Zephaniah

1:1 ଏହି ବାର୍ତ୍ତା ସଦାପ୍ରଭୁ ସିଫନିଯଙ୍କୁ ପ୍ରଦାନ କରିଥିେଲ। ଯିହୁଦାର ରାଜା ଆେମାନଙ୍କ ପୁତ୍ର େଯାଶିୟଙ୍କ ସମୟେର େସ ଏହି ବାର୍ତ୍ତା ଗ୍ରହଣ କେଲ। ସିଫନିଯ କୂଶିଙ୍କ ପୁତ୍ର, କୂଶି ଗଦଲିଯଙ୍କ ପୁତ୍ର, ଗଦଲିଯ ଅମରିଯଙ୍କ ପୁତ୍ର ଓ ଅମରିଯ ହିଜକିଯଙ୍କ ପୁତ୍ର ଥିେଲ। 2 ସଦାପ୍ରଭୁ କହନ୍ତି, "ପୃଥିବୀର ସମସ୍ତ ଜିନିଷ ଆମ୍େଭ ଧ୍ବଂସ କରିବା।" 3 ଆମ୍େଭ ସମସ୍ତ ପ୍ରାଣୀ ଓ ସମସ୍ତ ମାନବମାନଙ୍କୁ ବିନଷ୍ଟ କରିବା। ଆକାଶର ପକ୍ଷୀ ଓ ସମୁଦ୍ରର ମାଛଗୁଡିକୁ ବିନାଶ କରିବା। ସମସ୍ତ ମନ୍ଦ େଲାକ ଓ ସମସ୍ତ ଜିନିଷ େଯଉଁଗୁଡିକ େସମାନଙ୍କୁ ପାପ କରାଉଛି େସହି ସବୁକୁ ଧ୍ବଂସ କରିବା। ସବୁ େଲାକଙ୍କୁ ପୃଥିବୀରୁ ବିତାଡିତ କରିବା।" ଏହିସବୁ କଥା ସଦାପ୍ରଭୁ କହିେଲ। 4 ସଦାପ୍ରଭୁ କହିେଲ, "ଆମ୍େଭ ଯିହୁଦା ଓ ୟିରୁଶାଲମ ବାସିନ୍ଦାଙ୍କୁ ଦଣ୍ତ େଦବା। ଆମ୍େଭ େସହି ସ୍ଥାନରୁ ମୂର୍ତ୍ତି ପୂଜକ ଯାଜକଙ୍କୁ ହଟାଇେଦବା। ଆମ୍େଭ ବାଲର ଶେଷ ସଙ୍କେତକୁ ହଟାଇ େଦବା। ସମସ୍ତ େଲାକ 5 େଯଉଁମାେନ କି ଛାତ ଉପରକୁ ୟାଇ ତାରାମାନଙ୍କୁ ପୂଜା କରନ୍ତି ଆମ୍େଭ େସ ସମସ୍ତଙ୍କୁ ତଡି େଦବା। କେତଜଣ େଲାକ ଉଭୟ ସଦାପ୍ରଭୁ ଏବଂ ମିଥ୍ଯାପ୍ରଭୁ ମାଲିକମାନଙ୍କୁ ମଧ୍ଯ ପୂଜା କରୁଛନ୍ତି। େତଣୁ ଆମ୍େଭ େସହି େଲାକମାନଙ୍କୁ େସହି ସ୍ଥାନରୁ ତଡିେଦବା। 6 େକେତକ େଲାକ ସଦାପ୍ରଭୁଙ୍କୁ ଅନୁସରଣ କରିବା ବନ୍ଦ କେଲ। େସମାେନ ସଦାପ୍ରଭୁଙ୍କ ପ୍ରାର୍ଥନା କରିବା ବନ୍ଦ କରି େଦେଲ। େତଣୁ େସ େଲାକମାନଙ୍କୁ େସହି ସ୍ଥାନରୁ ତଡି େଦବା।" 7 ତୁମ୍େଭ ସଦାପ୍ରଭୁ େମାର ପ୍ରଭୁଙ୍କ ସମ୍ମୁଖ େର ନୀରବ ହୁଅ କାରଣ େଲାକମାନଙ୍କୁ ଶାସ୍ତି େଦବାପାଇଁ ସଦାପ୍ରଭୁଙ୍କ ବିଶେଷଦିନ ଶୀଘ୍ର ଆସୁଅଛି। ସଦାପ୍ରଭୁ ତାଙ୍କର ବଳିଦାନ ପ୍ରସ୍ତୁତ କରି ସାରିଛନ୍ତି ଏବଂ ତାଙ୍କର ନିମନ୍ତ୍ରିତ ଅତିଥିମାନଙ୍କୁ ଅଲଗା କରିଛନ୍ତି। 8 ସଦାପ୍ରଭୁ କହିେଲ, "ସଦାପ୍ରଭୁଙ୍କର ଉତ୍ସର୍ଗ ଦିନ େର, ଆମ୍େଭ ରାଜାର ପୁତ୍ରମାନଙ୍କୁ ଓ ଅନ୍ୟ େନତାମାନଙ୍କୁ ଦଣ୍ତ େଦବା। ବିଦେଶୀ ବସ୍ତ୍ର ପରିଧାନ କରିଥିବା ସମସ୍ତ େଲାକଙ୍କୁ ଆମ୍େଭ ଦଣ୍ତ େଦବା। 9 େସହି ସମୟେର ପ୍ରେବଶଦ୍ବାରକୁ ଡେଇଁ ୟାଇଥିବା େଲାକମାନଙ୍କୁ ଆମ୍େଭ ଦଣ୍ତ େଦବା। େଯଉଁମାେନ ତାଙ୍କ ମିଥ୍ଯା ପ୍ରଭୁଙ୍କର ଗୃହକୁ ମିଥ୍ଯା ଓ ହିଂସା େର ପୂର୍ଣ୍ଣ କରିଛନ୍ତି େସମାନଙ୍କୁ ମଧ୍ଯ ଦଣ୍ତ େଦବା।" 10 ସଦାପ୍ରଭୁ ମଧ୍ଯ କହିେଲ, " େସହି ସମୟେର ୟିରୁଶାଲମର ମତ୍ସ୍ଯ ଦ୍ବାରଠା େର ସାହାୟ୍ଯ ପାଇଁ ଡାକୁଥିେବ। େଲାକମାେନ ସହରର ଅନ୍ୟ ପାଶର୍‌ବ େର ମଧ୍ଯ ସାହାୟ୍ଯ ପାଇଁ ଚିତ୍କାର କରୁଥିେବ। େସମାେନ ମଧ୍ଯ ପାହାଡମାନଙ୍କରୁ ଖୁବ୍ ଜୋର୍ େର ଶଦ୍ଦ ଶୁଣିେବ। 11 ସହରର ନିମ୍ନ ଅଂଶ େର ବାସ କରୁଥିବା ତୁମ୍ଭ େଲାକମାେନ ଚିତ୍କାର କରିେବ। କାରଣ ସମସ୍ତ ବ୍ଯବସାଯୀ ଓ ଧନୀ ବଣିକମାେନ ଧ୍ବଂସ େହାଇଯିେବ। 12 " େସହିଦିନ ଆମ୍େଭ େଗାଟିଏ ପ୍ରଦୀପ େନଇ ୟିରୁଶାଲମ ମଧିଅେର େଖାଜିବା। ଓ େସହି ଆତ୍ମତୃପ୍ତ େଲାକମାନଙ୍କୁ ବାଛିବା େଯଉଁମାେନ େସମାନଙ୍କ ଶୈଳୀ େର ଜୀବନ ଧାରଣ କରିବା ପାଇଁ ସନ୍ତୁଷ୍ଟ। େସହି େଲାକମାେନ କୁହନ୍ତୁ, 'ସଦାପ୍ରଭୁ କହାରିକୁ ସାହାୟ୍ଯ କରନ୍ତି ନାହିଁ କି କାହାରିକୁ ଆଘାତ କରନ୍ତି ନାହିଁ।' ଆମ୍େଭ େସମାନଙ୍କୁ େଖାଜି ବାହାର କରିବା ଓ ଦଣ୍ତ େଦବା। 13 ତା'ପ େର ଅନ୍ୟ େଲାକମାେନ େସମାନଙ୍କର ଧନସମ୍ପଦ ଲୁଣ୍ଠନ କରିେବ ଓ େସମାନଙ୍କର ଘରଗୁଡିକୁ ଧ୍ବଂସ କରିେବ। େସହି ସମୟେର େସମାେନ ନିର୍ମାଣ କରିଥିବା ଘ େର େଲାକମାେନ ରହିେବ ନାହିଁ ଏବଂ େସମାେନ ବଢାଇଥିବା ଅଙ୍ଗୁରରୁ ପ୍ରସ୍ତୁତ ଦ୍ରାକ୍ଷାରସ ପିଇବେ ନାହିଁ।" 14 ସଦାପ୍ରଭୁଙ୍କର େସହି ବିଶେଷ ଦିବସ ଖୁବ୍ ଶୀଘ୍ର ଆସୁଛି। େସହିଦିନ ଅତି ସନ୍ନିକଟ। ବିଗ୍ଭରର େସହି ବିଶେଷ ଦିବସ େର େଲାକମାେନ ଏକ ଅତି ଦୁଃଖପୂର୍ଣ୍ଣ ଶଦ୍ଦ ଶୁଣିେବ। ଏପରିକି ଶକ୍ତିଶାଳୀ ସୈନ୍ଯମାେନ ଚିତ୍କାର କରି ଉଠିେବ। 15 େସହି ଦିନ ପରେମଶ୍ବର ତାଙ୍କର େକାର୍ଧ େଦଖାଇେବ। ଏହା ଅତି ଭୟଙ୍କର ଦୁଃଖ ଓ ଧ୍ବଂସର ସମୟ ଦେବ। ଏହା ଏକ ଧ୍ବଂସ ବିଧ୍ବଂସ୍ତର ଦିନ େହବ। ଏହା ଏକ ଅନ୍ଧକାର ଓ ଖେଦର ଦିନ େହବ। ଏହି ଦିନଟି ମେଘ ଓ ଅନ୍ଧକାରର ଦିନ େହବ। 16 ଏହା ୟୁଦ୍ଧ ସମୟ ପରି ଏକ ସମୟ େହବ, େଯେତେବେଳ େଲାକମାେନ ପ୍ରତିରକ୍ଷା ଦୁର୍ଗ ଓ ସୁରକ୍ଷିତ ନଗରୀ େର ତୂରୀର ଓ ୟୁଦ୍ଧର କାନ୍ଦଣା ଶୁଣିେବ। 17 ସଦାପ୍ରଭୁ କହିେଲ, " େସହି ସମୟେର ଆମ୍େଭ େଲାକମାନଙ୍କୁ ସମସ୍ଯା ଘଟାଇବା। େଲାକମାେନ ଅନ୍ଧଭଳି ଗ୍ଭଲିବେ, ଏହା କାହିଁକି ଘଟିବ? କାରଣ େସହି େଲାକମାେନ ସଦାପ୍ରଭୁଙ୍କ ବିରୁଦ୍ଧ େର ପାପ କରିଛନ୍ତି। େସମାନଙ୍କର ମୃତ ଶରୀର ଭୂମି ଉପ େର େଗାବର ପରି ପଡି ରହିବ। 18 େସମାନଙ୍କର ସୁନାରୂପା େସମାନଙ୍କୁ ରକ୍ଷା କରିପାରିବ ନାହିଁ। େସହି ସମୟେର ସଦାପ୍ରଭୁ ଅତ୍ଯନ୍ତ ବିବ୍ରତ ଓ କ୍ରୋଧୀ େହାଇ ପଡିବେ। ସଦାପ୍ରଭୁ ସମଗ୍ର ବିଶ୍ବକୁ ଧ୍ବଂସ କରିେବ। ସଦାପ୍ରଭୁ ସମ୍ପୂର୍ଣ୍ଣ ଭାବେର ବିଶ୍ବ େର ସମସ୍ତଙ୍କୁ ବିନାଶ କରିେବ।"

2:1 େହ ନିଲର୍‌ଲଜ େଲାକମାେନ, ତୁମ୍େଭମାେନ ଏକତ୍ରୀତ ହୁଅ। 2 ତୁମ୍ଭ ଉପ େର ବିଗ୍ଭର ଆସିବା ପୂର୍ବରୁ, ତୁଷ ପରି ସୁେଯାଗ ହରାଇବା ପୂର୍ବରୁ, ସଦାପ୍ରଭୁଙ୍କର େକାରଧ ତୁମ୍ଭ ଉପ େର ଆସିବା ପୂର୍ବରୁ, ସଦାପ୍ରବୁଙ୍କର ଭୟଙ୍କର େକାର୍ଧର ଶେଷଦିନ ଆସିବା ପୂର୍ବରୁ, ତୁମ୍େଭମାେନ ଏକତ୍ରୀତ ହୁଅ। 3 ସବୁ ବିନଯୀ େଲାକମାେନ ସଦାପ୍ରଭୁଙ୍କ ନିକଟକୁ ଆସ! ତାଙ୍କ ବ୍ଯବସ୍ଥାକୁ ମାନ। ଧର୍ମର ଅନ୍ବେଷଣ କର, ନମ୍ରତାର ଅନ୍ବେଷଣ କର, ହୁଏତ ସଦାପ୍ରଭୁ ତାଙ୍କର େକାରଧ େଦଖାଇଲା େବେଳ ତୁମ୍େଭମାେନ ନିରାପଦ େହବ। 4 ଘସା େର କାହାରିକୁ ଛଡାୟିବ ନାହିଁ। ଅସ୍କିଲୋନ ଧ୍ବଂସ େହବ, ମଧ୍ଯାହ୍ନ ସୁଦ୍ଧା େଲାକମାଙ୍କୁ ଅସଦୋଦ୍ ଛାଡିବାକୁ ବାଧ୍ଯ କରାୟିବ। ଇକ୍ରୋଣ ଶୂନ୍ଯ େହାଇଯିବ। 5 ତୁମ୍େଭ କେରଥୀଯର େଲାକମାେନ, ତୁମ୍େଭମାେନ ସମୁଦ୍ର ନିକଟେର ରହୁଛ, ସଦାପ୍ରଭୁଙ୍କଠାରୁ ତୁମ୍ଭମାନଙ୍କ ବିଷଯ େର ଏହି ବାର୍ତ୍ତା ଅେଟ। େହ କିଣାନ, େହ ପେଲଷ୍ଟୀୟ, ତୁମ୍େଭମାେନ ସମସ୍େତ ଧ୍ବଂସ େହବ। ତୁମ୍ଭମାନଙ୍କ ମଧ୍ଯରୁ େକହି ବଞ୍ଚିବେ ନାହିଁ। 6 ସମୁଦ୍ର ନିକଟେର ଥିବା ଭୂମି େମଷପାଳକ ଓ େସମାନଙ୍କର େମଷମାନଙ୍କ ପାଇଁ ଶୂନ୍ଯ େହାଇଯିବ। 7 ତା'ପ େର େସହି ରାଜ୍ଯ ଯିହୁଦାର ରକ୍ଷାକର୍ତ୍ତାଙ୍କ ଅଧିକାରକୁ ଆସିବ। ସଦାପ୍ରଭୁ ଯିହୁଦାର େସହି େଲାକମାନଙ୍କୁ ସ୍ମରଣ କରିେବ। େସହି େଲାକମାେନ ବିେଦଶ େର ବନ୍ଦୀ। କିନ୍ତୁ ସଦାପ୍ରଭୁ େସମାନଙ୍କୁ ଫେରାଇ ଆଣିେବ। ତା'ପ େର ଯିହୁଦାର େଲାକମାେନ େସମାନଙ୍କର େମଷଗୁଡିକୁ େସହି ପଡିଆ େର ଚରିବାକୁ େଦେବ। ସନ୍ଧ୍ଯା େବେଳ ଅସ୍କିଲୋନର ଶୂନ୍ଯ ଗୃହ େର େସମାେନ ପଡି ରହିେବ। 8 ସଦାପ୍ରଭୁ କୁହନ୍ତି, "ଆମ୍େଭ ଶୁଣିଛୁ େମାଯାବ ଓ ଅମ୍େମାନର େଲାକମାେନ କ'ଣ କହିେଲ। େସହି େଲାକମାେନ ଆମ୍ଭ େଲାକମାନଙ୍କୁ ଅପମାନିତ କେଲ। େସମାେନ ନିଜର ରାଜ୍ଯକୁ ବଢାଇବା ପାଇଁ େସମାନଙ୍କର ଜମି ସବୁ ଅକ୍ତିଆର କେଲ। 9 େତଣୁ ଆମ୍େଭ ପ୍ରତିଜ୍ଞା କରୁଛୁ, େମାୟାବ ଓ ଅମ୍େମାନର େଲାକମାେନ େସଦାମ ଓ ହ େମାରା ପରି ଧ୍ବଂସ େହେବ। ଆମ୍େଭ ସର୍ବଶକ୍ତିମାନ ସଦାପ୍ରଭୁ ଇଶ୍ରାେୟଲର ପରେମଶ୍ବର ପ୍ରତିଜ୍ଞା କରୁଅଛୁ ଚିରକାଳ ପାଇଁ େସମାନଙ୍କର ଭୂମି ସମ୍ପୂର୍ଣ୍ଣ ଭାବେର ଧ୍ବଂସ େହବ। େସମାନଙ୍କର ଭୂମିେର ଅନାବନା ଗଛ ବ୍ଯାପିୟିବ। ମରୁସାଗର ପରି େସମାନଙ୍କର ଭୁମି ଲବଣାକ୍ତ େହବ। ଆମ୍ଭର ବଞ୍ଚିତ େଲାକମାେନ ତାଙ୍କ େଦଶ ଅଧିକାର କରିେବ ଓ ତାଙ୍କର ସମ୍ପତ୍ତି େଫରିପାଇେବ।" 10 େମାୟାବ ଓ ଅମ୍େମାନର େଲାକମାନଙ୍କ ପାଇଁ ଏହିସବୁ ଘଟିବ କାରଣ େସମାେନ ସର୍ବଶକ୍ତିମାନ ସଦାପ୍ରଭୁଙ୍କ େଲାକମାନଙ୍କ ପ୍ରତି ଗର୍ବୀ ଓ ନିଷ୍ଠୁର େହାଇଥିେଲ ଏବଂ େସମାନଙ୍କୁ ଅପମାନିତ କରିଥିେଲ। 11 େସହି େଲାକମାେନ ସଦାପ୍ରଭୁଙ୍କୁ ଭୟ କରିେବ, କାରଣ ସଦାପ୍ରଭୁ ଧ୍ବଂସ କରିେବ। ତା'ପ େର ସବୁ େଦଶ େର େଲାକମାେନ ସଦାପ୍ରଭୁଙ୍କୁ ଉପାସନା କରିେବ। 12 ଏପରିକି ଇଥିଓପିଆର େଲାକମାନଙ୍କୁ ମଧ୍ଯ ସଦାପ୍ରଭୁଙ୍କର ଖଡ୍ଗ ବିନାଶ କରିବ। 13 ସଦାପ୍ରଭୁ ଉତ୍ତରକୁ ଯିେବ ଏବଂ ଅଶୂରକୁ ଦଣ୍ତ େଦେବ। ନୀନିବୀ େଗାଟିଏ ଶୂନ୍ଯ ଶୁଷ୍କ ମରୁଭୂମିେର ପରିଣତ େହବ। 14 ତା'ପ େର କେବଳ େମଷମାେନ ଓ ହିଂସ୍ର ପଶୁ େସହି ଧ୍ବଂସ ନଗରୀ େର ବାସ କରିେବ। ପେଚା ଓ କାଉମାେନ ପରିତ୍ଯକ୍ତ ସ୍ତମ୍ଭମାନଙ୍କ େର ବସିବେ। େସମାନଙ୍କର ରାବ ଝରକା ବାଟେ ଶୁଣାୟିବ। କାଉଗୁଡିକ ଦ୍ବାର ପାହାଚ ଉପ େର ବସିବେ। ପ୍ରେବଶପଥ ଧ୍ବଂସ ଏବଂ ନିର୍ଜ୍ଜନ େହବ। ଏରସ କଡିକାଠ େଖାଲି ଦିଆୟିବ। 15 ନୀନିବୀ ବର୍ତ୍ତମାନ ଗର୍ବିତ ଅେଟ। େଲାକମାେନ ନିଜକୁ ଅତି ନିରାପଦ ମେନ କରନ୍ତି। େସମାେନ ଭାବନ୍ତି ନୀନିବୀ ପୃଥିବୀ େର ସବୁଠାରୁ ମହାନ୍ ସ୍ଥାନ। କିନ୍ତୁ େସହି ନଗରୀ ମଧ୍ଯ ଧ୍ବଂସ େହବ। ଏହା ଏକ ଶୂନ୍ଯସ୍ଥାନ େହବ େଯଉଁଠା େର କେବଳ ବନ୍ଯପ୍ରାଣୀମାେନ ବିଶ୍ରାମ କରିେବ। େସହି ବାଟ େଦଇ ଯାଉଥିବା େଲାକମାେନ ଶୁଶୁରି ବଜାଇବେ, ମୁଣ୍ତ ହଲାଇବେ େଯେତେବେଳ େସମାେନ େସହି ନଗରୀଟିକୁ ଅତି ଶୋଚନୀଯ ଭାବେର ଧ୍ବଂସ େହବାର େଦଖିେବ।

3:1 େହ ୟିରୁଶାଲମ, ତୁମ୍ଭ େଲାକମାେନ ପରେମଶ୍ବରଙ୍କ ବିରୁଦ୍ଧ େର ସଂଗ୍ରାମ କେଲ। େସମାେନ ଅନ୍ୟମାନଙ୍କୁ ଆଘାତ କେଲ ଏବଂ େସମାେନ ପାପ େର କଳୁଷିତ େହାଇଗେଲ। 2 ତୁମ୍ଭର େଲାକମାେନ ଆମ୍ଭକୁ ମାନିଲେ ନାହିଁ। େସମାେନ ଆମ୍ଭ ଶିକ୍ଷା ଗ୍ରହଣ କେଲ ନାହିଁ। ୟିରୁଶାଲମ ସଦାପ୍ରଭୁଙ୍କଠା େର ବିଶ୍ବାସ ରଖିଲା ନାହିଁ। େସମାେନ ତାଙ୍କ ପରେମଶ୍ବରଙ୍କ ସନ୍ନିକଟକୁ ଗେଲ ନାହିଁ। 3 ୟିରୁଶାଲମର େନତାମାେନ ଗର୍ଜିଲା ସିଂହ ପରି ଓ ତା'ର ବିଗ୍ଭରକମାେନ ସମତଳ ଭୂମିର େଭାକିଲା ଗଧିଆ ପରି। େସମାେନ ସକାଳକୁ କିଛି ରଖନ୍ତି ନାହିଁ। 4 େସମାନଙ୍କର ଭବିଷ୍ଯଦ୍-ବକ୍ତାମାେନ ନଗଣ୍ଯ ଓ େସମାେନ ବିଶ୍ବାସଘାତକ ଅଟନ୍ତି। େସମାନଙ୍କର ଯାଜକମାେନ ପବିତ୍ର ବସ୍ତୁକୁ ଅପବିତ୍ର କରନ୍ତି। େସମାେନ ପରେମଶ୍ବରଙ୍କ ଶିକ୍ଷା ବିରୁଦ୍ଧ େର କାର୍ୟ୍ଯ କରିଛନ୍ତି। 5 ତଥାପି ପରେମଶ୍ବର େସହି ନଗର ପ୍ରତି ଧାର୍ମିକ ଅଟନ୍ତି। େସ େକୗଣସି ଭୂଲ୍ କରନ୍ତି ନାହିଁ। ସକାଳ ପ େର ସକାଳ, େସ ତାଙ୍କ ନ୍ଯାଯ ବିଗ୍ଭର କରନ୍ତି। ପ୍ରାତଃକାଳ େର େସ ତାହା ନିଶ୍ଚଯ କରନ୍ତି। କିନ୍ତୁ େସହି ମନ୍ଦ ପ୍ରକୃତିର େଲାକମାେନ ନିଜର କରିଥିବା ମନ୍ଦ କାର୍ୟ୍ଯ ପାଇଁ ଲଜ୍ଜିତ ହୁଅନ୍ତି ନାହିଁ। 6 ପରେମଶ୍ବର କହନ୍ତି, "ଆମ୍େଭ ସମଗ୍ର ଜାତିକୁ ଧ୍ବଂସ କରିଅଛୁ। ଆମ୍େଭ େସମାନଙ୍କର ପ୍ରତିରକ୍ଷା ପ୍ରାଚୀରକୁ ଧ୍ବଂସ କଲୁ। େସମାନଙ୍କର ରାସ୍ତାକୁ ଏପରି ଧ୍ବଂସ କଲୁ େଯ ଆଉ େକହି େସଠାକୁ ଏଣିକି ୟାଇପାରିେବ ନାହିଁ। ଆମ୍େଭ େସମାନଙ୍କର ନଗରଗୁଡିକ ଶୂନ୍ଯ କରି ଦେଲୁ, େତଣୁ େସଠା େର ଆଉ େକହି ବାସ କରିପାରିେବ ନାହିଁ। 7 ଆମ୍େଭ କହିଲୁ, ତୁମ୍େଭ ନିଶ୍ଚଯ ଆମ୍ଭକୁ ଭୟ କରିବ ଏବଂ ଆମ୍ଭ ନିଯମ ଶିଖିବ। ତୁମ୍େଭ ଯଦି ଏହା କରିବ, େତେବ ତୁମ୍ଭର ଘର େକେବ ବିନଷ୍ଟ େହବନାହିଁ। ତୁମ୍େଭ ଯଦି ଏହା କରିବ, େତେବ ଆମ୍ଭର େଯାଜନା ଅନୁସାେର ଆମ୍େଭ ତୁମ୍ଭକୁ ଦଣ୍ତ େଦବା ନାହିଁ।" କିନ୍ତୁ େସହି ମନ୍ଦ େଲାକମାେନ ଶୀଘ୍ର ଉଠି ତାଙ୍କର ଦୁଷ୍ଟକର୍ମ କେଲ। 8 ସଦାପ୍ରଭୁ କହିେଲ, "ଆମ୍େଭ ଲୁଟିବା ପାଇଁ ଉଠିବା ଦିନ ପର୍ୟ୍ଯନ୍ତ ତୁମ୍ଭମାେନ ଆମ୍ଭର ଅପେକ୍ଷା େର ଥାଅ, ଆମ୍େଭ ଜାତି ସମୂହ ଓ ରାଜ୍ଯଗଣକୁ ଏକତ୍ରୀତ କରିବା। ଆମ୍େଭ ଆପଣା େହବା େକାର୍ଧ େସମାନଙ୍କ ଉପ େର ଢାଳି େଦବା। ଆମ୍େଭ ଆପଣା ପ୍ରଚଣ୍ତ େକାରଧ େଦଖାଇବା। ଆମ୍ଭର େକାରଧ େର ସମଗ୍ର ପୃଥିବୀ ଧ୍ବଂସ େହବ। 9 ତା'ପ େର ଆମ୍େଭ ଅନ୍ୟ େଦଶର େଲାକମାନଙ୍କୁ ଏପରି ପରିବର୍ତ୍ତନ କରିବା େଯ େସମାେନ ସ୍ପଷ୍ଟ ଭାବେର ସଦାପ୍ରଭୁଙ୍କର ନାମ ଉଚ୍ଚାରଣ କରିେବ। େସମାେନ ସମସ୍େତ ଏକତ୍ରୀତ େହାଇ ଆମ୍ଭକୁ ଉପାସନା କରିେବ। 10 ଇଥିଓପିଆରୁ ନଦୀ ପାର େହାଇ ସମସ୍ତ େଲାେକ ଆମ୍ଭକୁ ଉପାସନା କରିବାକୁ ଆସିେବ। ଆମ୍ଭର ଛିନ୍ନବିଛିନ୍ନ େଲାକମାେନ ଆମ୍ଭ ନିକଟକୁ ଆସିେବ। େସମାେନ ଉପହାର େନଇ ଆମ୍ଭ ନିକଟକୁ ଆସିେବ। 11 ତା'ପ େର େହ ୟିରୁଶାଲମ, ତୁମ୍ଭର େଲାକମାେନ ଆମ୍ଭ ବିରୁଦ୍ଧ େର କରିଥିବା ଅପରାଧ ଲାଗି ଆଉ ଲଜ୍ଜିତ େହେବ ନାହିଁ। ଏହି କାରଣ ବଶତଃ ଆମ୍େଭ ସମସ୍ତ ଅନ୍ୟଥା େଲାକଙ୍କୁ ୟିରୁଶାଲମରୁ ତଡି େଦଇଛୁ। ଆମ୍ଭର ପବିତ୍ର ପର୍ବତ େର ଆଉ େକୗଣସି ଦାମ୍ଭିକ େଲାକ େକେବ େହେଲ ରହିେବ ନାହିଁ। 12 ଆମ୍େଭ କେବଳ ନମ୍ର ଓ ଦରିଦ୍ର େଲାକମାନଙ୍କୁ ୟିରୁଶାଲମ େର ରହିବାକୁ େଦବା। େସମାେନ ସଦାପ୍ରଭୁଙ୍କଠା େର ଆଶ୍ରଯ ପାଇେବ। 13 ଇଶ୍ରାେୟଲର ବଞ୍ଚି ରହିଥିବା େଲାକମାେନ ଖରାପ କାର୍ୟ୍ଯ କରିେବ ନାହିଁ। େସମାେନ ମିଥ୍ଯା କହିେବ ନାହିଁ। େସମାନଙ୍କ ମଧିଅେର େକୗଣସି ମିଥ୍ଯାବାଦୀ ରହିେବ ନାହିଁ। େସମାେନ ମେଣ୍ତାମାନଙ୍କ ପରି ଖାଇବେ ପିଇବେ ଓ ଶାନ୍ତି େର େଶାଇବେ। େକହି େସମାନଙ୍କୁ ବ୍ଯସ୍ତ କରିେବ ନାହିଁ।" 14 େହ ୟିରୁଶାଲମ, ଗୀତ ଗାଅ ଓ ସୁଖୀ ହୁଅ। ଇଶ୍ରାେୟଲ ମଧ୍ଯ ଆନନ୍ଦ କରିବ। ୟିରୁଶାଲମ ମଧ୍ଯ ସୁଖୀ େହବ। 15 କାହିଁକି? କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ଦଣ୍ତ େଦେଲ ନାହିଁ। େସ ତୁମ୍ଭର ଶତୃମାନଙ୍କୁ ବିନାଶ କେଲ। ଇଶ୍ରାେୟଲର ରାଜା, ସ୍ବଯଂ ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଅଛନ୍ତି। ତୁମ୍େଭ ମନ୍ଦ ବିଷଯ ପାଇଁ ଆଉ ଭୟଭୀତ େହବ ନାହିଁ। 16 େସେତେବେଳ ୟିରୁଶାଲମକୁ କୁହାୟିବ, "ଭୟ କରନାହିଁ, ତୁମ୍ଭର ହସ୍ତ ଦୁର୍ବଳ େହବନାହିଁ। 17 ଜେଣ ଶକ୍ତିଶାଳୀ ସୈନିକ ସଦୃଶ ତୁମ୍ଭର ସଦାପ୍ରଭୁ ତୁମ୍ଭ ସହିତ ଅଛନ୍ତି। େସ ତୁମ୍ଭକୁ ରକ୍ଷା କରିେବ। େସ ତୁମ୍ଭକୁ େକେତ ଭଲ ପାଆନ୍ତି େଦଖାଇେବ। ଆଉ ମଧ୍ଯ େସ େଦଖାଇ େଦେବ, େସ ତୁମ୍ଭମାନଙ୍କ ସହିତ ରହି େକେତ ସୁଖୀ। େସ ତୁମ୍ଭମାନଙ୍କ ସହିତ ରହି ହସିବେ ଓ ଆନନ୍ଦିତ େହେବ, େଭାଜି େର ଆନନ୍ଦ କଲାପରି େହେବ।" 18 ସଦାପ୍ରଭୁ କହିେଲ, "ମୁଁ ତୁମ୍ଭମାନଙ୍କର ଲଜ୍ଜା ଅପମାନ େନଇୟିବ। େସହି େଲାକମାେନ ତୁମ୍ଭକୁ ଆଘାତ କରିବା ବନ୍ଦ କରିେବ। 19 େସେତେବେଳ ତୁମ୍ଭକୁ ଆଘାତ କରୁଥିବା େଲାକଙ୍କୁ ଆମ୍େଭ ଦଣ୍ତ େଦବା, ଆମ୍ଭର ଆଘାତପ୍ରାପ୍ତ େଲାକମାନଙ୍କୁ ରକ୍ଷା କରିବା। ପଳାତକମାନଙ୍କୁ ଆମ୍େଭ ପୁନର୍ବାର ଫେରାଇ ଆଣିବା। େସମାନଙ୍କୁ ଆମ୍େଭ ଏପରି ବିଖ୍ଯାତ କରାଇବା ସବୁେଲାକ େସମାନଙ୍କୁ ପ୍ରଶଂସା କରିେବ। 20 େସେତେବେଳ ଆମ୍େଭ ତୁମ୍ଭ ସମସ୍ତଙ୍କୁ ଏକତ୍ର ଫେରାଇ ଆଣିବା। ଆମ୍େଭ ତୁମ୍ଭମାନଙ୍କୁ ଏପରି ସୁନାମଶାଳୀ କରାଇବା ଯାହା ଫଳ େର ସବୁେଲାକ ତୁମ୍ଭମାନଙ୍କର ପ୍ରଶଂସା କରିେବ। ତାହା ଘଟିବ େଯେତେବେଳ ଆମ୍େଭ ସମସ୍ତ ବନ୍ଦୀମାନଙ୍କୁ ତୁମ୍ଭ ସମ୍ମୁଖକୁ ଆଣି ମୁକ୍ତ କରିବା," ସଦାପ୍ରଭୁ ଏହି ସମସ୍ତ କହିଥିେଲ।