍ଭ େଲାକମାନଙ୍କ ଦ୍ବାରା ଲୁଟିତ େହେବ। ତା'ପ େର ତୁମ୍େଭ ଜାଣିବ ସଦାପ୍ରଭୁ ସର୍ବଶକ୍ତିମାନ େମାେତ ପଠାଇଥିେଲ।" 10 ସଦାପ୍ରଭୁ କୁହନ୍ତି, " େହ ସିେୟାନର କନ୍ଯା ଆନନ୍ଦ େର ଚିତ୍କାର କର ଏବଂ ଖୁସି ହୁଅ। କାରଣ ତୁମ୍ଭ ସହିତ ନଗର େର ବାସ କରିବା ପାଇଁ ଆମ୍େଭ ଆସୁଛୁ। 11 େସହି ଦିନ େର, ଅନେକ େଦଶର େଲାକମାେନ ପରେମଶ୍ବରଙ୍କ ନିକଟକୁ ଆସିେବ। େସମାେନ ଆମ୍ଭର େଲାକ େହେବ। ଆଉ ଆମ୍େଭ ତୁମ୍ଭମାନଙ୍କ ମଧିଅେର ବାସ କରିବା।" େସେତେବେଳ ତୁମ୍େଭ ଜାଣିବ ସର୍ବଶକ୍ତିମାନ ସଦାପ୍ରଭୁ େମାେତ ତୁମ୍ଭ ନିକଟକୁ ପ୍ େରରଣ କରିଛନ୍ତି। 12 େସହି ପବିତ୍ର ଭୂମିେର ଯିହୁଦା ପରେମଶ୍ବରଙ୍କର ଅଂଶ େହବ। ସଦାପ୍ରଭୁ ପୁନର୍ବାର ୟିରୁଶାଲମକୁ ତାଙ୍କର ସ୍ବତନ୍ତ୍ର ନଗରରୂେପ ବାଛିେବ। 13 ସମସ୍ତ େଲାକମାେନ, ନୀରବ ହୁଅ। ସଦାପ୍ରଭୁ ତାଙ୍କର ପବିତ୍ର ଗୃହରୁ ଆସୁଛନ୍ତି।

3:1 ସଦାପ୍ରଭୁ ସ୍ବର୍ଗଦୂତ ମହାୟାଜକ ଯିେହାଶୂୟଙ୍କୁ େମାେତ େଦଖାଇେଲ। ଯିେହାଶୂୟ ସଦାପ୍ରଭୁଙ୍କ ସ୍ବର୍ଗଦୂତଙ୍କ ସମ୍ମୁଖ େର ଓ ଶଇତାନ ଯିେହାଶୂୟଙ୍କ ଦକ୍ଷିଣ ପାଶର୍‌ବ େର ଛିଡା େହାଇଥିେଲ। ତାଙ୍କୁ େଦାଷ େଦବାକୁ ଶଯତାନ େସଠା େର ଉପସ୍ଥିତ ଥିେଲ। 2 ତା'ପ େର ସଦାପ୍ରଭୁ କହିେଲ, "ସଦାପ୍ରଭୁ ତୁମ୍ଭକୁ ଭର୍ତ୍ସନା କରିେବ, େହ ଶଇତାନ, େସ ତୁମ୍ଭକୁ ସମାେଲାଚନା କରି ଗ୍ଭଲିଥିେବ। ସଦାପ୍ରଭୁ ୟିରୁଶାଲମକୁ ତାଙ୍କ ସ୍ବତନ୍ତ୍ର ନଗରରୂେପ ମେନାନୀତ କରିଛନ୍ତି। େଗାଟିଏ ଜଳନ୍ତା କାଠଗଣ୍ତି ନିଆଁରୁ ଟାଣି ଆଣିବାପରି, େସ େସହି ନଗରକୁ ରକ୍ଷା କରିଥିେଲ।" 3 ଯିେହାଶୂୟ ସ୍ବର୍ଗଦୂତଙ୍କ ସମ୍ମୁଖ େର ଛିଡା େହାଇଥିେଲ ଏବଂ େସ ଏକ ମଇଳା ବସ୍ତ୍ର ପରିଧାନ କରିଥିେଲ। 4 ତା'ପ େର େସହି ସ୍ବର୍ଗଦୂତ ତାଙ୍କ ନିକଟେର ଛିଡା େହାଇଥିବା ଅନ୍ୟ ସ୍ବର୍ଗଦୂତକୁ କହିେଲ, "ୟିହୋଶୂଯଙ୍କ ଶରୀରରୁ େସହି ମଇଳା ବସ୍ତ୍ର ଗୁଡିକୁ କାଢିନିଅ।" ତା'ପ େର ସ୍ବର୍ଗଦୂତ ଯିେହାଶୂୟଙ୍କୁ କହିେଲ, "ବର୍ତ୍ତମାନ, ମୁଁ ତୁମ୍ଭର ଅପରାଧ କାଢିେନଇଛି ଏବଂ ମୁଁ ତୁମ୍ଭଙ୍କୁ ନୂଆ ମୂଲ୍ଯବାନ ବସ୍ତ୍ର େର ଆଚ୍ଛାଦିତ କରୁଛି।" 5 ତା'ପ େର ମୁଁ କହିଲି, "ତା'ର ମସ୍ତକେର ଏକ ନିର୍ମଳ ପଗଡି ବାନ୍ଧି ଦିଅନ୍ତୁ।" େତଣୁ େସମାେନ ତାଙ୍କର ମସ୍ତକେର ନିର୍ମଳ ପଗଡି ବାନ୍ଧି େଦେଲ। େସମାେନ ତାଙ୍କୁ ପୁଣି ବସ୍ତ୍ର ପିନ୍ଧାଇଲା େବେଳ ସଦାପ୍ରଭୁଙ୍କର ଦୂତ ପାଖ େର ଠିଆ େହାଇଥିେଲ। 6 ତା'ପ େର ସଦାପ୍ରଭୁଙ୍କ ଦୂତ ଯିେହାଶୂୟଙ୍କୁ ଏହା କହି ସତର୍କ କରାଇେଲ: 7 ସର୍ବଶକ୍ତିମାନ ସଦାପ୍ରଭୁ କହନ୍ତି, "ଆମ୍େଭ େଯପରି ନିର୍ଦ୍ଦେଶ ଦେଉ ତୁମ୍େଭ େସପରି ପରିଗ୍ଭଳିତ ହୁଅ ଏବଂ ଯତ୍ନ ସହକା େର କର ଯାହା ଆମ୍େଭ ଗ୍ଭହୁଁ। େତେବ ତୁମ୍େଭ ଆମ୍ଭର ଗୃହ େର ବିଗ୍ଭର କରିବ ଏବଂ ଆମ୍ଭର ମନ୍ଦିର ଅଗଣାର ରକ୍ଷକ େହବ। ଆମ୍େଭ ତୁମ୍ଭକୁ ପ୍ରେବଶ କରାଇବା େସହିମାନଙ୍କ ମଧିଅେର, େଯଉଁମାେନ କି ଏଠା େର ଛିଡା େହଉଛନ୍ତି। 8 େହ! ମହାୟାଜକ ଯିେହାଶୂୟ ଓ ତୁମ୍ଭ ସମ୍ମୁଖ େର ବସିଥିବା ସହ ଯାଜକ ଆମ୍ଭ କଥା ଶୁଣ। େଯେତେବେଳ ଆମ୍େଭ ଆପଣା ସ୍ବତନ୍ତ୍ର ଅନୁଚର ଆଣିବା େସେତେବେଳ ଏହି େଲାକମାେନ ୟିଏ କି କ'ଣ ଘଟିବ େବାଲି େଦଖାଇେବ ଉଦାହରଣ େହେବ। େଯଉଁ ଅନୁଚରକୁ ଆମ୍େଭ ଆଣିବା ତାଙ୍କୁ ଶାଖା କୁହାୟିବ। 9 ଯିେହାଶୂୟଙ୍କ ସମ୍ମୁଖ େର ଆମ୍େଭ େଯଉଁ ସ୍ବତନ୍ତ୍ର ପ୍ରସ୍ତର ସ୍ଥାପନ କରୁଅଛୁ ତାକୁ େଦଖ। େସହି ପ୍ରସ୍ତର େର ସାତଟି ଚକ୍ଷୁ ଅଛି। େସହି ସ୍ବତନ୍ତ୍ର ପ୍ରସ୍ତର ଉପ େର ଆମ୍େଭ ବାର୍ତ୍ତା େଖାଦନ କରିବା। ସଦାପ୍ରଭୁ କୁହନ୍ତି ଆମ୍େଭ େସ େଦଶରୁ ଅଧର୍ମ ଦୂର କରିବା, ଏହା େସ ପ୍ରସ୍ତର ଦିେନ େଦଖାଇବ।" 10 ସଦାପ୍ରଭୁ ସର୍ବଶକ୍ତିମାନ କୁହନ୍ତି, " େସେତେବେଳ େଲାକମାେନ ଏକତ୍ର ବସିବେ ଓ େସମାନଙ୍କର ବନ୍ଧୁ ଓ ପେଡ଼ାଶୀଙ୍କ ସହିତ ଆଳାପ କରିେବ। େସମାେନ ଡିମ୍ବିରି ବୃକ୍ଷତେଳ ଓ ଦ୍ରାକ୍ଷାଲତା ତେଳ ବସିବାକୁ ପରସ୍ପରକୁ ନିମନ୍ତ୍ରଣ କରିେବ।"

4:1 ତା'ପ େର େମା ସହିତ ଆଳାପ କରୁଥିବା େସହି ସ୍ବର୍ଗଦୂତ େମା ନିକଟକୁ େଫରିଆସିେଲ ଓ େମାେତ ଜାଗ୍ରତ କରାଇେଲ। ମୁଁ ନିଦ୍ରାରୁ ଉଠିଲା େଲାକ ପରି ଉଠିଲି। 2 ତାହାପ େର େସହି ସ୍ବର୍ଗଦୂତ େମାେତ ପଚାରିେଲ, "ତୁମ୍େଭ କ'ଣ େଦଖୁଛ?" 3 େସହି ପାତ୍ରର ଦକ୍ଷିଣ ଓ ବାମ ପାଶର୍‌ବ େର େଗାଟିଏ େଗାଟିଏ ଅଲିଭ ବୃକ୍ଷ ଅଛି।" 4 େମା ସହିତ ଆଳାପ କରୁଥିବା ସ୍ବର୍ଗଦୂତଙ୍କୁ ମୁଁ ପଗ୍ଭରିଲି, " େମାର ମହାଶୟ, ଏଗୁଡିକ ସବୁ କଣ?" 5 େମା ସହିତ ଆଳାପ କରୁଥିବା ସ୍ବର୍ଗଦୂତ ଉତ୍ତର କେଲ, "ତୁମ୍େଭ କ'ଣ ଜାଣ ନାହିଁ ଏଗୁଡିକ ସବୁ କ'ଣ?" 6 େସ କହିେଲ, "ଏହା ୟିରୁଦ୍ଦାବିଲଙ୍କ ପ୍ରତି ସଦାପ୍ରଭୁଙ୍କ ବାର୍ତ୍ତା, 'ଏହା ପରାକ୍ରମ କି ବଳଦ୍ବାରା ନୁେହଁ, ଆମ୍ଭର ଆତ୍ମାରୁ ଆସିବ।' ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କୁହନ୍ତି। 7 େହ ମହାନ୍ ପର୍ବତ! ତୁମ୍େଭ କଣ? ୟିରୁଦ୍ଦାବିଲ ସମ୍ମୁଖ େର ତୁମ୍େଭ େଗାଟିଏ ସମତଳଭୂମି ପରି। 'ପରେମଶ୍ବରଙ୍କର ଏହା ଉପ େର କୃପା େହଉ! ଧ୍ବନି ମଧିଅେର େସ କଣର ପ୍ରସ୍ତର ଆଣିବ।"' 8 ସଦାପ୍ରଭୁ ଏହି ବାର୍ତ୍ତା େମାେତ ପଠାଇେଲ। 9 "ୟିରୁଦ୍ଦାବିଲ ଆମ୍ଭ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିଛି ଓ େସ ମନ୍ଦିର ନିର୍ମାଣର କାର୍ୟ୍ଯ ଶେଷ କରିବ। ତା'ପ େର ତୁମ୍େଭମାେନ ଜାଣିବ ସର୍ବଶକ୍ତିମାନ୍ ସଦାପ୍ରଭୁ େମାେତ ତୁମ୍ଭମାନଙ୍କ ନିକଟକୁ ପଠାଇଛନ୍ତି। 10 େଯଉଁମାେନ କି େଛାଟ ଜିନିଷଗୁଡିକୁ ଘୃଣା କରନ୍ତି, େସମାେନ ଆନନ୍ଦ କରିେବ, େଯେତେବେଳ େସମାେନ ୟିରୁଦ୍ଦାବିଲଙ୍କ ହାତ େର ଓଳମ େଦଖିେବ। ବର୍ତ୍ତମାନ ଏହି ସାତଟି ପାଶର୍‌ବ ସଦାପ୍ରଭୁଙ୍କର ଚକ୍ଷୁ, ଯାହା ସମଗ୍ର ପୃଥିବୀକୁ େଦଖେ।" 11 ତା'ପ େର ମୁଁ ତାଙ୍କୁ କହିଲି, "ଦ୍ବୀପରୂଖା ବାମ ଓ ଡାହାଣ ପଟେ ଦୁଇ ଦୁଇଟି ଅଲିଭ୍ ବୃକ୍ଷର ଅର୍ଥ କ'ଣ?" 12 ମୁଁ ମଧ୍ଯ ତାଙ୍କୁ ପଗ୍ଭରିଲି, "ମୁଁ ଏହି େଯଉଁ ଦୁଇ ଅଲିଭ୍ ଶାଖାଗୁଡିକରୁ ଅଲିଭ୍ ତୈଳ ସୁବର୍ଣ୍ଣ ନଳ ଦୁଇଟିକୁ ଢାଳୁଥିବାର େଦଖୁଛି, ଏହାର ଅର୍ଥ କ'ଣ?" 13 ତା'ପ େର େସହି ସ୍ବର୍ଗଦୂତ ଉତ୍ତର କେଲ, "ତୁମ୍େଭ ଏଗୁଡିକର ଅର୍ଥ କ'ଣ ଜାଣ ନାହିଁ?" 14 େତଣୁ େସ ଉତ୍ତର େଦେଲ, "ଏହି ଅଭିଷିକ୍ତ ଦୁଇଜଣ ୟିଏ ଠିଆ ହୁଅନ୍ତି ସମଗ୍ର ପୃଥିବୀ ପାଇଁ ସଦାପ୍ରଭୁଙ୍କର ପ୍ରତିନିଧି ଅଟନ୍ତି।"

5:1 ମୁଁ ପୁଣି ଉର୍ଦ୍ଧ୍ବକୁ ଦୃଷ୍ଟି କଲି ଓ ଏକ ଉଡନ୍ତା ନଳାକାର ପୁସ୍ତକ େଦଖିଲି। 2 େସହି ସ୍ବର୍ଗଦୂତ େମାେତ ପ୍ରଶ୍ନ କେଲ, "ତୁମ୍େଭ କ'ଣ େଦଖୁଛ?" 3 ତା'ପ େର େସହି ସ୍ବର୍ଗଦୂତ କହିେଲ, "ଏହି ନଳାକାର ପୁସ୍ତକେର ଅଭିଶାପ ଅଛି, ଯାହା ସାରା ପୃଥିବୀ ବିରୁଦ୍ଧ େର ଯାଉଛି। ଏହା େଚାର ଏବଂ ମିଥ୍ଯାଶପଥକାରୀ ଦୁଇଜଣଙ୍କୁ ଅଭିଶାପ ଦିଏ, େଯଉଁମାେନ ଦଣ୍ତିତ ନ େହାଇ ଖସି ୟାଇଛନ୍ତି। 4 ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, ମୁଁ େସହି ନଳାକାର ପୁସ୍ତକକୁ ଗ୍ଭେରମାନଙ୍କର ଗୃହକୁ ପଠାଇବି ଏବଂ େସହିମାନଙ୍କ ଘରକୁ, େଯଉଁମାେନ େମାର ନାମ ବ୍ଯବହାର କରି ମିଥ୍ଯା ଶପଥ େନଇଛନ୍ତି। େସହି ନଳାକାର ପୁସ୍ତକ ପ୍ରେତ୍ୟକକ ଗୃହ େର ରହିବ ଏବଂ ଧ୍ବଂସକାରୀ, କଡିକାଠ ତେଳ ଓ ପ୍ରସ୍ତର ତେଳ ରହିବ। ଏପରିକି ପ୍ରସ୍ତର ତଥା କାଷ୍ଠର ସ୍ତମ୍ଭଗୁଡିକ ମଧ୍ଯ ବିନଷ୍ଟ େହବ।" 5 େମା ସହିତ ଆଳାପ କରୁଥିବା ସ୍ବର୍ଗଦୂତ ବାହାରକୁ ଆସିେଲ। େମାେତ କହିେଲ, " େଦଖ, କ'ଣ ଆସୁଥିବାର େଦଖୁଛ?" 6 ମୁଁ ଉତ୍ତର କଲି, "ଏହା କ'ଣ?" େସ କହିେଲ, "ତାହା ଏକ ମାପ କରିବା ଟୋକେଇ" ଏବଂ "ତାହା େଦଶର େଲାକମାନଙ୍କର ପାପକୁ ମାପିପାରିବ।" 7 େଗାଟିଏ ସୀମାର ନିର୍ମିତ ଘୋଡଣୀ ଟୋକେଇରୁ କଢାଗଲା। େସହି ମାପିବାର ଟୋକେଇ ମଧିଅେର େଗାଟିଏ ସ୍ତ୍ରୀେଲାକ ଥିଲା। 8 ସ୍ବର୍ଗଦୂତ କହିେଲ, "ଏହି ନାରୀ ଦୁଷ୍ଟପଣିଆର ପ୍ରତିନିଧି ସ୍ବରୂପ।" ତା'ପ େର େସ ସ୍ବର୍ଗଦୂତ େସହି ନାରୀକୁ ମାପ ଟୋକେଇ ଭିତରକୁ ଠେଲିେଦଇ ତାହାର ସୀମା ଘୋଡଣୀ ବନ୍ଦ କରି େଦେଲ। 9 ତା'ପ େର ମୁଁ ଉର୍ଦ୍ଧ୍ବକୁ ଦୃଷ୍ଟି କଲି ଏବଂ ସାରସ ପକ୍ଷୀ ପରି ପକ୍ଷୀଥିବା ଦୁଇଟି ନାରୀ େଦଖିଲି। େସମାେନ ଉଡି ଆସିେଲ ଏବଂ େସମାନଙ୍କ ପକ୍ଷ େର ପବନ ଥିଲା। େସମାେନ େସ ମାପିବାର ଟୋକେଇକୁ ଉଠାଇେଲ ପୃଥିବୀ ଓ ସ୍ବର୍ଗ ମଧିଅେର େବାହି େନେଲ। 10 ତା'ପ େର ମୁଁ େମା ସହିତ ଆଳାପ କରୁଥିବା ସ୍ବର୍ଗଦୂତକୁ ପଗ୍ଭରିଲି, " େସମାେନ େସହି ମାପିବାର ଟୋକେଇଟିକୁ କେଉଁଠାକୁ ନେଉଛନ୍ତି।" 11 ସ୍ବର୍ଗଦୂତ େମାେତ ଉତ୍ତର କେଲ, " େସମାେନ ଶିନିଅର େଦଶ େର େଗାଟିଏ ଗୃହ ନିର୍ମାଣ କରିବାକୁ ଯାଉଛନ୍ତି। ଗୃହ ପ୍ରସ୍ତୁତ େହଲାପ େର ଏହା ଯଥା ସ୍ଥାନ େର ସ୍ଥାପିତ େହବ।"

6:1 ତା'ପ େର ମୁଁ ପୁନର୍ବାର ଅନାଇଲି ଓ େଦଖିଲି, ଦୁଇଟି ତମ୍ବା ପର୍ବତ ମଧ୍ଯରୁ ଗ୍ଭରି େଗାଟି ରଥ ନିର୍ଗତ େହଲା। 2 ରକ୍ତବର୍ଣ୍ଣର ଅଶ୍ବଗୁଡିକ ପ୍ରଥମ ରଥକୁ ଟାଣୁଥିଲା େବେଳ କଳାରଙ୍ଗର ଅଶ୍ବଗଣ ଦ୍ବିତୀୟ ରଥକୁ ଟାଣୁଥିେଲ। 3 ଧଳା ଅଶ୍ବଗୁଡିକ ତୃତୀୟ ରଥକୁ ଓ ଚିତ୍ରବିଚିତ୍ର ଅଶ୍ବଗୁଡିକ ଚତୁର୍ଥ ରଥକୁ ଟାଣୁଥିେଲ। େସଗୁଡିକ ଶକ୍ତିଶାଳୀ ଅଶ୍ବ ଥିେଲ। 4 େମା ସହିତ ଆଳାପ କରୁଥିବା ସ୍ବର୍ଗଦୂତକୁ ମୁଁ ପଗ୍ଭରିଲି, " େମାରମହାଶୟ, ଏଗୁଡିକର ଅର୍ଥ କ'ଣ?" 5 େସହି ସ୍ବର୍ଗଦୂତ ଉତ୍ତର େଦେଲ, "ଏଗୁଡିକ ସ୍ବର୍ଗର ଗ୍ଭରି ବାଯୁ। େସମାେନ ସଦାପ୍ରଭୁଙ୍କର ନିକଟରୁ ବାହାରି ସମଗ୍ର ପୃଥିବୀକୁ ୟାଆନ୍ତି। 6 କୃଷ୍ଣବର୍ଣ୍ଣ ଅଶ୍ବଗୁଡିକ ଦ୍ବାରା ଟଣାଯାଉଥିବା ରଥ ଉତ୍ତର ଦିଗର େଦଶ ଆଡକୁ ଯିେବ, ଲାଲ ଅଶ୍ବଗୁଡିକ ଦ୍ବାରା ଟଣାଯାଉଥିବା ରଥ ପୂର୍ବ ଦିଗର େଦଶ ଆେଡ, ଧଳା ଘୋଡାଗୁଡିକ ଦ୍ବାରା ଟଣାଯାଉଥିବା ପଶ୍ଚିମ ଦିଗର େଦଶଆେଡ ଓ ପାଣ୍ତୁର ଅସ୍ବଗୁଡିକ ଦ୍ବାରା ଟଣାଯାଉଥିବା ରଥ ଦକ୍ଷିଣ ଦିଗର େଦଶଆେଡ ଯିେବ।" 7 େସହି ଶକ୍ତିଶାଳୀ ଅଶ୍ବଗୁଡିକ ପୃଥିବୀର ଏଣେତେଣେ ବିଚରଣ କରିବାକୁ ଆଗ୍ରହ ପ୍ରକାଶ କେଲ। େତଣୁ େସହି ସ୍ବର୍ଗଦୂତ େସମାନଙ୍କୁ କହିେଲ, "ୟାଅ ପୃଥିବୀର ଗ୍ଭରିଆେଡ ବିଚରଣ କର।" େତଣୁ େସମାେନ ଗେଲ। 8 ତା'ପ େର ସଦାପ୍ରଭୁ ପାଟିକରି େମାେତ କହିେଲ, " େଦଖ, େସହି ଅଶ୍ବଗୁଡିକ େଯଉଁମାେନ ଉତ୍ତର େଦଶଆଡକୁ ୟାଇଛନ୍ତି ଆମ୍ଭ ଆତ୍ମାକୁ େସମାେନ ଉତ୍ତର େଦଶ େର ସୁସ୍ଥିର କରିଅଛନ୍ତି।" 9 ତା'ପ େର ସଦାପ୍ରଭୁ ଏହି ବାର୍ତ୍ତା ପଠାଇେଲ, 10 "ହିଲ୍ଦଯ, େଟାବିୟ ଓ ୟିଦାଯ ବାବିଲରୁ ଆସିଥିବା େସହି ନିର୍ବାସିତଙ୍କ ମଧ୍ଯରୁ ଅଟନ୍ତି। ସୁନା ଓ ରୂପା େସମାନଙ୍କଠାରୁ ନିଅ ଏବଂ ସିଫନିଯର ପୁତ୍ର େଯାଶିୟଯର ଗୃହକୁ ୟାଅ। 11 େସହି େର ୗପ୍ୟ ଓ ସୁବର୍ଣ୍ଣ େର ମୁକୁଟ ନିର୍ମାଣ କର ଓ େସହି ମୁକୁଟକୁ ମହାୟାଜକ ୟିହୋଷାଦଙ୍କ ପୁତ୍ର ଯିେହାଶୂୟ ମସ୍ତକେର ରଖ। ଯିେହାଶୂୟ ଜେଣ ମହାୟାଜକ ଓ େସ ୟିହୋଷାଦକଙ୍କ ପୁତ୍ର ଥିେଲ। ତା'ପ େର ଏହିସବୁ ତାଙ୍କୁ କୁହ: 12 ତା'ପ େର ତାଙ୍କୁ କୁହ, ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, 'ଜେଣ ବ୍ଯକ୍ତି ଅଛନ୍ତି, ତାଙ୍କ ନାମ ଶାଖା, େସ ତାଙ୍କ ସ୍ଥାନରୁ ଅଙ୍କୁରିତ େହେବ ଏବଂ େସ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିେବ। 13 େସ ନିଶ୍ଚିତ ଭାବେର ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିେବ ଓ ମହିମା ପ୍ରାପ୍ତ େହେବ। େସ ମଧ୍ଯ ଆପଣା ସିଂହାସନ େର ବସିବେ ଓ ରାଜତ୍ବ କରିେବ। ଆଉ ମଧ୍ଯ ଜେଣ ଯାଜକ ତାଙ୍କ ସିଂହାସନ େର ବସି ଯାଜକ େହେବ। େସହି ଦୁଇଜଣ ମଧିଅେର ଶାନ୍ତିର ନେତୃତ୍ବ େହବ।' 14 " େସହି ମୁକୁଟଗୁଡିକ ସଦାପ୍ରଭୁଙ୍କର ମନ୍ଦିର େର ସ୍ମାରକପତ୍ର ସ୍ବରୂପ ହିଲ୍ଦଯ, େଟାବିୟ ୟିଦାଯ ଏବଂ ସିଫନିଯରଙ୍କ ପୁତ୍ର େଯାଶିୟଯଙ୍କ ସ୍ମରଣାର୍ଥେ ରହିବ। 15 େଯଉଁମାେନ ଦୂର େର ଅଛନ୍ତି ଆସିେବ ଏବଂ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିେବ। ତା'ପ େର ତୁମ୍େଭମାେନ ଜାଣିବ େଯ ସଦାପ୍ରଭୁ େମାେତ ତୁମ୍ଭମାନଙ୍କ ନିକଟକୁ ପ୍ େରରଣ କରିଛନ୍ତି। ଏହିସବୁ ଘଟିବ ଯଦି ତୁମ୍େଭ ମନ େଯାଗ ସହକା େର ସଦାପ୍ରଭୁ ତୁମ୍ଭମାନଙ୍କ ପରେମଶ୍ବରଙ୍କର ଆଜ୍ଞା ପାଳନ କରିବ।" 15

7:1 ରାଜା ଦାରିଯାବସଙ୍କ ରାଜତ୍ବର ଚତୁର୍ଥ ବର୍ଷ େର ସଦାପ୍ରଭୁ ଏହି ବାର୍ତ୍ତା ୟିଖରିଯଙ୍କୁ ପଠାଇେଲ। ଏହା ତାଙ୍କ ରାଜତ୍ବର ଚତୁର୍ଥ ବର୍ଷର କିଷ୍ଲେବ ନାମକ ନବମ ମାସର ଚତୁର୍ଥ ଦିବସ ଥିଲା। 2 ବୈଥେଲସ୍ଥ େଲାକମାେନ ଶ େରତ୍ସର, େରଗମ୍ମେଲକ ଓ ତାଙ୍କ େଲାକଙ୍କୁ ସଦାପ୍ରଭୁଙ୍କର ଅନୁଗ୍ରହ େଦଖିବା ପାଇଁ ପ୍ େରରଣ କେଲ। 3 ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ମନ୍ଦିରର ଯାଜକମାନଙ୍କୁ ଓ ଭବିଷ୍ଯଦ୍ବକ୍ତାମାନଙ୍କୁ ପଗ୍ଭରିବାକୁ େସମାେନ ପଠାଇେଲ, "ଆମ୍େଭ କ'ଣ ପଞ୍ଚମ ମାସ େର ବିଳାପ ଓ ଉପବାସ ଗ୍ଭଲୁ ରଖିବା, େଯପରିକି ଅନେକ ବର୍ଷ ଧରି କରିଆସିଅଛ? ପଞ୍ଚମ ମାସ େର ଆମ୍େଭମାେନ ବିଶେଷ ବିଳାପ ଓ ଉପବାସ ପାଳନ କରୁ। ଆମ୍େଭ ଏହି ପାଳନ କରିବା କାର୍ୟ୍ଯ ଗ୍ଭଲୁ ରଖିବା ଉଚିତ୍ କି?" 4 ସର୍ବଶକ୍ତିମାନ୍ ସଦାପ୍ରଭୁ ତାଙ୍କର ବାର୍ତ୍ତା େମାେତ ପଠାଇେଲ, 5 "େଦଶର େଲାକମାନଙ୍କୁ ଏବଂ ଯାଜକମାନଙ୍କୁ ଏହି କଥା କୁହ, ତୁମ୍େଭ େଯେତେବେଳ ପଞ୍ଚମ ଓ ସପ୍ତମ ମାସ େର ଉପବାସ ଓ ବିଳାପ କଲ, େସହି ସତୁରି ବର୍ଷ େର ସତ େର କ'ଣ ତୁମ୍େଭ ଆମ୍ଭ ପାଇଁ ଉପବାସ କରିଥିଲ? 6 ଏବଂ ତୁମ୍େଭ ସମସ୍େତ େଯେତେବେଳ ଖାଅ ଓ ପିଅ, ତୁମ୍େଭ କ'ଣ ନିଜ ପାଇଁ ଖାଅ ଓ ପିଅ ନାହିଁ? 7 ଏହିଗୁଡିକ କ'ଣ େସହି ବାକ୍ଯଗୁଡିକ ନୁେହଁ? ଯାହା ସଦାପ୍ରଭୁ ପୂର୍ବ ଭବିଷ୍ଯତ୍ବକ୍ତାମାନଙ୍କ ମାଧ୍ଯମ େର କହିଥିେଲ? େସ ଏକଥା କହିଥିେଲ େଯେତେବେଳ ୟିରୁଶାଲମ ବସତି ବହୁଳ ଓ ସମୃଦ୍ଧିଶାଳୀ ଥିଲା। ଏବଂ ତା'ର ଚତୁର୍ଦ୍ଦିଗର ନଗରଗୁଡିକ ନେଗେଭ ଏବଂ ସିଫେଲା ବସତି ବହୁଳ ଥିଲା।" 8 ଏହାପ େର ସଦାପ୍ରଭୁ ତାଙ୍କ ବାର୍ତ୍ତା ୟିଖରିଯଙ୍କ ନିକଟକୁ ପଠାଇେଲ। 9 ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କଥା କହିେଲ, "ଯଥାର୍ଥ ନ୍ଯାଯ ଆଚରଣ କର, ନିଜ ନିଜ ଭ୍ରାତୃଗଣଙ୍କ ପ୍ରତି ଦୟା ଓ କରୁଣା ପ୍ରକାଶ କର। 10 ବିଧବା, ଅନାଥ, ବିଦେଶୀ ଓ ଦରିଦ୍ରମାନଙ୍କୁ ପ୍ରତାରିତ କରନାହିଁ। ତୁମ୍ଭ ଭାଇ ବିରୁଦ୍ଧ େର ନିଜ ହୃଦଯ େର ଷଡୟନ୍ତ୍ର କରନାହିଁ।" 11 କିନ୍ତୁ େସହି େଲାକମାେନ ଆମ୍ଭ କଥା ଶୁଣିବାକୁ ମନା କେଲ। େସମାେନ ଜିଦ୍ଖୋର େହାଇ ତାଙ୍କ ମୁହଁ ଫେରାଇେଲ ଏବଂ ତାଙ୍କ କାନ ଘୋଡାଇ ପକାଇେଲ। 12 େସମାେନ ଜିଦ୍ଖୋର ଏବଂ ସର୍ବଶକ୍ତିମାନ ସଦାପ୍ରଭୁ ତାଙ୍କ ପୂର୍ବରୁ ଭବିଷ୍ଯଦ୍ବକ୍ତାଙ୍କ ମାଧ୍ଯମ େର ପଠାଇଥିବା ନିର୍ଦ୍ଦେଶ ମାନିବାକୁ ମନା କେଲ। େତଣୁ ସର୍ବଶକ୍ତିମାନ ସଦାପ୍ରଭୁ ବିଶେଷ େକାର୍ଧ୍ବାନିତ େହେଲ। 13 େଯେତବଳେ େସମାନଙ୍କୁ େସ ଡାକିେଲ, " େସମାେନ ଶୁଣିେଲ ନାହିଁ। େସଥିପାଇଁ େସମାେନ େଯେତେବେଳ ଆମ୍ଭକୁ ଡାକିବେ ଆମ୍େଭ ମଧ୍ଯ ଶୁଣିବା ନାହିଁ। ସର୍ବଶକ୍ତିମାନ ସଦାପ୍ରଭୁ ଏହିକଥା କହନ୍ତି। 14 େସଥିପାଇଁ େସମାନଙ୍କୁ ସମଗ୍ର େଦଶମାନଙ୍କ େର ଛିନ୍ନଭିନ୍ନ କଲି, େଯଉଁଠାକୁ େସମାେନ େକେବ ୟାଇ ନାହାନ୍ତି। େସହି େଦଶ ବିନା କାର୍ୟ୍ଯକଳାପ େର ଏକ ଉଚ୍ଛିନ୍ନ େଦଶ େର ପରିଣତ େହଲା। େସମାେନ ଏକ ଆକାଂକ୍ଷିତ େଦଶକୁ ଏକ ଉଚ୍ଛିନ୍ନ େଦଶ େର ପରିଣତ କେଲ।"

8:1 ସର୍ବଶକ୍ତିମାନ ସଦାପ୍ରଭୁ ଏହି ବାର୍ତ୍ତା ପଠାଇେଲ। 2 ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, "ଆମ୍େଭ ସିେୟାନ ପାଇଁ ଅତ୍ଯାସକ୍ତ ଏବଂ ପ୍ରଗାଢ ଅନୁରାଗ ସହିତ ଆମ୍େଭ ତା' ପାଇଁ େକାରଧାନ୍ବିତ।" 3 ସଦାପ୍ରଭୁ ପୁଣି କୁହନ୍ତି, "ଆମ୍େଭ ସିେୟାନକୁ େଫରି ଆସିଛୁ ଏବଂ ୟିରୁଶାଲମ ମଧିଅେର ବାସ କରିବା। ୟିରୁଶାଲମ 'ସତ୍ଯର ନଗରୀ' େବାଲି କୁହାୟିବ। ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ପର୍ବତକୁ ପବିତ୍ର େବାଲି କୁହାୟିବ।" 4 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, "ବୃଦ୍ଧ ଓ ବୃଦ୍ଧାମାେନ ପୁନର୍ବାର ୟିରୁଶାଲମର େଖାଲା ସ୍ଥାନ େର ବସ। ପ୍ରେତ୍ୟକକଙ୍କ ହାତ େର ଏକ ଆଶାବାଡି ରହିବ କାରଣ େସମାନଙ୍କର ବୃଦ୍ଧାବସ୍ଥା ପାଇଁ। 5 ଆଉ ମଧ୍ଯ ନଗରର େଖାଲାସ୍ଥାନ କ୍ରୀଡାରତ ପୁଅ ଓ ଝିଅଙ୍କ ଦ୍ବାରା ପରିପୂର୍ଣ୍ଣ େହବ। 6 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ଯଦିଓ ଏହି ଅବଶିଷ୍ଟାଂଶ େଲାକମାନଙ୍କ ପାଇଁ କଷ୍ଟ କର ଡଣାପଡେ, ଏହା େସମାନଙ୍କ ପ୍ରତି ମଧ୍ଯ ବିସ୍ମଯଜନକ େହବ।" 7 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, " େଦଖ, ଆମ୍େଭ ପୂର୍ବ ଓ ପଶ୍ଚିମ େଦଶରୁ ଆମ୍ଭର େଲାକମାନଙ୍କୁ ମୁକ୍ତ କରିବା। 8 ଆମ୍େଭ େସମାନଙ୍କୁ ଏଠାକୁ ଫେରାଇ ଆଣିବା ଏବଂ େସମାେନ ୟିରୁଶାଲମ ମଧିଅେର ବାସ କରିେବ। େସମାେନ ଆମ୍ଭର େଲାକ େହେବ ଏବଂ ଆମ୍େଭ େସମାନଙ୍କର ବିଶ୍ବସ୍ଥ ଏବଂ ନ୍ଯାଯବାନ୍ ପରେମଶ୍ବର େହବା।" 9 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, "ଶକ୍ତିଶାଳୀ ହୁଅ! ତୁମ୍ଭମାନଙ୍କୁ ମଧ୍ଯ ଏହି ଦିନଗୁଡିକେର େସହି ବାକ୍ଯଗୁଡିକ ଭବିଷ୍ଯତ୍ବକ୍ତାମାଙ୍କଠାରୁ ଶୁଣୁଅଛ। େଯେତେବେଳ ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ େହାଇଥିଲା, ୟାବାପାଇଁ ମନ୍ଦିର ନିର୍ମାଣ େହାଇ ପାରିଥିଲା। 10 େସହିଦିନ ପୂର୍ବରୁ ମନୁଷ୍ଯ ପାଇଁ େବତନ ନଥିଲା, ପଶୁ ପାଇଁ ଆଯ ନଥିଲା, ବାହାରକୁ ୟିବା ଓ ଭିତରକୁ ଆସିବା େଲାକମାନଙ୍କ ପାଇଁ ଶତୃମାନଙ୍କଠାରୁ େକୗଣସି ନିରାପତ୍ତା ନଥିଲା, କାରଣ ଆମ୍େଭ ପ୍ରେତ୍ୟକକ େଲାକଙ୍କୁ ତାଙ୍କ ପେଡ଼ାଶୀଙ୍କ ବିପକ୍ଷ କରାଇଥିଲୁ। 11 ଆମ୍େଭ ପୁର୍ବରୁ େଯପରି କରୁଥିଲୁ େସହି ଅବଶିଷ୍ଟାଂଶଙ୍କ ସହିତ େସପରି ବ୍ଯବହାର କରିବା ନାହିଁ।" ଏହା ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି। 12 "ଏହି େଲାକମାେନ ଶାନ୍ତି େର ବୃକ୍ଷ େରାପଣ କରିେବ। ଦ୍ରାକ୍ଷାଲତା ଫଳଧାରଣ କରିବ। ଭୂମି ଉତ୍ତମ ଶସ୍ଯ ପ୍ରଦାନ କରିବ ଓ ଆକାଶ ଶିଶିର ପ୍ରଦାନ କରିବ। ଏହି ସମସ୍ତ ବିଷଯ ଆମ୍େଭ ଅବଶିଷ୍ଟ େଲାକଙ୍କୁ ପ୍ରଦାନ କରିବା। େଯପରି ତୁମ୍େଭମାେନ େଦଶସବୁ ସମ୍ମୁଖ େର ଅଭିଶପ୍ତ ଥିଲ। 13 େହ ଯିହୁଦା ଓ ଇଶ୍ରାେୟଲ, ଠିକ୍ େଯପରି ତୁମ୍େଭମାେନ େଦଶ ମଧିଅେର ଏକ ଅଭିଶାପ ଥିଲ ଆମ୍େଭ ମଧ୍ଯ ତୁମ୍ଭମାନଙ୍କୁ ଆଶୀର୍ବାଦ କରିବା। େସଥିପାଇଁ ଭୟଭୀତ ହୁଅ ନାହିଁ! ସବଳ ହୁଅ।" 14 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, "ତୁମ୍ଭର ପୂର୍ବପୁରୁଷଗଣ ଆମ୍ଭର େକାରଧାନ୍ବିତ କରିଥିେଲ। େତଣୁ କରି ଆମ୍େଭ ସଂକଳ୍ପ ସହିତ ତୁମ୍ଭମାନଙ୍କୁ ଦଣ୍ତ େଦବାକୁ ନିଷ୍ପତ୍ତି େନଇଥିଲୁ।" ଏହା ସର୍ବଶକ୍ତିମାନ ମଦାପ୍ରଭୁ କହିେଲ। 15 "କିନ୍ତୁ ଏହି ଦିନଗୁଡିକେର, ଆମ୍େଭ ଆପଣା ମନକୁ ପରିବର୍ତ୍ତନ କରିଅଛୁ। ଆମ୍େଭ ସ୍ଥିର କରିଛୁ ୟିରୁଶାଲମ ଓ ୟିଦୁଦାର େଲାକଙ୍କର ମଙ୍ଗଳ କରିବା। େସଥିପାଇଁ ଭୟ କର ନାହିଁ। 16 ତୁମ୍େଭମାେନ ଏହିସବୁ ନିଶ୍ଚଯ କରିବ, "ତୁମ୍ଭର ପେଡ଼ାଶୀମାନଙ୍କୁ ସତ୍ଯ କୁହ। ତୁମ୍େଭମାେନ ତୁମ୍ଭମାନଙ୍କର ନଗରମାନଙ୍କ େର ସତ୍ଯତା ଏବଂ ନ୍ଯାଯପୂର୍ଣ୍ଣ ବିଗ୍ଭର କର। 17 ତୁମ୍ଭର ପ୍ରତିବେଶୀର କ୍ଷତି କରିବାକୁ ତୁମ୍ଭ ହୃଦଯ େର େକୗଣସି ମନ୍ତ୍ରଣା କର ନାହିଁ। ମିଥ୍ଯା ଶପଥ କରିବାକୁ ଭଲ ପାଅ ନାହିଁ। କାରଣ ଆମ୍େଭ େସହି ସବୁକୁ ଘୃଣା କରୁ।" ସଦାପ୍ରଭୁ ଏହିସବୁ କହିେଲ। 18 ସର୍ବଶକ୍ତିମାନ୍ ସଦାପ୍ରଭୁ ଏହି ବାର୍ତ୍ତା େମା ନିକଟକୁ ପଠାଇେଲ। 19 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, "ତୁମ୍ଭମାନଙ୍କର ଚତୁର୍ଥ ମାସ, ପଞ୍ଚମ ମାସ, ସପ୍ତମ ମାସ ଓ ଦଶମ ମାସର ଦୁଃଖ ଓ ଉପବାସର ଯିହୁଦାର ଘର ପାଇଁ ଆନନ୍ଦମଯ ଦିନ େହବ। ତାହା ବିଜଯ ଉଲ୍ଲସିତର ଦିନ ଏବଂ ଉଲ୍ଲାସର ସମାେରାହ େହବ। େସଥିପାଇଁ ତୁମ୍େଭମାେନ ନିଶ୍ଚଯ ସତ୍ଯ ଓ ଶାନ୍ତିକୁ ପ୍ େରମ କରିବ।" 20 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, "ଭବିଷ୍ଯତ େର ଅନେକ ସହର େର ବାସ କରୁଥିବା େଲାକମାେନ ଆସିେବ। 21 େଗାଟିଏ ନଗରର େଲାକମାେନ ଆଉ େଗାଟିଏ ନଗରକୁ ଯିେବ ଏବଂ କହିେବ, 'ଆସ ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପାଇବା ପାଇଁ ପ୍ରାର୍ଥନା କରିବା।' ଆସ ୟିବା ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ଉପାସନା କରିବା। 'ମୁଁ ନିେଜ ମଧ୍ଯ ଯାଉଛି।"' 22 ବହୁେଲାକ ଓ ଶକ୍ତିଶାଳୀ େଗାଷ୍ଠୀ ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ଅନୁସରଣ କରିବା ପାଇଁ ଏବଂ ତାଙ୍କ ଅନୁଗ୍ରହ ପାଇବା ପାଇଁ ୟିରୁଶାଲମକୁ ଆସିେବ। 23 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, " େସହି ଦିନମାନଙ୍କ େର ଏପରି ଘଟିବ େଯ ସର୍ବ ଭାଷାବାଦୀ େଗାଷ୍ଠୀଗଣ ମଧ୍ଯରୁ ଦଶଜଣ େଲାକ, ଜେଣ ୟିହୁଦୀ େଲାକର ବସ୍ତ୍ରାଞ୍ଚଳ ଧରି କହିେବ, 'ତୁମ୍ଭ ସହିତ ଆମ୍େଭ ୟିବୁ। ଆମ୍େଭ ଶୁଣିଲୁ େଯ, ପରେମଶ୍ବର ତୁମ୍ଭ ମଧିଅେର ଅଛନ୍ତି।"'

9:1 ଏକ ସ୍ବର୍ଗୀଯବାଣୀ, ସଦାପ୍ରଭୁଙ୍କର ବାର୍ତ୍ତା, ହଦ୍ରକ େଦଶ ଏବଂ ଏହାର ରାଜଧାନୀ ଦମ୍ମେଶକ ବିଷଯ େର। ସମସ୍ତ େଲାକ ପରେମଶ୍ବରଙ୍କୁ ଅନାଉଅଛନ୍ତି, " େଯପରି ଇଶ୍ରାେୟଲ େଗାଟିଏ ପରିବାରବର୍ଗ। 2 ଏହା ମଧ୍ଯ ସତ୍ଯ େଯ, ହମାତ୍, ସୋର ଓ ସୀେଦାନ ସୀମା େର ଅବସ୍ଥିତ ଅେଟ। କାରଣ େସମାେନ ଅତି ବୁଦ୍ଧିମାନ। ସୋର ନିଜ ପାଇଁ ଦୂର୍ଗ ନିର୍ମାଣ କଲା। 3 ସୋର ନିଜ ପାଇଁ ଗମ୍ବୁଜ ନିର୍ମାଣ କଲା। େସ ରୂପାକୁ ଧୀଳିପରି ଓ ସୁନାକୁ କାଦୁଅପରି ରାସ୍ତା େର ଗଦା କଲା। 4 ମାତ୍ର ସଦାପ୍ରଭୁ ଏହାକୁ େନଇଯିେବ। େସ ତା'ର ଧନ ସମୁଦ୍ର େର ଫୋପାଡି େଦେବ ଏବଂ ନଗରଟି ନିଆଁ େର ଜଳିୟିବ। 5 "ଅସ୍କିଲୋନ ତାହା େଦଖି ଭୟଭୀତ େହବ ଓ ଘାସର େଲାକମାେନ ଭୟ େର ଥରିବେ। ଇେକାର୍ଣ େଲାକମାେନ ସମସ୍ତ ଭରସା ହରାଇବେ। ଘସା େର ଆଉ ରାଜା ରହିେବ ନାହିଁ। ଆଉ ମଧ୍ଯ ଅସ୍କିଲୋନ ଜନଶୂନ୍ଯ େହବ। 6 ପୁଣି ଅସ୍ଦୋଦକୁ ଏକ ଜାରଜ ଶାସନ କରିବ। ମୁଁ ସମ୍ପୂର୍ଣ୍ଣ ଭାବେର ପେଲଷ୍ଟୀୟମାନଙ୍କର ଦର୍ପ ଚୂର୍ଣ୍ଣ କରିବି। 7 େସମାେନ ଆଉ ରକ୍ତ ସହିତ ମାଂସ ଭୋଜନ କରିେବ ନାହିଁ ଅଥବା ଅନ୍ୟ ଘୃଣ୍ଯ ଖାଦ୍ୟ ଖାଇବେ ନାହିଁ। େଯଉଁ ପେଲଷ୍ଟୀୟମାେନ ବଞ୍ଚିବେ େସମାେନ ମଧ୍ଯ େମା େଲାକମାନଙ୍କର ଅଂଶ େହେବ, ଏହା ଯିହୁଦାର ଏକ ବଂଶ େହବ। ଇକ୍ରୋଣର େଲାକମାେନ େମା େଲାକମାନଙ୍କର ଅଂଶୀଦାର େହେବ, େଯପରି ୟିବୁଷିଯମାେନ କରିଥିେଲ। 8 ଆମ୍େଭ ନିଜ େଦଶ େର ଛାଉଣୀ ସ୍ଥାପନ କରିବା, ପ୍ରହରୀ େହବା ଶତୃମାନଙ୍କ ବିରୁଦ୍ଧ େର। େକୗଣସି ଅତ୍ଯାଗ୍ଭର ପୂନର୍ବାର ତାଙ୍କୁ ଦଳିତ କରିବ ନାହିଁ, କାରଣ ବର୍ତ୍ତମାନ ମୁଁ େମାର ସ୍ବଚକ୍ଷୁ େର େଦଖୁଛି। େମା ସ୍ବଚକ୍ଷୁ େର େମାର େଲାକମାନଙ୍କର ୟନ୍ତ୍ରଣା େଦଖୁଅଛି।" 9 େହ ସିେୟାନର କନ୍ଯା ଆନନ୍ଦ କର! େହ ୟିରୁଶାଲମର କନ୍ଯା, ଚିତ୍କାର କର! େଦଖ, ତୁମ୍ଭର ରାଜା ତୁମ୍ଭମାନଙ୍କ ନିକଟକୁ ଆସୁଛନ୍ତି। େସ ଧାର୍ମିକ ରାଜା ଓ େସ ଜଯଲାଭ କରିଛନ୍ତି। େସ ଅତ୍ଯନ୍ତ ନମ୍ର। େସ ଏକ ୟୁବ ଗଧ ଉପ େର ବସି ଆସୁଛନ୍ତି। 10 "ଆମ୍େଭ ଇଫ୍ରଯିମଠାରୁ ରଥକୁ କାଢି ନେବା, ୟିରୁଶାଲମଠାରୁ ଅଶ୍ବ ୟୁଦ୍ଧ େର ବ୍ଯବହୃତ ଧନୁ କାଢି ନିଆୟିବ।" େସହି ରାଜା େଗାଷ୍ଠୀଗଣଙ୍କ ନିକଟକୁ ଶାନ୍ତିର ସନ୍ଦେଶ ଆଣିେବ। ତାଙ୍କର ରାଜ୍ଯ ଏକ ସମୁଦ୍ରଠାରୁ ଅନ୍ୟ ସମୁଦ୍ର ପର୍ୟ୍ଯନ୍ତ ଓ ଫରାତ୍ ନଦୀଠାରୁ ପୃଥିବୀର ପ୍ରାନ୍ତ ପର୍ୟ୍ଯନ୍ତ ବିସ୍ତୁତ େହବ। 11 େହ ୟିରୁଶାଲମ, କାରଣ ରକ୍ତ ଦ୍ବାରା ତୁମ୍ଭର ଚୁକ୍ତି ଆମ୍ଭ ସହିତ େମାହରାଙ୍କିତ େହାଇଛି। ଆମ୍େଭ ତୁମ୍ଭର ବନ୍ଦୀମାନଙ୍କୁ ପାଣି ନଥିବା ପାଣି କୁଣ୍ତରୁ ମୁକ୍ତି କରିଛୁ। 12 େହ ବନ୍ଦୀଗଣ, ତୁମ୍ଭମାନଙ୍କର ଦୁର୍ଗକୁ େଫରିୟାଅ। ବର୍ତ୍ତମାନ ତୁମ୍ଭର ଭରସା ଅଛି। ଆଜି ଆମ୍େଭ େଘାଷଣା କରୁଛୁ େଯ, ଆମ୍େଭ ତୁମ୍ଭଙ୍କୁ ଦ୍ବିଗୁଣ ଫେରାଇ େଦବା। 13 ଆମ୍େଭ ଯିହୁଦାକୁ ଆପଣା ଧନୂରୂେପ ବ୍ଯବହାର କରିବା। ଇଫ୍ରଯିମକୁ ଆମ୍ଭର ଶର ରୂେପ ବ୍ଯବହାର କରିବା। ଆଉ େହ ସିେୟାନ, ଆମ୍େଭ ତୁମ୍ଭର ପୁତ୍ରମାନଙ୍କୁ ଜାଗରିତ କରିବା, େହ ଗ୍ରୀସ, ତୁମ୍ଭ ପୁତ୍ରମାନଙ୍କ ବିରୁଦ୍ଧ େର ଉତ୍ତେଜିତ କରିବା ଓ ଆମ୍େଭ ତୁମ୍ଭଙ୍କୁ ଏକ ଶକ୍ତିଶାଳୀ ଖଣ୍ତା ପରି କରିେଦବା। 14 ସଦାପ୍ରଭୁ ତାଙ୍କ ସମ୍ମୁଖ େର ଉପସ୍ଥିତ େହେବ। ବିଦ୍ଯୁତ ସଦୃଶ ତାଙ୍କର ଶର ୟିବ। ସଦାପ୍ରଭୁ ପରେମଶ୍ବର ତୂରୀ ବଜାଇବେ ଏବଂ େସ ଦକ୍ଷିଣ ଆଡୁ ଝଡପରି ଅଗ୍ରସର େହେବ। 15 ସର୍ବଶକ୍ତିମାନ୍ ସଦାପ୍ରଭୁ େସମାନଙ୍କୁ ସୁରକ୍ଷା େଦେବ। େସମାେନ ଧ୍ବଂସ େହେବ, େସମାେନ େସମାନଙ୍କର ଶତୃମାନଙ୍କୁ ବାଟୁଳି ଦ୍ବାରା ପରାସ୍ତ କରିେବ। େସମାେନ ଦ୍ରାକ୍ଷାରସ ପାନ କରିେବ ଓ ଦୁର୍ଦ୍ଦାନ୍ତ େହେବ, େସମାେନ ୟଜ୍ଞବେଦୀର କଣ େର ଥିବା ପାତ୍ର େଯପରି େସହିପରି ପୂର୍ଣ୍ଣ େହେବ। 16 ସଦାପ୍ରଭୁ େସମାନଙ୍କର ପରେମଶ୍ବର େସମାନଙ୍କୁ ରକ୍ଷା କରିେବ, େସହିଦିନ ତାଙ୍କର େଲାକମାେନ େମଷପରି େହେବ। େସମାେନ ତାଙ୍କ େଦଶ େର ମୁକୁଟର ରତ୍ନ ସ୍ବରୂପ ଝକ୍ମକ କରିେବ। 17 ପ୍ରେତ୍ୟକକ ଜିନିଷ ଉତ୍ତମ ଓ ସୁନ୍ଦର େହବ। ଶସ୍ଯ ଏବଂ ନୂତନ ଦ୍ରାକ୍ଷାରସ ୟୁବକ ୟୁବତୀଙ୍କର ବଳ ବଢାଇବ।

10:1 ବସନ୍ତ ଋତୁ େର ବର୍ଷା େହବାପାଇଁ ମୁଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କେର। ସଦାପ୍ରଭୁ ହିଁ କେବଳ ବିଦ୍ଯୁତ୍ ପ୍ େରରଣ କରନ୍ତି ଏବଂ ବର୍ଷା ଢାଳନ୍ତି ଓ ପ୍ରେତ୍ୟକକଙ୍କୁ କ୍ଷେତର ଘାସ ପ୍ରଦାନ କରନ୍ତି। 2 କାରଣ ମୂର୍ତ୍ତିଗୁଡିକ ପ୍ରବଞ୍ଚନା ପୂର୍ଣ୍ଣ ବାକ୍ଯ କହିଥିେଲ ଏବଂ ଭବିଷ୍ଯଦ୍ବକ୍ତାମାେନ ମିଥ୍ଯା ଦର୍ଶନ େଦଖିଥିେଲ। େସମାେନ ମୂଲ୍ଯହୀନ ସ୍ବପ୍ନ ଏବଂ େସମାେନ ମିଥ୍ଯା ସାନ୍ତ୍ବନା େଦେଲ। େସଥିପାଇଁ େସମାେନ େମଷ ତୁଲ୍ଯ ବୁଲିବେ, ଆଉ କଷ୍ଟ େଭାଗିେବ କାରଣ େସମାନଙ୍କର େକୗଣସି େମଷପାଳକ ନାହାନ୍ତି। 3 "ଆମ୍େଭ ବିଶେଷଭାବେର ପାଳକମାନଙ୍କ ଉପ େର େକାରଧାନ୍ବିତ। ଆମ୍େଭ େସମାନଙ୍କ ବିରୁଦ୍ଧ େର କାର୍ୟ୍ଯ କରିବା େଯଉଁମାେନ େମଷପଲର ଯତ୍ନ ନିଅନ୍ତି।" କାରଣ ସର୍ବଶକ୍ତିମାନ ସଦାପ୍ରଭୁ ପ୍ରକୃତ େର ତାଙ୍କ ପଲର ଯତ୍ନ ନିଅନ୍ତି, ଯିହୁଦାର ଘର। େସ େସମାନଙ୍କୁ ଏକ େଯାଦ୍ଧା ଅଶ୍ବ ପରି ତିଆରି କରିେବ। 4 "କଣ ପ୍ରସ୍ତର, ତାଙ୍କଠାରୁ ତମ୍ବୁର କିଳା, ୟୁଦ୍ଧର ଧନୁ ଏବଂ ସମସ୍ତ ସୈନ୍ଯାଧିପତି, ଏକତ୍ର ଯିହୁଦାରୁ ଆସିେବ। 5 େସମାେନ ବୀରପରି ତାଙ୍କର ପାଦତେଳ କାଦୁଅ ରାସ୍ତାକୁ ଦଳି େଦେବ। େସମାେନ ୟୁଦ୍ଧ କରି ଶତୃପକ୍ଷର ଅଶ୍ବାେରାହୀମାନଙ୍କୁ ମଧ୍ଯ ପରାସ୍ତ କରିେବ। କାରଣ ସଦାପ୍ରଭୁ ତାଙ୍କ ସହବର୍ତ୍ତୀ ଅଟନ୍ତି। 6 ଆମ୍େଭ ଯିହୁଦାର ଗୃହକୁ ଶକ୍ତିଶାଳୀ କରାଇବା ଆଉ ମଧ୍ଯ ଆମ୍େଭ େଯାେଷଫର ଗୃହକୁ ରକ୍ଷା କରିବା। ଆମ୍େଭ େସମାନଙ୍କୁ ପୁନଃସ୍ଥାପନ କରିବା କାରଣ େସମାନଙ୍କ ପ୍ରତି ଆମ୍ଭର ଦୟା ଅଛି। ଏହା ଏପରି େହବ େଯପରିକି ଆମ୍େଭ େସମାନଙ୍କୁ େକେବ ପ୍ରତ୍ଯାଖ୍ଯାନ କରିନାହୁଁ। ଆମ୍େଭ ସଦାପ୍ରଭୁ େସମାନଙ୍କର ପରେମଶ୍ବର ଏବଂ ଆମ୍େଭ େସମାନଙ୍କର ପାର୍ଥନା ଶୁଣିବା। 7 ଇଫ୍ରଯିମର େଲାକମାେନ ଦ୍ରାକ୍ଷାରସ ପାନ କରିଥିବା ସୈନ୍ଯଟି ପରି ଖୁସି େହେବ। େସମାନଙ୍କର ପିଲାମାେନ େଦଖିେବ ଓ ଆନନ୍ଦ କରିେବ। େସମାନଙ୍କର ହୃଦଯ ସଦାପ୍ରଭୁଙ୍କଠା େର ଉଲ୍ଲସିତ େହବ। 8 "ଆମ୍େଭ ତୂରି ବଜାଇବା ଏବଂ େସମାନଙ୍କୁ ଏକତ୍ରୀତ କରାଇବା। ଆମ୍େଭ େସମାନଙ୍କୁ ଦାସତ୍ବରୁ ମୁକ୍ତ କରିଅଛୁ ଓ େସମାେନ େଯପରି ବହୁ ସଂଖ୍ଯା େର ଥିେଲ େସହିପରି ବହୁ ସଂଖ୍ଯା େର ପୂର୍ଣ୍ଣ େହେବ। 9 ଯଦିଓ ଆମ୍େଭ େଦଶଗୁଡିକ ମଧିଅେର େସମାନଙ୍କୁ ବିଛାଡି େଦଇଛୁ, େସମାେନ େସହି ଦୂର ସ୍ଥାନ େର ଆମ୍ଭକୁ ମେନ ପକାଇେବ। େସମାେନ ସନ୍ତାନଗଣଙ୍କୁ ପାଳନ କରିେବ ଏବଂ େସମାେନ େଫରିେବ। 10 ଆମ୍େଭ େସମାନଙ୍କୁ ମିଶରରୁ ଫେରାଇ ଆଣିବା ଏବଂ ଅଶୂରରୁ ଏକତ୍ରୀତ କରିବା। ଆମ୍େଭ େସମାନଙ୍କୁ ଗିଲିଯଦରୁ ଏବଂ ଲିବାେନାନ୍ରୁ ଫେରାଇ ଆଣିବା ଏବଂ େସମାନଙ୍କ ପାଇଁ ୟଥେଷ୍ଟ ସ୍ଥାନ ନଥିବ।" 11 େସମାେନ ଦାରୁଣ ବ୍ଯଥାର ସମୁଦ୍ର ମଧ୍ଯେଦଇ ପାର େହେବ ଏବଂ ସମୁଦ୍ରର ଢେଉକୁ ଆଘାତ କରିେବ। ନୀଳ ନଦୀର ଗଭୀରତାର ପାଣି ସବୁ ଶୁଖିୟିବ। ଅଶୂରର ଗର୍ବ ନତ େହବ ଏବଂ ମିଶରର ରାଜଦଣ୍ତ ଗ୍ଭଲିୟିବ। 12 ସଦାପ୍ରଭୁ ତାଙ୍କର ନିଜର େଲାକମାନଙ୍କୁ ବଳବାନ୍ କରିେବ। ତାଙ୍କ ନାମ େର, େସମାେନ ସବୁସ୍ଥାନକୁ ଯିେବ। ଏହା ସଦାପ୍ରଭୁ କହିଥିେଲ।

11:1 େହ ଲିବାେନାନ୍, ତୁମ୍େଭ ତୁମ୍ଭର ସମସ୍ତ ଦ୍ବାର େଖାଲିଦିଅ େଯପରି ଅଗ୍ନି ତୁମ୍ଭର ସମସ୍ତ ଦେବଦାରୁ ବୃକ୍ଷଗୁଡିକୁ େପାଡି଼ ପକାଇେବ। 2 ତୁମ୍େଭ ଦେବଦାରୁ ଜୀତୀଯ ବୃକ୍ଷ ଶୋକ କର କାରଣ ଦେବଦାରୁ ପଡିୟାଇଛି। ଶକ୍ତିଶାଳୀମାେନ ଧ୍ବଂସ େହାଇଛନ୍ତି। ଶୋକ କର, େହ ବାଶନର ଆେଲାନ୍ ବୃକ୍ଷ େସହି ଦୁର୍ଗମ ବନ କଟାଗଲା। 3 େମଷପାଳକମାନଙ୍କର ବିଳାପ ଶୁଣ। କାରଣ େସମାନଙ୍କର ଶକ୍ତିଶାଳୀ େନତାମାେନ ଧ୍ବଂସ େହେଲ। ୟୁବା ସିଂହମାନଙ୍କର ରବ ଶୁଣ। କାରଣ ଯିହୁଦାର ଗର୍ବ ଧ୍ବଂସ େହାଇଛି। 4 ସଦାପ୍ରଭୁ େମାର ପରେମଶ୍ବର କହନ୍ତି, "ଏହି ବଧ େହବାକୁ ଥିବା େମଷପଲର ଯତ୍ନ ନିଅ। 5 େଯଉଁମାେନ େସଗୁଡିକୁ କିଣନ୍ତି େସମାେନ େସଗୁଡିକୁ ହତ୍ଯା କେଲ, ଆଉ େସମାେନ େଦାଷୀ ସାବ୍ଯସ୍ତ େହେବ ନାହିଁ। େଯଉଁମାେନ େସଗୁଡିକୁ ବିକ୍ରୀ କରନ୍ତି, କହିେବ, 'ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ମୁଁ ଧନୀ େହାଇଅଛି।' ଏବଂ େସମାନଙ୍କର େମଷପାଳକମାନଙ୍କର େସମାନଙ୍କର େମଷ ଦଳର ଉପ େର ଦୟା ନଥିବ। 6 ସଦାପ୍ରଭୁ ଏହିକଥା କହିେଲ, ଏହି େଦଶ ନିବାସୀ ପାଇଁ ଆମ୍େଭ ପୂନର୍ବାର ଦୟା େଦଖାଇବା ନାହିଁ।" "ମାତ୍ର େଦଖ, ଆମ୍େଭ ପ୍ରେତ୍ୟକକ େଲାକଙ୍କୁ ତାଙ୍କର ପ୍ରତିବେଶୀ ଓ ତାଙ୍କ ରାଜାଙ୍କ ହସ୍ତ େର ହସ୍ତାନ୍ତର କରିବା। େସମାେନ ତାଙ୍କର େଦଶକୁ ଧ୍ବଂସ କରିେବ। ଆମ୍େଭ େସମାନଙ୍କୁ େସମାନଙ୍କ ଶକ୍ତିରୁ ରକ୍ଷା କରିବା ନାହିଁ।" 7 େତଣୁ ବଧର େଯାଗ୍ଯ େସହି େମଷପଲର ଆମ୍େଭ ଯତ୍ନ ନେଲୁ, େଯଉଁ ନିରୀହ େମଷ ମରା େହବାକୁ ଯାଉଥିେଲ, ଆମ୍େଭ ଦୁଇଟି ୟଷ୍ଟି ନେଲୁ। ଜଣକୁ ଡାକିଲୁ ଶୋଭା ଓ ଅନ୍ୟଟିର ନାମ ବନ୍ଧନୀ ଦେଲୁ। ଏହିପରି ଆମ୍େଭ େମଷପଲର ଯତ୍ନ ନେଲୁ। 8 ଆମ୍େଭ ଏକମାସ ମଧିଅେର ତିନିଜଣ େମଷପାଳକଙ୍କୁ ଧ୍ବଂସ କଲୁ। ଆମ୍େଭ େସମାନଙ୍କ ଉପ େର ଅର୍ଧୈୟ୍ଯ ଥିଲୁ ଏବଂ େସମାେନ ଆମ୍ଭକୁ ଘୃଣା କେଲ। 9 ତା'ପ େର ଆମ୍େଭ କହିଲୁ, "ଆମ୍େଭ ତୁମ୍ଭର େମଷପାଳକ େହବା ନାହିଁ। େଯଉଁମାନଙ୍କର ମରିବାର ଅଛି େସମାେନ ମରନ୍ତୁ ଓ େଯଉଁମାନଙ୍କର ଉଚ୍ଛନ୍ନ େହବାର ଅଛି େସମାେନ ଉଚ୍ଛନ୍ନ ହୁଅନ୍ତୁ। େଯଉଁ ଅବଶିଷ୍ଟ ରହିେବ େସମାେନ ପରସ୍ପରକୁ ଧ୍ବସ୍ତ ବିଧ୍ବସ୍ତ କରନ୍ତୁ।" 10 ତା'ପ େର ଆମ୍େଭ େଶାଭା ନାମକ ୟଷ୍ଟିକୁ ନେଲୁ ଏବଂ ତାକୁ ଭାଙ୍ଗି ଦେଲୁ। ଆମ୍େଭ ଏହା କଲୁ, ଆମ୍ଭର ଚୁକ୍ତିକୁ ଧ୍ବଂସ କରିବା ପାଇଁ ଯାହା ଏହି େଲାକମାନଙ୍କ ସହିତ କରିଥିଲୁ। 11 େସହିଦିନ େସହି ଚୁକ୍ତି ଭଗ୍ନ େହଲା। ତା'ପ େର େସହି ନୀରିହ େମଷଗୁଡିକ େଯଉଁମାେନ ଆମ୍ଭଙ୍କୁ େଦଖୁଥିେଲ, ଜାଣିେଲ େଯ ଏହା ସଦାପ୍ରଭୁଙ୍କର ବାକ୍ଯ ଥିଲା। 12 ତା'ପ େର ମୁଁ କହିଲି, "ଯଦି ତୁମ୍େଭମାେନ େମାେତ େମାର େବତନ େଦବାକୁ ଇଚ୍ଛା କରୁଛ େତେବ ଦିଅ, ନଚେତ୍ େସଥିରୁ ନିବୃତ୍ତ ହୁଅ।" େତଣୁ େସମାେନ େମାର ମଜୁରି ତିରିଶ େର ୗପ୍ୟ ମୁଦ୍ରା େଦେଲ। 13 ତା'ପ େର ସଦାପ୍ରଭୁ େମାେତ କହିେଲ, " େସହି ମହତ ମୂଲ୍ଯକୁ ଫୋପାଡି ଦିଅ, କାରଣ େସମାେନ ଆମ୍ଭର ମୂଲ୍ଯ ରାଜକୋଷ ମଧ୍ଯରୁ ନିରୁପଣ କେଲ।" େତଣୁ ମୁଁ େସହି ତିରିଶଟି େର ୗପ୍ୟ ମୁଦ୍ରା େନଇ ସଦାପ୍ରଭୁଙ୍କ ମନ୍ଦିରର କେଷାଗାର େର ପକାଇ େଦଲି। 14 ତା'ପ େର ମୁଁ ବନ୍ଧନୀ ନାମକ ୟଷ୍ଟିକୁ ଦୁଇଖଣ୍ତ କଲି। ଏହା କଲି, ଯିହୁଦା ଓ ଇଶ୍ରାେୟଲର ଏକତା ନଷ୍ଟ କରିବା ପାଇଁ। 15 ତା'ପ େର ସଦାପ୍ରଭୁ େମାେତ କହିେଲ, "ପୁନର୍ବାର େସହି ନିର୍ େବାଧ େମଷପାଳକର ସାଜ ଦିଅ। 16 କାରଣ ଏହି େଦଶ େର ଆମ୍େଭ ଏକ େମଷପାଳକ ଉତ୍ଥାପିତ କରୁଛୁ। େସ ହଜିୟାଇଥିବା େମଷଗୁଡିକ ନିମନ୍େତ ଯତ୍ନ ନେବ ନାହିଁ। ବିପଥଗାମୀମାନଙ୍କୁ େସ େଖାଜିବ ନାହିଁ। େସ କ୍ଷତିଗ୍ରସ୍ଥ େଲାକଙ୍କୁ ସୁସ୍ଥ କରିବ ନାହିଁ। େଯଉଁମାେନ ଜୀବନ୍ତ ଅଛନ୍ତି, େସମାନଙ୍କୁ େସ ଖୁଆଇବ ନାହିଁ। େସ େସଗୁଡିକର ଖୁରାକୁ ଛିଣ୍ତାଇ ହୃଷ୍ଟପୃଷ୍ଟ େମଷମାନଙ୍କୁ ଭକ୍ଷଣ କରିବ।" 17 େଯ ଅ େଯାଗ୍ଯ େମଷପାଳକ, େସ ପଲକୁ ତ୍ଯାଗ କେର। ତାକୁ ଧ୍କ୍! ଖଡ୍ଗ ତା'ର ବାହୁକୁ ଏବଂ ତାଙ୍କ ଦକ୍ଷିଣ ଚକ୍ଷୁକୁ ଆଘାତ କରୁ। ତାହାର ବାହୁ ନିଶ୍ଚଯ ଶୁଷ୍କ େହବ ଏବଂ ତାହାର ଦକ୍ଷିଣ ଚକ୍ଷୁ ନିଶ୍ଚଯ ଅନ୍ଧ େହାଇଯିବ।

12:1 ଏକ ସ୍ବର୍ଗୀଯ ବାଣୀ, ଇଶ୍ରାେୟଲ ବିଷଯ େର ସଦାପ୍ରଭୁଙ୍କର ଏହି ବାର୍ତ୍ତା। ଏହା େହଉଛି ସଦାପ୍ରଭୁଙ୍କର ବାର୍ତ୍ତା ୟିଏକି ସ୍ବର୍ଗକୁ ବିସ୍ତାର କରିଅଛନ୍ତି ଏବଂ ପୃଥିବୀକୁ ସ୍ଥାପନ କରିଅଛନ୍ତି। େସ େହଉଛନ୍ତି ଜେଣ ୟିଏକି ମନୁଷ୍ଯମାନଙ୍କ ମଧିଅେର ନିଶ୍ବାସ ପ୍ରଶ୍ବାସ ସ୍ଥାପନ କରିଅଛନ୍ତି। 2 " େଦଖ, େଦଶସମୂହ ପ୍ରତି ୟିରୁଶାଲମକୁ ଏକ ପାନପାତ୍ର ସଦୃଶ ଆମ୍େଭ ନିର୍ମାଣ କରିବା। ଯିହୁଦା ଓ ୟିରୁଶାଲମ ଅବେରାଧ େହାଇ ରହିବ। 3 କିନ୍ତୁ ଆମ୍େଭ ୟିରୁଶାଲମକୁ ସମସ୍ତ େଦଶ ପାଇଁ ଏକ ଭାରି ପଥର କରିବା। େଯଉଁମାେନ ତାକୁ ଉଠାଇବେ, େସମାେନ ଆଘାତପ୍ରାପ୍ତ େହେବ। େସହି େଲାକମାେନ ପ୍ରକୃତ େର କ୍ଷତବିକ୍ଷତ େହେବ। କାରଣ ପୃଥିବୀର ସମଗ୍ର େଗାଷ୍ଠୀ ୟିରୁଶାଲମ ବିରୁଦ୍ଧ େର ଏକତ୍ରୀତ େହେବ। 4 ସଦାପ୍ରଭୁ କୁହନ୍ତି, େସଦିନ ଆମ୍େଭ ପ୍ରେତ୍ୟକକ ଅଶ୍ବକୁ ଭୟଭୀତ କରାଇବା ଏବଂ ଅଶ୍ବାେରାହୀର ମତିଭ୍ରମ େହବ। ଆମ୍େଭ େଦଶମାନଙ୍କର ସମସ୍ତ ଅଶ୍ବକୁ ଅନ୍ଧ କରିେଦବା, ମାତ୍ର େମାର ଚକ୍ଷୁ େଖାଲା ରହିବ ଏବଂ ଯିହୁଦା ଉପ େର େମାର ସତର୍କ ଦୃଷ୍ଟି ରହିବା 5 ଯିହୁଦାର ପରିବାରର େନତାଗଣ େଲାକମାନଙ୍କୁ ଉତ୍ସାହିତ କରିେବ। େସମାେନ କହିେବ, 'ୟିରୁଶାଲମର େଲାକମାେନ ସର୍ବଶକ୍ତିମାନ ସଦାପ୍ରଭୁ ପରେମଶ୍ବରଙ୍କଠା େର ଆସ୍ଥା ରଖନ୍ତି।' 6 େସହିଦିନ ଯିହୁଦା ପରିବାରର େନତାଗଣଙ୍କୁ ଆମ୍େଭ ଗଛ ମଧିଅେର ଜଳନ୍ତା ପାତ୍ର ପରି କରିବା ଏବଂ କଟା େହାଇଥିବା ନୂତନ ଶସ୍ଯ ମଧିଅେର ଏକ ଜଳନ୍ତା ମଶାଲ ସଦୃଶ କରିବା। େସମାେନ ତାଙ୍କ ବାମ ଓ ଦକ୍ଷିଣ େର ଥିବା େଲାକମାନଙ୍କୁ ଧ୍ବଂସ କରିେବ କିନ୍ତୁ ୟିରୁଶାଲମ ତା'ର ସ୍ଥାନ େର ଅକ୍ଷତ ରହିବ।" 7 ସଦାପ୍ରଭୁ ସର୍ବପ୍ରଥମେ ଯିହୁଦାର ତମ୍ବୁଗୁଡିକୁ ରକ୍ଷା କରିେବ। େସ ଏପରି କରିେବ ୟଦ୍ବାରା ଦାଉଦଙ୍କ ଗୃହର ସମ୍ମାନ ଏବଂ ୟିରୁଶାଲମର ପରାକ୍ରମ ଯିହୁଦାର େଗୗରବଠାରୁ ଅଧିକ େହବ ନାହିଁ। 8 େସହିଦିନ ସଦାପ୍ରଭୁ ପୁନର୍ବାର ୟିରୁଶାଲମର େଲାକମାନଙ୍କୁ ସୁରକ୍ଷା େଦେବ। ଏପରିକି ସବୁଠାରୁ ଦୁର୍ବଳ ବ୍ଯକ୍ତି ମଧ୍ଯ େସହିଦିନ ଦାଉଦଙ୍କ ପରି େହବ। େସହିଦିନ ଆଉ ମଧ୍ଯ ଦାଉଦଙ୍କ ପରିବାର େଲାକ େଦବତାଗଣଙ୍କ ପରି ଓ ସଦାପ୍ରଭୁଙ୍କ ଦୂତପରି ତାଙ୍କ ସମ୍ମୁଖ େର େହେବ। 9 ସଦାପ୍ରଭୁ କୁହନ୍ତି, " େସହିଦିନ େଯଉଁ େଦଶ ୟିରୁଶାଲମ ବୁରୁଦ୍ଧ େର ଆସିବ ଆମ୍େଭ ତାକୁ ଧ୍ବଂସ କରିବା। 10 ଆମ୍େଭ ଦାଉଦ ପରିବାର ଓ ୟିରୁଶାଲମ ନିବାସୀଙ୍କ ଉପ େର ଦୟା ଓ ବିନତୀର ଆତ୍ମା ବୃଷ୍ଟି କରିବା। େସମାେନ ଆମ୍ଭକୁ େଦଖିେବ, ଯାହାକୁ େସମାେନ ବିନ୍ଧି କେଲ। ଏବଂ େସମାେନ େଶାକ କରିେବ। େସମାେନ ଏପରି େଶାକ କରିେବ େଯ, ନିଜର ଏକମାତ୍ର ପୁତ୍ରର ମୃତ୍ଯୁ େର ଜେଣ େଯପରି େଶାକ କେର। େସମାେନ ବ୍ଯାକୁଳ େହାଇ କାନ୍ଦିବେ, େଯପରି ଜେଣ େଜଷ୍ଠପୁତ୍ରର ମୃତ୍ଯୁ େର କାନ୍ଦନ୍ତି। 11 େସହିଦିନ, ୟିରୁଶାଲମ େର େଶାକ େହବ, ଏପରି ମହାନ୍ େଶାକ େଯପରିକି ହଦଦ୍-ରିମ୍ମୋଶ ମଗିଦ୍ଦୋନର ଉପତ୍ୟକା େର େହାଇଥିଲା। 12 ସମଗ୍ର େଦଶ େଶାକ କରିବ, ପ୍ରେତ୍ୟକକ ପରିବାର ନିେଜ ନିେଜ େଶାକ କରିେବ। ଦାଉଦ ପରିବାରର େଲାକମାେନ ନିେଜ ନିେଜ, ଏବଂ େସମାନଙ୍କର ସ୍ତ୍ରୀମାେନ ନିେଜ ନିେଜ, ନାଥନ୍ ବଂଶର େଲାକମାେନ ନିେଜ ନିେଜ ଏବଂ େସମାନଙ୍କର ସ୍ତ୍ରୀମାେନ ନିେଜ ନିେଜ ଶୋକ କରିେବ। 13 େଲବୀ ପରିବାରର ନିେଜ ନିେଜ ଏବଂ େସମାନଙ୍କର ସ୍ତ୍ରୀେଲାକମାେନ ନିେଜ ନିେଜ, ଶିମିଯିର ପରିବାରମାେନ ନିେଜ ନିେଜ େଶାକ କରିେବ ଏବଂ ତାଙ୍କର ସ୍ତ୍ରୀମାେନ ନିେଜ ନିେଜ େଶାକ କରିେବ। 14 ଏବଂ ଅନ୍ୟ ସମସ୍ତ ବଞ୍ଚିତ ପରିବାର ନିେଜ ନିେଜ, ପ୍ରେତ୍ୟକକ ପରିବାରବର୍ଗ ଏକା ଏବଂ େସମାନଙ୍କର ସ୍ତ୍ରୀମାେନ ନିେଜ ନିେଜ େଶାକ କରିେବ।"

13:1 ମାତ୍ର େସେତେବେଳ, ଏକ ନିର୍ଝର ଦାଉଦର ପରିବାର ଓ ୟିରୁଶାଲମ ନିବାସୀ ପାଇଁ େଖାଲା େହବ। େସହି ଝରଣା େସମାନଙ୍କର ପାପସବୁ ଓ ଅପବିତ୍ରତାକୁ େଧାଇଦେବ। 2 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, "ଆମ୍େଭ େଦଶରୁ ମୂର୍ତ୍ତି ବିନଷ୍ଟ କରିେଦବା। ଏପରିକି େଲାକମାେନ େସମାନଙ୍କର ନାମକୁ ସ୍ମରଣ କରିେବ ନାହିଁ। ଆଉ ମଧ୍ଯ ଆମ୍େଭ ସମସ୍ତ ଭବିଷ୍ଯଦ୍ବକ୍ତାଗଣ ଓ ଅପବିତ୍ର ଆତ୍ମାଗୁଡିକୁ ପୃଥିବୀରୁ ବି େଲାପ କରିବା। 3 ଯଦି େକହି ଭବିଷ୍ଯତ୍ବାଣୀ କରୁଛି ତା'ର ପିତାମାତା ତାକୁ କହିେବ, 'ତୁମ୍େଭ ବଞ୍ଚିବ ନାହିଁ କାରଣ ତୁମ୍େଭ ସଦାପ୍ରଭୁଙ୍କ ନାମ େର ମିଥ୍ଯା ବାକ୍ଯ କହିଛ।' ତା'ର ପିତା ଏବଂ ମାତା ୟିଏ ତାକୁ ଧାରଣ କରିଛନ୍ତି େସ େଯେତେବେଳ ଭବିଷ୍ଯବାଣୀ କରିବ ତାକୁ ଖଡ୍ଗ େର ବିନାଶ କରିେବ। 4 େସଦିନ ପ୍ରେତ୍ୟକକ ଭବିଷ୍ଯତ-ବକ୍ତା ନିଜର କଳ୍ପିତ ଦର୍ଶନ ପାଇଁ ଲଜ୍ଜିତ େହେବ। େସମାେନ ଭବିଷ୍ଯତ୍ବକ୍ତାପରି ପ୍ରତାରିତ କରିବା ପାଇଁ େଲାମଶ ବସ୍ତ୍ର ପରିଧାନ କରିେବ ନାହିଁ। 5 େସହି େଲାକମାେନ କହିେବ, 'ମୁଁ ଜେଣ ଭବିଷ୍ଯଦ୍ବକ୍ତା ନୁେହଁ, ମୁଁ ଜେଣ କୃଷକ। ଏହି ଭୂମି େମାର ବାଲ୍ଯକାଳରୁ େମାର ଅଧିକାର େର ଅଛି।' 6 କିନ୍ତୁ ଅନ୍ଯେଲାକମାେନ କହିେବ, 'ତୁମ୍ଭର ହାତ େର ଏହି କ୍ଷତଗୁଡିକ କ'ଣ? େସ ଉତ୍ତର େଦେବ, 'ମୁଁ େମା ବନ୍ଧୁମାନଙ୍କ ଗୃହ େର କ୍ଷତ ବିକ୍ଷତ େହାଇଥିଲି।"' 7 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, " େହ ଖଡ୍ଗ, ୟାଅ! ଏବଂ େମଷପାଳକ ଆମ୍ଭର ଘନିଷ୍ଠ ବନ୍ଧୁଙ୍କୁ ଆଘାତ କର। େମଷପାଳକଙ୍କୁ ଆଘାତ କର, େଯପରି େମଷପଲ ପଳାଯନ କରିେବ। ଆମ୍େଭ ଆପଣା ହସ୍ତ େସହି କ୍ଷୁଦ୍ରମାନଙ୍କ ବିରୁଦ୍ଧ େର ଉଠାଇବା।" 8 େଦଶର ଦୁଇ ତୃତୀଯାଂଶ େଲାକ ଚ୍ଛେଦନ େହେବ ଓ ମୃତ୍ଯୁବରଣ କରିେବ। ମାତ୍ର ଏକ ତୃତୀଯାଂଶ ଜୀବିତ ରହିେବ। 9 ତା'ପ େର ଆମ୍େଭ େସହି ଏକ ତୃତୀଯାଂଶ େଲାକଙ୍କୁ ଅଗ୍ନି େର ପରୀକ୍ଷା କରିବା। ଆମ୍େଭ େସମାନଙ୍କୁ ରୂପା େଯପରି ନିର୍ମଳ ହୁଏ େସହିପରି ବିଶୁଦ୍ଧ କରିବା। ସୁବର୍ଣ୍ଣକୁ ପରୀକ୍ଷା କଲାପରି ଆମ୍େଭ େସହି େଲାକଙ୍କୁ ପରୀକ୍ଷା କରିବା। ଆମ୍ଭ ନାମ ଧରି ଆମ୍ଭକୁ େସମାେନ ଡାକିବେ ଏବଂ ଆମ୍େଭ େସମାନଙ୍କୁ ଉତ୍ତର େଦବା, 'ଏମାେନ ଆମ୍ଭର େଲାକ', ଆଉ େସମାେନ କହିେବ, 'ସଦାପ୍ରଭୁ ଆମ୍ଭର ପରେମଶ୍ବର ଅଟନ୍ତି।"'

14:1 େଦଖ, ସଦାପ୍ରଭୁଙ୍କର ପାଇଁ ଏକ ବିଶେଷଦିନ ଆସୁଛି। ତୁମ୍େଭମାେନ େଯଉଁ ସମ୍ପତ୍ତି େନଇଛ ତାହା ତୁମ୍ଭମାନଙ୍କ ମଧିଅେର ଭାଗ କରାୟିବ। 2 ଆମ୍େଭ ସମସ୍ତ େଗାଷ୍ଠୀକୁ ୟିରୁଶାଲମ ବିରୁଦ୍ଧ େର ଲଢିବାକୁ ଏକତ୍ରୀତ କରିବା। ନଗରଟି ପରାଜିତ େହବ ଓ ଗୃହଗୁଡିକ ଲୁଣ୍ଠିତ େହବ। ସ୍ତ୍ରୀମାେନ ଧର୍ଷିତ େହେବ ଏବଂ େଦଶର ଅର୍ଦ୍ଦେକ େଲାକ ନିର୍ବାସିତ େହେବ। ଅବଶିଷ୍ଟ େଲାକମାେନ ନଗରୀରୁ ନିଆଯିେବ ନାହିଁ। 3 େସେତେବେଳ ସଦାପ୍ରଭୁ ବାହାରି େସ େଦଶମାନଙ୍କ ବିରୁଦ୍ଧ େର ୟୁଦ୍ଧ କରିେବ, େସ ଏପରି କରିେବ େଯପରି େସ ସଂଗ୍ରାମ ସମୟେର କରନ୍ତି। 4 େସେତେବେଳ ସଦାପ୍ରଭୁଙ୍କର ଦୁଇ ପଦ ୟିରୁଶାଲମର ପୂର୍ବ ଦିଗ େର ଥିବା ଅଲିଭ ପର୍ବତ ଉପ େର ଠିଆ େହବ। େସହି ଅଲିଭ୍ ପର୍ବତ ବିଦୀର୍ଣ୍ଣ େହବ ଓ ଏହାର େଗାଟିଏ ଅଂଶ ଉତ୍ତର ଦିଗକୁ ଓ ଅନ୍ୟ ଅଂଶଟି ଦକ୍ଷିଣ ଦିଗକୁ ଗତି କରିବ। େଗାଟିଏ ଗଭୀର ଉପତ୍ୟକା ପୂର୍ବ ପଶ୍ଚିମ େହାଇ ବିସ୍ତୃତ େହବ। 5 େସହି ପାର୍ବତ୍ଯ ଉପତ୍ୟକା େଯେତେବେଳ ତୁମ୍ଭମାନଙ୍କର ନିକଟତର େହବ ତୁମ୍େଭମାେନ ଖସିୟିବାକୁ େଚଷ୍ଟା କରିବ। ଯିହୁଦାର ରାଜା ଉଷିୟଙ୍କ ସମୟେର େହାଇଥିବା ଭୂମିକମ୍ପ େବେଳ େଯଉଁପରି ଭାବେର େଲାକମାେନ ପଳାଯନ କରୁଥିେଲ େସହିପରି ତୁମ୍େଭମାେନ େଦୗଡିବ। ମାତ୍ର ସଦାପ୍ରଭୁ େମାର ପରେମଶ୍ବର ଆସିେବ ଏବଂ ତୁମ୍ଭ ସହିତ ସମସ୍ତ ପବିତ୍ର ପ୍ରାଣୀ ଥିେବ। 6 େସହିଦିନ ଆେଲାକ ରହିବ ନାହିଁ, ଶୀତଳତା କି ତୁଷାର େହବ ନାହିଁ। େଗାଟିଏ ବିଶେଷଦିନ କେବଳ ସଦାପ୍ରଭୁଙ୍କୁ ଜଣା େକୗଣସି ଦିନ ବା ରାତ୍ରି େହବ ନାହିଁ। ସନ୍ଧ୍ଯା ସମୟେର ଆେଲାକ ଥିବ। 7 8 େସଦିନ, ୟିରୁଶାଲମରୁ ସ୍ବଚ୍ଛ ଜଳ ପ୍ରବାହିତ େହବ। େସ ଅଧା ପ୍ରବାହିତ େହବ ସମୁଦ୍ର ଆଡକୁ ପୂର୍ବ ଦିଗକୁ ଓ ଅନ୍ୟ ଅଧା ପଶ୍ଚିମ ଦିଗ ସମୁଦ୍ର ଆଡକୁ। ଏହା ଉଭୟ ଗ୍ରୀଷ୍ମକାଳ ଓ ଶୀତକାଳ େର େହବ। 9 େସହିଦିନ ସଦାପ୍ରଭୁ ସମଗ୍ର ପୃଥିବୀ ଉପ େର ରାଜା େହେବ। କେବଳ େସଠା େର ଜେଣ ସଦାପ୍ରଭୁ ଓ ତାଙ୍କର େଗାଟିଏ ମାତ୍ର ନାମ ରହିବ। 10 ଆଉ ମଧ୍ଯ େସହି ସମୟେର, ସମସ୍ତ େଦଶ ୟିରୁଶାଲମର ଦକ୍ଷିଣ ଗେବାଠାରୁ ରିେମ୍ମାନ ପର୍ୟ୍ଯନ୍ତ ଭୂମି ସମତଳ ଭୂମିେର ପରିଣତ େହବ। କିନ୍ତୁ ୟିରୁଶାଲମ ତା' ସ୍ଥାନରୁ ଉଚ୍ଚ େର ଠିଆ େହବ। ଏହା ବିନ୍ଯାମୀନ ଫାଟକଠାରୁ ପ୍ରଥମ ଫାଟକ ପର୍ୟ୍ଯନ୍ତ ହନ୍ନେଲର କଣ ଫାଟକଠାରୁ ରାଜାଙ୍କର ଦ୍ରାକ୍ଷାକ୍ଷେତ୍ର ପର୍ୟ୍ଯନ୍ତ ବିସ୍ତୁତ େହବ। 11 େଲାକମାେନ ଯିେବ ଓ େସଠା େର ବାସ କରିେବ। ପୁନର୍ବାର ୟିରୁଶାଲମ ସମ୍ପୁର୍ଣ୍ଣ ଧ୍ବଂସ େହବ ନାହିଁ। ୟିରୁମାଲମ ନିରାପଦ େହବ। 12 ଏହା େହଉଛି ମହାମାରୀର ବିବରଣୀ। ସଦାପ୍ରଭୁ ଏହା ପଠାଇେବ, େସହିମାନଙ୍କ ବିରୁଦ୍ଧ େର େଯଉଁମାେନ ୟିରୁଶାଲମ ବିରୁଦ୍ଧ େର ଲଢୁଥିେଲ। େଲାକମାେନ ଛିଡା େହାଇ ଥିବା େବେଳ େସମାନଙ୍କର ଚର୍ମ ପଚିୟିବ। େସମାନଙ୍କର ଚକ୍ଷୁ େକାଟର ମଧିଅେର ପଶିୟିବ ଓ ଜିହ୍ବା ପାଟି ମଧିଅେର ପଶିୟିବ। 13 େସହି ଭୟଙ୍କର ବ୍ଯାଧି େସହି ଶିବିର େର ରହିବ। ଆଉ ମଧ୍ଯ େସମାନଙ୍କର ଅଶ୍ବ, ଖଚର, ଓଟ ଓ ଗର୍ଦ୍ଦଭ େସହି ଭୟଙ୍କର ବ୍ଯାଧି େର ଆକ୍ରାନ୍ତି େହେବ। 14 15 16 ପ୍ରେତ୍ୟକକ ବ୍ଯକ୍ତି ୟିଏ େଦଶ ଛାଡି ୟିରୁଶାଲମ ବିରୁଦ୍ଧ େର ଆସିଛନ୍ତି, ପ୍ରେତ୍ୟକକ ବର୍ଷ ଉପାସନା କରିବା ପାଇଁ ଆସିେବ। ପ୍ରତିବର୍ଷ େସମାନଙ୍କର ରାଜା ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କୁ ଉପାସନା କରିବାକୁ ଏବଂ ପତ୍ରକୁଟୀର ପର୍ବ ପାଳନ କରିବାକୁ ଆସିେବ। 17 ଯଦି େକୗଣସି େଦଶର ପରିବାର ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଉପାସନା କରିବା ପାଇଁ ଆସିେବ ନାହିଁ, ବର୍ଷା େସମାନଙ୍କ ଉପ େର ପଡିବ ନାହିଁ। 18 ଯଦି ମିଶରର ପରିବାର ନ ଆସିନ୍ତି, ବର୍ଷା େସମାନଙ୍କ ଉପ େର ଆସିବ ନାହିଁ। ତା' ବଦଳ େର ସଦାପ୍ରଭୁ ମହାମାରୀ ପଠାଇେବ ଯାହା େସ େଦଶସବୁ ବିରୁଦ୍ଧ େର ପଠାଇଥିେଲ ଏବଂ େଯଉଁମାେନ ପତ୍ରକୁଟୀର ପର୍ବ ପାଳନ କରିବା ପାଇଁ ୟାଇ ନଥିେଲ। 19 ତାହା ମିଶରର ପାପ େହବ ଏବଂ ପ୍ରେତ୍ୟକକ େଦଶର ପାପ େଯଉଁମାେନ ୟାଆନ୍ତି ନାହିଁ ଓ ପତ୍ରକୂଟୀର ପର୍ବ ପାଳନ କରନ୍ତି ନାହିଁ। 20 େସହିଦିନ 'ସଦାପ୍ରଭୁଙ୍କ ପବିତ୍ର' ଏପରିକି ଅଶ୍ବଗଣର ଘଣ୍ଟି େର ମଧ୍ଯ ଲେଖାୟିବ। ଆଉ ମଧ୍ଯ ସଦାପ୍ରଭୁଙ୍କ ମନ୍ଦିର େର ବ୍ଯବହୃତ ସମସ୍ତ ପାତ୍ର ୟଜ୍ଞବେଦୀର ଜଳପାତ୍ର ତୁଲ୍ଯ େହବ। 21 ସମସ୍ତ ଜଳପାତ୍ର ୟିରୁଶାଲମ ଓ ଯିହୁଦା େର "ସର୍ବଶକ୍ତିମାନ ସଦାପ୍ରଭୁଙ୍କ ପାଇଁ ପବିତ୍ର େହବ।" ନୈବେଦ୍ଯ ବଳିଦାନ ପ୍ରଦାନ କରୁଥିବା ସମସ୍ତ େଲାକ ଆସିେବ ଏବଂ େସମାନଙ୍କଠାରୁ ଜଳପାତ୍ର େନେବ ଏବଂ ବଳିଦାନର ମାଂସ ରନ୍ଧନ କରିେବ।